Tuesday 26 September 2017

ପଥଭ୍ରଷ୍ଟ ହୋଇହତ୍ୟା

             ପ୍ରାପ୍ତ ବୟସ୍କ ଦୁଇ ପୁରୁଷ-ନାରୀଙ୍କ ମଧ୍ୟରେ ପ୍ରେମ ପ୍ରଣୟ ଓ ଦୈହିକ ଆକର୍ଷଣ ରହିବାସ୍ଵାଭାବିକ ! ହେଲେ ଏହା ଯଦି ସାମାଜିକ ସ୍ୱୀକୃତି ରହିତ ଓ ଅବାଞ୍ଚିତ ହୋଇଥାଏ ତାହାକୁସମ୍ପର୍କ ନୁହେଁ, ପାପ ସମ୍ପର୍କ ବେ!ଲି କୁହାଯାଇଥାଏ ! ଆଉ ଏଭଳି କାର୍ଯ୍ଯକଳାପର ଅନ୍ତ ସର୍ବଦା କରୁଣ ଓ ଭୟଙ୍କର ହୋଇଥାଏ ଯାହାର ପରିଣାମ କେବଳ ଦୁଇ ପ୍ରେମୀଯୁଗଳଙ୍କୁ ନୁହେଁ ସମ୍ପୂର୍ଣ୍ଣ ଆତ୍ମ1ୟଙ୍କୁ 6ଭ!ଗ କରିବାକୁ ପଡ଼ିଥାଏ ! ଏଭଳି ଏକ ଅନୈତିକ ସମ୍ପର୍କକୁ ନେଇ ଘଟିଥିବା  ବୀଭସ କାଣ୍ଡର ସମ୍ପୂର୍ଣ୍ଣ ବିବରଣୀକୃ ନେଇ ପ୍ରସ୍ତୁତ ଆମର ଏ ଅପରାଧିକ  କାହାଣୀ---
 ଅଭାବ ଅନଟନ, ବାରିପାରିକ ବିଶୃଙ୍ଖଳ! ଓ ଟୁଝାମଣାର ଅଭାବ ସବୁ ବେଳେ ମଣିଷକୁ ବିପଥଗାମୀ କରିଥାଏ ! ଏଥ୍ରୂ ମୁକ୍ତିର ବାଟ ଖୋଜି ପାଇବାରେ କଦବା କ୍ସଚିତ୍ କିଏ ସଫଳ ହୋଇଥିବା  ବେଳେ ପ୍ରାୟତଃ ପଥଭ୍ରଷ୍ଟ ହୋଇ ଏତେଦୁରକୁ ଚାଲିଯାଇଥାନ୍ତି ଯେଉଁଠାରୁ ଫେରି ସମାଜର ମୁଖ୍ୟ ସ୍ରୋତ ରେ ସାମିଲ ହେବାରେ ସେମାନଳ° ପାଖରେ ଆଉ କୌଣସି ପନ୍ଥ! ନଥାଏ ! ଏମିତି ଏକ ଅବାଟରେ ପାଦ ଥାପିଥିଲା ୩ ପିଲାର ଜନନୀ ୩୦ ବର୍ଷାୟା ଦୀପ! ଓରଫ ଦିୟା ! ଭାବିଥିଲା ସ୍ଵାମୀକୁମାରି ଏ ଅଭାବ କଷଣ ଭର! ସଂସାରକୁ ତ୍ୟାଗକରି ଅବୈଧ ପୁରୁଷର ହାତଧରି ନୁଆଦୁନିଆର ଆଲୋକ ଦେ ଖିବ  ବୋଲି ! ହେଲେ ସେ ଭୁଲିଯାରଥିଲା ମନ୍ଦ କର୍ମର ଫଳ ସର୍ବଦା ମନ୍ଦ ହୋଇଥାଏ ବୋଲି ! ଶେଷରେ ତା’ ଳୁତକର୍ମର ପୂର! ଚିଠା ଖୋଲିଦେଇଥିଲେ ତା’ର ଜନ୍ଧିତ ସନ୍ତାନ ! ଯେତେ ଲୁଚାଇବାକୁ ବେଷ୍ଟ! କଲେ ହେଁ ଦିୟା ଲୁଚାଇ ପାରିନଥିଲା ତା’ର ଅପରାଧ ! ଆର ପୋଲିସ ଆଗରେ ବଖାଣି ଦେଇଥିଲା ହତ୍ୟା କାହାଣୀର ଆମୂଳଟୁଳ
ଅଭିଯୁକ୍ତଙ୍କ ସ୍ୱୀକାରେ!କ୍ରି ଅନୁସାରେ ଘଟଣାଟି ହେଉଛି ଉତ୍ତରପ୍ରଦେଶ ମେରଟ ଜିଲ୍ଲା ଟି’ପି’ନଗରସ୍ଥିତ ଶିବପୁରମ୍ କଲୋନୀର ! ଇଚ୍ଚଞ୍ଚାଲି ଥାନା ଅନ୍ତର୍ଗତ ବନାର୍ଗା’ର ମୂଳନିବାସୀ ଟୁଦ୍ଧ ସିଂହଳ° ୩୨ ବର୍ଷାୟ ପୁତ୍ର ବାବୁ ରାମ ସିଂହ ଥିଲେ ଖୁବ୍ ସରଳ ସ୍ୱଭାବର ! ଅଭାବୀ ପରିବାରରେ ଜନ୍ମ ହୋଇଥିବା ରୁ ପିଲାଦିନୁ ସେ ଥିଲେ! ଖୁବ୍ ନିର1ହ ଓ ଗୁମ୍ ସୁମ୍ ସ୍ୱଭାବର-ଅର୍ଥଭାବରୁ ମାତ୍ର କେଇ କ୍ଳ!ସ୍ ପାଠପଢ଼ିବା ପରେ ବାଟୁରାମ୍ ରକି କାଗଜପତ୍ର, ଭଙ୍ଗ! ଲୁହାଟିଣର କାରବାର ଆରମ୍ଭକରିଥିଲେ ! ଗଳିକନ୍ଦି ଟୁଲି କବାଡ଼ି ବେପାର କରି ଯେତିକି ଅର୍ଥରେ!କଗାର କରୁଥିଲେ ସେଥ୍ରେ ପରିବାର କୌଣସିମତେ ଚଳିଯାଉଥିଲା

ଇତିମଧ୍ୟରେ ବାଟୁରାମର ସାକ୍ଷାତ ହୋଇଥିଲା ଦୀପା ଓରଫ ଦୀୟା ସହିତ ! ଦୀୟା ମଧ୍ୟ ଏକ ଗରିବ ପରିବାରର ହୋରଥିବା ରୁକିଛିଦିନର ଅ!ଳାପ ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କଗଢ଼ିରଠିଥିଲା ! ଦୁହିଁଙ୍କ ପାରିବାରିକ ସ୍ଥିତି ସମାନ ଥିବା ରୁ ବିନାକୌଣସି ପାରିବାରିକ ବାଧାବିଗ୍ନରେ ସମ୍ପୂର୍ଣ୍ଣ ସାମାଜିକ ସ୍ୱୀକୃତି ରେ ଦୁହିଁଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହୋଇଥିଲା ! ବିବାହର କିଛିବର୍ଷ ଶାଶୂଘରେ ଖୁବ୍ ସୁନ୍ଦରଭାବେ ବିତାରଥିଲେ ଦୀୟାଏଥ୍ ମଧ୍ୟରେ ସେ ତିନି ସନ୍ତାନ ୯ ବର୍ଷାୟ ତୁଷ୍ପନ୍ତ’ ୬ ବର୍ଷାୟ କିରିକ! ଓ ୫ ବର୍ଷର ବିଧ୍ ତା ଦୁଇ  ଝିଅ ଓ ଗୋଟିଏ ପୁଅର କନନୀ ସାଜିସାରିଥିଲେ ! ହେଲେ ପରିବାର ବଢ଼ିବା ପରେ ଆଉ- କବାଡ଼ି ବେପାରରେ ଚଳିବ! ସମ୍ଭବ ହେ!ରନଥିଲା  ! ଶେଷରେ ବାଧ୍ୟ ହେ!ର ଦୀୟା ଓ ବାବୁ ରାମ୍ ଗାଁ ’ ଛାଡ଼ି ମେରଟର ଥିବା ’ ଟିପିନଗରସ୍ଥିତ ଶିବପୁରମ୍ କଲେ!ନୀରେ ଭଡ଼ାଘର ନେଇ ରହିଥିଲେ
 ଘର ଛାଡ଼ିବା ପରେ ମଧ୍ୟ ଅର୍ଥଭାର ତାକ ପିଛା ଛାଡି଼ନଥିଲା ! କବାଡ଼ି ବେପାରରେ ତିନି
ପିଲାଙ୍କୁ ନେଇ ଚଳିବ! କଷ୍ଟକରହୋରପଡି଼ଥିଲା ! ବହୁ କଷ୍ଟରେ ହାତରଧାରୀକରି ଚଳୁ ଚଳୁ ଦିୟାକ ସାକ୍ଷାତ ହୋରଥିଲା ଶିବପୁରମ କଲୋନୀର ଅବିବାହିତ ଯୁବକ ଶିବମ ଓରଫ ଗଜେନ୍ଦ୍ର ସହିତ ! ଅର୍ଥ ସାହାଯ୍ୟ କରୁ କରୁ ଗଜେନ୍ଦ୍ର ଓ ଦିୟା ମଧ୍ୟରେ ପ୍ରଥମେ ସୁସମ୍ପର୍କ ଓ ପରେ ଏହା ଅବୈଧସମ୍ପର୍କର ରୁପ ନେରଥିଲା  !କିଛିଦିନ ଦୁହେଁ ଶାରୀରିକ ସମ୍ପକରେଲିପ୍ତ ରହିବା ପରେ ଧୀରେ ଧୀରେ ଏହା ବାବୁ ରାମକ° କାନରେ ପଡି଼ଯାରଥିଲା ! ଏହାକୁ ନେଇ ଆରମ୍ଭହୋରଯାରଥିଲା ପାରିବାରିକ ଝଡ଼ ! ମାନସିକ ଚାପରେ ବାବୁ ରାମ ଘରଚଳାଇବା  ପରିବର୍ତେ  ଯାହା ରୋଜଗାର କରୁଥିଲା ମଦ୍ୟପାନରେ ରଡ଼ାର ଘରକୁ ଫେରୁଥିଲା ! ପତି-ପନ୍ଧୀକ ମଧ୍ୟରେ ନିୟମିତ କଳିତକରାଳଲାଗିରହୂଥିଲା ! ବାବୁ ରାମର ବାରମ୍ବାର ବାରଣ ସରେ କୌଣସି ପ୍ରକାରେ ଦି ୟା ଅନୈତିକ ସମ୍ପକ ତୁଟାଇବାକୁ ରାଜି ନଥିଲା ! ଫଳରେ ଝଗଡ଼ାରେ ସୀମିତ ଥିବା  ଦାମ୍ପତ୍ୟ ମାଡ଼ଗାଳି ପର୍ଯ୍ୟନ୍ତ ଯାଇଥିଲା ! ବାବୁ ରାମ ମଦ୍ୟପାନକରି ପ୍ରତିନିଃ ହିୟାକୁ ନିସ୍ତୁକ ମାଡ଼ ମାରୁଥିଲା ! ମାଡ଼ଗାଳି ସହି ଅତିଷ୍ଠହୋଇଯିବା ପରେ ଯେମିତି ହେଲେ ବାଟୁରାମକୁ ଜୀବନରୁ ହଟାଇବାକୁ ହେବ ବୋଲି ଦି ୟା ନିଷ୍ପଭି ନେଇସାରିଥିଲା !
ଏ ସମ୍ପର୍କରେ ସେ ଗଜେନ୍ଦ୍ରସହିତ କଥା ହେବାପରେ ସୁଯୋଗ ମିଳିବା ମାତ୍ରେ ବାବୁ ରାମଙ୍କୁ  ହତ୍ୟାକରିସବୁଦିନ ପାଇଁ ଏକ ହୋଇଯିବେ ବୋଲି ଦୁହେଁ ସ୍ଥିର କରିଥିଲେ ଦିନେ ସନ୍ଯାରେ ବାଟୁରାମ ପ୍ରଚୁର ମଦ୍ୟପାନ କରି ଘରକୁଫେରିଥିଲା ! ଏହି ସମୟରେ ଘରେ ଦିୟା ନଥିବା ରୁ ତା’ର ରାଗପଞ୍ଚମକୁ ରଠିଯାରଥିଲା ! ଦିୟା ଆସିବା ମାତ୍ରେ ତାକୁ ନିର୍ଜୁମ ପିଟି ମଦ ନିଶାରେ ଶୋରଯାରଥିଲା ! ଏହି ଅବସରରେ ଦିୟା ଗଜେନ୍ଦ୍ରକୁ ଫୋନ୍ କରି ଘରକୁ ଡାକିଦେରଥିଲା ! ଗଜେନ୍ଦ୍ରକୁ ଦେଖ୍ ବାକୁରାମ ଗାଳିକରିବାଆରମ୍ଭ କରିବା ମାତ୍ରେ ରିୟା ଏକ କାଠପଟାରେ ବାବୁ ରାମର ମୁଣ୍ଡକୁପିଟିଚାଲିଥିଲା ! ରକ୍ତାକ୍ତ ଅବସ୍ଥାରେ ନିଶାଶକ୍ତ ବାବୁ ରାମ ଭୂଇଁରେ ଟଳିପଡ଼ିବା ମାତ୍ରେ ପାଖରେ ପଡ଼ିଥିବା  ଏକ ତାରରେ ଗଜେନ୍ଦ୍ର ତା’ର ତଶ୍ଚିରିପି ହତ୍ୟା କରିଦେରଥିଲା ! ଦୁହେଁ ମିଶି ବାବୁ ରାମର ଶବକୁ ଏକ ଅଖାରେ ପୂରାଇ ଭଙ୍ଗ! ଲୁହାଟିଣ ଗଦାହୋରଥିବା  ଏକ ଘରରିତରେ ଲୁଚାଇ ଦେବା ପରେ ଗଜେନ୍ଦ୍ର ସେଠାରୁ ର!ତାର!ରି ଗାଏବ ହୋରଯାଇଥିଲା

