Sunday, 16 April 2017

ଭାଉଜ ପ୍ରେମ






ଫାହିମଜହାନକୁ    ଗୁଳି କରି ହତ୍ୟା କରି ଥିଲେ  ଲୁଟେ ରା  ମାନେ  ତାର ଭୁଲ ଥିଲା ସେ ଲୁଟେଗମାନଙ୍କୁ ପ୍ରତିରୋଧ କରିଲେ ! କାରଣ ଲୁଟେଗମାନେ ତାସ୍ଵମା ମେହେଋବାନ୍  ର ହାତ ଗୋଡ ବାନ୍ଧି  ତଳେ ପକେଇଦ୍ଦେଇ ଥିଲେ  ତାକୁ ନିରଧୂମ ମାଡ଼ ମାରି ଥିଲେ  ଶାଷୁଶ୍ୱଷୁରଙ୍କ ମୁଣ୍ଡରେ ଗନ୍ ପଏଣ୍ଟ ରଖ୍ ସେମାନଙ୍କୁ କାବୁ  କରି ନେଇ ଥିଲେ  ଆଉ ତାରି ଅଖ୍ ଆଗରେ ତାର ସବୁ ସୁନା ଗହଣା କୁ
ଲୁଟି ନେଉ ଥିଲେ  ଲୁଟେରା ମାନେ ତାମୁଣ୍ଡରେ ବି ଗ ନ୍ ପଏଣ୍ଟ ରଖି ଥିଲେ  ତଥାପି ସେ ବଡ଼ ପାଟି ଚିଲେଇବା  ଆରମ୍ଭ କରିଦେଲା ! ଲୁଟେଗମାନେ ଦେଖିଲେ  ଫାହିମଜହାନ  ପାଟି  ଶୁଣି ଲୋକମାନେ ଧାଇଁ ଆସିବେ! ଆଉ ସେମାନଙ୍କ ପ୍ଲାନ  ପ୍ରୋଗ୍ରାମ୍ ସବ୍ରୁ ଭଙ୍ଗୁର  ହୋଇଯିବା ସେଠି ଲାଗି  ସେମାନେ ଟିପି ଦେଲେ ଟ୍ରୀଗର୍! ଗୁଳି ଯାଇ ଫାହିମଜହାନ କପାଳରେ ବିଦ୍ଧ ହୋଇ ବାହାରି ଗଲା ବାହାରକୁ! ସଙ୍ଗେସଙ୍ଗେ ସେଠି ଟଳି ପଡିଲା ଫାହିମଜହାନ


     ଘଟଣା ଟି ଘଟି ଥିଲା  ଉତ୍ତରାଖଣ୍ଡର ଉଧାମନଗର ଜିଲ୍ଲା  ଅନ୍ତର୍ଗତ ଜଗତ ପୁରୀ  ଗାଁରେ!  ଏହି  ଗାଁ ରେ ରହନ୍ତି ଅବଦୁଲ୍   ବାଁହି ଦ  ଅବଦୁଲ ୱାହିଂଚ୍ଚିଙ୍କ ପରିବାର କହିଲେ ପତ୍ନୀ  ଶାଫିଚ୍ଚାନ୍ ଏବଂ ଦୁଇ ପୁଅ - ନକ୍ସୟ ଓ ମେହେରବାନ୍ ଅଲୀ ଅବଦୁଲ୍ ୱାହିଦ ଜଣେ ଲୁଗା ବ୍ୟବସାୟ]! ପଢ଼ା ସରିବା ପରେ  ଦୁଇ ପୁଅ  ବାପାଙ୍କର ବ୍ୟବସାୟ ରେ  ସାମିଲ୍ ହୋଇଗଲେ! ପୁଅମାନେ ସ୍ୱବଲମ୍ବି  ହୋଇଯିବା ପରେ ବା ପାମାଙ୍କ ମୁଣ୍ଡକୁ ଗୋଟେ ଚିନ୍ତା   ପଶେ – ପୁଅ ବାହାଘର! ଅବଡୁଲ ଓ ଶାଫିକାନ୍ ବଡ଼ପୁଅ ନକ୍ସୟ ପାଇଁ ବୋହୂ ଖୋଜିବାରେ ଲାଗିପଡ଼ିଲେ! ସେମନେ ନକ୍ସୟ ପାଇଁ ମେହେନାନାଜ କୁ  ବୋହୁ  ରୂପେ  ପସନ୍ଦ କଲୋ
