Wednesday, 28 February 2018

ଚୟନିକାର ଭୁଲ





ଅରୁଣବାବୁ  ଓ ଅନି ତାରାଣୀଙ୍କ ଗୋଟିଏ ଟୋଲି ଝିଅ ଚୟନିଚ୍ଚା! ସେ ବେଖିବା କୁ  ଯେଭଳି  ସୁନ୍ଦରା ଥିଲା ପାଠପଢାରେ ମଧ୍ୟ ସେହିଭଳି ଧୁରନ୍ଧର ଥିଲା! ପିଲାଟି ବେଳୁତା’ର ଇଚ୍ଛା  ଥିଲା ସେ ନିଜର ଏକ ସ୍ଵତନ୍ତ୍ର ପରିଚୟ ତିଆରି କରିବା ଆଉ ଏହା କରିବାକୁ ହେଲେ ଖୁବ୍ ମନ ଲଗେଇ ପାଠ ପଢିବାକୁ ହେବା ସେଥିଲାଗି ସେ ମୂଳରୁ ମନ ଦେର ପାଠ ପତୂଥିଲା ! ପାଠକୁ ଛାଡ଼ି ଦେଲେ   ତା’ର ଅନ୍ୟ କୌଣସି କାମରେମନନଥିଲା ! !ସ୍କୁରପ!ଠଶେଷ କରିସେ ବି ଫାର୍ମ! କଲା  ! ପରେ ଏମ୍ ଚିଏ ମଧ୍ୟ କଲା  ! ଏହାସତ୍ୱେ  ତା’ ମନ ମାନିଲା ନି ଯେ, ଶେଷକୁ ସେ ନସିଂ କୋର୍ସ କଲା ! ଏହାପରେ ଚାକିରି ଖୋଜିବାରେ ଲା ଗି ପଢ଼ିଲା! ଅଗୁଣ ଓ ଅନିତା ଙ୍କ ଗୋଟିଏ ଟୋପି ଝିଅ ହୋରଥିବା ରୁ ସେମାନେ ତା କୁ  ସବୁ ସ୍ଵେହ ଓ ଭଲପାଇବା ଦ୍ଦେରଥିଲେ !ସେତିକି ନୂହେଁ” ଅରୁଣବାବୁ ତାକୁ ସବୁପ୍ରକାର ସ୍ବାଧୀନତା ମଧ୍ୟ ଦ୍ଦେରଥିଲେ ସେ ନିଶ୍ଚିତ ଥିଲେ ଯେ, ଚୟନିକା  ସଦୁକରିବ ହେରେ ତାଙ୍କ ମଥା ନାଇଁ ଯିବା ଭଳି କୌଣସି କାମ କରିବ ନାହିଁ!

ଅପରପକ୍ଷରେ, ଚୟନିନ୍ଦାର ପଢାପଢି ସରିଗରା ପରେ ଅରୁଣଚାରୁଓ ଅନି ତା  ତା’ର ବାହାଘର କଥା ଚିନ୍ତା କରିବାରେ ଲାଗିଲେ! ତା’ଛଡ଼ା ଚୟ ନିକ!ବି ବିବାହ ଯୋଗ୍ୟ  ହୋଇସାରିଥିଲା! ସେତିକି ନୁହେଁ, ଚୟ ନିକ! ଭଳି ଗୋଟେ ସୁନ୍ଦରୀ ଆଉ ଶିକ୍ଷିତା ଝିଅ କୁ  ନୋହୁ କରିନେ ବା ପାଇଁ ପୁଅଙ୍କ ବାପାମାନେ ଅରୁନ ବାବୁଙ୍କ  ନିକତରେ ଧାତି ଲଗାଇ ବାରେ  ଲୀଗିଥିଲେ ! ହେରେ ଚୟନିନ୍ଦା ବାପାମା’କୁ କହିଲୀ- ମୁଁଚ୍ଚାଣେ ମେ! ବାହାଘର କରିବା ତୁମର ଦାୟିତ୍ଵ ! ଆଉ ସେ କାମ ମୁଁ ତୁମ ମାନକୁ କରିବ! ପାଇଁଦେବି ! ହେଲେ  ବାପା, ମୋତେ ଏବେ କିଛିଦିନ ସମୟ ଦିଅନ୍ତୁ! ମୁଁ ଏତେପାଠ ପଢ଼ିଲି ତାକୁ ବେକାର ହେବାକୁ ଦିଅନ୍ତୁ ନାହିଁ ମୁ ଚାକିରି କରିବି! ଆଉ ତା’ପରେ ତୁମେ ଦୁଃହଁ ମୋତେ ବାହା କରିଦେଇ ତୂମର ଦାୟିତ୍ଵ ଶେଷ କରିଦେବ!
