Wednesday, 30 August 2017

ମୁକ୍ତି ର ଆନନ୍ଦ



ନାରୀ ପାଇଁ ବୈଧବ୍ୟ ଏକ ଅଭିଶାପ! ମାତ୍ର କରମ୍ ଜିତ୍ ଗହୁଁଥିଲା ସେ ବିଧବା ହେଉ  ତା’ ମଥାରୁ ସିନ୍ଦୁର ଲିଭିଯାଉ  ହାତରୁ ଚୂଡି଼ ଭାଙ୍ଗି ଯାଉ  ପେଥିଲାଗି ସେ ଆଇନା ଆଗରେ ଠିଅ! ହୋଇ ବିଧବା ହେବାର ଅଭିନୟ କରୁ ଥିଲା ମଥାରୁ ସିଦୂର ପୋଛି ପକାଉଥିଲା ହାତରୁଚୁଡ଼ି  ଖୋଲି ପକାଉଥିଲା ଦେହରୁ ଗହଣା ଓଲ୍ହେଇ  ବେଉଥିଲା! ଧଳା ଶାଢ଼ି ପିନ୍ଧି  ନିଜର କାଳ୍ପନିକ  ବୈଧବ୍ୟକୁ ଉପଭୋଗ କରୁ ଥିଲା ଆଇନାରେ ପ୍ରତିଫଳିତ ତା’ର ଶୃଚ୍ଚାର ବିହାନ ଶରୀରକୁ ଦେଖ୍ ସେ ଖୁସିରେ ନାଚି ଉଠୁଥିଲା ! ତା’ ଓଠରେ ଆଙ୍କ ହେଇ ଯାଉଥିଲା ପରିତୃପ୍ତ ହସର ଏକ ଲମ୍ବା ଗାର!
             ପଞ୍ଜାବର ଭାତ୍ୱିଣ୍ଡା   ଅନ୍ତର୍ଗତ ସାହିନେୱାଲ୍ ନିବାସୀ ବଲ୍ ବିଦର ସିଂଙ୍କ ଝିଅ କରମ୍ ଜିତ୍! ମାତ୍ର ସତର ବର୍ଷର ହୋଇଥିବା  ବେଳେ ତା’ର ବାହାଘର ହୋଇଥିଲା ଲିଲୁରାମ୍ ସିଂଙ୍କ ପୁଅ ମଲ୍ କିତ୍ ସିଂଙ୍କ ସହିତ | ମଲ୍ କିତ୍ ସିଂଙ୍କ ପତ୍ନୀ  ସାଜି ସେ ଆସିଲ! ଲିଲୁରାମ୍ ଘରକୁ! ଆସିଲା ଚଉଠି ରାତି! ଯଦିଓ ବିବାହ ବେଳକୁ କରମ୍ ଜିତ ଥିଲା ସତର ବର୍ଷାୟା କିଶୋରା, ସେ କିନ୍ତୁ ବାହାଘର’ ପତି-ପତ୍ନୀ ସମର୍କ ବିଷୟରେ ସବୁ   କିଛି ଜୀଣିସାରିଥିଲା ସେଥିଲାଗି ଚଉଠି ରାତିକୁ ସେ ଆଗ୍ରହର ସହିତ ଅପେକ୍ଷା କରିଥିଲା ! ମଲ୍ଳିତ୍ଵକୁ ନେଇ ସେ ତା’ ନିଚ୍ଚକୁ ଅସୁମାରି ସ୍ବପ୍ନ ରେ  ସଡେଇଥିଲା  ମଲ୍ କିତ୍ ଆସିବ.. ଭିତରପଟୁ କବାଟ ବନ୍ଦ କରିବ... ତା’ ପାଖରେ ଆସି ବସିବ ! ଧୀରେଧୀରେ ମୁଣ୍ଡର  ଓଢ଼ଣା ଖୋଲିବା ଆପେଆପେ ତା’ ଓଠରେ ଓଠ ରଖ୍ ବା |ମଲ୍ କିତ୍ ଓଠର ମହକ ରେ ତା’ର ସମଗ୍ର ଦେହ ଶିହରି ଉଠିବା ବାସ୍, ତା’ପରେ ଆଉକିଛି ଭାବି ପାରୁ  ନ ଥିଲା କରମ୍ ଜିତ୍ ର ! କେବଳ ରାତିକୁ ଅପେକ୍ଷା କରୁଥିଲା

ରାତିହେଲୀ ମଲ୍ କିତ୍ ଘର ଭିତରକୁ ଆସି କରମ୍ ଜିତ୍ ର ପାଖରେ ବସିଲା! ଓଢ଼ଣା ଖୋଲିଲୀ ଓଠରେ ଓଠ ରଖ୍ ଲା ... କି ଏକ ଦୁର୍ଗନ୍ଧ ବାସ୍ନା ରେ ଥରିଗଲା କରମ୍ ଜିତ୍ଵର ଦେହ! ମଲ୍କିତ୍ ପ୍ରଚୁର ମଦ୍ୟପାନ କରିଥିଲା! ଚମ୍ କି ପଡ଼ିଲା କରମ୍ ଜିତ୍  ମଲ୍କିତ୍ ଓଠକୁ ନିଜ ଓଠ ପାଖରୁ ଦୂରକୁ ଠେଲିକେଇ କରମ୍ ଜିତ୍ ସାମାନ୍ୟ ଚଢ଼! ଗଳାରେ କହିଲ!- ‘ଚୂମେ ମଦ ପିଇଛ ?’ ମଲ୍ଳିତ୍ କହିଲ!- “ହଁ’ ପିଇଛି! ତେବେ ମୁଁ ମଦ୍ୟପ ନୁହେଁ! ସାଙ୍ଗମାଜେ କହିଲେ, ଆଜି ମୋର ମଦ ପିଇବ! ନିତାନ୍ତ ଦରକାର! କଣେ, ମୋର ତୁମକୁ ଆନଦ ଦେବାର ଅଛି ନା!”

