ପତ୍ନୀ ପୁନମ୍ କୁ ନିକ ଠୁ ଅଧିକ ଭଲପାଉଥିଲା ଦୀପକ! ପୁନମ୍ କୁ ଭଲରେ ରଖିବା ପାଇଁ’ ସେ ଦିନରାତି ପରିଶ୍ରମ ବି କ ରୁଥିଲା! ତା’ର ଛୋଟ ଛୋଟ ପରମାଇସ୍ ପୂରା କରି ତା’ ମୁହଁରେ ସବୁବେଳେ ହସ ବେଖିଚା କୁ ଚାହୁଁଥିଲା ଦୀପକ! ମାତ୍ର ବିଶ୍ଵାସଘାତକତା କଲା ପନମ୍! ଦୀପକର ଅନୂପସ୍ଥିତିର ସୁଯୋଗ ନେଇ ସେ ଅବୈଧ ସମ୍ପର୍କ ସ୍ଥାପନ କଲା ଗୁଲଡି ସାହାଣା ସହ; ଦୀପକ ବହୁତ ବୁ ଝାଇଲା ପୁନମ୍ କୁ! ମାତ୍ର ପୁନମ୍ ର ଏକା ଜିତ୍;ସେ ଗୁଲଡି ସହ ସମ୍ପର୍କ ଏଡେଇ ପରିବ ନାହିଁ! ଶେଷରେ ଏହି ଜିଦ୍ ପୁନମ ପାଇଁ କାଳ ହେଲା ! ଯେଉଁ ହାତ ପୁନମ୍ କୁ ସୁଖରେ ରଖିବାକ୍ଳ ସକାଳୁ ସଞ୍ଜ କାମରେ ଲାଗି ରହ୍ ଥିଲା ସେଇ ହାତ ହିଁ ନେଲା ପୂନମ୍ ର ଜୀବନା ପୃନମ୍ କୁ ହତ୍ୟା କରିବା ପରେ ଥାନାରେ ଅତ୍ଵସମର୍ପଣ କରି ଦୀପକ ଯାହା କହିଥିଲା, ତା’ ଥିଲା ଏମିତି...
ମଧ୍ୟପ୍ରଦେଶର ଶିବ ପୁରାରେ ରହ୍ ଥିବା ବା ୩୬ ବର୍ଷାୟ ଯୁବକ ଦୀପକ ରଜ କ ପେସାରେ ଥିଲା କଣେ ରଙ୍ଗ ମିସ୍ତ୍ରୀ ! କାମ ପ୍ରତି ଖୁବ୍ ନିଷ୍ଠାଚାନ ଥିଲା ସେ! ପରିଶ୍ରମ କରି ଦିନେ କଣେ ବଡ଼ ରଙ୍ଗ ଠିକାଦାର ହେବାରସ୍ବପ୍ନ ମଧ୍ୟ ଦ୍ଦେଖ୍ ଥିଲା ଦୀପକ! ଶ୍ବାଲିୟରର ୨୮ ବର୍ଷାୟା ପୃନମ୍ କୁ ୨ ବର୍ଷ ତଳେ ବିବାହ କରିଥିଲା ସେ! ପୁନମ ଥିଲା ସହରୀ ଓ ଚିକାସପ୍ରିୟ! ଦାମା ଶାଢ଼ି, ଗହଣରେ ସକେଇ ହୋଇ ରହିବାକୁ ଚାହୁଁଥିଲା ସେ! ଏଥ୍ ପାଇଁ ଦୀପକ ଦିନରାତି ପରିଶ୍ରମ କରି ଭଲ ରୋଜ ଗାଁ ର କ ରୁଥିଲା! ସବୁ କିଛି ଠିକ୍ ଚାଲିଥିଲା!
