Monday 26 March 2018

ଛଲ୍ଲା ’ର ଘୋଡ଼ୀ

  ଏ ଷ୍ଟୋରିର ଆରମ୍ଭ ହୋର ଥିଲା  ଅଠର ବଷ ତଳେ; ଯେତେବେଳେ ଗୋଟେ ପି ଲାକ୍ଷାର ନ ହେଲେ ଚୂଡ଼ା କି ବୁ ଟ ଛଚ୍ଛୁଆ ଖାଇବା କଥାସେତେବେଳେ ସେ ଡେନ୍ତ୍ରାରଟ୍ ଭଳି  ଡ୍ରଷ୍ଠ ଖାଇବାଆରମ୍ଭ କରି ଥିଲା ! ସେହି ପିଲାର ନାଁ ଛଲ୍ଲା ! କହିବା ବାହୁଲ୍ୟ  ସେହି ପିଲା ର ବୟସ ଏବେ ଅଠେଇଶ ବର୍ଷ!
ଛଲ୍ଲା ର ଅସଲ ନାଁ ଦୁର୍ଗେଶ  ତାକୁ  କେହି କେହି ଛଲ୍ଲା  ତ କେହିକେହି ଲୋଫର ଛଲ୍ଲା  ବୋଲି କହିଥାନ୍ତି ଧୂପ ଓ ଉର୍ମିଳା ’ର ସେହି ଗୋଟି  ବୋଲି ପିଲା ! ! ଉର୍ମିଳା ଘରଘର ବୁଲି  ପାରଟ କରେ! ଧୂପ  ଗାଡି ଚଲା ଏ! ସେମାନେ ପ୍ରଥମେ ଶାନ୍ତି ନଗର ରେ ରହୁଥିଲେ!ଇଟୁ ଆରି ରେଳଷ୍ଟେଶନ କଡରେ ସେମାନଙ୍କର ଗୋଟେ ବସ୍ତି ଥିଲା ! ରେଳଳଡ଼ ବସ୍ତିରେ ରଦୂଥିବା  ପିଲାଟି ବେଳୁ  କେବଳ ନିଶା ଦ୍ରବ୍ଯ ସଂସର୍ଗରେ ଆସି ନ ଥିଲା  ; ଅଧ୍ କନ୍ତୁ ଅନେକ ଦୃଷ୍ଟ ପ୍ରକୁ ତିର ସାଙ୍ଗ ଅମଳ କରିପକେଇ  ଥିଲା ! ତା’ ସାଙ୍ଗମାନଙ୍କ ମଧ୍ଯରେ ଥିଲେ ଚେ ନ୍ ଲୁଟେରା , ପାକେଟମର  ଏବଂ ଆହୁରି
ଅନେକ! ଅତଏବ ସେମାନଙ୍କ ସଂସର୍ଗରେ ଆସି ସେ 6ଗାଟେ ବଦମାସ ପିଲା ପାଲଚିଗଲା   ଦିନଯାକ ସେ ରେଳଟ୍ରାକ୍ ଉପରେ ଘୂରି ବୁଲୁ  ଥିଲା ! ଯାହାପାର ଥିଲା  ତାକୁ ବିକି ଦେଇ  ମଦଗଭେର ଖାଉ  ଥିଲା !ବାପମା’ଙ୍କଠୁ ମାଡ଼ ଗାଁ ଳି ଖାର ସେ ମାତ୍ର ଦ୍ୱିତୀୟ ଶ୍ରେଣୀଯାଏ ପଢ଼ିପାରିଲା! ତା’ ପରଠୁ ପାଠ ସହିତତା’ର ସମ୍ପର୍କ ଛିନ୍ନ ହୋଇଗଲା ଚୋରି ଡକା ୟତିଠୁ ଆରମ୍ଭ କରି ପକେଟମାର, ଡେନ୍ ସ୍ଵେବିଂ ଆଦି କରି ଛଲ୍ଲା  