Monday, 26 June 2017

ଭାଉଜ କୁ ପ୍ରେମ, ସ୍ତ୍ରୀ ପାଇଁ ଯମ




ଉତ୍ତର  ପ୍ରବେଶର ସିଦ୍ଧାର୍ଥ ନଗର ଜିଲ୍ଲା  ଏହି ଜିଲ୍ଲା ଯୋଗିଆ  ଉଦୟପୁର ଥାନା ଅଧୀନଗୋଟିଏ ଗାଁ ମନୋହରି! ମନୋହରି ଗାଁରେ ରହନ୍ତି  ଜଗଦୀଶ ଯାଦବ! ତାଙ୍କର ବୁଇପୁଅ : ଦିନେ ଶ ଓ ଅର୍ଜୁନୀ ଢଗଦାଶ ଜଣେ ଜମି ମାଲିକା ଟଙ୍କା ପଇସାର ଅଭାବ ନାହିଁ ! ଦୃକ ପୁଅ ଗଷକାମଗେ ଧୁରନ୍ଧର ବଡ଼ପୃଅ ଦିନେଶ ବିବାହିତା କୌଶଲ୍ୟା ହେଉଛି ତାଙ୍କ  ବଡ଼ବୋହ୍! ସାନପୁଅ ଅର୍ଜୁନ ର ବାହାଘର କରିଦେବାକୁ ସେ ସଜବାଜ ହେଲେ!
 ଏ ଖବର ପାଇବା ମାତ୍ରେ ଯାଦବ ସମ୍ପ୍ରଦାୟରୁ ତାଙ୍କ ଘରକୁ ପାତ୍ରୀଙ୍କର ଟିପଣା ଚୁଟିବାରେ  ଲାଗିଲା! ବହୁ  ପ୍ରସ୍ତାବ  ମଧରୁ ଗୋଟିଏ ପ୍ରସ୍ତାବ   ଜଗଦୀଶ ବାବୁ ଙ୍କ ମନକୁ ପାଇଲା! ପ୍ରସ୍ତାବ  ଟି ମେହେଦିଆ ଗାଁରୁ ଆସିଥିଲା  ମେହେଦିଆ ଗାଁର ରାମକରନ୍ ଓ ନିର୍ମଳା ସାବତଙ୍କ ଏକମାତ୍ର ଝିଅ ସୋନିଆ! ଫଟୋରୁ ଝିଅଟିକୁ ଦେଖ୍ ଜଗଦୀଶ ବାଚୂ ଖୁବ୍ ପସନ୍ଦ କଲେ! ପରେ ପରେ ବଡ଼ପୁଅ ଓ ବୋହୁ ସହିତ ଅର୍ଜୁନକୁ  ବି ମେଢ଼େଦିଆ ଗାଁକୁ ପଠେଇଲେ ଝିଅ ଦେଖିବା  ପାଇଁ ! ସୋନିଆ ବାସ୍ତବ ରେ ଦେଖ୍ ବାକୁ  ସୁନ୍ଦରୀ ଥିଲା  ! ତେଣୁ ତାକୁ ଦେଖୁଦେଖୁ ଅର୍ଜୁନ ସେଇଠି ବାହା ହବ ବୋଲି ହଁ ମାରିଦେଲା! ବଡ଼ପୁଅ ଦିନେଶ ଏବଂ ବଡ଼ଦୋହ୍ କୌଶଲ୍ୟାଙ୍କର ମଧ ସୋନିଆ ପସନ୍ଦ ହେଲା! ତେଣୁ ସର୍ଚ ସଂମତି କ୍ରମେ ଅର୍ଜୁନ ସହିତ ସୋନିଆର ବାହାଘର  ହେଲା!
       ଯାଦବ ସମ୍ପ୍ରଦାୟର ଏକ ବିଶେଷ ପ୍ରଥା ହେଉଛି ଗରଣ! ପ୍ରଥ! ! ଏହି ପ୍ରଥା ଅନୁଯାୟୀ, ବାହାଘର ସରିଲେ ବରକୁ ନେଇ ବରସର ଫେରି ଆସିବେ! କନ୍ୟା  ରହିବ ବାପଘରେ! ପୁଣି ଏକ ଭଲ ତିଥି ସ୍ଥିର ହେବ! ପରେ ବୋହୁ ଯାକ ଜକମାର  ସହିତ ଶାଶୂଘରକୁ ଆସିବ! ଏଠାରେ ବି ସେଇଆ ଦେଲା! ଅର୍ଜୁନ ବା ହାଦେଇ ଫେରିଆସିଲା! ସୋନିଆ ବାପଘରେ ରହିଲା !  ପୁରୋହିତଙ୍କ ସହ ପରାମର୍ଶ କରି ରରୟ ପଷ ଏକ ତି ଥିବାର ସ୍ଥିର କଲେ  ଆଉ ପନ୍ଦରଦିନ ପରେ ବିଧ୍ ବଦ୍ଧ ଭା ବରେ ଶାଶୂଘରକୁ ଆସିଲା ସୋନିଆ!
             ବାହାଘରର ପ୍ରଥମ କିଛିମାସ ବେଶ୍ ଭଲରେ  କଟେ! ସ୍ୱାମୀସ୍ତ୍ରୀ କୁ  ଛାଡ଼ି କୁଆଡ଼େ ଯାଏନା! ଯେତେ କାମ ଥିଲେ  ବି ତାକୁ ଅଣଦେଖା କରେନା! ସବୁବେଳେ  ବାହାନା ଖୋକୁ ଥାଏ ନୂଆ ସ୍ତ୍ରୀ  ପାଖକୁ ଗଲିଆସିବା ପାଇଁ! କାମରୁ ଫୁର ସତ ପାଇବା ଷଣି ଆସି ହାଜର ହୋଇଯାଏ ସ୍ତ୍ରୀ  ପାଖରେ’ ଏ କ୍ଷେତ୍ରରେ ମଧ ସେଇଆ ହେଲା ଫୁଲ ଚାରିପାଖରେ ଭଅଁର ଉଡି ବୁ ଲିବା ପରି ସୋନିଆ ଚାରିପାଖରେ ଅର୍ଜୁନ ଘୂରି ବୁ ଲିଲା  ଷେତକୁ  ଯାଉ ଥିଲା ସଢା ହେଲେ ବାହାନା କରି ଥରକୁଥର ଘରକୁ  ତାଲିଆମୁଥିଲା ଆସିବା ମାତ୍ରେ ପୋନିଆକୁ  ନିଜ ବାହୁରେ ଭିଡ଼ି ଧରୁ ଥିଲା ରାତି ପାହୁ କି  କି ଦିନ ହେଉ  - ଏକଥା ସେମାନେ ଆଶା କରୁ ନ ଥିଲେ ! କେତେବେଳେ ସୂର୍ଯ୍ୟ ଦୂଡି଼ବ ଆଉ ସଞ୍ଜ ହେବ ସେଇ ଅପେକ୍ଷାରେ ଥିଲେ !


