Showing posts with label ଗ୍ୟାଙ୍ଗଷ୍ଟର. Show all posts
Showing posts with label ଗ୍ୟାଙ୍ଗଷ୍ଟର. Show all posts

Thursday, 7 June 2018

କେଦ୍ରାପଡ଼ାର ଗ୍ୟାଙ୍ଗଷ୍ଟର୍‌ କିଙ୍ଗ - ଟିଟୋ


     



କେଦ୍ରାପଡ଼ାର ଗ୍ୟାଙ୍ଗଷ୍ଟର୍ ଟିଟୋ ଓରଫ ସୟଦ ଉସ୍ମାନ ଅଲ୍ଲୀ ଓରଫ୍ ଟିଟୋର ଅପରାଧର ଚେର କେଦ୍ରାପଡା ରୁ କଲିକତା’ ଯାଜପୂରରୁ 6ଗାଆ ଯାଏଁ ଲମ୍ବିଛି! ଗ୍ୟାଙ୍ଗ ଷ୍ଟର୍-ର୍ହାଇଦର୍ ଓ ସୋଲେମାନ୍ କୁ ହଟାଇ ସେ ଏକଛତ୍ର ସାମ୍ରାଜ୍ୟ ବିସ୍ତାର କରିଥିଲା! ଦଶ ହଜାର ଟଙ୍କାର କ୍ୟା ସେଟ୍ ବ୍ଯବସାୟରୁ ସେ ପହଞ୍ଚି ଯାଇଥିଲା ହଜାରେ କୋଟି ଟଙ୍କା ବେପାରରେ! ପାଲଟି ଯାଇଥିଲା ଅପରାଧ ଜଗତର ଡନ୍! ଏବେ ତା’ର ଅପରାଧ ଉପରୁ6ଗାଟେ ପରେ 6ଗାଟେ ପର୍ବା ହଟିବାରେ ଲାଗିଛି! ତା’ର ଅପରାଧ ସାମ୍ରାଜ୍ୟ ଉପରେ ଚଢ଼ଉ ଜାରି ରହିଛି! ଟିଟୋର ଅପରାଧ ସାମ୍ରାଜ୍ୟର ଉତ୍ଥାନ ଆଉ ପତନକୁ ନେଇ ଏକ ରିପୋର୍ଟ



                    କେଦ୍ରାପଡ଼ାକୁ  ସମଗ୍ର ରାଜ୍ୟରେ ଅପରାଧୀଙ୍କ ଅଡ୍ଡା  ଭାବେ ପରିଚିତ କରାଇବାରେ ତିନି   ଗାଙ୍ଗଷ୍ଟର୍ସର୍ଙ୍କର ପ୍ରମୁଖ ଭୂମିକା ରହିଛି! ସେମାନଙ୍କ ଭିତରୁ ରଣପଡ଼ାର ସେକ  ହାଇଦର୍ ଏବେ ଆଜୀବନ କାରାଗାର  କାଟୁଥିବା ବେଳେ ଗରାପୂରର ମାଲିକ୍ ସୋଲେମାନ୍ କୁ ୨ଠଠ୯ ମସିହାରେ ତା’ ନିଜ ଦେହରକ୍ଷା ହତ୍ୟା କରିଛନ୍ତି ! ଆଉ, ନିଜ ବୁଦ୍ଧି  ଖଟାଇ ତୃତୀୟ ଗ୍ୟାଙ୍ଗ ଷ୍ଟର୍ ର୍ଦିଲାରପୂରର ସୟଦ ଉସମାନ୍ଅଲ୍ଲୀ ଓରଫ ଟିଟୋ ସେ ଦୁହିଁଙ୍କ ଅପରାଧ ସାମ୍ରାଜ୍ୟ ନିଜ ଅକ୍ତିଆରକୁ ନେଇ ଏବେ ଅପରାଧ ଜଗତର ବାବ୍ ଶାହା ପାଲଟି ଯାଇଛି! ବାଲି ଖାତାନ୍ ଠାରୁଆରମ୍ବ କରି ରେଳ ଲାଇନ୍ ନିର୍ମାଣ, 6ପ6ଟ୍ରାଲ୍ ପମ୍, ରିୟଲ୍ ଇଷ୍ଟେଟ୍ ବ୍ୟବସାୟ, ସରକାରୀ କାମର ଟେଂଡର ଫିକ୍ସଇଂ  ଓ ଷ୍ଟିଭେତରିଂ ଭଳି ସବୁ  ବେଆଇନ କାମ ଏବେ  ଟିଟୋ ଅକ୍ତିଆରରେ!ଜେକ୍ରାପଡ଼ା କିଲ୍ଲାକୁ  ନିଜ ଅପରାଧ ପରିଚାଳନାର କେନ୍ଦ୍ର କରି ଟିଟୋ କଟକ’ ଜଗତସିଂହପୁର ଓ ଯାଜପୁର ସମେତ ସମଗ୍ର ରାଜ୍ୟରେ ନିଜ ସାମ୍ରାଜ୍ୟ ବିସ୍ତାର କରିଛି! କ୍ରାଇମ୍ ବ୍ରାଛ୍ ଏସ୍ ଟିଏଫ୍ ଟିଟୋକୁ  ଉଠାଇ ଏନକ୍ରାଉଣ୍ଟର୍ କରିବା ପରେ ତା’ ଅପରାଧ ସାମ୍ରାଜ୍ୟର ଅନେକ ତଥ୍ୟ ବାହାରକୁ ଆସିଛି! ହେଲେ, ଏବେ ବି ଟିଟୋ ସାମ୍ରାଜ୍ୟର ଅନେକ ତଥ୍ୟ ପରଦା ପଛରେ ରହିଯାଇଛି! 


