Saturday 30 November 2019

ମୃତ୍ୟୁ ଉପହାର



୨୯ ଅକ୍ଟୋବର, ୨୦୧୮ ସକାଳ ୮। ରୋହିଣୀ ଜିଲ୍ଲା ବଞ୍ବାନା କୁ କଲ୍‌ ଆସିଥିଲା ଧ୍ଵର୍ମି କମ୍ପୋଷ୍ଟ ପୋଲିଫାର୍ମ ନିକଟରେ ଜଣେ ମହିଳାଙ୍କୁ କେହି ଜଣେ ଗୁଳି ମାରିହତ୍ୟା କରିଛି। ଇନ୍ସପେକ୍ଟର ରାକେଶ କୁମାର ସଙ୍ଗେ ସଙ୍ଗେଏଏସଆଇ ରାଜେଶ କୁ ମାରଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳପାଖରେ ପହଞ୍ଚିଥିଲେ। ହେଲେ ପୁଲିସ ଆସିବା ପୂର୍ବରୁ କିଛିଲୋକ ମହର୍ଷି ବାଲ୍ମିକ ମେଡିକାଲ ନେଇଯାଇଥିଲା ମହିଳାଙ୍କୁ । ସେହି ସ୍ଫ୍ାନରେ ଧଳା ରଙ୍ଗର ସ୍କୁଟି ପଡିଥିଲା। ସ୍କୁଟିରେଚାବି ଲାଗିଥିଲା ଏବଂ ଲେଡିଳ୍‌ ବ୍ଯାଗ୍‌ ଗାଡିରେ ଝୁଲୁଥିଲା।ରାସ୍ତାସାରା ରକ୍ତ ଛିଟ୍‌କା ପଡିରହିଥିଲା। ଆଖପାଖ ଲୋକଙ୍କକହିବା ଥିଲା ମହିଳା ଜଣକ ସ୍କୁଚିରେ ଯଉଥିଲେ। ଏହି ସମୟରେ ତାଙ୍କୁ କେହି ଗୁଳି ମାରି ସେହି ସ୍ଫ୍ଵାନରୁ ଖସି ପଳାଇ
ଥିଲା। ପୁଲିସ ତୁରନ୍ତ ମେଡିକାଲ ପହଞ୍ଚିଥିଲା। ଜାଣିବାକୁମିଳିଥିଲା ସେହି ମହିଳାଙ୍କର ମୃତ୍ୟୁ ହୋଇସାରିଛି । ହେଲେସେପର୍ଯ୍ୟନ୍ତ ମହିଳାକର ପରିଚୟ ହୋଇ ପରିନଥିଲା।ଘଟଣାମ୍ଦଳରୁ ମିଳିଥିବା ବ୍ୟାଗରୁ ମୃତକର ନୀ ସ୍ଲୁନୀତା ଏବଂସେ ବଥ୍ଵାନାର ଦାଦା ଭୟା ଗଳିରେ ରହୁଥିବା ମଞ୍ଜିତର ସ୍ତ୍ରୀବୋଲି ଜଣାଯାଇଥିଲା। ସୁନୀତା ଫିରୋଜପୁର ଗାଁର ସିନିୟରସେକେଣ୍ଡାରୀ ଗଲର୍ସ ସ୍କୁଲରେ ଚିଚର୍‌ ଥିଲା। ପରିଚୟମିଳିବା ପରେ ପୁଲିସ ସୁନୀତା ର  ଶଶୂର ଘରଲୋକଙ୍କୁ ସୂଚନାଦେଇଥିଲା। ଘରଲୋକଙ୍କ ସହିତ ମଞ୍ଜତ ମଧ୍ୟ ମେଡିକାଲପହଞ୍ଚିଥିଲା। ରାକେଶ କୁମାର ମଞ୍ଜିତକ୍କୁ ସୁନୀତାର ହତ୍ୟା ବିଷୟରେ ପଚାରିଥିଲା।
