ବିଧ୍ ର ବିଧାନ ବଡ଼ ବିଚିତ୍ର ! ଭାଗ୍ୟଚକ୍ରରେ ଘୂରି କିଏ କେତେବେଳେ କେଉଁ ସ୍ଥିତିରେ ପହଞ୍ଚିଯାଏ ତାହା ଚ୍ଚାଣିହୂଏନା ! ଧନୀ ଚାହୁଁ ଚାହୁଁ ରଙ୍କ ପାଲଟିଯାଏ ତ ରଙ୍କ ଧନଜୁବେର ! ଅନିଚ୍ଛା ସତ୍ୱେ କିଏ ବନିଯାଏ ଅପରାଧୀ ତ ଆଉ କିଏ କ୍ଷଣିକେ ପାପ ମାର୍ଗ ଛାଡ଼ି ବନିଯାଏ ତପସ୍ୱୀ ନିୟଡିର ଏଭଳି ବିଡ଼ମ୍ବନାର ପାତ୍ର ବନିଥିଲେ ହରିଆଣାର ପ୍ରସିଦ୍ଧ ଗାୟିକା ତଥା ନୃତ୍ୟାଙ୍ଗନା ହର୍ଷିତା ଦାହିୟା !
ଆପଣାର ଲେ!କ ଦ୍ୱାର! ଆଖ୍ଆଗରେ ମା’ଙ୍କ ହତ୍ୟା ଓ ନିଜ ଇଜତ ଯିବା ଯନ୍ତ୍ରଣାର ପ୍ରତିଶୋଧ ନେବାକୁ ଦସ୍ଥ୍ୟରାଣୀ ଫୁଲନ ନ୍ଦେବୀ ସାଜିଥିବା ହର୍ଷିତା ଯେ ଏତେ ଶୀଘ୍ର ମୃତ୍ୟୁକୁ ଆପଣାଇବେ ତାହା ଥିଲା ସମସ୍ତଙ୍କ ବିଶ୍ଵାସର ବାହାରେ ! ଆସନ୍ତୁ ଜାଣିବା ହର୍ଷିତା ଙ୍କ ଯନ୍ତ୍ରଣାସିକ୍ତ’ ରହସ୍ୟ, ର ମାଞ୍ଚଭର! ଜୀବନର ଦୁଃଖଦ ଅନ୍ତ ସମ୍ପର୍କରେ…..
୧୭ ଅକ୍ଟୋବର ଦିନ ଦୁଇଟାରେ ସୋନିପଥ ଜିଲ୍ଲା ଚମରାଡ଼ା ଗାଁରେ ହରିଆଣାର ସୁପ୍ରସିଦ୍ଧ ଗାୟିକା ଓ ନୃତ୍ୟାଙ୍ଗନା ହର୍ଷିତା ଦାହିୟାଙ୍ଗୁ ଗୂଳିକଲିବା ସମ୍ବାଦ ପାଇବାମାତ୍ରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କଲିଦେରଥିଲା ତଦନ୍ତ ! ପ୍ରଥମେ ପୋଲିସ ଏକ ବିବାଦୀୟ ସଙ୍ଗାତ ଭିଡିଓ ପାଇଁ ହତ୍ୟା ହୋଇଥିବା ସନ୍ଦେହ କରିଥିଲା କିନ୍ତୁ ପରେ ହର୍ଷିତା ଙ୍କ ଭଉଣୀ ଲତା ଏହି ହତ୍ୟାକାଣ୍ଡ ପାଇଁ ତାଙ୍କ ସ୍ଵାମୀ ଦାୟୀ ବେ!ଲି ଇସରାନା ଥାନାଗେ ମାମଲା ଦାଏର କଲିଥିଲେ ! ପୂର୍ବରୁ ତିହାଡ଼ ଜେଲ୍ରେ ବନ୍ଦୀଥିବା ପୋଲିସ ଅଭିଯୁକ୍ତକୁ ଲିମାଣ୍ଡରେ ଆଣି ଜେର! କରିବା ପରେ ସେ ଘଟଣାପଛର ସମସ୍ତ କାହାଣୀ ବଖାଣି ଦେଇଥିଲେ