ଚୟନିକାକୁ  ଭଲ ଭାବ ରେ  ନ୍ଦାଣିଥିଲେ ଉ ଭୟେ ଅରୁ ଣବାବୁ ଓ ଅନିତାକେବୀ! ସେମାନେ କୌଣସି ପରିପ୍ରେକ୍ଷୀରେ ତା’ ମନ ଭାନଜି ଦେ ବୋକୁ ଚ୍ଚାହୁଁନ ଥିଲେ ତେଣୁ ସେମାନେ ତା  କଥାରେ ହଁ ମାରିଲେ ଓ ସେହି ଶୁଭଦିନ ଆସିଚାକୁ ଅଯେକ୍ଷା କଲେ  ! ଚୟନିକ!କଲିକତାର ବି.ଏମ୍ବ ବିରଳା ହସିଟାଲ୍ ରେ ଷ୍ଟାଫ୍ ନର୍ସଭାବରେ ଯୋଗଦେଲା  ! ଝିଅ ଚାକିରି ପାରଥିବା  ଯା ଣିସେଦିନ ଅରୁ ଣବାତୂଙ୍କ ପାଦ ତବେ ଲାଗି ନ ଥିଲା!ନିର୍ଧା ରିତ ଦିନ ବି.ଏମ୍ ବି ରଲା ଡାକ୍ତରଖାନାରେ ଷ୍ଟାଫ୍ ନର୍ସ ଭାବେ ଯୋଗହେଲା ଚୟ ନିକା! ସେହିଡାକ୍ତରଖାନାର ଜଣେ ଡାକ୍ତର ଥିଲେ ରଫିକ୍ ହଦ୍ ମିର୍ଜା !ଚ୍ଚଣେଯୁବ ଡାକ୍ତର ଭାବରେ ରପିକ୍ ମୀର୍ଜାଙ୍କରସେଠାରେ ଖୁବ୍ ନାମ ତାକ ଥିଲା! ସେ ମାସକୁ ୭୫ହଢାର ଟଙ୍କା ଦରମା ପାରଥିଲେ ’ ଯୁବକ ଥିଲେ ଦେଖିବା କୁ ବି ଥିଲେ ସ୍ବାର୍ଟ ଆର ହ୍ୟା ଣ୍ଡସମ୍!

ଗୋଟିଏ ଡାକ୍ତରଖାନାରେ କାମ କରୁ ଥିବା  ହେତୁ ଚୟନିକା ଏବଂ ଡାକ୍ତର ମିର୍ଜାଙ୍କର ସାକ୍ଷାତ ହେବା ଥିଲା  ସ୍ବାଭାବିକ! ମାତ୍ର ସେ ମାନଙ୍କର  ସାକ୍ଷାତ୍ କଦାଚିତ୍ସ୍ବାଭାବିକ ହେବାର ନ ଥିଲା ! କାରଣ ପ୍ରଥମ ଦେଖା  ହିଁ ଦୁହିଁଙ୍କ ଭିତରେ  ଦୁଇଜଣଙ୍କ ସ୍ଵରୁ ପକୁ ସମ୍ପୂର୍ଣ୍ଣ ରୁ ପେ ବଦଳେଇ ଦେଲୀ!ଡାକ୍ତର ମିର୍ଜା ଚୟନିକା ଉପରୁ ସହଜରେ ଆଖ୍ ଫେରେଇ ପାରିଲେ ନାହିଁଚୟନିଚ୍ଚାର ହସ, ତା’ର ଠାଣି ଆଉ ଆଖୁର ଚାହାଣି ସତେ ଯେମିତି ତାଙ୍କର ହୃଦୟକୁ ବାନ୍ଧି ଦେଲା  ! ଡାକ୍ତର ମିର୍ଜାକୁ  ଦେଖିବା  ପରେ ଚୟନିଚ୍ଚା ଆଉ ପୂର୍ବର
ଚୟନିଚ୍ଚା ହେଇ ରହି ନ ଥ୍ରା! ଏଯାବତ୍ କାହାକୁ  ପ୍ରେମ କରି ନ ଥିବା  କିମ୍ବା ପ୍ରେମ କଥା ସ୍ଵପରେ ଭାବି ନ ଥିବା  ଚୟନିଚ୍ଚା କୁ ଲାଗୁ ଥିଲା- ସମ୍ଭବତଃ ତା’ରି ପାଇଁ ବି ଧାତା ଡାକ୍ତର ମିର୍ଜାକୁ  ତିଆରି କରିଛନ୍ତି  ଯେତେବେଳେ ତା’ ମା’ବାପା ଜାଣିବେଯେ, ଡାକ୍ତର ମିର୍ଜା ତାଙ୍କ କ୍ରାଇଁ ହେବାକୁ ଯାଭଛଚ୍ଚି ସେତେବେଳେ  ସେ କେତେ ଖୁସି ନ ହେବେ ପେ!
