Showing posts with label ଲୂଟ. Show all posts
Showing posts with label ଲୂଟ. Show all posts

Monday, 12 February 2018

ବିଗ ଲାଇଫ୍ ବିଗ ଡ୍ରି ମ୍ ଆଣ୍ଡ ବ୍ଲାକ ମନି


ଅତି ଲୋଭ ସବୁବେଳେ କ୍ଷତିର କାରଣ ହୋଇଥାଏ! ଯେମିତି ସଂଜୀବ  ଗୁପ୍ତ! ଏବଂ ସାରିକା ଗୁପ୍ତାଙ୍କ ଜୀବନରେ ଘଟିଲା! ଫିରୋଜାବାଦ ଜିଲାର କୋଟ ବାଲି   ତୁଣ୍ଡଳା ଥାନା ଅଞ୍ଚଳରେ ସଂଜୀବ  ଗୁପ୍ତାଙ୍କର ବେଶ୍ ନାମ ଡାକ ଥିଲା ! ତାଙ୍କୁ ଲୋକମାନେ ଜଣେ ପ୍ରମୁଖ ବିତ୍ତଶାଳୀ ଟୋଲି ମନେ କଗୁଥିଲେ! ତାଙ୍କର ବଡ଼ ବଡ଼ ରାଜନେତା, ଖଣି ମାଲିକ ପ୍ରମୁଖଙ୍କ ସହିତ ଖୁବ୍ ଭଲ ସମ୍ପର୍କ ରହିଥିଲା ! ସେ ସ୍କୁଲ୍, ରେସିଡେନ୍ ସି ଆଲ କଲେଜ, ହୋତେଲ , ରେଷ୍ଣୁରାଣ୍ଟ’ ଫାଇନାନ୍ସ ଆଦରେ ଇନଭେଷ୍ଟମେଣ୍ଟ  କରୂଥିଲେ! ଏକ ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ କରିଥିଲେ ନିକର ରହିବା ପାଇଁ! ସଂକ୍ଷେପରେ କହିବାକୁ ଗଲେ, ସେ ଜଣେ ଖୁବ୍ ବିତ୍ତଶାଳୀ ବିଳାସୀ ମଣିଷ ଥିଲେ! ସଂଜୀବ  ଗୁପ୍ତାଙ୍କସ୍ତ୍ରୀ  ହେଉଛଚ୍ଚି ସାରିକା ଗୁପ୍ତା! ସାରିକା ଚ୍ଚଣେ ଅତ୍ଯନ୍ତ ବିକାସ! ମାନସିକତାର ଝିଅ ! ପିଲାଟି ବେଳୁ ସାରିକାର ଗୋଟିଏ ଲକ୍ଷ୍ୟ ଥିଲା! ପ୍ରାସାଦ ପରି ଘରେ ରହିବ! ଗାଡ଼ି ବଢ଼ିବ! ଏ ସବୁକରିବ! ପାଇଁ ଦରକାର ପ୍ରଚୁର ଟଙ୍କା! ଆଉ ଟଙ୍କ! ପାଇଁ ସେ ସବୁକିଛି କରିବା ପାଇଁ ତୟାର ଥିଲା! ସେତିକି ନୁହେଁ, ଯେତେବେଚେ ସେ ସଂଜୀବ

ଗୁପ୍ତାକୁ ସ୍ବାମୀ ଭାବରେ ପାଇଲା ସେତେବେଳେ ତା’ର  ସ୍ବପ୍ ରେ ସତେପେମିତି ତେଣ! ଲାଗିଗଲା! ଯେତେବେଳେ ଦୁଇଜଣ ସମାନ ମାନସି କତାର ବ୍ଯବ୍ରି ମିଶିଯାଆନ୍ତି ସେତେବେଳେ ନ ହେବ! କାମରେ ବି ହେବାର ସମ୍ଭାବନା ସୃଷ୍ଠି ହୋଇଯାଏ
ଉଭୟ ସଂଜୀବ  ଏବଂସାରିକା ଏକ ନିମ୍ନମଧ୍ୟବିତ୍ତ ପରିବାରରୁ ଆସିଥିଲେ ! ସେମାନେ ମାଟିରେନୁହେଁ ଆକାଶରେ ଉଢ଼ିବାଳୁ ସ୍କପ ବେଖୁଥିଲେ ସଂଜୀବ ର ବାପା ଚାହୁଁଥିଲେ ସଂଜୀବ  ଯାହିତାହି କରି ଚାକିରିଟିଏ କରୁ! ନ ହେଲେ ବ୍ୟାଙ୍ଗ ଲ ମେକିଙ୍ଗ  କାମ ଶିଖୁ! ଫଳରେ ତା’ ପେଟ ଆଉଅପୋଷା ରହିବନି! ସଂଜୀବ  ମଧ୍ୟ ବାପାଙ୍କ ପରି ପ୍ରଥମେ କିଛି  ସ୍ୱପ ଦେଖୁଥିଲା! ତା’ର ସ୍ୱପ ଥିଲା ସେ କେବଳ ବ୍ୟାଙ୍ଗ ଲ ମେକିଙ୍ଗ  କାମ ଶିଖିବା ନାହିଁ କିମ୍ବା  ସେଇଠି ବ୍ୟାଙ୍ଗ ଲ  ତିଆରି କରି ପେଟ ପୋଷିତ ନାହିଁ’ ତା’ ପରିବଭୈ ସେ ଗୋଟିଏ ବ୍ୟାଙ୍ଗ ଲ ଫ୍ୟା କ୍ତ୍ରି ପ୍ରତିଷ୍ଠା କରିବା ଏହି ସ୍ୱପକୁ ନେଇ ସେ ବେଶ୍ ସନ୍ତୁଷ୍ଟ ଥିଲା! ହେଲେ ଯେତେବେଳେ ସାରିକା ସ୍ତ୍ରୀ ସାଜି ତା’ ଜୀବନକୁ ଆସିଲା ଆଉ ଉଭୟଙ୍କ  ସ୍ବପ୍  ଦୁଇଟି ପରୀତଗାମା ସରଳରେଖା ପରି ପରିସ୍ପର କୁ ଛେଦ କରିଗଲେ ସେତେବେଳେ ବ୍ୟାଙ୍ଗ ଲ ଫ୍ୟା କ୍ତ୍ରି ପ୍ରତିଷ୍ଠା କରିବାର  ସ୍ବପ୍  ତାକୁ କୁ ଗୋଟିଏ ଗ୍ର ସରି ଦୋକାନ ଖୋଲିବା ପରି ଲାଗିଲା! ସେମାନଙ୍କର ଗୋଟିଏ ଲକ୍ଷ୍ୟ ଥିଲା: ବିଗ ଲାଇଫ୍ ବିଗ ଡ୍ରି ମ୍!

ସେମାନେ ସେମାନକ  ସ୍ବପ୍ କୁ ଘୂରା କରିବାରପ୍ରଥମ ପାହାଚ ଚଢିଲେ  ଆଉ ତାହା ହେଉଛି ନିକଟରେ ରହୁ ଥିବ! ପଡ଼ୋଶାମାଙ୍କୁ  ନେଇ ଗୋଟିଏ ସୋସାଇଟି ବା କମିଟି ଗଠନ କରିବା! ଉଭୟ କଥା କହି ଅନ୍ୟକୁ ପ୍ରଭାବିତ କରିବାରେ ଥିଲେ ଧୁରନ୍ଧର! ଫଳରେ ଲୋକମାନେ ଖୁବ୍ ସହଜରେ ସେମାନକ ଆଡ଼କୁ ଆକର୍ଷିତ ହୋଇଆସୁ ଥିଲେ! ଉଭୟ ସଂଜୀବ  ଓ ସାରିବା ଲୋକମାନକୁ ଦୁଃଝଇରେ ଗୋଟିଏ ଫଣ୍ଡ ଗଠନ କରିବାକୁ, ଯେଉଁମାନେ ସେଥିରେ  ସଦସ୍ୟ ଭାବରେ ରହିବେ ସେମାନେ ଟଙ୍କା ଦେବେ’ ସେହି ଟଙ୍କା ସଂଜୀବ  ଓ ସାରିକାଙ୍କ ନିକଟରେ ରହିବା ସେମାନେ ସେହି ଟଙ୍କା ନେଇ ବିଭିନ୍ନ କ୍ଷେତ୍ରରେ ଇନ୍ଭେଷ୍ଟକରିବେ ! ଯାହ! ସୁଧ ମିଲିବ ତାହାକୁ ସେମାନେ ସମାନ ଭାବରେ ବାଣ୍ଟି ନେବେ ! ଏହାଛଡ଼ା ଯେଉଁମାନଙ୍କର ଟଙ୍କା  ଦରକାର ହେବ ସେମାନେ ସେଥିରୁ  ନେବେ! ବଦଳରେ ସେମାନକୁ ମାସକୁ ମାସ ସୁଧ ପଇଠ କରିବାକୁ ପଦିବା ! ମୂଳକୁ ମୂଳ ରହିଲା ! ଯାହା ସୁଧ ଆସିବ ତାହାକୁ ସେମାନେ ସମାନ ଭାବରେ ବାଣ୍ଟି ନେଚେ!

