Showing posts with label ୱିମେନାଇଜର. Show all posts
Showing posts with label ୱିମେନାଇଜର. Show all posts

Thursday, 14 November 2019

ମୋବାଇଲ ଫୋନ୍ ଉଜାଡ଼ିଲା ସଂସାର


ପୁନମର ମନ ସକାଳୁ ଠିକ୍ ନଥିଲା। ପୁନମର ଚହେରରେ ଏକ ଅଳବ ପ୍ରକାର ଭୟ ଥିଲା। ପୂନମର ମନ ଖରାପ ଥିବା ଦେଖ୍ ସ୍ବାମୀ ବିନୟ ପଚାରିଥିଲା ସେ ଏମିତି ଚୁପ୍ଚାପ ମୁଣ୍ଡରେ ହାତ ଦେଇ କାହିଁ କି ବସିଛି। ସ୍ବାମୀର କଥା ଶୁଣି ପୁନମ ଆଖରେ ଲୁହ ଆସିଯାଇଥିଲା। ବିନୟ ବାରମ୍ବାର ପଚାରିବାରୁ ଘୁନମ ସତକଥା କହିଥିଲା।
ପୁନମ ତା'ର ମୋବାଇଲ ଆଣି ବିନୟକୁ ଦେଇଥିଲା। ବିନୟ ଦେଖୁଲା ପୁନମର ଇନବକ୍ଞସରେ ଲେଖା ଥିଲା, ମୋର ଜାନ୍ ତୋ ସୁନ୍ଦର ଚେହେରାର ମୁଁ ଦିୱ୍ଵାନା ହୋଇଯାଇଛି। ମୁଁ ଯେବେଠାରୁ ତତେ ଦେଖୁଛି ମୋ ଆଖୁରୁ ନିଦ ହଜିଯାଇଛି। ତୁ ତା ଠାରୁ ଦୂରେଇ ଯାଇ ମୋ ପାଖକୁ ଚାଲିଆସ । ଏମିତି ମେସେଜ ପଢି ବିନୟ ରାଗିଯାଇଥିଲା। ପୁନମ ଡରି ଡରି କହିଥିଲା କେହି ଜଣେ ଏମିତି ଅଶ୍ଳୀଳ ମେସେଜ ପଠାଇ ହଇରାଣ କରୁଛି।
ଉତ୍ତରପ୍ରଦେଶର କଲ୍ୟାଣପୁର ଥାନା ଅନ୍ତର୍ଗତ ଇନ୍ଦ୍ରପୁରିରେ ବିନୟ ନିଜ ପରିବାର ସହିତ ରହୁ ଥିଲା। ସେ ପୁନମକୁ ବିବାହ କଲା ପରେ ବହୁତ ଖୁସିରେ ଥିଲା। ହେଲେ ଯେବେଠାରୁ ପୁନମକୁ ଅଶ୍ଳୀଳ ମେସେଳ
ଆସିବାକୁ ଲାଗିଲା ତା ମୁହଁରୁ ଯେମିତି ଖୁସି ହଜି ଯାଇଥିଲା। ପ୍ରଥମେ ପୁନମ ସ୍ବାମୀକୁ କିଛି କହିନଥିଲା। ହେଲେ କଥା ବରଦାସ୍ତ ବାହାରକୁ ଚାଲିଗଲା ପରେ ସେ କହିଥିଲା। ଯେଉଁ ଫୋନ୍ ନମ୍ବରରୁ ମେସେଜ
ଆସିଥିଲା ବିନୟ ସେହି ଫୋନ୍ ନମ୍ଭରକୁ କଲ୍ କରିଥିଲା। ହେଲେ କଲ୍ କେହି ରିସିଭ କରିନ ଥିଲେ।



ପୁନମ କହିଥିଲା ବିନୟର ଅନୁପସ୍ଥିତିରେ ହିଁ ଏଭଳି ମେସେଳ୍ ଆସୁଛି। ଏକଥା ଶୁଣିଲା ପରେ ବିନୟ ଜାଣିପାରିଥିଲା ତାଂ ଉପରେ ବି ନଜର ରଖାଯାଉଛି। ଏଥର ବିନୟ କହିଥିଲା ଯଦି ଏହା ପରଠାରୁ ସେହି
ବଦମାସ୍ର କଲ୍ ଆସେ ତାଂ ସହିତ ମିଠା ମିଠା କଥା ହୋଇ ତାଂ ନାଁ ଏବଂ ଠିକଣା ହାସଲ କରିବୁ। ତାଂପରେ ମୁଁ ତାଂର ସବୁ ପ୍ରେମ ନିଶା ବାହାର କରିଦେବି। ଗୋଟିଏ ଦିନ ବିନୟ ଯେମିତି ଘରୁ ବାହାରିଲା ପୁନମ
ମୋବାଇଲକ୍ଟୁ କଲ୍ ଆସିଲା। ପୁନମ ହେଲୋ କହିବା କ୍ଷଣି ସେପଟୁ କେହି ଜଣେ କହିଲା ପୁନମ ତୁ କ'”ଣ ମତେ ଭୁଲିଗଲୁ। ପୁନମ ତାଂସହିତ ମିଠା ମିଠା କଥା ହେଲା ନାଁ ଜାଣିବା ପାଇଁ। ଆରପଟୁ ଲୋକଟି "“ କହିଲା ଦୁଇ ବର୍ଷ ତଳେ ସେ ପର୍ଣିଚର ତିଆରି କରିବାକୁ ଆସିଥିଲା ଦିନ ପୁନମକୁ ଦେଖିଥିଲା। ପୁନମ କଥା ଛଳରେ କହିଥିଲା ତୁମର ନାଁ ମୁଁ ଭୁଲିଯାଇଛି। ସେପଟୁ ରୋମାଣ୍ଟିକ ସ୍ବରରେ ଉତ୍ତର ମିଳିଥିଲା ଆରେ ମୁଁ ତୋର ଦିଧ୍ଵାନା ବିଜୟ ଯାଦବ। ବିଳୟ ଯାଦବ ନାଁ ଶୁଣି ସେ ଚମକି ପଡିଥିଲା। ସ୍ଵାମୀ ଘରକୁ ଆସିବା ପରେ ସେ ସବୁ କଥା କହିଥିଲା।

