Tuesday 2 May 2017

ଯୌନ ପିପାସୁ ଶିକଞ୍ଜାରେ ଶିଶୁ କନ୍ୟା


ମଣିଷ ଯେତେ ଶିକ୍ଷିତ  ହେଉଛି ଆଧୁନିକତାର ଛାପ ତାକୁ ସେତେ ଅସଭ୍ୟ ୟ ଓ ହିଂସ୍ର  କରିଦେଇଛି କାମନାର ମେ!ହ ତାଜୁ କାମାନ୍ଧ ଓ ପାଷାଣ୍ଡ ବଣାଇ  ଦେଇଛି ! ନାବାଳକ ହୁଅନ୍ତୁ ଅବ! ବୟବୃଦ୍ଧ ଯଣିକ ସୁଖର ବଶବର୍ଗୀ ହୋର ବାସନାକୁ ଚରିତାର୍ଥ କରିବାକୁ ଖୋଜୁଛନ୍ତି  ସରଳ ରାହା ! ଫଳସ୍ଵରୂପ ତାଙ୍କ ଶିକାର ହେଉଛଜି କେ!ମଳମତି କଳିକା ! ଏହି  ଦେହ ଲୋଭି  ନର ରାଯସଙ୍କ  ପାଇଁ ଦୁନିଆକୁ ଚିହିଁବା   ଆଗରୁ ହଜିଯାରଛି ସେମାନକ ଶୈଶବର ସୁଖ ! ଡେଣାଝଡା  ବୟସରେ ଏମାନେ ପାକଟୁଛନ୍ତି  ପରାହତ ବିହଙ୍ଗ  ! ହେଲେ କିଏ ଫେରାରଦେବ ସେମାନକ ଲୁଣ୍ଠି ତ  ଶୈଶବ ? କି ଶାସ୍ତି ପାରବେ ଏହି ଅମଣିଷମାନେ ? ଆଇ ନର ଦାଓ ପେଞ୍ଚରୁ ଖସି ଏମାନେ ଛାତି ଫୁଲାଇ  ହସୁ ଥିବା  ବେଳେ ପୀଡି଼ଡାମାନେ ଅତୀତର ସେର ଭୟଙ୍କର ସ୍ମୃତି କୁ  ନେର ଚିରଦିନ ବିଳାପୁଥିବେ 





ଆଧୁକିକତା ଓ ସଫଳତାର ଗୋଟିଏ ପରେ ଗୋଟିଏ ଣିଡି଼ ଚଢ଼ୁ  ଥିବା ! ଆଧୁନିକ ମଣିଷ ନିଜ କୁ ସଭ୍ୟ ଆଉ ଶିକ୍ଷିତ ବୋଲି ଡିଂଡି ମ ପିଟୁଛି ଆଉ କହୁଛି ଯେ ଆମେ ବିଂଶ ଶତାବ୍ଦୀରେ ପହଞ୍ଚିଲୁଣି ! ତେବେ ଆଜିର ଯେଉଁ ମଣିଷ ନିଜକୁ ସଭ୍ୟ ବୋଲାଉଛି ସେ କେମିତି ଭୁଲିଯାରଛି କିକର ମାନସି କତା ! କେମିତି ମଣିଷରୁ  ପଶୁ ପାଲଟିବାକୁ  ତାକୁ  କ୍ଷଣଚିଏ ବି ଲାଗୁନି ! କେମିତି ସେ ସବ୍ରୁକିଛି ଭୁଲି କିଛି ମୁହୁର୍ଭକ ସୁଖ ପାଇଁ ନିକର ମାନଚିକତାକୁ  ହରାଇବାକୁ ପଛାଉ ନାହିଁ ! କେମିତି ନିକର ଶର1ରର ଭୋକ ମେଣ୍ଟାଇବାପାଇଁ କୁନି କୁନି କୋମଳମତି ନାବାଳିକାମାନଙ୍ଗୁ ନିକର ଶିକାର କରୁଛି ! ତ!ମନରେ କଣ ଟିକେ ବି ଦୟା ନାହିଁ ! ସେ କେମିତି ବହୁ ଲିଯାରଛି ନିକର ମଣିଷପଣିଅ! ! ଆମେ ମଣିଷ ଏଥ୍ ପାଇଁ ଟୋଲାଉଛେ କାରଣ ଭଗବାନ ଆମକୁ ଦୟା ଆଉ କ୍ଷମ! ନାମକ ଦୁଇଟି ଗୁଣ ବେରଛନ୍ତି ବୋଲି !କିନ୍ତୁ ଏମାନେ  କେମିତିକା ମଣିଷ ଯେଉଁମାନେ କାମନା ବାସନାର ମୋହରେ ଅନ୍ଧ ହୋଇ ନିଜକୁ ପଶୁଠାରୁ ବି ହୀନ କରିପକାଉଛନ୍ତି  ! ଏ ନରରୂପ1 ଗାକ୍ଷସମାନେ ଭୁଲିପାଉଛନ୍ତି  ସବୁକିଛି ! କେମିତି ଏମାନେ ଦେଖି ପାରୁ ନାହାନ୍ତି  ସେ ଳୁନି କୁନି ନିର୍ବୋଧ ନାବାଳିକାଙ୍କ  ବିକଳ ମୁହଁ, କେମିତି ଶୂଭୁନି
ଏମାନଙ୍କ କାନ କୁ ସେମାନଙ୍କ ଆର୍ଭ ଚିତ୍କାର  ! କଣ ପାଇଁ କିଛି ପିଶାଚମାନଙ୍କ ଭୁଲ୍ ଯୋଗୁଁ କୁ ନି କୁନି ପିଲାଙ୍କ ଜୀବନ ପାଲଟିଯାଉଛି ନର୍କ ! କେମିତି ଆମ ଆଇନ ଆଖୀ  ରେ ଧୂଳି ବେଲ ଏମାନେ କରି ଥିବା  ଘୃଣ୍ୟ କାମକୁ ଲୁଚାଇ ଖୋଲ! ଆକାଶ ତଳେ ଛାତିଫୁଲାଇ ବୁଲୁ ଛନ୍ତି  ! ତେବେ ଏଠାରେ ପ୍ରଶ୍ନ ରଠୁଛି କିଏ ବେବ ନାବାଳିକାଙ୍କୁ  ନ୍ୟାୟ ? ତେବେ ଆସନ୍ତୁ ଏମିତି କିଛି ଘଟଣା ଉପରେ ଆଲୋକପାତ କରିବା ଯାହା ବିଷୟରେ ଜାଣିବା ପରେ ପୂରା ମାନବ ସମାଜ ଓ ମାନବିକତା ଉପରୁ ଆପଣଙ୍କ ବିଶ୍ଵାସ ଉଠିଯିବ

