Showing posts with label ବଳାତ୍କାର. Show all posts
Showing posts with label ବଳାତ୍କାର. Show all posts

Wednesday, 21 August 2019

ପ୍ରତିଶୋଧ


ସକାଳୁ ଅମ୍ବାଲା ରେଳ ପୁଲିସ ଷ୍ଟେସନକୁ ସୂଚନା ମିଳିଥିଲା ରେଳଷ୍ଟେସନରେ  ମଝିରେ ଥିବା ଖମ୍ବ ନମ୍ବର ୨୬୭/୧୫
ପାଖରେ ଜଣେ ବ୍ଯକ୍ତିର କଟାମୁଣ୍ଡ ଶବ ପଡିଛି।ଶବଠାରୁ କିଛି ଦୂରରେ ପଡିଥିଲା କଟାସୁଣ୍ତ।ମୃତ ବ୍ୟକ୍ତି ଜଣକ ୩୫ରୁ ୪୦ ବର୍ଷର ହୋଇଥିବବୋଲି ପୁଲିସ ଅନୁମାନ କରିଥିଲା। ଲୋକଟିରପରିଚୟ ମିଳି ପାରିନଥିଲା । ଥାନାଧିକାରୀ ମନଜିତକୌରଙ୍କୁ ପ୍ରଥମେ ଏହି ଘଟଣା ଆତ୍ନ ହତ୍ୟା ବୋଲିମନେ ହୋଇଥିଲା । ହେଲେ ଭଲଭାବେ ଖୋଳତାଡ଼କରିବା ପରେ ଜଣାପଡିଥିଲା ଏହା ଆତ୍ମ ହତ୍ୟା ନୁହଁ ବରଂ କେହି ଜଣେ ଲୋକଟିକୁ ହତ୍ୟା କରିଥିଲା |
ଦୁଇଦିନ ପରେ ଥାନାକୁ ପହଞ୍ଚିଥିଲେମୋହନଲାଲ ମେହତା। ସାଙ୍ଗରେ ଆଣିଥିଲେଖବରକାଗଜରେ ଛପା ଯାଇଥିବା ସେହି କଟାମୁଣ୍ଶବଟିର ବିଜ୍ଞାପନ । ଥାନାରେ ପହଞ୍ଚି ସେ ପରିଚୟଦେଇଥିଲେ ଯେ ଖବରକାଗଜରେ ଯାହାର ଫଟୋବାହାରିଛି ସେ ତାଙ୍କ ପୁଅ ଜଗି ମେହତା। ପୁଲିସଜଗି ବିଷୟରେ ମୋହନଲାଲଙ୍କୁ ପଚାରିଥିଲା। ମୋହନଲାଲ କହିଥିଲେ ଜଗି ପଞ୍ଜାବ ନ୍ୟାସନାଲବ୍ୟାଙ୍କରେ କିରାଣୀ ଚାକିରି କରିଥିଲା। ତାଂର ପୋଷ୍ଠିଙ୍ଗକ୍ ମେନ୍ ।ବଜାର ଶାଖାରେ ହୋଇଥିଲା। “୧୪ ଜୁଲାଇ ରାତିରେ ସେ ତାଂର ବ୍ୟାଙ୍କ ପିଅନ ସହିତ ସ୍କୁଟରରେ କେଉଁଆଡେ ଯାଇଥିଲା। ହେଲେ ତାଂପରଠାରୁ ଆଉ ଫେରିନି।ପିଅନକୁ ଫୋନ୍ କରି ପଚାରିଥିଲି । ସେ କହିଥିଲା, କୌଣସି ଜରୁରିକାମରେ ଅମ୍ମାଲା ବାହାରକୁ ଯାଇଛି ଜଗି | ୨-୪ ଦିନ ପରେ ଫେରିଆସିବ |ପୁଲିସ ପଚାରିଥିଲା ପିଅନ ନା କଣ ?ମୋହନଲାଲା କହିଥିଲେ ତା'ର ନାମୁନା। ସେ ହିସାର ରୋଡ୍ର କେଉଁଠିଭଡା ଘର ନେଇ ରହୁଛି। ଯଦି ଆପଣତାଂକୁ କିଛି ପଚାରିବାକୁ ଚାହୁଁ ଛନ୍ତିତା'ହେଲେ ବ୍ୟାଙ୍କ ଯାଆନ୍ତୁ ।ପୁଲିସ ମୁନାକୁ ଜେରା କରିବାରୁ ସେ ଅନେକସୂଚନା ଦେଇଥିଲା। ମୁନା କହିଥିଲା, ସେଦିନରାତିରେ ସେ ଜଗି ସାର୍ଙ୍କ ସହିତ ତାଙ୍କ ଘରକୁଯାଇଥିଲା। ଖାଇସାରି ଘରକୁ ଯିବାକୁ ବାହାରିବା ସମୟରେସେ ବି ମୋ ସହିତ ଆସିବେ ବୋଲି କହିଥିଲେ । ସେ ମତେତାଙ୍କ ସ୍କୁଟରରେ ବସାଇ ବିଶ୍ଵାସ ନଗର ନେଇ ଯାଇଥିଲେ ।ସେଠି ଗୋଟିଏ ଘର ସାମ୍ନାରେ ଗାଡ଼ି ଅଟକାଇଥିଲେ ।ପୁଲିସ ଏହି କଥାବାର୍ତା ମଝିରେ ପଚାରିଥିଲା ଘର କାହାରଥିଲା? ମୁନା କହିଥିଲା, ସେ ଜାଣିନଥିଲା। ତାଂପରେ
କହିଥିଲା ଜଗି ସାର୍ ରାତିରେ ସେଇଠାରେ ରହିବେ ବୋଲିକହି ମତେ ସ୍କୁଟର ଦେଇ ଦେଇଥିଲେ। ସେ ମତେ ସେହିଘରର ନମ୍ବର ଦେଇଥିଲେ । କହିଥିଲେ ଯେ ଯଦି ଆବଶ୍ୟକ ପଡେ ସେହି ନମ୍ବରକୁ କଲ୍ କରିବାକୁ । ହେଲେ ନମ୍ବର ଜଣେଝିଅ ଉଠାଇବ। ସକାଳ ହୋଇଥିଲା ହେଲେ ଜଗି ସାର୍ସେହି ଘରୁ ଫେରିନଥିଲେ। ସେହି ନମ୍ବରକୁ ଫୋନ୍ କରିବାରୁସତରେ ଜଣେ ଝିଅ ଉଠାଇଥିଲା। ହେଲେ ଯେତେବେଳେ ଜଗି ସାର୍ଙ୍କ ବିଷୟରେ ପଚାରିଲି ସେ ଜାଣିନାହ କହି ଫୋନ୍ କାଟି ଦେଇଥିଲା।
