Friday 1 June 2018

ଫିଙ୍ଗ ର ପ୍ରିଣ୍ଟ ଧରା ପକାଇ ଦେଇଥିଲା

ରାଜ ସ୍ଥାନ ମେଡ଼ତା  ସହରର ଗାନ୍ଧୀ କଲୋନୀରେ 'ରହ୍ ଥିଲା ଦୀପକ! ଦୀପକର ବାପା ବଂଶୀ ଲାଲା ଡିଗ୍ ବାମ କମ୍ପାନୀରେ ଚାକିରି କରିଥିଲେ! ଭଲ ବାକିରିଟିଏ ଥିବାରୁ ଘରେ କୌଣସି ଅଭାବ ନଥିଲା ! ସେଥିପାଇଁ ଦୀପକ ଖୁବ୍ ଷ୍ଟାଇଲ କରୁଥିଲା! ସେହି ସହରରେ ରହୁଥିବା ଇନ୍ଦ୍ର! ନାମକ ଯୁବତୀକୁ ସେ ଭଲପାଇ ବସିଥିଲା ! ପ୍ରେମିକା ପିଛାରେ ମୁଠା ମୁଠା ଟକ! ଖର୍ଚ୍ଚ କରି ତାକୁ ଖୁସି ରଖିବାକୁ ଦୀପକ ତାହୁଁ’ଥିଲା! ତାକୁ ନିକ ଗାଡ଼ିରେ ବସା ଇ ସହର ଚ୍ଛ୍ରଲାଇବା, ତା’ ପାଇଁ ଦାମୀ ଉପହାର ଏବଂ ପୋଷାକ କିଣିବେବାକୁ ଚାହୁଁ ଥିଲା! ହେଲେ ପକେଟ୍ ଖର୍ଚ୍ଚ ବାବଦରେ ଘରୁ  ଯେତିକି ଟଙ୍କା ମିଳୁଥିଲା ସେଥିରେ ସେ ତାର ପ୍ରେମିକାର ମନପସନ୍ଦର ଜିନିଷ ଜିଣି କେଇ ପାରୁ ନଥିଲା! ସେଥିପାଇଁ ଦୀପକ ପାଠ ପଢ଼ା ଅଧାରୁ ବନ୍ଦ କରି ବାପାଙ୍କ କମ୍ପାନୀରେ କାମ କରିବା ଆରମ୍ଭ କରିନେଲା! ସେଥିଚ୍ଛ ସେ ଭଲ ଟଙ୍କା ରୋଜଗାର କଲା! ସେହି ଟଙ୍କାରେ ଗୋଟେ ନୂଆ ଗାଡ଼ି କିଣି ବେଲା ଏବଂ ସେଇ ଗାଡ଼ିରେ ତା’ର ପ୍ରେମିକ! ଇନ୍ଦ୍ର!କୁ ବସାଇ ବୁ ଲାଇ ନେଉଥିଲା! ଦୀପକ ଯେତିକି ବି ଟଙ୍କା---ରୋଜଗାର କରୁଥିଲା ତା’ର ଅଧାରୁ ଅଧିକ ସେ ଇନ୍ଦ୍ର!କୁ ପଟେଇବା ଉଦ୍ଦେଶ୍ୟରେ ଖର୍ଚ୍ଚ କରୁଥିଲା! କିନ୍ତୁ ଦୁହିଁଙ୍କ ପ୍ରେମ ସଂପର୍କ ବିବାହର ରୂପ ନେଇ ପାରିନଥିଲା! କାରଣ ଇନ୍ଦ୍ର! ଥିଲା ଜଣେ ବିଧବା ଯୁବତୀ ! ତିନି ବର୍ଷ ପୂର୍ବେ ଇନ୍ଦ୍ର!ର ବାହାଘର ହୋଇଥିଲା! ବାହାଘରର କିଛି ଦିନ ପରେ ତା’ ସ୍ବାମାର ମୃତ୍ୟୁ ଘଟିଥିଲା ସ୍ବାମୀର ମୃତ୍ୟୁ ପରେ ଶାଶୃ ଘରଲୋକେ ଇନ୍ଦ୍ର!ଳ୍ମ ଦେଖେଇ ଶିଖେଇ ଅନେକ କଟ୍ କଥ! କହ୍ନଥିଲେ! ସେମାନଙ୍କ କଟ୍ କଥା ଶ୍ନଣି ଶୁଣି ସେ ପୁରା  ଭାଙ୍ଗି  ପଡିଥିଲା ! ଆଉ ଫେରି ଆସିଥିଲା ନିଜ  ତା’ ବାପଘରକୁ!
