ଅଚାନକ ବିଜୟର ଗୋଟିଏ ଗୀତ ଅତି ପ୍ରିୟ ହୋଇଗଲା ଆଉ ତାହ! ଥିଲା - ତେରେ ମେରେ ବିଚ ମୈ ଜୈସା ହୈ ୟେ ବନ୍ଧନ ଅନଯାନା ! ସେ ସେଏଇ ଗୀତଟିକୁ ଦିନରାତି ଗୁଣୁ ଗୁଣୁଉ ଥିଲା ! ତା’ ଆଖି ଆଗରେ ଭାସି ଭଠୁଥିଲା ଶିବାଙ୍ଗୀର ମୁହଁ! ତା’ର ସମଗ୍ର ଜୀବନ ପାଇଟି ଯାଉଥିଲାଏକ ବିଧ୍ୱସ୍ତ ଏରସମା
ତା’ ଭିତରୁ କୋହ ଊଠୁଥିଲା ! ଚ!’ ଆଖିରୁ ଲୁହ ଝରୁ ନ ଥିଲା ସତ ; ହେଲେ ସେ ଧକେଇ ଧକେଇ କାନ୍ଦୁ ଥିଲା ! ତା’ର ମନେପଡ଼ି ପାଉଥିଲା ! ଶିବାଙ୍ଗୀର ହସ! କୁନିକୁନି ଆଖି ପତା ! ତା!’ ଛୋଟମୋଟ ଦୁଷ୍ଟାମୀ ! ସେ ଅନୁଭବ କରୁ ଥିଲା ! ଯେପରି ଶିବାଙ୍ଗୀକୁ ବାଦ ଦେଲେ ସେ ଅସମ୍ପୂର୍ଣ !ଶିବାଙ୍ଗୀକୁ ଛାଡ଼ି ସେ ଗୋଟିଏ ବି ମୁହୂର୍ତ ବଂଚି ପାରିବ ନାହିଁ ! ମାତ୍ର 6ସ ଶିବାଙ୍ଗୀକୁ ଭେଟିବ କେମିତି!
ୟ! ଭିତରେ ୬ମାପ ଅତିକ୍ରାନ୍ତ! ନା ସେ ଶିବାଙ୍ଗୀକୁ ଭେଟିଛି ନ! ଶିବାଙ୍ଗୀ ତାକୁ ! ମାତ୍ର ଦୁଇଟି ଘର ଛୋଡ଼ି ଶିବାଙ୍ଗୀର ଘରା ହେଲେ ତାକୁ ଲାଗୁଛି ଯେପରି ଶିବାଙ୍ଗୀ ଆଊ ତା’ ମଝିରେ ଏବେ ସହପ୍ର ସହସ୍ର ଆଲୋକ ବର୍ଷର ବ୍ୟବଧାନ!
କାହିକି ଦୁନିଆରେ ପ୍ରେମକୁ ଏତେ ଘୃଣା ? କ’ଣ ପାଇଁ ଦିନେ ନିକର ଳାଗୂଥିବା ମଣିଷମାନେ ପ୍ରେମିକ ପ୍ରେମିକାଙ୍କ ପାଇଁ ଅନାହୁ ତ ପାଲଟିଯାଆନ୍ତି ଶତ୍ରୁ ! ହୃଦୟ ସେମାନଙ୍କର ! ସେମାନେ ଯାହାକୁ ଚାହିଁବେ ତାକୁ ଦେଇ ପାରିବେ! ଏଥିରେ ଅନ୍ୟ ମାନଙ୍କ ସମସ୍ୟା କ’ଣ? କ’ଣ ପାଇଁ ପ୍ରେମିକ ପ୍ରେମିକାଙ୍କୁ ’ ନିର୍ଭୟରେ ବଂଚି ବାକୁ ସୁଯୋଗ ମିଳେନାହିଁ! କ’ଣ ପାଇଁ ସବୁ ବେଳେ ପ୍ରେମିକ ପ୍ରେମିଚ୍ଚାଙ୍କ ରକ୍ତ ରେ ସମୟର ପୃଷ୍ଠା ହୁ ଏ ରକ୍ତ ରଂଜିତ ?
