ନାରୀ ପାଇଁ ବୈଧବ୍ୟ ଏକ ଅଭିଶାପ! ମାତ୍ର କରମ୍ ଜିତ୍ ଗହୁଁଥିଲା ସେ ବିଧବା ହେଉ ତା’ ମଥାରୁ ସିନ୍ଦୁର ଲିଭିଯାଉ ହାତରୁ ଚୂଡି଼ ଭାଙ୍ଗି ଯାଉ ପେଥିଲାଗି ସେ ଆଇନା ଆଗରେ ଠିଅ! ହୋଇ ବିଧବା ହେବାର ଅଭିନୟ କରୁ ଥିଲା ମଥାରୁ ସିଦୂର ପୋଛି ପକାଉଥିଲା ହାତରୁଚୁଡ଼ି ଖୋଲି ପକାଉଥିଲା ଦେହରୁ ଗହଣା ଓଲ୍ହେଇ ବେଉଥିଲା! ଧଳା ଶାଢ଼ି ପିନ୍ଧି ନିଜର କାଳ୍ପନିକ ବୈଧବ୍ୟକୁ ଉପଭୋଗ କରୁ ଥିଲା ଆଇନାରେ ପ୍ରତିଫଳିତ ତା’ର ଶୃଚ୍ଚାର ବିହାନ ଶରୀରକୁ ଦେଖ୍ ସେ ଖୁସିରେ ନାଚି ଉଠୁଥିଲା ! ତା’ ଓଠରେ ଆଙ୍କ ହେଇ ଯାଉଥିଲା ପରିତୃପ୍ତ ହସର ଏକ ଲମ୍ବା ଗାର!
ପଞ୍ଜାବର ଭାତ୍ୱିଣ୍ଡା ଅନ୍ତର୍ଗତ ସାହିନେୱାଲ୍ ନିବାସୀ ବଲ୍ ବିଦର ସିଂଙ୍କ ଝିଅ କରମ୍ ଜିତ୍! ମାତ୍ର ସତର ବର୍ଷର ହୋଇଥିବା ବେଳେ ତା’ର ବାହାଘର ହୋଇଥିଲା ଲିଲୁରାମ୍ ସିଂଙ୍କ ପୁଅ ମଲ୍ କିତ୍ ସିଂଙ୍କ ସହିତ | ମଲ୍ କିତ୍ ସିଂଙ୍କ ପତ୍ନୀ ସାଜି ସେ ଆସିଲ! ଲିଲୁରାମ୍ ଘରକୁ! ଆସିଲା ଚଉଠି ରାତି! ଯଦିଓ ବିବାହ ବେଳକୁ କରମ୍ ଜିତ ଥିଲା ସତର ବର୍ଷାୟା କିଶୋରା, ସେ କିନ୍ତୁ ବାହାଘର’ ପତି-ପତ୍ନୀ ସମର୍କ ବିଷୟରେ ସବୁ କିଛି ଜୀଣିସାରିଥିଲା ସେଥିଲାଗି ଚଉଠି ରାତିକୁ ସେ ଆଗ୍ରହର ସହିତ ଅପେକ୍ଷା କରିଥିଲା ! ମଲ୍ଳିତ୍ଵକୁ ନେଇ ସେ ତା’ ନିଚ୍ଚକୁ ଅସୁମାରି ସ୍ବପ୍ନ ରେ ସଡେଇଥିଲା ମଲ୍ କିତ୍ ଆସିବ.. ଭିତରପଟୁ କବାଟ ବନ୍ଦ କରିବ... ତା’ ପାଖରେ ଆସି ବସିବ ! ଧୀରେଧୀରେ ମୁଣ୍ଡର ଓଢ଼ଣା ଖୋଲିବା ଆପେଆପେ ତା’ ଓଠରେ ଓଠ ରଖ୍ ବା |ମଲ୍ କିତ୍ ଓଠର ମହକ ରେ ତା’ର ସମଗ୍ର ଦେହ ଶିହରି ଉଠିବା ବାସ୍, ତା’ପରେ ଆଉକିଛି ଭାବି ପାରୁ ନ ଥିଲା କରମ୍ ଜିତ୍ ର ! କେବଳ ରାତିକୁ ଅପେକ୍ଷା କରୁଥିଲା