ମେହେନା ନାଜ ଦେ ଖୀ ବା କୂ ଯେମିତି ସୁନ୍ଦର ଥି ଲେ; ପଢ଼ାପଢ଼ିଗେ ମଧ୍ୟ ବେଶ୍ ପାରଙ୍ଗମ ଥିଲା  ! ତେଣୁ ନକ୍ସୟ ସହିତ ମେହେନା ନାଜ    ବାହା ଘର  ହୋଇଗଲା ନକସୟ ସ୍ୱାବଭ ତହ ଲାଜ କୁଳା  ଥିଲା  ଏହା ଛଡା  ସେ ଖୁବ୍ ସରଳଜୀବନ ଜାପନରେ  ବିଶ୍ବାସ କରୁ ଥିଲା  ତାର ଚିନ୍ତା ଧାରା ଥିଲା ସିମ୍ପ୍ଲେ ଲା    ଲିରିଂ
ହାଇ ଥିକିଙ୍ଗ  ମଡ୍ର ତାର ଠିକ୍ ବିପରୀତ ଥିଲା  ମେହେନାଡା଼ ସେ ସବ୍ରୁବେଳେ ଫ୍ୟାଶନେବଲ ଓ ରୋମଶ୍ଚିକ୍  ରହୁ ଥିଲା ସେଠି ଲାଗି  ଗୋଟିଏ ପଟରେ ନକ୍ସୟ ମେହେନାଜ ଭଳି ରୂପବତୀ ସ୍ତ୍ରୀ କୁ ଯାଇ ନିଜ ଭା ଗ୍ୟକୂ ସଲାମ୍ କରୁ ଥିବା  ବେଳେନକ୍ସୟ ଭଳି  ଗୋଟେ ନିପଟ ମଫସଲା ମେଣ୍ଟା ଲିଟିର ଲୋକକୁ ନିଜେ ସ୍ୱାମା ଭବରେ ପାଇ ନିଜ ଭା ଗ୍ୟକୂ ନିନ୍ଦୁ ଥିଲା  ମେହେନାଜ! କୁଆଁରା ଥିଲା  ବେଳେ ସେ
ଯେମିତି  ଜଣେ ସ୍ଵାମୀର ସ୍ଵପ ଦେଖି ଥିଲା  ଡାଠାରୁ   ନକ୍ସୟ ଥିଲା  ଶହେ କୋଶ ଦୂରରେ!
ଅନ୍ୟପଟଗେ, ନକ୍ସୟର ଭାଇ  ମେହେରବାନ୍ ଥିଲା ବେଶ୍ ସ୍ୱାର୍ଟସୁନ୍ଦରଆଉ ରୋମାଶ୍ଚିକ୍ ମିଜାଜ ର  ସେ ପାର୍ଲର ଯାଇମେକ୍ଅଫ୍ ନେଇ ନିଜକୁ ସବୁବେଳେ ଗୁତ୍ ଲୁକି" ଋଖୁଥିଲା  ତାର କଥାବାର୍ଟାଗଲିଚଳଣ ଥିଲା  ଫିଲ୍ମ ଫିଲ୍ମ  ସେତିକି ନୃହେଁଝିଅ କିମ୍ବା ସ୍ତ୍ରୀ ଲୋକଙ୍କୁ  ଇଂପ୍ରେସ୍ କରିବାରେ ସେ ଥିଲା  ନସରୱାନ୍ ଓସ୍ତାଦ ! 

