Saturday 21 April 2018

ଶବ ସହ ଚଉଠି ରାତି


ଚଉଠି ରାତି! ଏଇ ରାତିର  ଏକ ନିଆରା ବାସ୍ନା  ଥାଏ; ଯାହାକେବଳ ନବବିବାହିଦ ପତିପତ୍ନୀ ଙ୍କୁ  ବିଭୋର  କରୁଥାଏ!ନେହ! ବି ଥିଲା  ଠିକ୍ ସେମିତି କଣେ ନବବିବାହିତା! ସେ ଫୁଲାସେଜର  ବସି ନବୀନକୁ ଅପେକ୍ଷା କରୁଥିଲା  ସମଗ୍ର ଘରଟିକୁ ସୁସଂଗଧିତ  ଫୁଲରେ ସଜେଇ ଦିଆ ଥିଲା  ଦାମୀ  ବ୍ରାଣ୍ଠର ପରପ୍ଯୂମ୍ ସ୍ପ୍ରେ  କରାଯାଇ ଥିଲା  ହେଲେ ହାତଟା ନେହାର ନାକ କୂଂଛେଇଗଲା  କି ଏକ ଦୁର୍ଗନ୍ଧ ରେ ତାରନାକ  ଫାଟିଯିବା ପରି ମନେହେଲାସେ କିଛି ବୁ ଝିପାରିଲା  ନାହିଁ! ଭାବିଲା, ଚଉଠିରାତିର ଚଉଠିଘରେ  ଏମିତି ଏକ ଉକଟ ଗନ୍ଧ  କଣ ଯାହା ଚଉଠିରାତିର ବାସ୍ନା କୁ ଅନ୍ୟମନସ୍କ କରିଦେଉଛି!

8/୨୦ ମିନିଟ୍ ପରେ କବା ଖୋଲି ନବୀନ ଘର ଭିତରକୁ ପଶିଲା  ନେହ! ପଲଙ୍କ ରୁ ଓଲ୍ଲେଇ ନବୀନ ପାଦ ଚୁଇଁଲୀ ତଳୁ ଉଠେଇ ନେଇ ନବୀନ ତାଳୁ ନିଜ ଛାତି ଉପରେ ଗପିଧରିଲା  ଏତିକିବେଳେ ହଟାତ  ଚାଲିଆସିଲା  ଦୁର୍ଗନ୍ଧ ସେ ନବୀନ କୁ କହିଲା- ଚୂମକୁ କିଛି ଦୁର୍ଗନ୍ଧ ଆସୁନି ?  ନବୀନ ଆଶର୍ଯ୍ୟ  ହୋଇଗଲା  ସାମାନ୍ୟ ହଁ ସିଦ୍ଦେଇ କହିଲା- ଆରେ ଗଛେଇବ ପାଇଁ? ମୋତେ ଫୁଲର ଦାସବି ତୋର କରୁଛି! ନେହ! କହିଲା - ନାଜୋଉଠୁ ଗୋତେ ଦୁର୍ଗନ୍ଧ ଅସ୍ମୃତି; ପୋଉଗକୁ ମୁଁ ସହି ପାରୁନାହିଁ! ନବୀନ କହିଲା- କେଳେବେଳେ କେମିତି ଏମିତି ହୁଏ ,  କିଛି ଥାଇ  ବି ବସିବା ଭଳି ଗନ୍ଧେଇବା ଭଳି ଲାଗେ
