Sunday 5 November 2017

ପ୍ରେମର ରଙ୍ଗ



ତା ବାପା  ମା’ଙ୍କ ପାଇଁ ଆରତି ବଂଚି ଥିଲା  ବଲ୍ଲୀରେ ରହୂଥିଲା  ! ସେମାନକୁ ନି ୟମତ ଚଠ ଲେଖୁଥିଲା ! ତେବେ ଆରଡ଼ିକୁ ସେମାନେ ଭେଟିବାକୁ ତାହୁଁ ନ  ଥିଲେ ; ଅଥବା ସେ କେଉଁଠି ଅଛି ବୋଲି ଜାଣିବାକୁ ଇଚ୍ଛା କରୁ ନ  ଥିଲେ ! କାରଣ ସେମାନଙ୍କ ପାଇଁ ଆରତି ଥିଲା  ଗୋଟେ ବାଜେଝିଅ! ବାହ! ନ ହୋଇ ସେ ପ୍ରେମିକ ଘରେ ରହୂଥିଲା ! କାହାକୁ ନ ଜଣେଇ ପ୍ରେମିକକୁ ବାହା ହୋଇଥିଲା  ! ଖାଲି ସେତିକି ନୁହେଁ ; ଦିନେ ସେ ପ୍ରେମିକକୁ ଛାଡ଼ିଦେଇ ଆଉ ଜଣକ ସହିତ ପଳେଇ ଯାଇଥିଲା ! ସେଥିଲା ଗି ସେମାନେ କେହି ଆରତି ବିଷୟରେ ଚିନ୍ତାକଚୁନ  ଥିଲେ  ! ତେବେ ଆରତି ଯେ ବଞ୍ଛି ଚି  ସେମାନେ ଏକଥା ଭଲଭାବରେ ଜାଣି ଥିଲେ ! ହେଲେ ଦୀର୍ଘ ଆଠବର୍ଷ ପରେ ସିନେ ପୋଲିସ ପହଞ୍ଚ ସେମାନକୁ ମେକେଇଦ୍ଦେଲ୍ୟା କହିଲା ଯେ, ଆରତି ଆଉ ନାହିଁ ! ସେ ଆଠବର୍ଷ ତନୁ ମରିସାରିଛି! ତାକୁ ମାରି ଦିଆଯାଇଛି! ତାକୁ ମାରିଦ୍ଦେଇଛି ଖୋଦ୍ ତ!’ ପ୍ରେମିକ

ପୋଲିସ ଆରତିର ମା’ ରାଧାଦ୍ଦେବୀକ ଠାରୁ ଜାଣିଲ! ଯେ, ଆରତି ଭଲ ପାଉଥିଲା  ପଡ଼ୋଶୀ ମହେନ୍ଦ୍ର ସିଂର ସାନପୁଅ ବିଜେନ୍ଦ୍ର ସିଂକୁ! ମହେନ୍ଦ୍ର ସିଂ ଓ ଆରତିର ବାପା ବିଶାଳବାବୁ ଦିଲ୍ଲୀର ସୁଲତାନୀପୁରୀଠାରେ ପାଖାପାଖ୍ ଘର ଭଡ଼ା ନେଇ ରହୂ ଥିଲେ ! ଆରତି ଖୁବ୍ ଦୁଃସାହସ! ଝିଅ ଥିଲା ! ବିଜେନ୍ଦ୍ର ଓ ସେ ପରସରକୁ ଖୁବ୍ ପିଲାଟି ବେଳୁ ଜାଣି ଥିଲେ ! ବୟସ ବଢିବା ସହିତ ସେମାନକ ସମ୍ପର୍କର ସଂଜ୍ଞା ବଦଳିଗଲା! ନୂଆନୂଆ ଯୌବନରେ ପାଦ ଥାପିଥିବା  ଆରତିର ‘କିଲର ସ୍ନାଇଲ୍’ରେ ଦିନେ ଘାଇଲା ହୋଇଗଲା ବିଜେନ୍ଦ୍ର! ସେ ବି ମନେମନେ ପସନ୍ଦ କରୂଥିଲା  ଆରଡ଼ିକୁ! ଆଉ ଆରତିଠାରୂ ସବୁଜ ସଂକେତ ପାଇଯିବ! ପରେ ସେ ଆଦୌ ତେରି କଲାନାହିଁ ତାକୁ ପ୍ରପୋକ କରିବା ପାଇଁ ଦିନେ ସେ ଏକୁଟିଆ ବେଜେ ଆରକେ ଭେଟି କହିଲା:‘ଆରତି! ମୁଁତତେ ଭଲପାଉଛି !’ ଆରତି ବିଏମିତି ଏକ ମୁହୁର୍ଭର ଅପେକ୍ଷାରେ ଥିଲା ! ସେ ଚଟାପଟ୍ କହିଦେଲା‘ମୁଁବି ତତେ ଭଲ ପାଉଛି !’ ଏହାପରେ ପ୍ରେମର ଗାଡ଼ି ଷ୍ଟାର୍ଚ ହୋଇଗଲା!