             ମେହେରବାନ୍ ର  ନଜର ଯେତେବେଳେ ଭାଉଜ ମେହେନାଜ ଉପରେ ପଡ଼ିଲା ସେତେବେଳେ ସେ ନିଜକୁ ରୋକି ପାରିଲାନି! ଭାବିଲା, ଏତେ ସୁନ୍ଦରୀ ଝିଅକୁ କଣ ଖୁନ୍ଦା ନକ୍ସୟ ଭଳି ଗୋଟେ ମାଫୁ  ପାଇଁ ବନେଇଥିଲା  ମାଙ୍କଡ଼ ବେକରେ ମୋତିମାଳ କଣ ଶୋଗପାଏ! ତଥାପି ସେ ନିଜକୁ ନିୟନ୍ତ୍ରଣ କଲା ! କାରଣ ମେହେନାଜ ତାର ଭାଉଜ  ଥିଲା ! ମେହେରବାନ୍ କୁ ବି ପ୍ରଥମେ ଦେଖ୍ ଚମକି ପଡ଼ିଥିଲା  ମେହେନାଜ! ଭାବି ଥିଲା  ମୋ ବାପାମାଭଲ  ଏଇ ମେହେରବାନ୍ ହାତରେ ମୋତେ ଛନ୍ଦି  ଦେଇଥାନ୍ତେ! ହେଲେ ଆଉ କାହା ହାତରେ କିଛି ନ ଥିଲା  ସମର୍କ ଯେତେବେଳେ ଦିଅର ଆଉ ଭାଉଜ ର  ସେତେବେଳେ ମେହେରବାନ୍ ଓ ମେହେନାଜ ନିକଟତର ଜେବା ସ୍ଵାଭାବିକ! ଆଉ ମେହେରବାନ୍ ଯେତେବେଳେ ମେହେନାଜ ର  ନିକଟବର୍ତି ହେଉ ଥିଲା  ସେତେବେଳେ ସେ ତାକୁ ଆକର୍ଷିତ କରିବାର ଗୋଟେ ବି ମୌକା  ଛାଡୁ ନ ଥିଲା  ! ମେହେନାଜ  କୁ ବି ମେହେଋଗନ୍  ରସବୁକଥା ଖୁବ୍ ମକ! ଳାଗୂଳୋ!  ଦୁହେଁ କେତେବେଳେ ଆଖିରେ ଆଖିରେ ପର ସ୍ପର କୁ  ନିଜ ମନକଥା କହିଁ ଦେଲେ  ସେକଥା କେହି ଜାଣି ପାରିଲେ ନାଦି ! ସେମନେ କେବଳ ମଉକା ଅପେକ୍ଷାରେ ଥିଲେ  ଦିନେ ସେ ଭଳି ଏକ ମଉକା  ଆସି ପହଁଚିଲା !          ମେହେନାଜ  କୁ ଏକୁଟିଆ ପାଇ ମେହେରବାନର ଯାଇ ତାକୁ ନିଜ ଦୁଇ ବା ହୂରେ ଭିଡ଼ି ଧରିଲା! ସତେପେମିତି ଏମିତି ଏକ ସୁଯୋଗକୁ ଅପେକ୍ଷା କରି ଥିଲା  ମେହେନାଜ! ସେ ମେହେରବାନର ବହୁ  ବନ୍ଧନରୁ ନିଜକୁ ମୂକୂଳେଇ ନେଲାଣି ! ଓଲଟି ପୁରସାର ସ୍ଵରୂପ ମେହେରବାନର ଓଠରେ ଏକ ପ୍ରେମ ବୋଳା ଚୁମ୍ବନରେ ଆଙ୍କି ଦେଲା  ! ସେମାଙ୍କ ମନ ତ ଏକ ହୋଇ ସାରି ଥିଲା ,ଏଥର ଦେହ ଦୁଇଟା ବି ଗୋଟି ଏ  ବନି ଗଲା  ମେହେନାଜ ସତେ ଯେମିତି ଥିଲା ଦୀର୍ଘ ଦିନ ଧରି ପାଣି କୁ ଅପେକ୍ଷ୍ୟା କରି ଥିବା ଏକ ଚାତକ ! ଆଉ ସେ ମେହେରବାନ କୁ ପାଇଲା ନାହିଁ ଯେ , ତାକୁ ଶ୍ରାବଣର ବର୍ଷ! ମିଳିଗଲା ! ସେ ମେହେଳୋନ୍ ପ୍ରେମରେ ଏମିତି ପାଗଲି  ହୋଇଗଲା ଯେ, ସେ ଭୁଲି ଗଲା ଯେ ସେ  ହେଉଛି କାହାର ସ୍ତ୍ରୀ
