Tuesday 10 October 2017

କାମୁକ ହତ୍ୟା କାରୀ



            ସେ ଯୌନ  ପିପାସୁ! ବଳାକ୍ରାର ତାର ନିଶା, ହତ୍ୟା ତାର ଖୁସି! ନୂଆ ନୂଆ   ମହିଳାଙ୍କ ସହ ବନ୍ଧୁତା  କରି ଯୌନ  ଲାଳସା ଚରିତାର୍ଥ କରିବା ପରେ ପ୍ରମାଣ ଲିଭାଇବାକୁ ସେ କରିଥାଏ ନୃଶଂସ ହତ୍ୟା! ହତ୍ୟାକୁ  ବି ସେ ବେଶ୍ ଉପଭୋଗ କରିଥାଏ!

 

 


ଅଗଷ୍ଟ ୧ ତାରିଖ ପୂର୍ବାହ୍ନରେ ପୁରୀ  କିଲ୍ଲା ଡେଲାଙ୍ଗ  ଥାନାର ଫୋନ୍ ବାଜି ଲା! ଫୋନ୍ ଉଠାଇବା ପରେ ଖବର ମିଳିଲା, ମଙ୍ଗୁ ପଦା ର୍ଗା ଜ ଙ୍ଘଲ ରାସ୍ତା କଡ଼ରେ କଣେ ମହିଳଙ୍କ ରକ୍ତ ଳୁଡ଼ୁ ବୁଡୁ  ଶବ ପରିଛି! ସମ୍ପୂର୍ଣ୍ଣ ଉଲଗ୍ନ! ହାତ ଦୁ ଇଟି ପଛପଟକ୍ଳ ବନ୍ଧା  ହୋଇଛି! ତଂଟି  କଟ! ହୋଇଛି ! ଖବର ପାଇବା ପରେ ଆନାଧିକରୀ ଦୟା କୁ ମାର ନାୟକ ସଦଳବଳେ ପହଞ୍ ଲେ  ସେଠାରେ! ଏପରି ଜଘନ୍ୟ ହତ୍ୟାକାଣ୍ଡ ଦେଖ୍ ସେ ବି ସ୍ତବ୍ଧ ହୋଇଗଲେ! ହାତବାନ୍ଧି ତଂଟି  କଟାଯିବାର କାରଣ ଖୋଳି ବୁଲିଲେ! ଏହା ପୂର୍ବରୁ ଖୋଜିଲେ ମୃତ! ମହିଳାଙ୍କ ପରିଚୟ! କିଏ ଏ ମହିଳା, କେଉଁଠି ୟାଙ୍କ ଘର! ମୃତ! ମହିଳାଙ୍କ ମୁହଁର ଫଟୋ ସବୁ ମାଧ୍ୟ ମରେ ଖେଳାଇ ବେଲେ! ଦ୍ବାଟ୍ସ ଆସ୍ ଗୁପ୍ ବ୍ଯତୀତ ଫ୍ୟା କ୍ସରେ ବି ପଠାଇଲେ! ହେଲେ କୌଣସିଠାରୁ ରରର ମିଳିଲା ନାହିଁ! ମୃତଦେହ ପାଖରୁ ମିଳିଥିଲା  ଏକ ଡେବିଟ୍ କାର୍ଡ, ଆଧାର କାର୍ଡ ଓ ଅନ୍ୟ କିଛି ସାମଗ୍ରୀ! ପୁଲିସ କୁକୁର ଲଗାଇ ସର୍ଚ୍ଚ ଅପରେସନ

କଲେ! କିଛି ଦୂର ଏକ ବୁଦା ଭିତରେ ପଡି଼ଥିଲା  ମହିଳାଙ୍କ କିନ୍ସ ସ୍ୟାଣ୍ଟ, ଟପ , ଅନ୍ତ ବସ୍ତ୍ର ! ତାହା ପୁଣି କଟା ହୋଇଥିଲା !ଘଟଣା ରହସ୍ୟାବୃତ୍ତ ହୋଇଚାଲିଥାଏ ସୁରାକ  ବୋଲି କେବଳ ଏଟିଏମ କାର୍ଡ ଥ୍ଲା! ତଦନ୍ତ କରି ଜାଣିଲେ, ତାହା ବୋକାରୋ କିଲ୍ଲା ବାସିନ୍ଦା ସୁନୀଲ କୂମାର ମହତୋଙ୍କର! ଛ୍ ଟିଲେ ଝାଡ଼ଖଣ୍ଡ! ସେଠାରୁ ସ୍କୃନାଲ୍ କ୍ଳ ଆଣି ପଚରାତ୍ତଚରା କଲେ! ଜାଣିଲେ ତାଙ୍କ ସହ ଜଣେ ଲୋକ ବନ୍ଧୁତା କରି ଜୁନ୍ ୧୪ ତାରିଖ ଦିନ ଏସବୁ ଲୁଟି ନେଇଛି! ତାହା ସହ ତାଙ୍କ ମୋବାଇଲ୍ 6ଫାନ୍ ବି ଲୁଟିଛି!