ସେମାନେ ପରସରକୁ ଏକାନ୍ତରେ ଭେଟିଲେ!ଦୁହେଁ ଦୁହିଁଙ୍କୁ  ପାଇବା ପାଇଁ ବ୍ୟାକୁଳ ହୋଇଉଠିଲେ! ତେବେ ବିଜେନ୍ଦ୍ର ତୁଳନାରେ ବେଶି ବ୍ୟାକୁଳତା ରହିଥିଲା  ଆରତି ମନରେ ! ସେ ବିଜେନ୍ଦ୍ର କୁ ଦିନଟିଏ ନ ଦେଖ୍ଲେ କିମ୍ବା ତା’ ସହ କଥ! ନ ହେଲେ ରହିପାରୁ  ନ ଥିଲା ! ଦିଲ୍ଲୀରେ ପ୍ରେମୀ ଯୁଗଳଙ୍କ ପାଇଁ ନିରୋଳା ସ୍ଥାନର ଆଦୌ ଅଭାବ ନାହିଁ ! ସେଥିଲା ଗି ସେମାନେ ପ୍ରତ୍ୟେକ ଦିନ ଘଣ୍ଟାଘଣ୍ଟା ଧରି ବିଭିନ୍ନ ସ୍ଥାନରେ ବସୂଥିଲେ! ଆଉ ସେମାନେ ପରମ୍ୱରକୁ କୌଣସି ସୁପରହିଟ୍ ହିନ୍ଦୀ ଫିଲ୍ମର ନାୟକ ନାୟିକା ମନେ କରୁ  ଥିଲେ
ଆରତି ଜାଣିଥିଲା ’ ବିଜେନ୍ଦ୍ର ମନରେ ତା’ ଦେହକୁ ନେଇ ମାୟା ଲାଗିଛି! ଆଉ ସେଥ୍ ପାଇଁ ସେ ମଧ୍ୟ  ପ୍ରସ୍ତୁତ ହୋଇ ରହିଥିଲା ! କାରଣ ତା’ ପାଇଁ ବିଜେନ୍ଦ୍ର  ସଚୂକଛ ଥିଲା ! ଆଉ ସେ ବଜେନ୍ଦ୍ରକୁ ତାର ସବୁକିଛି ଦେବାକୁ ପ୍ରସ୍ତୁତ ଥିଲା  ! ସତ କହିବାକୁଗଲେ ଜୀବନକୁ ମନଭର ଉପଭୋଗ କରଚା ଥିଲା  ଆରତର ମୂକମନ୍ତ୍ର! ସେଥିଲା ଗି ଯେଉଁଦିନ ଏକ ନିରୋଳା କକ୍ଷରେ ବିଜେନ୍ଦ୍ର ତାକୁ ତାର ଦେହ ମାଗିଲା ସେଦିନ ଆରତି କହିଥିଲା - ମୋର ଦବାକୁ ମନାନାହିଁ ! ହେଲେ ମୋତେ ବାହ! ହେବ ଡ? ତେବେ ଏକଥା ଖୁବ୍ ହାରକ! ଭାବରେ ପଚାରିଥିଲା  ଆରତି! ତେଣୁ ବିଜେନ୍ଦ୍ର କହିଥିଲା -‘ଯଦି ମୁଁବାହ! ହେବାକୁ ମନାକଗେ ତା’ହେଲେ କ’ଣ ତୁମେ ଭୁଲିଯାଇପାରିବ ?’ ବିଜେନ୍ଦ୍ର ଏକଥା ପଚାରିଲା କାରଣ ସେ ଭଲଭାବରେ ଜାଣିଥିଲା ’ ତା’ ବିନା ଆରତି ମରିଯାଇପାରେ ; ହେଲେ ବଞ୍ପାରିବନି! ଆରତି କହିଲା-କଦାପି ଦୁଃହଁ !ନେଇଯାଅ !ମୋଠୁ ତୁମେ ଯାହା ଚାହୁଁଛ ସେସଟୁ ନେଇଯାଅ ! ମୁଁକେବକ ତୁମକୁ ଚାହେଁ

