Sunday 15 October 2017

ଦ୍ଵିତୀୟ ସ୍ୱାମୀ


ସକାଳୁ ଅନେକ ବାର ଡାଏଲ୍ ଳରି ସାରିଥିଲା ପୁଅ ! ହେଲେ ମା’ଙ୍କ ମୋବାଇଲ୍ ସ୍ତିବ୍   ଅଫ୍ ହିଁ ଥିଲା! ହତାଶ ହୋଇ ପଡ଼ୁଥିଲା ସୋ ଆଜି ତା’ର ଅପ୍ ରେସନ୍ ହୋଇଥା’ନ୍ତା! ଟଙ୍ଗା ନେଇ ମା’ସକାଳୁ ପହଞ୍ଚିବା କଥା! ହେଲେ ସନ୍ଧ୍ୟା  ପରେ ବି ମା’ଙ୍କ  ଦେଖା ନଥିଲା, ମୋବାଇଲ୍ ସେମିତି ସ୍ତିବ୍ ଅଫ୍ ଥିଲା! ବିଚଳିତ ହୋଇ ପଡ଼ିଥିବା ପୁଅ ଶେଷକୁ ମାଙ୍କ  ଖବର ନେବାକୁରାଉରକେଲା ଲେବରଟେନ୍ ମେଣ୍ଟ ଠାରେ ଥିବା ମାମୁ ସନ୍ତୋଷ ଙ୍କୁ  6ଫାନ୍ କରିଥିଲା! ସଛୋଷ ବି ଡାଏଲ୍ କରିଥିଲେ, ହେଲେ ମୋବାଇଲ୍ ସେମିତି ବନ୍ଦ ଥିଲା ଏହା ପରେ ସେ ନିଜେ ଯାଇଥିଲେ କଳିଙ୍ଗ  ବିହାର! ଯେଉଁଠି ଭଉଣୀ ଇଷ୍ଟର ରହୁଥିଲେ! ସେଠାକୁ ଯିବା ପରେ ସନ୍ତୋଷ ଯେଉଁ ବୃଶ୍ୟଟିକୁ ସାମ୍ନ! କଲେ, ସେଥିରେ କେବଳ ଏକ! ସେ ନୁହେଁ, ସାର! ସହର ହତଚକିତ ହୋଇଯାଇଥିଲା! ଖରେ ପାଇବା ପରେ କର୍କଟ ପୀଡି଼ତ ପୁଅର ତ ପାଦତଳୁ ମାଟି ଧସ୍ଳି ଯାଇଥିଲା ବନ୍ଦ ଘର ଭିତରେ ମା’ ଇଷ୍ଟରଙ୍କ  ତଶ୍ଚିକଟା ରକ୍ତ ଜୁଡ଼ୁବୁଡ଼ୁ ଦେହ ପଡ଼ିଥିଲା ପାଖରେ ଅନ୍ୟ ଜଣେ ଯୁବତୀ ମୁହଁମାଡ଼ି ପଡ଼ିଥିଲେ! ମରଣ ସହ ଯୂଝୁଥିବା ବେଳେ ଏଭଳି ଦାରୁଣ ଖବର ପୂଅଳୁ ଯେମିତି ଜୀବନ୍ମତ କରି ଦେଇଥିଲା!