! ସେଇଟା ୱିଲ୍ଲୁୟୁ ଜନ  ! ଆଇ, ମୁଁ ଏକେ ଘରସାଗ ପର ଫ୍ୟୁମ ସ୍ପ୍ରେ କରି  ଦଉଛି! ସଚକୁସତ ନବୀନ ଡୁଇଟା ପରପ୍ଯୂମ୍ ବତଲ ବାହାର କରି ଘରସାଗ ଗ୍ରେ କରିଦେଇ  ଥିଲା ନେହା କୁ ଆଉ ଦୁର୍ଗନ୍ଧ ଅଅସ୍ଥିର କଲା ନାହି! ତାପରେ ସେ ମନ ଖୁସିରେ ତା ସ୍ତ୍ରୀ ଧର୍ମ ପାଳନ କଲା
 କିଛି ସମୟ ପରେ ଗାଢ଼ ନିଦରେ  ଶୋଇଗଲା  ନବୀନା ନେହାର କ୍ଲାନ୍ତ  ଦୁଇ ଆଖ୍ ପତାକୁ ନିଦ ଲାଗି ଆମୁଥିଲା  ହଟାତ  ଦୁର୍ଗନ୍ଧ ଯେମିତି ଧସେଇ  ପଶିଆସିଲା  ଘର ଭିତରକୁ! ସେ ଚମକି  ଉଠିପଡ଼ିଲୀ ଭାବୁଥିଲା ନବୀ ନକୁ ଉଠେଇବା ହେଲେ ସେତେବେଳକୁ ନବୀନ ଆଉ ଉଠିବ! ଅବସ୍ଥାରେ ଥିଲା
କଷ୍ଟ କରି ରାତି ବିତେଇ ଦେଲା ନେହା  ତାପରଦିନ ନବୀନର କୁକୁଡ଼ା କୁ ଯିବାର ଥିଲା  ସେ ନବୀନ ଗଳାରେ ଟାଇ ବାନ୍ଧି   ଦେଉଦେଉ କହିଉ- ପୁଣି ଦୁର୍ଗନ୍ଧ ଆସୁଛି! ମୁଁ ରହି  ପାରୁନି!ନବୀନ କହିଲା ସୁନା ମୁ ଯାଉଛି ସନ୍ଧ୍ୟା କୁ ଫେରି ଆସି ଦେଖିବି ଦୃଗନ୍ଧ କେଉଁଠୁ ଆସୁଛି ଘରେ ପର ଫ୍ୟୁମ ଅଛି ଡାଁଧ ଆସିଲେ ସ୍ପ୍ରେ କରିନେବା
----- ଏତିକି କହି ନବୀନ ଚାଲିଗଲେ ! ନୂଆବୋହୁ  ନେହା  , ଡା ଆଊକିଛି କରିବାର ଥିଲା ସେ ତାଘର ଭିତରକୁ ପଶି ବାକୁ ଭୟ  କରୁଥିଲା  ସେତିକିବେଳେ ସହି ସ୍ତ୍ରୀ ଲୋକ ମାନେ ବୋହୁ ଦେଖିବାକୁ  ଆସି ପଦଞ୍ଗଲେ! ନେହା ସେମାନଙ୍କ ସହିତ ହସ ଖୁସିରେ   ମଜ୍ଜିଗଲା

ସକାଳ ଯାଇ ଦ୍ୱିପ୍ରହର ହେଳା ସ୍ତ୍ରୀ ଲୋକ ମାନେ ପେଯା ଘରକୁ ଗଲିଗଲୋ ନେହ! କହିଲା- ମୁଁ ବାହାର ଘରେ ସୋଇ ଯାଉଛି! ନବୀନ ଅସିବା  ପରେ ଯାଇ  ସେ ଘରକୁ ଯିବି! ପରିବାର ଲୋକ ଙ୍କର ଆଉକିଛିକହିଗରନଥିଲା !ସେମାନେ ନେହା କୁ ସେହି ଘରେ ଛାଡ଼ିଦେଲେ! ନେହା  ବି କ୍ଲାନ୍ତ  ହୋଇ ପଡି଼ଥିଲା  ତାଆଖୀ କୁ ନିଦ ଲାଗିଗଲା
