Friday 2 August 2019

ଅମାନିଆ ପ୍ରେମୀ ଯୁଗଳଙ୍କ ହତ୍ୟା




 ରବାୟା ଫାଜିଲଙ୍କ ପ୍ରେମକୁ ବିରୋଧକରୁଥିଲେ  ପରିବାରଘରଲୋକଙ୍କଚାପରେ ରବାୟା ଅନ୍ୟତ୍ର ବାହା ହେବାପରେ ବି ଫାଜିଲଙ୍କୁ ପାଶୋରି ପାରି ନଥିଲେଘରେ କୁନି ଝିଅକୁ ଛାଡ଼ି ନାନାବାହାନା ବନେଇ ରବାୟା ଫାଜିଲସାଙ୍ଗରେ ଅନେକ ସମୟ ବାହାରେରହୁଥିଲେ  ଅମାନିଆ ପ୍ରେମୀ ଯୁଗଳଙ୍କ କାରନାମାରେ ଘରଲୋକେ ବ୍ୟତିବ୍ୟସ୍ତହୋଇ ପଡ଼ିଲେସବୁ ଅଳି ଅର୍ଦ୍ଦଳିସହୁଥିବା ବାପା- ଭାଇ ଶେଷରେ ଝିଅ ତା' ପ୍ରେମିକର ପ୍ରାଣ ନେଲେ |


 ଅକ୍ଟୋବର ତାରିଖସକାଳ ସମୟମୁରାଦାବାଦ ଜିଲ୍ଲା ଉମରୀ ସବଜିପୁରର ଦଳେ କୃଷକବିଲକୁ ଯାଉଥାନ୍ତିରାସ୍ତା କଡ଼ରେ ଥିବା ନଜାକତଚୌଧୁରୀଙ୍କ ବିଲରେ ସେମାନେ ଜଣେ ଅଚିହ୍ନା ଯୁବକଙ୍କଶବ ପଡ଼ିଥିବାର ଦେଖିଲେକିଛି କ୍ଷଣ ଭିତରେ ନଜାକତଙ୍କ ଜମିରେଯାତ୍ରା ପରି ଭିଡ଼ ଜମିବାରେ ଲାଗିଲାସ୍ଥାନୀୟ ଲୋକଙ୍କସୂଚନାକ୍ରମେ ପାକବଡ଼ା ଥାନା ଅଧୁକାରୀ ଗଜେନ୍ଦ୍ର ତ୍ୟାଗୀ ଘଟଣା ସ୍ଥଳରେ ପହଞ୍ଚି ଜମା ହୋଇଥିବା ଲୋକଙ୍କୁ ଶବ ବିଷୟରେ ପଚାରଉଚରା କରିବା ଆରମ୍ଭ କରିଦେଲେମୃତ ଯୁବକ ଜଣକ ବ୍ରାଣ୍ଡେଡ୍ଡ୍ରେସ୍ ପିନ୍ଧିଥିଲା ପୋଲିସ ଶବ ପାଖରୁ ନଗଦ ୪୦୦୦ ଟଙ୍କାପାଇଲାଏଥିରୁ ପୋଲିସ ଜାଣିପାରିଲା, ଯୁବକଙ୍କର ହତ୍ୟା ଲୁଟ୍ପାଇଁ ନୁହେଁ ବରଂ ଅନ୍ୟ କୌଣସି କାରଣ ପାଇଁ କରାଯାଇଛିଉଚ୍ଚାଧୂକାରୀ ଫରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପୁଣି ଥରେଶବକୁ ନିରୀକ୍ଷଣ କଲେଶବର ଗୋଡ଼ ହାତରେ କ୍ଷତ ଚିହ୍ନ ସାଙ୍ଗକୁଗଳାରେ ଦାଗ ଥିଲାପ୍ରାଥମିକ ଯାଞ୍ଚ ପରେ ଯୁବକର ପରିଚୟନ ପାଇବାରୁ ପୋଲିସ ଶବକୁ ବ୍ୟବଚ୍ଛେଦ ଗୃହରେ ରଖିଲା