ଏମିତି ଅନେକ କଥା ଭାବୁଥିଲା ବିଜୟା ସେ ପ୍ରଶ୍ନ କରୂଥିଲା ହେଲେ ତାକୁ ତା’ ପ୍ରଶ ର ଉତ୍ତର ମିଳୁ ନ ଥିଲା ଏତିକି ବେଳେ ତା’ ମୋବାଇଲ୍ ବିପ୍ କଲା |ସେ କୁ ଶ୍ଚିଚ ହୋଇ ମୋବାଇଲକୁ ଉଠେଇନେଲା କାନ ପାଖକୁ କହିଲା- ଦ୍ୟାଲୋ! ହେଲେ ସେ ପଟରୂ ସେ ଯାହା ଶୁଣିଲା; ତାକୁ ଲାଗିଲା ଯେପରି ତା’ ଉପରେ ଅଜାଡ଼ି ହୋଇପଡ଼ିଲା ହୀରସୋମାର ଫ୍ୟାଟ୍ ବୟ | ସେପଟରୂ ତା’ର କଣେ ସାଫ ଚ୍ଚଦୂଥିଲା - ‘ଆରେ ବିଜୟ! ତୂ ଘରେ ବସିଚୂ! ହେଲେ ଜାଣୁ ଏଠି ଶିବାଙ୍ଗୀ ଆତ୍ମହତ୍ୟା କରିଦେଇଛି!’
ବିଜୟା ନିଜେ ଶୁଣୁଥିବା କଥାକୁ ବି ବିଶ୍ୱାସ କରିପାରୁ ନ ଥିଲା ତା’ ହାତରୁ ତଳକୁ ଖସିପଡ଼ିଲା ମୋବାଇଲ୍! ସେ ଭାବୁ ଥିଲା - ‘ଏକଥା ଜେମିତି ସମ୍ଭବ ? ତାକୁ ଛାଡ଼ି ମରିପାରିବନି ବୋଲି କଥ! ଦେଇଥିଲା ଶିବାଙ୍ଗୀ! ଜନ୍ମଜନ୍ମ ଧରି ସାଥିରେ ରହିବାର ଶପଥ ନେଇଥିଲା କେମିତି ସେ ତାଳୁ ଏକୁଟିଆ କରି ଛାଡ଼ି ଚାଲି ଯାଇ ପାରିବ ? ଆଉ ଯଦି ତା’ର ଏମିତି ଯିବାର ଥିଲାତା’ହେଲେ ସେ ତା’ ଜୀବନକୁ ଆସୁଥିଲା କ’ଣ ପାଇଁ |ବିଜୟ ଆଖ୍ ରୁ ଲୁହ ଝରୂଥିଲା ସେ ଫ୍ଲାସ ବ୍ୟାକ କୁ ଫେରିଯାଉଥିଲା ଦୁଇବର୍ଷ ପଛକୁ!
