Showing posts with label ଆତ୍ନହତ୍ୟା. Show all posts
Showing posts with label ଆତ୍ନହତ୍ୟା. Show all posts

Thursday, 28 November 2019

ପ୍ରତିଶୋଧ


୫ସେପ୍ଟେମ୍ବର ୨୦୧୭ ତିମାରପୁର ପୁଲିସକୁ ସୂଚନା ମିଳିଥିଲା ଏଜିରାବାଦ ଗଳିନମ୍ବର ୬ରେ ରାଜ କୁମାରଙ୍କ ଘରେ ଜଣେ ଯୁବତୀଙ୍କୁ ହତ୍ୟାକରାଯାଇଛି ଏହି ସୂଚନା ପାଇ ସବ୍ଇନ୍ସପେକ୍ଟର ମନୀଷ କୁମାର ଏବଂ କନଷ୍ଟେବଲ ଧର୍ମେନ୍ଦ୍ରଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ ପୂର୍ବରୁ ସେହି ସ୍ଫ୍ରାନରେ ଲୋକମାନଙ୍କ ଭିଡ଼ଜମି ରହିଥିଲା ଡ୍ରଇଂରୁମ୍ ଆଗରେ ହିଁ ଜଣେ ମହିଳାଙ୍କ ଶବପଡ଼ି ରହିଥିଲା ମୃତ ମହିଳାଙ୍କ ମୁହଁରେ ଧଳା କପଡ଼ା ଭର୍ଭିକରାଯାଇଥିବାର ଦେଖିବାକୁ ମିଳିଥିଲା ମହିଳାଙ୍କ ଗଳାରେ ମଧ୍ୟ ଗଭୀର କ୍ଷତ ସୃଷ୍ଠି ହୋଇଥିବାର ପୁଲିସ ଦେଖିବାକୁ ପାଇଥିଲା ଘରର ଚାରିଆଡ଼ ରକ୍ତରଞ୍ଜିତ ହୋଇଯାଇଥିଲାପୁଲିସ ପୂରା ଘର ବୁଲି ବୁଲି ଯାଞ୍ଚ କରିଥଲାଗୋଟିଏ ନୁହେଁ, ହୋଇଥିଲା ଦୁଇଟି ହତ୍ୟାଏସ୍ଆଇ ମନୀଷ କୁମାର ଯେତେବେଳେ ପ୍ରତିଟି ରୁମ୍
ବୁଲି ବୁଲି ନିରୀକ୍ଷଣ କରି ବାଥରୁମ୍ ଆଡ଼କୁ ଗଲେ ସେଠି ଅନ୍ୟ ଜଣେ ଯୁବତୀର ଶବ ପଡ଼ିଥିବାର ଦେଖିବାକୁ
ପାଇଥିଲେ ସେହି ଯୁବତୀକୁ ମଧ୍ୟ ସମାନ ଢଙ୍ଗରେ ହତ୍ୟା କରାଯାଇଥିଲା ଗୋଟିଏ ଘର ମଧ୍ୟରୁ ଦୁଇ ଦୁଇଟି ଶବ ମିଳିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଏହି ଘଟଣାକୁ ଏସ୍ଆଇ ମନୀଷ କୁମାର ଗମ୍ଭୀରତାରସହିତ ନେଇଥିଲେ ସେଥିପାଇଁ ସେ ଏହି ସୂଚନା କ୍ରାଇମ ଇନଭେଷ୍ଟିଗେ ସନ୍ ଟିମ୍ ଏବଂ ଏଫଏସ୍ଏଲ୍ ଟିମ୍କୁ ¦ଦେଇଥିଲେ ପଡ଼ୋଶୀଙ୍କଠାରୁ ପୁଲିସ ଦୁଇଜଣ ମୃତ ଯୁବତୀଙ୍କ ନା ଜାଣିପାରିଥିଲା ସେଥିମଧ୍ୟରୁ ଜଣେ ଥିଲା ଘର ମାଲିକ ରାଜକୁମାର ଯାଦବଙ୍କ ଝିଅ ସୋନି ଏବଂ ଅନ୍ୟ ଜଣେ ଥିଲା ତାଙ୍କ ଭଣଜା ମୋହି ତର ସ୍ତ୍ରୀ ପ୍ରେମଲତା ଦୁଇଟି ହତ୍ୟାପଛରେ କି ରହସ୍ୟ ରହିଛି ତାହା ଉପରୁ ପରଦା ହଟାଇବା ପାଇଁ ପୁଲିସ ଳୋରଦାର୍ ପ୍ରୟାସ ଆରମ୍ଭ କରିଦେଇଥିଲା
ଫେରାର ଥିଲା ମୋହିତ