ଏସବୁ କୁ  ମନରରି ଉପଭୋଗ କରୁ ଥିଲା  ସୋନିଆ! ତା’ ସ୍ୱାମା ପେ ତାକୁ ଛାଡ଼ି ମୁହୂର୍ତ ଟେ  ରହିପାରୁ ନି ଏକଥା ତାକୁ ଖୁସିରେ ଅଧାର କରି ପକାରଥିଲା  ଦୁଇତିନିମାସ ଏମିତି ବିତିଲୀ ହେଲେ ହଠାତ୍ ବଦଳିଗଲା ସବୁକିଛି! ଅର୍ଜୁନ କ୍ରମ ଶ ବଦଳି ଯିବାକୁ ଲାଗିଲା! ସେ ଆଉ ଆଗଭଳି ତା’ ପାଖରେ ବସୁ ନ ଥଲା! କିମା ଷେତରୁ  ମୁକୁଳି ତା’ ପାଖକୁ ଥରକୁଥର ଛୁଟି ଆସୁ  ନ ଥିଲା ! ରାତିରେ ବିଛଣା ଧରୁ  ଧରୁ  ଶୋଇ ପଡ଼ୁଥିଲା  ଏସବୁ  ଆଶ୍ଚର୍ଯ୍ୟ କରୁ ଥିଲା  ପୋନିଆକୁ ! ସେ ଭାବୁ ଥିଲା ’ କ’ଣ ଏକ ମାସ କେଉଟ! ଭିତରେ ଅର୍ଜୁନର ମନ ବୁ ଝିଗଲୀ ନ! ତା’ଠାରୁ ତା’ ମନ ଛାଡ଼ିଗଲା ନ! ଏମିତି ହେଲା - ତା’ ଭିତରେ ଥିବା  ସବୁ  ପ୍ରେମ ସରିଗଲା ଯାହାକୁ ନେବା ପାଇଁ ଅର୍ଜୁନ ପାଗଳ ହେରଥିଲା  ଆଉ ପ୍ରେମ ନାହିଁ ବୋଲି ଅର୍ଜୁନ ତା’ ପାଖକୁ ଆସୁନି! ଏପରିକି ରାତିରେ ଶୁଏଇ ଦଉ ନ ଥିଲା  ଅର୍ଜୁନ ବିଛଣାରେ ପଡ଼ୁ ପଡୁ ନିଘୋଡ଼ ନିଦରେ ଶୋଇ ପଡ଼ୁଛି
             କିଛି ବୁ ଝିପାରୁ  ନ ଥିଲା  ସୋନିଆ! ରାବୁ ଥିଲା ’ ସେ ଏକଥା ଅର୍ଜୁନକୁ  ପଚାରିବ ହେଲେ ତା’ ଭିତରର ନାରୀ ସୁଲଭ ଲଜ୍ଜ୍ୟା ତାକୁ ସେଥିରୁ  ନିର୍ବୁତ  କରୁ ଥିଲା ! ଦିନେ ଖରାବେଳେ ସେ ଶୋଇଥିବା  ବେଳେ ତା’ ମୁଶକୁ  ଏକ ଆଇଡିଆ ଆସିଲା ! ସେ ଭାବିଲା, ସେ ସିନା ଅର୍ଦ୍ଧନକୁ  ମନଖୋଲି କିଛି କହିପାରୁନି! ହେଲେ କୌଶଲ୍ୟା ତ କହିପାରିବା କୌଶଲ୍ୟା ତ ତା’ର ବଡ଼ ଯା ! ଏକଥା ଭାବି ସେ ବିଛିଣାରୁ  ଉଠି ବସିଲା! ଘରେ ଏକ ଖାଲି କପ୍ ଥିଲା ; ପେଉଁ ଥିରେ ଅର୍ଜୁନ ଗ’ ପିଇଥିଲା ! ସେଇଟାକୁ ଧରି ସେ ବାହାରି ଆସିଲା ତା’ ଶୋଇବା ଘରୁ ! ଉଦ୍ଦେଶ୍ୟ ସେ ବେସିନ୍ ରେ  କପ୍ ଟାକୁ  ଥୋଇଦବ! ଆଉ କୌଶଲ୍ୟା ପାଖରେ ବସି ଗପ କରିବା ହେଲେ ଏତିକିବେଳେ ସେ କୌଶଲ୍ୟା ଘରୁ  କିଛି ଅଜବ  ଶବ୍ଦ ଶୁଣିବାକୁ ପାଇଲା ସେ! କୌତୁହଳ! ହେଇ ସେ ସେହି ଘର ଭିତରକୁ ଉଙ୍କି ମାରିଲା  ମଲେ! ଯାହ! ଦେଖିଲା ’ ସେ ନିଜ ଆଖ୍ କୂ ବିଶ୍ବାସ କରି ପାରିଲାନାହିଁ! ତା’ ସ୍ୱାମୀ ! ଅର୍ଜୁନ କୋଳରେ ଶୋଇଛି କୌଶଳ!!! ଅର୍ଜୁନ ତାକୁ ଗେଲ କରୁଛି! ଏ ଦୃଶ୍ୟ ଦେଖି ସେ ଏମିତି ଡରିଗଲା ଯେ ଚା କପ ଟା  ତା’ ହାତରୁ ଖସି ପଡ଼ି ଚୁର ମାର  ହୋଇଗଲା କପ୍ ଭାଙ୍ଗିବା  ଶବ୍ଦ ଶୁଣି ଚମକି ପଡ଼ିଲେ ଉଭୟ କୌଶଲ୍ୟା ଓ ଅର୍ଜୁନ ! ସେମାନେ ଦେଖିଲେ ଯେ   ସୋନିଆ ସେମାନଙ୍କୁ ଦେଖି ଦେଇଛି ! କିଛି ସମୟ ସେମାନେ କ’ଣ କରିବେ କିଛି ଚୁଝିପ!ରିଲେ ନାହିଁ ! ପରେ ଅର୍ଜୁନ ଉଠିଆସି ପୋନିଆକୁ  ସେହି ଘର ଭିତରକୁ ରିଡି଼ନେଳା ଓ କବାଟ ବନ୍ଦ  କରିଦେଲା! କହିଲ!- ‘ମାସ କେଈଟା ତଳେ ତୂ ଏ ଘରକୁ ଆସିଛୁ! ସେଥ୍ ରେ ଲୁଚି ଲୁଚି ଅନ୍ୟ ଘରକୁ ଦେଖୁଛୁ ?’

