Thursday 26 April 2018

ବିବାଦୀୟ ବାବା: ଏହି ୧୦ ଆତ୍ମଘୋଷିତ ଧର୍ମଗୁରୁ ଭୋଗିଛନ୍ତି ଜେଲ୍ ଦଣ୍ଡ


ଦୁଷ୍କର୍ମ ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ବାବା ରାମରହିମ ଦୋଷୀ ସାବ୍ୟସ୍ତ ହେବା ପରେ ବାବାଙ୍କୁ ନେଇ ନିଆଁ ଜଳିଛି ଦିନ ଥିଲା ଲୋକେ ନିଜର ଦୈନିକ ଜୀବନର କର୍ମକ୍ଳାନ୍ତ ଜୀବନକୁ ଟିକେ ଶାନ୍ତମୟ କରିବା ପାଇଁ ରାମରହିମଙ୍କ ଶରଣ ଲୋଡୁଥିଲେ ଗୁରୁଙ୍କ ଉପଦେଶ ସତସଙ୍ଗ ବାଣୀରେ ହୃଦୟକୁ ର୍ନିମଳ କରୁଥିଲେ ହେଲେ ଏବେ ବଦଳିଯାଇଛି ସମୟ ରାମରହିମଙ୍କ ପରି ଏହି ଗୁରୁ ରୂପି ଆହୁରି ଅନେକ ଆତ୍ମଘୋଷିତ ଭଗବାନ ଏବେ ବିବାଦ ଘେରରେ ଯୌନ କେଳେଙ୍କାରୀ ସହ ଅନ୍ୟ ସବୁ ମାମଲାରେ ଏମାନେ ଜେଲର ଚାରିକାନ୍ଥରେ ରାଧେ ମାହୁଅନ୍ତୁ ବାବା ରାମରହିମ ହୁଅନ୍ତୁ ବା ଅନ୍ୟ କେହି ଏମାନଙ୍କର ଲକ୍ଷ ଲକ୍ଷ ଭକ୍ତ କେଉଁ ବାବା ମାନେ ସେମାନଙ୍କର ଅଦ୍ଭୁତକାଣ୍ଡକୁ ନେଇ ବିବାଦକୁ ଆସିଛନ୍ତି ଆସନ୍ତୁ ସେମାନଙ୍କ ବିଷୟରେ ଆଜି ଆଲୋଚନା କରିବା

- ଗୁରମୀତ ରାମ ରହିମ୍ସିଂହ – ‘ଡେରା ସଚ୍ଚା ସୈାଦା ସଂସ୍ଥାପକ ସନ୍ଥ ଗୁରମୀତ ରାମ ରହିମଙ୍କର କାରନାମା ଉପରେ ଯଦି ନଜର ଦେବା ତେବେ ଜାଣିପାରିବା ଯେ ଅନେକ କୁକର୍ମରେ ଲିପ୍ତ ଥିବା ସହ ଦୁଷ୍କର୍ମ ମାମଲାରେ ମଧ୍ୟ ଲିପ୍ତ ଥିବାର ଆରୋପ ଲାଗିଛି ଗୁରମିତଙ୍କ ଉପରେ ହରିୟାଣାର ଡେରା ସଚ୍ଚା ମୁଖ୍ୟ ବାବା ରାମ ରହିମଙ୍କ ବିରୋଧରେ ଆଶ୍ରମର ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମର ଆରୋପ ଲାଗିଥିଲା ଏହି ମାମଲାରେ ତାଙ୍କୁ ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତ

- ଧୀରେନ୍ଦ୍ର ବ୍ରହ୍ମଚାରୀ : ଆଉ ଜଣେ ବିବାଦିତ ଧର୍ମଗୁରୁ ହେଲେ ଧୀରେନ୍ଦ୍ର ବ୍ରହ୍ମଚାରୀ ଇଏ ଏମିତି ଜଣେ ଧର୍ମଗରୁ ଯିଏ ପ୍ରାଇଭେଟ ଜେଟରେ ଯାତାୟତ କରୁଥିଲେ ୭୦-୮୦ ଦଶକରେ ଧୀରେନ୍ଦ୍ର ବ୍ରହ୍ମଚାରୀ କେବଳ ଜଣେ ପ୍ରସିଦ୍ଧ ଯୋଗଗୁରୁ ନଥିଲେ , ଜଣେ ହତିଆରର ବଡ଼ ବ୍ୟବସାୟୀ ମଧ୍ୟ ଥିଲେ ସେହି ସମୟରେ ରାଜନୈତିକ ମଇଦାନରେ ତାଙ୍କର ଖୁବ୍ଦଖଲ ଥିଲା ତାଙ୍କର ଐଶ୍ୱର୍ଯ୍ୟ ଭରା ଜୀବନଚଳନୀ କୌଣସି ସେଲିବ୍ରିଟିଠାରୁ ମଧ୍ୟ କମ୍ନଥିଲା

-ରାଧେ ମା’ – ବିବାଦିତ ତାଲିକାରେ ସ୍ଥାନ ପାଇଛନ୍ତି ଜଣେ ମହିଳା ମଧ୍ୟ ତାଙ୍କ ନାମ ରାଧେ ମା ତାଙ୍କର ପ୍ରକୃତ ନାଁ ସୁଖବିନ୍ଦର ଏମିତି ଏକ ସମୟ ଥିଲା ସେ ନିଜ ସ୍ୱାମୀଙ୍କୁ ଆର୍ଥିକ ସହଯୋଗ କରିବା ପାଇଁ ସିଲେଇ କାମ କରୁଥିଲେ ତାଙ୍କର ସ୍ୱାମୀ ଯେତେବେଳେ ଟଙ୍କା କମାଇବା ପାଇଁ ଗଲ୍ ଚାଲିଗଲେ , ସୁଖବିନ୍ଦର ସେତେବେଳେ ସ୍ଥାନୀୟ ପରମହଂସଙ୍କ ଆଶ୍ରମକୁ ଯିବାକୁ ଲାଗିଲେ ଏବଂ ଖୁବ୍ଶୀଘ୍ର ମଧ୍ୟ ଆଶ୍ରମର ପ୍ରମୁଖଙ୍କ ସହ ସତସଙ୍ଗ ଯିବାକୁ ଲାଗିଲେ ଧିରେ ଧିରେ ସେ ନିଜେ ସତସଙ୍ଗର ଆୟୋଜନ କରିବାକୁ ଲାଗିଲେ ମୁମ୍ବାଇରେ ରାଧେ ମାଙ୍କର ଖୁବ୍ଲୋକପ୍ରିୟତା ଥିବାର ଜଣାଯାଏ ଦେଶର ଅନେକ ଜଣାଶୁଣା ସେଲିବ୍ରିଟି ମଧ୍ୟ ଏହି ରାଧେ ମାଙ୍କ ଭକ୍ତ

-ଆଶାରାମ ବାପୁବିବାଦୀୟ ଆତ୍ମଘୋଷିତ ଧର୍ମଗୁରୁ ଆଶାରାମଜୀ ବାପୁ ଦୋଷୀ ସାବ୍ୟସ୍ତ ସେ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ୨୦୧୩ର ହୋଇଥିବା ନାବାଳିକା ବଳାତ୍କାର ମାମଲାରେ ବିଚାର କରି ଯୋଧପୁର ସେଣ୍ଟ୍ରାଲ ଜେଲ ପରିସରରେ ବସିଥିବା ସ୍ୱତନ୍ତ୍ର କୋର୍ଟ ଏହି ରାୟ ଶୁଣାଇଛନ୍ତି ଆଶାରାମଙ୍କୁ ପୋକ୍ସୋ ଆକ୍ଟ ଏସସିଏସଟି ଆଟ୍ରୋସିଟିଜ୍ଆକ୍ଟ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି

-ସନ୍ଥ ରାମପାଳ୬୩ ବର୍ଷର ସନ୍ଥ ରାମପାଳ ଦିନେ ଥିଲେ ଜଣେ ଜୁନିୟର ଇଂଜିନୟର ତାପରେ ସେ ସନ୍ଥ ରାମଦେବାନନ୍ଦଙ୍କ ଯୋଗାଯୋଗରେ ଆସିଲେ ଧିରେ ଧିରେ ସେ ହରିୟାଣାରେ ଅନେକ ଆଶ୍ରମ ଖୋଲିଲେ ସେ ମଧ୍ୟ ବିବାଦରେ ଫସିଲେ ୨୦୦୬ ମସିହାରେ ରେ ଆର୍ଯ୍ୟ ସମାଜର ଲୋକଙ୍କ ସହ ବାବାଙ୍କ ବିବାଦର ସୂତ୍ରପାତ ହେଲା ଏହି ଘଟଣାରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିିଲା ଏହି ଘଟଣା ପରେ ରାମପାଳଙ୍କ ବିରୋଧରେ ହତ୍ୟାର ଚକ୍ରାନ୍ତ କରିବା କୋର୍ଟ ଅବମାନନା କରିବା ନେଇ ଅନେକ କେସ୍ଚାଲିଲା

-ନାରାୟଣ ସାଇ: ଆଶାରାମଙ୍କ ପୁଅ ହେଉଛନ୍ତି ନାରାୟଣ ସାଇ ସେ ସୁରଟର ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ମହିଳା ଜଣକ ଆଶାରାମଙ୍କ ଆଶ୍ରମରେ ଥିବା ବେଳେ ନାରାୟଣ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ୪୦ ବର୍ଷିଅ ସାଇ ଆହୁରି ଜଣ ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖିଥିବା ଅଭିଯୋଗ ମଧ୍ୟ ହୋଇଛି

-ସ୍ୱାମୀ ପ୍ରେମାନନ୍ଦ: ପ୍ରେମାନନ୍ଦଙ୍କ ପ୍ରକୃତ ଘର ଶ୍ରୀଲଙ୍କାରେ ସେ ଆଶ୍ରମ ନିର୍ମାଣ କରିବା ପାଇଁ ୧୯୮୪ ମସିହାରେ ଭାରତ ଆସିଥିଲେ ତିରୁଚିରାପଲିରେ ସେ ନିଜର ଆଶ୍ରମ କରିଥିଲେ ୧୯୯୪ ମହିସାରେ ଜଣେ ଯୁବତୀ ଅଭିଯୋଗ ଆଣିଲେ ଯେ ସେ ପ୍ରେମାନନ୍ଦଙ୍କ ପିଲାର ମାଆ ହେବାକୁ ଯାଉଛନ୍ତି ପ୍ରେମାନନ୍ଦ ତାଙ୍କ ସହ ଦୁଷ୍କର୍ମ କରିଥିେ ବୋଲି ଯୁବତୀ କହିଥିଲେ ୧୯୯୭ ମସିହାରେ ପ୍ରେମାନନ୍ଦ ଏବଂ ତାଙ୍କର ଅନ୍ୟ ସହଯୋଗୀଙ୍କୁ ୧୩ ଜଣ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା

-ଜ୍ଞାନଚୈତନ୍ୟ: ଜ୍ଞାନଚୈତନ୍ୟ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗରେ ୧୪ ବର୍ଷ ଜେଲ୍ଦଣ୍ଡାଦେଶ ଭୋଗି ସାରିଛନ୍ତିି ଜେଲ୍ରୁ ବାହାରିବା ପରେ ସେ ଜଣେ ବ୍ରିଟେନ୍ଦମ୍ପତିଙ୍କୁ କହିଲେ କି ତାଙ୍କ ଝିଅ ପୂର୍ବ ଜନ୍ମରେ ଜ୍ଞାନଚୈତନ୍ୟଙ୍କ ପତ୍ନୀ ଥିଲେ ଦୀର୍ଘ ଦିନ ଜଧରି ସେ ତାଙ୍କ ଝିଅ ସହ ଶାରୀରିକ ସଂପର୍କ ବି ରଖିଲେ ଦମ୍ପତି ପୁଲିସ୍ରେ ଅଭିଯୋଗ ଆଣିବା ପରେ ସେ ପୁଣିଥରେ ଗିରଫ ହେଲେ

-ମେହେନ୍ଦୀ କସିମ: ଜଣ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ୨୦୧୬ ମସିହାରେ ମୁମ୍ବାଇ ହାଇକୋର୍ଟ ୪୩ ବର୍ଷିଅ ମେହେନ୍ଦୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ

୧୦- ସନ୍ତୋଷ ମାଧବାନ: ଜଣ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ୨୦୦୯ ମସିହାରେ କେରଳ କୋର୍ଟ ସନ୍ତୋଷ ମାଧବାନଙ୍କୁ ଦୋଷୀ ଘୋଷଣା କରିଥିଲେ ସେ ଗରିବ ଘରର ଝିଅମାନଙ୍କୁ ଟାର୍ଗେଟ କରି ଏପରି କରୁଥିଲେ ବୋଲି ଅଭିଯୋଗ ହୋଇଛି

ଅନର କିଲି

ଆ ଗ୍ରାର ଏକ ଡିସ୍ପେନ୍ ସାରିରେ ଜଣେ ଫାର୍ମାସିଷ୍ଟ   ଭାବରେ କାମ କରୁ ଥିଲେ  ରବୀନ୍ଦ୍ର ବର୍ମା  !ପରିବାର କହିଲେ  ସ୍ତ୍ରୀ ଉଷା ’ଝିଅ ଶିବାନୀ ଏବଂ ଦୁଇ ପୁଅ ସଚିନ ଓ ଶିବନା ଶିବାନୀ ଆଗ୍ରାର ଏକ କଲେଜ ରେ  ବି.ଏସ୍ .ସି ପଢୁ ଥିଲା ! ଦୁଇ ପୁଅ ସଚିନ ଓ ଶିବନା ଯୁକ୍ତ୨ରେ ପଢୁ ଥିଲେ ! ଶିବାନୀ ବେଶ ଭଲ  ଷ୍ଣୁଡେଣ୍ଟ ଥିଲା !
ଶିବାନୀ ଯେଉ କଲେଜ ରେ  ବି.ଏସ୍ .ସି ପଢୁ ଥିଲା   ସେହ କଲେଜ ରେ ପଢୁଥିଲା  ଗୌରବ |ଗୌରବର ଘର ଶାହାଗଞ୍ଜ ଥାନା ଅନ୍ତର୍ଗତ ଶବରରଡ଼’ ଯାହା ଶିବାନୀ ଗ୍ରାମର ପାଖାପାଖୀ ଗୌରବ ସେଠାରେ ବି .ଏ  ପଢୁଥିଲା  ! ରୌରରେ ବାପା ପାମସାନେହି ଜଣେ ଫଳ  ଟେପାରି ଥିଲେ  ! ଘରେ କିଛି ମଇଁଷି ରଖୁଥିଲେ ମଇଁଷି ଯାହା କ୍ଷୀର ଢେଉଥିଲା  ତାଳୁ ନେଇ ସେ ବଜାରରେ ବିକ୍ରି କରୁ ଥିଲେ ! ଫଳ ଆର କ୍ଷାର ବିକ୍ରି ଅର୍ଥରେ  ଗୌରବ   ଘରର ଗୁଜୁ ରାଣ ମେଣ୍ଠୁଥିଲା ! ପରିବାର ପ୍ରଢିପେଷୋଣ କରିବା ପାଇଁ ତା’ ବାପା କିଭଳି ହାଡ଼ଭଙ୍ଗା ପରିଶ୍ରମ କରୁଛନ୍ତି  ଗୌରବ ଅନୁଭାବ  କଚୂଥିଲା  ! ତା’ସତ୍ୱେ  ଘରେ ସବୁବେଦ୍ଦେ ଛୋଟବଡ଼ ସମସ୍ୟା ଲାଗି ରଦୂଥିଲା
   ଦାରିଦ୍ର୍ୟ ଯେ କେତେ କଷ୍ଟ ସେ କଥା ଅତି ପାଖରୁ  ଦେଖିଥିଲା ରୌରବ  ଆତ୍ତଏକଥାସେ ଅନ୍ଧୁଉବକରି ଥିଲା  ଯେ, ଦାରିଦ୍ର୍ୟର ମୁକାବିଲା କରିବାକୁ ହେଲେ  ତାଳୁ ମନ ଲଗେଇ ପାଠପଢ଼ିବାଚ୍ଛହେବ ! ସେଥିଲା ଗି ସେ କୁଆତ୍ରେ ଧ୍ୟାନ ନ ଦେଇ କେବଳ  ପାଠରେ ଧ୍ୟାନ ବେତ୍ତଥିଲା !
ଶିବାନୀ ଆଉ ଗୌରବ ଗୋଟି କଲେଜ ରେ ପଢୁ ଥିଲେ ବି ସେମାନଙ୍କର  ଷ୍ଟ୍ରିମ  ଥିଲା  ଅଲଗା !! ଗୌରବ ଆର୍ଟସ ପକୁଥିବା  ବେଳେ ଶିରୋ ସାଇନ୍ସ ପଚୂ ଥିଲା ସେହି ଦୃଷ୍ଠିଚୂ ସେମାନଙ୍କର ଚ୍ଛାସ ମଧ୍ଯ ଭିନ୍ନ ଭିନ୍ନ ଥିଲା ! ଏହାସତ୍ୱେ  ନ୍ୟାମ୍ପସ ଗୋତିଏ ନ୍ଦୋଇଥିବା ରୁ  ସେମାନଙ୍କର ପରସ୍ପର  ସହିତ ଦେଖାସାକ୍ଷାତ ହେଉ ଥିଲା ! ! ଆଉ ସେମାନେ ପ୍ରେ'ଣ୍ଡସ୍ ବନି ଯାଇଥିଲେ

