Friday 26 January 2018

ସଂଦେହୀ ପ୍ରେମିକ

ନ ଭେମ୍ବର ୨୫ ତାରିଖ! ରାତିର ଅନ୍ଧାର ଫିକା  ପଡି଼ଆସୁ ଥି ଲା! ତଥାପି ସକାଳ ହେବାକୁ ଆଉ କିଛି ସମୟ ବାକି ଥିଲା! ସମୟ ଯେତେ ଗଡ଼ି ଚାଲିଥିଲା ସଞ୍ଚିତ ପୋପୋଙ୍କ ଚିନ୍ତା ମଧ୍ୟ  ସେହି ଅନୁସାରେ ବଢ଼ିବାରେ ଲାଗିଥିଲା! ବଡ଼ ଅସ୍ତବ୍ଯସ୍ତ ହୋଇପଡ଼୍ଥିଲେ ସେ! କେତେବେଳେ ଝରକା ଖୋଲି ପଦାକୁ ଦେଖୁଥିଲେ ତ ଆଉ କେତେବେଳେ ଘଣ୍ଟାକୁ ଦେଖୁଥିଲେ! କାହା ସହିତ କଥ! ବି ହେଉନଥିଲେ! ତାଙ୍କ ଗତିବିଧିରୁ କିଛି ଗଡ଼ବଡ଼ ଥିବାର ମନେହେଉଥିଲା! ତେବେ ସକାଳ ହେବା ଆଗରୁ ସୱିତଙ୍କ ଘର ସମ୍ମୁଖରେ ଭିଡ଼ କମିବାରେ ଲାଗିଲା ! କ’ଣ----- ହୋଇଛି ବୋଲି କାଣିବାକୁ ସମସ୍ତେ ଚାତକ ଭଳି ଅନାଇ ରହିଥିଲେ! ଅଳ୍ପ ସମୟ ପୂର୍ବର ଘରଭିତରେ କଣେ ଝିଅକୁ ହତ୍ୟା କରାଯାଇଛି ଟୋଲି ଲେକେ ସୁରା କ୍ ପାଇଲେ! ପବନ 6ଗେରେ ଏହି ଖବର ପ୍ରଚାରିତ ହେଲ୍ୟା ଦେଖୁ ଦେଖୁ ଲୋକଙ୍କ ଭିଡ଼ ଆହୁରି କମିବାରେ ଲାଗିଲା! ବୁ ଝିବାକୁ ଆଉ ବାଜିନଥିଲା ଯେ ଘର ଭିତରେ କ’ଣ ଘଟିଛି! ଘର ଭିତରେ ଅସ୍ତବ୍ଯସ୍ତ ହୋଇ ବୁଲୁଥିବା ସଞ୍ଚିତ ହିଁ ଥିଲେ ହତ୍ୟାକାରୀ! ହେଲେ କାହିଁକି ସେ ହତ୍ୟାକାରୀ ପାଇଟିଲେ? ହତ୍ୟାର ଶିକାର ହୋଇଥିବା ଝିଅଟି ସହିତ ତାଙ୍କର କି ସଂପର୍କ ଥିଲା ? ଏସବୁ ପ୍ରଶ୍ନର ଉତ୍ତର ବାଣିବାକୁ ଚାହିଁଲେ ଆମକୁ କାହାଣାକୁ ଆଗେଇ ଦେବାକୁ ପଡ଼ିବ

