Thursday 26 April 2018

ଅନର କିଲି

ଆ ଗ୍ରାର ଏକ ଡିସ୍ପେନ୍ ସାରିରେ ଜଣେ ଫାର୍ମାସିଷ୍ଟ   ଭାବରେ କାମ କରୁ ଥିଲେ  ରବୀନ୍ଦ୍ର ବର୍ମା  !ପରିବାର କହିଲେ  ସ୍ତ୍ରୀ ଉଷା ’ଝିଅ ଶିବାନୀ ଏବଂ ଦୁଇ ପୁଅ ସଚିନ ଓ ଶିବନା ଶିବାନୀ ଆଗ୍ରାର ଏକ କଲେଜ ରେ  ବି.ଏସ୍ .ସି ପଢୁ ଥିଲା ! ଦୁଇ ପୁଅ ସଚିନ ଓ ଶିବନା ଯୁକ୍ତ୨ରେ ପଢୁ ଥିଲେ ! ଶିବାନୀ ବେଶ ଭଲ  ଷ୍ଣୁଡେଣ୍ଟ ଥିଲା !
ଶିବାନୀ ଯେଉ କଲେଜ ରେ  ବି.ଏସ୍ .ସି ପଢୁ ଥିଲା   ସେହ କଲେଜ ରେ ପଢୁଥିଲା  ଗୌରବ |ଗୌରବର ଘର ଶାହାଗଞ୍ଜ ଥାନା ଅନ୍ତର୍ଗତ ଶବରରଡ଼’ ଯାହା ଶିବାନୀ ଗ୍ରାମର ପାଖାପାଖୀ ଗୌରବ ସେଠାରେ ବି .ଏ  ପଢୁଥିଲା  ! ରୌରରେ ବାପା ପାମସାନେହି ଜଣେ ଫଳ  ଟେପାରି ଥିଲେ  ! ଘରେ କିଛି ମଇଁଷି ରଖୁଥିଲେ ମଇଁଷି ଯାହା କ୍ଷୀର ଢେଉଥିଲା  ତାଳୁ ନେଇ ସେ ବଜାରରେ ବିକ୍ରି କରୁ ଥିଲେ ! ଫଳ ଆର କ୍ଷାର ବିକ୍ରି ଅର୍ଥରେ  ଗୌରବ   ଘରର ଗୁଜୁ ରାଣ ମେଣ୍ଠୁଥିଲା ! ପରିବାର ପ୍ରଢିପେଷୋଣ କରିବା ପାଇଁ ତା’ ବାପା କିଭଳି ହାଡ଼ଭଙ୍ଗା ପରିଶ୍ରମ କରୁଛନ୍ତି  ଗୌରବ ଅନୁଭାବ  କଚୂଥିଲା  ! ତା’ସତ୍ୱେ  ଘରେ ସବୁବେଦ୍ଦେ ଛୋଟବଡ଼ ସମସ୍ୟା ଲାଗି ରଦୂଥିଲା
   ଦାରିଦ୍ର୍ୟ ଯେ କେତେ କଷ୍ଟ ସେ କଥା ଅତି ପାଖରୁ  ଦେଖିଥିଲା ରୌରବ  ଆତ୍ତଏକଥାସେ ଅନ୍ଧୁଉବକରି ଥିଲା  ଯେ, ଦାରିଦ୍ର୍ୟର ମୁକାବିଲା କରିବାକୁ ହେଲେ  ତାଳୁ ମନ ଲଗେଇ ପାଠପଢ଼ିବାଚ୍ଛହେବ ! ସେଥିଲା ଗି ସେ କୁଆତ୍ରେ ଧ୍ୟାନ ନ ଦେଇ କେବଳ  ପାଠରେ ଧ୍ୟାନ ବେତ୍ତଥିଲା !