ଲୋକମାନେ ସେମାନଙ୍କ କଥାରେ ରାଜି ହୋଇଗଲେ! କିଛିଦିନ ତାହା ହିଁ ଚାଲିଲା! ଲୋକମାନେ ବି ଖୁସି ଥିଲେ! କାହିଁକିନା ସଂଜୀବ  ଓ ସାରିକା ସେମାନଙ୍କ ଟଙ୍କାକୁ ଇନରେଷ୍ଟ କରି ଅର୍ଥ ବୃଦ୍ଧି  କରୁ ଥିଲେ! ଆଉ ଦରକାର ସମୟରେ ବି ସେମାନେ ବ୍ୟାଙ୍କ ନ ଧାଇଁ ଅତି ସହଜ ଓ ସରଳ ଉପାୟରେ ରୋନ୍ ନେଇ ପାଚୂଥିଲେ! ହେଲେ ଏଥିରେ  ସଂଜୀବ  କିମ୍ବା ସାରିକା କେହି ଖୁସୀ ନ ଥିଲେ! କାରଣ ହଜାର କିମ୍ବା ଲକ୍ଷ ସେମାନଙ୍କ  ସ୍ବପ୍  ନ ଥିଲା ! ସେମାନଙ୍କ ସ୍ୱପ ଥିଲା! କୋଟି କୋଟି ଟଙ୍କା ଏହି  ସ୍ବପ୍ କୁ ପୂରଣ କରିବା ପାଇଁ ସଂଜୀବ  ଓ ସାରିକ! ବଡ଼ ବଡ଼ ବିଜଜେସ୍ ମ୍ୟାନ୍ ତଥା କୋଟି ପତି ମାନକୁ ଟାତୈଟ କଲେ! ଆଉ ଏ କାମରେ ଜୋଟିପତିମାନକୁ ଆକୁଷ୍ଟ କରିବାର ଗୁରୁଦାୟିତ୍ଵ ରହିଲା ସାରିକା ଉପରେ କାରଣ ସେ ଦୁଃହଁ ଜାଣିଥିଲେ  ଟଙ୍କା ଥିବା ! ଲୋକଙ୍କ ପାଇଁ ଟଙ୍କ! ମୂଲ୍ୟବାନ ନୁହେଁ ! ଟଙ୍କାଠୁବେଶି ମୂଲ୍ୟବାନ ସୁନ୍ଦରୀ ନାରୀର ଦେହ! ଆଉ ସାରିକ! ବି କିଛି କମ୍ ସୁନ୍ଦରୀ ନ ଥିଲା! ! ପୁଣି ସେ ଏଭଳି ଭାବରେ ପୁରୁଷର ମନକୁ ମନ୍ତ୍ରମୁବ୍ଧ କରିଦଉଥିଲା ଯେ, ସେ ସହଜେ ରେ ଲୋକ ତା ’କବଳଚୁ ଖସିପାରୁ  ନ ଥିଲେ କିମ୍ବା ସାରିକାର ଆମନ୍ତ୍ରଣକୁ ଆଡ଼େଇ ପାରୁ ନ ଥିଲେ ! ସେମାନଙ୍କ ଯୋଜନା ସଫଳ ହେଲା! ସାରିବା ନିଜ ଦେହକୁ ଲୋଟେଇଦ୍ଦେଲା କୋଚିପତିଙ୍କ ବିଛଣାରେ! ତା’ବଦଳରେ ଲାଭ ମିଳୁ  କି ନ ମିଳୁ ସେମାନେ ଇନଭେଷ୍ଟ  କରିବାରେ ଲାଗିଲେ! ସେତିକି ନୁହେଁ ସଂଜୀବ ର ଏହି ଫଣ୍ଡ ଏପରି ଭାବରେ ଲୋକକୁ ଆକୁଷ୍ଟ କଲା ସେ, ଲୋକମାନେ ସେଥିରେ  ଚ୍ଛାକ୍ ମନି ଜମା କରି ହାଇଟ୍ କରିବାରେ ଲାଗିଲେ
 ଯେତେବେଳେ ଯେଉଁଠି ଯେଉଁ ବ୍ୟକ୍ତି ବ୍ଲାକ  ମାନି କୁ ନେଇ ଖେଳିଛି ସେତେବେଳେ ତା’ର ଭାଗ୍ୟ ଉଦୟ ହୋଇଛି - ଏହା ନିଃସନ୍ଦେହ! ଅବଶ୍ୟ, ଏହି ଉଦୟ-ଉଜ୍ଜଳ  ଭାଗ୍ୟର ଆୟୁଷ ଯେ କ୍ଷଣସ୍ଥାୟୀ ସେକଥା ଭୁଲିବା ଅନୁଚିତ! ସେହି ନ୍ୟାୟରେ ଖୋଲିଗଲା ସଞ୍ଜାବ୍ ଏବଂ ସାରିକାଙ୍କ ଭାଗ୍ୟ! ସେମାନେ ରାତାରାତ କୋଟି ପତି ହୋଇଗଲେ- ଯାହା ଥିଲା ସେମାନଙ୍କର ସ୍ଵପା ସେମାନେ ଗାଡ଼ି କିଣିଲେ! ବଂଲୋ ବନେ ଇଲେ ! ସ୍କୁଲ୍ ପ୍ରତିଷ୍ଠା କଲେ ! ମେଡିକାଲରେ ଇନ୍ରେଷ୍ଟ କଲେ! କୋଟିପତି’ ବିଜ଼ନେ ସ୍ ମ୍ୟାନ୍, ପଲିଚିସିଆନ୍ ଙ୍କ ଧାଡି଼ ଲାଗିଲା ସେମାନଙ୍କ ଆଡ଼କୁ! ସେମାନେ ସେଲି ବ୍ରେଟି    ବନି ଗଲେ , ଏହାର ପରବର୍ତି ଅଧ୍ୟାୟ - ଅଧ8ପତନା

  ସେହି ଗ୍ରୁପ   ର ଜଣେ ସଦସ୍ୟ ଥିଲେ ନୀତାପାଣ୍ଡେ! ନୀତ! ପାଣ୍ଡେ ନିଜର ଆବଶ୍ୟକତା ପାଇଁପ୍ରଥମେ ପଚିଶ ଲକ୍ଷ ଟଙ୍କା ନେଲା! ପରବର୍ଗୀ ପର୍ଯ୍ଯୟୋରେ ଆଉ ପଚିଶ ଲକ୍ଷ ଟଙ୍କା ନେଲା !ନିୟମ ଅନୁଯାୟୀ ସେ ସୁଧ ପଇଠ କରିବା କଥା! ନୀତାମଧ୍ୟ ସୁଧ ପଇଠ କରୁ ଥିଲେ ! ଏତିକିବେଳେ ତାଙ୍କରଆଉ ପଚାଶ ଲକ୍ଷ ଦରକାର ପଡ଼ିଲା! ହେଲେ ଟଙ୍କା ଦବାଳୁ ନାହିଁ କରିଦେ ଲେ ସଂଜୀବ  ଓ ସାରିବା ଏହାକୁ ନୀତା ପ୍ରତିବାଦ କଲା ! କିଛି ସଦସ୍ୟ ମଧ୍ୟ ନୀତାକୁ ସମର୍ଥନ କଲେ! ହେଲେ ସଦସ୍ୟଙ୍କ ମଧ୍ୟରେ ସଂଜୀବ  ସାରିବା ପ୍ରଚାର  କରିଦେଲେ ଯେ, ପୂର୍ବରୁ ନୀତା କୋଟିଏ ଟଙ୍କା ନେଇଛଚ୍ଚି! ତାହାକୁ ସେ ଫେରସ୍ତକରିନାହାନ୍ତି ! ଫଳରେ ତାକୁ ଆଉ ଜୋନ୍ ଦିଆଯିବ ନାହିଁ! ଏଭଳି ଏକ ଖବର ଶୁଣି ନୀତାଙ୍କବୁଢ଼ୀ ହଜି ଗଲା ! ହେଲେ ସବୁ କାଗଜେ ପତ୍ର ଥିଲା ସଂଜୀବ  ଓ ସାରିକାଙ୍କ ନିକଟରେ ! ସେମାନେ ଜାଲ୍ କରିସେସଦୁଚ୍ଚାଗଚ୍ଚପତ୍ର ପ୍ରସୁତ କରିଥଲେ ଓ ନୀତାଙ୍କ ନାମରେ  ଅର୍ଥ ଲୁଟି ନେଇଥିଲେ!
 ନୀତ! ଚୂପବସିବା ଭଳି ସ୍ତ୍ରୀ  ଲୋକ ନ ଥିଲେ ! ସେ ପୋଲିସର ସହାୟତା ଲୋଡ଼ିଲେ’ ପୋଲିସ ଯେତେବେଳେ ଖୋଳତାଡ଼ ଆରମ୍ଭ ଲୋ ସେତେବେଳେ ସଂଜୀବ  ଓ ସାରିକା ଜାଣିଲେ ଯେ, ସେମାନେ ହୁଏତ ଧରାପଡ଼ିଯିଦୋ ଅତଏବ ସେମାନେ ଏକ ଉପାୟ ବାହାର କଲେ ! ଯୋଜନା ଅନୁଯାୟୀ ସଂଜୀବ  ନିଜେ  ଅପହରଣ ହୋଇଯିବାର ନାଟକ ରଚିଲା! ଅପହରଣକାରୀମାକେ କୋଟିଏ ଟଙ୍କା ଦେଲେ ସଂଜୀବ ଜୁ ଫେରେଇବେ ଟୋଲି ଦାବି କଲେ! ହେଲେ ପୋଲିସ ଜାଣିପାରିଲା ଯେ, ଏହା ହେଉଛି ସଂଜୀବ  ଓ ସାରିକାଙ୍କ ଚାଲ୍! ସେମାନେ କୋଟିଏ ଟଙ୍କା ନେଇ ବେଶ ଛାଡ଼ି ଚାଲିଯିବାର ଯୋଜନା କରୁ ଛନ୍ତି ’! ସାଦା ପୋଷାକରେ ଥାଇ ପୋଲିସ ଗୋଟଏ ହୋଟେଲ ରୁ  ଗିରଫ କଲା ସଂଜୀବ କୁ! ସବୁ ଅନ୍ଧାର ଉପରୁ ପରଦା ଉଠିଲା! ସଂଜୀବ  ଓ ସାରିକାକୁ ଜେଲକୁ ପଠାର ଦିଆଗଲା---

hindi

Saturday, 25 November 2017

ଅଣ୍ଟିଛୁରୀ

ଉତ୍ତରପ୍ରଦେଶର ଏକ ଗାଁ ହେଉଛି ବାଝେଡ଼ି! ଏହି ଗାଁ’ର ଜଣେ ସଂଖ୍ୟାଲଘୁ ମଣିଷ ହେଉଛନ୍ତି  ମହମଂଦ  ଅହମନ୍ ହାସନ୍! ପତ୍ନୀ ଖୁସିଦ!’ ପୁଅ ମୁନାୱାର ଏବଂ ଦୁଇଝିଅ ତସ୍ମିନ୍ ଓ ଅସ୍ମିନ୍   କୁ ନେଇ ମହଗ୍ନବଙ୍କ ସଂସାର| ମୁନାୱାରକୁ ଯେତେବେଳେ ୧୪ବର୍ଷ ସେତେବେଳେ ମହମ୍ପଦ ହାସନ୍ ଙ୍କ ଦେହାନ୍ତ ଘଟେ! ପରିବାରର ବୋଝ ମୁନାୱାର ଉପରେ ଲଦିହୋଇଯାଏ! ସେ ତା’ ପାଠପଢାରେ ଡୋରି ଚାନ୍ଦି ପରିବାର ଚଳେଇବାକୁ ଅଣ୍ଟ! ଭିଢ଼େ! ଏଣୁତେଣୁ କାମକରେ! ସେଥିରୁ  ଯାହା ଟଙ୍କା ମିଳେ ସେଥିରେ  ତା’ରପରିବାର ଚଳାଏ  ! ସମୟ ଗଡ଼େ! ମୁନାୱାଗ ବଡ଼ ହୁଏ ଧୀରେଧୀରେ ସେ ବିଭିନ୍ନ କାମରେ ପୋଖତ ହୁଏ!ତା’ ଭିତରେ ପ୍ରେମ ଜାଗେ! ସେ ସୋନିଆ ତ୍ୟାଗୀର ପ୍ରେମରେ ପଡ଼େ!ମୁନାୱାର ମୁସଲମାନ ହୋଇଥିବା  ବେଜେ ସୋନିଆ ହିନ୍ଦୁ! ତଥାପି ସେମାନଙ୍କ ଭିତରେ ପ୍ରେମହୁଏ! ମୁନାୱାର ସୋନିଆକୁ ଯେତିକି ଭଲ ପା ଉଥାଏ ସୋନିଆ ମୁନାୱାରକୁ ତା’ଠୁ ଅଧିକ ଭଲ ଯାଉଥାଏ!ସୋନିଆକୁ ବୋହୁ ରାବରେ ଗ୍ରହଣ କରିବାକୁ ମୂନାୱାର ପରିବାର ଆଦୌ କୁଣ୍ଠିତ ନ ଥାନ୍ତି ! ଓଲଟି ସୋନିଆକୁ ଜୋହୁଭାବରେ ପାଇବାକୁ ଖୁସିଦା ବେଗମ୍ ଚାତକ ପରିଅନେଇ ବସିଥାନ୍ତି ! ତେବେ ବିରୋଧ ହୁଏ ସୋନିଆଙ୍କ ପରିବାରରୁ! କାରଣ ସେମାନେ ହିନ୍ଦୁ! ସୋନିଆସମସ୍ତକୁ ବୁଝାଏ! ଜଣେ ମଣିଷକୁ ଭଲ ପାଇବାକୁ ଧର୍ମ ଅଥବା ଜାତିର ନିକିତିରେ  ତଉଲା ଯାଇ ପାରେନା ମୁନାୱାର ପରିଶ୍ରମୀ ! ସେ ତାକୁ ତା' ନିଜଠାଚୁ ବି ବେଶିଭଲପାଏ ! ଆଜି ତା’ ପାଖରେ ବେଶି ଧନସମ୍ପରି ନାହିଁ! ଜିଏ ରହିପାରିବ ଆସନ୍ତାକାଲି ସେ ସବୁଠୁ ବେଶିସମ୍ପରିର ଅଧିକାରୀ ନ ହେବ! ତେଣୁ ତାକୁ ସେମାନେ ମୁନାୱାର ହାତରେ ଟେକିଦିଅନ୍ତୁ! ସେ ତା’ ଭାଗ୍ୟନେର ଚାଲିଯିବ! ସୋନିଆର ପ୍ରାର୍ଥନା କେହି ଶୂଣନ୍ତି  ନାହିଁ ! ତାକୁ କଡ଼ା ନଜରରେ ରଖନ୍ତି !

