Showing posts with label ନାରୀନିର୍ଯାତନା. Show all posts
Showing posts with label ନାରୀନିର୍ଯାତନା. Show all posts

Wednesday, 8 January 2020

ଦୁଇ ଭଉଣୀଙ୍କ କାହାଣୀ



ଚଳିତ ବର୍ଷ ଏପ୍ରିଲରେ ମୁମ୍ବାଇର ପୁଲିସ କମିସନର ଦତ୍ବତ୍ରେୟ ପଡସଲଗିକର କେତେଗୁଡିଏ ଉପନଗରୀୟଥାନା ଗସ୍ତରେ ଯାଇଥିଲେସେହି ସମୟରେ କାନଦିଭାଲି ଅଧୀନସ୍କ୍ ଚାରକୋପ ଥାନାର ଦାଏର ହୋଇଥିବା ଏକ ମାମଲା ଉପରେ ତାଙ୍କ ନଜର ପଡିଗଲାତାହା ଥିଲା ଭାରତୀୟ ଷ୍ଟେଟ ବ୍ୟାଙ୍କର ଅବସରପ୍ରାପ୍ତ ପ୍ରକାଶ ଗଙ୍ଗାରାମ ଧ୍ଵାଙ୍ଖେଡେଙ୍କ ନିରୁଦ୍ଦିଷ୍ଟ ହେବାର ମାମଲା  ଫାଇଲ୍ଚିକୁ ପଢ଼ି ବା ପରେ ମାମଲାର ଉପଯୁକ୍ତଯାଞ୍ଚ ହୋଇ ନାହିଁ ବୋଲି ଦର୍ଶାଇ ସେ ଯୁଗ୍ମ କମି ସନର ଦେବେନ ଭାରତୀଙ୍କୁ ଏହି ମାମଲାର ଯାଞ୍ଚ ଠିକ୍ ଭାବେକରିବାର ଦାୟିତ୍ବ ଦେଇଥିଲେ

                 ଦେବେନ ଭାରତୀ ଏହାପରେ ନିଜର ଏକ ଟିମ୍ ଗଠନ କରି ତଦନ୍ତ ପ୍ରକ୍ରିୟାକୁ ଆଗେଇଥିଲେତଦନ୍ତ ପ୍ରକ୍ରିୟା ଆରମ୍ଭରେ ଯାହାଙ୍କ ନାଁ ପ୍ରଥମେ ଆଗକୁ ଆସିଲା ସେ  ହେଲେ ଅହମଦନଗର ସ୍ଫି ଶିବାଜି କଲୋନିରେ ରହୁ ଥିବା ବନ୍ଦନା ଥୋରବେବନ୍ଦନା ଥିଲେ ନିରୁହିଷ୍ଟ ପ୍ରକାଶ ଓ୍ବାଙ୍ଗଡ଼େଙ୍କ  ପତ୍ନୀ ଆଶା ଓ୍ବାଙ୍ଗଡ଼େଙ୍କ ଭଉଣୀସୂଚନାଯୋଗ୍ୟ ଯେ ୨୦୧୬, ଏପ୍ରିଲ ୨୭ରେ କାନ୍ଦିଭାଲିର ସେକ୍ଟର୬ ସ୍ଥିତ ଆକାଶ ଗଙ୍ଗାରାମ ହାଉ ସିଂ ସୋସାଇଟିରେରହୁ ଥିବା ଆଶା   ଓ୍ବାଙ୍ଗଡ଼େ ଚାର କୋପ ଥାନାରେ ତାଙ୍କ ସ୍ବାମୀପ୍ରକାଶ ଓ୍ବାଙ୍ଗଡ଼େଙ୍କ ନିରୁଦ୍ଦିଷ୍ଟ ହେବା ବିଷୟରେ ରି ପୋର୍ଟ କରିଥିଲେ