ଏକ ସାଧାରଣ ପରିବାରରୁ ଆସିଥିବା ଟିଟୋର ଘରକେଦ୍ରାପଡ଼ା ସହର ବଡ ହାଟ ଅନ୍ତର୍ଗତ ଦିଲାରପୂରରୋ ବାପ! ଉମର ଅଲ୍ଲୀ ଏଜ ଆଳୁ ରୋନ୍ଦାମରେ ଗୁମାସ୍ତା ଭାବେ କାମ କରୁଥିଲେ! ମା’ ଜୋବ୍ରା ବିବି ଓ ଅନ୍ୟ୫ ଭାଇଙ୍କୁ  ନେଇ ଟିଟୋ ପରିବାରର ଚଳିବା ସେତେ ଭଲ ନ ଥିଲା! ୧ ୯୭୮ /୭୯ ବେଳଳୁଟିଟୋ ଅପରାଧ ଜଗତରେ ପାଦ ଥାପି ସାରିଥିଲା! ସେତେବେଳେ କେଦ୍ରାପଡ଼ାରେ ରଚିନ୍ ବେହେରା ଗ୍ୟାଙ୍ଗ  ସବୁଠାରୁ ଶକ୍ତିଶାଳୀ ଥିଲା! ଗରାପୂରର ଚେଶ୍ ସ୍ଵଳେ ପରିବାରରୁ ଆସିଥିବା ରବିନ୍ ନିଜ ପାଖରେ କେତେଜଣ ଯୂବକଙ୍କୁ  ଦରମା ଦେଇ ରଖିଥିଲା ଓ ସେମାନଙ୍କ ଦ୍ଵାରା ଅପରାଧ ସାମ୍ରାଜ୍ୟ ଚଳାଉଥିଲା! ୧୯୮୦ ମସିହାରେ ବାଲିଘାଟ ନିଲାମକୁ  କେନ୍ଦ୍ର କରି ରଚିନ୍ ନେତୃତ୍ଵରେ ଏକ ବଡ଼ ଓ ଚର୍ଚିତ  ହତ୍ୟାକାଶ୍ର ଘଟିବା ପରେ ସେ ଗିରଫ ହୋଇଥିଲା! ତେବେ, ଜେଦ୍ରାପଡ଼ା ଜେଲ୍ ସେତେବେଳେ ଅତ୍ଯନ୍ତ ଛୋଟ ଥିବାରୁ ରବିନ୍ କୁ  କଟକର ବରଘାବଜାର ଜେଲ୍ରେ  ରଖାଯାଇଥିଲା! କଟକ ଜେଲ୍ରେ ରହିବା ସମୟରେ ରାଜ୍ୟର ବହୁ କୁ ଖ୍ୟାତ ଅପରାଧୀଙ୍କ ସହ ରବିନ୍ର ସମ୍ପର୍କ ହୋଇଥିଲା ଓ କେଦ୍ରାପଡ଼ାଳୁ ଫେରିବା ପରେ ନିକର ନୁଆ ଗ୍ୟାଙ୍ଗ  ଗଢି ପୁଣି ଆତଙ୍କ ଆରମ୍ବ କରିଥିଲା! 
ଏହି ସମୟରେ ରଚିନ୍ ଦ୍ବାର! ପ୍ରଭାବିତ ହୋଇ ଟିଟୋ ତା’ ଗ୍ୟାଙ୍ଗ  ରେ ସାମିଲ ହୋଇଥିଲା ! ଟିଟୋ ମିଶିବା ପରେ ସେମାନଙ୍କ ଗ୍ୟାଙ୍ଗ  ଅଧିକ ଶକ୍ତିଶାଳୀ ହୋଇଥିଲା ଓ ରୋଜଗାର ବି ବଢିଥିଲା! ହେଲେ, ରୋଜଗାର ବଢ଼ିବା ସହିତ ଗ୍ୟାଙ୍ଗ  ରେ ଟିଟୋର ପ୍ରାଧାନ୍ୟ ବଢିଥିଲା ଓ ରଚିନ୍ ସହ ତାର ମତପାର୍ଥକ୍ଯ ବି ବଢ଼ିଥିଲା  ୧୯୮୭/୮୮ରେ ଟିଟୋ ରଚିନ୍ ଗ୍ୟାଙ୍ଗ  ବାହାରି ଆସି ନିଜର ଗ୍ୟାଙ୍ଗ ଗଢିଥିଲା! ବର୍ଷକ ଭିତରେ ଟିଟୋ ଗ୍ୟାଙ୍ଗ  ସାମିଲ ହୋଇଥିଲେ ମାଲିକ୍ ସୋଲେମାନ୍ ଓ ଚୂଲା ସେଠା! ଅଲ୍ଲ କିଛିଦିନ ଭିତରେ ଏହି ଗ୍ୟାଙ୍ଗ  ସଦସ୍ୟମାନେ ଚୂଲୀ ସେଠା ନେତୃତ୍ଵରେ  ରବିନକୁ  ହତ୍ୟା କଲେ ଓ ଏହାପରେ ଏହି ଗ୍ୟାଙ୍ଗ ସବୁ ଠାରୁଶକ୍ରିଶାଳୀ ପାଲଟି
  ଯାଇଥିଲା!ଦାଦାବଟି’ ରାହାଜାନୀ ଭଳି କାମରୁ ରୋଜଗାର ହେଉଥିଲେ ଚି ବାହାରକୁ ଦେଖାଇବା ପାଇଁ ସେତେବେଳେ ଟିଟୋ ଓ ସୋଲେମାନ୍ ମିଶି କ୍ୟା ସେଟ୍- ସିଡି ବ୍ଯସେ!ୟ କରୁଥିଲେ! ସେପଟେ, ରବିନ୍ ହତ୍ୟାକାଓ ପରେ ଚୂଲା ସେଠା ଏହି ଗ୍ୟାଙ୍ଗର  ଦ୍ଵିତୀୟ କ୍ଷମତା କେନ୍ଦ୍ର ପାଲଟିଗଲା ଓ ଟିଟୋ ନିଜ ଗ୍ୟାଙ୍ଗରେ   ତା’ ମତାମତକୁ ଅଧିକ ଗୁରୁତ୍ଵ ଦେଲା! ଏହା ସୋଲେମାନ୍ କୁ  ଅସହ୍ୟ ହେଲ ସେ ବୁଲ! ଉପରେ ପ୍ରତିଶୋଧ ନେବା ଫିରାକ୍ରେ ରହିଲା! ଏହା ଭିତରେ ସେ ହାଲଦର୍କୂ ନିଜ ଯୋଜନାରେ ସାମିଲ କଲା! ରବିନ୍ ହତ୍ୟାକୁ  ଆଳ କରି ସୋଲେମାନ୍, ହାଇଦର, ଲାଲମୋହନ ଦାସ ଓରଫ ବଣୁଆ ଓ ଭାଗିରଥୀ ସିଂହ ଓରଫ ବାବୁ  ମିଶି କେଦ୍ରାପଡ଼ା କୋର୍ଟ  ପରିସରରେ ଗୁଳିମାରି ବୁ ଲା ସେଠୀକୁ  ହତ୍ୟା କଲେ! ଅଦାଲତ ପରିସରରେ ଏଭଳି ଘଟଣା ଘଟିବା ସେତେବେଳେ ସମଗ୍ର ରାଜ୍ୟରେ ଚାଞ୍ଚକ୍ଯ ଖେଳାଇ ଦେଇଥିଲା ନିଜ ରାସ୍ତାରୁ କଣ୍ଟ! ହଟୁଛି ଟୋଲି ଟିଟୋ ଏଥିରେ ବିଶେଷ ପ୍ରତିକ୍ରିୟା ପ୍ରକାଶ କଲାନି ସିନା ପ୍ରତିଶୋଧ ସୁଯୋଗରେ ରହିଲା! ଏହି ସମୟରେ ବୁଢ଼ା ମିଆଁ ନାମକ କଣେ ବ୍ୟବସାୟୀ ଟିଚୋକୁ  ଦାଦାବଟି ଆଦାୟ ମାମଲାରେ ପୁଲିସ ହାତରେ ଧରାଇ ଦେଇଥିଲେ! ହେଲେ, ଟିଟୋ ଗିରଫ ହେବାର ମାତ୍ର ଦୁଇଦିନ ଭିତରେ ବୁଢ଼ା ମିଆଁଙ୍କୁ  ଏହାର ମୂଲ୍ୟ ଦେବାକୁ ପଡି଼ଲା ଓ ଟିଟୋର ସହଯୋଗୀ କଟକୀ ମୁନ୍ନା  ବୁଢ଼ା ମିଆଁଙ୍କୁ ହତ୍ୟା କରିଲା! ୯୦ ଦଶକ ଆରମ୍ପୂରେ ଏହି କାଣ୍ଡ  ଘଟିବା ପରେ ଟିଟୋ’ ହାଇଦର୍ ଓ ସୋଲେମାନ୍ ମିଶି ଗୋଟିଏ ଗ୍ୟାଙ୍ଗ  ଚଳାଇଲେ ଓ ଏହାକୁ  ନେଇ ବ୍ୟବସାୟୀ ମହଲରେ ଚିଡ଼କ ପଡ଼ିଲା! ତେବେ, ବୁଢ଼ା ମିଆଁ ହତ୍ୟାର ପ୍ରତିଶୋଧ ନେବା ପାଇଁ ବୁଢ଼ାର କେତେଜଣ ସମର୍ଥକ ଏକ ଗ୍ୟାଙ୍ଗ  ଗଢିଲେ! ଏହି ଗ୍ୟାଙ୍ଗ  କାବୁଲ! ସିଂହ, ବଣୁଆ, ବାବୁ ଓ
  ସୋଲେମାନ୍ ର ଭଣଜା ପିଙ୍କୁ  ରହିଲେ! ଟିଟୋ ଗ୍ୟାଙ୍ଗ ରେ  ନିଜର ହାକିମାତି ନ ଚାଲିବାରୁ ହାଇଦର୍ ଓ ସୋଲେମାନ୍ ଟିଟୋଠାରୁ ଅଲଗା ହୋଇଗଲେ! ସେମାନେ କାଚୂଲା ସିଂହର ନୁଆ ଗଙ୍ଗ ରେ  ସାମିଲ ହେଲେ ଓ ଏହା ହାଇଦର୍ ଗ୍ୟାଙ୍ଗ  ଭାବରେ ପରିଚୟ ପାଇଲା! ଏହି ଗ୍ୟାଙ୍ଗ ରେ ହାଇଦର୍ ସହ ସୋଲେମାନ୍ ର ଚି ଵୋ ଲବ୍ରାଲା ରହିଲା! ଅପରାଧ ସାମ୍ରାଜ୍ୟରେ କେବଳ ଗ୍ୟାଙ୍ଗ ର  ମୁଖିଆକୁ ‘ଭାଇ’ ସସ୍ଟୋଧନ କରାଯାଉଥିବା ବେଳେ ଏହି ଗ୍ୟାଙ୍ଗ  ହାଇଦର୍ ସହ ସୋଲେମାନ୍ ଉଭୟଙ୍କୁ  ‘ଭାଇ’ ଡକାଯାଉଥିଲା!

ହାଇଦର୍ ଓ ଟିଟୋ ମିଶି ଚୁଲାକୁ ହତ୍ୟା କରିଥିବାରୁ ଏହାର ପ୍ରତିଣୋଧରେ ଟିଟୋ ନିଜ ବଡିଗାର୍ଡ ମଖା ଖାଁ  ଦ୍ଵାରା ହାଇଦର୍- ସୋଲେମାନ୍ ଗ୍ୟାଙ୍ଗ  ପ୍ରମୁଖ ସଦସ୍ୟ ମଜିଉକିନକୁ  ହତ୍ୟା କଲା! ଉତ୍ତରରେ ହାଇଦର୍ ଗ୍ୟାଙ୍ଗ  ବି ଚୁପ୍ ରହିଲାନି! ବର୍ଷକ ଭିତରେ ଟିଟୋ ଗ୍ୟାଙ୍ଗ  ୩ କଣଙ୍କୁ  ଭିନ୍ଥ ଭିନ୍ଥ ସ୍ଥାନରେ ହତ୍ୟା କରାଗଲା! ଏହାର କିଛିଦିନ ଭିତରେ ହାଇଦର୍ ଓ ପରେ ପରେ ଟିଟୋ ଗିରଫ ହୋଇ ଜେଲ୍ ଗଲେ!



