Showing posts with label ହତ୍ୟା. Show all posts
Showing posts with label ହତ୍ୟା. Show all posts

Saturday, 30 November 2019

ପ୍ରାଣପ୍ରିୟାର ହତ୍ୟା


କିଶୋରାବ!ସ୍ଥା ଏମିତି ବୟସ ଯେତେବେ ଳେ ହାତେ ମାପିଚାଖଣ୍ଡେ ଚାଲିବାକୁ କୁହାଯାଏ  । ପ୍ରତିଟି ପଦକ୍ଷେପ ପାଇଁ ଗଭୀର ଚିନ୍ତନ କରିବାକୁ କୁହାଯାଏ । ଏପରି ତରଳ ବୟସରେ ଅପିତା ଓ ତୁଷାର ଏକ ବିରାଟ ନିଷ୍ପତ୍ତିନେଲେ । ବେଳ ଥାଉଁ ଥାଉଁ ଅପିତା ସତର୍କହୋଇଗଲେ କିନ୍ତୁ ତୁଷାର ସେ ବିରାଟ ବିଭ୍ରାନ୍ତିରୁ ବାହାରି ପାରି ନ ଥ୍ଲା ।ପିଲାଳିଆମିକୁ ସେ ସତ ବୋଲି ଭାବି ସାଜିଗଲା ସୈତାନ୍ ଆଉ କରିଦେଲା ପ୍ରାଣପ୍ରିୟାର ହତ୍ୟା ।

ଅପରାହ୍ଣ ୩ଟା । ମହାରାଷ୍ଟ୍ରର ଅମରାବତୀ ସହର ସ୍ଥିତ ଶାହା କୋଚିଂ ସେଣ୍ଟର ସାମ୍ନା ରାମ୍ତରାରେ ପ୍ରବଳ ଭିଡ ।କୋଚିଂରୁ ବାହାରୁ ଥିବା ଛାତ୍ରଛାତ୍ରୀ ରାସ୍ତାରେ ଏ ପ୍ରକାର ଭିଡ଼ ଜମେଇ ଥିବା ବେଳେ କିଛି ଦୁରରେ ଛିଡ଼ା ହୋଇଥିବା ଯୁବକ ସେମାନଙ୍କୁ ଚାତକ ଭଳି ଚାହିଁ ରହିଥିଲା । ଯୁବକକୁ ଦେଖିଲେ ଏମିତି ପ୍ରତୀତ ହେଉଥିଲା ଯେମିତି ସେ କାହା ଅପେକ୍ଷାରେ ସେଠାରେଛିଡ଼ା ହୋଇଛି । କିଛି ସମୟ ପରେ ତାଂ ପ୍ରତୀକ୍ଷାର ଅନ୍ତ ହେଲା ।କୋଚିଂରୁ ବାହାରି ଦୁଇ ଛାତ୍ରୀ ବସ୍ ଷ୍ଟାଣ୍ଡ୍ ଆଡ଼କୁ ଯାଉଥିବା ବେଳେ ଯୁବକ ଜଣକ ସେମାନଙ୍କୁ ପିଛା କରି ରାମ୍ରା ରୋକିଲା ।ଦୁଇ ଛାତ୍ରୀ ଥିଲେ ଅର୍ପିତା ଓ ଅପଣ୍ଡ୍ରା । ଅର୍ପିତା ଯୁବକକୁ ଦେଖିପଚାରିଲେ- ତୁଷାର! ତୁମେ ଏଠି କ'ଣ କରୁଚ ?
ତୁଷାର କହିଲା- ତୁମେ ଠିକ୍ ଜାଣିଚ ମୁଁ ଏଠିକି କ'ଣ ପାଇଁଆସିଚି। ଆମେ ପରସ୍ପରକୁ ଭଲ ପାଇଚେ, ବାହା ବି ହେଇଚେ...ମୋର କୋଉଁ ଭୁଲ୍ ପାଇଁ ତୁମେ ମୋତେ ଦୁରେଇ ଦେଉଚ ?
ଅର୍ପିତା: ସେ ସବୁ ଆମର ପିଲାଳିଆମି ଥିଲା | ସବୁ କଥା ମୁଁଭୁଲିଗଲିଣି, ତୁମେ ବି ଭୁଲିଯାଅ । ମୁଁ ମୋ କ୍ୟାରିୟର୍ ପ୍ରତି ଧ୍ଯାନ ଦେଉଚି ଆଉ ତୁମେ ମଧ୍ୟ ତୁମ କ୍ୟାରିୟର ପ୍ରତି ଧ୍ୟାନ ଦିଅ ଯାହା---ଆମ ଦୁଇଜଣଙ୍କ ପାଇଁ ଭଲ ହେବ । ଏହା ପରେ ବସ୍ଛାଡ଼ିଦେବା କଥା କହିଅର୍ପିତା ସେଠାରୁଚାଲିଯିବାକୁ ଉଦ୍ୟ କଲ।ର୍ ତୃଷାର ସେମାନଙ୍କୁ ବାଟ ଛାଡି ନ ଥିଲା । ଏସବୂ ଭିତରେଅପିତାଙ୍କ ସାଙ୍ଗ ଅପର୍ଣ୍ଣା ମଧ୍ୟ ତୁଷାରକୁ ରାସ୍ତା ଛାଡ଼ିବା ପାଇଁ କହିଥିଲେ ହେଲେ ତୁଷାର ଜିଦ୍ରେ ଅଟଳ ଥିଲା ।
ଅର୍ପିତା ଙ୍କକଥାରେ ତୃଷାରରାଗିଯାଇ ଗୋଟିଏଛୁରୀ ବାହାର କରି ଅପିତାଙ୍କୁ ଭୁଷିବାରେ ଲାଗିଲ। । ଅପଣ୍ବ। ଅଟକାଇବାରୁ ତାଙ୍କୁମଧ୍ୟ ତୁଷାର ଛ୍ଛୁରୀରେଆଘାତ ଦେଲା ।ରାସ୍ତା କଡ଼ରେଦୁଇ ଝିଅଙ୍କୁ ଏଭଳିଅବସ୍ଥାରେ ଦେଖ୍ଲେ।କେ ଜମାହେ।ଇଗଲେ । ଏଭିତରେ ତୁଷାର ଛୁରୀଧରି ଦୌଡ଼ିବାକୁ ଲାଗିଲା । କିଛି ଯୁବକ ତୁଷାରକୁ ଗୋଡ଼େଇ ତାକୁକାବୁ କରିନେଲେ । ଆଉ କିଛି ଲୋକ ଆହତ ଅର୍ପିତା ଓ ଅପର୍ଣ୍ଣାଙ୍କୁ ଅଟୋରେ ପାଖ ଡାକ୍ତରଖାନାକୁ ନେଇଗଲେ ।
ଉତ୍କ୍ଷିପ୍ର ଯୁବକମାନେ ତୁଷାରକୁ ଛାଡ଼ିବାକୁ ଅରାଜି ଥିବା ବେଳେରାଜାପେଠ ଥାନା ଅଧୁକାରୀ ସୂଚନା ପାଇବା କ୍ଷଣି ସେଠାକୁ ଆସିତୁଷାରକୁ ନିଜ କଷ୍ଟଡିକୁ ନେଇଗଲେ ।ଥାନା ଅଧୂକାରୀ କିଶୋର ସୂର୍ଯ୍ୟବଂଶୀ ଘଟଣା ବିଷୟରେସବିଶେଷ ତଥ୍ୟ ଗ୍ରହଣ ପରେ ନିଜ ଟିମ୍ ସହ ଘଟଣାସ୍ଥଳରେପହଞ୍ଚିଲେ । ସେଠାରେ ପଡିଥିବା ଛୁରୀ, ରକ୍ତଭିଜା ମାଟି ସଂଗ୍ରହପରେ ପ୍ରତକ୍ଷ୍ୟଦର୍ଶୀଙ୍କ ବୟାନ ରେକର୍ଡ କଲେ । ଏହା ପରେ ପୋଲିସ ଟିମ୍ ସିଧା ଚାଲିଲେ ଡାକ୍ତରଖାନା ଯେଉଁଠାରେ ଅପ୍ପିତା ଓ ଅପଣ୍ଣ୍ରା ଥିଲେ ଚିକିତ୍ସାଧୀନ ।
ଡାକ୍ତରଖାନାରେ ପହଞ୍ଚିବା ବେଳକୁ ଅପିତାଙ୍କ ପ୍ରାଣ ଛାଡିଯାଇଥିଲା । ଡାକ୍ତର ଅପର୍ଣ୍ଣାଙ୍କ ଚିକିତ୍ସା ଜାରି ରଖିଥିଲେ । କିଛିସମୟର ଅପେକ୍ଷା ପରେ ପୋଲିସ ଅପଣ୍ତ୍ରାଙ୍କ ବୟାନ ନେଲା ।ଅର୍ପିତାଙ୍କ ହତ୍ୟା ନେଇ ପୋଲିସ ଥାନାରେ ଏକ କେସ୍ ଦାୟର କରି ଶବକୁ ପୋଷ୍ଟମର୍ଟମ ପାଇଁ ପଠେଇ ଦିଆଗଲା।ପୋଲିସ ଅଧୁକାରୀ ଘଟଣା ସମ୍ପର୍କରେ ଅର୍ପିତା ଓ ଅପର୍ଣ୍ଣାଙ୍କଘର ଲୋକଙ୍କୁ ଜଣେଇ ଦେଇ ଥାନାକୁ ଫେରିଗଲେ । କିଛି ସମୟରଅନ୍ତରାୟ ପରେ ଦୁହଁଙ୍କ ପରିବାର ଲୋକେ କାନ୍ଦି କାନ୍ଦି ଆସି ଥାନାରେ ପହଞ୍ଚିଲେ ।ଅର୍ପିତାଙ୍କ ବାପାଙ୍କ କହିବା କଥା ଥିଲା ତୁଷାର ତାଙ୍କ ଝିଅକୁଏକତରଫା ପ୍ରେମ କରୁଥଲା, ବାହାହେବା ପାଇଁ ସବୁବେଳେ ଅପିତା-ଉପରେ ଚାପ ପକାଉ ଥୁଲା । ଅପିତା ତା' କଥାରେ ରାଜି ନ
ହେବାରୁ ସେ ବାରମ୍ବାର ତାକୁ ଧମକାଉ ଥୁଲା । ଏହା ସହ ଏକ
ନକଲି ଭିଡିଓ ସେ ସୋସାଲ ମିଡିଆରେ ଛାଡିବ ବୋଲି ସବୁବେଳେକହୁଥଲା । ଏ ବିଷୟରେ ଆମେ ବଡ଼ନେରା ଥାନାରେ କମ୍ଚ୍ଲେଣ୍ଟଦେଇଥୁଲୁ । ପୋଲିସ ତୁଷାରକୁ ଅଟକ ରଖ୍ ସେହି ଭିଡିଓକୁ ତା”ମୋବାଇଲ୍ରୁ ଡିଲିଟ୍ କଲା ଆଉ ଏକ ମାଫିନାମା ପରେ ତାକୁଛାଡି ଦେଲା । ଏହା ପରେ ପରିସ୍ଥିତି ଆୟତ୍ତ ହେଲା । ତୁଷାରର ପରିବାର ଲୋକେ ଥାନାରେ ହାଜର ହୋଇ ଅପ୍ପିତାତୁଷାରକୁ ଭଲ ପାଉଥୁଲେ ଆଉ ଦୁହେଁ ମନ୍ଦିରରେ ବାହା ହୋଇଥିଲେ।ପରେ ଅପିତା ଏ କଥାରେ ଅରାଜି ହେବାରୁ ପ୍ରେମରେ ବିଫଳହୋଇ ଗଭୀର ମାନସିକ ଅବସାଦରେ ତୁଷାର ଏ ପ୍ରକାର କାଣ୍ଡ କଲା ବୋଲି ସେମାନେ ବୟାନ ଦେଲେ ।