ଅବସରପ୍ରାପ୍ତ ପ୍ରକାଶ ଙ୍କର ସାମାଳିକ ପ୍ରତିଷ୍ଠା ଖୁବ ଅଧିକ ଥିଲାତେଣ କମିଶନର ଦେବେନ ଭାରତୀ ନିଜ ଟିମ୍କୁ ତାଙ୍କ ସନ୍ଧାନ ପାଇଁ ଭାଗ ଭାଗ କରିଦେଲେତାଙ୍କୁ ଅପହରଣ କରାଯାଇଥିବାର କୌଣସି କାରଣନଥିଲାକାହିଁକି ନା ସେପର୍ଯ୍ୟନ୍ତ ତାଙ୍କ ମୁକ୍ତି ପାଇଁ ଅର୍ଥ
ଦାବି କରିନଥିଲେପ୍ରକାଶ ଶେଷ ଥର ପାଇଁ କେଉଁଠି କୁଯାଇଥିଲେ ବୋଲି ପ୍ରଶ୍ନର ଉତ୍ତରରେ ଆଶା କହିଥିଲେ ତାଙ୍କ ସାନ ଭଉଣୀ ବନ୍ଦନା ଘରକୁ କିଛି ଟଙ୍କା ପାଇଁ ଯାଇଥିଲେତେବେ କମିସନର ଦେବେନ ଭାରତୀଙ୍କୁ ଗୋଟିଏ କଥା ଆଶ୍ଚର୍ଯ୍ୟ ଲାଗି ଥିଲା ଯେ ସ୍ବାମୀଙ୍କ ନିରୁଦ୍ଦିଷ୍ଟ
ହେବା ପରେ କେବଳ ଥାନାରେ ରିପୋର୍ଟ ଲେଖି ଦେଇ ଆଶା ଚୁପ୍ ବସିଥିଲେ
ଏହାପରେ ପୁଲିସ ପ୍ରକାଶ ଏବଂ ଆଶାଙ୍କ ମୋବାଇଲନମ୍ବରର କଲ୍ ଡିଟେଲ୍ବ ବାହାର କରିବା ସହିତ ଲୋକେସନ୍ମଧ୍ୟ ଖୋଳି ବାହାର କରିଥିଲେସେଥିରୁ ଯେଉଁ ତଥ୍ୟବାହାରିଲା ତାହା ଚମକାଇ ଦେଲା ଭଳି ଥିଲାପ୍ରକାଶଙ୍କ ଗାଏବ ହେବାର ଯେଉଁ ତାରିଖ ଆଶା ଭଲ୍ଲେଖ କରିଥିଲେତାହାର ଦିନକ ପୂର୍ବରୁ ୧୧ ଏପ୍ରିଲ, ୨୦୧୬ରେ ଦୁହିଁ ଙ୍କ ମୋବାଇଲ ଲୋକେସନ ଗୋଟି   ଜାଗାର   ହିଁ ଥିଲାଅର୍ଥାତ ସ୍ୱାମୀ ସ୍ତ୍ରୀ ଅହମଦନଗର ଶିବାଳି କଲୋନିରେ ଥିଲେଆଶାଙ୍କ ସାନ ଭାଉଣୀ ବନ୍ଦନା ଥୋରପେ ମଧ୍ୟ ସେଇଠି ରହୁଥିଲେଏହା ପରଦିନ ଅର୍ଥାତ ୧୨ ପ୍ରିଲରେ ବନ୍ଦନାଙ୍କ ମୋବାଇଲ ଲୋକେସନ ଚାରକୋପ ଘସ୍ଥି ଆଶାଙ୍କଘରେ ମିଳିଥି ଲାମାତ୍ର ପୂର୍ବରୁ ଆଶା କହି ଥିଲେ ବନ୍ଦନାଙ୍କପାଖରେ କୌଣସି ମୋବାଇଲ ନାହିଁବନ୍ଦନା ଆଶାଙ୍କୁ
ପୁଲିସ ଅଲଗା ଅଲଗା କରି ବିଭିନ୍ନ ପ୍ରଶ୍ନ କରିଥିଲେଦୁହିଙ୍କ କଥାରେ କିଛି ବି ତାଳମେଳ ରହୁ ନଥିଲାଏପଟେପୁଲିସର ଆଉ ଗୋଟିଏ ଚିମ୍ ପ୍ରକାଶଙ୍କ ନିରୁଦ୍ଦିଷ୍ଟ ହେବାପଛରେ କେତେଗୁଡ଼ିଏ ରହସ୍ୟ ଉପରୁପରଦା ହଟାଇବାରେ ଫଳ ହୋଇଥିଲେସେହି ରହସ୍ୟକୁ ଭିଭି କରି ବନ୍ଦନା ଆଶାଙ୍କୁପ୍ଲଣି ଥରେ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲା ପୁଲିସଧୀରେ ଧୀରେ ଆଶା ବନ୍ଦନାଙ୍କ ଆତ୍ନ ବିଶ୍ଵାସ କମଜୋର ହୋଇଆସୁଥିଲା

