Showing posts with label ସାଇବର ଅପରାଧ. Show all posts
Showing posts with label ସାଇବର ଅପରାଧ. Show all posts

Thursday, 28 November 2019

ଅପରାଧ ଦୁନିଆରେ ମହିଳା


ଅପରାଧ ଦୁନିଆରେ ସବୁବେଳେ ପୁରୁଷଙ୍କଉପରକୁ ଆଗ ଅଙ୍ଗୁଳିଯାଏ,କିନ୍ତୁ ଦେଖୁବାକୁ ଗଲେ ମହିଳାମାନେ ମଧ୍ୟ ପୁରୁଷଙ୍କ ସହିତ କାନ୍ଧରେ କାନ୍ଧମିଳାଇଲା ପରି ସମାନଭାବେ ଭାଗୀଦାର ହେଲେଣି ଅପରାଧ କରିବାରେ

ଭା ରତରେ ଯଦି ମହିଳାଙ୍କ ଅପରାଧକୁ ଦେଖୁବା ଜୁମଲା ରେଶମା ମେମନ୍ଙ୍କ ନାମଟି ଆଗକୁ ଆସିବରେଶ୍ମାଙ୍କୁ ମୁମ୍ଫାଇ ବୋମା ବିସ୍ଫୋରଣରେ ୟାକୁବ୍ ଦାଉଦ୍ ସହଯୋଗ କରିବା ସହିତ ଆହୁରି କିଛି କାମରେ ସହଯୋଗ ପାଇଁ ଚିହ୍ନାଯାଏ ତାଙ୍କ ଭଉଣୀ ଶବାନା ମେମନ୍ ବି ସମାନ ଅପରାଧର ଅଂଶୀଦାର |କୁହାଯାଏକି ଦୁଇ କୁଖ୍ୟାତ ମହିଳା ପାକିସ୍ତାନରେ ରହୁଥିଲେ

ସେମିତି ଦେଖୁବାକୁ ଗଲେ ଆବୁସାଲେମ୍ଙ୍କ ପୂର୍ବତନ ପନ୍ନୀ ସମୀରା ଜୁମାନି ଉପରେ ଅଭିଯୋଗଯେ ସେ ଆବୁ ସଲେମ୍ସହ ମିଶି ଅପହରଣ, ହତ୍ୟା ଭଳି ଅନେକ ଅପରାଧ କରିଛି, ଏହି କୁଖ୍ୟାତ ମହିଳାଜଣକ ଆମେରିକାରେ ଥିବା କୁହାଯାଏ |ଆଉ ଜଣେ ମହିଳା ହେଲେ ଅଞ୍ଜଳି ମାକେନ ଅଞ୍ଜଳି ହେଉଛନ୍ତି ଜଣେ ଜାଲି ଠକ ମହିଳା ଏକ ବ୍ୟାଙ୍କରୁ ସେ ଅଢେଇକୋଟି ଚୁନ ଲଗାଇ ଛୁ ମାରିଥିଲେ ପୋଲିସର ଓ୍ଵାଣ୍ଟେଡ୍ ଲିଷ୍ଟରେ ରହିଛି ତାଙ୍କ ନାମ