ହାଇଦର୍ ଓ ଟିଟୋ ଜେଲ୍ ଯିବା ପରେ ସୋଲେମାନ୍ ଏକଛତ୍ର ଭାବେ ଅପରାଧ ସାମ୍ରାଜ୍ୟ ଚଳାଇଲା! ଦାଦାବଟିରୁ ବାହାରି ଟେଂଡ ର୍ ଫିହିଂ ଉପରେ ଅଧିକ ଜୋର୍ ଦେଲା! ତେବେ, ନିଜ ରୋକଗାରରୁ ସେ ଜେଲ୍ରେ ଥିବା ଗ୍ୟାଙ୍ଗ  ମୁଖିଆ ହାଇଦର୍ କୁ  କିଛି କେବାକୁ  ରାଜି ହେଲା ନାହିଁ ଯାହା ସେମାନଙ୍କ ଗ୍ୟାଙ୍ଗ ଭାଫିବାର କାରଣ ହେଲା! ସୋଲେମାନ୍ ହାଇଦର୍ କୁ  ରାସ୍ତାରୁ ହଟାଇ ସମ୍ପୂର୍ଣ୍ଣ ଗ୍ୟାଙ୍ଗ  ନିଜ ନିୟନ୍ତ୍ରଣକୁ ନେବାକୁ  ଚାହିଁଲା! ତା’ ଇସାରାଗେ ହାଇଦରଳୁ ହତ୍ୟା କରିବା ପାଇଁ ଦୁଇ ଦୁଇଥର ଆକ୍ରମଣ ବି ହେଲା! ହେଲେ, ହାରଦର୍ ସେଥିରୁ ରକ୍ଷା ପାଇ ଯାଇଥିଲା! ଅବଶ୍ୟ, ହାରଦର୍ ହାତରେ ଏବେ ବି ସୋଲେମାନ୍ ଗ୍ୟାଙ୍ଗ ଆକ୍ରମଣର ବିରାଟ କ୍ଷତରିହୃ ଓ ପେଟରେ ଗୁଳିର କିଛି ଅ°ଶ ରହିଛି! ସୋଲେମାନ୍ ର କାର୍ଯ୍ୟ  ହାଇଦର୍ କୁ ବିଚଳିତ କରିଥିବା ବେଳେ ଟିଟୋ ମଧ୍ୟ ସୋଲେମାନ୍ କୁ  ରାସ୍ତାରୁ  ହଟାଇବାକୁ ଚାହୁଁଥିବା! ଉଭୟଙ୍କ ଶବ୍ରୁ କଣେ ହୋଇଥବାରୁ ଜେଲ ରୁ  ବାହାରବା ପରେ ହାଇଦର୍ ଓ ଟିଟୋ ମିଶି ସୋଲେମାନ୍ କୁ  ସଫା କରିବା ଯୋଜନାକଲେ! ଭୟରେ ସୋଲେମାନ୍ ଓ ତା’ ଗ୍ୟାଙ୍ଗ ର  ସଦସ୍ୟମାନେ କେଦ୍ରାପଡ଼ା ଛାଡ଼ି ପଳାଇଲେ! ତା ସତ୍ୱେ , ହାଇଦର୍ ଗ୍ୟାଙ୍ଗ  ସେମାନଙ୍କ ପିଛା କଲା! ପ୍ରଥମ ଟାର୍ଗେଟ  ହେଲା ସୋଲେମାନ୍ ର ବଡ଼ ଭାଇ  ମାଲିଜ୍ ଅବଦୁଲ୍ ହନନ୍ ଓରଫ ଚୁନନା ! ଭୁବନେଶ୍ଵରର ଷ୍ଟିୱାଟ୍ ସ୍କୁଲ୍ ପାଖରେ ନିଜ ଭଉଣୀ ଘର ପାଖରେ ବୁଲୁଥିବା ତାକୁ   ଗୁଳିକଗି ହତ୍ୟା କରାଗଲା! ପୁଲିସ ସେଥିରେ ହାଇଦର୍ ଓ ତା’ ସହଯୋଗୀଙ୍କୁ ଗିରଫ କଲାଏହି ଘଟଣା ପରେ ହାଇଦର୍ ଜେଲ୍ ରେ   ରହିଲା ସିନା, ସୋଲେମାନ୍ ଖୋଲାରେ  ବୁ ଲିଚାକୁ ଭୟ କଲା ! ଏଥିପାଇଁ  ନିଜର  ବଡିଗାର୍ଡ ଚି ରଖିଲା! ଭୟ ସତ୍ୱେ  ସୋଲେମାନ୍ ଦାଦାବଟି ଓ ଟେଣ୍ଡର୍ ଫିହିଂରେ ନିଜ ଭାଗିଦାରୀ ଜାରି ରଖିଥିଲା! ସେଥିପାଇଁ ୨୦୦୮ ମସିହାରେ ପୁଲିସ କଟକରେ ସୋଲେମାନ୍ ଓ ତା’ ସହଯୋଗୀଙ୍କୁ ଗିରଫ କରିଲା! ଏହି ଗିରଫବାରୀରେ ହାଇଦର୍ ପୂଲିସକୁ  ସୂଚନା ଦେଇଥିଲା ବୋ ଲି ଚି କୁହାଯାଏ! ସେତେବେଳକୁ ଟିଟୋ ମଧ୍ୟ ଗିରଫ ହୋଇ ଚୌଦ୍ଵାର ଜେଲ୍ରେ ଥିବାରୁ ଜେଲ୍ ଭିତରେ ସୋଲେମାନ୍ ଓ ଟିଟୋ ଗ୍ୟାଙ୍ଗ  ଭିତରେ ଛକାପଞ୍ଚା ରହିଲା! ସେପଟେ, ରଶ୍ଵିରଂଜନ ମହାପାତ୍ର ଅପହରଣ ଓ ହତ୍ୟା ମାମଲାରେ ହାଇଦର୍ ଜେଲ୍ରେ ଥିବାରୁ ବାହାରେ ଅପରାଧ ସାମ୍ରାଜ୍ୟ ସାମାନ୍ୟ ଶାନ୍ତ ପଡ଼ିଥିଲା ହେଲେ, ଗୁଳି ସିନା ଫୁଟୁନଥିଲା, କିନୁ ଜେଲ୍ ଭିତରୁ ଢିନିହେଁ ବାହାରର ଅପରାଧ ସାମ୍ରାଜ୍ୟ ଚଳାଇବା ଓ ରୋଜଗାରରେ ସିଦ୍ଧହସ୍ତ ଥିଲେ! ସୋଲେମାନ୍ ପ୍ରଥମେ ବାହାରରୁ ଆସି ଠିକାବାରୀ ଆରମ୍ବ କରିଥିଲା! ଭଲରୋଜଗାର ଚି କରୁଥିଲା! ହେଲେ, ୨୦୦୯ ମସିହାରେ ଠିକାଦାରୀ ତଦାରଖ କରି ଗାଡ଼ିରେ ଫେରୁଥିବା ବେଳେ ମାର୍ଗାଘାଇ ନିକଟରେ ତା’ ନିଜ ବଡିଗାର୍ଡ ବିଜୟ ନାୟକ ସୋଲୋମାନକୁ  ‘ପଏଣ୍ଠୁ ଜିରୋ  ରେଞ୍ଜର୍ଚରୁ ରୁଳିକରି ହତ୍ୟା କଲା! ଏକଦା ହାଇଦର୍ ଳୁ ହତ୍ୟା କରିବା ପାଇଁ ସୋଲେମାନ୍ ଏହି ବିଜୟକୁ ଲଗାଇଥିବା ବେଳେ ବିଜୟ ପର ମୂହୁର୍ଭଗେ ସୋଲେମାନ୍ ର ଜୀବନ ନେଲା! ଏହା ପଛରେ ଟିଟୋଗ୍ୟାଙ୍ଗ  ହାତ ଥିଲା ବୋଲି ଚର୍ଜା ହୋଇଥିଲା!

ଟିଟୋ  ନିରଙ୍କୁ ଶ ହେଲା

ଗୋଟିଏ ପଟେ ହାଇଦର୍ ଜେଲ୍ ଓ ପରେ ଅସୁସ୍ଥ ହୋଇ ମେଡିକାଲ୍ରେ ଥିବା ବେଳେ ସୋଲେମାନ୍ ରାସ୍ତାରୁ ଖଲାସ୍ ହୋଇଗଲା! ଏହା ଟିଟୋ ର ନିରଙ୍କୁ ଶ ସାମ୍ରାଜ୍ୟ ବିସ୍ତାର ପାଇଁ ବିରାଟ ସୁଯୋଗ ତିଆରି କଲା! ଅବଶ୍ୟ, ଟିଟୋ ହାତକୁ ସମଗ୍ର ଅପରାଧ ଜଗତ ଯିବା ପୂର୍ବରୁ ଘଟିଥିବା ଗ୍ୟାଙ୍ଗ ବାରରେ   ସେକ ସ୍ୱୈଦୁ.   ନବି ବକ୍ସ ,’ ବିଭାସ ମହାନ୍ତି  ଭଳି କେତେ ଲୋକଙ୍କ  ଜୀବନ ଯାଇଥିଲା! ୨୦୦୯ ପରେ ଟିଟୋକୁ  ଟକ୍ଳର ଦେବା ପାଇଁ ଆଉ କେହି ରହିଲେ ନାହିଁ ! ଦାଦାବଟିକୁ ଆଢ଼େଇ ଦେଇ ଟିଟୋ ବାଲି ସୈରାତ ନିଲାମ ସମେତ ଜଳସେଚନ ବିଭାଗ, ଆଳି ତଟବନ୍ଦ’ ମହାନଦୀ ଉତ୍ତର ଜଳସେଚନ, ଗ୍ରାଗ୍ୟ ଉନୃୟନ ବିଭାଗ ଭଳି ବିଭିନ୍ଥ ସରକାରୀ ବିଭାଗର ଟେଶ୍ରର୍ କୁ  ଫିକ୍ସଇଂ  କରିଲା! ମାତ୍ର ୧୦/୧୨ ହଜାର ଟଫାର କ୍ୟା ସେଟ୍ ବ୍ୟବସାୟ କରୁଥିବା ଟିଟୋ କୋଟି କୋଟି ଟଙ୍କାରେ ଖେଳିଲା! ନିଜ ସାମ୍ରାଜ୍ୟକୁ  ଅଧିକ ଠିକ୍ ଢଙ୍ଗରେ ଚଲାଇବା  ପାଇଁ ସେ ହାତଗଣତି କେତେକ ଟେଣ୍ଡର୍ ହାଇଦର୍ ଓ ତା’ ପୂଅ ମୃନ୍ଥାଳୁବି ଦେଲା! ଘର ଚଳାଇବା ପାଇଁ ସୋଲେମାନ୍ ପରିବାରକୁ ବି ନିୟମିତ ଭାବେ କିଛି ଅର୍ଥ ଦେଲା! ଏହାଦ୍ଵାରା ସଚୂ ଅପରାଧୀ ଟିଟୋ ଗ୍ୟାଙ୍ଗ୍ରେ  ସାମିଲ ହୋଇଗଲେ! ଅବଶ୍ୟ, ବାବୁ ସାହୁ ଭଳି କେତେଜଣ ଦ୍ଵିତୀୟ ଧାଡ଼ିର ଅପରାଧୀ ମାର୍ଗାଘାଇ-ପାଟକୁ ରା ଅଞ୍ଚଳରେ ନିଜ ସାମ୍ରାଜ୍ୟ ଏବେ ବି ଚଳାଉଛନ୍ତି !

