Saturday 21 April 2018

ପ୍ରେମ ପାଇଁ ନର୍କ



ସମସ୍ତେ ସ୍ଵପ ଦେଖନ୍ତି ; ମାତ୍ର ସମସ୍ତଙ୍କରସବୁ ସ୍ବପ୍ନ  ପୁରଣ ହୁ ଏନା! କିଏ ଅଧୁଗ ମ୍ୱପକୁ ଭାଗ୍ୟ ବୋଲି ମାନିନେଇ  ଚୁପ୍ ରହିଯାଏ ପୁଣି କିଏ ସେ ସ୍ଵପକୁ ହାସଲ କରିବାକୁ ଯାକ ମରୀଚିକା ପଛରେ ଗୋ ଡ଼ାଏ! ଆଉ ଏକଥା ସତ୍ୟ ପେ, ମରୀଚିକା ପଛରେ ଧାଇଁବାର ଅର୍ଥ ନିକର ସର୍ଡନାଶ କରିବା!
  ସାୱନ୍ ପ୍ରୀତି ! ଦୁହେଁ ଦୁହିଁଙ୍କୁ ନେଇ  ସ୍ଵପ ଦେ ଖୁଥିଲେ ! ପ୍ରୀତି  କନିଆଁ ବେ ଶରେ ସଜେଇ ହୋଇ ଥିବା  ସାୱନ ବର ସାଜି ଆସିବା ବାଣ ଫୁଟୁ ଥିବା  ବାଜା ବାଯୁ ଥିବା  ରୋଷଣୀ ଜଳୁ ଥିବା  ବରଯାତ୍ରୀ ନାଚୂଥ୍6ବା ପ୍ରୀତି  ସହ ତା ହାଥ ଗଣ୍ଠି  ପଡ଼ିବା ପ୍ରୀତି  ବାପଘରକୁ ବା କହି ସାୱନ୍ ସହିତ ତାଘରକୁ ଚାଲିଯିବା ଆସିବ ଚଉଠି ରାତି! ପୁଜାକର୍ମ ସାରି ବାକୁ ସକେଇଦେବେ ସାୱନ୍ ଭାଉଜ ମାନେ  ଡାକୁ ନେକ ଛାଡ଼ି ଆସିବେ ସାୱନ୍ ଶୋଇବା ଘରେ! ଧାରେ ଧାରେ ପାଦ ପକେଇ  ସାୱନ୍ ଘର ଭିତରକୁ ଆସିବା ଭିତର ପଡୁ କବାଟ ଦବା ତାପାଖରେ ବସିବା ମୁଣ୍ଡରୁ ଓଢ଼ଣା ଖୋଲିବା ଗାଲରେ ଚୂସନ ଅଙ୍କିବା  ତାପରେ ସେ  ନିଜେ ହାତ ବଢ଼େଇ ଘରର ଆଳୋକ ଲିଭେଇ  ଦବା
ସ୍ୱପ ଅବଶ୍ୟ ସତ ହେଲା ପ୍ରୀତି ବାହୀଘର ହେଲା! ହେରେ ସାୱନ୍ ବର ସାଜି ଆସିଲା ନାହିଁ ! ବର ସାଳି ଯିଏ ଆସିଲା ସେ ହେଲା ସଂଜୀବ !
 ବିହାରର ଢାହାନ୍ ବାଦ୍ ଢିଲା ନିବାସୀ ଅନିଲ କୁମାର ସିଂହଙ୍କ ବଡ଼ଝିଅ ପ୍ରୀତି ଅନିଲ କୁମାର ଦାର୍ଘବର୍ପତଳେ ଜୀବିକା ସନ୍ଧାନରେ ଦିଲ୍ଲୀ  ଆସିଥିଲେ  ସେଠାରେ ପରିବାର ଧରି ରହୁ ଥିଲେ !ସ୍ତ୍ରୀ , ଦୁଇ ପୁଅ ଝିଅ ପ୍ରୀତି କୁ ନେଇ ତାଙ୍କର ପରିବାରୀ
 ଦିଲୀର ଏକ ପ୍ରଚିଶ୍ଚିଚ ରାଜନେତା  ତଥା ଧନୀ ବ୍ୟକ୍ତି  ଥିଲେ  ଜିତେନ୍ଦ୍ର ଦାସ  ତାଙ୍କର ଏକମାତ୍ର ପୁଅ ସାୱନ! ପ୍ରୀତି  ବଡ଼ ହେଲା କଲେଜରେ ପଢ଼ିଲା! ସେ  କଲେକ୍ ଯିବା ଆସିବ! କରିବା ବେଳେ ତାକୁ ପ୍ରଥମଥର ପାଇଁ ଦେଖ୍ ଥ୍ଲା ସାଓନ୍! ଆଉ ସେଇ ପ୍ରଥମଢେଖାରେ ହିଁ ସେ ଆକର୍ଷିତ ହୋଇପଡ଼ିଥିଲା  ପ୍ରୀତି  ପ୍ରତି!
ବାସ୍ତବିକ  ପ୍ରୀତି ଦେଖିବାକୁ ଖୁବ ସୁନ୍ଦରୀ ଥିଲା  ତା ଆଖିରେ  ଏପରି ଏକ ଚମକ୍ ଥିଲା  ଯିଏ ତାକୁ ଥରେ ଦେଖ୍ ଥିଲା  ସେ ତାରୁ ପରେ ମୋହିତ ହୋଇ ଉଠୁଥିଲା ! ତେଣୁ ତାଙ୍କୁ ଦେଖୁଦେଖୁ ସାୱନ୍ ଭାବିଲ! ଏଇ ହେଊଛି ତାମନର ମାନସା! ସ୍ୱପର ରାଜକୁମାରୀ  ସେ ତାଙ୍କୁ ଫଲୋ  କଲୀ ପ୍ରୀତି  କଲେଜ ପାଉଥିଲା ବେଳେ କଲେଜରୁ ଘରକୁ ଫେରୁ ଥିଲା ବେଳେ ସାୱନ୍ କୁ  ଦେଖୁଥିଲା  ଆଉ  ସାୱନ୍ ଯେ, ତାକୁ ପିଛା କରୁଛି ସେକଥା ମଧ ତାନିକଟରେ ଅଛପା ଥିଲା  ପ୍ରୀତି  ସେମିତି ଏକ ବୟସରେ ପହଞ୍ ଥ୍ଳା ଯେଉଁଠି ସବୁ ଝିଅ ଚାହାନ୍ତି  ସେମାନଙ୍କୁ କେହି ମନଭରି ଦେଖନ୍ତା  କିସେମାନଙ୍କ ରୁ ପର ପ୍ରଶଂସା କରନ୍ତା  କି! ତାକୁ ପାଇବା ପାଇଁ ପାଗଳ ହୁଅନ୍ତା ! କି! ପ୍ରୀତି  ମଧ ଠିକ୍ ସେମିତି ଭାବୁ ଥିଲା  ! ବାସ୍ତବରେ ସେ କେବଳ ସୁନ୍ଦରୀ   ଥିଲା ,ଥିଲା ଚାଲାଖ    ସ୍ୱାର୍ଟା ପୁଣି ସେ ଥିଲା  ଦିଲ୍ଲୀ  ମେଟ୍ରୋ       ଝିଅ! ଢେଣୁ ତାକୁ କଣେ ଯୁବକର ମନକଥା ଅଛପା ରୁହନ୍ତା   ପେ କିପରି? ଅତଏବ ସାୱନ୍ ଆଖିରେ  ତାପ୍ରତି ଥିବା ! ବ୍ୟା କୁକପଣ ତାକୁ ଉଲ୍ଲସିତ କରୁଥିଲା  କିଛିଦିନ ପରେ ସେ ମଧ ସାୱନ୍ ପ୍ରତି ଆକର୍ଷିତ ହେଲା   ତାକୁ କଣେଇ କଣେଇ ଅଳ୍ପ ଅଳ୍ପ ହସିଲା
ପ୍ରୀତି ଚୋର! ଚାହାଣି  ଅଳ୍ପ ହସ ସାୱନ୍ ପାଇଁ  ଆଗକୁ ଯିବାର  ଏକ ଇସାଗ ଥିଲା  ସେ ଆଉ ପ୍ରୀତି କୁ ପିଛା କରି ତାପାଖକୁ ଆସି ! ତାପାଦରେ  ପାଦ ମିଶା ଚାଲିବାକୁ ଲାଗିଲା ସିଧାସଳଖ ପ୍ରୀତି  ନିକଟରେ ନିକର ମନକଥା ଖୋଲି ଦେଲା  କହିଲା- ‘ପ୍ରୀତି ! ଆଇ ଲଭ ୟୁ      !’ ପ୍ରୀତି  ବି ଆଉ ଡେରି କଲାନି  ସେ ବି  ଖୁବ୍ ପସନ୍ଦ କରୁ ଥିଲା  ସାୱନ୍ କୁସେ ବି କହିଦେଳା- ‘ସାୱନ୍!  ଆଇ ଲଭ ୟୁ  ଠୁ!!’
