Monday 1 May 2017

ସମଦଶୀ



ପୁନମ୍ କେବଳ ଏତିକି କାଣିଥିଲା ଯେ ’ ସେ ହେଊଛି ଜଣେ ନାରୀ! ତା’ର ଗୋଟିଏ ଦେହ ଅଛି, ଯେଉଁ ଦେହରେ କାମନାର ନିଅଁ! ଜକୁଛି! ସେ ପୁଣି ଏକଥା ବି ଜାଣିଥିଲାଯେ ତା’ ଦେହରେ ଜକୁଥିବା  କାମନାର ନିଅଁ! ସେହିଦିନ ଲିଭିବ’ ଯେଉଁଦିନ ସେ ପାଇବ ପୁରୁଷର ସ୍ପର୍ଶ  ! ତା’ପାଇଁ ସେମିତିକା ପୁରୁଷରେ ଥିଲା ପ୍ରକାଶ!
ବାସ୍ତବରେ ପ୍ରକାଶକୁ ବାହା ହୋଇଥିଲା ପୁନମ୍!ପ୍ରକାଶ ଦେଖ୍ ବାକୁ ସୁନ୍ଦରା ସେଥିଲାଗି ପ୍ରକାଶକୁ ଦେଖୁଦେଖୁ ସେ ଅସୁମାରି ସ୍ୱପ୍ନରେ  ଝାକିଂ  ହୋଇପଡ଼ିଥିଲା! ପ୍ରକାଶ ତାକୁ କୋଳରେ ଧରିବା ଗେଲକରିବା ଓଠରେ ଚୂମନ ଅଙ୍କିବା  ହାଲ୍ କା ହାଲ୍ କା କରି ହାତ ପାପୁଲିକୁ ଚାପିବ! ତତଲା ନିଃଶ୍ବାସରେ ତା’ର ବେକମୂଳକୁ ଉଷୁମ କରିଦେବା କାନପାଖରେ ଓଠ ଥାପିଦେଇ ମଯା ମଜ଼ା  କଥ! କହିବ! ଗୋଚିଗୋଟି କରି ତା’ ଶରୀରର ପ୍ରତ୍ୟେକଟି ଅଙ୍ଗ କୁ ସେ ଅନୁଭବ କରିବା ଆଉ ଭାଇସ୍ ଭର୍ସା  ! ସେ ବି ଠିକ୍ ସେମିତି କରିବ ପ୍ରକାଶ ସହିତ! କ’ଣ ପାଇଁ ସେମିତି କରିବ ନାହିଁ ସେ ? ନାରୀ - ପୁରୁଷ ମଧରେ ସେମିତି ତ ହୁଏ ! ତା’ଛଡ଼ା ପ୍ରକାଶ ତା’ର ସ୍ଵାମା! ସେ ପ୍ରକାଶର ସ୍ତ୍ରୀ ! ସେମାନଙ୍କ ମଧରେ କ’ଣ ଆଉ ଗୋପନୀୟ ? ପୁଣି ନିଜର ସ୍ୱାମୀ ସହ ସେ ସେମିତି କରିବନାହିଁ ତ ଆଉ କାହା ସହ କରିବ ? ଠିକ୍ ସେହିଭଳି ସେ ନିକ ସ୍ଵାମାଠାରୁ  ସେମିତି ଆଶା କରିବ ନାହିଁ ତ ଆଉ କାହାଠାରୁ ଆଶ! କରିବ
      ପୁନମ୍ ଭଲଭାବରେ ଜାଣିଥିଲା’ ନାରୀ  ନିଦିଷ୍ଟ ଭାବରେ କେବଳ ଦେହ କି ମନରେ ବ6ଞ୍ଚନାହିଁ ! ସେ ବ6ଞ୍ଚ ଉଭୟ ଦେହରେ ଆଉ ମନରେ!  ମାତ୍ର ତା’ର ଠିକ୍ ବିପରୀତ ଥିଲା ପ୍ରକାଶ!