ରାତିହେଲୀ ମଲ୍ କିତ୍ ଘର ଭିତରକୁ ଆସି କରମ୍ ଜିତ୍ ର ପାଖରେ ବସିଲା! ଓଢ଼ଣା ଖୋଲିଲୀ ଓଠରେ ଓଠ ରଖ୍ ଲା ... କି ଏକ ଦୁର୍ଗନ୍ଧ ବାସ୍ନା ରେ ଥରିଗଲା କରମ୍ ଜିତ୍ଵର ଦେହ! ମଲ୍କିତ୍ ପ୍ରଚୁର ମଦ୍ୟପାନ କରିଥିଲା! ଚମ୍ କି ପଡ଼ିଲା କରମ୍ ଜିତ୍ ମଲ୍କିତ୍ ଓଠକୁ ନିଜ ଓଠ ପାଖରୁ ଦୂରକୁ ଠେଲିକେଇ କରମ୍ ଜିତ୍ ସାମାନ୍ୟ ଚଢ଼! ଗଳାରେ କହିଲ!- ‘ଚୂମେ ମଦ ପିଇଛ ?’ ମଲ୍ଳିତ୍ କହିଲ!- “ହଁ’ ପିଇଛି! ତେବେ ମୁଁ ମଦ୍ୟପ ନୁହେଁ! ସାଙ୍ଗମାଜେ କହିଲେ, ଆଜି ମୋର ମଦ ପିଇବ! ନିତାନ୍ତ ଦରକାର! କଣେ, ମୋର ତୁମକୁ ଆନଦ ଦେବାର ଅଛି ନା!”
ମଲ୍ କିତ୍ କଥ! ଶୁଣି ହସିଘେଲା କରମ୍ ଜିତ୍ ଓ ତାକୁ ପାଖକୁ ଗଣି ଆଣିଲା! ତେବେ କିଛିଦିନ ପରେ ସେ ଜାଣିଲ! ଯେ, ସେଦିନ ମଲ୍ କିତ୍ ତାକୁ ଯାହା କହିଥିଲା ସେସବୁ ମିଛ! କାହିକି ନ!’ ମଲ୍ କିତ୍ ହେଇଛି ମଦ୍ୟପ! ମଦ ନ ପିଇଲେ ତା’କୁ ଭାତ ରୁଚେ ନା! କରମ୍ ଜିତ୍ ମଲ୍ କିତ୍ ଙ୍କୁ ବୁଝେଇବା ପାଇଁ ଚେଷ୍ଟା କଲା! ମଦ ନ ପିଇବାକୁ ବାରଣ କଲା ! ମାତ୍ର ମଲ୍ କି ତ୍ କୃ ମଦ କବଳରୁ ମୁକୁଳେଇ ପାରିଲ! ନାହିଁ ! କର୍ମକୁ ଆଦରି ସବୁ ସହିଁ ଯିବାକୁ ଉଚିତ ମଣିଲା! ସମୟ କ୍ରମେ ସେ ଦୁଇଟ! ପିଲାର ମା’ ମଧ ହେଲା
