Friday 11 August 2017

ପରକୀୟା ପ୍ରୀତି ଜୀବନ ନେଲା




ରୋଶନଆରା  ରିକ୍ ସାରୁ ଓଲ୍ହାଇ  ଘର ଆଡ଼କୁ ପାଦ ପକାଇ  ଚାଲିଲା ! ଘରେ ପ୍ରବେଶ କରି ପିଲାମାନଙ୍କ ମୁହଁରେ ହସ ଆଉ ଖୁସିରେ ମାଆ ମାଆ ଡାକିବାର ଆନନ୍ଦ ପାଇବା କଥାସେ ତାନପାଇ ପିଲାକୁ  ଘର ଆଗରେ ମନଦୁଃଖ କରି ଠିଆ ହୋଇଥିବା ର ଦେଖି  ଲା ତାଙ୍କ ଆଖ୍ ରୁ ଲୁହ କକେଇ ଆସିଲା ! ଲୁହ ନିଗି ଡ଼ିବା ପୂର୍ବରୁ ପିଲା ଦୁଇଟି ମାପାଖକୁ ଯାଇ କହିଲେ- ଆମ୍ମୀ.... ଆମ୍ମୀ ....

ଣ ହେଇଛି କିରେ ମୁନା? ଚୂମେ ଦୁ ହେଁ ଏମିତି ବାହାରେ କାହିଁକି ଠିଆ ହୋଇଛ? ଆମ୍ମୀ.... ଆମ୍ମୀ .... ଆଜି ଅବବୁ  ନ! ଘରକୁ ଆସିନାହାନ୍ତି  !ଆମେ କେତେବେଳୁ ସ୍କୁଲରୁ ଆସିଲୁଣି ! ଆମକୁ ବହୁତ ଭୋ କ ହେଲାଣି ! ଗୋଶନଆର! ପିଲାକୁ ନେଇ ସଂଗେ ସଂଗେ କବାଟ ଖୋଲି ଘର ଭିତରକୁ ଗଲେ ! ମନେ ମନେ ତାଙ୍କ ଅଯୋଗ୍ୟ କାମୁକ ସ୍ବାମୀ କଥା ଭାବି କହିଚାଲୁ ଥିଲେ  - କେଡ଼େ ଅଭଦ୍ର ଲୋକ ଇଏ, ପିଲା ଦୁଇଟି ମୋର ଭୋକ ଉପାସରେ ଆଉଟୁ ପାଉଟୁ ହେଉ ଛନ୍ତି ସିଆଡ଼େ ହେଁ ହେଁ ହୋଇ ତାଙ୍କର ପ୍ରେମ ଚାଲିଛି ! ହଁ’.... ସ୍ତ୍ର1 ପିଲା ଯାହା ହୋଇଗଲେ ତାଙ୍କର କଣ ଯାଉଛି ! ମହଜବିଂ ତାଙ୍କ ପାଇଁ ସକୁକିଛି ! ରାତିର ରାଣୀ ଆଉ ଦିନର ପ୍ରେମ କାହାଣୀକୁ ନେଇ ଅତି ଖୁସିରେ ଦିନ କାଟୁଛନ୍ତି  ନାଇଁ ! ଏମିତି ଅନେକ କଥା ଚିନ୍ତା କରି ଲୁଗା ବଦଳାଇ ସାରି ରୋଶନଆରା ପିଲାମାନକୁ ଖାଇବାକୁ ବେଲେ ! ୬୦ କିଲୋମିଟର ଦୂରରୁ ହାଲିଆ ହୋଇ ଆସିଥିବା  ରୋଶନଆରା ବହୁତ ଲ୍ଲୀନ୍ତ ଜଣାପଡୁଥିଲେ  ! ଆଉ ଘରକୁ ଆସି ସ୍ୱାମୀଙ୍କ  ଅନୁ ପସ୍ତିତିର ଘଟଣା ମଧ୍ୟ ତାକୁ ବେଶୀ ମର୍ମାହତ କରି ପକାଉଥିଲା  ! ନିଜେ ଟିକେ ଚାତିଆରି କରି ପିଇ ପିଲାମାନଳୁ ହୋମ୍ ୱାର୍କ ଦେଇ ସ୍ଵାମାକୁ  ଅପେକ୍ଷା କଲେ ରୋଶନଆରା  ! ଅପେକ୍ଷାରେ ୯ଟା ବାଜିଗଲା ହେଲେ ପତିଦେବଙ୍କଇ ଦେଖାନଥିଲା  ! ବହୁତ ମନ ଦୁଃଖରେ ମୁହଁରୁ ଦୁଇଟୋପା ଲୁହଗଡ଼େଇ ଶୋଇ ପଡ଼ିଲେ କୋଳରେ କୋ ଳେଇ ପିଲାମାନଙ୍କୁ ! ସକାଳ ହେଲ! ! ସ୍ୱାମୀ ରାଜୁ ମୋଟର ସାଇକେଲ ଯୋଗେ ପିଲାମାନଙ୍କୁ  ନିକଟସ୍ଥ ଟୋପୋ ଷ୍ଟାଣ୍ଡରେ ଛାଡ଼ିବାର କାମ କରୁଥିଲେ  ! କିନ୍ତୁଆଜି ରାଜୁର ଦେଖା ନଥିବା ରୁ ପିଲାମାନକୁ ସ୍କୁଲ୍ ପଠାଇବ ପାଇଁ ରୋଶନଆରା  ନିଜେ ଗଲେ ଛାଡ଼ିବାକୁ ! ସେଠାରୁ ଫେରି ସ୍ଵାମୀଙ୍କ ଅନୁସନ୍ଧାନରେ ବାହାରି ପଡ଼ିଲେ!
