Showing posts with label ବେଶ୍ୟା. Show all posts
Showing posts with label ବେଶ୍ୟା. Show all posts

Wednesday, 2 May 2018

ଦଲାଲ



ପ ଖାପାଖ୍ ସନ୍ଧ୍ୟା ! ସୁନୀଲ କୁମାରକ ଫୋନ୍ କୂ ଏକ କଲ୍ ଆଶିଳା ! ସେ ନମ୍ବରକୁ ଦେଖୁଦେଖୁ ବିରକ୍ତ ହୋଇଉଠିଲେ! କାରଣ କିଛିଦିନ  ଧରି ସେହି ନମ୍ବରରୁ  ତାଙ୍କ ନିକଟକୁକଲ୍ ଆସୂଥିଲା! ସେ କଲ ବଟମ  ଚିପୁଥିଲେ  ତ କିଛି ଉରଗ ମିଳୁ ନ ଥିଲା! ସେ କିଛିପଚାରିକେ ମଧ୍ଯ ତାଙ୍କୁ ଜବାବ  ମିଳୁ ନ ଥିଲା ତେଣୁ ସେଦିନ ସେ ବିରକ୍ତରେ କହିରେ- ଆରେ  ଭାର, ମୋତେ କାହିଁକି ହଇରାଣ କରୁଛ ? ଯବି କିଛି କହିବାର ଅଛିକୁହ ! ନହେଲେ ଅନ୍ତତଃ ଏତିକିତକୁହ ତୁମେ କଣ ଚାହୁଁଛ ମେ! ଠାରୁ? ସେଦିନ କିଚ୍ଛୁ ସୁନୀର କୁମାରକୁ ନିରାଶ ହେବାକୁପଡ଼ିଲା ନାହିଁ! ସେପଟରୁ  ଶୁଭିଲା ସ୍ଵର  ତୁମେ ସୁନୀଲ କୁମାର ତ? ଅଚ୍ଛା  ତୁମେ ଦିଲୀର ଜିବି ଗୋଡ଼ରୁ କହୁଛ ତ? ସୁନୀଲ କୁମାର ହସିହସି କହିଲେ: ହଁ ମୁଁ ସୁନୀଲ କୁମାର, ଆଉ ମୁଁ ଚ୍ଚିଚି ଗୋଡ଼ରୁ  ହିଁ କହୁଛି ! ଅଚ୍ଛା  ତୁମେ କିଏ? କଲ କରିଥିବା  ଯୁବକ  ନିଜର ପରିଚୟ ଦେଲା କହିଲା-’ ମୁଁ ଅମର! ତେବେ ମୋତେ ଏତିକି କୁହ ଯେ’ ତୁମେ ଜିବି ଗୋଡରେ କ’ଣ କରୁଛ? ଏଥର ସୁନୀଲ କୁମାର ପାଟି କରି ହସିଲେ ଆଉ  କହିଲେ: ଅମରବାଟୁ! ତୁମେ ନିଶ୍ଚିତ ଏକଥା ଚ୍ଚାଣିଥିବା  ଯେ, ଜିବି ଜୋରରେ ରଦୂଥିବା ବା ଲୋକଟି କେବେ ଜ ଣେ ଭଦ୍ର ବ୍ୟକ୍ତି ହୋର ନ ଥିବା ବ ! ସେ ନିଶ୍ଚୟ ଜଣେ ଡଲାର ଆର ତୁମେ କଣେ ଦରାଇ ସହିତ କଥାବାର୍ଭ! କରୁଛ! କୁହ, ତୁମର କେଉଁ ପ୍ରକାରର ଝିଅ ଦରକାର ! ଆମର ଏଠି ପାଞ୍ଚ ସହ ରୁ ପାଞ୍ଚହଜାର ଟଙ୍କାର ଝିଅ ମିଳନ୍ତି ! ଅମର କହିଲା: ମୋର ଝିଅ ଦରକାର ନାହିଁ! ମୁଁ ଗୋଟେ ଝିଅ ବିକିବାଜୁ ରହୁଁଛି! ତୁମର କଣ ଝିଅ ଦରକାର ? ସୁନୀଲ କୁମାର କହିଲେ ଆମର ଏଠି ପ୍ରତିଦିନ ନୃଅ! ନ୍ଅ! ସୁନ୍ଦର! ଝିଅ ଦରକାର! ଗୋଟେ କାହିଁକି ଯଦି ଦଶଟା ଝିଅ ଆଣିବ ତା’ହେଲେ ଏଠି ସେମାନେ ବିକ୍ରି ହୋଇଯିବେ! ତେବେ ଝିଅଙ୍କ ଦର ଝିଅକୁ ଦେଖ୍ବା ପରେ ହିଁ ଜଣାପଡିବ! ଅମର କହିଲା: ମେ! ପାଖରେ ଗୋଟେ ପନ୍ଦର ବର୍ଷର ଝିଅ ଅଛି! ପୂରାପୂରି କୁଆଁରୀ? ସୁନୀଲ କୁମାର କହିଲେ: ତା’ହେଲେ ମୋତେ ଲାଗୁଛି ତୁମେ ଗୋଟେନପୁ°ଷକ…. ଅମର ଚିଡି ରଠିକା! କହିଲା: ସେମିତି କହିବାକୁ ତୁମେ ସାହସ କରୁଛ କିପରି? ମୁଁଗୋଟେ ସମ୍ପୂର୍ଣ୍ଣ ସୁସ୍ଥ ଆର ପାରର'ମ ପୁରୁଷ ! ସୁନୀଲ କୁମାର କହିଲେ: ତା’ହେଲେ ତୁମ ପାଖରେ ଥିବା  ଝିଅଟି  ଯେ କୁଆଁର! ହୋର ଅଛି ସେକଥା ମୁଁ ବିଶ୍ବାସ କରିବି କିପରି? ଅମର କହିଲା: ମାନିବାକୁ ପଡ଼ିବ ଆପଣଙ୍କୁ! ଥାକ୍ବ୍ରଆଲୀ, ମୁଁ କେବଳ ତା’ ସହିର ଶାରୀରିକ ସମ୍ପର୍କ ରଖୁଛି! ମାନେ ଆମେ ସ୍ବାମୀ ସ୍ତ୍ରୀ ! ହୋଇ ଅଛୁ ! ମୋର ଆଉ ତା’ ପାଖରେ ମନ ନାହିଁ ମୁଁ ଯେତିକି ପାଇବ! କଥ! ପାର ସାରିଲିଣି! ଏବେ ତା ଠୁ ମୁକ୍ତି  ଚାହୁଁଛି! ସେଥିଲାଗି ତାକୁ ଢିବି ରୋଡ଼ରେ ବିକି ଦେବାକୁ ଚାହୁଁଛି