ମାଲଗୋଦାମ ଅଞ୍ଚଳର ବାସିନ୍ଦା ଥିଲେ ସଞ୍ଚିତ ଯୋଜ ! ତାକ ବୟସ ପ୍ରାୟ ୨୬ ବର୍ଷ! କଣେ କାର ଚାଳକ ଭବେ ଭାବେ କାର୍ଯ୍ୟ କରୁଥିଲେ ସଞ୍ଚିତ! ସଞ୍ଚିତ ଯାହାଙ୍କୁ ହତ୍ୟା କରିଥିଲେ ସେ ଥିଲେ  ଦିବ୍ୟା ଓ ରୋମ ! ଆନୁଷ୍ଠାନିକ ଭାବେ ବିବାହ ହୋଇନଥିଲେ ମଧ୍ୟ  ସଞ୍ଚିତ ଓ ଦିବ୍ୟା  ସ୍ବାମ1-ସ୍ତ୍ରୀ  ଭଳି ଚଳୁଥିଲେ ! ଘଟଣା ଦିନ କୌଣସି କାରଣରୁ ଉତ୍ୟକ୍ତହୋଇ ଦିବ୍ୟାକୁ ଏକ ଧାରୁଆ ଅସ୍ଥରେ ହାଣି ହତ୍ୟାକରିଥିଲେ ସଞ୍ଚିତ ! ଖବର ପାଇ ନିଜେ  ଟିମ୍ ସହ ସେଠାରେ ପହଞ୍ଚି ଯାଇଥିଲେ ଉବିତନଗର ଥାନା ଇନ୍ସପେକ୍ଟର ରମେଶ ଚନ୍ଦ୍ର ଡୋରା! ତେବେ ଘଟଣା ମୂଳରେ ପୁଲିସ୍ ପହଞ୍ଚା ପୂର୍ବରୁ ସଞ୍ଚିତ ଆନାକୁ ଯାଇ ଆତ୍ଵସମର୍ପଣ କରି ସାରିଥିଲେ ! ଏହାପରେ ସାଇଶ୍ଚିଫିକ୍ ଟିମ୍ ସେଠାରେ ପହଞ୍ ଶବ କବତ କରି ବ୍ୟବଛେଦ  ପାଇଁ ପଠାଇଲା! ଆତ୍ଵସମର୍ପଣ କରିଥିବା ସଞ୍ଚିତକୁ ପୁଲିସ୍ କେରା କରିବାଆରମ୍ଭ କରିଦେଇଥିଲା!  ଦିବ୍ୟାଙ୍କ ହତ୍ୟା ସମ୍ପର୍କରେ ଗୂଡ଼େଇ ତ୍ଡ଼େଇ ଅନେକ ପ୍ରଶ୍ନ କରିଥିଲା ପୁଲିସ! କିନ୍ତୁ ସଞ୍ଚିତ ମୁହଁ ଖୋଲିନଥିଲେ! ଶେଷରେ ଥାନା ଅଧ୍ କାରୀ ରମେଶ ଚନ୍ଦ୍ର ଡୋରା ଏକ ଅଲଗା କୋଠରୀକୁ ସଞ୍ଚିତକୁ ଡାକି ନେଇ ବେଶ୍ ଫ୍ ସ୍ଲାଫ୍ ସ୍ଵଲି କରି ପଚାରିଥିଲେ!କେତେ ସମୟ ସେ ଆଉ ଚୁପ ର ହିଆନ୍ତେ! 6ଧିର୍ଯ୍ୟର ବନ୍ଧ ଶେଷରେ ଭାହିଁ ଗଲା! ଶେଷରେ ସଞ୍ଚିତ ସବୁ  ସତ କଥା ପୁଲିସ ଆଗରେ ବଖାଣି ଦେଇଥିଲେ!