ଅବିବେକୀ ସ୍ଵାମୀର ପ୍ରେମିକା ପାଖଳୁ ! ପ୍ରେମିକା ମହଜବିଂ ଘରଜୁ ଯାଇ ତାପୁଅ ଇମର!ନ୍ ଠାରୁ ଯେତେବେଳେ ରୋଶନଆରା  ଶୁଣିଲେ ତାଙ୍କ ସ୍ୱାମୀ ଏଠାକୁ ଆଜି ଜମାଆସି ନାହାନ୍ତି , ସେ ଏହା ଶୁଣି ହତ୍ ବାକ୍ ହୋଇଗଲେ ! ତଥାପି ଦୁଃଖରେ ବିଚଳିତ! ନହୋଇ ଶିକ୍ଷିତ! ରୋଶନଆରା  ସ୍ୱାମୀଙ୍କୁ  ବନ୍ଦୁବର୍ଗ ଓ ଚିହ୍ମା ପରିଚୟଙ୍କର ଘରଳୁ ଯାଇ ଖୋଜାବାଳୁ ଲାଗିଲେ ! ସବୁଠାରୁ ନିରାଶ ହୋଇ ସେ ଶେଷରେ ସ୍ଥାନୀୟ କରୈଲୀ ଥାନାରେ ସ୍ବାମୀଙ୍କ ନିଖୋଜ ଖବର ଦାୟର କଲେ ଥାନାରେ ! ରୋଶନଆର! ଥାନାବାବୁ ଙ୍କ ଠାରୁ ଆଶ୍ଵାସନା ପାଇ ଘରକୁ ଫେରିଲେ ! ଆଉ ତାଙ୍କ  ଅକୁ ହା ଭାବନା ଓ ସନ୍ଦେହ ବର୍ଣ୍ଣନା କରିବାର ବହୂତ କମ୍ ପରି ଜଣାପଡିବ !
 ତାପରଦିନ ଇନାୟତ ଥାନା ଅନ୍ତର୍ଗତ ଏକ ଗାଁ ରେ କଣେ ଅଜଣା ବ୍ୟକ୍ତି ର ଶବ ପଡ଼ିଅବାର ଘଟଣା ଜଣେ ଲୋକ ଥାନା ଅଧ୍ କାରୀ ଉପେନ୍ଦ୍ର ସିଂହଙ୍କୁ  ଜଣାଇଲେ ! ଶ୍ରୀ ସିଂହ ତତ୍ କ୍ଷଣାତ୍ ନିଜ ସହପୋଗୀମାନଙ୍କୁ  ନେଇ ଘଟଣାସ୍ଥଳରେ ପହଞ୍ଚଗଲେ ! ଉପେନ୍ଦ୍ର ସିଂହ ଯାଦବ ଶବ ନିକଟକୁ ଯାଇ ଚିହ୍ନଟ କରିବାରେ ଲାରି ପଡ଼ିଲେ ! କୌଣସି ପ୍ରେମ ବ୍ୟାପାର କିମ୍ବା ଅବୈଧ ସଂପର୍କ ଯୋଗୁଁ ଏ ପରିଣତି ହୋଇଛି ବୋଲି ସେ ସନ୍ଦେହ କଲେ ଯେତେବେଳେ ସେ ଦେଖି ଲେ ମୂତକର ଲି°ଗ ଅତି ଜଘନ୍ୟ ଭାବେ କାଟି ଦିଆଯାଇଛି ଯାଞ୍ଚନାମା କରିସାରି ପୋଲିସ୍, ଶବଟିକୁ  ପୋଷ୍ଟମର୍ଟମ ପାଇଁ ପଠାଇଦେଲେ ! ଆଉ ଯେତେବେଳେ ଏକ ମୃତ ଅଜ୍ଞାତ ଶବ ମିଳିବାର ଖବର ପ୍ରକାଶ ପାଇଲା, ସେତେବେଳେ ପୂର୍ବରୁ ଅସ୍ତ ବ୍ଯସ୍ତ ହୋଇପଡ଼ିଥିବା  ଗୋଶନଆର! ତାଙ୍କ ଭାଇମାନଳୁ ପ୍ରଦତ୍ତ ଠିକଣା ଅନୁଯାୟୀ ପୋଷ୍ଟମର୍ଟମ ହାଉସ୍ କୂ ପଠାଇଦେଲେ ଶବ ଚିହ୍ନଟ କରିବା ପାଇଁ ! ସେହି ଶବଟିକୁ  ରୋଶନଆରା ଙ୍କ ଭାଇମାନେ ଚିହ୍ନଟ କଲେ ନିକର ହତଭାଗ୍ୟ ରିଣୋର ବୋଲି ! ଆଉ ରୋଶନଆରାଯେତେବେଳେ ଜାଣିଲେ ଦୁଃଖରେ ଭାଙ୍ଗି ପଡ଼ିଲେ ! ଏହା ପରେ ସେ ଥାନାଗେ ଏକ ଲିଖ୍ ତ ରିପୋର୍ଟ ଦାୟର କଲେ ଯେ, ସେ! ସ୍ୱାମୀଙ୍କ ମୃତ୍ୟୁ ପାଇଁ ମହଜବିଂ ବାୟ! ଚୋଲି ! ଏହା ପରେ ପୋଲିସ୍ ଏଲାହାବାଦ ରେଳଷ୍ଟେସନରୁ ଗିରଫ କଲ! ! ତାପରେ ପୋଲିସ୍ ମହଜବିଂର କଠୋର ଜେରା  କରି ଯାହା କିଛି କଥା ଆଦାୟ କରିଥଲା, ତାର ଅବିଶ୍ଵସନୀୟ ଘଟଣାର ରୁପ ଏହିପରି-