ପୁଲିସ ଖୋଳତାଡ ପରେ ଜାଣିବାକୁ ପାଇଥିଲା ସେହି ଘରଟିଥିଲା ହରିଶର | ସେ ତା'ର ପତ୍ନୀ ଦୁଇ ଝିଅ ଯବନିକା ଏବଂଶାମଲା ସହିତ ସେଠି ରହୁଥିଲା। ହେଲେ ହରିଶର ଦେହଖରାପ ହେବାରୁ ସେମାନେ ଚଣ୍ଡତିଗଡ଼ର ପିଜିଆଇରେରହୁଥିଲେ। ଘରେ କେବଳ ଯବନିକା ଏବଂ ତାଂ ସାନଭଉଣୀ ଶାମଲା ରହୁଥିଲେ। ଜଗି ହରିଶର ସାଙ୍ଗ ଥିଲା।ସେଥିପାଇ ତାଂର ଦେହ କଥା ବୁଝିବାକୁ ଘରକୁ ଯାଉଥିଲା।ଏହି ସମୟରେ ସୁରଜିତ ନାମକ ଜଣେ ଯୁବକ ପୁଲିସନଜରରେ ଆସିଥିଲା। ସେ ଥିଲା ଜଗିର ବହୁତ ଭଲ ସାଙ୍ଗ ।ସୁରଜିତଠାରୁ ପୁଲିସ ଚାଞ୍ଚଲ୍ୟକର କଥା ଜାଣିବାକୁ ପାଇଥିଲା ।ସୁରଜିତ କହିଥିଲା, ଯେଉଁଦିନ ଜଗି ମୋ କାର୍ରେ ଚଣ୍ଡିଗଡ଼ଯାଇଥିଲା ହରିଶକୁ ଦେଖାକରିବା ପାଇଁ ସେଦିନ ଯବନିକାମଧ୍ଯ ସାଙ୍ଗରେ ଥିଲା। ଆସିଲା ବେଳେ ଜଗି ପଛ ସିଟ୍ରେ
ଯବନିକା ସହିତ ଅଶ୍ବୀଳ ବ୍ଯବହାର କରୁଥିଲା। ଜିରକପୁରସ୍ଥିତ ଗୋଟିଏ ହୋଟେଲରେ ଜଗି ଗାଡ଼ି ଅଟକାଇଥିଲା।ଯବନିକାକୁ ହୋଟେଲ ରୁମ୍ ଭିତରକୁ ନେଇଯାଇଥିଲା। ସେଠୁସେ ଦୁଇଘଣ୍ଟା ପରେ ବାହାରକୁ ଆସିଥିଲା। ସୁରଜିତ କଥାରୁପୁଲିସ ସନ୍ଦେହ କରିଥିଲା ଯେ ଯବନିକା ଏବଂ ଜଗି ଭିତରେ ଶାରୀରିକ ସଂପର୍କ ଥିଲା।

ସୁରଜିତଠାରୁ ଏସବୁ ଶୁଣି ପୁଲିସ ଜାଣିପାରିଥିଲା ଏହିହତ୍ୟାକାଣ୍ଡ ପଛରେ କିଏ ଅଛି। ପୁଲିସ ସନ୍ଦେହ କରିଥିଲା
ଯବନିକା ସହିତ ନିଶ୍ଚୟ ଆଉ କେହି ହ ତ୍ୟାକାଣ୍ଡରେ ସାମିଲଅଛି। ଯବନିକା ଏବଂ ଶାମଲାକୁ ପୁଲିସ ଟିମ୍ ସେମାନଙ୍କ ଘରୁଉଠାଇ ଆଣିଥିଲେ। ଦୁଇଜଣ ପୁଲିସ ନିକଟରେ ଅପରାଧସ୍ବୀକାର କରି ଆତ୍ନସମର୍ପଣ କରିଥିଲେ। ପୁଲିସ ଯାହା ସନହେହ କରିଥିଲା ତାହା ହିଁ ସତ ହୋଇଥିଲା। ହ ତ୍ୟାକାଣ୍ଡରେକେବଳ ଯବନିକା ଏବଂ ଶାମଲା ନଥିଲେ, ସେମାନଙ୍କ ଦୁଇପ୍ରେମିକ ଅମିତ୍ ଏବଂ ସୁନୀଲ୍ ମଧ୍ଯ ସାମିଲ ଥିଲେ । ତା'ପରେପୁଲିସ୍ର ଅନ୍ୟ ଏକ ଟିମ୍ ଅମିତ ଏବଂ ସୁନୀଲକୁ ଗିରଫକରି ଥାନାକୁ ଆଣିଥିଲା। ପଚରାଉଚରା ପାଇଁ ତିନି ଦିନରିମାଣ୍ଡରେ ନେଇଥିଲା ପୁଲିସ। ରିମାଣ୍ଡ ଅବଧି ସମୟରେପୁଲିସକୁ ଶୁଣାଇଥିଲେ ଏହି ହତ୍ୟାକାଣ୍ଡ ପଛରେ ଥିବା ଅସଲ ଉଦ୍ଦେଶ୍ୟ ।
ଅମିତ ଏବଂ ଯବନିକା ମଧ୍ଯରେ ପ୍ରେମ ସଂପର୍କ ଥିଲା। ମାବାପାଘରେ ନ ଥିବାରୁ ଯବନିକା ଅମିତକୁ ଘରକୁ ଡାକୁଥିଲା।କିଛି ଦିନ ମଧ୍ଯରେ ସେମାନଙ୍କ ଭିତରେ ଶାରୀରିକ ସଂପର୍କ ସ୍ମ୍ରାପନ ହୋଇଯାଇଥିଲା । ଅମିତର ସାଙ୍ଗ ଥିଲା ସୁନୀଲ। ସେଯବନିକାକୁ ତା'ର ପ୍ରେମିକା ରୂପେ ପରିଚୟ ଦେଇଥିଲା।ସୁନୀଲର ନଜର ପଡିଥିଲା ଯବନିକାର ଭଉଣୀ ଶାମଲାଉପରେ। ମିଳମିଶା ଭିତରେ ସୁନୀଲ ଶାମଲାକୁ ଭଲପାଇବସିଥିଲା। ହେଲେ ଦୁଇଭଉଣୀଙ୍କ ରାସ୍ତାର କଣ୍ଟା ଥିଲା ଜଗି ।ଦିନେ ଜଗି ହରିଶ ଘରକୁ ଯାଇଥିଲା। ଏହି ସମୟରେ ଅମିତବି ଘରେ ଉପସ୍ତିତ ଥିଲା। ଅମିତକୁ ଦେଖି ଜଗି ଯବନିକାକୁକହିଥିଲା, ଘରେ କେହି ନାହାନ୍ତି | ଏହି ପୁଅ ସହିତ ଏକୁଟିଆ