ସୋନିଆ ଭିତରେ ସେତେବେଳେ କ’ଣ ଘଚୂଥିଲା  ସେକଥା କେବଳ ସୋନିଆ ହିଁ ଜାଣି ଥିଲା  ତେବେ ସେ ନିଜ ଭିତରେ କ୍ରୋଧକୁ  ଚାପିରଖ୍ କହିଲା- ‘ମୁଁ ଏବେ ବୁଝିଲି ତୁମେ କ’ଣ ପାଇଁ ମୋତେ ଅଣଦେଖା କରୁଛ? ରାତିରେ ବିଛଣା ଧରୁ  ଧରୁ  କ’ଣ ପାଇଁ ତୁମକୁ  ନିଦ ଆସିଯାଉଛି? ଯେତେବେଲେ ତୂମେ ସବୁକିଛି ତୂମ ଭାଉଜ ଠାରୁ   ପାଇଁ  ଯାଉଛ ସେତେବେଳେ ଚୂମେ ମୋତେ ଖୋଜିବା  କ’ଣ ପାଇଁ? ତା’ଛଡ଼ା, ତୂମେ ପଦି ଡୁମ ଭାଊଢଙ୍କଠୁ ସବୁ କିଛି ପାଇଯାଊଥିଲ ତା’ହେଲେ ମୋତେ ବାହା ହେଉ ଥିଲ କ’ଣ ପାଇଁ?’ ଅର୍ଜୁନ ନିର୍ଲଜ ଙ୍କ ଭଳି କହିଲା- ‘ଆରେ ବୋକା! ମୋତେ କୌଶଲ୍ୟା ଭାଉଜ ଅନେକ କିଛି ଶିଖେଇଛନ୍ତି ସେଇଥ୍ ପାଇଁ ତ ମୁଁ ତୂମକୁ  ଖୁସି ଦେଇପାରୁଳି! ତୂମେ ଆମ ସମ୍ପର୍କ କୁ ଭିର୍ଣ୍ଣ   ଅର୍ଥରେ ନଉଛ କ’ଣ ପାଇଁ?’ ଗର୍ଜ଼ୀ  ଉଠିଲା ସୋନିଆ! କହିଲା- ‘ଗୋଟେ ପାପ ସମର୍କ ବିଷୟରେ ତୁମେ ସଫେଇ ଦଊଛା ଚୂମକୁ ଟିକେ ଲାଜ ଲାଗୁନି!’ ଅର୍ଜୁନ ଦେକହିଲା  ସୋନିଆକୁ କଥାରେ ପାରିବେନି! ସେ ମାଡ଼ ମାରିବା ଆରମ୍ଭ କରିଦେଲା! ଘରେ କେହି ନ ଥିଲେ ମାରି ମାରି ରକ୍ତା କ୍ତ  କରିଦେଲା ସୋନିଆକୁ ! ଧମକ କେଇ କହିଲା- ‘ଯଦି ବଂଚି ବାକୁ  ଚାହୁଁଚୂ ତା’ହେଲେ ଚୂପ୍ ତାପ୍ ରହ
                   ହାରିଯିବା ଝିଅ ନ ଥିଲା  ସୋନିଆ! ସେ ଭାବିଲା, ଅର୍ଜୁନ ଶାନ୍ତ ହୋଇଗଲେ ସେ ତାକୁ ବୁ ଝେଇବା କିଛିଦିନ ଛାଡିଦେଲା! ଦିନେ ଅର୍ଜୁନ ଶାନ୍ତ ଥିବା ଢେଳେ ସେ କହିଲା- ‘ଏପବୁ  ପାପକାମା ତୁମେ ଏକୁଟିଆ ଥିଲା ବେଳେ ପାବା କଚୂଥିଲ ସେକଥା ଛାଡ଼ ! ଏବେ ତ ମୁଁଅଛି ତୁମେ ପୁଣି କାହିକି ପାପ କରୁଛ?’ ଅର୍ଜୁନ ସେଦିନ ଖୁବ୍ ଶାନ୍ତ ଢଣ! ପଡୁଥିଲା ! ଅନୂଚାପ କରିବା ପରି ମ୍ୱରରେ  କହିଳା- ‘ଭାଉଜ ମୋତେ ଅବାଟକୁ  ନେଇଯାଇଛନ୍ତି ! ଭାଇଠାରୁ ସେ ସୁଖ ପାଉନାହୀନ୍ତି ! ସେଥିଲା ଗି ମୋତେ ବ୍ରାକ୍ ମେ ଲ୍ କଲେ! କହିଲେ, ମୁଁ ଘରର ବୋହୁ! ଯଦି ଘରେ ମୋ ପେଟ ପୂରିବନି ତା’ହେଲେ ମୁଁ ବାଧ୍ୟହୋଇ ବାହାରକୁ ଯିବି ! ଆଉ ବାହାରକୁ ଗଲେ ଡୁମ ଘରର ମାନ ଇଜ୍ଜତ  ତଳେ ପଡ଼ିବ! ସେଥିଲାଗି  ମୁଁ ତାଙ୍କ ନିକଟରେ ନିଜକୁ ସମର୍ପଣ କରିଦେଇଛି! ସେ ଯାହା କତୂଛନ୍ତି  ମୁଁ ତାହ! କରୁଛି !’ ସ୍ୱାମା କଥ! ଶୁଣି ବୁଝିଗଲା ସୋନିଆ! ଭାବିଲା, ତା’ ସ୍ୱାମା ବଦଳିଗଲେ  ହେଲେ ସତ କଥ! ହେଉଛି- କେବଳ ସୋନିଆକୁ  ଶାନ୍ତ କରିବା ପାଇଁ ଏଭଳି  ମିଛକଥା ସବୁ  କହିଥିଲା କାରଣ ନା ଅର୍ଜୁନ ତାକୁ ସତ କହିଥିଲା ନ! ସେ ବଦଳି ଯାଇଥିଲା  ସେ ପୂର୍ବପରି କୌଶଲ୍ୟା ସହିତ ତା’ର ସମ୍ପର୍କକୁ ବଳବତ୍ତର ରଖ୍ ଲା ଥିଲା! ପ୍ରତିବାଦ କଜେ ସୋନିଆ ମାଡ଼ ଖାଇଲା
            ଦିନେ ଅତିଷ୍ଠ ହୋଇ ସେ ତା’ର ବାପାମା’କୁ  ଡକେଇ ପଠେଇଲା ସଚୂ କଥା ବର୍ଣନା କରିସାରି କହିଲା- ସେ ଆର ଏଠି ମୁହ୍ ର୍ଭଟିଏ ବି ରହି ପାରିବନାହିଁ  ହେଲେ ସେମାନେ କହିଲେ- ସ୍ୱାମା ଯଦି ଅବାଟକୁ  ଯାଇଛି ତା’ହେଲେ ତାକୁ ବାଟକୁ ଆଣିବା ଦାୟିତ୍ଵ ସ୍ତ୍ରୀ   ର! ତୂ 6ଧିର୍ଯ୍ଯ ରଖା ଆର ସ୍ଵାମାକୁ  ବାଟକୁ ଆଣିବାକୁ ଚେଷ୍ଟା କର ! ବାପାମା’ ଏକଥା କହିବା ପରେ ସୋନିଆର ଆଉ କିଛି କହିବାର ନ ଥିଲା ! ସେ କେବଳ ଏତିକି କହିଲା ଯେ, ସେ ଏପରି ଭାବରେ ତଳକୁ ଖସି ଯାଇଛନ୍ତି  ପେ, ତାଙ୍କୁ କେହି ବି ବାଟକୁ ଆଣିପାରିବନି! ଆର ଯିଏ ତାଙ୍କୁ ବାଟକୁ ଆଣିବା ପାଇଁ ଚେଷ୍ଟା  କରିବ ସେ ତାକୁ ମଧ ଅବାଟକୁ  ନେଇଯିବା