ଅମରାବତୀ ଜିଲ୍ଲା ଭାତକୁଲୀ ଗାଁ ସ୍ଥିତ ମଲକାପୁରରେ ୨୨ବର୍ଷୀୟ ତୁଷାରର ଘର । ତା” ବାପା କିରଣ ମସକରେ ଜଣେ ଗରିବକୃଷକ ଯିଏ ଅନ୍ୟ ଜମିରେ ଖଟି ପରିବାର ପ୍ରତିପୋଷଣ କରନ୍ତି ।ପରିବାରର ଆର୍ଥ୍ରକ ସମସ୍ୟାକୁ ଦୃଷ୍ଟିରେ ରଖ୍ ତୁଷାର ଇଣ୍ଟରମିଡିଏଟ୍ପାସ୍ କଲା ପରେ ପଢ଼ା ଛାଡ଼ି ଦେଇଥୁଲା । ପରିବାରରେ ତାକୁ ଛାଡିଦେଲେ ବାପା କିରଣ ମସକରେଙ୍କର ଆଉ ଗୋଟେ ପୁଅ ଓ ଝିଅ  ଥୁଲେ |

ଦେଖୁବାକୁ ସୁନ୍ଦରୀ ଓ ଉଚ୍ଚାକାଂକ୍ଷୀ ଅର୍ପିତାଙ୍କ ଘର ତୁଷାର ଗାଁପାଖରେ | ବାପା ଦତ୍ତା ସାହେବ ଠାକରେଙ୍କର ଅଲିଅଳୀ ଥୁଲେଅପିତା । ଗାର ଜଣେ ନାମକରା ଚାଷୀ ଭାବେ ଦତ୍ତା ବେଶ୍ ପରିଚିତ ।ଅର୍ପିତା ପଢ଼ାପଢ଼ିରେ ଖୁବ୍ ଆଗୁଆ ଥୁବା ବେଳେ ତୁଷାର ତାଙ୍କ ସୌନ୍ଦର୍ଯ୍ୟର ଦିୱାନା ପାଲଟି ଯାଇଥିଲା ।

