Monday 17 July 2017

ନୃଶଂସ ପ୍ରେମିକ




୨୦୧୭, ଢୁଲାଇ ୪ ତାରିଖ! ସକାଳୁ ପାଳଗଦାରେ ଗଳିତ ଶବ ପଡ଼ିଥିବା ଦେଖି ଲୋକେ ପୁଲିସ୍କୂ ଖବର କରିଥିଲେ! ପୁଲିସ୍ ଓ ସାଇଶ୍ଚିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ! ଶବଟି କଣେ କଲେଜ ଛାତ୍ରୀର ହୋଇଥିବ! ବେଳେ ଆଖପାଖ ଗାଁର ଲୋକେ ଚିହ୍ନଟ କରି ପାରିନଥିଲେ! ଏହା ଥିଲ! ପୁଲିସ୍ ପାଇଁ କାଠିକର ପାଠ! ପୁଲିସ୍ ଶବ ବ୍ଯବଛେଦ ପାଇଁ ପଠାଇ ଆରମ୍ଭ କରିଥିଲା ତଦନ୍ତ! ଶେଷରେ ମୃତ ଛାତ୍ରୀଙ୍କ ପରିଚୟ ମିଳିଥିଲା! ଏହ! ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ଜାଣି ଘଟଣାର ଛାନ୍ ଭି ନ୍ କରି ହତ୍ୟାକାରାଙ୍କୁ  ମଧ୍ୟ  ଧରିବାରେ ସଫଳ ହୋଇଥିଲା ତ୍ପଲିସ!
ହେମଗିର ଥାନା ଟିକିଲିପଡ଼ା ଗ୍ରାମର ୧୭ ବର୍ଷର ନାବାଳିକା ରଶ୍ଵିତା ମେହେର! ଡ଼୍ଡ଼୍କା ଠାରେ ଥିବ! ଏକ ମହାବିଦ୍ୟାଳୟରେ ରଶ୍ମିତା  ମୁକ୍ତ ଦୁଇ ବିଜ୍ଞାନ ବିଭାଗରେ ପାଠ ପଢୁଥିଲେ! ଘରୂ ବସ୍ ଯୋଗେ କଲେଜ ଯିବ! ଆସିବ! କରୂଥିଲେ! ରଶ୍ଵିତା ପାଆସ କରୂଥିଲା ବ! ବସ୍ ର କଣ୍ଡକ୍ଟର ମନବୋଧ ପ୍ରଧାନ(୨୧)ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା  ମନଜୋଧର ଘର ଲେଫ୍ରିପଡ଼ା ବ୍ଳକ କିଥିରକେଲା ଥାନ! ଅନ୍ତର୍ଗତ ଚୁରମେଇ ପଞ୍ଚାୟତର ମଗରକୂଣ୍ଡା ଗ୍ରାମରେ! ମନବୋଧ ଓ ରଶ୍ମିତା ଙ୍କ ପ୍ରେମ ସମ୍ପର୍କ ବିଷୟରେ ସେମାନଙ୍କମଧ୍ୟ ରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇସାରିଥିଲା!
ମନବୋଧ ଓ ରଶ୍ମିତା  ପରସରକୂ ବିବାହ କରିବେ ବୋଲି ଏକ ପ୍ରକାର ନିଷ୍ପରି ନେଇଥିଲେ! ୨0୧୭ ଚୂନ ମାସ ୨୦ ତାରିଖ! ରଶ୍ଵିତା କଲେଜରେ ଫର୍ମ ପୂରଣ ପାଇଁ ବାହାରିଥିଲେ! ସାଙ୍ଗରେ ନେଇଥିଲେ ୧୦ ହଜାର ଟଙ୍କା, ନିଜର ଫଟୋ ସହ ସାଙ୍ଗମାନଙ୍କ ଫଟୋ, ସେ ବ୍ୟବହାର  କରୁଥିବା ମୋବାଇଲ, ସିମ୍ କାର୍ଡ ଏତବ୍ ବ୍ୟ ଯତୀତ ଏକ କଳା ରଙ୍ଗର ଏୟାର  ବ୍ୟାଗ ରେ  ଦୁଇ ହଳ ପୋଷାକ ସହିତ ଉପରୋକ୍ତ ଜିନିଷ ଭରି କରି ବାହାରି ପଡ଼ିଥିଲେ କଲେଜକୁ!

ଘରୁ କିଛି ଦୂର ଆସିବା ପରେ ସେହି ବସ୍ଗେ ବଢିଥିଲେ ଓ ପ୍ରେମିକ ମନଚୋଧକୂ ଫୋନ କରି ତାକିଥିଲେ! ହେଲେ ମନବୋଧ ଯାଇ ପାରିବ ନାହିଁ ବୋଲି କହିଥିଲା! ଦେଲେ ଏଥିରେ ରଶ୍ଵିତାରାଗିଯାଇ ତୁମ ଘରକୂ ଯାଉଛି ବୋଲି କହିବାରୁ ମନବୋଧ ଡାଙ୍ଗୁ ସୁନ୍ଦରଗଡ଼ ବସ୍ ଷ୍ଟାଣ୍ଡକୂ ଆସିବା ପାଇଁ କହିଥିଲା  ରଶ୍ଵିତା ସୁନ୍ଦରଗଡ଼ ବସ୍ ଷ୍ଠାଣ୍ଡରେ ପହଞ୍ଚିଥିଲେ ! ସେଠାରେ ପୂର୍ବରୁ ମନବୋଧ ଚାଙ୍ଗୁ ଅପେକ୍ଷା କରି ରହିଥିଲା!
ସେଠାରୁ ଦୁହେଁ ବାହାରି ପଡ଼ିଥିଲେ ଝାରସୁଗୂଡ! ଅଭିମୁଖେ! ସେଠାରେ ବୁଲାବୁଲି କରିଥିଲେ ଓ ସଂଧ୍ୟାରେ ପୁଣି ସୂରେଗଡ଼କୂ ଫେରି ଆସିଥିଲେ! ହେଲେ ରଶ୍ଵିତାଙ୍କ ଘର ଟିକିଲିପଡ଼ା ଓ ମନବୋଧଙ୍କ ଘର ମଗରକୃଣ୍ଡାକୂ ବସ୍ର କୌଣସି ସୁବିଧା ନଥିବାରୁ ସେମାନେ କୂଆଡେ ଯିବେ ବୋଲି ଚିନ୍ତା କରିଥିଲେ! ସୁନ୍ଦରଗଡ଼ ବସ୍ ଷ୍ଠାଣ୍ଡଚୂ କୌଣସି ପ୍ରକାର ସେମାନେ ଲେଫ୍ରିପଡ଼ା ବସ୍ ଷ୍ଠାଣ୍ଡରେ ପହଞ୍ଚିଥିଲେ! ସେତେ ବେଳଳୁ ରାତି ସାଢ଼େ ୮ଟ! ହୋଇଯାଇଥିଲା ! ରାତିରେ ଲେଫ୍ରିପଡ଼ା ବସ୍ ଷ୍ଠାଣ୍ଡଚୂ ଘରକୃ ଯିବ! ଲାଗି ବସ୍ର କୌଣସି ସୁବିଧା ନଥିବାରୁ ମନବୋଧ ପଚ୍ଛ୍ରଆଡିହିରେ ରହୁଥିବ! ନିଜ ମଉସାଙ୍କ ଘରକୂ ଯିବ! କହି ରଶ୍ଵିତାଙ୍ଗୁ ଡାକିଥିଲା! ଦୁହେଁ ଲେଫ୍ରିପଡ଼ାରୂ ଚାଲି ଚାଲି ପଟୁଆଡିହିକୂ ବାହାରିଥିଲେ! ପ୍ରାୟ ୬ କିଲୋମିଟର ଚାଲି ଚାଲି ମାଲିପଡ! ଖେଳ ପଡ଼ିଆ ପହଞ୍ଚିବା ବେଳକୂ ରଶ୍ଵିତା ଏକ ପ୍ରକାର ହାଲିଆ ହୋଇ ପଡ଼ିଥିଲେ! ସେହି ଖେଳ ପଡ଼ିଆ ଭିତରକୂ ଯିବା ପରେ ଚୂହେଁ ସେଠାରେ କିଛି ସମୟ ବସି କଥାବାର୍ଭ! ହେବ! ପରେ ପୁଣି ଶାରୀରିକସମ୍ପର୍କ ରଖିଥିଲେ!
