Monday 8 July 2019

ପ୍ରେମ ପାଇଁ ବଳି


ଲାଡୋ ଥିଲା ଖିବ୍ ସରଳ ସ୍ବଭାବର। ଗାଁରେ ତା'କୁ ସମସ୍ତେ ଭଲ ପାଉଥିଲେ। ଆଗ୍ରା ଥାନା ନିକଟସ୍କ ସ୍ଲୁରଜଭାନ ଗାଁ ର ସୁରେନ୍ଦ୍ର ସିଂଙ୍କ ଝିଅ ଥିଲା ଲାଡୋ।ଘରଲୋକ ଝିଅକୁ ପାଠ ପଢ଼ାଇ ନିଜ ଗୋଡ଼ରେ ଠିଆକରିବାକୁ ଚାହୁଁଥିଲେ। କିନ୍ତୁ ଲାଡୋ ସେମାନଙ୍କ ଆଶାଧୂଳିସାତ କରିଦେଇଥିଲା। କାରଣ ପ୍ରେମରେ ଅନ୍ଧ ହୋଇଲାଡୋ ପାଲଟିଯାଇଥି ଲା ଜଣେ ଅପରାଧୀ ।ଦୁଇ ବର୍ଷ ପୂର୍ବେ ଦେବେନ୍ଦ୍ର ନାମକ ଜଣେ ପୁଅସହିତ ଲାଡୋର ପ୍ରେମ ସଂପର୍କ ଗଢି ଉଠିଥିଲା। ଗାଁ ସଲେମପୁ ରରେ ଦେବେନ୍ଦ୍ରର ଘର ହୋଇଥିଲେ ବି ସେସାମସାବାଦରେ ସେ ଘରଭଡ଼ା ନେଇ ରହୁଥିଲା। କିନ୍ତୁ ଝିଅର ପ୍ରେମସଂପର୍କକୁ ଗ୍ରହଣ କରିବା ଭଳି ଆଧୁନିକନଥିଲେ ଲାଡୋର ଘରଲୋକ। ଲାଡୋ ଘରଲୋକଙ୍କ କଥାକୁଭଲ ଭାବରେ ଛାଣି ଥିଲା। ତେଣୁ ଦୁଇଜଣ ଅଧ୍କାଂଶ ସମୟଲୁଚି ଲୁଚି ଦେଖା କରୁଥିଲେ।
      ଦିନେ ଦେବେନ୍ଦ୍ର ଲାଡୋକୁତା ଗାଡ଼ିରେ ବସିବାକୁ କହିଥିଲା। ଲାଡୋ ପ୍ରଥମେ ମନାକରି ଦେଇଥିଲା। ଦେବେନ୍ଦ୍ର ଲାଡୋକୁ ବୁଝାଇ କହିଥିଲାଆମେ ଲୁଚିଛପି ଆଗ୍ରା ଯାଇ ସନ୍ଧ୍ୟା ହେବା ପୁଁ ବରୁ ପଳାଇ ଆସିବା। ଏକଥା ଶୁଣି ଲାଡୋ ଯିବାକୁ ରାଜି ହୋଇଥିଲା । ତାଳମହଲ ବୁଲାବୁଲି କରିସାରିବା ପରେ ଦୁହେଁ ସନ୍ଧ୍ୟାପୂର୍ବରୁ ଫେରି ଆସି ଥିଲେ ସତ । ଲାଡୋ ଏବଂ ଦେବେନ୍ଦ୍ରଭାବିଲେ ସେମାନଙ୍କ ବିଷୟରେ କେହି କିଛି ଜାଣି ପାରିବେ ନାହିଁ। କିନ୍ତୁ ଗାଲୋକଙ୍କ ନଜର ସେମାନଙ୍କ ଉପରେପଡ଼ିଯାଇଥିଲା। ବାସ୍ ଏହାପରେ କଥା ଯାଇ ପଡ଼ିଥିଲାସୁରେନ୍ଦ୍ର ସିଂଙ୍କ କାନରେ। ଝିଅ ବିଷୟରେ ଏମିତିଶୁଣିଲା ପରେ ସୁରେନ୍ଦ୍ର ସିଂ ବିଶ୍ଵାସ କରି ପାରୁନଥିଲେ ।