୧୮ ବର୍ଷୀୟା ଅର୍ପିତା ଓ ତୁଷାରଙ୍କ ଲଭ୍ ଷ୍ଟୋରୀ ୨୦୧୭ରେଆରମ୍ଭ ହୋଇଥଲା । ହାଇସ୍କୁଲ୍ ପଢ଼ା ସାରି ଦୁହେଁ ପାଖ ଗାଁଭାତକୁଲୀ କେଶର ଭାଇ ଲାହୋଟୀ ଇଣ୍ଟର - କଲେଜର ଯୁକ୍ତ୨ରେ ନାମ ଲେଖେଇଲେ । କଲେଜ୍ରେ ଅପିତାଙ୍କ ପଛରେ ଗୁଡାଏପିଲା ପଡ଼ିଥିବା ବେଳେ ସେ କିନ୍ଗୁ ତୁଷାର ସହିତ ଫ୍ରି- ଟାଇମ୍ ବିତାଉଥିଲେ । କଲେଜ୍ ଯିବା ବାଟରେ ତୁଷାର ଘର ପଡୁଥିବାରୁ ଅର୍ପିତା ସ୍କୁଟିରେ ତୁଷାରକୁ ସାଥ୍ରେ ନେଇ ଯାଉଥିଲେ ।ଏକାଠି ସମୟ ବିତାଇବା ଭିତରେ ଦୁହେଁ ପ୍ରେମରେ ପଡ଼ିଗଲେ ।ତୁଷାର ପ୍ରଥମେ ଅର୍ପିତା ଙ୍କୁ ମନ କଥା କହିଥିଲା ଯାହାକୁ ଅର୍ପିତା ସମର୍ଥନ ଜଣେଇ ଥିଲେ । ପରେ ସେମାନେ ସାଲବଡିର ଏକମନ୍ଦିରରେ ବାହା ହୋଇଗଲେ ଯେଉଁଠି ଦୁହେଁ ଏକାଠି ଜୀଇଁବା ଓମରିବା ପାଇଁ ପ୍ରତିଜ୍ଞା କଲେ । ଲାହୋଟୀ କଲେଜ୍ରେ ଉଚ୍ଚଶିକ୍ଷାସୁବିଧା ନ ଥିବାରୁ ଅର୍ପିତାଙ୍କ ବାପା ଝିଅର ଆଡ୍ମିସନ୍ ଅମରାବତୀର ମଧୋଲ ପେଠ ସ୍ଥିତ ମହାତ୍ମା ଫୁଲେ ବିଶ୍ଵବିଦ୍ୟାଳୟରେ କରାଇଲେ ।

ସେଠାରେ ଅର୍ପିତା ବି.କମ୍ ପ୍ରଥମ ବର୍ଷର ଛାତ୍ରୀ ଥିବାସମୟରେ ପରିବାର ଲୋକଙ୍କ କାନରେ ପଡିଲା ତୁଷାର ଓଅପିତାଙ୍କ ପ୍ରେମ ବିବାହ କଥା । ଏ କଥା ଶୁଣିବା ପରେ ତାଙ୍କ ପରିବାର ଲୋକଙ୍କୁ ଏକ ଶକ୍ତ ଧକ୍କା ଲ।ଗିଲ। । ପରି ବାର ଲୋକେ ଝିଅକୁ ବହୁ ବୁଝାସୁଝା କଲେ । ଗୁରୁଜନଙ୍କ କଥାରେରାଜି ହୋଇଗଲେ ଅପିତା । ସେ ବୁଝିଗଲେ ଯେ ତୁଷାର ହାତ ଧରିଲେ ତାଙ୍କ ଜୀବନ ସୁଖମୟ ହେବ ନାହିଁ ।-ତୁଷାରର ଆର୍ଥୁକ ସ୍ଥିତି ଭଲ ନ ଥିଲା । ତୁଷାର ତା ପରିବାରଭରଣପୋଷଣ ପାଇଁ ଟ୍ରାକ୍ଟର ଚଲାଉ ଥିଲା ।କିନ୍ତୁ ଅର୍ପିତା କରଛଡ଼ାଦେବା ସେ ବରଦାସ୍ତ କରିପାରୁ ନଥ୍ଲ। |ଅପିତା ତୁଷାର କଲ୍ର ଉତ୍ତର ମଧ୍ୟ ଦେଉ ନ ଥିଲେ । ଯିଏ ତାକୁ ନିଜ ଜୀବନଠାରୁ ଅଧକଭଲ ପାଉଥିଲା ତାଂର ଏ ପ୍ରକାର ବିତୃଷ୍ଣା ଭାବ ଦେଖି ତୁଷାରକୁ ଜୀବନ ତୁଚ୍ଛ ମନେ ହେଲା । ପ୍ରତିଶୋଧ ନେବା ପାଇଁ ସେ ମନେ ମନେ ଉପାୟ ପାଞ୍ଚିଲା ।ଅପିତାଙ୍କ ଏ ପ୍ରକାର ବ୍ୟବହାରରେ ତୁଷାର ତାଙ୍କୁ ଘୃଣା କରିବାକୁଲାଗିଲା । ପ୍ରତିଶୋଧ ନେବା ପାଇଁ ତୁଷାର ତା'ର ଜଣେ ସାଙ୍ଗଜରିଆରେ ଏକ ଚାଇନା- ମେଡ୍ ଛୁରୀ ଯୋଗାଡ଼ କଲା । ଛୁରୀ ଯୋଗାଡ଼ ପରେ ଘଟଣା ଦିନ ସକାଳୁ ସେ ଅମରାବତୀ ଯାଇ ଶାହା କୋଚିଂ ସେଣ୍ଟର ଆଗରେ ଅପେକ୍ଷା କଲା । ତୃଷାରକୁ କଠେ।ରରୁ କଠେ।ର ଦଣ୍ଡ ଦେବା ପାଇଁଚାରି ଆଡେ ବିକ୍ଷୋଭ ପ୍ରଦର୍ଶନ କରାଗଲା । ଏହା ପରେ ନିୟମଅନୁସାରେ ହତ୍ୟା ଅଭିଯୁକ୍ତ ତୁଷାରକୁ କୋର୍ଟରେ ହାଜର କରାଯାଇ ଜିଲ୍ଲା ଜେଲ୍କୁ ପଠାଇ ଦିଆଗଲା ।