ଶିଳ୍ପା ଜାଭେରୀଙ୍କ ନାମ ଅଣ୍ଡଥ୍ଵାର୍ଲଡ୍ ଜଣେ କୁଖ୍ୟାତ ଗୁଣ୍ଡା ସାମନ୍ଦ ଖାନଙ୍କ ସହିତ ଯୋଡ଼ିହୋଇ ରହିଛି ଏକ ମାମଲାରୁଜାମିନ ମିଳିବା ପରେ ସାମନ୍ଦ ପୁଣି ପୋଲିସ ହେପାଜତରେ ରହିବାର ଥିଲା କୋର୍ଟବାହାରେ ପୋଲିସ ଗିରଫ କରିବାକୁ ମୁତୟନ ଥିଲେ, କିନ୍ତୁ ଅଚାନକ ଭାବେ ଶିଳ୍ପା ଏକ କାର୍ରେ ତୀବ୍ରଭାବେ ଆସିଲେ ଅଦାଲତ ଦ୍ଵାରଦେଶରେ ସାମନ୍ଦ ଖାନ୍  ଙ୍କୁ ଗାଡ଼ିରେ ବସାଇ ନେଇ ଫେରାର ମାରିଲେ ସେବେ ଠାରୁ ଶିଳ୍ପା କୁଖ୍ୟାତ ୱାଣ୍ଠେଡ୍ ଲିଷ୍ଟରେ ରହିଥିଲେ
ଅପରାଧ ଜଗତରେ କିଡନାପିଂ କୁଇନ୍ ଭାବେ ଅର୍ଚ୍ଚନା ବାଳମୁକୁନ୍ଦ ଶର୍ମାଙ୍କ ନାମ ଚର୍ଚ୍ଚିତ ଏହି ମହିଳା ମୁମ୍ବାଇର ବ୍ ବ୍ ଶ୍ରୀବାସ୍ତବ ଗ୍ୟାଙ୍କର ଜଣେ କୁହାଯାଏକି ଏହି ମହିଳା ବିଦେଶରେ ରହି କଳାଧନ୍ଦାକୁ ସମ୍ଭାଳୁଥିଲେ ରୁବିନା ସିରାଜ ସୈଦ୍ ନିଜ ସୌନ୍ଦର୍ଯ୍ୟର ଉପଯୋଗ ଛୋଟା ସକିଲ ଗ୍ୟାଙ୍ଗ ପାଇଁ କରିଥିଲେ ଅଣ୍ଡରଞ୍ଵାର୍ଲଡ୍ରେ ତାଙ୍କୁରାଣୀ ବୋଲି କୁହାଯାଏ ପୋଲିସ ଏହାଙ୍କର ସାଥୀଙ୍କୁ ଧରିବାରେ ସକ୍ଷମ ହୋଇଥିଲେବି ୟାଙ୍କୁ ଧରିବାରେ ବହୁତ ବଳ କଷିଥିଲା

ଫେରାର ମହିଳା ଅପରାଧୀଙ୍କ ମଧ୍ୟରେ ଶୋଭା ଆୟାରଙ୍କ ନାମ ରହିଛି, କିନ୍ତୁ ପୋଲିସ ଏହାଙ୍କର ଗୋଟିଏବି ଫଟୋରଖନି, ଯେଉଁଥିପାଇଁ ତାଙ୍କୁ ଧରିବା ମୁସ୍କିଲ ହୋଇପଡ଼ିଛି ତାଙ୍କ ନାମରେ ରେଡ୍ କର୍ନର ନୋଟିସ୍ ଜାରି ହେବା ସହ ଭଲ ପୁରସ୍କାର ରାଶିବି ରହିଛି
ବ୍ରିଟେନ୍ରେ ୧୯୯୯-୨୦୦୦ ୨୦ ୦୭- ମଧ୍ୟରେ ମହିଳା ଅପରାଧୀଙ୍କ ସଂଖ୍ଯା ଦୁଇଗୁଣ ହୋଇଛି | ଇଂଲଣ୍ଡରଞ୍ତେଲ୍ସ ଜେଲରେ ୧୯ ୯୩ରୁ ୨୦୦୫ ମଧ୍ୟରେ ମହିଳା ଅପରାଧୀଙ୍କ ସଂଖ୍ୟା ତିନିଗୁଣ ବଢିଛି ତେବେ ଏବେ ଏହିସଂଖ୍ୟା କମିବାରେ ଲାଗିଛି କିନ୍ତୁ ଏବେବି ନବେ ଦଶକ ମୁକାବଲାରେ ଜେଲରେ ଦୁଇହଜାରରୁ ଅଧ୍ରକ ମହିଳା ଅପରାଧୀ ରହିଥିବା ଜଣାଯାଏ ଏମିତିକି ଏମାନଙ୍କ ମଧ୍ୟରୁ କୌଣସି ମହିଳା ଅପରାଧୀଙ୍କ ନାମ ଯଦି ଉଠାଯାଏ ଲୋକମାନେ ଚମକିପଡ଼ନ୍ତି ଆଗ ଜମାନାରେ ମହିଳମାନେ ହିଂସା ମାମଲାରେ ସାମିଲ ହେଉଥିଲେ ଯଦି ତାଙ୍କୁ ବହୁତ ସାହସୀ ବୋଲି
କୂହାଯାଉଥିଲା ସାରା ବିଶ୍ଵରେ ଆଜିବି ଅନେକ ମହିଳା ସେନା ତୁଳନାରେ ଆଗକୁ ବଢି ମହିଳାମାନଙ୍କୁ ହିଂସ୍ରକ କରିବାକୁ ପ୍ରଶିକ୍ଷଣ ଦେଇଆସୁଥିବା ଦେଖାଯାଏ ଦ୍ଵିତୀୟ ବିଶ୍ବଯୁଦ୍ଧ କାଳରେ ସ୍ଵୟଂ ହିଟ୍ଲର ପାଞ୍ଚଳକ୍ଷ ମହିଳାଙ୍କୁ ଟ୍ରେନିଂ ଦେଇ ପ୍ରସ୍ତୁତ କରିଥ୍ବଲେ ଏମାନଙ୍କୁ ଇହୁଦୀମାନଙ୍କୁ ନିର୍ଯାତନା ଦିଆଯାଉଥିବା ଶିବିର ଜଗିବା କାମରେ ଲଗାଯାଉଥିଲା ଅନେକ ସମୟରେ ଏହି ମହିଳାମାନେ ଅପରାଧୀକ କାମ ବି କରିଥାନି ପରେ ଏମାନଙ୍କ ମଧ୍ୟରୁ ଅନେକ ମହିଳାଙ୍କ ନାମରେ ଯୁଦ୍ଧ ଅପରାଧ ଲାଗିଥିଲା