 ଏହା ପରେ ରଶ୍ଵିତା ଜିବ୍ ଧରିଥିଲେ ପେ ମନବୋଧ ଯଦି ଚାଙ୍ଗୁ ବିବାହ ନକରଛି ବା ତାଙ୍କ
ଘରକୃ ନ ନିଅଷି ତେବେ ସେ ଆତ୍ମହତ୍ୟା କରି ଦେବେ! ମନବୋଧ ରଶ୍ଵିତାକୃ କହିଥିଲା ଅଳ୍ପ ଦିନ ହେବ ତାଙ୍କ ଭଉଣୀର ବିବାହ ହୋଇଛି ! ତେଣୁ ଟିକିଏ ଅପେକ୍ଷା କଲେ ସେ ରଶ୍ଵିତାକୂ ସବୁଦିନ ପାଇଁ ନିଜ ସହିତ ତାଙ୍କ ଘରକୃ ନେଇଥିବେ! ମାତ୍ର ମନବୋଧର ଏହି କଥାକୂ ବିଶ୍ଵାସ କରିନଥିଲେ ରଶ୍ଵିତା! ଯାହା ଫଳରେ ଦୁହିଁଙ୍କ ମଧ୍ୟ ରେ କଥା କଟାକଟି ହୋଇଥିଲା ! ଏଥିରେ ରାଗିଯାଇ ମନବୋଧ ରଶ୍ଵିତାକୂ ଏକ ଶକ୍ତ ଚାପୂଡା ମାରିବାରୁ ସେ ଅଚେତ ହୋଇ ପଡ଼ି ଯାଇଥିଲେ! କାଳେ ଚେତା ଆସିବା ପରେ ପ୍ରେମିକା କିଛି କରି ବସିବ ସେ ନେଇ ତାକୁ ରାସ୍ତାରୂ ହୁଁ ହଟାଇବା ଲାଗି ନିଷ୍ପରି ନେଇଥିଲା
ପ୍ରେମିକ! ପ୍ରେମିକାର ଓଢଣି ଆଣି ତାବେକରେ ଗୁଡ଼ାଇ ହତ୍ୟା କରିଥିଲା! ପ୍ରେମିକା ମରିଯିବା ପରେ ମୃତ ଦେହକୂ ଏକ ପାଳଗଦାରେ ଲୁଚାଇ ଫେରାର ହୋଇଯାଇଥିଲା ! ଅନ୍ୟପକ୍ଷରେ ରାତି ୯ଟା ପରେ ଝିଅ ଘରକୂ ନ ଫେରିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ! ଫୋନ ଲାଗୂନଥିଲା ! କୌଣସି ସାଙ୍ଘ ଘରେ ରହିଯାଇଥିବ ଭାବି ପରିଚାର ଲୋକେ ଚୂସ୍ ରହିଥିଲେ! ତହିଁ ଆର ଦିନ ମଧ୍ୟ  ଝିଅର ଖବର ନପାଇବାରୁ ସମ୍ପର୍ଜାୟ ଓ ସାଙ୍ଗମାନଙ୍କ ଘରକୂ ଯାଇ ପଚରାଉଚର! କରିଥିଲେ! ଏହାପରେ ବି ରଶ୍ମିତା କ ସନ୍ଧାନ ମିଳିନଥିଲା
ଜୁଲାଇ ୪ ତାରିଖ ସକାଳେ ପାଳଗଦାରେ ଯୁବତୀଙ୍କ ଗଳିତ ଶବ ଦେଖି ପୃଲିସ୍କୂ ଖବର ଦେଇଥିଲେ! ମୃତ ଦେହନିକଟରେ ଏକ କଳାରଙ୍ଗର ଏୟାର ନ୍ୟାଶ୍ ମଧ୍ୟ  ଥିଲା! ପୁଲିସ୍ ଲେଫ୍ରିପଡ଼ା ଵିଡି଼ଓ କମ୍ ତହସିଲଦାର ପୁନମ ବିନାତା ବାଗେଙ୍କ ଉପସ୍ଥିତିରେ ଶବ ଜବତ କରିଥିଲା!
ସୁନ୍ଦରଗଡ଼ ଏସ୍ ଡି଼ପିଓ ପ୍ରଶାନ୍ତ ମହାନି ଓ ଲେଫ୍ରିପଡ଼ା ଥାନାର ଭାରପ୍ରାପ୍ତ ଅଧିକାର! ଅନିଲ ପରିଡା ଚ୍ୟାଟ୍ରିତରେ ଥିବା ଝିଅର ଫଟୋ, ତାଙ୍କ ପରିବାର ଫଟୋ ଜବତ କରିବା ପରେ ଖୋଳତାଡ କରିଥିଲେ! ରଶ୍ଵିତ! ମେହେରଙ୍କ ମୃତ ନେହ ଓ ଜବତ ଜିନିଷ ପତ୍ର ତାଙ୍କ ପରିବାର ଲୋକେ ଚିହ୍ନଟ କରିବା ପରେ ପୁଲିସ୍ ଏକ ହତ୍ୟା ମାମଲା ଚୂଳ୍ କରି ଅପରାଧୀ କିଏ ତାଳୁ ଧରିବା ଲାଗି ଉଦ୍ୟମ ଆରମ୍ଭ କରିଥିଲେ! ତେବେ କୌଣସି ସୂତ୍ରରୁ ଖବର ପାଇ ପୁଲିସ୍ ମନଟୋଧର ଘରେ ଚଢ଼ାଉ କରି ତାକ୍ ଧରିବା ସହ ସେରଶ୍ଵିତାକୂ ହତ୍ୟା କରିଥିବା ସ୍ୱୀକାର କରିଥିଲା ! ପୁଲିସ୍ ତାପାଖରୁ ରଶ୍ଵିତାଙ୍କ ମୋବାଇଲ, ସିମ୍ କାର୍ଡ ଜବତ କରିବା ସହ ଦଫା ୩୭୬(୨)(ଏନ୍)୩୭୬(ଏ)୩୨0, ୨୮୧, ୬ ସିପିଏସ୍ଓ ଆକ୍ଟ ବଳରେ ଏକ ମାମଲା (କେସ୍ ନଂ.୭୯/୨0୧୭) ରୁଜୁ  କରି ତାଙ୍ଗୁ ଗିରଫ କରି କୋର୍ଟ ଚାଲାଣ କରିଥିଲା!

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...