ଅଚାନକ ଶିବାଙ୍ଗୀ ତାକୁ ନୂଆ ଲାଗିଲା ତା’ କଥା ନୂଆ ଲାଗିଲା! ତା’ ଚାହାଣି ନୂଆ ଲାଗିଲା! ଚା’ ହସ ତା’ କୁ ନିଆରା ଲାଗିଲା |ବାସ୍ତବିକ୍ ସେମାନେ ପିଲାଟି ଦିନରୁ ପରସ୍ପର କୁ ଜୀଣିଥିଲେ ! ପରସ୍ପର ର ସହ ହସିଖେଳି ବଡ଼ ହୋଇଥିଲେ ଲପୌର ଶିବନଗର ଖାଡ୍ରାର ଥିଲେ ଦୁଇଟି ପଡୋଶୀ ପରିବାର |ଅଶୋକ ତିୱା ରୀ ଏବଂ ସତ୍ୟେନ୍ଦ୍ର ସିଂ ଅଶୋକ ତିୱା ରୀ ଙ୍କ ସାନପୁଅଥିଲା ବିଜୟ! ସତ୍ୟେଦ୍ର ସିଂହଙ୍କ ଝିଅ ଥିଲା ଶିବାଙ୍ଗୀ! ଉଭୟ ପରିବାରମଧରେ ଖୁବ୍ ଭଲ ବନ୍ଧୁତ୍ୱ ପୁର୍ଣ ସମ୍ପର୍କ ଥିଲା ସେଠି ପାଇଁ ’ ବିଜୟର ଶିବାଙ୍ଗୀ ଘରକୁ ଏବଂ ଶିବାଙ୍ଗୀ ର ବିଜୟ ଘରକୁ ଯିବାରେ କୌଣସି ପ୍ରତିବନ୍ଧକ ନଥିଲା ଉଭୟ ଯୁଚ୍ଚ ଦୁଇ ପଢୁ ଥିଲେ ବିଜୟର ଇଚ୍ଛା ଥିଲା ସେ ବଡ ହେଲେ ଜଣେ ସରକାରୀ ଅଧିକାରୀ ହେବା ଆଉ ଶିବାଙ୍ଗୀ ଗହୁଁ ଥିଲା ସେ ଡାକ୍ତର ହେବା
ଶିବାଙ୍ଗୀ ଓ ବିଜୟ ମଧ୍ୟ ରେ ଖୁବ ଲୌଥିଲା ସେମାନେ ଥଚ୍ଚାମଢା ଢ଼େଊଥିଲେ ! ଗପପପ କରୂଥିଲେ ! ପରଦାରେ ସିକ୍ରେସି 6ଯୋର କରୂଥିଲେ ! ଏହି ସମ୍ପର୍କ କେତେବେଳେ ପେ ପ୍ରେମକୁ ରୂପାନ୍ତରିତ ହୋଇଯାଇଥିଲା ତାହ! ଖୋଦ୍ ସେମାନଙ୍କୁ ମଧ୍ୟ ଜଣା ନ ଥିଲା ! ବିଜୟ ଭିତରେ ପ୍ରେମର ବଂଶୀ ବାଜୁ ଥିଲା ତ ଶିବାଙ୍ଗୀ ଭିତରେ ପ୍ରୀତି ର ନୁଯୂର ସୁଭି ଥିଲା ହଟାତ ଦୁଇ ଜଣ ଙ୍କୁ ଦୁଇ ଜଣ ଲାଗିଲେ ଅଲଗା ଅଲଗା |
ଦିନେ ବିଜୟ ପଗରିଲା- ‘ଶିବାଙ୍ଗୀ! ତୂ ଆଗରୁ ମୋ ସହ ଖୁବ୍ ମିଶୁଥିଲୁ ଖୁବ୍ କଥା ହେଉ ଥିଲୁ ହେଲେ ଏବେ ସେମିତି କରୁନୁ! ଜେମିତି ଅଲଗା କରି ଚାହୁଁନ୍ଧୁ! ମୁଁ ଚାହିଁବେଲେ ଆଖ୍ ତଳକୁ କରି ବେଉଚୁ ! ଢୋ ମୁହଁ ନାଲି ପଡ଼ିଯାଉଛି! ତୂ ଅଳ୍ପ ଅଳ୍ପ ହସୂଛ୍! ଏସବୁ କ’ଣ ପାଇଁ?’
“ଆରେ ନା ନା’ ସେମିତି କିଛି ନାଇଁ ! ଅଚ୍ଛା ଶୁଣ, ତୋ ପାଖରେ ମୁଁ ଲାଜ କରିଚି କାହିଁକି ନା ମୋ ମୁହଁ ନାଲିପଡ଼ିବ କ’ଣ ପାଇଁ? ଶିବାଙ୍ଗୀ କହିଲା !
“ଆଅଚ୍ଛା, ମୁଁ ତୋ ତେ କିଛି ପଚାରି ପାରିବି, ବିଜୟ ? ଆଉ ଶୁଣ, ତୂ ଯାହା ବି କହିବୁ, ସତ କହିବୁ !” ଶିବାଙ୍ଗୀ ପଚାରିଲା ! ବିଜୟ କହିଲା- ‘ମୁଁ ତୋତେ 6କ6ବ କ’ଣ ମିଛ କହିଛି କି, ଶିବାଙ୍ଗୀ!’