କାମନାର ଜୁଇରେ  ଜଳଗଲା କାମନୀ


ଘଟଣା ହେଉଛି ଢେଙ୍କାନାଳ ଉପକଣ୍ଠ ଭଗବାନପୁର ଗ୍ରାମର ସେଠି କଣେ ମାପାଗଳପ୍ରାୟ ଚିକ୍ରାର କରୁଥିଲେ ’ “କେଉଁ ମୁଖ୍ୟମନ୍ତ୍ର1’ କେଉଁ ପ୍ରଧାନମନ୍ତୀ କଣ କେବେ ବି ମୋ ଝିଅକୁ ଫେଗାଇଦ୍ଦେଇ ପାରିବେ ? ମେ! କୋଳ ଖାଲିକରି ସେ ମୋତେ ସବୁଦିନ ପାଇଁ ଛାଡ଼ି ଚାଲିଗଲା ! କେତେ ସ୍ଵପ ବେଖୀ  ଥିଲି ତାକୁ ନେଇ ! କିନ୍ତୁ ସବୁ ଭାଙ୍ଗି ରୁଜି  ଚୂରମାର ହୋଇଗଲା ! ସେ ଯିବ! ପରେ କେମିତି ବଞ୍ଚିବିମୁଁ ! ଏ ଥିଲା ! ଭଗବାନପୁର ଗାଁ ର ବିପିନ ବେହେରାଙ୍କ  ସ୍ତ୍ର1ଙ୍କ ବୁକୁ ଫଟା  କାନ୍ଦ ! ନିଜ ଛୋଟ ଝିଅକୁ ହରାଇ ସେ ସମ୍ପୂର୍ଣ୍ଣ ପାଗଳୀ! ବିପିନି ବେହେରାଙ୍କ ଝିଅ ଥିଲା ! କାମିନୀ ! କୁ ନି ଝିଅ କାମିନୀ ପ୍ରତିଦିନ ପରି ସେ ଦିନ ବି ବାଡ଼ି ଭୋର ରରୁ ଉଠି ଯାଇଥିଲା  ଘର ବାଡ଼ି କୁ  ପୁଲ ତୋଳିବା ପାଇଁ ହେଲେ ସେ କୁନି ଝିଅ ବା କଣ ଜାଣିଥିଲା  ଭଗବାନପୁରରେ ଲୁଚି ରହିଛି ସୈଗନ ! ସେ ପୁଲ ତଳୁ  ଥିବା ବେଳେ  ପଡ଼ୋଶ! ଘରର ରଞ୍ଜନ ସାହୁ ତାକୁ ଜୋର ଜବର ଦସ୍ତୀ  ଘର ଭିରେକୁ  ଟେକି ନେଇ ଯାଲଥିଲା ! ଏବଂ ସେଠାରେ କଚିଥିଲା ! ତାର  ଧର୍ଷଣ !ବାଡ଼ି ଭୋର  ହୋଇ ଥିବା ରୁ ସମସ୍ତେ ସେତେବେଳେ ନିଦରେ  ଥାନ୍ତି ! ଝିଅର ଚିକ୍ରାର ଶୁଣିବାରୁ ସେଠାରେ ରହୂ ଥିବା ! କିଛି ଲୋକ ବୌଡ଼ିଯାଇ କବାଟ ବାଡ଼େଇବା ବେଳକୁ ସେ ଦୁର୍ତ୍ତତ୍ତ ସେଠାରୁ ଚାଲିଯାଇଥିଲା  ! ମୁମୂର୍ଷ  ଅବସ୍ଥାରେ କାମିନୀକୁ ସେଠାରୁ ଉଦ୍ଧାର କରାଯାଇଥିଲା  ! ତେବେ ଅଭାବୀ ପରିବାର  ଥିବା ରୁ ବାପାମାଝିଅର ଅବସ୍ଥା ଦେଖୀ  ଧର୍ଯ୍ୟ ହରା ହୋଇପଡ଼ିଥିଲେ  ର କାମିନୀକୁ ଡାକ୍ତରଖାନା ନେଇଯିବାକୁ ସମସ୍ତ ଚେଷ୍ଟା କରାଯାଉ ଥିବା  ବେଳେ-ହଠାତ୍ ମାବାହାରକୁ ଯାଇ ଥିବା  ଦେଖୀ  ଘର ଭିତରେ ପଶି ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ  ! ମାଆସି ଘରେ ପହଞ୍ଚିବା ବେଳକୁ ସମ୍ପୂର୍ଣ୍ଣ ଜଳିଯାଇଥିଲା  କାମିନୀ ମାଚିତ୍କାର  କରି ଲେ!କଙ୍କୁ  ଡାକିବ! ବେଳଳୁ କାମିନୀଙ୍କ ପ୍ରାଣବାୟୁ ଉଡି଼ଯାଇଥିଲା  ! କାଳେ ବାପାମାଙ୍କୁ  କେହି ନିନ୍ଦ! କରିବେ ଆଉ ସେମାନେ ସେହି ଲେ!କଲଜାକୁ  ସହ୍ୟ କରିପାରିବେ ନାହିଁ ତାହ! ଭାବି ଭାବି କାମିନୀ ମୁଣ୍ଡରେ ଆଉ କିଛି ବୁଢ଼ୀ  ଆସିନଥିଲା  ! ସେ ନିଷ୍ପରି ନେଇଥିଲା  ଚିରଦିନ ପାଇଁ ଆଖୀ  ବୁଜି ଦେବାକୁ ! କାମିନୀ ସିନା ମରିଗଲା, ହେଲେ କାମିନୀର ଏ ଅବସ୍ଥ! କରି ଥିବା !ସୈତାନ ଆଜି ବି କେଉଁଠି କେଉଁଠି ନିଶ୍ଵେ ଛାତି ଫୁଲେଇ ବାହାସୋଟ ମାରି ନିଜ କଲ! କର୍ମ କଥା ବଖାଣୁ ଥିବ ନିଶ୍ଚୟ