ଇତିମଧ୍ୟରେ ଲିଲୁରାମ୍ ସାନପୁଅ ଜିତ୍ ସିଂଙ୍କ ବାହାଘର କରିଦେଲେ! ତା’ର ମଧ ପିଲାପିଲି ହେଲୋ ପରିବାର ବଢ଼ିଲା ତେଣୁ ଅଧ୍ କ ଅର୍ଥର ଆବଶ୍ୟକତା ପଡ଼ିଲା! ମଲ୍ କିତ୍ ତା’ ରୋଜଗାର କୁ ମଦରେ ଊ ଡ଼େଇ ଦଉଥିଲା! ! ଫଳରେ ଘରେ ପାଟି ଗୋଳ ହେଲ! ! ମଲ୍କିତ୍ ତା’ ପିଲ! ଓ ପରିବାରକୁ ନେଇ ଅନ୍ୟ ଏକ ପାନରେ ଘରଭଡ଼ା ନେଇ ରହିଲା! ସେ ଭାବୁ ଥିଲା’ ଦୁରେଇଗଲେ ଅଳ୍ପ ଖର୍ଚ୍ଚରେ ପରିବାର ଚଳିଯିବ! ମାତ୍ର ବାସ୍ତ ବତା ଅଲଗା ଥିଲା! ପିଲାମାନେ ଭୋକ ଓପାସରେ ରହିଲେ! ଦିନେ କରମ୍ ଢିତ୍ ରାଗିଯାଇ ମଲ୍ଳିତ୍କୂ ଗାଳିଗୂଲବ୍ଦ କରିବାକୁ ଲାଗିଲା ! ତଥାପି ନିଜ ପ୍ରକୃତିକୁ ଛାଡ଼ିପାରିଲା ନାହିଁ ମଲ୍ କିତ ! କରମ୍ ଢିତ୍ ଦେଖ୍ ଲା’ ମଲ୍ କିତ୍ କୁ କହି କିଛି ଲାଭ ନାହିଁ! ତାକୁ କିଛି କରିବ! ପାଇଁ ପଡ଼ିବ! ଯେ କୌଣସି ବି ପରିପ୍ରେକ୍ଷୀରେ ନିଜର ପିଲାମାନଙ୍କୁ ରୋକଓପସୋରେ ରହିବ! ପାଇଁ ଦେ ବନାହିଁ ! ଏହ! ଭାବି ସେ ଚାକିରି ଖୋଜିବାରେ ଲାଗିପଡି଼ଲ!
ବର୍ଦ୍ଧମାନରେ ଥିବା ଏକ ଲୁଗା କଳରେ ଯାଇ ପହଁଚିଲା ! କରମ୍ ଜିତ୍! ସେଇଠି ତା’ର ଭେଟ ହେଲ! ବୀର ସିଂ ସହିତ ସମ୍ପର୍କରେ ବି ର ସିଂ ଥିଲା ମଲ୍ କିଦ୍ ର ଭିଣୋଇ ସେ କରମ୍ ଜିତ କୁ ସେଠାରେ ଦେଖ୍ ଆଶ୍ଚର୍ଯ୍ୟ ହୋଇଗଲା! କରମ୍ ଜିତ କହିଲା- ‘ତା’ର ଯେମିତି ହେଲେ ଚାକିରି ଦରକାର !’ ଦୀର୍ଘଦିନରୁ କରମ୍ ଜିତ୍ କୁ ଉପଭୋଗ କରିବାର ସ୍ବପ୍ନ ଦ୍ଦେଖୁଥିଲା ବାର ସିଂ! ତେଣୁ ସେ ଏ ସୁଯୋଗକୁ ହାତଛଢ଼ା କରିବା ପାଇଁ ଚାହୁଁ ନ ଥିଲା ! ସେ କହିଲା- ‘ମୁଁ ତୂମ ପାଇଁ ନିଶ୍ଚୟ ଚାକିରି ଯୋଗାଡ଼ କରିଦେବି! ହେଲେ ମୋତେ କ’ଣ ମିଳିବା’ କରମ୍ ଢିତ୍ ବୀର ସିଂ ହାତକୁ ଧରି ପକେଇ କହିଲା- ‘ମୋ’ ପାଇଁ ଚାକିରି ଖୋଢିଦିଅ ତୁମେ ଯାହା ଚାହିଁବ ମୁଁଦ୍ଦେବି ! ତୂ ମକୁ ନିରାଶ କରିବିନି!’