ମୁନାୱାର ସବୁକଥା ଶୁଣେ ! କିଛି କ ହେନା ସେ ଖୁବ୍ ଉଚ୍ଚାଭିଳାସୀ ଓ କଠୋର ପରିଶ୍ରମୀ! ସେ ସବୁବେଳେ ଗୋଟିଏ କଥା ରହୁଥାଏ: ମୁଁ ଗରିବ ହୋଇଜନ୍ମ ହୋଇଛି ସତ ; ହେଲେ ଗରିବ ହୋଇ ମରିବିନି! ମୁଁ ବହୁତ ଧନୀ ହେବି! ବହୁତ ଉପରବୁ ଯିବି! ମୁନାୱାର ଭାବେ, ଏ ବାଝେଡ଼ି ଗାଁରେ ପଡ଼ି ରହିଲେସେ ତା’ ସ୍ବପ୍ନ ଳୁ ପୁରଣ କରିପାରିବ ନାହିଁ ! ତେଣୁ ସେନିଜ ଜୀବନକୁ ନେଇ ଜୁଆ ଖେଳୋ ପୈତୃକ ସମ୍ପରିରୁ  କିଛି ବିକିଦେଇ  ଦିଲ୍ଲୀ ଚାଲିଆସେ ! ଦିଲ୍ଲୀରେ ପ୍ରପର୍ଟି ଡ଼ିଲିଙ୍ଗ   ବିଜ ନେସ୍ ରେ  ହାତଦିଏ !ଆଉ ଭାଗ୍ୟ ଦେବୀ ତାକୁ ସହାୟ ହୂଅନ୍ତି ! ସେ ବ୍ୟବସାୟରେ ଖୁବ୍ ଉନ୍ନତି କରେଦିଲ୍ଲୀରେ ଏକ ଫ୍ଲା ଟ୍ କିଣେ ଓ ତାର ପରିବାର ଲୋକକୁ ସେଠାକୁ ନେରଆସେ ! ଦୁଇଭଉଣୀଙ୍କର ବାହାଘର ଖୁବ୍ ଧୁମ୍ ଧାମ୍ ରେ କରେ!

ଏତେ ସଚୁକାମ କରିବା ଭିତରେ ମୁନାୱାର ଭୁଲି ନଥାଏ ସୋନିଆକୁ! ଠିକ୍ ସେହିପରି ଭାବରେ ସୋନିଆମଧ୍ୟ ପାସୋରି ନ ଥାଏ ମୁନାୱାରକୁ! ସେମାନେପରମ୍ୱରକୁ ଭେଟିପାଚୁ ନ ଥିଲେ  ମଧ୍ୟ ମୋବାଇଲ୍ ଫୋନ , ପେସ୍ ବୁକ୍ ରେ ନିଜର  ପ୍ରେମକୁ ବ6ଞ୍ଚଇ ରଖୁଥାନ୍ତି ! ୟା ମଧ୍ୟରେ ଏକାଧିକ ସ୍ଥାନରୁ ସୋନିଆ ରମ୍ୟାରେକ୍ ପ୍ରପୋଜାଲ ଆସିଥାଏ! ହେଲେ ସୋନିଆ ସଚୂ ପ୍ରସ୍ତାବକୁ ନାକଚ କରିଦେଇ କେବଳ ମୂନାୱାରକୁ ଅନେଇ ବସିଥାଏ ! ତା’ର ବିଶ୍ବାସ ଥାଏ ଯେ, ମୁନାୱାର କେବେବି ତାକୁ ଧୋକାଦେବନି!

ଦିନେ ମୁନାୱାର ଗ୍ରୀନ ସିଗ  ନାଲ ଦେଇଦିଏସୋନିଆକୁ! ସୋନିଆ ଗାଁ ଘର ସବୁକିଛି ପରକରି
ମୁନାୱାର ନିକଟକୁ ଦିଲ୍ଲୀ ଚାଲିଆସେ! ଏହା ଦେଖ୍ ସୋନିଆର ପରିବାର ଲୋକେ ମୂନାୱାର ବିରୋ ଧରେ କିଡ଼୍ ନା ଫି ଜେସ୍ ଦାଏର କରନ୍ତି ! ମାତ୍ର ସୋନିଆକୋର୍ଟରେ ଠିଆ ହୋଇ କହେ ଯେ, ମୁନାୱାର ଡାକୁ କିଡ଼୍ନାପ କରିନାହିଁ! ସେ କଣେ ସାବାଜିକା! ସେ ତା’ନିଜ ଇଚ୍ଛାରେ ଘର ଛାଡ଼ି ଆସିଛି! ମୁନାୱାର ତା’ରପ୍ରେମିକ ! ସେ ତାକୁବାହା ହୋଇ ଆଉ ସୋନିଆ ହୋଇନାହିଁ; ଅଧିକନ୍ତୁ ଇସଲାମ ଧର୍ମ ଗ୍ରହଣ କରି ‘ଇସ୍ରତ ବେଗମ୍’ ପାଲଟି ଯାଇଛି!

ଏହାପରେ ମାନ୍ୟବର ଅଦାଲତଙ୍କର ଆଉ କିଛିକହିବାକୁ ନ ଥିଲା ! ଓଲଟି ମୁନାୱାର ଓ ଇସରତ୍ର ଶୁଭବୈବାହିକ ଜୀବନ କାମନା କରି ସେମାନକୁ ସୁଖରେସଂସାର କରିବା ପାଇଁ ଛାଡ଼ି ଦିଆଗଲା! ସୋନିଆପରିବାରର ଲୋକମାନେ ଅଦାଲତ ସାମ୍ବାରେ ତା’ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଦେଲେ! ସୋନିଆ ସେଥ୍ ନେଇ ସାମାନ୍ୟ ଚି ମନଉଣା କଲୀନାହିଁ ! ସେ ତା’ ପ୍ରେମକୁପାଇ ସାରିଥିଲା! ତା’ର ଆଉ କିଛି ପାଇବାକୁ ହିଁ ନ ଥିଲା! ଅତଏବ ସେ ହସିହସି ମୁନାୱାର ସହିତସଂସାର କରିବା ପାଇଁ ଚାଲିଆସିଲା ! ସୁଖରେ ସଂସାର କଲା ସୋନିଆ! ସେ ମୂନାୱାରକୁ ଦୁଇପୁଅ- ସକିବ୍ ଓ ଅକିବ୍ ଏବଂ ଦୁଇଝିଅ- ଆର୍ ସି  ଓ ଆରଳୁ କୁ ଭେଟି ଦେ ଲା!

ଦିନକୁ ଦିନ ମୁନାୱାରର ବିଜେ ନେସ  ବଢୁଥିଲା! ସେଭଲଭାବରେ ଜାଣିଥିଲା ଯେ’ ପ୍ରପର୍ଟି ଡ଼ିଲିଙ୍ଗ ବୀଜ ନେସ୍ କରିବାକୁ ହେଲେ ପ୍ରଥମେ ପୋଲିସ ସହ ସମ୍ପର୍କରଖ୍ ବାକୁହେବ ! ଠିକ୍ ସେହିପରି ପଲିଟିକ୍ସ କରିପାରିଲେ ସେ ଏ ବୀଜ ନେସ୍ ରେ  ଖୁବ୍ଆଗଜୁ ଯାଇପାରିବ ! ଲ୍ୟାଣ୍ଡ ଡି ଲିଂ   ବିଜନେସ କେବେ ବି ଏକ ସରଳ ମାନସାଙ୍କ ନୁହେଁ ! ଏଥ୍ ପାଇଁ ଅନେକ ଅଙ୍କ  କଷିବାକୁ ହୂଏ ! ଅନେକ ରଫା  : କରିବାକୁ ପଡ଼େ ! ପୁଣି ରଫ  ଖାତାର ଅନେକ ଫର୍ଦ ଚିରି  ଫୋପାଡ଼ି ଦେବାକୁ ହୁଏ! ଏ ’ବିକନେସରେ ନିଜର ହାତ କଳା ହୁଏ! ପୁଣି ଅନେକଙ୍କ ହାତକୁ କଳା କରିବାକୁ ପଡ଼େ! ସେଇଥ୍ ପାଇଁ ୟ! ମଧ୍ୟରେ ତା’ ନାମରେ ଅନେକ ମାମଲା ରୁଜୁ  ହୋଇଛି! ସେ ବହୁ ଆପରାଧିକ ମାମଲାରେ ଛନ୍ଦି ହୋଇ ଯେ ଲ୍ କୁ  ଟଣା  ହୋଇଛି! ପୋଲିସ ପ୍ରଶାସନ ସହିତତା’ର ସମ୍ପର୍କ ହୋଇଛି! କେବଳ ପଲିଟିକ୍ସ କରିବା ବାକି!

ରାଜନୀତିରେ ନିଜକୁ ଦୃଢ଼ କରିବାର ଅଭିପ୍ରାୟନେଇ ମୁନାୱାର ବହୁଜନ ସମାଜବାଦୀ ପାର୍ଟି ସହ ହାତ ମିଳାଏ! ବିଧାୟକ ଟିକେଟ ପାଏ! ଅବଶ୍ୟ ବହୂବେଷ୍ଟା ପରେ ଚି ସେ ଜିତି ପାରେନା! ତଥାପିତା’ର ରାଜନୈତିକ ସମ୍ପର୍କ ଦୃଢ଼ ହୋଇଯାଏ ! ଏହି ସମୟରେ ମୂନାୱାର ଜୀବନକୁ ଆସେ ବଶ୍ଚି!
  ମୁନାୱାରଠାଚୂ ବଣିର ବାପା ଏକ ତ୍ପଟ ଖରିଦ କରିଥିଲେ ! ସେବେଠାରୁ ମୁନାୱାର ସହିତ ବଶ୍ଚିବାପାଙ୍କର ସମ୍ପର୍କ ଗଢ଼ି ଉଠିଥିଲା ! ବଶ୍ଚି ବେକାର ହୋଇ ଘରେ ବସିଥିଲା ! ବଶ୍ଚିକୁ କୌଣସି କାମରେଲରେଇଦେବା ପାଇଁ ସେ ମୁନାୱାରକୁ ଅନୁରୋଧ କରିଥିଲେ ! ସେତିକିବେଳେ ମୁନାୱାର ନିଜ ପାଇଁ ଆସିଷ୍ଟାଣ୍ଟ ଆବଶ୍ୟକ କଚୂଥିଲା! ତେଣୁସେ ବଶ୍ଚିକୁ ନିଜ ପାଖରେ ରଖ୍ ଦେଲା! ଲ୍ୟାଣ୍ଡ ଡିଲି° କାରବାର ବିଷୟରେ ବଶ୍ଚିର  ସାମାନ୍ୟତମ ଜ୍ଞାନ ନ ଥିଲା! ତେବେ ତା’ ଭିତରେ ଶିଖ୍ ବାର ପ୍ରଚୁର ଉତ୍ସାହ ରହିଥିଲା!  ଆଉ ବଶ୍ଚି ବି ଖୁବ୍ ମେଳାପି ଥିଲା! ସେଥିଲାଗି ସେ ବଣିକୁ ପ୍ରପର୍ଟି ଚିଦ୍ନେସ ସମ୍ପର୍କରେ ଟିକି ନିଖି  ଶିଖେରବାକୁ ଲାଗିଲା ! କେମିତି ଜାଲ୍ କାଗଜ ପତ୍ର କରି ଜମିକୁ
ଅଧ୍ ଗ୍ରହଣ କରିବାକୁ ହୁଏ, କେମିତି ଫର୍ଜରିରେ ୱିଲ୍ କରିବାକୁ ପଡ଼େ ଇତ୍ୟାଦି ଯାବତୀୟ କାମ
ସେ ବଶ୍ଚିକୁ ଶିଖେଇଲା ! ଆଶ୍ଚର୍ଯ୍ୟଜନକ ଭାବରେ ବଶ୍ଚି ସବୁକିଛି ଖୁବ୍ ଶୀଘ୍ର ଶିଖ୍ଗଲା! ଫଳରେ ମୁନାୱାରର ବିଦ୍ନେସ ଉପରକୁ ଉପରକୁ ଉଠି ଚାଲିଲା! ସେ ବଣିକୁ ଲକ୍ଷଲକ୍ଷ ଟଙ୍କାର ଶେୟାର ବେଉଥିଲା! ବଶ୍ଚି ମଧ୍ୟ ଦିଲ୍ଲୀରେ ନିଜ ପାଇଁ ଏକ ମ୍ଳଟ୍ କିଣିନେଲା!