ଘଟଣାର ଅନ୍ତର!ଳେ:-
ଏଲାହାବାଦ ଜନପ୍ରଦ ଅନ୍ତର୍ଗତ କରୈଲ ଥାନା ଅଧ୍ନସୁ ଅହମ୍ମଦ ନଗର ! ଏଠାରେ ରହଛି ଅଫଜଲ ପରିବାର ! ମହଗ୍ନଦ ୫ ସନ୍ତାନରୁ ତ୍ରତୀୟ ଝିଅ ଥିଲେ  ମହଜବିଂ  ! ମହମ୍ମଦ ଅଫଜଲ ଥିଲେ  ଉକ୍ତ ନଗରର କର ନିରୀକ୍ଷକ ! ଅତି ନିକଟସ୍ଥ ଅନ୍ୟ ଏକ ନଗରରେ ରହୁଥଲେ ଅହମ୍ପଦ ପରିବାର ଦୁହେଁ ପରିଚାର ଅତି ଘନିଷ୍ଟ ଥିଲେ  ! ବହାବ ଅହମ୍ମଦ  ଓ ଅହମ୍ମଦ ଅଫଜଲ ଦୁଇ  ଘନିଷ୍ଠ ବନ୍ଧୁ ଥିଲେ  ! ବହାବଙ୍କ ଛଅ ପୁଅରୁ ମହମ୍ପଦ ମୁର୍ଡଜା ଓରଫ ରାଜୁ ଗୋଟିଏ ରାଜୁ ଅଧ୍ କାଂଶ ସମୟ ମହଜବିଂ ଘରକୁ ଯିବା ଆସିବ! କରୁଥଲା ! ରାଜୁକୁ  ମହମ୍ପଦ ନିଜ ଲୋକ ଭାବି ଶ୍ରଦ୍ଧା କରୁଥିଲା  ! ସମସ୍ତଙ୍କ ମିଳିମିଶି ଚଳିବାରେ କୌଣସି ପ୍ରକାରେ ଅସୁବିଧା ହେଉନଥଲା ! ଏମିତି ଦୁଇଟି ପରିବାର ହସ ଖୁସିରେ ଚଳୁଥାନ୍ତି  ! ରାଡୁର ଆଖ୍ ରେ ପଡ଼ିଲା ଥରେ ମହଳରାଂର ଚେ ହେରା ! ମହଚ୍ଚକାଂ ଘରେ ବସିଥିବା  ସମୟରେ ରାଜୁ ଥଟା ମଜ଼ା  ଓ ହସ ଖୁସିର ପସରା ଜମାଇ ଦିଏ ମହମ୍ପଦ ମଧ୍ୟ ଏପରି କଥାବାର୍ଜାକୁ ଆଡ଼ ଆଖ୍ ରେ  କି  ସନ୍ଦେହ ଚକ୍ଷୁରେ ଦ୍ଦେଖୁନଥିଲେ  ଦୁହିଁକୁ  ଭାର ଭଉଣୀ ପରି ମନେ କରୁଥିଲେ  ! କିନ୍ତୁ ଏ ଦୁହିଁଙ୍କର ଯୌବନର ଝଲକ ଭାଇ ଭରଣୀର ସଂପର୍କକୁ ଦେଶ ଦୂରରେ ଥଲା
ଦିନକୁ ଦିନ ଦୁହେଁ ଦୁହିଁ ଙ୍କୁ ଭଲ ପାଇ ବସିଲେ ! କେହି କାହାଳୁ ମନ୍ ଖୋଲି କହି ପାରିଲେ ନାହିଁ ! ଥରେ ଘରେ ଏକୁଟିଆ ମୁହଁ ମାରି ବସିଥାଏ ମହଜବିଂ  ! ରାଜୁ ଧାରେ ଧାରେ ପଛପଟୁ ଆସି  ହେ! କରି ପାଟି କରିଥଲା ! ମହଜବିଂ ଛାତିରେ ଛେପ ପକାଇ କିଟିମିଟି ଆଖ୍ ରେ ଚାହିଁ ରହିଲା ରାଜୁକୁ
 ରାଜୁ ପଚାରିଲା କଣ ଡ଼ରିଗଲ କି ସୁନ୍ଦରୀ ? ଛାତିରେ ଛନକା ପସିଗଲା ! ହା8’.