କଲେଜର ଫାଷ୍ଟ ଇୟର! ଗୌରବ ଏବଂ ଶିବାନୀ ପରସରକୁ ହୃଦୟ ଦେଇ ବସିଲେ! ସେମାନେ ଅନୁଭବ କଲେ, ସେ ଦୁହିଙ୍କ ଭିତରେ କିଛି  ଗୋଟେ ‘କମନ୍ ଯ୍ୟାକ୍ଟର’ ଯାହା ସେମାନଙ୍କୁ  ଆନ୍ଦୋଳିତ କରୁଛି  ଆଉ ସେହି ‘କମନ୍ ଯ୍ୟାକ୍ଟର’ର ନାଁ ଯେ ପ୍ରେମ ସେକଥା ଦୁଝିଚ୍ଚାକୁ ସେମାନଙ୍କୁ ଡେରି  ହୋଇ ନ ଥିଲା ! ତେବେବୟସ, ପାରିଚାରିବ୍ଦ ପରିସ୍ଥିତି ତଥା ପାଠପଢ଼ୀକୁ ଆଖି   ଆଗରେ ରଖୀ ସେମାନେ ନିଜେ ନିଜକୁ ଚୁପିକରି କହି ଥିଲେ କଣ୍ଟ୍ରୋଲ ! ଏଇଟା ପ୍ରେମର ନୁହେଁ; ପାଠ ପଡ଼ିବାର ସମୟ! ଶିବାନୀ ଏବଂ ଗୌରବଙ୍କ ମଧ୍ଯରେ ଗୋଟିଏ ସମାନ କଥା  ହିଁ ଉଙ୍କି  ମାରିଥିଲା  ଯେ, ଏଇଟା ପ୍ରେମ କରିବାର ପ୍ରକୁଷ୍ଟ ସମୟ ନୁହେଁ  ! ସେମିତି କରେ ହ୍ୟତ କ୍ୟା ରିୟର ‘ଦି ଏଣ୍ଡ’ ହେଇଯାଇପାରେ! ଏମିତି ଭାବି ସେମାନେ ନିଜ  ମନକୁ ଦୁଃଝଇ ବେଇଥିଲେ ! ସେମିଟିରେ  ବିତି ଗଲା  ଗୋଟେ ବର୍ଷ ! ତେବେ ପରସରର ଅଜାଣତରେ ପରସ୍ପର  ଭିତରେ ବତୁ ଥିବା  ଭଲ ପାଇଚାର ଚାରା ଗଛ ବଢିବାକୁସେମାନେ ରୋକି ପାରିନଥିଲେ  !ଯେତେବେଳେ  ଗଛ ବଢ଼ିଗଲା ସେତେବେଳେ ତାହା ତାଳପତ୍ର ମେଲିବା ସ୍ୱାଭାବିକ !ଡେଣୁ ଦୁହେଁ ଅନୂଇବକଲେ  –ଏବେଭିତରେ ଥିବା ! ପ୍ରେମକୁ ବାହାରକୁ ନେଇ  ଆସିବା ଦରକାର! କାରଣ ଏହା ଭିତରେ ଥାଇ ଭାରି ହଇରାଣ କରୁ ଛି!

ଦିନେ ପାଠପଢ଼ା ବିଷୟରେ କଥାବାର୍ଭ! ଦେଉଦେଉ ଶିବାନୀ ଆଗ ମୁହଁ ଖେଲିଲା  ପଚାରିଲା: ‘ଗୌରବ! ତୁ ଗୋଟେ ଖୁସିବାସିଆ ପିଲା ! ! ମୁଁଢେଖୁଛି ଆଜିକାଲି ତୁ  ବଦଲି ଯାଇଛୁ !’
 ଗୌରବ କହିଲା- କାହିଁଜୀ ନା ତ
ଶିବାନୀ କହିଲା - ତୁ  କ’ଣ ଜାଣି ପରନ୍ତୁ କି? ମୁଁକହି ଦେଉଛି ଣୁଶ୍!
ତ୍ଵମୋ ସହ କଥା ହେବ! ବେଳେ କେବଳ ମୋତେ ହିଁ ଅନେଇ ରହୁଚୁ  ଠିକ୍ ନା ? ଏ ମି ତିକ’ଣ ପାଇଁ? ଗୌରବ ଭାବିଲା, ଶିବାନୀ ତା’ ଭିତରେ ଆଉ ଭଲପାଇବାକୁ ଚାପି ରଖି ପାରୁ  ନାହିଁ! ସେଥିଲା ଗି ସେ ତା’ ଆଡୁ  ଏକ ଭିତି ପସ୍ତର ପକେଇ ଦ୍ଦେଲା! ଆଉ ଅପେକ୍ଷାକରୁଛି ସେହି ଭିରିପ୍ରସ୍ତର ଉପରେ ସେ ପ୍ରେମର ମନ୍ଦିରତେ ତୋଳିବା  ଆରମ୍ଭ କରିଦେଉ !