ଉମରୀ ସବଜିପୁରର ସରପଞ୍ଚ ଶାନେ ଆଲମଙ୍କ ତତ୍ତ୍ଵାବଧାନରେଅଜ୍ଞାତ ଶବକୁ ନେଇ ଥାନାରେ ଏକ କମ୍ପ୍ଲେଣ୍ଟ ଦାୟର କରାଗଲାଶବର ସଠିକ୍ ପରିଚୟ ମିଳି ପାରୁ ଥିବା କାରଣରୁ ପୋଲିସଖବରକାଗଜରେ ଅଚିହ୍ନା ଯୁବକଙ୍କୁ ନେଇ ବିଜ୍ଞାପନ ଦିଆଗଲାଅକ୍ଟୋବର ତାରିଖରେ ଥାନା ଅଧୁକାରୀଏସ୍ଏସ୍ ଆଇଙ୍କ ସହ ଏହି ବିଷୟରେଆଲୋଚନା କରୁଥିବା ବେଳେ କିଛି ଲୋକ ତାଙ୍କ ପାଖରେ ପହଞ୍ଚି କହିଲେ- 'ସାର୍... ମୁଁ ବରେଲୀ ଜିଲ୍ଲାର ସିରୋଲୀ ଗ୍ରାମବାସୀମୋ ଭାଇଫାଜିଲ ଚିକେନ୍ ବ୍ୟବସାୟ କରନ୍ତିସେ ଅକ୍ଟୋବର ତାରିଖରେ ଚିକେନ୍ କିଣିବାକୁମୁରାଦାବାଦ୍ ଆସିଥିଲେ କିନ୍ଧୁ ପର୍ଯ୍ୟନ୍ତ ଘରକୁଫେରି ନାହାନ୍ତି, ସେଦିନ ରାତି ୧୦ଟାରୁ ତାଙ୍କ ଫୋନ୍ ବନ୍ଦ ରହିଛି ।'ପୋଲିସ ଯୁବକଙ୍କ କଥା ଶୁଣି ଅଜ୍ଞାତଶବର ଫଟୋ ତାଙ୍କୁ ଦେଖାଇଲେ ଫଟୋ ଦେଖିବା ମାତ୍ରକେ ଯୁବକ ଜଣକ କାନ୍ଦିବାକୁ ଲାଗିଲେଯେଉଁ ଶବର ପରିଚୟ ପାଇବା ପାଇଁପୋଲିସକୁ ଏତେ ପରିଶ୍ରମ କରିବାକୁ ପଡିଥିଲାଶେଷରେ ପରିଚୟ ମିଳିଗଲ। । ଶବଟି ଥିଲାସିରୋଲୀର କୁକୁଡ଼ା ବ୍ୟବସାୟୀ ଫାଜିଲଙ୍କରପରିଚୟ ପାଇବା ମାତ୍ରେ ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠେଇ ଦେଲା

      ଫାଜିଲଙ୍କ ହତ୍ୟାକୁ ନେଇ ଭାଇ ନାଜିମକୁପଚାରିବାରୁ ସେ ହତ୍ୟାରୋପ ଫାଜିଲଙ୍କ ପ୍ରେମିକାରବାୟାଙ୍କ ଘର ଲୋକଙ୍କ ଉପରେ ଲଗାଇଲେଘଟଣା ଦିନ ମୁରାଦାବାଦର କଠଘର ଥାନାଅଧୀନସ୍ଥ ଅଞ୍ଚଳରେ ରହୁଥିବା ରବାୟାଙ୍କ ଭାଇଦିଲଶାଦ ଫାଜିଲଙ୍କୁ ଦେଖା କରିବାକୁ ଡାକିଥିବା କଥା ମଧ୍ୟ ନାଜିମ ପୋଲିସକୁ ଜଣାଇଲେପ୍ରକୃତ ଘଟଣା ଜାଣିବାପାଇଁ ପୋଲିସ ନାଜିମଙ୍କ କଥାରେ ମୋହଲ୍ଲା ରହମନ ସ୍ଥିତରବାୟାଙ୍କ ବାସ ଭବନରେ ଚଢ଼ାଉ କଲେକିନ୍ଧୁ ପୋଲିସ ଟିମ୍ରବାୟାଙ୍କ ଘରେ ପହଞ୍ଚି ଜାଣିବାକୁ ପାଇଲେ ହୃଦ୍ଘାତ କାରଣରୁ ରବାୟାଙ୍କ ମୃତ୍ୟୁ ଘଟିଛିଗତ ତାରିଖରେ ରବାୟାଙ୍କ ଶବକୁ କବର ଦିଆଯାଇଥିବା କଥା ପୋଲିସ ଜାଣିବାକୁ ପାଇଲାତଦନ୍ତପାଇଁ ପୋଲିସ ରବାୟାର ଭାଇ ଦିଲଶାଦଙ୍କୁ ଜେରା କରିବା ବେଳକୁସେ ଘରେ ଅନୁପସ୍ଥିତ ଥିବା କାରଣରୁ ପୋଲିସ ରବାୟାଙ୍କ ବାପା ଶମଶାଦଙ୍କୁ ରବାୟା ଫାଜିଲ ସମ୍ପର୍କ ବିଷୟରେ ପଚାରିଲେ
   ପ୍ରଥମେ ସେ ଏମାନଙ୍କ ବିଷୟରେ କିଛି ଜାଣି ଥିବା କହିଲେପରେ କିନ୍ତୁ ଶକ୍ତ ଭାବେ ଶମଶାଦଙ୍କୁ ଜେରା କରିବା ପରେ ସେସତ ମାନିଯାଇ କହିଲେ- ଦିଲଶାନ ତା ଭିଣୋଇ ସହ ମିଶି ଫାଜି ରବାୟାଙ୍କ ହତ୍ୟା କରିଛିଫେରାର୍ ଦିଲଶାଦକୁ ଧରିବା ପାଇଁ ପୋଲିସ ତା' ନମ୍ବରକୁଟ୍ରେସ୍ କରିବା ସହ ତା କଲ୍ ଡିଟେଲ୍ସ ଚେକ୍ କଲାଦିଲଶାଦର ଲୋକେସନ୍ ଦିଲ୍ଲୀ ଜାମା ମସ୍ଜିଦ୍ ଦେଖେଇବାରୁ ଏସ୍ପି ଅଙ୍କିତମିତଲ ତାରିଖରେ ପୋଲିସର ଏକ ସ୍ଵତନ୍ତ୍ର ଟିମ୍ ଗଠନ କରିସେମାନଙ୍କୁ ଦିଲ୍ଲୀ ପଠାଇ ଦେଲେବହୁ ଖୋଜା ଖୋଜି କଲାପରେପୋଲିସ ଦିଲଶାଦର ଭଡ଼ା ଘରେ ପହଞ୍ଚି ତାକୁ ତା ସମ୍ପର୍କୀୟ ଭିଣୋଇକୁ ଗିରଫ କରିନେଲେ

ମୁରାଦାବାଦ ସହରର ରହମତ ନଗର ନିବାସୀ ଶମଶାଦଙ୍କ ଝିଅ ରବାୟା କଲେଜ ପରୀକ୍ଷା ସାରି ଆଇ ଘରକୁ ଛୁଟି କଟେଇବାକୁଯାଇଥିଲେରବାୟାଙ୍କ ଆଭଘର ଯାହା ଫାଜିଲଙ୍କ ଗୀ ଅର୍ଥାତ୍ବରେଲୀର ସିରୋଲୀ ଗୀରେ ଥିଲାରବାୟାଙ୍କୁ ତାଙ୍କ ମାମୁଁ ମୁଖ୍ତାର ଖିବ୍ ଆଦର କରୁଥିଲେମାମୁଁ ଘରକୁ ଛୁଟି କଟାଇବାକୁଆସିଥିବା ରବାୟାଙ୍କ ସାକ୍ଷାତ ଫାଜିଲଙ୍କ ସହ ହେଲାପ୍ରଥମେ ଦେଖାଚାହାଁ ପରେ ବନ୍ଧୁତା ଶେଷରେ ଦୁହେଁ ପଡ଼ିଲେ ପ୍ରେମରେପ୍ରତ୍ୟେକ ପ୍ରେମୀଯୁଗଳଙ୍କ ରବାୟା ଫାଜିଲ ଲୁଚିଲୁଚି ଦେଖା କରୁଥିଲେଫାଜିଲ ତାଙ୍କ ବ୍ୟବସାୟରୁ ମୋଟା ଅଙ୍କର ଅର୍ଥ ରୋଜଗାର କରୁଥିବାବେଳେ ରବାୟା ଦେଖିବାକୁ ଥଲା ଖିବ୍ ସୁନ୍ଦରଏମିତି କିଛି ଦିନ ଚାଲିବା ପରେ ଏମାନଙ୍କ ସମ୍ପର୍କ ବିଷୟରେ ଗାଲୋକେ ଟୁପୁର- ଟାପୁର ହେବା ଆରମ୍ଭ କରିଦେଲେ | ଫଳରେ ରବାୟାଙ୍କ ମାମୁଁ ଘର ଲୋକେ ମଧ୍ୟ ଏମାନଙ୍କ ଗୋପନୀୟ ପ୍ରେମକଥା ଜାଣିପାରି ରବାୟାଙ୍କୁ ନିଜ ଘର ମୁରାଦାବାଦ୍ ପଠାଇଦେଲେ
        ଯେଉଁ ରହମତ ନଗରରେ ରବିୟାଙ୍କ ଘର ସେଠାରୁ ଫାଜିଲବ୍ୟବସାୟ ପାଇଁ କୁକୁଡା କିଣିବାକୁ ଯାନ୍ତିଫାଜିଲଙ୍କ ପରିବାରଲୋକଙ୍କ ସହ ରବାୟାଙ୍କ ମାମୁଁ ଘର ଲୋକଙ୍କ ସମ୍ପର୍କ ଭଲ ନଥିଲାଯେତେବେଳେ ମୁଖତାର ଫାଜିଲର ମୁରାଦାବାଦ୍ ଯିବାଆସିବା କଥା ଜାଣିବାକୁ ପାଇଲେ ସେ ଭାବିଲେ ଫାଜିଲ ରବାୟାଙ୍କପିଛା କରୁଛି! ଏହାପରେ ପ୍ରତିଦିନ ଫାଜିଲଙ୍କ ଘର ଲୋକଙ୍କ ସହରବାୟାଙ୍କ ମାମୁଁ ମୁଖତାର ଝଗଡ଼ା କରିବାକୁ ଲାଗିଲେଏପରିଅବସ୍ଥାରେ ରବାୟାଙ୍କୁ ତାଙ୍କ ଘରଲୋକେ ବହୁ ବୁଝାସୁଝା କରିବାପରେ ରବାୟା ଫାଜିଲକୁ ବାହାହେବା ଜିଦ୍ରେ ଅଟଳ ରହିଲେଘରଲୋକେ ରବାୟାଙ୍କ ଅନ୍ୟତ୍ର ବାହାଘର କରିବା ପାଇଁ ବର ଖୋଜିବା ଆରମ୍ଭ କରିଦେଲେଅଳ୍ପଦିନ ଭିତରେ ହିଁ ରବାୟାଙ୍କବାହାଘର ମୁରାଦାବାଦ୍ର ଆରିଫ ନାମକ ଜନୈକ ଯୁବକଙ୍କ ସହକରେଇ ଦେଲେଆରିଫ୍ଙ୍କ ହାତ ଧରିବା ପରେ ବି ରବାୟାଫାଜିଲଙ୍କ ଶ୍ରୁତିକୁ ନିଜଠାରୁ ଅଲଗା କରିପାରି ଥିଲେଶ୍ଵଶୁରଘରେ ଥିବାବେଳେ ମୌକା ଦେଖ୍ ରବାୟା ଫୋନ୍ରେ ଫାଜିଲଙ୍କସହ କଥା ହେଉଥିଲେଏହାସହ ସେ ଯେତେବେଳେ ବାପ ଘରକୁଆସୁଥ୍ୁଲେ ସେତେବେଳେ କଳେବଳେ କୌଶଳେ ଫାଜିଲ୍ ସହଦେଖା କରନ୍ତି ଭିତରେ ରବାୟା ଗୋଟିଏ ତିନିବର୍ଷ ଝିଅରମା' ହୋଇଥିଲେଅଧକ ଅର୍ଥ ରୋଜଗାର କରିବା ଆଶାରେଝିଅ ଜନ୍ମ ପରେ ରବିୟାଙ୍କ ସ୍ବାମୀ ଆରିଫ ସାଉଦି ଆରବଚାଲିଯାଇଥିଲେଏଭଳି ସୁଯୋଗର ଲାଭ ଭଲ ଭାବେଉଠାଉଥିଲେ ରବାୟାସେ ଝିଅକୁ ବାପ ଘରେ ନଚେତ୍ ଶାଶୁଘରେଛାଡ଼ି ଦେଇ - ଦିନ ପାଇଁ ଫାଜିଲ ସହ ଗାଏବହେଇଯାଉଥିଲେଆରିଫଙ୍କ ସହ ରବାୟା ପ୍ରାୟ ବର୍ଷ ସାଉଦି ଆରବରେ ରହିଲେସେଠାରେ ଅଧୁକ ଦିନ ରହିବାରଯୋଜନା ଥିଲେ ମଧ୍ୟ ଫାଜିଲ ବିନା ରବାୟାଙ୍କ ମନ ସେଠାରେ ଲାଗୁ ଥିଲା ଯାହା ଫଳରେ ରବାୟାମୁରାଦାବାଦ ଫେରି ଆସିଲେମୁରାଦାବାଦ ଫେରି ରବାୟା ପୁଣି ଫାଜିଲ ସହ ସେ ଖୋଲା ଖୋଲି ଭାବେଫାଜିଲ ସହ ମିଳାମିଶା କରିବାକୁ ଲାଗିଲେଶାଶୂଘର ପଡୋଶୀ ସବୁ ଦେଖ୍ ରବାୟାଙ୍କୁ ପିଛାକର କରିବାକୁ ଲାଗିଲେ

    ଫାଜିଲ ମୃତ୍ୟୁର ପାଞ୍ଚଦିନ ପୂର୍ବରୁ ସାଉଦି ଆରବରୁଘରକୁ ଫେରିଥିବା ଆରିଫ ରବାୟା ଫାଜିଲଙ୍କ ବିଷୟରେ ସବୁ କଥା ଜାଣିବାକୁ ପାଇଲେପରେ ସ୍ବାମୀ- ସ୍ତ୍ରୀଙ୍କଭିତରେ କଥା କଟାକଟି ଆରମ୍ଭ ହୋଇଗଲାରବାୟା ଆରିଫଙ୍କୁ କହିଲେ- ମୁଁ ଫାଜିଲକୁ ଛାଡିପାରିବି ନାହିଁ ଫାଜିଲ୍ ପାଇଁମୁଁ ତୁମଠାରୁ ତଲାକ୍ ନେବା ପାଇଁ ପ୍ରସ୍ତୁତ ଅଛି! ଏସବୁ ଘଟଣାବିଷୟରେ ରବାୟାର ଘର ଲୋକ ଜାଣିପାରି ରବାୟାକୁ ଅନେକବୁଝାବୁଝି କଲେ କିନ୍ତୁ ଏସବୁର ଫଳ ଶୂନ ଥିଲାଅନ୍ୟପଟେରବାୟାର ଘର ଲୋକଙ୍କୁ ଫାଜିଲ ଧମ୍କାଇବା ଆରମ୍ଭ କରିଦେଲେ ଯଦି ରବାୟାର ଘର ଲୋକେ ସେ ଦୁହିଁଙ୍କୁ ଅଲଗା କରନ୍ତି ତେବେସେ ରବାୟାଙ୍କ ସାନ ଭଉଣୀକୁ ଉଠାଇ ନେବାର ଧମକ ରବାୟାଙ୍କବାପା ଶମଶାଦଙ୍କୁ ଦେଲେଫାଜିଲର ଧମକ୍ରେ ରବାୟାଙ୍କପରିବାର ଲୋକେ ଉତ୍ତେଜିତ ହୋଇ ଏକ ଯୋଜନା ପ୍ରସ୍ତୁତ କଲେ ଯେଉଁଥିରେ ରବାୟାଙ୍କ ସ୍ଵାମୀ ଆରିଫ ମଧ୍ୟ ସାମିଲ ଥିଲେ