ଏହାପରେ ଉଭୟ ଉଭୟଙ୍କର ହୋଇଗଲେ! ଦିଲୀରେ ବି ପ୍ରେମୀଯୁଗଳଙ୍କ ପାଇଁ ନିରୋଳା ସ୍ଥାନା କିଛି ଅଭାବ ଥିଲା ଘରୁ କଲେଜକୁ ବାହାରି ଅମ୍ମୁଥିଲା  ପ୍ରୀତି ! ହେଲେ କଲେଜ ପାଇ ସେ ନିଜ ପ୍ରେମିକ ସହିତ ଗଲିପାଊଥିଲା  କନ୍ନଟ ପ୍ରେସ୍, ଇନ୍ଦ୍ରପ୍ରସ୍ଥ ପାର୍କ, ପୁରାନୀ ଦିଲ୍ଲୀ , ଜାପାନୀ ପାର୍କ ଆଦି ସ୍ଥାନକୁ ! ଦିନ ଯେତେ ବିତୁଥିଲା  ସେମାନଙ୍କ ପ୍ରେମ ସେତେ ଗଭୀର ହେଉଥିଲା  ପୁଣି ମନ ମିଶିଗଲା  ପରେ ଆଉ ଦେହ ଡୁ ରତା ବେଶିଦିନ ରହେନାହିଁ ସେଇଆ ବି ହେଲା  ପ୍ରୀତି  ତଥା ପାୱନ୍କ କ୍ଷେତ୍ରରେ! ଯେତେବେଳେ କୌଣସି ନିକାଞ୍ଚନ ସ୍ଥାନ ମିଳୁଥିଲା  ସାୱନ୍ ଦୁଷ୍ଟାମୀ  ଆରମ୍ଭ କରିଦଊଥିଲା ଆଉ ସାୱନ୍ ଦୁଷ୍ଟାମୀ ପ୍ରୀତି କୁ ମୁଖର ସପ୍ତମ  ସ୍ଵର୍ଗକୁ ନେଇ ଯାଉଥିଲା  ପ୍ରୀତି  ପରଖ୍ନେଲା ଯେ , ତାକୁ ଭୟେ ମାନସିକ ତଥା ଶାରୀରିକ ସୁଖ ଦେବାରେ ସମର୍ଥ ହେଉଛି ସାୱନ୍! ତେଣୁ ସେ ମନେମନେ ସ୍ୱାମୀ ବୋଲି ମାନିନେଲା ସାୱକ୍କୂ! ସେମାନେ ପ୍ରମିକ୍ କଲେ ପ୍ରୀତି ପାଠପଢ଼ା ସରିବା ମାତ୍ରେ ସେମାନେ ବାହ! ହୋଇଯିବେ! ସେତେବେଳକୁ ସାୱନ୍ ମଧ ନିଜ ପାଇଁ ଏକ ଗକିରି ଖୋଜିନେଇଥିବା

ପ୍ରୀତି ପାଠପଢ଼ା ସରିଲା  ହେଲେ ସାୱନ୍ କୁ  ଚାକିରି ମିଳିଲା ନାଦି ! ପୁଣି ଅନା ଏକ ଦୁର୍ଭାଗ୍ୟଜନକ  ଘଟଣାକ୍ରମରେ ପ୍ରୀତି  ଯେ କାହାର ପ୍ରେମରେ ପଡ଼ିଛି ସେ ଖବର ପହଂଚି ଗଲା ଅନିଲ କୁମାର ସିଂଙ୍କ ନିକଟରେ! ଅନିଲ ଏକଥା ପ୍ରୀତି କୁ ପଗରିଲେ ସେ ଟିକିଏ ବି କୁଣ୍ଡା କରି କହିଦେଳା- ‘ହଁ ସେ ସାୱନ୍ କୁ  ଭଲପାଏ! ସେ ସାୱନ୍ କୁ  ବାହା ହେବାକୁ ନିଷ୍ଠରି ନେଇଛି! ପୁଣି ସାୱନ୍ ବି ତାକୁ ନିଜର  କରିବାକୁ ପ୍ରସୂତୀ ଝିଅଠୁ ଏକଥା ଶୁଣି ଅନିଲ ଙ୍କ  ମୁଣ୍ଡ ଘୂରିଗଲା  ତାଙ୍କର ସମ୍ପର୍ଜାୟମାନଙ୍କ  ଆଖ୍ ମଧ ଏକଥା ଶୁଣି ଢୀମା  ଢୀମା ହେଇଗଲା! ସେମାନଙ୍କର ! ପରିବାର: ଯେଉଁଠି ବାହାଘର ନିଷ୍ପତି କେବଳ ବଡ଼ମାନେ ହିଁ ନିଅନ୍ତି ! ସେଇ  ପରିବାରର ଝିଅ ହେଇ ପ୍ରୀତି କହୁଛି ପ୍ରେମ  ବିବାହ କରିବା ,ପୁଣି  ଭିନ୍ନ ଜାତିର ପୁଅକୁ!
