Wednesday, 9 November 2016

ଭାଗ୍ୟର ଖେଳ



ଭାଗ୍ୟ ଏକ ଅଦ୍ଭୁତ  ଛନ୍ଦରେ ନଚା ଉଥିଲା ଗୁର ପ୍ରୀତ୍ କୁ! ଭାଗ୍ୟ ପ୍ରଣୋଦିତ  ତାଳ-ଲୟ-ଛଦକୁ ମାନିନେବା ବ୍ୟତୀତ ଗୁର ପ୍ରୀତ୍ ର ଗତ୍ୟାନ୍ତର ରେ ନଥିଲା! ବିଚାରା! ଗୁର ପ୍ରୀତ୍ ବାହା ହୋଇଥିଲା ହରପ୍ରିତ କୁ! ନିଜ ଘର,ନିଜ ଆପଣାର ଲୋକମାନଙ୍କୁ ଛାଡ଼ି ସେ ବୋହୁ ହୋଇ ଆସିଥିଲା ପଞ୍ଜାବର ଦୂସିଆରପୁର ଜିଲା ମେଟିୟାନା ଥାନା ଅନ୍ତର୍ଗତ ହଲ୍ଟା ଗ୍ରାମକୁ - ହରପ୍ରିତଋ ଘରକୁ ! ମନରେ ଅମୁମାରି ଆଶା ! ବସା ବାନ୍ଧି ବାରସ୍ବପ୍ନ ,ହରପ୍ରିତ ବି ଥିଲା ତା’ ମନଲାଖ୍ ପୁରୁ ଷ! ମାତ୍ର ସେ ଥିଲା ଆବଶ୍ୟକତାଠାରୁ  ଅଧ୍ କ ଉଚ୍ଚାଭିଳାସୀ    !

ଗୁରପ୍ରୀତ୍ ର ସ୍ବପ୍ନ  ଥିଲା ହରପ୍ରୀତ , ମାତ୍ର ହରପ୍ରୀତ ର  ସ୍ବପ୍ନ  ଥିଲା ବିଦେଶ! ଅର୍ଥାତ୍ ସେ ସବୁ ବେଳେ ସ୍ଵପ ଦେଖୁଥିଲା ବିଦେଶ ଯିବ! ସେଠାରେ ଚାକିରି କରିବା ‘  ସେ ଭାରତୀୟ  ମୁଦ୍ରା  ‘ଟଙ୍କା’କୁ ଭଲପାଇ ନ ଥିଲା ସେ ଭଲ ପାଉ ଥିଲା ଆମେରିକୀୟ ଦଳର କୁ ! ଫ୍ରାନ୍ସ ର ଫ୍ରାଙ୍କ କୁ  ବ୍ରିଟେନର ପାରଣ୍ଡ କୁ ! ସେ ସବୁବେଳେ ଭା ବୁ ଥିଲା-କେତେବେଳେ ସୁଯୋଗ ଆସିବ ଯେତେବେଳେ ସେ ଇଣିଆକୁ ‘ଗୁତ୍ ବାଏ’ କରି ବିଦେଶରେ ଯାଇ ସ୍ଥାୟୀ  ବାସିନ୍ଦା ପାଲଟିବା
ଗୁରପ୍ରୀତ୍ ବୁଝାଊଥିଲା- “ଆମ ବେଶ ଆମ ପାଇଁ ମା’! ଆମ ମାଟିରେ ଆମର ପୂର୍ବ ପୁରୁଷଙ୍କ ର ଆମା ରହିଛି! କ’ଣ ପାଇଁ ବିଦେଶକୁ ନେଇ ତୁମ ଭିତରେ ଏ ପାଗଳାମା? ଆମ ଦେଶରେ ତ ଚାକିରିର ଅଭାବ ନାହିଁ ! ତୁମେ ଏଇଠି ଚାକିରି କର ତୁମେ ଯେତିକି ରୋଜଗାର କରିବ ମୁଁ ସେତିକିରେ ଖୁସୀ ମନରେ ଚଳିଯିବି !”” ହରପ୍ରାତ୍  ହସଗେ ରଢ଼େର ବେରଥିଲା ଗୁରପ୍ରାତର କଥାକୁ! କଦୁଥିଲା- “ତୁମର ଟଙ୍କା  କ’ଣ ମୋତେ ସେତିକି ଖୁସା ଦେଇପାରିବ ଯେତିକି ଖୁସା ମିଳିବ ଡ଼ାଲା ର କିମା ପେଟ୍ରୋ ଡଲାର  ରୋଜଗାର କରିବାରେ! ଏ ଗୁର ପ୍ରୀତ୍! ଆରେ  ମୁଁ ଡଲାର ରୋଜଗାର କଲେ ଲାଭ  ତୁମର ହିଁ ହେବ! ତୁମେ ଅଏସ୍ କରିବ ଅଏସ୍!”
