Monday 31 July 2017

ନିଃସନ୍ତାନ




ଯୌବନର ପ୍ରଥମ ପାହାଚରେ ବିବାହର ମକା ନିଆରା ! ପ୍ରତ୍ୟେକ  ମୁହୂର୍ଭରେ ରୋମାଞ୍ଚକର ଅନୁଭୁତିର ସ୍ବପ୍ନ  ଭରି ରହିଥାଏ ନବ ବିବାହିତାଙ୍କ ମନରେ ! ସେହିଭଳି ଅନେକ ସ୍ବପ୍ନ ଦେଖି  ବିନ୍ଦିୟା ଆସିଥିଲା ଶାଶୁଘର ! ପୁରୁଷର ପ୍ରଥମ ଛୁ ଆଁକୂ ଯେମିତି ଅପେକ୍ଷା କରିଥଲା ସେ, ଠିକ୍ ସେମିତି ଧର୍ମେଶ ମଧ୍ଯ ଅପେକ୍ଷା କରିଥଲା ନାରୀ ଶରୀରର ରହସ୍ୟ ଉକ୍ନୋଚନ କରିବା ପାଇଁ ବିବାହ ସରିଲା ! ପ୍ରଥମ ମିଳନ ଧର୍ମେଶ ର କାପୁରୂଷତାର ପ୍ରମାଣ ବେଲା ! ବିନ୍ଦିୟାର ଭାବନାରେ ପୂର୍ଣ୍ଣଛେଦ ପଡ଼ିଯାଥିଲା ! ସେ ବେଖୁଥବା ସ୍ବପ୍ନ  ତା ଆଖି  ସାମ୍ନା ରେ ଭାଙ୍ଗି  ଯାଉଥିଲା ! ସେ ଭାଚୂଥିଲା ଯେ, ପୂର୍ବ ଜନ୍ମରେ କଣ କରିଥଲା କେଜାଣି ତାଳୁ ଏମତିକା ସ୍ଵାମୀଟେ ମିଳିଲା ! ଶାସ୍ତ୍ର ତାହେଲେ ଠିକ୍ କହିଛି ସବୁ ଚିକ୍ ଚିକ୍ କରୂଥିବା ବା କନିଷ ସୂନା ନୁହେଁ


୨୯ବର୍ଷ1ଯା ବିନ୍ଦିୟା ଗୁଜରାଟ ରାଜଳୋଟ ସଦର ମହକୁମାରୁ ୨୬ କିଳୋମିଟର ଦୂର ମୋରବୀର ବାସିନ୍ଦା ଥଲା ! ବାପା ରାଜେଶ, ଭାର ଲାଭଶଙ୍କର ଜାତିରେ ବ୍ରାହ୍ମଣ ଥିଲେ ! ନେହେରୁ ଗେଟ୍ ରେ  ତାଙ୍କର ହୋଟେଲ ଥିଲା ! ତାର ଛୋଟଭାଇ ଥଲା ଟିରାଗ !
ଭଲ ପାଠ ସାଙ୍ଗକୁ ସୁନ୍ଦର ବେଖାଯାରଥିବା  ବି ନ୍ଦିୟ! ପାଇଁ ୨ ୨ବର୍ଷରୁ ବାପ! ବର ଖୋଜିବା ଆରମ୍ଭ କରିଦେଲେ ! ଏକ ମେଟ୍ରି ମୋନିଆଲ୍ ମାଧ୍ୟମରେ ୨୫ବର୍ଷ1ୟ ଧର୍ବେଶର ପ୍ରସ୍ତାବ ଆସିଲା, ଯିଏ କି ବୀମା ଏଜେଣ୍ଟ ଥିଲା ! ମୋରବୀଠାରୁ ୧୬କିଳୋମିଟର ଦୂର ମୋଟ! ଦଡ଼ବାର ବାସିନ୍ଦା ଡାକ୍ତର ବିମଳ ଗୋପିଆଣୀଙ୍କର ଏକମାତ୍ର ପୁଅ ଧର୍ମେଶ ର କିଛି ଅଭାବ ନଥିଲା ! ଗାଁ ରେ ଜମିବାଡ଼ି ସାଙ୍ଗଳୁ ଡାକ୍ତରବାପା ଘରେ ଖୋଲିଥିଲେ ଔଷଧ ଦୋକାନ ! କୋଟ ପରିବାରକୁ ଭଲ ରୋଜଗାର ଥିବା ରୁ ଧର୍ମେଶ  ପାଖରେ କିଛି ଅଭାବ ନଥିଲା ! ରାକେଶ ଓ ଲାଭଶକର ଯେମିତି ଘର, ବର ଖୋଜୁଥିଲେ ତାଠାରୁ ଅଧ୍ କ ଥିଲା ! ଏଣୁ ଶୁଭ କାର୍ଯ୍ଯରେ ଡ଼େରି ନ କରି ଲାଭଶଙ୍କର କାମ ସାରିବେଲେ !
ବିନ୍ଦିୟା ଶାଶୁଘର ଆସିଗଲା ଶାଶୂଘରେ ମିଳନ ଶଯ୍ୟାରେ ହିଁ ବିନ୍ଦିୟ! ସ୍ଵାମୀର ନପୁଂ ସକତାର ଭେଦ ଜାଣିଗଲା ! ଆଉ ଏହା ମଧ୍ୟ ଜାଣିଲ! ସେ, ଏ ବିଷୟରେ ତାଶାଶୁ-ଶ୍ଵଶୂର ମଧ୍ୟ ଅବଗତ ଥିଲେ ! ତାବାପା ଡାକ୍ତର ଥିଲେ ମଧ୍ୟ ତାର ବିକିତ୍ସ! କାହିଁକି କରାଯାଇ ନଥିଲା ତାର ଉତ୍ତରରେ ବିନ୍ଦିୟା ଜାଣିଲ! ଯେ, ଯାହାର ଜନ୍ମଗତ ପୌନଦୋଷ ଥାଏ ତାହାର ବିକିତ୍ସ! ସମ୍ଭବ ନୁହେଁ ! ଏଣୁ ବାପା-ମାତାର ବିକିତ୍ସ! କରାଇ ନ ଥିଲେ ଏବଂ ପୁଅର ଏହି ଦୋଷ କୁ ଲୁଚାଇ ରଖ୍ ବିବାହ କରିବେଇଥିଲେ ! ଚିନ୍ଦିୟା ଜାଣିପାରୁଥିଲା ପେ, ତାଳୁ ଧୋକା ଦିଆଯାଇଛି ! ସେ ଭାଚୂଥିଲା ଧର୍ମେଶ  କୁ ଛାଡ଼ି ଚାଲିଯିବ ! କିନ୍ତୁ ଳୋକଲଜା ତା କୁ ବାନ୍ଧି ରଖୁ ଥିଲା ! ସେ ଭାଚୂଥଲା ଭଗବାନ କେବଳ ଧର୍ମେଶ ର ଶରୀରରେ ଦୋଷ ରଖି ନାହାନ୍ତି  ତାନିଜ ଭାଗ୍ୟରେ ବି ଜୋଷ ରଖିଛନ୍ତି  ଯାହା ପାଇଁ ସେ ଧର୍ମେଶ  କୁ ବାହା ହୋଇ ଆସିଲା