ପରଦିନ ସକାଳେ ଦିୟାକ ଭରଣା ବେବି  ପହଞ୍ଚି ଭିଣୋଇ ବାବୁ ରାମଙ୍କୁ ଖୋଜିବାରୁ  ସେ କୌଣସି କାମରେ ଦିଲ୍ଲୀ ଯାଇଛନ୍ତି ବୋଲି ଦିୟା କହିଥିଲା ! ହେଲେ ବାଟୁରାମକ ପୁଅ ତୁଷ୍ପନ୍ତ ମା’ ଚାଲିଯିବା ପରେ ମାଉସ! ବେବିଳୁ ବାପାଳୁ ମା’ ଓ ଗଜେନ୍ଦ୍ର ଅକଲ ମାରିଛରି ବୋଲି କହିଦେଇଥିଲା ! ଏହ! ଶୁଣି ବେବି ହତଚକିତ ହୋଇଥିଲେ ! ସେ ଦିୟାଙ୍କୁ କିଛି ନକହି ଫେ!ନ୍କରି ପିତାମାତାଙ୍କୁ ସେଠାକୁ ଡାକିଦେରଥିଲା  ! ସେମାନେ ପହଞ୍ଚିବା ପରେ ଦିୟାକୁ ବାଟୁରାମକ° ସମ୍ପର୍କରେ ପଚରାଯାଇଥିଲା ! ସେ ପ୍ରଥମେ ଭୁଲାଇବାକୁ ଜେଷ୍ଟ! କରିଥିଲା ! ହେଲେ ସମସ୍ତେ ମିଶିଆକ୍ରମଣ କରିବାରୁ  ଶେଷରେ ସଟୁ ସତକଥା କହିଦେଇଥିଲା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦିୟାକୁ ଗିରଫକରିବା ପରେ ବାଟୁରାମର ଶବକୁ ଆଳିଆ ଭିତରୁ ବାହାର କରି ବ୍ଯବତ୍ରେଦ ପାଇଁ ପଠାଇ ଦେଇଥିଲା ! ସିଟି ଏସ୍ପି ମାନ ସିଂହ ଚୌହାନକ° ନିର୍ବେଶ କ୍ରମେ ବିଭିନ୍ନ ସ୍ଥାନରେ ଚଢ଼ାର କରାଯାଇ ଗଜେନ୍ଦ୍ରକୁ ଟିପିନଗର ଫାଟକ ପାଖରୁ  ଗିରଫ କରିବା ପରେ ଚୁହିଁଳୁ ଜେଲ୍ ହାକତକୁ ପଠାଇ ଦିଆଯାଇଥିଲା-----------

Friday 15 September 2017

ଆପଣା ହସ୍ତେ ...


ଉରରପ୍ରବେଶର ଚିତ୍ରକୁଟ ଜିଲ୍ଲା ! ଏହି କିଲାର ରାଜପୁର ଥାନା ଅଧୀନ ଏକ ଗାଁ ହେଉଛି ଅମାନ୍! ଏହି ଗ୍ରାମରେ ନିଜ ପରିବାର ନେଇ ଚୂହନ୍ତି  ରମୁରତ ଯାଦବ ! ରମୁରତଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ1 ଜାମିଲିଆ ଏବଂ ଦୁଇପୁଅ- ସୁଗେଶ ଓ ଅବଧେଶ | ସୁରେଶ ସୁନାତାକୁ ବାହା ହୋଇଥିବା ବେଳେ ଅବଧେଶର ବିବାହ ହୋଇଥିଲା କୁସୁମ ସହିତ! ରମୁରତ ଥିବା ଯାଏ ସେ ପରିବାରର ସଚୂତକ ଦାୟିତ୍ଵ ତୁଲାଉଥିଲେ! ସୁରେଶ କିମ୍ବା ଅବଧେଶଙ୍କ ମୁଣ୍ଡରେ ସେମିତି କିଛି  ପାରିବାରିକ ବୋଝ ନ ଥିଲା! ତେବେ ରମୁରତ ଯିବା ପରେ ଦୁଇଭାଇ ମିଶି  ଘର କଥା ବୁଝି ଲେ! ପରିବାର ବେଶ୍ ସୁଖଶାନ୍ତି ରେ ଚାଲିଥିଲା! କେବଳ ଗୋଟିଏ ଘଟଣାକୁ ନେଇ ସମସ୍ତେ ଅସୁଖୀ ରହିଥିଲେ! ତାହା ହେଉଛି ଅବଧେଶର କୌଣସି ପିଲାପିଲି ହେଉ ନ ଥିଲେ ! ବାହାଘରକୁ ଚାରିବର୍ଷ ପୂରି ଯାଇଥିଲେ ମଧ୍ୟ ଅବଧେଶର ସ୍ତ୍ରୀ  କୁସୁମ ଗର୍ଭ ଧାରଣ କରୁନ ଥିଲା
ପ୍ରଥମେ ପ୍ରଥମେ କେହି ଏହାକୁ ଗୁଗୁତ୍ଵର ସହିତ ନେଉ ନ ଥିଲେ! ମାତ୍ର ବର୍ଷେ କି  ଦୁଇବର୍ଷ ପରେ ଏହା ସମସ୍ତଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଇଟିଗଲା ଜାମିଲିଆ ବହୁ ବେଷ୍ଟ! କଚୂଥିଲେ! ତାକ କଥା ମାନି କୁସୁମ ବାରବିଅ ତେର ଦେବତା ମାନୂଥିଲା! ଦରଘାରେ ଚଦର ଚଢ଼ଉଥିଲା! ବ୍ରତ ଉପବାସ କଚୁଥିଲା! ଡାକ୍ତର ଦେଖାଉଥିଲା! ଜଡିଟୁଟି ଖାଉଥିଲା! ହେଲେ ଫଳ ମିଳୁ ନ ଥିଲା ! ଏସବୁ ଦେଖ୍ ଅବଧେଶ ଭିତରେ ଚିଡି ଚିଡ଼ା ଭାବ ସୃଷ୍ଠି ହେଲା! କ୍ରମଶ ତା’ ମନ କୁସୁମ ଉପରୁ ଛାଡ଼ି ଆସିଲା! ସେ ଭାବିଲା, କୁସୁମଟା ଗୋଟେ ଟାଙ୍ଗରା ଭୂଇଁ ! ଏଠି ଯେତେ ଫସଲ ବୁଣିଲେ ବି ଗଜା ମେଲିବାର ନାହିଁ! ସେ ଏକଥା ବି ଭାଟୁଥିଲା ଯେ, କୁସୁମକୁ ବାହା ହୋଇ ସେ ଫସି ଯାଇଛି! କାହିଁକିନା’ ଏଇଟା କେବେ ବି ମା’ ହୋଇପାରିବ ନାହିଁ!

ରମୂରତ ଯାଦବଙ୍କ ପରିବାର ଏମିତି ଏକ ପରିସ୍ଥିତି ମଧ୍ୟ ଦେଇ ଗତି କଚୂଥିବା ବେଳେ ପ୍ରକୃତି ବି ସେମାନଙ୍କ ଉପରେ ଦାଉ ସାଧ୍ ଲା! ବର୍ଷ! ହେଲାନାହିଁ! ଧାନବିଲ ଫାଟି ଅଁ! କଲା ! ଚାଷ ଉଜୁଡ଼ି ଗଲା! ଏମିତିକି ଗାଈଗୋରୁଙ୍କ ମୁହଁରେ ଦେବା ପାଇଁ ବି ସଚୂଳ ଘାସଗଛଟିଏ ପାଇବ! ମୁସ୍କିଲ  ହୋଇପଡ଼ିଲା! ଏହ! ଦେଖ୍ ଲୋକମାନେ ଯିଏ ଯୁଆଡେ ପାରିଲେ ଚାଲିଗଲେ! ସୁରେଶ ବି ନିଷ୍ପଭି
ନେଲା ସେ ଗୁଜରାଟ  ଯାଇ ସେଠାରେ କିଛିକାମଧନ୍ଦା ଅଢ଼େଷଣ କରିବା ତେବେ ତାକୁ ଅବଧେଶ ବାରଣ କଲ! ! କାରଣ ସେ ତା’ ସ୍ତ୍ରୀ କୁ ନେଇ ଏଭଳି ନିରାଶ ହୋଇ ପଡିଥିଲା ଯେ, ସେ ଗାଁରେ ରହିବାକୁ ଟାହୁଁନ ଥିଲା! ସେଥିଲାଗି ସେ ତା’ର ବଡ଼ଭାଇଳୁ ବୁଝେଇ ଶୁଝେଇ ଗାଁରେ ରଖ୍ ଲା! କହିଲା, ତୁମେ ଏଠି ରହି ଘରକଥା ଚୂଝ ! ମୁଁ ଗୁଚ୍ଚରାଟ ଯାଉଛି ! ସେଠାରେ ନିଶ୍ୱେ କାମଧନ୍ଦା କରି ଘରକୁ ଟଙ୍କା ପଠେଇଚି