       ମୋବାଇଲ୍ ନମ୍ବର ଆଣି ଟ୍ରାକ୍ କଲା ତ୍ପଲିସ! ଜଣାପଡ଼ିଲା, ସେହି ମୋବାଇଲ୍ ଯାକତ୍ପରରେ ରହିଛି! ପୁଲିସ ଖୋକାଲୋଡ଼ା କରୁଥିଲା ! ଏହି ସମୟରେ ତ୍ପରୀ ସମୁଦ୍ରକୁ ଳ ଥାନାର ଏକ ଲୁଟ୍ ମାମଲା ତଦନ୍ତ ବେଳେ ସେଠାରୁ ଲୁଟ୍ ହୋଇଥିବା  ବୀମା ପ୍ରମାଣପତ୍ର ଓ ଅନ୍ୟ କିଛି କାଗଜ ଆନ୍ଧ୍ରରେ ପଡି଼ଥିଲା ! ଆନ୍ଧ୍ରର ଚିଲାକୁରଥାନା ଅଞ୍ଚଳରେ ଢୁଲାଇ ୧୩ ତାରିଖରେ ଜଣେ ଯୁବତୀଙ୍କ ତଣିକଟା ଶବ ନିକଟରୁ ତାହା ମିଳିଥିଲା  ! ସେଠାରୁ ଯେଉଁ ମୋବାଇଲ୍ ମିଳିଥିଲା  ତାଳୁ ବି ଟ୍ରାକ୍ କରାଗଲା! ତାହା ମଧ୍ୟ  ଯାଜପୁର ଅଞ୍ଚଳରେ ଦେଖାଇଲା ଲୁଟ୍ ପରେ ଲୁଟ୍ ସାମଗ୍ରୀ ମୃତଦେହ ନିକଟରୁ ମିଳିବା ଘଟଣା ଜଣାପଡ଼ିବା ପରେ ତ୍ପଲିସ ଆହୁରି ତ୍ନତ୍ଵରେ ଫସିଯାଇଥିଲା ! କାହାର ପରିଚୟ ମିଳୁନଥିଲା ! ମୋବାଇଲ୍ ଟ୍ରାକ୍ କରି ପୁଲିସ ପହଞ୍ଲା ଯାଚ୍ଚତ୍ପରଗେ! ମୋବାଇଲ୍ ବ୍ୟବହାରକାରୀକୁ କାବୁ କରିନେଲା! ସେ ଜଣେ ଲୋକଠାରୁ ର ମୋବାଇଲ୍ କିଣିଥିବା  କହିବା ପରେ ତାଳୁ ଖୋଜ ଖୋଜି  ଚାଲିଲା ଶେଷରେ ହାତକୁ ଆସିଥିଲା  ମୋବାଇଲ୍ ବିକ୍ରି କରୁଥିବା କଣେ ଯୁବକ! ତ୍ପଲିସ ତାକୁ ଧରି ଆଣି ପତରାରଚର! କଲା! ସେ ମୋବାଇଲ୍ ଲୁଟ୍ କରିଥିବା  ମାନିଥିଲା ! ସୁନୀଲ ମହୋତଙ୍କ ମୋବାଇଲ୍ ଲୁଟ୍ କରିବା ମାନିବା ପରେ ସୁନୀଲଙ୍କ ଏଟିଏମ ଓ ଆଧାର କାର୍ଡ କିପରି ମୃତ ଦେହ ପାଖରୁ ଆସିଲା ଚୋଲି ପୁଲିସର ପ୍ରଶ୍ନରେ ହଡ଼ବଡ଼େଇ ଗଲା ଯୁବକ ! ତାହା ହିଁତାକୁ ଅଭିମୂକ୍ତ ବୋଲି ଧରାଇ ବେଲା!