ସବୁଦିନ  ସମାନ ରେ ଯାଏନାହିଁ ! ଟଙ୍କା ସବୁସମ୍ପର୍କକୁ ବଦଳେଇଦିଏ ! ମୁନାୱାରର ଉନ୍ନତି ବଣି
ଭିତରେ ପ୍ରଚଣ୍ଡ ଈର୍ଷାର ଚାଡ଼ବାଗ୍ନି ସୃଷ୍ଟିକ ରେ! ! ସେଭାବିଲା, ସେ ବି ମୂନାୱାର ପରି ବହୁତ ଉପରକୁଯିବ ! ମାତ୍ର ଭାବିବା ଓ କରିବା ସମାନ କଥା ଦୁଃହଁ!କାରଣ ମୁନାୱାର ଯେଉଁଠି ପହଞ୍ଛି ସେଠାରେ ପହଞ୍ଛି ବା  ବଶ୍ଚି ପାଇଁ ଆଦୌ ସହଜ କଥା ନ ଥିଲା
    ଗୋଟିଏ ସରଳ ରାସ୍ତା ଥିଲା ତ!’ ପାଖରେ ! ତାହ! ହେଉଛି ମୁନାୱାରକୁ ତଥା ତା’ର ସମସ୍ତ ପରିବାରକୁ ହତ୍ୟା କରିବା! ବଣି ଭିତରେ ସଏ ତାନ ବସ!ବାନ୍ଧି  ସାରିଥିଲା! ସେ ମୂନାୱାରର ପରିବାରକୁ ସମୂଳେ ମାରିବେବାର ଯୋଜନ! ବନେଇଲା!ସେତିକିବେଳେ ଗୋତିଏ ଘଟଣା ଘଟିଲା ଯାହା ନିଜଯୋଜନାର ସଫଳ ରୁ
ପାୟନ ପାଇଁ ବଣି ନିମନ୍ତେ ଏକ ସୂବର୍ଣ୍ଣ ସୁଯୋଗ ଆଣିଦେଲା ! ଏକ ବଳାକ୍ରୀଗ ଘଟଣାରେ ଯେ ଲ ହୋଇଗଲା ମୁନାୱାରକୁ!ଯେ ଲକୁ ଯିବା ପୃର୍ଟରୁ ମୁନାୱାର ସବୁ ଦାୟିତ୍ଵ ସମପିଦେଇଗଲା ବଣି ହାତରେ! ବଶ୍ଚିକୁ ମୁନାୱାରସବୁକିଛି ଜାଲ୍ କାମ ଶିଖେଇ ଦେଇ ଥିଲା! ତାହାକୁବଣି ଖୋଦ୍ ମୁନାୱାଗ ବିରୋଧରେ ହିଁ ପ୍ରୟୋଗକଲା! ଜାଲ୍ କାଗଜପତ୍ର କରି ମ୍ପୁନାୱାଗଗ ସବୁ ସମ୍ପରିକୁ ନିକ ନାମରେ କରିନେଲା ! ଅର୍ଥାତ୍ ସବୁ ପ୍ରପର୍ଟି ସବୁ ବେପାର ର ସେ ମାଲିକ ପାଲନ୍ଦିଗଲା ବଣି! ଏବେ କେବଳ ଡାକୁ ଓ ତା’ ପରିବାରକୁ ମାରିବା ବାକି! ପ୍ରଥମେ ସେ ଇସରତ୍ଓ ତା’ର ଚାରିପିଲାକୁ ମାରିଦେଲା! ପରେ ପାରୋଲ୍ ରେ ଆସିଥିବା  ମୁନାୱାରକୁ ମଧ୍ୟ ହତ୍ୟାକଲା

indiatoday.intoday.in

Friday, 8 September 2017

ବାଗ ଦତ୍ତା







ଯେବେ  ବି ଦୀପେନ୍ଦ୍ରର ଫୋନ୍ ଆସୂଥିଲା ଅନାମିକା ଖୁସିରେ ପାଗଳ ହୋଇଯାଉଥିଲା! ଦୀପେନ୍ଦ୍ରର ବାଗ ଦତ୍ତା ସେ! ଆଉ  ଦୀପେନ୍ଦ୍ର ତାର ହେବାକୁ ଥିବା ସ୍ୱାମୀ ! ସେଦିନ ଥିଲା ମକର ସଂକ୍ରାନ୍ତି ! ସମୟ ଅପରହନା ୪ଟ!! ଦୀପେକ୍ରର କଲ୍ ଆସିଲା! ତ ତରବର ହେଇ ବାହାରକୁ ବାହାରିଗଲା  ଅନାମିକା!

ଶାହପୁର ନିବାସ! ଧମୈଦ୍ର ତିୱାରୀଙ୍କର ଦୁଇଟି ସନ୍ତାନ ! ପୁଅ ଆଶିଷ, ଝିଅ ଅନାମିକା ! ଧମୈହ୍ର କଣେ
ପୁରୋହିତ! ଅମାପ ପୈତ୍ନକ ସମଭିର ଅଧିକା!ର1! କୁଣ୍ଡଳ! ଗଣନା ବି କାଣନ୍ତି  ! କଣେ କର୍ମକାଣ୍ଡ ଜ୍ଞାନସମ୍ପନ୍ନ ବ୍ରାହଣ ଭାବରେ ମଧ ତାଙ୍କର ବେ ଶ୍ ନାମ ଡା କ! ଧମୈଦ୍ର ପୁଅ ଆଶିଷ୍ଠକୁ ଏକ ଆଶ୍ରମ ବିଦ୍ୟାଳୟରେ ପାଠ ପଢ଼ାରଥିଲେ! ରଦ୍ଦେଶ୍ୟ- ଆଶିଷ ବି ତାଙ୍କ ଭଳି କର୍ମକାଣ୍ଡ ଶିଷା କରିବ ଓ ପୁରୋହିତି କରିବା ଆଶିଷ ମଧ ତାହା ହିଁ କରୁଥିଲା! ବାପାଙ୍କ ସହିତ ମିଶି କର୍ମକାଣ୍ଡ କରୁଥିଲା! ଝିଅ ଅନାମିକା ଦ୍ଦେଖିବାକୁ ଥିଲା ସୁନ୍ଦରୀ! ଭଦ୍ର ଏବଂ ସୁଶୀଳା! ସେ ଜବଲପୁର ସାଇନ୍ସ କଲେଜ ରୂ ବି.ଏସ୍ .ସି. ପାସ୍ କରିଥିଲା ଓ ଜବଲପୁରର ଏକ କମ୍ପୁ ଟର ଇନ୍ ଶ୍ଚିତ୍ ୟୁଟ୍ ରେ ପିଜି .ଡିସିଏ କୋର୍ସ କରୁଥିଲା!  ଅନାମିକା ପ୍ରତିଦିନ ଶାହପୁରରୁ ବସ୍ ଯୋଗେ ଜବଲପୁର ଯାରଥିଲା ଓ ପୁଣି ଘରକୁ ଫେରି ଆସୂଥିଲା! ଧମୈନ୍ଦ୍ରର ରଉଣା ସତ୍ୟା ରହୁ ଥିଲା ଜବଲପୁରରେ ! ତେଣୁ ଫେରି ନ ପାରିଲେ ବ! ଫେରିବାକୁ ନ ଚାହିଁଲେ ସେ ପିଉସା ଘରେ ରହିଯାଊଥିଲା!

ଝିଅ ବଡ଼ ହୋଇ ଯାଇଥିବାରୁ  ଧମୈନ୍ଦ୍ର ତାପାଇଁ ବାର ପାତ୍ର ଖୋଜୁଥିଲେ! ଏକଥୀ ଜାଣି ଆଶିଷ କହିଲା, ସେ ଅନାମିକା ପାଇଁ ଏକ ଭଲ ବରପାତ୍ର ଦେଖିଚି  ସେ  ହେଉଛି ତାସାଇଂ ଦୀପେନ୍ଦ୍ର! ଦୀପେନ୍ଦ୍ର ତା  ସହିତ ଆଶ୍ରମ ସ୍କଲରେ ପତୁଥିଲା  ସେ ମଧ ଏକ କୁଳୀନ ବ୍ରାହଣ ପରିବାରର ସନ୍ତାନ  ଏକଥା ଶୁଣି ଧମୈନ୍ଦ୍ର ଖୁସା ହୋଇଗଲେ ! ଯେପରି ତାଙ୍କ ମୁଣ୍ଡରୁ ଏକ ଚିନ୍ତା ଓଲ୍ହେଇ ଗଳା ! ସେ ଆଉ ଡେରି ନ କରି ଦୀପେନ୍ଦ୍ର ଘରକୁ ଚାଲିଲେ! ବିବାହ ପ୍ରସ୍ରାବ ପଡ଼ିବା ଆଉ ବିବାହ ଚୂଡ଼ାନ୍ତ ହେବାକୁ ବେଶୀ ଡେରି ହେଲା ନାହିଁ ! କାରଣ
ଦୀପେନ୍ଦ୍ର ଓ ଆଶିଷ ପରସରକୁ ଢାଣିଥିଲେ! ଉଭୟ  ପରିବାର ନୈଷ୍ଠିକ ବ୍ରାହଣ ଥିଲେ! ପୁଣି ଅନାମିକାର
ରୁପ, ଗୁଣ, ସ୍ଵଭାବ ଓ ଆଚରଣ ଦୀପେନ୍ଦ୍ରର ବାପ! ନାରାୟଣ ତିୱାରୀଙ୍କ ମନକୁ କିଣିନେଲୀ ୨୦୧୫
ମେମାସରେ ବିବାଘର ଆୟୋଜନ କରିବାକୁ ତିଥ୍ ନିବାରଣ କରାଗଲା! ତେରେ ଏତିକିବେଳେ ଏକ ଦୁର୍ଘଟଣା ଘଟିଲା, ପେଉଁଥିପାଇଁ ବିବାହ ତାରିଖ ଘୁଞ୍ଚାଇବା  ପାଇଁ ଉଭୟ ପରିବାର ବାଧ୍ୟ ହେଲୋ ଘଟଣାଟି ଥିଲା- ଦୀପେଦ୍ର ଓ ଆଶିଷକୁକର୍ମକାଣ୍ଡ ଶିକ୍ଷା ଦ୍ଦେଇଥିବା ଗୁରୁଜୀ ଦୁର୍ଘଟଣାଗ୍ରପ ହୋଇ ମେଡିକାଲ୍ ରେ  ପଡ଼ିଲେ! ଦୀପେନ୍ଦ୍ର ଜିଦ୍ ଧରି ବସିଲା ପେ, ଗୁରୁଜି  ସୁସ୍ଥ  ନ ହେବ! ଯାଏ ସେ ବିବାହ କରିବନି! ଗୁରୁଜି  ସୂମ୍ୱ ହୋଇ ଆସିବେ! ସେ ହିଁ ବିବାହ କରିବେ! ବାସ୍, ବାହାଘର ତିଥ୍ ମେ୨୦୧୫ ରୁ ୨୦୧୬ ଜାନୂୟାରୀ ୩୧ ତାରିଖକୁ ଘୁଂଚି ଗଲା

ଅନ୍ୟ କାହା  ପାଇଁ ଏହି ବିକସିତ ବିବାହ କଣ ଥିଲା! ତାହା ଭିର୍ଣ୍ଣ କଥା  ମାତ୍ର ଅନାମିକାର ମନଭାଫିଗଲ! ! ସେ ନିଜ ବିବାହକୁ ନେଇ ସ୍ବପ୍ନ ର ଇମାରତ୍ ତୋଳି ସାରିଥିଲା! ! ତେବେ ସେ ମନକୁ ବୁଝେଇଦ୍ଦେଲା ଭାବିଲା, ଠିକ୍ ଆଉ ମାସ ଜେଇଟାର ବ୍ୟବଧାନ! ହାତ ଗଣିଳ! ଭଳି ମାସ ସବୁ  ସରିଯିବନି! ତେଣୁ ସେ କମ୍ପୁ ଟର କୋର୍ସ କରିବାରେ ମନଦେଇ!

