Saturday, 28 October 2017



୫ନଭେମ୍ବର, ୨୦୧୭  ୯ଟାରେ ନଭି ।ମୁମ୍ବାଇର ଥାନା ଖାନ୍ଦେଶ୍ଵରକୁ କେହିଜଣେ ଫୋନ୍‌ କରି କହିଥିଲା ସାଇଲୀଲା ବ୍‌ ହାଉସିଙ୍ଗ୍‌ ସୋସାଇଟିର ରୁମ୍‌ ନମ୍ବର ୧୨ରୁଦୁର୍ଗକଜ୍ଞ ଆସୁଛି। ବାହାରୁ ବନ୍ଦ ହୋଇଥିବାରୁ ଭିତରକୁ କେହି ଯାଇ ପାରୁନାହାନ୍ତି। ଫୋନ୍‌ ରିସିଭ୍‌ କରିଥିବା ପୁଲିସ୍‌ଜଣକ ଏହି ଘଟଣା ସଂପର୍କରେତାଙ୍କ ଉପରିସ୍ଫ୍‌ ଅଧିକାରୀଙ୍କୁ ଜଣାଇ ସେହି ସ୍ଥାନରେପହଞ୍ଚିଗଲେ। ରୁମ୍‌ରୁ ଅତ୍ୟଧିକ ଦୁର୍ଗନ୍ଧ ବାହାରୁଥିଲା।ସେହି ସ୍ଫ୍ରାନରେ ମୁହୂର୍ତ ଭଟିଏ ଠିଆ ହୋଇପାରିବାସମ୍ଭବ ନଥିଲା। ପୁଲିସ ପହଞ୍ଚିବା ପରେ ରୁମ୍‌ ମାଲିକ ବାଲାସାହବଙ୍କୁ ପଚରାଉଚରା କରିଥିଲା । ଜଣାପଡିଥିଲାଯେ ସେହି ରୁମ୍‌ରେ ଅଞ୍ଜଲି ପାୱର ନାମକ ଜଣେଯୁବତୀ ରହୁଥିଲା। ସେ ପାଞ୍ଚମାସ ପୂର୍ବରୁ ସେଠାରେରହିବାକୁ ଆସିଥିଲା। ସେହି ରୁମ୍‌ ତାଂର ସାଙ୍ଗ ମାୟା ପ୍ରପଟି ଡିଲର୍‌ ମାଧ୍ଯମରେ ଯୋଗାଇ ଦେଇଥିଲା। ମାୟା-ତା” ସାମ୍‌ନା ରୁମ୍‌ ୧୦ ନମ୍ବରରେ ଜଣେ ପୁରୁଷ ବନ୍ଧୁସହିତ ରହୁଥିଲା। କିନ୍ତୁ -୪ଦିନ ହେବ ସେ ବାହାରକୁ ଯାଇଛି।
କବାଟ ଭାଙ୍ଗି ଶବ ଉଦ୍ଧାରକରାଯାଇଥିଲା
ସେହି ରୁମ୍‌ର ଚାବି କାହା ପାଖରେ ନଥିଲା। ସେଥିପାଇଁବାଧ୍ଯ ହୋଇ ପୁଲିସ କବାଟ ଭାଙ୍ଗିବାକୁ ନିର୍ଦ୍ଦେଶଦେଇଥିଲେ। ପୁଲିସ ଟିମ୍‌ କବାଟ ଭାଙ୍ଗି ଭିତରକୁପ୍ରବେଶ କରି ଦେଖିଥିଲେ ଚାରିଆଡେ ରକ୍ତ ପଡିଥିଲା।ବାଥରୁମ୍‌ର କବାଟ ଖୋଲାଥିଲା। ସେହିଠାରେବେଡ୍‌ସିଟ୍‌ ଗୁଡ଼ା ହୋଇ ଶବ ପଡିଥିଲା। ବେଡ୍‌ସିଟ୍‌ ଖୋଲିଲା ପରେ ଜଣାପଡିଥିଲା ଯେ ସେହି ଶବଟିଅଞ୍ଜଳିର। ତାଂର ଶରୀରରେ ଗୋଟିଏ ବି କପଡ଼ା ନଥିଲା। ପେଟରେ ଗଭୀର ଆଘାତ ଲାଗିଥିଲା।ଦୁଇହାତର ଶିରା କଟାଯାଇଥିଲା। ଅଞ୍ଜଳିକୁ ୩-୪ ଦିନ ପୂର୍ବରୁ ହତ୍ଯା କରାଯାଇଛି ବୋଲି ପୁଲିସସନ୍ଦେହ କରିଥିଲା। ଅପରାଧୀକୁ ଧରିବା ପାଇଁ ପୁଲିସ `କ୍ରାଇମବ୍ରାଞ୍ଚ୍‌ର ସାହାଯ୍ୟ ନେଇଥିଲା |