 ଦେବାଳୟରେ କୁକର୍ମ

୨୦୧୭ ମାର୍ଚ୍ଚ ୩୧ରେ ବାରିପଦା ସହରରେ ଦ୍ଵିତୀୟ ଶ୍ରୀକ୍ଷେତ୍ର କୁହାଯାଉ ଥିବା  ବାରିପଦା ବଡ଼ ଜଗନ୍ନାଥ ମନ୍ଦିର ପରିସରରେ ଯେଉଁ ଘୃଣ୍ୟ କାମ ଘଟିଛି ତାହା  ସମ୍ପୂର୍ଣ୍ଣ ମାନବ ଜାତିକୁ ଦୋହଲାଇ ଦେଇଛି |ସବୁଦିନ ପରି ସେଦିନ ମଧ୍ୟ  କୃନି (ଛଦ୍ମନାମ) ମନ୍ଦିର  ପରିସରରେ  ଥିବା  ବାପାଙ୍କ ଫୁଲ ଦୋକାନକୁ ଯାଇଥିଲେ  ! ସେ ସେ ସବୁଦିନେ ସେଠି ଖୁସିରେ ମୁଁ ଖେଳିବୁ ଲି ସମୟ କାଟି ଆସନ୍ତି  | ମାତ୍ର ୫ ବର୍ଷର ଛୋଟ ଅବୋଧ ସେ ଶିଶୁଟି ବା କଣ ଜାଣିବ କାହା ମନରେ କଣ ଅଛି ! ଝିଅଟି ରାତି ୯ ଟା ୩୦ ସମୟରେ ମନ୍ଦିର ପ୍ରାଙ୍ଗଣରେ ଖେଳୁ ଥିବା ! ବେଳେ ଗୁରୁ ଚରଣ ବେହେର! ନାମକ ଜଣେ ଯୁବକ ତାକୁ ଚକୋଲେଟ୍ ଦେବାପାଇଁ ଡାକିଥିଲେ  ! ସେହି ସମୟରେ ଏକ ଗୁରୂତ୍ଵପୂର୍ଣ୍ଣ ବୈଠକ ଚାଲୁ ଥିବା  ହେତୁ ସମସ୍ତେ  ବ୍ୟସ୍ତ  ଥିଲେ  ! ଆଉ ଏହାର ସୁଯୋଗ ନେଇଥିଲା  ସେଲ କାମୁକ ଯୁବକ ! ଛୋଟ ପିଲାଟିକୁ ଚକୋଲେଟ୍ ଦେଇ ସେ ତାକୁ ଜୋର୍ ଜବରଦସ୍ତ ନେଇଯାରଥିଲା  ମନ୍ଦିର ପରିସରରେ ଥିବା  ସ୍ନାନମଣ୍ଡପ ପାଖକୁ! ଆଉ ସେଠାରେ କରିଥିଲା  ନିଜ କାମନାକୁ ଚରିତାର୍ଥ ! ଝିଅଟି ବିକଳରେ ଯେତେ ଟିକ୍ରାର କରିଥିଲେ  ହେଁ ସେ ରାକ୍ଷସ ଶୁଣିନଥିଲା ! ! କିଛି ସମୟ ପରେ ସେଇ ବାଟ ଦେଇ ଯାଉ ଥିବା ! ଲୋକମାନେ ଝିଅର ପାଟି ଶୁଣି ସେଠାରେ ପହଞ୍ଚିଥିଲେ  ! ସେହି କ!ମୁକ ଯୁବକକୁ ଲୋକମାନେ କାବ୍ରୁ କରି ପୋଲିସ କିମ! ଦ୍ଦେଇ ଥିବା ! ବେଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କୁନି ଝିଅଟିକୁ ଉଦ୍ଧାର କରାଯାଇ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ନିଆଗଲା ! କିନ୍ତୁ ଝିଅଟିର ଅବସ୍ଥ! ଏତେ ଖରାପ ହୋଇଯାଇଥିଲା ! ଯେ,ପରବର୍ଜା ସମୟରେ ତାକୁ କଟକ ବଡ଼ ମେଡିକାଲକୁ  ସ୍ଥାନାନ୍ତରିତ କରାଗଲା ! ଏବେ ସେ ଝିଅଟି କଟକ ମେତିକାଲର ସ୍ତ୍ର1 ଓ ପ୍ରସୂତି ରୋଗ ବିଭାଗରେ ଚିକିତ୍ସାଧୀନ !

ଏହି ଘଟଣା ଘଟିବା ପରେ ସମ୍ପୂର୍ଣ୍ଣ ବାରିପଦା ସହରରେ ତୀବ୍ର ଉରେଜନା ପ୍ରକାଶ ପାଇବ! ସହ ଲୋକମାନେ ରାସ୍ତା  ଅବରୋଧ କରିଥିଲେ  ଓ ସେହି ନାବାଳିକାର ସମସ୍ତ  ଚିକି ତ୍ସ! ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ସହ ପରିବାର ଲୋକକୁ  କ୍ଷତିପୂରଣ ଦିଅନ୍ତୁ ବୋଲି ଦାବି ମଧ୍ୟ  କରିଥିଲେ  ! ଏହି ଘଟଣା ଘଟିବା ପରେ ପବିତ୍ର ବେବାଳୟରେ ପଡ଼ିଥିଲା  ରକ୍ତର ଛିଟା, ଯେଉଁ କାରଣରୁ ମନ୍ଦିର ରୀତିନୀତି ବନ୍ଦ ରହିଥିଲା  ! ଘଟଣା ପରଦିନ ମନ୍ଦିର ଶୁଦ୍ଧ କରାଯିବା ପରେ ପୁନର୍ବାର ଠାକୁରଙ୍କର ରୀତିନୀତି ଆରମ୍ଭ ହୋଇଥିଲା  ! ତେବେ ସାଧାରଣରେ ସେଠାରେ ଗୋଟିଏ ପ୍ରଶ୍ନ ଉଠୁଛି ଥରେ କଣ ସେହି ଗୁଗୁଟରଣ ଭାବିଲା ନାହିଁ ସେ, ବାଳିକାଟିର ବୟସ ମାତ୍ର ୫ ହୋଇ ଥିବା ! ବେଳେ ସେ ଜଣେ ଦିବ୍ୟାଙ୍ଗ  ! ଆଉ ଯେଉଁଠାରେ ସେ ଏ ଘୃଣ୍ୟ କାମ କରୁଛି ତାହ! ଦେବାଳୟ ବୋଲି ....