ସୋନିଆ ଭାବିଲା, ବେଢ଼ଶୁର ଆଉ ଶ୍ଵଶୁରଙ୍କ ପାଖରେ ଫେରାଦ ହେବ, ସେମାନେ ହୂଏତ କିଛି କରିପାରିବେ! ହେଲେ ସୋନିଆ ଯେତେବେଲେ ଢାଣିଲା ପେ, ସେମାନେ ସବୁକିଛି ଜାଣିଛନ୍ତି ସେତେବେଳେ ତା’ ପାଦତଳୁ  ମାଟି ଖସିଗଲା! ଶ୍ୱଶୁର ଜଗଦୀଶ ବାବୁ  କହିଲେ- ଅର୍ଜୁନ ଓ କୌଶଲ୍ୟାର ଖରାପ ସମ୍ପର୍କ ରହିଛି ବୋଲି ସେମାନେ ବହୁ  ଆଗରୁ ଢାଣିଥିଲେ  ସେମାନଙ୍କୁ ରୋକିବାକୁ ଚେଷାକରି ବିଫଳ ହୋଇଛନ୍ତି ! ଯଦି ସେମାନେ ଘରୁ ଚାଲିଯାଇ ବାହାରେ ସ୍ୱାମା ସ୍ତ୍ରୀ  ହୋଇ ରହିବେ ତା’ହେଲେ ଘରର ମାନ ସମାନ  ତଳେ ପଡ଼ିଯିବା ସେଥିଲା ଗି ମୁଁଚୁପ  ଅଛି! ଆଉ ନିଜ ସ୍ତ୍ରୀ କୁ  ବ୍ୟଭିଚାରିଣୀ  ଡୋଲି ଜାଣି ବି ଦିନେଶ ନୀରବ ରହିଛି! ଅର୍ଜୁନ କୁ  ଭଲ ବାଟକୁ  ଆଣିବା ପାଇଁ ଆମେ ତତେ ଘରକୁ ଆଣିଥଲୁ! ହେଲେ ସେଇଟା ବି ସଫଳ ହେଲା ନାହିଁ
ସୋନିଆର ଆଉ କିଛି ଶୁଣିବାର ନ ଥିଲା , ସେ ଜାଣି ନେଲା ଯେ  ଯେ, ସେ ଏଠିକି ବୋହୁ ହୋଇ ଆସିନାହିଁ ପେ ବଳି ପଡ଼ିବାକୁ ଆସିଛି! ସେ ଅନେକ ଚେଷ୍ଟା କଲା ସବୁକିଛି ଦ୍ଦେଖ୍ଅଣଦେଖା କରିଯିବ ! ହେଲେ ପାରିଲାନି କାରଣ ଆଗରୁ ଅର୍ଜୁନ ଓ କୌଶଲ୍ୟା ଲୁଚେଇ ଲୁଚେଇ  ସମର୍କ ରଖୁଥିଲେ ହେଲେ ଏବେ ସେମାନେ ଖୁଲମ୍ ଖୁଲା ସମ୍ପର୍କ ରଖ୍ ଲେ! ଏପରିକି ରାତିରେ ଅର୍ଜୁନ ସୋନିଆକୁ  ବେଡ଼ ରୂମରୁ  ବାହାର କରିଦେଉ ଥିଲା  ଆଉ ସେଠାରେ କୌଶଲ୍ୟା ରାତି ବିତେଇଲା !
ଏମିତି ଅନେକ ଦିନ ସହିଲା ସୋନିଆ! ହେଲେ ଦିନେ ମୁହଁ ଖୋଜିଲା! କହିଲା, ମୁଁ ଏବେ ପୋଲିସ୍ ରେ  ଅଭିଯୋଗ କରିବି! ତୂମ ସମସ୍ତଙ୍କୁ ଜେଲ୍ କୁ ପଠେଇବି ! ଏତିକି ଶୁଣିବା ପରେ ଅର୍ଜୁନର ରାଗ ମୁଣ୍ଡ ଉପରକୁ ବଢ଼ିଗଲା ! ଭାଉଜ ପ୍ରେମରେ ଅନ୍ଧ ଅର୍ଜୁନ ଯେମିତି ସ୍ତ୍ରୀ  ପାଇଁ ପାଲଟିଗଳ! ଯମ! ସେ  ବିଛଣାକୁ ଉଠିଆସି ନିର୍ଗାତ ପିଟିଲ! ସୋନିଆକୁ ! ଏପରିକି ତା’ ନାକ କାନରୁ ରକ୍ତ  ବୋହିବା ଆରମ୍ଭ କଲା ! ସେତିକିରେ ସନ୍ତୁଷ୍ଟ  ହେଲେ ନାହିଁ ସେମାନେ ! କୌଶଲ୍ୟା ବିଷ ନେଇ ଆସି ଢବରଦପ ପିଏଇ ଦେଲ! ପୋନିଆକୁ ! ଛଟପଟ୍ ହେଇ ମରିଗଲା ସୋନିଆ ପୋଲିସ୍ ଗିରଫ କଳ! ଉଭୟ ଅର୍ଜୁନ ଓ କୌଶଲ୍ୟାଙ୍କୁ ! କ୍ଷଣିକ ଉତେଜନା  ଆଊ ଅପରିଣାମଦଶିତା ଗୋଟେ ତମାମ ପରିବାରକୁ ଧ୍ଦୃ’ସ କରିଦେଲା

