Showing posts with label ଫେସ୍‌ବୁକ୍‌. Show all posts
Showing posts with label ଫେସ୍‌ବୁକ୍‌. Show all posts

Monday, 18 December 2017

ମାୟାଜାଲ

ତନୁ କୁ  ଯେତେବେଳେ ଏଗାର ବର୍ଷ, ତା’ ମ!’ମରିଗଲେ! ବାପା ଖ୍ୟାମ ସିଂ ରାଠୋର ପୁନ ବିବାହ  କଲେ ନାହିଁ! ଓଲଟି ଝିଅ ପାଇଁ ସମୟଦେଲେ! ସେ ତନୁ କୁ   ନେଇ ତାଙ୍କର ଶାଲି  ତଥାତନୁର ମାଉସ! ଅନାତା ବେବୀଙ୍କ ହାତରେ ସମପି ଦେଲେ ! ଅନୀତା ଦ୍ଦେବୀ ଇନ୍ଦୋରର କୌଶଲ୍ୟାପୁର ଅଞ୍ଚଳରେ ରହୁ ଥିଲେ ! ସେ ତନ୍ତୁକୁ ନିଜ ଝିଅ ପରି ପାଳିଲେ!

ସମୟ ଗଡ଼ି ଚାଲିଲା! ଧୀରେଧୀରେ ତନୁଯୌବନରେ ପହଞ୍ଚାଲା  ପରେ ସବୁ ଝିଅଙ୍କ ପରି ଗୋଟେ ଜୀବନସାଥୀର ସ୍ବପ୍ନ ଦେଖିଲା  ! ତନୁଦୃଷ୍ଟି ରେ ତା’ ଜୀବନସାଥୀ ଜଣେ ଗୁତ୍ ଲୁକି  ହୋଇଥିବା ! ସେତିକି ନୁହେଁ ’ ସମାଜରେ ତାର କିଛି ପତିଆରା ଥିବା ! ଏଭଳି ସ୍ୱପ ଦ୍ଦେଖୁ ଥିବା  ତନୁ ଦି ନେ ଚନ୍ଦନ ରାଜୋରିଆ ସଂସର୍ଗରେ ଆସିଲା ! ଚନ୍ଦନ ରାଜୋରିଆ କୌଶଲ୍ୟାପୁର ଅଞ୍ଚଳର ଜଣେ ଯୁବ କଂଗ୍ରେସ ନେତା ଥିଲେ ! ଚନ୍ଦନ ପାଖକୁ  ତନୁ ଯିବାଆସିବ! କରିବାରେଲାଗିଲା! ଖୁବ୍ କମ ଦିନ ମଧ୍ୟ ରେ ସେମାନଙ୍କ ଭିତରେ ଏକ ସମ୍ପର୍କ ଗଢ଼ି ଉଠିଲା! ସେତେବେଳେ ଗ୍ରାଜୁ ଏଶନ  ର ଛାତ୍ରୀ ଥିଲା  ତନୁ! ଆରମ୍ଭ ହେଲ! ଜଣେ ଯୁବ ରାଜନେତା  ଓ କଲେଜ ଛାତ୍ରୀର ପ୍ରେମ କାହାଣୀ ଧୀରେଧୀରେ ଏହି ପ୍ରେମ କାହାଣୀ ରାଟୋରିଆଭବନର ଚାରିକାନ୍ଥ ଭିତରୁ ବାହାରକୁ ଆସିଲା! ସମୟକ୍ରମେ ଅନିତା ! ଦେବୀଙ୍କ କାନରେ ପଡ଼ିଲା ଏକଥା ! ସେ ତନୁକୁଡାକି ତାଗିବା କଲେ! କହିଲେ-ଚନ୍ଦନ ତା ପାଇଁ ଆବୌ ଉପଯୁକ୍ତ ନୁହେଁ ! ରାଜନୀତି କଚ୍ଛଥିବା  ଲୋକମାନେ ମିଛ ସ୍ଵପ ଦେଖାନ୍ତି ! ପରେ ସେହି ସ୍ବପ୍ନ  ଶେଷରେ ସର୍ବନାଶ  କରେ! ତେଣୁ ସେ ଚନ୍ଦନଠୁ ନିଜକୁ   ଦୂରେ ଇ ରଖୁ!