ଲୋକମାନଙ୍କଠାରୁ ଜଣା ପଡିଥିଲା ଯେ ପ୍ରେମଲତା ସ୍ବାମୀ ମୋହିତ ସହିତ - ଦିନ ପୂର୍ବରୁ ସୋନିର ଦେଖାଶୁଣାକରିବା ପାଇଁ ଆସିଥିଲା ସୋନିର ଦେଖାଶୁଣା କରିବା ପାଇଁରାଜକୁମାର ଦୁଇଳଣଙ୍କୁ ନିଜ ଘରକୁ ଡାକିଥିଲେ କାରଣରାଜ କୁମାର ଦୁଇ ଦିନ ପୂର୍ବରୁ ପୁଅ ସହିତ କାନପୁର ସ୍ଥିତନିଜ ସଂପର୍କୀୟଙ୍କ ଘରକୁ ବିବାହ କାର୍ଯ୍ୟକ୍ରମରେ ଅଂଶଗ୍ରହଣକରିବା ପାଇଁ ଯାଇଥିଲେ ଘରେ କେବଳ ସୋନି, ପ୍ରେମଲତାଏବଂ ମୋହିତ ଥିଲେ ହେଲେ ସୋନି ଏବଂ ପ୍ରେମଲତାରହତ୍ୟା ହୋଇ ସାରିଥିଲା ଏବଂ ମୋହିତ ଘରୁ ଫେରାର ଥିଲା ଅନ୍ୟପଟେ ମୋହିତର ଫୋନ୍ ମଧ୍ୟ ସୁଇଚ୍ ଅଫ୍ଦେଖାଭଥିଲା ଏଥିପାଇଁ ପୁଲିସକୁ ସନ୍ଦେହ ହୋଇଥିଲାମୋହିତ ଉପରେ ପୁଲିସ ସମସ୍ତ ପ୍ରମାଣକୁ ଆଖି ଆଗରେ ରଖ୍ ଖୋଳତାଡ଼ ଆରମ୍ଭ କରିଥିଲା

ଆତ୍ନହତ୍ୟା କରିଥଲା ମୋହି -
ରାଜକୁମାର କାନପୁରର ନିଳ ଘରେ ପହଞ୍ଚିଥିଲେରାଜକୁମାର କହିଥିଲେ ମୋହି ଉତ୍ତର ପ୍ରଦେଶର ପଞ୍ଚଲଖା ଗାଁରେ ରୁହେ ପୁଲିସ ମୋହିତକୁ ଧରିବାପାଇଁ ମୋହିତର ଗାଁକୁ ବାହାରିଥିଲେ ଯିବାବେଳେରାଜକୁମାରଙ୍କୁ ମଧ୍ୟ ନିଜ ସହିତ ନେଇଯଇଥିଲେ ସେମାନେ ରାସ୍ତାରେ ଯିବା ସମୟରେ ଥାନାପ୍ରଭାରୀ ଓମ୍ପ୍ରକାଶ ସିହ୍ନା ସୂଚନା ଦେଇ କହିଥିଲେ ମୋହି ତର ଫୋନ୍ ଲୋକେସନ୍ ତାରି ଗାଁରୁ ଆସୁଛି ବିଳମ୍ବିତ ରାତିରେ ପୁଲିସ ମୋହିତର ଗାଁ ପଞ୍ଚଲଖା ପହଞ୍ଚିଥିଲେ ହେଲେ ମୋହିତର ଘରେ ତାଲା ପଡିଥିଲା ପୁଲିସ ଅନ୍ୟସ୍ଥାନରେ ମଧ୍ୟ ମୋହି ତକୁଖୋଜାଖୋଳି କରିଥିଲା ହେଲେ ତା' କୁ ଖୋଜି ପାଇନଥିଲା | ସକାଳ ୬ଟାରେ ଗୀ ଲୋକଙ୍କଠାରୁ ଜଣାପଡିଥିଲା ମୋହିତ ତା' କାକାଙ୍କ ଘର ଫ୍ୟାନ ରେ ଝୁଲି ଆତ୍ନହତ୍ୟା କରିଛି
ମୋହି ତର କାକାଙ୍କ ଘର ଦୁଇ କିଲୋମିଟର ଦୁରରେ ଥିଲା ଦିଲ୍ଲୀ ପୁଲିସ ସେହି ସ୍ଥାନରେ ପହଞ୍ଚିଥିଲା ମୋହିତର ଶବ ଫ୍ୟାନ ରେ ଝୁଲି ରହିଥିଲା ମୋହିତ ନିଳ ପ୍ୟାଣ୍ଟକୁ ବେକରେଲଗାଇ ଝୁଲିପଡିଥିଲା ମୋହିତ ତାଂର ଗୋଟିଏ ହାତକୁମଧ୍ୟ କାଟି ପକାଇଥିଲା ଦିଲ୍ଳୀ ପୁଲିସ ଯେଉଁ ଉଦ୍ଦେଶ୍ୟ ନେଇସେଠାକୁ ଯଇଥିଲା ତାହା ପୂରଣ ହୋଇ ପାରିନଥିଲା ସତ କିନ୍ତୁ ଏହି ତ୍ରିକୋଣୀୟ ମୃତ୍ୟୁ ପଛର ରହସ୍ୟ ଉପରୁ ପରଦା ଉଠାଇବାରେ ସଫଳ ହୋଇଥିଲା ପୁଲିସ ମୋହିତର ମୃତ୍ୟୁ ହିଁ ସବୁ ରହସ୍ୟର ସମାଧାନ କରିଦେଇଥିଲା