ପୁଲିସ ଟିମ୍‌ ମାୟାକୁ ପଚରାଉଚରା କରିଥିଲେ। ପୁଲିସପ୍ରଥମେ ସନ୍ଦେହ କରିଥିଲା ମାୟାକୁ । ହେଲେ ଜେରା ପରେମାୟାର ପ୍ରେମିକ ରାଜକୁମାର ସନ୍ଦେହ ଘେରକୁ ଆସିଯାଇଥିଲା।ଜଣାପଡ଼ିଥିଲା ଯେ ରାଜକୁମାର ଖରାପ ପ୍ରବୃଭିରଥିଲା। ଅଞ୍ଜଳିର ହତ୍ୟା ପରଠାରୁ ରାଜକୁମାର ଫେରାରହୋଇଯାଇଥିଲା। ପୁଲିସ ମାୟାଠାରୁ ରାଜକୁମାରର ଫୋନ୍‌ ନମ୍ବର ନେଇଥିଲା। ସେହି ନମ୍ବରକୁ ଟ୍ରାକ୍‌ କରାଯାଇଥିଲା ।ଶେଷରେ ୧୪ ନଭେମ୍ବରରେ ତଲୋଜାର ନାଥ୍ଵାଡ଼ା ଫାଟକପାଖରେ ରାଜକୁମାରକୁ ଗିରଫ କରାଯାଇଥିଲା। ପୁଲିସମାଡ଼ରେ ସେ ସବୁ ସତ କଥା କହିଥିଲା ।କମ୍‌ ବୟସରୁ ହୋଇଥିଲା ଖରାପ୨୮ ବର୍ଷର ରାଜକୁମାର ଉତ୍ତରପ୍ରଦେଶ ଜିଲ୍ଲା ଆଜମଗଡ଼ ନିବାସୀ ଆଦିନାଥ ପାଣ୍ଡେୟାଙ୍କ ପୁଅ ଥିଲା। ଆଦିନାଥଘରେ ରହୁ ନଥିବାରୁ ରାଜକୁମାର ମନଇଚ୍ଛା ବୁଲାବୁଲି କରୁଥିଲା। ଏଥିପାଇଁ ସେ ଯେତେ ବଡ଼ ହୋଇ ଯାଉଥିଲାତା'ର ପ୍ରବୃତ୍ତି ସେତେ ଖରାପ ହେଉଥିଲା। ମାଂ ମଧ୍ଯ କିଛିକହୁନଥିଲେ। ଡର ଭୟ ବିନା ନିଜ ଇଚ୍ଛାରେ ସେ କାମକରୁଥିଲା। ଗାର କେତେଜଣ ଖଳ ପ୍ରବୃଭିର ଲୋକଙ୍କ ସହିତସାଙ୍ଗ ହେଉଥିଲା। କମ୍‌ ବୟସରୁ ମଦ ପିଇବା ଆରମ୍ଭ କରିଦେଇଥିଲା। ବାପାଙ୍କର ବି ଏତେ ଟଙ୍କା ନଥିଲା ଯେ ସେ ତା'ରସବୁ ଇଚ୍ଛା ପୂରଣ କରି ପାରିଥାନ୍ତେ। ସେଥିପାଇଁ ସେ ଚୋରିଏବଂ ପକେଟ୍‌ମାରୁ କରୁଥିଲା। ସେସବୁ ଟଙ୍କାକୁ ସେମଦ ପିଇବାରେ ଉଡେଇ ଦେଉଥିଲା।