ସୁନୀତାର କାହା ସହିତ ଶତ୍ରୁତା ନଥିଲା। ସବୁଦିନ ପରି ସେଦିନ ମଧ୍ୟ ସେ ସକାଳ ୭ଟାରେନିଜ ସ୍କୂଚିରେ ସ୍କୁଲ ବାହାରିଥିଲା। ହେଲେ କିଏ ଗୁଳି ମାରିଦେଇଥିଲା ବୋଲି ମଞ୍ଜତ ରାକେଶ କୁମାରଙ୍କୁ କହିଥିଲା।

---ମଡେଲ ସହିତ ଥିଲା ଚକ୍କର
ପୁଲିସଠାରୁ ଘଟଣା ବିଷୟରେ ଖବର ପା  ଇସୁନୀତାର ମା ବାପା ଥାନା ବଞ୍ବାନା ପହଞ୍ଚିଥିଲେ ।ସେମାନେ ପୁଲିସକୁ କହିଥିଲେ ମଞ୍ଜିତ ଏବଂ ସ୍ଲନୀତା ଭିତରେ ଭଲ ସଂପର୍କ ନଥିଲା। କାରଣ ମଞ୍ଚିତର ମୁମ୍ବାଇରେ ଥିବା ଏକ ମଡେଲ ସହିତଚକ୍କର ଚାଲିଥିଲା। ପୁଲିସ ପାଇଁ ଏହି ସୂଚନାଗୁରୁତ୍ଵପୂର୍ଷ୍ଚ ଥିଲା। ପୁଲିସ ମଞ୍ଜିତଫୋନ୍‌ର କଲ୍‌ ଡିଟେଲ ମଗାଇଥିଲା|କଲ୍‌ ଡିଟେଲରୁ ଜଣାପଡିଥିଲାମଞ୍ଜିତ ଅଧୁକାଂଶ ସମୟ ମୁମ୍ବାଇରଏକ ନମ୍ବର ସହିତ କଥା ହେଉଥିଲାଯାହା ଥିଲା ଆଞ୍ଜେଲ ଗୁପ୍ତାର।ଆଞ୍ଜେଲ ଗୁପ୍ତା ଜଣେ ଜଣାଶୁଣା ମଡେଲ ଥିଲା। ରାକେଶ କୁମାରଏଥର ମଞ୍ଜତ ଭପରେ ସନ୍ଦେହ କରିବାକୁ ଲାଗିଥିଲେ। ସୁନୀତାର ହତ୍ୟା ବିଷୟରେ ଯେତେବେଳେ
ମଞ୍ଜିତକୁ ପଚରା ଯାଇଥିଲାସେ ଏପଟସେପଟ କଥା କହିଟଳିଦେବାକୁ ବସିଥିଲା। ହେଲେରାକେଶ କୁମାର ତାଂର ଚାଲାକିଳାଣିପାରିଥିଲେ। ପୁଲିସ ପ୍ରଶ୍ନରେ ବେଶି ସମୟ ମିଛ କହି ପାରିନଥିଲା କିଛିସମୟରେ ପରେ ସେ ନିଜେ ତା'ର ଅପରଧକୁ ସ୍ବୀକାରକରିଥିଲା। ଏହି ହତ୍ୟାକାଣ୍ଡରେ ସାମିଲ୍‌ ଥିବା ଲୋକଙ୍କ ନାଁ ପୁଲିସକୁ କହିଥିଲା। ସୁନୀତାର ହତ୍ୟା ମଞ୍ଜିତର ପ୍ରେମିକାଆଞ୍ଜେଲ ଗୁପ୍ତା ସହିତ ତା'ର ଧରମ ବାପା ରାଜୀବ ଗୁପ୍ତାର ମଧ୍ୟ ହାତ ଥିଲା।
ରାସ୍ତାର କଣ୍ଟା ଥିଲା ସୁନୀତା
ମଞ୍ଚିତ ଜମି କିଣାବିକା କାମ କରୁଥିଲା। ସୁନୀତା ସ୍ବାମୀଠାରୁ ଅଧ୍ଵକ ପାଠ ପଢିଥିଲା। ସେଥିପାଇଁ ତାଂକୁ ସିନିୟର