ଶିବାନୀ ଆଉ ଗୌରବ ଗୋଟି କଲେଜ ରେ ପଢୁ ଥିଲେ ବି ସେମାନଙ୍କର  ଷ୍ଟ୍ରିମ  ଥିଲା  ଅଲଗା !! ଗୌରବ ଆର୍ଟସ ପକୁଥିବା  ବେଳେ ଶିରୋ ସାଇନ୍ସ ପଚୂ ଥିଲା ସେହି ଦୃଷ୍ଠିଚୂ ସେମାନଙ୍କର ଚ୍ଛାସ ମଧ୍ଯ ଭିନ୍ନ ଭିନ୍ନ ଥିଲା ! ଏହାସତ୍ୱେ  ନ୍ୟାମ୍ପସ ଗୋତିଏ ନ୍ଦୋଇଥିବା ରୁ  ସେମାନଙ୍କର ପରସ୍ପର  ସହିତ ଦେଖାସାକ୍ଷାତ ହେଉ ଥିଲା ! ! ଆଉ ସେମାନେ ପ୍ରେ'ଣ୍ଡସ୍ ବନି ଯାଇଥିଲେ

କଲେଜର ଫାଷ୍ଟ ଇୟର! ଗୌରବ ଏବଂ ଶିବାନୀ ପରସରକୁ ହୃଦୟ ଦେଇ ବସିଲେ! ସେମାନେ ଅନୁଭବ କଲେ, ସେ ଦୁହିଙ୍କ ଭିତରେ କିଛି  ଗୋଟେ ‘କମନ୍ ଯ୍ୟାକ୍ଟର’ ଯାହା ସେମାନଙ୍କୁ  ଆନ୍ଦୋଳିତ କରୁଛି  ଆଉ ସେହି ‘କମନ୍ ଯ୍ୟାକ୍ଟର’ର ନାଁ ଯେ ପ୍ରେମ ସେକଥା ଦୁଝିଚ୍ଚାକୁ ସେମାନଙ୍କୁ ଡେରି  ହୋଇ ନ ଥିଲା ! ତେବେବୟସ, ପାରିଚାରିବ୍ଦ ପରିସ୍ଥିତି ତଥା ପାଠପଢ଼ୀକୁ ଆଖି   ଆଗରେ ରଖୀ ସେମାନେ ନିଜେ ନିଜକୁ ଚୁପିକରି କହି ଥିଲେ କଣ୍ଟ୍ରୋଲ ! ଏଇଟା ପ୍ରେମର ନୁହେଁ; ପାଠ ପଡ଼ିବାର ସମୟ! ଶିବାନୀ ଏବଂ ଗୌରବଙ୍କ ମଧ୍ଯରେ ଗୋଟିଏ ସମାନ କଥା  ହିଁ ଉଙ୍କି  ମାରିଥିଲା  ଯେ, ଏଇଟା ପ୍ରେମ କରିବାର ପ୍ରକୁଷ୍ଟ ସମୟ ନୁହେଁ  ! ସେମିତି କରେ ହ୍ୟତ କ୍ୟା ରିୟର ‘ଦି ଏଣ୍ଡ’ ହେଇଯାଇପାରେ! ଏମିତି ଭାବି ସେମାନେ ନିଜ  ମନକୁ ଦୁଃଝଇ ବେଇଥିଲେ ! ସେମିଟିରେ  ବିତି ଗଲା  ଗୋଟେ ବର୍ଷ ! ତେବେ ପରସରର ଅଜାଣତରେ ପରସ୍ପର  ଭିତରେ ବତୁ ଥିବା  ଭଲ ପାଇଚାର ଚାରା ଗଛ ବଢିବାକୁସେମାନେ ରୋକି ପାରିନଥିଲେ  !ଯେତେବେଳେ  ଗଛ ବଢ଼ିଗଲା ସେତେବେଳେ ତାହା ତାଳପତ୍ର ମେଲିବା ସ୍ୱାଭାବିକ !ଡେଣୁ ଦୁହେଁ ଅନୂଇବକଲେ  –ଏବେଭିତରେ ଥିବା ! ପ୍ରେମକୁ ବାହାରକୁ ନେଇ  ଆସିବା ଦରକାର! କାରଣ ଏହା ଭିତରେ ଥାଇ ଭାରି ହଇରାଣ କରୁ ଛି!