ଗୋଟିଏ ମଦ ବାର୍‌ରେ ସେ ପ୍ରଥମ ଥର ପାଇ ମାୟାକୁଦେଖି ଥିଲା। ବାର୍‌ରେ ଅନେକ ଝିଅ କାମ କରୁଥିଲେ। ହେଲେ ମାୟା ଥିଲା ସବୁଠୁ ସୁନ୍ଦର । ରାଜକୁମାର ତା”ସୁନ୍ଦର ଚେହେରା ଦେଖି ମୋହିତ ହୋଇଯାଇଥିଲା। ହେଲେ ତାଂପାଖରେ ଏତେ ଟଙ୍କା ନଥିଲା ଯେ ସେ ମାୟାପାଖକୁ ଯାଇପାରିବ । ମାୟାକୁ ସେ ମନେ ମନେ ଭଲପାଇବସିଥିଲା। ହେଲେ ମାୟା ବିନା ଟଙ୍କାରେ ତା” ପାଖକୁକାହାକୁ ଆସିବାକୁ ଦେଉନଥିଲା। କାରଣ ମାୟା ଦେହବ୍ୟାପାର କାମରେ ଲିପ୍ତ ଥିଲା। ତାଂକୁ ଯିଏ ଅଧୁକ ଟଙ୍କାଦେଉଥିଲା ସେ ତାଂର ହେଉଥିଲା। ଦିନେ ରାଜକୁମାରଚୋରି ଟଙ୍କା ଏକାଠି କରି ମାୟା ପାଖରେ ପହଞ୍ଚିଥିଲା।ଦୁଇଜଣଙ୍କ ଭିତରେ ଥିବା ଦୂରତା ଶେଷ ହୋଇଥିଲା।ସେମାନେ ପରସ୍ପରର ଚାହିଦା ପୁରଣ କରିବାକୁ ଲାଗିଥିଲେ ।
`ଧୀରେ ଧୀରେ ଦୁଇଜଣଙ୍କ ସଂପର୍କ ଆଗକୁ ବଢ଼ିଥିଲା।ରାଜକୁମାର ଚୋରି କରିଥିବା ସବୁ ଟଙ୍କା ମାୟା ପିଛା ଖର୍ଚ୍ କରୁଥିଲା। ଏହା ଭିତରେ ସେ ମନେ ମନେ ସ୍ତ୍ରିର କରିଥିଲାଯେମିତି ହେଲେ ସେ ମାୟନାକୁ ବାହା ହେବ ମାୟା ସାମ୍‌ନାରେସେ ବିବାହ ପ୍ରସ୍ତାବ ରଖିଥିଲା। କିନ୍ତୁ ମାୟା ଏ ହାକୁଠିକ୍‌ ଭାବିଲା ନାହିଁ। ସେଥିପାଇଁ ସେ ରାଜକୁମାରକୁଅପେକ୍ଷା କରିବାକୁ କହିଥିଲା। କିନ୍ତୁ ଦୁଇଜଣ ଲିଭ୍‌ଇନ୍‌ରରହିଲେ। ଦୁହେ କେହି କାହା କାମରେ ହସ୍ତକ୍ଷେପକରୁନଥିଲେ। ଏହା ଭିତରେ ପୁଲିସ ରାଜକୁମାରକୁ ଏକଚୋରି ଘଟଣାରେ ଗିରଫ କରିଥିଲା। ଯେଉଥି ପାଇଁ ତାଂକୁଛଅମାସ ଜେଲ୍‌ ହୋଇଥିଲା। ରାଜକୁମାର ଜେଲ୍‌ ଯିବା ପରେଅଞ୍ଜଳି ସହିତ ମାୟାର ଦେଖା ହୋଇଥିଲା ଗୋଟିଏ ପିକ୍‌ନିକ୍‌ସ୍ପଟ୍‌ରେ। ତା'ପରେ ଦୁଇଜଣ ସାଙ୍ଗ ହୋଇ ଯାଇଥିଲେ। ମାୟାପରି ଅଞ୍ଜଳି ମଧ୍ଯ ଦେହ ବ୍ୟାପାରରେ ଲିପ୍ତ ଥିଲା।