ହା8... ମୁଁ ଜାଣିଥଲି ପର! ତୁମେ ନିଶ୍ଚୟ ଡ଼ରିବ !
ତମେ ଭାରି ଇଏ ! କିଏ କୋଉ ମୁଡ଼୍ ରେ  ବସିଥିବଣ ଭାଟୁଥିବ ତମେ ଆସି ଏମିତି କରିବା କଥା- ସେ8’ ମେ! ମୁତ୍ ଟା ବିଗାଡି଼ ଦେଲ ! କଣ ଭାବୁ ଥିଲା  କି ରାଣା ହସ ମୁହଁରେ ରାଜୁ କହିଲା
ମେ! ରାଜା କଥ! ! ମହଜବିଂ ଟିକେ ରାଗ ଚିତ୍ ଚିତ୍ ହୋଇ କହିଲା ! ରାଜୁ ଠେ! ଠେ! ହୋଇ ହସି ହସି ମୁହଁ ତଳକୁ ଉପର କରି ହସିବାକୁ  ଲାଗିଲା !
କାହିଁକି ହସୁଛ ? ତମକୁ ଥ ଟା! ଲାଗୁଛି ! ରାଗିଯାଇ କହିଲା ମହଜବିଂ ରାଜୁ କହିଲା ଓ8... ମହାରାଣା ରାଗ ମୁଡ଼ ରେ  ଅଛନ୍ତି  ! ଏଇ ଦେଖ୍ ଦେଇ ଆଉ ଟିକିଏ ରାଗିଲତୁମେ ରାଗିଲେ ନ! ଭାରି ସୁନ୍ଦର ଦିଶୁଛ
 ମୋତେ ଚିଡ଼ାନା କହୁଛି, ରାଗିଗଲେ ନା... ଏମିତି ଅନେକ ପ୍ରଶଂସାପୂର୍ଶ୍ଵ କଥ! ଶୁଣି ମହକରାଂର ମନ ବହୁତ ଖୁସି ହୋଇଯାଇଥଲା ! ସାଙ୍ଗେ ସାଙ୍ଗେ ମୁରୁକି ହସିବେଲ କହିଲ! ! ଟୁଝିଲ ରାଜୁ ! ତୂମକୁ  ମୁଁ ଭାଚୂଥିଲି  ଉଲାଟାଏ ଚୋଲି ହେଲେ ତୁମେ ଚାଲାକଡୁମ କଥାରେ ଏତେ ମିଠାସ୍ ଅଛି

ଆଉ ଟେକନା ମ ...ହଁ... ତୁମେ ପରା କହୂଥିଲା  ଏଇନା ତୁମେ ତୁମ  ରାଜା କଥ! ଭାଚୂଥିଲା  ! ଆଉ ସେହି  ରାଜା ଯଦି ମୁଁ ହୋଇଥାଏ ! ରାଜୁର ଏପରି କଥ! ଶୁଣି ମହଜବିଂଟିକେ ଅଟକିଗଲା ! ଓଠରୁ ତୂର ତିନି ପଦ କଥ! ବାହାରିବା ପୂର୍ବରୁ ତାମନ କାହିଁକି ଆଉ କଣ କହିବ ବୋଲି ଭାଚୂଅଲା ! କାରଣ ପୁର୍ବରୁ ରାଜୁର କଥାବାର୍ଜା ଓ ଚାଲିଚଳଣକୁ  ବହୁତ ପସନ୍ଦ କରୁଥିଲା  ମହଜବିଂ ! ଆଉ ଯେତେବେଳେ ତ!ମନକଥା ଖୋଦ୍ ରାଜୁ ମୁହଁରୁ ଶୁଣିଲା ସେ ଆତ୍ନହରା ହୋଇଉଠିଲ! ! ମୋୖନେ  ସମ୍ପତି ଲକ୍ଷଣ ପରି ରାଜୁ ମହଜବର ମଉନା ମୁହଁରୁ ଜାଣି ପାରୁଥିଲା ! ଯେ, ତାର ଭଲ ପାଇବା ଭଳି ମହଜବିଂ  ମଧ୍ୟ ତାଳୁ ବେଶ ଭଲ ପାଉଛି ! ଏତିକି କଥାରେ ସରିଥିଲା ତାଙ୍କ ଅଧା ପ୍ରେମାଳାପ ! ତାପରେ ଧୀରେ ଧୀରେ  ଦୁହେଁ ପରସର ନିବିଡ଼ ହୋଇଉଠିଲେ ! ଅଧ୍ କାଂଶ ସମୟ ତାଙ୍କର ପ୍ରେମାଳାପରେ ବିତିଗଲା ! ଦିନକର ଘଟଣା ରାଜୁ ପାଖରେ ବସିଥାଏ ମହଜବିଂ  ଆରମ୍ଭ ହୁଏ କଥାବାର୍ଭ! !
