Showing posts with label ସମ୍ମାନ. Show all posts
Showing posts with label ସମ୍ମାନ. Show all posts

Thursday, 14 November 2019

ମୋବାଇଲ ଫୋନ୍ ଉଜାଡ଼ିଲା ସଂସାର


ପୁନମର ମନ ସକାଳୁ ଠିକ୍ ନଥିଲା। ପୁନମର ଚହେରରେ ଏକ ଅଳବ ପ୍ରକାର ଭୟ ଥିଲା। ପୂନମର ମନ ଖରାପ ଥିବା ଦେଖ୍ ସ୍ବାମୀ ବିନୟ ପଚାରିଥିଲା ସେ ଏମିତି ଚୁପ୍ଚାପ ମୁଣ୍ଡରେ ହାତ ଦେଇ କାହିଁ କି ବସିଛି। ସ୍ବାମୀର କଥା ଶୁଣି ପୁନମ ଆଖରେ ଲୁହ ଆସିଯାଇଥିଲା। ବିନୟ ବାରମ୍ବାର ପଚାରିବାରୁ ଘୁନମ ସତକଥା କହିଥିଲା।
ପୁନମ ତା'ର ମୋବାଇଲ ଆଣି ବିନୟକୁ ଦେଇଥିଲା। ବିନୟ ଦେଖୁଲା ପୁନମର ଇନବକ୍ଞସରେ ଲେଖା ଥିଲା, ମୋର ଜାନ୍ ତୋ ସୁନ୍ଦର ଚେହେରାର ମୁଁ ଦିୱ୍ଵାନା ହୋଇଯାଇଛି। ମୁଁ ଯେବେଠାରୁ ତତେ ଦେଖୁଛି ମୋ ଆଖୁରୁ ନିଦ ହଜିଯାଇଛି। ତୁ ତା” ଠାରୁ ଦୂରେଇ ଯାଇ ମୋ ପାଖକୁ ଚାଲିଆସ । ଏମିତି ମେସେଜ ପଢି ବିନୟ ରାଗିଯାଇଥିଲା। ପୁନମ ଡରି ଡରି କହିଥିଲା କେହି ଜଣେ ଏମିତି ଅଶ୍ଳୀଳ ମେସେଜ ପଠାଇ ହଇରାଣ କରୁଛି।
ଉତ୍ତରପ୍ରଦେଶର କଲ୍ୟାଣପୁର ଥାନା ଅନ୍ତର୍ଗତ ଇନ୍ଦ୍ରପୁରିରେ ବିନୟ ନିଜ ପରିବାର ସହିତ ରହୁ ଥିଲା। ସେ ପୁନମକୁ ବିବାହ କଲା ପରେ ବହୁତ ଖୁସିରେ ଥିଲା। ହେଲେ ଯେବେଠାରୁ ପୁନମକୁ ଅଶ୍ଳୀଳ ମେସେଳ
ଆସିବାକୁ ଲାଗିଲା ତା” ମୁହଁରୁ ଯେମିତି ଖୁସି ହଜି ଯାଇଥିଲା। ପ୍ରଥମେ ପୁନମ ସ୍ବାମୀକୁ କିଛି କହିନଥିଲା। ହେଲେ କଥା ବରଦାସ୍ତ ବାହାରକୁ ଚାଲିଗଲା ପରେ ସେ କହିଥିଲା। ଯେଉଁ ଫୋନ୍ ନମ୍ବରରୁ ମେସେଜ
ଆସିଥିଲା ବିନୟ ସେହି ଫୋନ୍ ନମ୍ଭରକୁ କଲ୍ କରିଥିଲା। ହେଲେ କଲ୍ କେହି ରିସିଭ କରିନ ଥିଲେ।



ପୁନମ କହିଥିଲା ବିନୟର ଅନୁପସ୍ଥିତିରେ ହିଁ ଏଭଳି ମେସେଳ୍ ଆସୁଛି। ଏକଥା ଶୁଣିଲା ପରେ ବିନୟ ଜାଣିପାରିଥିଲା ତାଂ ଉପରେ ବି ନଜର ରଖାଯାଉଛି। ଏଥର ବିନୟ କହିଥିଲା ଯଦି ଏହା ପରଠାରୁ ସେହି
ବଦମାସ୍ର କଲ୍ ଆସେ ତାଂ ସହିତ ମିଠା ମିଠା କଥା ହୋଇ ତାଂ ନାଁ ଏବଂ ଠିକଣା ହାସଲ କରିବୁ। ତାଂପରେ ମୁଁ ତାଂର ସବୁ ପ୍ରେମ ନିଶା ବାହାର କରିଦେବି। ଗୋଟିଏ ଦିନ ବିନୟ ଯେମିତି ଘରୁ ବାହାରିଲା ପୁନମ
ମୋବାଇଲକ୍ଟୁ କଲ୍ ଆସିଲା। ପୁନମ ହେଲୋ କହିବା କ୍ଷଣି ସେପଟୁ କେହି ଜଣେ କହିଲା ପୁନମ ତୁ କ'”ଣ ମତେ ଭୁଲିଗଲୁ। ପୁନମ ତାଂସହିତ ମିଠା ମିଠା କଥା ହେଲା ନାଁ ଜାଣିବା ପାଇଁ। ଆରପଟୁ ଲୋକଟି "“ କହିଲା ଦୁଇ ବର୍ଷ ତଳେ ସେ ପର୍ଣିଚର ତିଆରି କରିବାକୁ ଆସିଥିଲା ଦିନ ପୁନମକୁ ଦେଖିଥିଲା। ପୁନମ କଥା ଛଳରେ କହିଥିଲା ତୁମର ନାଁ ମୁଁ ଭୁଲିଯାଇଛି। ସେପଟୁ ରୋମାଣ୍ଟିକ ସ୍ବରରେ ଉତ୍ତର ମିଳିଥିଲା ଆରେ ମୁଁ ତୋର ଦିଧ୍ଵାନା ବିଜୟ ଯାଦବ। ବିଳୟ ଯାଦବ ନାଁ ଶୁଣି ସେ ଚମକି ପଡିଥିଲା। ସ୍ଵାମୀ ଘରକୁ ଆସିବା ପରେ ସେ ସବୁ କଥା କହିଥିଲା।

ବ୍ଲାକମେଲିଙ୍ଗ୍ କରିବା ଆରମ୍ଭ କରିଥିଲା
ବିନୟ ଧମକାଇବା ପରେ ପୁନମ ପାଖକୁ କିଛି ଦିନ ହେବ ବିଳୟର କଲ୍ କି ମେସେଜ୍ ଆସିନଥିଲା। କିନ୍ତୁ ୧୫-୨୦ ଦିନପରେ ପୁଣିଥରେ ସେ ପୂର୍ବ ଅପେକ୍ଷା ଅଧୁକ ହଇରାଣ କରିବାକୁ ଲାଗିଥିଲା ପୁନମ କୁ । ଦିନେ ପୁନମକୁ ଫୋନ୍ କରି ତାଂକୁ ଦେଖା କରିବାକୁ ଡାକିଥିଲା। ଘୁନମ ଆସିବାକୁ ମନା କରିବାରୁ ତାଂର ଘରକୁ ଯିବ ବୋଲି କହି ବ୍ଲାକମେଲିଙ୍ଗ୍ କରିଥିଲା। ପୁନମ ପୂରା ଡରିଯାଇ କାହାକୁ କିଛି ନ କହି ବିଳୟ କହିଥିବା ଜାଗାକୁ ଦେଖା କରିବାକୁ ଚାଲିଯାଇଥିଲା। ବିଜୟ ଯାଦବ ପୁନମକୁ ତା”ସହିତ ଶରୀରିକ ସଂପର୍କ ରଖୁ୍ବାକୁ କହିଥିଲା। ତା'କଥାରେ ରାଜି ନହୋଇ ଘୁନମ ସେଠୁ ପଳାଇ ଆସିଥିଲା। ବିଜୟ ଯେତେବେଳେ ଡାକୁଥିଲା ଅନିଚ୍ଛା ସଙ୍ଗେ
ପୁନମ ତାକୁ ଦେଖା କରିବାକୁ ଯାଉଥିଲା। ଦିନେ ପୂନମକୁ ସେ କିଛି ବିଷାକ୍ତ ଜିନିଷ ଦେଇ ଘରକୁ ପଠାଇଥିଲା। ତାଂକୁ କ୍ଷୀରରେ ମିଶାଇ ବିନୟକୁ ଦେବ ବୋଲି କହିଥିଲା। ବିଜୟ ଚାହୁଁ ଥିଲା ବିନୟ ତା' ରାସ୍ତାରୁ ହଟିଯିବା ପରେ ସେ ପୁନମକୁ ପାଇଯିବ। ହେଲେ ପୁନମ ସେହି ବିଷକୁ ସ୍ବାମୀକୁ ଦେବା ବଦଳରେ ନିଜେ ପିଇ ଦେଇଥିଲା। ଘରଲୋକ ପୁନମ କୁ ମେଡିକାଲ ନେଇ ଭଲ କରିଥିଲେ।


