Wednesday, 27 January 2016

ସବୁ ପ୍ରେମ ମୂଲ୍ୟ ମାଗେ


ସବୁ ପ୍ରେମ ମୂଲ୍ୟ ମାଗେ ,ଜଣେ ଯୁବକର ପ୍ରେମ ଜୀବନ ସରି ସରି ଆସୁଥିବା  ବେଳେ ଯୁବକ ଜଣକ ପ୍ରତିକ୍ରିୟାଶୀଳ ହେବା ସ୍ଵାଭାବିକ । ସେଇ ନାଆର  ଜାତ୍ରୀ ଥଲା ରଜତ । ସିଲିଂଫ୍ୟାନ୍ ଆଡେ ଚାହିଁ ଚେୟାର ଉପରେ ଆଉଜି ବସିଥିଲା  ।ନିଜ ନିର୍ବନ୍ଧ ଉତ୍ସବରେ ମଧ୍ୟା ସେ ନିଜକୁ ସାମିଲ କରି ପାରୁନ ଥଲା । ଯେବେ ଠାରୁ  ତାର ପ୍ରେମ ଜୀବନ ଆରମ୍ଭ ହୋଇଥଲା, ସେବେଠାରୁ ତା'ର ଖରାପ ସମୟ ଚାଲିଥିଲା । ସେ ଚିନ୍ତା କରୁଥଲା, ଏମିତି କିଛି ଶକ୍ତ ହାସଲ କରନ୍ତା ସେମିତି ତା' ଖରାପ ଭାଗ୍ୟକୁ ନିଜ ଇଚ୍ଛାରେ ପରି ବର୍ତନ  କରିପାରନ୍ତ । ଫୋନ୍ ର ରିଂ ତା ଅନ୍ୟମନସ୍କତାରେ ବାଧା ଦେଲା । ସ୍କ୍ରିନ  ଉପରେ ଅଜ ଣା ନମ୍ଭର ଥିଲା  ।ରଜତଫୋନ୍ ରି ସିଭ୍ କଲା । ହେଲୋ……..
ରଜତ! କ'ଣ ଏଞ୍ଚୟେ କରୁଛ ତ ।!
କଙ୍ଗ୍ର ଚୁଲେଶନସ୍ ଫର ଦିସ୍ ଏନ୍ ଗେଜ ମେଣ୍ଟ । ସେପଟୁ ଶୁଭୂଥବା ଯୁବତୀର ସ୍ବର ସହ ସେ ଅନେକ ଦିନରୁ ପରିଚିତ ଥିଲା  । ସେ ଥଲା ତାଂର ପ୍ରେମିକା ଶିଖା ।ପ୍ଲିଜ୍, କଟା ଘା'ରେ ଆଉ ଚୂନ ଦିଅନି' ରଜତ କହିଲା।
ଶିଖା କହିଲା, ନା ତମର କଟା ଘାଆ ଅଛି ନା ମୁଁ ଚୂନଦେଉଛି । ବରଂ ସତ କଥା କହୁଛି । ତମେ ଜଣକୁପ୍ରେମ କଲ୍, ଆଜି ଜଣଙ୍କ ସହ ଏନ୍ଗେଜ୍ ହଉଛ । ଆଛାତୃତୀୟ ଜଣଙ୍କୁ ବାଦ୍ବାହେବନି ତ” ଟିକେ ଚିମୁଟିବା ଭଳିକହିଲା ଶିଖା । ରଜତ କହିଲା, ପ୍ଲିଜ୍ ଶିଖା ତମେ ସବୁ ଜାଣି ଯଦି ଦି ଏମିତି କହିବ ମୁଁ ନିଜକୁ ଜୀବନସାରା କ୍ଷମାକରିପାରିବିନି । ଜ ଣେ ଠାକୁର୍ ଘରର ପିଲା ବ୍ରାହ୍ମଣକୁବାହା ହୋଇପାରି ବନି । ଆମେ ପରସ୍କର କୁ ଏତେ ବୁଝିବାପରେ ଆଜି ବି କଂଣ ଏ କଥା ବୁଝାଇବାକୁ ପଡ଼ିବ ! ରଜତ କଥାରେ ଥିବା  ଭାବପ୍ରବଣତାକୁ ଠିକ୍ ଠଉରାଇପାରିଥିଲା  ଶିଖା । ସେ କହିଲା, ତେବେ ଡଲିର ଜୀବନନଷ୍ଟ କରିବା କ'ଣ ଆବଶ୍ୟକତା ଥିଲା  ! ରଜତ କହିଲା, ଶିଖା! ତମେ କ'ଣ ଜାଣିନ ଡଲି ମୋ ପସନ୍ଦ ନୁହେଁ ବରଂ ଘରଲୋକଙ୍କ ପସନ୍ଦ ବୋଲି । ତା ସହ କେବଳ ଶାରୀରିକସମ୍ପର୍କ ହେବ ସିନା ହେଲେ ତମେ ମୋ ଭିତରେ ଯେଉଁଠି ଥିଲା ସେମିତି ରହିବ । ଆଉ ତମେ ଏ କଥା ଜାଣିଚ ବି ।