ଶିବାଙ୍ଗୀ କିଛି ସମୟ ନିରବ ରହିଲା ଆଉ କହିଲା- ‘ଆଚ୍ଛା!’ ମୁଁ ତୋତେ କ’ଣ ଟିକେ ବି
ସ୍ପେଶାଲ୍ ଲାଗୁନି!’ ବିଜୟ ଅଳ୍ପ ହସିକେଲା! କହିଲା- ‘ହଁ’ ଆଜିକାଲି ମୁଁ ଠିକରେ ଶୋଇ ପାଚୂନି! ମୋତେ ଲାଗୁଛି କାଳେ ମୁଁ ଶୋଇଗଲେ ଢୋ ସୁନ୍ଦର ମୁହଁକୁ ଦେଖି ପାରିବିନି |ବିଜୟର ହାର୍ଟବିଟ ବଢ଼ି ଯାଇଥିଲା ଇଚ୍ଛା ନ ଥାଇ ବି ସେ ଏଣେତେଣେ ଅନରଥିଲା ଆକାଶକୁ ଦେଖୁଥିଲା
ଶିବାଙ୍ଗୀ କହିଲା- ‘ଓକେ’ ମୋତେ ନେଇ କ’ଣ ଭାବୁଛୁ ତୂ?’ ବିଜୟ କହିଲା- ‘କହି ପାରିବିନି! ଶିବାଙ୍ଗୀ କହିଲା- ‘ଚୂ ମୋର ସାଙ୍ଗ ତୂ ଭାବୁଛୁ କି ମୋତେ ଢୋ କଥ! ‘ କଷ୍ଟ ଦେବା ଆଉ ତୂ ଡରୁଛୁ କି ମୁଁ ତୋ ନାଁରେ ଅଙ୍କ ଲ ଆଣ୍ଟି ଙ୍କ ନିକଟରେ କଂପିଲ୍ଲାଇନ ଲେନ କରିଦେବି! ପ୍ଲୀଜ଼ ବିଜୟ, ମୋତେ ନେଇ ଡୋ ଭିତରେ କ’ଣ ଅଛି ମୁଁ ଜାଣିବାକୁ ଚାହେଁ !’ ବିଜୟ ନିଜ ଭିତରେ ସାହସ ଏକଜୁଟ କଲା ! ଶେପରେ କହିଜେଲା- ‘ଶିବାଙ୍ଗୀ’ ମୁଁ ଭାବୁଛି ବୋଧହୁଏ ମୁଁ ତୋ ପ୍ରେମରେ ପଡ଼ିଯାଇଛି
ସେତେବେଳେ ଘର ଭିତରେ କେହି ବି ନ ଥିଲେ ! ଏକା ଥିଲା ବିଜୟ ଜୋଥିଲା ଶିବାଙ୍ଗା ବିଜୟ ର କଥାଶୁଣି ଶିବାଙ୍ଗୀ କିଛି ସମୟ ଆଖ୍ ବନ୍ଦ କରିଦେଲା ମୋ! ତା’ପରେ ଏକ ଅସମାହିତ ପୁଲକ ରେ ଥରି ଉଠିଲା ତା’ର ଶରୀର!ସେ ବିଜୟକୁ ନିକର ଦୁଇହାତରେ ଜାବୁ ଡ଼ିଧରି ତା’ ମୁହଁକୁ ଚୁମ୍ବନରେ ଛାଇଦ୍ଦେଲା! ଆଉ କହିଲା-’ ‘ବିଳୟ! ମୁଁ ଢୋ ଠାରୁ ଏଇଆ ଶୁଣିବାକୁ ଚାହିଁ ବସିଥିଲି ଆଇ ଲଭ ୟୁ ଠୁ!’