ଅବଧେଶ ଚାଲିଆସିଲା  ଗୁଚ୍ଚରାଟ ତା’ର କେତେକ ସାଙ୍ଗ ’ ଗୁଚ୍ଚରା ଟ  ରେ ସଙ୍ଗମ ନଗର ରେ ରହୁଥିଲେ! ସେ ଆସି ସେମାନଙ୍କ ପାଖରେ ପହଞ୍ଲ୍ୟା ସେମାନେ ତାକୁ ନେଇ ମୋନୋ ଷ୍ଟିଲ୍ ଫାକ୍ଟ୍ରି ରେ କାମରେ କରେଇଦେଲେ! ଅବଧେଶ ସେଠାରେ ଏକ ଭଡ଼ାଘର ନେଇ ରହିଲା ସେହି ଯ୍ୟାକ୍ତ୍ରିରେ କାମ କଚୁଥିଲା ସତ୍ୟାନନ୍ଦ ସିଂ! ସଂଯୋଗବଶତଃ ଅବଧେଶର ପଡ଼ୋଶୀ ମଧ୍ୟ ଥିଲେ ସତ୍ୟାନନ୍ଦ! ସତ୍ୟାନନ୍ଦ ସେଠାରେ ପତ୍ନୀ ଲାଲମଣି ତିନିଝିଅ ରିତା’ ସଂଗୀତା ଓ ଗୀତା ଏବଂ ପୁଅ କିଶନ୍ କୂ ନେଇ ରହୁଥିଲା ! ଗୋଟିଏ ସ୍ଥାନରେ ରହୂଥିବା ହେତୁ ପୁଣି ଗୋଟିଏ ଯ୍ୟାକ୍ତ୍ରିରେ କାମ କଚୂଥିବା କଯାଗୁ ଉଭୟ ଅବଧେଶ ଏବଂ ସତ୍ୟାନନ୍ଦଙ୍କ ମଧ୍ୟରେ ବନ୍ଧୁତା ଗଢ଼ି ଉଠିବା ସ୍ବାଭାବିକ! ସତ୍ୟାନନ୍ଦ ପରିବାର ନେଇ ରହୁଥିଲା! ହେଲେ ଅବଧେଶ ରହୁଥିଲା ଏକୃଚିଥ୍ୟା ତେଣୁ ବନ୍ଧୁତା ଖାତିରରେ ସତ୍ୟାନନ୍ଦ ଅବଧେଶଳୁ ଅନେକ ସମୟରେ ଘରକୁ ଖାଇବା ପାଇଁ ଆମନ୍ତ୍ରଣ କରୁ ଥିଲା!
ସତ୍ୟାନନ୍ଦର ସ୍ତ୍ରୀ ଲାଲମଣି ଥିଲା ବେଶ୍ ମେ ଳାପି! ଲାଲମଣି ଚାରିଟା ପିଲାର ମା’ ହୋଇଥିଲେ ଚି ଲାଗୁ ନ ଥିଲା ଯେ, ସେ ଚାରିଚାରିଟା ପିଲା ଜନ୍ମ କରିଛି! ଲାଲମଣିକୁ ଦେଖୁଦେଖୁ ଅବଧେଶ ଭିତରେ ଏକ ଶୂନ୍ୟସ୍ଥାନ ସୃଷ୍ଠିହୋଇ ଯାଉ ଥିଲା ତା  ଛାତିଖୁସିରେ--ଫୁଲି ଉଠୁଥିଲା ! ସେ ଭାଟୁଥିଲା’ ବାହ! ହେବ ତ ଏଇ ଲାଲମଣି ଭଳି ନାରୀକୁ ବାହ! ହେବ! ଯିଏ ସ୍ବାମୀ ସୁଖ ପାଉ ପାଉ ଗର୍ଭରେ ତା’ ପିଲାକୁ ଧରି ଜନ୍ମ ଦେବା  ଲାଲମଣିତଚାରିଟା ପିଲା ଜନ୍ମକରିସାରିଛି! ତା’ର ବିଶ୍ବାସ ସେ ଆହୁରି ବି ପିଲାଜନ୍ମ କରିବାକୁ ସକ୍ଷମ! ଏଇମାନକୁ ହିଁକହନ୍ତି ଉର୍ବରା ଜମି! ଆଉ ତା’ ସ୍ତ୍ରୀ  କୁସୁମ ! ନିଷ୍ଣଲା ବନ୍ଧ୍ୟା ...  ନାରୀ
ଚାରୋଟି ପିଲା ଜନ୍ମ କରିଥିବା! ସତ୍ୱେ  ସମ୍ଭବତଃ ସତ୍ୟାନନ୍ଦ ନିକଟରେ ଖୁସି ନ ଥିଲା ଲାଲମଣି! ସେ ଥ୍ ପାଇଁ ଅବଧେଶକୁ ଦେଖ୍ ତା’ ଭିତରେ ବି କୌଣସି ଏକ ଶୂନ୍ୟସ୍ଥାନ ସୃଷ୍ଠି ହେବାକୁ ଲାଗିଲା! କ୍ରମଶ8 ସେମାନଙ୍କର ପରିଚୟ ବଢ଼ିଲା! ହସରୁ କଥା! କଥାରୁ ଥଟାମଜା! ଥଟାମଚ୍ଚାରୁ ଛୁଅଁ ଚୁଁହିଁ ଆଉ ଶେଷରେ ପରସରର ନିକଟତର ! ସ୍ତ୍ରୀ! ଉପରେ ଆଚୌ ଖୁସି ନ ଥିବା! ପୁଣି ଘର ଛାଡ଼ି ଦୁରରେ ରହୂଥିବା ଅବଧେଶକୁ ମିଳିଗଲା ଗୋଟେ ସାହାରା! ତା’ର ଇଚ୍ଛା ଥିଲା ସେ ଲାଲମଣିକୁ ଗର୍ଭବତୀ କରେଇବା ଲାଲମଣି ତା’ ଭୃ ଣକୁ ନିଜ ପେଟରେ ବଢ଼େଇବ! ସେ ଏହାକୁ ଦେଖ୍ ନକ ପୁକୁଷ ପଣଆକୁ ସାଥକ କରିବା ହେଲେ ଦିନେ ରୋକ୍ ଠୋକ୍ ଜଣେଇଦେଲ! ଲାଲମଣି- ‘ମୁଁ ତୁମ ପିଲାକୁ ଜନ୍ମ ଦେଇପାରିବିନି! ହଁ, ଜନ୍ମ ଦେବୀ  ତୁମେ ଯଦି ମୋତେ ବାହାହେବା’ ଅବଧେଶ କହିଲା- ମୁଁ ତୁମକୁ ବାହାହେବି କେମିତି ଯେ ? ତୁମେ ତ ସତ୍ୟାନନ୍ଦକୁ ବାହ! ହୋଇଛ! ପୁଣି ତା’ଠୁ ଚାରିଟା ପିଲାକୁ  ଜନ୍ମ ଦେଇଛ!’ ଲାଲମଣି ହସିଲ! ! କହିଲା- ‘ଆରେ ଟୁଟୁ! ଯବି ମୁଁସତ୍ୟାନନ୍ଦର ଚାରିଟା ପିଲାକୁ ଜନ୍ମଦେଇ ଖୁସି ଥାଆନ୍ତି  ତା’ହେଲେ ତୁମକୁ ପାଖକୁ ଡାକୁଥାନ୍ତି  କ’ଣ ପାଇଁ ?’ ଅବଧେଶ କହିଲା- ‘ସେକଥ! ଠିକ୍! ତୁମେ ସତ୍ୟାନନ୍ଦକୁ ନେଇ ସୁଖୀ ନୁହଁ ! କିନ୍ତୁ ମୁଁତ ବିବାହିତ !’ ଲାଲମଣି କହିଲା- ‘ମୁଁ ଜାଣେ ତୁମେ ବି ତୁମ ସ୍ତ୍ରୀ କୁନେଇ ସୁଖୀ ନୁହଁ ! ଯବି ସୁଖୀ ଥାଆନ୍ତ ତା’ହେଲେ ଗୋଟେ ଚାରିଟା ପିଲାର
ମା’ପାଖକୁ ବାରମ୍ବାର ଧାଇଁଆସୁଥାନ୍ତ କ’ଣ ପାଇଁ?’

ଲାଲମଣିର ଯୁକ୍ତି  ଥିଲା ଶହେରୁ ଶହେ ପ୍ରତିଶତ ଠିକ୍! ତେଣୁ ଅବଧେଶ କହିଲା- ‘ତା’ହେଲେ କୁମେ
ସତ୍ୟାନନ୍ଦକୁଛାଡ଼ିହିଅ ! ମୁଁତୁମକୁଚାହ! ହୋଇଯିବି ଲାଲମଣି କହିଲା- ‘ମୁଁ ଏତିକି ତୁମଠୁ ଆଶା କଚୁଥିଲି

ଏହାପରେ ସତ୍ୟାନନ୍ଦକୁ ଆଭଏଡ କରିବାକୁ ଲାଗିଲା ଲାଲମଣି! ସତ୍ୟାନନ୍ଦ ଜାଣିଲା ଯେ କ’ଣ ପାଇଁ ତାକୁଆଭଏଡ କରୁଛି ତା’ ସ୍ତ୍ରୀ  ! ସେ ପଚାରିଲା--ତ ଲାଲମଣି ସତକଥା ମାନିନେଲା ! ! କହିଲା- ‘ତୁମେ କେବଳ ପିଲା ଦେଇଜାଣ! ହେଲେ ସୁଖ ଦେଇ ଚ୍ଚାଣନା ! ସେଥିଲାଗି ତୁମେ ମୋ ରାସ୍ତାଚୁ ହଟିଯାଅ ମୁଁ ଅବଧେଶକୁ ବାହ! ହୋଇଯିବି!’