ଶିଖା ସବୁ ଜାଣିଥିଲା  । ତା ପାଇଁ ବି ର ଜତକୁ ଭୁଲିବାକଷ୍ଟକର ଥିଲା  । ହେଲେ ବୈବାହିକ ଜୀବନ ଭିତରେ ରଜତ ସହ ସମ୍ପର୍କ  ରଖି ସେ ନିଜକୁ ବଦନାମ କରିବାପାଇଁ ଚାହୁଁ ନ ଥିଲା  । ଅନ୍ୟପଟେ ରଜତକୁ ଆଉ କାହାସହ ଦେଖିବା ପରି ସ୍ତିତି ରେ ସେ ନ ଥଲା । ଏଣୁ ସେତେ ଭଲପାଇବା ଥଲେ ବି ବିଚ୍ଛେଦର ବିଷକୁ ପିଇ ଜ ନ୍ତଣା ସହ ବନ୍ଧୁତା  କରିବା ପାଇଁ ଚିନ୍ନା କରିଥିଲା  ।

ଉତ୍ତର ପ୍ରଦେଶ ଏଟା ଜିଲା ରଜ କ ରାୟପୁର ଥାନା ଅଧିନସ୍ଥ   ଏକ ଗ୍ରାମ  । ସୁରେଶ ଶର୍ମା ସେହି ଗ୍ରାମର ବାସିନ୍ଦାଥିଲେ । ପନ୍ନୀ, ପୁଅ ରାଜୁ ଓ ଝିଅ ଶିଖାକୁ ନେଇ ତାଙ୍କଛୋଟ ସଂସାର। ପନ୍ନୀ ପାଖ ଗ୍ରାମରେ ଶିକ୍ଷକତା କରୁଥିବା ବେଳେ ସୁରେଶ ଚାଷ କରୁଥିଲେ । ଚଳିବାରେ କୌଣସି ଅସୁବିଧା ନ ଥିଲା । ଅବଶ୍ୟ ସେମାନେ ସେଭଳି ଧନୀଲୋକ
ନ ଥଲେ ବି ଗ୍ରାମରେ ସେମାନଙ୍କର ସଂମାନ  ଥିଲା  ।


ଶିଖା ଛାତ୍ରୀ ଜୀବନରେ ବହୁତ ଜ୍ଞାନୀ ଥିଲା  । ପିଲାଟିବେଳୁ ଡିବେଟ୍ ହେଉ ବା ପ୍ରବନ୍ଧ ଲେଖା ସେ ଭାଗନେବା
ମାନେ ହିଁ ପ୍ରଥମ ହେଉଥଲା । ବାପା ସୁରେଶ ଶିଖାର ଏହି ଜ୍ଞାନର ଏକ ବଡ଼ ପ୍ରଶଂସକ ଥଲେ । ଅନୁଷ୍ଠାନ
ଛୋଟ ହେଉ କି ବଡ଼ ଯେଉଁଠି ପ୍ରତିଯୋଗିତା ହେଉପଛେ ଛୋଟିଆ ପିଲାବେଳୁ ତା” ବାପା ତାକୁ ସାଇକେଲ ରେ ବସାଇ ନେଇ ସେଠାରେ ପହଞ୍ଚି ଯାଉଥଲେ । ପୁର ସ୍ଵାର ନ ଥାଉ ପଛେ ଗୋଚିଏ ହାତଲେଖା ପ୍ରମାଣପତ୍ରରେଏକନମ୍ଭର ହୋଇଥବା ଦେଖି ସୁ ରେଶ ସେମିତି ଗର୍ବରେ ପାଟି ପଡ଼ୁଥିଲେ । ଏବେ ଶିଖା ଯୁକ୍ତ ଦୁଇରେ ପଢ଼ୁଥିଲା  ।ପିଲାବେଳର ଜିଦ୍, ପିଲାଳିଆମି ଆଉ ସେମିତି ନ ଥିଲା  |କିନ୍ତୁ ତା ପାଖରେ ସେହି ଜ୍ଞାନ ଥିଲା  । ଆଉ ସେ ଜ୍ଞାନକୁ ସମସ୍ତେ ସମ୍ମାନ ଦେଉଥିଲେ ।

