Friday 20 October 2017

ପଥହୁଡ଼ା ପ୍ରେମ





 


            ପ୍ରେମ ଏକ ସ୍ଵର୍ଗୀୟ ଅନୁଭବ ! ଦୁଇ ମନର ମଧୁର ମିଳନ ! 6ଯି!ବନରେ ପାଦ ଥାପିଲେ ପ୍ରତିଟି ଯୁବାହୃଦୟରେ ଏହା ଉତ୍ରେକ ହେବ! ସ୍ୱାଭାବିକ ଏହା କେତେବେଳେ, କେଉଁଠି, କାହା ସହିତ, କିପରି ହୋଇଯାଏ ତାହା ଜାଣି ହୁଏନ! ଶିଉଳିମଖା ଏହି ପ୍ରେମପଥରେ ମାପିଟୁପି ଚାଲିଜାଣିଲେ ଜୀବନରେ ଭରିଯାଏ ଆନନ୍ଦ ହିଁ ଆନନ୍ଦ ! ହେଲେ ଏହି ସ୍ଵର୍ଗୀୟ ଆନନ୍ଦ ଯଦି ଉଦ୍ଦେଶ୍ୟ ପ୍ରଣେ!ଦିତ ଓ ଛଳନାର ପୃଷ୍ଠଭୂମିରେ ଗଢ଼ିଉଠେ ତାହା ନିଶ୍ଚିତ ବିପଭିଳୁ ଡାକିଆଣେ ଆଉ ପଥହୂଡ଼ା ପ୍ରେମର ଗେ!ଡ଼ଖସା ଗନ୍ତବ୍ୟ ଯେ କେତେ ଭୟଙ୍କର ହୋଇପାରେ ତାହା    ନିକଟରେ ରାଜଧାନୀ ଭୁବନେଶ୍ଵରରେ ଘଟିଥିବା  ଗଳାକଟା ହତ୍ୟାକାଣ୍ଡରୁ  ସହଜେ ଅନୁମେୟ





 ଘଟଣାଟି ହେଉଛି ରାଜଧାନୀ ଭୁବନେଶ୍ୱର ଇନ୍ଟଫାସିଟି ଥାନା ଅଧୀନ କାନନବିହାରସ୍ଥିତ ଟପକ-୨ ଏମ୍ଆଇ ୫ର ! ସେପ୍ଟେମ୍ବର ୨୫ ତାରିଖ ରାତି ୧୨,୧୫ରେ ରନ୍ତଫାସିଟି ଥାନାକୁ ଆସିଥିଲା  ଏକ ତଫାନ୍କଲ୍ ! ରିସିଭର ଉଠାଇବା ମାତ୍ରେ ଆରପଟୁ ସୂଚନା ମିଲିଥିଲା  ଏକ ହତ୍ୟାକାଣ୍ଡର ! ଇନ୍ସପେକ୍ଟର ବନିତ! ମହ!ରଣାଙ୍କ ନେତୃତ୍ଵରେ ପୋଲିସ ତୂରନ୍ତ ପହଞ୍ଚି ଯାଇଥିଲା  ଘଟଣାସ୍ଥଳରେ ଘରର କବାଟ ଅଧାଖୋଲା ଥିବା ବେଳେ କଣେ ଯୁବତୀଙ୍କ ରକ୍ତଜୁଯୁଟୁଯୁ ଶର1ର ପଡ଼ିଥିଲା  ଚଟାଣ ଗତିରେ ! ପୋଲିସ ଭିତରକୁ ଯାର ଜିନିଷପତ୍ର ଏଣେତେଣେ ପଡ଼ିଥିବା ! ଓ ଯୁବତୀଙ୍କ ବେକକୁଏକ ଧାରୁ ଆ ଅସ୍ତ୍ରରେ ୩ ଥର କଟାଯାରଥିବା ! ଦେଖ୍ବାକୁ ପାଇଥିଲା  ! କିଛିକ୍ଷଣ ପାଇଁ ପୋଲିସ ଏହା ଆତ୍ମହତ୍ୟା ବୋଲି ଭାବିଥିଲେ  ହେଁ ପାଲିପାଶ୍ୱିକ ପରିସ୍ଥିତିରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସ୍ଥିରନିଶ୍ଚିତ
ହୋରଯାରଥିଲା  ! ଘର ମାଲିକଙ୍କଠୁ ରକ୍ତ ଯୁବତୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ପରେ ପୋଲିସ ତାଙ୍କ ପରିବାର ଲୋକଙ୍ଗୁ ଘଟଣା ସମ୍ପର୍କରେ କଣାରଥିଲେ  ! ଯୁବତୀଙ୍କ ପିତ! ଘଟଣାସ୍ଥଳରେ ପହଞ୍ଚିବା ପରେ ଶବ ବ୍ଯବତ୍ରେଦ ପାଇଁ ନିଆଯାରଥିଲା  ! ପିତାଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ହତ୍ୟା ମାମଲା ରୁ ଜୁ କରି ଆରମ୍ଭ କଲିଥିଲା
ତଦନ୍ତ

