Friday 1 June 2018

--ପ୍ରତିଶୋଧ ---

ପଶ୍ଚିମବଙ୍ଗର କଦମ୍ ତାଲା ସ୍ଥିତ ଅଗରପଡ଼ାର ରାଯେ ଶ ଦୋଷ ଜଣେ ମେଡ଼ିସିନ୍ ରିପ୍ରେଯେ ଣ୍ଢେଟିଭି  ଭାବରେ କାମ କଗୁଥିଲା ! ସ୍ତ୍ରୀ ପିୟାଲୀ ଓ ବାପା ମା’ ଭାର, ଭାଉଜ କୁ ନେଇ ତା’ର ପରିବାର ବେଶ୍ୱ ସୁରୂଖୁରୁ ରେ  ଚାକୁଥିଲା ! ତା’ର ଅତି ଘନିଷ୍ଠ ବନ୍ଧୁ ଥିଲା  ଶାନ୍ତନୁ ରୟ! ଉଭୟ ରା6ଶେ ଓଶାନ୍ତନୁର ବନ୍ଧୁତାକୁ ନେଇ ଅରରପଡ଼ା ଅଞ୍ଚଳରେ ବେଶ୍ ଚର୍ଚ୍ଚା  ହେଭଥିଲା ! କାରଣ ଗାକେଶର ବୟସ ମାତ୍ର ୩୫ବର୍ଷ ହୋର ଥିବା  ବେଳେ ଶାନ୍ତନୁର ବୟସ ପଚାଶ ଅତିକ୍ରମ କରିଯାଇଥିଲା  ! ସେମାନେ ପରସରକୁ ଅତିକମରେ ଦିନକୁ ଥରେ ଭେଟୁଥିଲେ ! ସେମାନଙ୍କ ମଧ୍ୟ ରେ ପାରିବାରିକ ସମ୍ପର୍କ ମଧ୍ୟ  ରହିଥିଲା

ଶାନ୍ତନୁ ରୟ ଜଣେ ପ୍ରପର୍ଟି ଡିଲର ଥିଲା ! ସେଥ୍ଗୁ ସେ ଭଲ ରୋଗୋର କଗୁଥିଲା ! ତା’ ସ୍ତ୍ରୀ  ସାମ୍ପ! ଦେଖ୍ ବାକୁ ମଧ୍ୟ  ଖୁବ୍ ସୁନ୍ଦରୀ ଥିଲା ! ସେ ମଧ୍ୟ  ରାଜେଶକୁ ଭାରି ସ୍ଵେହ କରୁଥିଲା ! ଶାନ୍ତନୁ ରୟ କେବଳ ପ୍ରପର୍ଟି ଡିଲି° କରୁ ନ ଥିଲା  ; ଅଧିକ ନ୍ତୁ ଅନୈତିକ ଉପାୟରେ ମଧ୍ୟ  ଜମି ହେରଫେର କରି ମାଲାମାଲ ହେଉଥିଲା ! ସବୁ ସମୟ ସମାନ ରେ ଯାଏନି! ଶାନ୍ତନୁ ରୟ ଗୋଟିଏ ଜମିକୁ ଜାଲ୍ କାଗଜପତ୍ର କରି ପ୍ରଥମେ ନିଜ ନାମରେ ରେଢିପ୍ରେଶନ୍ କରିଦେଲା! ପରେ ସେହି ଜମିକୁ ଏକାଥରକେ ତିନିଜଣକୁ ବିକ୍ରି କରିଦେଲା! ତିନିଜଣ ଯାକ ଯେତେବେଳେ ସେହି ଜମିକୁ ଅଧ୍ ଗ୍ରହଣ କରିବାକୁ ଆସିଲେ ସେମାନେ ଜାଣିଲେ ଯେ, ଠକି ଯାଇ ଛନ୍ତି ! କାରଣ ଜମିର ଯିଏ ଅସଲ ମାଲିକ ସେ ଆସି ସେମାନଙ୍ଗୁ ଧକ୍କା ମାରି ନିଜ ଜମିରୁବାହୀର କରିଦେଲା ଏହାପରେ କଥ! ଥାନାକୁ ଗଲା! ଆର ଯେତେବେଳେ ଜଣାଗଲା ଶାନ୍ତନୁ ରୟ ଏଭଳି କାମ କରିଛି ଶାନ୍ତଟୁକୁ ପୋଲିସ ରଠେରନେଲୀ

