Showing posts with label ଟଙ୍କା. Show all posts
Showing posts with label ଟଙ୍କା. Show all posts

Monday, 10 June 2019

ନିଜ ପରି ଜଣକୁହତ୍ୟା


"ଅନେକ ସମୟରେଏପରି ହତ୍ୟାକାଣ୍ଡଘଟିଥାଏ, ଯାହାରକାରଣ ଜାଣିବା ସହଜ ହୋଇ ନ ଥାଏ। ବିନା ଶତ୍ତୁତାରେ ବି ଜଣେ ଜଣକୁ ହତ୍ୟାକରିଦିଏ! ଏଭଳି ଏକ ହତ୍ୟାକାଣ୍ଡ ପୁଣି ପେଷାଦାରହତ୍ୟାକାରୀ ନୁହଁ, ବରଂ ସମାଜକୁ ସୁଧାରିବା ଦାୟିତ୍ବଯାହା ହାତରେ ନ୍ୟସ୍ତ ସେ କରିବସେ। ଆଇନ୍‌କୁ ବାଟବଣା କରିବାକୁ ଚାହେ| ହେଲେ... 


       ମଧ୍ୟପ୍ରଦେଶର ବାଲାଘାଟ ସହରା ଏଠାରେ ଜନୈକ ଶିକ୍ଷକ ଗାଡ଼ି, ଘର ଏବଂ ଆଉକିଛିକିଣାକିଣି ପାଇଁ ବ୍ୟାଙ୍କରୁ ଲକ୍ଷ ଲକ୍ଷ ଟକ୍କରଲୋନ୍‌ ନେଇଥିଲୋ ଏଥି ସହିତ କୋଡ଼ିଏଲକ୍ଷ ଟଙ୍ଗାର ବୀମା ପଲିସି ମଧ୍ୟ କରିଥିଲୋଗୋଟେ ପଟେ ରଣ ଶୁଝିବାର ବୋଝ ତଆରପଟେ ବୀମା କିପ୍ତି ଭରିବାର ବୋଝତାଙ୍କୁ ଅସ୍ତବ୍ୟସ୍ତ କରି ପକାଇଥିଲା। “ଏପରିସ୍ତିତିରେ କ'ଣ କରିବାକୁ ହେବ ' ଏମିତିଏକ ଭାବନାରେ ବୃଡ଼ି ରହିଥିବା ବେଳେ ତାବ୍ଗଂ ମୁଣ୍ଡକୁ ଏକ ଦୁଞ୍ଟ ବୁଦ୍ଧି ଜୁଟିଥିଲା। ଏହାପରେସେ ଯେଉଁ ଯୋଜନା ପ୍ରସ୍ତୁତ କରିଥିଲା
ତାହା ପୁଲିସ୍‌ ପାଇଁ ଏକ ଚ୍ଯାଲେଞ୍ଜ୍‌ ପାଲଟିଯାଇଥିଲା। ଅଭିଯୁକ୍ତ ଶିକ୍ଷକ ଜଣକ ବୀମା ରାଶି ପାଇବା ପାଇଁ ନିଜ ଚେହେରା ପରି ଜଣେ ଦିନମଜୁରିଆକୁ ହତ୍ୟାକରି ତାକୁ ନିଜରପୋଷାକ ପିନ୍ଧାଇ ମୃତଦେହଟିକୁ ଅନ୍ୟସ୍ଥାନକୂ ନେଇ ତାକୁ ଜଳାଇ ଦେଇଥିଲା