ଏହାରି ଭିତରେ ତା’ର  ଭେଟ ହୋଇଥିଲା ଦୀପକ ସହିତ! ପ୍ରଥମେ ଦୁ ହେଁ ସାଙ୍ଗ ଭଳି ମିଶ୍ୱଥିଲେ ଏବଂ କେବେ କେମିତି ଫୋନ୍ରେ କଥା ହେଉଥିଲେ’ କିନ୍ତୁ କିଛିଦିନ ଗଲା ପରେ ଦ୍ହିଁଙ୍କ ଭିତରେ ଗଢ଼ି ଉଠିଥିଲା ପ୍ରେମ ସଂପର୍କ! ଇନ୍ଦ୍ର!କୁ ଦୀପକର କଥାବାର୍ଭ! ବହ୍ନତ ଭଲ ଲାଗୁଥିଲା ସେ ଯାହା ବାହୁଁ’ଥିଲା ଦୀପକତା’ ପାଇଁ’ ସଙ୍ଗେ ସଙ୍ଗେ ନେଇ ଆସୁଥିଲା କିନ୍ତୁ ବ୍ଧହିଁଙ୍କ ପ୍ରେମ ସଂପର୍କ ବିଷୟରେ ତାକ ଘରେ ବାଣିନଥିଲେ! ଦୀପକ ଜାଣିଥିଲା ଯବି ତା’ ବିଷୟରେ  ଘରେ ଜାଣିବେ ତା’କୁବହ୍ନତ ଗାଳି ପଡିବ! ସେପଟେ ଇନ୍ଦ୍ର!ର ଘରଲୋକ ଚାହୁଁଥିଲେ ଇନ୍ଦ୍ର! ଆଉ କେଉଁଠି ବାହାହୋଇପୁ ଣିଥରେ ସଂସାର ଗଢ଼ା କିନ୍ତୁ ଇନ୍ଦ୍ର! ବିଧବା ହୋଇଥିବାରୁ କୌଣସି ଜାଗା ରେ ତା’ର ବାହାଘର ହୋଇପାନ୍ତୁନଥିଲା! ଇନ୍ଦ୍ର!ମଧ୍ୟ  ଘରଲୋକକୁ ଡରି ଦୀପକ ବିଷୟରେ କିଛି କହି ପାରୁନଥିଲା! କାରଣ ସେ ଜାଣି ଥିଲା ଏହି ସଂପର୍କରେ କେହି ରାଜି  ହେବେନି! ଶେଷରେ ପଞ୍ଚାରାମ ନାମକ ଜଣେ ମ୍ନବକ ସହିତ ତା’ର ବାହାଘର ହୋଇଗଲା!
ଇନ୍ଦ୍ର! ତା’ ଜୀବନ ରୁ ଚାଲିଯିବା ପରେ ଦୀପକ ନିବ୍ଦନ୍ତୁ ସବୁବେଳେ ରୁ ମ୍ ଭିତରେ ବନ୍ଦ କରି ରଖୁଥିଲା! କାହା ସହିତ ବେଶି କଥାବର୍ଭ! ହେଇନଥିଲା! କିନ୍ତୁ ଇନ୍ଦ୍ର! ବିବାହ ପରେ ବି ଦୀପକ ସହିତ କଥାବାର୍ତା  ବନ୍ଦ କରି ନଥିଲା ! ମଝିରେ ମଝିରେ ଦୀପକକୁ ଫୋନ୍ କରି ତା’ ସହିତ କଥ! ହେଉଥିଲା! ଆଉ କିଛି ଦିନ ପରେ ଇନ୍ଦ୍ର!  ତା’ ବାପ ଘରକୁ ଆସିଥିଲା! ସେ ପୂର୍ବ ପରି ଦୀପକ ସହିତ ମିଳାମିଶା କରିବା ଆରମ୍ଭ କରିଥିଲା! ଇକ୍ରାର ଦ୍ଵିତୀୟ ସ୍ବାମୀ ପଞ୍ଚାରାମ ଠାରୁ ସେ ଦୀପକକୁ ଅଧିକ  ଚାହୁଁ’ଥିଲା! ହେଲେ ମାର୍ଚ୍ଚ ୨୦୧୭ରେ ଦୀପକର ଘରଲୋକ ଅନ୍ୟ ଜଣେ ଝିଅ ସହିତ ତା’ର ବାହାଘର କରାଇ ଦେଇଥିଲେ! ମାତ୍ର ନିକ ବାହାଘର ବିଷୟରେ ଦୀପକ ଇବ୍ରାକୁ କହିନଥିଲା ! ସେ ଭାବିଥିଲା ତା’ ବାହାଘର କଥ! ଶୁଣିଲେ ହୁଏତ ଇନ୍ଦ୍ର! ମନଦୁଃଖ କରିବା ସେଥିପାଇଁ ସେ ସତ କଥା ଲୁଚାଇ ରଖିଥିଲା! କିନ୍ତୁ କୌଣସି ପ୍ରକାରେ ଇଦ୍ରାକୁ ଦୀପକର ବାହାଘର ବିଷୟରେ କଣା ପଡ଼ିଯାଇଥିଲା ପ୍ରେମିକ ତା’କୁ ଏଭଳି ଧୋକା ବେବ ବୋଲି ସେ