  ପୁନମ୍ ଥିଲା ଏକ କ୍ରେଜି ମହିଳା! ବୋଲ୍ଡା ରୋମାଶ୍ଚିକ୍! ଖୁଲମ୍ ଖୁଲା! ପ୍ରକାଶ ଥିଲା ଚୁପ୍ ଗଫ୍! ସେ କେବଳ ଅନ୍ଧାରରେ ପୁନମ୍ କୁ ଲୋଡ୍ରଥିଲା! ଏକଦମ୍ ଚୁପ୍ ଚା ପ,ସେଥିଲାଗି କିଛି ପରିମାଣରେ ଶାରୀରିକ ତୃପ୍ତି  ପାଉଥିଲା ପୁନମ୍! ମାତ୍ର ମାନସିକ ସ୍ତର  ରେ ସେ ରହୁ ଥିଲା ଭୋକିଲା!
ସେ ଚେଷା କରୁଥିଲା ପ୍ରକାଶକୁ ଆକ୍ରିଭ୍  କରିବା ପାଇଁ! ହେଲେ ପ୍ରକାଶ ବିରକ୍ତ  ହୋଇ କଡ଼ୁଥିଲା- “ଜଣେ ପ୍ରସ୍ ଭଳି ହୁ ଅନି ପୁନମ୍! କେବଳ ପ୍ରସ୍ ମାନେ ହିଁ ସେମିତି ପାଗଳୀଇଂ ଭଳି ହୁ ଅନ୍ତି  ଶୁଣି ହେଉ ନ ଥିବା  କଥା କୁହନ୍ତି ! ଭାବି ହେଉ ନ ଥିବା  କାମ କରନ୍ତି ! ମୁଁ ଚେଷାକରି ବି ଡୁମ ସହିତ ସେମିତି କିଛି କରିପାରିବି ନାହିଁ!”
ପ୍ରକାଶ କଥାରେ ପୁନମ୍ ଆହତ ହେରଥିଲା ! ଦାନ୍ତ କାମୁଡ଼ି ନିଜ ଭିତରେ ଦୁଃଖକୁ ଚାପି ନେଉଥିଲା! ସେ ତ!’ ସ୍ୱାମୀଠାରୁ କ’ଣ ଚାହେଁ ସେକଥା କିପରି ପ୍ରକାଶକୁ  ବୁଝେଇପାରିବ ସେଇକଥା ଚିନ୍ତା  କରୁ ଥିଲା ! ବେଳେବେଳେ ସେ ତା’ ଭାଗ୍ୟକୁ ନିନ୍ଦା କରୁ ଥିଲା! ଭା  ବୁ ଥିଲା’ କେମିତି ସେ ଏପରି ଜଣେ ପୁରୁଷକୁ ନେଇ ବଂଚିବା  ଯାହାକୁ ନିଜ ସ୍ତ୍ରୀ ର ଦେହମନକୁ ଶାନ୍ତ କରିବାର କୌଶଳ ଜଣାନାହିଁ! ପୁଣି ପ୍ରଚଣ୍ଡ କ୍ରୋଧରେ ପାଗଳ ହୋଇ ଭାବୁ  ଥିଲା- ଏଭଳି ଲୋକମାନଙ୍କର ବିବାହ କରିବାର କୌଣସି ଅଧିକାର ନାହିଁ ! ଏଭଳି ଲୋକମାନେ ମାନସିକ ସ୍ଥରରେ ନସ୍ପଂସକ

ରାଜପାନର ପୁନୀସା ଭାମାଲାର ନିବାସୀ ପ୍ରକାଶର ସ୍ତ୍ରୀ   ଥିଲା ପୁନମ୍! ପ୍ରକାଶ ବମ୍ବେ ର  ଗୋଟିଏ କମ୍ପାନୀ ରେ  କାମ କରୁ ଥିଲା! ଛୁଟି ନେଇ ଆସିଥିଲା ବିବାହ କରିବାକୁ! ଛୁଟି ସରିଗଲା ତା’ର! ସେ ବାହାରିଲା ବସେ! ପୁନମ୍ ତାକୁ ପଗରିଲା- - ‘ପୁଣି କେବେ ଆସିବ ପ୍ରକାଶ କହିଲା- ‘ବ6ର୍ଷ ପୁର୍ବରୁ ତ ନୁହେଁ! କାରଣ, ବିବାହରେ ବହୁ ଟଙ୍କା ଖର୍ଚ୍ଚ ହୋଇଯାଇଛି! ପୁଣି ଆଉ ଛୁ ଟି ବି ମିଳିବ ନାହିଁ!’ ପୁନମ୍ ଦୀର୍ଘଶ୍ବାସ ଛାଡ଼ିଲା!ପଚାରିଲା- ‘ମୁଁ ତା’ହେଲେ ଜେମିତି ରହିବି, ପ୍ରକାଶ ବିଡ଼ି ଉଠିଲା ପ୍ରକାଶ ! କହିଲା- ‘ମୁଁ ସେଭଳି ବାଜେ କଥା ଶୁଣିବାକୁ କାହେଁକା!  ତୁ ମେ ଏକା ନୁହଁ! ଅନେକ  ସ୍ତ୍ରୀ କର  ସ୍ୱାମୀ ମାନେ ବିଦେଶ ଯାଉଛନ୍ତି  ” ପ୍ରକାଶ କଥା ଶୁଣି କାନ୍ଦି ପକେଇଲା ପୁନମ୍! ଅନେକ ସମୟ ପରେ  ବୁ ଝେଇଦେଲା ମନକୁ! ଭାବିଲା, ପ୍ରକାଶ ଗୋଟେ ମଣିଷ ବ୍ରହେଁ! ସେ ଏକ ଜିଅନ୍ତା ପଥର! ତା’ଛାତିରେ ମୁଣ୍ଡ ପିଚିଲେ କେବଳ ମୁଣ୍ଡ ହିଁ ଫାଟିବା ସେ ପ୍ରକାଶକୁ କହିଲା ଯେ, ସେ ଏକ କୋର୍ସ କରିବାକୁ ଚାହୁଁଛି! କୋର୍ସ ମରିଗଲେ ତାକୁ ଚାକିରି ମିଳିଯିବ! ପ୍ରକାଶ ଏଥ୍ ରେ ଖୁସି ହୋଇ ହଁ ତ୍ତରିଲା ଓ ବମ୍ବେ  ଚାଲିଗଲା!
ପୁନମ୍ ର ଆଉ କିଛି କରିବା ପାଇଁ ନ ଥିଲା! ସ୍ତସ ଅନ୍ ଲାଇନ୍ ର ଏକ କୋର୍ସ ପାଇଁ ଆପାଏ କଲା ଓ କିଛିଦିନ ଟ୍ରାଏ କରିବା ପରେ ତାକୁ ମଧ ଏକ କୋର୍ସ ମିଳିଗଲା! ସେହି କୋର୍ସ ପାଇଁ ଉଦୟପୁର ଯିବାକୁ ପଡ଼ିଲା ! ସେଠାରେ ଏକ ଲେଡିତ୍ ହଷେଲ୍ ଗେ ମଧ ତାକୁ ଏକ ସିଟ୍ ମିଳିଗଲା!
ହଷେଲ୍ରେ ତାକୁ ଗୋଟିଏ ଦୁଇ ବେତ୍ ବାଲା ରୁମ୍ ମିଳିଲା ରହିବ! ପାଇଁ ! ଯିଏ ତା’ର ରୁ ମ୍ମେଟ୍ ଥିଲା ତା’ ନାଁ ଥିଲା ପୁନୀ!

ପୁନୀ ଏବଂ ପୁନମ୍ ପମବୟସା ଥିଲେ ! ଆଉ ସଂପୋଗବଶତଃ’ ପୁନମ୍ ର ସ୍ୱାମୀ ପ୍ରକାଶ ଏବଂ ପୁନୀଗ ସ୍ଵାମୀ ଦେୱେନ୍ଦ୍ର ର ବମ୍ବେ ର ଗୋଟିଏ କମ୍ପାନୀରେ ହିଁ ଚାକିରି କରୁ ଥିଲେ ! ସେଥିଲାଗି ଖୁବ୍ କମ୍ ଦିନଗେ ସେମାନଙ୍କ ମଧରେ ଘନିଷ୍ଠତା ବଢ଼ିଗଲା! ସେମାନେ ଦୁଇବାନ୍ଧବା ନୁହେଁ; ଅଧିକନ୍ତୁ ଦୁଇ ଭଉଣୀ ବନିଗଲେ!