ମାଉସୀର କଥା ପ୍ରେମରେ ଉବୁ ଟୁଁବୁ ତନୁ ପାଇ ଶ୍ରୁତି କଟୁ ହୋଇଥିଲା ! ପୂର୍ବପରି ସେ ଚନ୍ଦନ ସହିତ ମିଳାମିଶା ଜାରି ଉଖ୍ ଲା! ଅନୀତା ଦେବୀ  ଭିଣୋଇ ଖ୍ୟାମ ସିଂ ରାପୋରଙ୍କ ସହିତ କଥାହେଲେ ଆଉ ତନୁ ର ବାହାଘର କରିଦେବାକୁ ପରାମର୍ଶ ବେଲେ!ତନୁ ତ ପ୍ରଥମେ ଅମଙ୍ଗ ହେଉଥିଲା ! ହେଲେବାପାଙ୍କ ଚାପରେ ସେ ଦେବା°ଶକୁ   ବାହାଦ୍ଦେବାକୁ ରାଜି ହୋଇଗଲା!
 ଅହମଦାବାଦର ଦେକାଂଶ ଜଣେ ବିଜେ  ନେସମ୍ୟାନ୍ ଥିଲା !ବାଧ୍ୟ ବାଧକତାରେ  ଦେବାଂଶ  କୁ  ବାହାହେଲା ତନୁ!ହେଲେ ସେ ଚନ୍ଦନ ସହିତ ସମ୍ପର୍କ କାଟି ଲା ନାହିଁ! ସେ ଚନ୍ଦନକୁ  ନିୟମିତ ଫୋନ୍ କରୁ ଥିଲା    ଆଉ କହୁଥିଲା :‘ବେକାଂଶ ମୋ’ ଦେହଟାକୁ ବାହ! ହେଇଛି! ହେଲେ ମନରେ ମୁଁଏବେ ବି ତୁମର ହେଇ ଅଛି! ମୋତେ ଦୟା ଲାଗୁଛି  ଦେବାଂଶ   ଉପରେ! ଏଇଥ୍ ପାଇଁ ଯେ, ସେ ପ୍ରତିଦିନ ତୁମ ଅଇଁଠା ଖାଇ ନିଃଯାକୁ  ଭାଗ୍ୟବାନ ଟୋଲି ଭାବୁଛି! ବୋକା  ଦେକାଂଶ ଜାଣିନାହିଁ ଯେ,ସେ ଯୋଉ ଦେହଟାକୁ   ମହାପ୍ରସାଦ ଟୋଲି ଭାବୁଛି ସେଇ ବେହଟାକୁ  କେହି ଜଣେ ତା’ ବହୁ ପୂର୍ବରୁ ଭୋଗ କରିସାରିଛି!’
      ଏମିତି ଭାବରେ ଦେହରେ ଦେବା°ଶର’ଆଉ ମନରେ  ଚନ୍ଦନର ହୋଇ ଜୀବନ ଚଞ୍ଜୁଥିବା  ତନୁ ଦିନେ  ଗର୍ଭବତୀ ହେଲା! ସେ ଜିଦ୍ ଧଚୁଥିଲା  ଗର୍ଭ ରଖ୍ ବନିକି  ଦେବାଂଶ  ର ପିଲାକୁ  ଜନ୍ମ  ଦବନି! ସେ ଯଦି ମା’ ହେବ’ ତା’ହେଲେ ଚନ୍ଦନ ପିଲାର ମା’ହେବ ମାତ୍ର ସେମିତି କରିପାରିଲାନି ତନୁ! ଡାକ୍ତରଖାନାରେ ସେ ଏକ କନ୍ୟା ସନ୍ତାନ ଜନ୍ମ କଲା ! ସେଇ ଡାକ୍ତରଖାନା ବେଡ଼ ରେ  ଶୋଇତନୂ ଫୋନ କଲା