Thursday 9 November 2017

ହତଭାଗି ଡ୍ୟାନ୍ସର ହର୍ଷିତା




        ବିଧ୍ ର ବିଧାନ ବଡ଼ ବିଚିତ୍ର ! ଭାଗ୍ୟଚକ୍ରରେ  ଘୂରି କିଏ କେତେବେଳେ କେଉଁ ସ୍ଥିତିରେ ପହଞ୍ଚିଯାଏ ତାହା ଚ୍ଚାଣିହୂଏନା ! ଧନୀ ଚାହୁଁ ଚାହୁଁ ରଙ୍କ ପାଲଟିଯାଏ ତ ରଙ୍କ ଧନଜୁବେର ! ଅନିଚ୍ଛା ସତ୍ୱେ  କିଏ ବନିଯାଏ ଅପରାଧୀ ତ ଆଉ କିଏ କ୍ଷଣିକେ ପାପ ମାର୍ଗ ଛାଡ଼ି ବନିଯାଏ ତପସ୍ୱୀ ନିୟଡିର ଏଭଳି ବିଡ଼ମ୍ବନାର ପାତ୍ର ବନିଥିଲେ ହରିଆଣାର ପ୍ରସିଦ୍ଧ ଗାୟିକା ତଥା ନୃତ୍ୟାଙ୍ଗନା ହର୍ଷିତା ଦାହିୟା !     

 ଆପଣାର ଲେ!କ ଦ୍ୱାର! ଆଖ୍ଆଗରେ ମା’ଙ୍କ ହତ୍ୟା ଓ ନିଜ ଇଜତ ଯିବା ଯନ୍ତ୍ରଣାର ପ୍ରତିଶୋଧ ନେବାକୁ ଦସ୍ଥ୍ୟରାଣୀ ଫୁଲନ ନ୍ଦେବୀ ସାଜିଥିବା ହର୍ଷିତା  ଯେ ଏତେ ଶୀଘ୍ର ମୃତ୍ୟୁକୁ ଆପଣାଇବେ ତାହା ଥିଲା  ସମସ୍ତଙ୍କ ବିଶ୍ଵାସର ବାହାରେ ! ଆସନ୍ତୁ ଜାଣିବା ହର୍ଷିତା ଙ୍କ ଯନ୍ତ୍ରଣାସିକ୍ତ’ ରହସ୍ୟ, ର ମାଞ୍ଚଭର! ଜୀବନର ଦୁଃଖଦ ଅନ୍ତ ସମ୍ପର୍କରେ…..


୧୭ ଅକ୍ଟୋବର ଦିନ ଦୁଇଟାରେ ସୋନିପଥ ଜିଲ୍ଲା ଚମରାଡ଼ା ଗାଁରେ ହରିଆଣାର ସୁପ୍ରସିଦ୍ଧ ଗାୟିକା ଓ ନୃତ୍ୟାଙ୍ଗନା ହର୍ଷିତା  ଦାହିୟାଙ୍ଗୁ ଗୂଳିକଲିବା ସମ୍ବାଦ ପାଇବାମାତ୍ରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କଲିଦେରଥିଲା  ତଦନ୍ତ ! ପ୍ରଥମେ ପୋଲିସ ଏକ ବିବାଦୀୟ ସଙ୍ଗାତ ଭିଡିଓ ପାଇଁ  ହତ୍ୟା ହୋଇଥିବା ସନ୍ଦେହ କରିଥିଲା  କିନ୍ତୁ ପରେ ହର୍ଷିତା ଙ୍କ  ଭଉଣୀ ଲତା ଏହି ହତ୍ୟାକାଣ୍ଡ ପାଇଁ ତାଙ୍କ ସ୍ଵାମୀ ଦାୟୀ ବେ!ଲି ଇସରାନା ଥାନାଗେ ମାମଲା ଦାଏର କଲିଥିଲେ  ! ପୂର୍ବରୁ ତିହାଡ଼ ଜେଲ୍ରେ ବନ୍ଦୀଥିବା ପୋଲିସ ଅଭିଯୁକ୍ତକୁ ଲିମାଣ୍ଡରେ ଆଣି ଜେର! କରିବା ପରେ ସେ ଘଟଣାପଛର ସମସ୍ତ କାହାଣୀ ବଖାଣି ଦେଇଥିଲେ