! ପ୍ରୀତି  ନିଜ ଜିଦ ରେ ଅଟଳ ଥିଲା ! ସେ ରୋକ୍ଠୋକ୍ ଜଣେଇ ଦେଇଥିଲା  ଯେ, ସେ ପଦି ବାହା ହେବ ତାହେଲେ କେବଳ ସାୱନ୍ କୁ  ହିଁ ବାହା ହେବ  ଅନିଲ କୁମାର ସିଂ ରାବିଲେ, ପ୍ରୀତି କୁ କିଛି କହି ଲାଭ ନାହିଁ ! କାରଣ ସେ ବଡ଼ ହୋଇଗଲାଣି!! ତେଣୁ ବୁଦ୍ଧି ସହିତ ତାକୁ ପଦକ୍ଷେପ ନେବାକୁ ପଡ଼ିବ! ସେନିଷ୍ପତି ନେଲେ ଯେ ସେ  ପ୍ରୀତି କୁ ଆଉ ଦି ଲୀରେ ରହିବାକୁ ଦେବେନାହିଁ!! ତାକୁ ବିହାର ପଠେଇଦେବେ! ଏକଥା ଜାଣିବ! ପରେ ପ୍ରୀତି  ଯାଇ ସାୱନ୍ କୁ  କହିଲା! ସାୱନ୍ ତାକୁ ବୁଝେଇ  କେଇ କହିଲା- ‘ଆମେ ବୁବେଳେ ପୋଗାପୋଗରେ ରହିବା! ତୁମେ ଏବେ  ତୁମ ବାପାଙ୍କ କଥମୋନି କିଛିଦିନ ସେଠାକୁ ଗଲିପାଅ! ଦେ ଖ୍ ସବୁ  ଠିକ୍ ହେଇଯିବାପ୍ରୀତି  ମଧ୍ୟ ସେଇଆ ଭାବିଲା! ହେଲେ ସେମାନଙ୍କର ଧାରଣା ଥିଲା  ପେ, ବିହାର ନେଇ ତା ବାହାଘର କରିଦେବାର ଯୋଜନା କରଯାଇଛି! ବିହାର ପହଂଚିବା  ପରେ ପ୍ରୀତି  ଭିତରେ ଥିବା  ସବୁ  ସମୀକରଣ ବଦଳିଗଲା ତାପାଇଁ ବରପାବ୍ର ଠିକଣା ହୋଇ ସାରି ଥିଲା ବିହାରରେ ପହଂଚିବା  ପରେ ବରଘର ଆସିଲେ କନ୍ଯାଦେଖା ପାଇଁ!