ଚନ୍ଦନକୁ! କହିଲା: ‘ମୁଁ ଏବେଗୋଟେ ଝିଅ ଜନ୍ମ କରିଛି ! ହେଲେ ସେଇଟାକୁ ମୋର ଅନେଇବାକୁ ଚି ଇଚ୍ଛାହଉନି! ଯଦି ଏଇ ଝିଅରବାପ ତମେ ହେଇଥାନ୍ତ ନା ତା’ହେଲେ ଖୁସିରେମୋ’ ପାଦ ତଳେ ଲାଗୁ ନ ଥାଆନ୍ତା! ମୁଁ ଏବେଖୁସିର ସପ୍ତମ ସ୍ୱର୍ଗରେ ଥାଆନ୍ତି  ଚନ୍ଦନ କହିଲା: ‘ତୁମେ କାହା ଛୁଆର ମା’ ହେଇଛ ସେଥ୍ରେ ମୋର କୌଣସି ଯାଏଆସେ ନାହିଁ! ମୁଁଏବେବି ତୁମକୁ ଚାହେଁ ତୁମେ ସେହି ବେପାରୀକୁ   ଛାଡି ! ମୋତେ ବାହାହେଇଯାଅ !’ତନୂ ବି ଠିକ୍ ସେଇକଥା ଚାହୁଁଥିଲା  ! ସେ ଚାହୁଁଥିଲା  ଯେମିତି ହେଉ  ଦେବାଂଶ  କୁ   ଡିଭୋର୍ସ ଦବ ଆଉ ତା’ ପ୍ରେମର ସ୍ଵର୍ଗକୁ  ପେ'ରିଆସିବ
        ସେଥିଲା ଗି ସେ ଦ୍ଦେକାଂଶ ସହିତ କଳିତକରାଳଆରମ୍ଭ କରିଦେଲା! ଯେତେ ତଳକୁ ଜଣେ ଯାଇପାରିବ’ ସେ ସେତେ ତଳକୁ ଖସିଗଲା! ସ୍ତ୍ରୀ ର ଏପରି ଆଚରଣରେ ଖୁଦ୍ କଷ୍ଟ ପାଇଲା  ଦେବାଂଶ  !ସେ ଜାଣିବାକୁ ଚାହିଁଲା ଯେ, କ’ଣ ପାଇଁ ତନୁ ଏମିତିହେଉଛି! ଆଉ କାରଣ ଖୋଜି ପାଇଲା, ତନୁ ଡାକୁ ନୁହେଁ ; ତା ପ୍ରେମିକକୁ   ଚାହେଁ! ଦେବାଂଶ   ଥିଲା  ଜଣେ ବୁଝିବାର ମଣିଷ! ପୁଣି ସେ ଥିଲା  ଜଣେ ସଫଳ ବିଦ୍ଜେସ୍ମ୍ୟାନ୍! ସେ ଜାଣିଥିଲା ’ ଯେଉଁ ବିଜ଼ନେସ ରେ  ଲାଭ ନାହିଁ ତାକୁ ବ୍ରରନ୍ତ ଛାଡ଼ିଦେବା ଉଚିତ! ଏବେତନୁକୁ ସେ ଜବ ରଦସ୍ତ ରକହିବା  ତା’ ପାଇଁ କ୍ଷତି ନୁହେଁ ଦିନେ  ସର୍ବନାଶ ଡାକି ଆଃ ଣିବ! ତେଣୁ ସେ ତୁରନ୍ତ ତରେଡିଭୋର୍ସ ଦେଇଦେଲା! ଚନ୍ଦନ ପାଖକୁ ଫେରିଆସିଲା ତନୁ! ସେମାନେ ଏକ ମନ୍ଦିରରେ ବାହା ହେଇଗଲେ