ଶିବପୁରୀର ବାସିନ୍ଦା ଗୃଲ୍ଲି ସାହାଣ! ଥିଲା କେବୁ ଲ୍ ଅପରେତର ! ଘର ଘର ବୁଲି ସେ କେବୁ ଲ୍ କନେକ୍ସନ ବେଉଥିଲା! ନୂଆ ନୂଆ ଗ୍ରାହକଯୋଗାଡ଼ କରିବା ପାଇଁ ପ୍ର6ତ୍ଯକ ଦିନ ଲୋକଙ୍କୁ ଭେଟ୍ ଥ୍ଲା! କାହାର କେବୁ ଲ୍ କଟିଗଲେ ବି ସେ ସକାଡି଼ବେବା କୁ ପହଥ୍ ଯାତ୍ତଥିଲା ତା’ ଘରେ! ପୁନମ ବି ଅଧ୍କାଂଶ ସମୟ ତା କୁ ଘର କୁ ଡାକୁ ଥିଲା ଟିଭି ଦେଖିବାରେ କିଛି ଅସୂବିଧା ଉପୁଜିଲେ! ଖବର ପାଇ ତୁରନ୍ତ ପହଞ୍ ଯାଉଥିଲା ଚୂଲି ! ଧୀରେ ଧୀରେ ପୁନମ ଓ ଗ୍ଲ୍ଲି ମଧ୍ୟ ରେ ବନ୍ଧୁ ତ! ନିବିଡ଼ ହେବାରେ ଲାଗିଲା!
କେଚୁଲ୍ ସଜାଡ଼ି ବେଲ ଫେରି ଯାଉଥିବା ! ଗୁଲଡି କୁ କହିଲା ପୁ ନମ୍ - ଯେମିତି ତରତର ହେଇ ଆସୁଛ, ସେମିତି ପଳେଇ ଯାଉଛ ! ତମେ ଆମର ଏତେ ସେବା କଲଣି, ତମ ସେବା କରିବା କୁ ଥରୁଟେ ସୁଯୋଗ ଆମ କୁ ଦିଅ ! ଗୃଲ୍ଲି ଚୂଝିପାରିଲାନି ପୁନମ୍ ର ଇଫିତ!
ପୁନମ କହିଲା - ଟିକିଏ ଚା’ ! ପଢେ ବି’ ପଦ କଥାବାର୍ଭ! ଗୁଲଡି ଆଶ୍ଚର୍ଯ୍ୟ ହେଲା! ଅନେକ ଲୋକଙ୍କ ଘରକୁ ସେ କେଚୁଲ୍ କକେ କୁ ନ ବେବା କୁ ଯାଏ ! ମାସ ଶେଷରେ ବିଲ୍ ଧରି ପହଞ୍ଯାଏ ! ହେଲେ ଚା’ ଜଳଖିଆ ତ ଦୂରର କଥା,କେହି ତାକ ପାଣି ଗିଲାସେ ବି ଯାଚରି ନାହିଁ! ମାତ୍ର ପୁନମ ତାକ୍ ଚା’ ପିଇବାକୁ କହିବ! ସହ ଗପସପ ପାଇଁ’ ବି ଆଗ୍ରହ ଦେଖାଉଛି! ଖୁସି ହୋଇଗଲା ଗୁଲଡି କହିଲା – ନିଶ୍ଚିତ ଭାବରେ! ଚିହ୍ନ! ପରିଚୟ ତ ଆମ ଭିତରେ ଥିଲା! ଆକିଠ୍ ଆମେ ଦୁହେଁ ବ୍ଳହିଁକର ବନ୍ଧୁ ! ଏଥର ଯେବେ ବି ଆସିବି,ଏଥର ଯେବେ ବି ଆସିବି,ଚା’ ପିଇବି ! ବ୍ଧହେଁ ଢେର୍ ଗପସପ କରିବା
କାମଧନ୍ଦାରେ ବ୍ଯସ୍ତ ରହି ସାରାଦିନ ଘରେ ଅନୁପସ୍ଥିତ ରହ୍ ଥିଲା ଦୀପକ! ତେଣୁ କାମ ଆଉ କି ନଥାଉ ସୁଯୋଗ ଉଣ୍ଡି ପୁନମ ଘରେ ପହଥ୍ ଯାତ୍ତଥିଲା ଗୁଲଡି! ଦୁହେଁ ମନଖୋଲି ଗପସପ କରୁଥିଲେ! ପରସର କୁ ସୁଖ ଦୁଃଖ ବଶ୍ଳୋଥିଲେ! ଗୁଲଡି ଥିଲା ଅବିବାହିତ! ପୁନମ ପରି ନବବିବାହିତା ସୁନ୍ଦରୀର ସଜ୍ଜିଧ୍ୟ ତାକ ବେଶ୍ ଭଲ ଲାଗୁ ଥିଲା ! ! ଅନ୍ୟପକ୍ଷରେ ଗୁଲଡି ସହ ବନ୍ଧୁ ତା କରିବା ପରେ ପ୍ନମ୍ କୁ ମଧ୍ୟ ଖୁବ୍ ଭଲ ଲାଗ୍ନଥିଲା! କଥା କଥାରେ ସେ ଗ୍ରଲ୍ଲିକୁ ବିଭିନ୍ନ ପ୍ରକାର ଅଙ୍ଗଭଙ୍ଗୀ ବେଖାଉଥିଲା!
