Monday 29 January 2018

ନାୟିକାର ନା ନୀତା



       ବାହା ଘର ର  ମାସ ପରେ ଦିନେ ହଠାତ ନୀତା ଫେରଆସଲା ବାପଘରକୁ! ଆଉସମସ୍ତକୁ ଚକିତ କରିଦେଇ ଘୋଷଣା କଲା, ସେଆଉ ଶାଶୁଘରକୁ ଯିବନି ! ରହିବ ତ ଏଇ ବାପଘରେ ରହିବା ଝିଅର ଏଭଳି ଘୋଷଣା ଶୁଣି ଆକାଶରୁ ଖସିପଡ଼ିଲେ ଛୋଟେଲାଲ୍! ତାଙ୍କ ମୁଣ୍ଡରେ ବକ୍ର ପଡ଼ିଲା ଯେମିତି! ସେ ବହୁକଷ୍ଟରେ ଟଙ୍କ! ପଇସା ପୋଗାଡ଼କରି ଝିଅ ବାହ! ଦ୍ଦେଇଥିଲେ  ଣ ଘରେ ରଖ୍ ପୋଷିବା ପାଇଁ ! ସେ ଯେତେକରି ଝିଅକୁ ପଚାରିଲେ, ଘଟଣା କଣ ? କାହିଁକି ସେ ଶାଶୂଘରେ ରହିବନି? ଶାଶୁକିଛି କହିଲେ ନା ସ୍ବାମୀ ମାରଧର କଲା? ସେ କିଛି ତ କାରଣ କହୁ! ଫଳରେ ସେ ତାର ସମାଧାନ କରିବାକୁ ଚେଷ୍ଟାକରିବେ! ହେଲେ ନୀତା କିଛି କହିଲା ନାହିଁ!
   ଏମିତିରେ କିଛିଦିନ ଗରା! ସାଇପଡିଶାର ଲୋକମାନେ ମଧ୍ୟ  ନାନାଦି କଥା କହିବାକୁ ଲାଗିଲେ! ଛୋଟେଲାଲ୍ ସବୁଦିନଝିଅକୁ ଶାଶୂଘରକୁ ନ ଯିବାର କାରଣ ପଚାରୁଥିଲେ ! ଦିନେ  ଆଉ ଚୁପ ହୋଇ  ରହିପାରିଲାନି ନୀତା! ମୁହଁ ଖୋଲି କହିଦେଲା: କଣପାଇଁ ଶାଶୂଘରକୁ ଯିବି! କଣ ଖାଲି ଗଧଭଳି ଖଟିଚି! ଶାଶୂଶ୍ୱଶୂର ସେବା କରିବି! ଆର ଖାଇପିଇ ରହିବି! ଯାହାକୁସ୍ବାମା ବୋଲି  ମୋ ବେକରେ ଛନ୍ଦି ଦେଇ ଛ ସେଇଟା ମୋତେ ସ୍ବାମୀ ସୁଖ ଦେବାକୁ ଅକ୍ଷମ! ସେଭଳି ସ୍ବାମୀ ପାଖରେ ରହିବାର ଅର୍ଥ କଣ ? ମୁଁ ତାର ସ୍ତ୍ରୀ ! ହେଲେ ଗୋଟେ ସ୍ତ୍ରୀ  ସ୍ବାମୀ ପାଖରୁ କଣ ଚାହେଁ ସେ ସେକଥା ଜାଣେ କି? ଏଇ ନ ମାସ କାଳ ମୁଁକେମିତି ରାତି କଟେଇଛି ସେକଥା ଜାଣେ! ତେଣୁ ସେଠି କାହିଁକି ପଡ଼ି ରହିବି? କାହିଁକି ମୋ ବାପଘରେ ନ ରହିବି!


ନୀତାର କଥା ସମସ୍ତକୁ ଚୁପ୍ କରିଦେଲା! ଚାରିଆଡ଼େ ପ୍ରଚାର ହୋଇଗଲା ଯେ, ନୀତା ଗୋଟେ ଭୋକରେ ଆଉଟ ପାଉଟ ହେଉଥିବା ଝିଅ! ତାଭୋକ ପେଟର  ଭୋକ ନୁହେଁ ; ଦେହର ଭୋକ! ତା ଦେହର ଭୋକ ମେଣ୍ଢେଇ ପାରିଲାନାହିଁ ବୋଲି ସେ ତା ସ୍ବାମୀକୁ ଚଡି ଦେଇଛି ! ଏହି ଖବର ବଣ ନିଅଁ! ଭଳି କାନକୁ କାନ ନ୍ୟାପିଗଲା! ଆଉ ଚାରିଆଡ଼େ କେବଳ ନୀତା ହିଁ ଆଲୋଚନାର କେନ୍ଦ୍ରବିନ୍ଦୁପାଲଟିଲା!