ବାସ୍, ଆରମ୍ଭ ହୋଇଗଲା ଏ ପୃଥିବା ରେ ଆଉ ଏକ ପ୍ରେମ କାହାଣୀ! ଦୁଇ ପରିବାର ପଡ଼ୋଶୀ ଥିଲେ ! ସେ ମାନଙ୍କ ମଧରେ ଉତ୍ତମ ସମ୍ପର୍କ ଥିଲା ! ବିଜୟ ଓ ଶିବାଙ୍ଗୀ ସାଥ୍ ହୋଇ ପଢୁ ଥିଲେ ! ସେଠି ଲାଗି ’ କାହାରିକୁ ସୁରାକ ମିଳିଲାନାହିଁ ପେ, ୟା ମଧରେ ଡୁଇ ପରିଦାରର ଅଜାଣତରେ ଅନେକ କିଛି ଘଟିଯାଇଛି! ସମସ୍ତେ ଚ୍ଚାଣୁଥିଲେ ବିଜୟ ଓ ଶିବାଙ୍ଗୀ ପାଠ ପଢୁଛନ୍ତି ! ହେଲେ ପାଠ ପଢ଼ିବା ବାହାନା ରେ ସେମାନେ ପ୍ରେମର ମେହୈଫିଲ୍ ବନାଉଥିଲେ ! ସ୍ବପ୍ନ ର ରଙ୍ଗରେ ସେହି ମେହୈଫିଲ୍ କୁ ରଙ୍ଗୀନ ଯୌନ କରୂଥିଲେ
ଯେମାନେ ସଂକଳ୍ପ କରିଥିଲେ ସାଥି ହୋଇ ରହିବାକୁ! ଏହା ଛଡା ସେମାନେ ଆଉ ଏକ ସଂକଳ୍ପ ଳରି ଥିଲେ ପ୍ରେମ ଯେପରି ସେମାନଙ୍କର କ୍ୟାରିୟର ରେ ପ୍ରତିବନ୍ଧକ ନ ସାଜିବା ଯେମାନେ ମନ ଲଗେଇ ପାଠପଢ଼ିବେ! ବିଜୟ ଅଫିସର ହେବ ଶିବାଙ୍ଗୀ ହେବ ଡାକ୍ତର ! ତା’ ପରେ ଯାଇ ଯେମାନେ ବାହ! ହେବେ!
ପ୍ରାୟ ବର୍ପକ ପରେ! ଦିନେ ହଠାତ୍ ବିଜୟ ଓ ଶିବାଙ୍ଗୀର ପ୍ରେମ କାବାଣୀ ଉପରୁ ଅନାହୁତ ପରଦା ଊଠିଗଲ! ଏକୁଟିଆ ଥିଲା ! ଶିବାଙ୍ଗୀ! ତେଣୁ ସେ ସେ ମୋବାଇଲ୍ ରେ ବେଫିକର କଥ! ହେଉଥିଲା ବିଜୟ ସହିତ ! ତା’ର କେଉଁ ଆଡ଼କୁ ନଜର ନ ଥିଲଲ ! କେତେବେଳେ ତା’ ବାପ! ଘରକୁ ପଶିଆସିଛନ୍ତି ଆଉ ତା’ କଥ! ଶୁଶିନେଇଛନ୍ତି ସେକଥା ପେ ଜାଣିପାରି ନ ଥିଲା ! ଝିଅ ମୁହଁରେ ପ୍ରେମର ଶବ୍ଦକୁ ବରଦସ୍ତ କରିପାରିଲେ ନାହିଁ ସତ୍ୟେନ୍ଦ୍ର ସିଂ! ସେ ଗର୍ଜନ କରି ତା’ ପାଖରୁ ମୋବାଇଲ୍ ଛଢ଼େରନେଲେ ଆଉ ତାହାକୁ ତଳେ କବାଡ଼ି ଭାଙ୍ଗି ଦେ ଲେ! ଶିବାଙ୍ଗୀ ଗାଲରେ ଚଟକଣାଟେ କଷି ଦେଇ ପଗରିଲେ- ‘କିଏ ସିଏ ଯାହା ସହ ସେ ପ୍ରେମଗପ କରୁଛି !’ ଶିବାଙ୍ଗୀ କହିଲା- ‘ସେ ହେଉଛି ଅଶୋକ ଅଙ୍କଲ ଙ୍କପୁଅ ବିଜୟ!’