          ଯେଉଁଠି ନିଅଁ! ଅଛି ସେଠି ଧୂଆଁ ଉଠିବ ହିଁ ଉଠିବ ! ସମସ୍ତେ  ଚ୍ଚାଣିଗଲେ  ଦିଅର ଭାଉଜ ମଧ୍ୟ  ମଧରେ କିଛି ଚାଲିଛି! ଏପରି କି ନକ୍ସୟ ଦିନେ ମେହେରବାନ୍ ଓ ମେହେନାଜ କୁ ଅପତ୍ତି ଜନକ ଅବସ୍ୱାରେ ଦେଖିଲା ! ଘରେ ନିଅଁ! ଲାଗିଗଲା ଯେମିତି! ଅବଦୁଲ୍ ମେହେରଗନ୍ କୁ  ଗାଳି ଗୂଲ ଜ  କଲେ ମାଡ଼ ମାରିଲେ! ମେହେନାଜକୂ ଆକଟ କଲେ! ହେଲେ ଦୁହେଁ ଦୁହିଁଙ୍କ ପ୍ରେମରେ ଏମିତି ବୁ ଡ଼ି ଯାଇ ଥିଲେ  ପେ, ସେମାନଙ୍କୁ କାହା ଆକଟ ଶୁଣାଗଲା ନାଦି ! ସେମନେ ଯଥା ପୂର୍ଵମ   ତଥୀ ପରମ  ନୀତିରେ ସେମାନଙ୍କ କାର୍ଯ୍ଯ ଜାରି ରଖୀ ଲେ  ଅବଦୁଲ୍ ଏଥିରେ  ଅତିଷ୍ଠ ହୋଇ ନକ୍ସୟ କୁ କହିଲେ, ତୂ ତୋ ସ୍ତ୍ରୀ କୁ ନେଇ  ନେଇ ଦୂରକୁ ଚାଲି ଯା! ଫଳରେ ସେମନେ ଆଉ ପାପକାମ କରିପାରିବେ ନାହିଁ ! ନକ୍ସୟ ବି ତାହ! କଲ! ! ମାତ୍ର ଯୋଉ କଥାକୂ ସେଇକଥା! ଶେଷରେ ଅବଦୁଲ୍ ନିଷ୍ଠରି ନେଇ! ସେମେହେଋବାନ୍  ଆଉ ମେହେନାଜ କୁ ଆଉ କୋଉ ଥିରେ  ପାରି ହବନି! ମେହେରଗନ୍ କୁ ବାହା   କରିଦେବାକୁ  ପଡ଼ିବ ହୁଏତ ନିଜର  ଗୋଟେ ସ୍ତ୍ରୀ  ପାଇଗଲେ ସେ ଆଉ ଭାଇ ର ସ୍ତ୍ରୀ  ଉପରେ ନଜର  ପକେଇବ ନାହିଁ

             ଅବଦୁଲ୍ ଯୁଦ୍ଧ କାଳୀନ ଭିତିରେ  ମେହେଋବାନ୍  ପାଇଁ ଗୋଟେ ଝିଅ ଯୋଗାଡ଼ କରିବାରେ ଲାଗିଗଲୋ ସେମାନେ ଫାହିମଜହାନ କୁ  ଘରର  ସାନ ବୋହୁ କରିବାକୁ ନିଷ୍ଠଭି ନେଲେ | ମେହେନାଜ ଯେତେବେଳେ ଜାଣିଲା ମେହେରବାନ୍ ପାଇଁ ଝିଅ ଖୋଜା ଚାଲିଛି ତାମୁଣ୍ଡ ଖତାପ ହୋଇଗଲା! କାରଣ ମେହେରତାନ୍ ତାପାଇଁ କେବଳ ଦିଅର ନ ଥିଲା  ସେ ଥିଲା  ତାର ସବ୍ରୁକିଛି! ସେ ଭାବି ଲା, ଯଦି ମେହେରଗନ୍ କୁ  ଆଉ ଗୋଟେ ନୁଆ ଝିଅ ମିଳିଯିବ ତାହେଲେ ସେ କେବେ ବି ତାକୁ ଆଦର କରିବନି! ସେଥିଲା ଗି ସେ ମେହେର ବାଁ କୁ  ପ୍ରବର୍ତାଇଲ  ବାହାଘର ଭାଙ୍ଗିଦେବାକୂ! ମେହେରବାନ୍ ବି ଘରେ ଡୁମୁଳ ଚ୍ଚାଣ୍ଠ ଆରମ୍ଭ କରିଦେଲା ଜିଦ କଲା  ସେ ବାହା ହେବନି! ଯଦି ତାକୂ ଜୋର ଜବରଦସ୍ତି ବାହା କରି ଦିଅ ଯାଏ  ତା ହେଲେ ସେ ଘର   ଛାଡି ପଳେଇ ଯିବା ନ ହେଲେ ବିଷ ଖାଇ ଦେବା ହେଲେ ପରିବାର ଲୋକେ ଏ ଧମକ ରେ ଡରି ଗଲେ ନାହିଁ କିମ୍ବା ବାହାଘର ଭାଙ୍ଗି ଦେଲେ ନାହିଁ |ଓଲଟି ବାହାଘର ତାରିଖ ସ୍ଥିର କରି ଦେଲେ |
