Thursday 20 July 2017

ଅନ୍ଧ ପ୍ରେମ କଲା ଜୀବନ ଅନ୍ଧାର



ପ୍ରେମ ଅନ୍ଧ ! ଅନ୍ଧ ପ୍ରେମିକ କାହାରିକୃ ଖାତିର କରେନା ! ଏଭଳି ପ୍ରେମରେ ଏମିତି ପାଗଳାମି ଅନେକ ସମୟରେ ଆଣିଦିଏ ବଡ଼ ବିପର୍ଯ୍ୟୟ ! ଆଉ ତାର କ-ପରିଣାମରେ ଅନେକଙ୍କ ଜୀବନରେ ଟାଣିଦିଏ ପୂର୍ଣ୍ଣଛେଦ !
ଏଭଳି ଏକ ଦୁଃସାହସିକ ପ୍ରେମିକର ପ୍ରେମାନ୍ଧପଣରୁ ଲୋମହର୍ଷଣକାରା ହତ୍ୟାକାଣ୍ଡ ଘଟିଛି ଗତ ୧୩ ତାରିଖ ରାତିରେ ! ଓଡ଼ିଶା-ଛତିଶଗଡ଼ ସୀମାର ଝାରସୁଗୁଡ଼ା ଜିଲ୍ଲା ସଂଲଗ୍ନ ରାୟଗଡ଼ ଜିଲ୍ଲା ପୁସୋର ଥାନା ଅନ୍ତର୍ଗତ ସିହା ଗ୍ରାମରେ ପ୍ରେମ ବ୍ୟାପାରକୃ ନେଇ ଯାଇଛି ତିନି ଜଣଙ୍କ ଜୀବନ
ରାତି ପ୍ରାୟ ସାଢ଼େ ୧୨ଟ! ! ହଠାତ୍ ବାଜି ଉଠିଥିଲା! ପୁସୋର ଥାନ! ଅଧିକାରୀଙ୍କ ମୋବାଇଲ୍! କଲ୍ ରିସିଭ କରିବା ମାତ୍ରେ ସତେ ଯେମିତି ହୋସ ଉଡ଼ି ଯାଇଥିଲା ଥାନା ବାଚ୍ଛ୍ରଙ୍କର |ସ୍ଥାନୀୟ ସରପଞ୍ଚ ପ୍ରଦୀପ ଗୁପ୍ତ! କରିଥିଲେ କଲ୍ ! ସିହା ଗ୍ରାମରେ ରକ୍ତାକ୍ତ ସଂଘର୍ଷରେ ତିନିକଣଙ୍କ ମୃତୁ  ହେବ! ସହିତ ଘଟଣା ସ୍ଥଳ ରେ ଉପସ୍ଥିତ ଆଉ କେତେଜଣ ଆହତ ହୋଇଥିବା ର ସୂଚନା ମିଳିଥିଲା ! ଥାନାଧିକାରା ତରବର ହୋଇ ଅନ୍ୟମାନଙ୍କ ସହ ଧାଇଁଥିଲେ ଘଟଣାସ୍ଥଳକୃ ! ଆଉ ସେଠାରେ ଯାହ! ଦେଖିଲେ  ତାହ! ଥିଲ! ହୃଦୟ ବିଦାରକ ତିନି ତିନି କଣ ରକ୍ତ ଜୁଡୁ ବୁଡୁ  ଅବସ୍ଥାରେ ଗଡୁ ଥିଲେ ଚଟାଣରେ ! ବହି ଚାଲିଥିଲା ରକ୍ତର ନଦା ! ଉଦ୍ଧାର କରି  ତ୍ପସୋର ଡାକ୍ତରଖାନା ନେବ! ପରେ ସେଠାରେ ଦୁଇ  ଜଣଙ୍କ ମୃତ ଘୋଷଣ! କରିଥିଲେ ଡାକ୍ତର ! ତୃତାୟ ଜଣକ ରାୟଗଡ଼ ଡାକ୍ତରଖାନାରେ ଆଖି ଚୁଜିଥିଲେ! ତେବେ କଣ ହୋଇଥିଲା ସେଦିନ? କାହିଁକି ଏମିତି ନରସଂହାର ଘଟିଗଲା?