ଏଇମିତି ଗୁରପ୍ରୀତ୍ ବୁଝାଉ ଥିଲା  ଆଉ ଏଇମିତି ହରପ୍ରୀତ୍ ଗୁରପ୍ରୀତ୍ ର କଥାକୁ ହସଗେ ଗଡ଼େଇ ଦେରଥିଲା ! ଏଇ ସମୟ ମଧରେ ଗର୍ଭବତୀ ହେଲା ଗୁର ପ୍ରୀତ୍  ଆର ନିର୍ଜାରିଚ ସମୟରେ ପୁଅଟିଏ ଜନ୍ମ କଲୀ ତା’ର ନାଁ ରଖାଗଲା ହରମାନ୍ ପ୍ରାତ୍ ଓରଫ୍ ହରମାନ୍! ଏତିକିବେଳେ ହରପ୍ରାତ୍ କୁ ଦୁବାଇର ଏକ କମାନାରେ ଚାକିରି ମିଳିଗଲା! ପୁଅ ଓ ଦୁବାଇ ଚାକିରି! ହର ପ୍ରୀତ  ପାଇଁ ଏହା ଯେପରି ଏକ ଉତ୍ସବର  ସମୟ ଥିଲା !
  ହରପ୍ରୀତ୍ ଦୁବାଇ ବାହାରିଲା କହିଲା- ସେ ଦୁଇବର୍ଷ ପାଇଁ ଆସିପାରିବନି! ଦୁଇବର୍ଷ ପରେ ତାକୁ ଦୁଇମାସ ଚୁଟି ମିଳିବା ସେ ଆସି ହରମାନ୍ କୂ ଓ ଗୁର ପ୍ରୀତ୍ କୁ ଦୁବାଇ ନେଇଯିବ! ହରପ୍ରାତ୍ଵ ଚାଲିଗଲା ଦୁବାଇ! ଦୁଇବର୍ଷ ବିତିଲୀ ହରପ୍ରାତ୍ଵ ଫେରିଳାନି! ତିନିବର୍ଷ ହେଲା! ହରପ୍ରାତ୍ଵ ବି ଫେରିଳାନି! ଅବଶ୍ୟ ମାସକୁ ମାସ ଟଙ୍କା  ପଠାରଥିଲା ହରପ୍ରୀତ  ଫୋନ୍ କରି ଗୁର ପ୍ରୀତ୍ ଓ ପୁଅ ହର୍ମାନ କଥା ବୁ ଝୁଥିଲା  ସେତିକିରେ କିନ୍ତୁ ଗୁର ପ୍ରୀତ୍ ର  ମନ ବୁଝୁ ନଥିଲା ସେ ତାଦୂଥିଲା’ ଇଏ କେମିତିକା ପୁରୁଷ ଯିଏ କେବଳ ବାହ! ହେଇ ଜାଣେ! ସ୍ୱୀକୁ ଗର୍ଭବତୀ କରିଚ୍ଚାଣେ! ପିଳା ଜନ୍ମ  କରିଢାଣେ! ଅଥଚ ସ୍ୱୀ ମନକଥା ବୁ ଝିପାରେନୀ! ରାତି ପରେ ରାତି ବିତୁଥିଲା ମାତ୍ର ନିଦ ଗୁର ପ୍ରୀତ୍ ର ଆଖ୍ ପତା ମାତୁ ନଥିଲା! ନିଜେ କୁ ନିଜେ ବୁ ଝାରଥିଲା ଗୁର ପ୍ରୀତ୍ କମାନା ଚାକିରି! ମାଲିକ ହାତରେ ଛୁଟି !