ଶାନ୍ତନୁକୁ ପୋଲିସ ଉଠେଇ ନେବା ଖବର ପାଇବା ପରେ ବ୍ଯସ୍ତ ହୋଇ ପଡ଼ିଲା ସାମ୍ପା! ଆଉ ତୁରନ୍ତ ଫୋନ୍ ଲଗେଇଲା ଗାଜେଶ୍ କୁ , କହିଲା,ରାଜେଶ! ତୁମ ସାଙ୍ଗକୁ ପୋଲିସ ନେଇଯାଉଛି! ମୋ ସଂସାର ଉଚ୍ଛନ୍ନ ହେଇଯିବ! ତୁମେ ଜଲବି ଆସ ଶାନ୍ତନ୍ଧୁକୁ ପୋଲିସ ନେଇଯିବା କଥା ଶୁଣିବା ପରେ ରାଜେଶ ଆର ମୁହୁଭୈ ବି ଚୁପ ହେଇ ବସିଲାନାହିଁ! ସେ ନିଜର ପାରୁ  ପର୍ଯ୍ଯନ୍ତ ଚେଷ୍ଟାକଲା ! ଶାନ୍ତନୁକୁ ମୁକୁ ଲେଇବା  ପାଇଁ ! ମାତ୍ର ଅଭିଯୋଗ ଏତେ ଗୁରୁତର ଥିଲା  ଯେ, କୌଣସି ଉଦ୍ୟମ କାମକୋନି! ଶାନ୍ତନୁଳ୍ପ ଚାରିଶ’ ବିଶ (420 ଠକେଇ) ଅଭିଯୋଗରେ ଜେଲ୍କୁ ପଠେଇ ଦିଆଗଲା!

ଜେଲକୁ ଯିବ! ପୁର୍ବରୁ ଶାନ୍ତନୁ ରାଜେଶକୁ ଡାକିକହିଲା- ତୂ ମୋର ଖାକି ସାଙ୍ଗନୂହେଁ ସାନଭାଲଠୁ ବି ଅଧିକ ! ତତେ ମୋର ଦୁଇଟା କାମ ନିଶ୍ଚୟ କରିବାକୁ ହେବ! ତୂ ଗୋଟେ ଭଲ ଓକିଲ ଦେଲ ମୋତେ କେଲ୍ଚୂ ମୁକୁଲେଇବୁ ! ଦ୍ୱିତୀୟତଃ, ମୁଁଆସିବା ଯାଏ ତୁ ପ୍ରତି  ରାତିରେ ମୋ ଘରେ ଶୋଇଚୁ! କାହିଁକିନା’ ମୁଁ ଯେଉଁମାନଙ୍କଠୁ ଟଙ୍କା ଆଣିଛି ସେମାନେ ରାତିରେ ମେ! ଘରେ ପଶି ଭଙ୍ଗାରୁଜା କରିପାରକି! ସାମ୍ପାକୁ ମାରଧର କରିପାରନ୍ତି  ! ରା6ଶେ ତାକୁତା’ କଥା ରଖ୍ବା ପାଇଁ ପ୍ରତିଶୃତି ବେଲ! ! ଜେଲ୍କୁ ଚାଲିଗଲା ଶାନ୍ତନୁ! ରାଜେଶ ମଧ୍ୟ  ଜଣେ ଭଲ ଓକିଲ ଯୋଗାଡ଼ କଲା ! ହେଲେ ଓକିଲ ଜଣେଇଦେଲ! ଯେ, ମାମଲା ଭାରି ଜଟିଳ! ଛ’ମାସ ପୂର୍ବରୁ ଶାନ୍ତନୁକୁ କେଲରୁ କାଢ଼ିବା ସମ୍ଭବ ନୁହେଁ

