Monday 31 July 2017

ଚାନ୍ଦିନୀ -ସମ୍ମାନ ପାଇଁ ହତ୍ୟା



ଦୁନିଆର ସବୁଠୁ ଶ୍ରେଷ୍ଠ ସଂପର୍କ ହେଉଛି ରକ୍ତସମ୍ପର୍କ ନିଜ ଲେ!କ ପାଇଁ କଣେ କିଛି ବି କରିପାରେ ! ହେଲେ ଏହି ସ୍ଵେହ ମମତାର ସୂକ୍ଷ ଖ୍ଅରେ ଘୃଣା ଓ ବୃଥା ଅଭି ମାନର ଦାଗ ଲାଗିଲେ ତାହ! ଛିଡ଼ି ଖଣ୍ଡ ଖଣ୍ଡ ହୋଇଯାଏ ! ସରଳ ମଣିଷଟି ହୋଇଉଠେ ହିଂସ୍ଥ ଆଉ ରଚିବସେ ଏମିତିକା ଅଘଟଣ, ଶତ ପ୍ରାୟଶ୍ଚିତ ସତ୍ୱେ  ମଧ୍ୟ  ହୋଇପାରେନା ତାହାର ଭରଣା ! ଉପଟରାସ୍ତ ଉକ୍ତିକୁ ସତ୍ୟ  ପ୍ରତିପାଦିତ କରି କାନୁପରରେ ଘଟିଥିବା  ଏକ ହୃଦୟବିଦାରକ ଘଟଣାକୁ ନେଇ ଆମର ଏ ଉପସ୍ଥାପନା

ଜୁଲାଇ ୨୨ ତାରିଖ ସକାଳେ ସୁମେରପୁର ଥାନାରେ ଧଇଁସଇଁ ହୋଇ ପହଞ୍ଚିଥିଲେ ଜଣେ ମଧ୍ୟ ମବୟସ୍କ ବ୍ୟକ୍ତି ! ହଡ଼ଟଡ଼ ହୋଇ ଥାନାବାବୁଙ୍କୁ  ଖୋଜିବାଚୂ ଉପସ୍ଥିତ ପୋଲିସ କର୍ମଚାରୀମାନେ ତାଳୁ ବସାଇ ଥାନା ଅଧିକାରୀ ଦେବେନ୍ଦ୍ର ସିଂହକୂ ଜଣାଇଥିଲେ ! ସେ ଆସି ଘଟଣା ସମ୍ପର୍କରେ ପଚାରିବାରୁ ବ୍ୟକ୍ତିଜଣକ ଯେଉଁ କାହାଣୀ ଶୁଣାଇଥିଲେ ସେଥ୍ ରେ ଉପସ୍ଥିତ ପୋଲିସବାଲା ପରସରକୁ ଅନାଇ କାଠ ପଡି଼ଯାଇଥିଲେ ! ଆଉ ସେ ବ୍ୟକ୍ତି ଜଣଙ୍ଗୁ ଥାନାଗେ ଅଟକାଇ ବାହାରିପଡ଼ିଥିଲେ ଘଟଣାସ୍ଥଳକୁ!