ପୁନମ ଇଚ୍ଛା କ ରୁଥିଲା, ଦୀପକର ଅଭାବ ପୂରା କଚୁ ଗୃଲ୍ଲି ! ମନ କୁ ତ ସେ ବଶ କରିସରିଲାଣି ! ଏବେ ଶରୀର ସହ ବି ସମ୍ପର୍କ ପୋଡୁ! ମାତ୍ର ନିଜ ଆଡ଼୍ ସେ କେମିତି କହିବ ଏକଥା ଗୁଲଡି କୁ ? ଗୃଲ୍ଲି ବି ପୃନମ୍ ମନକଥା ପଢ଼ି ନେଇଥିଲା! ମାତ୍ର କାଳେ ପୁନମ ଏଥ୍ପାଇଁ ଆଗ୍ରହୀ ଥିବ କି ନାହିଁ ଭାବି ପଛଘୁଞ୍ଚା ବେଉଥିଲା ! ଦିନେ ପୁନମ୍ କଥା ଛଳରେ କହିଲା ତମ ଦେଇ କିଛି ହବନି! ତମେ ନା ତୁଚ୍ଛା ଅନାଡି଼ଟିଏ! ଗୁଲଡି କୁ ଭାରି ବାଧ୍ ଥ୍ଲା ପୁନମ୍ ର କଥା! ସେ ଯେ ଅନାଡ଼ି ନୁହେଁ, ପୂରା କୁ ପୂରା ଖିଲାଡ଼ି ସେଇଟା ସେ କେମିତି ବୁଝେ ଇବ ପୁନମ୍ କୁ? ମାତ୍ର ମନ କଥା ମନରେ ରଖି କହିଲା - ମୁଁ ଜମା ଅନାଡ଼ି ନୁହଁ ! ସ୍ପୋପି ମିଳିଲେ ନିଜକୁ କୁ !ଖିଲାଡ଼ି ବୋଲି ପ୍ରମାଣିତ କରିଦେଇ ପାରି ବି! ସୁଯୋଗ ଦେବାରେ କୁ ଶ୍ବା କରିନଥିଲା ପୁନମ ! ଗୃଲ୍ଲି ନିକଟରେ ସେସମ୍ପୂର୍ଣ୍ଣ ସମପି ଚେଇଥିଲା ନିଜକୁ!
ଏହା ପରଠୁ ଶାରୀରିକ ସମ୍ପର୍କର ଏହି ଅନୈତିକ କାରବାର ଜାରି ରହିଲା! ସେତେବେଳେ ପୁ ନମ୍ ଚିନ୍ତା କରିନଥିଲାସ୍ବାମୀ ବିଷୟରେ ! ଭାବିନଥିଲା ସାହି ପଡ଼ିଶାର ଲୋକମାନେ କ’ଣ କହିବେ! ହେଲେ କଥାଟା ବ! ଆଉ କେତେଦିନଲୁଚି ରହିବ! ଦିନେ ନା ଦିନେ ସତ ପଦାକୂ ଆସିବ ହିଁଆସିବ ! ସାହି ପଡ଼ିଶାର ଲୋକଙ୍କ ଆଖିରେ ପଡ଼ିଲା ପୁ ନମ୍ ଓ ଗ୍ନଲ୍ଲିର ତୋର! ପୀରତି ! ସେମାନେ ଟୁ ପ ଟପ ହେଲେ!