ବିଜୟ ନାଁ ଶୁଣି ସତ୍ୟେନ୍ଦ୍ର ସିଂ ଙ୍କ ପାଦତଲୁ ଯେମିତି ମାଟି ଖସିଗଲା ସେ ବିଜୟକୁ ପିଲାଟି ବେଳୁ ଢାଣିଥିଲେ ! ତାକୁ ସ୍ନେହ ମଧ କରୂଥିଲେ ! ହେଲେ ସେହି ବିରେ ଯେ ତାକୁ ଏମିତି ଧୋକାଦ୍ଦେବ ସେକଥା ସେ କଳ୍ପନା ନା ସୁଦ୍ଧା କରି ନ ଥିଲେ ଷିବାବ୍ଦୀକୁ କହିଲେ ସତ୍ୟେନ୍ଦ୍ର - ‘ଦେଖ ମା” ତୂ ଏବେ କ୍ୟାରୀୟର ଉପରେ ଧାନ ବେ! ସେ ବିଜୟ କଥାରେ ପଡ଼ି ତୂ ଅବାଟଗେ ଯା’ନା!’ ପୁଣି ବିଜୟକୁ ଡାକି ଚେତା ବାଣୀ ବେଚାନୋ ଦେଲେ- ‘ଚୁ ଶିବାଙ୍ଗୀଳୁ ଳୁପଥରେ ନେ’ନା! ତାକୁ ତା’ କ୍ୟାରୀୟର କରିବାକୁ ଦେ! ଆଉ ଯେପରି ସେ ଶିବାଙ୍ଗୀ ସହ ନ ମିଶେ
ଇତିହାସ ସାଷା- ପ୍ରେମରେ ପଡି଼ଥିବା ମଣିଷଙ୍କ ପାଇଁ ଏଭଳି ଚେତା ବନି ର ବନାଋ କିଛି ବି ମାନେ ହୁଏନା! ଆଉ ତାହ! ହିଁ ହେଲା ବିଜୟ ଏବଂ ଶିବାଙ୍ଗୀଙ୍କ କ୍ଷେତ୍ରରେ! ସେମାନେ କଲେଜ ଯା ଉଥିଲେ ଆତ୍ତ କଲେକରେ ମିଷୁଥ୍6ଲୀ ଶିବାଙ୍ଗୀ କଢିଲା- ଏମିତି କେତେଦିନ ବିଜୟ! ଏମାନେ ଆମକୁ ଶାନ୍ତି ରେ ବଂଚି ବାକୁ କୁ ବି ଦେବେନାହିଁ! ଚାଲ ଆମେ କୁଆଡ଼େ ଚାଲିଯିବ! ” ବିରେ ରୋକିଦେଲା ଶିବାଙ୍ଗୀକୁ ! କହିଲା- ଆମକୁ ସେମାନଙ୍କୁ ସାମ୍ନା କରିବାକୁ ହେବ ଶିବାଙ୍ଗୀ |ଆମକୁ ଆମ କ୍ୟାରିୟର କରିବାକୁ ପଡ଼ିବା ଦେଖିବୁ ଯେତେ କଷ୍ଠ ଆସୁ ମୁଁ ତୋ ପାଖେପାଖେ ରହିବି! କଥା ଦେ, କୌଣସି ବି ପରିସ୍ତିତିରେ ମୋତେ ଭୃଲିବୁ ନିକି ଛାଡ଼ି ଯିବୁନି! ବିଜୟ ହାତରେ ହାତ ରଖ୍ ଶିବାନା କଥା ଦେଇଥିଲା ବିଜୟକୁ କେବେ ଏକା କରି ଛାଡ଼ିଯିବନି! ମାତ୍ର ସେ ତା’ ଶପଥ ରଖି ପା ରିଳାନାହି !