ବର୍ଭମାନ ସତକଥା ଚିନ୍ଦିୟାର ସମ୍ମୁଖରେ ଥଲା ! ସେ ପରିସ୍ଥିତି ସହ ବୁଝାମଣା କରିନେଲା ଯେ, ପତ୍ନୀ ଧର୍ମ ପାଳନ କରି ତାସ୍ଵାମାଳୁ ମୁଣ୍ଡ ଟେକି ଚାଲିବାର ସାହସ ବେବ ! ତାପାଖରେ ଥିବା  ଏହି ଦୋ ଷବୁ କାହାରି କୁ ଜଣାଇବ ନାହିଁ ! ପରିସ୍ଥିତି ସହ ବୁଝାମଣା କରିନେଲେ ଜୀବନ ଜିଇବା ସହଜ ହୋଇଯାଏ ! ସେହିପରି ଚିନ୍ଦିୟାର ଜୀବନ ମଧ୍ୟ ସହଜ ହୋଇଗଲା ! ସେ ଭାବି ନେଲା ବୁନିଆରେ ସମସ୍ତଙ୍କର ତ ସନ୍ତାନ ହେରନାହାନ୍ତି  ! ଅନ୍ୟପକ୍ଷରେ ଧର୍ମେଶ  ଶରୀରରେ ଥବା ଦୋଷ ସିନା ପଦାବୁ ଚାଲିଆସିଲା କିନ୍ତୁ ଯଦି ତାଶରୀରରେ କିଛି ଦୋଷଥାଏସେତେବେଳେ କଣ ହୋଇଥାନ୍ତା? ଏଣୁ ସେ ସବୁକଥା ଭୁଲି ଏକ ନୂଆ ଜୀବନ ଜିଇବାବୁ ଆରମ୍ଭ କଲା !
ଦିନ ଗଡ଼ି ଚାଲିଲା ! ବିବାହ ଇତି ମଧ୍ୟରେ ୫ବର୍ଷ ହୋଇଗଲା ! ସନ୍ତାନ ନଥିବା ରୁ ଲୋକମାନେ କହିବା ଆରମ୍ଭ କଲେ ପଛରେ କହୂଥିବା  ଠିକ ଥଲା ! ବିନ୍ଦିୟା ସବୁ ଶୁଣି ବୁୟ ରହିଯାଉଥିଲା ହେଲେ ସ୍ତ୍ର! ଲୋକମାନେ ମୁହଁରେ କହିବା ଆରମ୍ଭ କରିଦେଲେ ! ମାଉଜ଼ ମସ୍ତି  ବହୁତ ହେଇଗଲା ବୋହୂ, ଏଥର ଘରସଂସାର କଥା ଚିନ୍ତା କର ! କିଏ କହିଲା ନ ହେଲେ ଭଲ ଡାକ୍ତର କୁ ଦେଖାଅ ! ଏପର୍ଯ୍ୟନ୍ତ ବି ଠିକ୍ ଅଲ! ଲୋକକ° କଥା କୁ ଶୁଣି ବିନ୍ଦିୟ! ସହି ଯାଉଅଲା !  କିନ୍ତୁ  ତାପାଖରେ ଖବର ପହଞ୍ଜଲା ଯେ, ଧର୍ମେଶ  କହିଚୂଲୁଛି ମୋର କିଛି ଦୋଷ ନାହିଁ”!  ଭାଗ୍ୟ ଖରାପ ଚିନ୍ଦିୟ! ଭଳି ସ୍ତ୍ରୀ  ମୋତେ ମିଳିଛି ! ଏକଥା ଶୁଣି ବିନ୍ଦିୟା ମୁଣ୍ଡ ଗରମ ହୋଇଗଲା ! ସେଦିନ ରାତିରେ ବିନ୍ଦିୟା ସିଧାସିଧା ଧର୍ମେଶ  କୁ ପଚାରିଲା ! ଧଚ୍ଚର୍ମଶ ମଧ୍ୟ କହିଲା ଯେ, ଲୋକଙ୍କ ମୁହଁ ତ ବନ୍ଦ କରିବାକୁ ପଡ଼ିବ ନା ? ବିନ୍ଦିଅ! ମୁଣ୍ଡରେ ଚଡ଼କ ପଡ଼ିଗଲା ! ଧର୍ମେଶ ର ସଚୂ ଦୋଷ ସେ ବା ଆଉ କେତେଦିନ ମୁଣ୍ଡପାତି ସହିଥାନ୍ତ! ! ସେ ଧର୍ମେଶ ଠାରୁ ସବୁ ସମ୍ପର୍କ ତୁଟାଇ ବାପ ଘର କୁଚାଲିଆସିଲା ଏବଂ ତାବାପାଙ୍କୁ  ସବୁ ଶୁଣାଇଦେଲା ! ବାପ! ଝିଅର ଏପରି କଥା ଶୁଣି ସାଙ୍ଗେ ସାଙ୍ଗେ ଝିଅକୁ ପରୀକ୍ଷା କରାଇ ଏକ ଡାକ୍ତରୀ ପ୍ରମାଣପତ୍ର କରାଇଦେଲେ ରେ, ତାଙ୍କ ଝିଅର ସନ୍ତାନ ଜନ୍ମ  ନେଇ କୌଣସି ଶାରୀରିକ ବୋଷ ନାହିଁ ! ଅନ୍ୟପକ୍ଷରେ ଏଭଳି ଘଟଣାରେ ନିଜ ଇକତ ଚାଲିଯାଉଅବା ଅନୁମାନ କରି ବିନ୍ଦିୟାର ଶ୍ଵଶୁର ବିମଇ ଗୋପିୟାଣୀ ପ୍ରାୟ ୪ ମାସ ପରେ ବିନ୍ଦିୟା ଘରେ ପହଞ୍ଚି ଧର୍ମେଶ ର ଚିକିତ୍ସା ଚାଲିଛି ସଚୂ ଠିକ୍ ହୋଇଯିବ କହି ଚିକିୟା କୁ ସାଙ୍ଗରେ ନେଇଗଲେ ! ସେଠାରେ ବିନ୍ଦିୟା ପହଞ୍ଚି  ପରିସ୍ଥିତି ଯଥାପୁର୍ବ° ତଥା ପର ଦେଖ ଶ୍ୱଶୁର ଉପରେ ସନ୍ଦେହ ବାତ ହେଲା ! ହେଲେ ଆଉ କିଛି କଲେ ନିଜର ଇଜ୍ଜତ  ଯିବ ଭାବି ଭାଗ୍ୟକୁ ଆଦରି ପଡ଼ିରହିଲା !

ଦିନେ ବିନ୍ଦିୟା ର ମୁଣ୍ଡ ବିନ୍ଧୁ ଥଲା ସେକିନ ଧର୍ବେଶ ବୀମା  କାମରେ ଯାଇଥିବା  ସ୍ଥାନରୁ ଡ଼େରି ହେବାରୁ ଫେରି ନପାରୁଥିବା ରୁ ଫେ!ନ୍ କରି ଜଣାଇଲା ! ରାତି ପ୍ରାୟ ୧୦ଟ!ବେଳେ ବିନ୍ଦିୟ! ଶ୍ଵଶୂରଙ୍ଗୁ ଖାଇବାକୁ ଦେଇ ନିଜେ ଖାଇ ଶୋଇବାକୁ ଗଲା ! ଏତିକି ବେଳେ ଶ୍ୱଶୁର ଗୋପିୟାଣୀ ବିନ୍ଦିୟା ବେଡ଼ରୁମ୍ ରେ  ପହଞ୍ଚଲେ ! ତାମୁଣ୍ଡ ବିନ୍ଧୁ ଥିବା  ଯୋଗୁଁ ତାକୁ  ଔଷଧ ଖାଇବା କୁ ଦେଲେ ଏବଂ ସାମ୍ବାରେ ନ ଖାଇଲେ ସେ ଯିବେ ନାହିଁ ବୋଲି କହିଲେ ! କିନ୍ଦିୟା କୁ ଡ଼ର ଲାଗୁଥିଲା କାଳେ ଶ୍ଵଶୁର ବିଷ ଦେଇଥିବେ   କିନ୍ତୁ  ବୁଢ଼ାର ଏଭଳି କଥାରେ ସେ ପାଟିରେ ଔଷଧ ରଖ ଦି ଢୋକ ପାଣି ପିଇବେଲା ! ଚୂଢ଼ା ଯିବା ପରେ ସେ ପାଟିରେ ରଖ୍ ଥିବା  ଔଷଧ ଫିକିଦେଲା !  କିନ୍ତୁ   ସେହି ସମୟ ଭିତରେ ଔଷଧ ଯେତିକି ବତୂରି ଯାଇ ପେଟକୁ ଯାଇଥିଲା ତାକମାଲ ଦେଖାଇବା ଆରମ୍ଭ କଲା ! ବିନ୍ଦିୟା ମଧ୍ୟ ଅନୁଭବ କରୁଥିଲା ଯେ, ତାଶରୀରର ଅଙ୍ଗପ୍ରତ୍ଯଙ୍ଗ ସବୁ ନିସ୍ତେଜ ହୋଇଯାଉଛି ! ତାଳୁ ନିଦ ଲାଗିଆସୁଛି ! ସେ ଭାଚୂଥିଲା ଉଠି ବସିବ ହେଲେ ତାର ବଳ ପାଉ ନଥଲା ! ତାଆଖି  ବନ୍ଦ ହୋଇଆସୁଥିଲା ଏତିକି ବେଳେ ଶ୍ଵଶୁର ତାରୁମରେ ପହଞ୍ଚଲେ ଏବଂ ତାଳୁ ବଳାତ୍କାର  କରିବା ପାଇଁ ତାଉପରକୁ ଝପଟି ପଡ଼ିଲେ ! ସେ କହୂଥିଲେଯେଉଁ କାମ ପୁଅ ୫ବର୍ଷ ହେଲା କରିପାରୁନି ସେ ଆଜି କରି ଦେଖେଇବେ ! ରିନ୍ଦିୟା ସବୁ ବେ ଖ୍ ପାରୁଥିଲେ ମଧ୍ୟ ଅବରୋଧ କରିବାକୁ ବଳ ପାଉ ନଥିଲା !
ରାତି ବିତି କେତେବେଳେ ସକାଳ ହେଲା ବିନ୍ଦିୟାଜାଣି ନଥିଲା ! ସକାଳୁସକାଲୁଧର୍ମେଶ  ଆସି ପହଞ୍ଚିଲା ସେ କାନ୍ଦି କାନ୍ଦି ତା କୁ ସବୁ କଥ! କହିଲା ! ହେଲେ ଧର୍ମେଶ  ତାବାପାଙ୍କ ପକ୍ଷନେଲା ! ସେ ବିରୋଧ କରିବାରୁ ଧର୍ଡୋଶ ଓ ତାବାପା ମିଶି ତାକୁ ବିଷ  ପିଆଇଦେଲେ ! ଘଟଣା ପରେ ଚିନ୍ଦିୟା ଘରକୁ ଫୋନ କରି ସଚୂ କଣାଇଦ୍ଦେଇଥିଲା ! ଘରଲୋକ ପହଞ୍ଚ ତାଳୁ ଡ଼ାକ୍ତରଖାନା ନେଇଗଲେ !ଉଚିତ୍ ସମୟରେ ପହଂଚି ବାରୁ ଚିନ୍ଦିୟା ଠିକ ହୋଇଗଲା ବର୍ଭମାନ ବିନ୍ଦିୟାଙ୍କ ବାପାଙ୍କ ଚିନ୍ତା ଥଲା କଣ କରାଯିବ? ଗୋଟିଏ ପଟେ ଝିଅର ଭବିଷ୍ୟତ ଆଉ ଅନ୍ୟପଟେ ଅନାଚାର ! ଶେଷରେ ବିନ୍ଦିୟା ଅଣ୍ଟା ଭିଡ଼ିଲା ଏବଂ ଥାନାରେ ପହଞ୍ଚଲା ! ପୋଲିସ୍ ଆଗରେ ସଚୂ କଥା କହିଲା ସବୁ ଶୁଣିଲା ପରେ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ! ଖବର ପାଇ ବିମଲଧର୍ମେଶ  ଓ ତାଙ୍କୁ ଏହି କାମରେ ସାହାଯ୍ୟ କରିଥବା ବିମଲର ଭାଇ ରାଜେଶ ଓ ତାଙ୍କ ପୁଅ ରାକେଶ ଫେରାର ହୋଇଗଲେ ! କିଚ୍ଛୁ ପୋଲିସ୍ କବଳରୁ ରକ୍ଷା ପାଇନପାରିବ! ଭୟରେ ସେମାନେ ଆତ୍ମସମର୍ପଣ କଲେ ସେଠାରେ କେତେକ ଔପଚାରିକତା ପରେ ବାପ ପୁଅଙ୍ଗୁ ଜେଲ୍ ପଠାଇଦିଆଗଲ! ! ବିନ୍ଦିୟା ନିଜ ବାପଘରୁ ଚାଲିଯାଇଥିଲା