ପୋଲିସ ସୂଚନା ଅନୁସାରେ ଘଟଣାଟି ହେଉଛି ଉତ୍ତରପ୍ରଦେଶର କାନପୁରସ୍ଥିତ ହମିରପୁର ଜିଲ୍ଲା ଧୁନ୍ଧପୁର କଲୁବାଡେରା ଗ୍ରାମର ଗାଁ ର ରାମପ୍ରସାଦ ଯାଦବକ ସ୍ତ୍ର! ସୁଶିଲାବଡ଼ଝିଅ ଛନ୍ଦି ନିସାନ ସରୋଜ ଓ ପୁଅ ଅମିତ୍ ଜୁ ନେଇ ଛୋଟିଆ ପରିବାର ! ରାମପ୍ରସାଦ ସୁରତ୍ ର ଏକ କପଡ଼ା ମିଲ୍ ରେ  ବାକିରି କରି ଯାହା ରୋଜଗାର ଜରୁଥିଲେ ସେଥ୍ ରେ ତାକ ପରିବାର ଚଳିଯାଉଥିଲା  ! ରାମପ୍ରସାଦ ବାହାରେ ରହି ବର୍ଷକୁ ମାତ୍ର ମାସେ କିମ୍ବା ଦୁଇ ମାସ ଘରକୁ ଆସୁଥିବା ରୁ ପିଲାମାନଙ୍ଗୁ ଖୁବ୍ ସ୍ଵେହ କରୁଥିଲେ ! ହେଲେ ପିତାଙ୍କ ଅନୁପସ୍ଥିତିରେ ପିଲାମାନେ ଉଚ୍ଛଙ୍ଖଳ ହୋଘଯାଇଥିଲେ ! ମାଯେତେ ଆକଟ କଲେ ମଧ୍ୟ  ଏହାର କିଛି ପ୍ରଭାବ ସେମାନକ ଉପରେ ପଡୁନଥିଲା  ! ପିତା ଘରେ ଥିବା  ପର୍ଯ୍ଯନ୍ତ ସଚୂ ଠିକ୍ ଠାକ୍ ! ହେଲେ ଚାକିରିକୂ ଯିବାମାତ୍ରେ ଏମାନେ ଆଉ କାହାରି କଥା ଶୂଣୁନଥିଲେ ଏ ସମ୍ପର୍କରେ ଜାଣିବା ପରେ ଝିଅ ବିରିଡ଼ି ନଯାଉ ବୋଲି ରାମପ୍ରସାଦ ବଡ଼ଝିଅ ଚାନ୍ଦିନୀ ର ପାଠପଢ଼ା ସପ୍ତମ ଶ୍ରେଣୀରୁ ହିଁ ବନ୍ଦ କରିଦେଇଥିଲେ ! ପାଠପଢ଼ା ଛାଡ଼ିବା ପରେ ଚାନ୍ଦିନୀ ଅନେକ ଥର ମାମୁଘର ମୋହଦା ଜୋତବାଲିର ମବୟା ଗାଁ କୁ ଯାଉଥିଲେ ମାମୁ କାମତା ପ୍ରସାଦକ ସହ ଚାନ୍ଦିନୀ ର ଖୁବ୍ କମୁଥିଲା  ଏହି ଯିବାଆସିବା ମଧ୍ୟ ରେ ଚାନ୍ଦିନୀ ଉକ୍ତ ଗ୍ରାମର ଜଣେ ଅନ୍ୟ ଜାତିର ପୁଅ ସହ ସମ୍ପର୍କ ପୋଡ଼ିବସିଥିଲା  ! ଦୁଇବର୍ଷ କାଳ ପରିବାରର ଦୃଷ୍ଟି ଆଢୁଆଳରେ ଚାନ୍ଦିନୀ ପ୍ରେମ ଦୁନିଆର ମୁକ୍ତ ଆକାଶରେ ଉଡ଼ିଟୁଲିଥିଲା  ! ହେଲେ ଝିଅର ସ୍ୱଭାବରେ ପରିବର୍ଭନ ଆସିବା ଓ ବାରମ୍ବାର ମାମୁଘରକୁ ଯିବାଆସିବା କରିବାକୁ ନେଇ ମାସୁଶିଲାଙ୍କ ମନରେ ସନ୍ଦେହ ସୃଷ୍ଠି ହୋଇଥିଲା  ! ଏପରିକି ବିଳମ୍ବିତ ରାତି ପର୍ଯ୍ଯନ୍ତ ଦୀର୍ଘସମୟ ଧରି ଫେ!ନ୍ ରେ ଗପିବାକୂ ସେ ସହଜରେ ଗ୍ରହଣ କରିପାଚୂନଥିଲେ ! ସେ ପ୍ରଥମେ ତାଙ୍କ ବାପାମାଙ୍ଗୁ ଚାନ୍ଦିନୀ ଉପରେ ନଜର ରଖ୍ ବାକୁ କହିଥିଲେ