ଅଭିଯୁକ୍ତର ସ୍ୱୀକାଗୋଲି ଅନୁସାରେ- ସୋନିପଥର ନାହର! ନାହରି ନିବାସୀ ଡିଟିସିରେ କାର୍ଯ୍ଯରତ ରାମକୁମାରଙ୍କର ପତ୍ନୀ  ପ୍ରେମ ଦେବା ଓ ୩ ଝିଅଙ୍ଗୁ ନେଇ ଥିଲା  ହସଖୁସିର ପରିବାର ଦଶବର୍ଷ ପୂର୍ବେ ସ୍ଵାମୀଙ୍କ  ହୃଦ୍ ଘାତରେ ମୃତ୍ୟୁ ହେବାରୁ ପ୍ରେମଦେବା
୩ ଝିଅଙ୍କୁ  ଧରି ସୋନିପଥ ଛାଡ଼ି ଦିଲ୍ଲୀର ନରେଲାସ୍ଥିତ ସ୍ଵତନ୍ତ୍ର ନଗର ଚାଲିଆସିଥିଲେ  ! ବଡ଼ ଝିଅର ବିବାହ ପରେ ମଝିଆ ଝିଅ ଲତାର° ବିବାହ ୨୦୧୨ରେ ପ୍ରେମଦେବା ଦିଲ୍ଲୀର କରାଲା ନିବାସୀ ଦିନେଶ ମାଥୁର ସହିତ କରାଇ ଦେଇଥିଲେ  ! ଦିନେଶ ଜଣେ ରଗ୍ରସ୍ଵଭାବ ଓ ଅପରାଧୀପ୍ରବଣ ବ୍ୟକ୍ତି  6ହ!ରଥିବାରୁ  ବିବାହର ଏକ ବର୍ଷ   ମଧ୍ୟରେ ଲତା ଦିନେଶକୁ ଛାଡ଼ି ବାପଘରକୁ ଚାଲିଆସିଥିଲେ  ଏହାକୁ କିନ୍ତୁ  ସହଜରେ ଗ୍ରହଣ କରିପାରି ନଥିଲା  ଦିନେଶ କ୍ରୋଧପରବଶ ହୋଇ ୨୦୧୪ରେ ଦିନେଶ ଲତାକ° ଦଶମରେ ପଢୁ ଥିବା ଭରଣା ଗୀତାକୁ ସ୍କୁଲରୁ  ଟେକିନେଇ ବଳାକ୍ରାର କରିଥିଲା  ଯାହ!ର ପ୍ରତ୍ଯକ୍ଷଦର୍ଗୀ ଥିଲେ  ମା’ ପ୍ରେମଦେବୀ ! ତାକ ଅଭିଯୋଗ କ୍ରମେ ଦିଲ୍ଲୀର କାଞ୍ଚାବାଲା ଥାନ!ରେ ମାମଲା ରୁ କୁ ହୋରଥିଲା
ହେଲେ ଦିନେଶ ଶାଶୂକୁ ମାମଲା ଉଠାଇ ନେବାପାଇଁ ଚାପ ପକାଇବା ସହ ହତ୍ୟା ଧମକ ମଧ୍ୟ ଦେଉଥିଲା  ! ହେଲେ ପ୍ରେମଦେବା ତାକ ଜିଦ୍ ରେ ଅଟଳ ରହିବାକୁ ୧୭ ଡିସେମ୍ବର ୨୦୧୪ରେ ଦିନେଶ ପ୍ରେମଦେବୀକୁ ଗୀତାଙ୍କ  ସମ୍ମୁଖରେ ଗୂଳିକରି ହତ୍ୟା କରିଥିଲା  ! ଏ ସମ୍ପର୍କରେ ନରେଲା ଥାନାରେ ହତ୍ୟାମାମଲା ରୁ କୁ ହେବାପରେ ଦିନେଶକୁ ଜେଲ୍ ହୋରଯାରଥିଲା