ବିଭିନ୍ନ ଦାଓପେଞ୍ଚ ଖେଳି ପୋଲିସ ୧୦ ଦିନର ଖୋଳତୀଡ଼ ପରେ ଘଟଣା ସମ୍ପର୍କରେ ଜାଣିପାରିଥିଲା  ! ଆର ପ୍ରକୃତ ଅପରାଧୀ କିଏ ଜାଣିବ! ପରେ ପୋଲିସର ଡୋଳା ଖୋସି ହୋରଯାରଥିଲା  କାରଣ ମୁଖ୍ୟ ଅପରାଧୀ ସିଏ ଥିଲା  ଯିଏ ୧୦ ଦିନ କାଳ ଆଖ୍ରେ ଧୂଳି ଦେଇ ପୋଲିସ ଚାରିପାଖରେ ଘୂଲିଟୁଲୁଥିଲା  ! ଅପରାଧୀକୁ
ତୁରନ୍ତ ଧର ବୋଲି ଦାବି କରୁ ଥିଲା  ! ଶବ କବତଠାରୁ  ଆରମ୍ଭ କରି ବ୍ଯବତ୍ରେଦ ପର୍ଯ୍ଯନ୍ତ ସେଠାରେ ଉପସ୍ଥିତ ରହି ଯୁବତୀର ପିତାଳୁ ସାନ୍ସନା ଦେଉଥିଲା  ! ଏମିତି ପ୍ରମାଣ ଜୁଟାର ପୋଲିସ ରକ୍ତ ଅପରାଧୀକୁ କାଟୁ କରିଥିଲା  ଦୋଷ ସ୍ୱୀକାର କରିବା ଛଡ଼ା ତ!’ ପାଖରେ ଆଉ ଅନ୍ୟ ଉପାୟ ନ ଥିଲା