ପ୍ରେମିକାକୁ ହତ୍ୟା



ରୀନା ଯୌବନରେ ପାଦ ଦେବା ପରେ ପଡୋଶୀ ଘରର ପୁଅ ଅମିତକୁ ଭଲ ପାଇବସିଥିଲା ! ଏହି ଖବର ରୀନା ଘର ଲୋକ ଜାଣିବା ପରେ ସେମାନେ ରୀନାର ଭଲ ପାଇବାକୁ ସହଜରେ ଗ୍ରହଣ କରିପାରି ନଥିଲେ! କାରଣ ଅମିତ ଅପାଠୁଆ ଥିଲା ଆଉ ରୀନା ଏମ୍ ବିଏ କରୂଥିଲା ! ରୀନା ମଧ୍ୟ  ସେତେବେଳକୁ ବୁଝିପାରିଥିଲା ପରିବାର ଲେ!କ ଯାହା କହୂଛରି ତା’ହଁଠିକ୍! ସେଥ୍ ପାଇଁ ସେ ଅମିତ୍ ଠାରୂ ଦୁରେଇ ରହୂଥିଲା ! ରୀନା ଅନ୍ୟତ୍ର ବିବାହ କରିନେଇ ତାହ! ଅମିତ୍ କଦାପି ସହ୍ୟ କରିପାରି ନଥିଲା  ପ୍ରେମରେ ବିଫଳ ହେବାରୁ ତା’ର ରାଗ ମୁଣ୍ଡ ଉପରକୁ ଚଢ଼ି ଯାଉଥିଲା ଆଉ ରୀନାକୁ ତା’ର ଓଢ଼ଣୀ ଆଣି ତଶ୍ଚିରିପି ସବୁଦିନ ପାଇଁ ଶେଷ କରିଦେଇଥିଲା

 


ଜନପଦ ଅନ୍ନାବର ଥାନା ବିହାର ଅନ୍ତର୍ଗତ ଏକ ଗ୍ରାମ ଆଟମନୂ ଖେଡା ! ଏହି ଗ୍ରାମରେ ଜୋଧା ପରିବାର ରହୁଥିଲେ ! ଯୋଦ୍ଧା କଣେ କୁଷକ ! ଷେତବାଡିରେ କାମ କରି ପରିବାର ପ୍ରତିପୋଷଣ କରୂଥିଲେ ତାଙ୍କର ଦୁଇ  ପୁଅ ଓ ଗୋଟିଏ ଝିଅ ରୀନା ! ଆଥିକ ପରିସ୍ଥିତି ଏତେ ସ୍ଵଚ୍ଛଳ ନଥିଲେ ମଧ୍ୟ  ଜୋଧା ପିଲାମାନକୁ ପାଠପଢ଼ାଇ ଶିକ୍ଷିତ କରିଥିଲେ


ରୀନା ବି ଘାପୁର ଉଚ୍ଚଗ୍ରାମ ପାଙ୍କେପୁରସ୍ତିତ ଡିଗ୍ରୀ କଲେଜର ଏମବିଏର ପ୍ରଥମ ବର୍ଷ ଛାତ୍ରୀ ଥଲା ଜୋଧାର ପଡୋଶୀ ଶିବତରଣ ସପରିବାର ରହୁଥିଲେ ! ସେ ମଧ୍ୟ  କୁଷି କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୂଥିଲେ ! ଶିତତରଣଙ୍କ ପୁଅ ଥଲା ଅମିତ ! ଅମିତ ବେଶି ପାଠ ନ ପଢ଼ି ବାପା ଙ୍କୁ କ୍ଷେତବାଡି କାର୍ଯ୍ୟ ରେ ସାହାଯ୍ୟ କରୂଥି ଲା ! ଯେହେତୁ ନୋଧା ଓ ଶିବତରଣ ଟୁଇ ପଡୋଶୀ ଥିଲେ  ସେମାନଙ୍କ ପାରିବାରିକ ସମ୍ପର୍କ ଭଲ ରହିଥିଲା !  ତେଣୁ ଦୁହେଁ ଦୁହିଁଙ୍କ ପରିବାରକୁଯିବାଆସିବା କରୂଥି ଲେ ! ଏମିତି ଯିବା ଆସିବା ଭିତରେ ଚୀନ! ଓ ଅମିତଙ୍କ ପ୍ରେମ ସମ୍ପର୍କ ୩ ବର୍ଷ ପୂର୍ବରୁ ଗଢ଼ି ଉଠିଥି ଲା ସେତେବେଳକୁ ରୀନାର ବୟସ ୧୫ ଓ ଅମିତ ବୟସ ୧୮ ଥଲା ସେମାନେ ଯେତେ ଲୁଚି ଛପି ପ୍ରେମ କରୁଥିଲେ ମଧ୍ୟ  ର୍ଗାଳୋକ ଓ ସାହିପଡିଶାରେ ସେମାନଙ୍କର ପ୍ରେମ ଚର୍ଚା ର  ବିଷୟ ପାଇଟିଗଲା ! ଆଉ ଏହି ଖବର ଆସି ରୀନାର ବାପ! ଜୋଧାଙ୍କ କାନରେ ପଡ଼ିଲା! ଜୋଧା ଝିଅର ଅମିତ ପରି କଣେ ମୂର୍ଖ  ପୁଅଳୁ ପ୍ରେମ କରିବା କଥ! ଶୁଣି ଅତ୍ୟନ୍ତ  କ୍ରୋଧାନିତ୍ଵ ହୋଇଅଲେ ! ଆଉ ରୀନ! ଉପରେ ଖୁବ୍ ମାରଧର କରି ତାଗିଦ୍ କରିଦେଇଥିଲେ ! ଯଦି ଅମିତ ଭଳି କଣେ ମୂର୍ଶକୁ ତୂ ଭଇ ପାଉ ତେବେ ମୋଠାରୂ କେହି ଖରାପ ହେବେ ନାହିଁ ବୋଲି ତାଳୁ ତାଗିଦ୍ କରିଦେଇଥିଲେ ! ମା’ ଊର୍ମିଳା ଓ ଭାଇମାନେ ମଧ୍ୟ  ରୀନାକୁ ଆଖି ରେ ରାଝିଲେ ’ ଅମିତଠାରୂ ଦୂରରେ ରହିବାକୁ ସମସ୍ତେ କଡ଼! ନକର ରୀନା ଉପରେ ରହିଲା! ରୀନ! ଘରଲୋକଙ୍କ ବାରଣ ହେତୁ ସେ ଅମିତଠାରୂ ଦୂରେଇ ରହିଲା ! ଘରୁ ବାହାରକୁ ବେଶି ବାହାରିଲା ନାହିଁ ! ଏଥ୍ସହିତ ରୀନ! ବୁଝି ସାରିଥ୍ଇ! ଯେ, ସେ ଜଣେ ପଢ଼ାଲେଖା କରିଅବା ଝିଅ ତେଣୁ ଅମିତ ଭଳି କଣେ ଅପାଠୁଆ ପୁଅ ସହିତ ସମ୍ପର୍କ ରଖି ତା’ ଘରର ମାନମହତ ଆଉ ତଳେ ପକାଇବ ନାହିଁ ! ରୀନ! ତା’ଆତୂ ନିଜେ ନିଜେ ସତର୍କ ହୋଇଗଲା ଅମିତ ନିକଟରୁ ଦୂରେଇ ରହୁଅଲ! !