ଚୟନିଚ୍ଚା  ତା’ ବାପାମା’କୁ  ଭଲ ଭାବ ରେ ଚ୍ଚାଣିଥିଲା  ! ସେ ନିଶ୍ଚିତ ଥିଲା ଯେ, ସେମାନେକେବେ ବି ତା’ ପସନ୍ଦକୁ ନାକଚ କନିଃବନାହିଁ ! ପୁଣି ଚ୍ଚାଢିଗୋତ୍ର ନେଇ ସେମାନ ଙ୍କ  ଭିତରେ  କୌଣସି ରକ୍ଷଣଶୀଳତା ନ ଥିଲା  ! ସେଥିଲାଗି ଡାକ୍ତର ମିର୍ଜାକୁ ଭଲପାଇ ବସିଲା ଚୟନିଚ୍ଚା ଆଉ ଅପେକ୍ଷା କଲା ଜେବେ ଡାକ୍ତର ମିର୍ଜା ତାଙ୍କ ଭିତରର ଭଲପାଇବାକୁତା’ ଆଗକୁଆଣିବେ ଆଉ ସେ ତାକୁ ତା’ର ହୃଦୟ ସମର୍ପଣ କରିଦେବେ!
 ଖୁବ୍ ଶୀଘ୍ର ଆସିଲା ସେମିତି ଗୋଟେ ଦିନ ଯେଉଁଦିନ ଡାକ୍ତର ମିର୍ଜା ତାଳୁ ନେଇଗଲେ ଏକ ପାର୍କ କୁ ,ୟା’ଭିତରେ ସେମାନେ ବନ୍ଧୁତା ସମ୍ପର୍କ ବାନ୍ଧି ସାରିଥିଲେ! ପାର୍କରେ ପହଂଚିବା   ପରେ ଡାକ୍ତର ମିର୍ଜା ଚୟନିକ! ହାତକୁ ଧରିପକେକରେ ଆଉ କହିଲେ- ମୁଁଜୁମକୁ  ଭଲପାଏ! ଏଇ ତିନୋଟି ଶକ ଶୁଣିବାକୁ ବ୍ୟାକୁଳ  ହେଇ ଅପେକ୍ଷା କରିଥିଲା ଚୟନିଚ୍ଚା  ! ସେସାମାନ୍ୟ ବିଳମ୍ବ କଲାନାହିଁ ତାଙ୍କ ଭଲପାଇବାକୁ ସ୍ୱୀକାର କରିବା ପାଇଁ କିମ୍ବା ନିଜର ପ୍ରେମକୁ ପ୍ରକାଶ କରିବା ପାଇଁ ! ବାସ୍, ସେକ ମୁନୃର୍ଭରେ ସେମାନକ
ସମ୍ପର୍କ ଏକ ସ୍ଵତନ୍ତ୍ର ସମ୍ପର୍କ ବନି ଗଲା! ସେମାନେ ଆଉ ଡାକର ନର୍ସ ହୋଇ  କହିଲେ ନାହିଁ! ବନି ଗଲେ ପ୍ରେମିକ ପ୍ରେମିକା! ଡାକ୍ତର ମିର୍ଜା କନୁଥିଲେ  ତୁମେ ମୋ ପାଇଁ କେବଳ ସୁନ୍ଦରା ଝିଅ ଟେ ନୁହେଁ! ତୁମେ  ମୋ ହୃଦୟୀ ତୁ ମେ ମୋ ଆଖି ର ସ୍ବପ୍ନ  ମୋ ଛାତିର ସ୍ପନ୍ଦନ  ସତକୁ ସତ ଡାକର ମିର୍ଜା ପାଗଳ  ହେଇ ଯାକଥିଲେ ଚୟନିଚ୍ଚା କୁ ନେଇ  ଆଉ ଚୟନିକ’ ମଧ୍ୟ କିଛିକମ୍ ନ ଥିଲା