ଏହି କଥାକୁ ନେଇ ବିଜୟ ଏବଂ ବିନୟ ମଧ୍ୟରେ ପାଚିତୁଣ୍ଡ ଆରମ୍ଭ ହୋଇ ଯାଇଥିଲା। ଏହି ପାଟିତୁଣ୍ଡ ଏତେ ଳୋର ବଢି ଯାଇଥିଲା ଯେ ବିଜୟ ବିନୟର ଗେଡ଼କୁ ଗୁଳି ମାରିଥିଲା। ହେଲେ ବିନୟର ଜୀବନ ବଞ୍ଚି ଯାଇଥିଲା। ବିନୟ ଥାନା କଲ୍ୟାଣପୁରରେ ବିଜୟ ବିରୋଧରେ ଏଫ୍ଆଇ୍ଆର୍ ଲେଖାଇଥିଲା। ପୁଲିସ ବିଜୟକୁ ଗିରଫ କରି ଆଣିଥିଲା। ଏଥିପାଇଁ ବିଜୟକୁ ୧୦ ମାସ ଜେଲ୍ ହୋଇଥିଲା। ୯ ଅଗଷ୍ଟ ୨୦୧୭ରେ ସେ କାନପୁର ଜେଲରୁ ବାହାରକୁ ବାହାରିଲା। ବାହାରକୁ ଆସିବା ପରେ ବି ସେ ପୁନମର ସିଛା ଛାଡିନଥିଲା। ସେ ପୁନମକୁ ଦେଖା କରିବାକୁ ବହୁତ ଚେଷ୍ଟା କରିଥିଲା ହେଲେ ପୁନମର ସିମ୍କାର୍ଡ ପରିବର୍ଭନ ହୋଇଥିବାରୁ ସେ ତା'ର ନିକଟକୁ ପହଞ୍ଚିବାରେ ବିଫଳ ହୋଇଥିଲା।
ରଚିଥିଲା ଷଡ଼ଯନ୍ତ୍ର

ବହୁତ ଚେଷ୍ଟା ପରେ ବି ସେ ପୁନମ ପାଖରେ ପହଞ୍ଚି ନପାରିବାରୁ ଷଡ଼ଯନ୍ତ୍ର ରଚିଥିଲା। ସେ ଜଣେ ଝିଅକୁ ସେଲ୍ସ ଗର୍ଲ ବନେଇ ପୁନମର ଘରକୁ ପଠାଇଥିଲା। ଏହିଠାରୁ ବିଳୟକୁ ପୁଣିଥରେ ପୁନମର ନମ୍ବର ମିଳିଯାଇଥିଲା। ବିଜୟ ପୁଣିଥରେ ପୁନମକୁ କଲ୍ କରି ବ୍ଳାକ୍ମେଲିଙ୍ଗ୍ କରିବା ଆରମ୍ଭ କରିଥିଲା। ପୁନମକୁ ଏକାନ୍ତର ଦେଖା କରିବାକୁ ଡାକିଥିଲା। ପୁନମ ମନା କରିବାରୁ ଧମକ ଦେଇ କହିଥିଲା ସେ ତା'ର ସ୍ବାମୀର ଗାଡ଼ିରେ
ଚରସ ଏବଂ ନିଶା ସାମଗ୍ରୀ ରଖିଦେବ। ଆଉ ପୁଲିସକୁ ଫୋନ୍ କରି ତାଂକୁ ଗିରଫ କରି ଦେବ। ପୂନମ ଡରିଯାଇଥିଲା କାରଣ ବିଜୟ ପୂର୍ବରୁ ବିନୟକୁ ଗୁଳି ମାରି ପ୍ରଥମ ଟ୍ରେଲର ଦେଖାଇ ସାରିଥିଲା। ତଥାପି ପୁନମ ନମାନିବାରୁ ସେ ତାଂକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲା। ବିଳୟ ପୁନମସହିତ ନିଜର ଅଶ୍ଳୀଳ ଫଟେ ଫେସବୂକ୍ରେ ଅପଲୋଡ୍ କରି ଦେଇଥିଲା। ବିନୟ ଜାଣିବା ସହିତ ପୁନମ ଶାଶୂଗରଲୋକ ଏବଂ ସଂପର୍କୀୟମାନେ ଜାଣିଗଲେ।
ପ୍ରସ୍ତୁତ ହୋଇଥିଲା ହତ୍ୟା ଯୋଜନା

ସ୍ତୀର ଅଶ୍ଳୀଳ ଫଟେ ଦେଖୁ ବିନୟ ବହୁତ ରାଗିଯାଇଥିଲା । ସେଥିପାଇଁ ବିନୟ ତା'ର ବଡ଼ ଭାଇ ବିନୋଦକୁ କହିଥିଲା। ଶେଷରେ ପୁନମ, ବିନୋଦ ଏବଂ ବିନୟ ମିଶି ବିଜୟର ମୃତ୍ୟୁର ଜାଲ ତିଆରି କରିଥିଲେ । ଯୋଜନା ଅନୁସାରେ ପୂନମ ସନ୍ଧ୍ୟା ୬ଟାରେ ବିଜୟକୁ କଲ୍ କରି ତାଂକୁ ଦେଖା କରିବାକୁ ଅରାମ ପୁ ର ଥାନା ପଛ ଗଳିକୁ ଆସିବାକୁ କହିଥିଲା। ପୁନମର କଥାରେ ଫସି ବିଜୟ ସେହି ଗଳି ନିକଟକୁ ଆସିଥିଲା। ବିଜୟ ପୂନମ ସହିତ କଥା ହେବାକୁ ଯଉଥିବା ବେଳେ ଆଗରୁ ପ୍ରସ୍ତୁତ ହୋଇ ରହିଥିବା ବିନୟ ତା'ର ମୁଣ୍ଡକୁ ପ୍ରହାର କରିଥିଲା। ବିଳୟ ତଳେ ପଡିଯିବାରୁ ସମସ୍ତେ ମିଶି ତାଂକୁ ଧରିପକାଇ କଟୁରୀରେ ତା?ବେକକୁ ପ୍ରହାର କରି ସେଠାରୁ ଖସି ପଳାଇଥିଲେ। ହେଲେ ବିଜୟ ଜୀବିତ ଥିଲା। ସେହି ବାଟ ଦେଇ ଯାଉଥିବା ଜଣେ ବ୍ୟକ୍ତିକୁ ବିଜୟ ଉଦ୍ଧାର ପାଇଁ
ଡାକିଥିଲା। ବିଜୟର ଅବସ୍ଫା ସେତେବେଳକୁ ଖୁବ୍ ଗମ୍ଭୀର ଥିଲା। ବିଜୟ ସେହି ବ୍ୟକ୍ତିକୁ ତା'ର ବଡ଼ ଭାଇ ବୀରବାହାଦୂର ଯାଦବକୁ କଲ୍ କରି ସୂଚନା ଦେବାକୁ କହିଥିଲା। ବୀରବାହାଦୁର ଏବଂ ତାଂର ସାଥୀମାନେ ସେହି ସ୍ଥାନରୂ ମେଡିକାଲ୍ ନେଇଯାଇଥିଲେ । ଯିବା ବାଟରେ ବିଜୟ ହତ୍ୟା ପଛରେ ଥିବା ସମସ୍ତଙ୍କ ନାଁ ବଡ଼ ଭାଇକୁ କହି ଦେଇଥିଲା। ବୀରବାହାଦୁର ମୋବାଇଲରେ ଏହାର ରେକଙର୍ଡିଙ୍ଗ୍ କରି ଦେଇଥିଲା। ହେଲେ ମେଡିକାଲ୍ ନେବା ବାଟରେ ବିଜୟର ମୃତ୍ୟୁ ହୋଇ ଯାଇଥିଲା ।
ସମସ୍ତେ ଗିରଫ ହୋଇଥିଲେ

ଭାଇର ମୃତ୍ୟୁରେ ବୀରବାହାଦୁର ରାଗିଯାଇଥିଲା। ତାଂ ପାଖରେ ପ୍ରମାଣ ମଧ୍ୟ ଥିଲା। ସେ ତାଂର କିଛି ସମର୍ଥକଙ୍କୁ ନେଇ ଥାନାରେ ପହଞ୍ଚିଥିଲା ଏବଂ ଅପରାଧୀଙ୍କୁ ଯଥାଶୀଘ୍ର ଧରିବା ପାଇଁ ଦବୀ କରିଥିଲା। ପୁଲିସ ଚିମ୍ ୨୫ ନଭେମ୍ଭରକୁ ପୁନମ, ତାଂର ସ୍ବାମୀ ବିନୟ ଏବଂ ବଡ଼ ଭାଇ ବିନୋଦକୁ ଗିରଫ କରି ଆଣିଥିଲା। ପୁଲିସ ଆଗରେ ତିନିଜଣ ଅପରାଧୀ ନିଜର ଅପରାଧ ସ୍ବୀକାର କରି ନେଇଥିଲେ। ବିନୟ ପୁଲିସକୁ କହିଥିଲା ବିଜୟ ଜୋରଜବରଦସ୍ତି ତାଂର ସ୍ତ୍ରୀ ସହିତ ଶାରୀରିକ ସଂପର୍କ ରଖିବାକୁ ଚାହୁଁଥିବାରୁ ସେ ବିଳୟର ହତ୍ୟା କରିଥିଲା ।

ହତ୍ୟାରେ ପରିବାରଲୋକ ଥିଲେ ସାମିଲ୍


ତ୍ତତ୍ତରପ୍ରଦେଶ ଜିଲ୍ଲା ଏଟା ଥାନା ମାଲବାଁନ   ଅନ୍ତର୍ଗତ ବାହାଦୁର ପୁ ର   ଗା। ସେହି ଗାର ଜଣେ ବ୍ୟକ୍ତି କ୍ଷେତକୁ ଯାଉଥିବା ସମୟରେ ବୁଦା ମୁଳରୁ କିଛି ଶବ୍ଦ ଶୁଣିଥିଲା। ସେ ସେହି ବୁଦା ପାଖକୁ ଯାଇ ଯାହା ଦେଖିଥିଲା, ଚମକି ପଡିଥିଲା। ରକ୍ତ ଜୁଡୁବୁଡୁ ଜଣେ ଯୁବତୀ ଯନ୍ତ୍ରଣାରେ ଛାଟିପିଟିହେଉଥିଲା। ସେହି ବ୍ଯକ୍ତି ଜଣକ ବୁଦା ଭିତରୁ ଯୁବତୀକୁବାହାର କରି ଆଣିଥିଲା। ପାଟିକରିବାରୁ ଆଖପାଖ ଲୋକମଧ୍ୟ ଆସିଥିଲେ । ଯୁବତୀ ସେହି ଗାର ହୋଇନଥିବାରୁ ତା'କୁକେହି ଚିହ୍ନିପାରିନଥିଲେ। ସଙ୍ଗେ ସଙ୍ଗେ ପୁଲିସକୁ ସୂଚନା ଦିଆଯାଇଥିଲା ।
ପୁଲିସ ଆସିଲା ପରେ ଯୁବତୀକୁ ଜିଲ୍ଲା ହସପିଟାଲ୍ରେ ଭଉିକରାଇଥିଲା। ଚିକିତ୍ସାର କିଛି ସମୟ ପରେ ତାଂର ହୋସ୍ ଆସିଯାଇଥିଲା। ପୁଲିସ ପଚରାଉଚରା ପରେ ସେ କହିଥିଲା,ତାଂର ନା ନିଶା। ସେ ଏଟା ଥାନା ଅନ୍ତର୍ଗତ ବାସ୍ତର ଗା ନିବାସୀ ଅଫରୋଜଙ୍କ ଝିଅ। ସେ ପରିବାର ସହିତ ଆଲିଗଡର ଜମାଲପୁର ନଗରରେ ରହୁଥିଲା। ତାଂର ଏପରି ଅବସ୍ଥାକିଏ କରିଥିଲା ସେ ବିଷୟରେ ପୁଲିସକୁ ବିସ୍ତୃତ ତଥ୍ୟ ଦେଇ କହିଥିଲା, ୬ ଜୁଲାଇରେ ତା” ମାଂବାପା, ସାନ ଭାଇ ଏବଂମାମୁ ଆଲିଗଡଠାରେ ତାରି ଆଖି ସାମ୍ନାରେ ତା'ର ପ୍ରେମିକ ଆମିରକୁ ହତ୍ୟା କରିଥିଲେ। ପ୍ରେମିକର ହତ୍ଯା ପରେ ସେ ଘରଲୋକଙ୍କ ବିରୋଧୀ ହୋଇଯାଇଥିଲା। ପରିବାରଲୋକଙ୍କୁ ଭୟ ଥିଲା ଯେ ନିଶା ପୁଲିସ ଆଗରେ ଆମିର ହତ୍ୟା ସଂପର୍କରେ କହିଦେବ। ସେଥିପାଇଁ ସେମାନେ ତାଂକୁ ଜୋରରେ ମାରପିଟ୍ କରି ଘରେ ବନ୍ଦୀ କରି ଦେଇଥିଲେ। ସେହି ରାତିରେ ନିଶାରମା” ବାପା ଏବଂ ମାମୁ ତାଂକୁ ବାସ୍ତର ନେଇଆସିଥିଲେ। ସେଠିତାଂକୁ ଦୁଇଦିନ ପର୍ଯ୍ୟନ୍ତ ବନ୍ଦୀ କରି ରଖାଯାଇଥିଲା। ନିଶାକୁ କାହା ସହିତ ଦେଖାକରିବାକୁ ଦିଆ ଯାଉନଥିଲା। ଆଲିଗଡ ଯିବା ବାହାନାରେ ରାସ୍ତାରେ ନିଶାକୁ ଗୁଳି କରି ଫୋପାଡି ଦେଇଥିଲେ।

ନିଶାର ବୟାନକୁ ଆଧାର କରି ପୁଲିସ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ୩୦୭ ଅନ୍ତର୍ଗତ ରିପୋର୍ଟ ଦାୟର କରାଇଥିଲା ।ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ବାସ୍ତର ଗାରେ ପହଞ୍ଚିଥିଲା।ହେଲେ ସେଠାରେ କେହି ବି ଅଭିଯୁକ୍ତ ନଥିଲେ। ୭ଜୁଲାଇସକାଳେ ଅଲିଗଡ ଭମୋଲା ରେଳଷ୍ଟେସନ କଡ଼ରେ ଜଣେ୨୫ ବର୍ଷିୟ ଯୁବକର ଶବ ପଡିଥିବାର ପୁଲିସକୁ ସୁଚନା ମିଳିଥିଲା। ମୃତକର ଗଳା ଏବଂ ଶରୀର ଅନ୍ୟ ଭାଗରେ ଗଭୀର ଆଘାତ ଲାଗିଥିଲା। ପୁଲିସ ସେଠାରେ ଉପସ୍ତିତ ଥିବା ଲୋକଙ୍କୁ ଶବ ଚିହ୍ନିବାକୁ କହିଥିଲା। ହେଲେ ଶବର ପରିଚୟ ମିଳିପାରିନଥିଲା। ପୁଲିସ ମୃତ ଯୁବକର ପ୍ୟାଣ୍ଟ ପକେଟ୍ରୁ ଆଧାର କାର୍ଡ ପାଇଥିଲା। ଯେଉଁଥିରୁ ଜଣାପଡିଥିଲା ସେହି ଯୁବକ ନିଶାର ପ୍ରେମିକ ଆମିର | ଆମିର ବାପା ଅକିଲ ଅହ ମଦ ପୁଲିସକୁ କହିଥିଲେ, ଶନିବାର ରାତିରେ ଆମିରକୁ ଫୋନ୍ ଆସିଥିଲା। ତାଂପରେ ସେ ଘରୁ ବାହାରିଯାଇଥିଲା। ହେଲେ ତାପରଠାରୁ ଫେରିନଥିଲା। ରାତିରେ ଘରକୁ ନଫେରିବାରୁ ସେ ଆମିରକୁ କଲ୍ କରିଥିଲେ । କିନ୍ତୁ ଫୋନ୍ ଲାଗିନଥିଲା।
ଧରାପଡ଼ିଥିଲେ ଅଭିଯୁକ୍ତ
୮ ଜୁଲାଇରେ ଆଲିଗଡ ପୁଲିସ ନିଶାର ଘରେ ପହଞ୍ଚିଥିଲା। ହେଲେ ସେଠି ତାଲା ଖଝୁଲୁଥିଲା। ନିଶାର ଅବସ୍ଫା ଗମ୍ଭୀର ଥିବାରୁ ୧୦ ଜୁଲାଇରେ ଆଲିଗଡର ଜେ.ଏନ୍. ମେଡିକାଲକୁସ୍ତ୍ରାନାନ୍ତରିତ କରାଯାଇଥିଲା। ଏହି ଘଟଣାରେ ଉଭୟ ମାଲ ବାନା ଏବଂ ଆଲିଗଡ ପୁଲିସ ମିଶି ଅଭିଯୁକ୍ତକୁ ଧରିବା ପାଇ ଚେଷ୍ଟା ଚଳାଇଥିଲେ । ନିଶା ଆଲିଗଡ ପୁଲିସକୁ ମଧ୍ୟ ତା'ର ମାଂବାପା, ସାନଭାଇ ଏବଂ ମାମୁଁ ବିରୋଧରେ ଅଭିଯୋଗ କରିଥିଲା। ୧୩ ଜୁଲାଇ ଦ୍ବିପ୍ରହର ସମୟର ପୁଲିସ ଦଳ ଅଭିଯୁକ୍ତ ନୁରଜହା ଏବଂ ନିଶାର ବାପା ଅଫରୋଜକଙ୍କୁ ଆସପୁରରୁ ବାଗଓ୍ତାଲା ଯିବାରାସ୍ତାରୁ ଧରି ପକାଇଥିଲେ । ସେମାନେ ସେଠାରୁ ଫେରାର ହେବାକୁ ଚେଷ୍ଟା କରୁଥିଲେ । ହେଲେ ପୁଲିସ ଟିମ୍ ସେମାନଙ୍କ ପୂର୍ବରୁ ସେଠାରେ ପହଞ୍ଚି ସେମାନଙ୍କୁ ଧରିପକାଇଥିଲା। ସେମାନଙ୍କ ନିକଟରୁ ବନ୍ଧୁକ ଜବତ କରିଥିଲା ପୁଲିସ ।