ପୁନମ୍ ମାସରେ ଥରୁଟେ ବି ଫୋନ୍ କଲ ପାଉ ନ ଥିଲା ପ୍ରକାଶ ନିକଟରୁ! ହେଲେ ଦିନକୁ ଦୁଇଥର ଦେୱେନ୍ଦ୍ର  ଫୋନ୍ କରୁ ଥିଲା ପୁନୀକୁ! ସକାଳେ ସେମାନଙ୍କର ନିଦ  ଭାଜିବା ପୁର୍ଚରୁ  ପୁନୀଗ ଫୋନ୍ ବାଜି ଉଠୁଥିଲା ! ଫୋନ୍ରେ  ତାକୁ ଗୁତ୍ ମର୍ମି° କିସ୍ କରୁ ଥିଲା ଦେୱେନ୍ଦ୍ର ! ଆଉ ରାତିରେ 6 ଶ ! ଇ ବ ବେଳେ ଦେୱେନ୍ଦ୍ର  ସହିତ ଫୋନ୍ରେ କଥା ହେଉଥିଲା ପୁନୀ! ସେମାନେ ଢେର ରାତିଯାଏ କଥା ହେଉଥିଲେ !

ପୁନୀ ଏବଂ ଦେୱେନ୍ଦ୍ର  ର ସମ୍ପର୍କ ଦେଖ୍ ମନକୁ ମନ ସଙ୍କୁଚିତ ହୋଇଯାଊଥିଲା ପୁନମ୍! ଦେୱେନ୍ଦ୍ର  କହୁ ଥିବା  ରୋମାଶ୍ଚିକ୍ କଥ! ସ ବୁ  ଶୁଣିଶୁଣି ତା’ ଭିତରେ ନିଜ ପ୍ରତି ଈର୍ଷା ହେଉଥିଲା! ଭୀବୁ ଥିଲା’ ପୁନୀ ସତରେ କେତେ ଭାଗ୍ୟବତୀ! ତାକୁ ଦେୱେନ୍ଦ୍ର  ଭଳି ଜଣେ ସ୍ୱାମୀ ମିଳିଛି! ହେଲେ ତା’ ଭାଗ୍ୟ ପୋଡ଼ା! ତାକୁ ସ୍ୱାମୀ ନୁହେଁ, ମିଳିଛି ଗୋଟେ ଦରପୋଡ଼ା କାଠ |

   ପୁନମ୍ ର ଶୁଖ୍ ଯାଉଥିବା  ମୁହଁକୁ ଦେଖ୍ ସ ବୁ   ବୁ ଝିଯାଉଥିଲା ପୁନୀ! ଦିନେ ପୁନମ୍ ବି ପୁନୀକୁ ନିଜର ଦୁଃଖ ଖୋଲି କହିଲା ! ଦିନେ ବି ପ୍ରକାଶ ତାକୁ ମଜା କଥା ହଁ କହିନି! ଏପରିକି ଶଯ୍ୟାର ଅନ୍ତରଙ୍ଗ ମୁହୁରିରେ ବି ସେ ଥରୁଟେ ତାକୁ ଆଦର କରିନାହିଁ ! ସେଥିଲାଗି ସେ ନିଜକୁ ହତବାଗିନା ବୋଲି ଧରିନେଇଛି! ପୁନୀ ଜଣେ ନାରୀ  ହୋଇଥିବା  ହେ ବୁ  ପୁନମ୍ ର ଦୁଃଖ ସହଜରେ  ବୁ ଝିଯାଏ! ତାକୁ ସାନ୍ତନା ଦିଏ , ବୁଝାଏ, ସ ବୁ  ପୁରୁଷ ସମାନ ନୁହନ୍ତି  କିମା ସେମାନଙ୍କର ପ୍ରେମ କରିବାର ତରିକା ବି ସମାନ ନୁହେଁ! ସେଥିଲାଗି ସେ ନିଜକୁ ଚ୍ୟୁନ ମନେକରିବା ଅନୁଚିତ! ହୁ ଏତ ପ୍ରକାଶର ଭଲପାଇବାର ତରିକ! ସେମିତି ହୋଇପାରେ! ତେଣୁ ସେ ତାକୁ ନେଇ ଆଡ୍ ଜଷ୍ଟ   କରିବା ଭଲା ପୁନମ୍ ଚୁପ୍ ହୋଇଯାଏ!