ସତ୍ୟାନନ୍ଦ ଅନେକ ଚୂଝେଇଲୀ! ହେଲେ ବୁଝିବାକୁ ପ୍ରସ୍ତୁଡ ନ ଥିଲା ଲାଲମଣି’! ସତ୍ୟାନନ୍ଦ ଦ୍ଦେଖ୍ ଲା’ ଯେଉ ସ୍ତ୍ରୀ  ତା’ଠାରୁମୁକ୍ତି ଚାହୁଁଛି ତା’ ସହିତ ବେଶିଦିନ ରହିବା ବିପଦ! ଅତଏବ ସେ ସେହିଦିନ ହିଁ ତା’ର ଆନ୍ଧୁଷଘିକ ଜିନିଷପତ୍ର ଧରି ନିଜ ଗାଁକୁ ଚାଲିଗଲା! ସତ୍ୟାନନ୍ଦ ଯିବା ପରେ ଅବଧେଶକୁ ଆଣି ପାଖରେ ଉଖ୍ ଲା ଲାଲମଣି ! ସେମାନେ ସ୍ବାମୀ ସ୍ତ୍ରୀ  ହୋଇ ଦଳିଲେ! ପ୍ରତ୍ୟେକ ଦିନ ଅବଧେଶ
କହୁଥିଲା- ‘ତୁମେ ମେ! ପିଲାର ମା’ ହୁଅ !‘ୟ୍ ହେଲେ ଲାଲମଣିର ଥିଲା ଗୋଟିଏ ଉତ୍ତର ! ଯେଉଁଦିନ ବାହା
ହେବି ବର୍ଷକ ପରେ ତୁମ ପିଲାକୁ ଚ୍ଚନ୍ମଦ୍ଦେବି! ଇତିମଧ୍ୟରେ ଅବଧେଶ ଜାଣିଗଲା ଯେ, ଲାଲମଣି ନିକଟରେ ତିନିଲକ୍ଷ ଟଙ୍କ! ଅଛି! ସେତିକି ନୁହେଁ, ଗହଣ !ଗାଶ୍ଵି ବି ଅନେକ ରହିଛି ବାସ୍ତବରେ ଲାଲମଣିକୃ ଚାହାହେବାନ୍ଧୁ ଚାହୁଁନ ଥିଲା ଅତଃଧଶ! ସେ ଚାହୁଁଥିଲା ଥରେ ସେ ତା’ ଭୃ ଣକୁ ଗର୍ଭରେ ସାଇତି ଗର୍ଭବତୀ ହେଉ ବାସ୍, ସେ ସଦୁକଛ ପାଇଯବ ! ସେ ଭାବଲା’ ଲାଲମଣି କବଳରୁ ତ ମୁକ୍ତି  ନାହିଁ! ତେବେ ତା’ପୂର୍ବଗୁ ତା’ ଟଙ୍କାପଇସ! ସେ ମାରି ନ ନେବ କ’ଣ ପାଇଁ? ଏମିତି ଭାବି ସେ ଏକ ଚାଲ୍ ଖେଳିଲ! ! କହିଲା- ‘ବାହା ହେବି ଯେ, କେମିତି? ଘର ଥିଲେ ସିନା! ଆଉ ଘର କରିବାକୁ ମେ! ପାଖରେ ଟଙ୍କା କାହିଁ?’
ଲାଲମଣି କହିଲୀ- ଆରେ ତୁମ ପାଖରେ ନ ଥାଇ! ମେ! ପାଖରେ ତ ଅଛି! ଏବେ ଯାହା ମୋର ତାହା ତୁମର! ଏମିତି କହି ମଣି ତାକୁ ତିନିଲକ୍ଷ ଆଣିଦେଲା ! କହିଲା, ଯାଅ ! ଘରକର ଅବଧେଶ ଗାଁକୁ ଚାଲିଗଲା! ଆଉ ମିଛରେ ଲାଲମଣିକୁ ଖବର ଦେବାକୁ ଲାଗିଲା ଯେ, ଘରକାମ ଏତେବାଟ ଗଲା... ଘରେ ଛାତ ପଡ଼ିଲା,, ଘରେ କବାଟ ଲାଗିଲା ଇତ୍ୟାଦି! ଶେଷରେ କହିଲା- ଘରକାମ ସରିଗଲା! ଖାଲି କଲର ହେବ! କଲର ହେ ବା ପରେ ତୁମେ ଘରକୁ ଆସିବ! ତୁମେ ଟଙ୍କା ପଠେରବିଅ! ହେଲେ ଲାଲମଣି କହିଲା- କଲର ମୋ ପସନ୍ଦରେ ହେବ! ମୁଁ ଯାଇ ଦ୍ଦେକହିବି  ତୁମେ  ଯେଉଁଠି ଘର କରିଛ ସେହି ସ୍ଥାନକୁ ଜେଉଁ କଲର ସୁଟ୍ କରିବା ଅକଳରେ ପଡ଼ିଗଲା ଅବଧେଶ! ଲାଲମଣି ଆସିଲେ ତା’ର ସଟୁ ଗୁମର ଫିଟିଯିବ ! ଯେଉଁ ନାରୀ ତା’ ସ୍ବାମୀଜୁ ଛାଡ଼ିବେଇପାରେ ସେ ଚାହିଁଲେ ସବୁକିଛି କରିପାରିବ!
               ଅବଧେଶ ସବୁକଥା ତା’ସ୍ତ୍ରୀ କୁସୁମକୁ କହିଲା ! କହିଲା- ତୁ ମୋ ସାଥ୍ ଦେ! ମୁଁ ଲୀଲମଣିକୁ ଆଉ ତା’ର ଚାରିଟା ପିଲାକୁ ମାରିଦେଚି! ଆମର ଖାଲି ଲାଭ ଆଉ ଲାଭ! ତା’ ଟଙ୍କା  ଆମର! ତା’ ସୁନା ଗହଣା ଆମର! ଆଉ ତୁଯଦି ଅରାଜି ହେବୁ ତା’ ହେଲେ ତତେ ଛାଡ଼ି ତା’ ପାଖକୁଚାଲିଯିବି! କୁସୁମ ନିକଟରେ ଅନ୍ୟ ଗତି ନ ଥିଲା ! ସେ ତା’ ସ୍ବାମୀ ସହିତ ହାତ ମିଶେଇଲା ! ଦୁହେଁ ମିଶି ଲାଲମଣି ଓ ତା’ର ଚାରିପିଲାଙ୍କ ତଂଟି  କାଟି ମାରିଦେଲେ! ଲାଲମଣି ଜାଣିବା ବେଳକୁ କିଛି ନ ଥିଲା! ସେ ନିଜ ଗୋଡ ରେ କୁରାଢ଼ି ଚୋ  ଟ ବସେଇ ସାରିଥିଲା

Thursday 14 September 2017

ଭୋକ



ପଞ୍ଜାବର ମୁକ୍ତସାର ଜିଲ୍ଲା  ମାଲୋଟ୍ ତହସିଲ ଅନ୍ତର୍ଗତ ଗୋଟିଏ ଗାଁ ଖୁଲନ୍ କାଲା! ଏହି ଗାଁରେ ଗୁରୁସେବକ ସିଂଙ୍କ ଘର! ଗୁରୁସେବକ ସିଂଙ୍କ ପରିବାର କହିଲେ ସ୍ତ୍ରୀ ଓପୁଅ ଗୁଚୁବିନ୍ଦର ସିଂ! ଗୁରୁସେବକ ସେ ଆଖପାଖ ଅଞ୍ଚନଃର ଜଣେ ବିଶିଷ୍ଟ ଚାକ୍ଷୀ! ତାଙ୍କର ପ୍ରଚୁର ଚାଷଜମି! ଦିନକୁ ପଚାଶ ଷାଠିଏ ଜଣ  ମଜଦୁର ଖଟନ୍ତି ! ମଜଦୁର ଙ୍କ ମଧ୍ୟରେ ଅଧିକା ସଂଖ୍ୟକ ହେଭଛଚ୍ଚି ମହିଳା! ଗୁଚୁସେବକ ବେଖ୍ ଲେ ପୁଅ ଗୁରୁବିନ୍ଦର ପାଠରେ ବେଶି ବାଟ ଆଗେଇ ପାରିବ ନାହିଁ! ସେଥିଲାଗି ସେ ମୂଳରୁ ତାକୁ ଚାଷକାମ ଶିଖେଇଲେ! କାରଣ ସେ ଯେଉଁ ଅଚଳାଚଳ ସମ୍ପରି ରଖ୍ ଛନ୍ତି  ତାଙ୍କ ପରେ ସେ ହିଁ ସେସବୁ ର ଦ୍ଦେଖାରଖା କରିବା
ସତକୁସତ ଗୁରୁବିନ୍ଦର ଚି ଖୁବ୍ କମ୍ ଦିନ ମଧ୍ୟରେ ଚାଷକାମଜମିବାଡ଼ି, ଟଙ୍କା ପଇସା ସଂକ୍ରାନ୍ତୀୟ ସବୁ ବିଷୟରେ ପାରଙ୍ଗମ ହୋଇରଠିଲା! ପୁଅ ପାରିବାର ହୋଇଗଲେ ସାଧାରଣତଃ ବାପାମାନେ ନିଜ ମୁଣ୍ଡର ଜୋଝକୁ ହାଲ୍ କା କରିଦେବାକୁ ବାହାନ୍ତି ! ଏଠି ବି ସେଇଆ ହେଲା ! ଦିନେ ଗୁରୁସେବକ ପୁଅକୁ ଡାକି କହିଲେ: ତୁତ ସଟୁକାମକୁ ପାରିଲୁଶି! ଏବେ ସଚୁକଥା ତୁ ବୁ ଝା ମୋର ଚି ବୟସ ହୋଇଗଲାଣି! ତେଣୁ ମୁଁ ଘରେ ରହି ଆରାମ କରୁଛି!ପ୍ରଥମରୁ ବାପାକୁ ସମ୍ମାନ ଦେରଥିବା ଗୁରୁବିନ୍ଦର ତାଙ୍କର ଏ କଥାରେ ରାଜି ହୋଇଗଲା! ଏବେଠାରୁ ସବୁର ମାଲିକ ହେଲା ଗୁରୁଚିନ୍ଦର...


ଗୁରୁ ସବକଙ୍କ ଫାର୍ମରେ କାମ କଚୁଥିଲେ  ଦୁଇଜଣ ପୁରୁଣା ଲୋକ! କୁଲବିନ୍ଦର ସିଂ ଓ ପରମଜି ତ୍ କୌର! କୁଲବିନ୍ଦର ଥିଲା ପୁରୁଷ ଶ୍ରମିକମାନଙ୍କର ସୁପରଭାଇଜର ଆଉ ମହିଳା ଶ୍ରମିଳମାନନ୍ଧୁ ପରିଚାଳିତ କରୁଥିଲା ପରମଜି ତ୍  କୌରୀ ସେମାନେ ଗୁରୁସେବକର ଅତି ନିକତେର ଥିଲେ! ତେଣୁ ସେମାନଙ୍କର ଯଥେଷ୍ଟ କାଟ୍ତି
ରହିଥିଲା ସବୁ କାମରେ ! ତେରେ ଗୁରୁବିନ୍ଦର ଦାୟିତ୍ଵ ନେବା ପରେ ସେମାନଙ୍କର କାଟ୍ ତି ଧୀରେଧୀରେ
ହ୍ରାସ ପାଇବାକୁ ଲାଗିଲା! କୁଲଵିନ୍ଦର ଓ ପରମ୍ବଚ୍ଚିତ୍ ଚିନ୍ତାକଲେ କଣ କଲେ ସେମାନେ ଟୁରୁବିନ୍ଦରର ନିକଟତର ହୋଇପାରିଦୋ ଦିନେ କୁଲବିନ୍ଦର ପରମଢିଟ୍ ଜୁ ଡାକି କହିଲା: ମୁଁ ଢେର ଚେଷ୍ଟା କରୁଛି ଗୁରୁବିନ୍ଦର୍ର ନିକଟତର ହେବା ପାଇଁ ! ହେଲେ ସମ୍ଭବ ହୋଇପାରୁନି!ପରମଚ୍ଚିତ୍ କହିଲା- ସେମିତି ତେଷ୍ଠାକଲେ ଆମେ କିଛି କରିପାରିବା ନାହିଁଆମକୁ ପ୍ରଥମେ ଖୋଜି  ପାଇଁ  ପଡିବ ଗୁ ରୁଚିନ୍ଦର୍ ର ଦୁର୍ବାଳତା କ? ଯଦି ଆମେ
ସେହି ଦୁର୍ବଳତାକୁ ଧରିନେବା ତାହେଲେ ଆମକୁଆଉ ଚିନ୍ତା  କରିବାକୁ ପଡିବନି!କୁଲବିନ୍ଦ୍ର ର କହିଲା- ମୁଁତ ସେଇଆ ଜାଣିବାକୁ ଚାହୁଁଛି ! ହେଲେ ମୋର ସବୁଚେଷ୍ଟା ବିଫଳ ହୋଇଗଲାଣି!ପରମଜି ତ ହସିଲା! ଆଉ କହିଲା- ତୁ  ସିନା ଜାଣିପାରୁନୂ ଗୁରୁବିନ୍ଦର୍ର କଣ ଦୂର୍ବଳତା! ହେଲେ ମୁଁ ଠିକ୍ ଜାଣିଛି ତାର ଦୁର୍ବଳତା କ?’ ଆଶ୍ଚର୍ଯ୍ୟ ହୋଇଗଲା କୁଲବିନ୍ଦର ! ପରମଢିତ ତାକୁ ବ୍ରୁଝେଇନ୍ଦେଇ କହିଲା ଯେ, ‘ଆରେ ବୁଦୂ ଗୁରୁବିନ୍ଦର ଏବେ ଯୁବକ! ଆଉ ପଣେ ଯୁବକ କଣ ଚାହେଁ? ସୁନ୍ଦରୀ ଝିଅ ! ସୁନ୍ଦରୀ ଝିଅକୁ ପାଇବା ପାଇଁ କାହାର ମନ ନାହିଁ କହିଲୁ! ଯଦି ଆମେ ଚାକୁ ସୁନ୍ଦରୀ ଝିଅର ପାଲରେ ପକେଇଦବା ତାହେଲେ ଆମର ସମସ୍ୟା ଶେଷ