        ମେ ୨୬ ତାରିଖ ବାଲାଘାଟ ପୁଲିସ କଞ୍ଜେଇ ଉପତ୍ୟକାର ଏକ ପୋଲଉପର ଦେଇ ଯାଉଥିବା ବେଳେ ଏକ ଅଧାଜଳା ଭ୍ୟାନ୍‌ ଦେଖିବାକୁପାଇଥିଲା। ନିକଟକୁ ଯାଇ ଦେଖିବାକୁ ପାଇଥିଲା ଏକ ଅର୍ଵ୍ଧଦଗ୍‌ଧମୂୃତଦେହ। ମୃତକର ପରିଚୟ ଜାଣିବା ଅସମ୍ବବ ଥିଲା। ତେବେଘଟଣାମ୍ରଳରେ ନାଭିଗାଓ ଗ୍ରାମର ମହେନ୍ଦ୍ର ଥାକ୍‌ରେ ପହଞ୍ଚି ଚିହ୍ନଟକରିଥିଲା ଯେ ମୃତ ଦେହଟି ହେଉଛି ଶିକ୍ଷକ ଜିତେନ୍ଦ୍ର ଥାକ୍‌ରେଙ୍ଗରଏବଂ ସେ ତାଙ୍କର ଭାଇ। ପୁଲିସ ମୃତଦେହଟିକୁ ବ୍ଯବଚ୍ଛେଦ ପାଇଁପଠାଇବା ସହ ମହେନ୍ଦ୍ରଚ୍ଟଂ ପରିବାରକୁ ହସ୍ତାନ୍ତର କରିଥିଲା। ପରିବାର ଲୋକେ ରୀତିନୀତି ଅନୁଯାୟୀ ମୃତଦେହଟିର ଅନ୍ତିମ ସଂସ୍କାର କରାଯାଇଥିଲେ। ଜଣେ ଶିକ୍ଷକଙ୍କୁ ଏପରି ନୃଶଂସ ହତ୍ୟା କରାଯାଇଥିବାନେଇ ଅପରାଧୀକୁ ତୁରନ୍ତ ଗିରଫ ଦାବିରେ ଶିକ୍ଷକ ସଂଘ ଆନ୍ଦୋଳନ ଆରମ୍ବ କରିଦେଇଥିଲା। ସାଧାରଣରେ ମଧ୍ୟ ଅଭିଯୁକ୍ତର ଗିରଫ ଦାବି ଜୋର୍‌ ଧରିଥିଲା। ଏହା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ଥିଲା। ଏହିଘଟଣାର ଦୁଇଦିନ ପରେ ନିଜର ଯୋଜନା ମୁତାବକ କାମ ହେଉଥିବାଜାଣି ଅଭିଯୁକ୍ତଜଣକ ଘରକୁ ଫୋନ୍‌ ଲଗାଇଥିଲା। ସେ ଜୀବିତ ଥିବାଜଥା ଘର ଲୋକଙ୍କୁ ଜଣାଇଥିଲା ଆଉ ଏଭଳି ଘଟଣା ସେ କାହିଁକି ଓ କିପରି ଘଟାଇଲା ତାହା ମଧ୍ୟ ଟିକିନିଖିବଖାଣିଥିଲା। ତା' ସହ କଥା ହେବା ବେଳେଘରଲୋକ ଅନୁଭବ କରିଥିଲେ ଯେ ଜିତେନ୍ଦ୍ରଏକ ଭୟକ୍ଦଂର ଅପରାଧ କରିଛି, ଏଭଳିଘଟଣାରେ ତାକୁ ସହଯୋଗ କରିବା ଠିକ୍‌ହେବ ନାହିଁ। ତେଣୁ ଏ ସମ୍ପର୍କରେ ସେମାନେ ଆଉ କାଳବିଳମ୍ବ ନ କରି ତୁରନ୍ତ ପୁଲିସକୁଖବର ଦେଇଥିଲୋ
         ତେବେ ଅପରପକ୍ଷରେ କାହାର ସହାୟତାବିନା ପୁଲିସ ନିଜେ ଅଭିଯୁକ୍ତକୁ ଧରିଥିବାକଥା ଦାବି କରୁଛି। ବାଲଘାଟ ପୁଲିସ ସୃତ୍ରରୁପ୍ରକାଶ ଯେ, ଅର୍ଵଦଗ୍ଧ ମୃତଦେହ ନିକଟରୁପୁଲିସ ଜିତେନ୍ଦ୍ରର ଫୋନ୍‌ ପାଇ ନ ଥିଲା।ତେଣୁ ପୁଲିସ ତା'ର ଫୋନ୍‌ ଆକ୍ତିଭ୍‌ ଅଛି କିନାହିଁ ଜାଣିବାକୁ ଚାହିଥିଲା। ପୁଲିସ ଆଶ୍ଚର୍ଯ୍ୟହୋଇଥିଲା ଯେ ଜିତେନ୍ଦ୍ରକ୍ୁ ହତ୍ୟା କରିବାପରେ ମଧ୍ଯ ତା” ଫୋନ୍‌ କିପରି ଆକ୍ତିଭ୍‌ ରହିଛି ଏବଂ କଲ୍‌ ଯା'ଆସ କରୁଛି। ସେଇ ଫୋନ୍‌ ହିଁ ଜିତେନ୍ଦରକୁ ପୁଲିସହାତରେ ଧରାଇ ଦେଇଥିଲା।ଜିତେନ୍ଦ୍ର ଥାକ୍‌ରେ ଗିରଫ ହେବା ପରେ ନିଜର ଦୋଷ ସ୍ଵୀକାରକରିଥିଲା। ସେ କହିବା ମୁତାବକ, ଘଟଣାଦିନ (ମେ ୨୫ ତାରିଖ)ସେ ବାଲାଘାଟ ଯାଇଥିଲା ନିଜ ଉଚ୍ଚତା ଓ ଓଜନ ଥିବା ଲୋକଟିଏଖୋଜିବା ପାଇଁ। ସହରର ରାଜଘାଟ ଚୌକରେ (ଦିନମଜୁରିଆମାନେ
କାମ ପାଇବା ପାଇଁ ପ୍ରତିଦିନ ଏହି ମ୍ତରାନରେ ଜମା ହେଇଥାନ୍ତି) ନିଜ ଚେହେରାର ଜଣେ ଲୋକକୁ ଦେଖି ତାକ୍ତୁ ନିଜ ଟାଟା ମ୍ୟାଜିକ୍‌ ଗାଡ଼ିରେବସାଇ କଞେଇ ଘାଟିକୁ ନେଇ ଯାଇଥିଲା। ବାଟରେ ଲୋକଟି ସହ କଥା ହେଇ ସେ ତା' ନୀ ଦିଲ୍ଲୀପ ସୋନୱଵାନି ଏବଂ ଘର ବାଲାଘାଟ ଥାନାଅନ୍ତର୍ଗତ ଭରଞ୍ବେଲି ଗୀରେ ବୋଲି ଜାଣିବାକୁ ପାଇଥିଲା। ଏକ ନିର୍ଜନ ସ୍ଥାନରେ ଗାଡ଼ିକୁ ଅଟକାଇ ଜିତେନ୍ଦ୍ର ଗାଡ଼ିର ଇଞ୍ଜିନ୍‌ ଗରମ ହେଇଯାଇଛି ବୋଲି କହିଥିଲା। ସେଠାରେ ସେ ଗାଡ଼ିର ରେଡିଏଟର୍‌ ରିଫିଲିଂ କରୁଥିବା ବାହାନା କଲା। ଲୋକଟି ଟିକେ ଆରାମରେ ବସିବା ବେଳକୁ ତାକୁ ପଛପଟୁ ଆଘାତ ଦେଇ ହତ୍ୟା କରିଥିଲା। ତେବେ ମୃତକକୁ ନିଆଁରେ
ପୋଡ଼ି ହତ୍ୟା କରାଯାଇ ନାହିଁ ତା'ର ମୃତ୍ୟୁ ରକ୍ତକ୍ଷରଣ ଜନିତ ବୋଲି ପୂର୍ବରୁ ଲାଲବର୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର କହିସାରିଥିଲେ।ମୃତଦେହର ପିଠିରେ ଅଘାତ ଲାଗିଥିବା ସେ ଜଣାଇଥିଲେ ଏଥିରୁ ଜଣା ଯାଇଥିଲା ଯେ ସେହି ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ତେବେ ପୁଲିସ୍‌ ପାଇଁ ଏହି ଘଟଣା ଥିଲା ଅଡ଼ୁଆ ସୃତାପରି। ଘଟଣାର ଖିଅ ସେ ଖୋଜି ପାଉ ନ ଥିଲା