      ଧରି ଆଣିଲା ପୁଲିସ! ଡେଲାଙ୍ଗ ଥାନାରେ ରଖ୍ ଚାଲିଲା ପଚରାରଚରା! ୩ଟି ଦଫାଗେ ୮ଘଣ୍ଟା କେରା ହେଲା ପରେ ଖୋଲିଲା ରହସ୍ୟ! ପ୍ରଥମେ ତାର ପରିଚୟ ଦେଇଥିଲା  ତ୍ପଲିସକୁ! ତାର ନାମ ବୁଧ ଦେବ ବେହେରା, ଘର ଦେବଗଡ଼ କିଲା ଖଣ୍ଡେଇଗୋଲା ବନଚପଳ ପଞ୍ଚାୟତ ଗିନାହର ଗାଁରେ! ତା ପରେ ସେ ଓ ଗାଲି ଚାଲିଲା ଅପରାଧର ତାଲିକା! ସବ୍ ମାନିଗଲା! ଡେଲାଙ୍ଘରେ ହତ୍ୟା କରିଥିବା  ମହିଳାଙ୍କ ପରିଚୟ ବି ଖୋଲିଲା! ତାଙ୍କ ନାମ ଅନିତା ନାୟକ, ବୟସ ୨୭ବର୍ଷ ! ଘର କନ୍ଧମାଳ ଜିଲ୍ଲା ରାଇକିଆ ଥାନା କାଜୁରୀ ର ଦାବରୀ  କଲୋନୀରେ!


ଏହାପରେ ସେ ବେଇଥିବା  ବୟାନ କେଳେ ତ୍ପଲିସକୁ ନୃହେଁ ସମସ୍ତଙ୍କ ଚକିତ କରିଦେଇଥିଲା ! ତାର ଅପରାଧ ନିଶା କୁଖ୍ୟାତ ସିରିଏଲ୍ କିଲର ‘ଚାର୍ଲସ ଶୋଭରାଚ୍ଚୟ୍ଙ୍କ ଭଳି ଥିଲା ! ମପସଲି, ଶ୍ରମିକ ଶ୍ରେଣୀର ହେଲେ ମଧ୍ୟ  ଅପରାଧର ତରିକା ତାର ବେଶ ଉନ୍ନତ ଥିଲା ! ବଳାତ୍କାର  ପରେ ହତ୍ୟା ଘଟଣା ଭଳି ଅପରାଧ ଘଟାଇ ସେ ଘୁଲିସ ଆଖୀ ରୁ  ୨୦୧୨ରୁ ଖସି ଚୂଲ୍ଲଥିଲା ! ଅପରାଧ ବି କରୁଥିଲା , ଆଉ ବେ ଶ ଆନନ୍ଦରେ ଜୀବନ କାଟ୍ ଥିଲା ଲା! ବଳାଚ୍ଚାର ଓ ହତ୍ୟା କାରୀ ଥିବା  ମହିଳାଙ୍କ ପ୍ରତି ନଥିଲା  ତାର ସମବେଦନା କି ପଶ୍ଚତାପ!


ଅପରାଧ-୧, ଦେବଗଡ଼

ତାର ଅପରାଧ ଡାଏରାରୁ ଖୋଲିଥିଲା  ଫର୍ଦ ! ବେବଗଡ଼ରେ ଗାଁରେ  ଥିବା  ବେଳେ ବିବାହ କରିଥିଲା ! ହେଲେ ପତ୍ନୀ ପାଖରେ ସେ ହୋଇ ପାରୁନଥିଲା  ସନ୍ତୁଷ୍ଟ! ଖୋଜି ଚ୍ଛ୍ରଲ୍ଲଥିଲା  ଅନ୍ୟ ମହିଲା ଅନ୍ୟ ଜଣେ ଯୁବତୀକୁ ପ୍ରେମ କରିଥିଲା  ! ଜଣାପଡ଼ିବା ପରେ ପ୍ରଥମ ପତ୍ନୀ ବେଲେ ଯୌତୁକ  ନିର୍ଯ୍ୟତନା ମାମଲା! ତ୍ପଲିସ ଭୟରେ ଲୁଚି ପଳାଇଲା! ସେହି ଜିଲ୍ଲାର ଜାନକୀ ପାତ୍ର ନାମକ ଜଣେ

ବିବାହିତା ମହିଳା ହେଲେ ତାର କାମୂକ ନକରର ପ୍ରଥମ ଶିକାର! ମିଠା ମିଠା କଥା କହି ତାଙ୍କ ସହ ବନ୍ଧୁତା  କଲା! ଜୀବନ ସାରା ସାଥୀ ହେବାକୁ ବେଲା ପ୍ରତିଶୃତି! ଦିନେ ଘରକୁ ବୁ ଲାଇ ନେବା ପାଇଁ କହି ବାହରିଲା! ୨0୧୨ରେ ସେ ଜାନକୀକୁ ଧରି ବାହାରିଲା! ଜଙ୍ଗଲିଆ ରାସ୍ତାରେ ତାକୁ ବଳାତ୍କାର  କରିବା ସହିତ ପୂରା ଖ୍ ନ୍ ଭିନ୍ କରିଦେଲା ଏହି କାମାନ୍ଧ ଯୁବକ! ତାହାପରେ ପ୍ରମାଣ ଲିଭାଇବାକ୍ଟ ତଣିଚିପି ସେହିଠାରେ ହତ୍ୟା କରିଦେଲା! ଏନେଇ ଦେବଗଡ଼ ଥାନାରେ ମାମଲା ହେଲା! ପୁଲିସ ଗିରଫ

କଲା ବୁ ଧଦେବକୁ! ୪ମାସ ଜେଲ୍ ରେ ରହିବା ପରେ ଯୌନ ଲାଳସା ତାକ୍ ଅପରାଧ ପାଇଁ ଉସ୍କାଇଲା! ସେ ଜେଲ୍ରୂ ବାହାରିବା ପାଇଁ ଆପଣେଇଥିଲା  ନୂଆ ତରିକା! ନିଜ ହାତରେ ନିଜ ଗୋଡ଼ କାଟିଦେଲା! ଏହାପରେ ତାକୁ ଦେବଗଡ଼ ଡାକ୍ତରଖାନା ନିଆଗଲା! ସେଠରେ ଚିକିତ୍ସା ହେବା ବେଳେ ତ୍ପଲିସକୁ ଚକ୍ମା ଦେଇ ଚମ୍ପଟ ମାରିଲା! ଏହାପରେ ଆଉ ପୋଲିସ  ହାତରେ ସେ  ଧରାପର୍ଡ଼ ନର୍ଥଲା! ସେଠାରୁ ଆସିବା  ପରେ ସେ ତାର ନାମ ବଦଳାଇ ବେଲ ବୁ ଲିଲା! ଆନ୍ଧ୍ରରେ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ କାରଖାନାରେ କାମ କଲା! ସେଠରେ ଶ୍ରମିକଙ୍କ ସହ ମିଶିଲା! ଜ ଣକ ପରେ ଜଣେ ଯୁବତୀ ଓ ମହିଳାଙ୍କ ସହ ବନ୍ଧୁତା  କରି ଯୌନ ଲାଳସା ମେଣ୍ଟାଇ ଚାଲିଥିଲା ! ଏହାପରେ ସେ ସାକିଥିଲା  ଲେବର  ସତ୍ପାୟର!

ଓଡି଼ଶାର କନ୍ଧମାଳ, ଯାଚ୍ଚଯୁର, ଡେଲାଙ୍ଗ, ଭୁବନେଶ୍ୱର, କଟକର ଯୁବତୀ ଓ ମହିଳାଙ୍କ ନେଇ ଆନ୍ଧ୍ରରେ କାମ କରାଏ! ସେଥିରୁ  ଯେଉଁ ଝିଅ ବ! ଯୁବତୀ ତୀକୁ  ଭଲ ଲାଗନ୍ତି  ତାଙ୍କ ସହ ବଢ଼ାଏ ବନ୍ଧୁ ତା ! ଅସହାୟ ବ! ଦୁଃଖରେ ଥିବା  ଯୁବତୀ ବ! ମହିଳ! ହୁଅନ୍ତି  ତାର ଶିକାର!