           ସ୍ଵପ ଆଉ ବାସ୍ତବତା ମଧ୍ୟ ରେ ଏକ ବିରାଟ ପ୍ରାଚୀର ଥାଏ ସେକଥା ଚନ୍ଦନକୁ ବାହାହେବା ପରେ ବୁଝିଲା ତନୁ! ଜାଣିଲ! ଯେ, ପ୍ରେମିକ ହେବା ପାଇଁ ଚନ୍ଦନ ଠିକ୍!ହେଲେ ଏକ ହଜେ ବ୍ୟାଣ୍ଡ   ମ୍ୟାଟେରିଆଲ ଭାବରେ ସେ ଚିଲ୍ ଳୁଲ ଜିରୋ! ତେଣୁସେ ଚନ୍ଦନ ନିକଟରେ ବେଶୀଵିନ ସ୍ତ୍ର1 ହେଇ ରହିବାକୁ ଚାହିଁଲା ନାହିଁ! ଚନ୍ଦନ ବି ଚୂଝିଯାଇଥିଲା ! ବେହସୂଖ ବବାକୁ ତନୁଠିକ,ହେଲେସେ ସ୍ତ୍ରୀ ହେବାକୁ ଯୋଗ୍ୟ! ନୁହେଁ ! ତେଣୁ ସେମାନେ କଥାବାର୍ଭ! ହେଇ ପରସରଠୁ ଦୂରେଇ ଯିବାକୁ ନିଷ୍ପତି  ନେଲେ! ତେବେ କଥ! ଛିଡି଼ଲା ’ ଚନ୍ଦନ ବାହାହେବା ଯାଏ ତନୁ ତା’ ଘରେ ରହିବ ! ବାହାଘର ପରେ ତନୁଏକ ଭଡ଼ାଘରେ ରହିବ ! ଘରଭଡ଼ା ସହ ତା’ର ଚଳିବା ଦାୟିତ୍ଵ ନବ ଚନ୍ଦନ! ଆଉ ତନୁ ତାକୁ ସବୁ ବେ ଳେ ଦ୍ଦେହସୂଖ ଯୋଗେଇଦବ! ଏମିତି ପାରସ୍ପରିକ  ଶଳା ସୁତୁରା କରିବାରେ ମୂଖ୍ୟ ଭୁମିକା ଗ୍ରହଣ କରି ଥିଲେ  ଚନ୍ଦନରମା’ ତଥ! ତନୁର  ଶାଶୂ ରାଚ୍ଚକୁ  ମାରୀ ଦେବୀ! କିଛିଦିନ ପରେ ଚନ୍ଦନର ବାହାଘର ଠିକ୍ ହେ ଲା ! ଝିଅ ଦେଖ୍ ବାଠୁ , ବରଯାତ୍ରୀ ଯିବା ପୁଣି ବନ୍ଦନଳୁବଉଠି ରାତିକୁ ପଠେଇବା ଭଳି ସବୁ କାମ ବୁଝିଲା  ତନୁ! ସେତେବେଳେ ରାଜକୁମାରୀ ଅନ୍ୟମାନକୁ   ଚି଼ନେହିଁ  ତା’ର ପରିଚୟ ବେଇ ଥିଲେ  ତନୁ  ହେଉଛି ଚନ୍ଦନ ର  ଦୂର ସମ୍ପର୍ଜାୟା ମାଉସୀ ଝିଅଭଉଣୀ !ଏଥ୍ ରେ  ତନୁ ଦୁଃଖ କରିବା ପରିବ୍ରତେ  ଖୁସିରେ ହଁ ମାଗୁଥିଲା  ଭଡ଼ାଘରକୁ   ଚାଲିଆସିଲୀ ତନୁ! ହେଲେ ପୂର୍ବପରି ଦୈହିକ ସମ୍ପର୍କରହିଲା ଚନ୍ଦନସହିତା ଚନ୍ଦନ ଚ୍ଚାଣିଥିଲା  ତନୂ ଭଳି ତାକୁ ଆଉ କେହି ଦେହସୁଖ ଦେଇପାରିବ ନାହିଁ’