ଦିନେ କସ୍ଥ୍ୟଟର ଇନ୍ଷିତ୍ୟୁଟ୍ରେ ଥାଏ ଅନାମିକା! ଏକ ଅଜଣା ନମରରୁ କଲ ଆସିଲା ତ!ପାଖକୁ! ସେ ଗ୍ରୀନ୍ ବଟମ୍ ଟିପିଲା ତ ସେ ପଟରୁ ପଗରୁଥିଲା କେହି ଜଣେ ପୁରୁଷ- ତୁମେ ଅନାମିକା ତ ? ମୁଁ ଦୀପେନ୍ଦ୍ର! ତୁମର ଭାବି ସ୍ୱାମୀ  ମୁଁ ତୁମକୁ ଭେଟିବାକୁ ଚାହୁଁଛି !ଅନାମିକା ପ୍ରଥମେ ବୁଝିପାରିଲାନି କି ଉତ୍ତର ଦେବ! ସେ ଏକ ସଂସ୍କରୀ  ଘରର ଝିଅ! ଉଚ୍ଚଶିକ୍ଷିତ! ସତ, ହେଲେ ବିବାହ ପୂର୍ବରୁ ସେ କିପରି ଭାବି ସ୍ୱାମୀକୁ ଭେଟିବ! ଦ୍ବନ୍ଦ୍ବ ଭିତରେ ଥାଇ ଅନାମିକା ବାପେଦ୍ରକୁ ରେଟିଲୀ ଜାଣିଳାବିବାହ ପୂର୍ବରୁ ବି ଦୀପେନ୍ଦ୍ର ତାସହ ବନ୍ଧୁତା କରିବାକୁ ଚାହୁଁଛି! ତାଭିତରେ ଯେ  ଦୀପେନ୍ଦ୍ର ସହ ମିଶିବାକୁ କିମା ଗପସପ କରିବାକୁ ଇଚ୍ଛା  ନ ଥିଲା ସେକଥା ନୁହେଁ; କେବଳ ପାରିବାରିକ ସଂସ୍କାର  ହିଁ ତାର ପଥରୋଧ କଗୁଥିଲା ତଥାପି ସେ ନିଜକୁ ବୁଝେଇଲା ! ମୁଁ ତ ତାଙ୍କର
ବଗଦତ୍ତ !ବାହା ଘର ପରେ ତ ପୂର୍ଣତଃ ତାଙ୍କର ହେଇଯିଚି! ସେ ମୋଋ ସବୁକିଛି ପାଲଟିଯିବେ!
ତାହେଲେ ଏବେ ତାଙ୍କ ମନ ଭାଙ୍ଗି ବି କେମିତି? ବାସ୍, ସେ ବନ୍ଧୁତା କଲା ଦାପେନ୍ଧ୍ର ସହିତ! ଆଉ ମାତ୍ର ସପ୍ତାହକର ବନ୍ଧୁତା ପରେ ଅନାମିକାକୁ ଲାଗିଲା, ଯେମିତି ତାଭିତରେ କିଛି ଗୋ ଟେ ଅଭାବ  ଥିଲା ଯାହା ଦୀପେନ୍ଦ୍ର ସହ ମିଶିବା ପରେ ପୂର୍ଣ ହୋଇଗଲା

ଦିନକୁବିନ ଦୀପେନ୍ଦ୍ରର ବନ୍ଧୁତା ମୁଗ୍ଧ ଧ କରୁଥିଲା ଅନାମିକାକୁ! ଅପରପକ୍ଷରେ, ଅନାମିକାର ଚାହିଦା
ବି ବୃଦ୍ଧି ପାରଥିଲା ଦାପେଦ୍ର ନିକଟରେ! ଧାଗେଧାରେ ଦୀପେନ୍ଦ୍ର ଅନାମିକାର ସୁନ୍ଦର ଦେହକୁ ରପଚୋଗ କରିବା
ପାଇଁ ଇସାରା  କରୁଥିଲା ଆଉ ଉଦ୍ୟମ ମଧ କରୁ ଥିଲା !

ଅନାମିକାକୁ ଦାପେଦ୍ରର ସେକଥା ଭଲ ଲାଗି ନ ଥିଲା ସେ ଦୀପେନ୍ଦ୍ରକୁ ବାହା ହେବ ସତ, ତାବୋଲି
ବାହାଘର ଆଗରୁ ସେ ତାକୁ ତାଦେହ ଦେଇ ଦେବା  ପରିବାରର ଇକତ ତଲେ ପଡ଼ିଯିବନି! ପୁଣି ସେ ମନକୁ
ବୁଝେଇଲା  ବାହାଘର ପରେ ତ ଏସବୁ ଦୀପେନ୍ଦ୍ରର ହେବ  ଯଦି ସେ ଏବେଠୁ ତାକୁ ନେଇଯିବାକୁ ଗହୁଁଛନ୍ତି
ତାହେଲେ ସେ ମନାକରିବ କଣ ପାଇଁ ? ମନରେ ତଥାପି ଦ୍ରହ ଥିଲେ ବି ସେ ଦାପେଦ୍ରକୁ ତାର ଅଧିକାର
ଦେଇ ଦେଲା ! ଆର ଦୀପେନ୍ଦ୍ରଠୁ ଫେରି ଘରକୁ ଆସିବା ପରେ ଭାବିଲା - ପୁରୁଷ ନ ଛୁଇଁବା ଯାଏଁ  ନାରୀ କଣ ନାରୀ ! ଆଜି ଦୀପେନ୍ଦ୍ର ତାର ନାରୀତ୍ଵକୁ ସ୍ପର୍ଶ  କରି ତାକୁ ନାରୀ ଟିଏ କରିଛନ୍ତି  ! ସେ ନ୍ଦାପେନ୍ଦ୍ରକୁ ନିକର ଦେହ ଦେଇ କିଛି ଭୁଲ କରିନାହିଁ

ଦିନ-ମାସ-ସପ୍ତାହ ! ବାହାଘରର ବ୍ୟବଧାନ ଧୀରେଧୀରେ ହ୍ରାସ  ପାଉ ଥାଏ ! ଅନ୍ୟପଟେ, ଦୀପେନ୍ଦ୍ର
ଏବଂ ଅନାମିକାଙ୍କ ମଧରେ ବିବାହ ନ ହୋଇ ବି ସମ୍ପର୍କର ବ୍ୟବଧାନ ହ୍ରାସ ପାଇ ଗଲୁଥିଲା ଦିନେ ଅନୁ ଭବ
କରିବା ବେଳକୁ ଅନାମିକା ଗର୍ଭବତୀ ହୋଇସାରିଛି! ଢାପେଟଗେ ବଢୁଛି ଦୀପେନ୍ଦ୍ରର ତିନିମାସର ସନ୍ତାନ
ସେଦିନ ଗତିରେ ସମସ୍ତେ ଣୋଇଯିବ! ପରେ ଦାପେନ୍ଧ୍ରକୁ ଫୋନ୍ କଲା ଅନାମିକା ! କହିଲା- ଆମ ପିଲା ଏବେ ମୋପେଟରେ ବଢୁଛି! ମୁଁ ତାଳୁ ତୁମ ପାଇଁ ମୋଗର୍ଭରେ
ଯନ୍ କରି ବଢ଼ା ଉଛି ଦୀପେନ୍ଦ୍ର କିଛି କହିଚ୍ଚାନି! କେବଳ ଏତିକି କହିଚ୍ଚା- ଅନାମିକା! ଯାହା କରୁଛ କରା କିବୁ
ବାହାଘର ପର୍ଯ୍ୟନ୍ତ ଏକଥା ବାହାରେ ପ୍ରଘଟ କରିବନାହିଁ !ଦୀପେନ୍ଦ୍ର କଥା ଶୁଣି ଅନାମିକା ତାର ବୁଇହାଚକୁ
ନିଜ ଜାରା ୟୁ ଉପରକୁ ନେଇଗଲା ଓ ଆଖବୁଜି  କହିନା-ଦୀପେନ୍ଦ୍ର! ଆଇ ଲର୍ ୟୁ

ନିର୍ଜାରିତ ସ୍ଥାନରେ ଅନାମିକା ଯାଇ ପହଁଚିଲା  ବେଳକୁ ତାକୁ ଏକ କାର ଧରି ଅପେକ୍ଷା କରିଥିଲା
ଦୀପେନ୍ଦ୍ର! ତାସହିତ ଥିଲା ଦୀପେନ୍ଦ୍ରର ମାମୁ ପୁଅ ଗଇ ଅନାଇ ଦୁବେ  ! ଦୀପେନ୍ଦ୍ର କହିଲା- ଆକି ମକର! ତୁମକୁ
ଚୂଲେଇନେବି! ଗାଡ଼ିରେ ବସ !ନିଜ ତାତା ସ୍ଵାମା ସହ ଯିବା ପାଇଁ ଆପତି) ନ ଥିଲା ଅନାମିକାରା ପୁଣି ସେ
ବି ଅନିଲକୁ ଚ୍ଚାଣିଥିଲା ତେଣୁ ଗାଡ଼ିରେ ବସିଗଲା  ଗାଡ଼ି ତ୍ରାଇର୍ କରୁଥିଲା  ଅନୀଲୀ ପଛସିଟ୍ ରେ  ଅନ୍ତରଙ୍ଗ
ହେଇ ବସିଥିଲେ ଅନାମିକା ଓ ଦୀପେନ୍ଦ୍ର! ଅନାମିକାକୁ ଚୁମ୍ବନ ଟେ  ଦେଇ ତାଠୁ ମୋବାଇଲ୍ ନେଲଗଲା  ଦୀପେନ୍ଦ୍ର ଓ ମ୍ବିବ୍ଅଫ୍ କରିଦେଲା  ! ଆଶ୍ଚର୍ଯ୍ୟ ହୋଇଗଲା ଅନାମିକା ଦୀପେନ୍ଦ୍ର କହିଲ- ଏ ମୋବାଇଲ ଆମକୁ ଡିଷ୍ଟ୍ୟୁର୍ଵ କରୁ  ସେକଥା ମୁଁ ଗହେଁନା ଅନାଳ ଗାଡ଼ିନେଇ ପଟାନ୍ ରେଡ଼ ନିକଟାରେ ରଖିଲା   ଓ ନିଜେ ଗାଡ଼ିରୁ ଓଲ୍ହାଇ ଦୁ ରକୁ ଗଳିଗଲା  ! ସେତେବେଳକୁ ଗତି ହୋଇ ସାରିଥାଏ ! ଦୀପେନ୍ଦ୍ର କହିଲା -ଦେଖା ଅନିଲ ଆମ କୁ ଏକୁଟିଏ ଛାଡ଼ିଗଲିଗଲା ! ସେ! ମୋ   ମନକଥ ବୁଝିଗଲା ! ତୁମେ କଣ ବୁଝିପାରୁନା ବୁଝି ସାରି ଥିଲା ଅନାମିକା  ସେ କିଛି ନ କହି ଖାଲି  ହସିଦ୍ଦେଲା  ଅନା ମିଚ୍ଚାର ହସକୁ ବି ତୁଝିନେଲା  ଦୀପେନ୍ଦ୍ର! କିଛି ସମୟ ପରେ କାର ଭିତରେ ଅନାମିକାକୁ ଏକୁଟିଆ ଛାଡ଼ି ବାହାରକୁ ଗଳିଗଲା  ଦୀପେନ୍ଦ୍ର! ଅନ ମିଳ! ଭାବି ଲା, ଦୀପେନ୍ଦ୍ର ବୋଧେ  ପ୍ରେସ୍ ଏୟାର ନେବା କୁ ଯାଇଥିବା  ପେରି ଆସିବନି! ମାତ୍ର ନ!ଦୀପେନ୍ଦ୍ର ଫେରିଲା ନି! ଓଲଟି ଗାଡି ଭିତରକୁ ପଶି ଆସିଲା  ଅନାଇ! ନିଜର ଲୁଗା ବି ଠିକ୍ ଭବରେ ପିନ୍ଧି  ନ ଥିଲା ଅନାମିକା! ସେ ଚମକି ପଡ଼ିଲା! ହେଲେ ତାପରୁ ବଡ଼ ଚମକ ସେ ପାଇଲା , ଯେତେବେଳେ ଅନାଇ ତ!ସହିତ ବଳ ପ୍ରୟୋଗ କଲା