ଜିତେନ୍ଦ୍ର କହିବା ମୁତାବକ, ସେ କୋଡ଼ିଏ ଲକ୍ଷ ଟଙ୍ଗାର ବୀମା କରିଛି। ଲୋନ୍‌ କରି ଘର, ଟାଟା ମ୍ୟାଜିକ୍‌ ଏବଂ ଆଉ ଗୋଟେ କାର୍‌ ମଧ୍ଯ କିଣିଛି। ଏ ସବୁର କିସ୍ତି ଶୁଝିବା ବେଳକୁ ଘରଚଳାଇବା ତାହା ପାଇଁ କଷ୍ଟକର ହେଇପଡୁଥିଲା। ଏଥିପାଇଁସେ ଚିନ୍ତା କରିଥିଲା ଯେ ତା' ପରି ଚେହେରା ଥିବା କୌଣସି ବ୍ୟକ୍ତିକୁ ମାରିଦେଲେ ବୀମା କ୍ଲେମ୍‌ରୁ ଘର ଲୋକଙ୍କ କିଛି ପଇସାମିଳିଯିବା ଏହି ଯୋଜନା ମୁତାବକ ଏଭଳି ଭୟଙ୍ଗର ଅପରାଧ ସେ ଘଟାଇଥିଲା।ଘଟଣା ଘଟିବାର ୭୨ ଘଣ୍ଟା ଭିତରେ ପୁଲିସ ଜିତେନ୍ଦ୍ରକୁ ଗିରଫ କରିବାକୁ ସମର୍ଥ ହୋଇଥିଲା।

Thursday, 6 June 2019

ବିଶ୍ବାସଘାତକ ଥିଲା ସୁନୀଲ


ମୁମ୍ବାଇର ମାନଖୁର୍ଦରେ ରହୁଥିବା ରୋହିଣୀର ବିବାହ ହୋଇଥିଲା ଅଭିଜିତ ଘୋରପଡେ ସହିତ | ରୋହିଣୀ ବିବାହ ପରେ ଖୁସି ଥିଲା। ସେ ତାଂର ମନପସନ୍ଦରଜୀବନସାଥୀ ପାଇଥିଲା। ହସଖୁସିରେ ସମୟ କାଟୁଥିଲାରୋହିଣୀର। ଏହା ଭିତରେ ସେ ଗୋଟିଏ ପିଲାର ମାଂମଧ୍ଯ ହୋଇ ସାରିଥିଲା। କୋଳକୁ ପିଲାଚିଏ ଆସିବା ପରେ ପରିବାରରେ ସମସ୍ତେ ଖୁସି ଥିଲେ । ହେଲେ ରୋହିଣୀର ଏହି ଖୁସି ବେଶୀ ଦିନ ପର୍ଯ୍ୟନ୍ତ ତିଷ୍ଠିଲା ନାହ । ପିଲା ହେବାର ବର୍ଷକଭିତରେ ଅଭିଜିତର ମୃତ୍ୟୁ ହୋଇଗଲା | ରୋହିଣୀ ଜୀବନରେ ଅନ୍ଧାର ଘୋଟି ଆସିଥିଲା। ପିଲା ବଡ଼ ହୋଇନଥିଲା । କିଛି ବାଟନ ଦିଶିବାରୁ ସେ ପିଲାକୁ ଧରି ବାପଘରକୁ ଚାଲିଆସିଥିଲା। ଘରଲୋକ ବୁଝାବୁଝି କରିବାରୁ ସେ ଧୀରେ ଧୀରେ ସାମାନ୍ୟ ହୋଇ ଆସିଥିଲା। ଜଣେସଂପର୍କୀୟଙ୍କ ସାହାଯ୍ୟରେ ରୋହିଣୀକୁ ମୁମ୍ବାଇରଏକ ହସ୍ପିଟାଲରେ ଚାକିରି ମିଳିଯାଇଥିଲା ।
ସୁନୀଲ ସହିତ ପରିଚୟ