ଅପରାଧ-୨, ସୁନ୍ଦରଗଡ଼


ନୂଆ ନୂଆ ଝିଅ ବ! ମହିଳାଙ୍କ ସହ ଯୌନ ଅପରାଧ କରିବା ତୀର ନିଶ! ଥିଲା ! ସେହି ନିଶା ପାଇଁ ୨0୧୬ ଫେବୃୟାରୀ ମାସରେ ସେ ଘଟାରଥିଲା  ଦ୍ଵିତୀୟ ଅପରାଧ ଆନ୍ଧ୍ର, ଚିଙ୍ଗୁଡ଼ି ଘେରିରେ କାମ କରୁଥିବା ! ଝିଲି ନାମକ ଜଣେଝିଅକୁ ପ୍ରେମ ଜାଲରେ ଫସାଇଥିଲା  ବୁ ଧବେବ! ତୀଙ୍କ ଧରି ଓଡି଼ଶା ବାହାରିଲେ ! ସେ ସୁନ୍ଦରଗଡ଼ ଜିଲ୍ଲା ହାତୀବାଡି଼ ନିକଟସ୍କୃ ନୂଆର୍ଗା ଷ୍ଟେସନରେ ହୋଇ ପଢ଼ିଲେ! ସେଠାରୁ ଚାଲି ଚାଲି ର୍ଗାକ୍ଳ ଯିବ! ବୋଲି କହି ନେ ଇଥିଲେ! ସଞ୍ଜ ହୋଇ ଯାଇ ଥାଏ ଦୁହେଁ ଚାଲି ଚାଲି  ଆଗକୁ ବଢ଼ିଲେ! ନିଛାଟିଆ ରାସ୍ତା, କିଛିବାଟ ଯିବା ପରେ ଏକ ଚିଲ ଭିତରେ ଝିଲିକୁ  ବଳାକ୍ରାର କଲା ସେ ,ବଳାତ୍କାର କରି ସାରିବା ’ ପରେ କ୍ଷତାକ୍ତ ଝିଲିଙ୍କ ତଣିରେ ତାଙ୍କରି ଚୂନି ଭିଡ଼ି ମାରିଦେଲା! ବଳାକ୍ରାର ଓ ହତ୍ୟା ପରେ ସେ ଫେରିଗଲା ଆନ୍ଧ୍ର


ଅପରାଧ-୩, ଯାଜପୁର


ଆନ୍ଧ୍ରରେ ପହଞ୍ଚି ସେଠାରେ ଡେଲାଙ୍ଗ ଅଞ୍ଚଳର୍ ଯାଇ କାମ କରୁଥିବା  ସନ୍ଧ୍ୟା ଭୋଇଙ୍କ ସହ ବନ୍ଧୁତା କଲା! ବିବାହର ପ୍ରତିଶୃତି ଦେଇ (ଗୌନଲାଳସା ମେଣ୍ଟାଇ ଚାଲିଥିଲା ! ସେଠାରେ ରହୁଥିବା ସନ୍ଧ୍ୟା ଙ୍କ ଭଉଣୀ ବୀଣା ଭୋଇଙ୍କ ଉପରେବୁ ଧଦେବର ନଜର ପଡ଼ିଥିଲା ! ବୀଣାଙ୍କ ମାଆ ଅସୁସ୍ଥ ଥିବା  ବେଳେ ଡେଲାଙ୍ଗ ଆକୋଇରେ ଆସି ରହିଥିଲା ବୁ ଧଦେବ! ସେଠାରେ ବୀଣାଙ୍କ ମାଆର ସେବା କରି ସେ ବୀଣାଙ୍କ ନିକଟତର ହୋଇଥିଲା ! କିଛିଦିନ ପରେ ବୀଣାଙ୍ଗୁ ଧରି ଆନ୍ଧ୍ର ଫେରିବାକୁ ବାହାରିଲା! ଭୁବନେଶ୍ଵରରୁ କିଛି ଶ୍ରମିକଙ୍କ ଆନ୍ଧ୍ର  ନେବାକୁ ଯୋଜନା କରିଥିବା ! କହି ବୀଣାକୁ ଭୁବନେଶ୍ଵର ଯିବାକୁ କହିଥିଲା ! ହେଲେ ଯାରଥିଲା ! ଯାଳତ୍ପର! ସେଦିନ ଥିଲା  ୨୦୧୬ ଅଗଷ୍ଟ ମାସ! ଯାଜପୁର କିଲ୍ଲା ବଇରି ଷ୍ଟେସନରେ ଓହ୍ମାଇଥିଲେ ବ୍ରହେଁ! ଷ୍ଟେସନରୁ ଏକ ମାଯା  ବୋତଲ କିଣିଥିଲା ! ପାଖରେ ଥିବା  ୬ଟି ନିଶା ବଟିକା(କ୍ୟା ମ୍ପସ) ମାଚ୍ଚାରେ ମିଶାଇବେଲା! ସେହି ମାଚ୍ଚାକୁ  ବୀଣାକ୍ଳ ପିଆଇ ବେଲା! ଏହାପରେ ଦୁହେଁ ଚାଲି ଚାଲି ଷ୍ଟେସନରୁ କିଛି ଦୂର ଗଲେ! ନିଛାଟିଆ ସ୍ଥାନରେ ଅଟକିଗଲେ ! ସାମାନ୍ୟ ନିଶାସକ୍ତ ଅବସ୍ଥାରେ ଥିବା  ବୀଣାକୁ ସେଠାରେ ବଳାତ୍କାର କଲା ବୁ ରଧବେବ! ପରେ ତାଙ୍କ ତଂଟି ରେ ରୁନି ଭିଡ଼ି ହତ୍ୟା କଲା ! ସେଠାରେ ପୂର୍ବରୁ ତୋରିକରିଥିବା  କିଛି କାଗଜ଼ ପତ୍ର ପକାଇ ଦେଇ ପଳାଇଲା ଆନ୍ଧ୍ର