ତଥାପି ଘରକୁ ଆସିଲା ପରେ ସେ ଲାଡୋକୁ ଦେବେନ୍ଦ୍ରବିଷୟରେ ପଚାରିଥିଲେ। ଲାଡୋ ଡରି ଡରି କହିଥିଲା ବାପା ଦେବେନ୍ଦ୍ର ମୋ ସହିତ ପଢେ। ସେଥିପାଇଁ ବେଳେବେଳେ ମୁଁ ତାଂ ସହିତ କଥା ହୁଏ। କିନ୍ତୁ ତୁମକୁ ଏସବୁପସନ୍ଦ ହେଉନଥିଲେ ମୁଁ ଆଉ ଦେବେନ୍ଦ୍ର ସହିତ କଥା ହେବିନି। ସୁରେନ୍ଦ୍ର ସିଂ ଭାବିଲେ ଦୁଇଜଣଙ୍କ କଥାବଉ୍ଭାକୁଦେଖି ବୋଧେ ଗାଲୋକ ଭୁଲ୍ ଭାବୁଛତି। ଏପଟେ ଗୀଲୋକଙ୍କ ଠାରୁ ଆରମ୍ଭ କରି ଘରଲୋକ ଯାଏଁ ସମସ୍ତେ ସେମାନଙ୍କ ବିଷୟରେ ଜାଣି ସାରିଲେଣି ବୁଝିପାରି ଅଧ୍କ ଚିନ୍ତାରେ ପଡ଼ିଯାଇଥିଲା ଲାଡୋ। ଲୁଚି ଲୁଚି ଦେଖୀ କଲେ ମଧ୍ୟ  ଲୋକଙ୍କ ନଜରରୁ ହଟିଯାଇ ନଥି ଲେ। ସୁରେନ୍ଦ୍ର ସିଂଙ୍କୁ ବାରମ୍ବାର ଗୀଲୋକ କହି ବାରୁ ସେ ଲୋକଙ୍କ କଥାକୁ ବିଶ୍ଵାସ କରି ଯାଇଥିଲେ ଏବଂ ଲାଡୋ ଉପରେ ନଜର ରଖିବାକୁ
ସ୍ତୀକୁ କହିଥିଲେ। ଲାଡୋ ଯେଉଁଠିକୁ ଯାଉଥିଲା ସାଙ୍ଗରେ ତା'ର ମାଂ ଯାଉଥିଲେ। ବାହାରେ ବେଶି ସ ମୟ ରହି ବାକୁ ଲାଡୋକୁ ମନା କରୁଥିଲେ। ଲାଡୋ ଜାଣି ପାରିଥିଲା ଯେ ଘରଲୋକଙ୍କୁ ତା' ଉପରେ ସନ୍ଦେହ ହୋଇଯାଇଛି । ଦେବେନ୍ଦ୍ରକୁ ଦେଖା କରି ସେ ସବୁକଥା କହିଥିଲା।କହିଥିଲା ମା ବାପାଙ୍କୁ ତା'କୁ ସନେ ହ କରୁଛନ୍ତି। ସେମାନେଳଲଦି ତାଂ ପାଇଁ ପୁଅ ଦେଖା ଆରମ୍ଭ କରିଦେବେ।ତମକୁ ନିଳର କରିବା ପାଇଁ ମୁଁ କିଛି ବି କରିପାରିବିବୋଲି ଦେବେନ୍ଦ୍ର ଲାଡୋକୁ ଆଶ୍ଵାସନା ଦେଇଥିଲା। ଏହାଶୁଣିବା ପରେ ଦେବେନ୍ଦ୍ର ଉପରେ ଲାଡୋର ବିଶ୍ବାସ ଆହୁ ରିବଢ଼ିଯାଇଥିଲା। ସେପଟେ ସୁରେନ୍ଦ୍ର ସିଂ ଲାଡୋ ପାଇଁ ପୁଅ ଖୋଜିବା ଆରମ୍ଭ କରି ଦେଇଥିଲେ। ଲାଡୋର ପଢାଶେଷ ପର୍ଯ୍ୟନ୍ତ ମଧ୍ୟ  ଅପେକ୍ଷା କଲେ ନାହିଁ। ଲାଡୋର ଭାଇ--ସ୍ଲଧୀର