ଦିନେ ପାଠପଢ଼ା ବିଷୟରେ କଥାବାର୍ଭ! ଦେଉଦେଉ ଶିବାନୀ ଆଗ ମୁହଁ ଖେଲିଲା  ପଚାରିଲା: ‘ଗୌରବ! ତୁ ଗୋଟେ ଖୁସିବାସିଆ ପିଲା ! ! ମୁଁଢେଖୁଛି ଆଜିକାଲି ତୁ  ବଦଲି ଯାଇଛୁ !’
 ଗୌରବ କହିଲା- କାହିଁଜୀ ନା ତ
ଶିବାନୀ କହିଲା - ତୁ  କ’ଣ ଜାଣି ପରନ୍ତୁ କି? ମୁଁକହି ଦେଉଛି ଣୁଶ୍!
ତ୍ଵମୋ ସହ କଥା ହେବ! ବେଳେ କେବଳ ମୋତେ ହିଁ ଅନେଇ ରହୁଚୁ  ଠିକ୍ ନା ? ଏ ମି ତିକ’ଣ ପାଇଁ? ଗୌରବ ଭାବିଲା, ଶିବାନୀ ତା’ ଭିତରେ ଆଉ ଭଲପାଇବାକୁ ଚାପି ରଖି ପାରୁ  ନାହିଁ! ସେଥିଲା ଗି ସେ ତା’ ଆଡୁ  ଏକ ଭିତି ପସ୍ତର ପକେଇ ଦ୍ଦେଲା! ଆଉ ଅପେକ୍ଷାକରୁଛି ସେହି ଭିରିପ୍ରସ୍ତର ଉପରେ ସେ ପ୍ରେମର ମନ୍ଦିରତେ ତୋଳିବା  ଆରମ୍ଭ କରିଦେଉ !

ଗୌରବ କହିଲା- ଶିବାନୀ! ମୋର ବି ତେ! ପାଇଁ କିଛି ପ୍ରଶ୍ନ ଅଛି! ପଚାରି ପାରିବି! ଶିବାନୀ ମୁଣ୍ଡ ନାଡ଼ିହଁକଲା  ! ଗୌରବ ପଚାରିଲା- ତତେ ରାତିରେ ନିଦ ହଉଛି? ଶିବାନୀ ମନାକରା!
ଗୌରବ ପଚାରିରା- ତୋ ଆଖ୍ ବହିର ପୃଷ୍ଠାରେ ଅଛି! ହେଲେ  ମନ ଆଉକିଛି ଭାବୁଛି! ସେମିତି ହଉଛିନା ..
ଶିବାନୀ କହିଲା, ଏକ୍ ଚ୍ଚାଟଲୀ ! ମୋର ତାହା ହିଁହଉଛି! ଗୌରବ ପଚାରିରା- ତତେ କଣ ଏମିତି ଲାଗୁନି ଯେ, କେହି ଜଣେ ଡୋର ପାଖରେ ଥାଇ ବି   ଖୁବ୍ ଦୂରରେ ରହିଛି ! ଶିବାନୀ କହିଲା- ସତରେ  ମୁଁ ସେଇଆ ହିଁ ପିଲ୍ କରୁ ଛି! ଗୌରବ କହିଲା!- ମୁଁବି ସେମିତି କିଛି ଭାବନା ଭିତରେ ଘଣ୍ଟି  ହଉଛି! କେବଳ ଗୋଟିଏ କଥ! ଭାବୁଛି, ବାସ୍ତବରେ ତୁ ମୋର ନା ଆଉ କାହା ର ? ଶିବାନୀ ଯେମିତି ଏମିତି ଏକ ପ୍ରଶ୍ନକୁ ଅପେକ୍ଷା କରି ରହିଥିଲା ! ତେଣୁ ସଂଗେ ସଂଗେ  ଶିବାନୀ କହିଲା- ମୁଁ ଜେବଳ ଡୋର ଗୌରବ! ଆଉ ତୁ ?
ଗୌରବ ବି କହିଲା - ମୁଁ ଫାଷ୍ଟ ଇୟରରୁ ତୋର ତ ହେଇ ସାରିଛି!
ବାସ୍,ଶିବାନୀଓ ଗୌରବଙ୍କ ପ୍ରେମ ପଦା କୁ ଆସିଗଲା ! ସେମାନେ ଏଥର ରାତିରେ ନିଃଶ୍ବାସ ମାରିଲେ ଓ ନିଶ୍ଚୟ ପ୍ରତୋଳ ଦିନ୍ ଦ୍ବାସ୍ ବନ୍ଦ କରି ପାର୍କଗରେ! ଆଇସ କ୍ରିମ  ଖାଇଲେ ’ପରସର ସ’ହିତ ଥଚ୍ଚାମଚ୍ଚା ହେଲେ  ସେମାନଙ୍କ ମଧ୍ଯରେ ସଚୂ ଠିକ୍ ଠାକ୍ ଥିଲା  କେବଳ ସେମାନଙ୍କ ଜାତି   ଥିଲା  ଅଲଗା ! ହେଲେ  ଶିବାନୀ ଦିନେ ଗୌରବକୁ ,କହିଲା !- ମୁଁ ଢୋର ସ୍ତ୍ରୀ ହେବି ତେଣୁ ମୋର ତୋ ଜାତିକୁ ନେଇ ସମସ୍ୟା ନାହିଁ ! ଯଦି ଆଉ କା ହାର ସମସ୍ୟା ତା’ହେଲେ ଆମେ କୋର୍ଟମ୍ୟାରେଜ କ ରିନେବା

ଗୌରବ ଏବଂ ଶିବାନୀଙ୍କ ପ୍ରେମ ବେଶିଦିନ ଲୁଚି  ରହିପାରିଲା ନାହିଁ ! କେହି ଜଣେ  ଆସି ରବୀନ୍ଦ୍ର ବର୍ମାଙ୍କୁ କହିଦେଲା ! ଯେ, ଝିଅ ଏବେ ପାଠ ପଚ୍ଛନି! ପ୍ରେମ କରୁଛି! ତାକୁ ମୂଳରୁ ସମ୍ଭାଳ ! ନ ହେଲେ  ମୁହଁରେ କଲା  ଲାଗିବ! ରବୀନ୍ଦ୍ର  ଓ ପତ୍ନୀ ଉଷା ବର୍ମା ଝିଅ କୁ ଆକଟ କଲେ ! ହେଲେ ପ୍ରେମ ଆଉ ଆକଟ ମାନିବା ଅବସ୍ଥାରେ ନ ଥିଲା ! ସେ ଥିଲା ଗି ସେମାନେ ନିଷ୍ପରି ନେଲେ ’ଶିବାନୀ ଆଉକଲେଜ  ଯିବନି! ତା’ ପରିବର୍ତେ  ତା’ର ବାହାଘର କରିଦିଆଯିବା

ମାତ୍ର ଶିବାନୀ ତାହ! କରିବାକୁ  ଦେଲାନାହିଁ ! ସେ ନିଜେ ଗୌରବ ସାଥିରେ ଦିଲ୍ଲୀ  ପକେଇଲା ! ! ସେଠାରେ ଗୌରବ ଓ ଶିବାନୀ ପରସ୍ପରକୁ ବାହା ହେଇଗଲେ ଓ ଗୋଟିଏ ଘରଭଡ଼ା ନେଇ ଗୃହସ୍ଥି ଜୀବନ ଆରମ୍ଭ କଲେ! ଶିବାନୀ ଓ ଗୌରବଙ୍କୁ ନ ପାର ରବୀନ୍ଦ୍ର  ପୋଲି ସରେ ଅଭିଯୋଗ କଲେ  ! ପୋଲିସ ସେମାନଙ୍କୁ ଦିଳୀରୁ ଭବାର କଲା  ! ଗୌରବକୁ  ଅପହରଣ ମାମଲାରେ  କୋର୍ଟ ଚାଲାଣ କରିଦେଲା! ହେଲେ  ଶିବାନୀ କହି ଲ! ଯେ, ତାକୁଅପହରଣ କରାଯାରନାହାଁ ସେ ନିଜ ଇଚ୍ଛାରେ  ଗୌରବକୁ ବାହା ହେଇଛି! ଗୌରବ ତା’ର ସ୍ବାମୀ! ଅତଏବ ତା’ ସ୍ବାମୀକୁ ଛାଡ଼ି ଦିଆଯାଉ! ସେଇଆ ହେଲା ! ଅଦାଲତ ଶିଚାନାର ସ୍ୱାମା ଗୌରବକୁ ଛାଡ଼ିଦେଲେ! ହେରେ ରବୀନ୍ଦ୍ର  