Monday, 18 December 2017

ମାୟାଜାଲ

ତନୁ କୁ  ଯେତେବେଳେ ଏଗାର ବର୍ଷ, ତା’ ମ!’ମରିଗଲେ! ବାପା ଖ୍ୟାମ ସିଂ ରାଠୋର ପୁନ ବିବାହ  କଲେ ନାହିଁ! ଓଲଟି ଝିଅ ପାଇଁ ସମୟଦେଲେ! ସେ ତନୁ କୁ   ନେଇ ତାଙ୍କର ଶାଲି  ତଥାତନୁର ମାଉସ! ଅନାତା ବେବୀଙ୍କ ହାତରେ ସମପି ଦେଲେ ! ଅନୀତା ଦ୍ଦେବୀ ଇନ୍ଦୋରର କୌଶଲ୍ୟାପୁର ଅଞ୍ଚଳରେ ରହୁ ଥିଲେ ! ସେ ତନ୍ତୁକୁ ନିଜ ଝିଅ ପରି ପାଳିଲେ!

ସମୟ ଗଡ଼ି ଚାଲିଲା! ଧୀରେଧୀରେ ତନୁଯୌବନରେ ପହଞ୍ଚାଲା  ପରେ ସବୁ ଝିଅଙ୍କ ପରି ଗୋଟେ ଜୀବନସାଥୀର ସ୍ବପ୍ନ ଦେଖିଲା  ! ତନୁଦୃଷ୍ଟି ରେ ତା’ ଜୀବନସାଥୀ ଜଣେ ଗୁତ୍ ଲୁକି  ହୋଇଥିବା ! ସେତିକି ନୁହେଁ ’ ସମାଜରେ ତାର କିଛି ପତିଆରା ଥିବା ! ଏଭଳି ସ୍ୱପ ଦ୍ଦେଖୁ ଥିବା  ତନୁ ଦି ନେ ଚନ୍ଦନ ରାଜୋରିଆ ସଂସର୍ଗରେ ଆସିଲା ! ଚନ୍ଦନ ରାଜୋରିଆ କୌଶଲ୍ୟାପୁର ଅଞ୍ଚଳର ଜଣେ ଯୁବ କଂଗ୍ରେସ ନେତା ଥିଲେ ! ଚନ୍ଦନ ପାଖକୁ  ତନୁ ଯିବାଆସିବ! କରିବାରେଲାଗିଲା! ଖୁବ୍ କମ ଦିନ ମଧ୍ୟ ରେ ସେମାନଙ୍କ ଭିତରେ ଏକ ସମ୍ପର୍କ ଗଢ଼ି ଉଠିଲା! ସେତେବେଳେ ଗ୍ରାଜୁ ଏଶନ  ର ଛାତ୍ରୀ ଥିଲା  ତନୁ! ଆରମ୍ଭ ହେଲ! ଜଣେ ଯୁବ ରାଜନେତା  ଓ କଲେଜ ଛାତ୍ରୀର ପ୍ରେମ କାହାଣୀ ଧୀରେଧୀରେ ଏହି ପ୍ରେମ କାହାଣୀ ରାଟୋରିଆଭବନର ଚାରିକାନ୍ଥ ଭିତରୁ ବାହାରକୁ ଆସିଲା! ସମୟକ୍ରମେ ଅନିତା ! ଦେବୀଙ୍କ କାନରେ ପଡ଼ିଲା ଏକଥା ! ସେ ତନୁକୁଡାକି ତାଗିବା କଲେ! କହିଲେ-ଚନ୍ଦନ ତା ପାଇଁ ଆବୌ ଉପଯୁକ୍ତ ନୁହେଁ ! ରାଜନୀତି କଚ୍ଛଥିବା  ଲୋକମାନେ ମିଛ ସ୍ଵପ ଦେଖାନ୍ତି ! ପରେ ସେହି ସ୍ବପ୍ନ  ଶେଷରେ ସର୍ବନାଶ  କରେ! ତେଣୁ ସେ ଚନ୍ଦନଠୁ ନିଜକୁ   ଦୂରେ ଇ ରଖୁ!

ମାଉସୀର କଥା ପ୍ରେମରେ ଉବୁ ଟୁଁବୁ ତନୁ ପାଇ ଶ୍ରୁତି କଟୁ ହୋଇଥିଲା ! ପୂର୍ବପରି ସେ ଚନ୍ଦନ ସହିତ ମିଳାମିଶା ଜାରି ଉଖ୍ ଲା! ଅନୀତା ଦେବୀ  ଭିଣୋଇ ଖ୍ୟାମ ସିଂ ରାପୋରଙ୍କ ସହିତ କଥାହେଲେ ଆଉ ତନୁ ର ବାହାଘର କରିଦେବାକୁ ପରାମର୍ଶ ବେଲେ!ତନୁ ତ ପ୍ରଥମେ ଅମଙ୍ଗ ହେଉଥିଲା ! ହେଲେବାପାଙ୍କ ଚାପରେ ସେ ଦେବା°ଶକୁ   ବାହାଦ୍ଦେବାକୁ ରାଜି ହୋଇଗଲା!
 ଅହମଦାବାଦର ଦେକାଂଶ ଜଣେ ବିଜେ  ନେସମ୍ୟାନ୍ ଥିଲା !ବାଧ୍ୟ ବାଧକତାରେ  ଦେବାଂଶ  କୁ  ବାହାହେଲା ତନୁ!ହେଲେ ସେ ଚନ୍ଦନ ସହିତ ସମ୍ପର୍କ କାଟି ଲା ନାହିଁ! ସେ ଚନ୍ଦନକୁ  ନିୟମିତ ଫୋନ୍ କରୁ ଥିଲା    ଆଉ କହୁଥିଲା :‘ବେକାଂଶ ମୋ’ ଦେହଟାକୁ ବାହ! ହେଇଛି! ହେଲେ ମନରେ ମୁଁଏବେ ବି ତୁମର ହେଇ ଅଛି! ମୋତେ ଦୟା ଲାଗୁଛି  ଦେବାଂଶ   ଉପରେ! ଏଇଥ୍ ପାଇଁ ଯେ, ସେ ପ୍ରତିଦିନ ତୁମ ଅଇଁଠା ଖାଇ ନିଃଯାକୁ  ଭାଗ୍ୟବାନ ଟୋଲି ଭାବୁଛି! ବୋକା  ଦେକାଂଶ ଜାଣିନାହିଁ ଯେ,ସେ ଯୋଉ ଦେହଟାକୁ   ମହାପ୍ରସାଦ ଟୋଲି ଭାବୁଛି ସେଇ ବେହଟାକୁ  କେହି ଜଣେ ତା’ ବହୁ ପୂର୍ବରୁ ଭୋଗ କରିସାରିଛି!’
      ଏମିତି ଭାବରେ ଦେହରେ ଦେବା°ଶର’ଆଉ ମନରେ  ଚନ୍ଦନର ହୋଇ ଜୀବନ ଚଞ୍ଜୁଥିବା  ତନୁ ଦିନେ  ଗର୍ଭବତୀ ହେଲା! ସେ ଜିଦ୍ ଧଚୁଥିଲା  ଗର୍ଭ ରଖ୍ ବନିକି  ଦେବାଂଶ  ର ପିଲାକୁ  ଜନ୍ମ  ଦବନି! ସେ ଯଦି ମା’ ହେବ’ ତା’ହେଲେ ଚନ୍ଦନ ପିଲାର ମା’ହେବ ମାତ୍ର ସେମିତି କରିପାରିଲାନି ତନୁ! ଡାକ୍ତରଖାନାରେ ସେ ଏକ କନ୍ୟା ସନ୍ତାନ ଜନ୍ମ କଲା ! ସେଇ ଡାକ୍ତରଖାନା ବେଡ଼ ରେ  ଶୋଇତନୂ ଫୋନ କଲା ଚନ୍ଦନକୁ! କହିଲା: ‘ମୁଁ ଏବେଗୋଟେ ଝିଅ ଜନ୍ମ କରିଛି ! ହେଲେ ସେଇଟାକୁ ମୋର ଅନେଇବାକୁ ଚି ଇଚ୍ଛାହଉନି! ଯଦି ଏଇ ଝିଅରବାପ ତମେ ହେଇଥାନ୍ତ ନା ତା’ହେଲେ ଖୁସିରେମୋ’ ପାଦ ତଳେ ଲାଗୁ ନ ଥାଆନ୍ତା! ମୁଁ ଏବେଖୁସିର ସପ୍ତମ ସ୍ୱର୍ଗରେ ଥାଆନ୍ତି  ଚନ୍ଦନ କହିଲା: ‘ତୁମେ କାହା ଛୁଆର ମା’ ହେଇଛ ସେଥ୍ରେ ମୋର କୌଣସି ଯାଏଆସେ ନାହିଁ! ମୁଁଏବେବି ତୁମକୁ ଚାହେଁ ତୁମେ ସେହି ବେପାରୀକୁ   ଛାଡି ! ମୋତେ ବାହାହେଇଯାଅ !’ତନୂ ବି ଠିକ୍ ସେଇକଥା ଚାହୁଁଥିଲା  ! ସେ ଚାହୁଁଥିଲା  ଯେମିତି ହେଉ  ଦେବାଂଶ  କୁ   ଡିଭୋର୍ସ ଦବ ଆଉ ତା’ ପ୍ରେମର ସ୍ଵର୍ଗକୁ  ପେ'ରିଆସିବ
        ସେଥିଲା ଗି ସେ ଦ୍ଦେକାଂଶ ସହିତ କଳିତକରାଳଆରମ୍ଭ କରିଦେଲା! ଯେତେ ତଳକୁ ଜଣେ ଯାଇପାରିବ’ ସେ ସେତେ ତଳକୁ ଖସିଗଲା! ସ୍ତ୍ରୀ ର ଏପରି ଆଚରଣରେ ଖୁଦ୍ କଷ୍ଟ ପାଇଲା  ଦେବାଂଶ  !ସେ ଜାଣିବାକୁ ଚାହିଁଲା ଯେ, କ’ଣ ପାଇଁ ତନୁ ଏମିତିହେଉଛି! ଆଉ କାରଣ ଖୋଜି ପାଇଲା, ତନୁ ଡାକୁ ନୁହେଁ ; ତା ପ୍ରେମିକକୁ   ଚାହେଁ! ଦେବାଂଶ   ଥିଲା  ଜଣେ ବୁଝିବାର ମଣିଷ! ପୁଣି ସେ ଥିଲା  ଜଣେ ସଫଳ ବିଦ୍ଜେସ୍ମ୍ୟାନ୍! ସେ ଜାଣିଥିଲା ’ ଯେଉଁ ବିଜ଼ନେସ ରେ  ଲାଭ ନାହିଁ ତାକୁ ବ୍ରରନ୍ତ ଛାଡ଼ିଦେବା ଉଚିତ! ଏବେତନୁକୁ ସେ ଜବ ରଦସ୍ତ ରକହିବା  ତା’ ପାଇଁ କ୍ଷତି ନୁହେଁ ଦିନେ  ସର୍ବନାଶ ଡାକି ଆଃ ଣିବ! ତେଣୁ ସେ ତୁରନ୍ତ ତରେଡିଭୋର୍ସ ଦେଇଦେଲା! ଚନ୍ଦନ ପାଖକୁ ଫେରିଆସିଲା ତନୁ! ସେମାନେ ଏକ ମନ୍ଦିରରେ ବାହା ହେଇଗଲେ
           ସ୍ଵପ ଆଉ ବାସ୍ତବତା ମଧ୍ୟ ରେ ଏକ ବିରାଟ ପ୍ରାଚୀର ଥାଏ ସେକଥା ଚନ୍ଦନକୁ ବାହାହେବା ପରେ ବୁଝିଲା ତନୁ! ଜାଣିଲ! ଯେ, ପ୍ରେମିକ ହେବା ପାଇଁ ଚନ୍ଦନ ଠିକ୍!ହେଲେ ଏକ ହଜେ ବ୍ୟାଣ୍ଡ   ମ୍ୟାଟେରିଆଲ ଭାବରେ ସେ ଚିଲ୍ ଳୁଲ ଜିରୋ! ତେଣୁସେ ଚନ୍ଦନ ନିକଟରେ ବେଶୀଵିନ ସ୍ତ୍ର1 ହେଇ ରହିବାକୁ ଚାହିଁଲା ନାହିଁ! ଚନ୍ଦନ ବି ଚୂଝିଯାଇଥିଲା ! ବେହସୂଖ ବବାକୁ ତନୁଠିକ,ହେଲେସେ ସ୍ତ୍ରୀ ହେବାକୁ ଯୋଗ୍ୟ! ନୁହେଁ ! ତେଣୁ ସେମାନେ କଥାବାର୍ଭ! ହେଇ ପରସରଠୁ ଦୂରେଇ ଯିବାକୁ ନିଷ୍ପତି  ନେଲେ! ତେବେ କଥ! ଛିଡି଼ଲା ’ ଚନ୍ଦନ ବାହାହେବା ଯାଏ ତନୁ ତା’ ଘରେ ରହିବ ! ବାହାଘର ପରେ ତନୁଏକ ଭଡ଼ାଘରେ ରହିବ ! ଘରଭଡ଼ା ସହ ତା’ର ଚଳିବା ଦାୟିତ୍ଵ ନବ ଚନ୍ଦନ! ଆଉ ତନୁ ତାକୁ ସବୁ ବେ ଳେ ଦ୍ଦେହସୂଖ ଯୋଗେଇଦବ! ଏମିତି ପାରସ୍ପରିକ  ଶଳା ସୁତୁରା କରିବାରେ ମୂଖ୍ୟ ଭୁମିକା ଗ୍ରହଣ କରି ଥିଲେ  ଚନ୍ଦନରମା’ ତଥ! ତନୁର  ଶାଶୂ ରାଚ୍ଚକୁ  ମାରୀ ଦେବୀ! କିଛିଦିନ ପରେ ଚନ୍ଦନର ବାହାଘର ଠିକ୍ ହେ ଲା ! ଝିଅ ଦେଖ୍ ବାଠୁ , ବରଯାତ୍ରୀ ଯିବା ପୁଣି ବନ୍ଦନଳୁବଉଠି ରାତିକୁ ପଠେଇବା ଭଳି ସବୁ କାମ ବୁଝିଲା  ତନୁ! ସେତେବେଳେ ରାଜକୁମାରୀ ଅନ୍ୟମାନକୁ   ଚି଼ନେହିଁ  ତା’ର ପରିଚୟ ବେଇ ଥିଲେ  ତନୁ  ହେଉଛି ଚନ୍ଦନ ର  ଦୂର ସମ୍ପର୍ଜାୟା ମାଉସୀ ଝିଅଭଉଣୀ !ଏଥ୍ ରେ  ତନୁ ଦୁଃଖ କରିବା ପରିବ୍ରତେ  ଖୁସିରେ ହଁ ମାଗୁଥିଲା  ଭଡ଼ାଘରକୁ   ଚାଲିଆସିଲୀ ତନୁ! ହେଲେ ପୂର୍ବପରି ଦୈହିକ ସମ୍ପର୍କରହିଲା ଚନ୍ଦନସହିତା ଚନ୍ଦନ ଚ୍ଚାଣିଥିଲା  ତନୂ ଭଳି ତାକୁ ଆଉ କେହି ଦେହସୁଖ ଦେଇପାରିବ ନାହିଁ’