ପାରାଦୀପ ବନ୍ଦର ଓ ରାଜନୀତି ଉପ6ର ଆଖି

ନିକ ଅପରାଧ ଦୁନିଆକୁ ବିସ୍ତାର କରିବା ପାଇଁ ଟିଟୋ ପାରାଦୀପରେ ଶ୍ଚି’ଭେଡରିଂ ଓ ଶ୍ରମିକ ସଂଗଠନର ନେତୃତ୍ଵ ନେବାକୁ ଚାହିଁଲା! କେଦ୍ରାପଡ଼ାରେ କୌଣସି ନିୟୁକ୍ତି ସୁଯୋଗ ନଥିବାରୁ ତଥା ପାରାଦୀପ ବନ୍ଦରକୁ ପଣ୍ୟ ପରିବହନ କରୁଥିବା ସମସ୍ତ ଯାନବାହନ ଜେବ୍ରାପଡ଼ା ଦେଇ ଯାଉଥିବାରୁଟିଟୋ ଏକ ଶ୍ରମିକ ସଂଗଠନ କରିଲା କେ ବ୍ରାପଡ଼ା ଲୋକଙ୍କୁ ଆକଷିତ କରିବା ପାଇଁ ବଳଦେବ ଜିଉ ଶ୍ରମିକ ସଂଘ ନାମରେ ନିଜର ଏକ ସଂଗଠନ ତିଆରି କଲା! ୨୦୧ ୧ ମସିହା ଶ୍ରମିକ ଦିବସରେ ମାଗାଁଘାଇ ମସାକଣି ଠାରେ ଟିଟୋ ଯେତେବେଳେ ବିରାଟ ସମାବେଶ କରି ତିରିଶ ହଜାରରୁ ଅଧିକ ପୁରୁଷ ଓ ମହିଳଙ୍କୁ  ଏକାଠି କଲା, ସେତେବେଳେ ଏହା ପୂଲିସକୁ  ଯେତିକି ଚିନ୍ତାରେ ପକାଇଲା ତା’ଠାରୁ ଅଧିକ ଚିନ୍ତାରେ ପକାଇଲା ସ୍ଥାନୀୟ ରାକନେତାଙ୍କୁ ! ଏହାର ଠିକ ୧ ୨ ଦିନ ପରେ ତକ୍ରାଳାନ ଏସ୍ପି ନରସିଂହ ଭୋଳ ନିଜେ ପୁଲିସ ଟିମ୍ ନେ ଇ ଟିଟୋକୁ  ତା’ ଘରୁ ଉଠାଇ ଆଣିଳୋ ଏହାର ପ୍ରତିବାଦରେ ଟିଟୋ ସମର୍ଥକ ୫ ଶହରୁ ଅଧିକ ପୁରୁଷ ମହିଳା ଜିଲ୍ଲାପାଳଙ୍କ ଅଫିସ୍ ରେ ଧସେଇ ପଶିବା ସହ ଭଙ୍ଗାରୁଜା କରିଥିଲେ! ଟିଟୋକୁ  ଖଲାସ୍ ନ କରିଲେ ପରିସ୍ଥିତି ଭୟାବହ ହେବ ବୋଲି ବି ସେମାନେ ଚେତାବନୀ ଦେଇଥିଲେ! ଏହାକୁ ନେଇ ସେତେବେଳେ ପ୍ରଶାସନ ଚିନ୍ତାରେ ପଡ଼ି ଯାଇଥିଲା ଚୁଝାଶୂଝା କରି କୌଣସି ମତେ ସେମାନଙ୍କୁ ବିଦା କରିଥିଲା 

ଟେଂଡର ଫିକ୍ସଇଂ   ଓ ବ୍ୟବସାୟ

ଟିଟୋ ଜେଲରେ ଥିଲେ ବି ନିରେ ଅପରାଧ ସାମ୍ରାଜ୍ୟ ବେଶ୍ ସହଜରେ ଚଳାଉଥିଲା! ଅବଶ୍ୟ, ଗିରଫ ହେବା
  ପରେ ତା’ ମୁଣ୍ଡ ରେ ରାଜନେତା ହେବାର ଯେଉଁ ଭୂତ  ପଶିଥିଲା ତାହା ଓହ୍ମାଇ ଯାଇଥିଲା! ଏଥିରେ କେଦ୍ରାପଡ଼ା ଜିଲ୍ଲାର ଜଣେ/ଦୂଇଜଣ ରାଜନେତାଇଂ ଭୁମିକା ବି ରହିଥିଲା! ରାଜନୀତିକୁ ଆସିବାକୁ ଚେଷ୍ଟା କଲେ ସବୁଦିନ ପାଇଁ ଜେଲ୍ରେ ରଖି ଦିଆଯିବ ବୋଲି ଭୟ ଦେଖାଇବାରୁ ଟିଟୋ ବାଧ୍ୟହୋଇ ସେମାନଙ୍କ ପ୍ରସ୍ତାବ ଗ୍ରହଣ କରିଥିଲା! ଖାଲି ସେତିକି ନୁହେଁ, ମାସିକ ସେମାନଙ୍କୁ  ରାଜନୈତିକ ଚଟି ଦେବାକୃବି ଟିଟୋ ରାଜି ହୋଇଥିଲା! ଏହା ପରଠାରୁଟିଟୋ ନିଜ ସାମ୍ରାଜ୍ୟ ବିସ୍ତାର କଲା!

ଟେଶ୍ରର୍ ଫିକ୍ଲି° ସହ ନିଜର ଏକ ବିରାଟ ‘ହାଇୱା ଫ୍ଲିତ  ’ କଲା! ବାଲି ପରିବହନରେ ଲାଗିଥିବା ଶହେରୁଅଧିକ ହାଇୱାକୁ ସେ ନିଜ ମା’ ଜୋବ୍ରା ବିବିଙ୍କ  ନାମରେ ‘ଜୋବ୍ରା ଟ୍ରାନସ୍ପୋର୍ଜୁ’ ରଖିଥିବା ବେଳେ ପତ୍ନୀ ବେନ୍ ଜିର୍ ଙ୍କ  ନାମରେ ପାରାଦୀପରେ ‘ବେନ୍ ଜିର୍ ଶ୍ଚିଭେତରିଂ ପ୍ରାଇଭେଟ୍ ଲିମିଟେତ୍” ଭୁବନେଶ୍ଵରରେ ‘ବେନ୍ ଜିର୍ ଇନ୍ପ୍ରାଷ୍ଟ୍ରକଚର୍ ପ୍ରାଇଭେଟ୍ ଲିମିଟେତ୍” ନିଜ ଭାଇମାନଙ୍କ  ନାମରେ ‘ସୟଦ୍ ବ୍ରଦମୁଁ ଫିରିଂ ଷ୍ଟେସନ୍’ ଓ ସମ୍ବଲ୍ ଟ୍ରେ ଦର୍ଶ  ଜରିଆରେ ନିଜର ଅନ୍ୟାନ୍ୟ ବ୍ଯସୋୟ ଚଳାଇଥିଲା’ କିଛି ବାଲି ଖାଦାନ୍ ନିଲାମ ନେଇ ଓ ଆଉ କିଛି ନିଲାମ୍ ନ ନେଇ ସେଥିରୁ ବାଲି ଉଠାଇ କୋଟି କୋଟି ଟଙ୍କା ରୋଜଗାର କରୁଥିଲା! ତାଳୁ ବିରୋଧ କରୁଥିବା ଏକ ଗୋଷ୍ଠୀକୁ ହାତରେ ରଖିବା ପାଇଁ ଦୁଇଟି ବାଲି ଖାନ୍ଦାନ୍ ସେମାନଫୁବି ଦେଇଥିଲା!


ଗୋ-ଚାଲାଣର କାର୍ପଟଦାର ଥିଲା ଟିଟୋ :

କେବଳ ଟେଣ୍ଡର ଫିକ୍ସି, ବଟି ଆଦାୟ ଓ ଅନ୍ୟାନ୍ୟ ଅପରାଧିକ ମାମଲାରେ ଗ୍ୟାଙ୍ଗଷ୍ଟାର ଟିଟୋ ଓରଫ ସୟଦ ଉସମାନ ଅଲ୍ଲି ଜଡିତ ନାହିଁ, ଗୋରୁ ମାମଲାରେ ମଧ୍ୟ ତା'ର ସଂପୃକ୍ତି ରହିଛି। ଆଜି ଏଭଳି ତଥ୍ୟର ସୂଚନା ଦେଇଛି କ୍ରାଇମବ୍ରାଞ୍ଚର ଟାସ୍କ ଫୋର୍ସ ଟିମ୍ ।, ତମାଣ୍ଡୋ ଥାନା ଅଧୀନ କଳିଙ୍ଗବିହାର କେ-୪ ପ୍ଲଟ ନମ୍ବର ୨୮୦ରେ ରହୁଥିବା ବଟକୃଷ୍ଣ ପାଣିଗ୍ରାହୀ ଓରଫ ବଟୁ। ନିଜ ଘର ଖୋର୍ଧା ବେଗୁନିଆର କୁଶପଲ୍ଲାରେ। ବଟୁ ନିକଟରୁ କ୍ରାଇମ୍‌ବ୍ରାଞ୍ଚ ଗୋଟିଏ ମାଉଜର, ଦୁଇଟି କାର ଓ ଗୋଟିଏ ଦାମୀ ବାଇକ ଜବତ କରିଛି। ଅନ୍ୟ ଜଣେ ହେଲେ ସରୋଜ ପତି। ଘର କେନ୍ଦ୍ରାପଡ଼ା ଟାଉନ ଥାନା ଅଧୀନସ୍ଥ ମହିପାଳରେ। ଟିଟୋର ଗୋ ଚାଲଣ କାରବାର ମାଷ୍ଟରମାଇଣ୍ଡ ବଟୁ ବୁଝୁଥିଲା ଓ ଆଇଟି ସେଲ ମୁଖ୍ୟ ହେଉଛି ସରୋଜ। ଦୁହିଁଙ୍କୁ ଆଜି କୋର୍ଟ ଚାଲାଣ କରିଛି ଏସ୍‌ଟିଏଫ୍‌।

ଗ୍ୟାଙ୍ଗଷ୍ଟର ଟିଟୋର ଗୋ-ଚାଲାଣ କାରବାରର ପର୍ଦାଫାସ କରିଛି ଏସ୍‌ଟିଏଫ୍‌। ରାଜ୍ୟ, ରାଜ୍ୟ ବାହାରେ ଏପରିକି ଦେଶ ବାହାରକୁ ହେଉଥିବା ଗୋ-ଚାଲାଣର ମୁଖ୍ୟ କାର୍ପଟଦାର ହେଉଛି ଟିଟୋ। ଏହି କାରବାରର ସିଂହ ଭାଗ ଯାଉଥିଲା ତା’ ପକେଟକୁ। ଏଥିପାଇଁ ସାରା ରାଜ୍ୟରେ ଟିଟୋ ନିଯୁକ୍ତି ଦେଇଥିଲା ବାହୁବଳି ଟୋକାଙ୍କୁ। ଗୋ ଚାଲାଣକାରୀଙ୍କୁ ସୁରକ୍ଷା ଦେବାକୁ ଟିଟୋ ସ୍କର୍ପିଓ, ଇନୋଭା ଭଳି ଗାଡି ଓ ମାଉଜର, ହକି ଷ୍ଟିକ୍‌, ମଧ୍ୟ ଯୋଗାଇ ଦେଇଥିଲା। ଟିଟୋ ପାଇଁ ଗୋ-ଚାଲାଣ କରୁଥିବା ମୁଖ୍ୟ ମାଷ୍ଟରମାଇଣ୍ଡ ବଟକୃଷ୍ଣ ପାଣି ଓରଫ୍‌ ବଟୁକୁ ଆଜି ରାଜଧାନୀ ଭୁବନେଶ୍ୱରରୁ ଗିରଫ କରିବା ପରେ ଏଭଳି କେତେକ ସଂଘାତିକ ତଥ୍ୟ ସାମ୍‌ନାକୁ ଆଣିଛି ଏସ୍‌ଟିଏଫ୍‌।