ପ୍ରେମଲତାର ଚାଲିଥିଲା ଚକ୍କର-
+ ପାସ୍ କରିଥିବା ମୋହି ତିନିମାସ ପୂର୍ବରୁ ଏମ୍ଏ ପାସ୍ ପ୍ରେମଲତାକୁ ବିବାହ କରିଥିଲା ପ୍ରେମଲତା ତା'ଠାରୁ ଅଧ୍କ ଶିକ୍ଷିତ ଥିବାରୁ ସେ ମୋହିତକୁ ପଚାରୁନଥିଲା ସ୍ତ୍ରୀର ଏପରିବ୍ୟବହାର ପାଇଁ ଦୁଇଜଣଙ୍କ ଭିତରେ ବହୁ ସମୟ ଝଗଡ଼ା ସୃଷ୍ଟି ହେଉଥିଲା ପ୍ରେମଲତାର ଦୁର୍ବ୍ୟବହାର ଦେଖି ମୋହି ତର ସନ୍ଦେହ ହୋଇଥିଲା ପ୍ରେମ ଲତା ଘଣ୍ଟା ଘଣ୍ଟା ଧରି ଫୋନ୍ରେକାହା ସହିତ କଥା ହେଉଥିଲା ମୋହିତ ଯେତେବେଳପଚାରୁଥିଲା ସେ କିଛି ନା କିଛି ବାହାନା ବନେଇ ଦେଉଥିଲାହେଲେ ମୋହିତର ସ୍ଥୀ ଉପରେ ଆର୍ଦୌ ବିଶ୍ବାସ ନଥିଲା ମୋହିତ ସନ୍ଦେହ କରିଥିଲା ପ୍ରେମଲତାରକାହାର ନା କାହା ସହିତ ଚକ୍ଟର ନିଶ୍ଚୟ ଚାଲିଛି
 