ସବୁଠୁ ବଳି ଗଲା ନୟାଗଡ଼ ଦୁଷ୍କର୍ମ 

ମାର୍ଚ୍ଚ ୨୧ ତାରିଖରେ ନୟାଗଡ଼ ଜିଲ୍ଲା ଶରଣକୃଳ ଗ୍ରାମରେ ଯେଉଁ ଘଟଣା ଘଟିଲା ସେଥ୍ ରେ ସମସ୍ତେ ବିଚଳିତ ହେବା ସ୍ୱାଭାବିକ ନା ଘଟଣା ଏପରିଥିଲା  ଯେ, ସେଥ୍ ରେ ତିନିଜଣ ନାବାଳକ ଜଣେ ନାବାଳିକା ସହ ଗଣଦୁଷର୍ମ କରିବା ପରେ ତାର ଭିଡିଓ ରେ କଡି° କରିବା ସହ ଉକ୍ତ  ରିଡ଼ିଓକୁ  ସେମାନେ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ  ! ନାବାଳିକା ଜଣକ କୌଣସି କାମରେ ବ୍ୟାକ୍ କୁ ଯାଉ ଥିବା  ସମୟରେ ଏହି ଦୂଦ୍ଧିକମାନେ ତାକୁ ଜୋର୍ ଜବରଦସ୍ତି ନେଇଯାଇ ଗ୍ରାମଠୁ କିଛି ଦୂରରେ  ଥିବା  ଏକ ମନ୍ଦିର ପାଖ ଜଙ୍ଗଲରେ ତାକୁ ଧର୍ଷଣ କରିଥିଲେ  ସେ ଥ୍ ମଧ୍ଯରୂ ଜଣେ ନାବାଳିକାକୁ  ଜବରଦସ୍ତି ଧରି ଥିବା  ବେଳେ ଅନ୍ୟଜଣେ ତାସହ କୁକର୍ମ କରୂଥିଲା  ଏବଂ ତୃତୀୟ ଜଣକ ଏ ସମସ୍ତ ଘଟଣାକୁ ମୋବାଇଲ୍ ରେ ରେକର୍ଡ କରୂଥିଲା  ! ସେଠାରୁ ଫେରି ନାବାଳିକା ଜଣକ ଘରେ ସବୁକଥା ଜଣାଇଥିଲା  ! କିନ୍ତୁ ଘଟଣାଟି ବେଶ! ଜଘନ୍ୟ ହେଲା, ଯେତେବେଳେ ସେହି ଦୁର୍ତ୍ତତ୍ତମାନେ ଉକ୍ତ ଭିଡିଓ କ୍ଲିଫ୍ କୂ ଭାଇରାଲ୍ କରିଥଲେ ଓ ମୋବାଇଲ୍ ରୂ ମୋବାଇଲ୍ ଘୂରିଚାଲିଲା ସେଇ ଭିହିଓକ୍ଲିତ୍ପ ! ର୍ଗା ଲୋକ ଏହି ଘଟଣା ଜାଣିବ! ପରେ ଗାଁ  କମିଟିରେ ଏହାର ନିଷ୍ପରି ନେବା ପାଇଁ ଯୋଜନା ହୋଇଥିଲା  ! ଗାଁ କମିଟିରେ ପ୍ରଥମ ଅଢିଯୁକ୍ତକୁ  ନାବାଳିକା କୁ ଦୁଇ  ବର୍ଷ ପରେ ବିବାହ  କରିବା ପାଇଁ କୁହାଯାଇଥିଲା  ହେଲେ ସେହି ବାଳକର ପରିବାର ଲୋକେ ଏହି ନିଷ୍ପରିଗେ ଅରାଜି ହେବାରୁ ଗାଁ  ଲୋକମାନେ ଶରଣକୁ ଜ ଥାନାରେ ଅଭିଯୋଗ କରିଥିଲେ ଅଭିଯୋଗ ପାଇବ! ପରେ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲା  ! ଏବେ ସେହି ନାବାଳିକା ଜଣକ ସୁଧାର ଗୃହରେ ରହିଛନ୍ତି, ଯେଉଁଠାରେ ତାଙ୍କର କାଉନ୍ସେଲି° ଚାଲିଛି ! କିନ୍ତୁ ବାଚ୍ଚିକ! ଜଣରେ ମାସୈକ ସ୍ଥିତି ଏପର୍ଯ୍ଯନ୍ତ ବି  ଭଲ ହୋଇନାହିଁ ! ସେ ଏପର୍ଯ୍ୟନ୍ତ ଚି ସଠିକ୍ ଭାବେ ତ!ସହିତ ଘଚି ଥିବା ! ଘଟଣାକୁ ଭୁଲି  ପାରି ନାହିଁ ! ଆଜି ବି କାହାର ଛାଇ ଦେଖିଲେ   ସେ ଡରରେ ଚିତ୍କାର କରୁ ଛି ! ତେବେ ତାର ଭବିଷ୍ୟତ ନେଇ ବାପା ମାଏବେ ବି ସହିହାନ ! ଆଗକୁ ଘଟଣା କଣ ମୋଡ଼ ନେବ ତାହା କେହି ବି କହିପାରିବେ ନାହି

ଗୁମୁରି କାନ୍ଦୁଛି ପ୍ରିୟଙ୍କା

କନ୍ଧମାଳ ଜିଲ୍ଲାର ଶରଣଗଡ଼ ପୋଲିସ୍ ଷ୍ଟେସନ ଅନ୍ତର୍ଗତ ଗୁଣ୍ଠୁରୀ ଗ୍ରାମ କଲୋନୀ ସାହିର ଫକୀର ନାୟକଙ୍କ ୫ ବର୍ଷର ଝିଅ ପ୍ରିୟଙ୍କା ଘଟଣା ହେଉଛି ୧୩ ନଭେମ୍ବର, ୨୦୧୨ର ! ସମୟ ଦିନ ୧୧ଟା କୁନି ଝିଅ ପ୍ରିୟଙ୍କ! ଗାଁ  ଦାଣ୍ଡରେ ନିଜ ସାଙ୍ଗମାନଙ୍କ ସହ ଖେଳୁ  ଥିବା  ବେଳେ ଏହି ଗାଁର ଜଣେ ନାବାଳକ ବାଲିଆ ନାୟକ (୧୬) ପ୍ରିୟଙ୍କାକୁ ଚକୋଲେଟ୍ ଦେବାର ବାହାନା କରି ନିଜ ଘରକୁ ନେରଯାଇଥିଲା  ଛୁଆଟି ଚକୋଲେଟ୍ ଖାଇବ ବୋଲି  ଭାରି ଖୁସିରେ ତାପଛେ ପଛେ ଚାଲିଯାରଥିଲା  ! କାରଣ ସେ ଆଗରୁ ବାଲିଆକୁ ଚିହିଥିଲା  ! ହେଲେ କୁନି ଝିଅଟି କଣ ଅବା ଜାଣିଥିଲା  ବାଲିଆ ମନରେ ରହିଛି ପାପ ଯେମିତି ଝିଅଟି ଯାଇ ବାଲିଆ ଘରେ ପହଞ୍ଚିଛି ସେ ତତ୍ କ୍ଷଣାତ୍ ଝିଅଟିକୁ ମାଡ଼ିବସି ତାଳୁ ଅତି ନିର୍ମମ ଭାବେ ଧର୍ଷଣ କରିଥିଲା  ଝିଅଟିର ଟିକ୍ରାର ଶୁଣି ଗ! ଲୋକ ଅତି ମୁମ୍ପୂଷ୍ଠି ଅବସ୍ଥାରେ ତାକୁ ଉଦ୍ଧାର କରିବା ସହ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭରି କରିଥିଲେ  ! ସେଠାରେ ତାର ଡାକ୍ତରୀମାଇନ! ପରେ ଜଣାପଡ଼ିଲା ଯେ, ଝିଅଟି ସହ ଦୁଷର୍ମ ହୋଇଛି ! ଯେହେତୁ ଦୁଷର୍ମ କରି ଥିବା  ପିଲାଟି ନାବାଳକ ଥିଲା  ସେଥି  ପାଇଁ ତାକୁ ଜୁଭେନାଇଲ୍ କୋର୍ଟରେ ହାଜର କରାଯାଇଥିଲା  ଯେଉଁଠାରେ ତାକୁ ବେଲ୍ ମିଳିଯାଇଥିଲା !
! ପ୍ରିୟଙ୍କାର ପରିବାର ଅତ୍ୟଧିକ  ଅଭାବ ରେ ଚାଲନ୍ତି ! ଏପରିକି ମୁଣ୍ଡ ଗୁଞ୍ଚିବ! ପାଇଁ ତାଙ୍କ ପାଖେ ଚାଳଚିଏ ନାହିଁ! ଏଣେ ଘରେ ଚାପାମାକୁ  ମିଶାଇ ସମୁଦାୟ ୬ ଜଣ ସଦସ୍ୟ ! ଦିନମଜୁରିଆ ଭାବେ କାମ କରନ୍ତି ପ୍ରିୟଙ୍କାଙ୍କ ବାପ! ! ସେଥ୍ ରୁ ଯାହା ରୋଜଗାର ହୂଏସେଇଥିରେ  ହିଁ ସେମାନଙ୍କ ପରିବାର ଚଳେ ! ଏମିତିକି ୨୦୦୮ରେ ହୋଇ ଥିବା  କନ୍ଧମାଳ ଦଙ୍ଗାରେ ତାଙ୍କ ଛୋଟ ଜୁଆଣିଆ ଚାକିଆଟିକୁ ମଧ୍ୟ  ଦୁର୍ଦ୍ଧମୋନେ ଭାଗିପକାଇଥିଲେ  ! ଯଦିଓ ପରବର୍ଜା ସମୟରେ ଏ ଥ୍ ପାଇଁ ଡାଙ୍ଗୁ କ୍ଷତିପୂରଣ ମିଳିଥିଲା !କିନ୍ତୁ ତାହା ପକ୍ଳ! ଘରଟିଏ ତୋଳିବା ପାଇଁ ଯଥେଷ୍ଟ ନଥିଲା ! ! ଯେଉଁ ବାପାମାଙ୍କ ପାଖରେ ପିଲାଙ୍କ ପେଟକୁ ଦେବାପାଇଁ ଦୂଇଓଳା ଦୁଇମୁଠ! ଦାନା ରହୁନାହିଁ, ସେମାନେ ବ! କିଭଳି ପିଲାକୁ ନ୍ୟାୟ ଦେବା ପାଇଁ ଲଢ଼ିବେ ! କୁନି  ଝିଅ ପ୍ରିୟଙ୍କା ଯଦିଓ ତାସହିତ ଘଟି ଥିବା  ଘଟଣାକୁ ଠିକ୍ ଭାବେ ଏଯାଏଁ ବି ଟୁଝିପାରିନି ତଥାପି ଯେତେବେଳେ ଏସବୁ ଘଟଣା ତାର ମନେ ପଡ଼ିଯାଭଛି ସେତେବେଳେ ତ!ଆଖୀ  ରୁ  ଲୁହ ଗଡ଼ିଆସୁଛି