ବିଶ୍ଵାସ କରିନଥିଲା! ଦୀପକ ତାକୁ ଲୁଚାଇ ଅନ୍ୟ ଜାଗାରେ ବାହ! ହେବା କଥ! ତା’କୁ ଠିକ୍ ଲାଗିଲାନି! ସେଥିପାଇଁ ସେ ଦୀପକ ସହିତ କଆବାର୍ଭ! ହେବା କମ୍ କରି ନେଲା! କିନ୍ତୁ ଦୀପକ ତା’କୁ ଯେତେବେଳେ ଦେଖା କରିବାକୁ ଡାକୁଥିଲା ସେ ଯାଉଥିଲା ! ଦିନେ ଇଦ୍ରା ଦୀପକକୁ ଦେଖା କରି କହିଲା, “ଦୀପ୍ର, ଶକ୍ଷୁଘରୁ ସ୍ୱାମୀଙ୍କର ଡାକରା ଆସିଛି! ଆଉ ୨-୪ ଦିନ ଭିତରେ ମୁଁ ଚାଲିଯିବି!” ଦୀପକ କହିଲା “ଇନ୍ଦ୍ର! ପିକ୍ ଏମିତି କରନି ! ତୁମେ ଚାଲିଗଲେ ମୁଁ’ ତୁମ  ବିନା ରହିପାରିବିନି” ଏମିତି କହି ଦୀପକ ଇନ୍ଦ୍ର!କୁ ମନେଇବାରେ ଚେଷ୍ଟା କରିଥିଲା! କିନୂ ଦୀପକ କଥାରେ ରାଜି ହୋଇନଥିଲା ଇନ୍ଦ୍ର!! ଇନ୍ଦ୍ର! କହିଥିଲା, ତା’ର ଏଇଗ ଦ୍ୱିତୀୟ ବିବାହ! ସେ ତା’ ଏଇ ସ୍ବାମୀକୁ ଘୁଣିଥରେ ହରେଇବୀକୁ ତାହୁଁନି! ତେଣୁ ତା’କୁ ଯେ କୌଣସି ପରିସ୍ତିତିରେ ଶାଶୂଘରେ ପହଞ୍ଚିବାକୁ ହେବ! ଦୀପକ ତା’କୁ ଶାଶୁ  ଘରକୁ ଯିବାକୁ ବାରମ୍ବାର ମନ! କରି ଚାଲିଥିଲା! ଏହି କଥାକୁ ନେଇ ଦୁହିଁକ ଭିତରେ ମ୍ପୃକ୍ରିତର୍କ ବହୁତ ବଢ଼ିଗଲା ! ଶେଷରେ ଦୁହେଁ ପରସର ଘରକୁ ଫେରି ପାଇଥିଲେ!
ଏହି ଘଟଣାର କିଛି ଦିନ ପରେ ୨୭ ଅକ୍ଟୋବର, ୨0୧୭ ସକାଳ ସମୟ! ମେଡ଼ତ!ଥାନାକୁ କେହି ଜଣେ ବ୍ଯକ୍ତି ସୂଚନା ଦେଲେ ସେ, ଜୋଡ    ପୁର ସ୍ଥିତ ଜୟ ଗୁରୁ ଦେବ ନଗର କଲୋନାର ନିଛାଟିଆ ସ୍ଥାନରେ ଜଣେ  ପୁବତୀର ଅର୍ଧ ଦଗ୍ଧ  ଶବ ପଡ଼ି ରହିଛି! ସଂଗେ ସଂଗେ ଆନାଧିକାର! ନିଜ  ପୁଲିସଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ପାଇଥିଲେ ! ଯୁବତୀଙ୍କ ଶବ ଏପରି ରୂପେ ବଳିଥିଲା ସେଠାରେ ଥିବା କୌଣସି ବ୍ୟକ୍ତି  ଚିହ୍ନଟ କରି ପାରିନଥିଲେ ! ଇନ୍ଦ୍ର!ର ବାପା ରାମଲାଲ ନାୟକ ଶବ ମିଳିବା ଖବର ଶ୍ନଣି ଗୁରୁଦେବ ନଗର ପହଞ୍ଚି ପାଇଥିଲେ! କାରଣ ଥିଲା ଇନ୍ଦ୍ର!! ୨୬ ଅକ୍ଟୋବରରୁ ଇନ୍ଦ୍ର! ନିଖୋଜ  ଥିଲା! ରାମଲାଲ ମଧ୍ୟ  ଶବକୁ ଦେଖି ଚିତ୍ମି ପାରିନଥିଲେ!  ପୁଲିସ ଶବ ବ୍ଯବକ୍ରେଦ ପାଇଁ ମେଡିକାଲକୁ ପଠାଇ ଦେଇଥିଲା!