        ବାସ୍ତବରେ ଚନ୍ଦନ ରାଜନୀତି ନାମରେ ଦେହବ୍ୟବସାୟ କରୁ ଥିଲା  !ତା’ର ପାର୍ଟନର ଥିଲା  ମହିମଶର୍ମ! ମହିମ ଶର୍ମା ନିଚ୍ଚଜୁଜଣେ ଗଣମାଧ୍ୟ ମ ପ୍ରତିନିଧି ବୋ ଲିପରିଚୟ ଦଉଥିଲା ! ସେମାନେ ଗୋଟେ ଝିଅ ଗାଙ୍ଗ  ରଖ୍ ଥି  ଲେ’ ଯେଉଁମାନେ ପଇସା  ଥିବା  ଲୋକକୁ   ଫେସ୍ ବୁକ୍ ଟ ଦ୍ୱାବୃ ଆପ ଜରିଆରେ ଫସାଉ ଥିଲେ ! ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁ ଥିଲେ ! ସେହି ସମୟର ଭି.ଡି.ଓ    ପ୍ରସ୍ତୁତ କରି ଚନ୍ଦନ ଓ ମହିମଶର୍ମା ସମ୍ପୂକ୍ତ -- ଲୋକମାନକୁ ବ୍ଲାକମେଲ କରୁ   ଥିଲେ  ଓ ସେମାନଙ୍କଠୁମୋଟ! ଅକର ଅର୍ଥ ଝଡ଼ାଉ ଥିଲେ ! ତେବେ ସେଥ୍ରେ ସେମାନଙ୍କର ବେଶୀ ଲାଭ ହେଉ ନ ଥିଲା ! କାରଣ ବେହଜୀବୀମାନକୁ   ସେଥିଲା ଗି ଅଧାଭାଗ ଦେବାକୁପଦୁ ଥିଲା  ! ଦିନେ ମହିମ ଶର୍ମା କହିଲା: ତନୁତ ଡୋ’ ପାଇଁ ଗୋଟେ ବେସ୍ୟା  ପରି !ତୁ ଗୋଟେ ବେଶ୍ୟ!କୁ  ପୋଷ୍ଣଛୁ! ଯଦି ଆମେ ତାକୁ କାମରେ ଲଗେଇଦବାତା’ହେଲେ ସବୁତକ ଲାଭ ଆମରୀ ଚନ୍ଦନକୁ  ଏକଥ! ଠିକ୍ ଲାରିଲା ! ତେବେ ତନୂକୁ  ରାଜିକରେଇବା ତା’ ପାଇଁ ସହଜ ନ ଥିଲା  ! ମହିମ କହିଲା, ସେ ଦାୟିତ୍ଵ ତୂ ମୋ’ ଉପରେ ଛାଡି଼ଦେ
       ବାସ୍ତବରେ ସେତେବେଳକୁ ମହିମ ତନୁ କୁ   ତା’ ପ୍ରେମରେ ପକେଇ ଦେଇଥିଲା !ମହିମ କଥା କହିବାରେ ଥିଲା ଓସ୍ତାଦ! ଆଉ ମିଠା କଥା କହୁଥିବା ପୁଅକୁ  ପ୍ରେମ କରିବାରେ ତନୁଥିଲା ଜଣେ ନମ୍ବର ୱାନ୍ ଖ୍ ଲାଡି଼! ସେମହିମ ସହିତ ଶାରୀରିକ ସମ୍ପର୍କମଧ୍ୟ  ସ୍ଥାପନ କରିସାରିଥିଲା !ଦିନେ ଯୋଜନା  ଅନୁଯାୟୀ, ସେ ତନୁସହ ଶାରୀରିକ ସମ୍ପର୍କ ସ୍ଥାପନକଲା! ଆଉ ସେହି ଦୃଶ୍ୟକୁ  ଭିଡିଓ କରିଦେଲା ଚନ୍ଦନା କହିଲା: ଯଦି ତନୁ ଡା’ଭ୍ୟାଙ୍ଗରେ ସାମିଲ୍ ନ ହେବ ଆଉ ତା’ ଅନୁଯାୟୀ କାମ ନ କରିବ ସେ ଏହାକୁ  ଇଣ୍ଟେର୍ନେଟ ରେ  ଛାଡ଼ିଦବା