        ବାସ୍ତବରେ ଚନ୍ଦନ ରାଜନୀତି ନାମରେ ଦେହବ୍ୟବସାୟ କରୁ ଥିଲା  !ତା’ର ପାର୍ଟନର ଥିଲା  ମହିମଶର୍ମ! ମହିମ ଶର୍ମା ନିଚ୍ଚଜୁଜଣେ ଗଣମାଧ୍ୟ ମ ପ୍ରତିନିଧି ବୋ ଲିପରିଚୟ ଦଉଥିଲା ! ସେମାନେ ଗୋଟେ ଝିଅ ଗାଙ୍ଗ  ରଖ୍ ଥି  ଲେ’ ଯେଉଁମାନେ ପଇସା  ଥିବା  ଲୋକକୁ   ଫେସ୍ ବୁକ୍ ଟ ଦ୍ୱାବୃ ଆପ ଜରିଆରେ ଫସାଉ ଥିଲେ ! ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁ ଥିଲେ ! ସେହି ସମୟର ଭି.ଡି.ଓ    ପ୍ରସ୍ତୁତ କରି ଚନ୍ଦନ ଓ ମହିମଶର୍ମା ସମ୍ପୂକ୍ତ -- ଲୋକମାନକୁ ବ୍ଲାକମେଲ କରୁ   ଥିଲେ  ଓ ସେମାନଙ୍କଠୁମୋଟ! ଅକର ଅର୍ଥ ଝଡ଼ାଉ ଥିଲେ ! ତେବେ ସେଥ୍ରେ ସେମାନଙ୍କର ବେଶୀ ଲାଭ ହେଉ ନ ଥିଲା ! କାରଣ ବେହଜୀବୀମାନକୁ   ସେଥିଲା ଗି ଅଧାଭାଗ ଦେବାକୁପଦୁ ଥିଲା  ! ଦିନେ ମହିମ ଶର୍ମା କହିଲା: ତନୁତ ଡୋ’ ପାଇଁ ଗୋଟେ ବେସ୍ୟା  ପରି !ତୁ ଗୋଟେ ବେଶ୍ୟ!କୁ  ପୋଷ୍ଣଛୁ! ଯଦି ଆମେ ତାକୁ କାମରେ ଲଗେଇଦବାତା’ହେଲେ ସବୁତକ ଲାଭ ଆମରୀ ଚନ୍ଦନକୁ  ଏକଥ! ଠିକ୍ ଲାରିଲା ! ତେବେ ତନୂକୁ  ରାଜିକରେଇବା ତା’ ପାଇଁ ସହଜ ନ ଥିଲା  ! ମହିମ କହିଲା, ସେ ଦାୟିତ୍ଵ ତୂ ମୋ’ ଉପରେ ଛାଡି଼ଦେ
       ବାସ୍ତବରେ ସେତେବେଳକୁ ମହିମ ତନୁ କୁ   ତା’ ପ୍ରେମରେ ପକେଇ ଦେଇଥିଲା !ମହିମ କଥା କହିବାରେ ଥିଲା ଓସ୍ତାଦ! ଆଉ ମିଠା କଥା କହୁଥିବା ପୁଅକୁ  ପ୍ରେମ କରିବାରେ ତନୁଥିଲା ଜଣେ ନମ୍ବର ୱାନ୍ ଖ୍ ଲାଡି଼! ସେମହିମ ସହିତ ଶାରୀରିକ ସମ୍ପର୍କମଧ୍ୟ  ସ୍ଥାପନ କରିସାରିଥିଲା !ଦିନେ ଯୋଜନା  ଅନୁଯାୟୀ, ସେ ତନୁସହ ଶାରୀରିକ ସମ୍ପର୍କ ସ୍ଥାପନକଲା! ଆଉ ସେହି ଦୃଶ୍ୟକୁ  ଭିଡିଓ କରିଦେଲା ଚନ୍ଦନା କହିଲା: ଯଦି ତନୁ ଡା’ଭ୍ୟାଙ୍ଗରେ ସାମିଲ୍ ନ ହେବ ଆଉ ତା’ ଅନୁଯାୟୀ କାମ ନ କରିବ ସେ ଏହାକୁ  ଇଣ୍ଟେର୍ନେଟ ରେ  ଛାଡ଼ିଦବା