ଅଭିଯୁକ୍ତର ସ୍ୱୀକାଗୋଲି ଅନୁସାରେ- ସୋନିପଥର ନାହର! ନାହରି ନିବାସୀ ଡିଟିସିରେ କାର୍ଯ୍ଯରତ ରାମକୁମାରଙ୍କର ପତ୍ନୀ ପ୍ରେମ ଦେବା ଓ ୩ ଝିଅଙ୍ଗୁ ନେଇ ଥିଲା ହସଖୁସିର ପରିବାର ଦଶବର୍ଷ ପୂର୍ବେ ସ୍ଵାମୀଙ୍କ ହୃଦ୍ ଘାତରେ ମୃତ୍ୟୁ ହେବାରୁ ପ୍ରେମଦେବା
୩ ଝିଅଙ୍କୁ ଧରି ସୋନିପଥ ଛାଡ଼ି ଦିଲ୍ଲୀର ନରେଲାସ୍ଥିତ ସ୍ଵତନ୍ତ୍ର ନଗର ଚାଲିଆସିଥିଲେ ! ବଡ଼ ଝିଅର ବିବାହ ପରେ ମଝିଆ ଝିଅ ଲତାର° ବିବାହ ୨୦୧୨ରେ ପ୍ରେମଦେବା ଦିଲ୍ଲୀର କରାଲା ନିବାସୀ ଦିନେଶ ମାଥୁର ସହିତ କରାଇ ଦେଇଥିଲେ ! ଦିନେଶ ଜଣେ ରଗ୍ରସ୍ଵଭାବ ଓ ଅପରାଧୀପ୍ରବଣ ବ୍ୟକ୍ତି 6ହ!ରଥିବାରୁ ବିବାହର ଏକ ବର୍ଷ ମଧ୍ୟରେ ଲତା ଦିନେଶକୁ ଛାଡ଼ି ବାପଘରକୁ ଚାଲିଆସିଥିଲେ ଏହାକୁ କିନ୍ତୁ ସହଜରେ ଗ୍ରହଣ କରିପାରି ନଥିଲା ଦିନେଶ କ୍ରୋଧପରବଶ ହୋଇ ୨୦୧୪ରେ ଦିନେଶ ଲତାକ° ଦଶମରେ ପଢୁ ଥିବା ଭରଣା ଗୀତାକୁ ସ୍କୁଲରୁ ଟେକିନେଇ ବଳାକ୍ରାର କରିଥିଲା ଯାହ!ର ପ୍ରତ୍ଯକ୍ଷଦର୍ଗୀ ଥିଲେ ମା’ ପ୍ରେମଦେବୀ ! ତାକ ଅଭିଯୋଗ କ୍ରମେ ଦିଲ୍ଲୀର କାଞ୍ଚାବାଲା ଥାନ!ରେ ମାମଲା ରୁ କୁ ହୋରଥିଲା
ଇତିମଧ୍ୟରେ ଯୁକ୍ତ ଦୁଇ ରୁ ପାଠ ଛାଡି଼ଦେଇଥିବା ଗୀତା ପରିବାର ପ୍ରତିପୋଷଣ ପାଇଁ ପିଲାଦିନର ନୃତ୍ୟଗୀତ ପ୍ରତି ଥିବା ଆକର୍ଷଣକୁ ପେସା ଭାବରେ ଗ୍ରହଣ କରିନେଇଥିଲା ! ସୁଢ଼ଳ ଶର1ର ଓ ଉଚ୍ଚକୋଟୀର ନୃତ ପାଇଁ ଚାହୁଁ ଚାହୁଁ ସେ ହରିଆଣାର ପ୍ରସିଦ୍ଧ ନୃତ୍ୟାଙ୍ଗନା ମଧ୍ୟରେ ସ୍ଥାନ ପାରପାରିଥିଲା ! ଏହ! ପରେ ସେ ବଦଳାଇ ଦେରଥିଲେ ନିଜର ନାମ ! ଲୋକପ୍ରିୟତାର ଶୀର୍ଷ ଛୁଇଁବା ପାଇଁ ସେ ଗୀତାରୁ ପାଲଟି ଯାରଥିଲେ ହର୍ଷିତା ଦାହିୟା