        ତନୁ ମୁଣ୍ଡରେ ବକ୍ର ପଡ଼ିଲା!ସେ ତା’ ଭୁଲ କୁ ବୁ ଝିପାରିଲା’ଚନ୍ଦନ ତା’ ପାଇଁ ପ୍ରେମ ନୁହେଁ; ଥିଲା  ଗୋଟେ ମାୟାଜାଲ! ସେହି ଜାଲରେ ସେ ଛହିହେଇ ନିଜର ସର୍ଚନାଶ କରିସାରିଛି! ବାପା କିମ୍ବା ମାଉସୀ କଥା ଶୁଣିନାହିଁ! ଦେକାଂଶଭଳି ସ୍ବାମୀ ସହିତ ବିଶ୍ଵାସଘାତକତା କରିଛି! ପଛକୁ ଫେରିବାର ସବୁ ରାସ୍ତାବନ୍ଦୀ ଏବେତା’ର ଗୋତିଏ ରାସ୍ତା - ପ୍ରଷ୍ଠିଚ୍ୟୁସନ୍! ଚନ୍ଦନ ବି ତାକୁ ଗୋକ୍ ଠୋକ୍ ଜଣେଇଦେଲ! ଯେ, ସେ ତା’ର ସ୍ତ୍ର1 ନୁହେଁ ତା ପାଇଁ ସେ ଗୋଟେ ମାମୁଲି ବେଖ୍ୟା! ଆଉ ସେ ଅଧ୍ କ ଦିନ ଗୋଟେ ବେସ୍ୟା କୁ  ପୋଷି ପାରିବ ନାହିଁ ହାରିବାର ଝିଅ ନଥିଲା  ତନୁ’ ଭାବିଲ” ଯାହା ପାଇଁତା’ର ସର୍ବନାଶ ହେଇଛି, ଯିଏ ତା’ ଆଖ୍ ରେ ମାୟାଜାଲ ଦେଢ଼େଇ ତାକୁ ଅନ୍ଧଗଳି ଭିତରକୁ ଟାଣିନେଇଛି ତାକୁ ସେ ଛାଡ଼ିବନି’ ପୋଲିସ୍ ରେ   ଦବା ତା’ରାଜନୈତିକ କ୍ୟାରିଅର କୁ    ବରବାବ କରିଦବା ହେଲେସେତେବେଳକୁ ଅନେକ ଡେରି ହୋଇ ସାରିଥିଲା !ପୋଲିସ୍ ପାଖକୁ ଯିବାର ଧମକ ଶୁଣି ହସିଲେ ଚନ୍ଦନଓ ମହିମା ସେହି ଘର ଭିତରେ ତା’ର ତଂଟି ଚିପି ମାରିଦେଲେ ! ସେତିକି ନୁହେଁ , ତା’ ଶବକୁ  ଖଣ୍ଡଖଣ୍ଡ କରି ନର୍ମଦା ନଦୀକୁ ଫୋପାଡ଼ିଦ୍ଦେଲେ! ଅବଶ୍ୟ ପୋଲିସ୍ ହାତରେ ଧରାପଡ଼ିଲେ ଚନ୍ଦନ ଏବଂ ମହିମା ହେଲେ ସେକଥା ଦେଖ୍ ବାକୁ ତନୁ ଜୀବି ତ ନ ଥିଲା

Monday, 11 December 2017

ଆଇ ଲଭ ୟୁ! ରେ ଷ୍ଟ ଇନ୍ ପିସ୍



ଜଣେ ଖୁସିବାସିଆ ଝିଅ ଥିଲା ତନୁଜା! ସେ ତାରବାପାମଙ୍କ ସହିତ ଗୋଆର ମାଧଗାଁରେ ରହୂଥିଲା! ତନୁଜ! ଦେଖି  ବାକୁ ଥିଲା ଭାରି ସୁନ୍ଦରୀ!ଠିକ୍ ‘ମୈନେ ଯ୍ୟାର କିୟା ଫିଲ୍ମର ନାୟିକା ଭାଗ୍ୟଶ୍ରୀ ଭଳି! ସେଥିଲାଗି ତାକୁ ସମସ୍ତେ ଭାଗ୍ୟଶ୍ର! ବୋଲି ତାକୁଥିଲେ! ଆଉ ତାହାକୁ ନେଇ ବି ସେ ବେଶ୍ ଖୁସି ଥିଲା ! ଯାହାକୁ ବେଖୁଥିଲା ହସି ଦେଉ ଥିଲା ! ଆଉ ତାର ମିଠାକଆରେ ନିଜ ର କରି ନଉଥିଲା ତନୁଜ! ସବୁବେଳେ ପଢିଟିଉ ଥିଁକିଙ୍ଗ ରେ ବିଶ୍ବାସ କଚୂଥିଲା! ତାର ପୁନର୍ଜନଃର ବିଶ୍ବାସ ନ ଥିଲା! ତା ପାଇଁ ଦର୍ଶନ ଥିଲା- ତୁମକୁ ଗୋଟିଏ ଜନ୍ମ ମିଳିଛି! ବାସ୍, ସେଇ କନ୍ମଟିକୁ ତୁମେ  ହସଖୁସିରେ ବିତେରବିଅ ଏତେ ଦୁଃଖ, କଳି ତକରାଳ କଣ ପାଇଁ? ଏହି କାରଣ ୟୋଗୁ ତନୁଜାକୁ ମଧ୍ୟ  ସମସ୍ତେ ଭଲପାଉଥିଲେ! ସମ6ସ୍ତ ଆଦର କଚୁଥିଲେ

        ତନୁକାକୁ ଯେତେବେଳେ ପଚିଶ ବର୍ଷ ସେତେବେଳେ ତା ଜୀବନକୁ ଆସିଲା ଆତିସ୍! ବାସ୍ତବିକ ଆତିସ୍ ଓ ତନୁଜାର ସାକ୍ଷାତ୍ ହିନ୍ଦି ଫିଲ୍ମର ଏକ ରୋମାଶ୍ଚିକ୍ ସିକେନ୍ସ ଠାରୁ କିଛି କମ୍ ନ ଥିଲା!ସତେଇଶ ବର୍ଷ ବୟସ. ଆତିସ୍ ଓରଫ ଆତିସ୍ ଉଲ୍ଲାସ ଥିଲା ସେର ଗୋଆର କଣେ ଯୁବକ! ସେ ମ୍ୟାତ୍ରିକ୍ ପାସ୍ ମଧ୍ୟ  କରି ନ ଥିଲା! ପ୍ରଥମେ ଜଣେ ନ୍ୟାଟର୍ର ଭାବରେ କାମ କରୁଥିଲା ! କାମ ଶିଖ୍ଗଲୀ ପରେ ସେ ନିଜର ଏକ କ୍ୟା ଟେରିଂ ଏଜେନସି ଆରମ୍ଭ କରିଦେଲା

      ଆଗକୁ ଥାଏ ଦଶହରା ! ଗୋଆରେ ହୋଲି, ଦଶହରା, କ୍ରୀସମାସ ଆଦି ପର୍ବ ସବୁକୁ ଖୁବ୍ ଧୁମଧାମରେ ପାଳନ କରାଯାଇଥାଏ ! ପ୍ରତ୍ୟେକେ ନିଜ ପାଇଁ ନୁଆଲୁଗା କିଣିଥାନ୍ତି ! ଦଶହରା ଆଉ ଚାରିଦିନ ବାକି ଥାଏ ! ଆତିସ୍ ନିଜ ପାଇଁ କିଛି ଶାର୍ଟଯ୍ୟାଣ୍ଟ କିଣିବାକୁ ଏକ ବଡ଼ ଲୁଗା ଦୋକାନକୁ ଯାଇଥାଏ!ଦୋକାନରେ ଅନେକ ଭିଡ଼ ଲାଗିଥାଏ ! ଉଭୟ ପୁରୁଷ ଓ ମହିଳ! ସେଠାରେ ଭିଡ଼ ଜମେଇଥାନ୍ତି ! ସେଇଠି ଆତିସ୍ ପ୍ରଥମେ ତନୁଜାକୁ ବେଖି  ଲା ! ଡାକୁ ଲାଗିଲା, ଏଠି ଯେତେ ସ୍ତ୍ରୀ ଲୋକ ଓ ଯୁବତୀ ଅଛନ୍ତି ସମପ୍ରେ ଯଦି ତାରା ହୂଅନ୍ତି  ତାହେଲେ ତନୁଜ! ହିଁ ଦ୍ଦେଉଛି ଜହ୍ନ!ସେ ଠିକ୍ ଜହ୍ନ ଭଳି ଝଟକୁ ଥିଲା ! ପରେପରେ ଆତିସ୍ ତାର ମୁହଁ ଫେରେଇ ଆଣିଲା ! ଭାବିଲା, ଗୋଆ ତ ସୌନ୍ଦର୍ଯ୍ୟର ସହର ! ଏଠି ସୁନ୍ଦରୀମାନକୁ ଦେଖି  ନିଜ ସମୟ ଅପଚୟ କରିବା ବୃଥା! ସେ ନିଜ କାମରେ ମନଦେଲା ! ଦୋକାନୀକୁ ନିକ ସାଇକ୍ ର ଦୁଇଟି ଜିନ୍ସ ଦେଖେଇବାକୁକହିଲା ! ଦୋକାନୀ ଭିନ୍ନଭିନ୍ନ କଲର୍ର ଏକାଧ୍ କ ଢିନ୍ସ ଆଣି ଖେଜେଏ ଦେଲା ! ଆତିସ୍ ସାମ୍ବାରେ! ଆତିସ୍ ର କାମ ସେଥ୍ ମଧ୍ୟ ରୁ ଦୁଇଟା ଚୁକ୍ କରିବା! ସେ ସେଇ କାମ କରୁଥିଲା! ଏତିକିବେଳେ ତାକୁ କେହିଜଣେ କହିଲା:  ଏସକ୍ୟୁଜ଼   ମି!