ଶୀତ ତପ  ନିୟନ୍ତିତ ହୋଟେଲ ର ନିଭୃତ ରୁ ମ୍ ଭିତରେ ଡାକ୍ତର ମିର୍ଜାଙ୍କ ଛାତିରେ ମୁଣ୍ଡ ଜାକି ଚୟନିକ ଭାବୁ ଥିଲା  ସତରେ କ’ଣ ପ୍ରେମ ଏତେ ସୁନ୍ଦର... ଆଉ ଏଇଥ୍ପାଇଁ କଣ ପ୍ରେମରେ ପଡ଼ିବା ପରେ ଦୁନିଆର ରୂପ ରଙ୍ଗ  ରସ ବଦଵିଯାଏ!
ଚୟନିକା ଓ ଡାକ୍ତର ମିର୍ଜାଙ୍କ ମଧ୍ୟରେ କୌଣସିଜିନିସ ଅଦେୟ  ନ ଥିଲା ! ସେମାନେ ସିନା ଉପରକୁବାହା ହେଉ ନ ଥିଲେ ; ହେଲେ ସେମାନେ ଆକ୍ଷରିକ ଅର୍ଥରେ ସ୍ବାମାପ୍ତା ହେଇ ସାରିଥିଲେ ! ଏଥ୍ ପାଇଁ ଚୟନିକା ମନରେ ମଧ୍ୟ ସାମାନ୍ୟ ଚି ଅନୁଶୋଚନା କିମ୍ବା ଦୂର ଭି ସନ୍ଧି ନଥିଲା ,ସେ ତ ତାପ୍ତର ମିର୍ଜା ଭଳି କଣେ ସୌମା ସୁନ୍ଦର ଉଚ୍ଚ  ଦରମାସମ୍ପନ୍ନ ଯୂଷୁଷକୁ  ପାଇଥିବା  ହେତୁ  ପ୍ରତି ମୁହୁର୍ତରେ  ଭଗବାନ ଙ୍କୁ  କୃତଜ୍ଞନ୍ତା  ଜ୍ଞାପନ କରୁଥିଲା

ହେଲେ ଏସବୁରେ ଟୁଇଷ୍ଟ   ଆସିଲା ସେହିଦିନ ଯେଉଁଦିନ ଚୟନିକା ଜାଣି ଲା ତା’ର ହୃଦୟର ମଣିଷଯାହୀକୁ ସେ ନିଜର ସର୍ବସ୍ଵ ଅର୍ପଣ କରିସାରିଛି ଯାହା ନିକଟରେ ନିଜର  ମନକୁ ନିକ ତରଫରୁ ବନ୍ଦା ପକେଇ ସାରିଛି ସେଇଟା ଗୋଟେ ଫ୍ରୁଡ଼  ମିଛୁ ଆ! ଭଣ୍ଡ ! ସେ ତାକୁ ଏଯାଏ ଯେଉଁକଥା କହିଛି ସେସବୁ ନାଟକ! ସେ ଏକୁଟିଆ ତା’ ଛାତିର ସ୍ପନ୍ଦନ  ନୁହେଁ କି ତା’ ଆଖ୍ ର ସ୍ବପ୍ନ  ନୁ ହେଁ; ଅଧ୍ କନ୍ତୁ ତା’ ଇଳି ଅନେକ ସୁନ୍ଦରୀ ଝିଅକୁ ସେ ଏହି କଥା କହିସାରିଛି!ଏକଥା ଜାଣିବା ପରେ ଚୟନିକା କେବଳ ଆଶ୍ଚର୍ଯ୍ୟହେଲାନାହିଁ; ନିଜକୁ ଧିକ୍କାର  କରିବାକୁ ଲାଗିଲା! ଛି ! ଏମିତି ଗୋଟେ ଯୁବକକୁ  ନ ଜାଣି ସେ ତା’ ହୃଦୟ ଦେଇଦେଲା ଯାହା ହୃଦୟରେ ତା’ ଲାଗିକୌଣସି ସ୍ଥାନ ନାହିଁ! ସେ କେବଳ  ନିକ ହୃଦୟ ଦ୍ଦେରନାହିଁ; ତାକୁ ତା’ ବାପାମା’ଙ୍କ ଦ୍ଵାଇଁର ଆସନ