    ଘଟଣାସ୍ଥଳକୁ ରାଉରକେଲା ଏସ୍ପି ଉମାଶଇଂର ଦାଶ ତୁରନ୍ତ ପହଞ୍ଚିଥିଲେ! ଦୁଇ ଜଣ ମହିଳାଙ୍କ ହତ୍ୟା ଘଟଣାକୁ ଗମ୍ବାରତାର ସହିତ ନେଇଥିଲେ ଏସ୍ପି! ସାଇଶ୍ଚି ଫିକ  ଟିମ୍ ସହିତ ପୁଲିସ ଟିମ୍ ଛାନ୍ ଭିନ୍ ଆରମ୍ବ କରି ଦେଇହଁଥିଲା! କିଏ କାହିଁକି ଏଭଳି ଗୋମହର୍ଷକ ହତ୍ୟା ରଚିଲା’ ତାଳୁ ନେଇ ଘଣ୍ଟା ଚକଟା ଆରମ୍ବ କରି ଦେଇଥିଲା ପୂଲିସା ୪ ଦିନ ପରେ ପୁଲିସ ହାତରେ ଯେଉଁ ସୁରାକ୍ ଲାଗିଲା’ ତାହା ପୁଣି ଥରେ ସମସ୍ତଙ୍କୁ ଚମକି  ଦେଇଥିଲା! ଇଷ୍ଟରଇଂ ଦ୍ଧିତୀୟ ସ୍ଵାମୀ ଘଟାଇଥିଲା ଏଭଳି ଜଘନ୍ୟ ହତ୍ୟା କାଣ୍ଡ   ତେବେ ଇଷ୍ଟରଇଂ ସହିତ ନିଜ ଭାଣିଜୀଳୁ ବି ମାମୁ ଅତି ନିର୍ମମ ଭାବେ ହତ୍ୟା କରିବା ସହରବାସୀଙ୍କୁ ସ୍ତବ୍ଳ କରିଥିଲା!

       ବେଦବ୍ୟାସ ନିକଟ ଫାର୍ସ ଟୋଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାର! ଶିକ୍ଷୟିତ୍ରୀ ଇଷ୍ଟର ଲେଙ୍କା (୪୯) ଷ୍ଟଇସ୍ଥିଟିର ଛେଣ୍ଡ  କଳିଙ୍ଗ  ବିହାର ସ୍ଥିତ କୋ- ଅପରେଟିଭ୍ କଲୋନି ର ଡି-୪୮ କ୍ରୀର୍ଟର୍ସରେ ରହୁଥିଲେ! ସେ ପ୍ରତିଦିନ ବ୍ରଜ କିଶୋର ସାହୁଙ୍କ ଅଟୋରେ ସ୍କୁଲ୍ କୂ ଯିବାଆସିବା କରୁଥିଲେ! ପ୍ରତିଦିନ ଯା’ଆସ ଫଳରେ ସେମାନଙ୍କ ମଧ୍ଯରେ ବନ୍ଧୁତା  ହୋଇଯାଇଥିଲା! ଅଟୋରେ ଗଲାବେଳେ ପରସ୍ପର  ଘର ପରିବାର ସହ ଅନେକ ବ୍ଯକ୍ତିଗତ କଥା ମଧ୍ୟ ହେଉଥିଲେ! କଥାବାର୍ଜାରୁ ବନ୍ଧୁ ତା ନିବିଡ଼ ହେବାଳୁ ଲାଗିଲା! ଧୀରେ ଧୀରେ ଏହ! ପ୍ରେମର ରୁପ ନେଲା! ବିବାହିତା ନାରୀର ପାଦ ଥରେ ଖସିଲେ ଆଉ ବାଟଅବାଟ ମାନେ ନାହିଁ ! ଇଷ୍ଟରଙ୍କ  କ୍ଷେତ୍ରରେ ତାହା ହିଁ ହୋଇଥିଲା! ପ୍ରେମ ପାଇଁ ସେ ସ୍ବାମାଙ୍କୁ  ଛାଡ଼ପତ୍ର ଦେଇଦେଲେ! ଦୁଇ ପୁଅ ଝିଅ ଥିବା ସଶ୍ଵେ ପତ୍ନୀଙ୍କ ଏଭଳି ପଦକ୍ଷେପ ସ୍ଵାମୀଙ୍କୁ ଶଯ୍ୟାଶାୟ! କରିଥିଲା! ପରେ ପରେ ତାଙ୍କ ମୁତ୍ୟୁ ଘଟିଥିଲା! ଏହା ପରେ ଅଟୋଚାଳକ ବ୍ରଜ ଇଷ୍ଟର ପାଖକୁ ଆସି ଦିନେଅଧେ ରହି ଚାଲି ଯାଉଥିଲେ! ଇଷ୍ଟର ଦ୍ୱିତୀୟ ବିବାହ କରିଥିବା କଥ! ନିଜ  ସହକର୍ମୀମାନଙ୍କୁ କହୁଥିଲେ ବି ସେମାନଙ୍କ  ବିଚାହକୁ ପାଖପଡ଼ୋଶ! ଲୋକେ ଦେଖି ନ ଥିବାରୁ ସନ୍ଦେହରେ ରହିଥିଲେ! ହେଲେ କିଛି ଦିନ ପରେ ୨୦୦୨ରେ ରାଉରକେଲା ବାହାରେ ଏକ ମନ୍ଦିରରେ ହିନ୍ଦୁ ପରମ୍ପର! ଅନୁସାରେ ସେମାନଙ୍କ ବିବାହ ହୋଇଥିବା କହି ଇଷ୍ଟର ଓ ବ୍ରଜ ଛେଣ୍ଡ  କଳିଙ୍ଗ  ବିହାରସ୍ତିତ  ବି’୪୮ କ୍ରାର୍ଟର୍ସରେ ଏକାଠି ରହିବାରୁ ପଡ଼ୋଶ! ନିଶ୍ଚିତ ହୋଇଯାଇଥିଲେ!