ଆବିସ୍ ଏକ ସୁନ୍ଦର ନାରୀକଣ୍ଠ ଶୁଣି ବୁଲି ଦେଖି  ଲା ତ ତାର ଖୁବ୍ ପାଖରେ ଠିଆ ହୋଇଛି ତନୁତା! ସେ ଦୁରରୁ ସିନା ତନୁଚ୍ଚାକୁ ଦ୍ଦେଖି  ଥିଲା ; ହେଲେ ଏତେ ପାଖରୁ ଦେଖି  ନ ଥିଲା! ତେଣୁ ସେ ଆଖି  ଫେରେଇ ପାରିଲାନି! ତନୁଜ! ଖାଲି ସୁନ୍ଦରୀ ନ ଥିଲା!ଥିଲା ସୂନ୍ଦର1ଙ୍କର ସୂନ୍ଦର1!ଏଥର ତନୁଜ! ମୁହଁ ଖୋଲିଲା! କହିଲା: ଆକ୍ଚୂଆଲୀ ମୋର ଗୋଟେ ଦ୍ଦେଲ୍ମ ଦରକାର! ଆପଣ ଟିକେ ହେଲ୍ମ କରିବେ? ମୁଣ୍ଡ ଟୁଚ୍ଚାରିଲା ଆତିସ୍! ତନୁତା କହିଲା: ମୋତେ ଚାରିଟା ତ୍ରେସ୍ ଭଲଲାଗିଛି! ମୋର କିନ୍ତୁ ଦୁଇଟା ଦରକାର! ମୁଁ ବୁଝିପାରୁନି କୋଉ ଦୁଇଟ! ନେବି! ଆପଣ ଟିକେ ମେ! ପାଇଁ ତ୍ରେସ୍ ଚୁକ୍ କରିଦେବେ!
ଚମକି ପଡ଼ିଲା ଆବିସ୍! କହିଲା: ମ୍ୟାଡାମ୍,ଚେଁଗିଙ୍ଗ ରୁମ  କୁ ଯାଇ ତ୍ରେସ୍ ପିନ୍ଧନ୍ତୁ! ଯୋଉଟା ବେଶି ଭଲ ଲାଗିବ ସେଇଟାକୁ ନେବେ ! ତନୁଜ! କହିଲା: ମୁଁ ସେମିତି କରିସାରିଲିଣି! ହେଲେ ମୋତେ ସବୁ ଭଲ ଲାଗୁଛି! ଆତିସ୍ କହିଲା: ଗୋଟେ କାମ କରନ୍ତୁ! ବିକୁଥିବା  ମ୍ୟାଢାମ୍ ଙ୍ଗୁ ପଚାରନ୍ତୁ! ସେ କହିଦେବେ!
ତନୁଜା କହିଲା- ଆପଣ ଜଣେ ବୁକୁ! ଆଗେ ସେ ବିକୁଛନ୍ତି  ପର! ! ସେ କେମିତି ବାଛିବେ ! ତାଛଡ଼ା ମେ! ପାଇଁ ଟ୍ରେସ୍ ବାଛିନ୍ଦେବାରେ ଆପଣଙ୍କର ଅସୁବିଧା କଣ ଯେ ? ଆତିସ୍ ଏଥର ମୁଣ୍ଡ କୁଣ୍ଡେଇ କହିଲା: ସତକଥା ହେଉଛି ମୋର ନା ପ୍ରେମିକା ଅଛଚ୍ଚି ନା ମୁଁ ବାହା ହେଇଛି! ଏମିତିକି ମୋର ଭଉଣୀ ବି ନାହାନ୍ତି ତେଣୁ ଲେତିକ୍ ତ୍ରେସ୍ ଚୁକ୍ କରିବାରେ ମୁଁପୂରା ଜିରୋ ତନୁଳ! ଆଖୀ  ନବେଇ କହିଲା: ଓ8 ମିଷ୍ଟର! ଜାଣନ୍ତି  ବେଳେବେଳେ ଜିରୋମାନେ ବି ହିଗୋଙ୍କ ଠୁ ବେଶି ଭଲ କରନ୍ତି !

ଶେଷରେ ତନୁଜା ଜିଦ୍ ରେ ହାର ମାନୋ ଆତିସ୍!ଆଉ ତା ପାଇଁ ଦୁଇଟା ତ୍ରେସ୍ ଚୂଜ଼  କରିଦେଲା ! ଆତିସ୍ ଚୁକ୍ କରିଥିବା  ତ୍ରେସ୍ ଦୂଇଟାକୁ ଦେଖି  ଖୁସିରେ କୁରୁଳି ଉଠିଲା ତନୁଜ! ! କହିଲା, ମାଇଁ ଗଡା଼ ମୁଁବିଏଇ ଦୁଇଟା ଚୁକ୍ କରିଥିଲି ! ଏଇ ଦୁଇଟା ମୁଁଦୀପାବଲି ରେ  ପିଛିବି ଆଉ ଦେଖି  ବି  ତୁମର ମଙ୍ଗଳ ପାଇଁ ଠାକୁରଙ୍କ ନିକଟରେ ପ୍ରାର୍ଥନା ମଧ୍ୟ  କରିବି! ଆତିସ୍ କହିଲା: ଦୀପାବଳିରେ ଖାଲି ଠାଜୁରକୁ ଡାକିବେ ହେରେ ମୋତେ ଦୀପାବଳିମିଠା ଖାଇବାକୁ ହେବେନି! ତନୁଜ! କହିଲୀ- ସିଓରୀ ହେଲେ ସେଥ୍ପାଇଁ ଦୀପାବଳିରେ ଆପଣକୁ ଆମଘରକୁ ଆସିବା ପାଇଁ ପଡ଼ିବ ! ଆତିସ୍ କହିଲା: ମୁଁରାଜି! ତନୁଜ! କହିଲା: ଆସିବେ ନା ସେମିତି କହି ଦଉଛନ୍ତି  ଆତିସ୍ କହିଲା: ତୁମ ସେଲ୍ ନମ୍ବର ଦିଅ ଅତିସ ! କହିଲା: ଘରକୁଆସିବ! ପାଇଁ ’ଆତ୍ରେସ୍ ଦରକାର ହୁଏ ମିଷ୍ଟର; ସେଲ୍ ନମ୍ବର ନୁହେଁ! ହସିବେଲା ଆତିସ୍!କହିଲା ଦୀପାବଳି ଆହୁରି କିଛିଦିନ ବାକି ଅଛି! ଏବେଠୁ ଆତ୍ରେସ୍ ନେଲେ ଭୁଲିଯିବିନି ! ତେଣୁ ସେଲ୍ ନମ୍ବର ଥିଲେ ଦୀପାବଳି ଦିନ ଆତ୍ରେସ୍ ପଚାରିନେବି!
ଆତିସ୍ ର କଥ! ଶୁଣି ଖି  ଲିଖି  ଲି ହେଇ ହସିଉଠିଲା ତନୁଜା! କହିଲା: ଲଜିକ୍ ରେ ଆପଣକୁ ପାରିହବନି!ନମ୍ବର ଟିପନ୍ତୁ ! ଆଉ ଗୋଟେ ବି ମିସ୍ଡ କଲ କରନ୍ତୁ! ହଁ ଆସିବେ ଯେମିତି ! ଉଭୟେ ଉଭୟଙ୍କ ନମ୍ବର ସେଭି  କଲେ! ଦୀପାବଳି ଆସିଲା! ସତ କହିବାକୁ ଗଲେ ଆତିସ୍ ଦୀପାବଳି ଆସିବାକୁହିଁଦିନ ଗଣୁଥିଲା ! ତାକୁଚାରିଆଡ଼େ ଦିଶୁଥିଲା ତା ଭାଗ୍ୟଶ୍ରୀର ମୁହଁ ! ସେ ଭାଚୂଥିଲା କେତେ ଭାଗ୍ୟବାନ ହେରଥିବା ସେହି ଲୋକ ଯିଏ ଏଇ ଭାଗ୍ୟଶ୍ରୀର ପ୍ରେମିକ ହେବ! ଭାଗ୍ୟଶ୍ରୀକୁ ସ୍ତ୍ରୀ  ରୂପରେ ପାଇବ! ନିର୍ଷାରିତ ଦିନରେ ଭାଗ୍ୟଶ୍ର! - ୟାନୀ - ତନୁଜ! ଘରେ ପହଞ୍ଜଗଲାଆତିସ୍! କବାଟ ଖୋଲିଲ! ତନୁଜ! ! ଆଖି  ତରାଟିଗଲା ଆତିସ୍ ର ! ତନୁଚ୍ଚା ସେହି ତ୍ରେସ୍ ପିଢିଥିଲା ଯୋଉ ତ୍ରେସ୍ ଚଳ  କରିଥିଲା ଆତିସ୍! ପଚାରିଲା: ଏଥର କୁହ ତୁମ ପସନ୍ଦ ର   ତ୍ରେସ୍ ରେ କେମିତି ଦିଶୁଛି ମୁଁ! ଶିହରଣରେ ସତେ ଅବ! ଛାତି ଫାଟି ଯାଉଥିଲା ଆତିସ୍ ର! ତାର ଇଚ୍ଛ! ହେଉଥିଲା ତନୁଜାକୁ ଛାତିରେ ଭିଡି଼ଧରନ୍ତା ! ଚା ଓଠରେ ଓଠ ରଖି  କହିଦିଅନ୍ତା - ସେ ତାକୁ ଚାହେଁ! ତାକୁ ବାହାହେବାକୁ ଚାହେଁ
     ନିଜକୁ କଦ୍ରୋଲ୍ କଲା ଆତିସ୍! ଦୀପାବଳି ପର୍ବ ସରିଲା ! ପରସର ନମ୍ବର ଥିଲା ପରସର ନିକଟରେ ଆରମ୍ଭ ହେଲା ସମ୍ପର୍କ! ପ୍ରଥମେ ନିଜ ଆଡ଼ୁ ଫୋନ୍ କରୁଥିଲା ଆବିସ୍! ପରେ ତନୁଜ! ମଧ୍ୟ  ତା ଆଡ଼ୁ କଥା ହେଲା! ସମ୍ପର୍କ ବଢ଼ିଲା! ବେଶି ଦିନ ଆଉ ନିଜକୁ ରୋକି ପାରିଲାନି ଆତିସ୍! ତାର ଭୟଥିଲା କାଳେ ସେ କହିବା ଆଗରୁ ଆଉ କିଏ ତନୁଜାକୁ ପ୍ରେମ କରୁଛି ଟୋଲି କହିଦବ! ତନୁବାର ମନକୁ କିଣିନବ! ସେଥିଲାଗି ଦିନେ ସେ ପ୍ରପୋଦ୍ କଲା! ଆଉ ତାକୁ ବିସ୍ମିତ  କରିଦେଇ ତନୁଜ! ବି ଆସେପ୍ତ କରିନେଲା ତା ପ୍ରପୋଜାଲ୍ କୁ ! ତନୁଜ! ଆଉ ଆତିସ୍ ମଧ୍ୟ ରେ ଆକାଶ ପାତାଳର ଫରକ ଥିଲା! ତନୁତା ଥିଲା ଉଚ୍ଚ ଶିକ୍ଷିତା! ଆତିସ୍ ଥିଲା ଅଣ୍ଡରମ୍ୟାତ୍ରିକ୍! ତନୁଜ! ଦ୍ଦେଖି  ବାକୁଥିଲା ସୁନ୍ଦର! ! ଆବିସ୍ ଏତେ ଭଲ ନ ଥିଲା  ଦ୍ଦେଖି  ବାକୁ! ତଥାପି ପ୍ରେମ ଅନ୍ଧ କରିଦେଇଥିଲା ତନୁଜାଳୁ! ସେ ଆତିସ୍ ପ୍ରେମରେ ପଡ଼ିଗଲା!