ହରପ୍ରାତ୍ଵ କୁ  ଯଦି ଛୁଟି ମିଳୁ ନଥିବା ବ ତା’ହେଲେ ସେ କେମିତି ଆସିବା ତା’ଛଡ଼ା,  ସେ ଯେମିତି ହରପ୍ରାତ୍ଵ କୁ ଖୋକୁଛି; ହରପ୍ରାତ୍ ବି ସେମିତି ତାକୁ ଖୋଯୁ  ନ ଥିବା କି ? ସେ ବି ଜଣେ ମଣିଷା ସବୁ କଷ୍ଟ ସବୁ  ଅବଶକ୍ୟତା କୁ ଚାଟି  ଭିତରେ ଗପିରଖ୍ ହରପ୍ରାଦ୍ ଖାଟୁ ଛି କ’ଣ ପାଇଁ? ସେଇମାନଙ୍କ ପାଇଁ ତ!
  ସାହିପଡ଼ିସା ର  ସ୍ତ୍ରୀ ଲୋକ ମାନେ ଟୁ ପୁରୂ ଟା ପୂରୂ ହେଉଥିଲେ  ହରପ୍ରୀତ  ଓ ତା’ ସମ୍ପର୍କକୁ ନେଇ ସଜ ମାଛରେ  ପୋକ ପକାଉଥିଲେ  କାହାରି କଥାକୁ କାନ ଦେଉ ନଥିଲା କ! ଗୁର ପ୍ରୀତ୍  ! ସେ କେବଳ ଅପେକ୍ଷା କରୀ ଥିଲା - ‘ହରପ୍ରୀତ୍ ଫେରିବା ନିଶ୍ଚୟ ଫେରିବ !’
ଦିନେ ହରପ୍ରୀତ୍ ପୋନ୍ କଲା  ଗୁର ପ୍ରୀତ୍ କୁ ! ଗୁର ପ୍ରୀତ୍ ଭାବିଲା - ଆତି ନିଶ୍ଚୟ ହରପ୍ରୀତ୍ ତାକୁ କହିବ ପେ, ସେ ଫେରୁଛି ତା’ ପାଖକୁ! ହେଲେ ହରପ୍ରୀତ୍ କହିଲା -- ‘ଗୁର ପ୍ରୀତ୍ ! ମୁଁ ଆଉ ପଞ୍ଜାବ ଫେରୁ ନି! ତୁମେ ମୋତେ ଆଉ ଅପେକ୍ଷା କରନି! ମୁଁ ଏଠାରେ ବାହା  ହୋଇଯାଇଛି !’ ଗୁର ପ୍ରୀତ୍ ହଟାତ  କିଛି ବୁଝିପାରିଲା ନାହିଁ! କହିଲ!- “ହରଗ୍ରୀତ୍! ତୁମେ ଜାଣିଛ ନା ମୋତେ ଏଭଳି ଜୋ କ୍ ପସନ୍ଦ ନୁ ହେଁ !” ହରପ୍ରୀତ୍ କହିଲା- ‘ଏଇ ଟ! ଜୋ କ୍ ନୁହେଁ! ସତକଥା! ତୁମେ ମୋତେ ଅପେକ୍ଷା ନ କରି ଆଉ କାହାକୁ ବାହ! ହୋଇଯାଅ ! ମୋତେ ଆଉ ଫୋନ୍ କରିବନି! ମୁଁ ଏବେ ଏଇ ‘ସିମ୍’କୁ ନଷ୍ଟ  କରିଦେଇଛି କଟିଗଲା

ସେପଟରୁ  ଫୋନ୍! ଏପଟରୁ  ଡ ଏଲ କରିକରି ଥକିଗଲା ଗୁର ପ୍ରୀତ୍  ! ମାତ୍ର ପେପଟରେ  ସିମ୍ ନଷ୍ଟ  କରିସାରିଥିଲା ହରପ୍ରୀତ୍ ! ଗୁର୍ପ୍ ରାତ୍କୂ ଲାଗିଲା, ଯେପରି ତା’ ପାଇଁ ଦୁନିଆଟା ଅନ୍ଧକାର ହୋଇଗଲା ! ଶାଶୂଘରେ ତା’ପାଇଁ ତାଗ! ନଥିଲା ! କାରଣ ହରପ୍ରୀତ୍ ନିଜର ବାପାମା’ଙ୍କ ସହିତ ସବୁ  ସମର୍କ ଛିନ୍ନ କରିସାରିଥିଲା ବାପଘରୂ ମଧ କୌଣସି ଆଶ୍ବାସନ! ସେ ପାଇଲାନାହିଁ ନା ଗୂର୍ ପ୍ରୀତ ର  ପାଦ ତଳେ ମାଟିଥିଲା! ! ନା ଗୁର ପ୍ରୀତ୍  ମୁଣ୍ଡ ଉପରେ ଆକାଶ ଭାଗ୍ୟ ଅଦ୍ଭୁତ ଖେଳ ଖେଲୁ ଥିଲା ଗୁର ପ୍ରୀତ୍  ସହିତ!
ଯେତେବେଳେ ସବୁଆଡୁ ମଣିଷ ନିରାଶ ହୋଇଯାଏ ସେତେବେଳେ ଇଶ୍ଵରଙ୍କ ଶରଣାପନ୍ନ ହୁଏ! ଗୁର ପ୍ରୀତ୍ ୱାହେଗୂରୂଙ୍କର ଶରଣ ପଣିକା! ପୁଅକୁ ଧରି ଗୁରୂଦ୍ୱାର ପରେ ଗୁରୂଦ୍ୱାର ଘୂରିବ୍ରଲିଲ! ଗୁରପ୍ରୀତ୍ ! ଉଦ୍ଦେଶ୍ୟ-ଗୁରୂଦ୍ୱାର ରେ ହେଉ ଥିବା  ସର୍ବସାଧାରଣ ଭୋଜନ ତାକୁ ମିଳିଯିବ! ସେ ନିଜର ଓ ପୁଅର ଜୀବନ ବଞ୍ଚାଇ ପାରିବ! ଦ୍ୱିତୀୟତଃ, ୱାହେଗୁରୁ  କିଛି ନା କିଛି ତା’ ପାଇଁ ନିଶ୍ଚୟ କରିବେ!
ତିନିମାସ ପରେ! ଦିନେ ଗୁର ପ୍ରୀତ୍ ପୁଅ ହରମାନ୍ କୂ ନେଇ ହୂସିଆରପୁରର ଏକ ଗୁରୂଦ୍ୱାର ଭିତରକୁ ଯାରଥିଲା ! ପଟ୍’କି ଭୋଜନରେ ବସିବାପାଇଁ ! ହଠାତ୍ ତାକୁ ଲାଗିଲା, ଯେମିତି କେହି ଜଣେ ତାକୁ ଡାକୁଛି ! ତା’ ପାଦ ଅଟକିଗଲା! ସେ ପଛକୁ ଫେରିଢାହିଁଳା! ଦ୍ଦେଖ୍ ଲା, କଣେ ୨୭/୨୮ବର୍ଷର ଯୁବକ ତାକୁ ଡାକୁଛି! ଗୁର ପ୍ରୀତ୍ ପ୍ରଣ୍ଠିଳ ଦୃଷ୍ଟି ରେ  ତାକୁ ଚାହିଁ ପଚାରିଲା- “ମୋତେ କିଛି କହୁ ଛନ୍ତି !” ଯୁବକଟି କଛିଲା- “ମୋ ନାଁ ଅଜୟ  ମୁଁ ତୁମକୃ କିଛିମାସ ହେଲା ଦେଖୁଛି! ତୁମେ ଖୁବ୍ ଦୁଃଖରେ ଥିବା  ପରି ଲାଗୁଛି! ଯଦି କିଛି ନ ଭାବି ବ’ ତା’ହେଲେ ମୋତେ ତୁମ ଦୁଃଖକଥ! କୁହ! ହୂଏତ ମୁଁ କିଛି ସାହାଯ୍ୟ କରିପାରିବି !” ଗୁରପ୍ରୀତ୍ ଆଖବୁଜି ୱାହେଗୁରୁ ଙ୍କୁ ମନେପକେଇଲା ଓ ଭାବିଲା- ହୁଏତ  ୱାଦ୍ଦେଗୂରୁ ତା’ ପାଖକୁ କଣେ ଦେବଦୂତ ପଠେଇଛନ୍ତି