କଣ କରୁଛୁ ? ଜଗି ବିବାହିତ ଥିଲା। ତାଂର ପିଲାଛୁଆ ମଧ୍ଯ ଥିଲେ। ହେଲେ ସେଦିନ ସେ ଯବନିକାକୁ କହିଥିଲା ଯଦିସେ ତା ସହିତ ଶାରୀରିକ ସଂପର୍କ ନ ରଖିବ ସେ ସବୁକଥାହରିଶକୁ କହିଦେବ। ଜଗି ଏହାପରେ ଜବରଦସ୍ତି ଯବନିକାସହିତ ଶାରୀରିକ ସଂପର୍କ ରଖିଥିଲା|
ଅମିତ ଯେତେବେଳେ ଏ ବିଷୟରେ ଜାଣିଲା ଜଗିକୁ ରାସ୍ତାରୁହଟାଇବାକୁ ଚେଷ୍ଟା କଲା। ଯବନିକା ବି ତା ସହିତ ସାମିଲହୋଇଥିଲା। ହତ୍ୟା ଯୋଜନା ପାଇଁ ସେମାନେ ଶାମଲା ଏବଂସୁନୀଲ ସହିତ କଥା ହୋଇଥିଲେ | ୧୪ ଜୁଲାଇରେ ଯବନିକାଜଗି ଘରକୁ ଫୋନ୍ କରି ବ୍ୟାଙ୍କ ନମ୍ବର ନେଇଥିଲା। ତାଂପରେବ୍ୟାଙ୍କ ଫୋନ୍ କରିଥିଲା। ଜଗି ହରିଶର ଦେହ କଥା ପଚାରିବୁଝିଥିଲା। ଯବନିକା ରାତିରେ ଆସିବାକୁ କହିଥିଲା। ସେଦିନରାତି ୧୦ଟାରେ ଜଗି ଯବନିକାକୁ ଫୋନ୍ କରିଥିଲା | କହିଥିଲା,କୌଣସି ହୋଟେଲରେ ରାତି କାଟିବାକୁ । ହେଲେ ଯବନିକା ମନା କରିଥିଲା । ଯବନିକା କହିଥିଲା, ଘରେ ଶାମଲା ବ୍ୟତୀତକେହି ନାହାନ୍ତି। ସୁନୀଲ ବଜାରରୁ ମଦ ନେଇ ଆସିଥିଲା।ଅମିତ ନିଶା ବଟିକା ଯୋଗାଡ କରିଥିଲା ।ମଦରେ ନିଶା ବଟିକା ମିଶିଥିଲା। ହେଲେ ଜଗି ଜାଣିନପାରିପିଇ ଦେଇଥିଲା। ନିଶାରେ ଟଳମଳ ହେଉଥିଲା ଜଗି । ଏହିସମୟରେ ତାର ସାମ୍ନାକୁ ଚାଲି ଆସିଥିଲେ ସୁନୀଲ ଏବଂଅମିତ। ଅମିତ ଜଗିକୁ କହିଥିଲା, ଯବନିକାକୁ ଜୋର୍ କରିଉପଭୋଗ କରିଥିଲୁ। ତା'ର ଦଣ୍ଡ ତତେ ଯେମିତି ହେଲେମିଳିବ। ଜଗି ଜାଣିପାରିଥିଲା ତା ସହିତ କିଛି ଖରାପହେବାକୁ ଯାଉଛି। ସେଥିପାଇଁ ସେ ଯବନିକାର ଗୋଡ଼ ଧରିକ୍ଷମା ମାଗିଥିଲା। ହେଲେ ଏହି ସମୟରେ ଅମିତ ଛୁରୀରେ ଜଗିର ବେକକୁ କାଟି ଦେଇଥିଲା। ସୁନୀଲ ମଧ୍ଯ ଅନ୍ୟ ଏକ ଛୁରୀ ଆଣି ଆକ୍ରମଣ କରିଥିଲା। ଜଗି ମରିଯିବା ପରେ ତା'ର ଶବକୁ ସାଇକେଲରେ ଲଦି ରେଳଷ୍ଟେସନରେ ଫିଙ୍ଗି ଦେଇଆସିଥିଲେ। ଅମ୍ବାଲା ଜିଲ୍ଲା ଅଦାଲତରେ ତିନିବର୍ଷ ପର୍ଯ୍ୟନ୍ତଏହି କେସ୍ ଚାଲିଲା। ପରେ ଚାରିଜଣ ଅପରାଧୀଙ୍କୁ ଆଜୀବନକାରାଦଣ୍ଡରେ ଦଣ୍ଡିତ କରାଗଲା।-

Wednesday, 18 April 2018

ଯୌନହିଂସା ଓ ଦଣ୍ଡ ବ୍ୟବସ୍ଥା




ଏକ ସାମାଜିକ ପ୍ରାଣୀ ଭାବେ କଠୁଆ ଓ ଉନ୍ନାଓଠାରେ ସଂଘଟିତ ଘଟଣା ଉପରେ ଆମେ କି ପ୍ରକାର ପ୍ରତିକ୍ରିୟା ପ୍ରକାଶ କରିବା ଉଚିତ? ଅନ୍ତର୍ଜାତୀୟ ସ୍ତରରେ ଭାରତର ବଦନାମ ବଢ଼ିବାରେ ଲାଗିଛି କାରଣ ଯୌନହିଂସା ଦୁଷ୍ଟିରୁ ମହିଳା ଓ ଶିଶୁ ଏଠାରେ ସୁରକ୍ଷିତ ନୁହନ୍ତି। ଏପରି ଘଟଣାକୁ ଆମେ କାହିଁକି ବନ୍ଦ କରିପାରୁ ନାହୁଁ ଏବଂ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଯୌନହିଂସା ହ୍ରାସ ପାଇପାରିବ? ଏପରି ହିଂସାକୁ ବନ୍ଦ କରିବା ପାଇଁ ସରକାର କିଛି କରିବା ଉଚିତ କହି ଆମେ ନିଜର ଭୂମିକାକୁ ଗୌଣ କରିଦେଉଛୁ। ତେବେ ସରକାର ଏ ବାବଦରେ କଣ କରିବା ଉଚିତ, ସେ ବିଷୟରେ ପ୍ରଥମେ ଆଲୋଚନା କରାଯାଉ।