ପୂର୍ବରୁ ଶିଖା ମାର୍କ କରିଥିଲା  କି ଜଣେ ଯୁ ବକନିଦ୍ଦିଶ୍ଟ ସମୟରେ ତାଙ୍କ ଗାଁରେ ଚକ୍ତର ମାରୁଥଲା । ଆଉ କୌତୂହଳପ୍ରଦ ଥଲା କି ଯେତେବେଳ ପର୍ଯ୍ୟନ୍ତ ଶିଖାକୁ ଦେଖୁ ନ ଥିଲା  ସେ ଘୂରି ବୁଲୁଥିଲା  ଏବଂ ତାକୁ ଥରେ ଦେଖୀ ବା  ପରେ ସେ ଫେରାର ହୋଇଯାଉଥରଲା। କିଛି ଦିନପରୀକ୍ଷା କରିବା ପରେ ଶିଖା ବୁଝିପାରିଲା । ବେଳେବେଳେଶିଖା ତାକୁ ଦୂରରୁ ଦେଖ୍ ଜାଣି ଜାଣି ବାହାରୁ ନ ଥିଲା । ଆଉ ସେଇ ଅଜଣା ପୁବକର ବ୍ୟସ୍ତ ତାକୁ ସେ ବେଶ୍ ଅନୁଭବ କରି ପାରୁଥିଲା  । ତାକୁ ନ ଚିହ୍ନିଲେ ମଧ୍ୟା ଶିଖା ଏହି ଲୁଚକାଳି ଖେଳକୁ ଉପଭୋଗ କରୁଥିଲା  । ଅଜାଣତରେ ତା ବିଷୟରେ ଜାଣିବା ପାଇଁ ଶିଖା ମନ ଭିତରେ ଜିଜ୍ଞାସୁ ପ୍ରବୃତ୍ତି ଉଭା ହୋଇଥିଲା  । ଆଉ ଏକଥା ବୁଝିବା ପାଇଁ ତାକୁ ବେଶି ସମୟ ଲାଗି ନ ଥିଲା  ।ରଜତ ପଡୋଶୀ ଗ୍ରାମର ସୁରେ ଦ୍ର ସିଂଙ୍କ ପୁଅ ଥିଲା  । ଦିଭ୍ରାୟ କଲେଜରେ ଯୁକ୍ତ  ତିନିର ଛାତ୍ର ଥିଲା । ଦିନେ କଲେଜ ରାସ୍ତାରେ ଶିଖାକୁ ଦେଖ୍ ତା ପାଇଁପାଗଳ ହୋଇଥିଲା  ଏବଂ ପିଛାକରି ତା'ର ଠିକଣାପାଇଥଲା । ପ୍ରତ୍ୟେକ ଦିନ ତାକୁ ଦେଖ୍ବା ପାଇଁ ଏହିଚକ୍କର କାଟୁଥଲା ।

