Sunday 7 January 2018

ଅଞ୍ଜୁ ଓ ସଞ୍ଜୁ ର ପିଲ୍ମ

      ଅଞ୍ଜୁ ଓ ସଞ୍ଜୁ! ଅଞ୍ଜୁଜଣେ ତିରିଶ ବର୍ଷିଆ ମହିଳା! ତା’ର ଗୋଟିଏ ପୁଅ ଅଛି! ସଞ୍ଜୁ ବୟସ ମାତ୍ର ଅଠର ବର୍ଷ! ଅଞ୍ଜୁ ସହ ସଞ୍ଜୁର ଦେଖାହୁ ଏ ଗୋଟେ ସି’ଗ୍ରେଡ ସିନେମା ହଲ୍ ରେ; ଯେଉଁଠି କେବଳ ପ୍ରାପ୍ତବୟସ୍କଙ୍କ ନିମନ୍ତେ ରଦିଷ୍ଟ ସିନେମା ପ୍ରଦଶିତ ହୁଏଅଞ୍ଜୁ ବିବାହିତା ଓ ଗୋଟିଏ ପିଲାର ମା’ ହୋଇଥିଲେ ବି ତ!’ ମନର ଓରିମନା ମେଣ୍ଢେଇବାକୁ  ସେ ସବୁଦିନ ଯାଇ ସେଇ ସିନେମା ହଲ୍ ରେ ପଶୋ ସେଥ୍ପାଇଁ କାହାର ଅନୁମତି ନେବ! ସେ ଦରକାର କରେନି! ତା’ସ୍ବାମୀ ବବ୍ଲୁ ଜଣେ  ରାଜମିସ୍ତି ! ସେ ସକାଳୁ ବାହାରିଯାଏ କାମକୁ! ଆଉ ଫେରିବା ବେଳକୁ ବେଳ ରତରତ କିମ୍ବା ରାତି! ଅତଏବ ସାରାଦିନ ଅଞ୍ଜୁଏଜୁଟିଅ! ! ସେ ପୁଅକୁ ଖୁଏଇ ପିଏଇ ପଡ଼ିଶା ଘରେ ଛାଡ଼ିଦିଏ ! ଆଉ ସିଧାସଳଖ ଯାଇ ସିନେମାହଲ୍ ରେ ବସିଯାଏ!
            ସେଦି ନ ବି ଅଞ୍ଜୁହଲ୍ କୁ ଗଲା!କାଉଣ୍ଟରଚୂ ଟିକେ ଟ୍ ନେଲା ! ଆଉଭିତରକୁ ପଶିଲା! ସାଧାରଣତଃ ଏ ଧରଣର ଫିଲ୍ମ ଦ୍ଦେଖ୍ ଚାକୁ ଲୋକମାନେ ମନ ଭିତରେଇଚ୍ଛ! କଚୂଥିଲେ ବି  ସାମାଜିକ ସମ୍ମାନର ଭୟ ସେମାନକୁ ବା ରଣକରେ! ପୁଣି ଦିନରେ ତ ବିଲକୁଲ ନିଃଷଧ! ତେଣୁ ହଲ୍ ରେ ଅଞ୍ଜୁ ଭକି କାଁ ଭାଁ  ଲୋକଙ୍କର ଭିଡ଼ ଜମେ! ସେଦିନ କି ହଲ୍ ରେ ବେଶି ଭିଡ଼ ନଥିଲା ! ପ୍ରେକ୍ଷାଳୟ ଭିତରେ ଛାଇଆଲୁଅର ଏକ ବୀଚି ତ୍ର ପରିବେଶ ସୃଷ୍ଠିହୋଇଥିଲା  ! ଅଞ୍ଜୁ ଗୋ ଟେ କୋଣରେଯାଇ ଚୂଫ୍ ଚାଫ୍ ବସି ପଡ଼ିଲା