ଏହାପରଠୁ ସେମାନକୁ ଆଉ କୌଣସି ସ୍ଥାନ ଅପହଞ୍ଚ ନ ଥିଲା  ! ଅନେକଥର ଆରତି ବିବାହ ନ କରି ବି ବିଜେନ୍ଦ୍ରର ଭୃଣକୁ ଗର୍ଭରେ ଧାରଣ କଚୂଥିଲା  ଆଉ ତାକୁ ନଷ୍ଟ ରେ ବେଉଥିଲା ! ଏହାକୁ ନେଇ ତଳେ ବ ମନସ୍ତାପ କରୁନ ଥିଲା  ଆରତି! କାରଣ ସେ କେବଳ କୁ ହିଁ ଭଲପାଉଥିଲା !
ଦିନେ ଆରତି ତା’ ବାପାମା’କୁ କହିଲା ଯେ, ସେ ବିଢେନ୍ଦ୍ରକୁ ବାହାହେଚ! ମାତ୍ର ତ!’ ପ୍ରସ୍ତାବକୁ ତା’ର ବାପାମା’ ଖୋଲାଖୋଲି ଭାବରେ ନାକଚ୍ କରିଦେଲେ ! କହିଲେ- ବିଚେନ୍ଦ୍ର ଭଳି ଗୋଟେ ନିକମ୍ମା ପିଲା ସହିତ ଆମେ ତୋର ବାହାଘର କରିପାରିନ୍ଧୁନାହିଁ! ଆରତି ବିଜେନ୍ଦ୍ରକୁ କହିଲା- ‘ତୁମେ ଏବେ ରୋଜଗାର କରୁନ କ’ଣ ପାଇଁ ? ଲୋଗୋର ନ କଲେ ମୋତେ ବାହାହେବ କେମିତି?’ ବିଜେନ୍ଦ୍ର ଆରଡ଼ିକୁ କହିଲା- ‘ମୋର ଏବେ ସଟୁ ଫୋକସ୍ ତୁମ  ଉପରେ ! ତେଣୁ  ଚାକିରି ଆଡ଼କୁ ମନ ଦେଇପାରିବି ନାହିଁ!’ ତେବେ ସେ ଆରତିକୁ ଗୋଟେ ପ୍ରସ୍ତାବ ବେଲା ! କହିଲା- ‘ଗୋଟେ କାମ କର! ତୁଃମ ମେ! ପାଖକୁ ଚାଲିଆସ! ଆମେ ଲିଭ୍-ଇନ୍-ରିଲେଶନଶିସ୍ ରେ   ରହିବା !’ ଆରତି କହିଲା- ‘ଏମିତି କେମିତି ସମ୍ଭବ! ଆମେ ବାହ! ନ ହୋଇ କେମିତି ଏକାଠି ରହିବା ! ଆମର ପିଲା ହେଲେ ତାକୁ ସମାଜ ଅବୈଧ କହିବନି!’ ବିଜେନ୍ଦ୍ର କହିଲା- ‘ତୁମେ ଏତେ ଆଗକୁ କଣ ପାଇଁଚିନ୍ତ! କରୂଛ ଆରତି? ଏତେଦିନ ଧରି ଆମେ ମିଳାମିଶା କଲେଣି! ଆମର ପିଲାପିଲି ହୋଇଛନ୍ତି ? ଠିକ୍ ସେମିତି ଆମେ ଏକାଠିରହିଲେ ଆଉ ଦିନରାତି ମିଳାମିଶା କଲେ ବି ଆମର ପିଲ! ହବନି! ଆମେ ଯେବେ ବାହାହେବ! ତା’ପରେ ଆମେ ପିଲା କରିବା! ଏଥର ହେଲା ତ?’ ଚିଜେନ୍ଦ୍ର ପ୍ରେମରେ ଅନ୍ଧ ହୋଇଯାଇଥିଲା  ଆରତି! କହିଲା, ଠିକ୍ଅଛି! ମୋତେ ଏବେ ତୁମ ପାଖକୁ ନେଇଚାଲ