ଅନେକଥର ଜେଲ୍କୁ ଯାର ଥିଲା ! ମାତ୍ର ତା’ର ପ୍ରକୁ ତିରେ ପରିବର୍ଭନ ଆସି ନ  ଥିଲା ! ଓଲଟି ବୟସ ବଢ଼ିବ! ସହିତ ତା’ର ଦୁଷ୍ଟ ପ୍ରକୁ ତି ବି ମହାବ୍ରୁମ ଭଳି ବଢି ବାରେ ଲାଗଲା ! ପୁଅର ଏଭଳି  ଚାରିତ୍ରିକ ସ୍କଲନ କୁ କୁ ନେଇ ମା’ବାପା ଯେ ଚିରିତନଥିଲେ ସେକଥା ଦୁଃହଁ; ମାତ୍ର ସେମାନଙ୍କର କିଛି କରିବାର ନ ଥିଲା ! ସେମାନେ ଭାବିଲେ, ବୋଧ ହୁଏ ! ଶାନ୍ତି ନ ଗରରେ ଅଛି ବୋଲି ଏଠାରେ ତା’ର କିଛି ଖରଚ! ସାଙ୍ଗ ଅଛନ୍ତି ! ସେଥ୍ପାଇଁସେ ଦିନକୁ ଦିନ ବିଗି ଡ଼ି ଯାଉଛି ହୁଏତ  ସ୍ଥାନପରିବର୍ଭନ କରିଦେଲେ ସାଙ୍ଗ  ପରିବର୍ଜନ ହୋଇଯିବ! ଆଉ ଛଲ୍ଲା ଭଲ ବାଟ କୁ  ଫେରିଆସିବା ସେମାନେ ଶାନ୍ତି ନଗର  ଛାଡ଼ି ରେଣୁକା ନଗରରକୁ ତାରିଥାସିଲେ ! ମାତ୍ର ଫଳ କିଛି  ହେଲାନି! ଛଲ୍ଲା  ଛଲ୍ଲା  ହିଁହୋର ରହିଲା ! ତା’ର କ୍ରିକେଟ୍ ପଡ଼ିଆ  ଥିଲା ରେରତ୍ରାକ୍! ଆର ତା’ର ସାଙ୍ଗମାନେ
ଥିଲେ ପାକେଟମର ’ ଚୋ ର, ଖଣ୍ଟ ଇତ୍ୟାଦି!
ଇତିମଧ୍ଯରେ ଛଲ୍ଲା  କିଶୋର ଅବସ୍ଥାରେ ପ୍ରବେଶ କଲା! ଆଗରୁ ତା’ ଭିତରେ ଗୋଟେ ରୋକ! ସେ ପେଟ ଭ ରି ଖାଇବ! ଆଉ ମଦଗଂଜେଇ  ପିଇବ!ହେଲେ କିଶୋର ଅବସ୍ଥାରେ ପ୍ରବେଶ କରିବା ପରେ ସେ ଅନୁଭବ କଲା ପେଟର ଭୋକ ସହିତ ତା’ ଭିତରେ  ଆଉଗୋଟେ ଭୋକ ସୃଷ୍ଟି ହୋଇଛି! ତାହ! ହେଉଛି ଦେହର ଭୋକ! ଦେହର ଭୋକ ଉପରକୁ---------
ସିନା ତେଖାଯାଏନି ହେରେ ଭିତରେ ଭିତରେ ଜାଳି ଜାଳି  ମାରି ପକଯୋଏ ! ପୁଣି ଯେତେଚେନେ ପେଟେ
ଖାଇଦେଇ ମଦ ପିଇ ଦଉ ଥିଲା  ସେତେବେଳେ ଏଇ  ଦେହର ଭୋକ ତାକୁ କଲ ବଲ  କରି ମାରି ପକାଉ ଥିଲା !