ସେକେଣ୍ଡାରୀ ଗଲର୍ସ ସ୍କୁଲରେ ଟିଚର୍‌ ଚାକିରି ମିଳିଯାଇଥିଲା।ଶାଶୂଘରୁ ସ୍କୁଲ ୨୦ କିଲୋମିଟର ଦୁର ଥିଲା। ଯିବାଆସିବା ପାଇଁ ସୁନୀତା ଗୋଟିଏ ସ୍କୁଟି କିଣିଥିଲା। ସୁନୀତା ତାଂର ଶାଶୂଘରେବହୁତ ଖିସି ଥିଲା। କିନ୍ତୁ ଦୁଇବର୍ଷପୂର୍ବରୁ ତାଂର ଖିସିରେ ଗ୍ରହଣଲାଗିବା ଆରମ୍ଭ ହୋଇଥିଲା। ଦିଲ୍ଲୀରଏକ ପାର୍ଟିରେ ମଞ୍ଚତ ସହିତ ଆଞ୍ଜେଲଗୁପ୍ତାର ଦେଖା ହୋଇଥିଲା। ଆଞ୍ଚେଲ ଗୁପ୍ତାଦେଖିବାକୁ ବହୁତ ସୁନ୍ଦର ଥିଲା। ହେଲେ ତାଂରଅସଲ ନାଁ ଥିଲା ଶଶିପ୍ରଭା। କିନ୍ତୁ ମଡେଲିଂ କ୍ଷେତ୍ରକୁ ଆସିବା ପରେ ସେ ତା'ର ନୀ ପରିବର୍ଭନ କରି ଆଞ୍ଜେଲଗ୍ଲପ୍ତା ରଖିଥିଲା। ମୁମ୍ବାଇ ଆସିବା ପାଇଁ ତାଂକୁ ତାଂର ଧରମ ବାପା ରାଳୀବ ଗୁପ୍ତା ବହୁତ ସାହାଯ୍ୟ କରିଥିଲେ । ଆଞ୍ଚେଲର ସୁନ୍ଦରତା ଦେଖ୍‌ ମଞ୍ଜିତ ଦିୱ୍ବନ ହୋଇଯାଇଥିଲା। ପାର୍ଟି ପରେ ଆଞ୍ଜେଲ ଏବଂ ମଞ୍ଜିତ ଫୋନ୍‌ରେ କଥାବାର୍ତା ଜାରି ରଖିଥିଲେ । ଧୀରେ ଧୀରେ ଆଞ୍ଜେଲ ମଧ୍ଧମଞ୍ଜିତକୁ ପସନ୍ଦ କରିବାକୁ ଲାଗିଥିଲା। ସେମାନଙ୍କ ସଂପର୍କଏମିତି ସ୍ଥିତିରେ ଆସି ପହଞ୍ଚିଥିଲା ସେମାନେ ବିବାହପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ମଞ୍ଚିତ ଜାଣିଥିଲା ସୁନୀତା ଠାରୁ ଅଲଗା ନହେବା ଯାଏ ସେ ଆଞ୍ଜେଲକୁ ବାହା ହୋଇାପରିବ ନାହିଁ ।

ସୁନୀତା ଜାଣିପାରିଥିଲା ସତ
ସୁନୀତା ସ୍ଵାମୀ ଉପରେ ଆଖି ବୂଜି ବିଶ୍ଵାସ କରୁଥିଲା।ସେ ବହୁଦିନ ପର୍ଯ୍ୟନ୍ତ ସ୍ବାମୀର ପ୍ରେମସଂପର୍କବିଷୟରେ ଅଳଣା ଥିଲା। ପରେ ମଞ୍ଜିତ ସୁନୀତାକ୍କୁ ମାନସିକ ଯନ୍ତ୍ରଣାଦେବା ଆରମ୍ଭ କରିଥିଲା। ହେଲେ ସେ