ବ୍ଲାକମେଲିଙ୍ଗ୍ କରିବା ଆରମ୍ଭ କରିଥିଲା
ବିନୟ ଧମକାଇବା ପରେ ପୁନମ ପାଖକୁ କିଛି ଦିନ ହେବ ବିଳୟର କଲ୍ କି ମେସେଜ୍ ଆସିନଥିଲା। କିନ୍ତୁ ୧୫-୨୦ ଦିନପରେ ପୁଣିଥରେ ସେ ପୂର୍ବ ଅପେକ୍ଷା ଅଧୁକ ହଇରାଣ କରିବାକୁ ଲାଗିଥିଲା ପୁନମ କୁ । ଦିନେ ପୁନମକୁ ଫୋନ୍ କରି ତାଂକୁ ଦେଖା କରିବାକୁ ଡାକିଥିଲା। ଘୁନମ ଆସିବାକୁ ମନା କରିବାରୁ ତାଂର ଘରକୁ ଯିବ ବୋଲି କହି ବ୍ଲାକମେଲିଙ୍ଗ୍ କରିଥିଲା। ପୁନମ ପୂରା ଡରିଯାଇ କାହାକୁ କିଛି ନ କହି ବିଳୟ କହିଥିବା ଜାଗାକୁ ଦେଖା କରିବାକୁ ଚାଲିଯାଇଥିଲା। ବିଜୟ ଯାଦବ ପୁନମକୁ ତାସହିତ ଶରୀରିକ ସଂପର୍କ ରଖୁ୍ବାକୁ କହିଥିଲା। ତା'କଥାରେ ରାଜି ନହୋଇ ଘୁନମ ସେଠୁ ପଳାଇ ଆସିଥିଲା। ବିଜୟ ଯେତେବେଳେ ଡାକୁଥିଲା ଅନିଚ୍ଛା ସଙ୍ଗେ
ପୁନମ ତାକୁ ଦେଖା କରିବାକୁ ଯାଉଥିଲା। ଦିନେ ପୂନମକୁ ସେ କିଛି ବିଷାକ୍ତ ଜିନିଷ ଦେଇ ଘରକୁ ପଠାଇଥିଲା। ତାଂକୁ କ୍ଷୀରରେ ମିଶାଇ ବିନୟକୁ ଦେବ ବୋଲି କହିଥିଲା। ବିଜୟ ଚାହୁଁ ଥିଲା ବିନୟ ତା' ରାସ୍ତାରୁ ହଟିଯିବା ପରେ ସେ ପୁନମକୁ ପାଇଯିବ। ହେଲେ ପୁନମ ସେହି ବିଷକୁ ସ୍ବାମୀକୁ ଦେବା ବଦଳରେ ନିଜେ ପିଇ ଦେଇଥିଲା। ଘରଲୋକ ପୁନମ କୁ ମେଡିକାଲ ନେଇ ଭଲ କରିଥିଲେ।


ଏହି କଥାକୁ ନେଇ ବିଜୟ ଏବଂ ବିନୟ ମଧ୍ୟରେ ପାଚିତୁଣ୍ଡ ଆରମ୍ଭ ହୋଇ ଯାଇଥିଲା। ଏହି ପାଟିତୁଣ୍ଡ ଏତେ ଳୋର ବଢି ଯାଇଥିଲା ଯେ ବିଜୟ ବିନୟର ଗେଡ଼କୁ ଗୁଳି ମାରିଥିଲା। ହେଲେ ବିନୟର ଜୀବନ ବଞ୍ଚି ଯାଇଥିଲା। ବିନୟ ଥାନା କଲ୍ୟାଣପୁରରେ ବିଜୟ ବିରୋଧରେ ଏଫ୍ଆଇ୍ଆର୍ ଲେଖାଇଥିଲା। ପୁଲିସ ବିଜୟକୁ ଗିରଫ କରି ଆଣିଥିଲା। ଏଥିପାଇଁ ବିଜୟକୁ ୧୦ ମାସ ଜେଲ୍ ହୋଇଥିଲା। ୯ ଅଗଷ୍ଟ ୨୦୧୭ରେ ସେ କାନପୁର ଜେଲରୁ ବାହାରକୁ ବାହାରିଲା। ବାହାରକୁ ଆସିବା ପରେ ବି ସେ ପୁନମର ସିଛା ଛାଡିନଥିଲା। ସେ ପୁନମକୁ ଦେଖା କରିବାକୁ ବହୁତ ଚେଷ୍ଟା କରିଥିଲା ହେଲେ ପୁନମର ସିମ୍କାର୍ଡ ପରିବର୍ଭନ ହୋଇଥିବାରୁ ସେ ତା'ର ନିକଟକୁ ପହଞ୍ଚିବାରେ ବିଫଳ ହୋଇଥିଲା।
ରଚିଥିଲା ଷଡ଼ଯନ୍ତ୍ର

ବହୁତ ଚେଷ୍ଟା ପରେ ବି ସେ ପୁନମ ପାଖରେ ପହଞ୍ଚି ନପାରିବାରୁ ଷଡ଼ଯନ୍ତ୍ର ରଚିଥିଲା। ସେ ଜଣେ ଝିଅକୁ ସେଲ୍ସ ଗର୍ଲ ବନେଇ ପୁନମର ଘରକୁ ପଠାଇଥିଲା। ଏହିଠାରୁ ବିଳୟକୁ ପୁଣିଥରେ ପୁନମର ନମ୍ବର ମିଳିଯାଇଥିଲା। ବିଜୟ ପୁଣିଥରେ ପୁନମକୁ କଲ୍ କରି ବ୍ଳାକ୍ମେଲିଙ୍ଗ୍ କରିବା ଆରମ୍ଭ କରିଥିଲା। ପୁନମକୁ ଏକାନ୍ତର ଦେଖା କରିବାକୁ ଡାକିଥିଲା। ପୁନମ ମନା କରିବାରୁ ଧମକ ଦେଇ କହିଥିଲା ସେ ତା'ର ସ୍ବାମୀର ଗାଡ଼ିରେ
ଚରସ ଏବଂ ନିଶା ସାମଗ୍ରୀ ରଖିଦେବ। ଆଉ ପୁଲିସକୁ ଫୋନ୍ କରି ତାଂକୁ ଗିରଫ କରି ଦେବ। ପୂନମ ଡରିଯାଇଥିଲା କାରଣ ବିଜୟ ପୂର୍ବରୁ ବିନୟକୁ ଗୁଳି ମାରି ପ୍ରଥମ ଟ୍ରେଲର ଦେଖାଇ ସାରିଥିଲା। ତଥାପି ପୁନମ ନମାନିବାରୁ ସେ ତାଂକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲା। ବିଳୟ ପୁନମସହିତ ନିଜର ଅଶ୍ଳୀଳ ଫଟେ ଫେସବୂକ୍ରେ ଅପଲୋଡ୍ କରି ଦେଇଥିଲା। ବିନୟ ଜାଣିବା ସହିତ ପୁନମ ଶାଶୂଗରଲୋକ ଏବଂ ସଂପର୍କୀୟମାନେ ଜାଣିଗଲେ।
ପ୍ରସ୍ତୁତ ହୋଇଥିଲା ହତ୍ୟା ଯୋଜନା