        ତନୁ ମୁଣ୍ଡରେ ବକ୍ର ପଡ଼ିଲା!ସେ ତା’ ଭୁଲ କୁ ବୁ ଝିପାରିଲା’ଚନ୍ଦନ ତା’ ପାଇଁ ପ୍ରେମ ନୁହେଁ; ଥିଲା  ଗୋଟେ ମାୟାଜାଲ! ସେହି ଜାଲରେ ସେ ଛହିହେଇ ନିଜର ସର୍ଚନାଶ କରିସାରିଛି! ବାପା କିମ୍ବା ମାଉସୀ କଥା ଶୁଣିନାହିଁ! ଦେକାଂଶଭଳି ସ୍ବାମୀ ସହିତ ବିଶ୍ଵାସଘାତକତା କରିଛି! ପଛକୁ ଫେରିବାର ସବୁ ରାସ୍ତାବନ୍ଦୀ ଏବେତା’ର ଗୋତିଏ ରାସ୍ତା - ପ୍ରଷ୍ଠିଚ୍ୟୁସନ୍! ଚନ୍ଦନ ବି ତାକୁ ଗୋକ୍ ଠୋକ୍ ଜଣେଇଦେଲ! ଯେ, ସେ ତା’ର ସ୍ତ୍ର1 ନୁହେଁ ତା ପାଇଁ ସେ ଗୋଟେ ମାମୁଲି ବେଖ୍ୟା! ଆଉ ସେ ଅଧ୍ କ ଦିନ ଗୋଟେ ବେସ୍ୟା କୁ  ପୋଷି ପାରିବ ନାହିଁ ହାରିବାର ଝିଅ ନଥିଲା  ତନୁ’ ଭାବିଲ” ଯାହା ପାଇଁତା’ର ସର୍ବନାଶ ହେଇଛି, ଯିଏ ତା’ ଆଖ୍ ରେ ମାୟାଜାଲ ଦେଢ଼େଇ ତାକୁ ଅନ୍ଧଗଳି ଭିତରକୁ ଟାଣିନେଇଛି ତାକୁ ସେ ଛାଡ଼ିବନି’ ପୋଲିସ୍ ରେ   ଦବା ତା’ରାଜନୈତିକ କ୍ୟାରିଅର କୁ    ବରବାବ କରିଦବା ହେଲେସେତେବେଳକୁ ଅନେକ ଡେରି ହୋଇ ସାରିଥିଲା !ପୋଲିସ୍ ପାଖକୁ ଯିବାର ଧମକ ଶୁଣି ହସିଲେ ଚନ୍ଦନଓ ମହିମା ସେହି ଘର ଭିତରେ ତା’ର ତଂଟି ଚିପି ମାରିଦେଲେ ! ସେତିକି ନୁହେଁ , ତା’ ଶବକୁ  ଖଣ୍ଡଖଣ୍ଡ କରି ନର୍ମଦା ନଦୀକୁ ଫୋପାଡ଼ିଦ୍ଦେଲେ! ଅବଶ୍ୟ ପୋଲିସ୍ ହାତରେ ଧରାପଡ଼ିଲେ ଚନ୍ଦନ ଏବଂ ମହିମା ହେଲେ ସେକଥା ଦେଖ୍ ବାକୁ ତନୁ ଜୀବି ତ ନ ଥିଲା