ଆଜି ଦୁଇ ଜଣଙ୍କୁ ଗିରଫ କରାଯିବା ପରେ ଏସ୍‌ଟିଏଫ୍‌ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ହିମାଂଶୁ ଲାଲ କହିଛନ୍ତି ଟିଟୋ ଗ୍ୟାଙ୍ଗ୍‌ ରାଜ୍ୟରେ ଚାଲୁଥିବା ଗୋ-ଚାଲାଣରେ ସଂପୃକ୍ତ ଥିବା ଖବର ମିଳିଥିଲା। ଟିଟୋ ଗ୍ୟାଙ୍ଗ୍‌ ଗୋରୁ ଗାଡି ଖୋର୍ଧାରୁ ବେଗୁନିଆ, ଭୁବନେଶ୍ୱର, କୋଲକାତା, ତିି୍ରପୁରା ଦେଇ ବାଂଲାଦେଶ ପଠାଉଥିଲେ। ଏଥିପାଇଁ ୩୫ରୁ ୪୦ ଜଣ ଯୁବକଙ୍କୁ ଟିଟୋ ନିଯୁକ୍ତି ଦେଇଥିଲା। ବଟୁ ଓ ତାର ସହଯୋଗୀମାନେ ବେଗୁନିଆରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଗୋରୁ ଗାଡିକୁ ସୁରକ୍ଷା ଯୋଗାଇ ଦେଉଥିଲେ। ବିଭିନ୍ନ ଟୋଲଗେଟ ଓ ଜାତୀୟ ରାଜପଥ କଡ଼ରେ ଥିବା ଥାନା କର୍ମଚାରୀଙ୍କ ସହିତ ବଟୁର ଉତ୍ତମ ସମ୍ପର୍କ ଥିଲା। ବିଭିନ୍ନ ଉପାୟରେ ବଟୁ ସେମାନଙ୍କୁ କରାୟତ କରି ଟିଟୋ ପାଇଁ ଏହି ର‍୍ୟାକେଟ ଚଳାଇଥିଲା। ଗୋଚାଲାଣ ବ୍ୟତୀତ ଗୋରୁ ଚମଡ଼ା କାରବାରରେ ସଂପୃକ୍ତ ଥିଲା ବଟୁ। ଏଥିପାଇଁ ଟିଟୋ ପାରାଦୀପରେ ଏକ ଗୋ ଚମଡ଼ା କାରଖାନା ଖୋଲିବାକୁ ଯୋଜନା କରିଥିଲା। ଏହା ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି ବୋଲି ଏସ୍‌ଟିଏଫ୍‌ ଏସ୍‌ପି ସତ୍ୟଜିତ ନାୟକ କହିଛନ୍ତି।

ଟିଟୋ ଲିଙ୍କ୍‌ରେ ରାଜଧାନୀରୁ ବଟୁ ଗିରଫ ହେବା ପରେ ଏବେ ଟିଟୋର ଚେର ଭୁବନେଶ୍ୱର ଓ ଖୋର୍ଧା ପର୍ଯର୍୍ୟନ୍ତ ଲମ୍ବିଥିବା ସ୍ପଷ୍ଟ ହୋଇ ଯାଇଛି। ଏ ନେଇ ଅଧିକ ଅନୁସନ୍ଧାନ ଜାରି ରହିଛି। ଖୁବ୍‌ ଶୀଘ୍ର ଗୋଚାଲାଣରେ ସଂପୃକ୍ତ ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ଡିଆଇଜି ଶ୍ରୀ ଲାଲ ସୂଚନା ଦେଇଛନ୍ତି।

ସେହିପରି ଟିଟୋର ଆଇଟି ସେଲ୍‌ ମୁଖ୍ୟ ସରୋଜ ପତିକୁ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ଗତକାଲିଠାରୁ କେନ୍ଦ୍ରାପଡ଼ାରୁ ଉଠାଇ ଆଣିଥିଲା। ସେ ଟିଟୋର ସମସ୍ତ ଆଇଟି କାମ ବୁଝାବୁଝି କରୁଥିଲା। କେଉଁଠି କେଉଁ ଠିକାଦାର ଟେଣ୍ଡର ପାଇଲା, କେତେ ଟଙ୍କା ବିଲ ପାସ୍‌ ହେଲା, କେଉଁ ଠିକାଦାର କେତେ ଇନ୍‌କମ୍‌ ଟ୍ୟାକ୍ସ ଫାଇଲ୍‌ କଲା ଏ ସବୁ ତଥ୍ୟ ଟିଟୋକୁ ଯୋଗାଉଥିଲା ସରୋଜ। ଏହା ଛଡ଼ା କେନ୍ଦ୍ରାପଡ଼ା ଦିଲାରପୁରରେ ଥିବା ଟିଟୋର ଘରଠାରୁ ଏକ କିଲୋମିଟର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଲାଗିଥିବା ସିସି କ୍ୟାମେରା କଣ୍ଟ୍ରୋଲ ରୁମ ମୁଖ୍ୟ ଥିଲା ସରୋଜ। ସେହି କଣ୍ଟ୍ରୋଲ ରୁମ୍‌ରେ ବସି ସରୋଜ ସମସ୍ତ ଘଟଣା ଉପରେ ନଜର ରଖୁଥିଲା। ଏହା ଛଡ଼ା ସେ ମଧ୍ୟ ଟେଣ୍ଡର ଫିକ୍ସିଂ ଓ ଦାଦାବଟି ଆଦାୟରେ ସଂପୃକ୍ତ ଥିଲା ବୋଲି ଏସ୍‌ପି ଶ୍ରୀ ନାୟକ କହିଛନ୍ତି।

୧୦ ହଜାର ଟଙ୍କାରୁ ହଜ଼ାର  6କାଟିର ସାମ୍ରାଜ୍ୟ-

ସୋଲେମାନ୍ ସହ ମିଶି ମାତ୍ର ୧୦/୧୨ ହଜାର ଟଙ୍କାର ସିଡି କ୍ୟା ସେଟ୍ ବ୍ୟବସାୟ କରୁଥିବା ଟିଟୋର ଉତ୍ଥାନ ମାତ୍ର ୭/୮ ବର୍ଷରେ ହୋଇଛି! ୨୦୦୯/୧୦ ଚେଳକୁ ବି ଟିଟୋର ବିଶେଷ ସମ୍ପତି  ନ ଥିଲା! ଏପରିକି ତା’ ଘରର ଅଳ୍ପ. କିଛି ଅ°ଶ କୋଠ! ଥିଲା ଓ ବାକି ଅ°ଶ ଚାଳଛପର ଥିଲା! ହେଲେ, ବର୍ଭମାନ ତାହା ସମ୍ପୂର୍ଣ୍ଣ ବଦଳି ଯାଇଛି! ତିନି ତିନିଟି ବଡ଼ ଧରଣର ତିନିମହଲା କୋଠା ସାଇଂକୁ  ନିଜର ଅପରାଧ ପରିଚାଳନା ‘ଚ୍ୟାମ୍ବର୍” ଦାମି ଗାଡ଼ି, ପିଲାଙ୍କ ଚଢ଼ିବା ପାଇଁ ଯୋଡ଼ା, ଗୋଆ-ବାଙ୍ଗାଲୋର୍ରେ ହୋଟେଲ୍’ କଲିକତା ସଲ  ଟ ଲେକ ରେ   ଗେଷ୍ଟୟ୍ ହାଉସ୍ଓ ଆହୁରି କେତେ କ’ଣ! ଟିଟୋଠାରୁ ଯେଉଁ କାଗଜପତ୍ର ଜବତ ହୋଇଛି, ସେଥିରେ ତା’ର ଦୁଇ ଦୁଇଟି ପେଟ୍ରୋଲ ପମ୍ପ, ଠିକାଦାରିଠାରୁ ଆରମ୍ଭ କରି ବାଲିଖାଦାନ ନିଲାମ, ପଟ୍ଟାମୁଣ୍ଡାଇରେ ବାଇକ୍ ସୋ-ରୁମ୍, ପାରାଦୀପରେ ଷ୍ଟିଭେର୍ଡସ୍ କଂପାନି, ଗାର୍ମେଣ୍ଟ୍ସ, ମୋବାଇଲ୍ ସୋ-ରୁମ୍ ପର୍ଯ୍ୟନ୍ତ ଅନେକ କାରବାର ଥିବା ଜଣାପଡ଼ିଛି।ଗ ୍ୟାଙ୍ଗଷ୍ଟର ଟିଟୋ ଚଢୁଥିବା ଏକ ଅଡ଼ି କାର ଆଜି ଜବତ କରାଯାଇଛି। ଏହାର ମୂଲ୍ୟ ୫୦ଲକ୍ଷରୁ ଅଧିକ ହେବ ବୋଲି କୁହାଯାଇଛି। ପୁଲିସ ଖବର ପାଇଛି ଯେ ଟିଟୋ ପାଖାପାଖି କୋଟିଏ ଟଙ୍କାର ଆଉ ଏକ ଜାଗୁଆର ବି ଚଢ଼ୁଥିଲା। ହେଲେ ସେ ଗା଼ଡି ସଂପର୍କରେ କିନ୍ତୁ ଏବେ ସୁରାକ ମିଳୁନାହିଁ। ସେହିଭଳି ତା’ର ଇଂଲଣ୍ଡ ବୁଲେଟ୍ ଥିଲା। ତାହାର ମଧ୍ୟ ପତ୍ତା ମିଳୁନାହିଁ। ପୁଲିସ କହିଛି, ଗ୍ୟାଙ୍ଗ୍ଷ୍ଟର ଟିଟୋର କଂପାନି ବେନଜିର୍ ଇନ୍ଫ୍ରାଷ୍ଟକଚର୍ ପ୍ରାଇଭେଟ୍ ଲିମିଟେଡ୍ ସ୍ପେସାଲ କ୍ଲାସ ଠିକାଦାର ଭଳି କାମ କରୁଥିଲା। ଅନ୍ୟ ସଂସ୍ଥା କଥା ଦୂରେ ଥାଉ, କେବଳ ଗୋଟିଏ ପ୍ରକଳ୍ପ ସୂଚାଉଛି, କେତେ ବିଶାଳ ଥିଲା ତା’ର କାରବାର। ରେଳ ପ୍ରକଳ୍ପ ଠିକାଦାରି କାମ ହାତେଇଥିବା ହାଇଦ୍ରାବାଦର ଏକ ବଡ଼ ସଂସ୍ଥାଠାରୁ ଟିଟୋ ସବ୍ଲେଟିଂରେ ମାଟି କାମ ଆଣିଥିଲା, ପାଖାପାଖି ୪୦୦ କୋଟି ହେବ। ଟିଟୋକୁ ୫ଦିନିଆ ରିମାଣ୍ଡ୍ରେ ରଖାଯିବା ସମୟରେ ସ୍ୱତନ୍ତ୍ର ଟାସ୍କଫୋର୍ସ ତା’ ଘର, ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଓ ଭାଇମାନଙ୍କ ଘର ଉପରେ ଚଢ଼ଉ କରି କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି। କଟକରେ ଥିବା ଚାଟାର୍ଡ ଆକାଉଣ୍ଟ୍ସ୍ ଫାର୍ମ ‘ଗୌତମ ଆଣ୍ଡ୍ କୋ’ରେ ଚଢ଼ଉ କରିବା ପରେ ‘ବେନଜିର ଇନଫ୍ରା ପ୍ରାଇଭେଟ ଲିମିଟେଡ୍’ ନାମରେ ଟିଟୋ କରୁଥିବା ଶହ ଶହ କୋଟିର କାରବାର ସମ୍ପର୍କରେ ଟାସ୍କଫୋର୍ସକୁ ତଥ୍ୟ ମିଳିଛି। ଏହି କମ୍ପାନିର ପରିଚାଳନା ନିର୍ଦ୍ଦେଶିକା ଟିଟୋର ପତ୍ନୀ ବେନଜିର ବିବି ଥିବାବେଳେ ଡାଇରେକ୍ଟର ଅଛନ୍ତି ଭାଇ ସୟଦ ଜାଭେଦ୍ ଅଲ୍ଲୀ, ସୟଦ ଦିଲସାଦ୍ ଅଲ୍ଲୀ ଓ ସୟଦ୍ ଇମାମ ଅଲ୍ଲୀ। ଟିଟୋ ସାମ୍ରାଜ୍ୟର ମୂଲ୍ୟ ବର୍ଭମାନ ହଜାରେ କୋଟିରୁଅଧିକ ହେବ ବୋଲି କୁହାଯାଉଛି!