           ଉଭୟ ମେହେରବାନ୍ ଓ  ମେହେନାଜ ଜାଣିଥିଲେ ଯେ କେବଳ  ସେମାନଙ୍କୁ ଅଲଗା କରିବା ପାଇଁ ଏ ବାହାଘର ଡ୍ରାମା କରୂଛରି ପରିବାର ଲୋକେ! ସେଠି ପାଇଁ  ସେମାନେ ଏକ ଗୁରୁତ୍ଵା ପୁର୍ଣ ନିଷ୍ଠରି ନେଲେ! ବାହାଘର ଅଳ୍ପ  କିଛିଦିନ ଅଛି ସେମାନେ ଦୁହେଁ ଘର ଛାଡ଼ି ଚାଲି ଗଲେ |ସେତେବେଳକୁ ବାହାଘରର ସବ୍ରୁ ଆୟୋଜନ ସରିଗଲାଣି ! ପରିବାର ଉପରେ ଯେମିତି ଚଡ଼କ ପଡ଼ିଲା  ! ପରିବାର ଲୋକେ ବହୁ ଖୋଜ ଖୋଜି  କରି ସେମାନଙ୍କୁ ଧରିଲେ ଓ ଘରକୁ ଫେରେଇ ଆଣିଲେ! ମେହେରବାନ୍ ରୋକ ଥୋକ କହୁ ଥିଲା ସେ ଯଦି ବାହ! ହେବ ତାହେଲେ ଭାଉଜ ମେହେନାକ୍ କୁ  ! 66ହନାକ୍ ବି କହୁଥିଲା - ସେ ନକ୍ସୟକୂ ନେଇ ଖୁସି ନୁହେଁ! ତାକୁ ମେହେରବାନ୍ ର ସ୍ତ୍ରୀ  ହୋଇ ରହିବାକୁ ଦିଆଯାଉ!
ଏସବୁ  ପରିସ୍ଥିତି କୁ  ଏଡ଼େଇଦ୍ଦେଇ ଅବଦୁଲ ମେହେରବାନ୍ ର  ଫାହିମଜହାନ ସହିତ ବାହାଘର କରିଦେଲେ! ଏ ବାହାଘରରେ ରାଜି  ନ ଥିଲେ ମଧ୍ୟ  ପାରିବାରିକ ତଥ! ସମାଜିକ ଚାପ  ଆଗରେ ମୂଣ୍ଠ ନୁଆଁଇ ମେହେରବାନ୍ ଫାହିମଜହାନ କୁ  ନିଜର ବେଗମ୍ ବୋଲି କୂବୁ ଲ୍ କଲା  ହେଲେ ସେ ତାସହିତ କୌଣସି ସମର୍କ ରଖୀ ଲା  ନାହିଁ! କାରଣ ତାର ଭାଉଜ ଥିଲା ତାର ସବୁ କିଛି |ଆଗରୁ ସେମାନେ ଲୁଚା ଚୋରା ରେ ପରସ୍ପର ସହିତ ମି ଳା ମିଶା କରୁଥିଲେ ଏତେସବୁ ଘଟଣା ଘଚିଯିଗ ପରେ
         ସେମନେ ଖୁଲମଖୁଲା  ପର ସ୍ପର ସହିତ  ସହ କଥା ହେଉ ଥିଲେ ସ୍ୱାମୀ ସ୍ତ୍ରୀ ଙ୍କ  ଭଳି  ଆଚରଣ  କରୁଥିଲେ | ସବୁ   ଜାଣି ବି ପରିବାରର ଲୋକ ମାନେ ମୋନେ ଥିଲେ  ଚୁପ୍! କାରଣ ସେମାଙ୍କର  ହାତରେ  ଆଉ କିଛି କରିବାର ନ ଥିଲା  ସ୍ୱାମାର ଖାପଛଢ଼ା ବ୍ୟବହାରରୁ ଫାହିମଜହାନ  ଠଉରେଇ ନେଇଥିଲା  ଯେ, ସେ ଆଉ କାହା ପ୍ରେମରେ ପଡି଼ଛନ୍ତି ହେଲେ ଯେତେବେଳେ ସେ ଦେଖିଲା  ଭାଉଜ ମେହେନାଦ୍ ହେଉନ୍ଥଜି ତାସ୍ୱାମାର ପ୍ରେମିକା ସେତେବେଳେ ସେ ସହି ପାରିଲାନାହିଁ ! ନା ରୀ  ସବୁକିଛି ସହି ପାରେ; ମାତ୍ର ନିଜ ସ୍ୱାମୀକୁ ଆଉ କାହା ସହ ଶେୟାର କରିପାରେ ନାହିଁ!  ଫାହିମଜହାନ ନିଜର ହକ୍ ଜାହିର କରିବା  ପାଇଁ ଦୃଢ  ନିଷ୍ଠଭି ନେଲା ଓ ମେହେରବାନ୍- ମେଜେନାକ ମଝିରେ ହିମାଳୟ ପାଲଟି ଠିଆ ହୋଇଗଲା!