       ସୁନୀଲ କୁମାର କଣ ଭାବିଲେ କେଜାଣି ତା’ଠୁସମ୍ପୂର୍ଣ୍ଣ କାହାଣୀ ଶୁଣିବାକୁଚାହିଁଲେ  ! ଅମର ମଧ୍ଯ କିଛି ନ ଲୁତେର ସବୁକଥା ପ୍ରକାସଁ  କରିଦେଲ!

      ବାସ୍ତବରେ ଅମର ଯେଉଁ ଝିଅଟିକୁ ଦିଲ୍ଲୀର ଦେହ ବ୍ୟବସାୟ କେନ୍ଦ୍ର ଜିବି ରୋଡ଼ରେ ଚିକି ଦେବାକୁ ଚହୁଁଥିଲା ଚା’ ନାଁ ଥିଲା ବିନୀତା କୁମାରୀ! ବିହାରର ମଧୁବନୀ ଜିଇ! ଅନ୍ତର୍ଗତ ଲଖମନିଅ! ଗାଁର ରାଜନ ଦାସ ଓ ଅନିତା  ଦେବୀଙ୍କର ସେ ମଝିଅଁ! ଝିଅ ! ବଡ଼ ରରଣୀ ବାହ! ହୋରସାରିଥିଲା ବେଳେ  ସାନ ଭଉଣୀ ହିତାୟ ଶ୍ରେଣୀରେ ପଡ଼୍ ଥିଲା! ନବମ ଶ୍ରେଣୀରେ ପଡ଼୍ ଥିଲା  ବିନୀତା! ରାଜନ ଦାସ ଜଣେ ମଜଦୁର ଶ୍ରେଣୀର ଜୋକ ଥିଲେ ! ତାଙ୍କର ପାଖ ଗାଁର ପିଲା ! ହେଉଛି ଅମର! ଗାଁ ପାଖାପାଖ୍ ହୋରଥିବା ! ହେତ୍ ଅମର ସହ ବିନୀତ! ର ଦେଖା ସାକ୍ଷାତ ହେରଥିଲା !ପୁଣି ପର୍ବପର୍ବାଣି ଯାନିଯାତ୍ରାରେ ସେମାନେ ପରସରକୁ ଭେଟୁ ଥିଲେ !
ଅମରକୁ ୨୬ବର୍ଷ ହୋରଥିଲା ବେଳେ   ବିନୀତାର ବୟସ ଥିଲା ୧୫! ବିନୀତା ଯୌବନରେ ପାଦ ଥାପୁଥିଲା! ତେଣୁ ତା’ର ପାଦ ସିନା ପୃଥ୍ବୀର ମାଟି ଉପରେ ଥିଲା ହେଲେ  ମନ ରଡ଼ୁଥିଲା ଆକାଶରେ! ସେ ନାନାଦି ସ୍ୱପଗେ ବିଭୋର ହେରଥିଲା! ଅନ୍ୟପଟେ ବିନୀତାକୁ ଦେଖି ପାଗଳ  ହୋର ଯାରଥିଲା ଅମର! ଆଉ ସେ ବିନାତାକୁ ପଢେଇବାରେ ସଫଳ ହୋଇପାରିଲା! ସେମାନେ ପରସ୍ପର କୁ  ନେଇ ସ୍ବପ୍ନ  ଦେଖ୍ ଲେ ! ଅମରର ଥିଲା  ଗୋଟିଏ ଲକ୍ଷ୍ୟ-ବିନାତାର ସୁନ୍ଦର ଦେହକୁ ଉପଭୋଗ କରିବା! ସେଥ୍ରାଗି ସେ ନାନାଦି ଫନ୍ଦି ଫିକର କରି ବିନୀତାକୁ ପଢେଇବାରେ ଲାଗି ପଡିଥିଲା! ଏମିତିକି ସେ ତାକୁ ବିଭିନ୍ନ ପ୍ରଲୋଭନ ବି ଦେଖାରଥିଲା
       ସାଧାରଣତଃ ପ୍ରାକ୍-କୈଶୋରର ଯୁବତୀ  ମାନେ  ଭୁଲ  କୁଣ ଠିକ  କ’ଣ ସେକଥା  ସହଜରେ  ଠଉରେଇ  ପାରନ୍ତ ନାହ! ସେମିଟି  ଅବସ୍ଥ! ହୋରଥିଲା ବିନାତାର’ ଅମରର ଗୋଟେ ଅଧେ ଚୂମ୍ବନ କିମ୍ବା ବେହର ସ୍ପର୍ଶ କୁବିନୀତା ଏ ଦୁନିଆର ସନ୍ଧୁ କିଛି ଟୋଲି ଧରି ନେରଥିଲା! ତେଣୁ ସେ ତାହୁଁଥିଲା ଜେମିତି ରୋଟାପଣେ ଅମର ତା’ର ହେବ ଆଉ ସେ ଅମର କୋଳରେ ଶୋର ପୃଥ୍ବୀ ବିଜେତା ହେବାର ସ୍ବପ୍ନ  ଦେଖି ବା ଠିକ୍ ବିନୀତା ର ଭଳି  ଅମର ମଧ୍ଯ ସ୍ଵପ ଦେଖୁଥିଲା! ତେବେ ତଫାତ୍ ଥିଲା  ଏତିକି ଯେ, ବିନୀତା ଅମରକୁ ଜୀବନସାଥୀ ଭାବରେ ପାଇବାକୁ ସ୍ୱପ ଦେଖୁଥିବା  ବେଳେ ଅମର କେବଳ  ବିନାତାର ଦେହକୁ ଉପଭୋଗ କରିବାକୁ ଫଢି କଚୂଥିଲା