ଆଉ ଏକ ପିଚିଶନ୍ ଦାଏର କରି  ଦର୍ଶାଇଲେ ଯେ  ଯେ, ଶିବାନୀ ହେଉଛି ତା’ ଘରର ଇଜ୍ଜତ  ଯଦି ସେ ଏମିତି ଗୌରବ ଘରକୁ ଚାଲିଯିବ ତା’ହେଲେ ତା’ର ଇଜ୍ଜତ ମହତ ତଳେ ପଡ଼ିଯିବା ତେଣୁ ଶିବାନୀକୁ ଗୌରବ ସହିତ ବାହାଘର କରିବା ପାଇଁ  ତାକୁ ମାନ୍ୟବର ଅଡାଇତ ଅନୁମତି  ଦିଅନ୍ତୁ! ରବୀନ୍ଦ୍ର ବର୍ମ! ଏକଥା ବର୍ଷାଇଥିଲା  ଯେ, ଝିଅକୁବାହାଘର କରିବାର ଦାୟିତ୍ଵ ବା ପର! ତେଣୁଚ୍ଚଣେ ବା ପକୁସେ ପୁଣ୍ୟ ଅର୍ଚନରୁ ବଂଚିତ କରା ନ ଯାଉ!
ଅତାଇତ କଣେ ବା ପର ହୃଦୟକୁ ବୁଝିle! ଆଉ ଶିବାନାକୁ ନିଜ ଘରକୁ ଯିବ! ଲାଗି ନିର୍ଦେଶ  ଦେରେ! ଶିବାନୀ ଭାବିଲା, ବୋଧହୁଏ ବାପାଙ୍କର ମନ ବଦଚିଯାରଛି! ସେ ଗୌରବକୁ ତାକ ଜାଇଁ ଭାବରେ ଗ୍ରହଣ କରି ନେଇଛନ୍ତି ! ହେଲେ  ଘରେ ପହଁଚିଲା  ପରେ ତୁଟି ଗଲା ! ତା’ ମନର ଭ୍ରମ! ରବୀନ୍ଦ୍ର ଡାକ୍ ଗୋଟିଏ ଘରେ ବନ୍ଦୀ କରି ରଖିଲେ ! ଆଉ ତୁ ରନ୍ତ ତା’ର ବାହାଘର କରିବାଦ୍ଧୃ ଲାଗିପଡ଼ିଲେ! ଶିବାନୀ ନିକଟରେ  ଆଉ କିଛି ଉପାୟ ନ ଥିଲା ! ମୋବାଇଲ୍ ତା’ଠୁଛଢ଼େର ନିଆଯାଇଥିଲା  ! କେବଳ କାନ୍ଦି କାନ୍ଦି କଣ୍ଟା ହେବା ବ୍ୟତୀତ ତା’ନିକ ତ ରେ ଅନ୍ୟକୌଣସି ଚାରା ହିଁ ନଥିଲା  ଇତିମଧ୍ଯରେ ଶିବାନୀ  ପାଇଁ ରବୀନ୍ଦ୍ର ଆଉ ଏକ ବରପାଡ୍ର ଠିକ୍ କରିଦେଲେ! ଖାଲି ସେତିକି ନୁହେଁ ଶିବାନୀର ନିର୍ବନ୍ଧ ମଧ୍ଯ କରିଦେଲେ! ଶିବାନୀ ଚେଷ୍ଟାକରି ବି ପ୍ରତିବାଦ କରିପାରିରା ନାହିଁ! କେବଳ ସୁଯୋଗ ଖୋଜୁଥିଲା କେମିତି ଗୌରବ ନିକଟରେ ସେ ଏହି ଖବର  ପହଞ୍ଚେଇବା  ବହୁ କଷ୍ଟ ରେ  ସେ ଜଣଙ୍କ  ଠାରୁ ମୋବାଇଲ୍ ଆଣି ଗୌବେକୁ ଫୋନ୍ କଲା   ଓ କହିଲା - ମୋତେ ଏଠୁ ନେ ଇଯାଆ ନ ହେଲେ ମୁଁ ଆତ୍ମହତ୍ୟା ! କରିଦେବି! ଗୌରବକୁସେ କହିଲା- ଦୁଇଦିନ ପରେ ମା’ ଓ ସାନଭାଇ ଶିବମ୍ୱ ମାମୁଘରକୁ ଯିଟୋ ବାପା ଓସତିନ ଘରେ ରହିଟୋ ଚୂମେ ଆସି ଆମ ଛାତରେ ପହମୂବ! ମୁଁ ତୁମ  ସହିତ ପଳାଇ ଯିବି!