୨୭ ବର୍ଷର ଅଞ୍ଜଳି ଗୁଜରାଟର ବଲସାଡ ଜିଲ୍ଲାର ଥିଲା।ସାଧାରଣ ପରିବାରରୁ ଆସିଥିବା ଅଞ୍ଜଳିର ସ୍ବପ୍ନ ବଡ଼ ଥିଲା।ହେଲେ ତା'ର ବିବାହ ହୋଇ ଯାଇଥିଲା ଜଣେ ଅଚଟୋଚାଳକସହିତ। ଅଞ୍ଜଳି ସ୍ବାମୀର ରୋଜଗାରରେ ଖି ସି ନଥିଲା।କାରଣ ତାର ସ୍ବାମୀ ସବୁ ଟଙ୍କା ମଦରେ ଉଡ଼ାଇ ଦେଉଥିଲା।କିଛି ଦିନ ପର୍ଯ୍ୟନ୍ତ ଅଞ୍ଜଳି ସବୁ ସହି ଚୁପ୍‌ ରହିଥିଲା। ଭାବିଥିଲା ସ୍ବାମୀରସାହାରାରେ ବଞ୍ଚିଲେ ସେ ନ ଖାଇମରିଯିବ। ସେଥିପାଇଁ ସେ କିଛିକାମ କରିବାକୁ ଘରୁ ଗୋଡ଼। କାଢିଥିଲା। ବିୟର ବାର୍‌ରେକାମ କରିଥିଲା। ଏହି କାମରୁସେ ବହୁତ ଟଙ୍କା ପାଉଥିଲା।ବିୟର ବାର୍‌ରେ ଅଞ୍ଜଳିରଅନେକ ଗୁଡ଼ିଏ ଗ୍ରାହକ ବନିଯାଇଥିଲେ । ସେମାନଙ୍କ ସହିତଅଞ୍ଜଳି ବାହାରକୁ ବୁଲିବାକୁ ଯାଉଥିଲା । ଅଞ୍ଜଳିର ଶରୀରପାଇବା ପାଇଁ ସେମାନେ ବହୁ ତ ଟଙ୍କା ଖର୍ଚ୍ଚ କରୁଥିଲେ।ଅଞ୍ଜଳି ପାଖକୁ ବହୁ ତ ଟଙ୍କା ଆସିବା ପରେ ସେ ସ୍ବାମୀକୁଛାଡ଼ି ଦେଇଥିଲା। ତାଂପରେ ସେ ମାୟା ଦ୍ଵାରା ପାଇଥିବାଘରେ ଆସି ରହିଥିଲା।

ଛଅମାସ ପରେ ରାଜକୁମାର ଜେଲରୁ ବାହାରକୁଆସିଥିଲା। ମାୟା ପାଖକୁ ଆସିବା ପରେ ସେ ଅଞ୍ଚଳିକୁଦେଖିଥିଲା। ଅଞ୍ଜଳିର ସୁନ୍ଦର ଶରୀର ଉପରୁ ଆଖି  ହଟାଇପାରୁନଥିଲା ସେ | ଯେତେବେଳେ ଜାଣିଲା ଅଞ୍ଜଳି ମଧ୍ଯମାୟା ପରି ଦେହ ବ୍ୟାପାର କରୁଛି ତା'ର ରାସ୍ତା ଆହୁରିସହଜ ହୋଇଗଲା। ସେ ଭାବିଥିଲା ଯେତେବେଳେଚାହବ ଟଙ୍କା ବଳରେ ଅଞ୍ଜଳିକୁ ପାଇଯିବ। ଅଞ୍ଜଳିକଥା ସବୂବେଳେ ଭାବୁଥିଲା। ୩ ନଭେମ୍ବର ଦିନ ମାୟା ତା'ର ଜଣେ ଗ୍ରାହକ ସହିତ ଗୋଆ ଯାଇଥିଲା।ତା'କୁ ବସ୍‌ରେ ଚଢ଼ାଇ ରାଜକୁ ମାର ରୁମ୍‌କୁ ଆସିଥିଲାସେଦିନ ସେ ପ୍ରଚୁର ମଦ ପିଇଥିଲା। ମଦ ପିଇବାପରେ ତା”ର ଅଞ୍ଜଳି କଥା ମନେ ପଡ଼ିଥିଲା। ସେହି ସମୟରେ ରାତି ୧୨ଟା ହୋଇଥିଲା । ସୋସାଇଟିର ସବୁ ଲୋକ ଶୋଇ ପଡିଥିଲେ। ରାଜକୁମାର ଧୀରେ ଧୀରେମାୟା ଘରୁ ବାହାରି ଅଞ୍ଜଳିର କବାଟ ବାଡ଼େଇଥିଲା।