ଯେତେବେଳେ ଭଉଣୀର ପ୍ରେମ ସଂପର୍କ ବିଷୟରେ ଜାଣିପାରିଲା ସେ ଦେବେନ୍ଦ୍ରକୁ ଧମକାଇଥିଲା। ଦେବେନ୍ଦ୍ରକିନ୍ତୁ ସୁଧୀର କଥାକୁ ଖାତିର ନକରି କହିଥିଲା ଭାଇ ମୁଁଲାଡୋକୁ ବଢ଼ୁତ ଭଲ ପାଏ। ତାଂକୁ ବାହା ହେବାକୁଚାହୁଁ ଛି। ଏକଥା ଶ୍ଲ ଣି ରାଗରେ ଦେବେନ୍ଦ୍ର ଉପରକୁ ହାତ ଉଠାଇଥି ଲା ସୁଧୀର। ଏହାରି ଭିତରେ ଦୁ ଇଜଣଙ୍କ ପରୀକ୍ଷାଆସି ଯାଇଥି ଲା। ପରୀକ୍ଷା ପରେ କ'ଣ ହେବ ? ଦୁଇଳଣଙ୍କପ୍ରେମସଂପର୍କ କେଉଁ ମୋଡ ନେବ ଜାଣିପାରୁ ନଥିଲେ। ଲାଡୋ କହି ଥିଲା ପରୀକ୍ଷା ସରିଗଲା ପରେ ଆମେ କେମିତି ଦେଖା ହେବା କିଛି ନା କିଛି ରାସ୍ତା ଖୋଜି ବାହାର କରିବା
ବୋଲି ଦେବେନ୍ଦ୍ର କହିଥିଲା।
 ସୁରେନ୍ଦ୍ର ସିଂଙ୍କ ଘର ପାଖରୁକିଛି ଦୂରରେ ଥିଲା ମନୋଜ ସିଂଙ୍କ ଘର। ଦୂଇଜଣ ବହୁତଭଲ ପଡ଼ୋଶୀ ଥିଲେ। ମନୋଳ ସିଂଙ୍କ ବଡ଼ ଝିଅ ପିଙ୍କିଲାଡୋର ଭଲ ସାଙ୍ଗ ଥିଲା। ପିଙ୍କି ଅଷ୍ଟମରେ ପଢୁ ଥିଲା।ସେ ଲାଡୋ ଠାରୁ ବୟସରେ ବହୁ ତ ସାନ କିନ୍ତୁ ଦୁଇଜଣଙ୍କମଧ୍ୟ ରେ ଭଲ ବନ୍ଧୁତା ଗଢି ଉଠି ଥିଲା। କିନ୍ତୁ ଲାଡୋ କେବେ
ବି ତା ପ୍ରେମସଂପର୍କ ବିଷୟରେ ପିଙ୍କିକୁ କହି ନଥିଲା।ତଥାପି ଲାଡୋ କ୍ଲାସ୍ର କେହି ଜଣେ ପୁଅକୁ ଭଲ ପାଉଛିବୋଲି ପିଙ୍କି ଅଳ୍ପବହୁତ ଶୁ ଣିଥିଲା ଗାଲୋକଙ୍କ ଠାରୁ।ସବୁ ବର୍ଷ ପରି ଏବର୍ଷ ମଧ୍ୟ  ୫ ମାର୍ଚ୍ଚରେ ଗାର କେଲା ଦେବୀ ମନ୍ଦିରରେ ମେଳା ଲାଗି ଥିଲା। ଲାଡୋ ମେଳା ଦେଖିଯିବା ପାଇଁ ଘରଲୋକଙ୍କୁ କହିଥିଲା। ଘରଲୋକ ସଙ୍ଗେସଙ୍ଗେ ମନା କରିଦେଇଥିଲେ। ଲାଡୋ କହିଥିଲା ପିଙ୍କି ବିତା ସହିତ ଯିବ। ପିଙ୍କି ଯାଉଥିବାରୁ ଘରଲୋକ ମେଳାଦେଖ୍ ଯିବାକୁ ଦେଇଥିଲେ। ଗାଁଲୋକ ମଧ୍ୟ  ମେଳା ଦେଖି ଯାଉଥିଲେ। ସେଥିପାଇଁ କୌଣସି ଅସୁ ବିଧା ହେବନି ଭାବିପିଙ୍କିକୁ ମେଳାକ୍ ପଠାଇ ଥି ଲେ। ଲାଡୋ ଦେବେନ୍ଦ୍ରକୁ କଲ୍କରି ମେଳାକୁ ଆସିବାକୁ କହିଥିଲା। ଗୀର ଲୋକମାନେ ମଧ୍ୟ  ମେଳାରେ ଦୁଇଳଣଙ୍କୁ ବୁଲୁଥିବାର ଦେଖି ଥିଲେ।