ମହଜବିଂ  କହିଲା- ଚୁଝିଲ ରାଜୁ, ମୁଁ ଜାଣି ପାଗୁନି  ଡୁମ ପ୍ରତି ମୋର ଭଲ ପାଇବାର ପରିମାଣ କେତେ ତଥାପି... ଚୁପ ରହିଗଲ କାହିଁକି ? ? କହୁନସମୁଦ୍ରର ପାଣି ଠାରୁ ବେଶୀ, ଆକାଶର ଚଉଡ଼ା ଠାରୁ ଅଧିକ  ହିମାଳୟ ପର୍ବତ ଠାରୁ ବହୁତ ଉଚ୍ଚ, ଆଉ ଝରଣାର ସ୍କୋତ ଠାରୁ ଆହୁରି କ୍ଷୀପ୍ର ! ନିଜର ମନକଥାରାଜୁ ଠାରୁ ଶୁଣି ବହୁତ ଖୁସି ହୋଇଗଲା ମହଜବିଂ  ରାଜୁ ଛାତିରେ ଆଉଜି ପଡି ନିଜ ଉସୁମିଆ ଦେହର ସର୍ଶ ସହିତ ରାଜୁର ସାର୍ଟ ବୋ ତାମକୁ   ହାତରେ ମକଚି ଧରି କହିଲା, ରାଜୁ ତୁମେ ଭାରି ଭଲ ! କଣ କହି ତୁମକୁ ପ୍ରଶଂସା କରିବି, ଜାଣି ପାରୁନି !
ତାପରେ ଦିନ ପରେ ଦିନ ବିତିଲା ! ମହଜବିଂ ଓ ରାଜୁ ଦୁହେଁ ପ୍ରେମାଳାପରୁ ଦୈହିକ ସୁଖ ଅନୁଭବ କଲେ ! ସମସ୍ତଙ୍କ ଆଗରେ ଭାର ଭଉଣୀ ଅବାବେକେ ଦୁହେଁ ସ୍ଵାମୀ ସ୍ତ୍ର! ଭଳି ଦେହ ଦିଆନିଆ ହେବାରେ ଅଭ୍ୟସ୍ତ ରହୁଥଲେ ସବୁଦିନ ବେତ୍ ରୁମ୍ ରେ  ଶାରୀରିକ ତ୍ରଷ୍ଣ! ମେଣ୍ଟାଉଥିଲେ  ଦୁହେଁ !
 ଅପରପଷେ ମହଜବିଂର ବିବାହ ବୟସଠାରୁ ଢ଼େର ଅତିକ୍ରମ କରିବାରୁ ତାର ଯଥାଶୀଘ୍ର ବିବାହ ପାଇଁ ଭଲ ପାତ୍ରଟିଏ ଖୋଜା ଖୋଜି କାରିବାରେ ଲାଗିପଡ଼ିଲେ ପିତା ମହସଦ ଅଫଜଲ ! ବାହାଘର ମଧ୍ୟ କିଛିଦିନ ପରେ ଶଙ୍କରଗଢ଼ ନିବାସ! ମହମ୍ମଦ ଆଲମ୍ ଙ୍କ  ସହ ସମ୍ପନ୍ନ ହେଲ! ବାହାଘର ପୁର୍ବରୁ ରାଜୁ ମହଜବିଂ  ସହ କୁଆଡ଼େ ପଳାଇ ଯିବାଦୁ କହୂଅଲାବେଳେ ମହଜବିଂ ବଦନାମ ଭୟରେ ମନା କରିଥଲା ଓ ପୂର୍ବଭଳି ଆମ ଏଇ ସଂପର୍କ ଅତୁଟ ରହିବ ବୋଲି ମହଜବିଂ ରାଜୁକୁ  ସାନ୍ତୁନ! ଦେଲ! ! ସଚୂ ଠିକ୍ ଠାକ୍ ଚାଲିଲା ମହଜବିଂ  ବାହାଘର ସରି ଚଉଠ ରାତି ସାରି ଦିନକୁ ଦିନ ବିତିଲ! ! କିନ୍ତୁ ଗୋଟିଏ ପୁରୁଷ ସହ ସୁହାଗ ରାତି କଲାନିଦୁଇଟି ପୁରୁଷ ର ଯୌନ ସୁଖ ଅନୁଭବ କରୁଥିଲା  ଏକାକୀ ମହଜବିଂ  ! ମାତ୍ର ସ୍ଵାମାଠାରୁ ରାଜୁର ଦୈହିକ ମେଣ୍ଟନ ଖୁବ୍ ଭଲ ଲାଗୁଥିଲା  ମହଜବିଂ କୁ  ! ଯେତେବେଳେ ବି ଶାଶୂଘରୁ ମହଜବିଂ ବାପ ଘରକୁ ଆସୂଥିଲା ସେତେବେଳେ ରାଜୁ ମହଜବିଂ  ଘରେ ପ୍ରାୟ ସମୟ ରହୂଥିଲା !