ଅଞ୍ଜଳି କବାଟ ଖୋଲି ରାଜକୁମାରକୁ ଭିତରକୁ ଆସିବାକୁକହିଥିଲା। କିନ୍ତୁ ରାଜକୁମାର ଏତେ ରାତିରେ ତା” ଘରକୁଆସିବାର କାରଣ ଅଞ୍ଜଳି ବୁଝିପାରିନଥିଲା। ସେ କିଛିପଚାରିବା ପୂର୍ବରୁ ରାଜକୁମାର ତାଂକୁ କହିଲା, ଆଜି ତ ମାୟାଏଠି ନାହ। ତେଣୁ ମାୟା ଜାଗରେ ଆଜି ତୁମେ ମୋ ଇଚ୍ଛାପୂରଣ କର। କିନ୍ତୁ ରାଜକୁମାରର ଏଭଳି ଜିଦ୍‌ ମାନିବାକୁପ୍ରସ୍ତୁତ ନଥିଲା ଅଞ୍ଜଳି। ତେଣୁ ସେ ଟିକେ ବି ଦବି ନଯାଇବେଶ୍‌ ଚଢ଼ା ଗଳାରେ ଜବାବ୍‌ ଦେଇଥିଲା ଯେ ତୁମେ ହୋସ୍‌ରେନାହ। ତେଣୁ ଘରକୁ ଫେରିଯାଅ। କାଲି ସକାଳେ ଏବିଷୟରେ କଥା ହେବା। ହେଲେ ରାଜକୁମାର ଅଞ୍ଜଳି କଥା ନଶୁଣି ଭିତରପଟୁ କବାଟ ବନ୍ଦ କରି ଦେଇଥିଲା। ଅଞ୍ଜଳି ସହିତ ଜବରଦସ୍ତି କରିଥିଲା। ଅଞ୍ଜଳି ନିଜକୁ ବଞ୍ଚାଇବାକୁ ବହୁତଚେଷ୍ଟା କରିଥିଲା। ହେଲେ ରାଜକୁମାରର ତାକତ ଆଗରେଜିତି ପାରିନଥିଲା। ଅଞ୍ଜଳି ସହିତ ଜବରଦସ୍ତି ଶାରୀରିକସଂପର୍କ ରଖିଥିଲା। ଅଞ୍ଜଳି କହିଥିଲା, ତୁମେ ଆଜି ମୋସହିତ ଯାହା କରିଛ ଠିକ୍‌ କରିନ | ମାୟା ଆସିବା ପରେ ମୁଁତୁମ ମୁଖା ଖୋଲିବି । କେବଳ ମାୟା ଆଗରେ ନୁ ହ, ପୁଲିସକୁ ମଧ୍ଯ କହିବି। ଅଞ୍ଜଳିର ଏମିତି ଧମକରେ ରାଜକୁମାର ଡରିଯାଇଥିଲା। ସଙ୍ଗେ ସଙ୍ଗେ କିଚେନ୍‌ରୁ ଛୁରୀ ଆଣି ଅଞ୍ଜଳିରପେଟକୁ ଆକ୍ରମଣ କରିଥିଲା। ଅଞ୍ଜଳିକୁ ହତ୍ୟା କରିବା ପରେ ବାହାରୁ ତାଲା ପକାଇ ଫେରାର ହୋଇଯାଇଥିଲା।

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...