ଶୋ’ ଆରମ୍ଭ ହୋଇ ନ ଥାଏ!ହଲ ଭିତରକୁ କିଛିକିଛି ଲୋକ ପ୍ରବେଶକଚୁଥାନ୍ତି ! ସେହି ଲୋକକ ଭିତରେ ଥାଏ କଣେ ୧୮/୧୯ବର୍ଷର ପିଲା!ସଞ୍ଜୁ! ସଞ୍ଜୁ ହଲ୍ ଭିତରକୁ ପଶି କିଛି ସମୟ ଏଣିକି ତେଣିକି ଦେଖିଲା !!! କିଛି ସମୟ ପରେ ତା’ର ନଜର ଆସିଅଟକିଲା ଅଞ୍ଜୁ ନିକଟରେ! ସେ ଅଞ୍ଜୁକୁ  ବେଶ୍ କିଛି ସମୟ ଦେଖ୍ ଲା ! ନିଜ ସିଟ ରେ ବସି ପଡ଼ିଲା! ପୁଣି ଠିଆ ହୋଇ ଅଞ୍ଜୁକୁ ଅନେଇଲା! ଦେଖ୍ ଲା’ ହଲର ଗୋଟେ କୋଣରେ ଅଞ୍ଜୁ ଏକୁଟିଆବସିଛି! ଆଖପାଖରେ କେହି ଜଣେ ବି ନାହାନ୍ତି  ହଲଭିତରେ ଆଲୋକ ଆଉ ଅନ୍ଧାରେ ସମ୍ପାତ ଏଭଳିଭାବରେ ସୃଷ୍ଠି ହୋଇଛି ଯେ, ଖୁବ୍ ଭଲକରି ଆଖର ରେଟିନା ଉପରେ ଚାପ ନ ଦେବା ଯାଏ ଅଞ୍ଜୁକୁ ଦେଖ୍ ବା ସମ୍ଭବ ହେଉନାହିଁ!

             କିଛି ସମୟ ଚିନ୍ତାକଲା ସଞ୍ଜୁ! ଆଉ ଧୀରେଧୀରେଯାଇ ଅଞ୍ଜୁ ପାଖରେ ପହଞ୍ଗଲୀ! ପଚାରିଲା: ଦିଦି! ମୁଁଏଇ ପାଖ ସିତ  ରେ ବସିପାରିଚି? ନା ଆଉ କେହିଅଛଛି? ଅଞ୍ଜୁ ସଞ୍ଜୁକୁ ଅନେଲୋ! କହିଲା: ହଁ, ବସ!ଯା’ହେଉ ମୁଁ ସିନେମା ଦେଖ୍ବାକୁ ଏକୁନ୍ଦିଆ ଆସିଥିଲି ହେଲେ ମୋତେ ଜଣେ ସାନ ଭାଇ ମିଳିଗଲା ସଞ୍ଜୁ ବସି ପଦିଲ ଅଞ୍ଜୁ ନିକଟରେ! କହିଲା ମୋ ନାଁ ସଞ୍ଜା ଆପଣଙ୍କ ନାଁ!