ସ୍ତୀର ଅଶ୍ଳୀଳ ଫଟେ ଦେଖୁ ବିନୟ ବହୁତ ରାଗିଯାଇଥିଲା । ସେଥିପାଇଁ ବିନୟ ତା'ର ବଡ଼ ଭାଇ ବିନୋଦକୁ କହିଥିଲା। ଶେଷରେ ପୁନମ, ବିନୋଦ ଏବଂ ବିନୟ ମିଶି ବିଜୟର ମୃତ୍ୟୁର ଜାଲ ତିଆରି କରିଥିଲେ । ଯୋଜନା ଅନୁସାରେ ପୂନମ ସନ୍ଧ୍ୟା ୬ଟାରେ ବିଜୟକୁ କଲ୍ କରି ତାଂକୁ ଦେଖା କରିବାକୁ ଅରାମ ପୁ ର ଥାନା ପଛ ଗଳିକୁ ଆସିବାକୁ କହିଥିଲା। ପୁନମର କଥାରେ ଫସି ବିଜୟ ସେହି ଗଳି ନିକଟକୁ ଆସିଥିଲା। ବିଜୟ ପୂନମ ସହିତ କଥା ହେବାକୁ ଯଉଥିବା ବେଳେ ଆଗରୁ ପ୍ରସ୍ତୁତ ହୋଇ ରହିଥିବା ବିନୟ ତା'ର ମୁଣ୍ଡକୁ ପ୍ରହାର କରିଥିଲା। ବିଳୟ ତଳେ ପଡିଯିବାରୁ ସମସ୍ତେ ମିଶି ତାଂକୁ ଧରିପକାଇ କଟୁରୀରେ ତା?ବେକକୁ ପ୍ରହାର କରି ସେଠାରୁ ଖସି ପଳାଇଥିଲେ। ହେଲେ ବିଜୟ ଜୀବିତ ଥିଲା। ସେହି ବାଟ ଦେଇ ଯାଉଥିବା ଜଣେ ବ୍ୟକ୍ତିକୁ ବିଜୟ ଉଦ୍ଧାର ପାଇଁ
ଡାକିଥିଲା। ବିଜୟର ଅବସ୍ଫା ସେତେବେଳକୁ ଖୁବ୍ ଗମ୍ଭୀର ଥିଲା। ବିଜୟ ସେହି ବ୍ୟକ୍ତିକୁ ତା'ର ବଡ଼ ଭାଇ ବୀରବାହାଦୂର ଯାଦବକୁ କଲ୍ କରି ସୂଚନା ଦେବାକୁ କହିଥିଲା। ବୀରବାହାଦୁର ଏବଂ ତାଂର ସାଥୀମାନେ ସେହି ସ୍ଥାନରୂ ମେଡିକାଲ୍ ନେଇଯାଇଥିଲେ । ଯିବା ବାଟରେ ବିଜୟ ହତ୍ୟା ପଛରେ ଥିବା ସମସ୍ତଙ୍କ ନାଁ ବଡ଼ ଭାଇକୁ କହି ଦେଇଥିଲା। ବୀରବାହାଦୁର ମୋବାଇଲରେ ଏହାର ରେକଙର୍ଡିଙ୍ଗ୍ କରି ଦେଇଥିଲା। ହେଲେ ମେଡିକାଲ୍ ନେବା ବାଟରେ ବିଜୟର ମୃତ୍ୟୁ ହୋଇ ଯାଇଥିଲା ।
ସମସ୍ତେ ଗିରଫ ହୋଇଥିଲେ

ଭାଇର ମୃତ୍ୟୁରେ ବୀରବାହାଦୁର ରାଗିଯାଇଥିଲା। ତାଂ ପାଖରେ ପ୍ରମାଣ ମଧ୍ୟ ଥିଲା। ସେ ତାଂର କିଛି ସମର୍ଥକଙ୍କୁ ନେଇ ଥାନାରେ ପହଞ୍ଚିଥିଲା ଏବଂ ଅପରାଧୀଙ୍କୁ ଯଥାଶୀଘ୍ର ଧରିବା ପାଇଁ ଦବୀ କରିଥିଲା। ପୁଲିସ ଚିମ୍ ୨୫ ନଭେମ୍ଭରକୁ ପୁନମ, ତାଂର ସ୍ବାମୀ ବିନୟ ଏବଂ ବଡ଼ ଭାଇ ବିନୋଦକୁ ଗିରଫ କରି ଆଣିଥିଲା। ପୁଲିସ ଆଗରେ ତିନିଜଣ ଅପରାଧୀ ନିଜର ଅପରାଧ ସ୍ବୀକାର କରି ନେଇଥିଲେ। ବିନୟ ପୁଲିସକୁ କହିଥିଲା ବିଜୟ ଜୋରଜବରଦସ୍ତି ତାଂର ସ୍ତ୍ରୀ ସହିତ ଶାରୀରିକ ସଂପର୍କ ରଖିବାକୁ ଚାହୁଁଥିବାରୁ ସେ ବିଳୟର ହତ୍ୟା କରିଥିଲା ।