ମୃତ୍ୟୁ ଉପହାର



୨୯ ଅକ୍ଟୋବର, ୨୦୧୮ ସକାଳ ୮। ରୋହିଣୀ ଜିଲ୍ଲା ବଞ୍ବାନା କୁ କଲ୍‌ ଆସିଥିଲା ଧ୍ଵର୍ମି କମ୍ପୋଷ୍ଟ ପୋଲିଫାର୍ମ ନିକଟରେ ଜଣେ ମହିଳାଙ୍କୁ କେହି ଜଣେ ଗୁଳି ମାରିହତ୍ୟା କରିଛି। ଇନ୍ସପେକ୍ଟର ରାକେଶ କୁମାର ସଙ୍ଗେ ସଙ୍ଗେଏଏସଆଇ ରାଜେଶ କୁ ମାରଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳପାଖରେ ପହଞ୍ଚିଥିଲେ। ହେଲେ ପୁଲିସ ଆସିବା ପୂର୍ବରୁ କିଛିଲୋକ ମହର୍ଷି ବାଲ୍ମିକ ମେଡିକାଲ ନେଇଯାଇଥିଲା ମହିଳାଙ୍କୁ । ସେହି ସ୍ଫ୍ାନରେ ଧଳା ରଙ୍ଗର ସ୍କୁଟି ପଡିଥିଲା। ସ୍କୁଟିରେଚାବି ଲାଗିଥିଲା ଏବଂ ଲେଡିଳ୍‌ ବ୍ଯାଗ୍‌ ଗାଡିରେ ଝୁଲୁଥିଲା।ରାସ୍ତାସାରା ରକ୍ତ ଛିଟ୍‌କା ପଡିରହିଥିଲା। ଆଖପାଖ ଲୋକଙ୍କକହିବା ଥିଲା ମହିଳା ଜଣକ ସ୍କୁଚିରେ ଯଉଥିଲେ। ଏହି ସମୟରେ ତାଙ୍କୁ କେହି ଗୁଳି ମାରି ସେହି ସ୍ଫ୍ଵାନରୁ ଖସି ପଳାଇ
ଥିଲା। ପୁଲିସ ତୁରନ୍ତ ମେଡିକାଲ ପହଞ୍ଚିଥିଲା। ଜାଣିବାକୁମିଳିଥିଲା ସେହି ମହିଳାଙ୍କର ମୃତ୍ୟୁ ହୋଇସାରିଛି । ହେଲେସେପର୍ଯ୍ୟନ୍ତ ମହିଳାକର ପରିଚୟ ହୋଇ ପରିନଥିଲା।ଘଟଣାମ୍ଦଳରୁ ମିଳିଥିବା ବ୍ୟାଗରୁ ମୃତକର ନୀ ସ୍ଲୁନୀତା ଏବଂସେ ବଥ୍ଵାନାର ଦାଦା ଭୟା ଗଳିରେ ରହୁଥିବା ମଞ୍ଜିତର ସ୍ତ୍ରୀବୋଲି ଜଣାଯାଇଥିଲା। ସୁନୀତା ଫିରୋଜପୁର ଗାଁର ସିନିୟରସେକେଣ୍ଡାରୀ ଗଲର୍ସ ସ୍କୁଲରେ ଚିଚର୍‌ ଥିଲା। ପରିଚୟମିଳିବା ପରେ ପୁଲିସ ସୁନୀତା ର  ଶଶୂର ଘରଲୋକଙ୍କୁ ସୂଚନାଦେଇଥିଲା। ଘରଲୋକଙ୍କ ସହିତ ମଞ୍ଜତ ମଧ୍ୟ ମେଡିକାଲପହଞ୍ଚିଥିଲା। ରାକେଶ କୁମାର ମଞ୍ଜିତକ୍କୁ ସୁନୀତାର ହତ୍ୟା ବିଷୟରେ ପଚାରିଥିଲା।
ସୁନୀତାର କାହା ସହିତ ଶତ୍ରୁତା ନଥିଲା। ସବୁଦିନ ପରି ସେଦିନ ମଧ୍ୟ ସେ ସକାଳ ୭ଟାରେନିଜ ସ୍କୂଚିରେ ସ୍କୁଲ ବାହାରିଥିଲା। ହେଲେ କିଏ ଗୁଳି ମାରିଦେଇଥିଲା ବୋଲି ମଞ୍ଜତ ରାକେଶ କୁମାରଙ୍କୁ କହିଥିଲା।

---ମଡେଲ ସହିତ ଥିଲା ଚକ୍କର
ପୁଲିସଠାରୁ ଘଟଣା ବିଷୟରେ ଖବର ପା  ଇସୁନୀତାର ମା” ବାପା ଥାନା ବଞ୍ବାନା ପହଞ୍ଚିଥିଲେ ।ସେମାନେ ପୁଲିସକୁ କହିଥିଲେ ମଞ୍ଜିତ ଏବଂ ସ୍ଲନୀତା ଭିତରେ ଭଲ ସଂପର୍କ ନଥିଲା। କାରଣ ମଞ୍ଚିତର ମୁମ୍ବାଇରେ ଥିବା ଏକ ମଡେଲ ସହିତଚକ୍କର ଚାଲିଥିଲା। ପୁଲିସ ପାଇଁ ଏହି ସୂଚନାଗୁରୁତ୍ଵପୂର୍ଷ୍ଚ ଥିଲା। ପୁଲିସ ମଞ୍ଜିତଫୋନ୍‌ର କଲ୍‌ ଡିଟେଲ ମଗାଇଥିଲା|କଲ୍‌ ଡିଟେଲରୁ ଜଣାପଡିଥିଲାମଞ୍ଜିତ ଅଧୁକାଂଶ ସମୟ ମୁମ୍ବାଇରଏକ ନମ୍ବର ସହିତ କଥା ହେଉଥିଲାଯାହା ଥିଲା ଆଞ୍ଜେଲ ଗୁପ୍ତାର।ଆଞ୍ଜେଲ ଗୁପ୍ତା ଜଣେ ଜଣାଶୁଣା ମଡେଲ ଥିଲା। ରାକେଶ କୁମାରଏଥର ମଞ୍ଜତ ଭପରେ ସନ୍ଦେହ କରିବାକୁ ଲାଗିଥିଲେ। ସୁନୀତାର ହତ୍ୟା ବିଷୟରେ ଯେତେବେଳେ
ମଞ୍ଜିତକୁ ପଚରା ଯାଇଥିଲାସେ ଏପଟସେପଟ କଥା କହିଟଳିଦେବାକୁ ବସିଥିଲା। ହେଲେରାକେଶ କୁମାର ତାଂର ଚାଲାକିଳାଣିପାରିଥିଲେ। ପୁଲିସ ପ୍ରଶ୍ନରେ ବେଶି ସମୟ ମିଛ କହି ପାରିନଥିଲା କିଛିସମୟରେ ପରେ ସେ ନିଜେ ତା'ର ଅପରଧକୁ ସ୍ବୀକାରକରିଥିଲା। ଏହି ହତ୍ୟାକାଣ୍ଡରେ ସାମିଲ୍‌ ଥିବା ଲୋକଙ୍କ ନାଁ ପୁଲିସକୁ କହିଥିଲା। ସୁନୀତାର ହତ୍ୟା ମଞ୍ଜିତର ପ୍ରେମିକାଆଞ୍ଜେଲ ଗୁପ୍ତା ସହିତ ତା'ର ଧରମ ବାପା ରାଜୀବ ଗୁପ୍ତାର ମଧ୍ୟ ହାତ ଥିଲା।
ରାସ୍ତାର କଣ୍ଟା ଥିଲା ସୁନୀତା
ମଞ୍ଚିତ ଜମି କିଣାବିକା କାମ କରୁଥିଲା। ସୁନୀତା ସ୍ବାମୀଠାରୁ ଅଧ୍ଵକ ପାଠ ପଢିଥିଲା। ସେଥିପାଇଁ ତାଂକୁ ସିନିୟର
ସେକେଣ୍ଡାରୀ ଗଲର୍ସ ସ୍କୁଲରେ ଟିଚର୍‌ ଚାକିରି ମିଳିଯାଇଥିଲା।ଶାଶୂଘରୁ ସ୍କୁଲ ୨୦ କିଲୋମିଟର ଦୁର ଥିଲା। ଯିବାଆସିବା ପାଇଁ ସୁନୀତା ଗୋଟିଏ ସ୍କୁଟି କିଣିଥିଲା। ସୁନୀତା ତାଂର ଶାଶୂଘରେବହୁତ ଖିସି ଥିଲା। କିନ୍ତୁ ଦୁଇବର୍ଷପୂର୍ବରୁ ତାଂର ଖିସିରେ ଗ୍ରହଣଲାଗିବା ଆରମ୍ଭ ହୋଇଥିଲା। ଦିଲ୍ଲୀରଏକ ପାର୍ଟିରେ ମଞ୍ଚତ ସହିତ ଆଞ୍ଜେଲଗୁପ୍ତାର ଦେଖା ହୋଇଥିଲା। ଆଞ୍ଚେଲ ଗୁପ୍ତାଦେଖିବାକୁ ବହୁତ ସୁନ୍ଦର ଥିଲା। ହେଲେ ତାଂରଅସଲ ନାଁ ଥିଲା ଶଶିପ୍ରଭା। କିନ୍ତୁ ମଡେଲିଂ କ୍ଷେତ୍ରକୁ ଆସିବା ପରେ ସେ ତା'ର ନୀ ପରିବର୍ଭନ କରି ଆଞ୍ଜେଲଗ୍ଲପ୍ତା ରଖିଥିଲା। ମୁମ୍ବାଇ ଆସିବା ପାଇଁ ତାଂକୁ ତାଂର ଧରମ ବାପା ରାଳୀବ ଗୁପ୍ତା ବହୁତ ସାହାଯ୍ୟ କରିଥିଲେ । ଆଞ୍ଚେଲର ସୁନ୍ଦରତା ଦେଖ୍‌ ମଞ୍ଜିତ ଦିୱ୍ବନ ହୋଇଯାଇଥିଲା। ପାର୍ଟି ପରେ ଆଞ୍ଜେଲ ଏବଂ ମଞ୍ଜିତ ଫୋନ୍‌ରେ କଥାବାର୍ତା ଜାରି ରଖିଥିଲେ । ଧୀରେ ଧୀରେ ଆଞ୍ଜେଲ ମଧ୍ଧମଞ୍ଜିତକୁ ପସନ୍ଦ କରିବାକୁ ଲାଗିଥିଲା। ସେମାନଙ୍କ ସଂପର୍କଏମିତି ସ୍ଥିତିରେ ଆସି ପହଞ୍ଚିଥିଲା ସେମାନେ ବିବାହପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ମଞ୍ଚିତ ଜାଣିଥିଲା ସୁନୀତା ଠାରୁ ଅଲଗା ନହେବା ଯାଏ ସେ ଆଞ୍ଜେଲକୁ ବାହା ହୋଇାପରିବ ନାହିଁ ।

ସୁନୀତା ଜାଣିପାରିଥିଲା ସତ
ସୁନୀତା ସ୍ଵାମୀ ଉପରେ ଆଖି ବୂଜି ବିଶ୍ଵାସ କରୁଥିଲା।ସେ ବହୁଦିନ ପର୍ଯ୍ୟନ୍ତ ସ୍ବାମୀର ପ୍ରେମସଂପର୍କବିଷୟରେ ଅଳଣା ଥିଲା। ପରେ ମଞ୍ଜିତ ସୁନୀତାକ୍କୁ ମାନସିକ ଯନ୍ତ୍ରଣାଦେବା ଆରମ୍ଭ କରିଥିଲା। ହେଲେ ସେ
ବୁଝିପାରୁନଥିଲା ମଞ୍ଜିତ ହଠାତ୍‌ କାହିଁ କି ବଦଳି ଯାଇଥିଲା।ମଞ୍ଜିତ କାହା ସହି ତ ଫୋନ୍‌ରେ କଥାବାର୍ଭା ହେବାର ସୁ ନୀତା ଶୁଣିଥିଲା। କଥାବାର୍ତ୍ରଚା ଶୁଣିବା ପରେ ସେ ଜାଣିପାରିଥିଲାସ୍ବାମୀର କାହା ସହିତ ଚକ୍ସର ଚାଲିଛି। କିଛିଦିନ ପରେ ସୁ ନୀତା ଳାଣିପାରିଥିଲା ମୁମ୍ବାଇରେ ରହୁ ଥିବା ଜଣେ ମଡେଲ ସହିତ  ମଞ୍ଚଜତର ପ୍ରେମସଂପର୍କ ଅଛି। ହେଲେ ଯେତେବେଳେଏବିଷୟରେ ସୁନୀତା ମଞ୍ଚିତକୁ ପଚାରିଥିଲା ସେ ଅଲଗା ହେଇଯିବାକୁ କହିଥିଲା। ଯଦି ତା” ମନରେ ଏମିତି କିଛି ସନ୍ଦେହ ଅଛି ତାଂଠାରୁ ଅଲଗା ହେଇଯାଭ। ସ୍ଲନୀତା ଏସବୁକଥା ନିଜ ମାଂବାପାଙ୍କୁ କହିଥିଲା। ସୁନୀତାର ମା” ବାପାମଞ୍ଜିତକୁ ବହୁତ ବୁଝାଇଥିଲେ। ହେଲେ ମଞ୍ଜିତ ମଡେଲ ଆଞ୍ଜେଲ ପ୍ରେମରେ ଏମିତି ଅନ୍ଧ ଥିଲା ଯେ କାହା କଥା ଶୁଣିନଥିଲା। ଶେଷରେ ଦୁଇଘ୍ପର ଭିତରେ ଝଗଡ଼ା ସୃଷ୍ଟିହୋଇଥିଲା। ଆଞ୍ଜେଲ ମଧ୍ଧ ମଞ୍ଜିତକୁ ସ୍ପୀଠାରୁ ଅଲଗା ହୋଇଶୀଘ୍ର ବାହା ହେବା ପାଇଁ କହୁଥିଲା। ଏହି କଥା ସେ ତା'ର ଧରମ ବାପା ରାଜୀବକ୍କୁ କହିଥିଲା। ରାଜୀବ ବିଶ୍ଵାସ ଦେଇକହିଥିଲା ସେ ତାଂର ବାହାଘର ମଞ୍ଜତ ସହିତ କରିବାରେ ପୂରା ସାହଯ୍ୟ କରିବ।

ପ୍ରତିଶୋଧ ନେବାକୁ ଚାହୁଁ ଥିଲା
ଦିନେ ସ୍କନୀତା ଏବଂ ଆଞ୍ଜେଲ ଭିତରେ ଫୋନ୍‌ରେଖିବ୍‌ ଜୋର ଝଗଡ଼ା ହୋଇଥିଲା। ସୁ ନୀତା ରାଗିଯାଇ ଆଞ୍ଜେଲକୁ ବହୁତ କିଛି ଶୁଣାଇଥିଲା। ଆଞ୍ଜେଲତା'ର ପ୍ରତିଶୋଧ ନେବାକୁ ଚାହୁଁ ଥିଲା। ସେଥିପାଇଁ ସେ କଥାକୁ ବଢାଇଚଢାଇ ମଞ୍ଚିତକୁ କହିଥିଲା।ମଞ୍ଜିତକୁ କହିଥିଲା ଯଦି ସେ ତାଂକୁ ଚାହୁଁଛିସୁନୀତାଠାରୁ ଜଲଦି ଅଲଗା ହୋଇ ତାଂକୁ ବାହାହେଉ ନହେଲେ ଅପମାନର ପ୍ରତିଶୋଧ ନେଉ। ଏହି କଥା ଉପରେ ଆଞ୍ଜେଲ, ରାଜୀବ ଏବଂ ମଞ୍ଜତଭିତରେ ମିଟିଙ୍ଗ୍‌ ଚାଲିଲା। ଏହି ମିଚିଙ୍ଗରେ ରାଜୀବ ସୁନୀତାକ୍ୁ ରାସ୍ତାରୁ ହଟାଇବା ପାଇଁ
୧୦ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ କହିଥିଲା। ମଞ୍ଚିତ ଏଥିରେ ରାଜି ହୋଇ ଯାଇଥିଲା।ରାଜୀବ ଜାଣିଥିଲା ତାଂର ଡ୍ରାଇଭର ଦୀପକରକିଛି ବଦମାସ ପିଲାଙ୍କ ସହିତ ଚିହ୍ନା ପରିଚୟ ଅଛି ।ଦୀପକ ୧୯ଲକ୍ଷଟଙ୍କାରେ ସ୍କ ନୀତାକୁ ମାରିବା ପାଇଁରାଜି ହୋଇଯଇଥିଲା। ଦୀପକ କାଲ, ଧର୍ମେନ୍ଦ୍ର ଏବଂବିଶାଲ ସହିତ କଥା ହୋଇଥିଲା।
 କରଓୱ୍‌ାଚୌଥରେ ମୃତ୍ୟୁ ଉପହାର-