ଇତିମଧ୍ୟରେ ଯୁକ୍ତ ଦୁଇ ରୁ ପାଠ ଛାଡି଼ଦେଇଥିବା ଗୀତା ପରିବାର ପ୍ରତିପୋଷଣ ପାଇଁ ପିଲାଦିନର ନୃତ୍ୟଗୀତ ପ୍ରତି ଥିବା ଆକର୍ଷଣକୁ ପେସା ଭାବରେ ଗ୍ରହଣ କରିନେଇଥିଲା  ! ସୁଢ଼ଳ ଶର1ର ଓ ଉଚ୍ଚକୋଟୀର ନୃତ ପାଇଁ ଚାହୁଁ ଚାହୁଁ ସେ ହରିଆଣାର ପ୍ରସିଦ୍ଧ ନୃତ୍ୟାଙ୍ଗନା  ମଧ୍ୟରେ ସ୍ଥାନ ପାରପାରିଥିଲା  ! ଏହ! ପରେ ସେ ବଦଳାଇ ଦେରଥିଲେ  ନିଜର ନାମ ! ଲୋକପ୍ରିୟତାର ଶୀର୍ଷ ଛୁଇଁବା ପାଇଁ ସେ ଗୀତାରୁ  ପାଲଟି ଯାରଥିଲେ  ହର୍ଷିତା  ଦାହିୟା

ଏଟେ ସଟୁ ସଫଳତା ପାରସାରିଥିଲେ  ହେଁ ବିଗତ ସମୟର ଦୁଃଖଦ ଦିନଗୁଡି଼କୁ ଭୁଲିପାରି ନଥିଲେ  ୨୩ ବର୍ଷାୟ ହର୍ଷିତା  ! ମ!’ ହତ୍ୟାକ!ର1 ଭିଣୋଇକୁ ସେ ଯେନତେନ ପ୍ରକାର ହତ୍ୟା କରିବାକୁ ପଣ କରିନେରଥିଲେ  ! ଏଥ୍ ପାଇଁ ସେ କୁଖ୍ୟାତ ଅପରାଧୀ ରବିନ୍ଦ୍ର ପୁଗଥଲା ଗଙ୍ଗ ରେ ସାମିଲ ହୋଇଯାଇଥିଲା  ! ଏପରିକି ଏକଦା ନରେଲାଠାରେ ହଷିତ! ନିଜେ ଦିନେଶ ଉପରକୁ ଗୁଳି କରିଥିଲେ  ହେଁ ସେ ଅଳ୍ପକେ ବର୍ତି ଯାଇଥିଲା  ! ଏଥ୍ପାଇଁ ହର୍ଷିତା ଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା କୁକୁ ହୋଇଥିଲା  ! ଏହାପରେ ୨୦୧୬ ରବିନ୍ଦ୍ରର ଅଡ୍ଡା  ସମ୍ପର୍କରେ ପୋଲିସ ସୃରାକ୍ ପାଇ ଚଢ଼ାଉ କରିବା ବେଳେ ସେ ଖସିଯାଇଥିଲେ  ହେଁ ହର୍ଷିତା  ଓ ତାଙ୍କର ଜଣେ ସାଥୀ ଦେଶୀ ବନ୍ଧୁକ ସହିତ ଗିରଫ ହୋଇଥିଲେ  ! ଏହା ପରେ ୨୦୧୭ ଫେବୃଆରୀ ୧୦ ତାରିଖରେ ଏକ ଏନ୍କାଉଣ୍ଟରରେ ରବୀନ୍ଦ୍ରର ମୃତ୍ୟୁ ହୋଇଥିଲା