ଆଖି ବୁ ଜିଦେଲା ସବିତା

କନ୍ଧମାଳ ଜିଲ୍ଲା ଦାରିନଜି ବାଡ଼ି ପୋଲିସ ଷ୍ଟେସନ ଅନ୍ତର୍ଗତ ଦବଡ଼ାମାହା ଗାଁ ର ବିପିନଓ ଅନ୍ତାଜିନି ଦିଗଲଙ୍କ ୧୩ ବର୍ଷର ଝିଅ ସବିତା ହସିଖୁସିରେ ବିତୁ ଥିବା ! ସବିତାର ଜୀବନରେ ଛାଇଗଲା ଘନ ଅନ୍ଧକାର ! ୨୬ ଅକ୍ଟୋବର, ୨୦୧୨ର ଘଟଣା ! ଦୁର୍ଗାପୂଜା ଛୁଟି ଚାଲିଥାଏ ! ପୁଜାରେ ର୍ଗା ଗହଳ ସବୁଠି ବେଶ୍ ଚଳଚଞ୍ଚଳ ! ସବିତା ମଧ୍ୟ  ଖୁବ୍ ଖୁସିରେ ବାହାରିଥାଏ ନିଜ ଗାଁ ପାଖ ସିମନବାଡି଼ ଗାଁ କୁ ଯେଉଁଠାରେ ଦୂର୍ଗୀପୂଜା ମେଳଣ ଚାଲିଥାଏ ! ସବିତା ଓ ତାର ୧୦ ବର୍ଷର ଭଉଣୀ ହେବାଲ ଦିଗଲ ଗାଁ ରୂ ସିମନବାଡି଼ ମେଳା ବେଖୀ  ବାଳୁ ବାହାରିଲେ !ଗାଁ ଠାରୁ  ସିମନବାଡି଼ ମାତ୍ର ବେଢ଼ କିଲୋମିଟର ! ଦବଡ଼ାମାହ ଗାଁ ରେ ସମୁଦାୟ ୧୭ ଗୋଟି ପରିବାର ରୁହନ୍ତି  ଯାହା ମଧ୍ୟ ରୁ ଦୁଇଟି ଦଳିତ ପରିବାର ! ସେମାନଙ୍କ ମଧ୍ୟ ରୁ ଗୋଟିଏ ହେଲା ସବିତାଙ୍କ ପରିବାର ! ସବିତାଙ୍କ ବ!ପ! କଣେ ଦାଦନ ! ସେଥି  ପାଇଁ ତାଳୁ ସବୁବେଳେ ରାଜ୍ୟ ବାହାରକୁ ଯିବାକୁ ପଡ଼ିଥାଏ ! ସବିତାଙ୍ଗୁ ମିଶାଇ ତାଙ୍କ ପରିବାରରେ ସମୁଦାୟ ୫ ଜଣ ସଦସ୍ୟ ! ସେଥି  ପାଇଁ ବାପାଙ୍କ ଅନୁପସ୍ଥିତିରେ ଘର ଚଳାଇବାକୁ ସବିତାର ମାଳୁ କାମ କରିବାକୁ ପଡ଼ିଥାଏ ! ଖୁବ୍ ଖୁସିରେ ସେବିନ ଘରୁ ବାହାରି ମେଳା ଦେଖ୍ବାକୁ ଯିବା ରାସ୍ତାରେ ଆସିଥିଲା  ତାର କ!ଳ ! ରାସ୍ତାରେ ଯିବା ସମୟରେ ସେହି ଗାଁ ର ଅଙ୍ଗୁର ପ୍ରଧାନ ନାମକ ଜଣେ ନାବାଳକ ସବିଚାକୁ ଡାକିଥିଲା  ! ଯେହେତୁ ସେ ଗାଁ  ପିଲା ଥିଲା  ସେଥି  ପାଇଁ ସବିତା ଭଉଣୀକୁ ଆଗରେ ଯିବାକୁ କହିଲା ଏବଂ ସେ ଅଙ୍ଗୁର ସହ କଥା ହୋଇ ପରେ ଯିବ ! ସବିତାର କଥା ମାବି ହେବାଲ ଆଗରେ ଚାଲିଗଲା ! ମାତ୍ର ସବିତା କଣ ଜାଣିଥିଲା  ସେ, ନିଜ ର୍ଗାର ପିଲା ହିଁ ତାର ଶତୁ ହେବ ! ହେବାଲ ଚାଲିଯିବ! ପରେ ଅଙ୍ଗୁର ପଡ଼ୋଶୀ ଗାଁ  ଶୁଳୁମାର ଦୁଇ  ବନ୍ଧୁ ଉଦ୍ଧବ ପ୍ରଧାନୀ ଓ ଭାରତ ପ୍ରଧାନୀଙ୍କ ସହ ମିଶି ଅତି ନିର୍ମମ ଭାବେ ସବିତାଙ୍ଗୁ ଧର୍ଷଣ କରିବା ସହ ହତ୍ୟା କରିଥିଲେ  ! ରାତିରେ ସବିତା ଘରକୁ ନ ଫେରିବାରୁ ପରିବାର ଲୋକେ ଚିନ୍ତାରେ ଥିଲେ  ! ତେବେ ହଠାତ୍ ଖବର ଆସିଲା ଯେ, ଦଦଡାମାହ ଓ ସିମନବାଡି଼ ଗ! ମଧ୍ୟ ର ଏକ ଅପାନ୍ତରା ଜାଗାରେ ଉଲଗ୍ନ ଅବସ୍ଥାରେ ସବିତାର ମୃତଦେହ ପଡ଼ିଛି ! ଏହି ଘଟଣା ଶୁଣିବା ପରେ ସବିତାର ମାପାଦ ତଳୁ ମାଟି ଖସିଯାଲଥିଲା  ! ବାପ! ବାହାରେ ରହୂ ଥିବା ରୁ ଝିଅର ମୃତ୍ୟୁ ଖବର ମଧ୍ୟ  ତ!ପାଖରେ ପହଞ୍ଚି ପାରିନଥିଲା  ପୋଲିସ ଘଟଣାସ୍ଥଳରେ ପହଞ୍ଚି ସବିତାର ମୃତଦେହ ଉଦ୍ଧାର କରିବା ସହ ଘଟଣାରତଦନ୍ତ ଳରିଥିଲା  ! ଅନ୍ୟପକ୍ଷରେ ସବିତାର ପରିବାରକୁ ମାତ୍ର ୧୦ ହଜାର ଟଙ୍କାର କ୍ଷତିପୂରଣ ଦିଆଯାଇଥିଲା  ! ତେବେ ଏହି ଘଟଣାରେ ବି ଯଦିଓ ଅଭିଯୁକ୍ତମାନଳୁ ଗିରଫ କରାଯାଇଥିଲା ତଥାପି ସେମାନେ ପରବର୍ଜା ମୁହୁର୍ଭରେ ଏଥିରୁ ତରି ଯାଇଥିଲେ