ସହର ଆଉ ଗ୍ରାମ  ଚଳଣି ଭିନ୍ନ ଥିଲା  । ସହରରେ ପୁଅ ଝିଅକୁ ନେଇ କୌଣସି ସମସ୍ୟା ନ ଥିବା  ବେଳେ ଗ୍ରାମରେ ପୁଅଝିଅ କଥା ହେଲେ ସମଗ୍ର ଗ୍ରାମ ସେମାନଙ୍କୁ ସନ୍ଦେହଦୃଷ୍ଟିରେ ଦେଖୁଥିଲା  । ଆଉ ସଦି ପଡୋଶୀ ଗ୍ରାମର ପୁଅହେଲା, ତେବେ କଥା ସରିଲା । ଏଣୁ ଉଭୟଙ୍କ ମନରକଥା ମନରେ ହିଁ ର୍ ହିଯାଇଥିଲା  ।ଏବେ ଶିଖା ଯୁକ୍ତ ଦୁଇ ପାସ୍ କରିଥିଲା  । ଆଉ ମନ କରିଥଲା କି ରଜତ ପଢ଼ୁଥିବା  କଲେଜରେ ପାଠ ପଢିବ |ଶେଷରେ ସେଇଆ ଦେଲା । ଦିଭ୍ରାୟ କଲେଜ ରେ   ସେ ନାମ ଲେଖାଇଲା । । ପ୍ରଥମ ଦିନ ର୍ଦି ରଜତ ସହ ତା'ର ସାମ୍ଭାସାମ୍ମି ହେଲା । ଏତେ ଦିନରୁ ଚାପି ହୋଇ ର ହିଥବା ପ୍ରେମ ବାହାରି ବାକୁ ସମୟ ନେଲାନି । ବରଂ ଆରମ୍ଭରୁ ହିଁ ସେମାନଙ୍କ ପ୍ରେମର ଗାଡି ବେଗ ଧରିଥିଲା  ଆଉ ଆଗ-କୁ ମାଡି ଚାଲିଥିଲା  । ର ଜତ ବାଇକ୍ ଧରି ଗ୍ରାମ ମୁଣ୍ତରେ ଅପେକ୍ଷା କରି ର ହୁଥବା ବେଳେ କଲେଜ୍ ସରିବା ପରେ ନେଇ ଗ୍ରାମ ମୁଣ୍ତରେ ଛାଡି ଫେରୁଥିଲା  । ଅନେକଥର ନିର୍ଜନରେ ଉଭୟ ଉଭୟଙ୍କ ର ପ୍ରଖର ନିଃଶ୍ବାସର ଗତି ମାପିଥିବା  ବେଳେ ସୌବନର ଉନ୍ମାଦନାକୁ ଉଭୟ ପରଖୀ ଥି ଲେ ।