ଅପରାଧ-୪, ଗୁ ଣ୍ଟୁର  ଆନ୍ଧ୍ର ପ୍ରଦେଶ)

ଏଥରକ ମଧ୍ୟ  ଆନ୍ଧ୍ରରେ ପହଞ୍ଚି ସନ୍ଧ୍ୟା ଙ୍କ ସହ ରହିଲା! ୨0୧୭ ଚ୍ଛ୍ରଲାଇରେ ଜଟଣୀ ଅଞ୍ଚଳକୁ ଆସିଲା! ସେଠାରେ ବୁଲାବୁଲି କଲା! ବିଭିନ୍ନ ଯୁବତୀ ଓ ମହିଳାଙ୍କ ଆବ୍ର ଜେବାକୁ ଫୁସ୍ ଲାଇଲା! ମାତ୍ର କେହି ରାଜି ହେଲେ ନାହିଁ! ତେବେ ଜଟଣୀ ର ସସ୍ମିତା  ରାକି ହୋଇଗଲେ! ତାଳୁ ଧରି ଆନ୍ଧ୍ର ଯିବାକୁ  ଯୋଜନା କଲା ବ୍ରଧଦେବ! ସମ୍ବିତାକୁ ଘରୁ ଲୁଚି ପଳାଇ ଆସିବାକୁ କହିଲା ! ସେମାନେ ଭୁବନେଶ୍ଵରରୁ ସାଙ୍ଗରେ ଆଡ୍ର ଯିବେ ଚୋଲି କହିଲା ରୁଧବେବ! ଇତିମଧ୍ୟ ରେ ଜଟଣୀରୁ ତ୍ପରା ଯାଇଥିଲା  ଚ୍ଛ୍ରଧବେବ! ଭୁବନେଶ୍ଵର ଯାତ୍ତଥିବା  କିଛି ଯୁବ କଙ୍କ ସହ ମିଶି ସାଙ୍ଗ ହୋଲଯାଇଥିଲା ! ସମୂଦ୍ରକୁ ଳ ବୁଲିଲା! ସମୁଦ୍ରରେ ସେମାନେ ଗାଧୋଉଥିବା  ବେଳେ ଚ୍ଛ୍ରଧବେବ ସେମାନଙ୍କ ଚ୍ୟାଗ୍ ଓ ସମସ୍ତ ଜିନିଷ ଧରି ପାର୍ ହୋଇଗଲା! ସେଥିରୁ ଟଙ୍କା  ଖର୍ଚ୍ଚ କରିବା ସହ ସେଥିରେ ଥିବା   ଗାଡି଼ର ବୀମା ପ୍ରମାଣପତ୍ର ଓ ଅନ୍ୟ କିଛି କାଗଜ ପାଖରେ ରଖ୍ ଦେ ଲା! ମୋବାଇଲ୍ ଵି ଉଖ୍ ଲା ! ଏହାପରେ ଆନ୍ଧ୍ର ଯିବାକୁ ସସ୍ମିତା ତାକୁ ବେଇଥିବା  ସମୟ ଅନୁଯାୟୀ ଭୂବନେଶ୍ଵରରେ ପହଶୁଗଲା ସସ୍ମିତା ଭୂବନେଶ୍ଵରରେ ପହଞ୍ଚା ପରେ ଦ୍ରହେଁ ବାହାରିଲେ ଆନ୍ଧ୍ର ଅଭିମୂଖେ! ଟ୍ରେନ୍ରେ ଯାଇ ଗୁଣ୍ଡର ଷ୍ଟେସନରେ ଓଲ୍ହା ଇଲେ! ସେଠାରେ ଅନ୍ଧାର ହୋଇଯାଇଥିବା ରୁ  ଆଉ ଯାଇ ହେବ ନାହିଁ ବୋଲି ବ୍ ଧବେବ ସମ୍ବିତାକ୍ଳ କହିଲା! ଷ୍ଟେସନରେ ବ୍ଧହେଁ ରହିଗଲେ! ଜୁଲାଇ ମାସ ୧୩ ତାରିଖ, ଚ୍ଛ୍ରଧବେବ ଷ୍ଟେସନ ନିକଟମୃ ବଜାରରୁ ଏକ ଛୁରା କିଣିଲା! ମୁହଁ ସଞ୍ଜ ଚେଳକୁ ଏକ ଅଟୋ କରି ବାହାରିଲା! ମଜା  ବେ!ତଲଟିଏ କିଣିଲା! ସେଥ୍ରେ ମିଶାଇଲା ନିଶା ବଟିକା! ଅଟୋରେ କିଛି ବାଟ ଯିବା ପରେ ସମ୍ବିତାକୁ ପିଇବାକୁ ବେଲା ମାଳା! ୧ଠମିନିଟ୍ ପରେ ଅଗେକୁ ଅଟକାଇଲା! ସେଠାରୁ ଅଟୋକୁ ଫେରାଇ ବେଲା! ଚାଲି ଚାଲି ଯିବ! ଚୋଲି କହିଲା! ଜଙ୍ଗଲିଆ ନିଛାଟିଆ ରାସ୍ତାରେ ଆଗକୁ  ବଢ଼ିଲେ ଦୁହେଁ ! ନିଶାରେ ଚୂଲ୍ ଚୂଲ୍ ହେଉଥିଲେ ସପ୍ରିତା ଏକ ବୁଦା ମୃଳକୁ ନେ ଇ ସମ୍ବିତାକୁ ବଳାଚ୍ଚାର କଲା ବୁ ରଧବେବ! ଏହାପରେ ତାଙ୍କ ହାତକୁ ପଛକୁ କରି ବାନ୍ଧି  ଦେଇ ତାଙ୍କ ତଶ୍ଚି କାଟିବେଲା ! ସେଠାରେ ପୁରୀରୁ ତୋରି କରିଥିବା  ବୀମା ପ୍ରମାଣପତ୍ର ଓ ଅନ୍ୟ କାଗଜ ପକାଇ ବିଜୟୱାଡା ଅଭିମୂଖେ ବାହାରିଗଲା!