      ଅଞ୍ଜୁ ତା’ ନାଁ କହିଲା ତ ସଞ୍ଜୁ କହିଲା:ଜୋକ୍ କରୁ ଛନ୍ତି ! ମୋ ନାଁ ସଞ୍ଜୁ! ଆପଣଙ୍କ ନାଁ କେବେବି ଅଞ୍ଜୁ ହେଇ ନ ଥିବା ବା ଅଞ୍ଜୁ ହସିଦ୍ଦେଲ୍ୟା କହିଲା:ଆରେ ନା ନା’ ମୋ ନାଁ ହିଁ ଅଞ୍ଜା ଯା’ ହେଉ ଆମେଦୁହେଁ ଭାଇ ଭଉଣୀ ହେଇଗଲେ
 ପି'ଲ୍ମ ଆରମ୍ଭ ହେବାର ସୂଚନା ମିଳିଲା! ସଞ୍ଜୁଚିନ୍ତାକଲା: ମୁଁ ୟାକୁ ‘ଟ୍ରାଏ’ କରିବାକୁ ଆସିଥିଲି !ହେଲେ ୟେ କ’ଣ ମୋତେ ଭାଇ କରିବେଲାଣି!ମୁଁ ୟାକୁ ଦିବି ଟୋଲି ଡାକିବାର ହିଁ ନ ଥିଲା ! ହେଲେସେ ପୁଣି ଭାବିଲା- ଏଇଟା ଏମିତି ଗୋଟେ ସମ୍ପର୍କହେଇଗଲା ଯାହାକୁ ନେଇ କିଛି  ବି କରାଯାଇପାରେ!ଆଉ କେହି ବି ସନ୍ଦେହ କରିବେନି! ସମ୍ଭବତଃ ଅଞ୍ଜୁ ଦିବି ସେଥ୍ପାଇଁ ମୋତେ ଭାଇ କରିଦେଲା ଓକେ, ଟ୍ରାଏକରାଯାଉ ! ଯବି ଅସୁବିଧା ହେଲା ତା’ହେଲେ ସେ ଉଠି ତା’ ନିଜ ସିଟ୍ କୂ ଚାଲିଯିବ
        ଆରମ୍ଭ ହେଇଗଲା ପି'ଲ୍ମ! ଧୀରେ ଧୀରେ ବଢ଼ିଲା ନିଃଶ୍ବାସର ଗତି! ସଞ୍ଜୁ ଆସ୍ତେ  କରି ତା’ ହାତକୁ ନେଇ ଅଞ୍ଜୁ ଗୋଡ଼ରେ ଉଖ୍ ଲା ! ଭାବିଥିଲା , ଅଞ୍ଜୁ ହାତକୁ ଛାଟିଦବ ! କିମ୍ବା ତାକୁ କଟମଟ କରି ଅଳେଇଚ ’ ହେଲେ ନା ! ସେମିତି କିଛି ହେଲା ନାହିଁ! ଅଞ୍ଜୁ କିମ୍ବା ସଞ୍ଜୁକେହି ବି ପରବାରେ ଚାଲୁଥିବା  ସିନେମା ଦେଖୁନଥିଲେ! ଓଲଟି ସେହି ଛାଇଆଲୁଅ ଲୁଚକାଳି ଖେଳ ଚାଲିଥିବା ବା ସିନେମା ହଲ୍ ଭିତରେ ଦୁଇଜଣ ଦୁଇଜଣଙ୍କସହ ଏକାକାର ହୋଇଯିବାକୁ ଉଦ୍ୟମ କରୁ ଥିଲେ
             ସେତିକିବେଳେ ହେଲା ଇଣ୍ଟରଭାଲୀ ସଞ୍ଜୁ କହିଲା:ୟୁ ଆର ଗ୍ରେଟ୍ ଦି ଦି ! ଶୋ’ଵିଯୂଵିଫୁଲ୍' ଅଞ୍ଜୁ ନିଜ ଶାଢ଼ିକୁ  ସଜାଡ଼ି ନଉନଉ ସଞ୍ଜୁ ଚ୍ଚଙ୍ଘକୁ  ଚିମୁଟି ଦେଇକହିଲା: ସାନଭାଇ ମୋର ଭାରି ପାୱାରଫୁଲ୍! ଅଚ୍ଛା ,ତୋର କ’ଣ ଆଉ ଫିଲ୍ମ ବେଖ୍ ବାକୁ  ଇଚ୍ଛା ହଉଛି?ସଞ୍ଜୁ କହିଲା: ପିଲ୍ମ ଦେଖ୍ ବାକୁ ନୁହେଁ ; ମୋର ଏରେଳି ଗୋଟେ ପିଲ୍ମ କରିବାକୁ ଇଚ୍ଛାହଭଛି! ତେବେ ବିବି ଯଦି ହିରୋ ଇନ୍ ହେ ବାକୁ ରାଜି  ହୁଅନ୍ତେ ତା’ହେଲେ ମୁଁ ହିରୋ ସାଜିବାକୁ   ପ୍ରସ୍ତୁତ! ଅଞ୍ଜୁ କହିଲା: ତା’ହେଲେ ଡେରି କାହିଁକି ଆମ ଘରକୁ ଚାଲ! ଏବେ ଆମଘର ପୁରା ଶୂନ୍ ସାନ  କେହି ବି ଜାହାନ୍ତି ! ପିଲ୍ମ ଶୁଟିଂ ପାଇଁ ଏବେ ଆମ ଘର ବେଷ୍ଟ ପ୍ଟେସ୍ 
        କାହାରିକୁ କିଛି ନ କହି ଅଞ୍ଜୁ ସଞ୍ଜୁ ପ୍ରେକ୍ଷାଳୟ ଭିତରୁବାହାରି ଆସିଲେ!ଘରେ ପହଞ୍ଜୁ ପହଞ୍ଜୁଭିତରୁ କବାଟ ଲକ୍ କରିଦେଲା ଅଞ୍ଜା ତସଞ୍ଜୁ ଆଉ ଟିକିଏ ବିଡେରି ନ କରି ଅଞ୍ଜୁକୁ ଗୋଟାପଣେ ଟେକି ଦେଇଗଲା ବେଡ଼ ଉପରକୁ!