ଛଲ୍ଲା  ଏମିତି ଗୋଟେ ଚରିତ୍ରର ପିଲା  ନଥିଲା  ଯେ  ତାଙ୍କୁ କେହି ଝିଅ ପ୍ରେମ କରିବା କିମା ସେ
ଏମିତି ଗୋଟେ ଝିଅ ଖୋଜି ପାର ନ ଥିଲା  ଯିଏ ତା’ ଅନୁରୋଧ ରଖ୍ ନିଜକୁ ଛଲ୍ଲା ନିକଟରେ ସମର୍ପଣ କରିଦବା ଆଉ ଛଲ୍ଲା  ତା’ରି ଠାରେ ନିଜର ଦେହର ଭୋକ ମେଣ୍ଢେରବ! ତେଣୁ ଛଲ୍ଲା  ଭାବିଲା, ପେଟର ଭୋକ ମ୍ଭେଣ୍ଢେରବ! ପାଇଁଯେପରି ଭାତ ତରକାରି ଜିଣି ଖାରବାକୁ ନୂଏ ସେହିପରି ବେହର ଭୋକ ମେଣ୍ଢେରବା ପାଇଁ ବି ତାକୁ ଦେହ ଟିଏ  କିଣିବାକୁ ପଡ଼ିବା ଅଥବା କିଛି  ସମୟ ପାଇଁ ଭଡ଼ା ନବାକୁ ହେବ ! ସେହିଭଳି ଏକ  ସ୍ଥାନ  ଥିଲା  ଗଙ୍ଗା-ଳମୂନା ନଗ ର ଯେଉଁଠି ଦେହ ଭଡ଼ାରେ ମିଲୁ ଥିଲା ! ଅର୍ଥାତ୍, ଗଙ୍ଗା-ଜମ୍ପୃନା ଥିଲାନାଗପୁରର ପ୍ରସିଦ୍ଧ ବଦନାମ ଗରି, ରେଡ ଲାଇଟ୍ ଏରିଆ ! ତେବେ
ସେଥ୍ପାଇଁ ଡର କାର  ଥିଲା  ପ୍ରଚୁର ଟଙ୍କା! ରଙ୍ଗା-ରମୁନାକୁ  ଯାର ଛଲ୍ଲା ର ଏର ଅନୁଭୂତି ହେଲା ଯେ,ହୋଟେଲ  ମାଲିକ ପଛକେ ପ୍ରଥମେ ଖାରବାକୁ  ଦେର ପରେ ଟଙ୍କା ନେଇଥାଏ! ହେଲେ ଗଙ୍ଗା-ଯମୁନା ର  ଝିଅମାନେ ଆଗ  ସମ୍ପୁର୍ଣ୍ଣ ଟଙ୍କା  ନ ପାରଚା ପର୍ଯ୍ଯନ୍ତ ଦେହରେ ଚିପ ଚି ମାରିବାକୁ ଦିଅ’ନ୍ତି ନାହିଁ ! ଆଉ ଥରେ ସେମାନକୁ ଟଙ୍କା ଦେଇ ସାରିବାପରେ ସେମାନେସେର ସମୟ ପାଇଁ’ଗୋଟାପଣେ ନିଜର ପାଲଟି ଯାଆନ୍ତି  ଅତଏବ, ଲୋ ଗୋଟିଏ କଥା ବୁଝିଲା
ମୋଟାମୋଟି ଭାବରେ ତା’ର ଦରକାର ଟଙ୍କ! ! ତାହା ଦେହର ଭୋକ ପାଇଁ ହେଉ କି ପେଟର ପୋକ ପାଇଁ!
ସେ ଆଗରୁ ଛୋଟମୋଟ ହାତସପେ’ର କଚ୍ଛଥିଲା! ଏବେ କିନ୍ତୁ ବରପାର୍ଟିରେ ହାତ ମାରିଲା! ବଡ଼ ଟଙ୍କା  ବି ହାତକୁ ଆସିଲା! ଅନୁରୂପ ଭାବରେ ଚଡ଼ଦଣ୍ଡ ବି ଭୋଗିବାକୁ ହେରା! ତା’ର ଆଉ ଜେଲ କୁ  କିମ୍ବା ପୋରିସ୍ କୃ ରୟ ନ  ଥିଲା ! କାରଣ ଏକ କୁଖ୍ୟାତ  ଅପରାଧୀ ଭାବରେ ତା’ର ନା ମ ପୋଲିସ୍ ରେକର୍ଡରେ ଦରଜ ହୋଇ ସାରିଥିଲା! ଆଉ ପୋଲିସ୍ ମହଲରେ ଅନେକ ତା’ର ତିହ୍ମାଚ୍ଚଣା ହୋଇଯାଇଥିଲେ କେତେବେଳେ କେମିତି ସେ ସେମାନଙ୍କ ଭିତରୁ