ହେଲେ ଆମେ ସୁନ୍ଦରୀ  ଝିଅ ଆଣି ତାକୁ ଦବା କୋଉଠୁ?’ କୁଲବିନ୍ଦର କହିଲା! ପରମଜିତ୍
କହିଲା- କାହିଁକି ତୋର ପରା ଅନେକ ପ୍ରେମିକା! ଯଦି ଦରକାର ପଡ଼େ ସେଇଥିରୁ ଗୋଟେ ଆଣି ଯୋଗେଇଦଟୁବାସ୍ତବରେ କୁଲବିନ୍ଦର ଥିଲା  ଗୋଟେ ୱିମେନାଇରେ! ସେ ବାହା ହୋଇଥିଲା! ହେଲେ ତାର ଏଇ ଗୁଣ ଯୋଗୁତାସ୍ତ୍ରୀ  ତାକୁ ଛାଡ଼ି ପନେଇଯାଇଥିଲା! ସେଥିଲାଗି ଟିକେ ବି ଦୁଃଖ-ନ  ଥିଲା ଜୁଲଢିନର୍ ମନରେ! ସେ ତାର ପଡ଼ୋଶୀ ଭାଉଚ୍ଚମାନକୁ ତଥା ଝିଅମାନକୁପଟେଇ ତାନିଜ ମନ ଓ ଦେହର ଓରିମାନା ପୂରଣ କରିନଉଥିଲା ! କୁଲବିନ୍ଦର ଭାବିଲା- ପରମଜିତ୍ କିଛି ଭୁଲ କହୁନି! ସେ ଚେଷ୍ଟାକରି ଦେଖ୍ ବା ଉଚିତ! ଏବେ ଗୋଟିଏ କାମ ସେ ରୁରୁବିନ୍ଦର ମନଳୁଜିଣି  ପାରିବ! ଆବଶ୍ୟକ!

ଫାର୍ମରେ ଥିବା! କୁଡ଼ିଆ ଭିତରେ ଦିନେ ବସିଥାଏ ଗୁରୁବିନ୍ଦ ର! ଳୁଲବିନ୍ଦର ତାପାଖରେ ପହଲୋ! କହିଲା- ଭାଇ! ମୁଁଦେଖୁଛି ଅନେକ ସମୟରେ ଡୁମ ମନ ନି ରସ ରହୁଛି! ଏବେ ତ ତୁମର ଯୁବ! ବୟସ! କହିବ ତ ମୁଁ ମାଲିକନ୍ଧୁ କହି ତୁମ ବାହାଘର ପ୍ରସ୍ରାବ ପକେଇବି! ବାହ! ହେଇ ଗୋଟେ ସୁନ୍ଦରୀ  ସ୍ତ୍ରୀ କୁ ପାଇଗଲେ ମନଃ ଖାଲି ଫୁର୍ତି   ଆଉ ଫୁର୍ତି  ଗୁରୁ ବିନ୍ଦର କହିଲା- ସେସଚୁ କଥା ମୁଁ ଚିନ୍ତା କରିନି! ମୁଁଯେତିକି ଜାଣିଛି ବାହାଘର ମାନେ ଜଞ୍ଜାଳ! ମୋର ଏତେ ଶୀଘ୍ର  ସେ ଜଞ୍ଜାଳ ଭିତରକୁ ପଶିବାର ନାହିଁ!କୁଲବିନ୍ଦର କହିଲା- ବାହା ହେଲେ ସିନା ଜଞ୍ଜାଳ ! ହେଲେ ଜଞ୍ଜାଳ ନ ଆଉ ଯଦି ବାହାଘର ସୁଖ ମିଳିଯାଏ ତାହେଲେ ଅସୁବିଧା କୋଉଠି?’---ଗୁରୁବିନ୍ଦର ଜଣେ ଯୁବକ ଥିଲା! ତାମନରେ ସୁନ୍ଦର! ଝିଅର ଦେହକୁ ଛୁଇଁବାର ଭୋକ ଥିଲା! ସେ କହିଲା- ତାହା ତ ଠିକ୍ କଥ! ! ହେଲେ କେହି ଜାଣିବେନି ତ!କୁଲଚିନ୍ଦର କହିଲା- ଆରେ ଭାଇ, ମୁଁ ତୁମଟଙ୍କାରେ ଚକୁଳି! ସେସବୁ କିଛି ହବନି! ମୋ ଉପରେ ବିଶ୍ବାସ ରଖ ! ତେବେ ଆମ ଫାର୍ମରେ ତ ଢେର ମହିଳ!କାମ କଚୁଛଚ୍ଚି! କୁହ, ଡୁମର କାହାକୁ ପସନ୍ଦ! ମୁଁତାର ବ୍ଯବସ୍ଥା କରିଦେବି !ଗୁରୁଟିନ୍ଦର କହିଲା- ଠିକ୍ଅଛି! ମୁଁକାଲି ଫାର୍ମ ବୁଲିବା ବାହାନାରେ ସମସ୍ତକୁ ଦେଖ୍ଚି ! ଯିଏ ପସନ୍ଦ ଆସିବ ତାକଥ! କହିବି

ପରଦିନ ଫାର୍ମ ଦୁଲିଚା ବାହାନାରେ କୁଚୁଚିନ୍ଦର ସଟୁ ସ୍ତ୍ରୀ ଲୋକକୁ ଦ୍ଦେଖ୍ ଲା ! ତାନଚ୍ଚର ବୁଲିବୁଲି ଆସି ଅଟକିଗଲା ସୋମପାଲ ସିଂ ନିକଟରେ! ସୋମପାଲ ଉପରୁ ସେ ଚେଷ୍ଟାକରି ବି ନଜର ହଟେଇପାରିଲା ନାହିଁ! ତାର ଗୋର! ଦେହ! ଲମ୍ବାଲମ୍ବା ଆଖ୍! ପୁରିଲା ପୁରିଲା ଦେହକୁ ଦେଖ୍ କୁରୁବିନ୍ଦର ଛାତିରେ ସତେ ଯେମିତି ଅତଡ଼ା ଖସି ପଡ଼ିଲା ! ସେ ଫେରିଆସି କୁଲତିନ୍ଦରକୁ ଜଣେଇଦେଲ! ଯେ, ମୋର ସୋମପାଲ ପସନ୍ଦ ! ଯେତେଶୀଘ୍ର ପାରୁଛ ତାକୁ ମୋ ବେଦ୍ ଉପରକୁ ଆଣିବାର ବ୍ଯବସ୍ଥା କର
          ଏହ! ଶୁଣି ଖୁସିରେ ପାଗଳ ହୋଇଗଲା କୁଲବିନ୍ଦରୀ ସଙ୍ଗେସଙ୍ଗେ ସେ ଜଣାଏ ପରମଜିତ୍ କୁ! ପରମଜିତ କହିଲା- ଆରେ ଆମ ପାଇଁ ତ ମାମଲା ସହଜ ହୋଇଗଲା ! ସୋମପାଲ ହେଉଛି ମୋ ବୋହୂର ସାନ ଭଉଣୀ ! ପୁଣି ତାର ପରିସ୍ଥିତି ଏମିତି ଯେ, ସେ ମୋ କଥାରେ ରାଜି ନ ଦେବାର ପ୍ରଶ୍ନ ଉଠୁନାହିଁ ! ସୋମପାଲ ବଲବିନ୍ଦର ସିଂ ଓରଫ ବିଲାକୁ ମ୍ୟାରେଦ୍ କରିଥିଲା! ତାର ଅରବିଦ୍ ଚୋଲି ଗୋଟେ ଦୂଇବର୍ଷର ପୁଅ ବି ଥିଲା ! ବିଲାର ସେମିତି କିଛି ରୋଜଗାର ନ ଥିଲା ସେମାନେ ଓଳିଏ ଖାଇଲେ ଦୁଇ ଓଳି ଉପବାସ ରନୁଥିଲେ! ଦିନେ ସୋମପାଲ ଜାଣି ଜାଣି  ଏକଥା ପରମଜିତକୁ କହିଲା ତ ପରମଜିତ ତାକୁ ଆଣି ଫାର୍ମରେ କାମ ଲରେଇ ଦ୍ଦେଇଥିଲା
          ପରମଢିତ୍ ସେଦିନ ସୋମପାଲ ଘରେ ପହଞ୍ଚା ବେଳକୁ ଚିଲା ଘରେ ନ ଥିଲା! ସେ ଏଣୁତେଣୁ କଥା କହିବା ପରେ ଅସଲ କଥାକୁ ଆସିଲା !କହିଲା- ମାଲିକ ଗୁରୁଚିନ୍ଦର ତତେ ପସନ୍ଦ କରିଛି! ଯଦି ତୁ ଦିନକୁ ଘଣ୍ଟାଏ ତାଚେଡ଼୍ ରୁମ କୁ ଯିବୁଆତ୍ତ ତାକୁଖୁସି ଦେଇପାରିଟୁ ତାହେଲେ ସେ ତୋ ଭାଗ୍ୟ ବଦଳେଇବେ ଏକଥା ଶୁଣିବା ପରେ ପ୍ରଥମେ ଚମକି ପଡିଲା ସୋମପାଲ! କାରଣ ସେ ଗରିବ ଥିଲା ସତ; ହେଲେ ଖରାପ ପ୍ରକୁତିର ନ ଥିଲା! ସେ ଗୋକଠୋକ ମନା କରିଦେଲା ଯେ, ସେ ସେହି ପାପ କାମ କରିପାରିବନି! ହେଲେ ନଛୋଡ଼ବନ୍ଦା ଥିଲା ପରମଜିତ୍! ତାଳୁ ବ୍ରାକମେଲ କଲା! କହିଲା- ଭଲକରି ଚିନ୍ତାକର ! ରାଜି ନ ହେଲେ ତୁ ଚାକିରି ହରେଇଦୁ! ତାଛଡ଼ା ଘରେ ତୋ ସ୍ବାମୀକୁ ସୁଖ ବଉଚୁ ଫାର୍ମରେ ମାଲିକ କୁ ସୁଖ ତଟୁ! ସ୍ୱାମୀକୁ ସୁଖ ଦେଇ ଉପବାସରେ ରହୁଛୁ! କିନ୍ତୁ ମାଲିକକୁ ସୁଖ ଦେଲେ ତୋ ଭାଗ୍ୟ ବଦଳିଯିବ
             ପ୍ରଥମେ ନାହିଁ ନାହିଁ କରୁଥିବା ସୋମପାଲ ଶେଷରେ ରାଜି ହୋଇଗଲା! ଭାବିଲା, ଠିକ୍ କହୁଛି ପରମଜିତ, ସେ ତ କିଛି ଭୁଲ କରୁନି! ଯଦି ସ୍ବାମାକୁ ସୁଖ ଦେଇ ସେ ଭୋକରେ ରହୁଛି ତାହେଲେ ସେ ମାଲିକଜୁ ସୁଖ ଦେଇ ପେଟ ପୂରେଇବ ନାହିଁ କଣ ପାଇଁ ? ଗୁଗୁଚିନ୍ଦରର ବିଛଣାକୁ ଗଲା ସୋମପାଲୀ ପ୍ରଥମେ ତାକୁ ଅଡ଼ୁଆ ଲାଗୁଥିଲେ ବି ପରେ ପରେ ସବୁ ଠିକ୍ ହୋଇଗଲା! ତାଛଡ଼ା ଗୁରୁବିନ୍ଦରଠାଗୁ ଦେହ ସୁଖ ପାଇବା ପରେ ତାକୁ ଲାଗିଲା ସେ ଯେମିତି ଏତେବିନ ଧରି ଏମିତି ଏକ ଆନନ୍ଦ ପାଇବାରୁ ବଞ୍ଚିତ ଥିଲା! ଗୁରୁବିନ୍ଦର ସୋମପାଲକୁ  ପାଇ ବି ମନ୍ତ୍ରମୁବ୍ଧ ହୋଇଗଲା! ଗୋଟେ ପିଲାର ମାହୋଇଥିଲେ ବି ସୋମପାଲ ତାଳୁ ଲାଗୁ ଥିଲା ଯେମିତି ସେ ଏବେ ବି କୁଆଁରି ଅଛି! ତେଣୁଉଭୟ ଉଭୟଙ୍କ ପାଇଁ ପାଗଳ ବନିଗଲେ
          ଦି ନେ ସବୁକିଛି ଜାଣିନେଲା ସୋମପାଲର ସ୍ବାମୀ ବିଲା ! ଆଉ ସୋମପାଲ କାମକୁ ଆସିପାରିଲା ନାହିଁ କିମ୍ବା ଗୁଚ୍ଛବିନ୍ଦରକୁ ସୁଖ ଦେଇପାରିଲା ନାହିଁ! ହେଲେ ଗୁରୁବିନ୍ଦର ସୋମପାଲକୁ ପାଇବା ପାଇଁ ପାଗଳ ହୋଇଯାଇଥିଲା! ଅନ୍ୟପଟେ, ସୋମପାଇକୁ ଗୁରୁବିନ୍ଦର ପାଖକୁ ପଠେଇ ପରମଜିତ ଏବଂ କୁଲବିନ୍ଦର ଯେଉଁ ଫାଇଦା ହାସଲ କଚୂଥିଲେ ତାହା ବି ସେମାନଙ୍କର ବନ୍ଦ ହୋଇଗଲା! ସେହିଭଳି ଗୁଚୁବିନ୍ଦରଠୁ ଦୁଃରଇ ସୋମପାଲ ଚି ଗୋଟିଏ ମୁହୁର୍ଭ ଶାନ୍ତି ରେ ରହିପାରୁ ନ ଥିଲା ! ସଂକ୍ଷେପରେ ସମସ୍ତଙ୍କ ପାଇଁ ଗୋଟିଏ ଟୋଲି କଣ୍ଟା ଥିଲା ବି ଲା! ସମସ୍ତେ ନିଷ୍ପରି ନେଲେ ସେମାନେ ସେମାନଙ୍କର ରାସ୍ତାର କଣ୍ଟାକୁ ହଟେଇବେବେ! ବାସ୍ ସେଇଆ କଲେ! ସମସ୍ତେ ମିଶି ବିଲୀକୁ ମାରିଦ୍ଦେଲେ ଦେହର ଭୋକ, ପେଟର ଭୋକ ଆଉ ଗରିବୀର ଭୋକରେ ବଳି ପଡ଼ିଗଲା ବିତରା ବିଲା