ଯୌନ ହିଂସା ଓ ବଳାତ୍କାରକୁ ରୋକିବା ପାଇଁ ଦୁଇଟି ଜିନିଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରଥମଟି ହେଉଛି ବିଧାୟିକା (ଲେଜିସ୍‌ଲେଶନ)। ଅନେକ ସମୟରେ ଦାବି ଉଠୁଛି- ବଳାତ୍କାରୀମାନଙ୍କୁ ଫାଶୀ ଦିଅ। ଏପରି କଠିନ ଦଣ୍ଡ ବ୍ୟବସ୍ଥା କଥା ଚିନ୍ତା କରି କେହି ଆଉ ଏପରି ଦୁଷ୍କର୍ମ କରିବାକୁ ସାହସ କରିବେ ନାହିଁ ବୋଲି ଦାବି କରୁଥିବା ଲୋକମାନଙ୍କର ବିଶ୍ୱାସ। କିନ୍ତୁ ଏହାର ଅନେକ ବିରୁଦ୍ଧ ମତ ମଧ୍ୟ ରହିଛି। ଗୋଟିଏ ବିରୁଦ୍ଧ ମତ ଅନୁସାରେ ହତ୍ୟା ଓ ବଳାତ୍କାର ପାଇଁ ଯଦି ସମାନ ଦଣ୍ଡ ବ୍ୟବସ୍ଥା ହୁଏ, ତେବେ ବଳାତ୍କାର ପରେ ଅପରାଧୀ ସମସ୍ତ ସାକ୍ଷୀ ପ୍ରମାଣ ନଷ୍ଟ କରିଦେବା ପାଇଁ ସମ୍ପୃକ୍ତ ପୀଡ଼ିତାକୁ ହତ୍ୟା କରିଦେବ। ତେବେ ବର୍ତ୍ତମାନ ସେ ପ୍ରସଙ୍ଗ ଥାଉ। ରାଜନେତାମାନେ ମଧ୍ୟ ଏହି ସମାଧାନର ପକ୍ଷପାତୀ ଏବଂ ନିକଟରେ ଘଟିଥିବା ଘଟଣା ପରିପ୍ରେକ୍ଷୀରେ ବଳାତ୍କାରୀକୁ ମୃତ୍ୟୁଦଣ୍ଡ ସପକ୍ଷରେ ଗଣମାଧ୍ୟମରେ ଅନେକ ରାଜନେତାଙ୍କ ମତ ପ୍ରକାଶ ପାଇଥିବାର ଦେଖାଯାଏ।
ଭାରତରେ ହତ୍ୟା ଅପରାଧ ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ଅଛି। କିନ୍ତୁ ହତ୍ୟାକାଣ୍ଡ ବନ୍ଦ ହୋଇଯାଇଛି କି? ୨୦୧୬ ମସିହାରେ ଭାରତର ବିଭିନ୍ନ କୋର୍ଟ ୧୩୬ ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି। କିନ୍ତୁ ସେହି ବର୍ଷ ଭାରତରେ ୩୦,୦୦୦ରୁ ଅଧିକ ହତ୍ୟାକାଣ୍ଡ ଘଟିଛି। ମୃତ୍ୟୁଦଣ୍ଡର ଭୟ ହତ୍ୟା ଅପରାଧକୁ କମାଇପାରି ନାହିଁ। ଆମ ଆଇନରେ ମଧ୍ୟ କ୍ଷମା ଆବେଦନ ଓ କ୍ଷମା ଦେବାର ବ୍ୟବସ୍ଥା ଅଛି। ସେଥିପାଇଁ ୨୦୧୬ରେ ପ୍ରକୁତରେ ମୃତ୍ୟୁଦଣ୍ଡ ପାଇଥିବା ଅପରାଧୀଙ୍କ ସଂଖ୍ୟା ଶୂନ। ବଳାତ୍କାରୀକୁ ଫାଶୀ ଦିଅ ବୋଲି ଦାବି କରିବା ବେଳେ ଆମେ ଏହା ବୁଝିବା ଦରକାର।
ବର୍ତ୍ତମାନ ବଳାତ୍କାର ଓ ଯୌନ ଅପରାଧର ସଂଖ୍ୟାକୁ ଦେଖାଯାଉ। ଭାରତରେ ପଞ୍ଜୀକୁତ ହୋଇଥିବା ବଳାତ୍କାର ସଂଖ୍ୟା ୩୮,୯୪୭ ଏବଂ ଶିଶୁମାନଙ୍କ ବିରୋଧରେ ୧୦୬,୦୦୦ ଅପରାଧ ଘଟିଛି। ତେବେ ଏହା ପ୍ରକୁତ ବଳାତ୍କାର ସଂଖ୍ୟା ହୋଇ ନ ପାରେ, କାରଣ ସରକାରୀ ତଥ୍ୟରୁ ଜଣାଯାଏ ଯେ, ଭାରତରେ ଯୌନ ହିଂସାର ଶିକାର ହେଉଥିବା ୯୯% ପୀଡ଼ିତା ପୋଲିସ ଆଗରେ ଅଭିଯୋଗ କରନ୍ତି ନାହିଁ। ଆମେରିକାରେ ୧୦୦୦ ବଳାତ୍କାର ଓ ଯୌନ ହିଂସାରୁ ୩୧୦ (ଅର୍ଥାତ୍‌ ୩୧%) ରିପୋର୍ଟ କରାଯାଏ। ସେମାନଙ୍କ ମଧ୍ୟରୁ ମାତ୍ର ୬ ଜଣ ବା ୧%ରୁ କମ୍‌ ଜେଲ ଯାଆନ୍ତି। ତା ମାନେ ନ୍ୟାୟ ଦେବାରେ କେବଳ ଆମେ ବିଫଳ ହେଉ ନାହୁଁ।