     ରୋହିଣୀ ସବୁଦିନ ମାନଖୁର୍ଦରୁ ଓ୍ରାସି ପର୍ଯ୍ୟନ୍ତ ଲୋକାଲଟ୍ରେନ୍ରେ ଯିବାଆସିବା କରୁଥିଲା। ତା'ରି ଭିତରେ ରୋହି ଣୀରଗାର ରହୁଥିବା ରାମଚନ୍ଦ୍ର ତୁ କାରାମ ଯାଦବ ମାଧ୍ଯମରେ ତା'ରପରିଚୟ ହୋଇଥିଲା ସୁନୀଲ ସିରକେ ସହିତ !। ସୁନୀଲ ବିସେହି ହସ୍ପିଟାଲରେ କାମ କରୁଥିଲା ଯେଉଁ ହସ୍ପିଟାଲରେରୋହିଣୀ କାମ କରୁଥିଲା। ଏହାରି ଭିତରେ ସେମାନଙ୍କମଧ୍ଯରେ ବନ୍ଧୁତା ହୋଇଯାଇଥିଲା। ସୁନୀଲ ସହିତ ମିଳାମିଶାକରିବାକୁ ରୋହିଣୀକୁ ଭଲ ଲାଗୁଥିଲା। ଶେଷରେ ବନ୍ଧୁତାପ୍ରେମରେ ପରିବର୍ତନ ହୋଇଯାଇଥିଲା। ରୋହିଣୀ ସୁ ନୀଲକୁତା'ର ଅତୀତ ବିଷୟରେ ସବୁ କହିଦେଇଥିଲା।| ସୁନୀଲ ସବୁଜାଣିଲା ପରେ ରୋହିଣୀକୁ ଭରସା ଦେଇଥିଲା ସେ ତାଂକୁବିବାହ କରିବ। କିଛି ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ଭଲପାଇବାସେମିତି ଚାଲିଥିଲା।
ବିଶ୍ବାସଘାତକ ଥିଲା ସୁନୀଲ

ରୋହିଣୀ ଅନେକ ଥର ସୁନୀଲକୁ କହିଛି ଜଲଦି ବାହାହୋଇଯିବାକୁ । ହେଲେ ସୁନୀଲ ଆଡ଼େଇ ଯାଇଥିଲା। ଦେଖୁଦେଖୁ ଏମିତି ୫ରୁ ୬ ବର୍ଷ କଟିଯାଇଥିଲା। ରୋହିଣୀଜାଣିପାରିଥିଲା ସୁନୀଲ ତାଂକୁ ବାହା ହେବନି ତାଂସହିତକେବଳ ମଉଜମସ୍ତି କରୁଛି। ହେଲେ ରୋହିଣୀ ଜାଣିନଥିଲାସୁନୀଲ ବାହା ନହେବା ପଛର କାରଣ। ସୁନୀଲ ପ୍ରଥମରୁ ହଁବିବାହିତ ଥିଲା। ତାଂର ଦୁଇଟି ପିଲା ମଧ୍ଯ ଥିଲେ। ହେଲେ ରୋହିଣୀକୁ ସୁନୀଲ ମିଛ କହିଥିଲା। ବିବାହ କଥାକୁ ନେଇସୁନୀଲ ଏବଂ ରୋହିଣୀ ଭିତରେ ଝଗଡ଼ା ସୃଷ୍ଟି ହେଉଥିଲା। କୌଣସି ସୁତ୍ରରୁ ସୁନୀଲର ସ୍ତରକୁ ସ୍ବାମୀର ଅନୈତିକ ସଂପର୍କବିଷୟରେ ଖବର ମିଳିଯାଇଥିଲା। ଏହି କାରଣରୁ ସୁନୀଲର ସ୍ତ୍ରୀ ସହିତ ବି ତା'ର ଝଗଡ଼ା ହୋଇଥିଲା ସୁନୀଲ ରୋହି ଣୀକୁ ବିବାହ କରିବାକୁ ଚାହୁ ଥିଲା ହେଲେ ଯେ ପର୍ଯ୍ୟନ୍ତ ଘରେ ସ୍ତ୍ରୀ ଅଛି ସେପର୍ଯ୍ୟନ୍ତ ସମ୍ଭବ ନୁହେ । ଅନ୍ୟପଟେ ରୋହିଣୀ ବି ଚୁପ୍ ରହିବାର ନଥିଲା। ବିବାହ ନା କହି ୫ରୁ ୬ବର୍ଷ ହେବ ସେ ରୋହିଣୀକୁ ଶୋଷଣ କରି ଆସୁଥିଲା। ସେଥିପାଇଁ ସୁନୀଲ ସ୍ଥିର କରିଥିଲା ରୋହିଣୀଠାରୁ ସବୁ ସଂପର୍କ ତୁଟାଇ ଦେବ। ସେ ତାଂର ସାଙ୍ଗ ରାମଚନ୍ଦ୍ର ଏବଂ ବିଜୟ ସିଂହଙ୍କୁସବୁକଥା କହିଥିଲା। ବିଚାରବିମର୍ଶ କଲା ପରେ ସେମାନଙ୍କ ପାଖରେ ଗୋଟିଏ ଉପାୟ ଥିଲା ରୋହିଣୀର ହତ୍ୟ।

ହୋଇଥିଲା ହତ୍ୟା ଷଡ଼ଯନ୍ତ୍ର

ତିନିଜଣ ମିଶି ରୋହିଣୀ ହତ୍ୟାର ଷଡ଼ଯନ୍ତ୍ର ପ୍ରସ୍ତୁତକରିଥିଲେ। ଶବକୁ କିପରି ଠିକଣା ଲଗାଇବେ ତାହା ବି
ପୂର୍ବରୁ ସ୍ଥିର ହୋଇଯାଇଥିଲା। ୧୩ ନଭେମ୍ବର ୨୦୧୮ ସୁନୀଲ ମୁମ୍ବାଇରୁ ୧୨୯ କିଲୋମିଟର ଦୂର ରାୟଗଡ ସ୍ଥିତ ନିଜ ମୂଳ ଗୀ ସିରସାଲ ଯାଇଥିଲା। ସେଠି ସେ ତାଂଘର ପାଖର ଗୋଟିଏ ବଡ଼ ଗାତ ଖୋଳିଥିଲା । ତାଂ ପରେ ପୁଣି ମୁମ୍ବାଇ ଚାଲି ଆସିଥିଲା। ଏହା ପରର ଯୋଜନା ଥିଲା କୌଣସି ବାହାନା କରି
ରୋହିଣୀକୁ ସେଠାକୁ ନେଇଯିବାକୁ । ସେଥିପାଇଁ ସେଦିନ ସେ ରୋହିଣୀ ସହିତ ମିଠାମିଠା କଥା ହୋଇଥିଲା। ରୋହିଣୀକୁକହିଥିଲା, ଝଗଡ଼ା କରିବାର ବହୁତ ଦିନ ବିତିଗଲାଣି | ଏବେ ମୁ ତତେ ବାହା ହେବାକୁ ସ୍ଥ୍ରିର କରିଛି। ଜଣେ ଓକିଲଙ୍କୁ ମୁଁ ଜାଣିଛି। ଆମକୁ ତାଙ୍କ ପାଖକୁ ଯିବାର ଅଛି। ସେ ଆମର ବିବାହ କଲା ପରେ ଆମେ ଏକାସଙ୍ଗରେ ରହିବା। ସୁନୀଲର କଥା ଶୁଣି ରୋହିଣୀ ଖୁସି ହୋଇଯାଇଥିଲା। ସେ ସୁନୀଲ ସହିତ ଯିବାକୁ ହ ଭରିଥିଲା। ୧୪ ନଭେମ୍ବର ରୋହିଣୀସାଙ୍ଗର ବାହାଘରକୁ ଯାଉଛି କହି ଘରୁ ବାହାରିଯାଇଥିଲା। ସୁ ନୀଲ