     ଦିନେ ଅମର ବିନୀତାକୁ କହିଲା: ଦେଖ , ଆମେ ଏଇ ଗାଁରେ ରହିଲେକିଛି କରିପାରିବାନି ! ନା ମୁଁତତେ
ପାଇବି! ନ! ତୁ ମୋତେ ପାରଚୂ! ଗୋଟେ କାମ କର: ତୁମୋତେ ଭୁ ଲିଯା ! ବିନୀତା ଅମରକୁ ଢାଚୂଢ଼ି ଧରି ରହିଲା: ତୁମକୁ  ଛାଡ଼ି ମୁଁ ବଞ୍ପାରିବିନି! ଯେତିକି ସମୟ ତୁମ ପାଖରେ ରହୁଛି ମୋତେ ସେତିକି ସମୟ ଭଲ ଲାଗୁଛି! ଆର ସବୁସମୟ ଖରା ଵିନିଅ! ଦିପ୍ରହର ଭଳି  ମନେ ହଉଛି! ଅମର କହିଲା; ତା’ହେଲେ ତୁ ମୋ ସହିତ ଚଲ ! ମୁଁତତେ ଦିଲ୍ଲୀ ନେରଯିବି ସେଠି ଆମେ ଗୋଟେ ଘର ଭଡା ନେଇ  ରହିବା! ଆର ଦିନରାତି ସାଥି ହୋଇ  ଗପିବା ! ବିଚାରି ବିନୀତା ଅମର କଥାରେ ହଁ ମାରିଦେଲା! ଆଉ ଅମର ତାକୁ ଦିନେ ଦିଲ୍ଲୀ ନେଇ ଆସିଲା

       ଦିଲ୍ଲୀରେ ଅମରର ସାର ରଂଜିତ  ରହୁ ଥିଲା! ସେ ଗୋଟେ  ବସ୍ତିରେ ଦୁହିଁଙ୍କ ପାଇଁ ଏକ ଘର ଠିକ୍ କରିଦେଲା ! ପାଖ ମଦିରରେ ମିଛରେ ଏକ ବାହାଘର ଆୟୋଜନ କରାଗଲା! ସେଠାରେ ଅମର ବିନୀତ! ମୁଣ୍ଡରେ ସିନ୍ଦୁର ଦେର ତାଳୁ ପତ୍ନୀ ବୋଲି ସ୍ୱୀକାର କଲା! ଅମର ହାତ’ରୁ ରୁ ସିନ୍ଧୁର ପିରି ସାରିବା ପରେ ବନୀତାର ଖୁସ କାହିଁ  ରେ କେତ  ? ସେ ଭାବୁଥିଲାଏବେ ଅମର କେବଳ ତା’ର ! କେହି ଆର ସେମାନକୁ ପୃଥକ୍ କରିପାରିବେ ନାହିଁ! ସିନ୍ଧୁର ଦେର ସାରିବା ପରେ ଅମର ଭାବୁ ଥିଲାଏବେ  ତାକୁ ବିନୀତା ଦେହର ଲାଇସେନ୍ସ ମିଳିଗଲା ! ସେ ଯେମିତି ଚାହିଁବ ଯେତେବେଳେ ଚାହିଁବ ତାକୁ ଉପଭୋଗ  କରିବ! ବାସ୍ ସେଇଆ ହେଲା ! ତିନିମାସ ! ମିଛ ସ୍ବାମାର ଅଭିନୟ କରି ଅମର ବିନୀତାକୁ ମନଇଚ୍ଛା ଏନ୍କୟ କଲା! ସେଥ୍ରେ ବିନୀତାର ବି ଆପରି ନ ଥିଲା! ସେ ଭାବୁ ଥିଲା’ ଅମର ତା’ର ସ୍ବାମୀ! ତିନିମାସ ପରେ ଧୀରେ ଧୀରେ ଟଙ୍କା  ସରି ଆସିଲା ! ଖାଇବା, ଘରଭଡ଼ା ଦେବା ପୁଣି ବିନୀତାର ବ୍ୟକ୍ତିଗତ ଖର୍ଚଉଠେଇବା ପାଇଁ ପ୍ରଚୁର ଅର୍ଥ ଦରକାର ହେରା! ଫଳରେ ଅମରର ମୁଣ୍ଡ ବିଜିର! ! ପୁଣି ବିନୀତା ତାକୁ ଗୋଟେ ବୋଝ ଭଳି ମନେହେଲା! ସେ ବିନୀତାର ଦେହ ସହିତ ତିନିମାସ ଧରି ଖେଦି ସାରିଥିଲା ! ତେଣୁ ତା’ର ଆଉ କିଛି ପାଇବାର ନ ଥିଲା! ତାର ଇଚ୍ଛା  ହେରଥିଲା ବିନୀତାକୁ ନେର ଟ୍ରେନ୍ ଆଗକୁ ଫୋପାଢ଼ି ଦେବା ପାଇଁ ! ହେରେ ବିଚାରି ବିନୀତା ଏସବୁ ଜାଣି ନ ଥିଲା! ସେ ତ ଭାବୁ ଥିଲା, ସେ ଅମରକୁ ନେଇ ସଂସାର କରିବାକୁ ଆସିଛି! ଆଉ  ଆଗକୁ ଗୋଟେ ନୂଆ ସଂସାର କରିବ!