ରବାୟା ସହ ଫାଜିଲର ବାହାଘର ନେଇ ଦିଲଶାଦ ଏକ ମିଥ୍ୟାପ୍ରବଞ୍ଚନ ରଚିଲା ଯେଉଁଥିରେ ଅତି ସହଜରେ ଫସିଗଲେ ରବାୟାଓ ଫାଜିଲ ତାରିଖ ଦିନ ରହମତ ନଗରର ଗଳି ନମ୍ବର ୪ରେରାତି ୮ଟା ବେଳେ ଫାଜିଲ ନିଜ ବାଇକ୍ ଯୋଗେ ପହଞ୍ଚିଥିଲେସେଠାରେ ଦିଲଶାଦ ଫାଜିଲଙ୍କ ସହ ଅତି ବିନମ୍ର ବ୍ୟବହାର କରିଥିଲାସେଠାରେ ଦିଲଶାଦଙ୍କ ସହ ଉପସ୍ଥିତ ଥିବା ବ୍ୟକ୍ତିଙ୍କପରିଚୟ ମାଗିଲେ ଫାଜିଲ, ଦିଲଶାଦ ଉତ୍ତରରେ ସେ ତାଙ୍କ ସମ୍ପର୍କୀୟଭିଣୋଇ ବୋଲି କହିଲେରବାୟାଙ୍କ ଘରଲୋକ ସବୁ ସେମାନଙ୍କସମ୍ବନ୍ଧକୁ ବିରୋଧ କରୁଥିବା ଯୋଗୁ ସେ ତାନ୍ତ୍ରିକ ସାହାଯ୍ୟରେସେମାନଙ୍କୁ ବଶ କରିବା ପାଇଁ ଫାଜିଲଙ୍କୁ ସେଠାକୁ ଡାକିଥିଲାକିନ୍ତୁ ଡେରି ହେବା କାରଣରୁ ଫାଜିଲ ସେମାନଙ୍କ ସହିତ ତାନ୍ତ୍ରିକରସାଧନା ପୀଠକୁ ଯିବା ପାଇଁ ଅରାଜି ହେଲେପରେ ରବାୟାଙ୍କୁଫୋନ୍ କରି ଫଜିଲ ସେମାନଙ୍କ ସହ ଯିବାର ଅନୁମତି ମାଗିଲେ, ଏଥିରେ ରବାୟା ହଁ ଭରିବାରୁ ଫାଜିଲ ସେମାନଙ୍କ ସହ ତାନ୍ତ୍ରିକ ପୀଠକୁ ଯିବା ପାଇଁ ରାଜି ହୋଇଗଲେ

କିଛି ବାଟ ଗଲା ପରେ ଅନ୍ଧାରୁଆ ଜାଗା ଦେଖି ଗାଡି ଅଟକାଇଦେଲେ ଦିଲଶାଦ ଉବେଶେସେମାନଙ୍କୁ ଦେଖି ଫାଜିଲ ମଧ୍ୟଅଟକି ଗଲାଛୁରୀ ଦେଖାଇ ଦିଲଶାଦ ଫାଜିଲକୁ ଏକ ଅନ୍ଧାରୁଆବିଲ ଭିତରକୁ ନେଇ ପ୍ରଥମେ ତାକୁ ମାର୍୍ଧର୍ ପରେ ତାଙ୍କ ବେକ ଚିପି ହତ୍ୟା କରିଦେଲେଘଟଣା ସ୍ଥଳରୁ ସେମାନେ ଫାଜିଲର:ମୋଟର ସାଇକେଲ୍ ନେଇ ଘରକୁ ଫେରି ଆସିଲେଫାଜିଲରହତ୍ୟା ବିଷୟରେ ଦିଲଶାଦ ତା' ବାପାଙ୍କୁ ଫୋନ୍ କରି କହିଲାବେଳେ ସେମାନଙ୍କ କଥା ଘରେ ଥିବା ରବାୟା