ସୋତେବେଳକୁ ବେଳ କେ ତେ ସେ  ଜାଣେନା! ହଟାତ  କିଛି କୋଳାହଳରେ ତାନିଦ ଭାଙ୍ଗି ଗଲା  ସେ ଦେଖିଲା , ପୋଲିସ ଆସି ଘର ଭିତରେ ଚାଁ ଭିନ କରୁଛି ! ପୁଣି ତାଘରକୁ ପୋଉଠି ପେ ଗତକାଲି ଗତିରେ ତା ଚଉଠି ପାଳନ କରିଥିଲା  ସେହିଘରକୁ ଖାଁ ତଲାଶ କରୁଛି ! ସେ କିଛି ବୁଝି ପାରିଲା  ନାହି!ତା  ବିସୟ ନିମିଷକରେ ବିମୃଢ଼ତାକୁ ରୁପାନ୍ତରିତ ହୋଇଗଲା ଯେତେବେଳେ ପୋଲିସ ତା ଚଊଠିଘର ଭିତରୁ ଏକ ପ୍ରାପ୍ତ ବୟସା ଯୂବତୀର ଗଳିତ ଶବ ଉଦ୍ଧାର କଲୀ ନେହାକୁ  ଲାଗୁଥିଲା ହୁଏତ ସେ ସ୍ବପ୍ନ  ଦେଖୁଛି! ହେଲେ ତାଭିତରେ ଇଲୁ ଜନ  ସୃଷ୍ଟି  ହେଊଛି! ତାମୁଣ୍ଡ  ହୋଇଗଲା ସେ
ଚେତା ହରାଇ ତଳେ ପଡିଗଲା  ! ଚେତା ଫେରିପାଇଲା  ବେଳକୁସ୍ୱାମୀ -ନବୀନ କୁ ଗିରଫକରିନେଇ ପଳାଇ ଥିଲା ପୋଲିସ

ଦିଲୀର ବିଶ୍ବାସନଗର ବାସିନ୍ଦା କାପ୍ତାନ    ସିଂ ରାଠି ଙ୍କ  ଗୋତିଏ ବୋଲି ଝିଅ ନେହା  ଏମ୍°କମ୍ ସାରି ସେ ଫ୍ୟା ଶନ ଡିଚ୍ଚାଇନଃର ଡିପ୍ଲୋମା କରୁ ଥିଲା  ପାରିବାରିକ  ସ୍ଵୀକୁଚିକ୍ରମେ ତା ବିବାହ ହୋଇ ଥିଲା ରାଜ କୁମାର ଖେତରି ଙ୍କ  ସାନପୂଅ ନବୀନ  ଖେତରି ଙ୍କ ସାଙ୍ଗରେ ! ନବୀନର ଶିଷଜ୍ୟେତ ଯୋଗ୍ୟତା ମାତ୍ରିକ ! ମାତ୍ର ରାଜ କୁମାର ଖେତରି ଥିଲେ  କଣେ ଜୋତିପତି! ପୁଣି ନେହା କୁ କୁହ ଯାଇ ଥିଲା  ପେ, ନବୀନ ଜଣେ ଏମ୍ .ବି