ବୁଝିପାରୁନଥିଲା ମଞ୍ଜିତ ହଠାତ୍‌ କାହିଁ କି ବଦଳି ଯାଇଥିଲା।ମଞ୍ଜିତ କାହା ସହି ତ ଫୋନ୍‌ରେ କଥାବାର୍ଭା ହେବାର ସୁ ନୀତା ଶୁଣିଥିଲା। କଥାବାର୍ତ୍ରଚା ଶୁଣିବା ପରେ ସେ ଜାଣିପାରିଥିଲାସ୍ବାମୀର କାହା ସହିତ ଚକ୍ସର ଚାଲିଛି। କିଛିଦିନ ପରେ ସୁ ନୀତା ଳାଣିପାରିଥିଲା ମୁମ୍ବାଇରେ ରହୁ ଥିବା ଜଣେ ମଡେଲ ସହିତ  ମଞ୍ଚଜତର ପ୍ରେମସଂପର୍କ ଅଛି। ହେଲେ ଯେତେବେଳେଏବିଷୟରେ ସୁନୀତା ମଞ୍ଚିତକୁ ପଚାରିଥିଲା ସେ ଅଲଗା ହେଇଯିବାକୁ କହିଥିଲା। ଯଦି ତା ମନରେ ଏମିତି କିଛି ସନ୍ଦେହ ଅଛି ତାଂଠାରୁ ଅଲଗା ହେଇଯାଭ। ସ୍ଲନୀତା ଏସବୁକଥା ନିଜ ମାଂବାପାଙ୍କୁ କହିଥିଲା। ସୁନୀତାର ମା ବାପାମଞ୍ଜିତକୁ ବହୁତ ବୁଝାଇଥିଲେ। ହେଲେ ମଞ୍ଜିତ ମଡେଲ ଆଞ୍ଜେଲ ପ୍ରେମରେ ଏମିତି ଅନ୍ଧ ଥିଲା ଯେ କାହା କଥା ଶୁଣିନଥିଲା। ଶେଷରେ ଦୁଇଘ୍ପର ଭିତରେ ଝଗଡ଼ା ସୃଷ୍ଟିହୋଇଥିଲା। ଆଞ୍ଜେଲ ମଧ୍ଧ ମଞ୍ଜିତକୁ ସ୍ପୀଠାରୁ ଅଲଗା ହୋଇଶୀଘ୍ର ବାହା ହେବା ପାଇଁ କହୁଥିଲା। ଏହି କଥା ସେ ତା'ର ଧରମ ବାପା ରାଜୀବକ୍କୁ କହିଥିଲା। ରାଜୀବ ବିଶ୍ଵାସ ଦେଇକହିଥିଲା ସେ ତାଂର ବାହାଘର ମଞ୍ଜତ ସହିତ କରିବାରେ ପୂରା ସାହଯ୍ୟ କରିବ।

ପ୍ରତିଶୋଧ ନେବାକୁ ଚାହୁଁ ଥିଲା
ଦିନେ ସ୍କନୀତା ଏବଂ ଆଞ୍ଜେଲ ଭିତରେ ଫୋନ୍‌ରେଖିବ୍‌ ଜୋର ଝଗଡ଼ା ହୋଇଥିଲା। ସୁ ନୀତା ରାଗିଯାଇ ଆଞ୍ଜେଲକୁ ବହୁତ କିଛି ଶୁଣାଇଥିଲା। ଆଞ୍ଜେଲତା'ର ପ୍ରତିଶୋଧ ନେବାକୁ ଚାହୁଁ ଥିଲା। ସେଥିପାଇଁ ସେ କଥାକୁ ବଢାଇଚଢାଇ ମଞ୍ଚିତକୁ କହିଥିଲା।ମଞ୍ଜିତକୁ କହିଥିଲା ଯଦି ସେ ତାଂକୁ ଚାହୁଁଛିସୁନୀତାଠାରୁ ଜଲଦି ଅଲଗା ହୋଇ ତାଂକୁ ବାହାହେଉ ନହେଲେ ଅପମାନର ପ୍ରତିଶୋଧ ନେଉ। ଏହି କଥା ଉପରେ ଆଞ୍ଜେଲ, ରାଜୀବ ଏବଂ ମଞ୍ଜତଭିତରେ ମିଟିଙ୍ଗ୍‌ ଚାଲିଲା। ଏହି ମିଚିଙ୍ଗରେ ରାଜୀବ ସୁନୀତାକ୍ୁ ରାସ୍ତାରୁ ହଟାଇବା ପାଇଁ