   ଇଷ୍ଟରଙ୍କ  ସହ ରହିବା ପରେ ବ୍ରଜ ଅଟୋ ଚଳାଇବା ବନ୍ଦ କରି ରାଉରକେଲା ସିଭିଲ୍ ଟାଉନ୍ ସିପ୍ ରେ ଏକ ମୋଟର ପର୍ଟ୍ସ  ଦୋକାନ ଓ ପରେ ଗୋଟିଏ ଟ୍ରାଭେଲ୍ ଏଜେନ ସି  ଖୋଲିଥିଲେ! ଏଥିପାଇଁ ଇଷ୍ଟର ତାଙ୍କୁ ଆଥିକ ସହାୟତା ଦେଇଥିଲେ! ଏପଟେ ବ୍ରଜ ବି--ଇଷ୍ଟରଇଂ କୋ-ଅପରେଟିଭ୍ କଲୋନିର କ୍ରୀର୍ଟର୍ସକୁ ତିଆରି କରିବାରେ କିଛି ଟଙ୍ଗା ଖର୍ଚ୍ଚ କରିଥିଲେ! ପରେ ପରେ ବ୍ରଜଙ୍କ ବେପାର  ରେ ବାରମ୍ବାର କ୍ଷତି ଘଟିଲା! ସେ ରଷ୍ଟରଙ୍କୁ  ବାରମ୍ବାର ଟଙ୍କା ମାଗି ବାଲିଲେ’ ଥରେ ଦୁଇଥର ଟଙ୍ଗା ଦେବା ପରେ ଇଷ୍ଟର ଟଙ୍ଗା ଦେବା ବନ୍ଦ କରି ଦେଇଥିଲେ! ଇତିମଧ୍ୟରେ ବ୍ରଜଇଂ ଭାଣିଜୀ ମଧୁସ୍ମିତା ଙ୍କୁ  ଇଷ୍ଟର କଟକ ସାଲେପୂରରୁ ନେଇ ଆସି ନିଜ ପାଖରେ ରଖିଥିଲା ମଧୃସ୍ତିତା ବେଦବ୍ୟାସ କଲେଜରେ ନାମ ଲେଖାଇ ପଢୁଥିଲେ! ଖୀବ୍ରିଆନ ଧର୍ମର ଇଷ୍ଟରଇଂ ସଂଷ୍ପର୍ଶରେ ଆସି ମଧୂସ୍ତିତା ବି ନିଜ ଧର୍ମ ପରିବର୍ଭନ କରି ଦେଇଥିଲେ, ଯାହାକି ବ୍ରଳକୁ ଉଭ୍ୟକ୍ତ କରିଥିଲା!  ହେଲେ ସେ ଟଙ୍ଗା ଆଶାରେ ଚୁପ୍ ରହିଥିଲେ! ଏପଟେ ପ୍ରଥମ ସ୍ଵାମାଙ୍କୁ  ଛାଡ଼ପତ୍ର ଦେଇଥିଲେ ବି ତାଙ୍କ ଔସେରୁ ଜାତ ଦୁର ପୁଅ ଝିଅଙ୍କ ଯାବତୀୟ ଖର୍ଚ୍ଚ ଇଷ୍ଟର ହିଁ ବୁଝୁଥିଲେ! ସ୍ଵାମୀଙ୍କ ମୁତ୍ୟୁ ପରେ ତାଙ୍କ ଦରମାର ଅର୍ବାଧିକ ଟଙ୍କ! ସେମାନଙ୍କ ପଛରେ ଖର୍ଚ୍ଚ କରିବାକୁ ଇଷ୍ଟର କୌଣସି ଦ୍ରିଧା କରୁନ ଥିଲେ! ଏହା ମଧ୍ଯ ବ୍ରଜଙ୍କୁ ନାପସନ୍ଦ ହୋଇଥିଲା! ସେ ଇଷ୍ଟରଙ୍କୁ  ଏଥିପାଇଁ ତାଗିବ୍ କରିଥିଲା! ତେବେ ନିଜ ଗର୍ଭରୁ ଜାତ ପୁଅ ଝିଅଙ୍କ ପାଇଁ ସେ ବ୍ରଜଳୁ ମ୍ପୁହେଁ ମ୍ପୂହେଁ ଜବାବ ଦେଇଥିଲେ! ଏପରିକି ଝିଅର ବିବାହରେ ଲକ୍ଷ ଲକ୍ଷ ଟଙ୍କ! ଖର୍ଚ୍ଚ କରିଥିଲେ ଇଷ୍ଟର! ଏପଟେ ଗୋଟିଏ ଚୋଲି ପୂଅ ମାରାତୂକ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଜୋଲକାତାର ଏକ ଘରୋଇ ଡାଲରଖାନାଲେ ଭର୍ତି  ହୋଇଥିଲେ!  ତାର ବ୍ୟୟବହୁଳ ଚିକିତ୍ସା କଥା ବୁଝୁଥିଲେ ଇଷ୍ଟର! ଏହାକୁ ନେଇ ବ୍ରଜ ଆପରି ଉଠାଇବା ସହିତ ନୁଆ ବ୍ୟବସାୟ ପାଇଁ ପୁଣି ଟଙ୍ଗା ମାଗିଥିଲା! ଏପରିକି ଟଙ୍କା ପାଇଁ ତାଙ୍କ ଡି/୪୮ ଘର ବିକ୍ରି କରି ଦେବାକୁ ବ୍ରଜ ଚାପ ପକାଇ ଆସୁଥିଲା! ହେଲେ ଇଷ୍ଟର ଟଙ୍ଗା ଦେବାକୁ ରୋବ୍ ଠୋକ୍ ମନା କରି ଦେଇଥିଲା! ଫଳରେ ଇଷ୍ଟରଇଂ ଝିଅ ବାହାଘରରେ ବ୍ରଜ ଯୋଗ ଦେଇ ନ ଥିଲା! ଝିଅର ବିବାହ ପରଠାରୁ ବ୍ରଜ ସହରର ଅନ୍ୟତ୍ର ଘରଭଡ଼ା ନେଇ ଅଲଗା ରହିବାକୁ ଲାଗିଲା! ବ୍ରଜର ଅଲଗା ରହିବା କଥାଳୁ ଇଷ୍ଟର ଏତେ ଗୁରୁତ୍ଵ ଦେଇ ନ ଥିଲେ! ଡାଙ୍କୁ  କେବଳ ପୂଅର ଚିନ୍ତା ପାରିଥିଲା!
 
     ସେପ୍ଟେମ୍ବର ୨୭ରେ ହେବାକୁଥିବା ଅପରେସନ୍ ପାଇଁ ଆବଶ୍ୟକ ୪ ଲକ୍ଷ ଟଙ୍କା ପାଇଁ ସେ କଲୁଙ୍ଗା  ଏଡିବିରୁ ଋଣ ଉଠାଇଥିଲେ! ଘ ରେ ୧୦ ଲକ୍ଷର ସୁନା ଅଳଙ୍କାର ବି ଥିଲା! ଇଷ୍ଟର ୨୬ ତାରିଖରେ ଳୋଲ୍ କାଡା ଯିବାକୁ  ପ୍ରସ୍ତୁତ ହୋଇଥିଲେ  ! ଏ ସମ୍ପର୍କ ରେ ବ୍ରଜ ଅବଗତ ଥିଲା ! 6ତୂଣୁୟା ପୂବରୁ ଇଷ୍ଟରଳୁ ଭୁଲମାଗି  ୨୫ ତାରଖରେ ତାଇଂ ଘରକୁ ଚାଲ ଆସ ଥିଲା!