ପଶ୍ଚିମବଙ୍ଗର ନଦିଆ ଜିଲାଅନ୍ତର୍ଗତ ଗୋଟିଏ ଗାଁ ରୟନଗରୀ ସେହି ଗାଁରେ ଅଞ୍ଜୁର ଘର! ଖୁବ୍ କମ ବୟସରୁ ଅଞ୍ଜୁ ଏଇ ଦେହର ଖେଳ ସହିତ ଅଭ୍ୟସ୍ତ ହୋଇଯାଇଥିଲା ! ପ୍ରତି ତିନି ଦିନରେ ଥରେ  ସେ ତା’ର ବୟପ୍ରେଣ୍ଡ ବବଳଉଥିଲା  ! ବିବାହ ବୟସ ହୋଇଯିବାରୁ ତା’ର ବବ୍ଲୁ ସହିତ ବାହାଘର ହୋଇଗଲା !ବାହାଘରର ତିନି ମାସ  ପରେ ଅଞ୍ଜୁହେଲା ଗର୍ଭବତୀ ! ତା’ର ପୁଅଟିଏ ଜନ୍ମ ହେଲା ! ପୁଅର ନାଁ ସେମାନେ ରଖ୍ ଲେ ରାହୁଲ !ପୁଅ ହେଇଗଲା ପରେ ଅଞ୍ଜୁ ପୁଣି ଥରେ ସ୍ବାମାସୂଖ ମୋହିଁ ଲା! ହେଲେ ସ୍ବାମୀ ବବ୍ଲୁର ସାନିଧ୍ଯ ତାକୁ ଆଉ ଭଲ ଲାଗିଲା ନାହିଁ! ବବ୍ଲୁ ତା’ ପାଇଁ ପାଲଟିଗଲା‘ଗୁତ୍-ପ'ର-ନଥିନଂ ’ ! ଏଥ୍ ରେ ଅଞ୍ଜୁର ବି କୌଣସି ଭୁ ଲନଥିଲା  ! କାରଣ ସେ ଯାହା ବବ୍ଲୁଠୁ ଚାହୁଁଥିଲା  ବବ୍ଲୁତାକୁ ବେଇପାରୁ ନ ଥିଲା ! ସେଥିଲା ଗି ବବ୍ ଲୁକାମକୁ ଚାଲିଯିବା ପରେ ସେ ଜଣେ ସାଥ! ସନ୍ଧାନରେ ରହିଲା       ପ୍ରତିଦିନ ନିଜକୁ ସଜେଇ ସେ ଦ୍ବାର ପାଖରେ ଠିଆହେଇ ରାସ୍ତାକୁ ଅନଭଥିଲା  ! ସୁନ୍ଦର! ସ୍ତ୍ରୀ ଟେ ବାହାରେ ଠିଅ! ହେଲେ କାହା ଆଖ୍ ବା ତ!’ ଆଡ଼କୁ ଆକର୍ଷିତ ନ ହେବ! ପୁଣି ଅଞ୍ଜୁତ ଅନ୍ୟ ପୁରୁଷର ଦୃଷ୍ଟିଜୁ ତ!’ ଆଡ଼କୁ ଆକର୍ଷିତ କରିବା ପାଇଁ ସେମିତି ଶୃଙ୍ଗାର କରି ସଜେଇ  ଠିଅ! ହେଉଥିଲା ! ଅନେକ ଲୋକ ତ ତ!’ ଆଡ଼କୁ ଆକର୍ଷିତ ହେଉଥିଲେ! ମାତ୍ର ସେ ପସନ୍ଦକଲାଜଣକୁ! ତ!’ ନାଁ ଥିଲା  ଦିଶୁ! ବିଶୃତା’ର ପସନ୍ଦ ହେଲା!ଆଉ ଚିଶୁବି ତା’ ଆଡ଼କୁ ଆକଷିତ ହେଉଥିଲା  ! ତେଣୁତାକୁ ସବୁଜ ସଂକେତ ଦେଇଦେଲା ଅଞ୍ଜୁ! ବିଶୂଥିଲା ଚ୍ୟାଚଲର! ସେ ଚାହୁଥିଲା  ନାର! ଦେହର ରହସ୍ୟ ଜାଣିବାକୁ! ଆଉ ଅଞ୍ଜୁ ଚାହୂଥିଲା  କଣେ ବ୍ୟାଚଲର! ତାହା ହିଁହେଲା ! ଉଭୟେ ଉଭୟକୁ ପାଇ ଖୁସି ଥିଲେ! ମାତ୍ର କିଛି ଦିନ  ପରେ କଥା ପ୍ରଘଟ ହେଲା ! ଅଞ୍ଜୁପାପ କରୁଛି!
       କଥା ଗଲା ବବ୍ଲୁକାନକୁ! ବବ୍ଲୁପଚାରିଲା ତକିଛି ବି ଲୁତେଇଲା ନାହିଁ ଅଞ୍ଜୁ! କହିଲା- ଯାହା ଶୂଣିଛ ଠିକ୍ ଶୂଣିଛ! ବିଶୃ ମୋ ପାଇଁ ମେଡିସିନା ମୁଁ ବିନା ମେଡିସିନ୍ ରେ ବଛ୍ଚି କେମିତି? ବବ୍ଲୁଦେଖ୍ ଲା’ ଅଞ୍ଜୁ ଅବାଟକୁ  ଖସି ସାରିଛି! ତାକୁ ବୁଝେଇ କିଛି  ଲାଭନାହିଁତେଣୁ ସେ ଯାଇ ବିଶୁକୁ  ଅନୁରୋଧ ଲୋ- ତୋରଭବିଷ୍ୟତ ଅଛି! ତୁ ଏ ଅବାଟକୁ  ପାଦ ବଢ଼ାନା!ଯା’ହେଉ ବିଶୁ ଟୁଝିଗଲା! ସେ ଅଞ୍ଜୁକୁ  ଆଭଏଡ କଲା! ତା’ଛଡ଼ା, ସେ ନାରୀ ବେହର ରହସ୍ୟ ଭେଦକରିସାରିଥିଲା  ! ତା’ର ଆଉ କିଛି ପାଇବାର ନ ଥିଲା !ବବ୍ଲୁଭାବିଲା’ ସଂକଟ ଟଳିଗଲା ! ଏବେ ଅଞ୍ଜୁପୁଅକୁ ଧରି ଘରେ ରହିବ! ହେଲେ ଅଞ୍ଜୁ ସେଇ ଭିତରେ ସି’ଗ୍ରେଡ ସିନେମା ଦେଖ୍ ବାର ଅଭ୍ୟାସ କରିନେଲାଆଉ ସେଇ ସି’ଗ୍ରେତ ସିନେମା ହଲ୍ ରୁ ସେ ଆମଦାନୀକଲା ତା’ର ନୂଆ ‘ୟାର’ ସଞ୍ଜୁକୁ!