କିନ୍ତୁ ସେମାନେ ମେଳାରୁ ଆଉ ଘରକୁ ଫେରିନଥିଲେ। ସନ୍ଧ୍ୟା ହୋଇସାରିଥିଲା ଗରଲୋକ ମଧ୍ୟ  ବ୍ଯସ୍ତ ହୋଇ
ପଡ଼ିଥିଲେ। ଏହି ସମୟରେ ଗାଁର ଛେଦିଲାଲଙ୍କ ଘରୁ ଧୂଆଁ ବାହାରୁଥିବାର ଗୀଲୋକ ଦେଖିବାକୁ ପାଇଥିଲେ।
ଛେଦିଲାଲ ସେହି ଘରେ ଏକୁଟିଆ ରହୁ ଥିଲେ। ସଙ୍ଗେସଙ୍ଗେ ଲୋକ ଏକାଠି ହୋଇଯାଇଥିଲେ। କବାଟ ଭାଙ୍କି
ଭିତରକୁ ଗଲା ବେଳକୁ ଘର ଅଗଣାରେ ଜଣେ ମଣିଷ ଶରୀର ଜଳୁଥିଲା। ଶରୀର ସଂମ୍ପୂର୍ଣ୍ଣ ରୂପେ ପୋଡ଼ି ଯାଇଥିବାରୁ ଶବ କାହାର ବୋଲି ଜଣା ପଡ୍ଛୁ ନଥିଲା।ଗାଁଲୋକମାନେ ଭାବିଲେ ଛେଦିଲାଲ ବୋଧେ ପୋଡ଼ି ହୋଇ ମରିଯାଇଛନ୍ତି। ସେଥିପାଇଁ ଏହି ଖବର ପୁଲିସକୁ ଦେଇନଥିଲେ। କିନ୍ତୁ ଲୋକଙ୍କର ଏହି ଭ୍ରମ ସଙ୍ଗେ
ସଙ୍ଗେ ଭାଙ୍ବିଯାଇଥିଲା। କାରଣ ଛେଦିଲାଲ ତ ମେଳାରେବୁଲୁଥିଲେ। ଏହା ଜାଣିବା ପରେ ଲୋକଙ୍କ ମନରେ ଆତଙ୍କଖେଳି ଯାଇଥିଲା। ଏହି ସମୟରେ କେହି ଜଣେ କହିଲାଏ ଶବଟି ତ ଜଣେ ଝିଅର। ଗାଁର ଲୋକମାନେ ଲାଡୋର ପ୍ରେମସଂପ ର୍କ ବିଷୟରେ ଜାଣିଥି ଲେ। ସେଥି ପାଇଁ ଭାବିଲେଲାଡୋ ଆତ୍ ହତ୍ୟା କରିଦେଇଛି ବୋଧେ। ଏତିକି ବେଳେ ମନୋଜ ସିଂ କହିଲେ ଲାଡୋ ସହିତ ପିକ୍କି ବି ମେଳା ଦେଖି ଯାଇଥିଲା। ସେ ଏପର୍ଯ୍ୟନ୍ତ ଘରକୁ ଫେରି ନାହିଁ। କିନ୍ତୁଗୀଲୋକ କହିଲେ ପିଙ୍କି ମେଳାରେ ବୁଲୁ ଥିବ ଆଉ କିଛି ସମୟ ପରେ ଆସିଯିବ ସେଥି ପାଇଁ ବ୍ୟସ୍ତ ହେବାର ନାହିଁ ।ପ୍ରଥମେ ଏକାମକୁ ଆଗ ସାରିବା। ଏହି ଘଟଣା ବିଷୟରେପୁଲିସ ଜାଣିଲେ ସମସ୍ତେ ଅସୁବିଧାରେ ପଡି ଯିବା।ପୁଲିସ ବହୁତ ପଚରାଉଚାର କରିବ ଆଭ ଥାନାକୁ ମଧ୍ୟ