ନୂଆ ବୋହୁ ହୋଇ ଥିଲେ ବି  ବି ପୋଲିସ ଘେଶନରେ ଯାଇ ପହଞ୍ଚେ ନେହା କାରଣ  କେବଳ ତା ସ୍ୱାମୀ କୁ ନୁହେଁ  ଶ୍ୱଶୁର ଗକକୁମର ଜେଡ଼ଶୁର ସବ୍ଦୀପଙ୍କୁ ମଧ୍ଯ ପୋଲିସ ତା ହେପାଜାତ କୁ ନେଇ ସାରିଥିଲା  ନେହା  ଜାଣିବ! ପାଇଁ ଗହୁଁ ଥିଲା!  ଘଟଣା କଣ? ଆଉ ଯେତେବେଳେ ସେ ସମ୍ପୂର୍ଣ ଘଟଣା ଶୁଣିଲା ସେତେବେଳେ ତା ପାଦତଳୁ ପୃ ଥିବି ଘୁଂଚି ଯାଇ ଥିଲା ! ମୁଣ୍ଡ ଉପରୁ ଆକାଶ ହଟି ଯାଇ ଥିଲା

ଘଟଣାର ମୂଳରେ ଥିଲା ଯିଏ ତାନାଁ ଆରାଜୁ ! ସଁ ଞ୍ଜାବକୁମାର ଚୌହାନ, କବିତା  ଚୌହାନ,ଙ୍କ  ଝିଅ ଆରାଜୁ ବେଖ୍ ବାକୁ ଥିଲା ସୁନ୍ଦରୀ  ସେ ଲକ୍ଷ୍ମୀ ବାଇ କଲେଜ ରେ ପକୁଥିଲା  ସେଥିଲା ମଦ୍ରଣ   ଆଉ ଷ୍ଟାଇଲିଶ   -ନବୀନ ଭଲପାଇ ବସିଥିଲା ଆରର୍ଜୁ  କୁ! ଆରାଜୁ ବି ଏଥିରେ କିଛି ଅପତୀ ଥିଲା ତା ଛଡା ଝିଅ ଟିଏ ସର୍ବାନ୍ତ କାରଣରେ ଏଇଆ ଚାହେଁ ଯେ  ସୁନ୍ଦରବାର ,’ସୂନ୍ଦର ଘର ଆଉ ପ୍ରଚୁର ଧନସମଭି! ସବୁକିଛି ଥିଲା ନବୀନ ନି ନିକଟ୍ ରେ! ତେଣୁ ଆରର୍ଜୁ  ମୁକ୍ତ ଭାବ ରେ ନିଜକୁ ସମର୍ପଣ କରିଦେଇଥିଲା -ନବୀନ  ନିକଟ୍ ରେ 
କବିତା ଦେବା ଦେଖିଲେ ଆରର୍ଜୁ   ଖୁବ୍ ଅନାମନସ୍କ  ରହୁଛି! ଠିକ୍ ରେ ଖାଉନି କି ଠିକ୍ ରେ ପଢୁ  ନି! ବଢ଼ିଲା ଝିଅ!ତାଙ୍କ  ମନକୁ ପାପ ଚୁଇଁଲୀ ଦିନେ ସେ ଅରଳୁ କୁ ପଚାରିଲେ- ତୋର ମନ କଣ ଭଲ ନାହିଁ କି ? ଏତିକି ଶୁଣୁଶୁଣୁ ଆରର୍ଜୁ ଯେମିତି ଲୁହରେ ପାଟିପଡ଼ିଲା  କବିତା ଦେବା ତାପିଠି ଥାପୁଡ଼େଇ ତାକୁ ଆଶ୍ବାସନ! ଦେଲେ! ଆଗକୁ କହିଲା- ମା’!ମୋତେ ନବୀନ ସହିତ ବାହା କରିଦେ! କବିତା ଆରର୍ଜୁ କଥା ଶୁଣି ଆକାଶ ରୁ ରୁଖସିପଡ଼ିଲେ  କହିଳା-ତୁ ଏମିତି କହୁଚୁ କଣ  ପାଇଁ?  ଅଅର୍ଜୁ କହିଲା -ମାମୁଁ-ନବୀନ କୁ ବାହା  ନହେଲେ ବଂଚି ବିନି! ନବୀନର ପିଲା  ମୋ ପେଟରେ ବଡ୍ରଛି!