ଦିନେ  ଅମର ରଣଜିତ୍ଜୁ କହିଲା: ରଣଜିତ୍! ବିନୀତା ମୋ ପାଇଁ ବୋଝ ହେଲାଣି! ମୁଁଆଉ ତା’ ସହ ଅଧିକ  ଚିନ ରହିବାକୁ ଚାହୁଁନାହିଁ ! କେମିତି ତାକ୍ ମେ! ମୁଣ୍ଡରୁ ଓହେରବି ସେଇକଥା କହ ! ମୁଁ ଭାବୁଛି ତା’ ତଣିଚିପି ତାକୁ ଟ୍ରେନ୍ ଆଗକୁ ପକେଇଦେବି! ରଣଢିତ କ ହିଲା: ସେମିତି କରନା ! ଦିଲ୍ଲୀରେ ଅନେକ ଦେହ ବ୍ୟବସାୟ କେନ୍ଦ୍ର ଅଛି! ଯଦି ଆମେ ବିନୀତାକୁ କୋଉଠି ବିକିଦବ! ତା’ହେଲେ ଆମକୁ ପ୍ରଚୁର ଟଙ୍କା ମିଳିବା  ! ତା’ଛଡ଼ା ବିନୀତା ବେଖ୍ବାକୁ ସୂନ୍ଦରୀ ! ବୟସ ମୋଟେ ପନ୍ଦର ବର୍ଷ ! ଖୁବ୍ ମଟାଲ  ଦେହଟେ ପାଇଛି ତୁ ବେଖ୍ ବୁ  ଚାରିପାଞ୍ଚ ଲକ୍ଷରୁ କମ୍ ହେବନି!
ଅମର ଭାବିଲା, ରଣଢିତ ଖୁବ୍ ଭଲ କଥା କହିଛି!ଯଦି ସେଇଆ ଚ୍ଛୁଏ ତା’ହେଲେ ତା’ ପାଇଁ ବିନୀତା ଗୋଟେ  ଲାଭଜନକ ଦ୍ରବ୍ୟ ଠୁ  କମ୍ ନୁହେଁ ତିନିମାସ କାଳ ତା’ ଦେହରୁ ମୁଖ ପାରଳା! ଆଉ  ତା’ର ସୁନ୍ଦର ଦେହକୁ ବିକିନ୍ଦେଲେ ସେ ରକ୍ଷପତି ହୋଇଯିବ! ଯଦି ପାଞ୍ଚରକ୍ଷ ନ ମିଳି  ତିନି ଲକ୍ଷ ମିଳେ ତା’ହେଲେ ସେଥ୍ରେ ସେ ଗୋଟେ ସୁନ୍ଦର ବିଜନେସ କରି ତା ବ୍ଦୀବନକୁ ସୂଧାରି ପାରିବ ! ବାସ୍, ତା’ପରେ ଆରମ୍ଭ ହୋଇ ଗଲା ! ବିନୀତାକୁ ବିକ୍ରି କରିବାର ଅଭିଯାନ! ଆର ଖୁବ୍ କମ୍ ଚେଷ୍ଟାରେ ସେମାନକୁ ମିଳିଗଲା ଦଲାଲ୍ ସୁନୀଲ କୁମାରର ମୋବାଇଲ୍ ନମ୍ବର!

ନିର୍ଜାରିତ ବିନ ଅମର ଓ ରଣଜିତ ବିନୀତାକୁଧରି ପହଁଚିଲେ ! ସୁନୀଲ କୁମାର ଚି ଆସିଲେ ବିନୀତାକୁ କିଣି  ନେବା ପାଇଁ! ବିନୀତା ଜାଣି ନ ଥିଲା  ଯେ, ତାକୁ ବିକିବାକୁ ନିଆଯାଉଛି! ଅମର ତାକୁ କହିଥିଲା’ ସେମାନେ ବୁଲିବାକୁ ଯାଉଛନ୍ତି  ବୋଲି! ବିନୀତାର ଦର ଛିଣିଥିଲା ସାଢ଼େ ତିନିଇକ୍ଷ ଟଙ୍କାରେ! ତେବେ ଟଙ୍କା ଦବାନବା ହେବା ପୂର୍ବରୁ 6ପାରିସ୍ ଆସି କାବୁ  କରିନେଲା ସମସ୍ତକୁ!
ବାସ୍ତବରେ ସୁନୀଲ କୁମାର କୌଣସି ଦରାଇ ନ ଥିଲେ ! ସେ ଥିଲେ  ଜଣେ ପୋଲିସ୍! ଆଉ ଦିଲ୍ଲୀର ଦେହ ଦଲାଲ୍ଙ୍କୁ  ଧରିବା ପାଇଁ ନିଜକୁ ଦଲାଇ କରି ମୋବାଇଲ ନମ୍ବର ପୋଷ୍ଟ କରିଥିଲେ  ଇଣ୍ଟର ନେଟ ରେ  ଆଉ ତାହା ହିଁ ବିନାତାର ଜୀବନ ବର୍ବାଦ  ହେବାରୁ ବଂଚେଇ ଦେଲାଅମର ଓ ରଣଜିତକୁ ପୋଚ୍ଚିସ୍ ଗିରଫ କରି ଯେ ଲ୍ ପଠେଇ  ଦେଲା  ! ଆଉ ବିନୀତାକୁ ପଠେଇଦ୍ଦେଲୀ ତା’ଘରକୁ!