ସତ ଜାଣିପାରିଥିଲା ମୋହିତ-

ଯେତେବେଳେ ଗୋଟିଏ ମଣିଷ ମନରେ ସନ୍ଦେହ ସୃଷ୍ଟି ହୁଏ ସେ ସହଜରେ ଦୁରେଇପାରେ ନାହିଁ ଆଉ ଏମିତି ହୋଇଥିଲା ମୋହିତସହିତ ମୋହିତ ପ୍ରମାଣ ଗୋଟାଇବାରେ ଲାଗିପଡିଥିଲା ସେଇ ବ୍ୟକ୍ତି ଜଣକ କିଏ ?
ଗୋଟିଏ ଦିନ ପ୍ରେମଲତାର ଫୋନ୍ ଚେକ୍କରିବା ସମୟରେ ସେ ସେହି ନମ୍ବରପାଇଯାଇଥିଲା ସେହି ନମ୍ବର ଆଗ୍ରାରଜଣେ ବ୍ୟକ୍ତିର ଥିଲା ପ୍ରେମଲତା ସହିତତାଂର ସଂପର୍କ କିଛି ଦିନର ନୁହଁ ବରଂ ବର୍ଷ ପୂର୍ବରୁ ସେ ସେହି ବ୍ଯକ୍ତି ସହିତ ସଂପର୍କ ରଖି ଆସ୍ଲୁଥିଲା ମୋହିତକୁଯେତେବେଳ ଏସବୁ କଥା ଜଣାପଡିଲାସେ ସବୁକଥା ଘରଲୋକଙ୍କୁ କହି ଦେଲା ମୋହିତ ସ୍ଥୀକୁ ବୁଝାଇବାକୁବହୁତ ଚେଷ୍ଟା କରିଥିଲା କିନ୍ତୁ ସେତାଂର କଥା ଶୁଣିନଥିଲା ଯାହା ପାଇଁସେମାନଙ୍କ ସଂପର୍କ ଅସାମାନ୍ୟ ଆଡକୁଗତି କରିଥିଲା ଝଗଡ଼ା ମାଡପିଟ୍
ନିତିଦିନର କଥା ପାଲଟି ଯାଇଥିଲା ଏହାରିଭିତରେ ଦିଲ୍ଲୀର ୱ୍ାଜିରାବାଦରେ ରହୁଥିବା ମୋହିତର
ମାମୁଁ ରାଳକୁମାର ସୋନିର ଦେଖାଶୁଣା କରିବା ପାଇଁ ତାଙ୍କଘରକୁ ଡାକିଥିଲେ କାରଣ କିଛି ଦିନ ପୂର୍ବରୁ ସୋନିରଷ୍ଟୋନ୍ ଅପରେସନ୍ ହୋଇଥିଲା ସ୍ବମୀ ସ୍ତ୍ରୀ ଦୁହେଁ ଦିଲ୍ଲୀଚାଲି ଯାଇଥିଲେ ସୋନି ଏବଂ ପ୍ରେମଲତା ଭିତରେ ଭଲପଡ଼ୁଥିଲା ପ୍ରେମଲତା ଆସିଥିବାରୁ ସୋନି ବହୁତ ଖିସି ଥିଲାହେଲେ ମୋହିତ ଖିସି ନଥିଲା ସ୍ତ୍ରୀର ପ୍ରତାରଣାକୁ ମୋହିତଭୁଲି ପାରିନଥିଲା ଦିଲ୍ଲୀ ଆସିବା ପରେ ପ୍ରେମଲତା ନିଜ ପ୍ରେମିକ ସହିତ କଥାବାର୍ଭା ଜାରି ରଖିଥିଲା ଏହାକୁ ଦେଖି ମୋହି ସହ୍ୟ କରିପାରୁନଥିଲା

ନେଇଥିଲା ପ୍ରତିଶୋଧ

ମୋହି ନିଜ ଅପରାଧକୁ ସ୍ବୀକାର କରିବା ପୂର୍ବରୁ ଆତ୍ନହତ୍ୟାକରିସାରିଥିଲା ହେଲେ ପୁଲିସ ଅନ୍ଲସାରେ ସେଦିନ ରାତିରେ ମୋହିତ ପ୍ରଥମେ ନିଶାଗ୍ରସ୍ତ ହୋଇପଡିଥିବ ଆଉ ଏହିସମୟରେ ସେ ଯେତେବେଳେ ପ୍ରେମଲତାକୁ ପ୍ରେମିକ ସହିତକଥା ହେବାର ଦେଖିଥିବ ନିଜ ରାଗକୁ ସମ୍ଭାଳି ପାରିନଥିବଏହା ପରେ ସେ ରୋଷେଇଘରୁ ଛୁରୀ ଆଣି ପ୍ରେମଲତାରଗଳା କାଚି ହତ୍ୟା କରିଥିବ ପାଟି ଶୁଣି ସୋନି ବାହାରକୁଆସିଯିବାରୁ ସେ ସୋନିକୁ ମଧ୍ୟ ହତ୍ୟା କରିଥିବ କାରଣବେଳେ ବେଳେ ଏମିତି ପରିସ୍ଥିତି ଆସିଯାଏ ବ୍ୟକ୍ତି ଗୋଚିଏହତ୍ୟା କରିବା ଚକ୍କରରେ ଅନେକ ହତ୍ୟା କରିବସେ ଯାହାମୋହିତ କ୍ଷେତ୍ରରେ ହୋଇଥିଲା ବୋଲି ପୁଲିସ ଅନୁମାନ କରିଥିଲା ପୁଲିସ ପ୍ରେମଲତାର ମୋବାଇଲରୁ ମଧ୍ୟ କଲ୍ଡିଟେଲସ୍ ବାହାର କରି ତନାଘନା କରିଥିଲା ଯେଉଁଥିରୁ ଆଗ୍ରାର ସେ ହି ପ୍ରେମିକର ନମ୍ବର ମିଳିଥିଲା ଏହି ଘଟଣାରେଅପରାଧୀ ନିଜେ ଆତ୍ପହତ୍ୟା କରି ଦେଇଥିଲା ତେଣ୍ଟ୍ ପୁଲିସ ଏହି କେସ୍କୁ ବନ୍ଦ କରି ଦେଇଥିଲା

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...