ଆଉ ତାର ଲକ୍ଷ୍ୟ ଥଲା ମହଜବିଂ ର ଅଧା ରହିଥିବା  ପ୍ରେମକୁ ସାର୍ଥକ କରିବା ପାଇଁ ! ଦିନ ପରେ ଦିନ ଗଡ଼ି ଚାଲିଥାଏ ! କିଛିଦିନ ପରେ ରାଜୁର ବିବାହ ହେକୋଗଲା ! ଦରିୟାବାବ୍ ନିବାସୀ ମହମ୍ମଦ ହନୀଫଙ୍କ ଝିଅ ସହିତ !
ରୋଶନଆର! ସୁନ୍ଦର ଓ ଉଚ୍ଚ ଶିକ୍ଷିତା ଥିଲେ  ! ଏପରିକି ଜୁନିୟର ହାଲସ୍କୁଲ୍ ରେ ପିଲାମାନଙ୍କୁ ପାଠପଢ଼ାଉଥିଲେ  ! ଭଲରେ ଭଲରେ ଏମିତିତ କିଛି ଦିନ ବୈବାହିକ ଜୀବନ  ବିତିଗଲା ଦୁହିଁଙ୍କର ! ରୋଶନଆରା ରଙ୍କ ଔରସରୁ ଦୁଇ ସନ୍ତାନ ଜନ୍ମଗ୍ରହଣ କଲେ ! ରାଜୁ ଦୁଇଟି ପିଲାର ବାପା ହୋଇସାରି ମଧ୍ୟ ମହଜବିଂ  ସହ ତାର ଶାରୀରିକ ସମ୍ପର୍କ ରହୂଥିଲା  !
ସତ କେବେ ଲୁଚି ରହେନା ! ଧୀରେ ଧୀରେ ଦୁହେଁ ପରିବାର ରାଜୁ ଓ ମହଜବିଂର ଚୋରା  ପ୍ରଣୟଳୁ ଜାଣି ପାରିଲେ ! ଦୂହିଁଙ୍କୁ ଏପଟରୁ ଆସିବ! ପାଇଁ ପରୋକ୍ଷ ରଶାର! ଦେଲେ ! ରାଜୁ ସ୍ତ୍ର! ରୋଶନଆରାଳୁ ସ୍ଵାମୀ ଏପରି କାର୍ଯ୍ଯ କଳାପରେ ଭାଙ୍ଗି  ପଡ଼ୁଥିଲେ  ! ଆଉ ତାଠାରୁ ବେଶୀ ହଇରାଣରେ ପଡ଼ୁଥିଲେ  ମହଜବିଂ ର ସ୍ବାମୀ ! ସ୍ତ୍ରୀ ର ଏପରି କାମୂକ ମନଳୁ ସେ ତାଗିଦ୍ କରୁଥିଲେ  ସତ ହେଲେ ଅନ୍ୟ ପ୍ରକାରର ଦେହ ସୁଖ ପାଇଥବା ମହଜବିଂ   ସ୍ଵାମୀର କଥାକୁ ଏ କାନରେ ପୁରାଇ ସେ କାନରେ ବାହାର କରିଦେଉଥିଲା  ବହୁତ ସମୟ ସ୍ଵାମୀ-ସ୍ତ୍ରୀ ଙ୍କ  ମଧ୍ୟରେ କଳି କଜିଆ ଲାଗୁଥିଲା  ! ଅଳ୍ପ ଦିନ ଶାଶୂଘରେ କଟିଛି କି ନାହିଁ ମନେ ମନେ ସ୍ୱାମୀଠାରୁ ଛାଡ଼ପତ୍ର ଆଣି ତାର ଏକମାତ୍ର ପୁଅ ସହ ଆସି ବାପଘରେ ଦିନ କାଟିଲା ! ଏଥର ରାଜୁଳୁ ଆଉ ଅପେକ୍ଷା କରିବାକୁ ପଡ଼ିଲା ନାହି! ମନଭରି ବେହସୂଖର ମଜା ଉଠାଇଲେ ଦୁହେଁ !