    କିଛି ବୁଝିପାରୁ ନ ଥିଲା! ଅନାମିକା! ସେ ବଡ଼ ପାଟିକରି ଦୀପେନ୍ଦ୍ରକୁ ଡାକୁଥିଲା ! ହେଲେ ଦିଗରି ଜାଣି ନ
ଥିଲା! ପେ, ଏସବୁ ନାଟକର ନାୟକ ହିଁ ଥିଲା  ଦୀପେନ୍ଦ୍ର; ଯାହାର ସେ ଥିଲା ବଗ ଦତ୍ତା ! ଆଉ ଯେତେବେଲେ ସେ ଏସବୁ ବୁଝିଲା ସେତେବେଳକୁ ଅନେକ ଡେରି ହୋଇସାରିଥିଲା ଦୀପେନ୍ଦ୍ର ଡାକୁ କହିଲା ଯେ, ସେ ହିଁ ଅନିଲକୁ ଡାକି ସାଥିରେ  ଆଣିଛି! ଆଉ ତାସହ ବଳପ୍ରୟୋଗ କରିବା ପାଇଁ ସେ ଅନାଲ୍ କୂ ଅନୁମତି ଦେଇଛି! କାରଣ, ସେ ତାକୁ ମାରି ଦେବା କୁ ଚାହେଁ! ସେଥିପାଇଁ ଅନୀଲ୍ଋ ସହାୟତା ଦରକାର! ଆଉ ଅନାଲ୍ ତାକୁ ମାରିଦେବା ପାଇଁ ତାଙ୍କ ନୁହେଁ ; ଅନାମିକାର ଦେହ ସହ ଡିଲ୍ କରିଛି!

ସବୁକିଛି ଭେଳିକି ଳାଗୂଥିଲା ଅନାମିକାକୁସେ କାନ୍ଦୁ ଥିଲା ହେଲେ ଲୁହ ଝରୁ  ନ ଥିଲା ସେ ଚିତ୍କାର କରୁ ଥିଲା ହେଲେ ଶବ୍ଦ ଶୁ ଭୂ  ନ ଥିଲା ଦୀପେନ୍ଦ୍ର ତାକୁ ବୁଝେଇଲା - ବାସ୍ତବରେ ସେ ତାକୁ ବାହହେବାକୁ ଗହୁଁ ନ ଥିଲା ! ପରିବାରର ଗପରେ ଯେ ବାହା ହେବାକୁ ରାଜି ହେଲା  ନିର୍ବନ୍ଧ ହେଲା ବାହାଘର ତାରିଖ ସ୍ଥିର  ହେଲା! ହେଲେ ସେତିକିବେଳେ ତାପାଖରେ ଆସି ପହଞ୍ଚଲା ପ୍ରିୟଙ୍ଗା ପ୍ରିୟଙ୍କା ତାର ପ୍ରେମିକା ପ୍ରିୟଚ୍ଚା ସେଇ ଝିଅଯିଏ ତାକୁ ପ୍ରଥମେ ପ୍ରେମ କଣ ଶିଖେଇଛି! ନିଷିଦ୍ଧ ଫଳର ସ୍ୱାଦ ଚଖେଇଛି! ପ୍ରିୟଙ୍ଗା କହିଲା, ମୋଠୁ ସବୁନେଲ! ମୋତେ ବାହୀ ନ ହୋଇ ଅନ୍ୟକୁ ବାହାହେବା ମୁଁ ଏବେ ଥୀନାକୁ ଯିବି!

ଡରିଗଲା ଦୀପେଦ୍ରା କାରଣ ସେ ଚ୍ଚାଣିଥିଲା ପ୍ରିୟଚ୍ଚା ଗୋଟେ ଜିଦ୍ ଖୋରି ଝିଅ  ! ସେ କହିବନି କାମରେ କରି ଦେଖେଇବା ସେ ପ୍ରିୟଚ୍ଚାକୁ କହିଲ!- ଯେମିତି ବି ହେଲେ ମୁଁ ବାହାଘର ଭାଙ୍ଗି ଦେ ବି! ତୁମେ ଆଉ କିଛିଦିନ ଅପେଷା କରାପ୍ରିୟଚ୍ଚା ବୁଝିଗଲୀ ସେତିକିବେଳେ ଗୁରୁଙ୍କର ଦୁର୍ଘଟଣା ହେଳା ଆଉ ବିବାହ ତିଥ୍ ଘୁଞ୍ଗଙ୍ଗା ଦୀପେନ୍ଦ୍ର ଭାବିଲା , ଏଇ ସମୟ ଭିତରେ ସେ ଯେମିତି ବି ହେଉ ଅନାମିକା ସହିତ ବାହାଘର ଭାଙ୍ଗି ଦବା ସେଥିଲାଗି ସେ ଅନାମିକା ସହ ସମ୍ପର୍କ  ପୋଡ଼ିବାକୁ ଚାହିଁଲା ପ୍ରତ୍ୟେକ ଦିନ ତାସହ
ବାହାରକୁ ବୁଲିଗଲୀ ଭା ବିଥିଲାଏସବୁକୁ ଅନାମିକା ପସନ୍ଦ କରିବନି! ବିରୋଧ କରିବା ପାଟିତୁଣ୍ଡ ହେବା ସେ ବାହାଘର ଭାଙ୍ଗି ଦେବା  ମାତ୍ର ଅନାମିକା ତାକଥ! ମାନିଗଲୀ କିଛିଦିନ ପରେ ସେ ଅନାମିକାର ଦେହକୁ ଉପତୋଗ କରିବାକୁ ଗହିଲୀ ଭାବି ଥିଲାବାହାଘର ପୂର୍ବରୁ ଗୋଟିଏ ଝିଅ କେବେ ବି ତାଦେହକୁ କରିବାକୁ ଦେବା ନି! ପ୍ରତିରୋଧ କରିବା ତାକୁ ଜଣେ ଚରିତ୍ରହାନ ବୋଲି ଭାବି ବା ଫଳରେ ତାନିଜ ତରଫରୁ ବାହାଘର ଭାଙ୍ଗି ଯିବା ! କିତୁ ନାସେମିତି ବି ହେ ଲାନିକି ଏକ ଭିନ୍ନ ଉପାଦାନରେ ଗଢ଼ା ହେଇଥିଲା ଅନାମିକା! ସେ ହସିହସି ତାକୁ ତାଦେହ ଦେଇଦେଲା! ଏପରିକି ସେ ଗର୍ଭବତୀ ହୋଇଯିବ! ପରେ ବି ଖୁସା ହେଳା
ଅପରପକ୍ଷରେ, ଦାପେଦ୍ର ଉପରେ ବାହାଘର ଗଳିବା ପାଇଁ ଗପ ପକାଉଥିଲା  ପ୍ରିୟଙ୍ଗା ଦାପେଦ୍ର ନିକଟରେ ଏବେ କେବଳ ଗୋଟିଏ ଉପାୟ ଥିଲା- ଅନାମିକାକୁ ମାରି ପ୍ରିୟଚ୍ଚାକୁ ନିକର କରିନେବା  ଆଉ ଆଜି ସେ ତାହା କରିବା ପାଇଁ ଅନାମିକାକୁ ଏଠିକି ଡାକି ଆଣିଛି!
ସବୁ ଶୁଣିବା ପରେ ଚେତା  ଦୁଡ଼ିବା  ପରି ଅନୁଭବ  କରୁଥିଲା ଅନାମିକା! ସେତିକିବେଳେ ଗାଡି ଭିତରେ ତାକୁ
ମଡି଼ବସିଲେ ଉଭୟେ  ଦୀପେନ୍ଦ୍ର ଓ ଅନାଲା ସେ କିଛି ବୁଝିବା  ଆଗରୁ  ତ!ତଂଟି  କୁ ଉଭୟେ ଜୋର ଲଗେଇ ଚିପି ଧରିଲେ! କିଛି ସମୟ ଛଟପଟ  ହେଇ  ମରିଗଲା ଅନାମିକା