କବିତ! ଦେବୀ  ବୁଝିପାରୀ ଲେ ନି ଆରର୍ଜୁ କୁ କଣ କହିବେ! ତାଙ୍କ ଇଚ୍ଛା  ହେଉଥିଲା  ସେ ସେଇଷଣି ତାତଂଟି  ଚିପିଦିଅନ୍ତେ ଆଉ ଚିଲ୍ଲେଇ  ଚିଲ୍ଲେଇ କହନ୍ତେ- ତୋ ଗଳି ଝିଅକୁ ଜନ୍ମ  ଢେବା ଅପେକ୍ଷା ଆଣ୍ଠୁ  କୁଢ଼ାI  ହୋଇଥିଲେ  ଭଲ ହୋଇ  ଥାନ୍ତା  ହେଲେ ଆରର୍ଜୁ ଗୋଟେ ବଢ଼ିଲା ଝିଅ! ପୁଣି ଅଘଟଣ ଘଟି ସାରିଲାଣି ! ସେ ଚେଷ୍ଟା କରି ନିଜକୁ ସଂପଦ କଲେ! ସନ୍ଧ୍ୟା   ରେ ଘରକୁ ଫେରିବା ପରେ ସ୍ଵାମା ସଞ୍ଜାବକୁ- ସବୁକଥା କହିଲେ! ସଞ୍ଜାବ ନବୀନ ଘରେ  ଯାଇ ସବୁ କଥ! କହିଲେ! ହେଲେ ରାଜକୁମାର ରୋକ୍ଠୋକ୍ ଜଣେଇଦେଲେ ଘେ, ସେମାନଙ୍କ ମଧରେ ବନ୍ଧୁତା ଜେବେ ବି ସମ୍ଭବ ନ୍ଥହେଁ! ସେ ସେଇ   ଘରେ ବନ୍ଧୁ ବାଛିବେ ଯେଉଁ ଘରେ ତାଙ୍କ ଭଳି  କୋଚିକୋଟି ତାଙ୍କ ଧନସମ୍ପତି ଥିବା  ସେତିକି ଚୂହେଁ, ସେ ସଁ ଞ୍ଜାବକୁ ଅପମାଣିତ  କରି କହିଲେ- ମୋ ଘରେ ବନ୍ଧୁ   ଗଢିବାକୁ ଆସିବ! ପୂର୍ଡରୁ ଅନ୍ତତଃ ଡୁମର ଔକାତ୍ ମାପିନେବା ଥିଲା

                                ଅପମାନିତ ହୋଇ ଘରକୁ ଫେରିଆସିଲେ ସଂଜୀବ ତାଙ୍କ ଭିତରେ କ୍ରୋଧର ନିଅଁ ଜଳୁ ଥିଲା  ସେ ବି ଇଚ୍ଛା କରୁ ଥିଲେ  ଆରାଜୁ  ଗାଲରେ ଚାଟ କଣା ଟେ  ! କଷିଦେଇ ନିକର କ୍ରୋଧ ଶାନ୍ତ କରନ୍ତେ  ହେଲେ ବଢ଼ିଲା ଝିଅ ମୁହଁକୁ ଚାହିଁ ଦେବା ମାତ୍ରେ ତାଙ୍କ ଆଖି ରେ ଲୁହ ଜକେଇ ଆସୁଥିଲା ରଜୁ ବି ଜୁଳୁ ଜୁଳୁ  ହୋଇ ଅନାଉଥିଲା ତାଙ୍କୁ,  ଗପା ମାଙ୍କର ମଉଳା ମୁହଁକୁ  ଦେଖି ବା ପରେ ତାର ଆଉ ବୁଝି ବାକୁ ବାକି ଥିଲା ଯେ , ଖେତ୍ରୀ ପରିବାର ତାବାପାଙ୍କୁ ଅପମାନିତ କରି ଛନ୍ତି ! ପରିବାର କୁ ସମର୍ଥନକରି ଖୋଡ଼ ନବୀନ ତାସହିଚବିଶ୍ଵାସଘାତକତା କରିଛି!