ଅପରାଧ-୫, ଡେଲାଙ୍ଗ

 ଗତ ଳ୍ମଲାଇ ୧୪ ତାରିଖ ଦିନ ବିଚ୍ଚୟୱୀଡ଼ା ଷ୍ଟେସନରେ ସୁନୀଲ ଙ୍କ ସହ ବବ୍ଧତା କଲା ରୁଧବେବ! ସେଠାରେ ରୁହେଁ ଟ୍ରେନ୍ କୃ ଅପେକ୍ଷା କରି ଶୋଇଲେ! ସକାଳେ ଆଗ

ବୁଦ୍ଧଦେବ  ଗୌଚ ପାଇଁ ଗଲା! ତାଙ୍କ ବ୍ୟାଗ  ସ୍କୃନାଲଙ୍କ ପାଖରେ ରଖ୍ଗଲା ! ଏହାପରେ ସୁନୀଲ ସ୍ନାନ ପାଇଁ ଗଲେ ଓ ତାଙ୍କ ନ୍ୟାଶ୍ ଚ୍ଛ୍ରଧବେବ ପାଖରେ ଛାଡି଼ଗଲେ! ସୁନୀଲ ଯିବା ପରେ ଚ୍ଛ୍ରଧବେବ ନ୍ଯାଗ୍ ଧରି ଚମ୍ପଟ ମରିଲା! ତାଙ୍କ ନ୍ଯାଗରୁ ମୋବାଇଲ୍ ବାହାର କରି ଧରିଲା! ବିଭିନ୍ନକାଗଜପତ୍ର ଓ ଟଙ୍କା ବାହାର କରି ରଖ୍ବା ପରେ ବ୍ୟଗ୍ ଟି ଫିଫିବେଲା! ସେଠାରୁ ସେ ମୁଣି ଚାଲିଲା ଅନ୍ୟ ଏକ ଶିକାର ଅଭିମୂଖେ ! ପହଞ୍ଚଚ୍ଛ୍ରଥିଲା କନ୍ଧମାଳ ଜିଲ୍ଲା ରାଇକିଆ ଆନ୍ଧ୍ର ରେ  ଚିହ୍ମା ହୋଇଥିବା  ଅନିତାଙ୍କ ଉପରେ ପଡି଼ଥିଲା