लड़की बेचने के लिए गलती से मिला दिया SHO को फोन, और फिर

Monday, 19 March 2018

କଲଗର୍ଲ ନେହା’ର ଭାଗ୍ୟ


ନେହା କୁଡୁସ ବହୁ ବନ୍ଧନ ରୁ ନିଜକୁ ମୁକ୍ତ କରିନେଲା ଓ କହିଲା ଏ କୁଡୁସ ମିଆଁ ହନିମୁନ୍ କରିବା ସେତିକିଥାଉ ଏ ବେ କିଛି ରୋଜଗାର କରିବା କଥ! ଚିନ୍ତାକ ର! ମୁଁ କୁଆଡ଼େ ପକଉଛି ନାମୋତେ କିଏ ନେଇଯାଉଛି ! ପୁଣିଥରେ କୁଡ଼ୁସ୍ ନେହୀକୁ ନିଜ ଛାତି ଉପରେ ଜାବୁଡ଼ି ଧରିଲା ଓ କହିଲା ବୁ ଝିଲ ନେହ! , ତୁମ ଭଳି ଗୋଟେ ସୁନ୍ଦରୀ ସ୍ତ୍ରୀ  ଯାହାର ଅଛି ସେ ଟଙ୍କା ରୋଜଗାର କରିବାକୁ କୁଆଡେ  ଯିବ କଣ ପାଇଁ ? ଓଲଟି ଟଙ୍କା  ଉଡି଼ଉଡ଼ି ତା ପାଖକୁ ଆସିବ!
ଦେଖିବା  , ଆମେ ଦିନେ  ଟଙ୍କାର ବିଛଣାରେ ଶୋଇବା!କୁଡୁସ ର ଏ କଥା ବୁ ଝିପାବୁ ନଥିଲା ନେହ! ! ବୁଝିବାକୁ ବି ଚେଷ୍ଟା କରୁନ ଥିଲା! ତା ପରିବ୍ରତେ  ସେ କୁଡୁସ  ମିଅଁ! ଛାତିରେ ହଜିଯାର ଆଖ୍ ବୁଜି ବତ୍ତଥିଲା
 