ଷଡ଼ଯନ୍ତ୍ର





ସଲିମ୍ ମୂଳତଃ ଉତ୍ତରପ୍ରଦେଶ ରାଜ୍ୟ, ମୁଜଫରନଗର ଜିଲ୍ଲାର ଭବନ ଥାନା ଅନ୍ତର୍ଗତ ସୌମାନା ଗ୍ରାମର ବାସିନ୍ଦା ଥିଲା! କିଛିବର୍ଷ ପୁର୍ବରୁ ତାସ୍ତ୍ରୀର ଦେହାନ୍ତ ହୋଇଯାଇ ଥବାରୁ ସେ ସବାନାକୁ ଦ୍ଵିତୀୟ ବିବାହ କରିଥିଲା! ସଲିମ୍ ପ୍ରଥମ ସ୍ତ୍ରୀ ର  ୪ଟି ସନ୍ତାନ ଥିଲେ ସବାନା ସହିତ ବିବାହ କରିବା ସମୟରେ ସଲିମର ବୟସ ହୋଇଥିଲା ୫ ୨ବର୍ଷ
ଏବଂ ସବାନା ୧୫ବର୍ଷ1ୟ! ନାବାଳିକା କିଶୋରୀ ଥିଲା! ସଲିମ୍ ଏବଂ ସବାନାର ବୟସ ଅନ୍ତର ଥିଲା ୩୭ ବର୍ଷ ଫରକ! ବିବାହ ସମୟରେ ସବାନାକୁ ସଲିମର ବୟସ ବିଷୟରେ କଣାନ ଥିଲା ! ସବାନାର ପରିବାର ସଦସ୍ୟମାନେ ଜାଣିଶୁଣି ସଲିମର ବୟସ ସବାନା ଆଗରେ ଲୁଚାଇଥିଲେ! ସବାନାର ବାପା-ମ!ଖୁବ୍ ଗରିବ ଥିବାରୁ ସଲିମ୍ ସହିତ ତାର ବିବାହ କରିଦେଲେ!
ସବାନା ବିବାହ ପୂର୍ବରୁ ସ୍ଵାମା ବିଷୟରେ ଚିନ୍ତା କରି ବହୁତ ଖୁସି ଥିଲା, କିଡୁ ସେ କଣ ଜାଣିଥିଲା ଯେ ପ୍ରଥମ ରାତିରେ ତାସ୍ଵାମୀକୁ ଦେଖି ସେ ଚିନ୍ତି ତ ହୋଇଯିବ ବୋଲି ? ବାହାରରୁ ଅତର ସୂଗନ୍ଦ ବାସ୍ନାରୁ ସବାନା ଜାଣିପାରିଲା ଯେ, ତାସ୍ଵାମୀ ତାନିକଟକୁ ଆସୁଛି
 ସଲିମ୍ ସବାନା ମୁହଁରୁ ପରଦା ଉଠାଇବା ସମୟରେ, ସବାନା ନଜର ଯେତେବେଳେ ସଲିମ୍ ଉପରେ ପଡ଼ିଛି ତାର ଛାତିରେ ଛନକ ପଶିଗଲା ତ!ଚେହେରାର ରଗ କଳା ପଡ଼ିଗଲା! ସତେ ଯେପରି ସବାନା ତାସାମ୍ବାରେ ଗୋଟିଏ ମଣିଷ ରୁପୀ ଭୁତକୁ ଦେଖୁଛି! ସେ ନିକକୁ ବିଶ୍ଵାସ କରିପାରୁନଥିଲା ଯେ, ଏହା ପ୍ରକୁତଃର ଘଟିଯାଉଛି ନା ଏହା ଏକ ଭୟଙ୍କର ସ୍ଵପ୍ର! ତାଳୁ ଦେଖି ସବାନା ଥରିବାକୁ ଲାଗିଲା, ସେ ନିଜ ଆଖିକୁ ବିଶ୍ବାସକରିପାରୁନଥିଲା ଯେ, ଯାହାକୁ ସେ ବିବାହ କରିଛି ସେ ହେଉଛି ତାର ବାପ ବୟସଠାରୁମଧ୍ୟ ଅଧକ!
ସଲିମ୍ ସବାନାର ପ୍ରତିକ୍ରିୟା ଦେଖି ଆଶ୍ଚର୍ଯ୍ୟ ହୋଇଗଲା ! ପୁଣି କିଛି ସମୟ ପରେ ନିଜକୁ ସମ୍ଭାଳି ନେଇ କହିଲା, “କେଉଁ କଥାରେ ହଜିଗଲ ବେଗମ୍ ? ମୁଁତମ ସ୍ଵାମୀ
ସବାନା ନିକକୁ ସମ୍ଭାଳି ଥଣ୍ଡା ନିଶ୍ଵାସ ଛାଡ଼ି ମନେମନେ କହିଲା, “ମୋ ସ୍ଵାମୀ ସେ ମନେ ମନେ ତାର ଭାଗ୍ୟକୁ ନିନ୍ଦୁଥିଲା! ତାର ବାପ-ମାକୁ ମଧ୍ୟ ଗାଳି ଦେଉଥିଲା ! ଆଉ ବ! ସେ କଣ କରିପାରିବ ? ଗରିବପଣର ଏତେବଡ଼ ଦଣ୍ଡ ମିଳିବ ତାକୁ, ଏହା ସେ କେବେ ବି ଭାବି ନଥିଲା! ସବାନା କୌଣସି ପ୍ରକାରେ ହେଉ ତାଲୁହକୁ ଗୋକିନେଲା! ପୁଣି ଡ!ଚେହେରାରେ ହସ ଖେଳାଇ କହିଲା, “ମୁଁ ଡରି ଯାରଥିଲି .... ପ୍ରଥମ ରାତି ବିଷୟରେ ଚିନ୍ତାକରି
ହଁ ଏମିତି ହୁଏ, କିଚ୍ଛୁ ଧାରେ ଧାରେ ସବୁଠିକ ହୋଇଯିବ, ଏହ! କହି ସଲିମ୍ ସବାନାଲୁ କହିଲା
ସଲିମ୍ ତ ସୁହାଗ ରାତି ମନାଇ  ସାରି ଶୋଇ ପଡି଼ଥିଲା, କିବୁ ସବାନା ସାରା ରାତି ତାର ଦୁର୍ଜାଗ୍ୟକୁ ନିନ୍ଦା କରି କାନ୍ଦି ଥିଲା! ଲୁହ ବୁହାଇବା ଏବେ ତାର ଭାଗ୍ୟରେ ଲେଖା ହୋଇସାରିଥିଲାକିନ୍ତୁ  ଲୋକଳୁ ଦେଖାଇବ! ପାଇଁ ଦୁନିଆ ଦ ରିକୁ ବୁଝେଇବ! ପାଇଁ ଉପର ମନରେ କେବଳ ହସଖୁସିରେ ରହୁଥିଲା! ସମୟ ଏମିତି ଅବିରାମ ଗତିରେ ଚାଲୁଥିଲା ! ଠିକ୍ ଗୋ ଟିଏ ବର୍ଷ ପରେ ଅର୍ଥାତ୍ ୧୬ ବର୍ଷ ବୟସ ବେଳକୁ ସବାନା ଗୋଟିଏ ଝିଅକୁ ଜନ୍ମ ବେଲା! ନାଁ ତାର ରଖାଗଲା ସୁହାନା! ଗୋଟିଏ ପିଲା ଜନ୍ମ କରିସାରିବା ପରେ ତ!ଶରୀଇଟି ଆହୁରି ଆକର୍ଷଣୀୟ ହୋଇଗଲା! ମନ ଏବଂ ଶରୀରରେ କାମନା ବାସନା ଆହୁରି ଅଧିକା ଜାଗ୍ରତ ହେବାକୁ ଲାଗିଲା! ସବାନା ଏବେ ପୂର୍ଣ୍ଣମାତ୍ରାରେ ଗୋଟିଏ ଯୌବନାବତୀ ନାରୀରେ ରୁପାନ୍ତରିତ ହୋଇସାରିଥିଲା; କିନୁ ସଲିମର ଆଉ ସେପରି ଜୋ ଶ୍ ରହିଲା ନାହି ଏବଂ ସେ ତା  ସହିତ ଶାରୀରିକ ସମ୍ପର୍କ ରଖିପାରିଲା ନାହି! ପ୍ରତ୍ୟେକ  ରାତିରେ ସବାନା ଶରୀର ଦ୍ବାଳାର ଉରେଜନାରେ ଛାଟିପିଟି ହେଇଥିଲା!
ସବାନାର ଜୀବନ ବର୍ଷାଜଳ ଅଭାବରୁ ମରୁଭୂମି ସଦୃଶ ହୋଇସାରିଥିଲା! ଠିକ୍ ସେହି ସମୟରେ ତାର ପଡ଼ୋଶୀରେ ରହୂଥିବା ଗୋଟିଏ ଯୁବକ ଉପରେ ସଚାନାର ନଇର ପଡି଼ଥିଲା! ତାର ମାନ ଥିଲା ବାବୁରାମ୍! ବାବୁରାମ୍ ତାମନରେ ସାଇତି ରଖ୍ ବାଟୁରା ମ୍ ଭି ତରେ ଏକ ନୂତନ ଆଶା ସଞ୍ଚାର ହୋଇଥିଲା!