ଦିନେ ପୁନୀ କହିଲା, ହଁ ଦେୱେନ୍ଦ୍ର  ତାକୁ ଭେଟିବା ପାଇଁ ଆସୁଛି! ସେଥିଲାଗି ସେମାନେ ହଷ୍ଟେଲ୍ରୁ କିଛିଦିନ ଛୁଚି ଆଣି ବାହାରେ ଗୋଟିଏ ଦୁଇଟିକିଆ ଚୁମ୍ ଭଡ଼ା ନିଅନ୍ତି ! ନିର୍ଜାରିତ ଦିନ ଦେୱେନ୍ଦ୍ର କୁ ରିସିକ୍ କରିବା ପାଇଁ ଷେସନ୍ କୂ ଯାଆନ୍ତି  ପୁନମ୍ ଓ ପୁନୀ! ଟ୍ରେନ୍ ରୁ
ଓଲ୍ହାଉ ଓଲ୍ହାଉ ପୁନୀକୁ ନି ଜର ଆଲଇଂନରେ ବାନ୍ଧି ରଖେ ଦେୱେନ୍ଦ୍ର  ! ଢେର ସମୟଯାଏ ସେ ସେଇଠି ଗେଲକରେ  ପୁନୀକୁ! ପୁନମ୍ ଭା ବେ, ସତରେ ଦେୱେନ୍ଦ୍ର  ଭଳି ଗେଟେ ପୁରୁଷ ପାଇ ପୁନୀ ଧନ୍ଯା ! ପୁନୀ ଚେଷ୍ଟାକରି ବି ଏକଥା ଭାବି ପାରିବ  ନାହିଁ ଯେ , ସେ କିଭଳି କଷ୍ଟ ରେ ଅଛି
ସେମାନେ ଭଡ଼ା ଘରକୁ ଆସନ୍ତି ! ଯୁନମ୍ ନିଜ ବଖରାରେ ଶୁଏ ! ଆଉ ସ୍ୱାମୀକୁ ନେଇ ପୁନୀ ତା’ ବଖଗାକୁ ଚାଲିଯାଏ! ସ୍ୱାମୀର ସାନିଧ ଯାଇ ପୁନୀର ଆଖ୍ କୂ ନିଦ ଆସେନା! ଅନ୍ୟପଟେ ପୁନୀ ଘରୁ ଭାସିଆସୂଥିବା  ଚୂଡି଼ ଚୁଣୁଝୁଣ୍ଠୁଶବ୍ଦ, ଫିସ୍ଫିସ୍ କଥା’ ଖ୍ ଲିଖ୍ ଲି ହସ ପୁନମ୍ କୁ ଶୁଏଇ ଡ଼ିଏନ ! ସେ ଭାବେ- ‘କା ସ୍’ ଦେୱେନ୍ଦ୍ର  ପୁନୀର ନୁହେଁ ମୋର ସ୍ଵାମା ହୋଇଥାନ୍ତା କି! ଦେୱେନ୍ଦ୍ର  ପୁନୀକୁ ନୁହେଁ, ସାରାରାତି ମୋତେ ଶୁଏଇ ନ ଦିଅନ୍ତା କି!’
ଏତିକିବେଳେ ଗୋଟିଏ ଘଟଣା ଘଟେ, ଯାହ! ପୁନମ୍ ର ଜୀବନରେ ନୂଆମୋଡ଼ ଆଣେ ! ନାର! ମନସ୍ତତ୍ଵ  ସହିତ ଭଲଭାବ ରେ  ପରିଚିତ ଦେୱେନ୍ଦ୍ର କୁ ପୁନମ୍ ର ମନ ପଢ଼ିବା କଷ ଦୁଏନାହିଁ ! ସେଥିଲାଗି ସେ ପୁନୀଗ ବିନ! ଉପସ୍ଥିତିରେ ପୁନମ୍ କୁ ଫ୍ ର୍ଟ କରିବ! ଆରମ୍ଭ କରିଦିଏ!