 ନ! ବାହାଘର 6ହ!ଇଥିଲା  ! ନା ଶଙ୍ଖ ବାଜିଥିଲା  ନା ବାପାମା’ଙ୍କ ସହମତି ଥିଲା  ! ଆରତି କିନ୍ତୁ ବିଜେନ୍ଦ୍ର ପାଖକୁ ଚାଲିଆସିଲୀ! ବାପା ବିଶାଳ ବାବୁ ଓ ମା’ ରାଧାଦେବୀଙ୍କ ମୁଣ୍ଡରେ ଯେମିତି ଚଡ଼କ ପଡ଼ିଲା! ଦୂର୍ଜାମରେ ସେମାନେ ଗାଁଦାଣ୍ଡକୁ ବାହାରି ପାରିଲେ ନାହିଁ! ଝିଅ ଯେ ଏମିତି ସେମାନଙ୍କ ମୁହଁ କଳା କରିବ - ଏକଥା ସେମାନେ ସ୍ଵପରେ ସୁଦ୍ଧ! ଦେଖ୍ ନ  ଥିଲେ ! ଏ ଘଟଣା ବିଶାଳବାନ୍ଧୁଙ୍କ ମନରେ ଏପରି ଭାବରେ ଆଘାତ ଦ୍ଦେଇଥିଲା  ଯେ, ସେ କିଛି ଦିନ  ପରେ ଦୁଶ୍ଚିନ୍ତାରେ ପ୍ରାଣ ହଲେଇଲେ ! ତଥାପି ଆରତି ମନରେ କୌଣସି ପ୍ରାୟଶ୍ଚିତ ନ ଥିଲା  ! ସେ ଭାବିଥିଲା  ବିଜେନ୍ଦ୍ର ତା’ର ସବୁକିଛି! ସେ ବିଜେନ୍ଦ୍ର ସହିତ ସୁଖରେ ସଂସାର କରିବ!

ମାତ୍ର ସମୟର ଦୃଶ୍ୟପଟ ଥିଲା  କିଛି  ଅଲଗା! କିଛିଦିନ ବିଜେନ୍ଦ୍ର ସହିତ ଭଲରେ ଟଳିଲା ଆରତି! ପୁଣି ବିଜେନ୍ଦ୍ରର ଘରଲୋକେ ବି ଆରତିକୁ ଠିକ୍ ଭାବରେ ଗ୍ରହଣ କରିବାକୁ ପ୍ରସ୍ତୁତ ନ  ଥିଲେ ! ତା’ଛଡା  ଜିତେନ୍ଦ୍ର ଥିଲା  ଗୋଟେ ବେକାର ଯୁବକ! ସେମାନେ ତାକୁ ତ ପୋଷୁ ଥିଲେ ! ପୁଣି ସେମାନକୁ ଆରତିକୁବି ପୋଷିବା ପାଇଁ ପଡ଼ିଲା! ଆରତି ଚାହୁଁଥିଲା  ବିଜେନ୍ଦ୍ର କିଛି  ରୋକୋର କଚୁ! ହେଲେ ବିଜେନ୍ଦ୍ର ଘରୁ ଗୋତକାଢ଼ି  କୁଆଡ଼କୁ ବି  ଯିବାପାଇଁ ପ୍ରସ୍ତୁତ ନ ଥିଲା ! ଏହାକୁ ନେଇ ପ୍ରତିଦିନ ଝଗଡ଼ା ହେଲା ଆରତି ଓ ବିଜେନ୍ଦ୍ର ମଧ୍ୟ ରେ!