ଯୋଜନା ଅନୁସାରେ ୨୫ ଅକ୍ଟୋବରରେ ରାଜୀବ, ଦୀପକ,ଧର୍ମେହ୍ର, କାଲୁ ଏବଂ ବିଶାଲ ଦିଲ୍ଲୀ ପହଞ୍ଚିଥିଲେ। ହେଲେସେତେବେଳକୁ ସୁନୀତା ସ୍କୁଲ ପହଞ୍ଚିସାରିଥିଲା। ୨୭ ଅକ୍ଟୋବରକୁ କରଞ୍ବାର୍ଚୋଥ ଉତ୍ସବ ଥିଲା। ଗୋଟେ ପଟେମଞ୍ଜିତ ସୁନୀତାର ହତ୍ୟା ଯୋଜନା କରୁଥିବା ବେଳେ ଅନ୍ୟପଟେ ସୁ ନୀତା ସ୍ବାମୀର ଲମ୍ବା ଆୟୁ ଷ ପାଇଁ କରଞ୍ବାଚୌଥବ୍ରତ ରଖିଥିଲା। ଭଡାରେ ଯେଉଁ ବଦମାସ ଦିଲ୍ଲୀ ଆସିଥିଲେସେମାନେ ଷ୍ଟେସନ ପାଖରେ ଗୋଟିଏ ରୁମ୍‌ ଭଡା ନେଇରହିଥିଲେ। ୨୯ ଅକ୍ସଟ୍ରୋବରକୁ ରାଜୀବ ସୁ ଟରଙ୍କୁ କାର୍‌ରେ ବଞ୍ଝାନା ନେଇ ଯାଇଥିଲା। ସୁନୀତା ଯେମିତି ଏଥର ନବଞ୍ଚିଯାଏ ସେଥିପାଇଁ ତିନିଳଣ ସୁଟର ପୂର୍ବରୁ ପୋଜିସନ ନେଇ ଠିଆ ହୋଇ ରହିଥିଲେ । ସକାଳ ୭ଟା ପାଖାପାଖି ସୁ ନୀତା ସ୍କୁଟିରେ ଯେମିତି ସ୍କୁଲ ପାଇଁ ବାହାରିଛି ମଞ୍ଜିତ ସ୍ଲୁଟରକୁ ମିସଡ୍‌କଲ୍‌ରେ ଇସାରା କରିଥିଲା। ଗୁଳି ବାଜିବା ପରେ ସୁନୀତା ସକୁଟିରୁଗଳି ପଡିଥିଲା। ସେହି ସମୟରେ ଯାଉଥିବା କିଛି ଲୋକସୁନୀତାକୁ ଉଠାଇ ମେଡିକାଲ ନେଇ ଯାଇଥିଲେ। ପୁଲିସ ଏହିହତ୍ୟାକାଣ୍ଡରେ ସାମିଲ ଥିବା ସମସ୍ତ ଅପରାଧୀକୁ ଗିରଫ କରି ଜେଲ ପଠାଇ ଦେଇଥିଲା।

Thursday, 28 November 2019

ପ୍ରତିଶୋଧ


୨ ୫ସେପ୍ଟେମ୍ବର ୨୦୧୭। ତିମାରପୁର ପୁଲିସକୁ ସୂଚନା ମିଳିଥିଲା ଏଜିରାବାଦ ଗଳିନମ୍ବର ୬ରେ ରାଜ କୁମାରଙ୍କ ଘରେ ଜଣେ ଯୁବତୀଙ୍କୁ ହତ୍ୟାକରାଯାଇଛି। ଏହି ସୂଚନା ପାଇ ସବ୍ଇନ୍ସପେକ୍ଟର ମନୀଷ କୁମାର ଏବଂ କନଷ୍ଟେବଲ ଧର୍ମେନ୍ଦ୍ରଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୂର୍ବରୁ ସେହି ସ୍ଫ୍ରାନରେ ଲୋକମାନଙ୍କ ଭିଡ଼ଜମି ରହିଥିଲା। ଡ୍ରଇଂରୁମ୍ ଆଗରେ ହିଁ ଜଣେ ମହିଳାଙ୍କ ଶବପଡ଼ି ରହିଥିଲା। ମୃତ ମହିଳାଙ୍କ ମୁହଁରେ ଧଳା କପଡ଼ା ଭର୍ଭିକରାଯାଇଥିବାର ଦେଖିବାକୁ ମିଳିଥିଲା। ମହିଳାଙ୍କ ଗଳାରେ ମଧ୍ୟ ଗଭୀର କ୍ଷତ ସୃଷ୍ଠି ହୋଇଥିବାର ପୁଲିସ ଦେଖିବାକୁ ପାଇଥିଲା। ଘରର ଚାରିଆଡ଼ ରକ୍ତରଞ୍ଜିତ ହୋଇଯାଇଥିଲା।ପୁଲିସ ପୂରା ଘର ବୁଲି ବୁଲି ଯାଞ୍ଚ କରିଥଲା।ଗୋଟିଏ ନୁହେଁ, ହୋଇଥିଲା । ଦୁଇଟି ହତ୍ୟାଏସ୍ଆଇ ମନୀଷ କୁମାର ଯେତେବେଳେ ପ୍ରତିଟି ରୁମ୍
ବୁଲି ବୁଲି ନିରୀକ୍ଷଣ କରି ବାଥରୁମ୍ ଆଡ଼କୁ ଗଲେ ସେଠି ଅନ୍ୟ ଜଣେ ଯୁବତୀର ଶବ ପଡ଼ିଥିବାର ଦେଖିବାକୁ ॥
ପାଇଥିଲେ। ସେହି ଯୁବତୀକୁ ମଧ୍ୟ ସମାନ ଢଙ୍ଗରେ ହତ୍ୟା କରାଯାଇଥିଲା। ଗୋଟିଏ ଘର ମଧ୍ୟରୁ ଦୁଇ ଦୁଇଟି ଶବ ମିଳିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହି ଘଟଣାକୁ ଏସ୍ଆଇ ମନୀଷ କୁମାର ଗମ୍ଭୀରତାରସହିତ ନେଇଥିଲେ। ସେଥିପାଇଁ ସେ ଏହି ସୂଚନା କ୍ରାଇମ ଇନଭେଷ୍ଟିଗେ ସନ୍ ଟିମ୍ ଏବଂ ଏଫଏସ୍ଏଲ୍ ଟିମ୍କୁ ¦ଦେଇଥିଲେ। ପଡ଼ୋଶୀଙ୍କଠାରୁ ପୁଲିସ ଦୁଇଜଣ ମୃତ ଯୁବତୀଙ୍କ ନା ଜାଣିପାରିଥିଲା। ସେଥିମଧ୍ୟରୁ ଜଣେ ଥିଲା ଘର ମାଲିକ ରାଜକୁମାର ଯାଦବଙ୍କ ଝିଅ ସୋନି ଏବଂ ଅନ୍ୟ ଜଣେ ଥିଲା ତାଙ୍କ ଭଣଜା ମୋହି ତର ସ୍ତ୍ରୀ ପ୍ରେମଲତା। ଦୁଇଟି ହତ୍ୟାପଛରେ କି ରହସ୍ୟ ରହିଛି ତାହା ଉପରୁ ପରଦା ହଟାଇବା ପାଇଁ ପୁଲିସ ଳୋରଦାର୍ ପ୍ରୟାସ ଆରମ୍ଭ କରିଦେଇଥିଲା।
ଫେରାର ଥିଲା ମୋହିତ