ଆଉ କିଛି  ଉପାୟ ନ ଥିଲା! ରାକେଶ ନିକଟରେ!ସେ ଆସି ତା’ ପରିଚାର ନିକଟରେ ଶାନ୍ତନୂର ହିତାୟ ପ୍ରସ୍ରାବ ବିଷୟରେ କହିଲା! ତା’ ବାପାମା’ କହିଲେ, ଆରେ ଯିଏ ଦରକାର ବେଳେ ଉପକାରରେ ଆସେ ସେ ହେଉଛି ଅସଲ ବନ୍ଧୁ! ତୂ ଯାଇ ପ୍ରତି ରାତିରେ ଶାନ୍ତନୁ ଘରେ ଶୁଅ! ଏକୁଟିଆ ସ୍ତ୍ରୀ  ସାମ୍ପା! ତ!’ ସ୍ବାମୀ ଏବେ ଜେଲରେ! ବିପଦରେ ପଡ଼ିଛି! ତାକୁ ସାହାଯ୍ୟ କରିବା ଆମର କାମ

ରାଜେଶ ନିକଟରେ ଆଉ କିଛି ପ୍ରତିବନ୍ଧକ ନ ଥିଲା ! ପୁଣି ସେତିକିବେଳେ ରାକେଶର ସ୍ତ୍ରୀ  ପିୟାଲୀ ତା’ ବାପଘରେ ରହୂଥିଲା ! କାରଣ, ସେ ଗର୍ଭବତୀ ଥିଲା ! ତେଣୁ ରାତିରେ ଶାନ୍ତନୁ ଘରେ ରହିବାରେ କୌଣସି ଅସୁବିଧା ନ ଥିଲା  ରାକେଶ ନିକଟରେ ରାଜେଶ ପ୍ରତ୍ୟେକ ଦିନ ରାତିରେ ଯାଇ ଶାନ୍ତନୁ ଘରେ ଶୋଇଇ! ! ଗୋଟିଏ ଘରେ ସାମ୍ପ! ଶୋଉଥିଲା  ଆଉ ଗୋଟିଏ ଘରେ ଶୋଉଥିଲା  ରାଜେଶ!
ଦି ନେ ଅଧରାତି ହେବ! ସାମ୍ପ! ଆସି ହଲେଇ ହଲେଇ ଡାକିଲା ରାଜେଶକୁ! କହିଲା- ‘ମୋତେ ଲାଗୁଛି ଛାତ ଉପରେ କେହି ଜଣେ ଟୁଲୁଛି! ମୋତେ ଡର ଲାଗୁଛି! ମୁଁ ଏଇ ଘରେ ଶୋଇବି !’ ଆଶ୍ଚର୍ଯ୍ୟ ହୋଇଗଲା ରାଜେଶ! କହିଲା- ‘ମିଛଟାରେ ତୁ ମେ ଡରୁଚ ! ତା’ଛଡ଼ା ଏଠି ଗୋତିଏ ଖଟ! ଏଠି ତୁମେ ଶୋଇବ କେମିତି?’ ସାମ୍ପା କଛିଲା- ‘ଏତେବଡ଼ ଖଟା କିଛି ଅସୂବିଧା ହେବନି! ମୁଁ ଆକେଷ୍ଟ କରି ଶୋଇଯିବି !’ ରାଜେଶ ଆଉ କିଛି କହିଲାନି! ଖଟର ଗୋତିଏ ପାଖକୁ ଗତିଗଲୀ! ସେଇଠି ଶୋଇ ପଡ଼ିଲା ସାମ୍ପା! ସେମାନେ ପର ସ୍ପର କୁ ପିଠି କରି ଶୋଇଥିଲେ ! ମାତ୍ର କାହାରିକୁ ନିଦ  ଆସୁ ନ ଥିଲା  ! ରାଜେଶକୁ ମାତିମାତି ପକୁଥିଲା  ! ସାଙ୍ଗ ର ସ୍ତ୍ରୀ  ସହିତ ବେଦ୍ ଶେୟାର କରିବା କଥାଟା ତାକୁ ଭଲ ଲାଗୁ ନ ଥିଲା !
ଏମିତିରେ କିଛିସମୟ ବିତିଗଲା! ସାମ୍ପା କହିଲା- ଶୋଇଗରଣି କି ରାକେଶ? ରାଜେଶ ମନାକଲା! ସାମ୍ପା କହିଲା, ଏ ପଟକୁ ମୁହଁକରୀମୁଁ ମୁଣ୍ଡ ଚିପିଦେବି!ନିଦହୋଇଯିବ! ରାଜେଶ କଡ଼ ଲେଉଟେଇଲା! ସାମ୍ପା ତା’ମୁଣ୍ଡରେ ହାତ ଦୁଲେଇଲା ! କୋମଳ ଆଙ୍ଗୁଳିରେ ଧୀରେଧୀରେ ମୁଣ୍ଡକୁ ଦାବିନ୍ଦେଲ! ! ରାଜେଶ କିଛି କହୁନ ଥିଲା  ! ସାମ୍ପ! ଟିକେ ପାଖକୁଘୁଂଚି  ଆସିଲା ! ସାମ୍ପାର ଗରମ ନିଃଶ୍ବାସ