ମଲ୍ କିତ୍ କଥ! ଶୁଣି ହସିଘେଲା କରମ୍ ଜିତ୍ ଓ ତାକୁ ପାଖକୁ ଗଣି ଆଣିଲା! ତେବେ କିଛିଦିନ ପରେ ସେ ଜାଣିଲ! ଯେ, ସେଦିନ ମଲ୍ କିତ୍ ତାକୁ ଯାହା କହିଥିଲା ସେସବୁ ମିଛ! କାହିକି ନ!’ ମଲ୍ କିତ୍ ହେଇଛି ମଦ୍ୟପ! ମଦ ନ ପିଇଲେ ତା’କୁ ଭାତ ରୁଚେ ନା! କରମ୍ ଜିତ୍  ମଲ୍ କିତ୍ ଙ୍କୁ ବୁଝେଇବା ପାଇଁ ଚେଷ୍ଟା କଲା! ମଦ ନ ପିଇବାକୁ ବାରଣ କଲା ! ମାତ୍ର ମଲ୍ କି ତ୍ କୃ ମଦ କବଳରୁ ମୁକୁଳେଇ ପାରିଲ! ନାହିଁ ! କର୍ମକୁ ଆଦରି ସବୁ  ସହିଁ ଯିବାକୁ ଉଚିତ ମଣିଲା! ସମୟ କ୍ରମେ ସେ ଦୁଇଟ! ପିଲାର ମା’ ମଧ ହେଲା



ଇତିମଧ୍ୟରେ ଲିଲୁରାମ୍ ସାନପୁଅ ଜିତ୍ ସିଂଙ୍କ ବାହାଘର କରିଦେଲେ! ତା’ର ମଧ ପିଲାପିଲି ହେଲୋ ପରିବାର ବଢ଼ିଲା ତେଣୁ ଅଧ୍ କ ଅର୍ଥର ଆବଶ୍ୟକତା ପଡ଼ିଲା! ମଲ୍ କିତ୍ ତା’ ରୋଜଗାର କୁ ମଦରେ ଊ ଡ଼େଇ ଦଉଥିଲା! ! ଫଳରେ ଘରେ ପାଟି ଗୋଳ  ହେଲ! ! ମଲ୍କିତ୍ ତା’ ପିଲ! ଓ ପରିବାରକୁ ନେଇ ଅନ୍ୟ ଏକ ପାନରେ ଘରଭଡ଼ା ନେଇ ରହିଲା! ସେ ଭାବୁ  ଥିଲା’ ଦୁରେଇଗଲେ ଅଳ୍ପ  ଖର୍ଚ୍ଚରେ ପରିବାର ଚଳିଯିବ! ମାତ୍ର ବାସ୍ତ  ବତା ଅଲଗା ଥିଲା! ପିଲାମାନେ ଭୋକ  ଓପାସରେ ରହିଲେ! ଦିନେ କରମ୍ ଢିତ୍ ରାଗିଯାଇ ମଲ୍ଳିତ୍କୂ ଗାଳିଗୂଲବ୍ଦ କରିବାକୁ ଲାଗିଲା ! ତଥାପି ନିଜ ପ୍ରକୃତିକୁ ଛାଡ଼ିପାରିଲା ନାହିଁ ମଲ୍ କିତ ! କରମ୍ ଢିତ୍ ଦେଖ୍ ଲା’ ମଲ୍ କିତ୍ କୁ କହି କିଛି ଲାଭ ନାହିଁ! ତାକୁ କିଛି କରିବ! ପାଇଁ ପଡ଼ିବ! ଯେ କୌଣସି ବି ପରିପ୍ରେକ୍ଷୀରେ ନିଜର ପିଲାମାନଙ୍କୁ ରୋକଓପସୋରେ ରହିବ! ପାଇଁ ଦେ ବନାହିଁ ! ଏହ! ଭାବି ସେ ଚାକିରି ଖୋଜିବାରେ ଲାଗିପଡି଼ଲ!

ବର୍ଦ୍ଧମାନରେ ଥିବା  ଏକ ଲୁଗା କଳରେ ଯାଇ ପହଁଚିଲା ! କରମ୍ ଜିତ୍! ସେଇଠି ତା’ର ଭେଟ ହେଲ! ବୀର  ସିଂ ସହିତ ସମ୍ପର୍କରେ ବି ର ସିଂ ଥିଲା ମଲ୍ କିଦ୍ ର ଭିଣୋଇ  ସେ କରମ୍ ଜିତ କୁ  ସେଠାରେ ଦେଖ୍ ଆଶ୍ଚର୍ଯ୍ୟ ହୋଇଗଲା! କରମ୍ ଜିତ  କହିଲା- ‘ତା’ର ଯେମିତି ହେଲେ ଚାକିରି ଦରକାର !’ ଦୀର୍ଘଦିନରୁ କରମ୍ ଜିତ୍ କୁ ଉପଭୋଗ କରିବାର ସ୍ବପ୍ନ  ଦ୍ଦେଖୁଥିଲା ବାର ସିଂ! ତେଣୁ ସେ ଏ ସୁଯୋଗକୁ ହାତଛଢ଼ା କରିବା ପାଇଁ ଚାହୁଁ ନ ଥିଲା ! ସେ କହିଲା- ‘ମୁଁ ତୂମ ପାଇଁ ନିଶ୍ଚୟ ଚାକିରି ଯୋଗାଡ଼ କରିଦେବି! ହେଲେ ମୋତେ କ’ଣ ମିଳିବା’ କରମ୍ ଢିତ୍ ବୀର ସିଂ ହାତକୁ ଧରି ପକେଇ କହିଲା- ‘ମୋ’ ପାଇଁ ଚାକିରି ଖୋଢିଦିଅ ତୁମେ ଯାହା ଚାହିଁବ ମୁଁଦ୍ଦେବି ! ତୂ ମକୁ ନିରାଶ କରିବିନି!’