ବାରମ୍ବାର ଯିବାକୁ ପଡ଼ିବ। ସେ ଥିପାଇଁ ପୁଲିସକୁ ନଜଣାଇଶବସଂସ୍କାର କରି ଦେଇଥିଲେ।
 ସକାଳ ହୋଇଥିଲା କିନ୍ତୁ ପିଙ୍କିର କୌଣସି ଖୋଜଖବର ନଥି ଲା। ମନୋଜ ସିଂ ଖିବ୍ ବ୍ୟସ୍ତ ହୋଇ ପଡ଼ି ଥିଲେ। ବହୁ ଖୋଜା ଖୋଳି ପରେ ପିଙ୍କି ନ ମିଳିବାରୁ ଶେଷରେ ବାଧ୍ୟ  ହୋଇ ପୁଲିସକୁ ସୂଚନାଦେଇଥିଲେ। ମନୋଜ ସିଂ ପୁଲିସ ସମ୍ମୁଖରେ ସମସ୍ତଘଟଣା କହିଥିଲେ। ଲାଡୋର ଆତ୍ନ ହତ୍ୟା ଘଟଣା ମଧ୍ୟ ପୁଲିସ ଜାଣିପାରିଥିଲା। ପୁଲିସ ପିଙ୍କିକୁ ଖୋଜା ଖୋଳି କରିବା ଆରମ୍ଭ କରିଥିଲା। କିନ୍ତୁ ପିଙ୍କି ମିଳିବା ବଦଳରେମିଳିଥିଲା ଲାଡୋ। ଲାଡୋ ବଞ୍ଚିଥିବାର ଜାଣି ସମସ୍ତେଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପୁଲିସକୁ ସୂଚନା ମିଳିଥିଲାଆଗ୍ରାର ବିଳଲିଘରଠାରେ ଲାଡୋ ରହୁଥିବାର। ପୁଲିସଲାଡୋକୁ ଥାନାକୁ ନେଇ ଆସିଥିଲା। ଘଟଣା ବିଷୟରେପଚାରିବାରୁ ସବୁ ସତକଥା ମାନିଯାଇଥିଲା। ଯେଉଁ ଶବଚି ପୋଡି ହୋଇଥିଲା ସେ ପିଙ୍କି ଥିଲା। ଦେବେନ୍ଦ୍ର ଏବଂଲାଡୋ ଦୁହେଁ ମିଶି ପିଙ୍କିକୁ ହତ୍ୟା କରିଥିଲେ। ଗୀଲୋକଙ୍କୁଭୂତେଇବା ପାଇଁ ସେମାନେ ପିଙ୍କିକୁ ହତ୍ୟା କରି ଜାଳିଦେଇଥିଲେ। ସେମାନେ ଭାବିଥିଲେ ପିଙ୍କିର ପୋଡ଼ା ଦେହ ଦେଖି ଲୋକମାନେ ଭାବିବେ ଲାଡୋ ଆତଡ୍ନ୍ ହତ୍ୟା କରିଛି ।ଆଉ ଏହାର ସ୍ଲଯୋଗ ନେଇ ସେ ଦେବେନ୍ଦ୍ର ସହିତ ଦୂରସହରକୁ ଯାଇ ଖି ସିରେ ଜୀବନ ବି ତାଇବ। କିନ୍ତୁ ଖିସିରେରହିବା ବଦଳରେ ଲାଡୋ ଏବଂ ଦେବେନ୍ଦ୍ର ସବୁଦିନ ପାଇଁ ଜେଲ ଚାରି କାନ୍କରେ ବନ୍ଦୀ ହୋଇ ଯାଇଥିଲେ ।

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...