ଶେଷକୁ ଦିନେ କଥା ଯାଇ ପଡ଼ିଲା ଦୀପକ କାନ ରେ! ସେ ସିଧା ସିଧା ପଚାରିଲା ପୃନମ୍ କୁ ! ଜବାବରେ ହସି ବେଇଥିଲା ! ପୁ ନମ୍! ନିହାତି ହାଲ୍କା ଭାବରେ କହିଥିଲା - ଏ କଲୋନୀ ଲୋକଗୂଢ଼ା କମାଭଲ ନୃହନ୍ତି ! କାହାର ହସଖୁସି ବେଖି ପାରନ୍ତିନି ସେମାନେ! ଆମର ଭଲ ସେମାନକ ଆଖିରେ ଯାଉନି! ତେଣୁ କଳି ଲଗେଇବାକୁ ସେମାନେଏମିତି ମନଗଢ଼ା କାହାଣ! କହୁଛନ୍ତି ! ମାତ୍ର ଦୀପକ ଚ୍ଚାଣିଥିଲା’ ତା’ ସନ୍ଦେହ ଅମୂଳକ ନ୍ମହେଁ ! ଗୃଲ୍ଲି ଓ ପୁ ନମ୍ କ ଅନୈତିକ ସମ୍ପର୍କବାବଦରେ ସେ ସତକଥା ହିଁ ଶ୍ଵଣିଛି!ସାମାନ୍ୟ ଦୃଢ଼ ସ୍ୱରରେ ଦୀପକ କବାବ୍ ଚାହିଁଲାପୁ ନମ୍ ନିକଟରୁ ! ପୁ ନମ୍ ଦେଖିଲା ଆଉ ଲୁଚାଇ ଲାଭ ନାହିଁ! ତେଣୁ ସେ ବି ବଡ଼ପାଟିରେ କହିଲା- ହଁ, ଠିକ୍ ଶ୍ନଣିଛ ! ସ୍ବାମୀ ହୋଇଯେଉଁ ମୂଖ ତମେ ମତେ ବେଇନାହଁ,ଗୃଲ୍ଲିଠ୍ ମୁଁ ତାହା ପାଇଛି! ତାକୁ ମୁଁକୌଣସିମତେ ଛାଡ଼ି ପାରିବିନି! ଦୀପକବହୁତ ଚ୍ଛ୍ରଝେଇବା ପରେ ବି ବୁ ଝିଲା ନାହିଁ ପୁନମ୍! ଦୀପକୁ ନିକକୁ ଅନେକ ଦୋଷବେଲା! ସେ ଭାବିଲା ତା’ର ଅପାରଗତାଯୋଗୁ ହୁଏତ ପୁ ନମ୍ ଏମିତି ହେଉଛି!ପୁ ଣି ପରମ୍ନହୃର୍ଭରେ ଚିନ୍ତା କଲା ଯେ ସେ ତ ପୁ ନମ୍ କୁ ଭଲ ରେ ରଖିବା ପାଇଁ ଦିନ ରାତିଏକ କରିଦେଇଛି! ତଥାପି ପୁ ନମ୍ ଅସଚ୍ଛ୍ରଷ୍ଟ ରହୁଛି! ତେଣୁ ଦୋଷ ତା’ର ନୁହେଁ ! ବରଂ ପୁ ନମ୍ ର ହିଁ ଚାରିତ୍ରିକ ଢୋଷତୂଟି ରହିଛି!ଏହାପରେ ଦୀପକ ମନେମନେ ନିଷ୍ପଭିନେଲା, ପୁ ନମ୍ କୁ ସେ ନିଜେ ଶାସ୍ତି ବେବ!ଆଉ ସେ ଶାସ୍ତି ହେଉଛି ପୁନମ୍ ର ହତ୍ୟା! ସପ୍ତାହେ ପରେ ପୃନମ୍ କୁ କହିଲା ଦୀପକ- ଚାଲ, ଭୋପାଳଯିବା! କିଛି ଦିନ ବ୍ରଲାବ୍ରଲି କରି ଫେରି ଆସିବା ! ଘୁନ ମ୍ ତ ବୁଲାବୁଲି, କିଣାକିଣି କରିବାକୁ ସୁଖ ପାଉଥିଲା!ତେଣୁ ସେ ଖୁସିରେ ରାଜି ହୋଇଗଲା !! ମାତ୍ର ବୁ ଲାଇ ନେବାପଛରେ ଦୀପକ ମନରେ କଣରହିଛି ତାହ! ସେ ବୁ ଝିପାରିନଥିଲା!