ଲୋକମାନଙ୍କଠାରୁ ଜଣା ପଡିଥିଲା ଯେ ପ୍ରେମଲତା ସ୍ବାମୀ ମୋହିତ ସହିତ ୮-୯ ଦିନ ପୂର୍ବରୁ ସୋନିର ଦେଖାଶୁଣାକରିବା ପାଇଁ ଆସିଥିଲା। ସୋନିର ଦେଖାଶୁଣା କରିବା ପାଇଁରାଜକୁମାର ଦୁଇଳଣଙ୍କୁ ନିଜ ଘରକୁ ଡାକିଥିଲେ। କାରଣରାଜ କୁମାର ଦୁଇ ଦିନ ପୂର୍ବରୁ ପୁଅ ସହିତ କାନପୁର ସ୍ଥିତନିଜ ସଂପର୍କୀୟଙ୍କ ଘରକୁ ବିବାହ କାର୍ଯ୍ୟକ୍ରମରେ ଅଂଶଗ୍ରହଣକରିବା ପାଇଁ ଯାଇଥିଲେ। ଘରେ କେବଳ ସୋନି, ପ୍ରେମଲତାଏବଂ ମୋହିତ ଥିଲେ। ହେଲେ ସୋନି ଏବଂ ପ୍ରେମଲତାରହତ୍ୟା ହୋଇ ସାରିଥିଲା ଏବଂ ମୋହିତ ଘରୁ ଫେରାର ଥିଲା। ଅନ୍ୟପଟେ ମୋହିତର ଫୋନ୍ ମଧ୍ୟ ସୁଇଚ୍ ଅଫ୍ଦେଖାଭଥିଲା। ଏଥିପାଇଁ ପୁଲିସକୁ ସନ୍ଦେହ ହୋଇଥିଲାମୋହିତ ଉପରେ। ପୁଲିସ ସମସ୍ତ ପ୍ରମାଣକୁ ଆଖି ଆଗରେ ରଖ୍ ଖୋଳତାଡ଼ ଆରମ୍ଭ କରିଥିଲା

ଆତ୍ନହତ୍ୟା କରିଥଲା ମୋହି ତ -
ରାଜକୁମାର କାନପୁରର ନିଳ ଘରେ ପହଞ୍ଚିଥିଲେ।ରାଜକୁମାର କହିଥିଲେ ମୋହି ତ ଉତ୍ତର ପ୍ରଦେଶର ପଞ୍ଚଲଖା ଗାଁରେ ରୁହେ। ପୁଲିସ ମୋହିତକୁ ଧରିବାପାଇଁ ମୋହିତର ଗାଁକୁ ବାହାରିଥିଲେ। ଯିବାବେଳେରାଜକୁମାରଙ୍କୁ ମଧ୍ୟ ନିଜ ସହିତ ନେଇଯଇଥିଲେ। ସେମାନେ ରାସ୍ତାରେ ଯିବା ସମୟରେ ଥାନାପ୍ରଭାରୀ ଓମ୍ପ୍ରକାଶ ସିହ୍ନା ସୂଚନା ଦେଇ କହିଥିଲେ ମୋହି ତର ଫୋନ୍ ଲୋକେସନ୍ ତାରି ଗାଁରୁ ଆସୁଛି। ବିଳମ୍ବିତ ରାତିରେ ପୁଲିସ ମୋହିତର ଗାଁ ପଞ୍ଚଲଖା ପହଞ୍ଚିଥିଲେ। ହେଲେ ମୋହିତର ଘରେ ତାଲା ପଡିଥିଲା। ପୁଲିସ ଅନ୍ୟସ୍ଥାନରେ ମଧ୍ୟ ମୋହି ତକୁଖୋଜାଖୋଳି କରିଥିଲା। ହେଲେ ତା' କୁ ଖୋଜି ପାଇନଥିଲା | ସକାଳ ୬ଟାରେ ଗୀ ଲୋକଙ୍କଠାରୁ ଜଣାପଡିଥିଲା ମୋହିତ ତା'ର କାକାଙ୍କ ଘର ଫ୍ୟାନ ରେ ଝୁଲି ଆତ୍ନହତ୍ୟା କରିଛି।
ମୋହି ତର କାକାଙ୍କ ଘର ଦୁଇ କିଲୋମିଟର ଦୁରରେ ଥିଲା। ଦିଲ୍ଲୀ ପୁଲିସ ସେହି ସ୍ଥାନରେ ପହଞ୍ଚିଥିଲା। ମୋହିତର ଶବ ଫ୍ୟାନ ରେ ଝୁଲି ରହିଥିଲା। ମୋହିତ ନିଳ ପ୍ୟାଣ୍ଟକୁ ବେକରେଲଗାଇ ଝୁଲିପଡିଥିଲା। ମୋହିତ ତାଂର ଗୋଟିଏ ହାତକୁମଧ୍ୟ କାଟି ପକାଇଥିଲା। ଦିଲ୍ଳୀ ପୁଲିସ ଯେଉଁ ଉଦ୍ଦେଶ୍ୟ ନେଇସେଠାକୁ ଯଇଥିଲା ତାହା ପୂରଣ ହୋଇ ପାରିନଥିଲା ସତ ।କିନ୍ତୁ ଏହି ତ୍ରିକୋଣୀୟ ମୃତ୍ୟୁ ପଛର ରହସ୍ୟ ଉପରୁ ପରଦା ଉଠାଇବାରେ ସଫଳ ହୋଇଥିଲା ପୁଲିସ । ମୋହିତର ମୃତ୍ୟୁ ହିଁ ସବୁ ରହସ୍ୟର ସମାଧାନ କରିଦେଇଥିଲା।