ରୁଆଣ୍ଡାରେ ହୋଇଥିବା ନରସଂହାରରେ ବି ମହିଳାଙ୍କ ନାମ ଆସେ ସତୁରୀ ଦଶକରେ ପୁରୁଷମାନେ ମହିଳାଙ୍କ ଉପରେ ଅତ୍ୟାଚାରକୁ ଗୁରୁତ୍ଵ ଦିଆଯାଇଥିଲା, ତେଣୁ ମହିଳା ଅପରାଧ ଉପରେ ଧାନ କମ୍ କେନ୍ଦ୍ରିତ ହୋଇଥିଲା ଆଜିର ତାରିଖରେ ଦେଖ୍ବଲେ ପୁରୁଷ ମହିଳା ଅପରାଧରେ ସମାନ ସମାନ ଭାଗୀଦାର ଲଣ୍ଡନ ସ୍କୁଲ ଅଫ୍
ଇକୋନୋମିକ୍ସର ଫ୍ରାନ୍ସେସ୍ ହିଡେନ୍ସନ୍ କୁହନ୍ତିକି ମହିଳାଙ୍କ ଅପରାଧ ବଢ଼ୁଛି, କିନ୍ତୁ ଏତେବି ନୁହେଁ ଯେତେ ଦାବି କରାଯାଉଛି

ସାଧାରଣ ଭାବେ ଦେଖିଲେ ମହିଳାମାନେ ଜଣାଶୁଣା ଲୋକଙ୍କ ଉପରେ ଅପରାଧ କରନ୍ତି ମହିଳାଙ୍କ ଅପରାଧରଶିକାର ହୁଅନି ପିଲା, ବୁଢା ବିକଳାଙ୍ଗ ସେମାନେ ଏହି ଅପରାଧ ଆଢୁଆଳରେ ରହି କରିଥାନ୍ତି ଘରେହେଉଥିବା ହିଂସାରେ ପ୍ରାୟ ଦେଖାଯାଏ ମହିଳାମାନେ ପୁରୁଷଙ୍କ ସହିତ ମିଶି ଏହାକୁ କରିଥାନ୍ତି ଏହିଭଳି
ଦେଖୁବାକୁ ଗଲେ ଆଜି ଆତଙ୍କବାଦୀ ଘଟଣା, ନକ୍ସଲବାଦ, ଡ୍ରଗ୍ସ ତସ୍କରୀ ଆଦି କାମରେ ମହିଳାମାନେପୁରୁଷଙ୍କ ସହିତ ମିଶି କରିଥାନ୍ତି ୧୯୯୩ ମସିହାରେ ବେବର୍ଳି ଏଲିଟ୍ ନାମରେ ଜଣେ ନର୍ସ ଚାରି ଶିଶୁଙ୍କୁ ମାରିବା ସହ ଆହୁରି କିଛି ଲୋକଙ୍କର କ୍ଷତି ପହଁଚାଇବା ଘଟଣାରେ ତାଙ୍କୁ ଦଣ୍ଡାଦେଶ ହୋଇଥିଲା ବେବଲ୍ଲୈଙ୍କୁ ଏଞ୍ଜେଲ ଅଫ୍ ଡେଥ୍ ନାମରେ କୁହାଯାଏ