କିଛି ଦୁର୍ଜାତିଖୋର ପୋଲିସ୍ କୂ ଧରି କାମ ବି ହାସଲ କରିନେଉ  ଥିଲା ପୁଣି ଜେଲ ତା’ ପାଇଁ ଏକ କିଛି ଦିନର
ବି ରାମ ସ୍ତଳୀ ରେ ପରିଣତ ହୋଇ ଥିଲା! ଯେ ଲ ଯିବା ବେଳେ ତାକୁ ଲାଗୁ ଥିଲା  ସେ ଯେମିତି କିଛି ଦିନ ବିଶ୍ରାମ
ନେବାକୁ ଯାଉଛି; ଯେଉଁଠି ଡାକୁ ମାଗଣାରେ ଦି’ଓଳି ଖାଇବାକୁ ମିଲି ଯିବା

ଏମିତି ରେ  କିଛି ଦିନ ଗଲା  ! ଛଲ୍ଲା ର କିଶୋର ବସ୍ତା ରୁ ଯୌବନରେ  - ପୁଣି ଯୌବନର ଶେଷପାହାଚରେ ପହଁଚିଲା
! ଏ ବୟସରେ ପେଟର ଭୋକ ତୁଳନା ରେ  ଦେହର ଭୋକ ବେଶି ଜଳେଇ ମାରେ ! ଦେହର
ଭୋକ ମେଣ୍ଢେ ଇବ ଛଲ୍ଲା  ପାଇଁ ରଙ୍ଗା-ତମ୍ପୁନାରେ ତ ଝିଅଥିଲେ  ! ହେଲେ  ସେମାନକୁ ଭଡା ରେ ନେବା ପାଇଁ’ତା’
ପାଖ ରେ ଟଙ୍କା  ନ ଥିଲା ! ଏତିକିବେଳେ  ଛଲ୍ଲା କୋ ଉଠି ଗୋଟେ ଫିଲ୍ମ ଦେଖିଲା ଯେଉଁ ପି'ଲ୍ମରେ ଦୁଇ ଜଣ  ପୁଅ
ପରସ୍ପର  ସହିତ ସମ୍ପର୍କ ସ୍ଥାପନ କରି ନିଜନିଜର ଦେହର ଗୋଳ ମେଣ୍ଟାରଛନ୍ତି ! ଛଲ୍ଲା କୁ  ଯେମିତି ଖୁସିର ପାହାଡ଼
ମିଳିଗଲା ! ସେ ଭାବିଲା, ତା 'ର ଆର ରଙ୍ଗା-ତମୁନଲୁ ଯିବା ଦରକାର ନାହିଁ ! ତା’ର ତ ଅନେକ ସାଙ୍ଗ  ଅଛନ୍ତି ! ସେମାନକୁ ପଟେର ସେ ନିଜ କାମ ହାସଲ କରିଦବା
ସେ ସେମିତି କଲା ! ତା’ର ସାଙ୍ଗମାନଙ୍କ ମଧ୍ଯରୁ କାହୀକୁ ଫୁଶୁଲେଇ ତ କା ହାକୁ ଡରେର ଧମକେଇ ନିଜର  ଓରିମାନା ପୁରାଣ କଲା  ସେମାନେ ଛଲ୍ଲା ର ଚ୍ଛ୍ରକର୍ମ ବିଷୟରେ କାହାକୁ  କହୂନଥିଲେ! କାରଣ ସେମାନଙ୍କ ଭିତରୁ କେହିକେହି ଛଲ୍ଲା କୁ  ଦାରୁ ଥିଲେ  ତ ଆଉ କେହି ନିଜର ଇଢତକୁ ପୁଣି ବାପାମାଙ୍କୁ  ତଗୁଥିଲେ! ଛଲ୍ଲା  କିନ୍ତୁ ଏସବୁରୁ  ଭରପୂର ପାଇବା ଉଠଉ ଥିଲା !