ଅଭିଯୁକ୍ତର ସ୍ୱୀକ!ରେ!ରି ଅନୁସାରେ ଘଟଣା ପଛର ପୂର! କାହାଣୀଟି ହେଉଛି- ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ନିର୍ବାସ! ଭାରତ ତରଣ ଦାସକ° ଝିଅ ହସିନା ଦାସ ୨୦୧୨ରେ କଳିଙ୍ଗ ହହିଟାଲର ଲାବରେଟୋରୀରେ ଫାର୍ମୀସିଷ୍ଟ ଭାବେ କାମ କରୁ ଥିବା  ବେଳେ ତାର ସାକ୍ଷାତ ହୋଇଥିଲା  ସହଯୋଗୀ ଲାବରେଟୋରୀୟାନ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ନୁଆସାହି ନିବାସୀ ପ୍ରଦ୍ୟୁମ୍ନ କୁମାର ପରିଡ଼ା ସହିତ ! ସାଥ୍ହୋର କ!ମ କରୁ କରୁ  ଦୁହିଁଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା  ! ପ୍ରଦ୍ୟୁମ୍ନ ଖଣ୍ଡଗିରି ଥାନା ଳୋଳଥ୍ଆରେ ଭଡ଼ାରେ ରହୁଥିବା  ବେଳେ ହସିନା କଣେ ସାଙ୍ଗକ° ସହିତ ଇନ୍ତଫାସିସି ଥାନା କାନନବିହାର ଫେକ୍-୨ ଏମ୍ଆଇଜି-୫ରେ ଭଡ଼ାଘରେ ରହୁଥିଲେ  ! ପାଞ୍ଚ ବର୍ଷର ପ୍ରେମ ସମ୍ପର୍କ ପରେ
୨୦୧୭ରେ ହସିନା କଳିଙ୍ଗ ଛାଡ଼ି ଆପୋଲ ହହିଟାଲରେ ଯୋଗ ଦେରଥିଲେ  ! ଏହାର କିଛିଦିନ ମଧ୍ୟ ରେ ୩୬ ବର୍ଷାୟ ପ୍ରଦ୍ୟୁମ୍ନ ମଧ୍ୟ  କଳିଙ୍ଗ ହସିଟାଲରୁ  କ!ମ ଛାଡି଼ଦେଇଥିଲା  ! କିଛିଦିନର ଦୁରତ! ମଧ୍ୟ ରେ ହସିନା ଜାଣିବାକୁପାଇଲା ଯେ ପ୍ରଦ୍ୟୁମ୍ନ ବିବାହିତ ଓ ତାର ଏକ ଝିଅ ମଧ୍ୟ  ଅଛି ! ଏହା ପରଠୁ ହସିନା ପ୍ରଦ୍ୟୁମ୍ନଠୁ ଧୀରେ ଧୀରେ ଦୁରାଇବାକୁଲାଗିଲା ! ଏହା ଅନୁଭବ କରିବା ପରେ ପ୍ରଦ୍ୟୁମ୍ନ ପାଗଳପ୍ରାୟ ହୋରରଠିଥିଲା  ! ସେ ସନ୍ଦେହ କରୁ ଥିଲା  ଯେ ହସିନା ଆଉ କେଉଁ ଯୁବକ ସହିତ ପ୍ରେମ ସମ୍ପର୍କ ରଖ୍ ତାଠୁ ଦୁରେରବାକୁ ଚାହୁଁଛି
ଶେଷରେ ସେ ନିଷ୍ପଭି ନେଇଥିଲା  ଯେ ତାର ନହେଲେ ସେ ହସିନାକୁ କାହାର ହେବାକୁ ଦେବନାହିଁ ! କିଛି ଘଟିବା ପୂର୍ବରୁ ସବୁଦିନ ପାଇଁ ସେ ତାର ଜୀବନଦୀପ ଲିଭାଇଦେବ
ମନଭିତଚ୍ଚର ଷଡ଼ଯନ୍ତ୍ର ରଚିଚାଲିଥିବା  ପ୍ରଦ୍ୟୁମ୍ନ ସେପ୍ଟେମ୍ବର ୨୫ ତାରିଖ ସନ୍ଯାରେ ହସିନାକୁ ଫେ!ନ୍ କରିଥିଲା  ! ସେ ଜାଣିଥିଲା  ତାସାଙ୍ଗ ଦଶହରା ପାଇଁ ଗୟ୍ର୍ଟିଳୁ ଚାଲିଯାରଥିବା ରୁ  ସେ ସମ୍ପୂର୍ଣ୍ଣ ଏକୁଟିଆ ଅଛି ! ବାରମ୍ବାର ରିଚ୍ଚାତ୍ତିହେବା ସକେ ହସିନା ଫେ!ନ୍ ନ ଉଠାଇବାରୁ  ପ୍ରଦ୍ୟୁମ୍ନ ମୁଣ୍ଡକୁ ପାର! ଚଢ଼ିଯାଇଥିଲା  ! ସେ ସଙ୍ଗେ ସଙ୍ଗେ ବାଇକ ଧରି କାନନବିହାରସ୍ଥିତ ହସିନାର ଭଡ଼ାଘରେ ପହଞ୍ଚି ଯାଇଥିଲା  ! ସେଠାରେ ସ!ମ୍ନ!ସ!ମ୍ବି ପ୍ରେମିକାକୁ ଦେଖ୍ବା ପରେ ପ୍ରଦ୍ୟୁମ୍ନ ଟିକେ ଥଣ୍ଡା ପଡି଼ଯାଇଥିଲା  ! ତାକୁ ଦେଖ୍ ହସିନା ରାଗରେ ପଞ୍ଚମ ହୋଇଯାଇଥିଲେ  ହେଁ ପ୍ରଦ୍ୟୁମ୍ନ ତାକୁ ଟୁଝାଇସୁଝାଇ କୌଣସିମତେ ଶାନ୍ତ କରାଇ ଦେଇଥିଲା  ! ପରେ କିଛିସମୟ ପାଇଁ ଦୁହେଁ ବୁଲିବାକୁ ବାହାରକୁ ଚାଲିଯାଇଥିଲେ  ! ସେଠାରୁ  ରାତି ୧ଠଟାରେ ଫେରିଦୁହେଁ ରୋଷେଇବାସ କରି ଖାଇଥିଲେ  