ମାର୍ଚ୍ଚ ମାସ ତୃତୀୟ ସପ୍ତାହରେ ଦୀପକ ଓ ଘୁନ ମ୍ ଯାଇ ପହଞ୍ଲେ ଭୋପାଳରେ! ସେଠାରେ ଦୁହିଁଙ୍କର ରହିବା ଓ ଖାଇବା ପିଇଚାରେ କିଛି ଅସୂବିଧା ନଥିଲା! କାରଣ ଭୋପାଳ ସୁଭାଷ ନଗରସ୍ଥିତ କ୍ୟା ପିଟାଲ୍ ପେଦ୍ରୋଲ୍ ପମ୍ ପାଖରେ ରହ୍ ଥିଲା ଲା ଦୀପକର ଭାଇ ସନ୍ଦୀପ! ପୁ ନମ୍ କୁ ଚାରି ପାଞ୍ଚ ଦିନ ଗୋପାଳର ବିଭିନ୍ନ ସ୍ଥାନ ବ୍ ଲାଇ ବେଖାଇଥିଲା ଦୀପକ! ଅସଲରେ ପୁ ନମ୍ କୁ ହତ୍ୟା କରିବା ପାଇଁ ଭୋ ପାଳର କଂକ୍ରିଟ କଇଲ ଭିତରେ ଶୃନ୍ଶାନ୍ ସ୍ଥାନଟିଏ ସେ ଖୋଳୁଥିଲା! ଶେଷରେ ସେଭଳି ସ୍କାନଟିଏ ମିଳିଗଲା ଦୀପକକୁ! ଶାହକହ’ନାବାଡ଼ ଅଞ୍ଚଳରେ ଥିବା ‘ଭୂତ ବକଳା’କୁ ଏଥ୍ପାଇଁ ଉପଯୁକ୍ତସ୍ଥାନ ଭାବେ ଚାଛିଥିଲା ଦୀପକ!
ଏପ୍ରିଲ ୧ ତାରିଖରେଏହି ଘୁରୁଣା ପରିତ୍ୟକ୍ତ ବିଲ୍ରିଂ କୁ ଘୂନମ୍ କୁ ନେଇଯାଇଥିଲା ଦୀପକ! ସେଠି ପହଞ୍ଚିବା ପରେ ଟିକେ ଭୟ ପାଇପାଇଥିଲା ପୃନମ୍! ଗ୍ନଲ୍ଲିକୁ ଭ୍ରଲିଯିବା ପାଇଁ ଦୀପକ ଶେଷଥର ଚୂଝାଇଥିଲା ପୃନମ୍ କୁ ! ମାତ୍ର ଘୂନମ୍ ବି ଛାଡ଼ିବାର ପାତ୍ରୀ ନଥିଲା! ଗ୍ନଲ୍ଲିକୁ କୌଣସି ପରିସ୍ଥିତିରେ ମଧ୍ଯ ଭୃଲିପାରିବ ନାହିଁ ବୋଲି କିଦ୍ରେ ଅଟଳ ଥିଲା! କ୍ରୋଧରେ ଅନ୍ଧ ହୋଇଯାଇଥିଲା ଦୀପକ! ନିକର ସବୁ ହିତାହିତ ଜ୍ଞାନ ଭୁଲି ନିକ ସହିତ ନେଇଥିବା ଏକ ଧାରୁଆ ଅସ୍ତ୍ର ରେ ପୁ ନମ୍ ର ବେକ କାଟିବେଲା! ସେତିକିରେ ଶାନ୍ତପଡ଼ିନଥିଲା ଦୀପକର ରାଗ ! ପୁ ନମ୍ କୁ ହତ୍ୟା କରିସାରିବାପରେ ତା’ ମୁହଁରେ ବଡ଼ ପଥରଟିଏ ଛେଚିଦେଇ ନିକଟସ୍ଥ କୋହେଫିର୍ଗା ଥାନାରେ ଆତ୍ଵସମର୍ପଣ କଲା! ବର୍ଭମାନଜେଲ୍ ର ଚାରିକାନ୍ଥରେ ଭିତରେ ଦିନ କାଟୁ ଛି ଦୀପକ
www.bhaskar.com