ବ୍ରଧବେବର ଲୋଲୁପ ଦୃଶ୍ଚି ! ତାକ୍ ଫୋନ୍ କରି କହିଥିଲା , ‘କିଛି ପିଲା ଯୋଗାଡ଼ କରିଆ, ମୁଁ କିଛି ପିଲା ଯୋଗାଡ଼କରୁଛି, ଆନ୍ଧ୍ର ନେବା!’ ରାଇକିଆରେ ପହଞ୍ ସେଠାରେ ଅନିତାଙ୍କ ଘରେ ରହିଥିଲା ! ପରେ ଭୁବନେଶ୍ଵରରୁ ପିଲା ନେବା ବୋଲି କହି ଡାଙ୍ଗୁ ଆଣିଥିଲା ! ରାଇକିଆରୁ  ବ୍ରହ୍ନତ୍ପର ଆସିଲା! ସେଠାରୁ ଟ୍ରେନ୍ ଧରି ଭୁବନେଶ୍ଵର ବାହାରିଲା ହେଲେ ଜଟଣୀ ପାଖରେ ସନ୍ଧ୍ୟା ଯା ହୋଇଯିବାରୁ ଆଉ ଆଜି  ଯାଇ ହେବ ନାହିଁ, ମୋ ଶ୍ଵଶ୍ନରଘର ସନ୍ଧ୍ୟା ର ଘର) ଡେଲାଙ୍ଗ ରେ ରହି କାଲି ଯିବା ବୋଲି କହିଥିଲା !

ସେହି ଅନୁସାରେ ଜଟଣୀ ଷ୍ଟେସନରେ ଓଦ୍ବାଇ ଆ6ଙ୍କାଇ ବଜାରରୁ ଅଟୋରେ ବସି ବାହାରିଥିଲେ ଦୁହେଁ ବାଟରୁ ମାକ! କିଣି ସେଥ୍ରେ ନିଶା ବଟିକ! ମିଶାଇଥିଲା ଚ୍ରଧବେବ! ଡେଲାଙ୍ଗ ନିକଟରେ ତ୍ନହେଁ ଓଲ୍ହାଇ  ଚାଲିଲେ ମଫୁପଦା ଗାଁ ରାସ୍ତାରେ! ଗାଁର କଇଲିଆ ରାସ୍ତା! ଅନ୍ଧାର ହୋଇଯାଇଥାଏ ! ଅନିତା ବି ନିଶାରେ ଝୁଲୁଥିଲେ ! ବାଟରେ ତାଳୁ ସମ୍ପୂର୍ଣ୍ଣ ଉଲଗ୍ନ କରି ବଳାତ୍କାର କରିଥିଲ! ବୁ ଧବେବ ଏଥର ମଧ୍ୟ  ପୂର୍ବଭଳି ନିକ ଶିକାରର ହାତକୁ  ପଛରେ ବାବି ଦେଇ ତଶ୍ଚି କାଟିବେଇଥିଲା! ସେଠାରେ ବିଜୟ ବଡା ରୁ ତୋରି କରିଥିବା  ଏଟିଏମ କାର୍ଡ ପକାଇ ଦେ ଇ ପଳାଇଥିଲା  ଚୋଲି ପୁଲିସ ଆଗରେ ସ୍ୱୀକାର କରିଥିଲା ବୁ ଧବେବ! ଏହି ମାମଲାର ଚିତ୍ର ଜାଣିବ! ପରେ ତ୍ପଲିସ ଚ୍ଛ୍ରଧବେବକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ! ସେ ଆଉ କିଛି ଅପରାଧ କରିଛି କି ନାହିଁ ତାହା ଜାଣିବା ପାଇଁ ରିମାଶ୍ରରେ ଆଣିବ ଚୋଲି ଅପେକ୍ଷା କରିଛି!

www.newindianexpress.com

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...