ସୱିତଙ୍କ କହିବା ଅନୁସାରେ, ଦୀର୍ଘ ୩ ବର୍ଷ ହେଲା ସେ ନୁଆଗାଁ ବ୍ଲକ  ଲ୍ଲକୁମଚେଡ଼ା ପଞ୍ଚାୟତର ସୁ ଗାପୋରରେ ରହୁଥିବ! ନିକ ସମ୍ପର୍ଜାୟ କ’କାକ ଝିଅ ଦି ଚ୍ୟା(୨0) କୁ ପ୍ରେମ କରି ଆସୁଥିଲେ! ଗତ ୨ ବର୍ଷ ହେବ ବିଦ୍ୟା ସୂଗାପୋରରୁ ଆସି ତାଙ୍କ ସହ ରହୁଥିଲେ! ସୱିତକ ଘରେ ଅଶାରି ହେବ ବୋଲି ଭାବି ସେମାନେ ମାଲଗୋଦାମ ଖଟାଲ ବସ୍ତିରେ ଅଲଗା ଏକ ଘର କରି ରହୁଥିଲେ! ବିବାହ କରିନଥିଲେ ମଧ୍ୟ  ସେମାନେ ସ୍ବାମୀ ଓ ସ୍ତ୍ରୀ  ଭଳି ରହି ଆସୁଥିଲେ! ଦିବ୍ୟା ବୀରମିତ୍ରପୁର ସ୍ଥିତ ଏକମହାବିଦ୍ୟାଳୟରେ +୨ରେ ଅଧ୍ୟୟନ କରୁଥିଲେ! ମହାବିଦ୍ୟାଳୟରେ ଚାଲିଥିବା କୋବିଂକୁ ମଧ୍ୟ ସେ ଯାଉଥିଲେ! ସବୁକିଛି ପ୍ରାୟ ଠିକଚାଲିଥିଲା ହେଲେ କିଛିଦିନ ପରେ ଡୁ  ହିଁଙ୍କ ମଧ୍ୟ ରେ ଅଶାନ୍ତି  ସୃଷ୍ଠି ହେବାକୁ  ଲାଗିଲା! ଅନ୍ୟ ଜଣେ ଯୁବକଙ୍କ ସହିତ ଦିଚ୍ୟାକ ସମ୍ପର୍କଅଛି ବୋଲି ସଞ୍ଚିତଙ୍କ ମନରେ ସନ୍ଦେହ ଦାନା ଚାବିଚାକୁ ଲାଗିଲା! ପାଠ ପଢ଼ିବାକୁ ବାହାରକୁ ଯାଉଥିବାରୁ ବାହାରର କେହି ଜଣେ ମୁବକକ’ ସହ ଦିଚ୍ୟାକ ସମ୍ପର୍କ ଗଢ଼ିଉଠିଛିବୋଲି ସଞ୍ଚିତ ଏକ ପ୍ରକାର ଧରି ନେଇଥିଲେ! ସଞ୍ଚିତକ ସନ୍ଦେହ ପଛରେ କାରଣ ଥିଲା ଦିବ୍ୟା  ସବୁବେଳେ ମୋବାଇଲରେ କେଉଁ ଅକଶା ଲୋକ ସହିତ ଦୀର୍ଘ ସମୟଧରି କଥା ହେଉଥିଲେ ! ସେ କାହା ସହିତ କଥା ହେଉଥିଲେ ଟୋଲି ସଞ୍ଚିତ ପଚାରିଲେ ଦିବ୍ୟାଦେଉଥିବା ଉତ୍ତର ତାଳୁସନ୍ତୁଷ୍ଟ କରି ପାରୁନଥିଲା ! ଦିବ୍ୟା ପ୍ରକୁତରେ କାହାକୁ ଫୋନ୍ କରୁଛରି ସେକଥା ସଞ୍ଚିତ ଜାଣିପାରୁନଥିଲେ! ଚ୍ଚାଣିବାକୁଚେଷ୍ଟା କରି ମଧ୍ୟ  ସଫଳ ହୋଇପାରୁନଥିଲେ! ଏହାକୁନେଇ ସଞ୍ଚିତଙ୍କ ମନରେ ଅସନ୍ତ ଷର ବାହିଁ  କଳିବାକୁ ଆରମ୍ଭ କଲା! ଏମିତିକ ସଞ୍ଚିତ ତ୍ୟୁଟିରେ ବାହାରକୁ ଯାଇଥିବା ବେଳେ ଦିବ୍ୟାକୁ ଫେ!ନ କଲେ ଦିବ୍ୟାକ ତଫାନ୍ ଅନେକ ସମୟରେ ବ୍ଯସ୍ତ ରହୁଥିଲା! ବେଳେ ବେଳେ ଦିବ୍ୟା! କୁଆଡ଼େ ସଞ୍ଚିତକ ଫୋନ୍ କାଟି ଦେଉଥିଲେ!ଫଳରେ ସଞ୍ଚିତକ ସନ୍ଦେହ ଦିନକ ଦିନ ଆହୁରି ଦୃଢ଼ହେଚାକୁ ଲାଗିଲା ! ଏହି କଥାକୁ ନେଇ ଅନେକ ସମୟରେ ଉଭୟଙ୍କ ମଧ୍ୟ ରେ ଝଗଡ଼ା ହେଉଥିଲା! ସଞ୍ଚିତ ବାରମ୍ବାର ବ୍ଧଝାଉଥିଲେ ଦିବ୍ୟା ଙ୍କୁ ପେ ଅନ୍ୟକଣକ ସହିତ କଥା ହେଲେ ତାଳୁ ବହୁତ ବାଧ୍ ଛି! ହେଲେ ଦିବ୍ୟା କହୁଥିଲେ ସେ ଏମିତି କାହ! ପାଖକୁ ଫେ!ନ୍ କରୁନାହାରି ଯାହାଦ୍ଵାରା ସେମାନକ ସଂପର୍କରେ ଫାଟ ସ୍କୃଶ୍ଚି ହେବ!ତଥାପି ଦିବ୍ୟାକ ଉତ୍ତରରେ ସନ୍ତୁଷ୍ଟ ହୋଇପାରୁନଥିଲେ ସଞ୍ଚିତ ! ସେ ମନେ ମନେ ଧରିନେଇଥିଲେ ଯେ ପ୍ରକୁତରେଦିବ୍ୟା ତାକୁ ଠକୁଛି! ତାଙ୍କ ପାଖରେ ରହି ମଧ୍ୟ  ସେ ପରଘୁଚୁଷ ସହିତ ସଂପର୍କ ରଖିଛି ! ଘଟଣା ଦିନ ସଞ୍ଚିତକ ସନ୍ଦେହ ଉଗ୍ରରୁପ ଧାରଣ କରିଥିଲା! ପର ପୁରଷକ ସହ ଦିବ୍ୟାକ ସମ୍ପର୍କ ଥିବା ସନ୍ଦେହ କରି ସଞ୍ଚିତ ଡାଙ୍ଗୁ ବେଶ୍ଉତ୍ୟକ୍ତ ହୋଇ କିଛି ପଚାରି ଥିଲେ ! ମାତ୍ର ଦିବ୍ୟାକ ଉତ୍ତର ଡାଙ୍ଗୁ ବୁଝାଇ ପାରିନଥିଲା! ଅଧିକ ସହିବାର ଶକ୍ରି ହରାଇ ବସିଥିଲେ ସଞ୍ଚିତ ! ତାକ ସହିବାର ସୀମା ଟପିଯାଇଥିଲା! ରାଗରେ ସେ ନିଜର ହିତାହିତ ଜ୍ଞାନ ହରାଇ ବାସଥିଲେ!ଦିବ୍ୟା ଅଧିକ କିଛି କହିବା ପୂର୍ବରୁ ସେ ଯାଇ ଦିବ୍ୟାକ ତଣିକୁ ଚିପି ଧରିଥିଲେ! ଦିବ୍ୟା ବିକାର କରିବାରୁ ତାକ ମୁହଁରେ ସେଲୋଟେପ୍ ମାରି ଦେଇଥିଲେ! ଏହା ପରେ ଏକ ଧାରୁଆ ଅସ୍ତ୍ର ଆଣି ଦିବ୍ୟାଙ୍କୁ  ହାଣି ପକାଇଥିଲେ ସଞ୍ଚିତ! ସେଦିନ ଘଟଣା ମୂଳରେ ଆଖି ରୁକି ଦେଇଥିଲେଦିବ୍ୟା
!! ଦିବ୍ୟାକୁ ହତ୍ୟା କରିବା ପରେ ତାଙ୍କ ମୃତ ବେହକୁ ଗାଧୁଆ ଘର ଭିତରେଟାଣି ନେଇ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ! ଏପରିକି ପ୍ରମାଣ ନଷ୍ଟ କରିବାଲାଗି ଏକ ବସ୍ତାରେ ଦିବ୍ୟାକ ଶବକୁ ଭରି କରି ବାହାରେ ଫିଫି ବେବାକୁ ପୋକନା କରିଥିଲେ ସଞ୍ଚିତ! ମାତ୍ର ସକାଳ ହୋଇଆସୁଥିବାରୁ ଏହି ଯୋଜନାରେ ସେ ବିଫଳ ହୋଇଥିଲେ! ସେହି ସମୟରେ ତାଙ୍କ ଘରବାଟ ଦେଇ ପୁଲିସ୍ ପାପ୍ରୋରିଂ ଗାଡ଼ି ଯାଉଥିଲା ଧର! ପଡ଼ିଯିବା ଭୟରେ ଆଗୁଆ ଆତ୍ଵସମର୍ପଣ କରିଥିଲେ!