ବଳାତ୍କାର ହେଉଛି ଏକ ବ୍ୟକ୍ତିଗତ ଅପରାଧ, ଯାହାକୁ ପଦାରେ ପ୍ରକାଶ କରିବା ସହଜ ନୁହେଁ। ସାମାଜିକ ପ୍ରସଙ୍ଗଗୁଡ଼ିକ ଭିତରେ ଅଛି ନାରୀର ସ୍ଥିତି ଓ ସମାଜରେ ନାରୀ ପ୍ରତି ବ୍ୟବହାର। ନାରୀ ହେଉଛି ପରିବାରର ସମ୍ମାନ ଏବଂ ଯେତେବେଳେ ନାରୀଟି ଯୌନ ଆକ୍ରମଣର ଶିକାର ହୁଏ, ସେତେବେଳେ ପରିବାରର ସମ୍ମାନ କ୍ଷୁଣ୍ଣ ହୁଏ। ତେଣୁ ସମ୍ପୃକ୍ତା ନାରୀ ନିଜ ପରିବାରରେ ବି କଥାଟାକୁ ଲୁଚାଇଥାଏ, ବାହାରେ ଥାନାରେ ପ୍ରକାଶ କରିବା ଦୂରେ ଥାଉ।
ପୋଲିସ ପାଖରେ ଅଭିଯୋଗ ପହଞ୍ଚିବା ପରେ ସେ ଆଇନ ଅନୁଯାୟୀ କାର୍ଯ୍ୟ କରେ। ଆଇନ ଅନୁଯାୟୀ ସମ୍ପୃକ୍ତ ମହିଳା କେବଳ ଅପରାଧ ଘଟିଥିବା ଅଞ୍ଚଳର ଥାନାରେ ନୁହେଁ, ଯେକୌଣସି ଥାନାରେ ଅଭିଯୋଗ କରିପାରିବ ଏବଂ ଯେକୌଣସି ଭାଷାରେ ତାର ବୟାନ ରେକର୍ଡ କରିବାକୁ ଅନୁରୋଧ କରିପାରିବ। କିନ୍ତୁ ଅଧିକାଂଶ ଥାନାରେ ସ୍ଥାନୀୟ ଭାଷାରେ ବୟାନ ରେକର୍ଡ କରିବାକୁ ପସନ୍ଦ କରନ୍ତି, କାରଣ ଥାନାରେ ଇଂଲିଶ କହିବା ଓ ବୁଝିବା ଲୋକ କମ୍‌ ଥାନ୍ତି। ପୁଣି ଜଣେ ମହିଳା ପୋଲିସ ବୟାନ ରେକର୍ଡ କରିବାର ନିୟମ ଥିବା ବେଳେ ତାହା ବି ସମ୍ଭବ ହୁଏ ନାହିଁ, କାରଣ ସବୁ ଥାନାରେ ମହିଳା ପୋଲିସ ଅଫିସର ନ ଥାନ୍ତି।
ଯୌନ ଅପରାଧ ନିୟନ୍ତ୍ରଣ ପାଇଁ ସାମାଜିକ ପରିବର୍ତ୍ତନର ଆବଶ୍ୟକତା ରହିଛି। ପରିବାର ସ୍ତରରେ ମହିଳାଙ୍କ ପ୍ରତି ମନୋଭାବ ଓ ବ୍ୟବହାରରେ ପରିବର୍ତ୍ତନ ଦରକାର। ଥାନାରେ ଅଭିଯୋଗ ଦରଜ କରାଯିବା ନେଇ ଯେଉଁ ନିୟମକାନୁନ ରହିଛି, ତାହା ଠିକ୍‌ଭାବେ ପାଳନ କରାଯିବା ଉଚିିତ। ଏହାଦ୍ୱାରା ଅନ୍ତତଃ ଅଭିଯୋଗ ସଂଖ୍ୟା ବୃଦ୍ଧି ପାଇପାରିବ। ଅଭିଯୋଗ ହାର ବୃଦ୍ଧି ପାଇବା ପରେ ସେଗୁଡ଼ିକର ତଦନ୍ତ ଯେପରି ଠିକ୍‌ ଭାବରେ ହୁଏ, ତାହା ବି ସୁନିଶ୍ଚିତ କରାଯିବା ଦରକାର। ତାହେଲେ ଦୋଷୀସାବ୍ୟସ୍ତ ସଂଖ୍ୟା ଓ ଦଣ୍ଡ ହାର ବୃଦ୍ଧି ପାଇବ। ରାଜନେତାମାନେ ଜାଣିଛନ୍ତି ଯେ, ଏସବୁ ଅତ୍ୟନ୍ତ କଷ୍ଟକର। ତେଣୁ ସେମାନଙ୍କ ପାଇଁ ସହଜ ବାଟ ହେଲା ଫାଶୀ ପାଇଁ ଦାବି କରିବା। ହତ୍ୟା ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ଥିଲେ ମଧ୍ୟ ତାହା ଯେପରି ହତ୍ୟା ଅପରାଧ କମାଇପାରୁ ନାହିଁ, ସେହିପରି ବଳାତ୍କାର ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା କଲେ ତାହା ବି ଉଦ୍ଦେଶ୍ୟ ପୂରଣରେ ସଫଳ ହେବ ନାହିଁ।

 ଆକାର ପଟେଲ
Email: aakar.patel@gmail.com

ବିଜୟିନୀ



ଦୟା କରି ମୋ ସହିତ ସେମିତି ଅଭଦ୍ରାମ! କର ନାହିଁ! ମୁଁ ପରା ତୁମ ରି ର୍ଗାର ଝିଅ !ତୁମ ମାନଙ୍କ ଭଉଣୀ ଭଳି ! ସେମିତି କଲେ ମୁଁ ସମାକରେ ମୁଣ୍ଡ ଟେକି ଚାଲିପାରିବିନି ! ତୁ ରମ ନିକ ଭଉଣୀ ହୋଇଥିଲେ ତୁମେ  ସବ୍ ତାସହିତ ବି ଏମିତି ପାଶବିକ ଆଚରଣ ଦେଖାଇ ପରିଥାଆନ୍ତ ’!