 ପ୍ରେମ ଆଉ ପ୍ରେମ ହୋଇ ନ ଥିଲା ! ପ୍ରେମର ରଙ୍ଗ ଫିକା ପଡ଼ିଯାଇଥିଲା ! ଆରତି ସିନା ଚିକେନ୍ଦ୍ରକୁ ମନ ପ୍ରାଣ ହୃଦୟ ଦେଇ ଭଲପାଉଥିଲା ! ହେଲେ ବିକେନ୍ଦ୍ର କେବଳ ଭଲପାଉଥିଲା  ଆରତିର ଦେହକୁ! ସେଥିଲା ରି ଆରତି ସହିତ କଳିଝଗଡ଼ା ହେବା ବେଳେ ଭାଚୂଥିଲା - ଏଇଟାକୁ ପ୍ରେମକରି ସେ ମସ୍ତବତ ଭୁଲ କରିଛି! ତା’ଛଡ଼ା ୟା ପାଖରେ ଏମିତି ଆଉ କ’ଣ ଅଛି ଯେ, ତାଳୁ ପାଖରେ ରଖ୍ବି! ତିନକୁତିନ ସେମାନଙ୍କ ମଧ୍ୟ ରେ ଦୂରତା ବଢୁଥିଲା ! ତିକ୍ତତା ବତୁଥିଲା ! ଆରତିର ଯେଉଁ ଦେହଟାକୁ ଏତେ ଭଲପାଉଥିଲା  ବିଜେନ୍ଦ୍ର ସେହି ଦେହଟାକୁ ସେ କ୍ରମଶ8 ଘୃଣା କରିବା ଆରମ୍ଭ କଲା! ଭାବିଲା, ଏଇଟା ଏବେ ମୋ ପାଇଁ ଗୋଟେ ପାଲ୍ ଚୁ ମଣିଷ! ୟା’ଠାରୂ ମୋର ଆଉକିଛି ପାଇବାର ନାହିଁ! ଓଲଟି ସେ ପିଲା ଦୁଇତିନିତା  ଜନ୍ମକରି ମୋ ଜୀବନକୁ ନର୍କ କରିଦେବ! ସାର! ଜୀବନ ଟଙ୍କାଟଙ୍କା ହୋଇ ମୋତେ ଟଙ୍କାର ଗୋଲାମ ବନେଇବେବ! ତେଣୁ ଏବେ ୟାକୁ ରାସ୍ତାରୂ ହଟେଇଦେବା ଦରକାର! ଅତଏବ, ସେ ଆରତିକୁ ମାରିଦେବାକୁ ନିଷ୍ପତି ନେଲା! ଦିନେ ରାତିରେ ଶୋଇଥିବା  ବେଳେ ତା’ ତତିତିପି ମାରିଦେଲା କଦର୍ଯ୍ଯ କରି6ଲୋ; ଯେପରି କେହି ତାକୁ ଚିଦ୍ୱି ନ ପାରିବେ! ଆଭ ଶବକୁ ନେଇ ଏକ ନିକାଞ୍ଚନ ସ୍ଥାନରେ ଡ଼ ମ୍ପ  କରିଦେଲା!