ସେଠୁ ସୂଚନା ପାଇଥିଲେ ଯେ ଚାନ୍ଦିନୀ ଜଣେ ଅଜାତି ପୁଅକୁ ପ୍ରେମ କରୁଛି ! ଏହା ପରଠାରୁ ସୁଶିଲ! ଚାନ୍ଦିନୀଙ୍କ ମାମୁଘର ଯିବା ବନ୍ଦ କରିବେଇଥିଲେ ! ଏ ସଂପର୍କରେ ସେ ସ୍ଵାମୀ ରାମପ୍ରସାଦଙ୍ଗୁ ଜଣାଇବା ପରେ ଦୁହେଁ ମିଶି ଚାନ୍ଦିନୀକୂ ଆକଟ କରିବ! ସହ ଚେତାବନୀ ମଧ୍ୟ  ଦେଇଥିଲେ ! ହେଲେ ଏହାର କୌଣସି ପ୍ରଭାବ ଚାବିନୀ ଉପରେ ପଡି଼ନଥିଲା  ! ସେ ପୂର୍ବବତ୍ ବଫାନ୍ ମାଧ୍ୟ ମରେ ପ୍ରେମ ସମ୍ପର୍କ ଜାରି ରଖ୍ ଥ୍ଲା ! ଏସବୁକୁ ସହ୍ୟ କରିପାରୁ ନଥିଲେ ହେଁ ଚାନ୍ଦିନୀ ନାବାଳିକା ହୋଇଥିବା ରୁ ରାମପ୍ରସାବ ତାର ବିବାହ କରାଇ ପାଚ୍ଛନଥିଲେ ! ହେଲେ ପରିସ୍ଥିତି ଅଣାୟତ୍ତ ହେବାରୁ ସ୍ଵାମ1-ସ୍ତ୍ର1 ଦୁହେଁ ଯେନତେନ ପ୍ରକାର ଝିଅର ବିବାହ କରିଦେବାକୁ ନିଷ୍ପରି ଦେଇଥିଲେ ଏ ସଂପର୍କରେ ଚାନ୍ଦିନୀକୂ ନଣାଇବାଗୁ ସେ ଗୋକଠୋକ ବାହା ହେବାକୂମନ! କରିଦେଇଥିଲା  ! ଏପରିକି ଯବି ବାହାହେବ ତାପ୍ରେମିକକୂ ନଚେତ୍ କାହାରିକୂ ନୁହେଁ ବୋଲି ଜିଦ୍ ଧରିବସିଥିଲା  ! ଏହି ଖବର ପାଖ ପଡି଼ଶା ଜାଣିବ! ପରେ ରାମପ୍ରସାଦକୃ ଖୁବ୍ ଲଜା ଲାଗିଥିଲେ ! ! ଶେଷରେ ସେ ବାଧ୍ୟ ହୋଇ ଚାନ୍ଦିନୀର ବିବାହ ସିସୋଲର ଥାନ! ଖଦରାଡେର! ଗ୍ରାମର ଜଣେ ବିବାହ ସହିତ ସ୍ଥିର କରିବେଇଥିଲେ ! ବିବାହର ସଟୁ ବନ୍ଦୋବସ୍ତ ସରିଥିଲା ! ବେଳେ କେବଳ ତାରିଖ ସ୍ଥିର ହୋଇନଥିଲା  ଅନ୍ୟତ୍ର ବିବାହ ନିଶ୍ଚୟ ଜାଣି ଚାନ୍ଦିନୀ ପାଗଳପ୍ରାୟ ହୋଇଉଠିଥିଲା  ! ସେ ବାରମ୍ବାର ପ୍ରେମିକକୁ ଫେ!ନ୍ କରି ଜଣାଇବାରୁଦୂହେଁ ଶେଷରେ ଘରୁ ପଳାଇଯାଇ ବାହାହେବାକୁ ସ୍ଥିର କରିଥିଲେ ! ହେଲେ ଚାନ୍ଦିନୀର ଘରୁ ପଳାଇଯିବାର ଯୋଜନ! ସମ୍ପର୍କରେ ମାସୁଶିଲ! ଜାଣିବ! ମାତ୍ରେ ସ୍ୱୀମୀକୂ ଜଣାଇ ଦେଇଥିଲେ ! ଏଥ୍ରେ ଉତ୍ କ୍ଷିପ୍ତ ହୋଇ ରାମପ୍ରସାବ ଚାନ୍ଦିନୀର ଫେ!ନ୍ ଛଡ଼ାଇଆଣି ଭାଙ୍ଗି ବେଇଥିଲେ ! ପରଦିନ ରାମପ୍ରସାଦ ଦୀର୍ଘସମୟ ଧରି ବାହିନୀକୁ ନିଚ ଜାତିରେ ବିବାହ କରି ମାନ ସମ୍ମାନ ତଳେ ନ ପକାଇବାକୁ ଯେତେ ବୁଝାଇଥିଲେ ହେଁ ସେ କୌଣସି କଥା ଶୂଣିନଥିଲା