ପ୍ରକାଶ କରିବା ପର୍ଯ୍ଯନ୍ତ ପ୍ରେମ ଆୟତ୍ତରେ ଥାଏ,ଥରେ ପ୍ରକଟିତ ହୋଇଗଲେ ତାହ! ଆଉ ବନ୍ଧବାଡ଼ ମାନେନା ! ଆତିସ୍ ଓ ତନୁଜାଙ୍କ ପ୍ରେମ ଠିକ୍ ସେଇମିତି ଥିଲା ! ପ୍ରେମିକ ପ୍ରେମିକା ହୋଇ ସେମାନେ ବେଶିଦିନ ରହିବାକୁ ଚାହିଁଲେ ନାହିଁ! ଉଭୟଙ୍କ ପାଇଁ ଉଭୟଙ୍କସାନିଧ୍ୟ  ଥିଲା ଏକାନ୍ତ ଆବଶ୍ୟକ! କେହି ଯେମିତି ଦୂରତ୍ୱକୁ ବରବାସ୍ତ କରିବା ଅବସ୍ଥାରେ ନ ଥିଲେ! ସେମାନେ ନିଷ୍ପରି ନେଲେ ବାହାହେବୋ ସବୁଦିନ ଲାଗି ଏକ ହେଇଯିବେ

ତନୁଜାଳୁ ବୋହୁ କରିକବୋରେ ଆତିସ୍ ଘରେ କୌଣସି ଆପରି ନ ଥିଲା ! ମାତ୍ର ତନୁଜ! ଘରେ ବିଦ୍ରୋହ
ସୃଷ୍ଟି ହେଲା ! ସମସ୍ତେ କହିଲେ, ତନୁଜ! ଗୋଟେ ଭୁଲନିଷ୍ପଭି ନେ ଉଛି! ସେ ଚାହିଁଲେ ଅନେକ ଭଲ ନ୍ୟାଷିଶେଟ୍ ତାକୁ ବାହାହେବାକୁ ଧାଡ଼ି ଲରେଇବେ! ଅଥଚ ସେ ଆତିସ୍ ସହିତ ଘର କରିବାକୁଯାଭଛି! ଆତିସ୍ ର କଣ ଅଛି? ନା ଚୁପ, ନା ଧନ, ନା କୋଠାବାଡ଼ି? ହେଲେ ତନୁଚ୍ଚାକୁ କାହାରି କଥ! ଶୁଣାଗଲା ନାହିଁ! ସେ ଆତିସ୍ କୁ ହିଁ ବାହାହେଲା! ବାହାଘର ପରେ ତ!’ ପାଠପଢାରେପ୍ ରତିବନ୍ଧକ ସାଜିଲାନାହିଁ ଆତିସ୍! ସେମାନେ କଲେଦ୍ ପାଖରେ ଗୋଟିଏ ଘରଭଡ଼ା ଦେଇ କହିଲେ ! ଦାମ୍ପତ୍ଯ ନିର୍ବାହ କଲେ ! ତନୁଚ୍ଚାର ବି ପାଠପଢା ଚାଲିଲା
         କୁହାଯାଏ, ନୃଅ! ବେଳେ ସବୁ  ସୁନ୍ଦର ଲାଗେ!ତନୁଜ! ଓ ଆତିସ୍ ଙ୍କ ପ୍ରେମ ପୁରୁଣା ହେଲା! ଆଗରୁ ତନୁଜାର ଯାହାସବୁ ଆତିସ୍ ଳୁ ରଲଲାଗୁଥିଲା ତାହ! ବେକକୁ ବେନ ଖରାପ ଲାରିଲା! ତନୁଜାର ଅନେକସାଙ୍ଗ ଥିଲେ! ବିଶେଷକରି ପୁଅସାଙ୍ଗା ଏହାକୁ ନେଇଆପରି କଲା ଆତିସ୍! ତାର ସନ୍ଦେହ ହେଲା- ତନୁଜ! ସୁନ୍ଦରୀ ସତ ! ହେଲେ କ୍ୟା ରେକ୍ଟରଲେସ୍! ଏତେ ଭଲପୁଅସାଙ୍ଗ ଥାଉଥାଉ ସେ ତାକୁ ବାହାହେଲା କାହିଁକି? ହୁଏତ ତାର କିଛି କୋଷ ଥିଲା ? କଳିଗୋଳ ହେଲା ସନ୍ଦେହର ଜର୍ମ ଆତିସ୍ ଭିତରୁ ପ୍ରେମର ବଢ଼େଇକୁ ମାରିଦ୍ଦେଇଥିଲା ! ସେ କହିଲା- ତନୁତା, ତେର ହେଲା ଡୁମର ପାଠପଢ଼ା ! ଏବେ ମେ! ପିଲା ଚ୍ଚନ୍ମକର ! ଘରେ ଚୂହ! ତନୁଜ! କହିଲା- ମୋର ଏଇଟା ଫାଇନାଲ ଇୟର! ଆରବର୍ଷକୁ ମୁଁ ମା ହେବି! ହେଲେ ମାନିଲା ନାହିଁ ଆତିସ୍! ତାର ବହିପତ୍ର ଫିଙ୍ଗି ଦଲା! ତନୁଜା ପ୍ରତିବାଦ କଲା ତ ଗୋଟେ ତକିଆରେ ତା ମୁହଁକୁଚାପି ଧରିଲା ! ଛଟପଟ ହେଇ ମରିଗଲା ତନୁଜ!ପୋଲିସ୍ ଉଦ୍ଧାର କଲା ତନୁଚ୍ଚାର ଶବ! ଫେରାର ହୋଇଯାଇଥିଲା ଆତିସ୍! ତକିଆରେ ଏକ ସ୍କେଚ ପେନ୍ ରେ ଲେଖି  ଦେଇଥିଲା- ଆଇ ଲଭ ୟୁ! ରେ ଷ୍ଟ ଇନ୍ ପିସ୍! ଅବଶ୍ୟ ସେହି ଦିନ ହିଁ ପୋଲିସ୍ ଆତିସ୍ କୃ ଗିରଫ କରି କୋର୍ଟ ଚାଲାଣ କରିଦେଲା

 WHY LOVE STORY TURNED INTO THE HATE STORY?