ସ୍ୱାମୀ ପ୍ରେମରୁ  ବଞ୍ଚତା ପୁନମ୍ ଢଳିଯାଏ ଦେୱେନ୍ଦ୍ର  ଆଡ଼କୁ! ସାମାନ୍ୟ ନିଅଁ! ଧାସରେ  ମହମ ତରଳିବା ପରି ତରଳି ଯାଏ ସେ! ଆଉ ଦେୱେନ୍ଦ୍ର  ସହିତ ଶାରୀରିକ ସମ୍ପର୍କ ସାପନ କରିସାରିବା ପରେ ତାକୁ ଲାଗେ ସତରେ ପୁନ! ହିଁ ଭାଗ୍ୟବତୀ...

ପୁନୀର ଅଜାଣତରେ ସମ୍ପର୍କ ବଢ଼େ ପୁନମ୍ ର ଦେୱେନ୍ଦ୍ର  ସହିତ! ଆଉ ସେତିକିବେଳେ ହିଁ ମେଡିକାଲ୍ ରିପୋର୍ଟ ଆସେ  ପେ, ପୁନୀ ଗର୍ଭବତୀ! ପୁନୀକୁ ଦେୱେନ୍ଦ୍ର  ଜବରଦପ ତା’ ବାପଘରକୁ ପଠେଇଦିଏ  ପୁନ! ସିନା ବାପଘରକୁ ଗଲିଯାଏ’ ହେଲେ ଜାଣିପାରେପେ’ ପୁନମ୍ ଆଉ ତା’ର ବାନ୍ଧବୀ ହୋଇନାହିଁ ! ସେ ତା’ର ସ୍ୱାମୀ ଉପରେ ଅଧିକାର ସାବ୍ୟସ୍ତ କରିବା ଆରମ୍ଭ କରିଦେଇଛି! ଏଥ୍ଗେ ସେ ଦୁଃଖ କରୋ କ୍ରୋଧ କରେ! ପୁଣି ପୁନମ୍ ର ଦୁରବସ୍ଥ! କଥା ଚିପକରି କୌଣସି ହରିତ୍ ପଦକ୍ଷେପ ନିଏନାହିଁ!ଓଲଟି ଚିନ୍ତା କରେ ପୁନମ୍ କୁ ଠିକ୍ ବାଟକୁ ଆଣିବା ପାଇଁ
ସେଥିଲାଗି ସେ ପ୍ରକାଶକୁ ଫୋନ୍ କରି ଦେୱେନ୍ଦ୍ର  ଓ ପୁନମ୍ ମଧରେ ବାଲିଥିବା  ସମ୍ପର୍କ ବିଷୟରେ ଜଣେ ଇଦିଏ! ଅନୁରୋଧ କରି କହେ ଯେ, ପ୍ରକାଶ ପୁନମ୍ କୁ ସେତିକି ସ୍ନେହ କରୁ  ଯେତିକି ପାଇଁ ସେ ଦାବିଦାର! କଣେ ସ୍ତ୍ରୀ ର ସମୂର୍ଣ୍ଣ ଅଧିକାର ରହିଛି ତା’ ସ୍ଵାମାଠାରୁ  ତା’ର ବାବି ସାବ୍ଯସ୍ତ କରିବା ପାଇଁ ! ଏହାଦ୍ୱାର! ତା’ର ପରିବାର ସୁଧୁରିଯିବ ଓ ତା’ ସ୍ୱାମୀ ଦେବେବ୍ର ବି ଭଲବାଟକୁ ଆସିପାରିବ!
    ପୁନୀଠାରୁ  ପୁନମ୍ ବିଷୟରେ ଜାଣି କ୍ରୋଧରେ ପାଗଳ ହୋଇଯାଏ ପ୍ରକାଶୀ ତା’ର ପୁରୁ ସ୍ୱାତ୍ୱା  ଯେମିତି ଚେଇଁ ଉଠେ ,  ସେ ସିଧାସଳଖ ପୁନମ୍ କୁ ବମ୍ବେ ନେଇଯାଏ! ହେଲେ ସେତେବେଳକୁ ଅନେକ ବଢ଼ିଯାଇଥାଏ ପୁନମ୍ ଏବଂ ଦେୱେନ୍ଦ୍ର ର ସମ୍ପର୍କ! କେହି କାହାକୁ ଛାଡ଼ି ରହିବାର ଅବସାରେ ନ ଥାନ୍ତି ! ସେମାନେ ଫୋନ୍ ଗେ ସମ୍ପର୍କ ରଖନ୍ତି  ଓ ପୁଣିଥରେ ଏକତ୍ର ହେବାର ଯୋଜନା କରଛି! ଦେୱେନ୍ଦ୍ର  ଦିନେ ଯାଇ ବମ୍ଭେରେ ପହଞ୍ଚେ ! ଯୋଜନା ଅନୁଯାୟୀ ପୁନମ୍ ବି ପ୍ରସୁତ ହୋଇ ରହିଥାଏ! ସେ ଦେୱେନ୍ଦ୍ର  ସହିତ ଘରୁ ଲୁଚି ଚାଲିଆସେ! ସେମାନେ ଆସି ଉଦୟପୁରଗେ ଏକ ଘରଭଡ଼ା ନେଇ ପନ୍1-ପତି ଭାବେ ରୁ ହନ୍ତି !