ଗୌରବ କହିଲା- ଶିବାନୀ! ମୋର ବି ତେ! ପାଇଁ କିଛି ପ୍ରଶ୍ନ ଅଛି! ପଚାରି ପାରିବି! ଶିବାନୀ ମୁଣ୍ଡ ନାଡ଼ିହଁକଲା  ! ଗୌରବ ପଚାରିଲା- ତତେ ରାତିରେ ନିଦ ହଉଛି? ଶିବାନୀ ମନାକରା!
ଗୌରବ ପଚାରିରା- ତୋ ଆଖ୍ ବହିର ପୃଷ୍ଠାରେ ଅଛି! ହେଲେ  ମନ ଆଉକିଛି ଭାବୁଛି! ସେମିତି ହଉଛିନା ..
ଶିବାନୀ କହିଲା, ଏକ୍ ଚ୍ଚାଟଲୀ ! ମୋର ତାହା ହିଁହଉଛି! ଗୌରବ ପଚାରିରା- ତତେ କଣ ଏମିତି ଲାଗୁନି ଯେ, କେହି ଜଣେ ଡୋର ପାଖରେ ଥାଇ ବି   ଖୁବ୍ ଦୂରରେ ରହିଛି ! ଶିବାନୀ କହିଲା- ସତରେ  ମୁଁ ସେଇଆ ହିଁ ପିଲ୍ କରୁ ଛି! ଗୌରବ କହିଲା!- ମୁଁବି ସେମିତି କିଛି ଭାବନା ଭିତରେ ଘଣ୍ଟି  ହଉଛି! କେବଳ ଗୋଟିଏ କଥ! ଭାବୁଛି, ବାସ୍ତବରେ ତୁ ମୋର ନା ଆଉ କାହା ର ? ଶିବାନୀ ଯେମିତି ଏମିତି ଏକ ପ୍ରଶ୍ନକୁ ଅପେକ୍ଷା କରି ରହିଥିଲା ! ତେଣୁ ସଂଗେ ସଂଗେ  ଶିବାନୀ କହିଲା- ମୁଁ ଜେବଳ ଡୋର ଗୌରବ! ଆଉ ତୁ ?
ଗୌରବ ବି କହିଲା - ମୁଁ ଫାଷ୍ଟ ଇୟରରୁ ତୋର ତ ହେଇ ସାରିଛି!
ବାସ୍,ଶିବାନୀଓ ଗୌରବଙ୍କ ପ୍ରେମ ପଦା କୁ ଆସିଗଲା ! ସେମାନେ ଏଥର ରାତିରେ ନିଃଶ୍ବାସ ମାରିଲେ ଓ ନିଶ୍ଚୟ ପ୍ରତୋଳ ଦିନ୍ ଦ୍ବାସ୍ ବନ୍ଦ କରି ପାର୍କଗରେ! ଆଇସ କ୍ରିମ  ଖାଇଲେ ’ପରସର ସ’ହିତ ଥଚ୍ଚାମଚ୍ଚା ହେଲେ  ସେମାନଙ୍କ ମଧ୍ଯରେ ସଚୂ ଠିକ୍ ଠାକ୍ ଥିଲା  କେବଳ ସେମାନଙ୍କ ଜାତି   ଥିଲା  ଅଲଗା ! ହେଲେ  ଶିବାନୀ ଦିନେ ଗୌରବକୁ ,କହିଲା !- ମୁଁ ଢୋର ସ୍ତ୍ରୀ ହେବି ତେଣୁ ମୋର ତୋ ଜାତିକୁ ନେଇ ସମସ୍ୟା ନାହିଁ ! ଯଦି ଆଉ କା ହାର ସମସ୍ୟା ତା’ହେଲେ ଆମେ କୋର୍ଟମ୍ୟାରେଜ କ ରିନେବା

ଗୌରବ ଏବଂ ଶିବାନୀଙ୍କ ପ୍ରେମ ବେଶିଦିନ ଲୁଚି  ରହିପାରିଲା ନାହିଁ ! କେହି ଜଣେ  ଆସି ରବୀନ୍ଦ୍ର ବର୍ମାଙ୍କୁ କହିଦେଲା ! ଯେ, ଝିଅ ଏବେ ପାଠ ପଚ୍ଛନି! ପ୍ରେମ କରୁଛି! ତାକୁ ମୂଳରୁ ସମ୍ଭାଳ ! ନ ହେଲେ  ମୁହଁରେ କଲା  ଲାଗିବ! ରବୀନ୍ଦ୍ର  ଓ ପତ୍ନୀ ଉଷା ବର୍ମା ଝିଅ କୁ ଆକଟ କଲେ ! ହେଲେ ପ୍ରେମ ଆଉ ଆକଟ ମାନିବା ଅବସ୍ଥାରେ ନ ଥିଲା ! ସେ ଥିଲା ଗି ସେମାନେ ନିଷ୍ପରି ନେଲେ ’ଶିବାନୀ ଆଉକଲେଜ  ଯିବନି! ତା’ ପରିବର୍ତେ  ତା’ର ବାହାଘର କରିଦିଆଯିବା

ମାତ୍ର ଶିବାନୀ ତାହ! କରିବାକୁ  ଦେଲାନାହିଁ ! ସେ ନିଜେ ଗୌରବ ସାଥିରେ ଦିଲ୍ଲୀ  ପକେଇଲା ! ! ସେଠାରେ ଗୌରବ ଓ ଶିବାନୀ ପରସ୍ପରକୁ ବାହା ହେଇଗଲେ ଓ ଗୋଟିଏ ଘରଭଡ଼ା ନେଇ ଗୃହସ୍ଥି ଜୀବନ ଆରମ୍ଭ କଲେ! ଶିବାନୀ ଓ ଗୌରବଙ୍କୁ ନ ପାର ରବୀନ୍ଦ୍ର  ପୋଲି ସରେ ଅଭିଯୋଗ କଲେ  ! ପୋଲିସ ସେମାନଙ୍କୁ ଦିଳୀରୁ ଭବାର କଲା  ! ଗୌରବକୁ  ଅପହରଣ ମାମଲାରେ  କୋର୍ଟ ଚାଲାଣ କରିଦେଲା! ହେଲେ  ଶିବାନୀ କହି ଲ! ଯେ, ତାକୁଅପହରଣ କରାଯାରନାହାଁ ସେ ନିଜ ଇଚ୍ଛାରେ  ଗୌରବକୁ ବାହା ହେଇଛି! ଗୌରବ ତା’ର ସ୍ବାମୀ! ଅତଏବ ତା’ ସ୍ବାମୀକୁ ଛାଡ଼ି ଦିଆଯାଉ! ସେଇଆ ହେଲା ! ଅଦାଲତ ଶିଚାନାର ସ୍ୱାମା ଗୌରବକୁ ଛାଡ଼ିଦେଲେ! ହେରେ ରବୀନ୍ଦ୍ର  ଆଉ ଏକ ପିଚିଶନ୍ ଦାଏର କରି  ଦର୍ଶାଇଲେ ଯେ  ଯେ, ଶିବାନୀ ହେଉଛି ତା’ ଘରର ଇଜ୍ଜତ  ଯଦି ସେ ଏମିତି ଗୌରବ ଘରକୁ ଚାଲିଯିବ ତା’ହେଲେ ତା’ର ଇଜ୍ଜତ ମହତ ତଳେ ପଡ଼ିଯିବା ତେଣୁ ଶିବାନୀକୁ ଗୌରବ ସହିତ ବାହାଘର କରିବା ପାଇଁ  ତାକୁ ମାନ୍ୟବର ଅଡାଇତ ଅନୁମତି  ଦିଅନ୍ତୁ! ରବୀନ୍ଦ୍ର ବର୍ମ! ଏକଥା ବର୍ଷାଇଥିଲା  ଯେ, ଝିଅକୁବାହାଘର କରିବାର ଦାୟିତ୍ଵ ବା ପର! ତେଣୁଚ୍ଚଣେ ବା ପକୁସେ ପୁଣ୍ୟ ଅର୍ଚନରୁ ବଂଚିତ କରା ନ ଯାଉ!
ଅତାଇତ କଣେ ବା ପର ହୃଦୟକୁ ବୁଝିle! ଆଉ ଶିବାନାକୁ ନିଜ ଘରକୁ ଯିବ! ଲାଗି ନିର୍ଦେଶ  ଦେରେ! ଶିବାନୀ ଭାବିଲା, ବୋଧହୁଏ ବାପାଙ୍କର ମନ ବଦଚିଯାରଛି! ସେ ଗୌରବକୁ ତାକ ଜାଇଁ ଭାବରେ ଗ୍ରହଣ କରି ନେଇଛନ୍ତି ! ହେଲେ  ଘରେ ପହଁଚିଲା  ପରେ ତୁଟି ଗଲା ! ତା’ ମନର ଭ୍ରମ! ରବୀନ୍ଦ୍ର ଡାକ୍ ଗୋଟିଏ ଘରେ ବନ୍ଦୀ କରି ରଖିଲେ ! ଆଉ ତୁ ରନ୍ତ ତା’ର ବାହାଘର କରିବାଦ୍ଧୃ ଲାଗିପଡ଼ିଲେ! ଶିବାନୀ ନିକଟରେ  ଆଉ କିଛି ଉପାୟ ନ ଥିଲା ! ମୋବାଇଲ୍ ତା’ଠୁଛଢ଼େର ନିଆଯାଇଥିଲା  ! କେବଳ କାନ୍ଦି କାନ୍ଦି କଣ୍ଟା ହେବା ବ୍ୟତୀତ ତା’ନିକ ତ ରେ ଅନ୍ୟକୌଣସି ଚାରା ହିଁ ନଥିଲା  ଇତିମଧ୍ଯରେ ଶିବାନୀ  ପାଇଁ ରବୀନ୍ଦ୍ର ଆଉ ଏକ ବରପାଡ୍ର ଠିକ୍ କରିଦେଲେ! ଖାଲି ସେତିକି ନୁହେଁ ଶିବାନୀର ନିର୍ବନ୍ଧ ମଧ୍ଯ କରିଦେଲେ! ଶିବାନୀ ଚେଷ୍ଟାକରି ବି ପ୍ରତିବାଦ କରିପାରିରା ନାହିଁ! କେବଳ ସୁଯୋଗ ଖୋଜୁଥିଲା କେମିତି ଗୌରବ ନିକଟରେ ସେ ଏହି ଖବର  ପହଞ୍ଚେଇବା  ବହୁ କଷ୍ଟ ରେ  ସେ ଜଣଙ୍କ  ଠାରୁ ମୋବାଇଲ୍ ଆଣି ଗୌବେକୁ ଫୋନ୍ କଲା   ଓ କହିଲା - ମୋତେ ଏଠୁ ନେ ଇଯାଆ ନ ହେଲେ ମୁଁ ଆତ୍ମହତ୍ୟା ! କରିଦେବି! ଗୌରବକୁସେ କହିଲା- ଦୁଇଦିନ ପରେ ମା’ ଓ ସାନଭାଇ ଶିବମ୍ୱ ମାମୁଘରକୁ ଯିଟୋ ବାପା ଓସତିନ ଘରେ ରହିଟୋ ଚୂମେ ଆସି ଆମ ଛାତରେ ପହମୂବ! ମୁଁ ତୁମ  ସହିତ ପଳାଇ ଯିବି!