ଶେଷରେ ମାନସିକ ସନ୍ତୁଳନ ହରାଇ ଲୋକଲଜ୍ୟା  ଭୟରେ ସବୁଦିନ ପାଇଁ ଗେହ୍ମା ଝିଅର ଜୀବନଦୀପ ଲିଭାଇବେବାକୁ ହେବ ବୋଲି ରାମପ୍ରସାଦ ନିଷ୍ପରି ନେଇଯାଇଥିଲେ ! ଯୋଜନା ମୁତାବକ ଜୁଲାଇ ୨୧ ତାରିଖ ରାତିରେ ସପରିବାର ଖାଇପିଇ ଶୋଲଯିବ! ପରେ ରାମପ୍ରସାଦ ଉଠିପଡ଼ିଥିଲେ ! ଆଉ ସମସ୍ତ ଅଲକ୍ଷ୍ୟରେ ଚାନ୍ଦିନୀ ଜୋଠରିକୁ ଯାଇ ନିଦ୍ରିତ ଅବସ୍ଥାରେ ଥ୍ନା ଚାନ୍ଦିନୀର ଗଳାକୂ ଚପିଧରିଥିଲେ ! କିଛିସମୟର ଛଟପଟ ପରେ ଚାନ୍ଦିନୀର ଶରୀର ଜଡ଼ ପାଲଟିଯାଇଥିଲା  ! ରାମପ୍ରସାଦ ଝିଅ ଶବ ପାଖରେ ସକାଳ ପର୍ଯ୍ଯନ୍ତ ବସିରହି ବିଳାପି କାଳିଥିଲେ ! ପନ୍! ସୁଶିଲ! ରାମପ୍ରସାଦଙ୍ଗୁ ଶେଯରେ ନପାଇ ଚାନ୍ଦିନୀ ଜୋଠରିରେ ପହଞ୍ଚିଲା ବେଳକୁ ସବୁକିଛି ଶେଷ ହୋଇସାରିଥିଲା
ପତି-ପନ୍1 ପରିସ୍ପର କୁ ଆଲିଙ୍ଗନ କରି ରୋ ଭୋ ହୋଇ କାନ୍ଦିଥିଲେ !ଥୀଉ ରାତି ପାହିବା ମାତ୍ରେ ରାମପ୍ରସାଦ ନିଜ ଦେ!ଷ ସ୍ୱୀକାର  କରିବାକ୍ଟ ଥାନାରେ ହାଜର ହୋଇଯାଇଥିଲେ ! ରାମପ୍ରସାଦଙ୍କଠାରୂ ସମସ୍ତ କାହାଣୀ ଶୁଣିବା ପରେ ଓ ତାଙ୍କ ବଡ଼ଭାଇଙ୍କ ଅଭିଯୋଗ କ୍ରମେ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଥିଲେ ! ରାମପ୍ରସାଦଙ୍କ
ସମ୍ପର୍ଗୀୟ ପୁତୁରା ନରେନ୍ଦ୍ର କୁମାରଙ୍କଠାରୂ ଥାନା ଅଧିକାରୀ ଦେବେନ୍ଦ୍ର ସିଂ ଚାନ୍ଦିନୀ ସମ୍ପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରିବା ପରେ ଏହ! ସମ୍ମାନ ପାଇଁ ହତ୍ୟା ବା ଅନର କିଲି° ବେ!ଲି ସ୍ଥିରନିଶ୍ଚିତ ହୋଇଥିଲେ ! ସମସ୍ତ ସାକ୍ଷ୍ୟପ୍ରମାଣ ସଂଗ୍ରହ ଓ ଶବ ବ୍ୟବଛେଦ  ପରେ  ଗାମପ୍ରସାଦଳୁ ହତ୍ୟା  ଅଭିଯୋଗରେ ଜେଲ୍ ହାଜତକୂ ପଠାଇ ବିଆ ଯାଇଥିଲା

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...