ଏକଥା ଜାଣିପାରି ପ୍ରକାଶ ଆହୁରି ଗାଗିଯାଏ ! ସେ ଦେୱେନ୍ଦ୍ର  ଓ ପୁନମ୍ ଠାରୁ  ପ୍ରତିଶୋଧ ନେବାର ଯୋଜନା କରେ! ଯୋଜନା ଅନୁଯାୟୀ ନିକର କିଛି ବନ୍ଧୁଙ୍କୁ ନେଇ ପ୍ରକାଶ ଉଭୟ ପୁନମ୍ ଏବଂ ଦେୱେନ୍ଦ୍ର କୁ ଡୁଇଟି କାରରେ ଅପହରଣ କରିଆଣେ! ମାତ୍ର ଦୁର୍ଟାଗ୍ୟକୁ ପୋଲିସ୍ ହା ବୁ ଡ଼ରେ ପଡ଼ିଯାଆନ୍ତି  ସେମା6ନା ପୋଲିସ୍ କବଳରୁ ଖସିବା ପାଇଁ ଜୋରରେ କାର୍ ନେଇ ପଳାଉଥିବା  ବେଳେ ପୁନମ୍ ରହିଥିବା  କାର୍ ଦୁର୍ଘଟଣାଗ୍ରସ୍ତ ହୁ ଏ! ପୁନମ୍ ର ଚେତା  ବୁ ଡି଼ଯାଏ! ପ୍ରକାଶ ଭାବେଯେ’ ପୁନମ୍ ମରିଗଲା!    ! ଏବେ କେବଳ ତା’ ରାସ୍ତା ର କଣ୍ଟା  ହୋଇରହିଲା ଦେୱେନ୍ଦ୍ର  ସେ ଦେବେଦ୍ରକୁ କାର ଚକାତଳେ ଚାପି ହତ୍ୟାକରେ !

ପୋଲିସ୍ ପୁନମ୍ କୁ ଉଦ୍ଧାର କରି ମେଡିକାଲ୍ କୁ ନେଇଯାଏ! ବଂଚି ଯାଏ ପୁନମ୍! ସେ ପୋଲିସ୍ ନିକଟରେ ସଦୁ କଥା କହେ ! ପୋଲିସ୍ ଗିରଫ କରି ପ୍ରକାଶକୁ ଜେଲ୍ କୁ ପଠାଏ! ଅନ୍ୟପଟେ ବିଧବା ହୋଇଯାଏ ପୁନୀ ! ପୁଣି ସ୍ଵାମୀ ମରିବାର ଦିନକ ପରେ ସେ ଗୋଟିଏ ପୁଅ ଜନ୍ନଢିଏ
 ପୁନୀ ଏବଂ ପୁନମ୍! ସ୍ଵାମାକୁ ହରେଇ ପୁନୀ ପାଲଟିଯାଏ ଏକୁଟିଆ! ପ୍ରକାଶ ଜେଲ୍ ଯିବା ପରେ ପୁନମ୍ ର ଜୀବନ ବି ହୋଇଯାଏ ଏକ୍ଲା ଏଭଳି ସ୍ତିତିରେ  ଥିବା  ବେଳେ ଦିନେ ପୁନୀ ଆସି ପୁନମ୍ ନିକଟରେ ପହଞ୍ଚେ ! ପୁନମ୍ ଭା ବୁ ଥିଲା’ ନିଜର ଦୁର୍କଶା ପାଇଁ ପୁନୀ ତାକୁ ଦାୟୀ କରିବା ହେଲେ ପୁନୀ କହିଲା- ପୁନମ୍’ ମୁଁ ଡୋ ଦୁଃଖ ଜାଣେ! ଆଉ ତୋ’ ଦୁର୍କଶା ପାଇଁ ତୁ କେବେ ବି ଦାୟୀ ନୁହଁ! ସେହିଭଳି ମୋର ଦୁର୍କଶା ପାଇଁ ତୁ ବି ଦାୟୀ ନୁହଁ! ଏଥ୍ପାଇଁ ଦାୟୀ କେବଳ ଜଣେ ! ସେ ହେଉଛି ପ୍ରକାଶ! ଆମେ ଦୁହେଁ  ଦୁଇବାନ୍ଧବା! ଏବେ ଆମେ ଦୁଇଭଉଣୀ ହୋଇ ରହିବା! ଦେୱେନ୍ଦ୍ର  ଛାଡ଼ି ଦେଇପାଇଥିବା  ପୁଅଚିକୁ ଦୁହେଁ ମିଶି ମଣିଷ କରିବା!