            ସଞ୍ଜୁ ଓ ଅଞ୍ଜୁଙ୍କ ଯୋଡି଼ ଖୁବ୍ କମିଗଲା!ପଡ଼ୋଶୀମାନେ ଦ୍ଦେଖୁଥିଲେ ସଞ୍ଜୁ ଭିତରକୁ ପଶିବା ମାତ୍ରେ ଘରର ବୋଟ ବନ୍ଦ ହେଇଯାଉଥିଲା !ଆଉ ଘଣ୍ଟାଏ ଦୁଇଘଣ୍ଟା ପରେ ସଞ୍ଜୁ ଘରୁ ବାହାରିଚାଲିଯାତ୍ତଥିଲା ! ଏକଥା ବି ଗଲା ବବ୍ଲୁ କାନକୁ!ବବ୍ଲୁ ପଚାରିଲା ତ ଅଞ୍ଜୁ କହିଲା: ତୁମେ ଲୋକଙ୍କକଥା ଶୁଣି ନିଜ ଘର ଭାଙ୍ଗୁଛ କାହିଁକି? ସଞ୍ଜୁ ପରାମୋର ମାଉସୀ ପୁଅ ଭାଇ! ତା’ ନାଁ ସଞ୍ଜୁ ଆଉ ମେ!ନାଁ ଅଞ୍ଜା ରୁହ ମୁଁତାକୁ ଡାକି ଦଉଛି! ତୁମେ ତା’ ସହକଥା ହେବ!

            ଅଞ୍ଜୁ ଡାକରେ   ତୁରନ୍ତ ଆସି ପହଞ୍ଚିଗଲା ସଞ୍ଜୁ!ତା’ହାତରେ ଥିଲା  ଏକ ରମ୍ ବୋତଲ ! ଅଞ୍ଜୁ ବତେଇ ଦେଇଥିଲା! ଯେ, ବବ୍ଲୁର ଏକମାତ୍ର ଦୂର୍ବଳତା ମଦ!ବାସ୍, ସେଇଆ ଧରି ଆସିଥିଲା! ସଞ୍ଜୁ! ଲି କର ବଳେ ହିଁ ସଞ୍ଜୁଓ ବବ୍ଲୁ ମଧ୍ଯରେ ବନ୍ଧୁତା ତିଆରି କରିଦେଲା ପ୍ରତ୍ୟେକ ଦିନ ସଞ୍ଜୁ ମଦ ଧରି ଆସୂଥିଲା ! ବବ୍ଲୁକୁ ନିରଧୂମ୍ ପିଆଉଥିଲା ! ବବ୍ଲୁ ହୋସ୍ ହରେଇବାପରେ ଅଞ୍ଜୁ ସହିତ ଖେଳ ଖେଳି ମଦ କିଣା ଟଙ୍କ! ଅସୁଲ କରୁ ଥିଲା ! ଏମିତି କିଛି ଦିନ ପରେ ଅଞ୍ଜୁ ସଞ୍ଜୁ ଚିନ୍ତାକଲେ - ଏଇ ବବ୍ଲୁ ହେଉଛି ସେମାନଙ୍କ ପାଇଁକଣ୍ଟ! ! ତେଣୁକଣ୍ଟ! ହଟେଇଦ୍ଦେଲେ ସେମାନେ ସବୁ ଦିନ ପାଇଁ ଏକ ହେଇଯିବେ !ସେଇଆ କଲେ ସେମାନେ!ବବ୍ଲୁଜୁ ପ୍ରଥମେ ପ୍ରଚୁର ମଦ ପିଏଇଲେ! ପରେଛୁରିରେ ଭୁସି ଭୁସି ମାରିଦେଲେଏବେ ଅଞ୍ଜୁ ସଞ୍ଜୁ ଜେଲ୍ ରେ ! ଅବଶ୍ୟ ସେଠାରେସେମାନଙ୍କ ପାଇଁ ସି’ଗ୍ରେତ ସିନେମାର ଉପଲବ୍ଧ କରାଯାଇନାହିଁ!


No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...