Wednesday, 21 August 2019

ମାୟାବିନୀ ସାଧନା


୨୨ ନଭେମ୍ବର, ୨୦୧୬ ସକାଳ। ସେଦିନ କାନପୁରର ବାସଇ  ଗାର ଅଧୁବାସୀମାନେ ନଦୀ କୂଳରେଏକ ବସ୍ତାରେ ବନ୍ଧା ହୋଇ ପଡ଼ିଥିବା ଜଣେ ଯୁବକର ଶବ ଦେଖି ବାକୁ ପାଇଥିଲେ। ପୁଲିସକୁ ସୂଚନା ଦେବା ପରେ ଶବ ଚିହ୍ନଟ ହୋଇଥିଲା। ପୁଲିସ ଉପସ୍ଥିତିରେ ବସ୍ତା ଖୋଲାଯିବା ମାତ୍ରେ ଗାଁ ଲୋକଙ୍କ ଭିତରେ ଠିଆ ହୋଇଥିବା ରମେଶଶବକୁ ଦେଖି ଚିକ୍ରାର କରି କାନ୍ଦି ଭଠିଲା। କାରଣ ସେହି ଶବଟି ରମେଶର ଭାଇ ରାଜେଶର ଥିଲା। କାନ୍ଦି କାନ୍ଦି କହୁଥିଲାଏହା ନିଶ୍ଚିତ ଭାବେ ସେଇସାଧନାର କାମ। ପରେ ପୁଲିସ ଜାଣିବାକୁ ପାଇଥିଲା ସାଧନା ନାମକ ଜଣେ ମହିଳା ସହିତରାଜେଶର ଅନୈତିକ ସଂପର୍କଥିଲା। ପରେ ଲାଲୁ ନାମକ ଆଉ ଏକ ଯୁବକକୁ ସେ ଫସାଇଥିଲା।
ସମସ୍ତ ଘଟଣା ଶୁଣିବା ପରେ ପୁଲିସ ପ୍ରଥମେ ଲାଲୁକୁ ଖୋଳିବା ଆରମ୍ଭ କରିଥିଲା।୨୫ ନଭେମ୍ଭରକୁ ପୁଲିସ ଚିମ୍ ଲାଲୁକୁ ଗିରଫ କରିଥିଲେ। ଥାନାକୁ ଆସିବା ପରେ ଭୟରେ ସେ ତା'ର ଅପରାଧ ସ୍ବୀକାର କରିଥିଲା। ସାଧନା ସହିତ ମିଶି ସେ ରାଜେଶରହତ୍ୟା କରିଛି ବୋଲି ପୁଲିସ ଆଗରେ କହିଥିଲା।ଏହାପରେ ସାଧନାକୁ ମଧ୍ୟ ଘୁଲିସ ଗିରଫ କରିଥିଲା। ଦୁଇଜଣ ପୁଲିସକୁ ରାଜେଶର ହ ତ୍ୟାକାଣ୍ଡ ବିଷୟରେପେଉଁ କାହାଣୀ ଶୁଣାଇଥିଲେ ତାହା କିଛି ଏହି ପ୍ରକାର ଥିଲା।
ବସଇ ଗାଁର ବାସିନ୍ଦା ଥିଲେ ରାମବାବୁ। ସ୍ଥୀ ଶାନ୍ତିଦେବୀ, ଦୁଇ ଝିଅ ରମନ, ସାଧନା ଏବଂ ପୁଅ ଅଳୟ ସହିତ ରହୁଥିଲେ ରାମବାବୁ। ଗୋବିନ୍ଦ ନାମକ ଜଣେ ଯୁବକ ସହିତ ସାଧନାର ବିବାହ କରିଥିଲେ । ବାହାଘର ପରେ ଦୁଇଳଣଙ୍କ ଦାମ୍ପତ୍ୟ ଜୀବନ ହସଖି ସିରେ କଚିଥିଲା। ୩ ବର୍ଷ ପରେ ସାଧନାଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲା। ପୁଅ ଜନ୍ମର କିଛି ମାସ ପରେ ଏକ ବସ୍ ଦୁର୍ଘଟଣାରେ ଗୋବିନ୍ଦ ଗୁରୁତର ଆହତ ହୋଇଥିଲା। ସାଧନା ଦିନରାତି
ଏକ କରି ସ୍ବାମୀର ଚିକିତ୍ସା କରିଥିଲା। ଗୋବିନ୍ଦର ଜୀବନ ବଞ୍ଚିଗଲା ସତ। ହେଲେ ମୁଣ୍ଡରେଆଘାତ ଲାଗିବା କାରଣରୁ ସେ ଅର୍ଦ୍ଧ ପାଗଳ ପ୍ରାୟ ହୋଇଗଲା।
 ଅପର ପକ୍ଷେ ସାଧନା ଜଣେ ପିଲାର ମା' ହୋଇସାରିଲେ ମଧ୍ୟ ତା'ର ଯୌବନ ଯାଇନଥିଲା। ସେ ପୁରୁଷ ସୁଖ ପାଇଁ ବ୍ୟାକୁଳ ହେଉଥିଲା। ତା'ର ନଜର ପଡ଼ିଥିଲା ପଡ଼ିଶା ଘର ଯୁବକ ରାଜେଶ ଉପରେ। ରାଜେଶ ତା ବଡ଼ ଭାଇରମେଶ ସହି ତ ରହୁ ଥିଲା। ଦୁଇଭାଇ ମିଶି କ୍ଷୀର ବ୍ୟବସାୟକରୁଥିଲେ। ରାଳେଶ ଏବଂ ଗୋବିନ୍ଦର ସମାନ ବୟସ ଥିଲା।ଦୁଇଜଣଙ୍କ ବନ୍ଧୁତା ମଧ୍ୟ ଥିଲା। କିନ୍ତୁ ଗୋବିନ୍ଦ ପାଗଳ ହେବାପରେ ରାଜେଶର ସାଧନା ଘରକୁ ଆସିବା କମି ଯାଇଥିଲା।ହେଲେ ସଂପର୍କରେ ଦୁଇଜଣ ଦିଅର ଭାଉଜ ହୋଇଥିବାରୁ ଯେତେବେଳେ ବି ଦେଖା ହେଉଥିଲେ ଥଟ୍ଟାମଜା ହେଉଥିଲେ ।କିନ୍ତୁ ସାଧନା ମନରେ ଆଉ କିଛି ଚାଲିଥିଲା। ସେ ରାଜେଶ କୁ ମନେ ମନେ ଚାହୁଁ ଥିଲା। ରାଜେଶକୁ ମଧ୍ୟ ସାଧନାର ମନକଥା ବୁଝିବାକୁ ବେଶି ଦିନ ଲାଗିଲା ନାହିଁ। ଏଥର ସାଧନା ଘରକୁରାଜେଶର ଯିବାଆସିବା ବଢ଼ି ଯଇଥିଲା। ସାଧନାକୁ ଖି ସିକରିବା ପାଇଁ ଖାଇବା ପିଇବା ଜିନିଷ ଏବଂ ଉପହାର ଆଣିଦେଉଥିଲା। ସାଧନା ଏତେ ସବୁ ଜିନିଷ ପାଇ ବହୁତ ଖି ସି ହେଉଥିଲା। ସାଧନା ତା ଠାଣିରେ ରାଜେଶ କୁ ତା ନିକଟତର ହେବାକୁ ଡାକୁଥିଲା। ଆଉ ରାଳେଶ ମଧ୍ୟ ସାଧନାର ସେ ଇଚ୍ଛା ପୂରଣ କରିଥିଲା। ଦୁହେଁ ସଂପର୍କର ସବୁ ସୀମା ଟପିଯାଇଥିଲେ।
 ରଜେଶର ସାଧନା ସହିତ ଅନୈତିକ ସଂପର୍କ ଆରମ୍ଭ ହୋଇ ଯଇଥିଲା। ସେ ସାଧନା ପାଇଁ ଏମିତି ଦିଥ୍ଵାନା ହେଲା ଯେ ତାଂର ସବୁ ରୋଜଗାର ସାଧନା ପଛରେ ଉଡ଼ାଇଦେଉଥିଲା। ଏପଟେ ପାଗଳ ହେବା କାରଣରୁ ଗେବିନ୍ଦ କିଛି ଜାଣିପାରୁ ନଥିଲା। ଏମିତିକି ଗୋବିନ୍ଦ ଘରେ ଥିବା ଅବସ୍ଫାରେ ମଧ୍ୟ ଦୁଇଜଣ ପରସ୍ପରର ଦେହର ସୁଖ ମେଣ୍ଟାଭଥିଲେ। ଯଦିଗୋବିନ୍ଦ କିଛି ବି କହୁଥିଲା ସେମାନେ ତାଂକୁ ମାଡ଼ ମାରି ପାଚି ବନ୍ଦ କରି ଦେଉଥିଲେ। ସେଥିପାଇଁ ସେ ଭୟରେ ଅନେକଦିନ ପର୍ଯ୍ୟନ୍ତ ଘରକୁ ଆସ୍ୁନଥିଲା। ସାଧନା ସମ୍ପୂର୍ଣ୍ଣ ରୂପେ ସ୍ବାଧୀନ ଥିଲା। ଶଶୂଙ୍କମୃତ୍ୟୁ ପରେ ଶଶୂର ତୀର୍ଥ ବୁଲାବୁଲି କରୁଥିଲେ।