ନିର୍ଜାରିତ ଦିନରେ ଛାତ ଉପରେ ଆସି ଲୁଚି  ବସିଲା ଗୌରବ ସମସ୍ତେ ଶୋଇଯିବା  ପରେ ଶିବାନୀ ଛାତ ଉପରୁ ଆସିଲା! ଅନେକ ଦିନ ପରେ ତା’ ପ୍ରେମିକ ତଥା  ସ୍ୱାମୀକୁ ପାଖରେ ପାର ଆଖି ଲୁହା   ତା’ର ବନ୍ଧବାତ ମାନି ନ ଥିଲା ! ସେ ରୌରବକୁ ଜାବୁଡ଼ି ଧରି କଇଁକଇଁ ହେଇ କାଢିବାକୁ ଲାଗିଲା!ହେଲେ  ଜାଣି ନ ଥିଲା  ଯେ, ତା’ ପଛେପଛେ ତା’ ବାପା ରବୀନ୍ଦ୍ର ଆସି ଛାତ କପରେ ପହଞ୍ଜୁଯଲଛି!

ରବୀନ୍ଦ୍ର ଗୌରବକୁ ଏକ ପେପର କଟିଂ ବ୍ଧରିରେ ମାରିଦ୍ଦେଚାକୁ ଯାକଥିଲା ! ହେଲେ ଚୌରବକୁ ଠେଲି ବେଇ ଆଗକୁ ଚାଗିଆସିଲା ଶିବାନୀ! କହିଲା -ଗୌରବ! ମୁଁୟାକୁ ଅଟ  କୋଭଛି! ତୁମେ ପଲେ ଇଯାଅ! ନ ହେଲେ  ୟେ ତୁ ମକୁ  ମାଗିପକେଇବୋ ଇଚ୍ଛା  ନ  ଥ୍ରେ ବି ଶିବାନୀର ରାଣ ନିୟମ ପାଖରେ ହାରିଗଲା ଗୌରବ ଛାତରୁ  ଡେଇଁ ଫେରାର ଦେଇଗଲା! ସେ
କେବେବି ଭାବିନଥିଲା  ଯେ, ବାପ ହେଇ ନିଜଝିଅକୁ ମାରିଦେବା ମାତ୍ର ରବୀନ୍ଦ୍ର ଆଉ ବାପ ହେଇ ନ ଥିଲା  ସେ ଆଗ ଶିବାନୀଜୁ ଛାତ ରେ ପକାଇ  ମାଡ଼ ମାରି ରକ୍ତାଘ୍ର କରିଦେଲା! ପରେ ଛୁ ରିରେ ତା’ ଗଲା କୁ କାଟିଦେଲା , ଝିଅକୁମାରି ରବୀନ୍ଦ୍ର ଏବେ ଜେଲ୍ ରେ ! ଶିବାନୀକୁ ହରେଇ ଗୌରବ ସମ୍ପୂର୍ଣ୍ଣ ଏକଲା ପାଲଟି ଯାଇଛି  !----------


No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...