! ବୁଡ଼ିଗଲା ଲୋକର କୁଟା ଖ୍ଅକୁ ଭରସା  ଗୁର ପ୍ରୀତ୍ ଅବସ୍ଥା  ଠିକ୍ ସେଇଭଳି ହିଁ ଥିଲା! ସେ ଅଜୟ ନିକଟରେ ନିଜର ଦୁଃଖ  କାହାଣୀ ବୟାନ କଲା! ଅଜୟ ଡାକୁ ଆଶ୍ଵାସନା ଦେଇ କହିଲା- “ଈଶ୍ଵର ବଡ ଲୋକ ସେ   ତୁମର ଦୁଃଖ ବେଶିଦିନ ରଖ୍ ବେନି !” ଅଜୟ ର କଥାସବୁ  ମଲମ ଭଳି ଥିଲା ଗୁର ପ୍ରୀତ୍ ପାଇଁ ! ସେମାନଙ୍କ ମଧରେ ବନ୍ଧୁତା ହୋଇଗଲା! ଦିନେ ଗୁର ପ୍ରୀତ୍ ରଦୁଥିବା  ଭା ଡ଼ାଘରର କୋଠରିରେ ବସିଥ୍ଳେ ଉଭୟ ଗୁର ପ୍ରୀତ୍  ଓ ଅଜୟ ପୁଅ ହରମାନ ଖେଳ୍ମଥିଲା ବାହାରେ! ଅଜୟ କହିଲା- “ଗୁର ପ୍ରୀତ୍ ତୁମେ  ଏତେ  ଦୁଃଖୀ ରହୁଛ  କ’ଣ ପାଇଁ?” ଗୁର ପ୍ରୀତ୍ କହିଲା- “ଯାହା ମନରୁ ଶାନ୍ତି  ଦୂରେଇଯାଇଛି ସେ ଦୁଃଖ ଛଡ଼ା ଆଉ କ’ଣ ପାଇବା” ଅଜୟ  କହିଲା- “କେବଳ ତୁମ ମନ ପାଇଁ ନୁହେଁ; ତୁମ ଦେହ ପାଇଁ ବି ଶାନ୍ତି ଲୋଡ଼ା  !”  ଅଜୟ କଥା ଶୁଣି ଚମକି ପଡ଼ିଲା ଗୁର ପ୍ରୀତ୍ ! ଅଜୟ ବୁ ଝେଇଲା- “ଦୀର୍ଘବର୍ଷ ହେଲ! ତୁମ ସ୍ଵାମା ନାହାନ୍ତି , ତ୍ରମେ ଦୈହିକ ସୁଖ ଯାଇନାହିଁ! କହିଲ’ ତୁମ ଦେହ କ’ଣ ଶାନ୍ତି  ଖୋତୁନି !” ଅଜୟ କଥ! ଶୁଣି ଆଖ୍ ଛଳଛଳ ହୋଇଗଲା ଗୁରପ୍ରୀତ୍ ର ସତକଥା, ତା’ ଦେହ ତାକୁ ଜଳଉ ଥିଲା! ସେ ପ୍ରତି ରାତିରେ ନିସଙ୍ଗ  କପୋତିଟେ ପରି ବାହୁ ନୂଥିଲା ! ତେଣୁ ଅଜୟ କିଛି ଭୁଲ୍ କହୁ ନ ଥିଲା ! ଗୁର ପ୍ରୀତ୍  ନୀରବ ରହିବା ଦେଖ୍ ଅଜୟ ଉଠିଗଲା ତା’ପାଖକୁ! ତା’ ଓଠରେ ଚୁମ୍ବନ ଟେ  ଆଙ୍କି ଦ୍ଦେଇ କହିଲା- “ଆସ, ମୁଁ ତୁମକୁ ସୁଖ ଦେବି! ଦେଖିବା  ତୁମ ଭିତରକୁ ଶାନ୍ତି  ଫେରିଆସିବା”