  ନୀତ! ଗାଁର ଏବଂ ତା ଆଖପାଖ ଗାଁରଯୁବକମାନଙ୍କ ପାଇଁ ଏହା ଏକ ରୋଚକ  ଖବର ଥିଲା ! କେହିକେହି ତ କହିବାକୁ ଲାଗିଲେ, ଆରେ ଆମେ  ଥାଉଥାଉ ଆମ ଗାଁର ଗୋଟେ ଝିଅ ଅସୁଖୀ ରହିବ! ତା ସୁଖ କଥା ଆମେ କଣ ବୁଝିପାରିବାନାହିଁ ! ପରିସ୍ଥିତି ଏମିତି ହେଲା, ବୟସ ନିର୍ଟିଶେଷରେ ନୀତା ସମସ୍ତଙ୍କ ପାଇଁ ଏକ କାହାଣୀ ପାଲଟି ଗଲା !ଯେଉଁ କାହାଣୀର ନାୟିକାର ନାଁ ଥିଲା  ନୀତା ! ଆଉ ପ୍ରତ୍ୟେକ ଲୋ କ ନିଜନିକକୁ ସେହି କାହାଣୀର ନାୟକ ଭାବରେ ସେ ଦ୍ଦେ ଖିବାକୁ ଲାଗିଲେ! ଖାଲି ସୈତିକି ନୁହେଁ, କିଏ ନୀତାର ନିକଟତରହୋଇପାରିବ ଆଉ କାହାକୁ ନୀତା ତାର ପସନ୍ଦର ମଣିଷ ଭାବରେ ବିବେଚନା କରିବ - ଏହାକୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଗଲା

    ଆମ ସମାବ ଏବେ ଏକ ଅଭୁତ ସ୍ଥିତିରେଯାଇ ପହଞ୍ଛି ଚି ! ଏଠାରେ ସ୍ବାମୀ ଛାଡ଼ି ଦ୍ଦେଇଥିବା  ଅଥବା ସ୍ୱାମୀକୁ ଛାଡ଼ି ଦେଇଥିବା  ସ୍ତ୍ର1ମାନଙ୍କ ପାଇଁସହାୟତାର ହାତ ତ ବଢ଼େ! ହେଲେ ସେ ହାତ ପଛରେ ଥାଏ ଏକ ଭୟଙ୍କର ଅଭିଳାଷ! କାମନା!ସେହି ସ୍ତା ଲୋକଢିତୂ ଉପଭୋଗ କରିବାର କାମନା!
ସେମିତି ପ୍ରତ୍ୟେକଙ୍କ ପାଇଁ ଏକ ଉପଭୋଗର ସାମଗ୍ରୀ ପାଲଟିଯାଇଥିଲା  ନୀତା! ଆଉ ସେହି ଉପଭୋଗ ଗୋଷ୍ଠୀ ମଧ୍ୟ ରେ ସବୁଠୁ ଆଗରେ ଥିଲା  ଶିବପୂଜନ ନାମକ ଜଣେ ପଚାଶ ବର୍ଷ ବୟସ୍କ ମଣିଷ ଶିବପୂଚ୍ଚନ ସହିତ ନୀତାର ଏକ ସ୍ଵତନ୍ତ୍ର ସମ୍ପର୍କ ଥିଲା ! ଶିବପୂଜନ ଥିଲା  ନୀତାର ଦାଦା! ଅର୍ଥାତ୍ ବାପ ଛୋଟେଲାଲ୍ ର ପିଉସୀ ଘୁଅ ଭାଇ! କାମନା ଶିବ ପୂଜନକୁ ଏମିତି ଅନ୍ଧ କରିବେଇଥିଲା  ଯେ, ସେ ସମ୍ପର୍କର ସମୀକରଣକୁ ଭୁଲିଯାଇଥିଲା ! ସେ ଭାବୁ ଥିଲା ’ ଅନ୍ୟମାନେ ନୀତାର ନିକଟବର୍ଜା ହେବାଆଗରୁ ସେ ନୀତାର  ନିକଟବର୍ଜା ହେବ ! ଆଉ ନାଚାର ଦେହକୁ ଉପଭୋଗ କରିବା ଶିବପୂଜନ ଭଲଭାବରେ ଜୀଣିଥିଲା ’ ଜେଉଁ ସ୍ତ୍ରୀ  ସାମାନ୍ୟ ଦେହର ତାଡ଼ନାକୁ ସହି ନ ପାରି ସ୍ବାମୀକୁ ଗୋଇଠା ମାରିଦେଇପାରେ ସେ ନିଜ ଦେହ ପାଇଁ ପାପପୁଣ୍ୟର ସବୁ ପାଚେରୀ କୁ ଡେଇଁଯିବ ,,,,