କିନ୍ତୁ ମୃତ ଯୁବତୀଙ୍କ ଚିହ୍ନଟ ବିନା ଅପରାଧୀକୁ ଧରିବା  ପୁଲିସ ପାଇଁ ସମ୍ଭବ ନଥିଲା! ଯଦି ମୃତ ଯୁବତୀଙ୍କ ଫିଙ୍ଗ ର ପ୍ରିଣ୍ଟ ନିଆପଏ ତେବେ ଶବରଚିହ୍ନଟ ହୋଇପାରିବ ଚୋଲି ଥାନାଧିଚ୍ଚାରୀ କହିଥିଲେ ! ଏହା ଯୁବତୀଙ୍କ ଆଧାର କାର୍ଡସହିତ ମ୍ୟାଚ କଲେ ଜଣାପଡ଼ିଯିବ!

 ପୁଲିସ ଆଧାର କାର୍ଡ ମେସିନ୍ ରେ  ମୃତକ ମୃତକ ମୂବତୀଙ୍କ ଫିଇଂର ପ୍ରିଣ୍ଟ ଦେବାରୁ ଜଣା ପଡିଲା ସେ, ସେହି ଶବଟି ଇନ୍ଦ୍ର!ରା ଶବ ଚିହ୍ନଟ ହେବା ପରେ ରାମଲାଲକୁ ଥାନାକୁ ଡକା ହୋଇଥିଲା! ଇଦ୍ରାର ଶବ ଜାଣିବା ପରେ ରାମଲାଲ ନିକକୁ ସମ୍ଭାଳି ପାରିନଥିଲେ! ପୁଲିସ ରାମଲାଲଙ୍ଗୁ ବିସ୍ମୃତ ରୂପେ ପଚାରି ବ୍ରଝିଥିଲେ! ରାମଲାଲା କହିଥିଲେ, ଦେଢମାସ ପୂର୍ବେ ଗାନ୍ଧୀ କଲୋନୀ ନିବସୀ ତା’ ସାଙ୍ଗ ଦୀପକ ସହିତ କାହାକୁ କିଛି ନକହି କେଉଁଆଡେ ଚାଲି ଯାଇଥିଲା! କିନ୍ତୁ ୭-୮ ଦିନ ପରେ ପଶି ଫେରି ଆସିଥିଲା ଏଥର ବି ଇକ୍ରା ସେମିତି କରିବ ବୋଲି ଭାବିଥିଲି! ହେଲେ ତା’ ଫୋନ୍ ସ୍କୃଲଚଅଫ୍ ଆସିବାରୁ ସନ୍ଦେହ ହୋଇଥିଲା! ରାମଲାଲଙ୍କର ସଦ୍ଦେହ ଥିଲାଯେ  ମାରିବା ପଛରେ ଦୀପରେ ହାତ ଅଛି! ତା’ଛଡା ଏଭଳି ଘୃଣ୍ୟ କାମ ଦୀପକ ବ୍ୟତୀତ  ଆଉ କେହି କରିବେନି ଚୋଲି ରାମଲାଲ କହିଥିଲେ! ତେଣୁ ଦୀପକ  ପୁଲିସର ସନ୍ଦେହ ରେରକୁ ଆସି ଯାଇଥିଲା!