         ସତକୁସତ କରମ୍ ଜିତ୍ଵ ପାଇଁ ଲୁଗାକଳରେ ଗଳିରିଟିଏ  ଯୋଗାଡ଼ କରିଦେଲା ବାର ସିଂ! ଦରମା ବି ବେଶ୍ ମୋଟା ଅଙ୍କର! ଯେଉଁଦିନ କରମ୍ ଜିତ୍ ଗକିରିରେ ଜଏନ୍ କଳ!’ ସେହିଦିନ ସନ୍ଧ୍ୟା ରେ ଏକ ମିଠ! ପାକେଟ୍ ଓ ଗୋଟିଏ  ବଡ଼ ବିଦେଶୀ ପାନୀୟ ଧରି ଘରେ ଆସି ପହଞ୍ଚଲା ବାର ସିଂ! ମଲ୍ କିଟ୍ କୂ ଡାକି କହିଲା- ‘ଆଜି  ଆମ ପାଇଁ ଖୁସି ମନେଏ ବାର  ଦିନା ତୂମ ସ୍ତ୍ରୀ  ଗକିରି ପାଇଛି ! ଆସ, ତୂମ ପାଇଁ ମୁଁ ଲିକର  ନେଇଆସିନ୍ଥି!’ ଲିକର କଥା ଶୁଣୁଶୁଣୁ ଜିଭ ଲାଳେଇ  ଉଠିଲା ମଲ୍କତ୍ଵ ସିଂର! ସେ ସଂଗେ ସଂଗେ  ଦୁଇଟା ଗ୍ଲାସ  ନେଇଆସି ମଦ ପିଇବାକୁ ବସିଗଲା  ବୀର ସିଂ ଢାଣିଢାଣି ନିଜେ ନ ପିଇ ସବୁ ତକ  ମଦ ପେ ଇଦେଲା ମଲ୍କିତ୍ୱକୁ! ମଦ ନିଶାରେ ଚୂର ମଲ୍ କିତ୍ ଅଚେତ ହୋଇ ପଡ଼ିଗଳା ବିଛଣାରେ! ଅନ୍ୟପଟେ, କରମ୍ ଜିତ୍ ବି ଢାଣିଥିଲା’ ଚାକିରି ବଦଳରେ ବାର ସି” ତା’ଠାରୁ କି ପୁରସ୍କାର ଚାହୁଁଛି ! ପୁଣି ସେ ବି ମଲ୍କିତ୍ ସିଂର ବ୍ୟବହାରରେ ଅତିଷ୍ଠ ହୋଇପଦି ଥିଲା ! ସେଥିଲାଗି ସେ ଜାଣିଶୁଣି ପିଲାମାନଙ୍କୁ ଖାଇବାକୁ ଦେଇ ଶୁଆଇ ବେଇଥିଲା! ବାର ସିଂ ଯାଇ ପହଁଚିଲା  କରମ୍ ଜିତ୍ ନିକଟରେ! କହିଲା- ‘ତୂମେ ତ ଗକିରି ପାଇଗଲା ଆଉ ମୋର ପୁରସାର କାଇଁ ?’ କରମ୍ ଜିତ୍ କହିଲା- ‘କୁହ, ତୁମେ ମୋଠୁ କେଉଁ ପୁରସାର ନେବାକୁ ଗହୁଁଛ ? ମୁଁ ନିଶ୍ଚୟ ମୋ’ କଥ! ରଖିବି ! କେବେବି ଚୂମକୁ ନିରାଶ କରିବିନି!’ବାର ସିଂକହିଲା-‘ଜଣେ ପୁରୁଷ ଜଣେ  ନାରୀ ଠାରୁ  କେବଳ ଗୋଟିଏ ଜିନିଷ ଗହେଁ! ଆଉ ତାହା  କ’ଣ ସେକଥା ତୁମେ ଭଲ ଭାବରେ ଯା ଣ !’ ବାର ସି" କଥା ଶୁଣି ଲାଜେଇ ଗଲା  କରମ ଜିତ  ସେ ହି ଲାଜରେ ସେ ଜଣେଇ ଦେଲା  ପେ, ଗୋଟେ ମଦ୍ୟପାର  ଦେହ ଗନ୍ଧକୁ ଶୁଘିଶୂଫି ସେ କ୍ଳା ନ୍ତ ହୋଇପଡ଼ିଳାଣି ! ତା’ର ଟିକେ ସତେଜ ପବନ ଦରକାର!
            ତା’ପରେ ବନ୍ଦ ହୋଇଗଲା କବାଟ! ଆଉ କବାଟ ଖୋଲିବା ବେଳକୁ ଦୁଇଜଣଙ୍କ ଓଠରେ ଲାଖ୍ ରଢ଼ିଥିଲା ସହସ୍ର ଶାନ୍ତି ର  ହସ ! ଆରପଟ ଘରେ ମଦ ନିଶାରେ ଚୁର  ହୋଇ ଚେତ! ହରେଇ ପଡି଼ଥିଲା ମଲ୍ କିତ୍! ପ୍ରତି ରାତିରେ କରମ୍ ଜିତ୍ ଓ ବାର ସିଂଙ୍କ ମିଳନ ପାଇଁ ଦରକାର ହେରଥିଲା ଗୋଟିଏ ଲେଖାଏ ମଦ ବୋତଲ! କାରଣ ସେମାନଙ୍କୁ ପ୍ରଥମେ ମଲ୍ଳିଦ୍ କୂ ମଦ ଦେଇ ଶୁଆଇ ଦବାକୁ ହେଉ ଥିଲା! ପ୍ରାୟ ଆଠ/ ଦଶମାସ ପରେ ହଠାତ୍ ଦିନେ ରାତିରେ ନିଦ ଭାଙ୍ଗି ଗଲା ମଲ୍ କିତ୍ ର! ଆଉ ସ୍ତ୍ରୀ  କରମ୍ ଜିତ୍ ରକୁ ଭିଣେକୋ ବାର ସିଂ ସହିତ ଆପଭିଜନକ ଅବସ୍ଥାରେ ଦେଖ୍ ତା’ର ସବୁ ନିଶା ଖସିଗଲା! ସେ ଦୁହିଁଙ୍କୁ ଗାଳିକଲା ! ନିଜ ଭଉଣୀର ସ୍ୱାମା ହୋରଥିବା  ହେତୁ ବାର ସିଂଙ୍କୁ କେବଳ ଅପମାନିତ କରି ଘରୁ ବିଦା କରିଦେଲା ! କରମ୍ ଜିତ୍ କୁ ମାଡ଼ ମାରିଲା