 ସଞ୍ଚିତକ ଏହି ସ୍ୱୀକାରୋକ୍ରି ପରେ ପୁଲିସ୍ ତାକୁ ଗିରଫ କରିଥିଲା! ଦିବ୍ୟାକ ହତ୍ୟା ପଛର ମୂଖ୍ୟକାରଣ ଥିଲା ସନ୍ଦେହ! ସଞ୍ଚିତଙ୍କ ଠାରୁ ପୁଲିସ୍ ସଚୁ ଶୁଣିବା ପରେ ତାଙ୍କୁ  କୋର୍ଟ ଚାଲାଣ କରିଥିଲା ଦିବ୍ୟାକ ପରିବାର ଲେ!କକ କହିବା ଅନୁସାରେ ଗତ ୧୧ ତାରିଖ ଦିନ କିଛି ଟଙ୍କ! ପାଇଁ ସେ ତାଙ୍କ ବାପାଙ୍କ ପାଖକୁ ଯାଇଥିଲେ! ଦିବ୍ୟା କହିଥିଲେ ପାଠପଢ଼ାରେ ବହୁତ ଖର୍ଚ୍ଚ ହେଉଛି, ଯାହ! କି ସଞ୍ଚିତ ବହନ କରିବାକୁ ପଛାଉଛହି! ଫଳରେ ଦୁହିଁଙ୍କ ମଧ୍ୟ ରେ ପ୍ରାୟ ସମୟରେ ଝଗଡ଼! ହେଉଛି! ଦିବ୍ୟାଙ୍କ ଖୁଡି଼ ମାରିଅମ୍ ଧାନ୍ମଆର ଏବଂ ମାଆ ମାଫ୍ରି ଓରାମଙ୍କ କହିବା ଅନୁସାରେ ସେମାନେ ଘଟଣାର କିଛିଦିନ ତଳେ ଦିବ୍ୟାଙ୍ଗୁ ନିକ ସହିତ ଘରକୁ ନେଇଯିବାକୁ ଚାହିଁଥିଲେ! କାରଣ ଦିବ୍ୟାକ ଉପରେ ଆଉ ଜଣେ ବଡ଼ ଭଉଣୀ ଅବିବାହିତ! ଥିଲେ! ଦିବ୍ୟା ବିବାହନକରି ଏପରି ସଞ୍ଚିତକ ସହ ଆସି ରହିବା ଫଳରେ ତାଙ୍କ ଭଉଣୀର ବିବାହରେ ବାଧା ସୂଶ୍ଚି ହେଉଥିଲା! ବଡ଼ ଝିଅରବିବାହ ପରେ ସଞ୍ଚିତ ଓ ଦିବ୍ୟାଙ୍କ ବିବାହ କରିଦେବେ ଚୋଲି ସେମାନେ କହିଥିଲେ! ମାତ୍ର ଏଥିରେ ସଞ୍ଚିତଏବଂ ତାଙ୍କ ପରିବାର ଲୋକେରାଜି ହୋଇ ନଥିଲେ! ଗତ କିଛିଦିନ ହେବ ସଞ୍ଚିତ ଓ ଦିବ୍ୟାକ ମଧ୍ୟରେ ପ୍ରାୟ ସମୟରେ ଝଗଡ଼ା ଲାଗି ରହୁଥିଲା ଯାହାକି ବିସ୍କୋରକ ରୁପନେଇଥିଲା! ସାମାନ୍ୟ ସନ୍ଦେହ କିପରି ସଂପର୍କକୁ ଛାରଖାର କରିଦେଇପାରେ ତାହ! ଉପରୋକ୍ତ ଘଟଣାରୁ ସଷ୍ଟ

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...