         
ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ନେହାଇ ଘରା ସେ ତା ପରିବାର ସହିତ ରହୁ ଥିଲା ଏବଂଦଶମରେ ପଚ୍ଛଥିଲା! ସ୍କୁଲ ଯିବାଆସିବା କରିବା ବେଳେ  ସେ ଲକ୍ଷ୍ କଲା  ଯୁବକଟିଏ  ତା ଆଡକୁ ଚାହିଁରହୁଛି! ଆଉ ବାକୁ ଦେଖିବାମାତ୍ରେ ଖୁସିରେ ଅଧୀର ହୋର ଉଠୁଛି ! ନେହ! ନୂଆନୂଆ ଯୌବନର ପ୍ରଥମପାହାଚ ଚଢ଼ିଥିଲା! ଏହି ବୟସରେ ପୁଅ ପିଲାର ଚାହାଣି ସାଧାରଣତଃ ଝିଅମାନକୁ ଆନମନା କରିଦିଏ ନେ ହ! କ୍ଷେତ୍ରରେ ସେମିତି ହେଲା  ! ବେଳକୁ ବେଳ  ତା କୁ ବି ସେହି ଯୁଚକଚି ଭଲ ଲାଗିଲା! ସେ ଚି ଲୁଚେଇ ଲୁଚେଇ  ତା ଆଡ଼କୁ ଅନେଇଲା !!! ଖୁସିରେ ତାଓଠରେ ବି ହସ ଖେଳିବାରେ ଲାଗିଲା ! ଏକଥା ଦେଖ୍ ଯୁବକଟି ଜାଣି ଗଲା  ଯେ, ତା ପ୍ରେମର ପକ୍ଷୀ ଉଡି ଯାଇ ନେହା  ହୃଦୟରେ ବସିଗଲୀଶି! ଯେତେବେଳେ ଯୁବକଚି ଏକଥା ଜାଣିଲା , ସେ ଆଉ ସାମାନ୍ୟ ଡେରି କଲାନାହିଁ ! ଦିନେ ନେହ! ସ୍କୁଲକୁ ଯାଉଥିବା ବେଳେସେ ଯାଇ ନେହୀର ପାଖେପାଖେ ଚାଲିଲା ! ନେହ!ତାକୁ ଅନେକ ଟିକେ ହସିଦେଲା ! ଯୁବକଟି କହିଲା:ମେ! ନାଁ ମହମ୍ମ ଦ  କୁଡୁ  ସ୍! ମୁଁ ଏଇ ତିତା ଗଡ଼ରେ ରହେ ନେହ! ଖାଲି ମୁଣ୍ଡ ହଲେଇଲା ! କୁଡ଼୍ ସ୍ କହିଲା- ମୁଁ ତୁ ମକୁ କିଛି କହିବାକୁ ଚାହୁଁଚି ! ନେହା  କହିଲା- ଓକେ, ତୁମେ ଯାହ! କହିବାକୁ ବାହୁଁଛ କହିପାର ! ମୁଁତୁମକଥା ମନ ଦେର ଶୂଣୁଛି! କୁଡ଼୍ ସ୍ କହିଲା: ଆକ୍ ବୁଆଲି ’ ମୁଁ ତୁମ ପ୍ରେମରେ ପଡ଼ିଯାଇଛି!
        ଏଇକଥ! ଶୁଣି ହଠାତ୍ ନେହା  ଠିଆ ହୋଇଗଲା ତାର ହୃଦ୍ ବୋ  ଧ ହେଲା ଯେମିତି ସ୍ୱର୍ଗ ତା ହାତପାଖକୁ ଖସି ଆସିଛି! କୁତୁସ୍ ପଚାରିଲା: ଉତ୍ତର ଦେଲ ନି ଯେ କଣ ତୁମେ ମେ! ପ୍ରେମକୁ ସ୍ୱୀକାର କରୁନ! ନେହ! କହିଲା: ମୁଁ ବି ତୁମ ପ୍ରେମରେ ପଡ଼ିଯାରଛି! ସେହି ମୁହୁର୍ଭରେ ଦୁହେଁ ଦୁହିଁଙ୍କର ଅତି ନିବିଡ଼ ହୋଇଗଲେ! ବିନକୁଵିନ ସେହି ନିଟିଡ଼ତା ବଢି ବଢି  ଚାଲିଲା! ଦିନେ  ନେହ! କହିଲା: ମୁଁଆଉ ଏକୁଟିଆ ରହିପାରୁନି! ତୁମେ ମୋ ହାତ ମାଗିବ! ପାଇଁ ଏବେ ତୁମ ବାପାମାକୁ ଆମଘରକୁ ପଠାଅ ! କୁଡୁସ  କହିଲା: ସେକଥା ସମ୍ଭବ ନୁହେଁ, ନେ ହା! କାରଣ ତୁମେ ହିନ୍ଦୁ! ଆମେ ମୁସଲମାନ ! ଆମ ଭିତରେ ବାହାଘର ଅସମ୍ଭବ ନେହ! କାନ୍ଦି ପକେଇଲା ! ! କହିଲା: ତାହେଲେ ମୁଁକଣ ତୁମକୁ ବାହ! ଦେଇପାରିବିନି! କୁଡ଼ୁସ୍ କହି ଲା: ଗୋଟେ ଉପାୟ ଅଛି! ଆମେ ଘରଛାଡି ଚାଲିଯିବା! ଆଉ ଥରେ ଘରୁ  ପନେଇଯାଇ ବାହ! ହେଇଗଲେ ଆମକୁ କେହି ଅଲଗା  କରିପାରିବେ ନି!
ଆଗପଛ ବିଚାର ନକରି ନେହା କୁଡ଼୍ ସ୍ ସହିତ ଘର ଛାଡ଼ି ଚାଲିଆସିଲା ! କୁଡ଼ୁସ୍ ତାକୁ ପ୍ରଥମେ ନେଇଗଲା  ଉଡାଣପୁରୀ ଜୁଡ଼୍ ସ୍ ର ମାମୁଝିଅ ଭଉଣୀ ର  ଶାଶୁଘର ଉଡାଣପୁର ! ସେଠାରେ ସେମାନେ ବା ହାହେଲେ! ଆଉ ସେଇଠି ବି ସେମାନଙ୍କର ହନିମୁନ୍ ହେଲୀ ! ଘର,ବାପା ,ମାଳୁ ଛାତି ଆସିଥିବା  ଯୋଗୁ ନେହ! ମନରେ ରସାମାନ୍ୟ ବି ଦୁଃଖ ନ ଥିଲା! ଓଲଟି ସେ କୁଡୁସ ଭଳି କୂ ସ୍ବାମୀ ଭାବରେ ପାଇ ଇନ୍ଦ୍ରଚନ୍ଦ୍ର ମାନୂ ନଥିଲା! କୁଡୁସ  ବି ନେହା ଭଳି  ସୁନ୍ଦରୀ ଝିଅକୁ ସ୍ତ୍ରୀ ଭାବରେ ପାଇବାକୁ ବ୍ୟାକୁଳ ହୋଇ ଅପେକ୍ଷା କରୁ  ଥିଲା! ସେଥିଲାଗି ସେ ଦିନସାରା ବୁଲୁ ଥିଲା! ସଞ୍ଜହେବା ମାତ୍ରେ ନେହାକୁ ନେଇ ନିଜ ଜୋଠରିକୁପଶି ଯାଉଥିଲା
ଏମିଢି କିଛି ବିନ ବିତିଲା  ! ନେହା ! କହିଲା: ଅଚ୍ଛା ! ତୁମେ କିଛି  ତ ରୋଜଗାର କର! କୂଅ ଡ଼େ ଏମିତି ଦିନଯାକ ବୁଲା ଦୁଲି କରୁଛ! ନେହ! କଥାର କୌଣସି ରରର ଦଉ  ନଥିଲା କୁଡୁସ୍! ନେହ! ବି ବୁ ଝିପାବୁ ନଥିଲା ଯେଦିନଯାକ କୁଆଡ଼େ ପଳେଇ  ଯାଉଛି କୁଡୁ ସ୍, ଆଉ  ଫେରୁଛି ସଞ୍ଜକୁ! ଏ ରହସ୍ୟର ଦିନେ  ପର୍ଜାଫାଶ ହେରା ଯେତେବେଳେ ପୋଲିସ୍ ଆସି ପଇଁତାରା ମାରିଲା ରଡାଣପୁର ଅଞ୍ଚଳରେ ! ନେହା  ଜାଣିଲ! ଯେ,ସେ ଯାହାକୁ ପ୍ରେମ କରି ବା ହା ହେଉଛି ସେ ଗୋଟେ ଅପରାଧୀ ! ତା ନାଁରେ ଚୋ ରି, ଠକେଇ, ଅପହରଣ/ଆଉ ବ ଳାକ୍ରାର ପରି ମାମଲା ରହିଛି! ଏକଥା ଜାଣିବାପରେ ତ!’ ମୁଣ୍ଡରେ  ଚଡ଼କ ପଡ଼ିଲା! ହେଲେ  ତାର ଆଉ ପଛକୁ ଫେରିଟାର ଉପାୟ ନ ଥିଲା !