 ନିଜର 6ମାବାଇଲ୍ ନ ଥିଲା-

ଟିଟୋ ସବୁ ସମୟରେ ୧୦/୧୨ଟି ମୋବାଇଲ୍ ବ୍ଯବହାର କରୁଥିଲେ ବି ତା’ ନିଜର କୌଣସି ସ୍ଥାୟୀ ମୋବାଇଲ୍ ନ ଥିଲା! ଅପରାଧ ଦୁନିଆ ସହ କଥା ହେଉଥିବାରୁ ପୁଲିସ ନଜରଦୁ ବର୍ତ୍ତିବା  ପାଇଁ ସେ ଦିନେ/ଦୁଇଦିନ ବ୍ଯବହାର କରିବା ପରେ ଆଉ ସେ ମୋବାଇଲ୍କୂ ବ୍ଯବହାର କରୁ ନ ଥିଲା ! ହେଲେ, ସବୁ ସମୟରେ ଟିଟୋ ପାଖରେ ରହୁଥିବା ସହଯୋଗୀ ୧୦/ ୧ ୨ଟି 6ମାବାଇଲ୍ ଧରି  ଦୁଳୁଥିଲେ ଯେଉଁଥିରେ ସେ କଥା ହେଉଥିଲା!

ପରିବାର ପ୍ରତି ସମପିତ ଥିଲା

ଅପରାଧ ଦୁନିଆରେ ରହୁଥିବା ଗ୍ୟାଙ୍ଗ  ଷ୍ଟରମ୍ରାନେ ସାଧାରଣତଃ ଏକାଧିକ ପତ୍ନୀ ରଖିଥାଆନ୍ତି ! ଗ୍ୟାଙ୍ଗ  ଷ୍ଟର ର୍ହାଇବର୍ର ଦୁଇଜଣ ପତ୍ନୀ ଥିବା ବେଳେ ସୋଲେମାନ୍ ର ମଧ୍ୟ ଦୁଇଜଣ ପତ୍ନୀ! ହେଲେ, ଟିଟୋ ସେମାନଙ୍କଠାଚୁସମ୍ପୂର୍ଣ୍ଣ ଭିନ୍ଥ ଥିଲା ! ପତ୍ନୀ ବେନଜିର୍ ଓ ପୂଅ-ଝିଅଇଂ ପ୍ରତି ସେ ସମପିତ ଥିଲା! କେନ୍ଦ୍ର ପଡ଼ାରେ ରହିଲେ ପ୍ରଭାବ ପଡ଼ିବ ବୋଲି ସେ ପିଲାଙ୍କୁ  ଭୁବନେଶ୍ଵରରେ ରଖି ପଢ଼ାଉଥିଳା! ଏପରିକି, କୋଦ୍ରାପଡ଼ାରେ ପିଲାମାନଙ୍କ ବୁଲିବା ପାଇଁ ଦୁଇଟି ଘୋଡ଼ା ଓ ଓଟ  ବି ପାଳିଥିଲା!


ଡନ୍ ଙ୍କ କୋଟିପତି ପତ୍ନୀ: ଅଚଳାଚଳ ସମ୍ପତ୍ତିର ମାଲିକାଣୀ, ଫିଟୁଛି ଗୋଟିଏ ପରେ ଗୋଟିଏ ସାମ୍ରାଜ୍ୟର କବାଟ

ଗ୍ୟାଙ୍ଗଷ୍ଟର୍ ଟିଟୋର ସ୍ତ୍ରୀ ବେନଜିର୍ ବିବିକୁ କ୍ରାଇମ୍ବ୍ରାଞ୍ଚର ଏସ୍ଟିଏଫ୍ ଜେରା କରିଛି। ଜେରା ବେଳେ ବେନଜିର୍ ପାଖରୁ କ୍ରାଇମ୍ବ୍ରାଞ୍ଚ ଟିମ୍ ବିଭିନ୍ନ ତଥ୍ୟ ହାସଲ କରିଥିବା କୁହାଯାଉଛି। ସେପଟେ ପେଟ୍ରୋଲ ପମ୍ପ୍ ଲିଙ୍କ୍ ନେଇ ଆଜି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍ ଓ ସିଏସ୍ଓ ଅଫିସ୍ରେ ତନାଘନା କରୁଛି।

କୋଟି କୋଟି ଟଙ୍କାର ମାଲିକାଣି କେମିତି ହେଲ ?

ଡନର ପତ୍ନୀ ବେନଜିର୍ ବିବିକୁ ଏସ୍ଟିଏଫ୍ ଆଜି ଜେରା କରିଛି। କେନ୍ଦ୍ରାପଡ଼ା ଦିଲାରପୁର ସ୍ଥିତ ଘରେ ବେନଜିର୍ଙ୍କୁ ଜଣେ ଡିଏସ୍ପି ଓ ଦୁଇ ଜଣ ମହିଳା ଇନ୍ସପେକ୍ଟର ପଚରାଉଚରା କରିଛନ୍ତି।

କୋଟି କୋଟି ଟଙ୍କାର ଅଧିକାରୀ କିପର ହେଲେ ବେନଜିର୍ ? ଗୃହିଣୀ ହୋଇ ବେନଜିର୍ ଏଭଳି ଅମାପ ସମ୍ପତ୍ତି କେଉଁଠୁ ଆଣିଲେ ? ଏକାଧିକ ପେଟ୍ରୋଲ ପମ୍ପ୍, କୋଟି କୋଟି ଟଙ୍କାର ଅର୍ଥ କାରବାର କରୁଥିଲେ କିପରି ? ନିଜ ନାଁରେ ଥିବା ବେନଜିର୍ ଇନଫ୍ରା ପ୍ରାଇଭେଟ ଲିମିଟେଡର ଅର୍ଥ ଆସୁଥିଲା କେଉଁଠୁ ? ଏହିଭଳି ବିଭିନ୍ନ ଦିଗକୁ ନେଇ ଏସ୍ଟିଏଫ୍ ଟିମ୍ ଜେରା କରିଛି। ଏହାସହ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଲ୍ୟାଣ୍ଡ୍ ଡିଲ୍, ଅଡି ଗାଡ଼ି ନେଇ ମଧ୍ୟ ତଦନ୍ତକାରୀ ଟିମ୍ ଜେରା କରିଛି।କୌଣସି ବୃତ୍ତି ନ ଥାଇ ସେ କେମିତି ଏତେ ସମ୍ପତ୍ତିର ମାଲିକାଣୀ ହେଲେ ସେ ନେଇ ଏସ୍ଟିଏଫ୍ ଜାଣିବାକୁ ଚେଷ୍ଟା ଚଳାଇଛି। ଏଥିସହ ବେନଜିରଙ୍କ ଅର୍ଥନୈତିକ କାରବାରକୁ ନେଇ ପଚରାଉଚରା କରୁଛନ୍ତି ଏସଟିଏଫ ଟିମ୍। ବେନଜିରଙ୍କ ନାଁରେ ଏକାଧିକ ପେଟ୍ରୋଲ୍ ପମ୍ପ, ଜମା ଟଙ୍କା, ବିଆଇପିଏଲ କମ୍ପାନୀ ଓ ୯୦ଲକ୍ଷ ଟଙ୍କାର ଏକ ଅଡି କାର୍ ରହିଥିବା ଜଣାପଡ଼ିଛି। ବେନଜିରଙ୍କ ନାଁରେ ଅନେକ ଟଙ୍କା କାରବାର ହୋଇଛି। ଆଉ ବହୁ ତଥ୍ୟ ତଦନ୍ତକାରୀ ସଂସ୍ଥାକୁ ମିଳିଛି।