ପରକୀୟା ପ୍ରାତି ଅଫିମ ନିଶା ପରି! ନିର୍ଦିଷ୍ଟ  ସମୟ ଆସି ପହଞ୍ଗଲେ ସେ ନିଶା ନେବାକୁ ହୋଇଥାଏ! ମାତ୍ର ବୀର ସିଂ ଆଉ  କରମ୍ ଜିତ୍ ପାଖକୁ ଆସି ପାରୁ ନ ଥିଲା! କରମ୍ ଜିତ୍ ଫୋନ୍ କରି କାନ୍ଦୁ ଥିଲା! ଏପରିକି ଦିନେ  ବାର ସିଂଙ୍କୁ ସେ କହିଲା ଯେ, ମଳକିତକୁ  ସବୁଦିନ ଲାଗି ର!ପ୍ତାରୁ ହଟେଇ  ଦିଅ! ମୁଁ ବିଧବା ହେବାକୁ ଚାହେଁ! ମୁଁ ବିଧବା ହେଲେ ହିଁ ଯାଇ ତୁମକୁ ପା ଇପାରିବି! ତା’ଛଡ଼ା ଗୋଟେ ନିକର୍ମ! ମଦ୍ୟପତ୍କ ମୁଁ ବେଶା ଦିନ ସ୍ୱାମା ଭବରେ ବରଦାସ୍ତ  କରିବାକୁ ଗହେଁନା ! ପରକୀୟା ପ୍ରାତିର ଅଫିମ ନିଶା ବାର ସିଂକୁ ଘାରିଥିଲା  ସେ ମଲ୍ କିତ୍ ସିଂଙ୍କୁ ହତ୍ୟା କରିବାକୁ ରାଜି ହୋଇଗଲା ! ତା’ର ଦୁଇଜଣ ସାଙ୍ଗ ଥିଲେ ଢଗ! ସିଂ ଓ ରୋଳା ସିଂ! ସେ ଅର୍ଥର କୋର ଦେଖାଇ ସେମାନଙ୍କୁ ବି ନିଜ ସହ ସାମିଲ କଲୀ ଦିନେ ସେମାନେ ପାଟିର ବାହାନା କରି ମଲ୍କିତ୍କୂ ଢାକିଳେଲେ ଓ ଏକ ନିକାଞ୍ଚନ କୁଅ ଭିତରକୁ ପକେଇବେଲେ! କରମ୍ ଜିତ୍ ଘୋଷଣା କରିଦେଲ! ପେ, ମଲ୍ଳିତ୍ ଘରକୁ ଫେରିନାହିଁ ! ସମସ୍ତେ   ଡାଣିଥିଲେ ପେ, ମଲ୍କିତ୍ ଏକ ମଦ୍ୟପ! ତେଣୁ କେହି ତା’ ଫେରିବାର ନେଇ ବ୍ୟସ୍ତ  ହେଲେନାହିଁ ! ସମସ୍ତେ ଭାବିନେଳେ’ ହୁ ଏତ କୌଣସି ମଦ୍ୟପ ସାଙ୍ଗଙ୍କ  ମେଳରେ ରହିଯାଇଛି! ହେଲେ ଆଠଦିନ ପରେ ଯେଉଁ ଖବର ମିଳିଲା, ତାହା ପରେ ବାର ସିଂ ଓ କରମ୍ ଜିତ୍ ପାଇଁ କିଛି କମ୍ ଆଶ୍ରୟ  ନ ଥିଲା ସେମାନେ ଭାବିଥିଲେ ଯେ, ମଲ୍କିତ୍ ମରିଯାଇଛି! ହେଲେ ମଲ୍କିତ୍ ମରି ନ ଥିଲା ! ତାଳୁ ଜଣେ ଉଦ୍ରବ୍ୟକ୍ତି  କୁଅରୁ ଉଦ୍ଧାର କରି ମେଡିକାଲରେ ଉଉଁ କରିଥିଲେ! ଲିଲୁ ରାମ୍ ପଞ୍ଚାୟତ ଡାକି ଏହାର ବିଚାର କରିବା ପାଇଁ ଅନୁରୋଧ କଲେ! ପଞ୍ଚାୟତ ନିଷ୍ଠଭି ନେଲା ପେ, ବାର ସିଂ କେବେ ବି ଲିଲୁରାମ୍ ପରିବାରକୁ ଆସିବ ନାହିଁ ! କଋମ୍ ଜି ତ୍ ଉପରେ କଢ଼ା ନଦର ରଖାଯିବା
                    ପଞ୍ଚାୟତ ବସିବା ପରେ ଖବର  ଚାରିଆଡ଼େ ରାଷ୍ଟ୍ର  ହୋଇଗଲା ! ବାର ସିଂଙ୍କୁ ଲୋକମାନେ ଘୃଣା କରିବାକୁ  ଲାଗିଲେ! ଏପରିକି କେହି ତାଙ୍କୁ ନିଜ ପିଣ୍ଡାରେ  ମଧ ବସିବାକୁ କେଲେନାହିଁ ! ଅନ୍ୟପଟେ, ବାର ସିଂଙ୍କୁ ନ ଯାଇ କରମ୍ ଜିତ୍ ପାଗଳ ପ୍ରାୟ ହୋଇଗଲା! ହେଲେ ବାର ସିଂ ଅପମାନର ଜ୍ବା ଳାରେ ଏଭଳି ମଳିନ ପଡ଼ିଯାଇଥିଲା ଯେ, ସେ ଆଉ ପୁରୁଣା ପାଠର ଆଲୋଚନା କରିବାକୁ ଚାହୁଁ ନ ଥିଲା କିନ୍ତୁ ହାରିବା ଭଳି ନାରୀ  ନ ଥିଲା କରମ୍ ଜିତ୍ ପ୍ରଥମତଃ ସେ ଗୋଟେ ମଦ୍ୟପକୁ ଘୃଣା କରୁଥିଲା! ଦ୍ୱିତୀୟତଃ, ସେ ନିଜେ ରୋଜଗାର କରି ପରିବାର ଚଳାଊଥିଲା ପୁଣି ପରିବାରରେ ନିର୍ଯାତିତା  ହେଊଥିଲା ତେଣୁ ସେ ଭାବୁ ଥିଲା’ କେବଳ ବିଧବା ହୋଇଗଲେ ହିଁ ତାକୁ ମୁକ୍ତି  ମିଳିବା ସେ ବାର ସିଂଙ୍କ ଦୁଇ ସାଙ୍ଗ  ଜଗା ସିଂ ଓ ଗୋଲା ସିଂଙ୍କ ଠିକଣା ଜାଣିଥିଲା! ସେମାନଙ୍କ ପାଖରେ ପହଂଚି  ନିଜ ମନକଥା କହିଲା! ଜଗା ସିଂ ଓ ଗୋଲା ସିଂ କହିଲେ- ଜେବଳ ଅର୍ଥ ପାଇଁ ଆମେ ଡୁମ ସ୍ୱାମୀକୁ ମାରିପାରିବୁ  ନାହିଁ! ଆମର ତୁମେ ଦରକାର! ଯଦି ତୁମେ  ସାରା ଜୀବନ ଆମକୁ ଦ୍ଦେହସୁଖ ଦେବ, ତା’ହେଲେ ଆମେ… ତୂମ ସ୍ୱାମୀକୁ ମାରିଦବୁ ! ରାଜି ହୋଇଗଲା କରମ୍ ଢିତ୍! କହିଲା- ସବୁ ଦେବୀ  ! କିନ୍ତୁ କାମ ସରିବ! ପରେ!
                              ଦିନ ଧାର୍ଯ୍ୟ ହେଲା  ! ନିର୍ଜାରିତ ଦିନରେ କରମ୍ ଜିତ୍ ଖାଦ୍ୟରେ ନିଶା ବଟିକା ଦେଇ ଶୁଆଇ ପକେଇଲା ମଲ୍କିତ୍ କୂ! ଡାକିଦେଲା ଜଗା ଓ ଭୋଲାଙ୍କୁ! ସେମାନେ ଆସି ତଶ୍ଚିଚିପି ମାରିଦେଲେ ମଲ୍ଳିତ୍କୂ! କାଳେ ପୂର୍ବଥର ପରି ମଲ୍କିତ୍ ନ ମରିବ, ପେଥିଲାଗି ସେମାନେ ତା’ର ପୁରୁଷାଙ୍ଗ  କାଟି ଦେହରୁ ଅଲଗା କରିଦେଲେ! ଏକଥା ଦେଖୀ  ଶାନ୍ତି ରେ ନିଃଶ୍ବାସ ମାରିଲା କରମ୍ ଜିତ୍ ସତେ ଯେମିତି ଏତେ ବିନକେ ତାକୁ ମିଳିଲା ମୁକ୍ତି  ! ଏହା ପରେ ଆସିଲା ଜଗା ଓ ଲୋକାଙ୍କ ସେ ଦେଇଥିବା  ପ୍ରତିଶୃତି! ଆଉଗୋଟେ ଘରକୁ ନେଇ ସମଗ୍ର ରାତି ପେ ପୁହେଇ ଦ୍ଦେଳା ସେମାନଙ୍କ ସାଥିରେ ,ଆଶ୍ଚର୍ଯ୍ୟ ହେଲେ ବି ଏକଥା ସତ ପେ, ସ୍ଵାମୀର ଶବ ପଡ଼ିଥିବା  ବେଳେ ଦୁଇ ଦୁଇଜଣ ପର ପୁରୁଷଙ୍ଗୁ ସାର! ରାତି ଦେହମୁଖ ପ୍ରଦାନ କରିଥିଲା କରମ୍ ଜିତ୍!
 ଅପରାଧର ଗନ୍ତବ୍ୟ କାରାଗାର ! ତାହା ହିଁ ହେଲା ହେଲେ ସାମାନ୍ୟ  ବି ଦୁଃଖ ନ ଥିଲା କର୍ମ ଜିତ  ମନରେ! ସେ କାରାଗାର ରେ ରହି ବି ମୁକ୍ତି  ର ଆନନ୍ଦ ପାଉଥିଲା ! ସତେ ପେମିତି ମଲ୍କିତ୍ ର ଘର ତା ପଇଁ ଥିଲା ଏକ କାରାଗାର