ସମସ୍ତଙ୍କ ଅଗୋଚରରେ ପ୍ରେମର ଗାଡି ଦୁଇବର୍ଷ ଗଡିଥିଲା । ଗ୍ରାଜୁଏଶନ ପରେ ସେମାନେ ଘରେ କହି ବିବାହ ପାଇଁ ବ୍ୟବସ୍ପା କରି ବେ ବୋଲି ଅନେକଥର ସ୍ଵପ୍ନଦେଖଥିଲେ । ପରିବାର ସଦସ୍ୟଙ୍କ ଅନିଛ୍ଥୁକତାର ମଧ୍ୟ  ସେମାନେ ବିକଳ୍ପ ଭାବିଥିଲେ । କିନ୍ତୁ...ପିଲାବେଳର ସମସ୍ତ ଅଳିଅଝଟ ଆଜି ପର୍ଯ୍ୟନ୍ତ ଶିଖା ତା ବାପା ଙ୍କୁ କହି ଆସୁଥିବା  ବେଳେ ନିଜ ପ୍ରେମ  କଥା କହିବା ପାଇଁ
ସେ ସାହସ ସୋଗାଡ କରିପାରି ନ ଥିଲା  । ଆଉ ଚୋରଘର ବି ସବୁବେଳେ ଅନ୍ଧାର ନ ଥାଏ । ସୁରେଶ ଶର୍ମାଏ କଥା ଜାଣିଲେ । ଜଣେ ରକ୍ଷଣଶୀଳ ତଥା ଝିଅକୁନେଇ ଗର୍ବ କରୁଥିବା  ଢଣେ ସ୍ବାଭିମାନୀ ବାପା ଝିଅରଏହି କ୍ରିୟାକଳାପକୁ ଗ୍ରହଣ କରିପାରି ନ ଥିଲେ । ତଥାପି ରାଗକୁ ଶାନ୍ତ କରି ଏ ସମସ୍ତ କଥା ଏବଂ ତାଙ୍କ ଚିନ୍ତାଧାରା ମଧ୍ୟ ସ୍ପଷ୍ଟ   କଲେ । କିନ୍ତୁ ପିଲାଟିବେଳୁ ବାପାଙ୍କ ଆଦର୍ଶକୁସମ୍ମାନ ଦେଇ ଆସିଥବା ଶିଖା ଆଉ କିଛି ` ଲୁ ଚାଲବା ପାଇଁଚାହୁଁ ନ ଥିଲା  । ଘେ ଦୁଇହାତ ଟେକି ସମପିତ ହେଲା ଏବଂ ରଜତ ସହ ଥିବା ସମର୍କର ଘୋଷଣା କଲା । ପୂର୍ବରୁ କ୍ରୋଧକୁ ଚାପି ରଖି ଥିବା  ଆଦର୍ଶବାଦୀ ବାପା ଏବେ ଆଉ ପାରି ନ ଥିଲେ । ସେ ରାଗରେ ଫାଟି ପଡ଼ିଥିଲେ। ଏଭ୍ ଳି ରୂପ ବୋଧହୂଏ ଶିଖା କେବେ ବି ଦେଖ୍ ନ ଥିଲା । ଜଣେ ଠାକୁର ପରିବାରର ପୁଅକୁ ତୂ ବିବାହ କରିବୁ କହୁଛୁ.. ।
ମୋ ଶିଖାଇବାରେ କିମ୍ଭା ମୋ ଆଦର୍ଶକୁ ନେଇ ବଞ୍ଚିବାରେ ତୋର୍ କି ମୋର ଯେଉଠି ବି ଭୁଲ ଥାଉନା କାହିଁକି ଏ ଅପରାଧ ଷକ୍ଷମଣୀୟ ନୁହେଁ । ବାପାଙ୍କ ବଡ଼ପାଟି ପାଖରେଶିଖା ଡରିଯାଇଥଲେ ମଧା ବାପାଙ୍କୁ ବୁଝାଇବା ପାଇଁଚାହିଁଥିଲା । ପ୍ରାୟ ୧ଘଣ୍ଟା ପର୍ଯ୍ଯନ୍ତ ଯୁକ୍ତିତର୍କ ଲାଗିଥିଲା ।ଶେଷରେ ବାପାଙ୍କ ସହ ଯୁକ୍ତି  କରି ଉଦୟଙ୍କର୍ କ୍ଷତିନ କରିବା ପାଇଁ ଶିଖା ନୀରବ ରହିଥିଲା  । ଆଉ ଏହି ନୀରବତାକୁ ସୁରେଶ ଶର୍ମା ଯା ହା କହୁଛନ୍ତି ସେଥିରେ ଶିଖାର ସମର୍ଥନ ବୋଲି ଭୁଲ୍ ବୁଝିଥିଲେ । ଆଉ ଶିଖାରସବୁ ଦୋଷ ଦେଉଥିଲେ  । ମାତ୍ର ଆଉ ସମ୍ଭାଳି ନ ପାରି ଶିଖାର ବୋଉ କହିଉଠିଲେ ଶିଖା ଇନୋସେଣ୍ଟ । ରଜତ ତାକୁ ଫସେଇ ଦେଇଛି । ଏଣୁ ସେ ସିଧା ରଜତ ଘରକୁଗଲେ ଏବଂ ଶିଖାଠାରୁ ରଜତକୁ ଦୂରେଇ ଯିବା ପାଇଁପରିବାର ସହଯୋଗ କରିବା ଲାଗି ଅନୁରୋଧ କଲେ।ସେଠାରୁ ନିର୍ଭର ପ୍ରତିଶ୍ରୁତି ମଧ୍ଧ ମିଳିଲା । ହେ ଲେ ଦୁଇପ୍ରେମୀ ଅଲଗା ହେବାକୁ ଚାହୁଁ ନ ଥିଲେ ।

ଶିଖାର ବାପା ଏହାକୁ ନେଇ ପଞ୍ଚାୟତ ଡାକିଲେ ।ଉଭୟ ପୁଅ-ଦିଅଙ୍କୁ' ଡାକି ସେମାନେ ସମାଜ ନୀତିନିୟମମାନିବା ପାଇଁ ଆଦେଶ ଦେଲେ । ଜଣେ ଠାକୁର ଘରରପିଲା ବ୍ରାହ୍ମଣକୁ ବିବାହ କରିପାରିବ ନାହିଁ ବୋଲି ସ୍ପଷ୍ଟ ହେଲା ଏବଂ ଦୁଇପ୍ରେମୀ ଶେଷରେ ହତାଶ ହେଲେ । ଉଭୟ ପରିବାର ଉଭୟଙ୍କ ପାଇଁ ବର -କନ୍ଯା ଖୋଜିବା ଆର ମ୍ଭ କଲେ । ଶିଖା ପାଇଁ ଏତେଶୀଘ୍ର ବର ମିଳି ନଥିବା  ବେଳେ ରଢତ ପାଇଁ ଡଲିର୍ ବାହା ଘରପ୍ରସ୍ତାବ ଆସିବା ସହ ନିର୍ବହ୍ଧ ହୋଇଥିଲା  । ସେହି ନିର୍ବଦ୍ଧ ଦିନ ହିଁ ଶିଖା ଫୋନ୍ କରି ଏହିବିଗତ କ୍ଷତକୁ ତାଜା କରିଥିଲା  । ସେ କହିଥିଲା ସେ, ମୁଁ ସିନା ତୁମ ସୁଖ ସଂସାରରୁ ଦୁରେଇସାଉଛି । ହେଲେ ଜଣେ ମଣିଷ ହୃଦୟ ନେଇ ବଞ୍ଚିବାରେ ଏହା ସମ୍ଭବ ନ ଥିଲା  ।