ଅଫରୋଜଙ୍କୁ ପସନ୍ଦ ନଥିଲା ଆମିରଆମିର ରାଜମିସ୍ତୀ କାମ କରୁଥିଲା। ସେତେବେଳେ ନିଶାଘରେ ମଧ୍ୟ କିଛି ଟାଇଲ କାମ ଚାଲୁଥିଲା । ଆମରି ନିଶା ଘରକୁ ଟାଇଲ କାମ କରିବାକୁ ଆସୁଥିଲା । ଏଇଠି ତାଂର ନିଶା ସହିତଭେଟ ହୋଇଥିଲା। ନିଶାର ସୁନ୍ଦର ଚେହେରା ଦେଖି ସେଆକର୍ଷିତ ହୋଇଯାଇଥିଲା। ନିଶା ବି ମନେ ମନେ ଆମିରକୁଭଲପାଇ ବସିଥିଲା। ତାଂପରେ ଦୁହେଁ ନମ୍ବର ଦିଆନିଆ ହୋଇଥିଲେ। ନିଶା ଆମିର ସହିତ ଫୋନ୍ରେ ବହୁତ ସମୟ କଥା ହେଉଥିଲା। ହେଲେ ଅଫରୋଜଙ୍କୁ ଝିଅର ପ୍ରେମ ସଂପର୍କ ବିଷୟରେ ଜଣାପଡିଯାଇଥିଲା। ନିଶା ଉପରେ ଘରଲୋକ ୨୪ଘଣ୍ଟା ନଜର ରଖୁଥିଲେ। ଏଥିପାଇ ସେମାନେ ରାତିରେଦେଖା କରିବାକୁ ସ୍ଫଥିର କରିଥିଲେ। ୬ଜୁଲାଇ ରାତିରେନିଶାର ପରିବାର ଲୋକ ଖାଇପିଇ ଛାତ ଉପରକୁ ଶୋଇବାକୁଚାଲିଯାଇଥିଲେ । ହେଲେ ନିଶା ଆଖିରେ ନିଦ ନଥିଲା। କାରଣପ୍ରେମିକ ଆମିରକୁ ଦେଖା କରିବାର ବ୍ୟାକୁଳତା ତାଂଭିତରେ ଥିଲା।

ଆମିରକୁ ନିଶା ଘରକୁ ଆସିବା ବନ୍ଦ ହୋଇଯାଇଥିଲା। ତଥାପିସେମାନେ ରାତିରେ ଲୁଚି ଲୁଚି ଦେଖା କରୁଥିଲେ । ସେଦିନ ରାତିରେ ଆମିର ପହଞ୍ଚିଥିଲା ନିଶାର ଘରେ। ନିଶା ପୂର୍ବରୁକବାଟ ଖୋଲି ରଖିଥିଲା। ଦୁହେଁ ରୁମ୍ରେ ବସି କଥାବାର୍ଭା ହେଉଥିଲେ। ଏହି ସମୟରେ ନିଶାର ମାମୁ ହଫିଜକୁ ଟଏଲେଟ ଲାଗିଥିଲା। ହେଲେ ଛାତକବାଟ ଭିତରୁ ବନ୍ଦଥିଲା। କବାଟ ପିଟିଲା ପରେ ନିଶା ବହୁତ ସମୟ ପରେ ଆସିଖୋଲିଥିଲା। ହଫିଜକୁ ନିଶା ଉପରେ ସନ୍ଦେହ ହୋଇଥିଲା।ସେଥିପାଇଁ ସେ ରୁମ୍ ଭିତରକୁ ଯାଇ ଖୋଜାଖୋଜି କରିଥିଲା।ତା'କୁ ଆମିର ଲୁଚିଥିବା ଅବସ୍ତାରେ ମିଳିଯାଇଥିଲା। ତାଂପରେ ସେ ଘରର ଅନ୍ୟ ଲୋକଙ୍କୁ ଡାକିଥିଲା। ଆମିରକୁ ଦେଖି ସେମାନେ ରାଗିଯାଇଥିଲେ । ରାଗରେ ତାଂକୁ ପିଟିବା ଆରମ୍ଭକରି ଦେଇଥିଲେ। ନିଶା ବିରୋଧ କରିଥିଲା। ହେଲେ ସେମାନେ ତା) ପାଟି ବନ୍ଦ କରି ଦେଇଥିଲେ। ପିଟିପିଟି ନିଶା ଆଖି ଆଗରେ ଆମିରକୁ ହତ୍ୟା କରିଥିଲେ ପରିବାର ଲୋକ । ଝିଅକୁ ହତ୍ୟା କରିବାର ଯୋଜନାଆମିରକୁ ହତ୍ୟା କରିବାର ଦୁଇଦିନ ପର୍ଯ୍ୟନ୍ତ ପରିବାରଲୋକନିଶାକୁ ବୁଝାଇଥିଲେ ଘଟଣା ସଂପର୍କରେ କାହାକୁ କିଛି ନକହିବାକୁ । ହେଲେ ନିଶା ଜିଦି ଧରିଥିଲା ସେ ପୁଲିସ ଆଗରେସବୁକଥା ସତ କହିଦେବ ନିଶା ଜିଦି ନ ଛାଡିବାରୁ ପରିବାର ଲୋକ ଡରି ଯାଇଥିଲେ। ନିଶା ବଞ୍ଚିରହିଲେ ସେ ଆମିରରହତ୍ୟା ବିଷୟରେ ନିଶ୍ଚିତ ଭାବେ ପୁଲିସକୁ କହିଦେବ। ତେଣୁ ସେମାନେ ନିଶାକୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ ।
୯ଜୁଲାଇ ରାତିରେ ସମସ୍ତେ ମୋଟରସାଇକେଲରେଆଲିଗଡ ବାହାରିଥିଲେ। ନିଶା ବି ସେମାନଙ୍କ ସହିତ ଥିଲା। ଗୋଟିଏ ଗାଡ଼ିରେ ନିଶା ତାଂର ମା' ନୁରଜ ହା ବସିଥିଲେ ।ଅଫରୋଜ ଏଇ ଗାଡିକୁ ଚଲାଉଥିଲେ। ଅନ୍ୟଟିରେ ମାମୁ ହଫିଜ ଏବଂ ନିଶାର ଭାଇ ବସିଥିଲା। ଗାଠାରୁ ୧୫କି.ମି ଯିବା ପରେ ବହାଦୁରପୁର ଗାରେ ଭିତରକୁ ପ୍ରବେଶକରିଥିଲେ | ନିଶାକୁ ସନ୍ଦେହ ହୋଇଥିଲା | କାରଣ ସେଇଟାଆଲିଗଡ ଯିବାର ରାସ୍ତା ନଥିଲା। ଗୋଟିଏ ନିଛାଟିଆ ଜାଗାଦେଖି ଗାଡି ଅଟକାଇ ଦେଇଥିଲେ ନିଶାର ବାପା ମା' ତାଂରହାତକୁ ମାଡି ବସିଥିଲେ | ଏହି ସମୟରେ ହ ଫିଜ ପକେଟରୁବନ୍ଧୁକ ବାହାର କରି ନିଶାକୁ ଗୁଳି କରିଥିଲା। ତାଂପରେସେମାନେ ନିଶାକୁ ଗୋଟିଏ ବୁଦା ମୂଳେ ଫୋପାଡି ସେଠାରୁଚାଲିଯାଇଥିଲେ। ଭାବିଥିଲେ ନିଶା ମରିଯାଇଛି। ହେଲେ ନିଶା ବଞ୍ଚିଯାଇଥି ଲା।

Monday, 8 July 2019

ସମ୍ମାନ ପାଇଁ ଗୁଳି

       ସେ ଦିନ ରାତିରେ ସୁଶୀଳା ଆଖିରେ ନିଦ ନଥିଲା। ତାମନର ଭୟ ତା'କୁ ଶୋଇବାକୁ ଦେଉନଥିଲା। ଉଠିପଡ଼ି ସ୍ବାମୀ ପ୍ରଦୀପକୁ ଦେଖିଥିଲା। ପୁଣିଥରେ ଶୋଇପଡୁଥିଲା ।ସୁଶୀଳା ଳୀବନର ଏମିତି ଏକ ରାସ୍ତାରେ ଠିଆ ହୋଇଥିଲାଯେଉଁଠି ସ୍ବାମୀ ପ୍ରଦୀପ ଠାରୁ ଅଲଗା ହେବାର ଭୟ ତାଂକୁଅସ୍ତବ୍ୟସ୍ତ କରି ପକାଉଥିଲା। ସୁଶୀଳା ମନରେ କାହିଁକି ଏମିତିଭୟ ବାରମ୍ବାର ଆସୁଥିଲା ? ପୂରା ଘଟଣା ବିଷୟରେ ଜାଣିବାକୁ ହେଲେ ସୁଶୀଳା ଏବଂ ପ୍ରଦୀପର ଅତୀତକୁ ଫେରିଯିବାକୁ
ହେବ।
କଲେଜରେ ହୋଇଥିଲା ପ୍ରଥମ ସାକ୍ଷାତ-
          ୩ ବର୍ଷ ପୂର୍ବର କଥା। ପ୍ରଦୀପ ଯେଉଁ କଲେଜରେ ପଢୁଥିଲାପାଖ ଗାର ସୁଶୀଳା ମଧ୍ୟ  ସେଠି ପଢୁ ଥିଲା। ପ୍ରଦୀପ ପ୍ରଥମଥରସୁଶୀଳାକୁ କଲେଜରେ ଦେଖିଥିଲା। ସ୍ମୁଶୀଳା ବିରଧାନ ଗାଁରେ ରହୁଥିବା ଓମ୍ପ୍ରକାଶଙ୍କ ଝିଅ ଥିଲା। ପ୍ରଦୀପ ପ୍ରଥମ ଦେଖାରୁତା' ହୃଦୟ ଦେଇ ବସିଥିଲା। ପ୍ରଦୀପର ମନକଥା ସ୍ମଶୀଳାବେଶ୍ ଭଲଭାବେ ବୁଝିପାରୁଥିଲା। ସେ ବି ମନେ ମନେପ୍ରଦୀପକୁ ଚାହୁଁ ଥିଲା। ଦିନେ ଏକୁଟିଆ ସୁଯୋଗ ଦେଖ୍ ପ୍ରଦୀପ ତା' ହୃଦୟକଥା ସୁଶୀଳାକୁ କହିଥିଲା। ସୁଶୀଳା ହସିଦେଇଚାଲି ଯାଇଥିଲା। ପ୍ରଦୀପ ବୁଝିପାରିଥିଲା ସ୍ଲୁଶୀଳା ବି ତାଂକୁ ଭଲପାଉଛି। ଦୁଇଜଣ ଳାଣିଥିଲେ ସେମାନଙ୍କ ଘରଲୋକ ଏହିସଂପର୍କରେ କେବେ ବି ରାଜି ହେବେ ନାହିଁ । ତଥାପି ସେମନେ ସବୁ ଭୁଲି ସଂପର୍କକୁ ଆଗକୁ ବଢାଇଥିଲେ।