ବିପତ୍ନୀକ



ଏପ୍ରିଲ ମାସର ମଧ୍ୟ   ରା ତ୍ରି!
 ରାକେଶ ଶୋରପାଚୁ ନ ଥିଲା ଗୁଡ଼ିଆ ଆଖ୍ କୂ ନିଦ ଆସୁ ନ ଥିଲା ବାରମ୍ବାର  ରାକେଶ ବାହାରକୁ ଆସୁଥିଲା ! ଥରକୁ ଥର ଗୁଡ଼ିଆ ତା’ ବିଛଣାରେ ଉଠି ବସୁଥିଲା ଅତିଷ୍ଠ ହୋଇ ରାକେଶ ବାରଣ୍ଡାରେ ପାଦ ଚାଳନା କରୁଥିଲା ଆଉ ଅଥୟ ହେଇ ଗୁଡ଼ିଆ ଘରର ସୁଇଚ କୁ   ଅନ୍-ଅଫ୍ କରୁ ଥିଲା ଏମିତିରେ ବିତିଗଲା କିଛି ସମୟ! ବାହାରକୁ ଆସିଲ! ଗୁଡ଼ିଆ! ଟାଏ ଲଟ୍ କୁ ଗଲା  ନିଜକୁ ପ୍ରେ’ଶ୍ କରି ଫେରିଲା
ହେଲେ ନିଜ ପ୍ରକୋଷ୍ଠକୁ ଗଲା ନାହି! ପଷିଲା ଗକେଶ୍ କୋଠରିକୁ’ ସେତେବେଳକୁ ଘର ଭିତରକୁ ଲେଉଟି ଯାଇଥିଲା! ରାକେଶ ଆଉ ଦୁଇଆଣ୍ଠୁ ସନ୍ଧିରେ  ମୁଣ୍ଠ ରଖ୍ ବସିଥିଲା ଗୁମ୍ ହୋଇ ! ଗୁଡ଼ିଆ ତା’ କାନ୍ଧରେ ହାତ ଦେଇ  ପଚାରିଲା- ‘ଜୀଯା ’ ତୂମେ ଏ  ଯାଏ ଶୋଇନାହଁ ଯେ ?’ ‘ଯାହାର ଜୀବନ ଧ୍ୟସ ହେଇଯାଇଛି ସେ କେମିତି ଶୋଇପାରିବ ଗୁଡି଼ଆ?’ ରାକେଶ୍ ଭିତରର ଯନ୍ତଣା ଶବ୍ଦଦ୍ଦେଇ ବାହା ରକୁ ବାହାରି ଆସିଲା ଯେମିତି! ସେ କହିଲା- ‘ମୋ ଆଖିରେ ତୋ ଭଉଣୀ ବସିଛି! ତା’ ସ୍ମୃତି  ମୋ ଭିତରେ ଧୂଅଁ! ହେଇ କୁଦୂଳୁଛି ! ଏଥ୍ ରେ  ମୋ ଆଖୀ କୁ ନିଦ ଆସିବ କେମିତି?’ ଗୁଡ଼ିଆ ଏଥର ରାକେଶ୍ ପାଖରେ ବସିପଡି଼ଲୀ କହିଲା- ‘ହେ ଲେ ଏମିତି କେତେଦିନ, ଜୀଯା? ଜାଣ, ତୁମ ଦେହ କେମିତି ଦିଶିଲାଣି! ତା’ଛଡ଼ା, ଯିଏ ଗଲା ତାକୁ ଯେତେ ମନେପକେଇଲେ ବି ସେ କ’ଣ ଫେରି ଆସିବ?’
ରାକେଶ୍ ଗୁଡ଼ିଆକୁ ଅନେକ ଅଳ୍ପ  ହସିଲ! ଆଉ କହିଲା- ‘ଢାଣୁ ଗୁଡ଼ିଆ, ମୋତେ ଯେତେବେଳେ ନିଦ ନ ହୁଏ ତୋ  ଦିବି ମୋତେ ତା’ କୋଳରେ ଶୁଏଇ ପକାଏ! ଧାରେ ଧାରେ ମୋ ମୁଣ୍ଡକୁ ଆଉଁଷିନିଏ  ! ଆପେ ଆପେ ମୋ ଚୁ ଟିଗେ ଆଙ୍ଗୁଳି ଚଲା ଏ! ବାସ୍, ଚୂଟ୍ କିନା ମେ! ଆଖକୁ  ନିଦ ଚାଲି ଆସେ ! ହେଲେ...!’ କ’ଣ କହିଆସୁଥିଲା ରାକେଶ୍! ହେଲେ ତାକୁ କୁହେ ଇ ଦେଲାନାହିଁ ଗୁଡ଼ିଆ! କହିଲା, ଠିକ୍ ଅଛି ! ଆସ, ମୁଁ ତୁମକୁ ସେମିତି କରିଦେବି ଆଉ ଚୂମ ଆଖ୍ କୂ ନିଦ ତାଲିଆସିବ!
‘ତୂ କ’ଣ ମେ! ସ୍ତ୍ରୀ ?’ ରାକେଶ୍ ର ପ୍ରଶ୍ନ!
‘ମୁଁ ସ୍ତ୍ରୀ  ନୁହେଁ ସତ; ହେଲେ ଶାଳ! ତ!’ ଗୁଡ଼ିଆର ଉତ୍ତର!
ଏବଂ ତାହା ହିଁ ହେଲା ! ରାକେଶ୍ କୁ ନିଜ କୋଳରେ ଶୁଏଇ ଧାରେ ଧାରେ ତା’ ମୁଣ୍ଡକୁ ଆଉଁଷିଲା! ରାତି ଆହୁରି ରାତି ହେରଥିଲା! ! ଅନ୍ଧାର ଆହୁରି ଅନ୍ଧାର ! ସେଇ-ରାତି ହିଁ ସାକ୍ଷୀ ଥିଲା ଉଭୟ ରାକେଶ୍ ଏବଂ ଗୂଡି଼ଆଙ୍କ ସମ୍ପର୍କର! କାରଣ ଦୁହେଁ ଦୁହିଁଙ୍କୁ ଖୋଯୁଥିଲେ’ ଦୁହେଁ ଦୁହିଁଙ୍କ ପାଇଁ ଅନିଦ୍ରା ରହି ଅପେଷା କଚୂଥିଲେ! ତା’ ପରଠୁ କିନ୍ତୁ ରାକେଶ୍ କୁ ବାରଣ୍ଡାରେ ଆସି ଘୂରିବା ପାଇଁ ପଡ଼ିଲା ନାହିଁ କିମା ଗୁଡ଼ିଆ ଘରେ ଥରକୁ ଥର ଲାଇଟ୍ ଅନ୍-ଅଫ୍ ହେଲାନାହିଁ