Saturday, 8 July 2017

ସୁନ୍ଦରୀ ଭାମ୍ପାୟାର ଶୀତଲ୍




ମୁଁ ତୁମ ପାଇଁ ସବୁକିଛି କରିପାରିବି! ସବୁକିଛି! ମୁଁ ତୁମ  କଳ୍ପନାର ଊର୍ଦ୍ଧକୁ ଯାଇପାରିବି ' ମୁଁ ତୁମ କୂ ତୁମ ସ୍ବପ୍ନ ର  ଶୀର୍ଷକୁ ନେଇପାରିବି! ମୁହୂର୍ତକ  ପାଇଁ ତୁମକୂ ଅନୁଭବ କରିବ! ପାଇଁ ଦେ ବିନାହିଁ ପେ, ତୁମେ ମୋ ସହ ଫ୍ରେଣ୍ଡ ଶିଫ୍ କରି ଭୁଲ କରିଛ
ଗୋଟେ ସୁନ୍ଦରୀ  ଝିଅମୃହଁର ଏଇତକ କଥା ଇ ଯଥେଷ୍ଠ କଣେ ଯୁବକର ଆଖିରେ  ଅନ୍ଧ ପୁଟୁଳି  ବାନ୍ଧିଦେବା  ପାଇଁ! ସେ ମିତି ଗୋଟେ ସୁନ୍ଦରୀ  ଝିଅ ଥିଲା  ଶୀତଲ| ଶୀତଲ କପୁରା ଆଉ ଶୀତଲ୍ ର  କଥା ଶୁଣି ଯେଉଁ  ଯୁବକଆଖି ରେ  ସ୍ଵତଃ ଅନ୍ଧ ପୁଟୁଳି  ବାନ୍ଧି  ଦେଇଥିଲା  ସେ ହେଊଛି ଅଷୟ- ଅକ୍ଷୟ ଜୈନ!
ଅକ୍ଷୟ ଜୈନ ନୂଆଦିଲ୍ଲୀ ସ୍ତିତ  ଜ୍ୟୋତିନଗର (ୱେଷ) କଲୋନୀ ରେ  ରହୁଥି ଲା  ଓ ମାୟାପୁରୀ ଫେକ୍ ୱାନ ରେ ଥିବା ଷ୍ଟୋନ ୱେଲ (ଇଣ୍ଡିଆ ) ପ୍ରାଇଭେଟ କମ୍ପାନୀ ରେ  ଜଣେ ଆକାଉଂଟଣ୍ଟ ଆକାରରେ କାମ କରୂଥିଲା  ୨୦୧୪ ମସିହ! କଥା କମ୍ପାନୀ ର ଏକ ଲେଡ଼ି ରିସେପ ସ୍ ନିଷ୍ଟ ଆବଶ୍ୟକ ପଢ଼ିଲା ଆଉ ଜଣେ ସୁନ୍ଦରୀ ରିସେପ ସ୍ ନିଷ୍ଟ ଯୋଗାଡ଼ କରିବାର ଦୈତ୍ୟ  ଅଷୟକୂ ହି ଦିଆଗଲା ଅଷୟର କାମ, ସେ ବିଭିର୍ନ  ଜବ  ସାଇଟ୍ ଚେକ  କରିବ ଅଉ ସମ୍ଭାବ୍ୟ ଯୋଗାତା ଥିବା ଯୁବତୀଙ୍କ ସହିତ ଯୋଗାଯୋଗ କରିବା
! ସେଇଠି ସେ ପାଇଲା ଶୀତଲ ଦିନେ କ୍ରିକରସଲଟ୍ ସଫି କରି  ରିଚ୍ୟୁମ୍ ସବୁ କୂ ଚେକ୍ କରୁଥିଲା  ଅକ୍ଷୟ  ଅକ୍ଷୟ! ସେଇଠି ସେ ପାଇଲା ଶାମ୍ବେ କପୃରର ଵୟୋଡ଼ାଟା ! ଶୀତଲ ଵୟୋଡ଼ାଟାରେ ସେମିତି କିଛି ସ୍ଵାତନ୍ତ୍ର ନ ଥିଲା   ନା ତାର ଅକର୍ଷଣୀୟ ଏକାଡେମୀ ଯୋଗ୍ୟତା ଥିଲା ନା  ସେ ଡିପ୍ଲୋମା କୋର୍ସ କରିଥିଲା , ନା ତାର କୌଣସି ପୂର୍ବ  ଅଭିଜ୍ଞତା ଥିଲା  ଅବଶ୍ୟ ତାର ଫଟୋଟି ଥିଲା  ଆକର୍ଷଣୀୟ! ତେବେ ଅଷୟକୂ ଯାହା ସବୁଠୁ ବେଶି ଅକର୍ଷଣୀୟ ଲାଗିଥିଲା  ତାହ! ହେଉଛି ଶୀତଲ ନିକର ବାୟୋତାଗରେ  ଲେଖ୍ ଥିବା କେତୋଟି ସଂକ୍ଷିପ୍ତ ଧାଡି଼- ମୋ ସ୍ୱାମା ତାଙ୍କର ଗକିରି ହଗେଇଛଛି! ଆମେ ଦୁଇବେଳା ଦୁଇ ମୁଠା ଖାଇବାକୁ  ବି ପାରନାହୁଁ! ମୋର କାମଟିଏ ଲୋଡ଼ା ! ସେଥ୍ ଚ୍ଚାଗି ମୁଁ ସଚୂକିଛି କରିପାରିବି


ଏକ ମଧ୍ୟବିତ୍ତ ପରିବାରରୁ ଆସିଥିବା  ଅଷୟ ପାଇଁ ଶୀତଲ୍ ର  ଅବସ୍ଥା  ବ୍ରଝିବ! ଆଦୌ କଷ୍ଟଦାୟକ ନ ଥିଲା    ସେ ଭାବିଲା,ଶୀତଲ୍ ର ଯେଉଁ ଯୋଗ୍ୟତା ତାହା  କମ୍ପାନୀରେ ଚାକିରି ପାଇବ! ପାଇଁ ଯଥେଷ୍ଠ ନୁହେଁ! କେବଳ ଗୋଟିଏ ଯୋଗ୍ୟତାକୁ ଛାଡି ! ତାର ସୁନ୍ଦର ରୂପ, ତାହେଲେ ସେ ତାକୁ ତ୍ରାଏ କରିବାରେ ଅସୂବିଧା କେଉଁଠି ? ଯଦି ତାର ତାଗ୍ୟ ତାକୁ ସପୋର୍ଚ କରେ!
ଶୀତଲ୍ କୁ  ତୁଋନ୍ତ ଫୋନ୍ କଳା ଅଷୟୀ ଆଉ ଆବଶ୍ୟକ ଉପକ୍ରମଣିକା ଶେଷହେବା ପରେ ସେପଟରୂ ଭାସି ଆସିଲ ଶୀତଲ୍ ର ଆକର୍ଷଣୀୟ କଣ୍ଠସ୍ଵର ମୁଁ ତୁମ ପାଇଁ ସଚୂକିଛି କରିପରିବି! ସବୁକିଛି! ମୁଁ ତୁମ କଳକାର ଊର୍ଦ୍ଧକୁ ଯାଇପାରିବି ! ମୁଁ ତୁମକୁ ତୁମ ସ୍ୱପ୍ନର  ଶୀର୍ଷକୁ ନେଇପାରିବି! ମୁହୂର୍ତକ  ପାଇଁ ତୁମକୁ ଅନୁଭବ  କରିବା ପାଇଁ ବେବିନାହି ପେ, ତୁମେ ମୋ ସହ ପ୍ରେଣ୍ଠଶିପ୍ କରି ଭୁଲ୍ କରିଛ!
ଶୀତଲ୍ କୁ  କମ୍ପାନୀରେ ତାକିରି ମିଳି ନ ଥିଲା !  ଏକଥା ସତ ହେଲେ ଅଷୟକୂ ମିଳିପଇଥିଲା ଶୀତଲ୍ ର  ପ୍ରେଣ୍ଠଶିପା ଅକ୍ଷୟ ଏବଂ ଜ୍ୟୋ ସାକ୍ଷାତ୍ ଢ଼େଉଥିଲା  ଦ୍ୱାଟ୍ ସଅପ୍ ରେ! ବାର୍ତାଳାପ  ହେଉଥିଲା ମେସେନଜର ରେ |

ବିଚିତ୍ର ପୁରୁଷର ପ୍ରକୃତି! ଇଚ୍ଛା କଲେ  ସମୁଦ୍ରର କଳକୁ ଉଦରସ୍ଥ   କରିଦେଇପାରେ! ମାତ୍ର ନାରୀର ପଦୁଟିଏ ମନଲୋଭା କଥାକୁ ହଜମ  କରିବ! ତାଦ୍ଵାରା ସମ୍ଭବ ନୂନୋହିଁ ! ସମ୍ଭବତଃ ସେଇଆ ଘଟିଥିଲା  ଅକ୍ଷୟ କ୍ଷେତ୍ରରେ! କେଇପଦ ମୁଲାୟମ କଥା ଆଉ ଶେଷବେଳକୁ ଶୀତଲ୍ ର  ମୋବାଇଲ୍-କିସ୍ଗେ ସେ ଛଦି ହୋଇପଡୁଥିଲା  ବେଳକୂବେଳା ଆଉ ଦିନକୂଦିନ ଖାଲି ହୋଇଯାତ୍ତଥିଲା  ଅଷୟର ବ୍ୟା କ୍ ଆକା ଉଣ୍ଟ ପାଞ୍ଚ ହଜାର! ଦଶହଜାର! ଏକ ଲକ୍ଷ ! ଦେଢ଼ଲକ୍ଷ! ଆଲିଙ୍ଗନ ର  ଆଳରେ ଭାମ୍ପାୟାର ରକ୍ତ  
ଶୋଷି ନେବ! ପରି କଥା ଆଉଚୁମ୍ବନ ର  ମୋହ ଦେଖେଇଅର୍ଥ ଲୁଟି ଗଲିଥିଲା  ଶୀତଳା
ଜୈନ ସାହେବ! ମୋର ଦୁଇ ଲକ୍ଷ ଟଙ୍କା  ଦରକାର! ଦିଅନ୍ତୁ ନା! ପ୍ଲୀଜ଼....’!”
ରାତି ବାରଟା !  ଏଇ ପଟରେ ଅକ୍ଷୟ! ସେ ପଟରେ ଶୀତଲ ! ମଝିରେ ଦ୍ଵାଟ୍ସଆଫ୍! ଶାତଲ୍ ଆଙ୍ଗୁଳି ର ଟାଇଫ୍ କରା  ଶବ୍ଦସବୁ  ସେତେବେଳକୁ ଉତ୍ତେଜନା ର  ସୀମାନ୍ତରେ ନେଇ ଠିଆକରେଇ ସାରିଥାନ୍ତି  ଅଷୟକୂ! ସେ ଟିପିଏ କଲା !-ବ୍ୟସ୍ତ  ଦୂଅନି! ମୁଁ ଏଇକ୍ଷଣି ଚିଅର ଅଫ୍ହେବ! ଗହେଁ!
ମୋତେ ଡୁମର ସେଲଫିଟିଏ ଲୋଡ଼ା !ଶାତଲ୍ କହିଲା !- ଓ8ଏଇକଥା ! ମାତ୍ର ୧ଠମିନିଟ୍ !ତାହା ହିଁ ହେଳା, ଠିକ୍ ଦଶ ମିନିଟ୍ ଭିତରେ ଅକ୍ଷୟ ନିକଟରେ ଆସି ପହଁଚିଗଲା   ଶୀତଲ୍ ର  ଆବଷ ପୋଲଫି! ହାତରେ ମୁଣ୍ଡକୁ ଭରା ଦେଇ  ଖଟ ଉପରେ ସାମାନ୍ୟ ଢଳି ବସିଲେ ଶୀତଳା ଅଣ୍ଟାଠାରୁ ମୁଣ୍ଡ   - ତାର ମାର୍ଚଲ୍ ମସ୍ଵଣ ଦେହରେ ଥିଲା  ଗୋଟି ଏ  ବୋଲି ପରିଧାନ!