ଘର ଲୋକ କରିଥିଲେ ବିରୋଧ-

   ସୁଶୀଳା ଜାଣିଥିଲା ଘରଲୋକ ଜାଣିଲା ମାତ୍ରେତା'ର ଘରୁ ବାହାରିବା ବନ୍ଦ ହୋଇଯିବ । ହେଲେ ଏହି ଲୁଚାଛପା ପ୍ରେମ ଯେତେ ଲୁଚାଇଲେବି ଲୁଚିନଥିଲା। ଯେତେବେଳେ ଗୀର କିଛିଲୋକ ସୁଶୀଳା ଏବଂ ପ୍ରଦୀପର ପ୍ରେମସଂପର୍କ ବିଷୟରେ ଜାଣିଲେ ଓମ୍ପ୍ରକାଶଙ୍କୁ କହିଦେଲେ। ଓମ୍ପ୍ରକାଶ ଜାଣିଲା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। କାରଣ ତାଙ୍କ ଝିଅ ଜଣେ ତଳଜାତିର ପୁଅକୁ ଭଲପାଇବ ବୋଲି ସେ ବିଶ୍ଵାସ କରିନଥିଲେ।ସେଦିନ ସ୍ଲୁଶୀଳାକୁ ଘରେ ମାଡ଼ଗାଳି ଦେଇ ରୁମ୍ରେ ବନ୍ଦ କରିଦେଲେ। ଏ ହି ଘଟଣା ପର ଠାରୁ ସ୍ଲୁୃଶୀଳା ଉପରେ ନଜରରଖିବା ଆରମ୍ଭ ହୋଇଥିଲା। ଓମ୍ପ୍ରକାଶ ଚିନ୍ତା କରିଥିଲେ କଥାବଢ଼ିବା ଆଗରୁ ସେ ସୁଶୀଳାର ଯଥାଶୀଘ୍ର ବାହାଘର କରାଇ ଦେବେ। ହେଲେ ସୁଶୀଳା ଆଉ କାହାକୁ ବାହା ହେବନି ବୋଲି ଘ୍ରରଲୋକଙ୍କୁ ଶୁଣାଇ ଦେଇଥିଲା।

ଲୁଚିକରି ଚାଲି ଆସିଥିଲା ସୁଶୀଳା-
         ଦିନେ ସୁଶୀଳା ଲୁଚି ଲୁଚି ପ୍ରଦୀପକୁ ଫୋନ୍ କରି ସବୁ କଥାକହିଥିଲା। ପ୍ରଦୀପ ତାଂକୁ ଆଶ୍ଵାସନା ଦେଇ କହିଥିଲା, ସେ ଜଲଦି ତା ଘରଲୋକଙ୍କୁ ମନାଇ ତାଂକୁ ବିବାହ କରିବ।ପ୍ରଦୀପ ତାଂର ଘରଲୋକଙ୍କୁ ସୁଶୀଳା ବିଷୟରେ କହିଥିଲା।ସେମାନେ ସୁଶୀଳାକୁ ବୋହୂ କରି ଆଣିବେ ବୋଲି ରାଜିହୋଇ ଯଇଥିଲେ। ହେଲେ ସୁଶୀଳାର ଘରଲୋକ ନିଚ୍ଚ ନିଷ୍ପତ୍ରରୁ ହଟିନଥିଲେ। ଦୁଇ ପରିବାର ଭିତରେ କଳହ ସୃଷ୍ଟି ହୋଇଥିଲା। ସୁଶୀଳା ପାଇଁ ବହୁ ଳାଗାରୁ ପ୍ରସ୍ତାବ ଆସୁଥିଲା।ହେଲେ ସେ ବାହା ହେବ ନାହିଁ ବୋଲି ମନା କରିଚାଲିଥିଲା। ଶେଷରେ ଘରଲୋକ ମଧ୍ୟ  ସୁଶୀଳାକୁ ତା” ଭାଗ୍ୟରେ-ଛାଡ଼ିଦେଲେ।
       ସୁଶୀଳା ଦିନେ ସ୍କୁଯୋଗ ଦେଖ୍ ଲୁଚି ଲୁଚି ଘରୁ ପଳେଇ ଆସିଥିଲା ପ୍ରଦୀପ ସାଙ୍ଗରେ। ଦୁହେଁ ପ୍ରଥମେକୋର୍ଟ ମ୍ୟାରେଜ କରିଥିଲେ। ତା'ପରେ ପ୍ରଦୀପ ଘରଲୋକ ବିବାହର ଆୟୋଜନ କରି ରୀତିନୀତି ଅନୁ ସାରେ ଦୁହିଁଙ୍କବିବାହ କରାଇଥିଲେ। ହେଲେ ଏହି ବିବାହରେ ସୁଶୀଳା ର ଘରଲୋକ ସାମିଲ୍ ନଥିଲେ। ସୁଶୀଳା ତାଂ ନୂଆ ଜୀବନରେବହୁତ ଖିସିଥିଲା। ସୁଶୀଳା ଝିଅ ପ୍ରିୟାକୁ ଜନ୍ମ ଦେଇଥିଲା।ଝିଅ ତିନିବର୍ଷର ହେବା ପରେ ସ୍ମୁଶୀଳା ପୁଣିଥରେ ଗର୍ଭବତୀ ହୋଇଥିଲା। ହେଲେ ସୁଶୀଳା ଖିସି ନଥିଲା। ଗୋଟେ ଅଜଣା ଭୟ ତାଂକୁ ସବୁବେଳେ ବ୍ୟସ୍ତ କରୁଥିଲା। ସୁଶୀଳାଭାବିଥିଲା ପିଲା ହେବା ପରେ ତା'ର ଘରଲୋକ ସବୁ ଭୁଲିତାଂକୁ ପୂଣିଥରେ ଆପଣାଇ ନେବେ। ହେଲେ ସେମିତିହୋଇନଥିଲା। ସେମାନେ ସୁଶୀଳା ସହିତ ସବୁ ସଂପର୍କ ତୁଟାଇ ଦେଇଥିଲେ। ବାହାଘର ପରେ ସୁଶୀଳା କେବେ ବିତା' ବାପ ଘରକୁ ଯାଇନଥିଲା । ସମୟ ସହିତ ସବୁକିଛି ଠିକହୋଇଯିବ ପ୍ରଦୀପ ଏବଂ ସ୍କୁଶୀଳା ଭାବିଥିଲେ।