ସେଦିନ ରାତି ପ୍ରାୟ ସାଢ଼େ ୧୧ଟାରେ ଘରର କାନ୍ଥ ଡେଇଁ ପ୍ରେମିକାଙ୍କ ଘରେ ପହଞ୍ଚିଥିଲା ପ୍ରେମିକ କାର୍ତିକ ସାଓ  (୨୫)! ବର୍ଷ! ରାତିର ସୁଯୋଗ ନେଇ ପ୍ରେମିକ! ସହ କିଛି ସମୟ ପ୍ରେମାଳାପ କରିବା ଥିଲ! ଉଦ୍ଦେଶ୍ୟ! କିନ୍ତୁ ଅନ୍ୟ ଦିନମାନଙ୍କ ଭଳି ସେଦିନ ପ୍ରେମୀଯୁଗଳଙ୍କ ପାଇଁ ସମୟ ହୁଏତ ଅନୃକୃଳ ନ ଥିଲା ଦୁହିଁଙ୍କ ଅନ୍ତରଙ୍ଗ ମୁହୁର୍ତରେ ହିଁ ବିଛଣା ରୁ ପଡି ଥିଲେ ମା ପ୍ରେମଶିଲା  ପ୍ରଧାନ(୪୫) ଆଉ ୧୫ ବର୍ଷର ତ୍ପଅ ଅଙ୍କିତ ତ ! ଅବିବାହିତ ଝିଅ ସହ ଜଣେ ତ୍ପବକକୃ ଅସଂଯତ ଓ ଅଦ୍ଧଢ଼ିନଗ୍ନ ଅବସ୍ଥାରେ ଦେଖ୍ ନିଚ୍ଚକୁ  ସମ୍ଭାଳି ପାରି ନ ଥିଲେ ପ୍ରେମଶିଳା! ପ୍ରତିବାଦ କରିବାରୁ ଆରମ୍ଭ ହୋଇଥିଲା ଗଣ୍ଡଗୋଳ ଆଉ ଏହି ଗଣ୍ଡଗୋଳ ନେଇଗଲା ତିନି ତିନିଟି ମୂଲ୍ୟବାନ ଜୀବନ

କାର୍ତିକ ପରିସ୍ଥିତିକୁ ଦେଖ୍ ପଛଘୁଞ୍ଚା ଦେଇ ପଳାୟନ ଉଦ୍ୟମ କରିଥିଲା ! ମାତ୍ର ମାତ୍ପଅ ଡାଙ୍ଗୁ କାବୁ  କରି ରଖ୍ ବାର ପ୍ରୟାସ କରିଥିଲା! କୌଣସି ମତେ ସେମାନଙ୍କର ମୁକାବିଲା  କରିବାର ଦୃଢ଼ ମାନସିକତା ହିଁ କାର୍ତିକ ପାଇଁ କାଳ ସାଜିଥିଲା! ପ୍ରେମଶିଳା ଓ ଅଳିତଙ୍କ ପ୍ରତିରୋଧକୃ ଦମନ କରିଚାକୃ ଯାଇ ଘର ଭିତରେ
ଥିବା ଏକ କୁରା ଢିରେ ପ୍ରତି ଆକ୍ରମଣ କରିଥିଲା! କାରିକା ଫଳରେ ଘଟଣା ମ୍ପୃଳରେ ଟଳି ପଡି଼ଥିଲେ
ପ୍ରେମଶିଳା ଆଉ ଅଜିତ ! ଏହି ସମୟରେ ପ୍ରେମଶିଳାଙ୍କ ସ୍ଵାମୀ ତ୍ପସ୍ତମ ଏବଂ ବଡ଼ ତ୍ପଅ ଅଭିନନ୍ଦନ ସେଠାରେ ପହଞ୍ଚି ଯାଇଥିଲେ ! ଆରମ୍ଭ ହୋଇଥିଲା ରକ୍ତାକ୍ତ ସଂଘର୍ଷ କାରିକକୃ କୌଣସିମତେ ବାନ୍ଧି  ଦେବାର ଚେଷ୍ଟା କରୁଥିବ! ବେଳେ ବାପ ଘୁଅ ବି ଆହତ ହୋଇଥିଲେ ! ମାତ୍ର କାର୍ତ୍ତି କର ଗୋଡ଼କୃ ବାନ୍ଧି ବାରେ ସମର୍ଥ ହୋଇଥିଲେ! ଏହାପରେ ସେମାନେ କାର୍ତ୍ତି କର ଚୂର ହାତ କାଟି ନିର୍ମମ ଭାବେ ହତ୍ୟା କରିଥିଲେ! ତିନି ତିନିଟା ମୁଣ୍ଡ ଗଢ଼ିବା ପରେ ରକ୍ତର ନଦୀ ବହିଥିଲା! ! ବର୍ଷ! ରାତିର ନିସ୍ତବ୍ଧତ! ମଧ୍ଯରେ ହଠାତ୍ ବିଜୁଳି ବେଗରେ ଏହି ଲୋମହର୍ଷଣକାର! ହତ୍ୟାକାଣ୍ଡର ଖବର ବ୍ୟାପି ଯାଇଥିଲା ସମଗ୍ର ଗାଁରେ ! ଯିଏ ଯେଉଠି ଥିଲେ ଧାଇଁଥିଲେ ଘଟଣାମୃଳକୃ! ଗୁରୁତର ଅବସ୍ଥାରେ ତ୍ପସ୍ତମ ଏବଂ ଅନ୍ୟ ଦୁଇ କଣଙ୍ଗୁ ତ୍ପସୋର ଡାକରଖାନାକୃ ନିଆଯାଇଥିଲା ! ମାତ୍ର ଅବସ୍ଥା ସଂକଟାପନ୍ନ ହେବାରୁ ରାୟଗଡ଼ଠାରେ ଥିବା  , ପି କିକଲ ଡାକ୍ତରଖାନାକୃ ସ୍ଥାନାନ୍ତର କରାଯାରଥିଲାଯେଉଁମାନେ ଏବେ ଜୀବନ-ମୃତ୍ୟୁର ଢୋଛକିରେ
ସଂଘର୍ଷ ରୋକିବାର ଚେଷ୍ଟା କରିଥିଲା 6ପ୍ରମିକୀ
ପ୍ରେମିକ ସହ ଅସଂଯତ ଅବସ୍ଥାରେ ମାଏବଂ ଭାଇ ଦେଖ୍ ବା ପରେ ସୃଷି ହୋଇଥବା ପରିସ୍ତିତିକୂ ନିୟନ୍ତ୍ରଣ କରିବା ପାଇଁ ପ୍ରାଣପଣେ ବେଷ୍ଟ! କରିଥିଲା ଯୁବତୀ ଜଣକ ! ଜୀବନ ରକ୍ଷା ଲାଗି ସେଠାରୁ କିପରି କାର୍ତ୍ତି କକୂ ବାହାର କରିବ ସେହି ଉଦ୍ୟମ ବି କରିଥିଲା ମାତ୍ର କାର୍ତ୍ତି କକୂ ଧରି ରଖ୍ ବାର ଚେଷ୍ଟାରେ ମାପୁଅ ଯେଭଳି ଆକ୍ରମଣ କରିଥିଲେ ତାହା ରୋକିବା ଲାଗି କାର୍ତ୍ତି କ  କୂରାଢି ବ୍ଯବହାର କରିଥଲା! ଯୁବତୀ ଜଣକ ଉଭୟ ପକ୍ଷଙ୍କ ଶେଷ ପର୍ଯ୍ଯନ୍ତ ଗଣ୍ଡଗୋଳରୁ ନିବୃତ୍ତ ରଖ୍ ବାର ଯଥାସମ୍ଭବ ଉବ୍ଯମ କରିଥଲା ! ମାତ୍ର ତାହା ସମ୍ଭବ ହୋଇ ନ ଥିଲା ! ଘଟଣାସ୍ଥଳରେ ସେ ମଧ୍ଯ ଗୁରୁତର ଆହତ ହୋଇଥିଲା! ଏବେ ସେ ଡାକ୍ତରଖାନାରେ ଚିକିସିତ ହେଉଛି!