! ଏହା କୌଣସି ସିନେମା କି ସିରିଏଲ୍ର ତାଏଲୋଗ  ନୂହେଁ ! ନିଚ୍ଛକ ବାସ୍ତବ ଏହି ଘଟଣା ଯାହା ଘଟିଯାଇଛି କଣେ ନାରିହ ଛତ୍ରାଙ୍କ ସହିତ ଛାତ୍ରୀକଣକ ସେଦିନ ନେହ୍ନର! ହୋଇ ତାକୁ ଛାଡି ବେବାକ ଯେତେ ଅନ୍ମରୋଧ କରିଥିଲେ ବି ମଣିଷ ମାଂସ ଲୋଭୀ ପଶୁ ଚରିତ୍ରର ଯୁବକମାନଙ୍କ ମନ ଟିକିଏ ଚି ତରଳି ନଥିଲା! କଲେକ ପଢୁଆ ଛାତ୍ରାଟିକୁ ଏକ ନିଛାଟିଆ ସ୍ଥାନକୁ ଟେକି ନେଇ ତାବେହଚ୍ଛ ସମସ୍ତ ପୋଷାକ ଜୋର ବରଦସ୍ତ ଟାଣି ତାରି  ଖୋଲି ପକାଇଥିଲେ! ନିଜ  ଅନାବୃତ୍ତ ଶରୀରକୁ ଢାଙ୍କିବା  ପାଇଁ ପ୍ରାଣପଣେ ଚେଷ୍ଟା କରିଥିଲା ବିଚାର! ଛଡ୍ରାଟି! ହେଲେ ଛାତ୍ରୀର ସମସ୍ତ ଅନୁ ନୟ ବିନୟକୁ ପାଦରେ ବଳି ମକଚିକଣକ ପରେ କଣେ କଣ ଯୁବକ ଛାତ୍ରୀଟିର ଶରୀର ଉପରେ ରାକ୍ଷସ ଭଳି ଝାମି ପଢିଥିଲେ ! ଅତି ନିର୍ଭୟ ଭାବରେ ଝୁଣି ଖାଇଥିଲେ ତାଶରୀରକୁ! ସେତେବେଳେ ସେମାନେ ଭାବିଥିଲେଛାତ୍ରୀଟି ରକ୍ତ ମାଂସରେ ଗଢ଼ା କୌଣସି ମଣିଷ ନୁହେଁ, ବରଂ ଉପଭୋଗର ସାମଗ୍ରୀଟିଏ! ସେମାନଙ୍କର ଏଭଳି ଅତ୍ୟାଚାର ରେ ଅତିଷ୍ଠ ହୋଇ ଛାତ୍ରୀଟି ଆତ୍ଵହତ୍ଯ! କରିଦେବା କଥ! କହିଥିଲେ ବି ଖାତିର କରିନଥିଲେ ସେହି କାମାନ୍ଧ ଯୁବକମାନେ! ବରଂ ନିକର କାତ୍ପରୁଷ ଚରିତ୍ରକୁ ଛାତ୍ରୀଙ୍କ ଶରୀରରେ ମୋହର ମାରି ଢାଲିଥିଲେ! ତିଳ ତିଳ କରି ଲୁଟି ଢାଲିଥିଲେ ଛାତ୍ରୀଙ୍କ ଇଜ୍ଜତ ! ସେତିକିରେ ଅମି ନଥିଲା ସେମାନଙ୍କ ରଦ୍ଧତପଣିଆଃ ! ଝିଅଟିର ଇଜ୍ଜତ ଲୁଚିବା ସହିତ ସେଦିନ ସେମାନେ ସେହି ଘଟଣାର ସମସ୍ତ ଦୁଶ୍ୟ
ମୋବାଇଲ ନ୍ଯାମେରରେ ସୁଟିଂ ମଧ୍ୟ  କରୁଥିଲେ! ଦ୍ରଷର୍ମ କରି ସାରିବା ପରେ ଅଭିଯୁକ୍ତ ମାନେ  ତେତାବନୀ ବେବାକ ଭୁଲିନଥିଲେ ! ଏହି କଅ! ବାହାରେ ପ୍ରକାଶ କଲେ ଉଠାଇଥିବା ଭିଡିଓକୁ ଭାଇରଲ  କରି !’ ଜୀବନକୁ  ବରବାଦ କରିଦେବାର ଧମକ ଦେଇ ଚାଲିଯାଇଥିଲେ! ବହ୍ନ କଷ୍ଟରେ ଛାତ୍ରୀ ଜଣଙ୍କ ନିକକୁ ସ୍ବାଭାବିକ ହେବାକୁ ଚେଷ୍ଟା କଲେ! ଏଭଳି ଦୁ  ଶ୍ଚରିତ୍ର ଲୋକଙ୍କ ପାଇଁ ସେ କାହିଁକି ନିକର ଜୀବନକ ନଷ୍ଟ କରିବେ! ମନକ୍ଳ କଠୋର କରି ଅଭିୟକ୍ତଙ୍କ ଆଇନ ଦ୍ଵାର! ଦଣ୍ଡିତ  କରିବା ପାଇଁ ପ୍ରତିଜ୍ଞ! କଲେ! ଶେଷରେ ଅଜି ଛାତ୍ରୀ ଜଣଙ୍କ ନ୍ୟାୟ ପାଇଛନ୍ତି  ! ମାନ୍ୟବର ଅବାଲତ ଅଭିଯୁକ୍ତ ଜଣଙ୍କୁ  0 ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡର ରାୟ ଶୁଣାଇବା ପରେ ନ୍ୟାୟ ପାଇଁ ଲଢ଼େଇ କରୁଥିବା ଛାତ୍ରୀଙ୍କ ବିଜୟ ଘଟିଛି!