ଶିବପୂଜନଜୁ ନୀତା ଦାଦା ଭଳି ଭକ୍ତି  କତୁଥିଲା ! ତା ଭିତରେ ନିଜ ଦାଦାକୁନେଇ କୌଣସି ପାପ ସମ୍ପର୍କ ନ ଥିଲା ! ଦିନେ ଶିବପୂଚ୍ଚନ ପହମ୍ପୂଲୀ ଛୋଟେଲାଲ୍ ଘରେ! କହିଲା, ଝିଅଟା ଭାରି ଦୁଃଖ୍ନୀନି ! ସେ ସବୁ ଶୂଣିଛି ଆଉ  ସ୍ବାମୀକୁ ଛାଡ଼ିଦ୍ଦେଇ ଆସିଭଲ  କରିଚି ମୁଁଚାହେଁ, ନୀତା କିଛିଦିନ ଆମଘରକୁ ଚାଲୁ! ସେଠାରେ ରହିଲେ ହୁଏତ ତା ମନରେ ପରିବର୍ଭନ ଆସିବ!ଛୋଟେଲୀ ଲ୍ ର ଏଥିରେ  କିଛି ଆପରି କରିବାର ନଥିଲା  !ପୁଣି ନୀତା ବା କାହିଁକି ପ୍ରତିରୋଧ କରନ୍ତା ! ସେତ ଆଗତୁ ଅନେକଥର ଦାଦା ଘରକୁ ଯାଇଚି , ସେଥର ବି ସେ ଶିବପୂଚ୍ଚନ ସହିତ ତାଙ୍କ ଘରକୁ ଚାଲିଲା ! ପରେ ସମସ୍ତେ ତାକୁ ଖୁବ୍ ସ୍ନେହ  ଆଦର କଲେ! ଶିବପୂଚ୍ଚନ କହିଲା- ନୀତା! ତୂ ଏଠି ଆରାମରେ ରହ! ମାସେ ଆଗରୁ ତୂ ଏ ଘରଛାଡ଼ି ଯିବା କଥା ମନକୁ ଆଣିବୁନି!ନୀତ! ହସିଦେଲା ! କହିଲା-’ ଦାବା, ମୁଁତ ଭାବିଛି ଏଠିଛ ମାସ ରହିବି! ନୀତ! କଥା ଶୁଣି ଖୁସି ହେଇଗଲା ଶିବପୂଜନ! ଭାବିଲା, ଗୋଟିଏ ମାସ ଭିତରେ  ମୁଁ ଯେମିତି ହେଲେ ନୀତାର ନିକଟତର! ହେବି! ଆଉ ତାକୁ ମୋ କବ ଯା କୁ  ଆଣିଚି

ଏମିତିରେ କିଛିଦିନ ବିତିଗଲା! ଶିବପୂଚ୍ଚନ ଜାଣିନ ଥିବା ର ବାହାନା କରି ଅନେକ ଉଦ୍ୟମ କଲା!ବେଳେ ନୀତା ଉପରେ ସେସବୁର କୌଣସି ପ୍ରଭାବ ପଡ଼ିଲା ନାହିଁ! ନୀତ! ତାକୁ ଦାଦ! ବୋଲି ଭାବି ଏଡ଼େଇ ଯାଉଥିଲା ! ଶିବପୂଜନ ଭାବିଲା, ତାକୁ ସିଧାସଳଖ କିଛି ଗୋଟେ ସ୍ଟେପ  ନେବାକୁ ହେ ବ ! ନ ହେଲେ ନାତ! କେବେ ବି ତା ନିଜ ଆଡୁ ପ୍ରସ୍ରାବ ଦେବନାହିଁ!