ଅନ୍ୟପକ୍ଷରେ ଯେତେବେଳେ ମହିଳାମାନେ ଅପରାଧ କରନ୍ତି ଏହାର ଚର୍ଚ୍ଚା ପୁରୁଷ ତୁଳନାରେ ଅଧ୍ଵକ ହୋଇଥାଏକିଛି ଲୋକ କୁହନ୍ତି ମହିଳାମାନେ ହିଂସ୍ରକ ପୁରୁଷ ସହିତ ମିଶିବା ପରେ ଏହି କାମ କରିବାକୁ ମନ ବଳାଇଥାଚ୍ତି |ଇଂଲଣ୍ଡର ଞ୍ଵେଲ୍ଗରେ ହୋଇଥିବା ସର୍ଭେ ମୁତାବକ ୨୭ ପ୍ରତିଶତ ମହିଳା ୧୩ ପ୍ରତିଶତ ପୁରୁଷ ଘରୋଇହିଂସାର ଶିକାର ହୋଇଥିଲେ ଏହାର ଅର୍ଥ ଇଂଲଣ୍ଡ ଞ୍ଚେଲ୍ସରେ ମୋଟ୍ ୩ଟ୍ଟକ୍ଷ ମହିଳା ୨୨ ଲକ୍ଷ ପୁରୁଷ,ଘରୋଇ ହିଂସାର ଶିକାର ହୋଇଥିଲେ ଏହିଠାରୁ ସେମାନେ ଅପରାଧ୍କ ଦୁନିଆକୁ ଯିବାକୁ ଆରମ୍ଭ କରିଥିଲେ୨୦ ୧୩ରେ ଆମେରିକାରେ ହୋଇଥିବା ସର୍ଭେ ଅନୁସାରେ ୪୪ ପ୍ରତିଶତ ଲେସ୍ ବ୍ରିଆନ୍ ମହିଳାଙ୍କ ସହିତତାଙ୍କର ସାଥୀମାନେ ହିଂସା କରିଥିଲେ ସାଧାରଣ ମହିଳାଙ୍କ ତୁଳନାରେ ଏହି ଆକଳନ ୩୫ ପ୍ରତିଶତ ଥିଲା
ଦେଖାଯାଏ ମହିଳାଙ୍କ ଉପରେ ଅଧୁକ ଆକ୍ରମଣ ମହିଳାହିଁ କରନ୍ତି ବ୍ବିଟେନ୍ରେ ଘରୋଇ ହିଂସାର ଅଭିଯୋଗକରୁଥିବା ଅଧ୍ବକାଂଶ ପିଲାଙ୍କ ଉପରେ ମହିଳାମାନେ ହିଂସା କାର୍ଯ୍ୟ କରିଥିଲେ ଏହି ଭଳି ଘର ଭିତରେ ପିଲାଙ୍କଠାରେ ସେକ୍ସ୍ ଅପରାଧର ମୋଟ୍ ମାମଲାରୁ ୧୦ ରୁ ୨୦ ପ୍ରତିଶତ ପଛରେ ମହିଳା ରହିଛନ୍ତିବ୍ରିଟେନ୍ରେ ଏକ
ବର୍ଷରୁ କମ୍ ବୟସର ମହିଳାଙ୍କ ହତ୍ୟା ପଛରେ ପ୍ରାୟ ମହିଳାଙ୍କ ହାତ ଥିବା ଜଣାଯାଏ ମହିଳାମାନେ ପିଲାଙ୍କୁମାର୍ ପିଟ୍ କରନ୍ତି ଅନେକ ସମୟରେ ମାନିଜ ପିଲାଙ୍କୁ ଜୀବନରୁ ମାରିଦିଏ ଅପରାଧ କରୁଥିବା ମହିଳାଙ୍କୁ କ୍ଷମା କରିବା ବହୁତ ମୁସ୍କରଲ, କାରଣ ସେମାନଙ୍କଦ୍ଵାରା ହେଉଥିବା ଅପରାଧସଦ୍ମା ଦେବା ଭଳି ମହିଳାମାନେ ହିଂସ୍ରକ ବା ଅପରାଧୀ ହେବା ପଛରେ ଘରୋଇ ହିଂସା ଦାୟୀ ହୋଇଥାଏ ଅନେକ ସମୟରେ ସେମାନେ ପିଲାଦିନେ ଭୟାନକ ବଳାକ୍କଳାରର ଶିକାର ହୋଇଥାନ୍ତି ତେଣୁ ଏଭଳି କ୍ଷେତ୍ରରେ ସେମାନଙ୍କ ସହିତ କଥା ହୋଇ ସେମାନଙ୍କ ମନକୁ ହାଲ୍କା କରିବା

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...