ନିର୍ଜାରିତ ଦିନରେ ଛାତ ଉପରେ ଆସି ଲୁଚି  ବସିଲା ଗୌରବ ସମସ୍ତେ ଶୋଇଯିବା  ପରେ ଶିବାନୀ ଛାତ ଉପରୁ ଆସିଲା! ଅନେକ ଦିନ ପରେ ତା’ ପ୍ରେମିକ ତଥା  ସ୍ୱାମୀକୁ ପାଖରେ ପାର ଆଖି ଲୁହା   ତା’ର ବନ୍ଧବାତ ମାନି ନ ଥିଲା ! ସେ ରୌରବକୁ ଜାବୁଡ଼ି ଧରି କଇଁକଇଁ ହେଇ କାଢିବାକୁ ଲାଗିଲା!ହେଲେ  ଜାଣି ନ ଥିଲା  ଯେ, ତା’ ପଛେପଛେ ତା’ ବାପା ରବୀନ୍ଦ୍ର ଆସି ଛାତ କପରେ ପହଞ୍ଜୁଯଲଛି!

ରବୀନ୍ଦ୍ର ଗୌରବକୁ ଏକ ପେପର କଟିଂ ବ୍ଧରିରେ ମାରିଦ୍ଦେଚାକୁ ଯାକଥିଲା ! ହେଲେ ଚୌରବକୁ ଠେଲି ବେଇ ଆଗକୁ ଚାଗିଆସିଲା ଶିବାନୀ! କହିଲା -ଗୌରବ! ମୁଁୟାକୁ ଅଟ  କୋଭଛି! ତୁମେ ପଲେ ଇଯାଅ! ନ ହେଲେ  ୟେ ତୁ ମକୁ  ମାଗିପକେଇବୋ ଇଚ୍ଛା  ନ  ଥ୍ରେ ବି ଶିବାନୀର ରାଣ ନିୟମ ପାଖରେ ହାରିଗଲା ଗୌରବ ଛାତରୁ  ଡେଇଁ ଫେରାର ଦେଇଗଲା! ସେ
କେବେବି ଭାବିନଥିଲା  ଯେ, ବାପ ହେଇ ନିଜଝିଅକୁ ମାରିଦେବା ମାତ୍ର ରବୀନ୍ଦ୍ର ଆଉ ବାପ ହେଇ ନ ଥିଲା  ସେ ଆଗ ଶିବାନୀଜୁ ଛାତ ରେ ପକାଇ  ମାଡ଼ ମାରି ରକ୍ତାଘ୍ର କରିଦେଲା! ପରେ ଛୁ ରିରେ ତା’ ଗଲା କୁ କାଟିଦେଲା , ଝିଅକୁମାରି ରବୀନ୍ଦ୍ର ଏବେ ଜେଲ୍ ରେ ! ଶିବାନୀକୁ ହରେଇ ଗୌରବ ସମ୍ପୂର୍ଣ୍ଣ ଏକଲା ପାଲଟି ଯାଇଛି  !----------


Saturday 21 April 2018

ଶବ ସହ ଚଉଠି ରାତି


ଚଉଠି ରାତି! ଏଇ ରାତିର  ଏକ ନିଆରା ବାସ୍ନା  ଥାଏ; ଯାହାକେବଳ ନବବିବାହିଦ ପତିପତ୍ନୀ ଙ୍କୁ  ବିଭୋର  କରୁଥାଏ!ନେହ! ବି ଥିଲା  ଠିକ୍ ସେମିତି କଣେ ନବବିବାହିତା! ସେ ଫୁଲାସେଜର  ବସି ନବୀନକୁ ଅପେକ୍ଷା କରୁଥିଲା  ସମଗ୍ର ଘରଟିକୁ ସୁସଂଗଧିତ  ଫୁଲରେ ସଜେଇ ଦିଆ ଥିଲା  ଦାମୀ  ବ୍ରାଣ୍ଠର ପରପ୍ଯୂମ୍ ସ୍ପ୍ରେ  କରାଯାଇ ଥିଲା  ହେଲେ ହାତଟା ନେହାର ନାକ କୂଂଛେଇଗଲା  କି ଏକ ଦୁର୍ଗନ୍ଧ ରେ ତାରନାକ  ଫାଟିଯିବା ପରି ମନେହେଲାସେ କିଛି ବୁ ଝିପାରିଲା  ନାହିଁ! ଭାବିଲା, ଚଉଠିରାତିର ଚଉଠିଘରେ  ଏମିତି ଏକ ଉକଟ ଗନ୍ଧ  କଣ ଯାହା ଚଉଠିରାତିର ବାସ୍ନା କୁ ଅନ୍ୟମନସ୍କ କରିଦେଉଛି!