ଖାଇସାରିବା ପରେ ଦୁହେଁ ସେମାନକ° ଦୁରିଆ ପ୍ରେମ ସମ୍ପର୍କରେ ଆଲୋଚନା କରିଥିଲେ  ପ୍ରଦୁମ୍ନ ତାର ସନ୍ଦେହ ସମ୍ପର୍କରେ ପ୍ରଶ୍ନ କରିବାରୁ  ହସିନା ଭୀଷଣ ରାଗିଯାଇଥିଲା  ଓ ଦୁହିଁକ° ମଧ୍ୟ ରେ ଯୁକ୍ତିତର୍କ ହୋଇଥିଲା  ! ଏଥ୍ରେ ଉତ୍କ୍ଷିପ୍ତ ହୋଇ ପ୍ରଦ୍ୟୁମ୍ନ ରୋଷେଇଘରେ ଥିବା  ଏକ ପରିବାକଟା ଛୁରି ଆଣି ହସିନାର ବେକରେ ଲଗାଇଦେବାରୁ  ଉଭୟଙ୍କ ମଧ୍ୟ ରେ ଧସ୍ତାଧସ୍ତି ହୋଇଥିଲା  ! ହିତାହିତ ଜ୍ଞାନ ହରାଇ ଶେଷରେ ପ୍ରଦ୍ୟୁମ୍ନ ହସିନାର ବେକକୁ ଛୁରିରେ ୩ ଥର କାଟିଦେଇଥିଲା  ! ତଳେପଡି଼
ହସିନା ଚିକ୍ରାର କରିବାରୁ  ଏକ ତକିଆରେ ପ୍ରଦ୍ୟୁମ୍ନ ତାର ମୁହଁକୁ ଚାପିଧରିଥିଲା  ! ଅସହାୟ ହସିନାର ଶରୀର କଡ଼ ପାଲଟିଯିବା ପରେ ପ୍ରଦ୍ୟୁମ୍ନ ଆଖୁ ପିଛୁଳାକେ ସେଠାରୁ ଉଭାନ ହୋଇଯାଇଥିଲା  ଉଠାଇବାରୁ  ପ୍ରଦ୍ୟୁମ୍ନ ମୁଣ୍ଡକୁ ପାର! ଚଢ଼ିଯାଇଥିଲା  !


ସେ ସଙ୍ଗେ ସଙ୍ଗେ ବାଇକ ଧରି କାନନବିହାରସ୍ଥିତ ହସିନାର ଭଡ଼ାଘରେ ପହଞ୍ଚି ଯାଇଥିଲା  ! ସେଠାରେ ସ!ମ୍ନ!ସ!ମ୍ବି ପ୍ରେମିକାକୁ ଦେଖ୍ବା ପରେ ପ୍ରଦ୍ୟୁମ୍ନ ଟିକେ ଥଣ୍ଡା ପଡି଼ଯାଇଥିଲା  ! ତାକୁ ଦେଖ୍ ହସିନା ରାଗରେ ପଞ୍ଚମ ହୋଇଯାଇଥିଲେ  ହେଁ ପ୍ରଦ୍ୟୁମ୍ନ ତାକୁ ଟୁଝାଇସୁଝାଇ କୌଣସିମତେ ଶାନ୍ତ କରାଇ ଦେଇଥିଲା  ! ପରେ କିଛିସମୟ ପାଇଁ ଦୁହେଁ ବୁଲିବାକୁ ବାହାରକୁ ଚାଲିଯାଇଥିଲେ  ! ସେଠାରୁ  ରାତି ୧ଠଟାରେ ଫେରି ଦୁହେଁ ରୋଷେଇବାସ କରି ଖାଇଥିଲେ  ! ଖାଇସାରିବା ପରେ ଦୁହେଁ ସେମାନକ° ଦୁରିଆ ପ୍ରେମ ସମ୍ପର୍କରେ ଆଲୋଚନା କରିଥିଲେ ପ୍ରଦୁମ୍ନ ତାର ସନ୍ଦେହ ସମ୍ପର୍କରେ ପ୍ରଶ୍ନ କରିବାରୁ  ହସିନା ଭୀଷଣ ରାଗିଯାଇଥିଲା  ଓ ଦୁହିଁକ°ମଧ୍ୟ ରେ ଯୁକ୍ତିତର୍କ ହୋଇଥିଲା  ! ଏଥ୍ରେ ଉତ୍କ୍ଷିପ୍ତ ହୋଇ ପ୍ରଦ୍ୟୁମ୍ନ ରୋଷେଇଘରେ ଥିବା  ଏକ ପରିବାକଟା ଛୁରି ଆଣି ହସିନାର ବେକରେ ଲଗାଇଦେବାରୁ  ଉଭୟଙ୍କ ମଧ୍ୟ ରେ ଧସ୍ତାଧସ୍ତି ହୋଇଥିଲା  ! ହିତାହିତ ଜ୍ଞାନ ହରାଇ ଶେଷରେ ପ୍ରଦ୍ୟୁମ୍ନ ହସିନାର ବେକକୁ ଛୁରିରେ ୩ ଥର କାଟିଦେଇଥିଲା  ! ତଳେପଡି଼ ହସିନା ଚିକ୍ରାର କରିବାରୁ  ଏକ ତକିଆରେ ପ୍ରଦ୍ୟୁମ୍ନ ତାର ମୁହଁକୁ ଚାପିଧରିଥିଲା  ! ଅସହାୟ ହସିନାର ଶରୀର କଡ଼ ପାଲଟିଯିବା ପରେ ପ୍ରଦ୍ୟୁମ୍ନ ଆଖୁ ପିଛୁଳାକେ ସେଠାରୁ ଉଭାନ ହୋଇଯାଇଥିଲା 

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...