ମହିଳାଙ୍କ ସପକ୍ଷରେ

ଦୁନିଆର ପ୍ରତି କ୍ଷେତ୍ରରେ ମହିଳାଙ୍କୁ ପୁରୁଷଙ୍କ ସହ ସମକକ୍ଷ କରାଯାଉଛି। ଆଜିର ପ୍ରଗତିଶୀଳ ସମାଜରେ ନୂଆ ଚିନ୍ତାଧାରା ଜନ୍ମନେଉଛି। ତେଣୁ ପ୍ରଚଳିତ ଆଇନ ବ୍ୟବସ୍ଥାକୁ ସମୀକ୍ଷା କରିବାର ସମୟ ଆସିଛି ବୋଲି ସୁପ୍ରିମ୍‌କୋର୍ଟ ନିକଟରେ ବ୍ୟଭିଚାର ସଂକ୍ରାନ୍ତ ଏକ ମାମଲା ଉପରେ ମତ ଦେଇଛନ୍ତି। ଜଣେ ପୁରୁଷ ଓ ମହିଳା ନିଜ ଜୀବନସାଥୀଙ୍କ ବ୍ୟତୀତ ପରକୀୟା ପ୍ରୀତି ରଖିଥିବା ପ୍ରମାଣିତ ହେଲେ କେବଳ ପୁରୁଷ ଦଣ୍ଡିତ ହେଉଛନ୍ତିି। ଅନ୍ୟପକ୍ଷରେ ମହିଳାଙ୍କ ସହମତିରେ ଅବୈଧ ସମ୍ପର୍କ ସ୍ଥାପିତ ହୋଇଥିଲେ ମଧ୍ୟ ସେ ଏଥିରୁ ଛାଡ଼ ପାଇଯାଉଛନ୍ତି। ୧୫୭ ବର୍ଷ ଧରି ଏଭଳି ବ୍ୟଭିଚାର ନିରୋଧ ଆଇନ ଦେଶରେ ପ୍ରଚଳିତ ରହିଆସିଛି। ଭାରତୀୟ ଦଣ୍ଡବିଧି ଆଇନର ଦଫା ୪୯୭କୁ ଦେଖିଲେ ଦଣ୍ଡ ବ୍ୟବସ୍ଥା ପୁରୁଣାକାଳିଆ ବୋଲି କେତେକଙ୍କର ଧାରଣା। ଏହି ଆଇନର ସାମ୍ବିଧାନିକ ବୈଧତା ଯାଞ୍ଚ କରାଯିବା ଜରୁରୀ ହୋଇପଡ଼ିଛି ବୋଲି ସୁପ୍ରିମ୍‌କୋର୍ଟଙ୍କ ଖଣ୍ଡପୀଠ ଡିସେମ୍ବର ୮ରେ ହୃଦ୍‌ବୋଧ କରିଛନ୍ତି। ତେଣୁ ୪ ସପ୍ତାହରେ ଏ ସଂକ୍ରାନ୍ତରେ ଜବାବ ଦାଖଲ କରିବା ପାଇଁ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ସୁପ୍ରିମ୍‌କୋର୍ଟ ଏପରି ନିର୍ଦ୍ଦିଷ୍ଟ ମାମଲାରେ ଦେଇଥିବା ମତ ପ୍ରଶଂସନୀୟ। ହେଲେ ପୁରୁଷପ୍ରଧାନ ଭାରତୀୟ ସମାଜରେ ଯେଭଳି ଭାବେ ନାରୀ ଜାତିକୁ ଅନେକ ହଜାର ବର୍ଷ ଧରି ନିର୍ଯାତିତ କରି ରଖାଯାଇଛି, ତାହାର ପରିବର୍ତ୍ତନ ଆଣିବା ସକାଶେ ଏକ କଠୋର ତଥା ଭିନ୍ନ ବ୍ୟବସ୍ଥାର ଆବଶ୍ୟକତା ରହିଛି। ଆଜି ଅସଂଖ୍ୟ ଶିଶୁକନ୍ୟା ହତ୍ୟା, ମହିଳାଙ୍କୁ ବଳାତ୍କାର, ଦ୍ୱିତୀୟ ଶ୍ରେଣୀର ଛାତ୍ରୀଙ୍କୁ ଶିକ୍ଷକ ଏପରି କି ପଞ୍ଚମ ଶ୍ରେଣୀର ପିଲା ବଳାତ୍କାର କରୁଥିବା ଖବର ବାରମ୍ବାର ଶୁଣିବାକୁ ମିଳୁଛି। କେତେକ ପୁରୁଷ ତାଙ୍କ ସ୍ତ୍ରୀଙ୍କୁ ବିବାହର ଅନେକ ବର୍ଷ ପରେ ମଧ୍ୟ କିରୋସିନ ଢାଳି ପୋଡ଼ି ମାରିଦେଉଛନ୍ତି। ଯେଭଳି ଭାବେ ସାମାଜିକ ସ୍ଥିତିରେ ମହିଳାଙ୍କୁ ଦମନ କରି ରଖାଯାଇଛି, ତାହାର ଏକ ବିକଳ୍ପ ବାହାର କରିବାର ଦାୟିତ୍ୱ ଆଇନ ବ୍ୟବସ୍ଥା ଉପରେ ପଡ଼ିଯାଇଛି। ସାମାଜିକ ଭାରସାମ୍ୟ ସୃଷ୍ଟି ପାଇଁ ଭାରତର ଆଇନ ବ୍ୟବସ୍ଥା ମହିଳାଙ୍କ ସପକ୍ଷରେ ଅନ୍ଧଭାବେ ରାୟ ଦେବାର ପ୍ରୟୋଜନ ଆଜି ମଧ୍ୟ ରହିଛି। ଶିକ୍ଷିତ ସମାଜରେ ଆଇନ କୌଣସି ଗୋଟିଏ ପଟକୁ ଢଳିପଡ଼ିବ ତାହା କେହି ଚାହିଁବେ ନାହିଁ। ତଥାପି ଭାରତର ସାମାଜିକ ସ୍ଥିତି ଅନ୍ୟ ଦେଶଠାରୁ ଯଥେଷ୍ଟ ଭିନ୍ନ। ନାରୀ ନିର୍ଯାତନାର ଇତିହାସ ଦ୍ରୌପଦୀଙ୍କ ସମୟଠାରୁ ଭରପୂର ରହିଆସିଛି। ପୁରାଣ ବହିରେ ନା ଯେ କେବଳ ଦ୍ରୌପଦୀଙ୍କୁ ୫ଜଣ ପୁରୁଷଙ୍କୁ ସ୍ବାମୀ ଭାବେ ସ୍ବୀକାର କରିବାକୁ ବାଧ୍ୟ କରାଯାଇଥିଲା, ବରଂ ସେହିସବୁ ଶକ୍ତିଶାଳୀ ସ୍ବାମୀମାନେ ଜୁଆଖେଳ ନିଶାରେ ନିଜ ସ୍ତ୍ରୀଙ୍କୁ ବାଜି ଲଗାଇବାକୁ ପଛାଇ ନ ଥିଲେ। ସେହି ବାଜିରେ ହାରିବା ପରେ ବାସ୍ତବରେ ଦ୍ରୌପଦୀଙ୍କର କିଭଳି ଦୟନୀୟ ପରିସ୍ଥିତି ହୋଇଥିଲା ତାହାର କୌଣସି ଲିପିବଦ୍ଧ ପ୍ରମାଣ ନାହିଁ। କିନ୍ତୁ କାଳ୍ପନିକସ୍ତରରେ ଦ୍ରୌପଦୀଙ୍କ ବସ୍ତ୍ରହରଣ, ଚତୁର କୃଷ୍ଣଙ୍କ ତଥାକଥିତ ହସ୍ତକ୍ଷେପ ଓ ପରବର୍ତ୍ତୀ ସମୟରେ ନାରୀ ସ୍ବାଭିମାନ ପାଇଁ ମହାଭାରତ ଯୁଦ୍ଧ ଅବିଶ୍ୱାସୀମାନଙ୍କ ମନରେ ଭାରତୀୟ ସମାଜ ସମ୍ପର୍କରେ ଅନେକ ପ୍ରଶ୍ନ ସୃଷ୍ଟି କରିଥାଏ। ଅନୁରୂପ ଆକାରରେ ଯାହାଙ୍କୁ କୁହାଯାଉଛି ମର୍ଯ୍ୟାଦା ପୁରୁଷୋତ୍ତମ ରାମ, ସେ ମଧ୍ୟ ଉଡ଼ାଖବର ଶୁଣି ନିଜ ସ୍ତ୍ରୀଙ୍କୁ ତ୍ୟାଗ କରିବା ପାଇଁ ପଛାଇ ନ ଥିଲେ। ବାସ୍ତବରେ କେଉଁ କାରଣରୁ ରାମଙ୍କର ଯୁଦ୍ଧ ରାବଣଙ୍କ ସହିତ ହୋଇଥିଲା ତାହା ଜାଣିବା କଷ୍ଟକର। ଅନ୍ୟସବୁ କାଳ୍ପନିକ ଧର୍ମଗ୍ରନ୍ଥ ଭଳି ଏହି ହିନ୍ଦୁଶାସ୍ତ୍ରରେ ରାମଙ୍କୁ ମର୍ଯ୍ୟାଦାପୁରୁଷ କୁହାଯାଉଥିବାବେଳେ ସୀତାଙ୍କ ସ୍ଥାନକୁ ଅତ୍ୟନ୍ତ ଗୌଣ କରିଦିଆଯାଇଛି। ସେହି ରାମଙ୍କର ମର୍ଯ୍ୟାଦା ରକ୍ଷା କରିବା ପାଇଁ ରାବଣଙ୍କ ଚରିତ୍ରକୁ ବଦଳାଇ ଦିଆଯାଇଥାଇପାରେ। ସେଥିପାଇଁ ହୁଏତ କୁହାଯାଉଛି, ସୀତାଙ୍କୁ ଅପହରଣ କଲା ପରେ ତାଙ୍କୁ ଅତି ସମ୍ମାନର ସହିତ ରାବଣ ପୋଷିଥିଲେ। ସତ୍ୟ ଜାଣିବା ଆଜିର ମଣିଷ ପାଇଁ କୌଣସି ଭାବେ ସମ୍ଭବପର ନୁହେଁ। ସେହିଭଳି ରାଜା ହେବାକୁ ଥିବା ଭାଇର ସେବା କରିବାକୁ ଯାଇ ନିଜ ସ୍ତ୍ରୀ ଊର୍ମିଳାଙ୍କୁ ଦୀର୍ଘ ୧୪ ବର୍ଷ ଏକୁଟିଆ ଛାଡ଼ି ଚାଲିଯାଇଥିଲେ ଲକ୍ଷ୍ମଣ। ଆଜି ମଧ୍ୟ କ୍ଷମତା ଲୋଭରେ ଅନେକ ଲୋକ ଯଥେଷ୍ଟ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ କରିବସୁଛନ୍ତି। ତଥାପି ରାମଙ୍କ ଚରିତ୍ରକୁ ଦେଖିଲେ ପ୍ରଶ୍ନ ଉଠିପାରେ ଯେ, ସୀତାଙ୍କୁ ଅଗ୍ନିପରୀକ୍ଷା ଦେବା ପାଇଁ ରାମଙ୍କର ନିର୍ଦ୍ଦେଶ ଆସିଲା କାହିଁକି। ବିରୋଧୀ କହିପାରନ୍ତି, ରାମ ଜଣେ ଅଯୋଗ୍ୟ ସ୍ବାମୀଭାବେ ନିଜ ସ୍ତ୍ରୀଙ୍କ ସୁରକ୍ଷା କରିବାରେ ବିଫଳ ହୋଇଥିଲେ। ତେଣୁ ବିଫଳ ମଣିଷ ଅନ୍ୟ କାହାରିକୁ ଜୀବନମରଣ ପରୀକ୍ଷାର ସମ୍ମୁଖୀନ ହେବାକୁ କହିବା କେତେଦୂର ଯୁକ୍ତିଯୁକ୍ତ ତାହା ଆଧୁନିକ ମଣିଷ ପାଇଁ ପ୍ରଶ୍ନବାଚୀ ହୋଇ ରହିଯିବ। ହୁଏତ ଏକ ମହିଳାପ୍ରାଧାନ୍ୟ ଥିବା ସମାଜରେ କାହାଣୀ ବଦଳି ଯାଇଥାନ୍ତା। ସେଠାରେ ସୀତାଙ୍କ ତରଫରୁ ରାମଙ୍କୁ ନିର୍ଦ୍ଦେଶ ଦିଆଯାଇଥାନ୍ତା ନିଜର ଅପାରଗତା ପାଇଁ ପ୍ରାୟଶ୍ଚିତ୍ତ କରିବାକୁ। ଏଭଳି ସାମାଜିକ ଓ ରାଜନୈତିକ ପ୍ରଚ୍ଛଦପଟରେ ପୁରୁଷପ୍ରଧାନ ସମାଜରେ ଆଧୁନିକ ଆଇନ ବ୍ୟବସ୍ଥାରେ ମହିଳାମାନଙ୍କ ସପକ୍ଷରେ ଆଇନ ଢଳି ପଡ଼ିବାର ଆବଶ୍ୟକତା ରହିଛି। ସୁପ୍ରିମ୍‌କୋର୍ଟଙ୍କ ଡିସେମ୍ବର ୮ ତାରିଖର ମତ, ଯେଉଁଥିରେ ବ୍ୟଭିଚାର ପାଇଁ କେବଳ ପୁରୁଷଙ୍କୁ କାହିଁକି ଦାୟୀ କରାଯିବ ପ୍ରଶ୍ନର ଯେତେ ଯଥାର୍ଥତା ଭାରତୀୟ ସମାଜରେ ଥିଲେ ବି, ଏବେ ପର୍ଯ୍ୟନ୍ତ ମହିଳା ଅତ୍ୟାଚାରିତା। ସେଥିପାଇଁ ଏକ ନିର୍ଦ୍ଦିଷ୍ଟ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଚିନ୍ତା ସ୍ବାଗତଯୋଗ୍ୟ ହୋଇଥିଲେ ମଧ୍ୟ ସମୟ ଉପଯୋଗୀ ହେଉ ନ ଥିଲା ଭଳି ମନେହେଉଛି।

Saturday, 9 December 2017

सरप्राइज गिफ्ट : अवैद्य संबंधों का था शक, तो बीवी की कर दी हत्या






19 जून, 2017 की शाम मनोज बेहद खुश था. लेकिन उस के दोस्त अनुज को उस की यह बेवजह की खुशी समझ में नहीं रही थी. जब रहा गया तो अनुज ने पूछ ही लिया, ‘‘बेगानी शादी में अब्दुल्ला दीवाना क्यों हो रहा है, कुछ बताएगा भी या यूं ही बकवास करता रहेगा.’’