୧୧୦ କୋଟିର ମଦର୍ ଚାଇଲ୍ଡ କେୟାର ପ୍ରୋଜେକ୍ଟର ତଥ୍ୟ ବି ମାଗିଛି କ୍ରାଇମ୍ବ୍ରାଞ୍ଚ। ସେହିପରି କୋଲକାତାରେ ଥିବା ଟିଟୋର ୧ କୋଟି ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ଡିଲ୍ର ବି କ୍ରାଇମବ୍ରାଞ୍ଚ ଖୋଳତାଡ଼ କରୁଛି। ଟିଟୋର ଘର ସମେତ ତା’ର ସମ୍ପର୍କୀୟ ୬ ଭାଇଙ୍କ ଘର, ଅଫିସ୍, ବାଇପାସ୍ସ୍ଥିତ ସମ୍ବଲ୍ ଟ୍ରେଡର୍ସ, ପାରାଦୀପ ଓ କେନ୍ଦ୍ରାପଡ଼ାରେ ଚାଉଁରୀପୁରସ୍ଥିତ ପେଟ୍ରୋଲ୍ ପମ୍ପ, ପଟ୍ଟାମୁଣ୍ଡାଇରେ ଥିବା ବାଇକ୍ ଶୋ’ରୁମ୍, କଟକ ମହାନଦୀ ବିହାରରେ ଥିବା ଚାର୍ଟର୍ଡ ଆକାଉଣ୍ଟାଣ୍ଟଙ୍କ ଘର, ପାରାଦୀପରେ ଥିବା ବେନଜିର ଇନଫ୍ରା ପ୍ରାଇଭେଟ୍ ଲିମିଟେଡ୍, ବେନଜିର ଷ୍ଟିଭେଡର୍ସ ପ୍ରାଇଭେଟ୍ ଲିମିଟେଡ ଅଫିସ୍ରେ ଏସ୍ଟିଏଫ୍ ପକ୍ଷରୁ ଚଢ଼ାଉ କରାଯିବା ସହ ୨ଟି ବ୍ୟବସାୟ ପ୍ରତିଷ୍ଠାନ ସମେତ ପେଟ୍ରୋଲ୍ ପମ୍ପକୁ ସିଲ୍ କରାଯାଇଛି। ବ୍ୟାବସାୟିକ ସାମ୍ରାଜ୍ୟରେ ଟିଟୋର କଳାଧନର ଗନ୍ଧ ବାରିବା ପରେ ଏବେ ଓଲିଉଡ୍ ଲିଙ୍କ୍ର ନୂଆ ସୁରାକ୍ ପାଇଛି କ୍ରାଇମ୍ବ୍ରାଞ୍ଚ। ନିର୍ମାଣାଧୀନ ଓଡ଼ିଆ ଫିଲ୍ମ ‘ବିଶ୍ୱନାଥ’ରେ ଟିଟୋର ଟଙ୍କା ଲାଗିଥିବା ଏସ୍ଟିଏଫ୍ ଜାଣିବାକୁ ପାଇଛି। ଟିଟୋ ତା’ର ଜଣେ ସମ୍ପର୍କୀୟ ଭାଇ ମାଧ୍ୟମରେ ଏହି ଫିଲ୍ମରେ ଟଙ୍କା ଲଗାଇଥିବା ଜଣାପଡ଼ିଛି।

ମଠ6ର ଚାଲିଥିଲା ନାଟ

ନିଇକୁ ଧର୍ମନିରପେକ୍ଷ ପ୍ରମାଣିତ କରିବା ପାଇଁ ଟିଟୋ ନିଜ ସଂଗଠନ ନାମ ବଳଦେବ ଜି ଉ ଶ୍ରମିକ ସଂଘ ଓ ନିଜ ବସା ଉଠା କରିବା ଦରବାରର ନାମ ‘ମଠ’ ରଖିଥିଲା! ବାହାରୁ ଏହି ମଠ ସାଧାରଣ ବାଳଘର ଭଳି ଦେଖାଯାଉଥିଲେ ଚି ତା’ ଭିତରେ ଅତ୍ୟାଧୁନିକବିଳାସ ସାମଗ୍ରୀ ଓ ଗଖେଇ ଟଣାର ବ୍ଯବସ୍ଥା ରହିଥିଲା! କେନ୍ଦ୍ରାପଡ଼ା ଛାତି ଉପରେ ଚାଲିଥିଲା ମଠ। ବାହାରେ ଏକ ଫଳକ ଝୁଲୁଥିଲା, ଯେଉଁଥିରେ ଲେଖାଯାଇଥିଲା- ମହିଳାଙ୍କୁ ଭିତରେ ପ୍ରବେଶ ମନା, ମଦ ବି। ଏମିତି ଦରବାର ଚାଲିଥିଲା। ସମସ୍ତେ ବିଶ୍ୱାସ କରୁଥିଲେ, ଦଶନ୍ଧି ଧରି ଦୁର୍ଦାନ୍ତ ଗ୍ୟାଙ୍ଗଷ୍ଟର ସତରେ ବାଲ୍ମିକୀଙ୍କ ଭଳି ପରିବର୍ତନ ହେବାରେ ଲାଗିଛି। ହେଲେ ତା’ ଆଢୁଆଳରେ ବିଶାଳ ଆଡ୍ଡା, ଭାଇଗିରି, ବିଳାସପୂର୍ଣ୍ଣ ଜୀବନଶୈଳୀ, କୋଟି କୋଟି ରୋଜଗାର ନିଶା ଟିଟୋ ଓରଫ୍ ସୟଦ ଉସ୍ମାନ ଅଲ୍ଲୀ ମୁଣ୍ଡରେ ଚଢ଼ିଛି, ଏ କଥାର କେହି ସୁରାକ୍ ବି ସୁଦ୍ଧା ପାଉନଥିଲେ।ବାହାରେ‘ମହିଳା ଓ ମଦୁଆଇଂ ପ୍ରବେଶ ନିଷେଧ’ ଲେଖାଥିଲେ ବି ଭିତରୁ ଗଖେଇ ଚିଲମ ନବତ କରାଯିବା ଏହାର ପ୍ରମାଣା ଟିଟୋ ଯାହାକୁ ଦଣ୍ଡ  ତେବାକୁ ଚାହୁଁଥିଲା ତାକୁ ତ୍ତଠାଇ ଆଣି ଏହି ମଠରେ ମନଇଛା ପିଟୁଥିଲୀ! ସମ୍ପୂର୍ଣ୍ଣ ଉଲଗ୍ନ କରି ପିଟିବା ଟିଟୋର ଏକ ବିଶେଷ ଶୈଳୀ ଥିଲା!


ସିସି କ୍ୟା ମେରା6ର ନଜର

ଟିଟୋ ରହୁଥିବା ଦିଲାରପୂର ଭିତରକୁ ଆସୁଥିବା ପ୍ର6ତ୍ୟକ ଲୋକ ଉପରେ ସେ ନଜର ରଖୁଥିଲା! ଗଳିର ଚିଭିନ୍ଥ ସ୍ଥାନରେ ସିସି କ୍ୟା ମେରା ଲଗାଇ ମଠ ଭିତରୁ ତାହାକୁ  ନିୟନ୍ତ୍ରଣ କରୁଥିଲାପୁଲିସ କିମ୍ବା ଅନ୍ୟ କେହି ଆସିଲେ ତାହା ଜାଣିବା ଉଦ୍ଦେଶ୍ୟରେ ଦିଲାରପୂରଗେ ୨୫ରୁଅଧିକ କ୍ୟା ମେରା ଲଗାଇଥିଲା
ପେଟ୍ରୋଲ ପମ୍ପ୍
ସଙ୍ଗୀନ ଅପରାଧର ଲମ୍ବା ତାଲିକା ଥିବା ଟିଟୋ କେମିତି ପେଟ୍ରୋଲ ପମ୍ପ୍ ହାସଲ କଲା ? ବେନାମୀ ଭାବେ ଦୁଇରୁ ଅଧିକ ପେଟ୍ରୋଲ ପମ୍ପ୍ ହାତେଇବାରେ କିଏ ସହାୟତା କରିଛି ? ଏହା ପଛରେ ପଲିଟିକାଲ୍ ଲିଙ୍କ୍ ଥିବା ସନ୍ଦେହ କରୁଛି କ୍ରାଇମବ୍ରାଞ୍ଚ ଏସଟିଏଫ୍।
ଦିଲ୍ଲୀ ବୈଠକ ମହଙ୍ଗା ପଡ଼ିଲା!

ଟିଟୋକୁ ଏସ୍ ଟିଏଫ୍ ଉଠାଇ ଏନ୍କାଉଣ୍ଟର୍କରିବା ପଛରେ କେବଳ ଯେ ଅପରାଧ ଦୁନିଆ ଏକମାତ୍ର କାରଣ ତା’ ନୁହେଁ, ଏହା ପଛରେ ରାଜନୈତିକ କାରଣ ଚି ରହିଛି! ନିଜ ବ୍ୟବସାୟ ମେଲେଇବା ପାଇଁ ଟିଟୋ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରର କ୍ଷମତାକେନ୍ଦ୍ର ସହ ସମ୍ପର୍କ ରଖିବାକୁ  ଚାହୁଁଥିଲା! ହେଲେ, ଏଥିରେ ଭାରସାମୀ ରଖିବା ଯେ କେତେ କଷ୍ଟ ତାହା ସେ ଆକଳନ କରି ନ ଥିଲା! କେଇମାସ ତଳେ ଟିଟୋ ଭାଇ ଟୁନା ବିଜେଡିରେ ମିଶିବାକୁ ନେଇ ବେଶ୍ ତମ୍ବିତୋଫାନ ହୋଇଥିଲା! ଟୁନା ମିଶିବା ସମ୍ପର୍କରେ ପୂର୍ବରୁ ବିଜେଡି ମୁଖ୍ୟାଳୟ ଜାଣିନଥିବାରୁ ଏହାକୁ  ନେଇ କେକ୍ରାପଡ଼ାର ଦଳୀୟ ନେତାଙ୍କୁ ଦଳ ମୂଖିଆଇଂଠାରୁ ବେଶ୍ କଟୁ ଭାଷ! ଶୂଣିବାକୁ  ପଡ଼ିଥିଲା ! ଏହି ନିଆଁକୁ ଦଳ ହଜମ୍ କରି ନ ଥିବା ବେଳେ ମେ ମାସ ଶେଷ ସପ୍ତାହରେ ଟିଟୋ ପକ୍ଷରୁ କେହି ଜଣେ ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଜଣେ ମକାଇଂ ସମ୍ପର୍ଜାୟଙ୍କୁ ଭେଚି ପାରାଦୀପ ବେପାର ସମ୍ପର୍କରେ ଆଲୋଚନା କରିଥିଲେ! ଏ ଖବର ଜଣାପଡ଼ିବା ପରେ ହଇଚଇ ସୃଷ୍ଟି ହୋଇଥିଲା! ନିଜ ଦଳରୁ କଳଙ୍କ ହଟାଇବା ତଥା କେନ୍ଦ୍ରଳୁଯାଇ କରିଥିବା ବୈଠକର ଶିକ୍ଷା ଦେବା ପାଇଁ ରାଜନୈତିକ ଇସାରାରେ ଏସ୍ଟିଏଫ୍ ଚଢ଼ଉ କରିଥିବା ଦର୍ଜା ହେଉଛି!