ସତକୁସତ କରମ୍ ଜିତ୍ଵ ପାଇଁ ଲୁଗାକଳରେ ଗଳିରିଟିଏ ଯୋଗାଡ଼ କରିଦେଲା ବାର ସିଂ! ଦରମା ବି ବେଶ୍ ମୋଟା ଅଙ୍କର! ଯେଉଁଦିନ କରମ୍ ଜିତ୍ ଗକିରିରେ ଜଏନ୍ କଳ!’ ସେହିଦିନ ସନ୍ଧ୍ୟା ରେ ଏକ ମିଠ! ପାକେଟ୍ ଓ ଗୋଟିଏ ବଡ଼ ବିଦେଶୀ ପାନୀୟ ଧରି ଘରେ ଆସି ପହଞ୍ଚଲା ବାର ସିଂ! ମଲ୍ କିଟ୍ କୂ ଡାକି କହିଲା- ‘ଆଜି ଆମ ପାଇଁ ଖୁସି ମନେଏ ବାର ଦିନା ତୂମ ସ୍ତ୍ରୀ ଗକିରି ପାଇଛି ! ଆସ, ତୂମ ପାଇଁ ମୁଁ ଲିକର ନେଇଆସିନ୍ଥି!’ ଲିକର କଥା ଶୁଣୁଶୁଣୁ ଜିଭ ଲାଳେଇ ଉଠିଲା ମଲ୍କତ୍ଵ ସିଂର! ସେ ସଂଗେ ସଂଗେ ଦୁଇଟା ଗ୍ଲାସ ନେଇଆସି ମଦ ପିଇବାକୁ ବସିଗଲା ବୀର ସିଂ ଢାଣିଢାଣି ନିଜେ ନ ପିଇ ସବୁ ତକ ମଦ ପେ ଇଦେଲା ମଲ୍କିତ୍ୱକୁ! ମଦ ନିଶାରେ ଚୂର ମଲ୍ କିତ୍ ଅଚେତ ହୋଇ ପଡ଼ିଗଳା ବିଛଣାରେ! ଅନ୍ୟପଟେ, କରମ୍ ଜିତ୍ ବି ଢାଣିଥିଲା’ ଚାକିରି ବଦଳରେ ବାର ସି” ତା’ଠାରୁ କି ପୁରସ୍କାର ଚାହୁଁଛି ! ପୁଣି ସେ ବି ମଲ୍କିତ୍ ସିଂର ବ୍ୟବହାରରେ ଅତିଷ୍ଠ ହୋଇପଦି ଥିଲା ! ସେଥିଲାଗି ସେ ଜାଣିଶୁଣି ପିଲାମାନଙ୍କୁ ଖାଇବାକୁ ଦେଇ ଶୁଆଇ ବେଇଥିଲା! ବାର ସିଂ ଯାଇ ପହଁଚିଲା କରମ୍ ଜିତ୍ ନିକଟରେ! କହିଲା- ‘ତୂମେ ତ ଗକିରି ପାଇଗଲା ଆଉ ମୋର ପୁରସାର କାଇଁ ?’ କରମ୍ ଜିତ୍ କହିଲା- ‘କୁହ, ତୁମେ ମୋଠୁ କେଉଁ ପୁରସାର ନେବାକୁ ଗହୁଁଛ ? ମୁଁ ନିଶ୍ଚୟ ମୋ’ କଥ! ରଖିବି ! କେବେବି ଚୂମକୁ ନିରାଶ କରିବିନି!’ବାର ସିଂକହିଲା-‘ଜଣେ ପୁରୁଷ ଜଣେ ନାରୀ ଠାରୁ କେବଳ ଗୋଟିଏ ଜିନିଷ ଗହେଁ! ଆଉ ତାହା କ’ଣ ସେକଥା ତୁମେ ଭଲ ଭାବରେ ଯା ଣ !’ ବାର ସି" କଥା ଶୁଣି ଲାଜେଇ ଗଲା କରମ ଜିତ ସେ ହି ଲାଜରେ ସେ ଜଣେଇ ଦେଲା ପେ, ଗୋଟେ ମଦ୍ୟପାର ଦେହ ଗନ୍ଧକୁ ଶୁଘିଶୂଫି ସେ କ୍ଳା ନ୍ତ ହୋଇପଡ଼ିଳାଣି ! ତା’ର ଟିକେ ସତେଜ ପବନ ଦରକାର!