ରକ୍ଷକ ସାଜିଲା ଭକ୍ଷକ
କୁହାଯାଏ ବାପାମାଙ୍କ ପରେ ଯଦି କେହି ପିଲାଳୁ ସୁରକ୍ଷା ଦେଇପାରିବ ସେ ହେଭଛଟି ଘର ଲେ!କ ! କିନ୍ତୁ ଆମେ ଏଠାରେ ଆପଣଙ୍କ ସାମ୍ନା ଳୁ ଏପରି ଏକ ଘଟଣା ଆଣିବାକୁ ଯାଉଛି ଯାହା ଶୁଣିବା ପରେ ଆପଣ ନିଜ ଛାଇକୁ ବି ଦେଖିଲେ ବି   ତରିବେ ! ବାଲିଗୁଡ଼ା ପୋଲିସ ଷ୍ଟେସନ ଅନ୍ତର୍ଗତ ଏକ ଗାଁ ର ଘଟଣା ! ୩ ବର୍ଷାୟା ଲଳିତା (ଛଦ୍ମନାମ) ଗାଁ ର ଅଙ୍ଗନବାଡ଼ିରେ ପାଠପଢ଼େ ! ବାପାମାଦିନମଜୁରିଆ ହୋଇ ଥିବା ରୁ  କୁନି ଝିଅଟି ଜେଜେ  ମାପାଖରେ ରହେ ! ଘରେ ଏମାନଙ୍ଗୁ ଛାଡ଼ିଦେଲେ ଲଳିତାର ଦାଦା ରଘୁ ଦିଗଲ୍ (୨୭) ରହେ ! ତେବେ ଘଟଣା ହେଉଛି ୧୭ ଅକ୍ଟୋବର ୨୦୧୪ର ! କୃନି ଝିଅଟି ପରେ ନିଜ ଜେଜେ ମାପାଖରେ ଖେଳୁଥାଏ !
ଏତିକିବେଳେ ଦାଦା ନିଶାଶକ୍ତ ଅବସ୍ଥାରେ ଘରକୁ ଫେରିଲା ଓ ଳୁନି ଝିଅଟିଳୁ ଟଣାଓଟର! କଲା ! ଜେଜେ ମାଏଥ୍ରେ ପ୍ରତିରୋଧ କରିବାରୁ ଦାଦା ନିଜ ମାଳୁ ଧକା ମାରିଥିଲା  ଯେଉଁଥ୍ରେ ଜେଜେ ମାଚେତାଶୂନ୍ୟ ହୋରପଡି଼ଥିଲେ  ! ଏହା ପରେ ଦାଦା କରିଥିଲା  କୁ ନି ଝିଅ ଲଳିତାର ଧର୍ଷଣ ! ସନ୍ଧ୍ୟା ରେ ବାପାମାଘରକୁ ଫେରିଲା ବେଳକୁ ଉଭୟ ଜେଜେ ମାଓ ଲଳିତା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ  ! ମାଏବଂ ଝିଅର ଏଭଳି ଅବସ୍ଥ! ଦେଖୀ  ଦମ୍ପତିଙ୍କ ହେ!ସ୍ ଉଡ଼ିଯାଇଥିଲା ! ! ତୁରନ୍ତ ସେମାନଙ୍ଗୁ ଡାକ୍ତରଖାନାରେ ଭରି କରାଯାଇଥିଲା  ! ଜେଜେ ମାଙ୍କର ହୋସ୍ ଆସିବା ପରେ ସେ ସବୁକଥା ଟିକ୍ ନିକ୍ କରି ବଖାଣିଥିଲେ  ଯାହା ଶୁଣି ଲଳିତାର ବାପାମାନିଜ କାନକୁ ବିଶ୍ୱାସ କରିପାରି ନଥିଲେ  !ଛୁଆ ଟିର ତାକ୍ତଗୀମାଇନା ହେବ! ପରେ ସମସ୍ତ ଘଟଣା ସାମ୍ନା କୁ ଆସିଥିଲା ! ! ପରେ ବାଲିଗୁଡ଼ା ପୋଲିସ ଷ୍ଟେସନରେ ଲଳିତାର ବାପା ଏ ନେଇ ଏକ ରିପେ!ର୍ଟ ବେଇଥିଲେ  ! କିନ୍ତୁ ସେତେବେଳକୁ ଲଳିତାର ଦାଦ! ଫେରାର ହୋଇଯାଲଥିଲା ! ! ଯେଉଁ ବୟସରେ ସେ ନିଜ ସାଙ୍ଗମାନଙ୍କ ସହ ଖେଳିବୁଲି  ଦିନ କାଟିବ! କଥ! ସେ ସମୟରେ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲା  ! ବୋଧହୁଏ ଯେତେବେଳେ ସେ ବଡ଼ ହେବ, ଆଉ ଜାଣିବ ଯେ ତ!ନିଜ ଦାଦା ତ!ସହ ଏମିତି କରିଥିଲେ  ସେତେବେଳେ ହୁଏତ ତାର ସମ୍ପୂର୍ଣ୍ଣ ମାନବ ସମାଜ ଉପରୁ ବିଶ୍ୱାସ ଉଠିଯିବ