   ଦେୱେନ୍ଦ୍ର ର  ହତ୍ଯା ପରେ   ପୂନମ ନିଜ ପରିଜନ ଙ୍କ ସହିତ ଯିବାକୁ ମନାକରିଦିଏ ଏବଂ ଦେୱେନ୍ଦ୍ର ର  ପରିଜନ ଉଦଯପୁର ରେ ପହଂଚିବା ପରେ ତାଙ୍କ ସହିତ ଯିବାକୁ ଇଚ୍ଛା ବ୍ୟକ୍ତ କରିଥିଲା  । ଦେୱେନ୍ଦ୍ର ର ପ୍ରଥମ  ପତ୍ନୀ ପୂନୀ ମଧ୍ୟ ଏଥିରେ  ସହମତି ପ୍ରଦାନ କରିଥିଲା । ଏହାପରେ  ପୂନମ  ପୁଲିସ ସୁରକ୍ଷା ରେ  ଦେୱେନ୍ଦ୍ର  ଘରକୁ ଚାଲିଯାଇଥିଲା  । ପୂନମ ନିଜ  ପ୍ରେମୀ ଦେୱେନ୍ଦ୍ର ୱିଶ୍ନୋଈ ଙ୍କ  ହତ୍ଯା  ମାମଲା ରେ  ଏକମାତ୍ର  ସାକ୍ଷୀ ଥିଲା . ଏହି କାରଣରୁ  ତା  ହତ୍ୟା  ଆଶଂକା ରେ ପୋଲିସ  ସୁରକ୍ଷା ମିଳି ଥିଲା  .ମାତ୍ର କିଛି  ଦିନ ପରେ ତା  ସୁରକ୍ଷା ହଟାଇ  ଦୀ ଆଃ ଯାଇଥିଲା  ଆରୋପିମାନେ  ଏ ସ୍ତିତି ର ଫାଯଦା ଉଠାଇ   ପୂନମ ର  ନିର୍ମମ ହତ୍ଯା କରୀ ଦେଲେ . ସେ  ଜାଲୋର ର  ବାଗୋଡ଼ା ଥାନା କ୍ଷେତ୍ର ର  ସେୱଡ଼ୀ ଗାଂୱ ର e ଦେୱେନ୍ଦ୍ର ର ଘରେ ରହୁଥିଲା । ହଟାତ  ମଂଗଲୱାର ରାଟିରେ କିଛି ନକାବପୋଶ ଅପରାଧୀ ଦେୱେନ୍ଦ୍ର ର ଘର ମଧ୍ୟରେ ପଶି  ପରିୱାର ର ଲୋକଙ୍କୁ ବଂଧକ ବନାଇ  ପୂନମ କୁ ହତ୍ୟା କରିଥିଲେ । ଶେଷରେ ପ୍ରେମୀ ର ଗାଁ ରେ  ତାର  ଅଂତିମ ସଂସ୍କାର ହୋଇଥିଲା
Timesofindia


दो जोड़ों की खूनी कहानी में एक और मर्डर, पूनम को भी उतारा मौत के घाट

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...