ସାଧନାକୁ ଶାସନ କରିବାକୁ ଘରେ କେହି ନଥିଲେ। ସେଥିପାଇଁ ସେ ଖୋଲାଖୋଲି ରାଳେଶ ସହିତମସ୍ତି କରୁଥିଲା। କିନ୍ତୁ ଦିନେ ଏହି ଲୁଚାଛପା ସଂପର୍କ ଖୋଲିଯାଇଥିଲା। ଅଧା ରାତିରେ ରମେଶର ଆଖ୍ ଖୋଲିଲା ବେଳକୁରାଜେଶ ଘରେ ନଥିଲା। ଘର କବାଟ ବାହାରୁ ବନ୍ଦ ଥିଲା।ଏଥିରୁ ସେ ବୂଝିଗଲା ଯେ ରାଜେଶ ଘର ବାହାରେ ଅଛି।ସେ ତା'ର ଫେରିବା ବାଟକୁ ଅପେକ୍ଷା କରି ରହିଲା। ରାଜେଶପାଖାପାଖି  ଦୂଇଘଣ୍ଟା ପରେ ଘରକୁ ଫେରି ଆସିଥିଲା।ରମେଶ ସଙ୍ଗେ ସଙ୍ଗେ ତା'ଉପରେ ବରଷି ପଡ଼ିଲା। ଭାଇରଗାଳି ଶୁଣି ରାଜେଶ ଡରି ଯାଇଥିଲା। ସେଥିପାଇଁ ସେ ଭାଇକୁ କହିଦେଲା ଯେ ସେ ସାଧନାର ଘରକୁ ଯାଇଥିଲା। ରମେଶବୁଝିପାରିଲା ରାଜେଶ ଏବଂ ସାଧନା ମଧ୍ୟରେ କେଉଁ ସଂପର୍କଅଛି। ସେ ଜାଣିପାରିଲା ଯେ ରାଜେଶ ତାଂର ରୋଜଗାରସାଧନା ପଛରେ ଖର୍ଚ୍ଚ କରୁ ଥିଲା। ସେଦିନ ରମେଶ ଭାଇକୁତାଗିଦ୍ କରି ସାଧନା ଘରକୁ ଯିବାକୁ ବନ୍ଦ କରି ଦେଲା।
ଏମିତିକି ରୋଜଗାର ଟଙ୍କା ମଧ୍ୟ ରମେଶ ତା ପାଖରେରଖିଲା। ଫଳରେ ରାଜେଶ ପାଖରେ ଆର୍ଦୌ ଟଙ୍କା ରହିଲାନାହିଁ। ରାଳେଶ ଟଙ୍କା ଦେବା ବନ୍ଦ କରିବାରୁ ସାଧନା ମଧ୍ୟତାଂକୁ ଆଖି ଉଠାଇ ଚାହିଁଲାନି। କେବେ କେବେ ଲୁଚି ଲୁଚିରାଳେଶ ସାଧନା ଘରେ ପହଞ୍ଚିଯାଉଥିଲା। ହେଲେ ସାଧନାତା'କୁ ବହୁ କଥା ଶୁଣାଇ ଘରୁ ବାହାର କରି ଦେଉଥିଲା। ଏହାଭିତରେ ସାଧନାର ୩ ବର୍ଷର ପୁଅ ଅଙ୍କୁରକୁ ଡେଙ୍ଗ ହୋଇଥିଲା। ତାଂର ଚିକିସ୍ସା ପାଇଁ୧୦ ହଳାର ଟଙ୍କା ଦରକାର ଥିଲା। କିନ୍ତୁଯେତେବେଳେ ସାଧନା ରାଳେଶକୁ ଟଙ୍କାମାଗିଛି ସେ ଦେବ ନାହିଁ ବୋଲି ମନାକରି ଦେଇଥିଲା। ଟଙ୍କାକୁ ନେଇରାଜେଶ ଏବଂ ସାଧନା ମଧ୍ୟରେ ଖି ବ୍ ଜୋର ଝଗଡ଼ା ହୋଇଥିଲା। ସେଦିନ ସାଧନା ସଫା ସଫା କହିଥିଲାଏହାପର ଠାରୁ ସେ ଯଦି ଆଉ କେବେ ବି ତା' ଘରକୁ ଆସେସେ ଧକ୍କା ଦେଇ ବାହାର କରିଦେବ। ସାଧନାକୁ ପୁଅରଚିକିତ୍ସା ପାଇଁ ଟଙ୍କା ଦରକାର ଥିଲା। ସେଥିପାଇଁ ସେ ଗାଁର ଲାଲ୍ମ୍ ଯଦବ ଠାରୁ ୧୦ହଜାର ଟଙ୍କା ଉଦ୍ଧାର ଆଣିଥିଲା। ସେହି ଟଙ୍କାରେ ପୁଅ ଠିକ  ହୋଇଗଲା। ହେଲେ ସାଧନାକୁ ଟଙ୍କାଫେରାଇବା ଚିନ୍ତା ଘାରିଥିଲା। ସାଧନା ପାଖରେ ଟଙ୍କା ନଥିଲା।ଲାଲୁ ମାସ ଶେଷରେ ଟଙ୍କା ନେବାକୁ ପହଞ୍ଚେ । ହେଲେ ସାଧନାକୌଣସି ବାହାନା କରି ଫେରାଇ ଦିଏ । ଏମିତି ଅନେକ ଥରହେବାରୁ ଲାଲୁ ସାଧନା ଉପରେ ରାଗି ଯଇଥିଲା। ଦିନେସେ ଭାବିଲା ଯଦି ସାଧନା ଟଙ୍କା ନ ଦେଉଛି ସେ ତା ଶରୀରଉପଭୋଗ କରି ନିଜ ଟଙ୍କା ଅସ୍କୁଲ୍ କରିବ। ତେଣୁ ଲାଲୁସାଧନା ସହିତ ଥଟ୍ଟମଜା ଆରମ୍ଭ କରି ଦେଲା। ସାଧନା ମଧ୍ୟତା' ରୂପ ଜାଲରେ ଲାଲୁକୁ ଫସେଇ ଦେଲା। ଆଉ ତାଂକୁଟଙ୍କା ମଧ୍ୟ ଦେବାକୁ ପଡିଲା ନାହିଁ। କିଛି ଦିନ ପରେ ଲାଲୁଏବଂ ସାଧନା ଭିତରେ ଅନୈତିକ ସଂପର୍କ ଗଢିଉଠିଲା।ଲାଲୁ ମଧ୍ୟ ସାଧନା ପାଇଁ ପାଗଳ ଥିଲା। ସେଥିପାଇଁ ସେ ମନ ଇଚ୍ଛା ସାଧନା ଭପରେ ଟଙ୍କା ବର୍ଷା କରିବାକୁ ଲାଗିଲା।ଲାଲୁ ଏବଂ ସାଧନାର ସଂପର୍କକୁ ରୋକିବାକୁ କେହି ନଥିଲେ ।କିନ୍ତୁ ରାଜେଶ ହଠାତ ସେମାନଙ୍କ ରାସ୍ତାକୁ ଆସି ଯାଇଥିଲା।ରାଜେଶକୁ ଯେତେବେଳେ ଜଣାପଡ଼ିଲା ସାଧନା ଲାଲୁ ସହିତସଂପର୍କ ବନେଇ ସାରିଛି ସେ ସାଧନାକୁ ବ୍ଳାକମେଲ୍କରିବାଆରମ୍ଭ କଲା। ସେ ସାଧନାକୁ ଧମକ ଦେଇ କହିଲା ସେ ତା'ସହିତ ମଧ୍ୟ ସଂପର୍କ ରଖି  । ନହେଲେ ଗାଁର ସବୁ ଲୋକଙ୍କୁ ଲାଲୁ ଏବଂ ତା'ର ସଂପର୍କ ବିଷୟରେ କହିଦେବ।
ରାଳେଶରଏମିତି ଧମକରେ ସାଧନା ଡରି ଯାଇଥିଲା। ଲାଲୁ କୁ ସେ ସବୁ କଥା କହିଥିଲା। ସାଧନା କଥା ଶୁଣି ଲାଲୁର ମୁଣ୍ତ ଗରମ ହୋଇ ଯାଇଥିଲା।ସାଧନାକୁ କହିଥିଲା ମୁଁ ତା'କୁଏମିତି ମଜା ଚଖେଇବି ଯେ ସେ ତା ଜୀବନରେ କେବେବି ଭୁଲି ପାରିବ ନାହିଁ। ହେଲେ ସେଥିପାଇଁ ମତେ ତୋରସାହାଯ୍ୟ ଦରକାର। ସେହି ଅନୁସାରେ ୨୧ ନଭେମ୍ବର ରାତି୧୦ଟାରେ ସାଧନା ରାଜେଶକ୍ଲ୍ କଲ୍ କରିଥିଲା। ଆଉ ରାଜେଶ ସହିତ ସଂପର୍କ ସ୍ଫ୍ରାପନ କରିବ ବୋଲି ସାଧନା ରାଜି ହୋଇଯାଇଥିଲା। ସାଧନା ତାଂକୁ ଘରକୁ ଡାକି ଆଣିଥିଲା। ଘରେ ପହଞ୍ଚିବା କ୍ଷଣି ସାଧନା ତା'କୁ ଖି ସିରେ ଆଲିଙ୍ଗନ କରିଥିଲା।ଠିକ୍ ଏତିକିବେଳେ ଲାଲୁ ଅନ୍ୟ ରୁମ୍ରୁ ବାହାରି ଆସି ରାଜେଶକୁ ପିଟିବାକୁ ଲାଗିଲା। ଲାଲୁ ଗାମ୍ଲ୍ଛ୍ାାରେ ରାଜେଶରବେକକୁ ଚାପି ଧରିଥିଲା। ରାଜେଶ ଖସିବାକୁ ବହୁତ ଚେଷ୍ଟାକରିଥିଲା। ହେଲେ ପାରିନଥିଲା। ରାଜେଶ ମରିଯିବା ପରେ ଶବକୁ ଗୋଟେ ବଡ଼ ଅଖା ବସ୍ତାରେ ଭଉ୍ଭି କରିଥିଲେ ଏବଂଅନ୍ଧାର ରାତିରେ ସାଇକେଲରେ ଲଦି ଗାଁ ବାହାରେ ଫୋପାଡି ଦେଇ ପଳେଇ ଆସିଥିଲେ।-----------