ଆଇନ କଣ କୁହେ 

ପରିବର୍ଭନଶୀଳ ସମାଜରେ ଲୋକଙ୍କର ବିକୃତ ମାନସିକତା କିନ୍ତୁ ବଦଳିନି ! ରାକ୍ଷସ ପାଲଟି ଗଲାଣି ମଣିଷ ! ନାରାର ଦେହଲେ!ଭୀ ଏଇ ନର ରାକ୍ଷସଙ୍କ ଲେ!ଲୁପ ଦୃଷ୍ଟିରୁ ବାବ୍ ପଚୁନାହାନ୍ତି  ଅନ୍ହଢା ଝିଅମାନେ ! ଦୁନିଆ ଓ ସଂପର୍କଳୁ ଠିକରେ ବୁଝିବ! ଆଗଗୂ ଏମାନେ ଶିକାର ହେଉଛନ୍ତି ଦାନବଙ୍କର ! ଏକ ରଙ୍ଗୀନ ପ୍ରଜାପତି ଭଳି ଘୂରି ବୁଲିବା ବୟସରେ ଏମାନେ ମାନସିକ ଅବସାଦର ଶିକାର ହେଉଛନ୍ତି ! ଦୁନିଆର ଗୂଢ ରହସ୍ୟ ବୁଝିବ! ଆଗରୁ ଦୁନିଆ ସାମ୍ନା କୁ  ଆସିବାକୁ ଏମାନେ ଭୟ କରୁଛନ୍ତି ! କେତେକଙ୍କ ମୁହଁ ବନ୍ଦ କରିଦିଆଯାର ଥିବା ! ବେଳେ କେତେକ ଆତ୍ମହତ୍ୟା କରିବାକୁ ଶ୍ରେୟସ୍କର ମଣୁଛନ୍ତି  ! ଧର୍ଷିତାର କଳଙ୍କ ନେଇ ବଞ୍ଚିବା ଅପେକ୍ଷା ମରଣଳୁ ଆଦରି ନେଉ ଥିବା  ଏଇ ନିଷ୍ଠାପ କଳିକାଳ ପାଇଁ କଣ ରହିଛି ଆମ ଦେଶରେ ଆଇନ୍!
ଭାରତୀୟ ଆଇନ ବ୍ୟବସ୍ଥାରେ ଧର୍ଷଣ ଏକ ଦଣ୍ଡନୀୟ ଅପର!ଧ ! ଏଥ୍ ପାଇଁ ଜେଲହଣ୍ଡ ସହ ଜୋରିମାନାର ବ୍ୟ ବସ୍ଥ! ଅଛି ! ଧାର! ୨୧ ଅନୁଯାୟୀ ଧର୍ଷଣମ!ନବ ଅଧ୍ କାର ବିରେ!ଧରେ ଏକ ଅପରାଧ ଭାରତୀୟ ପିଙ୍ଗଳ କୋଡ଼୧୮୬୦ ମସିହାରେ ଧର୍ଷଣକୁ  ଅପରାଧ ତାଲିକାରେ ସାମିଲ କରିଥିଲା 
ଧର୍ଷଣ ଏକ ଅକ୍ଷମଣୀୟ ଅପରାଧଯାହ! ଜୀବିତ ବ୍ୟ କ୍ତି ଉପରେ ଏକ ଧ°ସକାର1 ପ୍ରଭାବ ଛାଡିଥାଏ ! ତେଣୁ ଏହାକୁ ଏକ ଦୁଃସ୍ବପ୍ନ ର ଆରମ୍ଭ ବୋଲି କୁହାଯାଇଛି ! ପୋଲିସ୍ ଆକଳନ ଅନୁଯାୟୀ ପ୍ରତିବର୍ଷ ୫୦୦୦୦ ଧର୍ଷଣ କେସ୍ ଫାଇଲ କରାଯାଉଛି !୧୯୮୭ ଓ ୧୯୯୧ ମସିହାରେ ଯଥାକୃମେ ୭୭୬୭ ଓ ୯୭୯୩ ଟି କେସ୍ ଫାଇଲ କରାଯାଇଥିଲା  ! ସେହି ମସିହାରେ ଆକଳନ ଅନୁଯାୟୀ ପ୍ରତି ୫୪ ମିନିଟରେ ଗୋଟିଏ ଧର୍ଷଣ ହୋଇଛି
ଜଷ୍ଟିସ ଅରିଜିତ ପଶାୟତଙ୍କ ଭ!ଷାରେକଣେ ହତ୍ୟାକାରୀ କେବଳ ଶରୀରଗଢଣ ବଦଲାଉ   ଥିବା  ବେଳେ, ଧର୍ଷଣକ!ର1 ଜଣେ ଅସହାୟା ମହିଳାର ଆତ୍ମାକୁ   ଅପମାନିତ ଏବଂ କଳୁଷିତ କରେ” ! କଷ୍ଠିସ କ୍ରିଷ୍ଣ! ଆୟର ପ୍ରସିଦ୍ଧ ରଫିକ୍ କେସ୍ ରେ  କହି ଥିବା ! ଭକ୍ରିଟି ଏହିପରି ହତ୍ୟାକାରୀ ଶର1ରକୁ ହତ୍ୟା କରେକିନ୍ତୁ  ଧର୍ଷଣକାର1 ଆତ୍ମା କୁ  ହତ୍ୟାକରେ
ବିଭିନ୍ନ ଧର୍ଷଣ ଆଇନଗୁଡିକ ମଧ୍ୟ ରୁ ନାବାଳିକା .ଗର୍ଭାବତୀ ମହିଳ!ଗଣଧର୍ଷଣକଷ୍ଟଡିଆନ୍ ରେପ ଆଇନ ଇତ୍ୟାଦି ଅନ୍ୟତମ ! ଆସନ୍ତୁ ଜାଣିବ! ଏଥ୍ ପାଇଁ  ଥିବା ! ଦଣ୍ଡବିଧାନ ବିଷୟରେ
ନାବାଳିକା ଧର୍ଷଣ-ଧାରା  ୩୭୬(୨)ଏଫ  ଅନୁଯାୟୀ ୧୨ ବର୍ଷରୁ କମ୍ ବୟସର ଝିଅ ଯଦି ଧର୍ଷଣର ଶିକାର ହୁଏତେବେ ଅପରାଧୀକୁ  ଅତ୍ୟୁନ ୧୦ ବର୍ଷ କଠିନ କାରାବାସ ସହ ଜୋରିମାନାର ବ୍ୟବସ୍ଥ! ଅଛି
ଗର୍ଭା ବତୀ ମହିଳା   ବଳାତ୍କାର - ଧାର! ୩୭୬ ଭପଧାରା(୨-ଇ)ଅନୁଯାୟୀ ଯଦି ଜଣେ ଅପରାଧୀ ଜାଣିଶୁଣି ବଣେ ଗର୍ଭବତୀ ମହିଳାଙ୍ଗୁ ଧର୍ଷଣ କରେତେବେ ତାଳୁ ଅଚ୍ୟୁନ ୧୦ ବର୍ଷ ଜେଲ୍ ଦଣ୍ଡ ସହ ଅର୍ଥଦଣ୍ଡ ଲାଗୁ କରାଯିବାର ବ୍ୟବସ୍ଥ! ଅଛି
ଗଣ ବଳାତ୍କାର-ଧାର! ୩୭୬ ଉପଧାର!(୨-ଜି)ଅନୁଯାୟ1 ଗଣ ବଳାତ୍କାର ଆରୋପି କୁ  ଅଚ୍ୟୁନ ୧୦ ବର୍ଷ ଜେଲ୍ ଦଣ୍ଡ ସହ ଆର୍ଥିକ  ଦଣ୍ଡର ବ୍ଯବସ୍ଥା ମଧ୍ୟ  ଅଛି ! ଆବଶ୍ୟକ ସ୍ଥଳେ ଦଣ୍ଡର ମିଆଦ ବୃଛି ପାଇବାର ମଧ୍ୟ  ନଜିର ଅଛି
କଷ୍ଟର୍ଡଆଲ ରେସ୍-ଧାର! ୩୭୬ଭପଧ!ର! ୨(ଏବି ,ସିଡ଼ି ) ଅନୁଯାୟୀ କଷ୍ଟଡିରେ  ଥିବା ! ମହିଳ!
ଅସଦାଚରଣ ବ! ଧର୍ଷଣର ଶିକାର ହେଲେ ଅପରାଧୀଳୁ ଅଚ୍ୟୁନ ୧୦ ବର୍ଷ ଜେଲଦଣ୍ଡ ସହ ଆର୍ଥକ ଦଣ୍ଡ ଲାଗୁର ବ୍ଯବସ୍ଥା ଅଛି ! ଏହ! ବୃଦ୍ଧି  ପାଇ ଆଜୀବନ କାରାଦଣ୍ଡ ମଧ୍ୟ  ହୋଇପାରେ