8/୨୦ ମିନିଟ୍ ପରେ କବା ଖୋଲି ନବୀନ ଘର ଭିତରକୁ ପଶିଲା  ନେହ! ପଲଙ୍କ ରୁ ଓଲ୍ଲେଇ ନବୀନ ପାଦ ଚୁଇଁଲୀ ତଳୁ ଉଠେଇ ନେଇ ନବୀନ ତାଳୁ ନିଜ ଛାତି ଉପରେ ଗପିଧରିଲା  ଏତିକିବେଳେ ହଟାତ  ଚାଲିଆସିଲା  ଦୁର୍ଗନ୍ଧ ସେ ନବୀନ କୁ କହିଲା- ଚୂମକୁ କିଛି ଦୁର୍ଗନ୍ଧ ଆସୁନି ?  ନବୀନ ଆଶର୍ଯ୍ୟ  ହୋଇଗଲା  ସାମାନ୍ୟ ହଁ ସିଦ୍ଦେଇ କହିଲା- ଆରେ ଗଛେଇବ ପାଇଁ? ମୋତେ ଫୁଲର ଦାସବି ତୋର କରୁଛି! ନେହ! କହିଲା - ନାଜୋଉଠୁ ଗୋତେ ଦୁର୍ଗନ୍ଧ ଅସ୍ମୃତି; ପୋଉଗକୁ ମୁଁ ସହି ପାରୁନାହିଁ! ନବୀନ କହିଲା- କେଳେବେଳେ କେମିତି ଏମିତି ହୁଏ ,  କିଛି ଥାଇ  ବି ବସିବା ଭଳି ଗନ୍ଧେଇବା ଭଳି ଲାଗେ
! ସେଇଟା ୱିଲ୍ଲୁୟୁ ଜନ  ! ଆଇ, ମୁଁ ଏକେ ଘରସାଗ ପର ଫ୍ୟୁମ ସ୍ପ୍ରେ କରି  ଦଉଛି! ସଚକୁସତ ନବୀନ ଡୁଇଟା ପରପ୍ଯୂମ୍ ବତଲ ବାହାର କରି ଘରସାଗ ଗ୍ରେ କରିଦେଇ  ଥିଲା ନେହା କୁ ଆଉ ଦୁର୍ଗନ୍ଧ ଅଅସ୍ଥିର କଲା ନାହି! ତାପରେ ସେ ମନ ଖୁସିରେ ତା ସ୍ତ୍ରୀ ଧର୍ମ ପାଳନ କଲା
 କିଛି ସମୟ ପରେ ଗାଢ଼ ନିଦରେ  ଶୋଇଗଲା  ନବୀନା ନେହାର କ୍ଲାନ୍ତ  ଦୁଇ ଆଖ୍ ପତାକୁ ନିଦ ଲାଗି ଆମୁଥିଲା  ହଟାତ  ଦୁର୍ଗନ୍ଧ ଯେମିତି ଧସେଇ  ପଶିଆସିଲା  ଘର ଭିତରକୁ! ସେ ଚମକି  ଉଠିପଡ଼ିଲୀ ଭାବୁଥିଲା ନବୀ ନକୁ ଉଠେଇବା ହେଲେ ସେତେବେଳକୁ ନବୀନ ଆଉ ଉଠିବ! ଅବସ୍ଥାରେ ଥିଲା
କଷ୍ଟ କରି ରାତି ବିତେଇ ଦେଲା ନେହା  ତାପରଦିନ ନବୀନର କୁକୁଡ଼ା କୁ ଯିବାର ଥିଲା  ସେ ନବୀନ ଗଳାରେ ଟାଇ ବାନ୍ଧି   ଦେଉଦେଉ କହିଉ- ପୁଣି ଦୁର୍ଗନ୍ଧ ଆସୁଛି! ମୁଁ ରହି  ପାରୁନି!ନବୀନ କହିଲା ସୁନା ମୁ ଯାଉଛି ସନ୍ଧ୍ୟା କୁ ଫେରି ଆସି ଦେଖିବି ଦୃଗନ୍ଧ କେଉଁଠୁ ଆସୁଛି ଘରେ ପର ଫ୍ୟୁମ ଅଛି ଡାଁଧ ଆସିଲେ ସ୍ପ୍ରେ କରିନେବା
----- ଏତିକି କହି ନବୀନ ଚାଲିଗଲେ ! ନୂଆବୋହୁ  ନେହା  , ଡା ଆଊକିଛି କରିବାର ଥିଲା ସେ ତାଘର ଭିତରକୁ ପଶି ବାକୁ ଭୟ  କରୁଥିଲା  ସେତିକିବେଳେ ସହି ସ୍ତ୍ରୀ ଲୋକ ମାନେ ବୋହୁ ଦେଖିବାକୁ  ଆସି ପଦଞ୍ଗଲେ! ନେହା ସେମାନଙ୍କ ସହିତ ହସ ଖୁସିରେ   ମଜ୍ଜିଗଲା

ସକାଳ ଯାଇ ଦ୍ୱିପ୍ରହର ହେଳା ସ୍ତ୍ରୀ ଲୋକ ମାନେ ପେଯା ଘରକୁ ଗଲିଗଲୋ ନେହ! କହିଲା- ମୁଁ ବାହାର ଘରେ ସୋଇ ଯାଉଛି! ନବୀନ ଅସିବା  ପରେ ଯାଇ  ସେ ଘରକୁ ଯିବି! ପରିବାର ଲୋକ ଙ୍କର ଆଉକିଛିକହିଗରନଥିଲା !ସେମାନେ ନେହା କୁ ସେହି ଘରେ ଛାଡ଼ିଦେଲେ! ନେହା  ବି କ୍ଲାନ୍ତ  ହୋଇ ପଡି଼ଥିଲା  ତାଆଖୀ କୁ ନିଦ ଲାଗିଗଲା
ସୋତେବେଳକୁ ବେଳ କେ ତେ ସେ  ଜାଣେନା! ହଟାତ  କିଛି କୋଳାହଳରେ ତାନିଦ ଭାଙ୍ଗି ଗଲା  ସେ ଦେଖିଲା , ପୋଲିସ ଆସି ଘର ଭିତରେ ଚାଁ ଭିନ କରୁଛି ! ପୁଣି ତାଘରକୁ ପୋଉଠି ପେ ଗତକାଲି ଗତିରେ ତା ଚଉଠି ପାଳନ କରିଥିଲା  ସେହିଘରକୁ ଖାଁ ତଲାଶ କରୁଛି ! ସେ କିଛି ବୁଝି ପାରିଲା  ନାହି!ତା  ବିସୟ ନିମିଷକରେ ବିମୃଢ଼ତାକୁ ରୁପାନ୍ତରିତ ହୋଇଗଲା ଯେତେବେଳେ ପୋଲିସ ତା ଚଊଠିଘର ଭିତରୁ ଏକ ପ୍ରାପ୍ତ ବୟସା ଯୂବତୀର ଗଳିତ ଶବ ଉଦ୍ଧାର କଲୀ ନେହାକୁ  ଲାଗୁଥିଲା ହୁଏତ ସେ ସ୍ବପ୍ନ  ଦେଖୁଛି! ହେଲେ ତାଭିତରେ ଇଲୁ ଜନ  ସୃଷ୍ଟି  ହେଊଛି! ତାମୁଣ୍ଡ  ହୋଇଗଲା ସେ
ଚେତା ହରାଇ ତଳେ ପଡିଗଲା  ! ଚେତା ଫେରିପାଇଲା  ବେଳକୁସ୍ୱାମୀ -ନବୀନ କୁ ଗିରଫକରିନେଇ ପଳାଇ ଥିଲା ପୋଲିସ

ଦିଲୀର ବିଶ୍ବାସନଗର ବାସିନ୍ଦା କାପ୍ତାନ    ସିଂ ରାଠି ଙ୍କ  ଗୋତିଏ ବୋଲି ଝିଅ ନେହା  ଏମ୍°କମ୍ ସାରି ସେ ଫ୍ୟା ଶନ ଡିଚ୍ଚାଇନଃର ଡିପ୍ଲୋମା କରୁ ଥିଲା  ପାରିବାରିକ  ସ୍ଵୀକୁଚିକ୍ରମେ ତା ବିବାହ ହୋଇ ଥିଲା ରାଜ କୁମାର ଖେତରି ଙ୍କ  ସାନପୂଅ ନବୀନ  ଖେତରି ଙ୍କ ସାଙ୍ଗରେ ! ନବୀନର ଶିଷଜ୍ୟେତ ଯୋଗ୍ୟତା ମାତ୍ରିକ ! ମାତ୍ର ରାଜ କୁମାର ଖେତରି ଥିଲେ  କଣେ ଜୋତିପତି! ପୁଣି ନେହା କୁ କୁହ ଯାଇ ଥିଲା  ପେ, ନବୀନ ଜଣେ ଏମ୍ .ବି
ନୂଆ ବୋହୁ ହୋଇ ଥିଲେ ବି  ବି ପୋଲିସ ଘେଶନରେ ଯାଇ ପହଞ୍ଚେ ନେହା କାରଣ  କେବଳ ତା ସ୍ୱାମୀ କୁ ନୁହେଁ  ଶ୍ୱଶୁର ଗକକୁମର ଜେଡ଼ଶୁର ସବ୍ଦୀପଙ୍କୁ ମଧ୍ଯ ପୋଲିସ ତା ହେପାଜାତ କୁ ନେଇ ସାରିଥିଲା  ନେହା  ଜାଣିବ! ପାଇଁ ଗହୁଁ ଥିଲା!  ଘଟଣା କଣ? ଆଉ ଯେତେବେଳେ ସେ ସମ୍ପୂର୍ଣ ଘଟଣା ଶୁଣିଲା ସେତେବେଳେ ତା ପାଦତଳୁ ପୃ ଥିବି ଘୁଂଚି ଯାଇ ଥିଲା ! ମୁଣ୍ଡ ଉପରୁ ଆକାଶ ହଟି ଯାଇ ଥିଲା