ଅନ୍ୟପଟେ କୁଳିମାଡ଼ରୁ  ଅଳ୍ପକେ ତରିବା ଦିନଠାରୁ ଦିନେଶ ନିଜେ ବଞ୍ଚିବାକୁ ହେଲେ ହର୍ଷିତା କୁ ମରିବାକୁ ପଡ଼ିବ ବୋଲି ସ୍ଥିର ନିଶ୍ଚିତ ହୋଇଯାଇଥିଲେ  ! ଏହାଛଡ଼ା ଶାଶୁହତ୍ୟା ମାମଲାର ଶେଷ ଶୁଣାଣି ନିକଟତର ହୋଇଯାଇଥିବାରୁ  ଏହା ପ୍ରତ୍ଯକ୍ଷ ସାକ୍ଷୀ ଜୀବିତ ଥିବା ପର୍ଯ୍ଯନ୍ତ ମୃତ୍ୟୁଦଣ୍ଡ ସୁନିଶ୍ଚିତ ଜାଣି ଜେଲ୍ ଭିତରୁ  ସେ ହର୍ଷିତା ର ମୃତ୍ୟୁ ଯୋଜନା ରଚିବାରେ ଲାଗିପଡି଼ଥିଲା  !
ଯୋଜନା ମୁତାବକ ଦିନେଶ ୪ ଜଣ କିଲରଙ୍କୁ  ସୂପାରି ଦେଇ ହର୍ଷିତା କ ପଛରେ ଲଗାଇ ଦେଇଥିଲା  ! ୧୭ ଅକ୍ଟୋବର ଦିନ ହର୍ଷିତା  ଚମରାଡ଼ା ଗାଁରେ ଅନୁଷ୍ଠିତ କିଷାନ ମିଶନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ  ! ଏହା ଶେଷ ହେବା ପରେ ପ୍ରାୟ ଦିନ ୨ଟାରେ ହର୍ଷିତା  ଏକ ଅ!ଇ-୧ଠ କାର୍ ଯୋଗେ ତିନି ସାଥୀକ° ସହ ନରେଲା ଫେରୁ ଥିଲେ  ! ଚମରାଡ଼ା ଗାଁ ରୁ  କାଳୋଦା ଅଭିମୁଖେ ଯିବା ସମୟରେ ହର୍ଷିତା ଙ୍କ କା ରକୁ ପୂର୍ବରୁ ପିଛାକରି ସୁଯୋଗ ଅପେକ୍ଷାରେ ଥିବା ଦିନେଶକ ୪ ସାଥୀ ଏକ କଳା ରଙ୍ଗର ଫୋ  ର୍ଡ ଫିଗୋ କାରରେ ଆସି ଅଟକାଇ ଦେଇଥିଲେ  ! କିଛି ବୁଝିବା ପୂର୍ବରୁ ଚାରି ଦୁବୃତ  ଡ୍ରାଇଭର’ଦୁଇ  ସହଯୋଗୀ ଗୁମଡ଼ ନିବାସୀ ସଞ୍ଜ1ବ ଓ ବଲ୍ଲଭଗଡ଼ ନିବାସୀ ନିଶାଳୁ ଗାଡି଼ରୁ  ଜବରଦସ୍ତି ଓହ୍ମାରଦେବା ପରେ ହର୍ଷିତା ଙ୍କ ଉପ ରକୁ ଅନ୍ଧାଧୁନ ଗୁଳି କରିଥିଲେ  ! ତିନୋଟି ଗୁଳି ଶର1ର’ ଦୁଇଟି ଗୁଳି ପଛମୁଣ୍ଡ’ ଗୋଟିଏ ଛାତିରେ ବାଜିବାରୁ  ଘଟଣାସ୍ଥଳରେ ହିଁହର୍ଷିତା କ ପ୍ରାଣବାୟୁ ରଡ଼ିଯାଇଥିଲା

ପତ୍ନୀ ଲତାଙ୍କ ଅଭିଯୋଗ କ୍ରମେ ଦିନେଶକୂ’ରିମାଣ୍ଡରେ ଅଣାଯାଇ ୪ ସୂପାରି ଳିଲରଙ୍କ ସମ୍ପର୍କରେ ଜେରା କରାଯାଉଛି ! ହେଲେ ଏହି ଚାରିସୂପାରି ଳିଲରଙ୍କ  କୌଣସି ସୂରାଗ ମିଳିପାରି ନାହିଁ! ଘଟଣା ସମ୍ପର୍କରେ ବିସ୍ତାର ଭାବେ ଲତାଳୁ ମଧ୍ୟ ଜେର! କରାଯାଉଛି ! ଖୁବଶୀଘ୍ର ଘଟଣାକୁ ରୁ ପ ଦେଇଥିବା ଚାରି ଅପରାଧୀଳୁ ଗିରଫ କରାଯିବ ବୋଲି  ପାନୀପଥ ଡି.ଏ ସ୍ .ପି ଦେଶରାଜ ଗଣମାଧ୍ୟକୁ ସୂଚନା ଦେଇଛନ୍ତି

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...