୧୦ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ କହିଥିଲା। ମଞ୍ଚିତ ଏଥିରେ ରାଜି ହୋଇ ଯାଇଥିଲା।ରାଜୀବ ଜାଣିଥିଲା ତାଂର ଡ୍ରାଇଭର ଦୀପକରକିଛି ବଦମାସ ପିଲାଙ୍କ ସହିତ ଚିହ୍ନା ପରିଚୟ ଅଛି ।ଦୀପକ ୧୯ଲକ୍ଷଟଙ୍କାରେ ସ୍କ ନୀତାକୁ ମାରିବା ପାଇଁରାଜି ହୋଇଯଇଥିଲା। ଦୀପକ କାଲ, ଧର୍ମେନ୍ଦ୍ର ଏବଂବିଶାଲ ସହିତ କଥା ହୋଇଥିଲା।
 କରଓୱ୍‌ାଚୌଥରେ ମୃତ୍ୟୁ ଉପହାର-


ଯୋଜନା ଅନୁସାରେ ୨୫ ଅକ୍ଟୋବରରେ ରାଜୀବ, ଦୀପକ,ଧର୍ମେହ୍ର, କାଲୁ ଏବଂ ବିଶାଲ ଦିଲ୍ଲୀ ପହଞ୍ଚିଥିଲେ। ହେଲେସେତେବେଳକୁ ସୁନୀତା ସ୍କୁଲ ପହଞ୍ଚିସାରିଥିଲା। ୨୭ ଅକ୍ଟୋବରକୁ କରଞ୍ବାର୍ଚୋଥ ଉତ୍ସବ ଥିଲା। ଗୋଟେ ପଟେମଞ୍ଜିତ ସୁନୀତାର ହତ୍ୟା ଯୋଜନା କରୁଥିବା ବେଳେ ଅନ୍ୟପଟେ ସୁ ନୀତା ସ୍ବାମୀର ଲମ୍ବା ଆୟୁ ଷ ପାଇଁ କରଞ୍ବାଚୌଥବ୍ରତ ରଖିଥିଲା। ଭଡାରେ ଯେଉଁ ବଦମାସ ଦିଲ୍ଲୀ ଆସିଥିଲେସେମାନେ ଷ୍ଟେସନ ପାଖରେ ଗୋଟିଏ ରୁମ୍‌ ଭଡା ନେଇରହିଥିଲେ। ୨୯ ଅକ୍ସଟ୍ରୋବରକୁ ରାଜୀବ ସୁ ଟରଙ୍କୁ କାର୍‌ରେ ବଞ୍ଝାନା ନେଇ ଯାଇଥିଲା। ସୁନୀତା ଯେମିତି ଏଥର ନବଞ୍ଚିଯାଏ ସେଥିପାଇଁ ତିନିଳଣ ସୁଟର ପୂର୍ବରୁ ପୋଜିସନ ନେଇ ଠିଆ ହୋଇ ରହିଥିଲେ । ସକାଳ ୭ଟା ପାଖାପାଖି ସୁ ନୀତା ସ୍କୁଟିରେ ଯେମିତି ସ୍କୁଲ ପାଇଁ ବାହାରିଛି ମଞ୍ଜିତ ସ୍ଲୁଟରକୁ ମିସଡ୍‌କଲ୍‌ରେ ଇସାରା କରିଥିଲା। ଗୁଳି ବାଜିବା ପରେ ସୁନୀତା ସକୁଟିରୁଗଳି ପଡିଥିଲା। ସେହି ସମୟରେ ଯାଉଥିବା କିଛି ଲୋକସୁନୀତାକୁ ଉଠାଇ ମେଡିକାଲ ନେଇ ଯାଇଥିଲେ। ପୁଲିସ ଏହିହତ୍ୟାକାଣ୍ଡରେ ସାମିଲ ଥିବା ସମସ୍ତ ଅପରାଧୀକୁ ଗିରଫ କରି ଜେଲ ପଠାଇ ଦେଇଥିଲା।

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...