ସମୟ ସବୁବେଳେ ସମାନ ନଥାଏ ! ମହଜବିଂ ର ପୁଅ ବଡ଼ ହେଲା ଯେତେବେଳେ ସେ ପୁଣି ମାର ପାପକର୍ମ ଜାଣିଲ! ! ତେଣୁ ମାଳୁ ସତର୍କ କରିବା ପୂର୍ବରୁ ସେ ପ୍ରଥମେ ରାଜୁଳୁ ସତର୍କ କରିଦେଲା ଯେ, ମୋ ମାଆ ସହିତ ଏମିତି କେବେ ଆଉ ନଘଟେ ! ରାଜୁ ମଧ୍ୟ ମହଜବିଂର ପୁଅ ଇମ୍ରାନ୍ କୁ ବହୁତ ଶୁଣେଇଲାହାତ ଉଠାଇଲା ମଧ୍ୟ ! ଏ ଘଟଣା ସଚୂ ମହଜବିଂର କାନରେ ପଡୁଥାଏ, ଏ ମଧ୍ୟ ରାଜୁ ଓ ଇମରାନ୍ ର କଳହ ଦୃଶ୍ୟ ଆଶ୍ରେ ଦେଖିଛି
ହୃଦୟଟା କେତେବେଳେ ହେଲେ ଅବୀବେକି ହୋଇଯାଏନା ! କୁଶୀତ KUSCHIT   ମନ ତଳୁ ଅବାଟଳୁ ପେଲି ମାରିବାଳୁ ଚେଷ୍ଟା କଲେ ! ତେଣୁ ନି ଜର ଅନ୍ତରାଆତ୍ମା  ଓ ହୃଦୟକୁ ପଚାରି କି ନାଇଁ ମହଜବିଂ ତା କହିବା ଠିକ ନୁହେଁ ବରଂ ସେ କିଛି ସଜାଗପୁର୍ଶ୍ଵ ଆଭାସ ପାଇଛି ! ତେଣୁ ରାଜୁଠାରୁ ସଂପୂର୍ଶ୍ଵ ଦୂରେଇ ଯାଇ ଆଉ ଦେହ କ୍ରୀଡ଼ାରେ ନ କଟେଇ ଏକମାତ୍ର ପୁଅର ଭବିଷ୍ୟତ ନିମନ୍ତେ କିଛି ଚିନ୍ତା କରିବା ପାଇଁ ସ୍ଥିର କଲ! ମହଜବିଂ !
ରାଜୁ ଏବେ ଯେତେ ଆକର୍ଷିତ କଲା ମହଜବିଂ ନିକକୁ  ଘୃଣା କରି ପଛ ଘୁଞ୍ଚା ବେଲା ! ପୂର୍ବ ଅକୁ ହା ଚିନ୍ତା ଓ ବର୍ଭମାନର ଅବସ୍ଥାକୁ ଆଖି  ଆଗଗେ ରଖ୍ ସେ ସପୁର୍ଶ୍ଵ ରାଗ ଗର ଗର  ହୋଇ ରାଳୁଳୁ କହିଲା ତୁମେ ଯାଆ ମୋର ଦରକାର ନାହିଁ! କିନ୍ତୁ  ମଦ୍ୟପ ରାଜୁ ତାଳୁ ଧରି ବେଟ୍ ଉପରକୁ ଜବରଦସ୍ତ ନେରଗଲା  ! ରାଜୁର ଏପରି ଅଚାନକ ବ୍ୟବହାରରେ ମହଜବିଂ ସେଦିନ ପୁରାପୁରି ଭୁଲିଯାଇଥିଲା  ଶାରୀରିକ ସଂପର୍କ କଥ! ! ଏହାପରେ ଆସିଲା ରାଜୁର ଖରାପ ସମୟ ! ରାଜୁ ଧୋକା ଦେଇ ଆସିଲା ବିଚାର! ଶିକ୍ଷିତ! ରୋଶନଆରାକୁ ଆଉ କାମୁକୀ ମହଜବିଂ  ମଧ୍ୟ ସ୍ୱାମୀକୁ ଛାଡ଼ି ରାଜୁ ପାଖୁ ପଳାଇ ଆସିଲା ! ପାରିବାରିକ ଦୁଃଖ-ଯନ୍ତ୍ରଣାପଡ଼ୋଶୀଙ୍କ ଟାହି ଟାପରାକୁ  ଖାତିର ନକରି ରାଜୁ ଓ ମହଜବିଂ  ତାପୁଅ ଇମାରତନ ଳୁ ସାଥୀରେ ଆଣି ପଳାରଆସିଲା ଅନ୍ୟ ଏକ ଜାଗାକୁ !