ଚାନ୍ଦିନୀ -ସମ୍ମାନ ପାଇଁ ହତ୍ୟା



ଦୁନିଆର ସବୁଠୁ ଶ୍ରେଷ୍ଠ ସଂପର୍କ ହେଉଛି ରକ୍ତସମ୍ପର୍କ ନିଜ ଲେ!କ ପାଇଁ କଣେ କିଛି ବି କରିପାରେ ! ହେଲେ ଏହି ସ୍ଵେହ ମମତାର ସୂକ୍ଷ ଖ୍ଅରେ ଘୃଣା ଓ ବୃଥା ଅଭି ମାନର ଦାଗ ଲାଗିଲେ ତାହ! ଛିଡ଼ି ଖଣ୍ଡ ଖଣ୍ଡ ହୋଇଯାଏ ! ସରଳ ମଣିଷଟି ହୋଇଉଠେ ହିଂସ୍ଥ ଆଉ ରଚିବସେ ଏମିତିକା ଅଘଟଣ, ଶତ ପ୍ରାୟଶ୍ଚିତ ସତ୍ୱେ  ମଧ୍ୟ  ହୋଇପାରେନା ତାହାର ଭରଣା ! ଉପଟରାସ୍ତ ଉକ୍ତିକୁ ସତ୍ୟ  ପ୍ରତିପାଦିତ କରି କାନୁପରରେ ଘଟିଥିବା  ଏକ ହୃଦୟବିଦାରକ ଘଟଣାକୁ ନେଇ ଆମର ଏ ଉପସ୍ଥାପନା

ଜୁଲାଇ ୨୨ ତାରିଖ ସକାଳେ ସୁମେରପୁର ଥାନାରେ ଧଇଁସଇଁ ହୋଇ ପହଞ୍ଚିଥିଲେ ଜଣେ ମଧ୍ୟ ମବୟସ୍କ ବ୍ୟକ୍ତି ! ହଡ଼ଟଡ଼ ହୋଇ ଥାନାବାବୁଙ୍କୁ  ଖୋଜିବାଚୂ ଉପସ୍ଥିତ ପୋଲିସ କର୍ମଚାରୀମାନେ ତାଳୁ ବସାଇ ଥାନା ଅଧିକାରୀ ଦେବେନ୍ଦ୍ର ସିଂହକୂ ଜଣାଇଥିଲେ ! ସେ ଆସି ଘଟଣା ସମ୍ପର୍କରେ ପଚାରିବାରୁ ବ୍ୟକ୍ତିଜଣକ ଯେଉଁ କାହାଣୀ ଶୁଣାଇଥିଲେ ସେଥ୍ ରେ ଉପସ୍ଥିତ ପୋଲିସବାଲା ପରସରକୁ ଅନାଇ କାଠ ପଡି଼ଯାଇଥିଲେ ! ଆଉ ସେ ବ୍ୟକ୍ତି ଜଣଙ୍ଗୁ ଥାନାଗେ ଅଟକାଇ ବାହାରିପଡ଼ିଥିଲେ ଘଟଣାସ୍ଥଳକୁ!
ପୋଲିସ ସୂଚନା ଅନୁସାରେ ଘଟଣାଟି ହେଉଛି ଉତ୍ତରପ୍ରଦେଶର କାନପୁରସ୍ଥିତ ହମିରପୁର ଜିଲ୍ଲା ଧୁନ୍ଧପୁର କଲୁବାଡେରା ଗ୍ରାମର ଗାଁ ର ରାମପ୍ରସାଦ ଯାଦବକ ସ୍ତ୍ର! ସୁଶିଲାବଡ଼ଝିଅ ଛନ୍ଦି ନିସାନ ସରୋଜ ଓ ପୁଅ ଅମିତ୍ ଜୁ ନେଇ ଛୋଟିଆ ପରିବାର ! ରାମପ୍ରସାଦ ସୁରତ୍ ର ଏକ କପଡ଼ା ମିଲ୍ ରେ  ବାକିରି କରି ଯାହା ରୋଜଗାର ଜରୁଥିଲେ ସେଥ୍ ରେ ତାକ ପରିବାର ଚଳିଯାଉଥିଲା  ! ରାମପ୍ରସାଦ ବାହାରେ ରହି ବର୍ଷକୁ ମାତ୍ର ମାସେ କିମ୍ବା ଦୁଇ ମାସ ଘରକୁ ଆସୁଥିବା ରୁ ପିଲାମାନଙ୍ଗୁ ଖୁବ୍ ସ୍ଵେହ କରୁଥିଲେ ! ହେଲେ ପିତାଙ୍କ ଅନୁପସ୍ଥିତିରେ ପିଲାମାନେ ଉଚ୍ଛଙ୍ଖଳ ହୋଘଯାଇଥିଲେ ! ମାଯେତେ ଆକଟ କଲେ ମଧ୍ୟ  ଏହାର କିଛି ପ୍ରଭାବ ସେମାନକ ଉପରେ ପଡୁନଥିଲା  ! ପିତା ଘରେ ଥିବା  ପର୍ଯ୍ଯନ୍ତ ସଚୂ ଠିକ୍ ଠାକ୍ ! ହେଲେ ଚାକିରିକୂ ଯିବାମାତ୍ରେ ଏମାନେ ଆଉ କାହାରି କଥା ଶୂଣୁନଥିଲେ ଏ ସମ୍ପର୍କରେ ଜାଣିବା ପରେ ଝିଅ ବିରିଡ଼ି ନଯାଉ ବୋଲି ରାମପ୍ରସାଦ ବଡ଼ଝିଅ ଚାନ୍ଦିନୀ ର ପାଠପଢ଼ା ସପ୍ତମ ଶ୍ରେଣୀରୁ ହିଁ ବନ୍ଦ କରିଦେଇଥିଲେ ! ପାଠପଢ଼ା ଛାଡ଼ିବା ପରେ ଚାନ୍ଦିନୀ ଅନେକ ଥର ମାମୁଘର ମୋହଦା ଜୋତବାଲିର ମବୟା ଗାଁ କୁ ଯାଉଥିଲେ ମାମୁ କାମତା ପ୍ରସାଦକ ସହ ଚାନ୍ଦିନୀ ର ଖୁବ୍ କମୁଥିଲା  ଏହି ଯିବାଆସିବା ମଧ୍ୟ ରେ ଚାନ୍ଦିନୀ ଉକ୍ତ ଗ୍ରାମର ଜଣେ ଅନ୍ୟ ଜାତିର ପୁଅ ସହ ସମ୍ପର୍କ ପୋଡ଼ିବସିଥିଲା  ! ଦୁଇବର୍ଷ କାଳ ପରିବାରର ଦୃଷ୍ଟି ଆଢୁଆଳରେ ଚାନ୍ଦିନୀ ପ୍ରେମ ଦୁନିଆର ମୁକ୍ତ ଆକାଶରେ ଉଡ଼ିଟୁଲିଥିଲା  ! ହେଲେ ଝିଅର ସ୍ୱଭାବରେ ପରିବର୍ଭନ ଆସିବା ଓ ବାରମ୍ବାର ମାମୁଘରକୁ ଯିବାଆସିବା କରିବାକୁ ନେଇ ମାସୁଶିଲାଙ୍କ ମନରେ ସନ୍ଦେହ ସୃଷ୍ଠି ହୋଇଥିଲା  ! ଏପରିକି ବିଳମ୍ବିତ ରାତି ପର୍ଯ୍ଯନ୍ତ ଦୀର୍ଘସମୟ ଧରି ଫେ!ନ୍ ରେ ଗପିବାକୂ ସେ ସହଜରେ ଗ୍ରହଣ କରିପାଚୂନଥିଲେ ! ସେ ପ୍ରଥମେ ତାଙ୍କ ବାପାମାଙ୍ଗୁ ଚାନ୍ଦିନୀ ଉପରେ ନଜର ରଖ୍ ବାକୁ କହିଥିଲେ