ଏପଟେ କୁଡ଼ୁସ୍ ଦ୍ଦେଖ୍ ଲା ସେ ଆଉ ବେଶୀଦିନଭଡାଣପୁରରେ ରହି ପାରିବ ନାହିଁ! କାରଣ ତାରଠିକଣା ଖୋଜି ନେଲୀଣି ପୋଲିସ ! ସେ ନେହାକୁ ନେଇ ଚାଲିଆସିଲା ! ଆସାନସୋଲ ! ତେନେ ଏଠି ମଧ୍ୟ ନେହ!ପାଇଁ ଏକ ଭୟଙ୍କର ରହସ୍ୟ ଅପେକ୍ଷା କରି ରହି ଥିଲା! କାରଣ କୁଡୁସ୍ ନେହାକୁ ଆଣି ଯେଉଁଠି ଉଖ୍  ଥିଲା ତାହ! ଥିଲା ଏକ ରେଡ ଲାଇଟ୍ ଏରିଆ! ସେଠାରେ ଦିନରେ ମଧ୍ୟ ଦେହ ବ୍ଦୀବୀମାନେ ଗ୍ରୀହକକୁ ଆକର୍ଷିତ କବୁ ଥିଲେ  ! ନେହ! ଖୁବ୍ କାନ୍ଦିଲା  ! ତେବେ ତାକୁ କୁଡ଼୍ସ ବୁ ଝେର ଦ୍ଦେଲୀ ଯେ, ସେ ତାକୁ ଅଳ୍ପ ଦିନରେ  ଏଠୁ ଅନାସ୍ଥାନକୁ ନେଇଯିବ! ବୁଝିଗଲା ନେହା ! କାରଣ ସେ ବୁଝିବାକୁ ବାଧ୍ୟ ଥିଲା!

ଦିନପରେ ଦିନ ବିଢି ଚାଲିଲା ହେଲେ କୁଡ଼ୁସ୍ କହିଥିବା! ‘ଅଳ୍ପବିନ ନେହ! ପାଇଁ ଆସିଲ! ନାହିଁ! ଓଲଟି ରେଡ ଲାଇଟ୍ ଏରିଆରେ  ରହିଥିବା ହେତୁ ଗ୍ରାହକମାନେ        ଆସି ନେହାକୁ ବି ତାର ଗେଟ୍ ପଚାରିଲେ! ସମସ୍ତଙ୍କପାଇଁ ନେହ! ଥିଲା ଏକ ଆକର୍ଷଣ! କାରଣ ନେହାର ବୟସ ଥିଲା ଖୁବ୍ କମ୍! ପୁଣି ସେ ବେଖିବାକୁ ଥିଲା  ଅପୂର୍ବ ସୁନ୍ଦରୀ! ଗ୍ରାହକମାନେ  ଥରକେ ତାକୁ ଦୁଇ ହଜାରରୁପାଞ୍ଚହଜା ର ଦେବା ପାଇଁବି ପ୍ରସ୍ତାବ ଦେଲେ ନେହ! ର ଇଚ୍ଛା ହେଉ ଥିଲା ବିଷ ପିର ଆତ୍ମହତ୍ୟା କରିଦେବା  ହେଲେ ସେ ଆତ୍ମହତ୍ୟା କରିପାରୁ ନଥିଲା! ପୁଣି ସେ ବେଶ୍ୟ! ହବାକୁ ଚାହୁଁ ନଥିଲା ! ହେଲେ ବେଶ୍ୟ! ହେବା ଥିଲା ତାର ନିୟତିର ନିର୍ଦେଶ

ଦିନେ ରାତିରେ ତାକୁ ନିଶା ଦେଇ ଅର୍କଜେତନ କରିଦେଲା କୁଡୁସ ! ଆଉ ତା ପାଇଁ ଖୋଜିଆଣିଇ!କଷ୍ଟମରୀ କଷ୍ଟମରମାନେ ନେହା କୁ ପାଇବ! ପାଇଁ ବ୍ୟାକୁଳ ଥିଲେ ! ସେହି ରାତିରେ ସେ ରୋଜଗାର କରିଥିଲା କୋଡ଼ିଏ ହଜାରରୁ ଅଧ୍କ ଟଙ୍କା! ଆଉ ସକାଳ ହେବ! ବେଳକୁ ନେହ! ପାଲଟି ଯାଇଥିଲାଦେହଜୀବୀ  ନେହ!

ସେ ଖୁବ୍ କାଢିଲା ! ଶେଷକୁ ମନକୁ ବୁ ଝେଇଲୀ ରାତିରେ ଯାହା ଘଟିଛି ତାହା ହେଉଛି ତାର ଭାଗ୍ୟତାହେଲେ ସେ ତାକୁମାନି ନ ନବ କାହିଁକି ସେହି ମୁହୁର୍ଭରେ ସେ ବଦଳେଇ ଦେଲା ନିଜକୁ! ସେ ଚି ବାହାରେ ଠିଆ ହେଇଗ୍ରୀହକକୁ ଇସାରା ଦେଲା ଗ୍ରୀହକକୁ ଠୁ ଟଙ୍କ! ଝଢ଼େରବାର କୌଶଳ ଶିଖ୍ ଲା! କୁଡ଼ୁସ୍ ର ପାଦ ଖୁସିରେ ତଳେ ଲାଗୁ ନଥିଲା କାରଣ ନେହ! ତା ପାଇଁ ଥିଲା ଗୋଟେ ସୂନା ଅଣ୍ଡାଦିଆ କୁକୁଡା! ଚିନା ପରିଶ୍ରମରେ ସେ ହଜାର ହଜାର ଟଙ୍କାର ମାଲିକ ବନି ଯାଉଥିଲା!