ଘଟଣାର ମୂଳରେ ଥିଲା ଯିଏ ତାନାଁ ଆରାଜୁ ! ସଁ ଞ୍ଜାବକୁମାର ଚୌହାନ, କବିତା  ଚୌହାନ,ଙ୍କ  ଝିଅ ଆରାଜୁ ବେଖ୍ ବାକୁ ଥିଲା ସୁନ୍ଦରୀ  ସେ ଲକ୍ଷ୍ମୀ ବାଇ କଲେଜ ରେ ପକୁଥିଲା  ସେଥିଲା ମଦ୍ରଣ   ଆଉ ଷ୍ଟାଇଲିଶ   -ନବୀନ ଭଲପାଇ ବସିଥିଲା ଆରର୍ଜୁ  କୁ! ଆରାଜୁ ବି ଏଥିରେ କିଛି ଅପତୀ ଥିଲା ତା ଛଡା ଝିଅ ଟିଏ ସର୍ବାନ୍ତ କାରଣରେ ଏଇଆ ଚାହେଁ ଯେ  ସୁନ୍ଦରବାର ,’ସୂନ୍ଦର ଘର ଆଉ ପ୍ରଚୁର ଧନସମଭି! ସବୁକିଛି ଥିଲା ନବୀନ ନି ନିକଟ୍ ରେ! ତେଣୁ ଆରର୍ଜୁ  ମୁକ୍ତ ଭାବ ରେ ନିଜକୁ ସମର୍ପଣ କରିଦେଇଥିଲା -ନବୀନ  ନିକଟ୍ ରେ 
କବିତା ଦେବା ଦେଖିଲେ ଆରର୍ଜୁ   ଖୁବ୍ ଅନାମନସ୍କ  ରହୁଛି! ଠିକ୍ ରେ ଖାଉନି କି ଠିକ୍ ରେ ପଢୁ  ନି! ବଢ଼ିଲା ଝିଅ!ତାଙ୍କ  ମନକୁ ପାପ ଚୁଇଁଲୀ ଦିନେ ସେ ଅରଳୁ କୁ ପଚାରିଲେ- ତୋର ମନ କଣ ଭଲ ନାହିଁ କି ? ଏତିକି ଶୁଣୁଶୁଣୁ ଆରର୍ଜୁ ଯେମିତି ଲୁହରେ ପାଟିପଡ଼ିଲା  କବିତା ଦେବା ତାପିଠି ଥାପୁଡ଼େଇ ତାକୁ ଆଶ୍ବାସନ! ଦେଲେ! ଆଗକୁ କହିଲା- ମା’!ମୋତେ ନବୀନ ସହିତ ବାହା କରିଦେ! କବିତା ଆରର୍ଜୁ କଥା ଶୁଣି ଆକାଶ ରୁ ରୁଖସିପଡ଼ିଲେ  କହିଳା-ତୁ ଏମିତି କହୁଚୁ କଣ  ପାଇଁ?  ଅଅର୍ଜୁ କହିଲା -ମାମୁଁ-ନବୀନ କୁ ବାହା  ନହେଲେ ବଂଚି ବିନି! ନବୀନର ପିଲା  ମୋ ପେଟରେ ବଡ୍ରଛି!
କବିତ! ଦେବୀ  ବୁଝିପାରୀ ଲେ ନି ଆରର୍ଜୁ କୁ କଣ କହିବେ! ତାଙ୍କ ଇଚ୍ଛା  ହେଉଥିଲା  ସେ ସେଇଷଣି ତାତଂଟି  ଚିପିଦିଅନ୍ତେ ଆଉ ଚିଲ୍ଲେଇ  ଚିଲ୍ଲେଇ କହନ୍ତେ- ତୋ ଗଳି ଝିଅକୁ ଜନ୍ମ  ଢେବା ଅପେକ୍ଷା ଆଣ୍ଠୁ  କୁଢ଼ାI  ହୋଇଥିଲେ  ଭଲ ହୋଇ  ଥାନ୍ତା  ହେଲେ ଆରର୍ଜୁ ଗୋଟେ ବଢ଼ିଲା ଝିଅ! ପୁଣି ଅଘଟଣ ଘଟି ସାରିଲାଣି ! ସେ ଚେଷ୍ଟା କରି ନିଜକୁ ସଂପଦ କଲେ! ସନ୍ଧ୍ୟା   ରେ ଘରକୁ ଫେରିବା ପରେ ସ୍ଵାମା ସଞ୍ଜାବକୁ- ସବୁକଥା କହିଲେ! ସଞ୍ଜାବ ନବୀନ ଘରେ  ଯାଇ ସବୁ କଥ! କହିଲେ! ହେଲେ ରାଜକୁମାର ରୋକ୍ଠୋକ୍ ଜଣେଇଦେଲେ ଘେ, ସେମାନଙ୍କ ମଧରେ ବନ୍ଧୁତା ଜେବେ ବି ସମ୍ଭବ ନ୍ଥହେଁ! ସେ ସେଇ   ଘରେ ବନ୍ଧୁ ବାଛିବେ ଯେଉଁ ଘରେ ତାଙ୍କ ଭଳି  କୋଚିକୋଟି ତାଙ୍କ ଧନସମ୍ପତି ଥିବା  ସେତିକି ଚୂହେଁ, ସେ ସଁ ଞ୍ଜାବକୁ ଅପମାଣିତ  କରି କହିଲେ- ମୋ ଘରେ ବନ୍ଧୁ   ଗଢିବାକୁ ଆସିବ! ପୂର୍ଡରୁ ଅନ୍ତତଃ ଡୁମର ଔକାତ୍ ମାପିନେବା ଥିଲା