ସେଠୁ ସୂଚନା ପାଇଥିଲେ ଯେ ଚାନ୍ଦିନୀ ଜଣେ ଅଜାତି ପୁଅକୁ ପ୍ରେମ କରୁଛି ! ଏହା ପରଠାରୁ ସୁଶିଲ! ଚାନ୍ଦିନୀଙ୍କ ମାମୁଘର ଯିବା ବନ୍ଦ କରିବେଇଥିଲେ ! ଏ ସଂପର୍କରେ ସେ ସ୍ଵାମୀ ରାମପ୍ରସାଦଙ୍ଗୁ ଜଣାଇବା ପରେ ଦୁହେଁ ମିଶି ଚାନ୍ଦିନୀକୂ ଆକଟ କରିବ! ସହ ଚେତାବନୀ ମଧ୍ୟ  ଦେଇଥିଲେ ! ହେଲେ ଏହାର କୌଣସି ପ୍ରଭାବ ଚାବିନୀ ଉପରେ ପଡି଼ନଥିଲା  ! ସେ ପୂର୍ବବତ୍ ବଫାନ୍ ମାଧ୍ୟ ମରେ ପ୍ରେମ ସମ୍ପର୍କ ଜାରି ରଖ୍ ଥ୍ଲା ! ଏସବୁକୁ ସହ୍ୟ କରିପାରୁ ନଥିଲେ ହେଁ ଚାନ୍ଦିନୀ ନାବାଳିକା ହୋଇଥିବା ରୁ ରାମପ୍ରସାବ ତାର ବିବାହ କରାଇ ପାଚ୍ଛନଥିଲେ ! ହେଲେ ପରିସ୍ଥିତି ଅଣାୟତ୍ତ ହେବାରୁ ସ୍ଵାମ1-ସ୍ତ୍ର1 ଦୁହେଁ ଯେନତେନ ପ୍ରକାର ଝିଅର ବିବାହ କରିଦେବାକୁ ନିଷ୍ପରି ଦେଇଥିଲେ ଏ ସଂପର୍କରେ ଚାନ୍ଦିନୀକୂ ନଣାଇବାଗୁ ସେ ଗୋକଠୋକ ବାହା ହେବାକୂମନ! କରିଦେଇଥିଲା  ! ଏପରିକି ଯବି ବାହାହେବ ତାପ୍ରେମିକକୂ ନଚେତ୍ କାହାରିକୂ ନୁହେଁ ବୋଲି ଜିଦ୍ ଧରିବସିଥିଲା  ! ଏହି ଖବର ପାଖ ପଡି଼ଶା ଜାଣିବ! ପରେ ରାମପ୍ରସାଦକୃ ଖୁବ୍ ଲଜା ଲାଗିଥିଲେ ! ! ଶେଷରେ ସେ ବାଧ୍ୟ ହୋଇ ଚାନ୍ଦିନୀର ବିବାହ ସିସୋଲର ଥାନ! ଖଦରାଡେର! ଗ୍ରାମର ଜଣେ ବିବାହ ସହିତ ସ୍ଥିର କରିବେଇଥିଲେ ! ବିବାହର ସଟୁ ବନ୍ଦୋବସ୍ତ ସରିଥିଲା ! ବେଳେ କେବଳ ତାରିଖ ସ୍ଥିର ହୋଇନଥିଲା  ଅନ୍ୟତ୍ର ବିବାହ ନିଶ୍ଚୟ ଜାଣି ଚାନ୍ଦିନୀ ପାଗଳପ୍ରାୟ ହୋଇଉଠିଥିଲା  ! ସେ ବାରମ୍ବାର ପ୍ରେମିକକୁ ଫେ!ନ୍ କରି ଜଣାଇବାରୁଦୂହେଁ ଶେଷରେ ଘରୁ ପଳାଇଯାଇ ବାହାହେବାକୁ ସ୍ଥିର କରିଥିଲେ ! ହେଲେ ଚାନ୍ଦିନୀର ଘରୁ ପଳାଇଯିବାର ଯୋଜନ! ସମ୍ପର୍କରେ ମାସୁଶିଲ! ଜାଣିବ! ମାତ୍ରେ ସ୍ୱୀମୀକୂ ଜଣାଇ ଦେଇଥିଲେ ! ଏଥ୍ରେ ଉତ୍ କ୍ଷିପ୍ତ ହୋଇ ରାମପ୍ରସାବ ଚାନ୍ଦିନୀର ଫେ!ନ୍ ଛଡ଼ାଇଆଣି ଭାଙ୍ଗି ବେଇଥିଲେ ! ପରଦିନ ରାମପ୍ରସାଦ ଦୀର୍ଘସମୟ ଧରି ବାହିନୀକୁ ନିଚ ଜାତିରେ ବିବାହ କରି ମାନ ସମ୍ମାନ ତଳେ ନ ପକାଇବାକୁ ଯେତେ ବୁଝାଇଥିଲେ ହେଁ ସେ କୌଣସି କଥା ଶୂଣିନଥିଲା