ଏଟେ ସଟୁ ସଫଳତା ପାରସାରିଥିଲେ ହେଁ ବିଗତ ସମୟର ଦୁଃଖଦ ଦିନଗୁଡି଼କୁ ଭୁଲିପାରି ନଥିଲେ ୨୩ ବର୍ଷାୟ ହର୍ଷିତା ! ମ!’ ହତ୍ୟାକ!ର1 ଭିଣୋଇକୁ ସେ ଯେନତେନ ପ୍ରକାର ହତ୍ୟା କରିବାକୁ ପଣ କରିନେରଥିଲେ ! ଏଥ୍ ପାଇଁ ସେ କୁଖ୍ୟାତ ଅପରାଧୀ ରବିନ୍ଦ୍ର ପୁଗଥଲା ଗଙ୍ଗ ରେ ସାମିଲ ହୋଇଯାଇଥିଲା ! ଏପରିକି ଏକଦା ନରେଲାଠାରେ ହଷିତ! ନିଜେ ଦିନେଶ ଉପରକୁ ଗୁଳି କରିଥିଲେ ହେଁ ସେ ଅଳ୍ପକେ ବର୍ତି ଯାଇଥିଲା ! ଏଥ୍ପାଇଁ ହର୍ଷିତା ଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା କୁକୁ ହୋଇଥିଲା ! ଏହାପରେ ୨୦୧୬ ରବିନ୍ଦ୍ରର ଅଡ୍ଡା ସମ୍ପର୍କରେ ପୋଲିସ ସୃରାକ୍ ପାଇ ଚଢ଼ାଉ କରିବା ବେଳେ ସେ ଖସିଯାଇଥିଲେ ହେଁ ହର୍ଷିତା ଓ ତାଙ୍କର ଜଣେ ସାଥୀ ଦେଶୀ ବନ୍ଧୁକ ସହିତ ଗିରଫ ହୋଇଥିଲେ ! ଏହା ପରେ ୨୦୧୭ ଫେବୃଆରୀ ୧୦ ତାରିଖରେ ଏକ ଏନ୍କାଉଣ୍ଟରରେ ରବୀନ୍ଦ୍ରର ମୃତ୍ୟୁ ହୋଇଥିଲା
ଅନ୍ୟପଟେ କୁଳିମାଡ଼ରୁ ଅଳ୍ପକେ ତରିବା ଦିନଠାରୁ ଦିନେଶ ନିଜେ ବଞ୍ଚିବାକୁ ହେଲେ ହର୍ଷିତା କୁ ମରିବାକୁ ପଡ଼ିବ ବୋଲି ସ୍ଥିର ନିଶ୍ଚିତ ହୋଇଯାଇଥିଲେ ! ଏହାଛଡ଼ା ଶାଶୁହତ୍ୟା ମାମଲାର ଶେଷ ଶୁଣାଣି ନିକଟତର ହୋଇଯାଇଥିବାରୁ ଏହା ପ୍ରତ୍ଯକ୍ଷ ସାକ୍ଷୀ ଜୀବିତ ଥିବା ପର୍ଯ୍ଯନ୍ତ ମୃତ୍ୟୁଦଣ୍ଡ ସୁନିଶ୍ଚିତ ଜାଣି ଜେଲ୍ ଭିତରୁ ସେ ହର୍ଷିତା ର ମୃତ୍ୟୁ ଯୋଜନା ରଚିବାରେ ଲାଗିପଡି଼ଥିଲା !