       ଅବଶ୍ୟ ସଞ୍ଚାବ ଥକି ପଡ଼ିନଥିଲେ ,ସେ ନିଜ  ଝିଅକୁ ନ୍ୟାୟ ଦେବାକୁ ଅଂଟା  ଭିଡ଼ିଲେ  ପଞ୍ଚ ରେ  ଫେଗଦ ହେଲୋ ହେଲେ ପଞ୍ଚମାନେ ଯେଉଁ ରାୟ   ଦେଲେ  ତାହା ତାଙ୍କ ଭିତର ସବୁ ଆଶା   ସମ୍ଭାବନାକୁ ଚୁରମାର କରିଦେଲା ! ପଞ୍ଚମାନେ କହିଲେ- ଉଭୟ     ନବୀନ ଏବଂ ଆରତୁ  ପଡ଼ୋଶୀ ଯୁଣି ଦୁଇ    ରିବାର ମଧ୍ୟର ଦୂର ସମ୍ପର୍କରହିଛି! ତେଣୁ ସେମାନେ ସମ୍ପର୍କରେ ଭାଇ ଭଉଣୀ ! ସେମାନଙ୍କ ମଧରେ ବିବାହ  ଅସମ୍ଭବା ସେପରି କଲେ ଗାଁ ବଦନାମ ହେବ
 ସଞ୍ଜାବ କିମା ତାଙ୍କ ପରିଗର ବୁ ଝିପାରିଲେ ନାହିଁ ଯେ , ପଞ୍ଚମାନ ଙ୍କ  ଇଏ କେଉଁ ଧରଣର ନ୍ୟାୟ , ଏହା ସତ୍ୱେ  ନୀରବ
ରହିବା ବ୍ୟତୀତ ସେମାଙ୍କ ନିକଟରେ ଅନା କିଛି ଉପାୟ ଥିଲା  ! ସଞ୍ଜାବଆଉ କବିତା ଦେବା ସିନା ଚୁପ ହିଲୋ ମାତ୍ର ଆରକୁ ଚୂପ୍ ରହିଲା ନାହିଁ ! 6 ନିଷ୍ଠଗି ନେଳା ପେତାପ୍ରଚି ହୋଇ ଥିବା  ଅନ୍ଯାୟର ସେ ସମାଧାନ କରିବା ସେ ଯେମିତି ବି ହେଉ ଖେତ୍ରୀ ପରିବାରର ବୋହୁ ହେବା
 ଏତିକିବେଳେ ଏକ ଖବର ଆସି ପହଁଚିଲା  ପେ, ରାଜ କୁମାର ନବୀନ   ବାହାଘର ଠିକ କରିସାଗିଛନି! ସପ୍ତାହକ ପରେ ନବୀନ ନେହ! ନାମ୍ନୀ  ଯୁବତୀ ସହିତ ବିବାହ କରିବାକୁ ଯାଊଛଡି ଏକଥା ଶୁଣ ଆରଯୁ ବିଚଳିତ ହୋଇଯିବ! ମ୍ୱକୋବିକ ! ମାତ୍ର ସେ ବିଚଳିତ ହେଲାନାହିଁ! ସେ ଖୁବ୍ ଶାନ୍ତ   ଭାବରେ  କରିବ ତାହା ଚିଗକଲୀ ଘରକୁ ଫେରି ଫୋନ୍ ଲାଗିଲା  ନବୀନକୁ! ପଚାରିଲା- ମୁଁ ଯାହା ଶୁଣୁଛି ସେକଥା କଣ ସତ  ତୁମେ ମୋତେ ଛାଡ଼ି ଆଉ ଜଣକୁ ବାହା ହେ ବାକୁ ଯାଉ ଛେ? ତାହେଲେ ଚୂମ ପିଲାଗକୁ ନେଇ  ମୁଁ କରିବି? ନବୀନ କହିଲା- ପରିବାର ଚାପରେ ମୁଁ ବାହା ହେଊଛି! ମୋର କିଛି କରିବାର ନାଦି! ଆରଯୁ କହିଲା- ମୁଁ ଜାଣେ ସେକଥା ! ତେବେ ମୋର ପରାମର୍ଶ ତୁ ମେ ସେ ବିବାହରୁ ଡୁ ରେଇ ରୁହ! ହେଲେ ପରିଣତି ଭୟାବହ ହେବା ମୁଁ ଥୀନାକୁ ଗଲେ ତୁ ମେ ତୁମ ପରିବାର ଫସିବା କାରଣ ତୁମେ ଭଲ ଭାବରେ ଯା ମୋ ପେଟରେଥିବା  ପିଲା ଡୁମର! ଜେଲେ ମୁଁସେସବୃ କରିବାକୁ ଚାହେ ନା! ମୁଁକେବଳ  ନ୍ୟାୟ ଗହେଁ!