ବିବାହ  ଯୋଜନା

କେଶବଙ୍କ ଏକମାତ୍ର ପୁଅ କାଭିକ ! ସେ ଘର ରଙ୍ଗ କରିବା କାର୍ଯ୍ଯ କରୁଥିଲା ! ଗତ କିଛି ଦିନ ହେଲା ପରିବାର ପକ୍ଷରୁ କାରିକର ବାହାଘର ପାଇଁ ଚର୍ଚ୍ଚ! ଆରମ୍ଭ ହୋଇଥିଲା! ଝିଅ ଦେଖ! ବି ଚାଲିଥିଲା ! ଖୁବଶୀଘ୍ର ତାର ବାହାଘର କରିଦେବାର ଯୋଜନ! ଥିଲା ! ଏଭଳି ପରିସ୍ତିତିରେ ଘୁଅ କାରିକକୃ ହରାଇ ପରିବାର ରୋକେ ଭାଙ୍ଗି  ପଡ଼ିଛଷି! ଆଖୁର ଲୁହଧାର ଶୁଖୁନାହିଁ ! ଏକମାତ୍ର ପୃଅକୁ ହରାଇ ସେମାନଙ୍କ ଜୀବନ ଅନ୍ଧାର ପାଲଟିଯାଇଛି ଚାରିଆଡ଼େ ଚର୍ବା ଏହି ରକ୍ତାକ୍ତ ସଂଘର୍ଷ ପରେ ଗାଁରେ ଶୋକର ଛାୟା ! ତିନି ଜଣଙ୍କ ହତ୍ୟା  ପରେ ସମଗ୍ର ଗାଁ ସ୍ତବ୍ଧ ! ଏହି ଘଟଣାକୃ ନେଇ ଗାଁ ମୋତେ କିଛି ବି କହିବାକୃ ପ୍ରସ୍ତୁତ ନୃହଁନ୍ତି  ହେଲେ ପ୍ରତି ଛକରେ ଲୋକେ ଜମ! ହୋଇ ପରସର ମଧ୍ଯରେ ଏହି ଘଟଣାକୃ ନେଇ କରୁଛନ୍ତି  ଚର୍ଜା! ପ୍ରେମାନ୍ଧତାରୁ ଏଭଳି ବିଭତ୍ସ କାଣ୍ଡ ଘଟିଲା ଏହି କଥାକୃ କେହି ବି ଅସ୍ୱୀକାର କରୁ ନାହାନ୍ତି
ନଥିଲା ବିବାଦ
କାଳିକ ଏବଂ ତାପ୍ରେମିକାର ପରିବାର ମଧ୍ଯରେ ନ ଥିଲା କୌଣସି ପ୍ରକାର ବାଦ-ବିବାଦା ଗାଁରେ ପରସର ଠାରୁ ଦୂରରେ ରହୁଥିଲେ ଦ୍ରଇ ପରିବାର ! ମାତ୍ର ବିଳମ୍ବିତ ରାତ୍ରିରେ ତ୍ପସ୍ତମଙ୍କ ଘରେ ଅଦ୍ଧନଗ୍ନ ଅବସ୍ଥାରେ କାରିକର ଶବ ମିଳିବାପରେ ଏହି ଘଟଣା ଅନ୍ୟ କିଛି ଦିଗକୃ ଇସାରା କରୁଛି ! ଯାହାକୃ ତଦନ୍ତକାରୀ ପୁଲିସ ଅଧିକାରୀ ବି ଧୀର  ସ୍ଵରରେ ମାନୂଛନ୍ତି
ତ୍ପଲିସ ତଦନ୍ତ ଜାରି
ବିଳମ୍ବିତ ରାତ୍ରିରେ ସଂଘଟିତ ଏହି 6ଲ!ମହର୍ଷଣକ!ର1 ହତ୍ୟାକନ୍ଦରା  ତଦନ୍ତ କରୁଛି ପୁଲିସ ! ଘଟଣା ସହ ସଂପୃକ୍ତ ଲୋକେ ଏବେ ଆହତାବସ୍କାରେ ଚିକିସିତ ହେଉଥ୍ବାରୁ ସେମାନଙ୍କର ବୟାନ ରେକର୍ଡ ହୋଇ ପାରୁନାହିଁ ହତ୍ୟାକାରୀଙ୍କୁ  ଗିରଫ କରିବା ବାର୍ତା ମାନ ପରିସ୍ତିତିରେ ପୁଲିସ ପାଇଁ ଅସମ୍ଭବ ହୋଇଛି ! ଆଗନ୍ତୁ ତଦନ୍ତ କରି ଦୋଷୀ କୁ  ଗିରଫ କରାଯିବ ବୋଲି କହିଛଚ୍ଚି ରାୟଗଡ଼ ଏସପି ବି.ଏନ ମିନା

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...