ଶେଷରେ ମାନସିକ ସନ୍ତୁଳନ ହରାଇ ଲୋକଲଜ୍ୟା  ଭୟରେ ସବୁଦିନ ପାଇଁ ଗେହ୍ମା ଝିଅର ଜୀବନଦୀପ ଲିଭାଇବେବାକୁ ହେବ ବୋଲି ରାମପ୍ରସାଦ ନିଷ୍ପରି ନେଇଯାଇଥିଲେ ! ଯୋଜନା ମୁତାବକ ଜୁଲାଇ ୨୧ ତାରିଖ ରାତିରେ ସପରିବାର ଖାଇପିଇ ଶୋଲଯିବ! ପରେ ରାମପ୍ରସାଦ ଉଠିପଡ଼ିଥିଲେ ! ଆଉ ସମସ୍ତ ଅଲକ୍ଷ୍ୟରେ ଚାନ୍ଦିନୀ ଜୋଠରିକୁ ଯାଇ ନିଦ୍ରିତ ଅବସ୍ଥାରେ ଥ୍ନା ଚାନ୍ଦିନୀର ଗଳାକୂ ଚପିଧରିଥିଲେ ! କିଛିସମୟର ଛଟପଟ ପରେ ଚାନ୍ଦିନୀର ଶରୀର ଜଡ଼ ପାଲଟିଯାଇଥିଲା  ! ରାମପ୍ରସାଦ ଝିଅ ଶବ ପାଖରେ ସକାଳ ପର୍ଯ୍ଯନ୍ତ ବସିରହି ବିଳାପି କାଳିଥିଲେ ! ପନ୍! ସୁଶିଲ! ରାମପ୍ରସାଦଙ୍ଗୁ ଶେଯରେ ନପାଇ ଚାନ୍ଦିନୀ ଜୋଠରିରେ ପହଞ୍ଚିଲା ବେଳକୁ ସବୁକିଛି ଶେଷ ହୋଇସାରିଥିଲା
ପତି-ପନ୍1 ପରିସ୍ପର କୁ ଆଲିଙ୍ଗନ କରି ରୋ ଭୋ ହୋଇ କାନ୍ଦିଥିଲେ !ଥୀଉ ରାତି ପାହିବା ମାତ୍ରେ ରାମପ୍ରସାଦ ନିଜ ଦେ!ଷ ସ୍ୱୀକାର  କରିବାକ୍ଟ ଥାନାରେ ହାଜର ହୋଇଯାଇଥିଲେ ! ରାମପ୍ରସାଦଙ୍କଠାରୂ ସମସ୍ତ କାହାଣୀ ଶୁଣିବା ପରେ ଓ ତାଙ୍କ ବଡ଼ଭାଇଙ୍କ ଅଭିଯୋଗ କ୍ରମେ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଥିଲେ ! ରାମପ୍ରସାଦଙ୍କ
ସମ୍ପର୍ଗୀୟ ପୁତୁରା ନରେନ୍ଦ୍ର କୁମାରଙ୍କଠାରୂ ଥାନା ଅଧିକାରୀ ଦେବେନ୍ଦ୍ର ସିଂ ଚାନ୍ଦିନୀ ସମ୍ପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରିବା ପରେ ଏହ! ସମ୍ମାନ ପାଇଁ ହତ୍ୟା ବା ଅନର କିଲି° ବେ!ଲି ସ୍ଥିରନିଶ୍ଚିତ ହୋଇଥିଲେ ! ସମସ୍ତ ସାକ୍ଷ୍ୟପ୍ରମାଣ ସଂଗ୍ରହ ଓ ଶବ ବ୍ୟବଛେଦ  ପରେ  ଗାମପ୍ରସାଦଳୁ ହତ୍ୟା  ଅଭିଯୋଗରେ ଜେଲ୍ ହାଜତକୂ ପଠାଇ ବିଆ ଯାଇଥିଲା

Thursday 20 July 2017

ଅନ୍ଧ ପ୍ରେମ କଲା ଜୀବନ ଅନ୍ଧାର



ପ୍ରେମ ଅନ୍ଧ ! ଅନ୍ଧ ପ୍ରେମିକ କାହାରିକୃ ଖାତିର କରେନା ! ଏଭଳି ପ୍ରେମରେ ଏମିତି ପାଗଳାମି ଅନେକ ସମୟରେ ଆଣିଦିଏ ବଡ଼ ବିପର୍ଯ୍ୟୟ ! ଆଉ ତାର କ-ପରିଣାମରେ ଅନେକଙ୍କ ଜୀବନରେ ଟାଣିଦିଏ ପୂର୍ଣ୍ଣଛେଦ !
ଏଭଳି ଏକ ଦୁଃସାହସିକ ପ୍ରେମିକର ପ୍ରେମାନ୍ଧପଣରୁ ଲୋମହର୍ଷଣକାରା ହତ୍ୟାକାଣ୍ଡ ଘଟିଛି ଗତ ୧୩ ତାରିଖ ରାତିରେ ! ଓଡ଼ିଶା-ଛତିଶଗଡ଼ ସୀମାର ଝାରସୁଗୁଡ଼ା ଜିଲ୍ଲା ସଂଲଗ୍ନ ରାୟଗଡ଼ ଜିଲ୍ଲା ପୁସୋର ଥାନା ଅନ୍ତର୍ଗତ ସିହା ଗ୍ରାମରେ ପ୍ରେମ ବ୍ୟାପାରକୃ ନେଇ ଯାଇଛି ତିନି ଜଣଙ୍କ ଜୀବନ
ରାତି ପ୍ରାୟ ସାଢ଼େ ୧୨ଟ! ! ହଠାତ୍ ବାଜି ଉଠିଥିଲା! ପୁସୋର ଥାନ! ଅଧିକାରୀଙ୍କ ମୋବାଇଲ୍! କଲ୍ ରିସିଭ କରିବା ମାତ୍ରେ ସତେ ଯେମିତି ହୋସ ଉଡ଼ି ଯାଇଥିଲା ଥାନା ବାଚ୍ଛ୍ରଙ୍କର |ସ୍ଥାନୀୟ ସରପଞ୍ଚ ପ୍ରଦୀପ ଗୁପ୍ତ! କରିଥିଲେ କଲ୍ ! ସିହା ଗ୍ରାମରେ ରକ୍ତାକ୍ତ ସଂଘର୍ଷରେ ତିନିକଣଙ୍କ ମୃତୁ  ହେବ! ସହିତ ଘଟଣା ସ୍ଥଳ ରେ ଉପସ୍ଥିତ ଆଉ କେତେଜଣ ଆହତ ହୋଇଥିବା ର ସୂଚନା ମିଳିଥିଲା ! ଥାନାଧିକାରା ତରବର ହୋଇ ଅନ୍ୟମାନଙ୍କ ସହ ଧାଇଁଥିଲେ ଘଟଣାସ୍ଥଳକୃ ! ଆଉ ସେଠାରେ ଯାହ! ଦେଖିଲେ  ତାହ! ଥିଲ! ହୃଦୟ ବିଦାରକ ତିନି ତିନି କଣ ରକ୍ତ ଜୁଡୁ ବୁଡୁ  ଅବସ୍ଥାରେ ଗଡୁ ଥିଲେ ଚଟାଣରେ ! ବହି ଚାଲିଥିଲା ରକ୍ତର ନଦା ! ଉଦ୍ଧାର କରି  ତ୍ପସୋର ଡାକ୍ତରଖାନା ନେବ! ପରେ ସେଠାରେ ଦୁଇ  ଜଣଙ୍କ ମୃତ ଘୋଷଣ! କରିଥିଲେ ଡାକ୍ତର ! ତୃତାୟ ଜଣକ ରାୟଗଡ଼ ଡାକ୍ତରଖାନାରେ ଆଖି ଚୁଜିଥିଲେ! ତେବେ କଣ ହୋଇଥିଲା ସେଦିନ? କାହିଁକି ଏମିତି ନରସଂହାର ଘଟିଗଲା?
ସେଦିନ ରାତି ପ୍ରାୟ ସାଢ଼େ ୧୧ଟାରେ ଘରର କାନ୍ଥ ଡେଇଁ ପ୍ରେମିକାଙ୍କ ଘରେ ପହଞ୍ଚିଥିଲା ପ୍ରେମିକ କାର୍ତିକ ସାଓ  (୨୫)! ବର୍ଷ! ରାତିର ସୁଯୋଗ ନେଇ ପ୍ରେମିକ! ସହ କିଛି ସମୟ ପ୍ରେମାଳାପ କରିବା ଥିଲ! ଉଦ୍ଦେଶ୍ୟ! କିନ୍ତୁ ଅନ୍ୟ ଦିନମାନଙ୍କ ଭଳି ସେଦିନ ପ୍ରେମୀଯୁଗଳଙ୍କ ପାଇଁ ସମୟ ହୁଏତ ଅନୃକୃଳ ନ ଥିଲା ଦୁହିଁଙ୍କ ଅନ୍ତରଙ୍ଗ ମୁହୁର୍ତରେ ହିଁ ବିଛଣା ରୁ ପଡି ଥିଲେ ମା ପ୍ରେମଶିଲା  ପ୍ରଧାନ(୪୫) ଆଉ ୧୫ ବର୍ଷର ତ୍ପଅ ଅଙ୍କିତ ତ ! ଅବିବାହିତ ଝିଅ ସହ ଜଣେ ତ୍ପବକକୃ ଅସଂଯତ ଓ ଅଦ୍ଧଢ଼ିନଗ୍ନ ଅବସ୍ଥାରେ ଦେଖ୍ ନିଚ୍ଚକୁ  ସମ୍ଭାଳି ପାରି ନ ଥିଲେ ପ୍ରେମଶିଳା! ପ୍ରତିବାଦ କରିବାରୁ ଆରମ୍ଭ ହୋଇଥିଲା ଗଣ୍ଡଗୋଳ ଆଉ ଏହି ଗଣ୍ଡଗୋଳ ନେଇଗଲା ତିନି ତିନିଟି ମୂଲ୍ୟବାନ ଜୀବନ