୨୦୧୪, ମେ ୧ ତାରିଖ ଦିନ ରଜତ-ଡଲି ବିବାହ ବକ୍ଧନରେ ଆବଦ୍ଧ ହେଲେ । ଦେଲେସେତେବେଳେ ବି ଶିଖା ରଜତକୁ ଡାକୁଥଲାସେଠାରେ ରଜତ ନିର୍ଦିଷ୍ଟ ସମୟରେ ପହଞ୍ଚି ଯା ଉଥିଲା  । ସେଦିନ ଥିଲା  ୨୦୧୪ ଯୁ ଲାଇ ୨୮ତାରିଖ । ଶିଖା ଘରେ ଏକୁଟିଆ ଥିଲା  ଏବଂ ତୁରନ୍ତ ପହଞ୍ଚିବାକୁ ରଜତକୁ କହିଲ୍ା। କାଳବିଳମ୍ମ ନ କରି ର ଜତ ଶିଖା ଘରେ ପହଞ୍ଚିଲା।
ହେଲେ ଭୁଲ୍ ଥିଲା  କି ସେମାନେ ଭାବୁଥିଲେ କେବଳ ଘର୍ ଲୋକ ଏ ସମୀର୍କର୍ ଶତ୍ରୁ ଥିଲେ। କିନ୍ତୁ ସମଗ୍ର ଗାଁ  ରଜତକୁ ଏକ ଭିନ୍ନ ଦୃଷ୍ଟିରେ ଦେଖଥଲା । ଶିଖା ସହ ଏଭଳି ଖରାପ କାମ କରି ଥବା ର ଜତ ଆଗକୁ ଅନ୍ୟ ଝିଅଙ୍କ ସହ ବି ଏଭଳି କରିପାରେ ।
ଏହା ଭାବି ସେମାନେ ର ଜତ ଗାଁ କୁ ଆସିବା ଚାହୁଁ ନ ଥିଲେ।ରଜତ ଶିଖା ଘର ଭିତରେ ପଶିବା ଓ କବାଟ ବନ୍ଦହୋଇଯିବା ଗାଁ ର ସଂମାନ   ଯାଉଥିବା  ସେମାନେ ଭାବିଲେ।ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକ ଏକାଠି ହୋଇ ଶିଖାଘରରପାଚେରି ଡେଇଁ ଭିତରେ ପଶିଲେ । ରଢତ ବିପଦ ଆଶଙ୍କାକରି ବାପାଙ୍କୁ ଚଞ୍ଚଳ ପହଞ୍ଚିବା ପାଇଁ ଫୋନ କଲା ।ବାହାର କୁ  କେବଳ ୨ଟି ଗୁଳିମାଡ ଶବ୍ଦ ଶୁଭିଲା ।
ତୁରନ୍ତ ପୋଲିସ୍ ଘଟଣାସ୍ରଳରେ ପହଞ୍ଚିଲା ।ଉଭୟଙ୍କର ଛାତିରେ ଗୁଳି ବାଜିଥିଲା  । ରଜତ ଆଉ ଶିଖାଙ୍କର ରକ୍ତ  ଯୁ ଡୁବୁଡ଼ୁ ଶରୀର ତଳେ ପଡ଼ିଥିଲା  ।ସମସ୍ତ ତଦନ୍ତ ସାରି ପୋଷ୍ଟମର୍ଟମ କରାଗଲା । ଏହାର ଅଭିଯୋଗରେ ପୋଲିସ ୫ ଜଣ ଗ୍ରାମବାସୀଙ୍କୁ ଗିର ଫ ମଧ୍ୟ କଲା । ହେଲେ ଏହି ପ୍ରେମ କାହାଣୀରେ ସବୁଠାରୁ କ୍ଷତିଗ୍ରସ୍ତହୋଇଥଲା ଡଲି । ଯିଏ କି ବିବାହର୍ ମାତ୍ର କେଇଟା ଦିନ ପରେ ବିଧବା ହୋଇଯାଇଥିଲା  ।-

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...