ଆଦିବାସ! ଅଧୁଷିତ କେନ୍ଦୁଝର ଜିଲ୍ଲାର କଡି଼ପବା ଗ୍ରାମର କଣେ ଆଦିବାସ! ଛାତ୍ର! ଥିଲା ଖୁବ ଉଚ୍ଚଭିଳାଷ! ! ତାଙ୍କ ସମ୍ପ୍ରଦାୟରେ ଝିଅ ଦୂରର କଅ! ତ୍ପଅମାନେ ମଧ୍ୟ  ଅଧାରୁପାଠ ପଢ଼ା ଛାଡି ଦିନ ମଯୁ ରିଆ କାମକୁ ଆଦରି ନେଇଥାନ୍ତି ! ଏଭଳି ସମୟରେ ଛାତ୍ରୀକଣକ ଉଚ୍ଚଶିକ୍ଷିତ ହୋଇ ସରକାର! ଚାକିରୀ କରିବା ଲକ୍ଷ୍ୟରେ ପାଠପଢ଼ାରେ ମନ ଦେଇଥିଲା!ସଫଳତାର ସହିତ ମେଟ୍ରିକ  ପାସ କରିବା ପରେ 6ଲକରେ ପାଠ ପଢ଼ିବାକୁ ମନସ୍ତ  କରିଥିଲା! ହେଲେ ପରିବାର ଲୋକେ ବାରଣ କରିଥିଲେ! ର୍ଗା ଠାରୁ କଲେଜ 0 କିମି ଦୂର ହୋଇଥିବାରୁ ପଅମେ ପରିବାର ଲୋକେ ରାଜି ହୋଇ ଥିଲେ ପରିବାରର ଏକମାତ୍ର ଝିଅ ହୋଇ ଥିବାରୁ ବାପା ମା ଛାତ୍ରୀଙ୍କ ଇଚ୍ଛା କ୍ଳ ସମ୍ମାନ ଜଣାଇ କଲେକରେ ପଢ଼ିବା ପାଇଁ ସମ୍ମତି  ଜଣାଇଥିଲେ! ପଡୁପୁ କଲେକରେ ଛାତ୍ର! ଜଣକ ନାମ ଲେଖାଇଥିଲେ! ପ୍ରତିଦିନ କଲେକକୁ ଯିବ! ଆସିବା ପାଇଁପରିବାର ଲୋକେ ଏକ ସାଇକେଲ କିଣି ଦେଇଥିଲେ! 6ଲକରେ ନୂଆ ନୂଆ ପାଦ ଦେଇଥିବା ଛତ୍ରୀଟି ଉଚ୍ଚଶିକ୍ଷାଲାଭ ପରେ ପ୍ରଶାସନିକ ସେବାରେ କାମ କରିବ! ଲକ୍ଷ୍ୟରେ ଆଗେଇ ଢାଲିଥିଲେ ! ମାତ୍ର ଛାତ୍ରୀଙ୍କ ଚାଲିଚଳନ ଗାଁର କିଛି ଅସାମାକିକ ଯୁବକଙ୍କ ଦେହରେ ଯାଇନଥିଲା! ସେମାନେ ଛାତ୍ରୀକୁ ବିଭିନ୍ନ ସମୟରେ ଅଶାଳୀନ ବ୍ଯବହାର କରି ଆସୁ ଥି ଲେ! ଯୁବକଙ୍କ କମେଣ୍ଟକୁ ଛାତ୍ରୀ ଭ୍ରଷେପ କରିନଥିଲେ! ତଥାପି ଯୁ ବକମାକେ ତାଙ୍କର ପିଛା ଛାଡ଼ିନଥିଲେ! ଏକଥା ଘରେ କହିଲେ କଲେକ ଯିବା ବନ୍ଦ ହୋଇଯିବ! ଆଶଙ୍କ! କରି ସେ ନୀରବ ରହିଥିଲେ!