ତା’ ପରଗୁଁ ୨୬ ତାରିଖରେ ଳୋଲ୍କାତା ପହଞ୍ଚିବାକୁ ଥିବା ଇଷ୍ଟର ଲାପତ୍ତ! ହୋଇଯାଇଥିଲା! ଘରେ ତାଲା ପଡ଼ିଥିବା ବେଳେ ମୋବାଇଲ୍ ବି ସ୍ତିବ୍ ଅଫ୍ ଥିଲା! ସମ୍ବିତର କଲ୍ ପାଇ ସନ୍ତୋଷ କଲିଙ୍ଗ  ବିହାର ଯାଇଥିଲେ! ହେରେ ଡି’୪୮ ଘରେ ତାଲା ପଡ଼ିଥିବା ଓ ଭିତରୁ ଦୁର୍ଗନ୍ଧ ଆସୁଥିବା ଜାଣି ସନ୍ତୋଷ ଛେନ୍ଦ ଥାନାକୁ ଖବର କରିଥିଲେ! ୨୭ ତାରିଖ ସକାଳେ ପୁଲିସ ସମ୍ପର୍କ1ୟମାନଇଂ ସାସ୍ନାରେ ଗ୍ରିଲ୍ ଖୋଲିବା ପରେ ଘର ଭିତରେ ଇଷ୍ଟର ଓ ମଧୁସ୍ଥିତାଙ୍କ  ଗଳିତ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା! ଶବ ଦୁଇଟିକୁ ଉଦ୍ଧାର କରି ବ୍ଯବଢ଼େଦ ପାଇଁ ପଠାଇ ଦେବା ପରେ ଏସ୍ .ପି ରମାଶଇଂର ଦାଶଙ୍କ ପ୍ରତ୍ୟକ୍ଷ ତତ୍ପାଚଧୀନ ଓ ଛେଣ୍ଡ  ଥାନା ଅଧିକାରୀ ଗଗନ ବିହାରୀ ବିଶ୍ବାଳଙ୍କ ନେତୃତ୍ଵରେ ଛାନ୍ ରିନ୍ ଆରମୁ କରିଥିଲା ପୁଲିସ! ତେବେ ଘଟଣା ପରଠାରୁ ବ୍ରଜ ଫେରାର ହୋଇଯାଇଥିବାରୁ ତା’ ଉପରେ ସନ୍ଦେହ ଘନୀଭୂତ ହୋଇଥିଲା! ୨୦୧୭ ଅଗୋଚର ୧ ତାରିଖରେ ରାଞ୍ଚିରୁ ରାଉରକେଲା ଫେରୁଥିବା ବେଳେ ଛେକ ପୁଲିସ ବେଦବ୍ୟାସ ନିକଟରେ ତାକୁ ଗିରଫ କରିଥିଲା! ଗିରଫ ହେବା ପରେ ଇଷ୍ଟର ଓ ମଧୁସ୍ମିତା କୁହତ୍ୟା କରିଥିବା କଥା ନିଜେ ହିଁ ପ୍ରକାଶ କରିଥିଲା ବ୍ରଜା

ସେଇ କାଳ ରାତି

ଇଷ୍ଟର ଟଙ୍କା ଦେବାକୁ ମନ! କରିଦେବା ଓ ପ୍ରଥମ ସ୍ବାମୀଙ୍କ ଔରସର ପୁଅ ଝିଅଙ୍କ ପାଇଁ ସବୁତକ ଟଙ୍କା ଖର୍ଚ୍ଚ କରିବା ବ୍ରଜକୁ ହତାଶ କରିଥିଲା! ବେପାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୁଅର ଚିକିତ୍ସା ପାଇଁ ଇଷ୍ଟର ୪ ଲକ୍ଷ ଟଙ୍କା ଋଣ କରିବା ଘଟଣା ବ୍ରଜକୁ କ୍ଷୁଦୃ କରିଥିଲା ! ଏଭଳି