ସମ୍ପର୍କରେ ରାକେଶ୍ ର ଶାଳା ଥିଲା  ଚୁଡ଼ିଆ! ଗକେଶ୍ ଥିଲା ତା ଭଉଣୀ କିରଣ ର ସ୍ୱାମୀ |ଗକେଶ୍ ଏବଂ  କିରଣ ର ସମ୍ପର୍କ ସେତେ ଭଲ   ନ ଥିଲା ଯଦିଓ  ଦୁହେଁ ଉଋମ ଦମ୍ପତି ଥିଲେ  ସେମାନଙ୍କ ମଧରେ ସବୁବେଳେ କଳିତକଗଳଲାଗୁ ଥିଲା ଯଦିଓ ତା କାରଣ ଅନେକ ଙ୍କୁ ଜଣା ନ ଥିଲା  ଅନେକ ଦିନଯାଏ କିରନ୍ ମ!’ ହେଇପା ରି ନ ଥିଲା  ! ସେଲାଗି  କେହି କେହି କିରନ୍ କୂ ଦାୟୀ କରୁ ଥିଲେ  ତ ଜେହିକେହି ନ୍ଦୋଷ ଦେଉ ଥିଲେ ରାକେଶ କୁ ! ଶେଷରେ କିନ୍ତ କିରନ ମା’ ହେଲା ଝିଅ ଅଂଶୁକୁ  ଜନ୍ମ ଦେଲା ହେଲେ ଅଂଶୂର ମୁହଁଦେଖିବା  ଆଗରୁ ସବୁଦିନ  ଲାଗି ବୁଜି ହୋଇ ଗଲା କିରଣ ର  ଆଖ୍!
ବିପତ୍ନୀକ  ହେଇଗଲା ରାକେଶ୍!
ମା’ ଛେଉଣ୍ଡ ହେଇଗଲା ଝିଅ ଅଂଶୁ! ଛୋଟଝିଅଟିକୁ ଲାଳନପାଳନ କରିବା ପାଇଁ ତାକୁ ପାଖକୁ ନେଇଆସିଲେ କିରନ୍ ର ବାପା ଜଗଦମ୍ବା ପ୍ରସାଦ ଗୋସ୍ୱାମୀ ଓ ମା’ ଲାଲ୍ ପତ୍ଵ ଗୋସ୍ୱାମୀ! ରାକେଶ୍ ର ଆଉ କାହା ପାଇଁ ଦାୟିତ୍ୱ ନ ଥିଲା! ତା’ର ସେବାପନ୍ ନେବା ଲାଗି ଆଉ କେହି ନ ଥିଲେ! ତା’ ନିକଟରେ କେବଳ ଗୋଟିଏ କର୍ଭବ୍ୟ  ବାଳିଥିଲା’ ଆଉ ପୋରଟାକୁ ସେ ଖୁବ୍ ନିଷ୍ଠାର ସହିତ ପାଳନ କଚ୍ଛଥିଲା ତାହା ହେଉଛି ପ୍ରତି ଦୁଇମାସରେ ଥରେ ସେ ନିଜ ଝିଅକୁ ଦେଖ୍ ବା ପାଇଁ ଶ୍ୱଶୁର ଘରକୁ ନିଶ୍ଚୟ ଆସୁଥିଲା
ତା’ ଶ୍ଵଶୁର ଥିଲେ କଣେ ସରକାରୀ କର୍ମଗରା ! ଆଉ ଶାଶୁ ଥିଲେ  କଣେ ନର୍ସ ଝିଅ ମରିଗଲା ପରେ ବି ସେମାନେ ରାକେଶ କୁ  ଅଣଦେଖା କରି ନ ଥିଲେ କିମା ସେମାଙ୍କ ସ୍ନେହରୁ ବଂଚିତ  କରିନଥିଲେ! ଅପରପକ୍ଷରେ, ଗୁଡ଼ିଆ ବି ଭିଣୋଇ ଙ୍କର ସେବା ଯତ୍ନରେ   କରିବାରେ ସାମାନ୍ୟ ହେଳା କରୁନ ଥିଲା ଗକେଶ୍ ବି ଶାଳୀକୁ ଖୁବ୍ ସ୍ନେହ  କରୁଥିଲା  ! ଖୁବ୍ ଭଲ  ପାଉଥିଲା  ! ସେମାନେ ଦିନରେ ଖୁବ୍ ଥଚ୍ଚାମଚ୍ଚା କରୁ ଥିଲେ  ଟାହିଗପଗ ହେଉଥିଲେ! କେବଳ ରାତି  ହିଁ ସେମାନଙ୍ଗୁ କଷ୍ଠ  ଦ୍ଦେରଥିଲା ରାତିରେ |ମୃତଦାର  ହେ ବାର କଷ୍ଠ  ଅତିଷ୍ଠ କରୁଥିଲା  ରାକେଶ୍ କୁ! ଆଉ ରାତି ହିଁ କାମନାର ନିଅଁ’ ଲଗେଇ ଦେଊଥିଲା ଯୁବତୀ ଗୁଡ଼ିଅରୋ ମନରେ! ସେଥ୍ ଲା ଗି ନା ରାକେଶ୍ ଶୋଇପାରୁଥିଲା  ନ! ଗୁଡ଼ିଆ ଆଖୀ କୁ ନିଦ ଆମୁଥିଲା
    ହେଲେ ସେହି ଗତି ହିଁ ବଦଳାଇ  ଦ୍ଦେଇଥିଲା ସବୁକିଛି! କିନ୍ତୁ ଏକଥା ସତ ଯେ, ରାତି ସବୁ ବେକେ ରାତିହେଇ ର6ନୋ! କେବେ ନା କେବେ ସକାଳ ହୁଏ ! ରାକେଶ୍ ଆଉ ଗୁଡ଼ିଆର ସମ୍ପର୍କ ଆଉ ଗତିର ଗୋପନୀୟତା ହେଇ ବେଶିଦିନ ଲୁଚି ରହିପାରିଲା ନାହି ! ତାହା ଆତ୍ମପ୍ରକାଶ କଲା
ତେବେ  ଏଥିରେ   ଢଗଦମାପ୍ରସାଦ କିମା ଚ୍ଚାଲ୍ ପତ୍ ତିଳେ ବି ଅଧର୍ଯ୍ୟ  ହୋଇ ନ ଥିଲେ କିମା ମର୍ମାହତ! ପ୍ରଥମତଃ, ଗକେଶ୍ ତାଙ୍କର ଚ୍ଚାଇଁ ଥିଲା ପୁଣି ସେମାଙ୍କର  କେହି ପୁଅ ନ ଥିଲେ ! ଝିଅ ଗୂଡ଼ିଆକୁ ବିବାଦ ଦେର ସାରିବା---ପରେ ସେମାନଙ୍କର ଆଉ କେହି ସାହାରା ନ ଥିଲେ!
ସେମାନେ ଗଚୂଥିଲେ’ ଯାହା ହେଳା ଭଲ  ହେଲ! ! ବୋଧ ହୁଏ  ଗକେଶ୍ ଏବଂ ଗୂଡ଼ିଆଇଂ ଭିତରେ ଗୋଟେ ସମ୍ପର୍କ ତିଆରି ହେଉ ସେକଥା ଈଶ୍ୱର ଗହୁଁଥିଲେ  ପେଥିଲାଗି ଏତେସବୁ ଘଟିଲା ପଦି ଗୁଡିଏ କୁ  ସେମାନେ ରାକେଶ ସହିତ ବିବାହ ଦେଇ ଦିଅନ୍ତି ଆଉ ଗଜେଶ୍ ଯଦି ଘରଦ୍ଵାଇଁଆ ହେଇ ରହିବାକୁ ଗଢି ହୋଇଯାଏ ତା’ହେଲେ ଏହାଠୁ ବଳି ବଡ଼ ଭଲ କଥା  ସେମାନଙ୍କ ପଇଁ ଆଉ  କିଛି ବି ହେବନାହିଁ  ଗୁଡ଼ିଆକୁ ବିବାହ କରିବା କିମା ଘରଦ୍ଵାଇଁଅ!--- ହେବାରେ ରାକେଶ୍ ର କୌଣସି ଆପଭି ନ ଥିଲା ! ହେଲେ
ବାପା ମା’ଙ୍କ ନିଷ୍ଠଭି ଶୁଣି ଆକାଶରୁ ଖସି ପଡ଼ିଥିଲା ଗୁଡ଼ିଆ! ସେ ଭଲ ଭାବରେ ଜାଣିଥିଲା ରାକେଶ୍ କେବେ ବି ଗୋଟେ ଲମ୍ବା  ରେସ ର  ଘୋଡା  ହେବାକୁ ଯୋଗ୍ୟ ନୁହେଁ! ସେ ହୁଏତ  ଭବିଷ୍ୟତରେ ତାକୁ ଏକାଧିକ ଥର ମାତ୍ନତ୍ର ଦେଇପାରିବ; ହେଲେ ଥରୁଟିଏ ବି ସୁଖ ଦେଇପାରିବ ନାହିଁ ! ସେ ଏକଥା ବି ବୁ ଝିସାରିଥିଲା ପେ, କ’ଣ ପାଇଁ ଭରଣା କିରନ୍ ଆଉ ଭିଣୋଇ ରାକେଶ୍ ମଧରେ ସବୁବେଳେ କଳିତକରାଳ ଲାଗି ରହୂଥିଲା! ରାକେଶ୍ କୁ କେବଳ କିଛି ସମୟ ପାଇଁ ବ୍ୟବହାର କରାଯାଇପାରେ! ହେଲେ ସବୁ ଦିନ ଲାଗି ତାଳୁ ସାଇତି ରଖାଯାଇପାଗେନା !