 ଗତ ୨୦୧୪, ସେପ୍ଟେମ୍ବର ୨୧ରେ ସାଇକେଲରେ ଛାତ୍ରୀକଣକଘରକୁ ଫେରୁଥିଲେ! ଦିନ ପ୍ରାୟ ୨ଟା ସମୟରେ କଡି଼ପନ୍ଦା ଝଲରାସାହି ମଧ୍ୟ ରେ ଏକ ନିଛାଟିଆ ସ୍ଥାନ ହନ୍ମମବିଅଫୋଟ ନିକଟରେ କଡି଼ପବ! ଗ୍ରାମର ବାବୁ ଓରଫ ଅବିନାଶ ଭାନ୍ମପ୍ରତାପ ନାଏକ (୨୫), ପରବେଶ! ଓରା (୨୨) ଥଲି ଓରଫ ଆନନ୍ଦ ଓରା (୨୨) ଛାତ୍ରୀକୁ ଅଟକାଇ ନିକଟସ୍ଥ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ! ଅଭିତ୍ପକ୍ତମନେ ଛାତ୍ରୀଙ୍କ ଶରୀରରୁ ବଳପୂର୍ବକ ପୋଷାକ ଖୋଲିବା ପାଇଁ ଟଣାଭିଢ଼ା--କରିଥିଲେ! ଛାତ୍ରୀକଣକ ସେମନେ ଗୋଡ଼ହାତ ଧରି ଯେତେ ନେହୁରା ହୋଇଥିଲେ ବି ଯୁବକମାନେ ଶ୍ନଣିନଥିଲେ ନିଶାଗ୍ରସ୍ତ ଅବସ୍ଥାରେ ଥିବାରୁ ଯୁବକମାନେ ନିକର କାମୂକ ପ୍ରବ୍ରଭିକୁ ଜାହିର କରିବା ପାଇଁ ଛତ୍ରୀଙ୍କୁ  ସଂପୂର୍ଣ୍ଣ ବିବସ୍ତ କରି ପକାଇଥିଲେ! ଜଣକ ପରେ ଜଣେ ଛାତ୍ରୀର ଇଜ୍ଜତ କୁ ଲୁଟି ନେଇଥିଲେ! ମୁକମାନକ ନିକଟାରୁ  ବର୍ତ୍ତିବ  ପାଇଁ ଛାତ୍ରୀର ସମସ୍ତ ପ୍ରଚେଷ୍ଟା ସେଦିନ ବିଫଳ ହୋଇ ପଡିଥିଲା ! ବଳାତ୍କାର ସମୟରେ ଅନ୍ୟ ଅଭିମୂକ୍ତମାନେ ଏହାର ଭିଡିଓ ମୋବାଇଲରେ ରେକଡି" କରିବାଲିଥିଲେଏହି ଘଟଣା ବାହାରେ ପ୍ରକାଶ କଲେ ଭିଡିଓକୁ ଭାଇରାଲ୍ କରିବା ସହିତ ଜୀବନରୁ ମାରି ଦେବାର ଧମକ ବି ଦେଇଥିଲେ ଅଭିଯୁକ୍ତ ମାନେ ! ତେବେସେହି ଉଲଗ୍ନ ଅବସ୍ଥାରେ ଛାତ୍ରୀକଣକ କୌଣସି ଉପାୟରେଅଭିମ୍ପୁକ୍ତମାନଙ୍କ  ଠାଚ୍ଛ ଖସି ଘରକୁ ଦୌଡ଼ି ପକାଇଥିଲା! ଘରେ ସମସ୍ତ ଘଟଣା କହିବା ପରେ ଅଭିୟକ୍ତକ ବିରୋଧରେ ମୁହଁ ଖୋଲିବାକୁ ଛାତ୍ରୀ ନେଇଥିଲେ ନିଷ୍ପଭି! ପରିଚାର ସହିତ ସେହିଦିନ ସନ୍ଯାରେ ସବର ଆନାରେ ପହଞ୍ଚିଥିଲେ! ତ୍ପଲିସ ନିକଟରେ ଏତଲା ବେବ! ସହିତ ଲମ୍ପଟ ଅଭିମୂକ୍ତଙ୍କ ପ୍ରତି ଦୃଷ୍ଟାନ୍ତ ମୂଳକ  କାର୍ଯ୍ଯକ୍ଷ୍ଠାନ ଦାବି କରିଥିଲେ! ଏସଆଇ କିନିମ! ସାମଲ ଦୁଷ୍କର୍ମ  ଘଟଣାକୁ ବେଶ୍ ଗୃରୁ ତ୍ଵ ଦେ ଅଭିଯୁକ୍ତ ଙ୍କୁ  ଧରିବା ପାଇଁ ସଦଳବଳେ ତଡ଼ିପଦ! ଗ୍ରାମରେ ଚଢ଼ଉ କରିଥିଲେ! ମାତ୍ର ପତିତ! ଜଣଙ୍କ ଥାନା ଯାଇଥିବା ଖବରପାଇ ଅଭିଯୁକ୍ତ ମାନେ ଗାଁ ଚଡି ପକାଇଥିଲେ! ଅନେକ ସ୍ଥାନରେ ତଢ଼ଉ କରିବା ପରେ ପୋଡା ଏବଂ କିଲ୍ଲା ବାହରୁ  ଧରାପଡିଥିଲେ ଅଭିୟକ୍ତା ଏପଟେ ପଡି଼ତ! ଛାତ୍ରୀଙ୍କ ବୟାନ ଅଦାଲତରେ ଲିପିବଦ୍ଧ ହୋଇଥିଲା! ଅଦାଲତ ମଧ୍ୟ  ଅଭିଯୁକ୍ତ ଙ୍କ  କାମିଜ ଆକେଦନକୁ ବାରମ୍ବାର ଖାରଜ  କରିଥିଲେ! ଶେଷରେ ଅଦାଲତ 0୧୮ ମସିହା ଅପ୍ରେଲ ତାରିଖରେ ରାୟ ଶୁଣାଇଥିଲେ ! ପ୍ରତ୍ୟେକ  ଅଭିୟକ୍ତା ଙ୍କୁ 0 ବର୍ଷ ସଶ୍ରମ କାରାଦଣ୍ଡ ସହିତ ୩୦ ହଜାର ଟଙ୍କା ଲେଖାଁଏ ଜରିମାନା ଆଦେଶ ବେଇଛନ୍ତି  ! ଜରିମାନା ଅନା  ବେୟ ଅଭିଯୁକ୍ତମାନେ  ଅଧିକା  ବର୍ଷ ଜେଲଦଣ୍ଡ ଭୋଗିବେ ଚୋଲି କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରା ଜଜ ଜ୍ୟୋତିରମୟୀ ଆଚାର୍ୟ୍ଯ ନିଃର୍ଘଶ ଦେଇଛନ୍ତି ! ଏବେ ଅଭିଯୁକ୍ତ ଜେଲର ଚାରିକାନ୍ଥ ଭିତରେ ସମୟ କାଟୁଛନ୍ତି ! ଜଣେ ମେଧାବୀ ଛାତ୍ରୀରଜୀବନକୁ ନେଇ ଖେଳ ଖେଳିଥିବାରୁ  ଦଣ୍ଡସ୍ୱରୁପ ସେମାନଙ୍କ ଜୀବନର ଗୁରୁତ୍ଵପୂର୍ଣ୍ଣ ସମୟ ଜେଲରେ ବିତିବା ସେଥିପାଇଁ ସେମାନେ ହୁଏତ ନିଜ ଭୁଲର ପ୍ରାୟଶ୍ଚିତ କରିପାରନ୍ତି! ମନ୍ଦ୍ର ଛାତ୍ରୀଟି ଭୁଲିପାରୁ ନି ତାସହିତ ହୋଇଥିବା ସେଇ ଦୁଖଦ ଘଟଣା

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...