Wednesday, 22 November 2017

ଅଶ୍ଳୀଳ ଭିଡିଓ ଭାଇରାଲକାରୀଙ୍କୁ ୭ ବର୍ଷ ଜେଲ ଦଣ୍ଡ



ହ୍ବାଟ୍‌ସଆପ, ଫେସ୍‌ବୁକ୍‌ ଭଳି ବିଭିନ୍ନ ସୋସିଆଲ ମିଡିଆରେ ଦିନକୁ ଦିନ ଆପତ୍ତିଜନକ ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି। ଯୁବତୀଙ୍କ ଆପତ୍ତିଜନକ ଦୁର୍ବଳ ମୁହୂର୍ତ୍ତର ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ଛାଡିବା ଏକ ରୁଗ୍ନ ମାନସିକତା ଭାଇରାଲ୍ ଭିଡିଓର ବ୍ୟାଧି ମୋବାଇଲ୍ରୁ ମୋବାଇଲ୍ ଡେଉଁଛିଯୁବତୀ ମହିଳାଙ୍କ ଇଜ୍ଜତ ମୟୂରଭଞ୍ଜରୁ କେନ୍ଦୁଝର ସବୁଠି ନିଲାମ ହେଉଛିଯାହା ସୂଚାଇ ଦେଉଛି ସାମାଜିକ ଅଧୋପତନର ଚିତ୍ରଏହାର ମୁକାବିଲା ଲାଗି ଅଣ୍ଟା ଭିଡିଛି ପୋଲିସ ଆପତ୍ତିଜନକ ଭିଡିଓ ସୁଟିଂ, ସୋସିଆଲ ମିଡିଆରେ ପୋଷ୍ଟିଂ ଏହାର ପ୍ରଚାର କରୁଥିବା ଲୋକଙ୍କ ବିରୁଦ୍ଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏଥିପାଇଁ ଏସ୍ପି ଡିସିପିଙ୍କ ଲାଗି ପୋଲିସ ଡିଜି ଜାରି କରିଛନ୍ତି ଷ୍ଟାଣ୍ଡାର୍ଡ ଅପେରେଟିଂ ପ୍ରୋସେଜିଅର(ଏସ୍ଓପି) ଏଭଳି ଅଭିଯୋଗ ଆସିଲେ ତାର କେମିତି ତଦନ୍ତ ହେବ ଅଭିଯୁକ୍ତଙ୍କ ବିରୁଦ୍ଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ କରାଯାଇପାରିବ, ସେନେଇ ଏଥିରେ ନିର୍ଦ୍ଦେଶ ଦିଆଯାଇଛି ସେହିପରି ଏଭଳି ଘଟଣାକୁ ନେଇ ସମ୍ବେଦନଶୀଳ ହେବା ଲାଗି ଜନସାଧାରଣଙ୍କ ପାଇଁ ପୋଲିସ ଆଡଭାଇଜରି ମଧ୍ୟ ଜାରି କରିଛି ଏହାକୁ ରୋକିବା ଲାଗି ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ରାଜେନ୍ଦ୍ର ପ୍ରସାଦ ଶର୍ମା ବୁଧବାର ଆଡ୍ଭାଇଜରି ଜାରି କରିଛନ୍ତିଏହି ଆଇନ ଏବଂ ସାଇବର ଅପରାଧ ସଂକ୍ରାନ୍ତ ଦଣ୍ଡବିଧାନ ବିଷୟରେ ସାଧାରଣରେ ସଚେତନତା ସୃଷ୍ଟି କରିବାକୁ ପ୍ରତ୍ୟେକ ଜିଲାର ଏସ୍ପି ଭୁବନେଶ୍ୱର ଡିସିପିଙ୍କୁ ଶର୍ମା ପରାମର୍ଶ ଦେଇଛନ୍ତିସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଅଶ୍ଳୀଳ ଫଟୋ ଏବଂ ଭିଡିଓ ଯେହେତୁ ଏକ ଅପରାଧ, ତେଣୁ ଏହାକୁ ନେଇ ରୁଜୁ ହେଉଥିବା ମାମଲାଗୁଡ଼ିକର ତଦନ୍ତ ପ୍ରକ୍ରିୟା କିଭଳି ହେବ ସେନେଇ ଜିଲା ଏସ୍ପି ଡିସିପିଙ୍କ ପାଇଁ ଧାର୍ଯ୍ୟ ନିୟମାବଳୀ ଜାରି କରାଯାଇଛିଅଶ୍ଳୀଳ ଫଟୋ ଭିଡିଓଗୁଡ଼ିକ ଭାଇରାଲ ହେବା ଦ୍ୱାରା ଯୁବତୀମାନେ ମାନସିକ ଭାବେ ନିର୍ଯାତିତ ହେଉଛନ୍ତିକେତେକ କ୍ଷେତ୍ରରେ ସେମାନେ ଆତ୍ମହତ୍ୟା କରୁଥିବା ଦେଖିବାକୁ ମିଳୁଛିଏଥିପାଇଁ ଭିଡିଓ ଏବଂ ଫଟୋଗୁଡ଼ିକୁ ଭାଇରାଲ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ କିଭଳି ତଥ୍ୟ ସଂଗ୍ରହ କରାଯିବ ସେନେଇ ଡିଜିପି ଆଡଭାଇଜରିରେ ଉଲ୍ଲେଖ କରିଛନ୍ତିଅଶ୍ଳୀଳ ଭିଡିଓ କିପରି ଭାଇରାଲ ହେବ ତାହାକୁ ରୋକିବା ଦିଗରେ ସଚେତନତା ଜରୁରୀଏଥିରେ ଗଣମାଧ୍ୟମର ପ୍ରମୁଖ ସହଯୋଗ ଆବଶ୍ୟକ ବୋଲି ଡିଜିପି କହିଛନ୍ତିବର୍ତ୍ତମାନ ସମୟର ଯୁବପିଢ଼ି ଦାମୀ ସ୍ମାର୍ଟ ଫୋନ ବ୍ୟବହାର କରୁଥିବାରୁ ନିଜର ବାନ୍ଧବୀଙ୍କ ସହ କାଟୁଥିବା ବ୍ୟକ୍ତିଗତ ସମୟର ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ନିଜ ପାଖରେ ରଖୁଛନ୍ତିପରବର୍ତ୍ତୀ ସମୟରେ ଯଦି ସମ୍ପର୍କରେ ତିକ୍ତତା ଆସୁଛି, ତେବେ ତାହାକୁ ସେମାନେ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ କରି ଯୁବତୀମାନଙ୍କୁ ବ୍ଲାକମେଲିଂ କରୁଛନ୍ତିଏହାକୁ ଦୃଷ୍ଟିରେ ରଖି ଏହି ଆଡଭାଇଜରି ଜାରି କରାଯାଇଛି