ବାଜିଲା ରାଜେଶ ଓଠରେ! ସେ ଟିକିଏ ଆଖୁ ଖୋଲି ପୁଣି ବୁଜି ଦଲା! ସାମ୍ପ! ଆହୁରି ନିକଟକୁ ଘୁଞ୍ଜଯାଇ ରାକେଶ ଓଠରେ ଚ୍ଛମ୍ବନ ଆକିଂ ଦେଲା ! ରାକେଶ ଆଖ୍ ଖୋଲି କହିଲା- ଏସବୁ କ’ଣ କରୁଛ? ତା ପାଟିରେ ହାତ ଉଖ୍ଲା ସାମ୍ପା! କହିଲା- ‘ରୁଫ୍’ କିଛି ବି କୁହନି! ମୁଁଯାହା କରୁଛି ମୋତେ କରିବାକୁ ଦିଅ! ଶାନ୍ତନୁ ଜେଲକୁଯିବ! ଦିନଠୁ ମୁଁଗୋଚିଏ ରାତି ବି ଠିକ୍ ଭାବରେ ସୋଇ ନାହିଁ  ! ତୁମେ କ’ଣ ଚାହୁଁଛ ମୁଁ ରାତି ଅନିଦ୍ରା ରହି ମରିଯାଏ
ସାମ୍ପ! ଏଥର ରା6ଶେକୁ ଜାବୁଡ଼ି ଧରିଲା! ତା’ ନିଃଶ୍ବାସ ପ୍ରଶ୍ବାସ ହୁତ ବେଗରେ ଚାଲୁଥିଲା ! ସେ ରାଜେଶକୁ ଗୋ ଟାପଣେ ତା’ ଭିତରକୁ ନେଇଯିବ! ଲାଗି ଉଦ୍ୟମ କଚୁଥିଲା  ! ସାମ୍ପ! ଗୋଟେ ମଧ୍ୟ ବୟସ୍କା ସ୍ତାଲୋକ ଥିଲା  ସତ ! ମାତ୍ର ତା’ର ଯୌବନ ମଉଳି ନ ଥିଲା  ! ତା’ ଭିତରେ ଗୋଟେ କୁମାରୀ ଝିଅର ସାମର୍ଥ୍ୟ ଭରି ରହିଥିଲା  ! ତେଣୁ ତା’ର ଆବେଦନକୁ ଅସ୍ୱୀକାର କରିବା ସହକ ନ ଥିଲା  ରା6ଶେ ନିକଟରେ! ସାମ୍ପାର କାର୍ଯ୍ୟକଳାପ ରାଜେଶ ଦେହରେ ମଧ୍ୟ  ନିଅଁ! ଲଗେଇ ଦେଭଥିଲା ! ତଥାପି ସେ ନିଜକୁ ଯଥାସମ୍ଭବ ସଂଯତ୍
କରି କହିଲା- ‘ଦେଖ, ତୁମେ ମୋ ସାକରସ୍ତ୍ରୀ  ! ମେ! ସାଙ୍ଗ ଏବେ ଜେଲ୍ରେ ! ମୋତେ ବିଶ୍ବାସ କରି ସେ ଡୁମ ଦାୟିତ୍ୱ ଦେଇଛି! ଏସବୁ କରିବା ତ!’ ପାଇଁ ଅନ୍ୟାୟ ହେବ !’ ସାମ୍ପା କହିଲା, ‘ଗୋଟେ ଭୋକିଲା ଲୋକକୁ ଖାଇବାକୁ ନ ଦେଇ ଫେରେଇ ଦେବାରେ ଯେତିକି ପାପ ; ସୁଖଟି କିଏ ପାଇଁ ଡହକ ବିକଳ ହେତ୍ତ ଥିବା  ଗୋଟେ ସ୍ତ୍ରୀ ! ଲୋକକୁ ନିରାଶ କରିବା ମଧ୍ୟ  ସେତିକି ପାପ ! କେହି ଜାଣିବେନି! ଆମ ଦୁଇ ପରିବାର ଭିତରେ ଯେଉଁ ସମ୍ପର୍କ ଅଛି ସେଥ୍ରେ କେହି ବି ସନ୍ଦେହ କରିବେନି! ମୋତେ ନିରାଶ କରନି! ଆସ