       ଦିନେ ସେ ଖେତକୁ ଯାଇଥିଲା ! ଆଉ ଖେତରୁ ଖବର ପଠେଇଲା ଯେ, ମୋ  ପାଇଁ ଖାଇବା ଏଇଠିକି ପଠେଇଦିଅ! ମୁଁ ଆଉ ଘରକୁ ଯାଇପାରିବି ନାହିଁ! ଯୋଗକୁ ସେଦିନ ଘରେ କେହି ପିଲା ନ ଥିଲେ  ଖେତକୁ ଖାଇବା ନେଇ ଯିବା ପାଇଁ! ନୀତ! କହିଲା, ମୋତେ ଖାଇବା ଦେଇଦିଅ ! ମୁଁନେଇ ଦାଦାକୁବେଇ ଆସିକି! ଶିବପୂଢନର ସ୍ତ୍ର1କୁ ନୀତା କଥା ଠିକ୍ ଲାଗିଲା ! ସେ ବି କର୍ମବ୍ଯସ୍ତ ରହିଥିଲେ ! ଅତଏବ ନୀତା ଖାଇବା ନେଇ ଖେତକୁ ଗଲା ! ନୀତାକୁ ଦେ ଖିବା ପରେ ଶିବପୂଜନ ଚିନ୍ତାକଲା ଏହାଠୁ ଭଲ ସମୟ ଆଉ ସୁଯୋଗ ତାକୁ କେବେ ବି ମିଳିବନି! ଶିବପୂଚ୍ଚନ ଖେତରେ ଗୋଟିଏ ଛୋଟଘର ବନେଇଥିଲା! ସେଠାରେ ଏକ ବାଉଁଶର ଖଟିଆ ମଧ୍ୟ  ରଖିଥିଲା ! ସେ ନୀତାକୁ ସେହି ଘରକୁ ନେ ଇଗଲା! ଆଉ ନୀତାକୁ ଖଚିଆରେ ବସେଇ ଦେଇ ନିଜେ ତା ପାଖକୁ ଲାଗି ବସିପଡ଼ିଲା ! ନୀତା ପିଠିରେ ହାତ ଚୁଲାଉ ବୁଲାଉ ପଚାରିଲା- ନୀତା! ତୃ ସତକହିଲ୍ଲ, ସ୍ବାମୀକୁ କାହିଁକି ଛାଡ଼ିଦେଲୁ? ନୀତାତଳକୁ ଅନେଇ କହିଲା- ଦାଦା, ଯେଉଁଳଥା ସମସ୍ତେ ଜାଣନ୍ତି  ତାହ! କଣ ତମେ ଜାଣିନୀ ଏତିକି କହୂକହୂ ନୀତା ଆଶ୍ଚର୍ଯ୍ଯ ହୋଇଗଲା ଯେ, ଶିବପୂଜନ ତାକୁ ତା ଦୁଇବାଦୁ ଭିତରକୁ ନେ ଇଗଲା! ତା ଓଠରେ ତୁମ୍ବନ ଦେବା ଆରମ୍ଭ କରିଦେଲା ! ନୀତା କହିଲା- ଦାଦା ତୁମେ  କଣ ପାଗଳ ହୋଇଗଲୀ ମୋତେ ଛାଡ଼! ମୁଁ ତୁମ ଝିଆରୀ....
   ଶିବପୂଚ୍ଚନ ଥିଲା  ଚ୍ଚଣେ ପୁରୁଣା ଖ୍ ଲାଡି! ସେ ଚ୍ଚାଣିଥିଲା ’ ଦେହର ଭୋକରେ ଅତିଷ୍ଠ ଗୋଟେ ସ୍ତ୍ରୀ ଲୋକ ବେଶି ସମୟଯାଏ ପ୍ରତିରୋଧ କରିପାରିବ ନାହିଁ! କାରଣ ଅଳ୍ପ ସମୟ ପରେ ପୁରୁଷର ସର୍ଶ ତାକୁ ମହମ ପରି ତରଲେ ଇଦେବ !ଆଉ ସେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେବୀ ଶିବପୂଚ୍ଚନର ଏ ଥ୍ଓରି ସତେ ଯେପରି ବହୁ ପରୀକ୍ଷିତ ଥିଲା ! କାହିଁକି  ନାଅଳ୍ପକିଛି ସମୟର ପ୍ରତିରୋଧ ପରେ ନୀତା ମନକୁ ମନ ଆତ୍ମସମର୍ପଣ କଲା  ଶିବଘୂଜନନିକଟରେ! କେତେବେଳେ ତା ଅଜାଣତରେ ନିଜ ବାହୁ ଭିତରେ ଦାଦା ଶିବପୂଚ୍ଚନକୁ ବାନ୍ଧି ରଖିଲା  ସେ ନିଜେ ବି ଜାଣି ନ ଥିଲା ! ବଦଳିଗଲା ସମ୍ପର୍କର ସମୀକରଣ! ଆଉ ଶିବପୂଜନଠାରୁ ନିଜକୁ  ମୂକ୍ତ କରିଦେବା ବେଳକୁ ନୀତା ଏକ ସମ୍ପୂର୍ଣ୍ଣ ନାରୀର ଅଭିଜ୍ଞାତା ହାସଲ କରିସାରିଥିଲା ; ଯେଉଁଥ୍ ପାଇଁ ନ ମାସର ବାହାଘର ସମ୍ପର୍କକୁ ତୁଟେଇ  ସେ ଚାଲିଆସିଥିଲା ବାପଘରକୁ! ନୀତା ଦେହରେ ଆଉ ଭୋକ ନ ଥିଲା ! ନୀତାମନରେ ଆଉ ଅତୃପ୍ରି କିମ୍ବା ଅସ6’ନ୍ତାଷ ଭାବ ନ ଥିଲା ! ସେତିକି ନୁହେଁ ’ ନୀତ! ପାଇଁ ଶିବପୂରନ ଦାଦ! ହୋଇରହି ନ ଥିଲା  କିମ୍ବା ଶିବପୂରନ ପାଇଁ ନୀତା ଆଉ  ଝିଆରୀ ହୋଇ ରହି ନ ଥିଲା  ! ତା ପରିବଭୈ ସେ ଦୁହେଁ  ଦୁହିଁଙ୍କ ପାଇଁ ପାଲଟି ଯାରଥିଲେ  ଜଣେ ପୁରୁଷ ଆଉ ଜଣେ ନାରୀ! ପୁଣି ସେମାନେ ନିଶ୍ଚିତ ଥିଲେ  ଯେ, ସେମାନଙ୍କ ସମ୍ପର୍କକୁ କେହି ସନ୍ଦେହ କରିବେନି!କାରଣ ସେମାନେ ନିଜ ଦେହରେ ସମାରେ ସବୁଠୁ ବଳିଷ୍ଠ ଆଉ ମଜଭୁତ୍ ସମ୍ପର୍କର ବ୍ଳାଙ୍କେ ଟ   ଘୋଡ଼େଇ ହୋଇ ଥିଲେ !
     ଏତିକିବେଳେ ଗୋଟେ ଘଟଣା ଘଚ୍ଚିଲା-ଛୋଚ୍ଚଲେଲ୍ ନୀତାକୁ ସଞ୍ଜୟ ମୌର୍ଯ୍ୟ ନାମକଜଣେ ଯୁବକ ସହିତ ଦ୍ୱତୀୟ  ବିବାହ କରିଦେଲେ! ବାହାଘର ପରେ ଶିବପୂଚ୍ଚନ ସହିତ ସମ୍ପର୍କ କାଟିଦେଇଥିଲେ  ହୁଏତ ନୀତାର ଜୀବନ ସୁଧୁରିଯାଇଥାନ୍ତ! ! ହେଲେ ଖସିଗଲା ପାଦ ତଳଜୁ ତଳକୁ! ଶିବପୂଚ୍ଚନ ସହିତ ନୀତା ଚେଷ୍ଟାକରି ବି ସମ୍ପର୍କ କାଟି ପାରିଲାନି! କାରଣ ପୋଲିସ ନିକଟରେ ତାର ବୟାନ ଅନୁସାରେ  ଶିବପୂଚ୍ଚନ ଭଳି ସୁଖ ଦେବାକୁ ତାର ହିତାୟ ସ୍ବାମୀ ବି ସକ୍ଷମ ନ ଥିଲା ! ସଞ୍ଜୟ କିନ୍ତୁ ଖୁବ୍ କମ ଦିନ ମଧ୍ୟ ରେ ଜାଣିନେଲା ଯେ,ନୀତାର ଚ୍ଚଣେ ବୟସ. ମଣିଷ ସହିତ ପାପ ସମ୍ପର୍କ ଅଛି! ସେ ଦୃଢ଼ବିରୋଧ କଲା ! ଫଳ ହେଲ! ଏଇଆ ଯେ, ଶିବପୂଜନ ଓ ନୀତ! ମିଶି ସଞ୍ଜୟର ମର୍ଡର ଯୋଜନା କଲେ! ମାତ୍ର ଭାଗ୍ୟ ସଞ୍ଜୟର ସାଥିରେ ଥିଲା   ! ସଞ୍ଜୟ ଗୁରୁତର ହୋଇ ମେଡିକାଲକୁ  ଗଲା ଆଉ ଶିବପୂଜନ ସହ ନୀତା ଗଲେ ଜେଲ୍ କୁ!

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...