ନ୍ୟାସନାଲ କ୍ରାଇମ ରେକର୍ଡସ    ଅନୁଯାୟୀ ବେଶରେ ପ୍ରତି ୬୦ ସେକେଣ୍ଡରେ ୨ ଜଣ ଧର୍ଷଣର ଶିକାର ହେଉଛଛି ! ଗତ ବର୍ଷ ୨୦୭୩୭ଟି ଜେସ୍ ସାମ୍ନା କୁ  ଆସିଥିଲା  ! ଧର୍ଷଣ ବ! ଅସଦାଚରଣ କ୍ଷେତ୍ରରେ ମଧ୍ୟ ପ୍ରବେଶ ରେପ  କ୍ଯ!ପିଟ!ଲର ଆଖ୍ୟା ପାଇଛି ! ଦେଶରେ ଘଟୁ ଥିବା ! ଏହିଭଳି ଘଟଣାଗୁଡିକ ମଧ୍ୟ ରୁ ୩୦୧୦ ଟି କେସ ବ! ୧୪.୫ ପ୍ରତିଶତ କେସ ମଧ୍ୟ ପ୍ରବେଶ୨୧ଠ୬ ଟି କେସ୍ ଶ୍ରେଷ୍ଟ ବେଙ୍ଗଲ ୧୬୪୮ ଟି କେସ୍ ଉତ୍ତର ପ୍ରବେଶର୧୫୫୫ ବିହାର ରରାଜସ୍ଥାନର ୧୨୩୮ଟି ଅନ୍ତର୍ଜୁକ୍ତ!

ଏହିଭଳି ଅନେକ ଘଟଣ! ସମାଜର କୋଣ ଅନୁକୋଣରେ ସବୁଦିନ ଘଟୁଛି ! କେତେକ କାମୂକ ନରରାକ୍ଷସଙ୍କ ଯୋଗୁଁ ଅନେକ ନାବାଳିକ ପ୍ରାଣ ହରାଉଛଚ୍ଚି  କେତେ ସୁନ୍ଦର ଏଇ ପୃଥିବୀ  ! ଈଶ୍ଵରଙ୍କ ସଂରଚନାରେ ସଂରଚିତ ଏଇ ସୃଷ୍ଟି ! ଏହାର ପ୍ରତେୟ୍କଟି ସ୍ଥାନରେ ପ୍ରଷ୍ଟାଙ୍କର ନିପୂଣ ହାତର ସ୍ୱାକ୍ଷର! କେତେ ନିପୂଣତାର ସହ ତିଆରି କରିଛନ୍ତି  ସତେ ଏଇ ଧରାକୁ ! ସେଥି  ପାଇଁ ତ ସେ ବିଶ୍ଵ ନିୟନ୍ତା ! ସବୁଜିମା ଭର! ପୃଥିବୀ ରେ କର୍ତା ଙ୍କର ସଜଡା ହାତରେ ପାରିଲା ପଣିଆରଏକ ଚମତ୍କାର  କଳାକୃତିଯାହାର ନାମ ନାରୀ’ ! ସ୍ଥଷ୍ଟାଙ୍କ ପରେ ସୃଷ୍ଟିକୁ ଆଗେଇ ନେବାର ଭାର ନ୍ୟସ୍ତ ହୋଇଛି ନାରୀ ଉପରେ! ବେଦ ପୁର!ଣମାନଙ୍କରେ ଦେବାର ମାନ୍ୟତା ଦିଆଯାଇ ଥିବା ! ଏଇ ନାର1 ତାର ଜୀବନକାଳ ମଧ୍ୟ ରେ ଅନେକ ଭୂ ମିକ! ତୁଲାଇଥାଏ କେତେବେଳେ ମାକେତେବେଳେ ଭଗିନୀ ଆଉ କେତେବେଳେ ଜାୟା ! ସ୍ଥଷ୍ଟାଙ୍କ ପରି ସୃଷ୍ଟି ରଚନା କରିବାର କ୍ଷମତା ଥିବା ନାରୀ ବିନାଶ ମଧ୍ୟ  କରିପାରିବ
 ସମ୍ମାନର ହକ୍ ଦାର ନ!ର1’ଅ!ଜି ନିଃଷ୍ପସିତ!ନିର୍ଯାତିତା !କଲଂକିତା ! ! ମନର ବେଦନାକୁ ମନରେ ଚାପିରଖୀ  ସଭିଙ୍କୁ ହସ ବାଣ୍ଠୁ ଥିବା  ଏଇ ସୃଷ୍ଟି ଆଖୀ  ରେ  ଆଜି ଲୁହ
 ସ୍ଵେହଶ୍ରଦ୍ଧାକରୂଣାର ଜୀବନ୍ତ ପ୍ରତିମୂର୍ତି  ଆଜି ମୂକ ପାଲଟି ଯାଇଛି ସମ୍ମାନଯୋଗ୍ୟ! ନାରୀ କାହିଁକି ପ୍ରତିଟି ମୁହୁର୍ଭରେ ପୁରୁଷମାନଙ୍କର ହାତର କଣ୍ଢେଇ ପାଲଟୁଛି ! ତାର ଚିତ୍କାର  କାହିଁକି ଆମ କର୍ଣ୍ଣକୁ ଭେଦିପାରୂନି ! ଏ କାହିକିର ଉତ୍ତର କାହା ପାଖରେ ନାହିଁ

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...