କିନୁ ଅମିତ ରୀନାର ଏପରି ଦୂରେଇ ରହିବାକୁ ପସନ୍ଦ କରୁନଥିଲା ! ରୀନା ସହିତ କାଳେ ଦେଖା ହେବ ତେଣୁ ତାଙ୍କ ଘରଳୁ ଯାଉଥିଲା ! ହେଲେ ବିଭିନ୍ନ ଆଳ ଦେଖାଇ ରୀନାର ବାପ! ମା’ ତା’ସହିତ ରୀନାର ଦେଖା କରି ବେଉନଥିଲେ ! ଏଥ୍ ସହିତ ଦିନେ ଅମିତ ରୀନା କୁ ନ୍ଦେଖାକରିବାକୁବାଧ୍ୟ କରିବାରୁ ସେଦିନ ରୀନାର ଭାଇ ଓ ବାପାଙ୍କ ସହିତ ଖୁବ୍ ଗଣ୍ଡଗୋଳ ହୋଇଥଲା ! ଅମିତ ଏମିତି ବି ଧମକ ଦ୍ଦେଇଥିଲା ଯଦି ରୀନା ସହିତ ତା’ର ବାହାଘର ନ କରନ୍ତି ତେବେ ସେ ତା’ ବାପ!’ ଭାଇକୁ ଜୀବନରୁ ମାରିଦେବ ବୋଲି ! ଏହାପରେ ରାନା ଘର ଲୋକ ରାନା ଉପରେ ଖୁବ୍ କଡ଼! ନଇର ରଖ୍ଥ୍ ଲେ ! କିନ୍ତୁ  ଅମିତ ରୀନାର ପ୍ରେମରୁ ଭୁଲି ପାରୁ ନଥାଏ ! ସେ ପାଗଳ ପ୍ରାୟ ହୋଇଯାଇଥାଏ


   ସେଦିନ ଜୋଧାଙ୍କ ପଡୋଶୀ ହରିଶଙ୍କର ଝିଅ ବିବାହ ଚାଲିଥାଏ ଏହି ବିବାହ ଉତ୍ସବରେ ଯୋଧା ପରିବାର ସାମିଲ ଥିଲେ  ! ଏଠି ସହିତ ଶିବଚରଣଙ୍କ ପରିବାର ମଧ୍ୟ  ଯାଇଥିଲେ ! ବିବାହ ଉତ୍ସବରେ ଅମିତ ହଠାତ୍ ରୀନାକୁ ଦେଖୁ ତା’ର ପାଦ ଆଉ ତଳେ ଲାଗି ନଥିଲା  ! ସେ କେମିତି ରୀନା ସହିତ କଥା ହେବ ସେଥପାଇଁ ରୀନାର ଆଖପାଖରେ ବାରମ୍ବାର ତକ୍ ର କାଟୁଥାଏ ! ରାନା ଚାହୁଁଥିଲେ ବି  ପ୍ରେମିକ ଅମିତ ସହିତ କଥା ହେବା ପାଇଁ କିନ୍ତୁ ପରିବାର ଲୋକ ତା’ଉପରେ ତୀକ୍ଷଣ ଦୂଷ୍ଠି ରଖ୍ ଥି ବା


ଯୋଗୁକିଛି କହିପାରୂନଥିଲା ! ଅମିତକୁ ଯେପରି ନ ଚିଦ୍ଧିଲା ଭଳି ତା’ଠାରୁ ଦୂରେଇ ଦୂରେଇ ରହୂଥିଲା ! ପରିବାର ଲୋକ ଯେତେବେଳେ ଜାଣିଲେ” ତାଙ୍କ ଝିଅ ଅମିତକୁ ଭୁଲି ଯାଇଛି ! ତା’ ସହିତ ରୀନାର କିଛି ସମ୍ବନ୍ଧ ନାହିଁ, ସେତେବେଳେ ତାକୁ ଏକାଛାଡ଼ି ଦେଲେ! ଅମିତ କିନ୍ତୁ ରୀନାର ଏପରି ବଦଳିବାକୁ ଆଦୌ ସହଜରେ ଗ୍ରହଣ କରିପାରୁ ନଥାଏ ! ଏପରି ପରିସ୍ଥିତି ଭିତରେ ରାନା ଭୋଜି ଖାଇସାରିବା ପରେ ତା’ର ପେଟ କାଟିବାରୂ ସେ ଶୈଚା  ପାଇଁ ଗାଁ  ପଡ଼ିଆକୁ ଚାଲିଯାଇଥିଲା ! ଏହାର ସୁଯୋଗ ନେଇ ଅମିତ୍ ମଧ୍ୟ  ରୀନାର ପିଛା କରି ତା’ ପଛେ ପଛେ ଯାଇ ପହଞ୍ଚ ଯାଇଥିଲା ! ରୀନ! ଯେତେବେଳେ ପଡ଼ିଆରେ ଅମିତକୁ ବେ ଖ୍ ଲା ତମ୍ କି ପଡି଼ଥିଲା ! ସେ ପଚାରିଥ୍ ଲ! ତୁମେ କ’ଣ ପାଇଁ ଏଠାକୁ ଆସିଛ ଅମିତ କହିଲା, ମୁଁତୂମଳୁ ଭଲ ପାଏ ! ତୁମ ବିନା ବଂଚି ରହିପାରିବି ନାହିଁ ! ମୁଁତୂମକୁବିବାହ କରିବି ? କିନ୍ତୁ ରାନା କହିଥିଲା ଏହା ଅସମ୍ଭବ କାରଣ ଆମ ପରିବାର ମୁଁ ଚୁମ ସହିତ କୌଣସି ସମ୍ବନ୍ଧ ର ଖ୍ ବାକୁ ଚାହୁଁ ନାହାନ୍ତି