 ଆରଯୁ   ଠାରୁ  ଏକଥା ଶୁଣିବା ପରେ ଡରିଗଲା  ନବୀନ ବାସ୍ତବ ରେ 6 ଚ୍ଚାଣିଥ୍ଲା  ସଚ କଣ? ସେ ଭାବିଲା , ଯେମିତି ବିହେଲେ  ଆରଯୁ   କବଳରୁ  ମୂକୁଳିବା କୁ ପଡ଼ିବା ଆରଯୁ ଠାରୁ  ତାକୁ ଆଉ କିଛି ମିଳିବାର ନାଦି! ଅନ୍ୟପଟେ ସେ ନେହ କୁ ବା ହାହେଲେ ପ୍ରଚୁର ଯୌତୁକ ମିଳିବା
ଦିନେସେ ଏକ ଫେକ୍ ସିମ୍ ଚ୍ଚାର୍ଡ ବ୍ୟବହାର କରି ଆରଯୁ କୁ ପୋନ୍କରି ପଗରିକାଂ ତୁମେ କାଲି କଲେଜ ଆସୁଛ ? ଆରଯୁ କହିଲା- ହଁ ମୁଁ କଲେକ ପାଉଛି! ହେରେ କଣ ପାଇଁ ଏକଥା ପଗରୁ  ? ଚୂମେ ଭାବୁଛ କୁଅଁରୀ  ମାହୋଇଯିବା ଭୟରେ  ଭାଙ୍ଗି    ପଡି   ମୁଁ ଆତ୍ମହତ୍ୟା କରିଦେବି! -ନବୀନ  କହିପ- ପେ କଥା ନୁହେଁ ; ମୁଁ କାଲି ତୁମକୁ ଭେଟିବି!ଆମେ ଅମ ବିବାହ  ବିଷୟରେ ଆଲୋଚନା  କରିବା

ନିର୍ଜାରିତ ସମୟରେ ଆରଯୁ କଲେଜରୁ ନେଇ ଆସିଲା ନବୀନ ! ସେମାନେ ଦାମୀ ର୍ରେସ୍ତୁ ରଣ୍ଟ ରେ  ଖାଇଲେ! ନବୀନ କହିଇଂ-ମୁଁତୁ ମକୁ ଦୁଇ ଲଷ ଟଙ୍କା ଦେବି! ତୁ ମେ ଆବର୍ଘନ କରିଦିଅ ମୋ ଜୀବନରୁ ଦୂରେଇଯାଆ ଆର କୁ କହିଲା-ପିଲାଟାକୁ ମୁଁ ପେଟରେ ପାଳୁଛି! ତାକୁ ମାରିପାରିବିନି! ତାକୁ ମୁଁ ତାବାପାର ପରିଚୟ ଦେବିନଦୀନ ଆଉ ନିଚ୍ଚକୁ ରୋ କିପରିଳାନି ! ଗାଡ଼ି ଭିତରେ  ଆରଯୁ ତଂଟି ଚିପି ମାରିଦେଲା  ନେଇଆସି ନିକର ବେଡ଼ ରୁମ ରେ  ଲୁଚେଇ ଦେଲା  ଦୁଇଦିନ ପରେ ନେଦ! ସହିତ ବାହାଘର ହୋଇଗଲା ତା! ସେହି ଘରେ ଚଉଠି ହେଳା ଯେଉଁଠି ଆରଜୁର ଶବ ରହି ସଢୁ ଥିଲା   ଆଉ ଥରକୁଥର ଦୁର୍ଗନ୍ଧ  ଚାଲିଆସି ନେହାକୁ ଅସ୍ତ ବ୍ୟସ୍ତ କରିପକାଉ ଥିଲା
ସବୁ ଶୁଣିବା ପରେ ନେହ! ନିଜ ମୁଣ୍ଡରୁ ସିଦୂର ପୋଛିଦେଲା  ସଂଖା  ଖୋଲିଦେଲା  ମଙ୍ଗଳ ସୂତ୍ର ଛିଣ୍ଡେଇ ଦେଲା  ଭୁଲିଗଲ! ସେ  ନବୀନ   ସ୍ତ୍ରୀ ! ହେଲେ ଗୋଟିଏ କଥାକୁ ସେ ଚେଷ୍ଟା କରି ଚ୍ଛଲିପାରୁ  ଥିଲା ଯେ, ସେ ସେହି ଘରେ ନିଜ ଚତୁର୍ଥୀ ପାଳି ଲା ଯେଉଁ ଘରେ ତାସ୍ଵାମୀର ପ୍ରେମିକାର ଶବ ଥିଲା -------------------

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...