ସେଦିନ ଥିଲା କାଳ ରାତ୍ରି

ସ୍ଲୁଶୀଳାର ସେହି ଭୟ ବାସ୍ତବ ରୂପ ନେଇଥିଲା। ୧୮ ନଭେମ୍ବର୨୦୧୬, ରାତି । ପ୍ରଦୀପ ଘରର ସବୁ ଲୋକ ଶୋଇ ସାରିଥିଲେ |ପ୍ରଦୀପ ଏବଂ ସୁଶୀଳା ଝିଅ ସହିତ ନିଜ ରୁମ୍ରେ ଶୋଇଥିଲେ।ପ୍ରଦୀପର ମା” ବାପା ଏବଂ ଭାଇ ସୂରଜ ଅନ୍ୟରୁମ୍ରେ ଶୋଇଥିଲେ। ସେହି ରାତିରେ ପ୍ରଦୀପଘରର କବାଟ କେହି ବାଡେଇଥିଲେ। ପ୍ରଦୀପନିଦରୁ ଉଠି କବାଟ ଖୋଲିବାକୁ ଯାଇଥିଲା।ପ୍ରଦୀପ କିଛି ବୁଝିବା ଆଗରୁ ତା” ଛାତିରେ ଗୁଳିବାଜିଥିଲା। ରକ୍ତାକ୍ତ ହୋଇ ତଳେ ପଡ଼ି ଯାଇଥିଲା।ଗୁଳି ଶବ୍ଦ ଶୁଣି ସୁଶୀଳା ବାହାରକୁ ଚାଲିଆସିଥିଲାହେଲେ ହତ୍ୟାରା ସୁଶୀଳାକୁ ବି ଗୁଳି ମାରିଥିଲେ। ପ୍ରଦୀପରମା' ସୁନୀତା ଏବଂ ସୁରେଶ ବାହାରକୁ ଆସିଥିଲେ ହେଲେସେମାନେ ବି ବର୍ଭିନଥିଲେ । ଶେଷରେ ସୂରଜ ବି ହତ୍ୟାକାରୀଙ୍କଗୁଳିର ଶିକାର ହୋଇଥିଲା। ପୂରା ପରିବାରକୁ ଗୁଳି ମାରିବା ପରେ ହତ୍ୟାକାରୀ ସଙ୍ଗେ ସଙ୍ଗେ ସେଠାରୁ ଫେରାର ହୋଇଯାଇଥିଲେ। ପଡ଼ୋଶୀ ଲୋକ ଏକାଠି ହୋଇ ସ୍ଥାନୀୟ ଥାନାକୁଖବର ଦେଇଥିଲେ। ପୁଲିସ ଆସିବା ପରେ ସମସ୍ତକ୍କୁମେଡିକାଲ ନିଆଯାଇଥିଲା। ତିନିଜଣଙ୍କ ଅବସ୍ଫା ଗମ୍ଭୀର ଥିଲା।ଚିକିତ୍ସା ଅବମ୍ଫାରେ ସ୍ମୁରେଶ, ସୁନୀତା ଏବଂ ପ୍ରଦୀପର ମୃତ୍ୟୁହୋଇଯାଇଥିଲା। ହେଲେ ଡକ୍ଟର ସୁଶୀଳା ଏବଂ ସୂରଜକୁବଞ୍ଚେଇ ଦେଇଥିଲେ। ସ୍ମୁଶୀଳା ଗର୍ଭବତୀ ଥିବାରୁ ଅପେରସନ୍କରି ପିଲାକୁ ବାହାର କରି ଦେଇଥିଲେ। ଦୂଇଜଣ ବିପଦରୁବାହାରି ଆସିଥିଲେ ସତ। ହେଲେ ପରିବାର ଲୋକଙ୍କମୃତ୍ୟୁକୁ ସେମାନେ ଭୁଲି ପାରିନଥିଲା। ସୂରଳ ପୁଲିସକୁପୂରା ଘଟଣା ବର୍ଣନା କରି କହିଥିଲା। ହେଲେ ଏହି ହତ୍ୟାପଛରେ କାହାର ହାତ ଥିଲା ପୁଲିସକୁ ବାହାର କରିବାକୁ ବେଶିସମୟ ଲାଗିନଥିଲା। ପୁଲିସ ଟିମ୍ ସୁଶୀଳାର ଘରକୁ ଯାଇଥିଲାହେଲେ ସେଠି ସୁଶୀଳାର ବାପା ଏବଂ ତାଙ୍କ ଦୁଇ ପୁଅ ସୋନୁ ଓ ମୋନୁ ଫେରାର ଥିଲେ। ପୁଲିସ ଯଥାଶୀଘ୍ର ଦୁଇଜଣଙ୍କୁଖୋଜିବାରେ ଲାଗି ପଡ଼ିଥିଲା।
ସୁଶୀଳାର ପରିବାର ଲୋକ ଥିଲେ ହତ୍ୟାକାରୀ
        ପୁଲିସକୁ ବିଶ୍ଵାସ ହୋଇଥିଲା ଏହି ହତ୍ୟାକାଣ୍ଡରେସୁୁଶୀଳାର ଘରଲୋକଙ୍କ ହାତ ଅଛି। ୨୨ ନଭେମ୍ବରକୁ ପୁଲିସ ସୁଶୀଳାର ଭାଇ ସୋନୁକୁଗିରଫ କରିଥିଲା। ସେ ସବୁ ଅପରାଧ ସ୍ବୀକାରକରିଥିଲା। ଏହି ହତ୍ୟାକାଣ୍ଡରେ ସ୍ମୁଶୀଳାର ବାପାଓମ୍ପ୍ରକାଶ ଏବଂ ଭାଇ ମୋନ୍ୁ ସାମିଲ୍ ଥିଲେ।  ସୁଶୀଳା ତା' ନିଜ ଇଚ୍ଛାରେ ତଳ ଜାତିର ପୁଅକୁବାହା ହୋଇଥିବାରୁ ଘରଲୋକ ପ୍ରତିଶୋଧ ନେବାକୁଯାଇ ଏହି ହତ୍ୟାକାଣ୍ଡ ରଚିଥିଲେ। ସ୍ଲୁଶୀଳା ବାହାହେବାର ଏତେ ବର୍ଷ ପରେ ବି ସେମାନଙ୍କ ରାଗ ଶାନ୍ତ ହୋଇନଥିଲା। ପୂରା ପରିବାର ସୁଶୀଳା ଏବଂ ପ୍ରଦୀପର ବିରୋଧୀ ଥିଲେ। ମୋନୁୁ ଅପରାଧୀପ୍ରବୃଭିର ଥିଲା। ସେ ତାଂ ପିଉସୀଙ୍କ ପୁଅ ହରିଶ୍ସହିତ ମିଶି ଷଡ଼ଯନ୍ତ୍ର ତିଆରି କରିଥିଲା। ମୋନ୍ଗ୍ ସମସ୍ତଙ୍କସାମ୍ନାରେ ଧମକ ଦେଇ କହୁ ଥିଲା ଭଉଣୀକୁ ସେ ନିଶ୍ଚୟଦଣ୍ଡ ଦେବ ହେଲେ ପ୍ରଦୀପକୁ ସେ କେବେ ବି ଛାଡ଼ିବନି।ପ୍ରଦୀପଠାରୁ ସେ ପ୍ରତିଶୋଧ ନେବ। ଆଉ ଯେତେବେଳେ ଭାଇର ଏମିତି ଧମକ ସ୍ଲୁଶୀଳା କାନରେ ପଡ଼ିଛି ତା' ମନରେଭୟ ସୃଷ୍ଟି ହୋଇଥିଲା। ପ୍ରଦୀପ ଏବଂ ତାଂଘରଲୋକଙ୍କୁମାରିବାର ଧମକ ଶୁଣିବା ପରେ ସେ ବ୍ୟସ୍ତ ହୋଇ ପଡ଼ୁ ଥିଲା। କିନ୍ତୁ ତାଂର ଏହି ଭୟ ବାସ୍ତବରେ ପରିଣିତ ହେବ ବୋଲି ଜାଣିନଥିଲା। ମୋନୁ ଖିବ୍ ଚାଲାକ ଥିଲା। ସେ ଯୋଜନା କରି ସାନ ଭାଇ ସୋନୁକ୍ୁୁ୍ ସୁଶୀଳା ଘରକୁ ପଠାଇବା ଆରମ୍ଭ କରିଥିଲା। ଏହା ପଛରେ କାରଣ ଥିଲା ସୁଶୀଳାର ଘରଲୋକକେଉଁଠି ଶୁଅନ୍ତି ଏବଂ ଘରେ କିଛି ମାରଣାସ୍ତ ଅଛି କି ନାହିଁ ।ସୋନୁ ସବୁ ଖବର ମୋନୁକୁ ଦେଉଥିଲା। ହରିଶ୍ ସହିତମିଶି ସେମାନେ ନିଜ ଷଡ଼ଯନ୍ତ୍ରରେ ସଫଳ ହୋଇଥିଲେ ସତ ।ହେଲେ ପୁଲିସ ହାତରେ ଧରା ପଡ଼ି ଯାଇଥିଲା। ଗୋଟେଦିନ ପରେ ସୁଶୀଳାର ଷଡ଼ଯନ୍ତ୍ରକାରୀ ବାପା ଓମ୍ପ୍ରକାଶ କୁପୁଲିସ ଗିରଫ କରିଥିଲା। ସ୍କୁଶୀଳା ଭାବିନଥିଲା ଜଣେ ତଳଜାତିର ପୁଅକୁ ପ୍ରେମ କରିବାରୁ ତାଂକୁ ଏତେ ବଡ଼ ଦଣ୍ଡ ମିଳିବ। ଓମ୍ମ୍ରକାଶ ନିଜ ହାତରେ ଝିଅର ସଂସାର ଉଳାଡ଼ି ଦେଇଥିଲେ।