ସ୍ଥିତିରେ ଭାଣିଜୀ ମଧୁସ୍ମିତା ଙ୍କୁ  ଖ୍ରୀଷ୍ଟିଆନ ଧର୍ମକୁ ପରିବରିତ କରାଇବା ପରେ ବିଚଳିତ ବ୍ରଜ ଏହାର ତୀବ୍ର ପ୍ରତିବାଦ କରିବାକୁ ଇଷ୍ଟର ତାକୁ ଘରୁ ବାହାର କରି ଦେଇଥିଲେ! ଯାହ! ବ୍ରଜର କୋଷକୁ ଦ୍ୱିଗୁଣିତ କରିଥିଲା! ଏହାପରେ ସେ ଇଷ୍ଟରକୁ ଶେଷ କରିବାକୁ ଯେ!କନା କରିଥିଲା! ଏଥିପାଇଁ ଭାଣିଜୀକୁ ର୍ଗାକୁ ଚାଲିଯିବାକୁ କହିଥିଲା! ହତ୍ୟାକାଶ୍ରର ଦିନକ ପୂର୍ବରୁ ଭାଣିଜୀ ମଧୁସ୍ଥିବାକୁ ନେଇଯିବାକୁ ସାଲେପୂରରେ ରହୁଥିବା ଭିଣୋଇକୁ ଖଚର କରିଥିଲା ସେ! ଭିଣୋଇଠାରୁ କୌଣସି ଉତ୍ତର ମିଳି ନ ଥିଲା! ୨୬ ତାରିଖରେ ଇଷ୍ଟର ପୁଅର ଚିକିତ୍ସା ପାଇଁ ଟଙ୍ଗା ନେଇ କୋଲକାତା  ଯିବାକୁ ଥିବାରୁ ନିଜ ପୋକନାକୁ ରୁପ ଦେବା ପାଇଁ ବ୍ରଜ ୨୫ ତାରିଖ ରାତିରେ ସେଠାକୁଆସି ରହିଥିଲା! ରାତି ସାଢ଼େ ୧ ୨ଟାରେ ସମସ୍ତେ ଶୋଇଯିବା ପରେ ବ୍ରଜ ଘର ଭିତରେ ରଖିଥିବା ଳୁହାରତ୍ ଓ ଛୁରି ବାହାର କରି ନିଦରେ ଥିବ! ଇଷ୍ଟର ଉପରକୁ ମାଡ଼ିଯାଇ ଶକ ପ୍ରହାର କରିଥିଲା! ଇଷ୍ଟର ଆର୍ଭ ବିକାର କରିବା ପୂର୍ବରୁ ମାଡ଼ିଚସି ଛୁରିରେ ତଂଟି କାଟି  ଦେଇଥିଲା! ଠିକ୍ ଏହି ସମୟରେ ଭାଣିଜୀ ମଧୁସ୍ମିତା  ଉଠି ମାମ୍ପୂଙ୍କ  ଜଘନ୍ୟକାଣ୍ଡ  ଦେଖି ପକାଇବାରୁ  ତା’ ବେକକୁ ବାପି ଶ୍ଵାସରୁଦ୍ଧ କରି ମାରିଥିଲା! ହତ୍ୟା ପରେ ଭିତରପଟୁ କବାଟ ବନ୍ଦ କରି ଝର୍କ! ଦେଇ ଚମ୍ପଟ ମାରିଥିଲା! ସ୍ଵାମୀ ଥାଇ ବି  ପର ପୁରୁଷ ପ୍ରେମ କେବଳ ଇଷ୍ଟରଙ୍କ  ପାଇଁ କାଳ ଡାକି ଆଣି ନ ଥିଲା, ନିର୍ବୋଷ ଭାଣିଜୀର ବି ପ୍ରାଣ ନେଇଥିଲା!

Double Murder Rocks Rourkela Steel City


No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...