ବୁଝେଇବା ପରେ ଶିବାଙ୍ଗୀ ବିଜୟକୁ ଭୁଲି ପାରି ନ ଥିବା ଜାଣିବ! ପରେ ସତ୍ୟେନ୍ଦ୍ର ସିଂ ର ପରିବାର କ୍ରୋଧରେ ପାଗଳ ହୋଇଉଠିଲେ! ଶିବାଙ୍ଗୀର କଲେଜ ବଦ କରି ଦେଲେ ତାକୁ ଗୋଟେ ଘର ଭିତରେ ବନ୍ଦୀ କରି ରଖିଲେ ! ଏମିତିକି ସେ ରହୁଥିବା ଘରର ଝରକା ଖୋଲିବାକୁ ଦେ ଲେନାହିଁ” ଶିବାଙ୍ଗୀକୁ ବାଧ୍ୟ କରାଗଲା ତା’ ମନଭିତରୂ ବିଜୟର ପ୍ରତିଛବି କୁ ପୋଛିବେବା ପାଇଁ ! ମାତ୍ର ସେ ତାହ! କଲା ନ ହିଁ ! ଦାସ୍, ଆରମ୍ଭ ହୋଇଗଲା ଅତ୍ୟାଚାର! ତାକୁ ମାଡ଼ ଦିଆଗଲା ଖାଇବାକୁ ଦିଆଗଲା ନାହି ! ପାଣି ବି ପିଇବାକୁ ଦିଆଗଲାନାହି’!
ପାଖାପାଖୀ ବର୍ଷେ କାଳ ସେ ଏମିତି ଅତ୍ୟାଚାର ସହିଲା! ଧୀରେ ଧୀରେଇ ତା’ ମାନସିକତା ଦୁର୍ବଳ ହୋଇ ଯାଇଥିଲା ମାଡ଼ଗାଳି ସହି, ରୋକ ଉପାସଗେ ରହି ତା’ ଶରୀର ମଧ ଭାଙ୍ଗି ପଡ଼ିଲା! ସେ ଆଉ ସହିପାରିଚ୍ଚା ନାହିଁ ! ନିଜ ଲୁଗାକୁ ବେକରେ ଗୂଡ଼େଇ ଛାତରୁ ତଳକୁ ଝୁଲି ପଡ଼ିଲା! ଏକୁଟିଆ ହୋଇଗଲା ବିଜୟ ସେ ପ୍ରାୟ ସ୍ଥାଣୁ ପାଲଟିଗଲା
ଅନ୍ୟପଟେ, ଝିଅର ଏ ଭଳି ଦଶା ପାଇଁ ସତ୍ୟେନ୍ଦ୍ର ସିଂ ବିଜୟକୁ ହିଁ ଦାୟୀ କରୁ ଥିଲେ ସେ ଭାବ୍ରୁଥିଲେ , ପଦି ବିଜୟ ଆସି ନ ଆନ୍ତ ତା’ହେଲେ ଶିବାଙ୍ଗୀ ଆଜି ବି ପାଠ ପଢୁ ଥାନ୍ତା ତେଣୁ ଶିବାଙ୍ଗୀ ର ମୃତ୍ୟୁ ପାଇଁ ବିଜୟ ହିଁ ଦାୟୀ! ଅତଏବ୍, ତା’ର ମଧ ବଂଚି ରହିବାର କୌଣସି ଅଧିକାର ର ନାହିଁ ପ୍ରତିଶୋଧ ପରାୟଣ ସତ୍ୟେନ୍ଦ୍ର ବିଜୟକୁ ମାରିବ! ପାଇଁ ତା’ ଶଳା ଅରବିନ୍ଦ ସିଂ ଏବଂ ଭଣଜା ହରସିତ୍ ସିଂର ସହାୟତା ନେଲେ ଶିବାଙ୍ଗୀ କୁ ହରେଇ ଏକପ୍ରକାର ମରିସାରିଥିଲା ବିଜୟୀ ଦିନେ ଗୋମତୀ ନଦା କୁ ଳରେ ଅନ୍ୟମନସ୍କ ହୋଇ ବ୍ରୁଲୁଥିବା ଅବସ୍ଥା ରେ ତାକୁ ଧରିନେଲେ ଅରବିନ୍ଦ ଓ ହରସିତ୍ ଗୋଟେ ଦେଶୀ ବନ୍ଧୁକରେ ଖୁବ୍ ନିକଟରୁ ଗୁଳି କରି ମାରିଦ୍ଦେଲେ ତାକୁ!