ଅମିତ, କହିଲା ଏହା ଅସମ୍ଭବ ! ତୁମେ ମୋର ! ତୁମେ ମେ! ମନ ଓ ହୃଦୟରେ ବସାବାନ୍ଧି  ରହିଛ ! ତୂମ ଜୁ ମୁଁ ରାତି ଦିନ  ସ୍ବପ୍ନ ରେ ବାନ୍ଧି  ରଖୀ ଛି ତେଣୁମୁଁଯେମିବି ହେଲେ ବୁମକୁ’ ବିବାହ କରିବି


ରାନା କହିଲା, ତୁମେ  ମେ! ପରିବାର ଲୋକଙ୍କ ସହ କଳିଝଗଡ଼! କଲ, ସେମାନକୁ ଜୀବନରୁ ମାରି ଦେବାକୁ ଧମକ ଦେଲ ସେମାନେ କ’ଣ ମତେ ତୁମ ସହିତ ବିବାହ ଦେବାକୁ କେବେ ବି ରାଜି ହେବେ !


ଅମିତ୍ ପୁଣି କହିଲା, ତୁମ ଘର ଲୋକ ଯବି ମେ! ସହିତ ବିବାହ କରିବାକୁ ରାବି ହେଉ ନାହାବି ! ବାଲ ତୁମର ମୋର କେଉଁଆଡେ ଚାଲିଯାଇ ବିବାହ କରିନେବା ! ହେଲେ ରୀନା କହିଲା, ମେ! ପରିବାରର ମାନ ମହତକୁ ତଳେ ପକାଇ ତୁମ ସହିତ କେଉଁଆଡେ ଚାଲି  ଯାଇ ପାରିବି ନାହିଁ ! ପରିବାର ଖୁସିରେ ଯେଉଁଠି କହିବେ ମୁଁ ସେଠି ବିବାହ କରିବି


ଅମିତ୍ କହିଲା ତା’ମାନେ ଡୁମ ପରିବାର ଅନ୍ୟତ୍ର କହିଲେ ତୁମେ ତାଳୁ ବିବାହ କରିନେବ ?


 ରୀନା କହିଲା ନିଶ୍ଚୟ କାରଣ ମେ! ପରିବାରର ମାନ ଇକତ ହିଁ ସବୁଠାରୂ କଡ଼


ଏଥର ଅମିତ କହିଥିଲା, ଯବି ବୁମ ପରିବାର ବ ଡ଼ ତେବେ ମୋତେ ଭଲ ପାଇଲା ବେଳେ କ’ଣ ସେମାନଙ୍ଗୁ ପଚାରି ଭଲ ପାଇଁ ଥିଲା  ! ମୋତେ ଆକାଶରେ ଉଡ଼ାଇବା ଶିକ୍ଷାଇ ମୋର ଏବେ ଡେଣା କାଟିଦେଉଛ ମିଛଟାରେ ଖାଲି ଜହ୍ନ, ତାର! ତେଖାଉଥିଲା  ! ଏମିତି କ’ଣ କେହି କେବେ ପ୍ରେମ କରି ଭୁଲି ଯାଇପାରେ


ରୀନା ଠାରୂଏପରି କଥା ଶୁଣି ଅମିତର ରାଗ ବଢ଼ିଯାଇଥିଲା ! ରୀନ! ତା’କୁ ଛାଡ଼ି ଅନ୍ୟତ୍ର ବିବାହ କରିନେଇ ସୁଖ ସଂସାର କରିବ ! ଆଉ ତା’ ପ୍ରେମକୁ ଝୁରି ଝୁରି ଅମିତ ସବୁଦିନେ ମରୂଥି ବ ! ତାହ! ସେ କଦାପି ବରଦାସ୍ତ କରିପାରି ନଥିଲା ! ତା’ ମୁଣ୍ଡକୁ ପିତ୍ତ ଚଢ଼ି ଗଲା ରୀନା କାନ୍ଧରୁ ତା’ର ଓଢ଼ଣୀକୁ ଟାଣା ଆଣି ତା’ ବେକରେ ଗୁଡ଼ାଇ କହିଲା, ମୁଁ ସେମିତି ମୁଣ୍ଡପିଟା ପ୍ରେମିକା ନୁହଁ ଯେକି ଚୁଅନ୍ୟକୁ କାହା ହୋଇ ଚାଲିଯିବୁ  ଆଉ ମୁଁତୋ ରାହା ସବୁଦିନ ପାଇଁ ଚାହିଁରହିଥ୍ ବି ! ଆଜି ତୋତେ ମାରି ମୋ ପ୍ରେମକୁ ଏଇଠି ଶେଷ କରିଦେବି ! ଆଉ ସବୁଦିନ ତେ! ପାଇଁ ତଡ଼ପି ତଡ଼ପି ମରି ପାରିବି ନାହିଁ ! ରୀନା ଖୁବ୍ କାକୁତି ମିନତୀ ହୋଇ କହିଲା ତୁମେ ମତେ ଭଲପାଅ ନାଁ କେହି କ’ଣ ତା’ ପ୍ରେମିକାକୁ ମାରି ପାରନ୍ତି  ! ଅମିତ କହିଲା ମୁଁ କିଡୁ ମୋ ପ୍ରେମଜୁମାରିପାରେ !ଏଇ ଦେଖ କହି ଓଢ଼ଣି ଖୁବ୍ ଜୋରରେ ଦୁଇହାତରେ ଟାଣିବେବାରୂ ରୀନା ଆଖୁ ତରାଟି ଜିଭ ବାହାରି କରି ଟଳିପଡି଼ଲା  ରୀନାର ଅସ୍ଥିର ଦେହଟା ହଠାତ୍ ସ୍ଥିର ହୋଇପଡ଼ିବାରୂ ଅମିତ ରୀନାର ମୂତଦେହକୁ ବିଲ ମଧ୍ୟ ରେ ଫିଙ୍ଗି  ସେଠାରୁ ଫେରାର ହୋଇଗଲା