  ପୁଲିସ ଦୀପକକୁ ସବୁ ରସ୍ଥାନ ଖୋଚ୍ଚାଖୋକି କରିଥିଲା ହେଲେ ଦୀପକ ନିକ ଠିକଣା ବଦଳାଇ ଦେଇଥିଲା! ଘଟଣା ପରଠାରୁ  ସେ ଘରକୁ ମଧ୍ୟ  ଆସିନଥିଲା! କିନ୍ତୁ  ପୁଲିସର ଚେଷ୍ଟା ଦ୍ଵାରା ଠିକ୍ ୫ ଦିନ ପରେ ଦୀପକ  ପୁଲିସ ହାତରେ ଧରା ପଡି ଯାଇଥିଲା ପୁଲିସ ଦୀପକକୁ ଥାନାକୁ ଆଣି ଇନ୍ଦ୍ର ର ମୃତ୍ୟୁ ବିଷୟରେ ଯେତେବେଳେ ପଚରାତ୍ତରେ! କରିଥିଲା ସେ ପ୍ରଥମେ ଏପଟ ସେପଟ କଥା କହି  ପୁଲିସକୁ ଭୁଆଁ ଚ୍ଛ୍ରଲାଇଥିଲା ! ହେଲେ କିଛି ସମୟ ପରେ ସେ ସ୍ୱୀକାର କରିଥିଲା ଇନ୍ଦ୍ର!ର ମୃତ୍ୟୁ ପଛରେ ତା’ର ହାତ ଅଛି! ଦୀପକ ଇଦ୍ରାକୁ ବହୁତ ଭଲ ପାଉଥିଲା! ହେଲେ ଦୀପକର ବାହାଘର ବ୍ରହିଁଙ୍କ ଭିତରେ ଫାଟ ସୃଷ୍ଠିକରିଥିଲା! ଇହ୍ରା ଦୀପକର ବାହାଘର ବିଷୟରେ ଜାଣିବାପରେ ସେ ତା’ ସ୍ୱାମୀ ପାଖକୁ ଫେରି ଯିବାକୁ ଚାହୁଁଥିଲା! କିନୂ ଦୀପକ ତା’କୁ ଯିବାକୁ କେଇ ନଥିଲା! ୨୬ ଅକ୍ଟୋବର ଦୀପକ ଇନ୍ଦ୍ର!କୁ ଶେଷଥର ପାଇଁ ଦେଖା କରିବାକୁ ଡାକିଥିଲା ଜିନୂ ଇନ୍ଦ୍ର! ଜାଣିନଥିଲା ପ୍ରେମିକ ରୂପରେ ତା’କୁ ମୃତ୍ୟ ଡାକୁଛି ବୋ ଲି !
 ୨୭ ଅକ୍ଟୋବର ଦିନ ଇନ୍ଦ୍ର କୁ ଶାଶୂଘର ଯିବାର ଥିଲା ସେଥିପାଇଁ ଯିବା ପୂର୍ବରୁ ସେ ଦୀପକକୁ ଦେଖା କରିବା ପାଇଁ ରାଜି ହୋଇ ଯାଇଥିଲା! ସେଦିନ ଇନ୍ଦ୍ର!ର ଶକ୍ଷୁଘର ଯିବା କଆକୁ ନେଇ ଦୁହିଁଙ୍କ ଭିତରେ  ପୁଣି ଝଗଡ଼ା ହୋଇଥିଲା! ଦୀପକ କିନ୍ତୁ ପୂର୍ବରୁ ଯେକନା ପ୍ରସ୍ତୁତ କରି ରଖିଥିଲା! ସେ ଧରିନେଇଥିଲା ଯେ ଯଦି ଇନ୍ଦ୍ର! ତା’ କଥରେ ରାଜି ନ ହେବ ତା’ହେଲେ ସେ ତା’କୁ ଜୀବନରୁ ମାରିଦେବା ଆଉ ସତରେ ଦୀପକ ସେଇଆ କଲା! ଇନ୍ଦ୍ର! ପକାଇଥିବା ଓଢ଼ଣିରେ ଇନ୍ଦ୍ର!ର ତଂଟି  ଚିପି ହତ୍ୟା କରିଥିଲା ଦୀପକ! ଇନ୍ଦ୍ର! ମରିଯିବା ପରେ ତାର ଶବକୁ ଏକ ଅଖରେ ପୂରାଇ ଗାଡ଼ିରେ ଜୋ ଧ ପୁରର ଚ୍ଚୟଗ୍ନରୂଦେବ କଲୋନୀର ଏକ ନିଛାଟିଆ ସ୍ଥାନକୁ ନେଇପାଇଥିଲା! ଏହାପରେ ଗାଡ଼ିରୁ ପେକ୍ରୋଲ ବାହାର କରି ଶବକୁ ଯା ଳି ଦେଇଥିଲା! ଭାବିଥିଲା ଶବଟିକୁ କେହି ଚିନହୀ  ପାରିବେନି! ହେଲେ ଫିଙ୍ଗ ର ପ୍ରିଣ୍ଟ ଦୀପକକୁ ଧରା ପକାଇ ଦେଇଥିଲା!

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...