ସେତିକିରେ ସରିଗଲା ନାହିଁ ବିଜେନ୍ଦ୍ର ର କାରନାମା ! ଆରତି ଘରେ ପହଞ୍ ଭୋ ଭୋ ଗତିକରି କାଢିଲା ! କହିଲା- ‘ଆରତିକୁ ମୁଁମୋ ଜୀବନ ଦେଇ ଭଲପାଉଥିଲି ! ହେଲେ ମୋର ଚାକିରି ନାହିଁ ବୋଲି ସେ ଗୋଟେ ଆଡ଼୍ ଭୋ  କେତ ର  ପୁଅକୁ ବାହା ହୋଇ ମୋତେ ଛାଡ଼ି ଚାଲିଗଲା " ବିଜେନ୍ଦ୍ରର ମିଛକୁ ସମସ୍ତେ ସତ୍  ବୋଲି ଭାଝିଜେଲେ! କାରଣ ଆରତି ଭଳି ଗୋଟେ ବାଜେ  ଚରିତ୍ରର ଝିଅ ଯେ, ଏମିତି କାଣ୍ଡ କରିଥିବା  ସେକଥାକୁ କେହି ଅବିଶ୍ବାସ କଲେନାହିଁ! ନିଃଚ୍ଚନ୍ଦ୍ର ଭାବିଲା- ସେ ସିନା ମିଛ କହି ଆରତିର ମା’ଙ୍ଗୁ
ଭୁଲେଇଦ୍ଦେଲା! ହେଲେ ଯଦି ସତକୁସତ ସେମାନେ ଆରତିକୁଖୋଢି ବସରି ଆଉ ନ ପାଆନ୍ତି  ତା’ହେଲେ
ତା’ ମୁଣ୍ଡକୁ ଏକ୍ ଆଇଡିଆ ଆସିଲା!  ସେ କୌଣସି ଏକ କାମ ପାଇଁ ଅତୀତରେ ଆରତିଠୁ ତ!’ ନାଁ ଦସ୍ତଖତ କରିନେଇଥିଲା ! ତାହାକୁ ମାଧ୍ୟ ମ କରି ଆରତିର ମା’ଙ୍କ ନିକଟକୁ ଆରତି ହେଇ ଚିଠିଲେଖ୍ଲା ବିଜେନ୍ଦ୍ର! ଲେଖ୍ ଲା- ‘ମୁଁ ଭଲରେ ଅଛି! ବିକେନ୍ଦ୍ର ନିକମ୍ମା ଥିଲା
ଟୋଲି ତାକୁ ଚଡି ଦେ ଲି! ମୁଁ ମୋ ଜୀବନ ଭଲରେ ବଞ୍ଜୁଛି ! ମୋତେ ତୁମେ କେହି ଖୋଚ୍ଚିବନି !’ ଏମିତି ଏକ ଚିଠି ପାଇ ରାଧାଦେବୀ ଚୁପ ହୋଇଗଲେ! ରାବିଲେ, ଯେଉଁ ଝିଅ ପାଇଁ ପରିବାରର ମାନ ସମ୍ମାନ ଇକତ ଯାଇଛି! ତା’ ସ୍ବାମୀ ମରିଯାଇଛଡି ସେଭଳି ଝିଅକୁ ସେ ଖୋଯିବେ  କାହିଁକି? ଅଛି ତ ଅଛି! ଯେଉଁଠି ଅଛି ସେଇଠି ଥାଉ

ମାତ୍ର ଆଠବର୍ଷ ପରେ ପୋଲିସ ଠାରୂ ସେ ଜାଣିଲେ ସେ, ତାଙ୍କ ଆରତି ଆଉ ନାହିଁ! ରାଧାଦ୍ଦେବୀଙ୍କ ବୟାନ କ୍ରମେ ପୋଲିସ ଗିରଫ କଲ! ବିଜେନ୍ଦ୍ର କୁ! ଆଉ ଆଠବର୍ଷ ପରେ ଟିତେନ୍ଦ୍ର ନିଜ ମୁହଁରେ ନିଜ ଅପରାଧ ସ୍ୱୀକାର ଲୋ! ଡେରିରେ ହେଉ ପଛେ ଅପରାଧର ପର୍ଜାଫାଶ ହେଲ!



No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...