Monday, 26 November 2018

ବଡ଼ ଲୋକଙ୍କ ଛୋଟ କାମ




ବେଳେ ବେଳେ ଘରୁ ଜିନିଷଟିଏ ନ ମିଳିଲେ ଚୋରି ହୋଇଗଲା ବୋଲି ମନରେ ଆଶଙ୍କା ଉପୁଜେ। ମନରେ ଏ ଚୋରିର ଆଶଙ୍କା ହେବା ମାତ୍ରକେ ସନ୍ଦେହ ଘନୀଭୂତ ହୁଏ, ଘରେ କାମଦାମ କରୁଥିବା କାମବାଲି ବା ଘରକୁ ଯା’ଆସ କରୁଥିବା ସେହିଭଳି କିଛି ଲୋକଙ୍କ ଉପରେ। ଆମର ଧାରଣା ଥାଏ ଯେ, ଏମାନେ ଅଭାବ ଅସୁବିଧାରେ ଅଛନ୍ତି ତ ତେଣୁ ଚୋରି କରି ନେଇଯାଇଥିବେ। କିନ୍ତୁ ଅନେକ ସମୟରେ ଆମର ଏହି ସନ୍ଦେହ ଭୁଲ୍‌ ପ୍ରମାଣିତ ହୁଏ। ଏଭଳି ଏକ ଉପକ୍ରମଣିକା ଉଲ୍ଲେଖ କରିବାର କାରଣ ହେଉଛି, ନିକଟରେ ଏହିଭଳି ଏକ ଅବିଶ୍ୱାସଯୋଗ୍ୟ ଖବରଟିଏ ପ୍ରକାଶ ପାଇଛି, ଯାହାକି ଆମର ସ୍ବଚ୍ଛଳ ତଥା ଧନିକ ଶ୍ରେଣୀର ଲୋକଙ୍କ ଚରିତ୍ର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗଣମାଧ୍ୟମରେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଥିବା ଏହି ଖବର ଅନୁଯାୟୀ ଗତ ୨୦୧୭-୧୮ ଆର୍ଥିକ ବର୍ଷରେ ଦେଶର ବିଭିନ୍ନ ରୁଟ୍‌ରେ ଚଳାଚଳ କରୁଥିବା ଟ୍ରେନ୍‌ର ଶୀତତାପ ନିୟନ୍ତ୍ରିତ ଅର୍ଥାତ୍‌ ଏସି କୋଚ୍‌ରୁ ପ୍ରାୟ ୧୪ କୋଟି ଟଙ୍କା ମୂଲ୍ୟର ଟାଓ୍ବେଲ, ବେଡ୍‌ଶିଟ୍‌, କମ୍ବଳ ଆଦି ସାମଗ୍ରୀ ଚୋରି ହୋଇଛି। ଚୋରି ହୋଇଥିବା ମୋଟ ୨୧,୭୨,୨୪୭ଟି ସାମଗ୍ରୀ ମଧ୍ୟରୁ ୧୨,୮୩,୪୧୫ଟି ଟାଓ୍ବେଲ, ୪,୭୧,୦୭୭ଟି ବେଡ୍‌ଶିଟ୍‌, ୩,୧୪,୯୫୨ଟି ତକିଆଖୋଳ, ୫୭,୨୮୭ଟି ତକିଆ ଓ ୪୬,୫୧୫ଟି ବ୍ଲାଙ୍କେଟ୍‌ ଅନ୍ତର୍ଭୁକ୍ତ। ଏସି କୋଚ୍‌ରେ ଯାତ୍ରା କରୁଥିବା କିଛି ସ୍ବଚ୍ଛଳ ବର୍ଗର ଯାତ୍ରୀ ଏହି ଚୋରି କାର୍ଯ୍ୟରେ ସଂପୃକ୍ତ ରହିଥିବା ରେଲ୍‌ଓ୍ବେ ପକ୍ଷରୁ ସନ୍ଦେହ ପ୍ରକାଶ ପାଇଛି।

ଟ୍ରେନ୍‌ର ଏସି କୋଚ୍‌ରେ ଯାତ୍ରୀମାନଙ୍କ ସୁଖଦ ଯାତ୍ରା ପାଇଁ ରେଲ୍‌ଓ୍ବେ ପକ୍ଷରୁ ଟାଓ୍ବେଲ, ବେଡ୍‌ଶିଟ୍‌, ବ୍ଲାଙ୍କେଟ୍‌ ଓ ତକିଆ ଆଦି ସାମଗ୍ରୀ ଯୋଗାଇ ଦିଆଯାଇଥାଏ। ଯାତ୍ରୀମାନେ ଏହାକୁ ବ୍ୟବହାର କରନ୍ତି ଓ ଗନ୍ତବ୍ୟ ସ୍ଥାନରେ ଓହ୍ଲାଇବା ପୂର୍ବରୁ ସେଗୁଡ଼ିକୁ ନିଜ ବର୍ଥରେ ରଖିଦେଇ ଯାଆନ୍ତି। କିଛି ମାସ ତଳେ ଟ୍ରେନ୍‌ରେ ବମ୍ବେ ଯାଉଥିଲା ବେଳେ କଥା ପ୍ରସଙ୍ଗରେ ଜଣେ ଆଟେଣ୍ଡାଣ୍ଟ ଦୁଃଖର ସହ କହିଥିଲେ ଯେ, ସେମାନଙ୍କୁ କମ୍ପାର୍ଟମେଣ୍ଟର ବର୍ଥ ସଂଖ୍ୟା ଅନୁଯାୟୀ ଆବଶ୍ୟକ ସାମଗ୍ରୀ ହିସାବ କରି ଦିଆଯାଏ ଓ ସମାନ ସଂଖ୍ୟକ ସାମଗ୍ରୀ ସେମାନଙ୍କୁ ଗଣିକରି ଫେରାଇବାକୁ ପଡ଼ିଥାଏ। ଯଦି କୌଣସି ସାମଗ୍ରୀ କମ୍‌ ଥାଏ ତେବେ ତାହାର ମୂଲ୍ୟ ସେମାନଙ୍କ ଦରମାରୁ କାଟି ଦିଆଯାଏ। ବିଭିନ୍ନ ସମୟରେ ଯାତ୍ରୀମାନଙ୍କୁ ଏ ବାବଦରେ ସଚେତନ କରାଯାଇଥିଲେ ମଧ୍ୟ ଏସି କୋଚ୍‌ରୁ ନିୟମିତ ଭାବେ ବେଡ୍‌ଶିଟ୍‌, ବ୍ଲାଙ୍କେଟ, ତକିଆଖୋଳ ଆଦି ସାମଗ୍ରୀ ଚୋରି ଅବ୍ୟାହତ ରହିଛି। କମ୍‌ ସ୍ବଚ୍ଛଳ ବର୍ଗର ଲୋକମାନେ ସାଧାରଣତଃ ସ୍ଲିପର ଅବା ଜେନେରାଲ କମ୍ପାର୍ଟମେଣ୍ଟରେ ଯାତ୍ରା କରୁଥିଲା ବେଳେ ସ୍ବଚ୍ଛଳ ତଥା ସମ୍ଭ୍ରାନ୍ତ ଶ୍ରେଣୀର ଯାତ୍ରୀମାନେ ଏସି କମ୍ପାର୍ଟମେଣ୍ଟରେ ଯାତ୍ରା କରିଥାନ୍ତି। ବେଡ୍‌ଶିଟ୍‌, ବ୍ଲାଙ୍କେଟ, ତକିଆ ଆଦି ସାମଗ୍ରୀ କେବଳ ଏସି କମ୍ପାର୍ଟମେଣ୍ଟରେ ଯୋଗାଇ ଦେବାର ବ୍ୟବସ୍ଥା ଥିବାରୁ ଚୋରିରେ ଏହି ବଡ଼ ଲୋକଙ୍କ  ଭୂମିକା ରହୁଥିବା ସନ୍ଦେହ ଅମୂଳକ ନୁହେଁ। ବଡ଼ଲୋକମାନେ ଛୋଟ କାମ (ଚୋରି) କରନ୍ତି ନାହିଁ  ବୋଲି ସାଧାରଣରେ ଧାରଣା ରହିଥିବାରୁ ସେମାନେ ଅନାୟାସରେ ଏହି କାମ କରିପାରୁଛନ୍ତି।

ଏହି ଖବର ପଢ଼ିବା ବେଳେ ମନେପଡ଼େ ଗତ ଜାନୁୟାରୀରେ କିଛି ଇଂଲିଶ୍‌ ପତ୍ରିକାରେ ପ୍ରକାଶ ପାଇଥିବା ଏଭଳି ଏକ ଲଜ୍ଜାଜନକ ଘଟଣା। ଘଟଣାଟି ଘଟିଥିଲା ଏକ ୟୁରୋପୀୟ ରାଷ୍ଟ୍ରରେ, ଯେତେବେଳେ କି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେଠାକୁ ଏକ ସରକାରୀ ଗସ୍ତରେ ଯାଇଥିଲେ। ବିଦେଶୀ ପୁଞ୍ଜିନିବେଶକଙ୍କୁ ପଶ୍ଚିମବଙ୍ଗରେ ପୁଞ୍ଜି ଖଟାଇବା ପାଇଁ ଆକୃଷ୍ଟ କରିବା ଥିଲା ମୁଖ୍ୟମନ୍ତ୍ରୀଙ୍କ ସେହି ଗସ୍ତର ଉଦ୍ଦେଶ୍ୟ। ମିଡିଆ କଭରେଜ୍‌ ପାଇଁ ତାଙ୍କ ସହ ଯାଇଥିଲେ କିଛି ବଛା ବଛା ବରିଷ୍ଠ ସାମ୍ବାଦିକ। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନାର୍ଥେ ଏକ ବହୁତାରକା ହୋଟେଲରେ ଆୟୋଜିତ ହୋଇଥିଲା ନୈଶ ଭୋଜି। ଏହି ଭୋଜିରେ ଯୋଗ ଦେଇଥିଲେ ସେଠାକାର ବହୁ ପ୍ରଶାସକ, ଶିଳ୍ପପତି ଓ ମାନ୍ୟଗଣ୍ୟ ବ୍ୟକ୍ତି। ହୋଟେଲର ସୌନ୍ଦର୍ଯ୍ୟ, ଆତିଥେୟତା ଓ ସୁସ୍ବାଦୁ ବ୍ୟଞ୍ଜନର ସ୍ବାଦ ଅପେକ୍ଷା ଡାଇନିଂ ଟେବୁଲ ଉପରେ ରଖାଯାଇଥିବା ଆକର୍ଷଣୀୟ ଚାମଚ, କଣ୍ଟାଚାମଚ ଓ ଛୁରି ଭଳି କିଛି ସାମଗ୍ରୀ ଅଧିକ ଆକର୍ଷଣ କରିଥିଲା କିଛି ସାମ୍ବାଦିକଙ୍କୁ। ସେମାନେ ଭୁଲିଗଲେ ଯେ ସମ୍ପୂର୍ଣ୍ଣ ଡାଇନିଂ ହଲ୍‌ଟି ସିସି କ୍ୟାମେରା ଦ୍ୱାରା କବଳିତ। ଚାମଚ ଓ ଛୁରି  କେତୋଟିକୁ ପକେଟ୍‌ ଓ ବ୍ୟାଗ୍‌ରେ ଭର୍ତ୍ତି କରିଥିଲେ କିଛି ସାମ୍ବାଦିକ। ଏସବୁ ଦୃଶ୍ୟ ସିସି ଟିଭିରେ ଦେଖି ହୋଟେଲର ସୁରକ୍ଷା କର୍ମଚାରୀମାନେ କେବଳ ଆଶ୍ଚର୍ଯ୍ୟ ହେଲେ ନାହିଁ, ଏ ସମ୍ପର୍କରେ ସମ୍ମାନିତ ଅତିଥିମାନଙ୍କୁ କିପରି କହିବେ ତାହା ଥିଲା ସେମାନଙ୍କ ପାଇଁ ବିରାଟ ଧର୍ମସଙ୍କଟ। ହୋଟେଲର ନିୟମ ଅନୁଯାୟୀ କୌଣସି ବସ୍ତୁ ଚୋରି ହେବା ଜଣାପଡ଼ିଲେ ତୁରନ୍ତ ଆଲାର୍ମ ବଜାଇବା ଆବଶ୍ୟକ। ମାତ୍ର ଏଭଳି କ୍ଷେତ୍ରରେ ଆଲାର୍ମ ବଜାଇ ଅତିଥିମାନଙ୍କୁ ଅପଦସ୍ଥ କରାଇବା ସୁରକ୍ଷାକର୍ମୀମାନେ ଉଚିତ ମନେକଲେ ନାହିଁ। ଶେଷରେ ଜଣେ ସୁରକ୍ଷା କର୍ମଚାରୀ ସାମ୍ବାଦିକମାନେ ବସିଥିବା ଟେବୁଲ ପାଖକୁ ଯାଇ ଚୋରି କରିଥିବା ଚାମଚ ଓ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକୁ ଟେବୁଲ ଉପରେ ରଖିଦେବାକୁ ନମ୍ରତାର ସହ ଅନୁରୋଧ କରିଥିଲେ। ସମସ୍ତ କାର୍ଯ୍ୟକଳାପ ସିସି ଟିଭିରୁ ଦେଖି ସୁରକ୍ଷା କର୍ମଚାରୀ କହୁଥିବା ଜାଣିବା ପରେ ସାମ୍ବାଦିକମାନେ ଚାମଚଗୁଡ଼ିକୁ ଟେବୁଲ ଉପରେ ରଖିଦେଇଥିଲେ। ଜଣେ ସାମ୍ବାଦିକ ଚୋରି କରିନାହାନ୍ତି ବୋଲି ସୁରକ୍ଷାକର୍ମଚାରୀଙ୍କ ସହ ଯୁକ୍ତି କରି ମିଥ୍ୟା ପ୍ରମାଣିତ ହୋଇଥିଲେ ଓ ପଚାଶ ପାଉଣ୍ଡ ଜରିମାନା ଦାଖଲ କରିଥିଲେ। ସେତେବେଳେ ଏହି ଘଟଣାଟି ୟୁରୋପୀୟ ଦେଶଗୁଡ଼ିକରେ ରହୁଥିବା ଭାରତୀୟ  ସମୁଦାୟଙ୍କ ମଧ୍ୟରେ ଖୁବ୍‌ ଆଲୋଡନ ସୃଷ୍ଟି କରିଥିଲା।