ଗୁରପ୍ରୀତ୍ ଖେଳନାଟେ ସାଢିଥିଲା ଭାଗ୍ୟ ହାତରେ! ନିଜ ଦେହକୁ ସେ ଲଟେଇ ଦେଲା ଅଜୟା ବର ଛାତି ଉପରେ! ଦୀର୍ଘଦିନ ଧରି ଯେପରି ଶୁଖ୍ ଲା ପଡି଼ଥିଲା ଗୋଟେ ନଈ! ଏବେ ଦୁ ଇକୁଳ ଚୁଇଁ ଉଚ୍ଛଳି ଉଠିବାର ଅବକାଶ  ଆସି ପହଞ୍ ଥିଲା ତା’ ପାଇଁ! ଅଜୟ ଠାରୁ ଛ ଭରପୂର ଶାରୀରିକ ମୁଖ ପାଇବ! ପରେ ବିହଳିତ ହୋଇ ଗୁର ପ୍ରୀତ୍  କହିଲା- “କାସ୍’ ତୁମେ ମୋର ସ୍ୱାମୀ ହେଇଥାନ୍ତା” ଅଜୟ ବି ଗୁର ପ୍ରୀତ୍ କୁ ଆଲିଙ୍ଗନ କରି କହିଲା- “ମୁଁ ତୁମକୁ ମୋର ସ୍ତ୍ରୀ  କରିବାକୁ ଚାହେଁ! ତୁମେ ମୋତେ ବାହାହେବ !” ଗୁର ପ୍ରୀତ୍  କହିଲା- “ମୋର ଆପଭିନାହିଁ! ତେବେ ମୋ ହରମନ କୁ ତୁମକୁ ଗ୍ରହଣ କରିବାକୁ ହେବ ଅଜୟ କହିଲା- “ମୁଁ ତୁମ କଥା ରେ ରାଜି!”
ଗୁରପ୍ରୀତ୍  ଭାବିଲା, ସମ୍ଭବତଃ ୱାହେଗୁରୂ ତା’ ପ୍ରାର୍ଥନା ଶୁଣିଲେ! ଏଥର କୁଳରେ ଲାଗିଗଲା ସେ! ହେଲେ, ଅଜୟର ବାପାମା’ ରୋକ୍ ଠୋ କ୍ ଶୁଣେଇଦ୍ଦେଜେ ପେ, ସେମାନେ ଏକ ସ୍ୱାମା ପରିତ୍ୟକ୍ତା  ତଥା ଗୋଟିଏ ଚାରିବର୍ଷର ପିଲାର ମା’କୁ ତାଙ୍କର ବୋହୁ ଜରିନେବ! ପାଇଁ ପ୍ରସ୍ତୁତ  ନୂହନ୍ତି  ଅଜୟ କିନ୍ତୁ ପଡ଼ିଯଛୋଥିଲା ଗୁରପ୍ରୀତ୍ ର ପ୍ରେମରେ! ତେଣୁ ବାପାମା’ଙ୍କ କଥା ସେ ସହଜରେ ଗ୍ରହଣ କରିପାରିଲୀନାହିଁ  ! ଅପରପକ୍ଷରେ, ଗୁର ପ୍ରୀତ୍  ପାଇଁ ଅଜୟକୁ ଛାଡ଼ିଦେଲେ ଆଉ ଦ୍ଵିତୀୟ କେହି ନଥ୍ଳୋ ଅସ୍ଥାୟୀ  ହେଉ ପଛକେ ଅଜୟ ହିଁ ଥିଲା ତାଙ୍କ ପାଇଁ ଏକମାତ୍ର ଆସା’ ସେଥିଲାଗି ଅଜୟର ବାପାମା’ ତାଳୁ ବୋହୁ କରିନେବାକୁ ଅରାଜି ଥିବା ! ଜାଣି ବି ଗୁରପ୍ରୀତ୍ ଅଜୟ ନିକଟରୁ ଚାଲିଆସି ପାରିଲାନାହିଁ ! ଅଜୟ ତାକୁ ପ୍ରତିଶୃତି ଦେଲା ପେ, ସେ ତା’ ବାପାମା’ଙ୍କୁ ରାଜି  କରେଇବା ଆଉ ତାକୁ ଘରକୁ ବୋହୁ କରିନେବା ଅଜୟ ତାକୁ ବୋହୁ କରିନେବ କି ନ! ସେକଥା ଢାଣି ନଥିଲା ଗୁର ପ୍ରୀତ୍ ! ତେବେ ସେ ଏକଥା ଢାଣିଥିଲା ପେ, ଅଜୟ ତାକୁ ଖାଇବାକୁ ଦେଉ ଛି! ତା’ ସୁଖଦୁଃଖ ବୁଝୁଛି! ସେଥିଲାଗି ସେ ଅଜୟ ସହିତ ଲିକ୍- ରନଃର ରହିବାକୁ ଟିକିଏ ବି ଦ୍ୱିଧାକଳ! ନାହିଁ ଅଜୟକୁ ନେଇ ଗୁର ପ୍ରୀତ୍  ସୁଖୀ  ଥିଲା! ଆର ଗୁର ପ୍ରୀତ୍ କୁ ପାର ଅଜୟ ଚି ଖୁସା ଥିଲା! ମଣିଷ କ’ଣ ଗହେଁ? ସୁଖ  ! ଉଭୟ ଦେହର ଆଉ  ମନର! ଅଜୟ ଓ ଗୁର ପ୍ରୀତ୍  - ପରସ୍ପର କୁ ଏକ ମୁଖ ଯୋଗେଇ  ଚାଲିଥିଲେ !ଦିନେ ସେମାନେ ବୈଷୋଦ୍ଦେବୀ ଭ୍ରମଣରେ ବାହାରିଲେ! ଇଚ୍ଛା  ଥିଲା ହରମାନ୍ କୂ ବି ସାଥିରେ  ନେରଯିବେ! ହେଲେ ଦରମାନ୍ ହଠାତ୍ ଜିଦ୍ ଧରିଲା ସେ ମାମୂଘରକୁ ଯିବ! ମାତ୍ର ନିଜ ବାପଘରକୁ ନେଇ ବିଷ ରରିଯାଇଥିଲା ଗୁର ପ୍ରୀତ୍  ମନରେ! ସେ ବୁଝେଇ ଲା ପୁଅକୁ! ହେଲେ ହଁ ରମାନ୍ କନ୍ଦାକଟା କରିବା ଆରମ୍ଭ କରିଦେଲା!  ଅଚାନକ ରାଗିଗଲୀ ଗୁର ପ୍ରୀତ୍  ବାଡ଼େଇଦ୍ଦେଲା ପୁଅକୁ! ଭାଗ୍ୟ ଏଠି ବି ଖେଳ୍ପଥିଲା ଗୁରପ୍ରୀତ୍ ସହିତ! ମା’ର ହାତଟା ସେଦିନ ବଜ୍ର ହେଇ ବସିଗଲା ହରମାନ ଦେହରେ! ଉଡ଼ିଗଲା ପ୍ରାଣବାୟୁ! ଶେଷ ହୋଇଗଲା କାହାଣୀ ! ଗୁରପ୍ରୀତ୍   ସହିତ ଭାଗ୍ୟ ଏଯାବତ୍ ଲେଖ୍ ଚାଲୁଥିବା  କାହାଣୀ!

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...