ଏହାପରେ ବହନା ପ୍ରକାଶ ଓ୍ତାଙ୍ଗଡ଼େଙ୍କ ନିଖୋଳ ହେବାବିଷୟରେ ସବୁ ସତ କହିଥିଲେକେବଳ ପରକାଶ ନୂହ,ବନ୍ଦନା ନିଜ ସ୍ବାମୀ ଅଶୋକ ଥୋରବେଙ୍କ ନିରୁଦ୍ଦିଷ୍ଟ ହେବାରରହସ୍ୟ ଉପରୁ ମଧ୍ୟ ପରଦା ହଟାଇ ଦେଇଥିଲାସେ ସ୍ବୀକାର କରିଥିଲା ସେ କେବଳ ନିଜ ଭିଣୋଇ ପ୍ରକାଶଙ୍କୁ ନୁହେଁ ବରଂ ସ୍ଵାମୀ ଅଶୋକ ଥୋରପେଙ୍କୁମଧ୍ୟ ହତ୍ୟା କରିଛିପ୍ରେମିକ ନୀଲେଶ ପଣ୍ଡିତ ସପେକର୍ ସହିତ ମିଶି ସେ ଦୁଇଟି ଯାକ ତ୍ୟା କରିଛିବନ୍ଦନାର ସ୍ନୀକାରୋକ୍ତି ଥିଲା ଏହି ପରି -

ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ସହଦେବ ଖେତଲେଙ୍କ ଦୁଇଝିଅ ଥିଲେ ଆଶା ବନ୍ଦନାଦୁଇ ଝିଅ ସ୍ତ୍ରୀ ପାର୍ବ ତୀଙ୍କୁନେଇ ସଦଦେବଙ୍କ ପରିବାର ଥିଲାଅବସର ନେବାପୂର୍ବରୁ ସେ ଦୁଇ ଝିଅଙ୍କର ବିବାହ ସାରି ଦେଇଥିଲେଆଶାସହିତ ପ୍ରକାଶଙ୍କର ଏବଂ ବନ୍ଦନାଙ୍କ ସହି ଅଶୋକଙ୍କରବିବାହ କରିଦେଇଥିଲେତେବେ ସୁନ୍ଦରୀ ବନ୍ଦନା ସ୍ବାମୀରୂପରେ ଅଶୋକଙ୍କୁ ଗ୍ରହଣ କରିପାରୁନଥିଲାବିବାହର ଅଳ୍ପ କିଛି ବର୍ଷ ମଧ୍ମରେ ଅଶୋକ ରୋଗରେ ପଡିଲେସେଥିପାଇଁ ସେ ଛୋଟ ଛୋଟ କଥାରେ ସେ ବନ୍ଦନାକୁ ସନ୍ଦେହ କରିବାକୁ ଲାଗିଲେଏଥି ପାଇଁ ବାପା ସହଦେବଙ୍କୁ  ଦାୟୀ କରୁଥିଲା ବନ୍ଦନାଝିଅର ଆକ୍ଷେପ ସହି ନପାରି ଦିନେ ସହଦେବ ବିଷ ପିଇ ଆତ୍ନ ହତ୍ୟା କରିଦେଇଥିଲେ  ସହଦେବଙ୍କ ମୃତ୍ଯୁ ପରେ ବନ୍ଦନା ଆହୁରି ଚିନ୍ତିତହୋଇଗଲାଏତିକି ବେଳେ ବନ୍ଦନା ସହିତ ଦେଖା ହୋଇଥିଲା ନୀଲେଶ ପଣ୍ତିତ ସୁପେକର ସହିତ୨୪ବର୍ଷୀୟା ନୀଲେଶ ପଣ୍ଡିତ ଖୁବ  ସ୍ବାର୍ଟ ଥିଲାଧୀରେ ଧୀରେ  ବନ୍ଦନାକୁ ସାହାଯ୍ଯ କରିବା ବାହାନାରେ ସେ ବନ୍ଦନାର ଆହୁରିନିକଟତର ହେଉଥିଲାଏସବୁଅଶୋକ ସଦ୍ୟ କରିପାରୁନଥିଲେବନ୍ଦନାକୁ ଏଥିପାଇଁ ଅକଥ୍ୟ ଭାଷାରେଗାଳିଗୁଲଜ କରୁଥିଲେଦିନେ ବନ୍ଦନା ମନଦୁଃଖରେ ବିଷୟରେ ନୀଲେଶ ଆଗରେକହିଥିଲାକେଉଁ ପ୍ରେମିକ ଅବା ତା ପ୍ରେମିକା ଆଖିରେ ଲୁହ ସହ୍ଯ କରିପାରିବତେଣ୍ଲ୍ ସେ ପ୍ରସ୍ତାବ ଦେଲା ଅଶୋକଙ୍କୁ ସବୁଦିନ ପାଇଁ ରାସ୍ତାରୁ ଦଟାଇଦେଲେ କାମ ସରିଲାସେହି ଅନୁସାରେ ସେମାନେ ଯୋଜନାବଦ୍ଧ ଭାବେ ଅଶୋକଙ୍କୁ ହତ୍ୟା କରି ଅଂଭୋରା ଥାନା ଅନ୍ତର୍ଗତ ଏକ ଳଙ୍ଗଲିଆ  ସ୍ଥାନରେ ତାଙ୍କ ମୃତଦେହ ଫିଙ୍କି ଦେଇଥିଲେପୁଲିସକୁ ସେତେବେଳେ ଅଶୋକଙ୍କ କ୍ଷତବିକ୍ଷତ ଶବମିଳିଥିଲେ ମଧ୍ୟ ତାହାର ପରିଚୟ ମିଳିନଥିଲାବନ୍ଦନାଭାବିଥିଲା ଏଥର ତାକ୍କୁ ମୁକ୍ତି ମିଳିଗଲାମାତ୍ର ଏହିଘଟଣା ପରେ ବନ୍ଦନା ଜୀବନରେ ଉଠି ଥିଲା ଆଉ
ଏକ ଝଡ଼ |
ବନ୍ଦନାକୁ ଆର୍ଥି ସହାୟତା କରିବା ବାହାନାରେବଡ଼ ଭିଣୋଇ ପ୍ରକାଶ ଓ୍ବାଙ୍ଗଡ଼େ ତାଂକୁ ଶାରୀରିକଶୋଷଣ କରିବା ଆରମ୍ଭ କରିଦେଇଥିଲେସେ ପ୍ରଥମେ ବଡ଼ ଭଉଣୀ ଆଶା କଥା ଚିନ୍ତା କରି ଚୁପ୍  ରହୁଥିଲାମାତ୍ର ଅଧିକ ଦିନ ଭିଣୋଇର ଅତ୍ୟାଚାର ସହି ନପାରି ଆଶା ଆଗରେ ସବୁ କଥା କହିଦେଲାଏହି କଥାକୁ ନେଇ ଆଶା ପ୍ରକାଶଙ୍କ ମଧ୍ୟରେ ଆରମ୍ଭ ହୋଇ  ଯାଇଥିଲା ତୁମୁଳ ଝଗଡାପ୍ରକାଶ ମଧ୍ୟ ଆଶାକୁ ତା' ଚରିତ୍ର ନେଇ ଅନେକ କଥା ଶୁଣାଉଥି ଲେଆଶା  ପାଇଁ ପ୍ରକାଶର ଏଭଳି ମିଥ୍ଯା ଅଭିଯୋଗ ହ୍ୟ କରିବାଖୁବ କଷ୍ଟକର ହୋଇପଡ଼ି ଥିଲାସେ ଦିନେ ସାନ ଭଉଣୀଘରକୁ ଆସି କାହିଁ କାନ୍ଦି ସବୁ କହିଥିଲାଏଥର ବନ୍ଦନାବୁଝାଇଥିଲା ଆଶାକୁ ଯେ ଏଭଳି ସ୍ବାମୀ ବଞ୍ଚି ରହି କିଛି ଲାଭ ନାହିଁତାଙ୍କୁ ଦୁନିଆରୁ ହଟାଇଦେଲେ ଆଶାକୁ ସବୁଦିନପାଇଁ ମୁକ୍ତି ମିଳିଯିବଆଶା ପ୍ରଥମେ ଭୟ କରୁଥିଲେ ମଧ୍ୟ ଲକ୍ଷ ଟଙ୍କା ବିନିମୟରେ ବନ୍ଦନୀ କଥାରେ ରାଜିହୋଇଥିଲା