କୁହାଯାଏ ମଣିଷ ଖୁ ବ୍ ଶୀଘ୍ର ପରିସ୍ଥିତିକୁ ନିଜ ଆୟତ୍ତକୁ ନେଇଆସେ ! ସେହି ନ୍ୟାୟରେ ଦିନ କେତେଟାରେ ଜଣେ ପୋଖତ ଚେଶ୍ୟ! ପାଇଚିଗଲା ନେହା!କସ୍ତୁରୀର ବାସ୍ନା ଭଳି ତାର ଖୁସ୍ ବୁ  ବଦ୍ନାମର ର ଏ ଗଳିରୁ   ଡେଇଁସେ ଗଳିକୁ ଚହଟି ଯିବାରେ ଲାଗିଲା! ଲୋକମାନେ ତା ’ପାଖକୁ ଘଣ୍ଟାଏ କି ଦୁଇଘଣ୍ଟାଆସି ସନ୍ତୁଷ୍ଟ ହେଉ  ନଥିଲେ  ! କେହି କେହି ଆସି ସାରା  ରାତି ତା ସହିତ ବିତାଉଥିଲେ ! ପୁଣି କେହିକେହି ତା ରାତିକ ପାଇଁ ନିଜ ଘରକୁବି  ନେଇଯାଉ ଥିଲେ

ନେହାର  ଜଣେ ଗ୍ରାହକ ଥିଲା ଜବା ହରଲାଲ  ମାହାନ୍ତ ! ଜବା ହର ନେହ! ପାଇଁ ବିଲ୍ କୃଲ ପାଗଳ ଥିଲା ! ଏମିତିକି ସେ ନେହୀକୁ ସପ୍ତାହକ ପାଇଁ ବୁକ କରିଦଉ ଥିଲା ! ଯେଉଁ ସପ୍ତାହରେ ସେ ନେହାକୁ ବୁକ  କରୁ ଥିଲା, ସେହି ସପ୍ତାହରେ ନେହ! ଆଉ କୌଣଷିଗ୍ରାହକଙ୍କ ନିକତାକୁ  ଯାଉ ନ ଥିଲା! ଜବା ହର ସାର୍ଟ ଥିଲା : ସେହି ସପ୍ତାହକ ନେହ! ତାର ସ୍ତ୍ରୀ! ପରି ରହିବା ତାକୁ ରାନ୍ଧି ବା ଢ଼ି ଖାରବାକୁ ଦଚ! ଆଭ ରାତିରେ ହେବା  ସ୍ତ୍ରୀ ! ସେଇଆ ମଧ୍ୟ ହେଉଥିଲା ! ଏଥ୍ରେ କୁଡୁସ ର କିଛି ଆପଭି ନ ଥିଲା! ସେ ଗରମାଗରମ ନୋଟ  ଗଣୁଥିଲା!

ଜବା ହର ତ ନେହାକୁ ପସନ୍ଦ କଚ୍ଛଥିଲା! ଧୀରେଧୀରେ ନେହ! ବି ତାକୁପସନ୍ଦ କରିବାକୁ ଲାଗିଲୀ ମିଛିମିଛିବ୍ଦୀ ସ୍ତ୍ରୀ ର  ଅଭିନୟ କରୁକବୁ  କଲଗ ର୍ଲ ନେହ!ଅନୁଭବ କଲା , ଭିତରେ ଭିତରେ ସେ ଜବା ହର ର  ସ୍ତ୍ର1 ହେଇ ସାରିଛି! ଆଉ କୁଡ଼୍ ସ୍ ପ୍ରତି ତା ଭିତରେକୌଣସି ବି ଦୁର୍ବଳତା  ନାହିଁ! କୁଡ଼୍ ସ୍ କୁ ସେ ତା ଜୀବନରପ୍ରଥମ ପ୍ରେମ ବେଇଥିଲା! ଫଳ ହେଲା କଣ ? ସେ ପାଲଚିଗଲା ଗୋଟେ ବେଶ୍ୟା ! କଲଗ ର୍ଲ! ତାଠୁ ଏଇ ଜବା ହର ଢେର ଗୁଣ ଭଲା

ଦିନେ ଜବା ହର କହିଲା- ସେ ତାକୁ ଭଲପାଏ!ସେ ତକୁ ବାହୀହବା  ନେହ! ବି କହିଲା !- ମୁଁ ଡୁମ ଭଳି  ସ୍ବାମୀଟେ ଚାହେଁ, ଯିଏ ମୁଁ ବେଶ୍ୟ! ଚୋଲି ଜାଣି   ବି ମୋତେ ବୋହୁ କରି ନେବାକୁ  ପ୍ରସୂତୀ କଣ୍ଟା ଥିଲା କୁଡ଼୍ ସ୍! ନେହ! ଯାଇ କାକୁତ ହେଲା କୁଡ଼ୁସ୍ କୁ ଯେ,ମୋତେ ଡିଭ ର୍ସ ଦେଇଦିଅ ! ମୁଁ ପୁ ଣିଥରେ ମୋ ଘରବସେଇବି! ହେଲେ ନେ ହାକୁ ଡିଭ ର୍ସ  ଦବା କୁ ରୋକଠୋକ୍ ମନା କରିଦେଲା ଜୁଡ଼ୁସ୍! କାରଣ ସେ ଥିଲା  ତାର ସୂନା ଅଣ୍ଡାଵିଆ କୁକୁଡ଼ା
 ନେହ! କିନ୍ତୁ  ନିଷ୍ପରି ନେଇ ସାରିଥିଲା ସେ ଜବା ହର ରସ୍ତ୍ରୀ  ହେବା ବେଶ୍ୟା ରୁ  ସାଜି ବ ବୋହୁ! ଜବାହର ପ୍ରସ୍ତୁତ ଥିଲା ଲୀ କୌଣସି ବି ପରିସ୍ତିତି ରେ  ସେ ନେହ! କୁ ହାସଲ କରବୀ ବାସ୍, କଣେ ସୁପାରୀ କିଲର  ଲଗେଇ ସେମାନେ ରାସ୍ତା ରୁ   ହଟେରଦ୍ଦେଲେ କୁଡ଼ୁସ୍ କୁ  ଅବଶ୍ୟ ସେମାନେ ସ୍ୱାମୀ-ସ୍ତ୍ରୀ ହେବା ପୂର୍ବରୁ ପୋଲିସ୍ ଗିରଫଁ  କଲା ନେହା  ଓ ଜବାହରକୁ!

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...