' ରହିଛି ପୋଲିସ ଡିଜିଙ୍କ ଆଡଭାଇଜରି

: ଆଡଭାଇଜରିରେ ଉଲ୍ଲେଖ ରହିଛି ଯେ, କୌଣସି ବ୍ୟକ୍ତିବିଶେଷଙ୍କ ବ୍ୟକ୍ତିଗତ ମୁହୂର୍ତ୍ତର ଫଟୋ ଉଠାଇବା ଏବଂ ଏହାର ଭିଡିଓ ତିଆରି କରିବାରେ କେହି ସମ୍ପୃକ୍ତ ଥିଲେ ଆଇପିସିର ଧାରା ୩୫୪(ସି) ଅନୁଯାୟୀ ୧ ବର୍ଷରୁ ୩ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡର ବ୍ୟବସ୍ଥା ରହିଛି।
: ଆଇଟି ଆକ୍ଟର ସେକ୍ସନ ୬୬ ଅନୁସାରେ ଆପତ୍ତି ଭିଡିଓ ସୁଟିଂ କଲେ ଅଭିଯୁକ୍ତଙ୍କୁ ବର୍ଷର ସଜା ହେବ

: ଆପତ୍ତିଜନକ ଭିଡିଓକୁ ସୋସିଲ ମିଡିରେ ଭାଇରାଲ କଲେ ଆଇଟି ଆକ୍ଟର ସେକସନ ୬୭ ୬୭ଏ ଅନୁଯାୟୀ ବର୍ଷରୁ ବର୍ଷ ଯାଏଁ ସଜା ହେବ

: କୋଣସି ଆପତ୍ତିଜନକ ଭିଡିଓ ନଜରକୁ ଆସିଲେ ତୁରନ୍ତ ସ୍ଥାନୀୟ ପୋଲିସ କିମ୍ବା ସାଇବର କ୍ରାଇମ୍ ପୋଲିସ ଜଣାଇବାକୁ କୁହାଯାଇଛି

: ଏଭଳି ଘଟଣାର ପୀଡିତା ସମାଜିକ କଟକଣାକୁ ନଡରି ନିର୍ଭୟରେ ପୋଲିସରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି

: ଭାଇରାଲ ଭିଡିଓରୁ ନିବୃତ୍ତ ରହିବା ଲାଗି ଶିକ୍ଷାନୁଷ୍ଠାନ, ସରକାରୀ ଅଧିକାରୀ, ଜନ ପ୍ରତିନିଧି ସାମିଜିକ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି

: ପୀଡିତା ତାଙ୍କ ପରିବାରର ପରିଚୟ ପ୍ରକାଶ ନକରିବାକୁ ଗଣମାଧ୍ୟମକୁ କହିଛି ପୋଲିସ

ଗତ କିଛି ଦିନ ଭିତରେ ନିକଟରେ ବାରିପଦା କେନ୍ଦୁଝରରୁ ଆପତ୍ତିଜନକ ଭିଡିଓ ଭାଇରାଲ କରାଯିବା ନେଇ ତିନି ତିନିଟି ଅଭିଯୋଗ ଆସିବା ପରେ ସତର୍କ ହୋଇଛି ପୋଲିସ ତେବେ ପୋଲିସର ଆଡଭାଇଜୋରି ଏସଓପି ଏଭଳି ଘଟଣା ରୋକିବାରେ କେତେ ସଫଳ ହେଇଛି ତାଉପରେ ସମସ୍ତଙ୍କ ନଜର ରହିଛି

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...