କିନ୍ତୁ  ଜାଣିବା ଶୁଣିବା ପୁଅ ମାଆର କାର୍ଯ୍ୟରେ ସନ୍ତୁ ଷ୍ଟ ନଥିଲା  ! ମାଆକୁ ମଧ୍ୟ ସେ ବହୁତ ତାଗିବ୍ କରିଥଲା ! ହେଲେ ବିଚରା  ଯାହାହେଲେ ବି ଛୋଟ ପିଲା, ପ୍ରାପ୍ତ ବୟସ୍କରେ ଚଗଲିଆ ବୁଦ୍ଧି  ନେଇ ପ୍ରବେଶ କରିଛି, ଣ ସେ ବା କରିଥାନ୍ତ! ରାଜୁ ର ନାଲି ଆଖ ଓ ଟାଣ ହାତ ଆଗରେ ତଥାପି ନିଜର ଚଗ ଲିଅ! ବୁଦ୍ଧି ରେ ସେ ରାଜୁକୁ  ଆରପାରି କୁ ପଠାଇ  ପଠାଇ ଦେବାକୁ ଚେଷ୍ଟା କଲା ! ହେଲେ ଏବେ ନୁହେଁ ଆଉ ଟିକେ ବଡ଼ ହେଲେ !
 ଏପଟେ ମହଜବିଂ ର ରାଜୁପ୍ରତି ଚିତ୍ଵଷ୍ଣା ଭାବ ଆସିଯାଇଥାଏ ! ତାପୁଅକୁ  ପ୍ରାୟ ସମୟ ନିଗୁଁମ ବାଡ଼େଇବା, ନିଜ ମନ ଇଛାରେ ଅବାଞ୍ଚନାୟ କାର୍ଯ୍ଯ କରିବା ଆଦି ସବୁ  ଅସହ୍ୟ ହୋଇ ପଡ଼ିଲା ମହଜବିଂକୁ ! ଯାହାକୁ ନେଇ ସେ ସଂସାର କରିବାକୁ ଚାହୁଁଥିଲା  ତାଳୁ ଜୀବନରେ ମାରିଦେବାକୁ  ନିଷ୍ପରି ନେଲା ! ପ୍ରଥମତଃ ନିଜେ ଲୋକ ନିନ୍ଦାଗୂ ମୁକ୍ତି ପାଇବା ପାଇଁ ଓ ଦ୍ଵିତୀୟରେ ପୁଅର ଭବିଷ୍ୟତ ପାଇଁ !
 ଯୋଜନ! ମୁତାବକ ପଇସା ଦେବାକୁ କହି ଦୁଇଜଣ ଦୂର୍ବାନ୍ତ ଶୀରାଜ ଓ ଶମ୍ବୁକୁ  ଚାଲାକୀ କରି ମହଜବିଂ ଡ଼କାଇ ସବୁ ବିଷୟରେ କହିଲ! ! ଆଉ ଯେତେବେଳେ କାମୁକ ରାଜୁ ସବୁଦିନ ପରି କାମକ୍ରୀଡା  ସାରି ବେଦ୍ ଉପରେ ଘୋର ନିଦ  ରେ ଶୋଇଛିସେତେବେଳେ ଶୀରାଜ ଆଖି  ପିଛୁଳାକେ ଏକ ପିସ୍ତଲରେ ଗୁଳି କଲ! ରାଜୁ ଉପରଳୁ! କିଛି ସମୟ ଆର୍ଭ ଚିଦ୍ବାର କରି ଶୋଇପଡ଼ିଲା ସବୁଦିନ ପାଇଁ ! ତାପରେ ସମସ୍ତେ ମିଶି ଏକ ଗାଡ଼ିରେ ରାଜୁର ରକ୍ତ ଜୁଡୁବୁ ଡୁ ଶବକୁ ବାନ୍ଧି ରଖିଲେ  ! ରାତିରେ ଏକ ମାରୁଡି ଭ୍ୟାନ୍ ରେ ଶବକୁ ନେଇ ଏକ ଅଜଣା ଜାଗା ରେ ଫୋପାଡ଼ି  ବେଲେ ! କିନ୍ତୁ  ପୋଲିସ୍ ଏକ ଜଘନ୍ୟ ହତ୍ୟାକାଣ୍ଡକୁ ଧରିବା ପାଇଁ ସକ୍ଷମ ହେଲା ! ବିଚାରା ରୋଶନଆରା ବିଧବାହେଲା କାମୁକୀ ମହଜବିଂ  ପାଇଁ ! ମହଜବିଂ ର ପୁଅ ଇମରାନ୍ ମଧ୍ୟ ଦୋଷା ସାବ୍ୟ ସ୍ତ ହେଲା

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...