ତା’ପରେ ବନ୍ଦ ହୋଇଗଲା କବାଟ! ଆଉ କବାଟ ଖୋଲିବା ବେଳକୁ ଦୁଇଜଣଙ୍କ ଓଠରେ ଲାଖ୍ ରଢ଼ିଥିଲା ସହସ୍ର ଶାନ୍ତି ର ହସ ! ଆରପଟ ଘରେ ମଦ ନିଶାରେ ଚୁର ହୋଇ ଚେତ! ହରେଇ ପଡି଼ଥିଲା ମଲ୍ କିତ୍! ପ୍ରତି ରାତିରେ କରମ୍ ଜିତ୍ ଓ ବାର ସିଂଙ୍କ ମିଳନ ପାଇଁ ଦରକାର ହେରଥିଲା ଗୋଟିଏ ଲେଖାଏ ମଦ ବୋତଲ! କାରଣ ସେମାନଙ୍କୁ ପ୍ରଥମେ ମଲ୍ଳିଦ୍ କୂ ମଦ ଦେଇ ଶୁଆଇ ଦବାକୁ ହେଉ ଥିଲା! ପ୍ରାୟ ଆଠ/ ଦଶମାସ ପରେ ହଠାତ୍ ଦିନେ ରାତିରେ ନିଦ ଭାଙ୍ଗି ଗଲା ମଲ୍ କିତ୍ ର! ଆଉ ସ୍ତ୍ରୀ କରମ୍ ଜିତ୍ ରକୁ ଭିଣେକୋ ବାର ସିଂ ସହିତ ଆପଭିଜନକ ଅବସ୍ଥାରେ ଦେଖ୍ ତା’ର ସବୁ ନିଶା ଖସିଗଲା! ସେ ଦୁହିଁଙ୍କୁ ଗାଳିକଲା ! ନିଜ ଭଉଣୀର ସ୍ୱାମା ହୋରଥିବା ହେତୁ ବାର ସିଂଙ୍କୁ କେବଳ ଅପମାନିତ କରି ଘରୁ ବିଦା କରିଦେଲା ! କରମ୍ ଜିତ୍ କୁ ମାଡ଼ ମାରିଲା
ପରକୀୟା ପ୍ରାତି ଅଫିମ ନିଶା ପରି! ନିର୍ଦିଷ୍ଟ ସମୟ ଆସି ପହଞ୍ଗଲେ ସେ ନିଶା ନେବାକୁ ହୋଇଥାଏ! ମାତ୍ର ବୀର ସିଂ ଆଉ କରମ୍ ଜିତ୍ ପାଖକୁ ଆସି ପାରୁ ନ ଥିଲା! କରମ୍ ଜିତ୍ ଫୋନ୍ କରି କାନ୍ଦୁ ଥିଲା! ଏପରିକି ଦିନେ ବାର ସିଂଙ୍କୁ ସେ କହିଲା ଯେ, ମଳକିତକୁ ସବୁଦିନ ଲାଗି ର!ପ୍ତାରୁ ହଟେଇ ଦିଅ! ମୁଁ ବିଧବା ହେବାକୁ ଚାହେଁ! ମୁଁ ବିଧବା ହେଲେ ହିଁ ଯାଇ ତୁମକୁ ପା ଇପାରିବି! ତା’ଛଡ଼ା ଗୋଟେ ନିକର୍ମ! ମଦ୍ୟପତ୍କ ମୁଁ ବେଶା ଦିନ ସ୍ୱାମା ଭବରେ ବରଦାସ୍ତ କରିବାକୁ ଗହେଁନା ! ପରକୀୟା ପ୍ରାତିର ଅଫିମ ନିଶା ବାର ସିଂକୁ ଘାରିଥିଲା ସେ ମଲ୍ କିତ୍ ସିଂଙ୍କୁ ହତ୍ୟା କରିବାକୁ ରାଜି ହୋଇଗଲା ! ତା’ର ଦୁଇଜଣ ସାଙ୍ଗ ଥିଲେ ଢଗ! ସିଂ ଓ ରୋଳା ସିଂ! ସେ ଅର୍ଥର କୋର ଦେଖାଇ ସେମାନଙ୍କୁ ବି ନିଜ ସହ ସାମିଲ କଲୀ ଦିନେ ସେମାନେ ପାଟିର ବାହାନା କରି ମଲ୍କିତ୍କୂ ଢାକିଳେଲେ ଓ ଏକ ନିକାଞ୍ଚନ କୁଅ ଭିତରକୁ ପକେଇବେଲେ! କରମ୍ ଜିତ୍ ଘୋଷଣା କରିଦେଲ! ପେ, ମଲ୍ଳିତ୍ ଘରକୁ ଫେରିନାହିଁ ! ସମସ୍ତେ ଡାଣିଥିଲେ ପେ, ମଲ୍କିତ୍ ଏକ ମଦ୍ୟପ! ତେଣୁ କେହି ତା’ ଫେରିବାର ନେଇ ବ୍ୟସ୍ତ ହେଲେନାହିଁ ! ସମସ୍ତେ ଭାବିନେଳେ’ ହୁ ଏତ କୌଣସି ମଦ୍ୟପ ସାଙ୍ଗଙ୍କ ମେଳରେ ରହିଯାଇଛି! ହେଲେ ଆଠଦିନ ପରେ ଯେଉଁ ଖବର ମିଳିଲା, ତାହା ପରେ ବାର ସିଂ ଓ କରମ୍ ଜିତ୍ ପାଇଁ କିଛି କମ୍ ଆଶ୍ରୟ ନ ଥିଲା ସେମାନେ ଭାବିଥିଲେ ଯେ, ମଲ୍କିତ୍ ମରିଯାଇଛି! ହେଲେ ମଲ୍କିତ୍ ମରି ନ ଥିଲା ! ତାଳୁ ଜଣେ ଉଦ୍ରବ୍ୟକ୍ତି କୁଅରୁ ଉଦ୍ଧାର କରି ମେଡିକାଲରେ ଉଉଁ କରିଥିଲେ! ଲିଲୁ ରାମ୍ ପଞ୍ଚାୟତ ଡାକି ଏହାର ବିଚାର କରିବା ପାଇଁ ଅନୁରୋଧ କଲେ! ପଞ୍ଚାୟତ ନିଷ୍ଠଭି ନେଲା ପେ, ବାର ସିଂ କେବେ ବି ଲିଲୁରାମ୍ ପରିବାରକୁ ଆସିବ ନାହିଁ ! କଋମ୍ ଜି ତ୍ ଉପରେ କଢ଼ା ନଦର ରଖାଯିବା
ପଞ୍ଚାୟତ ବସିବା ପରେ ଖବର ଚାରିଆଡ଼େ ରାଷ୍ଟ୍ର ହୋଇଗଲା ! ବାର ସିଂଙ୍କୁ ଲୋକମାନେ ଘୃଣା କରିବାକୁ ଲାଗିଲେ! ଏପରିକି କେହି ତାଙ୍କୁ ନିଜ ପିଣ୍ଡାରେ ମଧ ବସିବାକୁ କେଲେନାହିଁ ! ଅନ୍ୟପଟେ, ବାର ସିଂଙ୍କୁ ନ ଯାଇ କରମ୍ ଜିତ୍ ପାଗଳ ପ୍ରାୟ ହୋଇଗଲା! ହେଲେ ବାର ସିଂ ଅପମାନର ଜ୍ବା ଳାରେ ଏଭଳି ମଳିନ ପଡ଼ିଯାଇଥିଲା ଯେ, ସେ ଆଉ ପୁରୁଣା ପାଠର ଆଲୋଚନା କରିବାକୁ ଚାହୁଁ ନ ଥିଲା କିନ୍ତୁ ହାରିବା ଭଳି ନାରୀ ନ ଥିଲା କରମ୍ ଜିତ୍ ପ୍ରଥମତଃ ସେ ଗୋଟେ ମଦ୍ୟପକୁ ଘୃଣା କରୁଥିଲା! ଦ୍ୱିତୀୟତଃ, ସେ ନିଜେ ରୋଜଗାର କରି ପରିବାର ଚଳାଊଥିଲା ପୁଣି ପରିବାରରେ ନିର୍ଯାତିତା ହେଊଥିଲା ତେଣୁ ସେ ଭାବୁ ଥିଲା’ କେବଳ ବିଧବା ହୋଇଗଲେ ହିଁ ତାକୁ ମୁକ୍ତି ମିଳିବା ସେ ବାର ସିଂଙ୍କ ଦୁଇ ସାଙ୍ଗ ଜଗା ସିଂ ଓ ଗୋଲା ସିଂଙ୍କ ଠିକଣା ଜାଣିଥିଲା! ସେମାନଙ୍କ ପାଖରେ ପହଂଚି ନିଜ ମନକଥା କହିଲା! ଜଗା ସିଂ ଓ ଗୋଲା ସିଂ କହିଲେ- ଜେବଳ ଅର୍ଥ ପାଇଁ ଆମେ ଡୁମ ସ୍ୱାମୀକୁ ମାରିପାରିବୁ ନାହିଁ! ଆମର ତୁମେ ଦରକାର! ଯଦି ତୁମେ ସାରା ଜୀବନ ଆମକୁ ଦ୍ଦେହସୁଖ ଦେବ, ତା’ହେଲେ ଆମେ… ତୂମ ସ୍ୱାମୀକୁ ମାରିଦବୁ ! ରାଜି ହୋଇଗଲା କରମ୍ ଢିତ୍! କହିଲା- ସବୁ ଦେବୀ ! କିନ୍ତୁ କାମ ସରିବ! ପରେ!
ଦିନ ଧାର୍ଯ୍ୟ ହେଲା ! ନିର୍ଜାରିତ ଦିନରେ କରମ୍ ଜିତ୍ ଖାଦ୍ୟରେ ନିଶା ବଟିକା ଦେଇ ଶୁଆଇ ପକେଇଲା ମଲ୍କିତ୍ କୂ! ଡାକିଦେଲା ଜଗା ଓ ଭୋଲାଙ୍କୁ! ସେମାନେ ଆସି ତଶ୍ଚିଚିପି ମାରିଦେଲେ ମଲ୍ଳିତ୍କୂ! କାଳେ ପୂର୍ବଥର ପରି ମଲ୍କିତ୍ ନ ମରିବ, ପେଥିଲାଗି ସେମାନେ ତା’ର ପୁରୁଷାଙ୍ଗ କାଟି ଦେହରୁ ଅଲଗା କରିଦେଲେ! ଏକଥା ଦେଖୀ ଶାନ୍ତି ରେ ନିଃଶ୍ବାସ ମାରିଲା କରମ୍ ଜିତ୍ ସତେ ଯେମିତି ଏତେ ବିନକେ ତାକୁ ମିଳିଲା ମୁକ୍ତି ! ଏହା ପରେ ଆସିଲା ଜଗା ଓ ଲୋକାଙ୍କ ସେ ଦେଇଥିବା ପ୍ରତିଶୃତି! ଆଉଗୋଟେ ଘରକୁ ନେଇ ସମଗ୍ର ରାତି ପେ ପୁହେଇ ଦ୍ଦେଳା ସେମାନଙ୍କ ସାଥିରେ ,ଆଶ୍ଚର୍ଯ୍ୟ ହେଲେ ବି ଏକଥା ସତ ପେ, ସ୍ଵାମୀର ଶବ ପଡ଼ିଥିବା ବେଳେ ଦୁଇ ଦୁଇଜଣ ପର ପୁରୁଷଙ୍ଗୁ ସାର! ରାତି ଦେହମୁଖ ପ୍ରଦାନ କରିଥିଲା କରମ୍ ଜିତ୍!
ଅପରାଧର ଗନ୍ତବ୍ୟ କାରାଗାର ! ତାହା ହିଁ ହେଲା ହେଲେ ସାମାନ୍ୟ ବି ଦୁଃଖ ନ ଥିଲା କର୍ମ ଜିତ ମନରେ! ସେ କାରାଗାର ରେ ରହି ବି ମୁକ୍ତି ର ଆନନ୍ଦ ପାଉଥିଲା ! ସତେ ପେମିତି ମଲ୍କିତ୍ ର ଘର ତା ପଇଁ ଥିଲା ଏକ କାରାଗାର