                                ଅପମାନିତ ହୋଇ ଘରକୁ ଫେରିଆସିଲେ ସଂଜୀବ ତାଙ୍କ ଭିତରେ କ୍ରୋଧର ନିଅଁ ଜଳୁ ଥିଲା  ସେ ବି ଇଚ୍ଛା କରୁ ଥିଲେ  ଆରାଜୁ  ଗାଲରେ ଚାଟ କଣା ଟେ  ! କଷିଦେଇ ନିକର କ୍ରୋଧ ଶାନ୍ତ କରନ୍ତେ  ହେଲେ ବଢ଼ିଲା ଝିଅ ମୁହଁକୁ ଚାହିଁ ଦେବା ମାତ୍ରେ ତାଙ୍କ ଆଖି ରେ ଲୁହ ଜକେଇ ଆସୁଥିଲା ରଜୁ ବି ଜୁଳୁ ଜୁଳୁ  ହୋଇ ଅନାଉଥିଲା ତାଙ୍କୁ,  ଗପା ମାଙ୍କର ମଉଳା ମୁହଁକୁ  ଦେଖି ବା ପରେ ତାର ଆଉ ବୁଝି ବାକୁ ବାକି ଥିଲା ଯେ , ଖେତ୍ରୀ ପରିବାର ତାବାପାଙ୍କୁ ଅପମାନିତ କରି ଛନ୍ତି ! ପରିବାର କୁ ସମର୍ଥନକରି ଖୋଡ଼ ନବୀନ ତାସହିଚବିଶ୍ଵାସଘାତକତା କରିଛି!
       ଅବଶ୍ୟ ସଞ୍ଚାବ ଥକି ପଡ଼ିନଥିଲେ ,ସେ ନିଜ  ଝିଅକୁ ନ୍ୟାୟ ଦେବାକୁ ଅଂଟା  ଭିଡ଼ିଲେ  ପଞ୍ଚ ରେ  ଫେଗଦ ହେଲୋ ହେଲେ ପଞ୍ଚମାନେ ଯେଉଁ ରାୟ   ଦେଲେ  ତାହା ତାଙ୍କ ଭିତର ସବୁ ଆଶା   ସମ୍ଭାବନାକୁ ଚୁରମାର କରିଦେଲା ! ପଞ୍ଚମାନେ କହିଲେ- ଉଭୟ     ନବୀନ ଏବଂ ଆରତୁ  ପଡ଼ୋଶୀ ଯୁଣି ଦୁଇ    ରିବାର ମଧ୍ୟର ଦୂର ସମ୍ପର୍କରହିଛି! ତେଣୁ ସେମାନେ ସମ୍ପର୍କରେ ଭାଇ ଭଉଣୀ ! ସେମାନଙ୍କ ମଧରେ ବିବାହ  ଅସମ୍ଭବା ସେପରି କଲେ ଗାଁ ବଦନାମ ହେବ
 ସଞ୍ଜାବ କିମା ତାଙ୍କ ପରିଗର ବୁ ଝିପାରିଲେ ନାହିଁ ଯେ , ପଞ୍ଚମାନ ଙ୍କ  ଇଏ କେଉଁ ଧରଣର ନ୍ୟାୟ , ଏହା ସତ୍ୱେ  ନୀରବ
ରହିବା ବ୍ୟତୀତ ସେମାଙ୍କ ନିକଟରେ ଅନା କିଛି ଉପାୟ ଥିଲା  ! ସଞ୍ଜାବଆଉ କବିତା ଦେବା ସିନା ଚୁପ ହିଲୋ ମାତ୍ର ଆରକୁ ଚୂପ୍ ରହିଲା ନାହିଁ ! 6 ନିଷ୍ଠଗି ନେଳା ପେତାପ୍ରଚି ହୋଇ ଥିବା  ଅନ୍ଯାୟର ସେ ସମାଧାନ କରିବା ସେ ଯେମିତି ବି ହେଉ ଖେତ୍ରୀ ପରିବାରର ବୋହୁ ହେବା
 ଏତିକିବେଳେ ଏକ ଖବର ଆସି ପହଁଚିଲା  ପେ, ରାଜ କୁମାର ନବୀନ   ବାହାଘର ଠିକ କରିସାଗିଛନି! ସପ୍ତାହକ ପରେ ନବୀନ ନେହ! ନାମ୍ନୀ  ଯୁବତୀ ସହିତ ବିବାହ କରିବାକୁ ଯାଊଛଡି ଏକଥା ଶୁଣ ଆରଯୁ ବିଚଳିତ ହୋଇଯିବ! ମ୍ୱକୋବିକ ! ମାତ୍ର ସେ ବିଚଳିତ ହେଲାନାହିଁ! ସେ ଖୁବ୍ ଶାନ୍ତ   ଭାବରେ  କରିବ ତାହା ଚିଗକଲୀ ଘରକୁ ଫେରି ଫୋନ୍ ଲାଗିଲା  ନବୀନକୁ! ପଚାରିଲା- ମୁଁ ଯାହା ଶୁଣୁଛି ସେକଥା କଣ ସତ  ତୁମେ ମୋତେ ଛାଡ଼ି ଆଉ ଜଣକୁ ବାହା ହେ ବାକୁ ଯାଉ ଛେ? ତାହେଲେ ଚୂମ ପିଲାଗକୁ ନେଇ  ମୁଁ କରିବି? ନବୀନ କହିଲା- ପରିବାର ଚାପରେ ମୁଁ ବାହା ହେଊଛି! ମୋର କିଛି କରିବାର ନାଦି! ଆରଯୁ କହିଲା- ମୁଁ ଜାଣେ ସେକଥା ! ତେବେ ମୋର ପରାମର୍ଶ ତୁ ମେ ସେ ବିବାହରୁ ଡୁ ରେଇ ରୁହ! ହେଲେ ପରିଣତି ଭୟାବହ ହେବା ମୁଁ ଥୀନାକୁ ଗଲେ ତୁ ମେ ତୁମ ପରିବାର ଫସିବା କାରଣ ତୁମେ ଭଲ ଭାବରେ ଯା ମୋ ପେଟରେଥିବା  ପିଲା ଡୁମର! ଜେଲେ ମୁଁସେସବୃ କରିବାକୁ ଚାହେ ନା! ମୁଁକେବଳ  ନ୍ୟାୟ ଗହେଁ!
 ଆରଯୁ   ଠାରୁ  ଏକଥା ଶୁଣିବା ପରେ ଡରିଗଲା  ନବୀନ ବାସ୍ତବ ରେ 6 ଚ୍ଚାଣିଥ୍ଲା  ସଚ କଣ? ସେ ଭାବିଲା , ଯେମିତି ବିହେଲେ  ଆରଯୁ   କବଳରୁ  ମୂକୁଳିବା କୁ ପଡ଼ିବା ଆରଯୁ ଠାରୁ  ତାକୁ ଆଉ କିଛି ମିଳିବାର ନାଦି! ଅନ୍ୟପଟେ ସେ ନେହ କୁ ବା ହାହେଲେ ପ୍ରଚୁର ଯୌତୁକ ମିଳିବା
ଦିନେସେ ଏକ ଫେକ୍ ସିମ୍ ଚ୍ଚାର୍ଡ ବ୍ୟବହାର କରି ଆରଯୁ କୁ ପୋନ୍କରି ପଗରିକାଂ ତୁମେ କାଲି କଲେଜ ଆସୁଛ ? ଆରଯୁ କହିଲା- ହଁ ମୁଁ କଲେକ ପାଉଛି! ହେରେ କଣ ପାଇଁ ଏକଥା ପଗରୁ  ? ଚୂମେ ଭାବୁଛ କୁଅଁରୀ  ମାହୋଇଯିବା ଭୟରେ  ଭାଙ୍ଗି    ପଡି   ମୁଁ ଆତ୍ମହତ୍ୟା କରିଦେବି! -ନବୀନ  କହିପ- ପେ କଥା ନୁହେଁ ; ମୁଁ କାଲି ତୁମକୁ ଭେଟିବି!ଆମେ ଅମ ବିବାହ  ବିଷୟରେ ଆଲୋଚନା  କରିବା

ନିର୍ଜାରିତ ସମୟରେ ଆରଯୁ କଲେଜରୁ ନେଇ ଆସିଲା ନବୀନ ! ସେମାନେ ଦାମୀ ର୍ରେସ୍ତୁ ରଣ୍ଟ ରେ  ଖାଇଲେ! ନବୀନ କହିଇଂ-ମୁଁତୁ ମକୁ ଦୁଇ ଲଷ ଟଙ୍କା ଦେବି! ତୁ ମେ ଆବର୍ଘନ କରିଦିଅ ମୋ ଜୀବନରୁ ଦୂରେଇଯାଆ ଆର କୁ କହିଲା-ପିଲାଟାକୁ ମୁଁ ପେଟରେ ପାଳୁଛି! ତାକୁ ମାରିପାରିବିନି! ତାକୁ ମୁଁ ତାବାପାର ପରିଚୟ ଦେବିନଦୀନ ଆଉ ନିଚ୍ଚକୁ ରୋ କିପରିଳାନି ! ଗାଡ଼ି ଭିତରେ  ଆରଯୁ ତଂଟି ଚିପି ମାରିଦେଲା  ନେଇଆସି ନିକର ବେଡ଼ ରୁମ ରେ  ଲୁଚେଇ ଦେଲା  ଦୁଇଦିନ ପରେ ନେଦ! ସହିତ ବାହାଘର ହୋଇଗଲା ତା! ସେହି ଘରେ ଚଉଠି ହେଳା ଯେଉଁଠି ଆରଜୁର ଶବ ରହି ସଢୁ ଥିଲା   ଆଉ ଥରକୁଥର ଦୁର୍ଗନ୍ଧ  ଚାଲିଆସି ନେହାକୁ ଅସ୍ତ ବ୍ୟସ୍ତ କରିପକାଉ ଥିଲା
ସବୁ ଶୁଣିବା ପରେ ନେହ! ନିଜ ମୁଣ୍ଡରୁ ସିଦୂର ପୋଛିଦେଲା  ସଂଖା  ଖୋଲିଦେଲା  ମଙ୍ଗଳ ସୂତ୍ର ଛିଣ୍ଡେଇ ଦେଲା  ଭୁଲିଗଲ! ସେ  ନବୀନ   ସ୍ତ୍ରୀ ! ହେଲେ ଗୋଟିଏ କଥାକୁ ସେ ଚେଷ୍ଟା କରି ଚ୍ଛଲିପାରୁ  ଥିଲା ଯେ, ସେ ସେହି ଘରେ ନିଜ ଚତୁର୍ଥୀ ପାଳି ଲା ଯେଉଁ ଘରେ ତାସ୍ଵାମୀର ପ୍ରେମିକାର ଶବ ଥିଲା -------------------

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...