Thursday, 4 July 2019

ବିଶ୍ଵାସଘାତକ ବନ୍ଧୁ


      କୁ ହାଯାଏ ଯେଉଁ ବନ୍ଧୁ ବିପଦ ଆପଦରେ ଶାହା ହୋଇ ଛିଡ଼ା ହୁଏ ସେ ହିଁ ପ୍ରକୃତ ବନ୍ଧୁ । ଯଦି ସେହି ବନ୍ଧୁ ଆଗରେ ଭଲ ହେବାର ଅଭିନୟ କରି ପଛରେ ଚେର କାଟେ,ତାକୁ ବିଶ୍ବାସଘାତକ ଛଡା ଆଉ କିଛି କୁହାଯାଇପାରିବନାହିଁ । ବିକାଶ ଓ ସପ୍ନାଙ୍କ ସମ୍ପର୍କ ବିଷୟରେ ଅଜ୍ଞ ଥିଲେ ରାଜକୁମାର ।ରାଜକୁମାର ଅନ୍ଧ ପରି ଯେଉଁ ସାଙ୍ଗକୁ ବିଶ୍ଵାସ କରୁଥ୍‌ଲେ ସେହିବନ୍ଧୁ ତାଙ୍କ ପନ୍ନୀଙ୍କୁ ଉପଭୋଗ କରିବାରେ ଲାଗିଥିଲା ।
       