ଶୁଣି ଦେଲେସେତେବେଳେ ସେ ମୁହଁ ଖୋଲି ଥିଲେ କିନ୍ତୁ ଯେତେବେଳେଭାଇ ଦିଲଶାଦ ଫାଜିଲର ମଟରସାଇକେଲ ନେଇ ଘରକୁ ଫେରିଲେସେ ଫାଜିଲ ବିଷୟରେ ପଚାରି ଥିଲେସେମାନେ ଫାଜିଲ ବାବଦକୁକିଛି କହି ରକ୍ତ ଭିଜା ଡ୍ରେସ୍ ସବୁକୁ ବଦଳିବାରେ ଲାଗିପଡ଼ିଲେଯେତେବେଳେ ସେମାନେ ଡ୍ରେସ୍ ବଦଳି କେଉଁଆଡେ ଫେରାର୍
ହେବା ପାଇଁ ବାହାରିଲେ ସେତେବେଳେ ରବାୟା ଜୋର ପାଟିରେ ଚିତ୍କାର କରିବାକୁ ଲାଗିଲାରାଗରେ ଦିଲଶାନ ରବାୟାର ପାଟିରେକନା ବିଶ୍ଣୁଳା ଦେଇ ତା' ଗଳା ଚିପି ହତ୍ୟା କରିଦେଲା
   ଏହାପରେ ଦିଲଶାଦ ଉବେଶ ମୁରାଦାବାଦ ବସ୍ଷ୍ଟାଣ୍ଡରେଫାଜିଲର ବାଇକ୍କୁ ଥୋଇଦେଇ ଦିଲ୍ଲୀ ଯାଉଥିବା ବସ୍ରେ ବସିଫେରାର୍ ହୋଇଗଲେଦିଲ୍ଲୀର ଜାମା ମସ୍ଜିଦ୍ରେ ଜଣେସମ୍ପର୍କୀୟଙ୍କ ଜରିଆରେ ଘର ଭଡ଼ା ନେଇ ରହିଲେ ଦୁଇ ହତ୍ୟାକାରୀଫୋନ୍ ମାଧ୍ୟମରେ ସବୁ ସୂଚନା ସଂଗ୍ରହ କରୁଥିଲେ ସେମାନେପରଦିନ ରବାୟାର ବାପା କଲୋନୀରେ କଥା ପ୍ରଘଟ କରିଦେଲେଯେ, ହୃଦ୍ଘାତ କାରଣରୁ ପୂର୍ବ ରାତିରେ ରବାୟାର ମୃତ୍ୟୁହୋଇଯାଇଛିପାଖ ପଡ଼ୋଶୀ ସମ୍ପର୍କୀୟଙ୍କ ସହାୟତାରେ ଶମଶାଦ ରବାୟାକୁ କବର ଦେଲେ
ପୋଲିସ ଏସବୁ ବିଷୟ ଜାଣିବା ପରେ ମା ହଜିଷ୍ଟ୍ରେ ଟଙ୍କଉପସ୍ଥିତିରେ ରବାୟାଙ୍କୁ କବରରୁ ବାହାର କରି ବ୍ୟବଚ୍ଛେଦ ପାଇଁପଠାଇଦେଲାବ୍ୟବଚ୍ଛେଦ ରିପୋର୍ଟରୁ ରବାୟାଙ୍କ ମୃତ୍ୟୁ ଗଳାଚିପି କରାଯାଇଛି ବୋଲି ଲେଖାଥିଲାଡବଲ୍ ମର୍ଡରର ମୁଖ୍ୟ ଆସାମୀ ଶାମଶାଦ, ଦିଲଶାଦ ଉବେଶଙ୍କୁ ପୋଲିସନ୍ୟାୟାଳୟରେ ହାଜର କରି ଜଙ୍କଙ୍କ ନିର୍ଦ୍ଦେଶକ୍ରମେ ତିନି ଅପରାଧୀଙ୍କୁ ଜିଲ୍ଲା ଜେଲ୍ ପଠାଇ ଦିଆଗଲା

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...