ଆମ ସମାଜରେ ବଡ଼ ବଡ଼ ଲୋକଙ୍କ ଏହିଭଳି ଛୋଟ ଛୋଟ ପ୍ରକୃତିକୁ କିଛି ବିଶାରଦ ଏକ ମାନସିକ ରୋଗ ଭାବେ ଚିତ୍ରଣ କରନ୍ତି। ଏହି ରୋଗର ନାମ କ୍ଲେପ୍ଟୋମାନିଆ। ଏହି ରୋଗରେ ଆକ୍ରାନ୍ତ ମଣିଷମାନେ ଆବଶ୍ୟକ ଥାଉ ବା ନ ଥାଉ କିଛି ଜିନିଷ ଦେଖିଲେ ସେଗୁଡ଼ିକୁ ଚୋରି କରିବାକୁ ବ୍ୟଗ୍ର ହୋଇଉଠନ୍ତି। ଏଭଳି ଯୁକ୍ତି ଉପରୋକ୍ତ ଘଟଣାଗୁଡ଼ିକରେ ହାସ୍ୟାସ୍ପଦ ମନେହୁଏ। ଜଣେ ଦୁଇଜଣଙ୍କ କ୍ଷେତ୍ରରେ ଏହା ଘଟିପାରେ, ସମୂହ କ୍ଷେତ୍ରରେ ନୁହେଁ। ଆମ ସମାଜରେ କିଛି ସମ୍ଭ୍ରାନ୍ତ ତଥା ସ୍ବଚ୍ଛଳ ଲୋକଙ୍କର ଏଭଳି ହୀନ ପ୍ରକୃତି ରହିଛି। ଟାଓ୍ବେଲ, ତକିଆଖୋଳ, ଚାମଚ ଭଳି ସାମଗ୍ରୀର ଦାମ୍‌ କେତେ? ଏସବୁ କିଣିବା ସେମାନଙ୍କ ପାଇଁ ଅତି ସାଧାରଣ କଥା ହେଲେ ବି ଚୋରି କରି ଏହାକୁ ହାସଲ କରିବା ଭଳି ହୀନ ପ୍ରବୃତ୍ତି ସେମାନଙ୍କଠାରେ ଦେଖାଦେଇଥାଏ। ଦୁଇ ବର୍ଷ ତଳେ ଭୁବନେଶ୍ୱରରେ ଘଟିଥିବା ଏକ ଘଟଣାକୁ ଏଠାରେ ଉଲ୍ଲେଖ କରିବା ସମୀଚୀନ ହେବ, କାରଣ ଘଟଣାଟି ସ୍ବଚ୍ଛଳ ବ୍ୟକ୍ତିଙ୍କ ଦୁର୍ବଳ ମାନସିକତାର ଆଉ ଏକ ଉଦାହରଣ। ପ୍ରତିଷ୍ଠିତ ଓ ସମ୍ଭ୍ରାନ୍ତ ଘରର ଦୁଇଜଣ ମହିଳା ଏକ ବୁଟିକ୍‌ରୁ କିଛି ସାମଗ୍ରୀ ଚୋରି କରିବାର ପ୍ରମାଣ ସିସି ଟିଭିରୁ ଜଣାପଡ଼ିବା ପରେ ପୋଲିସ ସେମାନଙ୍କ ଘରେ ପହଞ୍ଚିଥିଲା। ଘଟଣାର ସତ୍ୟାସତ୍ୟ ଜଣାପଡ଼ିବା ପରେ ପୋଲିସ ଉଭୟଙ୍କୁ ଗିରଫ କରିଥିଲା ଓ ସେମାନେ ଏହା ପୂର୍ବରୁ ଅନେକ ଦୋକାନରୁ ଚୋରି କରିବା ସ୍ବୀକାର କରିଥିଲେ।

ଅନ୍ତର୍ଜାତୀୟ ସ୍ତରରେ ଦୁର୍ନୀତିକୁ ନେଇ ଭାରତର ଲଜ୍ଜାଜନକ ସ୍ଥିତିର ମୁଖ୍ୟ କାରଣ ହେଉଛି ଆମ ଦେଶର କିଛି ତଥାକଥିତ ସମ୍ଭ୍ରାନ୍ତ ଓ ସ୍ବଚ୍ଛଳ ବର୍ଗର ଲୋକଙ୍କ ଛୋଟ ପ୍ରକୃତି। ଦୁର୍ନୀତି ହେଉଛି ଚୋରିର ଏକ ରୂପାନ୍ତରିତ ପ୍ରକ୍ରିୟା। ଏହା ଦେଶର ଦିନମଜୁରିଆ, ଶ୍ରମିକ, କୃଷକଙ୍କ ଭଳି ସାଧାରଣ ଲୋକଙ୍କ ଦ୍ୱାରା ହେଉନାହିଁ। ବିଭିନ୍ନ ପଦପଦବୀରେ ଥିବା ଦେଶର ସ୍ବଚ୍ଛଳବର୍ଗର ବ୍ୟକ୍ତିବିଶେଷଙ୍କ ଦ୍ୱାରା ଏହା ସାଧିତ ହେଉଛି। ସେମାନେ ଅଭାବରେ ପଡ଼ି ଦୁର୍ନୀତି କରନ୍ତି ନାହିଁ। ଆବଶ୍ୟକତା ନ ଥାଇ ମଧ୍ୟ ଅଧିକରୁ ଅଧିକ ସମ୍ପତ୍ତି ଠୁଳ କରିବା ଲୋଭର ବଶବର୍ତ୍ତୀ ହୋଇ କରନ୍ତି। ସ୍ବଚ୍ଛଳ ହେଲେ ମଧ୍ୟ ନିଜ ଭିତରେ ଥିବା ଛୋଟ ପ୍ରକୃତିର ଆହ୍ବାନରେ ଏଭଳି ହୀନ କାର୍ଯ୍ୟ କରିଥାନ୍ତି। ଯେଉଁଦିନ ବଡ଼ଲୋକମାନେ ଏହିସବୁ ଛୋଟ କାମ ପରିତ୍ୟାଗ କରିଦେବେ ସେହିଦିନ ହିଁ ଆମ ଦେଶରେ ସୁନାର ଭାରତ ହେବାର ପ୍ରକ୍ରିୟା ଆରମ୍ଭ ହୋଇଯିବ।
 ପ୍ରକାଶ ତ୍ରିପାଠୀ
ଇମେଲ: prakas.tripathy09@gmail.com

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...