କାର୍ତିକ ପରିସ୍ଥିତିକୁ ଦେଖ୍ ପଛଘୁଞ୍ଚା ଦେଇ ପଳାୟନ ଉଦ୍ୟମ କରିଥିଲା ! ମାତ୍ର ମାତ୍ପଅ ଡାଙ୍ଗୁ କାବୁ  କରି ରଖ୍ ବାର ପ୍ରୟାସ କରିଥିଲା! କୌଣସି ମତେ ସେମାନଙ୍କର ମୁକାବିଲା  କରିବାର ଦୃଢ଼ ମାନସିକତା ହିଁ କାର୍ତିକ ପାଇଁ କାଳ ସାଜିଥିଲା! ପ୍ରେମଶିଳା ଓ ଅଳିତଙ୍କ ପ୍ରତିରୋଧକୃ ଦମନ କରିଚାକୃ ଯାଇ ଘର ଭିତରେ
ଥିବା ଏକ କୁରା ଢିରେ ପ୍ରତି ଆକ୍ରମଣ କରିଥିଲା! କାରିକା ଫଳରେ ଘଟଣା ମ୍ପୃଳରେ ଟଳି ପଡି଼ଥିଲେ
ପ୍ରେମଶିଳା ଆଉ ଅଜିତ ! ଏହି ସମୟରେ ପ୍ରେମଶିଳାଙ୍କ ସ୍ଵାମୀ ତ୍ପସ୍ତମ ଏବଂ ବଡ଼ ତ୍ପଅ ଅଭିନନ୍ଦନ ସେଠାରେ ପହଞ୍ଚି ଯାଇଥିଲେ ! ଆରମ୍ଭ ହୋଇଥିଲା ରକ୍ତାକ୍ତ ସଂଘର୍ଷ କାରିକକୃ କୌଣସିମତେ ବାନ୍ଧି  ଦେବାର ଚେଷ୍ଟା କରୁଥିବ! ବେଳେ ବାପ ଘୁଅ ବି ଆହତ ହୋଇଥିଲେ ! ମାତ୍ର କାର୍ତ୍ତି କର ଗୋଡ଼କୃ ବାନ୍ଧି ବାରେ ସମର୍ଥ ହୋଇଥିଲେ! ଏହାପରେ ସେମାନେ କାର୍ତ୍ତି କର ଚୂର ହାତ କାଟି ନିର୍ମମ ଭାବେ ହତ୍ୟା କରିଥିଲେ! ତିନି ତିନିଟା ମୁଣ୍ଡ ଗଢ଼ିବା ପରେ ରକ୍ତର ନଦୀ ବହିଥିଲା! ! ବର୍ଷ! ରାତିର ନିସ୍ତବ୍ଧତ! ମଧ୍ଯରେ ହଠାତ୍ ବିଜୁଳି ବେଗରେ ଏହି ଲୋମହର୍ଷଣକାର! ହତ୍ୟାକାଣ୍ଡର ଖବର ବ୍ୟାପି ଯାଇଥିଲା ସମଗ୍ର ଗାଁରେ ! ଯିଏ ଯେଉଠି ଥିଲେ ଧାଇଁଥିଲେ ଘଟଣାମୃଳକୃ! ଗୁରୁତର ଅବସ୍ଥାରେ ତ୍ପସ୍ତମ ଏବଂ ଅନ୍ୟ ଦୁଇ କଣଙ୍ଗୁ ତ୍ପସୋର ଡାକରଖାନାକୃ ନିଆଯାଇଥିଲା ! ମାତ୍ର ଅବସ୍ଥା ସଂକଟାପନ୍ନ ହେବାରୁ ରାୟଗଡ଼ଠାରେ ଥିବା  , ପି କିକଲ ଡାକ୍ତରଖାନାକୃ ସ୍ଥାନାନ୍ତର କରାଯାରଥିଲାଯେଉଁମାନେ ଏବେ ଜୀବନ-ମୃତ୍ୟୁର ଢୋଛକିରେ
ସଂଘର୍ଷ ରୋକିବାର ଚେଷ୍ଟା କରିଥିଲା 6ପ୍ରମିକୀ
ପ୍ରେମିକ ସହ ଅସଂଯତ ଅବସ୍ଥାରେ ମାଏବଂ ଭାଇ ଦେଖ୍ ବା ପରେ ସୃଷି ହୋଇଥବା ପରିସ୍ତିତିକୂ ନିୟନ୍ତ୍ରଣ କରିବା ପାଇଁ ପ୍ରାଣପଣେ ବେଷ୍ଟ! କରିଥିଲା ଯୁବତୀ ଜଣକ ! ଜୀବନ ରକ୍ଷା ଲାଗି ସେଠାରୁ କିପରି କାର୍ତ୍ତି କକୂ ବାହାର କରିବ ସେହି ଉଦ୍ୟମ ବି କରିଥିଲା ମାତ୍ର କାର୍ତ୍ତି କକୂ ଧରି ରଖ୍ ବାର ଚେଷ୍ଟାରେ ମାପୁଅ ଯେଭଳି ଆକ୍ରମଣ କରିଥିଲେ ତାହା ରୋକିବା ଲାଗି କାର୍ତ୍ତି କ  କୂରାଢି ବ୍ଯବହାର କରିଥଲା! ଯୁବତୀ ଜଣକ ଉଭୟ ପକ୍ଷଙ୍କ ଶେଷ ପର୍ଯ୍ଯନ୍ତ ଗଣ୍ଡଗୋଳରୁ ନିବୃତ୍ତ ରଖ୍ ବାର ଯଥାସମ୍ଭବ ଉବ୍ଯମ କରିଥଲା ! ମାତ୍ର ତାହା ସମ୍ଭବ ହୋଇ ନ ଥିଲା ! ଘଟଣାସ୍ଥଳରେ ସେ ମଧ୍ଯ ଗୁରୁତର ଆହତ ହୋଇଥିଲା! ଏବେ ସେ ଡାକ୍ତରଖାନାରେ ଚିକିସିତ ହେଉଛି!