     ରାଜକୁମାର ଗୌତମ ତାଙ୍କ ସୁନ୍ଦରୀ ପନ୍ନୀ ଓ ଅଢ଼େଇ ବର୍ଷରଝିଅ ସହ ଥାଣେ ଜିଲ୍ଲାର ଭାଦବଡ଼ ଗୀରେ ଭଡ଼ାରେ ରହନ୍ତି ।ଭାଦବଡ଼ରେ ରହିବା ପୂର୍ବରୁ ରାଜକୁମାର ପରିବାର ସହ ଅବଧାଗ୍ରାମରେ ରହୁଥିଲେ ।ଭାଦବଡ଼ ଗୀରେ ରହିବାର ୨ ମାସ ପରେରାଜକୁମାରଙ୍କ ପନ୍ଜୀ ସପ୍ନା ଆଉ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଲେ ।ଦୁଇ ଝିଅ ଓ ପନ୍ନୀଙ୍କ ସହ ରାଜକୁମାଙ୍କ ସୁଖରେ ଜୀବନ କାଟୁଥାନ୍ତି ।ଲଗାତର ଦୁଇଟି ଝିଅ ହେବା ପରେ ସେମାନେ ଆଉ ସନ୍ତାନ ଚାହୁଁ ନ ଥିଲେ ଯାହା ପାଇଁ ଡେଲିଭରି ପରେ ସପ୍ନା ଗର୍ଭାଶୟରେ କପର-ଟୀ ଲଗାଇ ଦେଇଥିଲେ । କିନ୍ତୁ କପର-ଟୀ ଲଗାଇବା ପରେ ସପ୍ନାଙ୍କପେଟରେ ଅସହ୍ୟ ଯନ୍ତ୍ରଣା ହେବାକୁ ଲାଗିଲା । ଯନ୍ତ୍ରଣାକୁ ସହି ନ ପାରି ସ୍ୱପ୍ନା ବେଳେବେଳେ ବେହୋସ୍‌ ମଧ୍ୟ  ହୋଇଯାଉଥିଲେ ଯାହା ତାଙ୍କ ପଡୋଶୀମାନେ ଜାଣିଥିଲେ ।
୨୦୧୯ ଫେବୃଆରୀ ୪ ତାରିଖ ସମୟ ପାଖାପାଖ୍‌ ୩ଟା ହେବ ।ହଠାତ୍‌ ଏତିକି ବେଳେ ରାକୁମାରଙ୍କ ବଡ଼ ଝିଅ ନାନ୍ୟାର କାନ୍ଦିବାଶୁଣିବାକୁ ପାଇଲେ ପଡୋଶୀ । କୁନି ଝିଅର କାନ୍ଦ ଶୁଣି ରାଜକୁମାରଙ୍କଘରେ ଯାଇ ପହଞ୍ଚିଲେ ରାମ ଗଣେଶ । ଘରର ଦୃଶ୍ୟ ଦେଖ୍‌ ରାମ ଗଣେଶ ଚିତ୍କାର କରିବାକୁ ଲାଗିଲେ । ତାଙ୍କ ଚିଲ୍କାରେ ପଡୋଶୀ ସବୁ ରାଜକୁମାରଙ୍କ ଘରକୁ ଦୌଡ଼ିଆସିଲେ ।
        ଘଟଣାସ୍ଥଳରେ ସପ୍ନାଙ୍କ ଗଳାରୁ ରକ୍ତସ୍ସାବ ହୋଇ ସେ ବେହୋସଅବସ୍ଥାରେ ତଳେ ପଡ଼ିଥିବାବେଳେ ତାଙ୍କ ଝିଅ ନନ୍ୟା ତା'ର କୁନିକୁନି ହାତରେ ମା'କୁ ଉଠାଇବାକୁ ଚେଷ୍ଟା କରୁଥଲା । ଅନ୍ୟପଟେନବଜାତ କନ୍ୟାଟି ଖଟରେ ପଡ଼ିରହି ଗୋଡ ହାତ ହଲାଉଥିଲା ।ସଙ୍ଗେ ସଙ୍ଗେ ଏ କଥା ଲୋକେ ରାଜକୁମାରଙ୍କୁ ଫୋନ୍‌ ଯୋଗେଜଣାଇ ଦେଲେ । ସପ୍ନାଙ୍କୁ ବୋହୋସ୍‌ ଅବସ୍ଥାରେ ଲୋକେ ତୁରନ୍ତପାଖ ଇନ୍ଦିରା ଗାନ୍ଧି ଡାକ୍ତରଖାନାକୁ ନେଇଗଲେ । କିନ୍ଧୁ ଡାକ୍ତରଖାନାପହଞ୍ଚିବା ବେଳକୁ ଡାକ୍ତର ସପ୍ମାଙ୍କୁ ମୃତ ଘୋଷଣା କଲେ ।
       ଘଟଣା ସମ୍ପର୍କରେ ଶାନ୍ତିନଗର ଥାନା ଅଧ୍କାରୀ କିଶୋର ଯାଦବ ଜାଣିବାମାତ୍ରକେ ଡାକ୍ତରଖାନାରେ ପହଞ୍ଚି ସପ୍ଳାଙ୍କ ବାବଦକୁ ନେଇ ଅନେକପଚରା ଉଚରା କଲେ । ସ୍ଵାମୀ ରାଜକୁମାର ପନ୍ନୀ ସପ୍ନାଙ୍କ ମୃତ୍ୟୁ
ନେଇ କହିଲେ - କପର- ଟୀ ପାଇଁ ତାଙ୍କର ମୃତ୍ୟୁ ହୋଇଛି । ଏହାସହ ରାଜକୁମାର ସପ୍ନାଙ୍କୁ କପର- ଟୀ ପାଇଁ ହେଉଥିବା ଅସୁବିଧାବିଷୟରେ କହିଲେ । କିନ୍ତୁ ରାଜକୁମାରଙ୍କ ଉତ୍ତରରେ ଥାନା ଅଧୁକାରୀ ସନ୍ତୁଷ୍ଟ ନଥିଲେ । ଡାକ୍ତରଖାନାରେ ସମତ୍ତଙ୍କୁ ପଚରା ପଚରି କରିଥାନାଧ୍‌କାରୀ ତାଙ୍କ ଟିମ୍‌କୁ ନେଇ ପହଞ୍ଚିଗଲେ ସିଧା ରାଜକୁମାରଙ୍କ ଘରେ, ଯେଉଁଠାରେ ସପ୍ନାଙ୍କୁ ପଡୋଶୀ ଘାୟଲ ଅବସ୍ଥାରେ ପାଇ ଥିଲେ । ରାଜକୁମାରଙ୍କ ଘରେ ପୋଲିସ ତନ୍ନ ତନ୍ନ କରି ସବୁ ନିରୀକ୍ଷଣ କରିବାକୁ ଲଗିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଫରେନ୍‌ସିକ୍‌ ରିପୋର୍ଟ ଆସିବାପରେ ଜଣାଗଲା ଯେ ସପ୍ନାଙ୍କର ମୃତ୍ୟୁ ଆକସ୍ମିକ ନୁହେଁ !! ତାଙ୍କୁକେହି ହତ୍ୟା କରିଛି, କାରଣ ଘଟଣାସ୍ଥଳରୁ ଜବତ ଛୁରୀରେ ମୃତାଙ୍କର ନୁହେଁ ଅନ୍ୟକାହାର ଅଙ୍ଗୁଳି ଚିହ୍ନ ମିଳିଥିଲା ।ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ କିଶୋର ଯାଦବ ଏକ ସ୍ଵତନ୍ତ୍ରଟିମ୍‌ ଗଠନ କଲେ । ପୋଲିସ ସନ୍ଦେହ କରୁଥିଲ। ଯେ, ସପ୍ନାଙ୍କ ହତ୍ୟା ତାଙ୍କର ଆପଣାର କେହି କରିଥାଇ ପାରେ ! ଏ ନେଇପୋଲିସ ରାଜକୁମାରଙ୍କୁ ଗମ୍ଭୀରଭାବେ ଜେରା କରିବା ଆରମ୍ଭ କଲେ । ରାଜକୁମାରଙ୍କ ଅଙ୍ଗଳି ଚିହ୍ନ ସଂଗ୍ରହ କରାଯାଇଫରେନ୍‌ସିକ୍‌ଟିମ୍‌ ପାଖକୁ ପଠାଇ ଦିଆଗଲା । ଛ୍ଛୁରୀରେ ଥିବା ଚିହ୍ନଓ ରାଜକୁମାରଙ୍କ ହାତ ଚିହ୍ନ ନ ମିଶିବାରୁ ପୋଲିସର ସନ୍ଦେହ ଘେରରୁ ରାଜକୁମାର ବାହାରିଗଲେ ।
        ସନ୍ଧାନ କରୁ କରୁ ପୋଲିସ ବିକାଶ ଚୌରାସିଆ ବିଷୟରେ ଜାଣିବାକୁ ପାଇଲା । ଯେ ଥିଲ। ରାଜକୁମାରଙ୍କ ବନ୍ଧୁ ଓ ତା'ର ଯିବା ଆସିବା ରାଜକୁମାରଙ୍କ ଘରକୁ ଲାଗି ରହିଥିଲ। । କାରଣରାଜକୁମାରର ପ୍ରକୃତ ଗାର ଅଧ୍ବାସୀ ଥିଲା ବିକାଶ । ବିକାଶ ତ'ଘରୁ ଗାଏବ ଥିବା କାରଣରୁ ପୋଲିସ ତାଂ ନମ୍ବରକୁ ଟ୍ରାପ୍‌ କରିତା ଖୋଜ୍‌ରେ ଲାଗିଗଲା | ଜାସୁଜ୍‌ମାନଙ୍କ ସାହାଯ୍ୟରେ ପୋଲିସବିକାଶକୁ ସୋନାଲେ ଗୀରୁ ଧରିନେଲେ । ସପ୍ନାଙ୍କ ହତ୍ୟା ନେଇବିକାଶକୁ ପଚରା ଯିବାରୁ ସେ ନିର୍ଦ୍ଦୋଷ ବୋଲି ପୋଲିସ ଆଗରେକହିଲା । କିନ୍ତୁ ପୋଲିସ୍‌ର ଥାର୍ଡଡିଗ୍ରୀ ଟ୍ରିଟ୍‌ମେଣ୍ଟ ଆଗରେ ବିକାଶ ହାର୍‌ମାନି ନିଜର ଦୋଷ ସ୍ଵୀକାର କଲା ।
        ୨୫ ବର୍ଷୀୟ ରାଜକୁମାର ଗୌତମ ଉତ୍ତର ପ୍ରଦେଶର ବସ୍ଥିଜିଲ୍ଲାର କାରମିୟା ଶୁକ୍ଳା ଗ୍ରାମର ବାସିନ୍ଦା । ରାଜକୁମାରଙ୍କ ବାପା ଗୌତମରାମ ଜଣେ ସାଧାରଣ କୃଷକ ଥିଲେ । ପାରିବାରିକ ସ୍ଥିତିଭଲ ନ ଥିବା କାରଣରୁ ରାଜକୁମାର ଉଚ୍ଚଶିକ୍ଷାରୁ ବଞ୍ଚିତ ଥିଲେ ।ପରେ ଅର୍ଥ ଆଶାରେ ରା ଜକୁମାର ମୁମ୍ବାଇ ଚାଲିଆସିଲେ । ମୁମ୍ବାଇଠାରୁ ୧୦୦ କିଲୋମିଟର ଦୂର ଅବଧା ଗ୍ରାମରେ ରହିରାଜକୁମାର ଛୋଟମୋଟ କାମ କରି ଟଙ୍କା ରୋଜଗାର କରୁଥିଲେ । କିଛିଦିନ ମୁମ୍ବାଇରେ ରହି ସେ ଭଲ ଅର୍ଥ ରୋଜଗାର କରିବାକୁଲାଗିଲେ ଯାହା ଫଳରେ ପରିବାର ଲୋକ ତାଙ୍କ ବାହାଘର ୨୦୧୬ରେନିଜ ଗା ଝିଅ ସପ୍ନାଙ୍କ ସହ କରେଇ ଦେଲେ । ସପ୍ନାଙ୍କୁ ଜୀବନସାଥୀରୂପେ ପାଇ ରାଜକୁମାର ବେଶ୍‌ ଖୁସି ଥିଲେ । ବାହାଘରର କିଛି ଦିନ ପରେ ସେ ସପ୍ନାଙ୍କୁ ତାଙ୍କ ସହ ମୁମ୍ବାଇ ନେଇ ଚାଲିଗଲେ ।