‘‘बताऊंगा, पर ऐसे नहीं. पहले मिल कर थोड़ा जश्न मनाते हैं. फिर अपनी खुशी का राज जाहिर करूंगा. ये ले पैसे और औफिसर्स चौइस की बोतल, तले हुए काजू, नमकीन और सिगरेट का पैकेट ले . सोच ले, आज मैं तुझे अपनी आजादी की पार्टी दे रहा हूं.’’ कह कर उस ने पर्स से 2 हजार रुपए का नोट निकाल कर अनुज को दे दिया.

अनुज की समझ में तो कुछ नहीं आया, लेकिन उस ने मनोज के हाथों से 2 हजार रुपए का नोट ले कर जेब में रखा और शराब के ठेके की ओर चला गया. कुछ देर बाद वह सारा सामान ले आया तो दोनों कमरे में पीने बैठ गए. मनोज ने 2 पैग बनाए और जाम से जाम टकराने के बाद दोनों शराब पीने लगे. जब मनोज पर नशे का सुरूर चढ़ा तो उस ने कहना शुरू किया, ‘‘अनुज, जानते हो मैं आज इतना खुश क्यों हूं.’’

‘‘जब तक तू बताएगा नहीं, तब तक मैं कैसे जानूंगा कि तेरे मन में किस बात को ले कर लड्डू फूट रहे हैं.’’ नशे की झोंक में अनुज उस की ओर देख कर बोला.

‘‘बेटे, आज मैं आजाद हो गया हूं.’’

‘‘पहेलियां बुझा कर सीधी तरह बता, तेरी इस खुशी का राज क्या है?’’ अनुज ने चौथा पैग पीते हुए उत्सुकता से पूछा.

‘‘मैं ने तेरी भाभी को खुदागंज रवाना कर दिया है. मुझे उस से हमेशा के लिए छुटकारा मिल गया है.’’

मनोज की बात सुन कर अनुज को विश्वास नहीं हुआ, लेकिन जब उस ने पूरी बात बताई तो उसे लगा कि हो हो मनोज ने कोमल की हत्या कर दी है. अनुज का सारा नशा काफूर हो गया. थोड़ी देर तक वह मनोज की बात सुनता रहा, फिर पीना छोड़ कर उठ खड़ा हुआ और घर में किसी जरूरी काम का बहाना कर के वहां से चला गया.

बाहर कर वह कुछ दोस्तों से मिला और मनोज की बात उन्हें बताई. सब ने उसे यही सलाह दी कि इस बात की सूचना पुलिस को दे देनी चाहिए, क्योंकि बाद में वह भी पुलिसिया लफड़े में फंस सकता है. सोचविचार कर उस ने यह सूचना कंझावला थाने की पुलिस को दे दी.


पति द्वारा किसी औरत की हत्या की सूचना मिलते ही कंझावला थाने की पुलिस हरकत में गई. जेजे कालोनी सवदा पहुंच कर पुलिस ने मनोज गुजराती को हिरासत में ले लिया. थाने में जब मनोज से पूछताछ शुरू हुई, तब तक उस का नशा कम हो चुका था. पहले तो उस ने एसआई निखिल को बताया कि शराब के नशे में वह यह सब अपने दोस्त पर रौब जमाने के लिए  कह रहा था. लेकिन निखिल का एक करारा थप्पड़ उस के गले पर पड़ा तो उस के होश ठिकाने गए.

उस ने बताया कि वह अपनी पत्नी कोमल की हरकतों से बहुत परेशान था. इसलिए उस ने उसे बोंटा पार्क के जंगल में ले जा कर उस की हत्या कर दी है. बोंटा पार्क दिल्ली यूनिवर्सिटी के पास है. कंझावला थाने से वह काफी दूर था. तब तक काफी रात हो चुकी थी, इसलिए अगली सुबह निखिल कांस्टेबल महेश और नरेश को साथ ले कर उत्तरी दिल्ली के मोरिसनगर थाने पहुंचे और वहां की थानाप्रभारी इंसपेक्टर आरती शर्मा को उन के इलाके के बोंटा पार्क में एक लड़की की हत्या किए जाने की सूचना दी.

17 जून, 2017 को कंझावला पुलिस द्वारा मिली इस सूचना को थाना मौरिसनगर के डीडी नंबर 14 में दर्ज करवा कर इंसपेक्टर आरती शर्मा ने अतिरिक्त थानाप्रभारी इंसपेक्टर  वीरेंद्र सिंह को इंसपेक्टर राकेश कुमार, एएसआई बिजेंद्र, हैडकांस्टेबल राजकुमार, सुखवीर, कांस्टेबल श्याम सैनी तथा महिला कांस्टेबल मधु को आरोपी मनोज और कंझावला पुलिस के साथ बोंटा पार्क भेजा.

पुलिस टीम पार्क के गेट नंबर 6 से अंदर दाखिल हुई. अंदर जा कर पुलिस कोमल की लाश की तलाश में जुट गई. मनोज ठीक से उस जगह के बारे में नहीं बता पा रहा था, जहां उस ने अपनी पत्नी कोमल की हत्या कर के उस की लाश छिपाई थी. पुलिस की तलाशी 12 घंटे तक जारी रही, लेकिन कोमल की लाश नहीं मिली. रात घिर आई थी, फिर भी तलाशी चलती रही.

रात के करीब 12 बजे मनोज पुलिस टीम को एक छोटी चट्टान के पास ले कर गया, जहां 22-23 साल की एक लड़की की लाश पड़ी थी. वह गुलाबी रंग का टौप और नीले रंग की जींस पहने थी. लाश की छानबीन करते समय इंसपेक्टर वीरेंद्र सिंह ने देखा कि उस के दाहिने हाथ पर कोमल गुदा हुआ था.


आरोपी मनोज ने लाश की ओर इशारा कर के बताया कि यह उस की पत्नी कोमल की लाश है, जिसे उस ने कल शाम को धोखे से यहां ला कर उस की हत्या कर दी थी. लाश की फोटोग्राफी कराने के बाद उसे पोस्टमार्टम के लिए सब्जीमंडी मोर्चरी भेज दिया गया, साथ ही कोमल के घर वालों को फोन कर के उस की लाश की शिनाख्त के लिए सब्जी मंडी मोर्चरी बुला लिया गया.

17 जून को कोमल की बड़ी बहन गौरी सब्जी मंडी पहुंची,जहां लाश देखने के बाद उस ने उस की पहचान अपनी छोटी बहन और मनोज गुजराती की पत्नी कोमल के रूप में कर दी. कोमल की लाश की शिनाख्त होने के बाद गौरी की तहरीर पर उसी दिन कोमल की हत्या का मामला उस के पति मनोज गुजराती के खिलाफ भादंवि की धारा 302 के तहत दर्ज कर लिया गया. इस मामले की विवेचना इंसपेक्टर वीरेंद्र सिंह को सौंपी गई. गौरी के बयान तथा मनोज गुजराती के बयानों के बाद 2 साल की लव मैरिज का जो दर्दनाक वाकया सामने आया, वह इस प्रकार था

कोमल के पिता चमनलाल का परिवार नांगलोई के चंचल पार्क में रहता था. उन के परिवार में पत्नी कमलेश के अलावा 4 बेटियां तथा 2 बेटे थे. इन में कोमल पांचवे नंबर की थी. घर के लोग उसे प्यार से कमली कह कर पुकारते थे. कोमल के बड़े भाई गंगाराम की शादी 8 साल पहले दिव्या से हुई थी. मनोज गुजराती दिव्या का चचेरा भाई था.

मनोज का परिवार कंझावला इलाके के सावदा गांव में रहता था. उस के परिवार में उस के अलावा इस के पिता राजू गुजराती, मां कमलेश तथा एक बहन परवीन थी. घर के बाहरी कमरे में मनोज की परचून की दुकान थी. दुकान अच्छीखासी चलती थी, जिस की वजह से मनोज की जेब हमेशा भरी होती थी. वह शौकीनमिजाज युवक था और हमेशा बनठन कर रहता था. चूंकि दोनों के परिवार आपस में रिश्तेदार थे, इसलिए समय समय पर उन का एकदूसरे के यहां आनाजाना लगा रहता था.


2 साल पहले एक दिन मनोज अपने दोस्तों के साथ मस्ती करने गुरुग्राम के सहारा मौल पहुंचा. वहां उस की नजर एक लड़की पर पड़ी, जो शक्लसूरत से जानीपहचानी लग रही थी. वह कोमल थी. मौडर्न कपड़ों, गहरे मेकअप और फ्लड लाइट की रंगबिरंगी रोशनी में कोमल बहुत ही सुंदर लग रही थी. दरअसल, कोमल वहां एक पब में नौकरी करती थी.

मनोज ने किसी बहाने से कोमल को अपने पास बुलाया तो दोनों ने एकदूसरे को पहचान लिया. बातोंबातों में मनोज ने उस का मोबाइल नंबर ले लिया और जल्द ही उस के घर चंचल पार्क आने का वादा किया. कोमल ने मनोज की खूब आवभगत की और उसे अपने साथ काम करने वाली कुछ सहेलियों से भी मिलवाया.

कोमल के लटकेझटके देख कर मनोज पहली ही नजर में उसे दिल दे बैठा. इधर कोमल भी मनोज के प्रति आकर्षित हो गई. उस दिन मनोज घर लौटा तो उस के दिलोदिमाग में कोमल की मनमोहिनी सूरत बसी हुई थी. वह जल्दी से जल्दी उसे अपनी बना लेना चाहता था.

उस दिन के बाद दोनों एकदूसरे को फोन कर के अपने दिल की बातें शेयर करने लगे. कोमल मनोज को हमेशा मौल में आने वाले हाईफाई लोगों के बारे में तरहतरह के किस्से सुनाती, जो मनोज को बहुत अच्छे लगते. वह कोमल को प्रभावित करने के लिए उसे महंगे तोहफे देने लगा. धीरेधीरे दोनों का प्यार परवान चढ़ने लगा. दोनों के घर वाले इस सब से कब तक अनजान रह सकते थे. उन्हें भी उन के प्यार की जानकारी हो गई.

मनोज और कोमल के घर वाले यों तो रिश्तेदार थे, लेकिन पता नहीं क्यों उन्हें यह रिश्ता मंजूर नहीं था. कोमल के पिता चमनलाल को लगता था कि मनोज उन की बेटी को ज्यादा दिनों तक खुश नहीं रख पाएगा. मनोज सावदा गांव में रहता था, जहां के लोगों का रहनसहन पुराने जमाने जैसा था.

उधर मनोज के घर वालों की सोच भी कुछ ऐसी ही थी. जब मनोज और कोमल ने अपनेअपने घरों में अपनी पसंद जाहिर की तो उन्होंने इसे सिरे से नकार दिया. लेकिन प्यार इन बंदिशों को कहां मानता है. वैसे भी दोनों ही अपने पैरों पर खड़े थे. इसलिए 5 जून, 2015 को कोमल ने अपने मम्मीपापा की मर्जी के खिलाफ जा कर तीसहजारी कोर्ट में मनोज से शादी कर ली. शादी के बाद दोनों रघुबीर नगर में किराए का मकान ले कर रहने लगे.

8-10 महीने तो दोनों ने खूब मौजमस्ती की, लेकिन बाद में मनोज को कोमल का सहारा मौल में काम करना बुरा लगने लगा. उस ने कोमल से यह काम छोड़ देने के लिए कहा, पर वह इस के लिए तैयार नहीं थी. उसे मौल में जा कर परफौरमेंस देना और नएनए लोगों से मिल कर हंसनाबोलना अच्छा लगता था. बात आगे बढ़ी तो दोनों के बीच झगड़े शुरू हो गए. पड़ोसियों ने दोनों को समझाया तो कोमल मनोज के घर जेजे कालोनी, सावदा में रहने को तैयार हो गई.

इस के बाद कोमल अपने पति मनोज के साथ सावदा में जा कर रहने लगी. लेकिन घर छोटा होने के कारण उसे काफी दिक्कतों का सामना करना पड़ता था. मनोज की एक बहन परवीन थी, जिस से उस की कतई नहीं बनती थी. यह देख कर मनोज ने दूसरी जगह किराए पर एक घर ले लिया और दोनों उसी में रहने लगे. कुछ दिनों तक दोनों सुखचैन से रहे. मनोज की जिंदगी में अचानक भूचाल तब आया, जब एक दिन वह कोमल के सूटकेस में रखी उसकी एलबम देख रहा था. एक फोटो में वह एक लड़के के साथ बहुत खुश दिख रही थी.

मनोज ने कोमल को वह फोटो दिखा कर उस लड़के के बारे में पूछा तो कोमल ने बताया कि यह अमित है और उस के साथ सहारा मौल में नौकरी करता था. अमित महज उस का दोस्त है. लेकिन मनोज को कोमल की बातों पर विश्वास नहीं हुआ. उस ने कोमल के जानकारों से अमित के बारे में पूछा तो पता चला कि शादी से पहले अमित कोमल का बौयफ्रैंड था. मनोज को यह जानकारी मिली तो वह परेशान हो गया. कोमल के बारे में यह जानकारी मिलने के बाद मनोज उस से उखड़ाउखड़ा रहने लगा.

कुछ ही दिनों बाद उन के बीच फिर से झगड़े शुरू हो गए. कोमल ने अपने घर में फोन कर के बताया कि मनोज उस से दहेज लाने के लिए दबाव डालता है और मना करने पर उस के साथ मारपिटाई करता है.

एक महीने बाद कोमल मनोज की मारपिटाई से दुखी हो कर अपनी बड़ी बहन किरण के पास रहने के लिए रघुवीरनगर चली गई. मनोज सावदा स्थित अपने घर में अकेला रह गया. एक दिन उसे पता चला कि कोमल फिर से अपने पुराने बौयफ्रैंड अमित से मिलने लगी है. यह जान कर मनोज को चिंता हुई कि कोमल कहीं उस से किनारा कर ले. यही सोच कर उस ने कोमल के मोबाइल पर बात करने की कोशिश की. कुछ दिन तो कोमल मनोज के फोन को नजरअंदाज करती रही, लेकिन धीरेधीरे दोनों में बातचीत शुरू हो गई.crime story


एक महीना पहले कोमल ने मनोज को बताया कि वह बहन पर बोझ नहीं बनना चाहती, इसलिए उस ने रघुवीरनगर के ही डी ब्लौक में अपने लिए अलग कमरा ले लिया है, जहां रह कर अब वह फिर से जौब पर जाएगी. घर में बैठेबैठे उस का मन नहीं लगता. दूसरे बिना पैसों के जिंदगी भी नहीं चलती. मनोज को उस की यह बात अच्छी नहीं लगी तो उस ने उस के नौकरी करने का विरोध करते हुए वापस घर लौट आने के लिए कहा. इस पर कोमल ने ऐतराज करते हुए मनोज से कहा कि वह उस के साथ गांव में नहीं रहेगी, क्योंकि वह उस के  साथ गालीगलौच करने के साथ मारपीट करता है. ऐसा जीवन वह नहीं जी सकती.

15 जून, 2017 को मनोज अपनी दुकान छोड़ कर कोमल से मिलने उस के घर पहुंचा. मनोज को आया देख कर उस ने उसे और उस के परिवार वालों को बहुत बुराभला कहा. कोमल की बातों से मनोज को लगा कि वह उस के साथ नहीं रहना चाहती. उसे बहुत गुस्सा आया. घर पहुंच कर वह सोचने लगा कि उस ने कोमल से कोर्टमैरिज की है और वह उस की पत्नी है. अगर वह उस के साथ नहीं रहेगी तो वह भी उसे उस की मनमर्जी से नहीं जीने देगा.

अगले दिन सुबह उस ने एक मोबाइल शौप पर जा कर नया सिम खरीदा और एक मैकेनिक के यहां से क्लच वायर ले आया. उसी सिम से उस ने कोमल से बड़े प्यार से बात की. बातोंबातों में उस ने कोमल को घूमने जाने के लिए राजी कर लिया. उस दिन काफी बारिश हुई थी, जिस से मौसम सुहाना हो गया था.

16 जून को मनोज ने कोमल को फिर फोन कर के मिलने के लिए सीमेंट गोदाम के पास बुलाया. कोमल ने कहा कि वह उस के पास पहुंच जाएगी. 2 बजे मनोज अपनी मोटरसाइकिल से सीमेंट गोदाम के पास पहुंचा तो थोड़ी देर बाद कोमल गई. उस ने कोमल को मोटरसाइकिल की पिछली सीट पर बिठाया और रिंगरोड होते हुए दिल्ली यूनिवर्सिटी के बोंटा पार्क जा पहुंचा.

पार्क के गेट पर मोटरसाइकिल खड़ी कर के वह कोमल के साथ अंदर चला गया. कोमल को विश्वास में लेने के लिए वह उस से रोमांटिक बातें कर रहा था. वहां झाडि़यों के पास कई युवा जोड़े प्रेमालाप में मग्न थे. यह देख कर कोमल भी रोमांटिक हो गई. कोमल से प्यारीप्यारी बातें करते हुए मनोज उसे एकांत में ले गया, जहां दोनों एक साफसुथरी चट्टान पर बैठ गए. मनोज ने उसे बांहों में ले कर अपनी गलतियों के लिए माफी मांगी और फिर से ऐसा करने की कसम खाई तो कोमल खुश हो गई.

जब मनोज को लगा कि मौका एकदम सही है तो उस ने कोमल से कहा, ‘‘तुम अपना मुंह पीछे की तरफ कर लो, मैं तुम्हारे लिए एक सरप्राइज गिफ्ट लाया हूं.’’

कोमल ने खुश हो कर मुंह पीछे की ओर कर लिया. उचित मौका देख कर मनोज ने जेब में रखा क्लच वायर निकाला और कोमल की गर्दन पर लपेट कर कस दिया. कोमल ने मनोज को वायर ढीला करने के लिए कहा, साथ ही बचने के लिए बहुत हाथपैर मारे, जिस की वजह से मनोज के हाथों में खरोंचे भी गईं. लेकिन उस ने वायर को ढीला नहीं किया.

कुछ ही पलों में कोमल ने आखिरी हिचकी ली और उस की गर्दन एक ओर लुढ़क गई. कोमल की लाश को परे धकेल कर वह पार्क से बाहर गया और अपनी मोटरसाइकिल पर सवार हो कर घर लौट आया. इस के बाद उस ने अपनी जीत का जश्न मनाने के लिए अपने दोस्त अनुज के साथ शराब की पार्टी की, जहां कोमल की हत्या का राज उस पर जाहिर कर दिया. पूछताछ के बाद पुलिस ने 17 जून, 2017 को मनोज को तीसहजारी कोर्ट में पेश किया, जहां से उसे जेल भेज दिया गया.

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...