ବିବାହ  ଯୋଜନା

କେଶବଙ୍କ ଏକମାତ୍ର ପୁଅ କାଭିକ ! ସେ ଘର ରଙ୍ଗ କରିବା କାର୍ଯ୍ଯ କରୁଥିଲା ! ଗତ କିଛି ଦିନ ହେଲା ପରିବାର ପକ୍ଷରୁ କାରିକର ବାହାଘର ପାଇଁ ଚର୍ଚ୍ଚ! ଆରମ୍ଭ ହୋଇଥିଲା! ଝିଅ ଦେଖ! ବି ଚାଲିଥିଲା ! ଖୁବଶୀଘ୍ର ତାର ବାହାଘର କରିଦେବାର ଯୋଜନ! ଥିଲା ! ଏଭଳି ପରିସ୍ତିତିରେ ଘୁଅ କାରିକକୃ ହରାଇ ପରିବାର ରୋକେ ଭାଙ୍ଗି  ପଡ଼ିଛଷି! ଆଖୁର ଲୁହଧାର ଶୁଖୁନାହିଁ ! ଏକମାତ୍ର ପୃଅକୁ ହରାଇ ସେମାନଙ୍କ ଜୀବନ ଅନ୍ଧାର ପାଲଟିଯାଇଛି ଚାରିଆଡ଼େ ଚର୍ବା ଏହି ରକ୍ତାକ୍ତ ସଂଘର୍ଷ ପରେ ଗାଁରେ ଶୋକର ଛାୟା ! ତିନି ଜଣଙ୍କ ହତ୍ୟା  ପରେ ସମଗ୍ର ଗାଁ ସ୍ତବ୍ଧ ! ଏହି ଘଟଣାକୃ ନେଇ ଗାଁ ମୋତେ କିଛି ବି କହିବାକୃ ପ୍ରସ୍ତୁତ ନୃହଁନ୍ତି  ହେଲେ ପ୍ରତି ଛକରେ ଲୋକେ ଜମ! ହୋଇ ପରସର ମଧ୍ଯରେ ଏହି ଘଟଣାକୃ ନେଇ କରୁଛନ୍ତି  ଚର୍ଜା! ପ୍ରେମାନ୍ଧତାରୁ ଏଭଳି ବିଭତ୍ସ କାଣ୍ଡ ଘଟିଲା ଏହି କଥାକୃ କେହି ବି ଅସ୍ୱୀକାର କରୁ ନାହାନ୍ତି
ନଥିଲା ବିବାଦ
କାଳିକ ଏବଂ ତାପ୍ରେମିକାର ପରିବାର ମଧ୍ଯରେ ନ ଥିଲା କୌଣସି ପ୍ରକାର ବାଦ-ବିବାଦା ଗାଁରେ ପରସର ଠାରୁ ଦୂରରେ ରହୁଥିଲେ ଦ୍ରଇ ପରିବାର ! ମାତ୍ର ବିଳମ୍ବିତ ରାତ୍ରିରେ ତ୍ପସ୍ତମଙ୍କ ଘରେ ଅଦ୍ଧନଗ୍ନ ଅବସ୍ଥାରେ କାରିକର ଶବ ମିଳିବାପରେ ଏହି ଘଟଣା ଅନ୍ୟ କିଛି ଦିଗକୃ ଇସାରା କରୁଛି ! ଯାହାକୃ ତଦନ୍ତକାରୀ ପୁଲିସ ଅଧିକାରୀ ବି ଧୀର  ସ୍ଵରରେ ମାନୂଛନ୍ତି
ତ୍ପଲିସ ତଦନ୍ତ ଜାରି
ବିଳମ୍ବିତ ରାତ୍ରିରେ ସଂଘଟିତ ଏହି 6ଲ!ମହର୍ଷଣକ!ର1 ହତ୍ୟାକନ୍ଦରା  ତଦନ୍ତ କରୁଛି ପୁଲିସ ! ଘଟଣା ସହ ସଂପୃକ୍ତ ଲୋକେ ଏବେ ଆହତାବସ୍କାରେ ଚିକିସିତ ହେଉଥ୍ବାରୁ ସେମାନଙ୍କର ବୟାନ ରେକର୍ଡ ହୋଇ ପାରୁନାହିଁ ହତ୍ୟାକାରୀଙ୍କୁ  ଗିରଫ କରିବା ବାର୍ତା ମାନ ପରିସ୍ତିତିରେ ପୁଲିସ ପାଇଁ ଅସମ୍ଭବ ହୋଇଛି ! ଆଗନ୍ତୁ ତଦନ୍ତ କରି ଦୋଷୀ କୁ  ଗିରଫ କରାଯିବ ବୋଲି କହିଛଚ୍ଚି ରାୟଗଡ଼ ଏସପି ବି.ଏନ ମିନା

Monday 17 July 2017

ନୃଶଂସ ପ୍ରେମିକ




୨୦୧୭, ଢୁଲାଇ ୪ ତାରିଖ! ସକାଳୁ ପାଳଗଦାରେ ଗଳିତ ଶବ ପଡ଼ିଥିବା ଦେଖି ଲୋକେ ପୁଲିସ୍କୂ ଖବର କରିଥିଲେ! ପୁଲିସ୍ ଓ ସାଇଶ୍ଚିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ! ଶବଟି କଣେ କଲେଜ ଛାତ୍ରୀର ହୋଇଥିବ! ବେଳେ ଆଖପାଖ ଗାଁର ଲୋକେ ଚିହ୍ନଟ କରି ପାରିନଥିଲେ! ଏହା ଥିଲ! ପୁଲିସ୍ ପାଇଁ କାଠିକର ପାଠ! ପୁଲିସ୍ ଶବ ବ୍ଯବଛେଦ ପାଇଁ ପଠାଇ ଆରମ୍ଭ କରିଥିଲା ତଦନ୍ତ! ଶେଷରେ ମୃତ ଛାତ୍ରୀଙ୍କ ପରିଚୟ ମିଳିଥିଲା! ଏହ! ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ଜାଣି ଘଟଣାର ଛାନ୍ ଭି ନ୍ କରି ହତ୍ୟାକାରାଙ୍କୁ  ମଧ୍ୟ  ଧରିବାରେ ସଫଳ ହୋଇଥିଲା ତ୍ପଲିସ!
ହେମଗିର ଥାନା ଟିକିଲିପଡ଼ା ଗ୍ରାମର ୧୭ ବର୍ଷର ନାବାଳିକା ରଶ୍ଵିତା ମେହେର! ଡ଼୍ଡ଼୍କା ଠାରେ ଥିବ! ଏକ ମହାବିଦ୍ୟାଳୟରେ ରଶ୍ମିତା  ମୁକ୍ତ ଦୁଇ ବିଜ୍ଞାନ ବିଭାଗରେ ପାଠ ପଢୁଥିଲେ! ଘରୂ ବସ୍ ଯୋଗେ କଲେଜ ଯିବ! ଆସିବ! କରୂଥିଲେ! ରଶ୍ଵିତା ପାଆସ କରୂଥିଲା ବ! ବସ୍ ର କଣ୍ଡକ୍ଟର ମନବୋଧ ପ୍ରଧାନ(୨୧)ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା  ମନଜୋଧର ଘର ଲେଫ୍ରିପଡ଼ା ବ୍ଳକ କିଥିରକେଲା ଥାନ! ଅନ୍ତର୍ଗତ ଚୁରମେଇ ପଞ୍ଚାୟତର ମଗରକୂଣ୍ଡା ଗ୍ରାମରେ! ମନବୋଧ ଓ ରଶ୍ମିତା ଙ୍କ ପ୍ରେମ ସମ୍ପର୍କ ବିଷୟରେ ସେମାନଙ୍କମଧ୍ୟ ରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇସାରିଥିଲା!
ମନବୋଧ ଓ ରଶ୍ମିତା  ପରସରକୂ ବିବାହ କରିବେ ବୋଲି ଏକ ପ୍ରକାର ନିଷ୍ପରି ନେଇଥିଲେ! ୨0୧୭ ଚୂନ ମାସ ୨୦ ତାରିଖ! ରଶ୍ଵିତା କଲେଜରେ ଫର୍ମ ପୂରଣ ପାଇଁ ବାହାରିଥିଲେ! ସାଙ୍ଗରେ ନେଇଥିଲେ ୧୦ ହଜାର ଟଙ୍କା, ନିଜର ଫଟୋ ସହ ସାଙ୍ଗମାନଙ୍କ ଫଟୋ, ସେ ବ୍ୟବହାର  କରୁଥିବା ମୋବାଇଲ, ସିମ୍ କାର୍ଡ ଏତବ୍ ବ୍ୟ ଯତୀତ ଏକ କଳା ରଙ୍ଗର ଏୟାର  ବ୍ୟାଗ ରେ  ଦୁଇ ହଳ ପୋଷାକ ସହିତ ଉପରୋକ୍ତ ଜିନିଷ ଭରି କରି ବାହାରି ପଡ଼ିଥିଲେ କଲେଜକୁ!