କାସିମ୍ ଓ ମମତାର ସମବୟସ ଥିଲା ! ସେ ପେସାରେ ଏକ ଡ୍ରାଇଭର ଥିଲା ସେ ମମତାଜର ଗୋଟିଏ ଦୂର ସମ୍ପର୍କ1ୟ  ହୋଇଥିବାରୁ ପ୍ରାୟ ସମୟ ମମତାଜ ଘରକୁଯବ! ଆସବ! କଗୁଥିଲା !କାସମ୍ ସବାନାକୁ ଭାଉଜ ତାବେ ଓ ସଚାନା ତାଳୁ ଦିଅର ଚୋଲି ସମୋଧନ କରେ! ବେଳେବେଳେ ସେମାନଙ୍କ ମଧ୍ୟରେ ଥଚ୍ଚାମଜା ମଧ୍ୟ ହୋଇଯାଏ! ବ!ବୁର!ମ କିନ୍ତୁ ସବୁବେଳେ ନଜର ପକାଇଥାଏ ସବାନାର ଯୌବନଭରା ଶରୀର ଉପରେ! ତାର ବେଳେବେଳେ ଇଛା ହୂଏ ଯଦି ସବାନା ଥରୁଟିଏ ସୁଯୋଗ ଦିଅନ୍ତା ତାହେଲେ ସେ ସବାନା ଯୌବନକୁ ଉପଭୋଗ କରନ୍ତା
ବାବୁରାମ ବେଳେବେଳେ ଦେଖେ ସେ ତାଆଡକୁ ଏକ ଭିନ୍ନ ଦୃଷ୍ଟିରେ ଚା ହି ରହୁଛି ଏବଂ ତାସହିତ କଥା କହିବା ସମୟରେ ସବାନା ବହୁତ ଖୁସି ହେଉଛି, ସେତେବେଳେ ବାବୁତାମ ଜାଣୁଥିଲା ନିଶ୍ଚୟ ସବାନା ତାଠାରୁ କିଛି ଚାହୁଁଛି !

ଦୁହିଙ୍କ ଦେହରେ ନିଆଁ ଲାଗିସାରିଥିଲା! ଏବେ କେବଳ ବାକି ଥିଲା ପ୍ରଥମେ କିଏ ଆରମ୍ଭ କରିବା ଦିନେ ବାଚ୍ଛୁରାମ ସବାନାକୁ ପତାରିଲା, ଭାଉଯ  ତମକୁ ଦେଖି ମୁଁ ଏଇଆ ଭାବୁଛି ଯେ, ତମେ ସଲିମ ଭାର ସହିତ ରହି ଜମାରୁ ଖୁସି ନୁହଁ ! ସବୁବେଳେ ଅନ୍ୟମନସ୍କ ଲାଗୁଛ, ଣ ହୋଇଛି ତୁମର ?
ଣ ଏହାର କାରଣ ତମେ ଜାଣିନ?” ସବାନା ଓଲଟା ବାବୁରାମ୍ କୃ ଏଭଳି ପ୍ରଶ୍ନ ପଚାରିଲା
ବାବୁରାମ କହିଲା, “ଜାଣିଛି! ତମ ସହିତ ଅନ୍ୟାୟ ହୋଇଛି!
ସବାନା କହିଲା ଭାଗ୍ୟରେ ଯାହା ଲେଖା ଅଛି!
ଭାଗ୍ୟ ତ ବଦଳା ଯାଇପାରିବ !ଏହି କଥା କହିବାରୁ ସବାନା ହସିଲା ଏବଂ ପୁଣି କହିଲା, “ଯଦି କୌଣସି ନୁଆ ଲୋକ ତୁମ ସାମ୍ବାକ୍ସ ଆସେ, ତାହେଲେ ତମେ ତାହାତ ଧରିବ ତ
ସବାନା କହିଲା, “ଆଗ ସିଏ ମୋ ଆଡକୁହାତ ବଢଉ ତ, ମୁଁନିଃଶ୍ଚ ତାହାତ ଧରିନେବି!
ବାବୁରାମ ହସି ହସି ତାହାତକୁ ଆଗକୁ ବଢ଼ାଭଲା, ସବାନା ଚଟ୍ କିନା ବାବୁରାମ୍ ହାତ ଧରି ପକେଇ କହିଲା, ଯଦି ଆଉ କିଛି ସମୟ ବିଳମ୍ବ କରିଥାନ୍ତ ତାହେଲେ ପ୍ରଥମେ ମୁଁହାତ ବଢ଼ାଇଥାନ୍ତି ଯେ
ସବାନା କହିଲା, “ମୁଁ କେବେଠାରୁ ତମର ଚାହିଁବାକୁ ମୋ ମନରେ ସାଇତି ରଖିଥିଲି, ଆଉ ମୁଁ ଜାଣିଥିଲି ତମେ ମୋତେ ମନେ ମନେ ଭଲ ପାଉଛ ବୋଲି! କେତେଥର ଭାବିଛି ତୁମକୁ ଏ ବିଷୟରେ ପଚାରିବି, ପୁଣି ଡରୁଥିଲି ତମ ମନରେ କାଳେ ଆଉ କଣ ଥିବା

ସବାନା କହିଲା, ଥରେ ମାତ୍ର ଚେଷ୍ଟା କରିଥାନ୍ତ ତ ତମକୁ ଆଉ ଏତେ ସମୟ ଅପେକ୍ଷା କରିବାକୁପଡି଼ନଥାନ୍ତା ! ଏହାପରେ ସବାନା ବାହୁର ହାର ବାବୁରାମ ଗଳାରେ ପକାଇ କହିଲା, ଯଦି ଏତେଦିନ ଅପେକ୍ଷା କରେଇଲ ତାହାହେଲେ ଏହାର ଫଳ ମୋର ଆଶାଠାରୁଢ଼େର ଗୁଣରେ ଦେବୀ

ବାବାରାମ୍ ସବାନାର ଏଭଳି ପ୍ରେମପୂର୍ଶ୍ଵ ନିବେଦନ ଭଲ ଲାଗୁଥିଲା ଏବଂ ବାବୁରାମ୍ ସହିତ ସବାନା ଶାରୀରିକ ସମ୍ପର୍କ ରଖିବା ପାଇଁ ଚାହୁଁଛି ଟୋଲି ବାବୁରୀମ ଅନୁଭବ କଲା ! ଏହା ଚିନ୍ତା କରି ସେ ସବାନାକୁ ଧରିବା ବେଳଜୁ ସବାନା କହିଲା, ବର୍ଭମାନ ପିଲାମାନେ ଘରେ ଅଛତ୍ୟି ଆସନ୍ତା କାଲି ଦ୍ଵିପ୍ରହରକୁ କେହି ନଥିବେ ! ପିଲାମାନେ ସ୍କୁଲଜୁଯାଇଥିବେ ! ସିଏ ବି ଘରେ ନଥିବେ! ଘରେ ମୁଁଏକୁଟିଆ ଥିବି ତମେ ଆସିବା ଏହାପରେ କାସିମ୍ ସବାନାର ଗାଲରେ ଗୋଟିଏ ଟୁମ୍ବନ ଦେର ସେଠାରୁ ବିଦାୟ ନେଲା

ପରଦିନ ଦ୍ଵିପ୍ରହର ସମୟରେ ବାବୁରାମ ଆସି ପହଞ୍ଚ ଗଲା ! ଅତି ଖୁସି ପାଇବା ଆଶାରେ ସେ ବାବୁରୀମ୍ର ବାହୁରେ ତାବାହୁକୁ ଛନ୍ଦି ଦେଲା ସବାନା ! ବାବୁରାମ ମଧ୍ୟ ପ୍ରଥମଥର କୌଣସି ଯୁବତୀକୁ ପାର ମନରେ ତାର ଯେତିକି ବ୍ୟାକୁଳତା ଥିଲା ତାଠାରୁ ଅଧିକା ତାଦେହରେ ଉରେନନା ଭରିଗଲା! ବାହୁରେ ବାହୁ ଛନ୍ଦି ହୋଇ ସେମାନେ ଏକ ହୋଇ ଶାରୀରିକ ସୁଖରେ ଲୀନ ହୋଇଗଲେ