ଆଉ ଉପାୟ ନଥିଲା! ରାଜେଶ ନିକଟରେ ! ସାମ୍ପା ତା’ ଦେହରେ ନିଅଁ! ନୁହେଁ ; ବାଡ଼ଚାଗ୍ନି ସଂଯୋଗ କରିବେଇଥିଲା! ! ସେହି ନିଅଁ! ଧାସରେ ପୋଡ଼ି ପାଉଁଶ ହୋଇ ସାରିଥିଲା  ସମ୍ପର୍କ! ରାଜେଶ ଆଉ ତିଚେ ଚି ଡେରି ନ କରି ନିଜ ଉପରକୁଟେକି ଆଣିଲ! ସାମ୍ପାକୁ!
ସେମିତି କିଛି  ତା’ ସହିତ ଘଟୁ ସାମ୍ପ! ତାହା  ହିଁ ଅପେକ୍ଷା  କଚୁଥିଲା ! ରାଜେଶ ଥିଲା  ମାତ୍ର ୩୫ବର୍ଷର ଗୋଟେ ଯୁବକ! ସାମ୍ପା ଜାଣିଥିଲା ’ ରାଜେଶ ତାକୁଯାହା ଦେବ ତାହା ସେ ଶତ ତେଷ୍ଟାକଲେ ଚି ସ୍ବାମୀ ଶାନ୍ତନୁ ନିକଟରୂ ପାଇ ପାରିବ ନାହିଁ

   ଆନନ୍ଦରେ ରାତି ପାହିଲା! ଢେର ଦିନ ପରେ ଶାଛିର ନିଦ ଶୋରଥିଲା  ସାମ୍ପା ! ସେଚେଠାରୁ ପ୍ରତ୍ୟେକ ରାତିରେ ସାମ୍ପାକୁଭଇ ନିଦ ହେଲା! ଆଉ ଡାକୁଛାତ ଉପରେ କେହି ଜଣେ ବୁଲୁ  ଥିବା ର ଶବ୍ଦ ଶୁଣାଗଲା ନାହିଁ ! ପୂର୍ବରୁ ସାମ୍ପା ରାଜେଶ ନିକଟରେ କାନ୍ଦୁଥିଲା  ଆଉ କହୁଥିଲା - ଶୀଘ୍ର କିଛି କର ଯେମିତି ଶାନ୍ତନୁ 6ଲେରୂ ବାହାରିବ! ରାଜେଶ ମଧ୍ୟ  ପ୍ରାଣପଣେ ଲାଗି ପଡ଼ୁଥିଲା  ସାଙ୍ଗକୁ କେଲ୍ରୁ ମୁକୁବେଇବା ପାଇଁ ! ମାତ୍ର ଏବେ ବଦଳିଗଲା ସମୀକରଣ! ନା ସାମ୍ପା କହୂଥିଲା  ଶାନ୍ତରୁକୁ ମୁକୁଳେଇବା ପାଇଁ ! ନା ରାକେଶ ପ୍ର6ତ୍ଯକ ଦିନଦୋର୍ଟକୁ ଧାଉଁଥିଲା !ଛ’ମାସ ନୁହେଁ ; ବର୍ଷକ ପରେ ଜେଲ  ରୂ ଫେରିଲା ଶାନ୍ତନୁ! ହେଲେ ଏଥ୍ରେ ସାମ୍ପା ଆଉ ରାଜେଶ ଉପରେ କୌଣସି ଫରକ୍ ପଡ଼ିଲା ନାହିଁ! ସେମାନେ ଯେତେବେଳେ ସୁଯୋଗ ପାଉଥିଲେ  ସ୍ବାମୀସ୍ଵୀ ପାଲଟି ଯାଉଥିଲେ !