ଗୁଡ଼ିଆର ଏସବୁ  ଭାବନା ତା’ ପାଇଁ କିନ୍ତୁ କୌଣସି ଲାଭଦାୟକ ହୋଇ ନ ଥିଲା! କାରଣ ସେତେବେଳକୁ
ରାଜେଶ୍ଵର ଭୃଣ ତା’ ଜାରା ଯୁରେ ବଢ଼ିବା ଆରମ୍ଭ କରିଥିଲା ଇଛା ନ ଥିଲେ ବି ରାଜେଶକୁ ବିବାହ କଲା ଗୁଡ଼ିଆ! କିଛିମାସ ପରେ ସେ ବାସୁ ବୋଲି ଏକ ପୁଅକୁ ଜନ୍ମ ଦେଲା  ! ହେଲେ ତାଙ୍କ ଭିତରେ ଆଉ ବିବାହ ପୂର୍ବର ସମର୍କ ରହିଲ ନାହିଁ ! ଗୁଡ଼ିଆ ସବୁବେଳେ ଖୋଯୁ ଥିଲା ରାକେଶ୍ କୁ! ହେଲେ ଗୂଡ଼ିଆର ଅଭାବ ପୂରଣ କରିପାରୁ ନ ଥିଲା ସେ! କିରନ୍ ଭଳି ସେ ମଧ ପାଟିତୁଣ୍ଡ କରିବା ଆରମ୍ଭ କରି ଦେଇଥିଲା ରାକେଶ୍ ସହିତ! ନିଜର ଜୀବନକୁ ଧିକ୍କାର  କଚୂଥିଲା ସେ
ଇତିମଧ୍ୟରେ ମା’ ଲାଲ୍ ପତ୍ ଵଙ୍କ ଦେହାନ୍ତ ଘଟିଲା! ଘରର ବୋଝ ବଢ଼ିଲା! ରାକେଶ୍ ଇଲେକ୍ରି କାମ କରି ଯାହା କିଛି ରୋଜଗାର କରୁ ଥିଲା ! ହେଲେ ପେଥ୍ରେ ଘରର ଖର୍ଚ୍ଚ ମେଁନ୍ତୁ ନ ଥିଲା ଜଗଦମ୍ବା ପ୍ରସାଦ କିଛି ଅର୍ଥ ଆସିବା ଆଶାରେ ତାଙ୍କର ଗୋଟିଏ ପଟ ଘରକୁ ଧନୀ ରାମ  ମିଶ୍ର ନାମକ ଜଣେ ବ୍ୟକ୍ତି କୁ ଭଡ଼ାରେ ଦେଇଦେଲେ!