ବାଚୁରାମ ଏକାଥରକେ ସବାନାର 6ଗାଲାମ ବନିଗଲା! ସବାନାର ଯେତେବେଳେ ବି ମନ ହେଉଥିଲା ସେ ବାବୁରାମଳୁ ଡକାଇ ତାଶରୀରର ଶୋଷ ମେଣ୍ଟାରଥିଲା! ସେମାନଙ୍କ ମଧ୍ୟରେ ଏଭଳି ସମ୍ପର୍କ କେତେଦିନଯାଏ ଆଉ ଲୋକଙ୍କ ନଜରରୁ ବଞ୍ଚପାରିବ? ବାରମ୍ବାର ବାଚୁରାମ ସବାନା ଘରକୁ ଯିବାଆସିବା କରୁଥିଲା ସେମାନଙ୍କର ଲୁଚାଛପା ପ୍ରେମ କିଡୁ ପଡ଼ୋଶୀଙ୍କ ଆଖିରେ ଧରାପଡି଼ଗଲା ! କଥ! ଯାଇ ସଲିମ୍ କାନରେ ପଡ଼ିଲା ! ସଲିମ୍ ଏଭଳି କଥାକୁ ଶୁଣି ସବାନାକୁ ଗୁଡାଏ ପିଟିଲା! ଏହାପରେ ସଲିମ୍ ଯେତେବେଳେ ବି ବାହାରକୁ ଯାଉଥିଲା ସବାନାଜୁ ଘର ଭିତରେ ରଖି ବାହାର ପଟୁ ତାଲା ପକାଇ ବ୍ରାଉଥିଲାଯାହାକି ବାବୁରାମ ଆଉ ସବାନା ମଧ୍ୟରେ ମିଳନ ହୋଇପାରିବ ନାହି!
କିନ୍ତୁ ଯିଏ ଥରେ ଯୌବନର ରସ ବାଖିଛି ସେ ବ! ଆଉ କେମିତି ସମ୍ଭାଳି ରହିପାରିବ ଘର ଭିତରେ! ଏହାପରେ ସବାନା ମଧ୍ୟ ଆଉ ଗୋଟିଏ ରାସ୍ତା ବାହାର କରିନେଲା ସବାନ! ସହିତ ମିଳନ ହେବା ପାଇଁ ସଲିମର ବାରମ୍ବାର ବାରଣ ସବାନାକୁ ଅତିଷ୍ଠ କରିପକାଇଲା! କେମିତି ସେ ସଲିମ୍ ଠାରୁ ଛାଡ଼ପତ୍ର ପାଇବ ଓ ସବୁଦିନ ପାଇଁ ସବାନାକୁ ବିବାହ କରିବ ବୋଲି ନିଷ୍ପଭି ନେଲା ଏବଂ ବାବୁଗାମର ମାଧ୍ୟମରେ ଗୋଟିଏ ଓକିଲ ସହିତ ଏହି ବିଷୟରେ କଥାବାର୍ଭ! କଲା ! ଯେକୌଣସି ପ୍ରକାରେ ହେଉ ସଲିଯେଠାରୁ ଛାଡ଼ପତ୍ର ମିଳିଗଲେ ହେଲା ଓକିଲ ଜଣକ ସବାନାଳୁ କହିଲା, ସଲିମ୍ ଏତେ ସହଜରେ ତମକୁ ଛାଡ଼ପତ୍ର ବେବ ନାହ
ସବାନାକୁ ଗୋଟିଏ ଗୋଟିଏ ଦିନ ଭାରି ପଡୁଥିଲା ! ସବାନା ଗୋଟିଏ କ୍ଷଣ ମଧ୍ୟ ସଲିମ୍ ସହିତ ସମୟ ବିତେଇବା ପାଇଁ ଚାହୁଁନଥିଲା ! ତାପରେ ସେମାନେ ଗୋଟିଏ ଯୋଜନା ପ୍ରସ୍ତୁତ କଲେ, ଯଦି ସଲିମ୍ ତାକୁ ଛାଡ଼ପତ୍ର ନଦିଏ ତାହେଲେ ଯେମିତି ହେଲେ ସଲିମ କୁ ତାଙ୍କ ରାସ୍ତାରୁ ହଟାଇବାକୁପଡ଼ିବ ସଲିମ୍ କୁ ନିଶ୍ଚୟ ମାରି ଦେବାକୁ ପଡ଼ିବ

ଯୋଜନା ମୁତାବକ ସବାନା ବାବୁରାମ ହାତରେ ମଗାଇଥକ! ଏକ ନିଦ ବଟିକା ସଲିମ୍ ଖାଇବାରେ ମିଶାଇ ନ୍ଦେଇଥିଲା! ଖାଦ୍ୟ ଖାଇସାରି ସଲିମ୍ ଗଭୀର ନିକରେ ଶୋଇପଡି଼ଲା ! ଏହାପରେ ରାତି ପ୍ରାୟ ୧ ଠଟା ବେଳକୁ ସବାନା ବାଟୁରାମକୁ ଡାକି ଆଣିଲା ଏବଂ ଏମାନେ ଦୁହେଁ ମିଶି ସଲିମ୍ ର ତଂଟି -କୁ ଚିପି ଦେଲେ
ଏହାପରେ ବାବୁରାମ ଗୋଟିଏ ଗାଡ଼ିରେ ସଲିମ୍ ର ଶବ କୁ ନେଇ ସେହି ଗ୍ରାମଠାରୁ କିଛି ଦୂରରେ ଥିବା  ଗୋଟିଏ ଜଙ୍ଗଲରେ ପକାଇଦେଲା! ପୁଣି ଆଗକୁ ଯାହା ଯୋଜନା କରିଥିଲା ତାହାକୁ ବାସ୍ତବରେ ପରିଣତ କରିବା ପାଇଁ ଲାଗିଗଲା, ବାଟୁରାମ୍ ସବାନା ପାଖରୁ ଯିବା ସମୟରେ ସବାନାକୁ ଘର ଭିତରେ ଛାଡ଼ି ବାହାରେ ତାଲା ପକାଇ ଦେଇଥିଲା; ଯାହାକି କାହାକୁ ସନ୍ଦେହ ନ ହେବ! କାରଣ ସବାନ! ଓ ବାବୁରାମ ସମ୍ପର୍କ ଥବାରୁସଲିମ୍ ସବାନାକୁଘର ଭିତରେ ବନ୍ଦ କରି ବାହାରେ ତାଲା ପକାଇ ବାହାରକୁ ଯାଉଥିବାର ସାହିପଡ଼ିଶା ଲୋକ ଜାଣନ୍ତି
ଏହାପରେ ସବାନାର ରାତି ୧ ୧ଟ!ବେଳେ ଘରର ଛାତ  ଉପରକୁ ବଢ଼ିଗଲା ଏବଂ ସାହି ପଡ଼ିଶାକୁ ଡାକ ପକାଇଲା ଯେ, ତା  ସ୍ଵାମୀ କାହିକି ଏ ପର୍ଯ୍ୟନ୍ତ ଘରକୁ ଫେରିନାହାଦ୍ରି ! ଘର ବାହାରେ ତାଲା ପକାଇ ଦେଇ ଯାଇଛନ୍ତି କହି ମିଛରେ ଅଭିନୟ କରି କାନ୍ଦି ପକାଇଲା ! ପାଖ ପଡ଼ୋଶୀ ଲୋକ ଦେଖିଲେ ସତରେ ଘର ବାହାରେ ତାଲ! ପକାଯାରଛି! ତାଲା ଭାଙ୍ଗି  ସବାନାଳୁ ଘରୁ ଉଦ୍ଧାର କରାଗଲା ଏବଂ ସାହି ପଡ଼ିଶା ଲୋକମାନଙ୍କ ସହିତ ମିଶି ସେହି ରାତିରେ ସବାନା ନିକଟସ୍ଥ ଥାନାକୁଗଲା ତ!ସ୍ୱାମୀ ହଜିଯିବାର ଗୋଟିଏ ଏଫ୍.ଆରଆର ଦେବା ପାଇଁ

ଠିକ୍ ଏହାର ପରଦିନ ଦଳେ କାଠ କଟାଳି ଯାରଥିଲେ ସେହି ଜଙ୍ଗଲକୁ କାଠ କାଟିବା ପାଇଁ ! ସେମାନେ ଦେଖିଲେ ଗୋଟିଏ ଲୋକର  ମୃତଦେହ ସେଠାରେ ପଡ଼ିଛି ! ସେମାନେ ତୁରନ୍ତ ଥାନାଳୁ ଫେ!ନ୍ କରି ଏ ବିଷୟରେ ଜଣାଇବେଲେ ଖବର ପାଇ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚଗଲେ! ଶବକୁଅଣାଗଲା ଥାନାଳୁ ଏବଂ ସବାନାକୁ ତକାଗଲା କାଳେ ସେହି ବ୍ୟକ୍ତି ଟି ସବାନାର ସ୍ୱାମୀ ହୋଇଥବା ସବାନା ଥାନାରେ ପହଞ୍ଚଲା ପରେ ସଲିମ୍ କୃ ଦେଖି କାନ୍ଦି କାନ୍ଦି ସଲିମର ଶବ ଉପରେ ପଡ଼ିଗଲା! କିଛି ପୋଲିସ୍ କର୍ମୀ ସବାନାକୁ ସମ୍ଭାଳି ନେଲେ ! ଏହାପରେ ଶବଟିକୁ ପେ!ଷ୍ଟମର୍ଟମ ପାଇଁ ଡାକ୍ତରଖାନାକୁ ପଠାଇଦିଆଗଲା! ତାପରଦିନ ସବାନାକୁ ଡାକି କେରା କରାଯିବାରୁ ସବାନା କହିଲା ସକୁଦିନ ଭଲି ସେଦିନି ମଧ୍ୟ ମୋ ସ୍ଵାମୀ ମୋତେ ଘରେ ବନ୍ଦ କରି ବାହାରେ ତାଲା ଲଗାଇ ସଜାକୁ ଯାଇଥିଲେ! ରାତି ଅଧିକା ହେବାରୁ ମୋତେ ଚିନ୍ତା ହେଲା ଏବଂ ମୁଁ ସାହି ପଡି଼ଶାକୁ ଡାକି ଆପଣଙ୍କ ପାଖକୁ ଆସିଥିଲି ଏଫ୍.ଆଇ.ଆର ଦେବା ପାଇଁ

ପୋଲିସ୍ ଜାଣିପାକୁଥିଲା ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ବୟସର ପାର୍ଥନ୍ୟା ପୂର୍ବଦିନ ସବାନା ସଲିମର ଶବକୁ ଦେଖି ଯେଉଁଭଳି ଭାବେ କାନ୍ଦିଥିଲା ତାହା ସମ୍ପୂର୍ଣ୍ଣ ଅଭିନୟ ବୋ ଲି ପୋଲିସ୍ ଠଉରେଇ ଜେଇଥିଲା! ଏହାପରେ ସବାନା ତାସାଥ୍ରେ ଆଣିଥିବା ମୋବାଇଲ୍କୁ ଯାଞ୍ଚ କରାଗଲା! ଯାଞ୍ଚ କରିବା ପରେ ଜଣାଗଲା କେବଳ ଗୋଟିଏ ନିର୍ଚ୍ଚଷ୍ଟ ନମ୍ବରକୁ ଏହି ମୋବାଇଲ୍ ରୁ ବାରମ୍ବାର ଏବଂ ଦୀର୍ଘ ସମୟ ଧରି କଲ୍ କରାଯାଏ! ଏହି ମୋବାଇଲ୍ କୁ ଦୀର୍ଘ ସମୟ ଧରି କଥାବାର୍ଜାର ରେକର୍ଡ ଡିଟେଲ୍ ଯାଞ୍ଚ କରିବାକୁ ଜଣାପଡ଼ିଲା! ଏହାପରେ ସେହି ନମ୍ବରରେ ଥିବା ଫୋନ ର  ମାଲିକ ବାକୁରାମକୁ ଥାନାକୁ ଆଣି ପଚରାଯିବାର ସଲିମ୍ ହତ୍ୟାକାଣ୍ଡର ସମସ୍ତ କଥା ସାମ୍ବାକୁ ଆସିଥିଲା! ଶେଷରେ ବାକୁରାମ୍ ସଲିମକୁହଚ୍ୟା କରିଥିବାର ସମସ୍ତ କାହାଣୀ ସବାନା ପାଇଁ ହୋଇଛି ବୋଲି ମାନିନେଇଥିଲା ପରେ କୁଇ ଜଣକୁ ପୋଲିସ ଜେଲକୁ ପଠାଇ ଦେଇଥିଲା

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...