ପ୍ରେମଲତାର ଚାଲିଥିଲା ଚକ୍କର-
+୨ ପାସ୍ କରିଥିବା ମୋହି ତ ତିନିମାସ ପୂର୍ବରୁ ଏମ୍ଏ ପାସ୍ ପ୍ରେମଲତାକୁ ବିବାହ କରିଥିଲା। ପ୍ରେମଲତା ତା'ଠାରୁ ଅଧ୍କ ଶିକ୍ଷିତ ଥିବାରୁ ସେ ମୋହିତକୁ ପଚାରୁନଥିଲା। ସ୍ତ୍ରୀର ଏପରିବ୍ୟବହାର ପାଇଁ ଦୁଇଜଣଙ୍କ ଭିତରେ ବହୁ ସମୟ ଝଗଡ଼ା ସୃଷ୍ଟି ହେଉଥିଲା। ପ୍ରେମଲତାର ଦୁର୍ବ୍ୟବହାର ଦେଖି ମୋହି ତର ସନ୍ଦେହ ହୋଇଥିଲା। ପ୍ରେମ ଲତା ଘଣ୍ଟା ଘଣ୍ଟା ଧରି ଫୋନ୍ରେକାହା ସହିତ କଥା ହେଉଥିଲା। ମୋହିତ ଯେତେବେଳପଚାରୁଥିଲା ସେ କିଛି ନା କିଛି ବାହାନା ବନେଇ ଦେଉଥିଲା।ହେଲେ ମୋହିତର ସ୍ଥୀ ଉପରେ ଆର୍ଦୌ ବିଶ୍ବାସ ନଥିଲା। ମୋହିତ ସନ୍ଦେହ କରିଥିଲା ପ୍ରେମଲତାରକାହାର ନା କାହା ସହିତ ଚକ୍ଟର ନିଶ୍ଚୟ ଚାଲିଛି ।
 
ସତ ଜାଣିପାରିଥିଲା ମୋହିତ-

ଯେତେବେଳେ ଗୋଟିଏ ମଣିଷ ମନରେ ସନ୍ଦେହ ସୃଷ୍ଟି ହୁଏ ସେ ସହଜରେ ଦୁରେଇପାରେ ନାହିଁ। ଆଉ ଏମିତି ହୋଇଥିଲା ମୋହିତସହିତ। ମୋହିତ ପ୍ରମାଣ ଗୋଟାଇବାରେ ଲାଗିପଡିଥିଲା ସେଇ ବ୍ୟକ୍ତି ଜଣକ କିଏ ?
ଗୋଟିଏ ଦିନ ପ୍ରେମଲତାର ଫୋନ୍ ଚେକ୍କରିବା ସମୟରେ ସେ ସେହି ନମ୍ବରପାଇଯାଇଥିଲା। ସେହି ନମ୍ବର ଆଗ୍ରାରଜଣେ ବ୍ୟକ୍ତିର ଥିଲା। ପ୍ରେମଲତା ସହିତତାଂର ସଂପର୍କ କିଛି ଦିନର ନୁହଁ ବରଂ ୪ ବର୍ଷ ପୂର୍ବରୁ ସେ ସେହି ବ୍ଯକ୍ତି ସହିତ ସଂପର୍କ ରଖି ଆସ୍ଲୁଥିଲା। ମୋହିତକୁଯେତେବେଳ ଏସବୁ କଥା ଜଣାପଡିଲାସେ ସବୁକଥା ଘରଲୋକଙ୍କୁ କହି ଦେଲା। ମୋହିତ ସ୍ଥୀକୁ ବୁଝାଇବାକୁବହୁତ ଚେଷ୍ଟା କରିଥିଲା। କିନ୍ତୁ ସେତାଂର କଥା ଶୁଣିନଥିଲା। ଯାହା ପାଇଁସେମାନଙ୍କ ସଂପର୍କ ଅସାମାନ୍ୟ ଆଡକୁଗତି କରିଥିଲା। ଝଗଡ଼ା ମାଡପିଟ୍
ନିତିଦିନର କଥା ପାଲଟି ଯାଇଥିଲା। ଏହାରିଭିତରେ ଦିଲ୍ଲୀର ୱ୍ାଜିରାବାଦରେ ରହୁଥିବା ମୋହିତର
ମାମୁଁ ରାଳକୁମାର ସୋନିର ଦେଖାଶୁଣା କରିବା ପାଇଁ ତାଙ୍କଘରକୁ ଡାକିଥିଲେ। କାରଣ କିଛି ଦିନ ପୂର୍ବରୁ ସୋନିରଷ୍ଟୋନ୍ ଅପରେସନ୍ ହୋଇଥିଲା। ସ୍ବମୀ ସ୍ତ୍ରୀ ଦୁହେଁ ଦିଲ୍ଲୀଚାଲି ଯାଇଥିଲେ। ସୋନି ଏବଂ ପ୍ରେମଲତା ଭିତରେ ଭଲପଡ଼ୁଥିଲା। ପ୍ରେମଲତା ଆସିଥିବାରୁ ସୋନି ବହୁତ ଖିସି ଥିଲା।ହେଲେ ମୋହିତ ଖିସି ନଥିଲା। ସ୍ତ୍ରୀର ପ୍ରତାରଣାକୁ ମୋହିତଭୁଲି ପାରିନଥିଲା। ଦିଲ୍ଲୀ ଆସିବା ପରେ ପ୍ରେମଲତା ନିଜ ପ୍ରେମିକ ସହିତ କଥାବାର୍ଭା ଜାରି ରଖିଥିଲା। ଏହାକୁ ଦେଖି ମୋହି ତ ସହ୍ୟ କରିପାରୁନଥିଲା।

ନେଇଥିଲା ପ୍ରତିଶୋଧ

ମୋହି ତ ନିଜ ଅପରାଧକୁ ସ୍ବୀକାର କରିବା ପୂର୍ବରୁ ଆତ୍ନହତ୍ୟାକରିସାରିଥିଲା। ହେଲେ ପୁଲିସ ଅନ୍ଲସାରେ ସେଦିନ ରାତିରେ ମୋହିତ ପ୍ରଥମେ ନିଶାଗ୍ରସ୍ତ ହୋଇପଡିଥିବ। ଆଉ ଏହିସମୟରେ ସେ ଯେତେବେଳେ ପ୍ରେମଲତାକୁ ପ୍ରେମିକ ସହିତକଥା ହେବାର ଦେଖିଥିବ ନିଜ ରାଗକୁ ସମ୍ଭାଳି ପାରିନଥିବ।ଏହା ପରେ ସେ ରୋଷେଇଘରୁ ଛୁରୀ ଆଣି ପ୍ରେମଲତାରଗଳା କାଚି ହତ୍ୟା କରିଥିବ। ପାଟି ଶୁଣି ସୋନି ବାହାରକୁଆସିଯିବାରୁ ସେ ସୋନିକୁ ମଧ୍ୟ ହତ୍ୟା କରିଥିବ। କାରଣବେଳେ ବେଳେ ଏମିତି ପରିସ୍ଥିତି ଆସିଯାଏ ବ୍ୟକ୍ତି ଗୋଚିଏହତ୍ୟା କରିବା ଚକ୍କରରେ ଅନେକ ହତ୍ୟା କରିବସେ। ଯାହାମୋହିତ କ୍ଷେତ୍ରରେ ହୋଇଥିଲା ବୋଲି ପୁଲିସ ଅନୁମାନ କରିଥିଲା। ପୁଲିସ ପ୍ରେମଲତାର ମୋବାଇଲରୁ ମଧ୍ୟ କଲ୍ଡିଟେଲସ୍ ବାହାର କରି ତନାଘନା କରିଥିଲା। ଯେଉଁଥିରୁ ଆଗ୍ରାର ସେ ହି ପ୍ରେମିକର ନମ୍ବର ମିଳିଥିଲା। ଏହି ଘଟଣାରେଅପରାଧୀ ନିଜେ ଆତ୍ପହତ୍ୟା କରି ଦେଇଥିଲା। ତେଣ୍ଟ୍ ପୁଲିସ ଏହି କେସ୍କୁ ବନ୍ଦ କରି ଦେଇଥିଲା।

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...