 ଛଲ୍ଲା  ଏ କାମକୁ ଖୁବ୍ ସତର୍କତାର ସହିତ କଚୂ ଥିଲା ତେଣୁ ଅନେକ ଦିନ ଯାଏ ଏକଥା କେହି ଜାଣିପାରୁ ନ ଥ୍ନେ ! ଦିନେ  ସେ ଗୋଟେ ପିଲା ସହିତ ଜୋର  କରି ସମ୍ପର୍କ ସ୍ଥାପନ କଲା ; ଯାହାର ଭିଣୋଇ  ଥିଲା  ଗୋଟେ ହାର୍ଡ଼ କର ଗୁଣ୍ଡା   ପିଲାଟି କାନ୍ଦି କାନ୍ଦି  ଯାଇ ତ!’ଭିଣୋଇକୁ  କହିଲା ତ ତା’ର ଅପରାଧୀ ଭିଣୋଇ ଛଲ୍ଲା କୁ  ଗୋ ଡ଼େଇ ଗୁଡେଇ ପିଚିଲା! ସେ ତ ଛଲ୍ଲା କୁ ମାରିପକେରଥାନ୍ତା! ହେଲେ କିଛି ଲୋକ  ହସ୍ତକ୍ଷେପ କରି ଛଲ୍ଲା କୁ  ବରଞ୍ଚନଃଦଲେ! ତେବେ ସେ ଛଲ୍ଲା କୁ  ଧମକ ଦେର ଗଲା ଯେ, ଘରୁ ବାହାରିଲେ ତାଳୁ ସେ ହାନି ଦେବା ! ତେଣୁ ଛଲ୍ଲା  ମାଡ଼ ଆର ମୃତ୍ୟୁ ଡରରେ କିଛି ଦିନ  ପାଇଁ ଘରୁ  ବାହାରିଲା ନାହିଁ ! ତେବେ ଚାକୁ  ଭାଗ୍ୟ ସହାୟ ହେବ! ପରି ସେହି କ୍ରିମି ନାଲଟିତା’ ସ୍ତ୍ରୀ କୁ  ମର୍ଡର କରିଦେଇ ସବୁଦିନ ଲାରି ଜେଲ କୁ ଚାଲିଗଲା! ଆଉ  ସେ ଚାଲିଗଲା ପରେ ଛଲ୍ଲା  ଆରାମରେ ବାହାରି ନିକର ଶିକାର ଖୋଜିବାରେ ଲାରିପଢ଼ିଲା!

ଛଲ୍ଲା ର ଗୋଟେ ସାଙ୍ଗ   ଥିଲା  କୈଳାସ! କୈଳାସଚି କେତେଥର ଜେଲ୍କୁ ଯାଇ ଫେରିଆସି ଥିଲା  ! ଦିନେ ଛଲ୍ଲା ତାକୁ  ନିଜର ଘୋଡ଼ୀ ବନେ ଇଲା ତ କୈଳାସ ତା’ ଉପରେ ମାରଧର ଆରମ୍ଭ କରିଦେଲା! ଛଲ୍ଲା  ଚି ଛାଡ଼ିବାର ବ୍ଦନ୍ତୁନୁହେଁ ! ସେ କୈଳାସକୁ ବାଢି ପକେଇନିଜ ମନ ଚୂରିବା ଯାଏ ପିଚିଲୀ! ଆଉ ତାକୁ ନେଇ ଟ୍ରେନ୍ ଲାଇନ୍ରେ ପକେଇଦେଲା ! ଜିଅନ୍ତା ଖଣ୍ଡଖଣ୍ଡ ହେଇ କଟିଗଲା କୈଳାସ! ତା’ର ପରଚର୍ଭ! ଶିକାର  ଥିଲା  ଆରିଫ୍! ଆରିଫ୍ ସହିତ ସେ ତା’ର ଦୋସ୍ତି ଜେ ମଇଦ୍ଦେଲା! ତାକୁ କହିଗା- ମୋ ସହିତ ସେଇ ବୁଦା ମୂଳକୁ  ବାଲୀ ମୁଁତଡେ ଗୋଟେ ନୃଆଖେଳ ଶିଖେଇବି! ଆରିଫ୍ ଗଲା ! ହେରେ ଆରିଫ୍  ଯେତେବେଳେ ଦେଖିଲା  ଛଲ୍ଲା ତାକୁ ପୋଡ଼ୀ ହବାକୁ କହୁଛି ସେତେବେଳେ ସେ ପ୍ରତିବାଦ କଲୀ! ଛଲ୍ଲା କିନ୍ତୁ ତାକୁ ଛାଡିଲାନାହିଁ! ଛଲ୍ଲା ଜ ବରଦସ୍ତ ନିଜର ଇଳ! ପୂରଣ କଲା  ! କାଳେ କହିଦେବା  ସେ ଥିଲା ଗି ସେ ତା’ ମୁଣ୍ଡକୁ ଛେଚିଛେଚି ମାରିଦେଲା !