ଗ୍ୟାଙ୍ଗଷ୍ଟାର ଟିଟୋର ଗୁମର ଖୋଲୁଛି । ବର୍ତମାନ ପର୍ଯ୍ୟନ୍ତ ଟିଟୋ ଲିଙ୍କରେ ୨୦ ରୁ ଅଧିକ ଜଣ ଗିରଫ ହୋଇସାରିଲେଣି । ଅାଗକୁ ଅହୂରି ମଧ୍ୟ ଗିରଫ ହେବେ । ଏପରିକି ଏସଟିଏଫ ସ୍କାନରରେ ଏବେ ରାଜନେତା, ସରକାର ବାବୁ ଓ ପରିବାର ଲୋକ ଅଛନ୍ତି ।
ତିନି ଦଶନ୍ଧିର ଅପରାଧିକ ସାମ୍ରଜ୍ୟ ବିସ୍ତାର କରି ରଖିଥିଲା ଟିଟୋ । ତେବେ ଟିଟୋ ଗିରଫ ହେବା ପରେ ଏବେ ଏଟିଫ ପଞ୍ଝାରେ ତାର ପୁରା ଅପରାଧିକ ସାମ୍ରଜ୍ୟ । କିଏ କେଉଁଠି କେତେବେଳେ ଟିଟୋ ସହ ଜୋଡିତ ହୋଇ ରହିଥିଲେ, ଟିଟୋ ପାଖରୁ କିଏ କେଉଁ ଅକାରରେ ଅନୁକମ୍ପାର ସହାର୍ଯ୍ୟ ନେଇଥିଲେ, ଅପରାଧିକ କାର୍ଯ୍ୟକଳାପରେ କେଉଁମାନେ ସହଯୋଗ କରୁଥିଲେ, ଟେଣ୍ଡର ଫିକସିଂ ଠୁ ଅାରମ୍ଭ କରି ବଳି ଘୋଟଲା, ଏପରିକି ଗୋ ଚାଲଣ କାରବାରର ମଧ୍ୟ ଟିଟୋ ଗ୍ୟାଙ୍ଗର ସମ୍ପୃକ୍ତି ରହିଥିଲା । ଏ ସମସ୍ତ ଅପରାଧିକ କାର୍ଯ୍ୟକଳାପର ଚେର ଖୋଜୁଛି କ୍ରାଇମବ୍ରାଞ୍ଚ । ଜଗତସିଂପୁରରୁ କେନ୍ଦ୍ରାପଡା, ଯାଜପୁରରୁ କଟକ ଦେଇ ଭୁବନେଶ୍ବର ଯାଏଁ ଟିଟୋ ଅପରାଧିକ କାର୍ଯ୍ୟକଳାପର ଚେର ଲମ୍ବିଥିଲା । ଯାହର ପର୍ଦାଫାଶ କରୁଛି ଏସଟିଏଫ । ଗ୍ୟାଙ୍ଗଷ୍ଟାର ଟିଟୋ ଲିଙ୍କରେ ୨୦ ଜଣଣୁ ଅଧିକ ଗିରଫ ହୋଇ ସାରିଲେଣି । ଅାହୁରି ବହୁତ ଜଣ ଏବେ ଏସଟିଏଫ ଷ୍କାନରରେ । ଏମାନଙ୍କର ଭିତରେ ବଡ ବଡ ରାଜ ନେତା ବି ସାମିଲା ଅଛନ୍ତି । ଏପରିକି ସରକାରୀ ବାବୁମାନେ ବି ଟିଟୋ ଲିଙ୍କରେ ଗିରଫ ହେବେ ବୋଲି ଏସଟିଏଫ ସୁତ୍ରରୁ ଜଣାପଡିଛି । ଟିଟୋ ସହିତ ଅଫିସର ଓ ପୁଲିସ ଅଧିକାରୀଙ୍କର ସମ୍ପର୍କ ଯେଡ଼ି ବାର ଏକ ମୁଖ୍ୟ ସେତୁ ଭଳି ଦୀପ୍ତି କାର୍ଯ୍ୟ କରୁଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି। ତା’ର ଜଗତସିଂହପୁରରେ ଥିବା ହୋଟେଲ୍ ଓ ଗେଷ୍ଟହାଉସ୍ରେ ଅଫିସର ସେମାନଙ୍କ ମୌଜ ମଜଲିସ କରୁଥିଲେ। ହୋଟେଲ୍ ଓ ଗେଷ୍ଟ ହାଉସ୍କୁ ଅନେକ ସମୟରେ ବାହାରୁ ଯୁବତୀଙ୍କୁ ଅଣାଯାଉଥିବା ନେଇ ମଧ୍ୟ ଏସ୍ଟିଏଫ୍କୁ ସୁରାକ୍ ମିଳିଛି। ଯେଉଁ ଅଫିସରମାନେ ଜଗତସିଂହପୁରରେ ସଉକ୍ କରିବାକୁ ରାଜି ହେଉ ନ ଥିଲେ ସେମାନଙ୍କୁ ବିମାନରେ ରାଜ୍ୟ ବାହାରକୁ ନେବା ପାଇଁ ବନ୍ଦୋବସ୍ତ କରାଯାଉଥିଲା। ଆଇଆଇସି ଶ୍ରୀ ମହାନ୍ତି ଏକାଧିକବାର ଟିଟୋ ଓ ଦୀପ୍ତି ସହିତ ଗୋଆ ଯାଇଥିବା ଜଣାପଡିଛି ବୋଲି ଏସ୍ଟିଏଫ୍ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଅନ୍ୟ କେଉଁ ସରକାରୀ ଅଧିକାରୀ ଟିଟୋର ଏହି ଜାଲ୍ରେ ଫସି ମୌଜ କରିବାକୁ ରାଜ୍ୟ ବାହାରକୁ ଯାଇଛନ୍ତି ସେନେଇ ଖୋଳତାଡ଼ ଚାଲିଥିବା ସେ କହିଛନ୍ତି। ସେଥିପାଇଁ ଦୀପ୍ତିକୁ ଜିମାରେ ଅଣାଯିବ ବୋଲି ସେ ସୂଚନା ଦେଇଛନ୍ତି। ଟିଟୋର ବେଆଇନ୍ ରୋଜଗାରକୁ ଦୀପ୍ତି ସୁଧ କାରବାରରେ ଲଗାଉଥିଲା। ମାସିକ ୫ ପ୍ରତିଶତ ହାରରେ ବାର୍ଷିକ ୬୦ ପ୍ରତିଶତରେ ସେ ସୁଧ ଲଗାଉଥିଲା। ଗ୍ୟାଙ୍ଗଷ୍ଟରଙ୍କ ଟଙ୍କା ବୋଲି ସୁଧ ଆଦାୟରେ ଦୀପ୍ତିକୁ ବେଶୀ କଷ୍ଟକରିବାକୁ ପଡୁ ନ ଥିଲା।।
ଟିଟୋ  ସମ୍ପଭି ଉପରେ ନଜର-
ଟିଟୋକୁ  ଏସଛିଏଫ୍ ଉଠାଇବା ପରଠାରୁ ଏପର୍ଯ୍ୟନ୍ତ ଯେତେ
 ସଚୂ ପଦକ୍ଷେପ ନିଆଯାଉଛି ତାହା ପଛରେ ଟିଟୋ ସାମ୍ରାଜ୍ୟରୁ ନଷ୍ଟ କରିବା ସହିତ ଅଧିକାରୀଙ୍କ ସ୍ଵାର୍ଥ ରହିଥିବା ଚର୍ଜା ହେଉଛି! ଏ ପର୍ଯ୍ଯନ୍ତ ସ୍ଥାନୀୟ ପ୍ରଶାସନ, ପୁଲିସ ଓ ରାଜନେତା ଟିଟୋ ରୋକଗାରରୁ ଭାଗ ନେଉଥିବା ବେଳେ ଅନ୍ୟମାନେ ବି ସେଥିରେ ଅ°ଶ ବସାଇବାକୁ  ମସୂଧା ଚଳାଇଛରି! ଏପର୍ଯ୍ୟନ୍ତ ଚୁପ୍ ବସିଥିବା ଭିଜିଲାନ୍ସ ବିଭାଗ ହଠାତ୍ ସଜାଗ ହୋଇଥିବା ବେଳେ ଆଇଓସିଏଲ୍ କର୍ଜୁପକ୍ଷ ସିଧା ସିବିଆଇ ତଦନ୍ତ ପାଇଁ କହିଦେବା ଏହାର ଅନ୍ୟତମ ପ୍ରମାଣ ! ତା’ଛଡ଼ା, ଟିଟୋକୁ ଉଠାଇବା ପରେ ତା’ ଘର  ଓ ଅଫିସ୍ ସିଲ୍ କରିବା ପାଇଁ ୫ ଦିନ ସମୟ ଦେବା ପଛରେ ବି ଅସ୍ଵଚ୍ଛ ଉଦ୍ଦେଶ୍ୟ ରହିଥିବା ବାରି ହେଉଛି!



ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...