ଧନାରାମ ମିଶ୍ର ପେହି ଅଞ୍ଚଳରେ ନୂଆକରି ବସିଥିବା  ଏଟିଏମ୍ କୋଉଣ୍ଟର ର  ସିଦ୍ୟୁରିଟି ଗାର୍ଡ ଭାବରେ ଜଏନ୍ ଳରିଥିଲେ ତାଙ୍କର ଦୁଇପୁଅ ହରିବଂଶ ମିଶ୍ର ଏବଂ ବ୍ରକେଶ୍ ମିଶ୍ର ! ହରିବଂଶ ପ୍ରତି ସପ୍ତାହ ବାପା ଧନାଗମ୍ଙ୍କ ନିକଟକୁ ଆସୁଥିଲା ଓ ଦିନେ ଦୁଇଦିନ ରହୁ ଥିଲା ! ସେହି -ଅବସରରେ ତା’ର ସାକ୍ଷାତ ହେଉଥିଲା ଗୁଡ଼ିଆ ସହିତ!କେତେବେଳେ କେମିତି କଥ! ବି ହେଉଥିଲେ ସେମାନେ!

ଗଜେଶ୍ ଠାରୁ  ମନ ତୁଟିଯାଇ ଥିଲା  ଗୁଡ଼ିଆରା ପୁଣି ରିଣୋଇ ଥିବା ! ବେଳେ ଯେଉଁ ଥଟା ଟାପରା ସେ ହେଉଥିଲା  ସ୍ୱାମୀ ହେଗ ପରେ ତାହ! ମଧ ବନ୍ଦ ହୋଇଯାଇଥିଲା ଅପରପକ୍ଷରେ, ହରିବଂଶର ମିଠ! ମିଠ! କଥା ଗୁଡ଼ିଆ ଭିତରେ ସ୍ବପ୍ନ ର  ମୈଫିଲ୍ ତିଆରି କରୀ ଦଇଥିଲା ସେ ସତକୁ ସତ ନିଜକୁ ହରିବଂଶ କୋଳରେ ଧରାଇ ଦେବାକୁ  ପ୍ରସୁତ କରୁ ଥିଲା

କୁହାଯାଏ, ଏମିତି କିଛି ଜି ନିଷ ନାହିଁ ଯାହାକୁ ନାରୀ ଚାହିଁଲେ ହାସଲ କରିପାରିବ ନାହିଁ ! ପୁଣି, ହରିବଂଶ ତ ଗୋଟେ ପୁରୁଷା ଗୁଡ଼ିଅ କୁ ମ ମିଳିଗଲା ହରିବଂଶ! ରାଜେଶକୁ ବିବାହ କରି ତା’ ଜୀବନରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି  ହୋଇଥିଲା ତାହାକୁ ସଫଳତାର ସହିତ ପୂରଣ କରିଦ୍ଦେଇଥିଲା ହରିବଂଶ! ପରିଯିତି ଏମିତି ହେଲା’ ରାକେଶ ନୁହେଁ; ହରିବଂଶ ହିଁ ଗୁଡ଼ିଆ ପାଇଁ ପାଲଟିଗଲା  ସବୁକିଛି! ସେ ସବୁ ଦିନ ଲାଗି ଚାହିଁଲା ଦରିବଂଶକୁ! ଦିନେ ହରିବଂଶ ସହିତ ଅଂଶୁ ଓ ବାସୁକୁ ନେଇ ଘର ଛାଡ଼ି ଚାଲିଗଲା ପୋଲିସ ନିକଟକୁ ଗଲା ରାକେଶ! ହେଲେ ପୋଲିସକୁ ଗୁଡ଼ିଆ ମୁହେଁ ମୁହେଁ କହିଦେଲା ଯେ, ସେ ସାଧାରଣ ମଣିଷ ଭଳି ଜୀବନ ଟିଏ ବଂଚି  ବାକୁ ଚାହେଁ! ତା’ର ତପସ୍ୱିନୀ ସାଜି ବାର  କୌଣସି ଅଭିଳାଷ ନାହିଁ ! ତା’ ପାଇଁ ହରିବଂଶ ହିଁ ଏକମାତ୍ର ଯୋଗ୍ୟତମ ପୁରୁଷ ! ସେ ଲମ୍ବା ରେସ ର  ଗୋଟେ ପୋଡ଼ା ଚାହେଁ! ଆଉ ହରିବଂଶ ହିଁ ସେହି ଲମ୍ବା ରେସ ର  ଘୋଡା

ପୋଲିସ ନିକଟରେ ଅନ୍ୟ କୌଣସି ଉପାୟ ନ ଥିଲା ରାକେଶ ବି ମୁହେଁ ମୁହେଁ ସ୍ୱୀକାର କରିଥିଲା 6ସ’ ତା’ର ପ୍ରଥମ ସ୍ତ୍ରୀ  କି ରନକୁ ମଧ 6ସ ସୁଖଦାନ   କରିପାରୁ ନ ଥିଲା! କେବଳ ସନ୍ତାନଟିଏ ଦେବା ବ୍ୟତୀତ ସେ ତାକୁ ଆଉ କିଛି ଦ୍ଦେଇପାରି ନ ଥିଲା ହରିବଂଶ ସହିତ ଖୁସିରେ ରହିଥିଲା ଗୁଡ଼ିଆ!ପୁଣି ଥରେ ଧୃସ ବିଧନ୍ସ  ହୋଇଯା ଇଥିଲା ରାକେଶ୍ ରଜୀବନା ସେ ଗହୁଁଥିଲା ଯେମିତି ବି ହେଉ  ଗୁଡ଼ିଆ ଫେରିଆସୁ ତା’ ଜୀବନକୁ! ସେଥିଲାଗି ସେ ଥରକୁ ଥର ସେମାଙ୍କ  ନିକଟକୁ ଯାଉ ଥିଲା ସେମନେ ସହ ପାଟିତୁଣ୍ଡ କରୁଥିଲା ପିଲ! ଦୁଇଟିକୁ ଜୋର ଢବରଦସ୍ତ ସାଥିରେ  ନେଇ ଆସିବାକୁ ଗହୁଁଥିଲା ଯେମିତି କୌଣସି ବି ପରିପ୍ରେକ୍ଷୀରେ ସେ ମାନିନେବାକୁ ପ୍ରୟୁତ ନ ଥିଲା ନିଜର ଅସାମର୍ଥ୍ୟକୁ  ରାକେଶ୍ ର ଅତ୍ୟାଚାରରେ ଅତିଷ୍ଠ ହୋଇଉଠିଥିଲେ ଉଭୟ ହରିବଂଶ ଓ ଗୁଡ଼ିଆ! ଶେଷରେ ସବୁଦିନ ଲାଗି
ହଟେଇ ଦେ ଇଥିଲେ ସେମାନଙ୍କ ରାସ୍ତା ରୁ ! ହତ୍ୟାକରି ଫିଙ୍ଗି  ବେଇଥିଲେ ଗୋମତୀ ନଦୀ ଭିତରକୁ!

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...