    ଛଲ୍ଲା ର ତୃତୀୟ ଶିଚ୍ଚାରଚି  ଥିଲା  ବେଶ୍ ମଜାଦାର!ଛଲ୍ଲା   ଦିନେ ଭେଇତୋର ରେ  ଜଙ୍ଗଲକୁ କୁପଶିଯିବା ବେଳେ ଦେଖିଲା  ଦୁଇଜଣ ପ୍ରେମିକ ପ୍ରେମିକ! ନିବିଡ ଅବସ୍ଥାରେ ଅଛନ୍ତି ! ସେମାନେ ଭାଚିଥିଲେ, ଜଙ୍ଗଲରେ କେହି ତାକୁ ଠାବ କରିପାରିବେ ନାହିଁ! ହେଲେ ଛଲ୍ଲା  ନାମକ ଗୋଟେ ଅଜଣା  ଯୁବକକୁ  ଦେଖ୍ବା ପରେ ସେମାନେ ଡରରେ କମ୍ପିଲେ ! ପ୍ରେମିକଚି ତାଳୁ ଟଙ୍କା ଯାଚିଲୀ! ଖାଇବା ପାଚିଲା! ଏମିତିକି କହିଲା, ତୂଯଦି ପାରୁଛ  ମୋ ପ୍ରେମିକା ସହିତ ମଜା କରୀ ହେରେ ଆମକୁ ଛାଡ଼ିଦେ! ହେରେ ଛଲ୍ଲା  ଯାହା କହିଲା ସେମାନକ ମୁଣ୍ଡ ଖରାପ ହେଇଗଲା! ଛଲ୍ଲା କହିଲା- ମୁଁ ତତେ ମୋ ଘୋଡ଼ୀ କରିଚି! ଏହା କହି ସେ ପ୍ରେମିକାକୁ  ମାରୀ ବା ପାଇଁ ଗୋଡ଼େ ଇଲାତ ପ୍ରେମିକ! ଜୀବନ ବିକଳରେ ଛୁ ! ପ୍ରେମିକକୁ  ଘୋଡ଼ୀ କରି ବେଶ୍ କିଛି ସମୟ ମଜା ଭଠେଇଲା ଛଲ୍ଲା ! ଆଉ ଶେଷରେ ତାକୁ ବି ମାରିଦେଲା!

ତିନିଟା ! ମର୍ଡ଼ର କରିଥିଲେ  ମଧ୍ଯ ଛଲ୍ଲା  ପୋଲିସ୍ କବଳରୁ ଖସିଯାଇ ଥିଲା ! ମାତ୍ର ଅରମାନ୍ କୁ ମର୍ଡ଼ର କରି ଖସି ପାରିଲାନି ଛଲ୍ଲା ! ଅରମାନ୍ ସହ ଅପ୍ରାକୁ ତିକ ପୌନକ୍ରୀଡ଼ୀ କରି ତା’ର ମୁଣ୍ଡ କାଟି ନଇ ଥିଲା  ଛଲ୍ଲା ! ହେଲେ ଅରମାନ୍ କୁ ନେଇ   ଯାଭଥ୍ବାର ଦୃଶ୍ୟ ରହିଯାଇ ଥିଲା  ସିସିଟିଭିରେ! ତାଙ୍କୁ ଆଧାର କରି ପୋଲିସ୍ ଗିରଫ କଲା ଛଲ୍ଲା କୁ ହେଲେ ଛଲ୍ଲା  ଭିତରେ ତିଳେ ବି ଡର ନ ଥିଲା ସେ ଚ୍ଚାଣି ଥିଲା  ସେ ପୁଣି ଆସିବ ବାହାରକୁ! ଆଉ ତଲା ସ୍ କରିବ ତା’ର ଘୋଡ଼ୀ

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...