ଯୋଜନା ମୁତାବକ ଦିନେଶ ୪ ଜଣ କିଲରଙ୍କୁ ସୂପାରି ଦେଇ ହର୍ଷିତା କ ପଛରେ ଲଗାଇ ଦେଇଥିଲା ! ୧୭ ଅକ୍ଟୋବର ଦିନ ହର୍ଷିତା ଚମରାଡ଼ା ଗାଁରେ ଅନୁଷ୍ଠିତ କିଷାନ ମିଶନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ! ଏହା ଶେଷ ହେବା ପରେ ପ୍ରାୟ ଦିନ ୨ଟାରେ ହର୍ଷିତା ଏକ ଅ!ଇ-୧ଠ କାର୍ ଯୋଗେ ତିନି ସାଥୀକ° ସହ ନରେଲା ଫେରୁ ଥିଲେ ! ଚମରାଡ଼ା ଗାଁ ରୁ କାଳୋଦା ଅଭିମୁଖେ ଯିବା ସମୟରେ ହର୍ଷିତା ଙ୍କ କା ରକୁ ପୂର୍ବରୁ ପିଛାକରି ସୁଯୋଗ ଅପେକ୍ଷାରେ ଥିବା ଦିନେଶକ ୪ ସାଥୀ ଏକ କଳା ରଙ୍ଗର ଫୋ ର୍ଡ ଫିଗୋ କାରରେ ଆସି ଅଟକାଇ ଦେଇଥିଲେ ! କିଛି ବୁଝିବା ପୂର୍ବରୁ ଚାରି ଦୁବୃତ ଡ୍ରାଇଭର’ଦୁଇ ସହଯୋଗୀ ଗୁମଡ଼ ନିବାସୀ ସଞ୍ଜ1ବ ଓ ବଲ୍ଲଭଗଡ଼ ନିବାସୀ ନିଶାଳୁ ଗାଡି଼ରୁ ଜବରଦସ୍ତି ଓହ୍ମାରଦେବା ପରେ ହର୍ଷିତା ଙ୍କ ଉପ ରକୁ ଅନ୍ଧାଧୁନ ଗୁଳି କରିଥିଲେ ! ତିନୋଟି ଗୁଳି ଶର1ର’ ଦୁଇଟି ଗୁଳି ପଛମୁଣ୍ଡ’ ଗୋଟିଏ ଛାତିରେ ବାଜିବାରୁ ଘଟଣାସ୍ଥଳରେ ହିଁହର୍ଷିତା କ ପ୍ରାଣବାୟୁ ରଡ଼ିଯାଇଥିଲା
ପତ୍ନୀ ଲତାଙ୍କ ଅଭିଯୋଗ କ୍ରମେ ଦିନେଶକୂ’ରିମାଣ୍ଡରେ ଅଣାଯାଇ ୪ ସୂପାରି ଳିଲରଙ୍କ ସମ୍ପର୍କରେ ଜେରା କରାଯାଉଛି ! ହେଲେ ଏହି ଚାରିସୂପାରି ଳିଲରଙ୍କ କୌଣସି ସୂରାଗ ମିଳିପାରି ନାହିଁ! ଘଟଣା ସମ୍ପର୍କରେ ବିସ୍ତାର ଭାବେ ଲତାଳୁ ମଧ୍ୟ ଜେର! କରାଯାଉଛି ! ଖୁବଶୀଘ୍ର ଘଟଣାକୁ ରୁ ପ ଦେଇଥିବା ଚାରି ଅପରାଧୀଳୁ ଗିରଫ କରାଯିବ ବୋଲି ପାନୀପଥ ଡି.ଏ ସ୍ .ପି ଦେଶରାଜ ଗଣମାଧ୍ୟକୁ ସୂଚନା ଦେଇଛନ୍ତି
No comments:
Post a Comment