ଘରୁ କିଛି ଦୂର ଆସିବା ପରେ ସେହି ବସ୍ଗେ ବଢିଥିଲେ ଓ ପ୍ରେମିକ ମନଚୋଧକୂ ଫୋନ କରି ତାକିଥିଲେ! ହେଲେ ମନବୋଧ ଯାଇ ପାରିବ ନାହିଁ ବୋଲି କହିଥିଲା! ଦେଲେ ଏଥିରେ ରଶ୍ଵିତାରାଗିଯାଇ ତୁମ ଘରକୂ ଯାଉଛି ବୋଲି କହିବାରୁ ମନବୋଧ ଡାଙ୍ଗୁ ସୁନ୍ଦରଗଡ଼ ବସ୍ ଷ୍ଟାଣ୍ଡକୂ ଆସିବା ପାଇଁ କହିଥିଲା  ରଶ୍ଵିତା ସୁନ୍ଦରଗଡ଼ ବସ୍ ଷ୍ଠାଣ୍ଡରେ ପହଞ୍ଚିଥିଲେ ! ସେଠାରେ ପୂର୍ବରୁ ମନବୋଧ ଚାଙ୍ଗୁ ଅପେକ୍ଷା କରି ରହିଥିଲା!
ସେଠାରୁ ଦୁହେଁ ବାହାରି ପଡ଼ିଥିଲେ ଝାରସୁଗୂଡ! ଅଭିମୁଖେ! ସେଠାରେ ବୁଲାବୁଲି କରିଥିଲେ ଓ ସଂଧ୍ୟାରେ ପୁଣି ସୂରେଗଡ଼କୂ ଫେରି ଆସିଥିଲେ! ହେଲେ ରଶ୍ଵିତାଙ୍କ ଘର ଟିକିଲିପଡ଼ା ଓ ମନବୋଧଙ୍କ ଘର ମଗରକୃଣ୍ଡାକୂ ବସ୍ର କୌଣସି ସୁବିଧା ନଥିବାରୁ ସେମାନେ କୂଆଡେ ଯିବେ ବୋଲି ଚିନ୍ତା କରିଥିଲେ! ସୁନ୍ଦରଗଡ଼ ବସ୍ ଷ୍ଠାଣ୍ଡଚୂ କୌଣସି ପ୍ରକାର ସେମାନେ ଲେଫ୍ରିପଡ଼ା ବସ୍ ଷ୍ଠାଣ୍ଡରେ ପହଞ୍ଚିଥିଲେ! ସେତେ ବେଳଳୁ ରାତି ସାଢ଼େ ୮ଟ! ହୋଇଯାଇଥିଲା ! ରାତିରେ ଲେଫ୍ରିପଡ଼ା ବସ୍ ଷ୍ଠାଣ୍ଡଚୂ ଘରକୃ ଯିବ! ଲାଗି ବସ୍ର କୌଣସି ସୁବିଧା ନଥିବାରୁ ମନବୋଧ ପଚ୍ଛ୍ରଆଡିହିରେ ରହୁଥିବ! ନିଜ ମଉସାଙ୍କ ଘରକୂ ଯିବ! କହି ରଶ୍ଵିତାଙ୍ଗୁ ଡାକିଥିଲା! ଦୁହେଁ ଲେଫ୍ରିପଡ଼ାରୂ ଚାଲି ଚାଲି ପଟୁଆଡିହିକୂ ବାହାରିଥିଲେ! ପ୍ରାୟ ୬ କିଲୋମିଟର ଚାଲି ଚାଲି ମାଲିପଡ! ଖେଳ ପଡ଼ିଆ ପହଞ୍ଚିବା ବେଳକୂ ରଶ୍ଵିତା ଏକ ପ୍ରକାର ହାଲିଆ ହୋଇ ପଡ଼ିଥିଲେ! ସେହି ଖେଳ ପଡ଼ିଆ ଭିତରକୂ ଯିବା ପରେ ଚୂହେଁ ସେଠାରେ କିଛି ସମୟ ବସି କଥାବାର୍ଭ! ହେବ! ପରେ ପୁଣି ଶାରୀରିକସମ୍ପର୍କ ରଖିଥିଲେ!
 ଏହା ପରେ ରଶ୍ଵିତା ଜିବ୍ ଧରିଥିଲେ ପେ ମନବୋଧ ଯଦି ଚାଙ୍ଗୁ ବିବାହ ନକରଛି ବା ତାଙ୍କ
ଘରକୃ ନ ନିଅଷି ତେବେ ସେ ଆତ୍ମହତ୍ୟା କରି ଦେବେ! ମନବୋଧ ରଶ୍ଵିତାକୃ କହିଥିଲା ଅଳ୍ପ ଦିନ ହେବ ତାଙ୍କ ଭଉଣୀର ବିବାହ ହୋଇଛି ! ତେଣୁ ଟିକିଏ ଅପେକ୍ଷା କଲେ ସେ ରଶ୍ଵିତାକୂ ସବୁଦିନ ପାଇଁ ନିଜ ସହିତ ତାଙ୍କ ଘରକୃ ନେଇଥିବେ! ମାତ୍ର ମନବୋଧର ଏହି କଥାକୂ ବିଶ୍ଵାସ କରିନଥିଲେ ରଶ୍ଵିତା! ଯାହା ଫଳରେ ଦୁହିଁଙ୍କ ମଧ୍ୟ ରେ କଥା କଟାକଟି ହୋଇଥିଲା ! ଏଥିରେ ରାଗିଯାଇ ମନବୋଧ ରଶ୍ଵିତାକୂ ଏକ ଶକ୍ତ ଚାପୂଡା ମାରିବାରୁ ସେ ଅଚେତ ହୋଇ ପଡ଼ି ଯାଇଥିଲେ! କାଳେ ଚେତା ଆସିବା ପରେ ପ୍ରେମିକା କିଛି କରି ବସିବ ସେ ନେଇ ତାକୁ ରାସ୍ତାରୂ ହୁଁ ହଟାଇବା ଲାଗି ନିଷ୍ପରି ନେଇଥିଲା
ପ୍ରେମିକ! ପ୍ରେମିକାର ଓଢଣି ଆଣି ତାବେକରେ ଗୁଡ଼ାଇ ହତ୍ୟା କରିଥିଲା! ପ୍ରେମିକା ମରିଯିବା ପରେ ମୃତ ଦେହକୂ ଏକ ପାଳଗଦାରେ ଲୁଚାଇ ଫେରାର ହୋଇଯାଇଥିଲା ! ଅନ୍ୟପକ୍ଷରେ ରାତି ୯ଟା ପରେ ଝିଅ ଘରକୂ ନ ଫେରିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ! ଫୋନ ଲାଗୂନଥିଲା ! କୌଣସି ସାଙ୍ଘ ଘରେ ରହିଯାଇଥିବ ଭାବି ପରିଚାର ଲୋକେ ଚୂସ୍ ରହିଥିଲେ! ତହିଁ ଆର ଦିନ ମଧ୍ୟ  ଝିଅର ଖବର ନପାଇବାରୁ ସମ୍ପର୍ଜାୟ ଓ ସାଙ୍ଗମାନଙ୍କ ଘରକୂ ଯାଇ ପଚରାଉଚର! କରିଥିଲେ! ଏହାପରେ ବି ରଶ୍ମିତା କ ସନ୍ଧାନ ମିଳିନଥିଲା
ଜୁଲାଇ ୪ ତାରିଖ ସକାଳେ ପାଳଗଦାରେ ଯୁବତୀଙ୍କ ଗଳିତ ଶବ ଦେଖି ପୃଲିସ୍କୂ ଖବର ଦେଇଥିଲେ! ମୃତ ଦେହନିକଟରେ ଏକ କଳାରଙ୍ଗର ଏୟାର ନ୍ୟାଶ୍ ମଧ୍ୟ  ଥିଲା! ପୁଲିସ୍ ଲେଫ୍ରିପଡ଼ା ଵିଡି଼ଓ କମ୍ ତହସିଲଦାର ପୁନମ ବିନାତା ବାଗେଙ୍କ ଉପସ୍ଥିତିରେ ଶବ ଜବତ କରିଥିଲା!
ସୁନ୍ଦରଗଡ଼ ଏସ୍ ଡି଼ପିଓ ପ୍ରଶାନ୍ତ ମହାନି ଓ ଲେଫ୍ରିପଡ଼ା ଥାନାର ଭାରପ୍ରାପ୍ତ ଅଧିକାର! ଅନିଲ ପରିଡା ଚ୍ୟାଟ୍ରିତରେ ଥିବା ଝିଅର ଫଟୋ, ତାଙ୍କ ପରିବାର ଫଟୋ ଜବତ କରିବା ପରେ ଖୋଳତାଡ କରିଥିଲେ! ରଶ୍ଵିତ! ମେହେରଙ୍କ ମୃତ ନେହ ଓ ଜବତ ଜିନିଷ ପତ୍ର ତାଙ୍କ ପରିବାର ଲୋକେ ଚିହ୍ନଟ କରିବା ପରେ ପୁଲିସ୍ ଏକ ହତ୍ୟା ମାମଲା ଚୂଳ୍ କରି ଅପରାଧୀ କିଏ ତାଳୁ ଧରିବା ଲାଗି ଉଦ୍ୟମ ଆରମ୍ଭ କରିଥିଲେ! ତେବେ କୌଣସି ସୂତ୍ରରୁ ଖବର ପାଇ ପୁଲିସ୍ ମନଟୋଧର ଘରେ ଚଢ଼ାଉ କରି ତାକ୍ ଧରିବା ସହ ସେରଶ୍ଵିତାକୂ ହତ୍ୟା କରିଥିବା ସ୍ୱୀକାର କରିଥିଲା ! ପୁଲିସ୍ ତାପାଖରୁ ରଶ୍ଵିତାଙ୍କ ମୋବାଇଲ, ସିମ୍ କାର୍ଡ ଜବତ କରିବା ସହ ଦଫା ୩୭୬(୨)(ଏନ୍)୩୭୬(ଏ)୩୨0, ୨୮୧, ୬ ସିପିଏସ୍ଓ ଆକ୍ଟ ବଳରେ ଏକ ମାମଲା (କେସ୍ ନଂ.୭୯/୨0୧୭) ରୁଜୁ  କରି ତାଙ୍ଗୁ ଗିରଫ କରି କୋର୍ଟ ଚାଲାଣ କରିଥିଲା!

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...