ତା”କୁ ନିର୍ଵାରିତ ଜାଗାରେ ଅପେକ୍ଷା କରି ରହିଥିଲା। ସୁନୀଲସହିତ ରାମଚନ୍ଦ୍ର ଯାଦବ ଏବଂବିଜୟ ସିଂହ ମଧ୍ଯ ଥିଲେ । ସେମାନେ ଏମ୍ଏଚ୍୨୩ ବି ୪୧୦୧ କାର୍ରେ ଥିଲେ। ରୋହିଣୀ ଖୁସି ଖୁସି ସେହି କାର୍ରେ ବସି ଯାଇଥିଲା। ହେଲେ ରୋହିଣୀ ଜାଣିନଥିଲା ସେ କେତେ ବଡ଼ ଷଡ଼ଯନ୍ତ୍ରରେ ଫସିସାରିଛି । କାର୍ରେ ସମସ୍ତେ ରାୟଗଡ ପହଞ୍ଚିଯାଇଥିଲେ। ସେଠି କୌଣସି ଓକିଲ ନଥିବାର ଦେଖ୍ ରୋହିଣୀ ସୁନୀଲ ସହିତ ଝଗଡ଼ା କରିଥିଲା। ସୁନୀଲ ତା'କୁ ବୁଝାଇବାକୁ ଚେଷ୍ଟା କରିଥିଲା ହେଲେ ସେ ମାନିନଥିଲା। ସୁନୀଲ ତାଂକୁ ବିବାହର ମିଛ ପ୍ରତିଶ୍ରୁତି ଦେଇ ସେହି ଜାଗାକୁ ନେଇ ଆସିଥିଲା। ରୋହିଣୀ ଆଉ ଚୁପ୍ ନରହି କହିଦେଇଥିଲା ଯେ ସେ ପୁଲିସ ପାଖକୁ ଯିବ। ରୋହିଣୀ ତାଂ” ଜିଦିରେ ଅଟଳ ଥିବା ଦେଖି ରାମଚନ୍ଦ୍ର ରୋହିଣୀର ମୁଣ୍ଡକୁ ଠେଙ୍ଗାରେ ପ୍ରହାର କରିଥିଲା। ରୋହିଣୀ ତଳେ ପଡ଼ିଯାଇଥିଲା। ବିଜୟ ସିଂହ ତାଂର ଦୁଇହାତକୁ ମାଡିବସିଲା। ସୁନୀଲ ଏବଂ ରାମଚନ୍ଦ୍ର ରୋହିଣୀର ପିନ୍ଧା ଶାଢ଼ିରେ ତା? ଗଳାକୁ ଚିପି ହତ୍ୟା କରିଥିଲେ।
ଫେଲ୍ ମାରିଥିଲା ସବୁ କୌଶଳ
ରୋହିଣୀର ମୃତ୍ୟୁ ହେବା ପରେ ତିନିଜଣ ମିଶି ସେହି ଗାତରେ ରୋହିଣୀର ଶବକୁ ପୋତିଦେଇ ଆସିଥିଲେ । ତାଂପରେ ନିଜ ନିଜ ଘରକୁ ଚାଲିଯାଇଥିଲେ । ହେଲେ ସେପଟେ ରୋହିଣୀଘରକୁ ଫେରିନଥିବାରୁ ଘରଲୋକ ଚିନ୍ତିତ ହୋଇପଡ଼ି ଥିଲେ ।କୌଣସି ଖବର ନମିଳିବାରୁ ରୋହିଣୀର ଭାଇ ରାଜେନ୍ଦ୍ରଗୁଲାବ ହସ୍ପିଟାଲ ଯାଇ ପଚରାଉଚରା କରିଥିଲା।ଜଣାପଡ଼ିଥିଲା ଯେ ରୋହିଣୀ କାମକୁ ଆସିନଥିଲା। ୧୬ନଭେମ୍ବରକୁ ରାଜେନ୍ଦ୍ର ମାନଖୁର୍ଦ ଥାନା ପହଞ୍ଚି ଭଉଣୀନିଖୋଜ ହେବା କଥା ପୁଲିସକୁ ଜଣାଇଥିଲା। ପ୍ରଥମେପୁଲିସ ରୋହିଣୀ ଫୋନ୍ର କଲ୍ ଡିଟେଲସ୍ ବାହାର କରିଥିଲେ। ହେଲେ ସେଥିରେ କୌଣସି ସୂଚନା ହାତରେଲାଗିନଥିଲା। ପୁଲିସ ହସ୍ପିଟାଲ ଯାଇ ପଚାରିବାରୁ ଜଣାପଡ଼ିଥିଲା ରୋହିଣୀର ସୁନୀଲ ସିର୍କେ ସହିତ ସଂପର୍କ ଥିଲା। ପୁଲିସ ସୁନୀଲକୁ ପଚରାଉଚରା କରିବାପାଇଁ ଥାନାକୁ ଡାକିଥିଲା। ହେଲେ ସୁନୀଲ ସେଠି ମିଛକହି ଚାଲି ଆସିଥିଲା। ପୁଲିସ ରୋହିଣୀର ବ୍ୟାଙ୍କଖାତା ଖୋଳତାଡ଼ କରିଥିଲା। ସେଥିରୁ ଜଣାପଡ଼ିଥିଲାରୋହିଣୀ ଏସବିଆଇ ଖାତାରୁ ଏଟିଏମ ଦ୍ଵାରା ୧୫ ଏବଂ ୧୬ ନଭେମ୍ବରକୁ ୬୫ହଜାର ଟଙ୍କା ଉଠାଇ ଥିଲା। ସେହି ଟଙ୍କା କିଏ ବାହାର କରିଥିଲା ଜାଣିବା ପାଇଁ ପୁଲିସ ସିସିଟିଭି କ୍ୟାମେରା ଦେଖୁଥିଲା ହେଲେ ଫଟୋରୁ ସ୍ପଷ୍ଟ ହୋଇପାରିନଥିଲେ।
ଏଥିରୁ ପୁଲିସ ସନ୍ଦେହ କରିଥିଲା ଯେ ରୋହିଣୀଟଙ୍କା ଉଠାଇ କାହା ସହିତ ପଳାଇଯାଇଛି। ପୁଲିସ
ସିସିଟିଭି ଫଟୋକୁ ହସ୍ପିଟାଲର କର୍ମଚାରୀଙ୍କୁ ଦେଖାଇଥିଲେ ।ହସ୍ପିଟାଲ କର୍ମଚାରୀ ସେହି ଫଟୋ ଦେଖୁ ଚିହ୍ନି ପାରିଥିଲେ ।ସେ ସୁନୀଲର ସାଙ୍ଗ ରାମଚନ୍ଦ୍ର ଥିଲା। ପୁଲିସ ଟିମ୍ ରାମ ଚନ୍ଦ୍ରକାମ କରୁଥିବା କେବଲ୍ ଅଫିସ୍ ପହଞ୍ଚିଯାଇଥିଲେ। ହେଲେ ସେଠି ରାମଚନ୍ଦ୍ର ମିଳିନଥିଲା। ଜଣାପଡ଼ି ଥିଲା ରାମଚନ୍ଦ୍ର ଗାକୁଯିବା କହି ଆଉ ଫେରି ନାହ। ପୁଲିସ ରାମଚନ୍ଦ୍ରକୁ ତାଂରଗାରେ ଗିରଫ କରିଥିଲା। ତାଂସହିତ ସୁନୀଲକୁ ବି ଗିରଫ କରିଥିଲା ପୁଲିସ। ପୁଲିସ ଆଗରେ ସବୁସତ କଥା ମାନିଯାଇଥିଲେ। ସେମାନେ ତାଙ୍କ ସହିତ ସାମିଲ୍ ଥିବା ବିଜୟ ସିଂହର ନା ମଧ୍ୟ ପୁଲିସକୁ କହିଥିଲେ। ସିନିୟର ପୁଲିସ ଅଫିସର ନିତିନ୍ ବୋବଡେ ପୁଲିସ ଚିମ୍ ସହିତ ସିରସାଲ ଗା ପହଞ୍ଚିଥିଲେ। ଯେଉଁଠି ଅପରାଧୀମାନେ ରୋହିଣୀର ଶବକୁ ପୋତିଦେଇଥିଲେ। ଘରଲୋକ ଏବଂ ଗାଲୋକଙ୍କଉପସ୍ଥିତିରେ ରୋହିଣୀର ଶବକୁ ବାହାର କରାଯାଇଥିଲା। ଏହାପରେ ପୁଲିସ ତିନିଜଣ ହତ୍ୟାକାରୀ ସୁନିଲ, ରାମ ଚନ୍ଦ୍ରଏବଂ ବିଜୟ ସିଂହଙ୍କୁ ଜେଲ ପଠାଇ ଦେଇଥିଲା।

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...