! ପ୍ରାଡି ପାଇଁ ସଂଜୀବ  କୁମାର ସିଂ ନାମକ ଜଣେ ଯୁବକକୁ ପସନ୍ଦ ଳରିଥିଲେ ତା ପରିବାର! ସଂଜୀବ ଭାରତୀୟ ରେଳବାଇରେ   ଖୁବ୍ ଭଲ ଦରମା ପାଉଥିଲା  ହେଲେ ସଂଜୀବ କୁ ଦେଖୁ ଦେଖୁ ପ୍ରୀତି  ଭିତରେ ଭୟଙ୍କର ଘୃଶ୍ଚିଝଡ଼ ଆରମ୍ଭ ହୋଇଗଲା! କାରଣ ସେ ଯେମିତି ପୁରୁପଟେ ସ୍ୱାମୀ ଭାବରେ ପାଇବାକୁ ଆଶା ଳରୁ ଥିଲା  ସଂଜୀବ  ଥିଲା  ତା ସମ୍ପୂର୍ଣ ବିପରିତ! ସଂଜୀବ  ତଥା ତା ପରିବାର ପ୍ରୀତି କୁ ଦେଖ୍ ପସନ୍ଦ କରିଯିବା ପରେ ପ୍ରୀତି  ଘରେ ଆରମ୍ଭ କରିଦେଲା ଝଡ଼ା ରୋକ୍ଠୋକ୍ ମନା କରିଦେଲା  ଯେ, ସେ ସଂଜୀବ କୁ ବାହା ହୋଇପାରିବ ନାହିଁ ! ସାୱନ୍ ତାଠାରୁ ବହୁ ଗୂଣ ରେ ଭଲ  ହେରେ ତା ପରିବାର ଲୋକଙ୍କ ମତ ଥିଲା  ସମୂର୍ଣ୍ଣ ଭିନ୍ନା ସେମାନେ କହୁ ଥିଲେ - ପୁଅର ରୁ ପରେ କିଛିନାହିଁ ! ସେ ଚାକିରି କରିଛି! ପୁଣି ସରକାରୀ ଚାକିରି! ୪୦/8୦ହଜାର  ଟଙ୍କା ଦରମା! ଉପୁରି ବି ରହିଛି! ସେଥ୍ରେ ପୁଣି ସରକାରୀ  ଘରା ବୁଲିବା ଫ୍ରି! ମେଡ଼ିକାଲ ସୁବିଧା ବି ଉପଲବ୍ଧ! ତେଣୁ ସେ ରୁପରୁ  ପାଇବା ଓଲଟି 6   ଘରା ବୁଲିବ! ଫ୍ରି! ମେଡ଼ିକାଲ ସୁବିଧା ବି ଉପଲବ୍ଧ!  ତେଣୁ ସେ କୁପରୁ ପାଇବା ଓଲଟି 6 ସଂଜୀବ କୁ ବା ହାହେଲେ ତାଜୀବନ ମୁଖରେ ବିତିବା
         ପ୍ରୀତି ଆଉକିଛି କରିବାପାଇଁ ଥିଲା  ! ସେଥିଲାଗି ଇଚ୍ଛା ! ଥିଲେ  ବି ସଂଜୀବ କୁ ବାହ! ହେଇଗଲା! ସେ ସିନା ସଂଜୀବ କୁ ବାହ! ହେଲା! ହେରେ ତାଭିତରେ ଥିଲା  ସାୱନ୍! ସେ ସାୱନ୍ କୁ  ଫୋନ କରୁଥିଲା ଉଭୟେ ଫୋନରେ କାନ୍ଦୁ ଥିଲେ ! ନିଜେ ନିଜର ଭାଗ୍ୟ କୁନିନ୍ଦୁ  ଥିଲେ ! ବାସର ରାତିରେ ସେ ଚେଷ୍ଟା କରି ବି ସଂଜୀବ କୁ ତାଅଧିକାରରୁ  ବଂଚିତ କରିପାରିଲା ନାହିଁ! ହେଲେ ସଂଜୀବ ସ୍ଥାନରେ   ସେ ସାୱନକୁ ମନେପକେଇ ନିଜକୁ ରୋମାଂଚିତ  କରୁ ଥିଲା ! ସେ ଭା  ବୁଥିଲା  ଯେ, ତାକୁ ବାଦ! କରି ଦିଆଯାଇନାହିଁ ପେ,  ନର୍କକୁ ପେଲି ଦିଆଯାଇଛି!
 କିଛି ମାସ ପରେ ସଂଜୀବ  ପ୍ରୀତି କୁ ନିଜର ଚାକିରି ସ୍ଥାନ ଉତ୍ତରପ୍ରଦେଶର ମୁଗଲସରାଳକୁ ନେଇଗଲୀ
ଗୋଟେ ସ୍ୱତ୍ୱନ୍ତ୍ର  କୋଠରି ମିଳିଥିଲା  ସେମାନଙ୍କୁ! ସେଇଠି ସେ ଦୁହିଁଙ୍କୁ ବାଦଦେଲେ ଆଉ କେହି ଥିଲେ ! ସଂଜୀବ  ପ୍ରୀତି କୁ ନେଇ  ଖୁବ୍ ଖୁସା ଥିଲା ! ହେରେ ପ୍ରୀତି  ଭିତରେ ଥିଲା  ସାୱନ୍! କେବଳ ସାୱନ୍! ଚାକିରିକୁ ଚାଲିଯିବ! ପରେ ଏକୁଟିଆ ହୋଇଯାଊଥିଲା  ପ୍ରୀତି ! ସେତେବେଳେ ତା ଖୁବ୍ ମଜେପତୁଥିଲା  ସାୱନ୍! ସେଥିଲା ଗି ସେ ଉପାୟ ପାଞ୍ଚଲା! ସାୱନ୍ କୁ  କହିଲା- ‘ସଂଜୀବ ଚ୍ୟୁଟିକୁ ଯିବ! ପରେ ତୁ ଚା ଲିଆ! ମୁଁ ଯେମିତି ବି ହେଉ ତତେ ଚାହେଁ " ସାୱନ୍ ବି ପ୍ରୀତି କୁ ପାଇବା ପାଇଁ ବ୍ୟାକୁଳ ଥିଲା ! ତେଣୁ ସେ ଫ୍ଲାଇଟ ଧରି  ଆସି ପହଂଚି  ପାଊଥିଲା  ପ୍ରୀତି  ନିକଟରେ! ଆଉ ସଂଜୀବ  ଫେରିବା ଆଗରୁ ସେ ପଳେଇ ଯାଉ ଥିଲା !
           ଏମିତି କିଛିଦିନ ଗଲା ! ସଂଜୀବ    ପିଠି ପଟେ ପ୍ରୀତି  ନିକର ପାପ ସାମ୍ରାଜ୍ୟର ପ୍ରତିପ୍ତା ଜାରି ରଖି ଥିଲା ! ହେଲେ ସେଥିରେ  ସେ ସନ୍ତୁଷ୍ଟ  ଥିଲା ସେ  କୌଣସି ବି ପରିପ୍ରେକ୍ଷୀରେ ସଂଜୀବ କୁ ଗ୍ରହଣ କରିପାରୁ ଥିଲା  ସେ ଗହୁଁଥିଲା  ଗୋଟାପଶେ କେବଳ ସାୱନ୍    ହୋଇଯିବା ଦିନେ ସାୱନ୍ ସହିତ ମିଶି ସେ ସଂଜୀବକୁ ହତ୍ୟା  କରିବାର ଯୋଜନା କଲୀ ସେମାନେ ଭାବିଲେ- ସଂଜୀବ  ମରିଗଲେ ସେମାନଙ୍କୁ ଦୁଇଟା ଲାଗ ମିଳିବା ଏକ : ସେମାନେ ସବୁଦିନ ପାଇଁ ଏକ ହୋଇଯିବେ! ଦୁଇ : ସରକାରୀ ଅନୂକମା ରାଶି, ଚାକିରି ପ୍ରୀତି କୁ ମିଳିବା ଫଳରେ ସେମାନେ ଆରାମରେ ସାର! ଜୀବନ ଅତିବାହିତ କରିବେ
ସେମାନଙ୍କର ଯୋଜନା ସେମାନଙ୍କୁ ଖୁବ୍ ଏକ ସୁନ୍ଦର ସ୍ବପ୍ନ  ପରି ମନେହେଲୀ ସଇତାନ ସବାର କରି ସାରି ଥିଲା ଉଭୟଙ୍କ ମୁଣ୍ଡରେ ! ସେମାନଙ୍କ ଭୟଙ୍କର ଯୋଜନା ସମ୍ପର୍କରେ ବିନ୍ଦୁ ବିସର୍ଗ ଚ୍ଚାଣି ଥିବା ! ସଂଜୀବ କୁ ସେମାନେ ଅତି ନିର୍ମମ ଭାବରେ ହତ୍ୟା କରି  ଏକ ପାଣି ନାଳକୁ ଫୋପାଡି଼ଦେଲେ! କୌଣସି ଅପରାଧ ନିଷ୍ଠଳ ଯାଏନା  ଅପରାଧୀ ପୋଲିସ୍ ହାତରେ ଧଗପଡ଼େ! ସେମିତି ଗିରଫ ହେଲେ ଉଭୟ ପ୍ରୀତି  ସାଓନ୍! ପ୍ରେମ ପାଇଁ ସେମାନଙ୍କ ଜୀବନ ନର୍କକୁ ଟାଣି ହୋଇ ଗଲା !

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...