ଅକ୍ଷୟ ଶରୀରର ରକ୍ତରେ  ଗରମ ହୋଇ ରଠିଥିଲା  ତାର ନିଃଶ୍ବାସ ପ୍ରଶ୍ବାସ ଦ୍ରୁତ ହୋଇ ରଠିଥିଲା  ହୃତ ପିଣ୍ଡାର ବ୍ଲାଡର ଶବ୍ଦ କରି   ଛାତି ପଞ୍ଜରା   ରେ ପିଟିହେରଥିଲା  ସେ ତାର ଜିଭ କୁ  ଧାରେଧାରେ ବୁଲେଇ ନିକର ଡୁଇଓଠକୂ ଓଦା କରୁ ଥିଲା ଠିକ୍ ସେ ତିକିବେଳେ ସେ ରିସିଭ କଲା  ଶୀତଳ ର  କଲ୍! ଶୀତଳ ତାକୁ  ଚୁମ୍ବନଟିଏ  ଭେଟିଦେଇ ପଗରିଳା- ଏବେ ଖୁସା ତ, ଜୈନ ସାହେବ ? ଆଇ କହିଲେ, କେମିତି ଲାଗିଲି ମୁଁ ?” ସମ୍ଭବତଃ ଅକ୍ଷୟ ଆଉ  କଥା କହିବା ଅବସ୍ଥାରେ  ହି ନଥିଲା  ତେଣୁ ସେ ଶୀତଲ୍ କୁ  ଶବ୍ଦରେ ନୁହେଁ ଉତର  ଦେଇଥିଲା  ଅର୍ଥରେ! ତାଆକାଉଣ୍ଟ ରୁ ଶୀତଳ  ଆକାଉଣ୍ଟକୂ ଧାରେ ଧାରେ ଟ୍ରା ନ୍ସଫର ହୋଇଯାଇଥିଲା  ଦୁରଲଷ ଟଙ୍କା
ବେଳେବେଳେ ସଇତାନର ମୁଣ୍ଡକୁ ମଧ ନୀତି  ନୈତିକତାର କଥ! ଢୁକେ ! ସେ ଭଲମନ୍ଦ  ଦିଗର କରୋ ଅକ୍ଷୟ ତ ସଇଢାନ ନ ଥିଲା !କେବଳ କୂପଥଗେ ପାଦ ରଖି ଥିଲା  ଯାହା ଦିନେ ହଟାତ କାଇଁକି ତାକୁ ଲାଗିଲା ଯେ   ସେ ସେ ଯାହା କରୁଛି  ଠିକ କରୁନାହିଁ  ହୁଏତ ଏମିତି ଭାବିବା  ପଛରେ ତାର କେଳକୂବେଳ ଶୂନ୍ୟ ହୋଇ ଯାଉଥିବା ଆକାଉଣ୍ଟ  ହିଁ ଏକ କାରଣ ଥିଲା  ସେ ଭବିଲା, କାହିଁ ସେ ଶୀତଳ ର ମିଠା ମିଠା କଥାରେ  ଶିକାର ଟିଏ  ବନି ଯାଉନାହିଁ ତ!
ଏତିକି ବେଳେ  ତାର ମନେପଡ଼ିଲା ପ୍ରଥମଥର କରି ସେ ଶୀତରେ ରିଚ୍ୟୁମ୍ଦେଖି ଥିବା  କଥା ସେଥିରେ  ଶୀତଲ ଲେଖି ଥିଲା , ସେ ସବୁକିଛି କରିପା ରିବା ଏବେ  ଅକ୍ଷୟ ନିକତରେ ସବୁକିଛି ସ୍ପଷ୍ଠ  ହୋଇଗଲା! ଶୀତଲ୍ ର  କାମ ପେ କେବଳ ଏକ ଉପାୟରେ ଅର୍ଥ ରୋଜଗାର କରିବ!, ସେକଥା ତାକୁ ଆଉ ଅଛପା ରହିଲା ନାହି! ସେ ଭାବିଲା , ଯେତିକି ହେଳା- ସେତିକି ; ଏବେ  ସେ ଶୀତଲ କବାଲା ରୁ ଖସି ଅସିବା ହେଲେ ସେତେବେଳକୁ ଅନେକ ଡେରି ହୋଇସାରି ଥିଲା
ଶୀତଲ କହିଲା, “ଜୈନ ସାହେବ! ତୁମେ ଯଦି ମୋ ବନ୍ଧୁତ୍ୱରେ ଖୁସି ନୁହେଁ ତୁମେ ମୋ ଠାରୁ ଦୁରେଇ ଯାଇ ପରିବା  ହେଲେ ଏତେଦିନ ଧରି ଆମେ ବନ୍ଧୁ ଥିଲେ  ଆମେ କଣ ଥରୁଟେ ପରଘରକୂ ଭେଟି ପରିବା ନାହିଁ ! ବାସ୍, ଥରୁଟେ କେବଳ !ଅକ୍ଷୟ ଗବିଳା’ “ଥରୁଟେ ଭେଟ ନେଲେ  ଅସୂବିଧା କଣୀ ଅନ୍ତତା ସବୁଦିନ ଲାଗି  ତ ଛୁଟକାରା  ମିଳିଯିବ !ହେଲେ ଅକ୍ଷୟ ଭାବି ନଥିଲା  ଯେ, ଏଇଠି ହି ରହିଲେ ତାର ଭୁଲ୍!

ଶୀତଲ କହିଥିବା  ସ୍ଥାନରେ  ଯାଇ ପହଁଚିଲା  ଅକ୍ଷୟ! ସେତେବେଳକୁ ଶୀତଲ ଆସି ପହଂଚି ସାରି ଥିଲା ଅକ୍ଷୟ କୁ ଦେଖୁ ଦେଖୁ  ଶୀତଲ ଧଇଁ ଆସି ଆଲିଙ୍ଗନ  କରିନେଲା ଓ ତାଗାଲରେ  ଚୂମ୍ୱନଟିଏ  ଆଙ୍କିଦେଲା ! ତାଆଖିରେ ଲୁହ ଥିଲା ! ଅଷୟଭାବିଲା ହୂଏତା ସେ  ସବୁ ଦିନ ପାଇଁ ଦୁରେଇ ଯାଉଛି ବୋଲି ମନା କାଷ୍ଠା କରୁଛି ! ମାତ୍ର ଗର କିଛିକରିଗର ନାହିଁ! ସେ ଆଉ ଅଧ୍ କ ଦିନ ଶୀତଲ୍ ର ଜନତା ରେ ପଡି ପାରିବ  ନାହିଁ!
ସେ ଶୀତଲ୍ କୁ  ଗୁଡ୍ରବାୟକରି ଗଲିଆସିବାକୂ ବାହାରୂଥିଲା  ସେତିକିବେଳେ ଘଟିଗଲା ଏକ ଦୁର୍ଘଟଣା ଜଣେ ଯୁବକ ହାତଟା  ଚାଲିଆସି ଅଷୟର କଲର କୁ  ଧରି ରିଡ଼ିନେଳା ଓ ଦୁଇ ଚାରିଟା ଚଟକଣା ତାଗାଲରେ କଷିଦେଲା ଚିତ୍କାର  କରି କହିଲା- ଏତେଦିନେ ତୁ ଧଗପଡ଼ିଛୁ! ମୋ ସ୍ତ୍ରୀ କୁ  ଫସେଇ ତୁ ମୋ ଘର ଭାଙ୍ଗି ବାକୁ ବସି ଥିଲୁ  ! ମୁଁ ଡୁମ ଦୁହିଁଙ୍କୁ ରେଡି ହେଂଡେଡ଼ ଧରିବାକୁ ଚାହିଁ ଥିଲି

ଶୀତଲ ଅଷୟକୂ ସେହି ଯୁବକର ପରିଚୟ କକେଇ ଦେଇ କହିଲା ଯେ, ସେ ହେଉଛି ତାର ସ୍ଵାମା ଦାପକ୍ ଓରଫ୍ ଅଙ୍କିତ  କପୁରା ଡରି ଯାଇ ଥିଲା  ଅକ୍ଷୟ  ସେ ବ୍ଦୀପକ୍ ର ହାତ ଧରି କହିଲା- ମୋର ଭୁଲ ହୋଇଛି! ମୁଁ ଏବେ ଶୀତଲ  ଦୂରେଇ ଯିବାକୁ ଆସିଛି! ଏହା ଆମର ପ୍ରଥମ ଓଶେଷ ଦେଖା! ମୁଁଶୀତଲ୍ ର  ଦ୍ଦେହକୂ ସ୍ପର୍ଶ ସୂଦ୍ଧା କରିନାହିଁ ! ତେଣୁ ତୁମେ ମୋତେ କ୍ଷମା କରିଦିଅ

ଦାପକ୍ କହିଲା - ସେଥିଲା ଗି ତୋତେ ଦୁଇଲଷ ଟଙ୍କା  ଦେବାକୁ ହେବା ନ ହେଲେ ମୁଁ ପୋଲିସ୍ ରେ  ଏଫ୍ଆଇଆର ଦେବି !ଅକ୍ଷୟ କହିଲା- ମୋ ନିକଟାରେ ଏତେ ଅର୍ଥନାହିଁ ! ମୋଟେ ଦାସ  ହଜାର ଅଛି! ମୁଁସଚୂଟଙ୍କା  ଶୀତଲପାଇଁ ଖର୍ଚ୍ଚ କରିଦେଇଛି

ଦାପକ୍ ଅଷୟଠାରୁ  ଦଶହଜାର ଟଙ୍କା  ଓ ତାଏପଲ୍ ଆଇସେଟ ଟିକୁ  ମଧ ଛଡ଼େଇ ନେଇଗଲା  ! ଅକ୍ଷୟ ଭାବିଲା , ଯାହା ଯାଉଛି ଯାଇ! କଥା  ପୋଲିସ୍ କୂ ନଯାଉ  ପୋଲିସ୍କୂ ଗଲେ ତାର ଇଜ୍ଜତ  ଯିବା ସେ  ଆଉ କାହାରିକୁ ମୁହଁ ଦେଖେଇ ପାରିବନି!

ମାତ୍ର ଘଟଣା କଦାଚିତ୍ ସେଇଠି ସ ରିବାର ନ ଥିଲା  ଉଭୟ ଦି ପକ୍ ଏବଂ ଶୀତଲ ତାକୁ ମିଳିତ ଭାବ ରେ ବ୍ଲାକମେଲ  କରିବା ଆରମ୍ଭ କରିଦେଲେ  ଅଷୟ ନିଦର ସମଯ ପ୍ରପର୍ଟି ବିକ୍ରି କରିଦେଲା! ତଥାପି ସୋମାନଇଂ କବଳରୂ ତାକୁ ମୁକ୍ତି ମିଳିଲା ନାହି! ଦିନେ ଗତିରେ ଶୀତଲ ଅଷୟକୂ ଫୋନ୍ କରି କହିଲ ପେ,ଡାସହିତ ସେ  ସମ୍ପର୍କ ରଖି ଥିବା ରୁ  ଦୀପକ ତାକୁ ଘରୁ ବାହାର  କରିଦେଇଛି! ତାରହିବା ପାଇଁ ସେ ଘଋଡିଏ କିଣିଦେଉ  ସେ ଗୋଟି  ଘର ବୁ ଝିଛି! ସେଥିଲାଗି  ପାଞ୍ଚ ଲକ୍ଷ ଟଙ୍କା  ଦରକାର! ନ ହେଲେ ସେ ତୁରନ୍ତ ପୋଲିସ୍ ନିକଟକୁ ଯିବା

ଅଷୟ ମୁଣ୍ଡରେ  ବକ୍ରପଡ଼ିଳା ଯେମିତି! ସେ ଭବିଲା, ଆଉ ସେମାନଙ୍କ କବଳ ରୁ ତାର ନିସ୍ତାର ନାହି ! ତାନିକଟରେ ଦୁଇଟ! ରାସ୍ତା ! ସେ ଚୁପ ଚାପ  ଆତ୍ମହତ୍ୟା କରିଦେବା ନ ହେଲେ ପୋଲିସ୍ ହାତରେ ଧଗଦ୍ଦେବା 6ସଡିକି6ନଃଳ ସେ ଭାବିଲା , ବାପତ୍ ଏବଂ ଶୀତଲ ତାକୁ ପୋଲିସ୍ ହାତରେ ଦେବ! ପୂର୍ବରୁ ସେ ନିଜେ ଯାଇ ପୋଲିସ୍ ନିକତରେ ଆମ୍ ସମର୍ପଣ କରିବ ନାହି କଣପଇଁ? ହୁଏତ ଦଣ୍ଡ କିଛି କିଛି କମ୍ ହେଇପାରେ!
ସେ ତାହା ହିଁ କଲା  ପୋଳିସ୍ ସବୁ  ଶୁଣିବା ପରେ ପ୍ରଥମେ ଡ଼ୁ ପ୍ରିଣ୍ଟ ପ୍ରସ୍ତୁତ  କଲା  ଶୀତଲ ଏବଂ ଦୀପକ ଓରଫ ଅଜିତ୍କୂ ଗିରଫ କରିବ! ପାଇଁ ! ସେଠି ପାଇଁ  ସେମନେ ସ୍ପେ ସିଆଲ୍ ସର୍ବେଲାନ୍ସ  ଟିମର ସହାୟତା ଲୋଡିଲେ !  ୨୦୧୫, ଜାନୂୟାରୀ ୨୩ ତାରିଖ! ଗିରଫ କରାଗଲା ଦାପକ୍ କୂ ଏବଂ ତାର ସୁନ୍ଦରା ଭାମ୍ପାୟାର ଶାତଲ୍ କୁ  ଜେଲ୍ କୁ ଯିବା ପୂର୍ବରୁ ସେମାନେ ସ୍ୱୀକାର କରିଥିଲେ  ଯେ, କେବଳ ଅଷୟକୂ ନୁହେଁ; ଏହା ପୂର୍ବରୁ ସେମାନେ ୧୧ଜଣଙ୍କୁ  ଶିକାର କରିସାରିଛନି! କେବଳ ଅଷୟକୂ ଶିକାର କରିବା ସେମାନଙ୍କ ପାଇଁ ମହଙ୍ଗା ପଡ଼ିଗଲା

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...