ଦି ନେ ରାଜେଶ ଓ ସାମ୍ପାକୁ ଆପରିଜନକ ଅବସ୍ଥାରେ ଥିବା ! ଦ୍ଦେଖ୍ନେଲା ଶାନ୍ତନୁ! ସେ ବିଶ୍ବାସ କରିପାରିଲା ନାହିଁ, ରାଜେଶ ଓ ସାମ୍ପ! ଏମିତି ହେବେ! ରାଜେଶ ଶାନ୍ତକୁକୁ ଦେଖ୍ ପଜେଇଗଲା! ସାମ୍ଫା ସବୁ ଦୋଷ ରାଜେଶ ଉପରେ ଲଦିଦେଇ ନିଜକୁ ସଫାସୁତୁରା କରିଦେଲା !!! ଶାନ୍ତନୁ ବି ଚାହିଁଲା ନାହିଁ ଯେ , ତା’ ଇଜ୍ଜତ  ପଦାରେ ପଡୁ ! ହେଲେ ସେ ସବୁ ସମ୍ପର୍କ କାନ୍ଦିବେଲା ରାକେଶ ସହିତ! ଏହ! ଦେଖ୍ ଅଗରପଡ଼ାର ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ! ହେଲେ କେହି କିଛି କୁଳକିନାରା ପାରଲେନାହିଁ

ଶାନ୍ତନୁ ସିନା ନୀରବ ରହିଲା! ହେଲେ ସେ ପ୍ରତିଶୋଧରେ ଜନୁଥିଲା ! କାରଣ ସେ ଜାଣିଥିଲା  ଯେଉଁ ସମ୍ପର୍କ ରାକେଶ ଓ ସାମ୍ପ! ଭିତରେ ଆରମ୍ଭ ହୋଇଛି ତାହାର ଶେଷ ନାହିଁ! ସେ କେବେ ନା କେବେ ସୁଯୋଗ ପାଇବାମାତ୍ରେ ଆତ୍ମପ୍ରକାଶ କରିବ! ତେଣୁ ସେ ରାଜେଶକୁ ମାରିଦେବାର ଯୋଜନା  କଲା! ନୂଆବର୍ଷ ପୂର୍ବ ଦିନ ନିଃଜ ଯାଇ ରାଜେଶକୁ ଡାକିପାଣିଲା! ରାଜେଶ ଭାବିଲା, ଶାନ୍ତନୁ ଭିତରେ ତା’ ପ୍ରତି ରାଗ ନାହିଁ! ହେଲେ ଶାନ୍ତନୁ ତାକୁ ଗୁକି କରି ମାରିଦେଲା! ପ୍ରଥମଥର ପାଇଁ ଜେଲ୍କୁ ଯିବା ବେଜେ ତା’ ଆଖ୍ ରେ ଅନୁତାପ  ଥିଲା! ହେଲେ ଏଥର ସେ ଖୁସାମନରେ ଜେଲ୍ କୁଯାଉଥିଲା

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...