ବି ଦେଇବେରଛି; ଯେଉଁମାନେ ଅନ୍ଧ ଭଳି  ତାକୁ ଇଲପାଆନ୍ତି ! ବିଶ୍ବାସ କରନ୍ତି
 ତିକ୍ତ  ମନଙ୍କୁ ମଧୁର କରିବା ସହଜ ନୁହେଁ! ପୁଣି ଚୟନିକାର ମନ ଭାଙ୍ଗି  ଯାଇଥିଲା! ସେ ମନକଥା ମନରେ ରଖ୍ ରିଏମ୍ବଵିରଲା ହସିଟାଲରୁ ଇସ୍ତଫା ଦେଇଦେଲା!  ସିମ୍କାର୍ଡ଼ ବଦଜେରଦେଲା ଓ ଜାମସେଦପୁର ଫେରିଆସିଲା ’ଚୟନିକାପାଇଁକାମର ଅଭାବ ନ ଥିଲା ! ସେ ଜାମସେଦପୁରର ମେଡିତ୍ରିନା  ହସିଟାଲ୍ ରେ ଜଏନ କଲା ’ ଆଉ ତା’ର ଯୋଗ୍ୟତାକୁ ଦେଖ୍ ମେଡ଼ିକାଲ ରର୍ତ୍ତପକ୍ଷ ତାକୁ ଅପରେଶନ୍ ଥ୍ଏଟର  ମୁଖ୍ୟ ଭାବରେ ନିଯୁକ୍ତି  ଦେଲେ!

ଏକ ଦୁଃସ୍ବପ୍ନ  ଭାବି ଚୟନିଚ୍ଚା ଭୃଗିଗଲା  ଡାକ୍ତର  ମିର୍ଜାକୁ ! ପୁଣି ନିଜ ପାଖରେ ବାପାମା’କୁ  ପାଇତା’ ପାଦ ତଜେ ଲାଗୁ ନ ଥ୍ରୀ! ସେ ଭାଟୁଥିଲା’ ବାପାମା’ଙ୍କ ଠାରୁ ସତରେ ଆଉ  କିଏ ଆପଣାର! କ’ଣ ପାଇଁ ଡାକ୍ତର  ମିର୍ଜା ଭଳି ହିପୋକ୍ରାଟ୍ କୂସେ ଚା’ ଛାତି ଭିତରେ ସାଇତି ରଖି ନିଜେ ଜଳିବ   ଆଉ ତା’ର ବାପାମା’କୁ  ଢକେଇବା ଏକଥା ଭାବି ଚୟନିକ! ସିନା ନିଜ ଛାତି ଭିକରୁ ଡାକ୍ତର  ମିର୍ଜାକୁ ବାହାଇ କରିଦେଲା,ହେଲେ ଡାକ୍ତର  ମିର୍ଜାଙ୍କ ଛାତି ଭିତରେ  ସେ ବସି ରହି ଥିଲା ପଥର ପାଇଟି! ଚୟଜିକାକୁ ନ ପାଇ ଡାକ୍ତରମିର୍ଜା ପାଗଳ ହୋଇଗଲେ! ସେ ଯେତେବେଳେଶୁଣିଲେ ଯେ, କୟଜିକା ଇସ୍ତଫା କେଇ ଚାଳି ଯାଇ ଛିସେତେବେବେ ତାକ ମୁଣ୍ଡ କାମ କଲାନାହିଁ! ପୁଣିସିମ୍ଚ୍ଚାର୍ଡ଼ ବଦଳେଇ  ଦ୍ଦେଇଥିବା ରୁ କୟନିକାକୁ କଣ୍ଟାକ୍ଟକରିବା ବି ସମ୍ଭବ ନ ଥିଲା ! ସେ କଲିକତାର ସବୁ ଡାକ୍ତରଖାନା ଓ ପ୍ରାଇଭେଟ୍ ନସି‘ହୋମ୍ୱ ଖୋଜିଲେ! କାରଣ ସେ ଚ୍ଚା’ଣିଥିଲେ ୟେନିକ! ଚାକିରି ଛାଡ଼ିଘରେବସିବା ଭଳି ଝିଅ ନୁହେଁ  ଆଉ ସେ ଯଦି ଚାକିରି କରିବ ତା’ହେଲେ ମେଡ଼ିକାଲ ନ ହେଲେ ଘରୋଇନସିଂହୋମ ରେ  ! ସେତିକି ବେଳେ  ସେ ଖବର ପାଇଲେ ଯେ, ଚୟ ନିକ! କଲିକତା  ଛାଡ଼ି ଜୀମସେଦ୍ ପୁର ଚାଲି ଯାରଛି! ସେ ଛୁଟି ନେର ଜାମସେଦପୁରଆସିଲେ! ପ୍ରତିଟି ଡାବ୍ଧରଖାନ! ଖୋଜି ଶେଷକୁ ଚୟନିକା ର ଠିକଣା  ପାଇଲେ! ବହୁପରିଶ୍ରମ କରିବା ପରେ ତାଙ୍କୁ  ମିଳିଲା  ଚୟନିମ୍ୟା ଫୋନ୍ ନମ୍ବର!ସେ ତାଙ୍କୁ ଅନୁରୋଧ କଲେ  ଦେଖା  କରିବା ପାଇଁ! ଚୟନିକା! ଭାବିଲା, ଥରୁଟେ ସେ ଦେଖା କରିବା ଆଉ ତାଙ୍କ ସହ ସମ୍ପର୍କ ଶେଷ କରିଦେବା ହେରେ ଏଇଠି ଭୁଲ କଲା  ଚୟନିଚ୍ଚା! ଡାକ୍ତର ମିର୍ଜାଙ୍କ ପାଖରେ ପହଂଚି  ତାଳୁ ବୁଝେଇବାକୁ ଚେଷ୍ଟାକଲା ! ! ମାତ୍ର ସତକୁସତ ପାଗଳ  ହେରଯାରଥିଲେ ଡାକ୍ତର ମିର୍ଜା! ତା’ ଗଳା     ଚିପି ତାକୁ ମାରିଦେଲେ! ଚୟନିକା ର ମୃତୁ ପରେ   ଆରୋପୀ ଡାକ୍ତର ରୁମ କୁ  ବାହର ପଟୁ ବଂଦ କରୀ  ହୋଟଲ ରୁ  ଚଯନିକା ର  ସ୍କୂଟୀ ନେଇ  ବିଷ୍ଟୁପୁର ବାଜାର ଯାଇ ସେଠାରୁ  6000 ଟଙ୍କା ଦେଇ ବଡ଼ା ଟ୍ରଲୀ ବୈଗ କିଣି  ହୋଟଲ ରେ ପହଁଚିଲା ।
-ବୈଗ ରେ  ଚଯନିକା ର ମୃତ ଶରୀର  ରଖି ସ୍ଟେଶନ କୁ ଚାଲିଗଲା । ଧାରା ପଡି ଯିବା   ଡର ରେ ସେ ସଡ଼କ କଡ ରେ ବୈଗ ରଖି ଫେରାର ହୋଇ ଗଲା ଚୟନିଚ୍ଚାକୁ  ହରେଇଅନାଥ ପଲଚିଗରେ ତା’ର ବାପମା’! କାରଣ ସେ ଥିଲା  ତାଙ୍କର ଗୋଟିଏ ବୋଲି ସମ୍ବଲ ! ସେହିଭଳିଅପରାଧୀର ମୋହର ନେଇ  ଜେଲ ରେ ନିଜର ପାପକୁ ପ୍ରାୟଶ୍ଚିତ୍ତ କରୁ ଥିଲେ ଡାକ୍ତର ମିର୍ଜା

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...