            ୨୦ ବର୍ଷୀୟ ବିକାଶ ଜଣେ ମହତ୍ଵାକାଂକ୍ଷୀ ଯୁବକ ଥିଲା ।ମୁମ୍ବାଇକୁ ଆସିବା ପରଠାରୁ ରାଜକୁମାର ଓ ବିକାଶଙ୍କ ଭିତରେଭଲ ଦୋସ୍ତି ହୋଇଯାଇଥିଲା । ବିକାଶ ଏକ ପାନ ଦୋକାନରେକାମ କରୁଥିଲା ସେଥିରୁ ଯାହା ରୋଜଗାର କରୁଥଲା ସେଥିରେସେ ଆରାମ୍‌ରେ ଚଳିଯାଉଥିଲା ।ବାହାଘର ପରେ ଯେତେବେଳେ ରାଜକୁମାର ତାଙ୍କ ପନ୍ଜୀ ସପ୍ନାଙ୍କୁ ବିକାଶ ସହ ପରିଚିତ କରାଇଲେ ପ୍ରଥମ ଦେଖାରେ ବିକାଶ ହୃଦୟରେ ସପ୍ମା ଘର କରି ଦେଇଥିଲେ । ରାଜକୁମାରଙ୍କ ବଡ଼ଝିଅ ନନ୍ୟାରଜନ୍ମଦିନ ଅବସରରେ ସେ ଘରେ ଏକ ପାର୍ଟିର ଆୟୋଜନ କଲେ ।ଯେଉଁଥ୍ରେ ବିକାଶ ମଧ୍ୟ  ସାମିଲ୍‌ ଥିଲା । ସବୁ ଅତିଥି ଖାଇସାରିଚାଲିଯିବା ପରେ ବିକାଶ ସବାଶେଷରେ ସପ୍ମାକୁ ଆକର୍ଷିତ କରିବାପାଇଁ ନନ୍ୟା ପାଇଁ ଏକ ଦାମୀ ଗିଫ୍ଟ ଆଣିଥିଲା ।
      ସପ୍ନାଙ୍କ ସ୍ପର୍ଶ ଟିକିଏ ପାଇବା ପାଇଁ ବିକାଶ ଆତୁର ହୋଇଥିଲା ।ସବୁବେଳେ ବିକାଶ ରାଜକୁମାରଙ୍କ ସହ ତାଙ୍କ ଘରକୁ ଆସୁଥିଲାକିନ୍ତୁ କିଛିଦିନ ହେବ ବିକାଶ ଏକୁଟିଆ ରାଜକୁମାରଙ୍କ ଘରକୁ ଯିବାଆସିବା କଲା । ବିକାଶ ସପ୍ମା ପାଇଁ ଦାମୀ ଉପହାର ଆଣିବା ସହ ତାଙ୍କୁ କଥାରେ ଏମିତି ଫସେଇ ଦେଲା ଯେ, ସପ୍ନା ଆପେ ଆପେଆସି ବିକାଶର କୋଳରେ ବସି ପଡ଼ିଲା । ସପ୍ନାଙ୍କ ସ୍ପର୍ଶ ଟିକିଏପାଇଁ ବିକଳ ଥବା ବିକାଶ ସପ୍ମାକୁ ନିଜ କୋଳରେ ପାଇଲା ପରେ ତାକୁ ସ୍ଵର୍ଗପ୍ରାପ୍ତ ପରି ଲାଗୁଥିଲା । ୟା ପରଠାରୁ ଆରମ୍ଭ ହୋଇଗଲାବିକାଶର ପରକୀୟାପ୍ରିତି । କ୍ଷଣକ ପାଇଁ ଦୁହେଁ ଦୁହିଁଙ୍କୁ ନ ଦେଖୁରହିପାରୁ ନଥିଲେ । ଦୁହଙ୍କୁ ଯେତେବେଳେ ମୌକା ମିଳୁଥିଲା ସେମାନେ ତାଙ୍କର ସବୁ ମୁହୁର୍ଭକୁ ବିଛଣା ରେ ବିତାଇ ଦେଉଥିଲେ । ଏଭିତରେସପ୍ମା ଗର୍ଭବତୀ ହୋଇଗଲେ । କାଳେ ଡେଲିଭରିରେ କିଛି ଅସୁବିଧାହେବ ସେ ନେଇ ରାଜକୁମାର ଭଡା ଘର ପରିବର୍ତନ କରି ଭଦବଡ଼ଗ୍ରାମ ଚାଲିଆସିଲେ । ଯେଉଁଠାରୁ ଡାକ୍ତରଖାନା ଥିଲା ଖୁବ୍‌ ପାଖ ।
            ଘଟଣା ଦିନ ସୁବିଧା ଦେଖି ବିକାଶ ପହଞ୍ଚିଥିଲା ସପ୍ନାଙ୍କପାଖରେ । ସେ ସମୟରେ ବଡ଼ ଝିଅ ନନ୍ୟା ବାହାରେ ଖେଳୁଥିବାବେଳେ ସପ୍ନା ନବଜାତ ଶିଶୁ ପାଖରେ ଖଟରେ ଶୋଇଥାନ୍ତି । ବିକାଶସେ ସମୟରେ ସପ୍ନା ପାଖରେ ଖଟରେ ବସି ପ୍ରଥମେ ଶିଶୁର ମଥାକୁଚୁମି ସପ୍ନାକୁ ଆଲିଙ୍ଗନ କଲା । କିଛି ସମୟ କଥା ହେବା ପରେ
ବିକାଶ ସପ୍ନାଙ୍କ ସହ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ  କଲା । ସପ୍ନାତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନାହି କହିବା ସତ୍ତ୍ଵେ ବିକାଶ କାମନାର ଭୋକରେ ଜଙନ୍ଗୁ ପ୍ରାୟ ପାଲଟି ଯାଇଥିଲା । ଯାହା ଫଳରେ ସପ୍ମାମନା କରିବା ପରେ ମଧ୍ୟ  ସେ ତାଙ୍କ ସହ ଜବରଦସ୍ତି କରିଥିଲା ।ସମ୍ପର୍କ ପାଇଁ ପ୍ରସ୍ତୁତ ନ ଥିବା ସପ୍ନା ବିକାଶକୁ ଏକ ଧକ୍କା ମାରିଲା
ଯାହା ଫଳରେ ସେ ତଳେ ଆସି ପଡ଼ିଲା । ସପ୍ମା ତୁରନ୍ତ ଖଟରୁଓହ୍ଲାଇ ବିକାଶକୁ ଚାଲିଯିବା ପାଇଁ କହିଲେ । ସପ୍ନାଙ୍କ ବ୍ୟବହାରରେଅତିଷ୍ଟ ହୋଇ ବିକାଶ ସିଧା ରୋଷେଇ ଘରକୁ ଯାଇ ସେଠାରୁ ଏକ ଛ୍ଥୁରୀ ଆଣି ସପ୍ଜାଙ୍କ ଗଳା କାଟି ସେଠାରୁ ଚାଲିଗଲା ।ଅପରାଧ ସ୍ଵୀକାର କରିବା ପରେ ପୋଲିସ ବିକାଶକୁ କୋର୍ଟରେ ହାଜର କରି ଜେଲ୍‌ ପଠାଗଲା ।

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...