 ଯୋଜନା ଅନୁସାରେ ଘଟଣା ଦିନ ପୂଜାପାଠ ବାହାନାରେ ବନ୍ଦନା ଆଶାକୁ ଫୋନ୍ କରି ତା ଘରକୁ ଆସିବା ପାଇଁ ହିଲାବନ୍ଦନା ଡାକିଛି ଶୁଣି ପ୍ରକାଶ ମଧ୍ୟଖୁସିରେ ସ୍ତ୍ରୀ ସହିତ ଏକ ପ୍ରାଇଭେଟ୍ ଟ୍ୟାକ୍ସି ଭଡ୍ରା କରି ବାହାରି ପଡ଼ିଲେସେଠି ପହଞ୍ଚିବା ପରେ ମିଛିମିଛିକାଏକ ପୂଜା ଆୟୋଜନ କରିଥିଲା ବନ୍ଦନାପୂଜା ସରିଲା ପରେ ପ୍ରଥମେ ପ୍ରକାଶକୁ ଖାଇବାକୁ ଦେଇଥିଲା ବନ୍ଦନାକହି ଥିଲା ଭିଣୋଇ ଖାଇବା ପରେ ଦୁଇ ଭଉଣୀ ଖାଇବେପ୍ରକାଶ ଆଗ ଖାଇଦେଲେହେଲେ ସେଇ ଖାଦ୍ୟରେବନ୍ଦନା ଆଗରୁ ନିଶା ବଟିକା ମିଶାଇ ଦେଇଥିଲାଖାଇବାରଅଳ୍ପ ସମୟ ମଧ୍ୟରେ ଗଭୀର ନିଦରେ ଶୋଇପଡ଼ିଲେପ୍ରକାଶଏହାପରେ ବନ୍ଦନା ନୀଲେଶକୁ ଡକେଇଥିଲାଏହାପରେ ତିନିଜଣ ମିଶି ଗଳା ଚିପି ହତ୍ୟା କରିଥିଲେପ୍ରକାଶଙ୍କୁପ୍ରକାଶଙ୍କୁ ତ୍ୟା କରି ସାରିବା ପରେ ନୀଲେଶତାଂର ସ୍କର୍ପିଓ ଗାଡ଼ିରେ ପ୍ରକାଶଙ୍କ ମୃତ ଦେହକୁ ନେଇକଲ୍ୟାଣ- ଅହମଦନଗର ହାଇୱେ ପାଖାପାଖି ଜଙ୍ଗଲରେ ଫିଙ୍ଗିଦେଇଥି ଲାବନ୍ଦନା ନୀଲେଶ ଭାବିଥିଲେ ପୁ ର୍ବଥର ଭଳି ଏଥର ମଧ୍ୟ ଘଟଣା ବିଷୟରେ କେହି କିଛି ବି ଟେର୍ପାଇବେ ନାହିଁମାତ୍ର ସବୁ ଥର ସମାନ ନଥାଏଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଗୋଟି ରହସ୍ୟର ଉନ୍ମୋଚନ କରି ବାକୁ ଯାଇ ପୁଲିସ ଆଉ ଗୋଟିଏ ରହସ୍ୟ ଉପରୁ ପରଦା ହଟାଇବାରେ ସଫଳ ହୋଇଥିଲା

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...