      ଏଣେ ବିବାହ ଉତ୍ସବରେ ରୀନାକୁନପାଇ ପରିବାର ଲୋକେ ଏଣେ ତେଣେ ଖୋଜା କରିଥିଲେ ସେମାନେ ସାରା ରାତି ଯେତେ ଖୋଜିଥିଲେ ମଧ୍ୟ  ରୀନାର ପତ୍ତ! ପାଇ ନଥିଲେ ! ସକାଳ ହେବାରୁ ଜୟ ସିଂହଙ୍କ କ୍ଷେତରେ ରୀନାର ଶବ ପଡି଼ଥିବା  ଦେଖ୍ ତାଙ୍କ ପରିବାର ଲୋକଙ୍ଗୁ ଖବର ମିଳିବା ପରେ ରୀନାର ପରିବାର ଲୋକେ ଆସି ଝିଅକୁ ମୂତ ଅବସ୍ଥାରେ ଦେଖ୍ ଖୁବ୍ କନ୍ଦାକଟା କରିଥିଲେ ! ଏହି ସମୟରେ ଗ୍ରାମ ପଧାନ ଥାନାଅଧ୍ଯକ୍ଷ ଚନ୍ଦ୍ର ପ୍ରକାଶ ସିଂହଙ୍କୁ  ଏହି ଘଟଣା ସମ୍ପର୍କରେ ସୂଚନା ଦ୍ଦେଇ ଥିଲେ ! ସୂଚନା ପାଇବା ପରେ ଥାନାଅଧ୍ଯକ୍ଷ ନିକର ସବଳବଳେ ଘଟଣାସ୍ଥଳରେ ପହଞ୍ଚ ଥିଲେ ! ଏହାପରେ ଥାନା ଅଧ୍ କାରୀ ମନୋଜ ଅବସ୍ତି ମଧ୍ୟ  ପହଞ୍ଚ ଥିଲେ ରୀନାର ବାପା ଜୋଧା ଅମିତ ଉପରେ ରୀନାକୁ ହତ୍ୟା କରିଥିବା  ନେଇ ଆରୋପ ଲଗାରଥିଲେ ! ମୂତ! ରୀନାର ପରିବାରଙ୍କ ଆରୋପ ଅନୁଯାୟୀ ପୋଲିସ ଅମିତ ଘରେ ପହଞ୍ଚ ତାକୁ ଖୋରିଥିଲା ! କିନ୍ତୁ ଅମିତ ସେତେବେଳକୁ ଫେରାର ହୋଇଯାଇଥଲା ! ଏହାପରେ ରୀନାର ଶବକୁ ଜବତ କରି ବ୍ଯବଛେଦ ପାଇଁ ପଠାଇ ଦେଇଥିଲା ପୋଲିସ! ରୀନାର ବାପା ତୋଧାଳୁ ଥାନାକୁ ଡକାଇଥିଲା ପଚଗାରଚର! କରିବା ପାଇଁ ! ପ୍ରାରମ୍ଭିକ ତଦନ୍ତ ରୁ ରୀନାର ହତ୍ୟା ଯେ, ଅମିତ କରିଛି ଏଥଗେ ପୋଲିସର ମଧ୍ୟ  ସନ୍ଦେହ ରହିଲା ନାହିଁ ! କାରଣ ଅମିତ ତା’ ଘରୁ ଫେରାର ରହିଥିଲା ଏହାପରେ ଅମିତ୍କୂ’ଧରିବା ପାଇଁ ପୁର! ପୋଲିସ୍ ଟିମ୍ ଗଠନ କରାଗଲା ସହରର ସମସ୍ତ ଥାନାକୁ ସୂଚନା ଦିଆଗଲା ଯେ, ଅମିତ୍ ଯେପରି ଖସି ଜେଇଁ ଆଡେ ଫେରାର ନ ହୋଇଯାଏ ! ଏଥ୍ ପାଇଁ ସବୁ ପ୍ରକାର ବ୍ଯବସ୍ଥା କରାଗଲା


ଦିନେ ଅମିତ୍ ବିଦେଶକୁ ଫେରାର ହୋଇଯିବ ବୋଲି ମସୂଧା କରିବା ବେଳେ ପାଟନାର ଏକ ଟେମ୍ପୋ ଷ୍ଟାଣ୍ଡରୁ ପୋଲିସ ଅମିତ୍ କୂ ଅତି ସତର୍କତାର ସହିତ ଗିରଫ କରିନେଲା ପୋଲିସ ହାତରେ ଗିରଫ ହେବା ପରେ ଅମିତ ରୀନାକୁ ହତ୍ୟା  କରିଛି ବୋଲି ମାନିନେଇଅଲା ! ଅମିତ ତା’ ବୟାନରେ କହିଥିଲା ଯେ, ସେ ରୀନାକୁ ଖୁବ୍ ଭଲପାଉଥିଲା ! ବିବାହ କରିବାକୁ ଦୁହେଁ ରାଜିଅଲେ ହେଲେ ରୀନାର ଘରଲୋକ ଆମ ସମ୍ପର୍କଳୁ ସ୍ୱୀକାର କରି ନ ଥିଲେ ! ଏଅସହିତ ରୀନ! ମଧ୍ୟ  ଶେଷରେ ତ!’ ପରିବାର ସପକ୍ଷରେ ଯାଇଥିଲା  ଆଉ ପରିବାରର କହିବା ମୁତାବକ ଅନ୍ୟତ୍ର ବିବାହ କରିନେବ ବୋଲି କହିଥିବା ରୁ ସେ ରାଗି ଯାଇ ରୀନ!କୁ ହତ୍ୟା  କରିଛି ବୋଲି ବୟାନ ବେଇଥି ଲ! ! ଅମିତର ବୟାନକୁ’ଭିରି କରି ଅମିତ ପ୍ରେମିକ!କୁ ହତ୍ୟା   କରିଥିବା  ଅଭିଯୋଗରେ ତା କୁ ଆଜୀବନ ଜେଲ ହୋଇଗଲା

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...