          ଉଭୟ ମେହେରବାନ୍ ଓ ମେହେନାଜ ଜାଣିଲେ ପେ, ଫାହିମଜହାନ ହେଉଛି ତାଙ୍କ ରାପାର ସବ୍ରୁଠୁ ବଡ଼ କଣ୍ଟା ୟ ପୁଣି ସେ ହେଊଛି ମେହେରବାନ୍ ର  ସ୍ତ୍ରୀ  ତେଣୁ ସେ ଚାହିଁଲେ ଆଇନ୍ଋ ଆଶ୍ରୟ ମଧ ନେଇପାରିବା ଏ ଥିରୁ ମୁକ୍ତି   ପାଇବାର ଏକମାତ୍ର ବାଟ ଫାହିମଜହାନ ନିଜ ରାସ୍ତାରୁ  ହଟେଇଦେବା| ଉଭୟ ମେହେରବାନ୍ ଓ ମେହେନାଜ ନିଷ୍ପତି  ନେଲେ - ଯେମିତି ବି ହେଉ ଫାହିମଜହାନ ମରିବା ଆଉ ମେହେନାଜ କହିଲା, କିଛିଦିନ ପରେ ସେ ଖାଇବାରେ ବିଷ ଦେଇ ନକ୍ସୟକ୍ସ ମାରିଦେବା ବାସ୍, ତାପରେ ସେମାନେ ବିନ୍ଦାସ୍!
           ଏକ ସୂପାରି କିଲର ଠିକ୍ କଲା ମେହେଋବାନ୍! ନିଜେ ନିଜ ସ୍ତ୍ରୀ  ଫାହିମଜହାନ ହତ୍ୟା କରିବାର ପ୍ଲାନ  ପ୍ରସୂତ କଲା! ପ୍ଲାନ ଅନୁଯାଇ ଫାହିମଜହାନ ମରିବା ମାତ୍ର ଦୋଷ କାହାକୁ ଲାଗିବନି! କିଲରମାନେ ଲୁଟେରା ସାଜି  ଆସିବେ! ପ୍ରଥମେ ସେ ପ୍ରତିରୋଧ କରିବା ସେମାନେ ତାହାତଃଗାଡ଼ ବାନ୍ଧି ଦେକେ! ବାପାମାକୂ ଗନ୍ ପଏଣ୍ଟ ରେ ଡରେଇବେ! ପରେ ସେମାନେ ଫାହିମଜହାନ ଆଗରେ ତାଗହଣା     ଲୂଟ କରିବେ  ନାରୀର ଗହଣ ପ୍ରତି ସବୁଠୁ ବେଶୀ ଦୁର୍ବଳତା ! ତେଣୁ ଫାହିମଜହାନ ପ୍ରତିବଡ  କରିବା ଆଉ ସେତିକିବେଳେ ସେମାନେ ତାକୁ  ସୁଟ୍ କରିଦେବେ! ବାସ୍ତବ ରେ  ସେମିତି ହିଁ କିଲରମାନେ ଗୁଳିକରି ମାରିଦେଲେ ଫାହିମଜହାନ କୁ ! ହେଲେ ଆଇନର ଆଖି କୁ  ଫାଂକି  ପାରିବ କିଏ ? ଗିରଫ ହେଲା  ମେହେରବାନ୍ ଓ ଗିରଫ ହେଳା ମେହେନାଜ! ଦିଅର ଭାଉଜ  ଜେଲ୍ ରେ ରହି ନିଜ କଳାକର୍ମର ପ୍ରାୟଶ୍ଚିତ୍ତ କରୁଥିଲେ…….

Tuesday, 4 April 2017

ଏକତରଫା ପ୍ରେମକରି ହତ୍ୟା

ସେ ଦିନ ଥିଲା ୨0୧୬, ଡିସେମ୍ବର ୬! ସମୟ ପ୍ରାୟ ଭୋର ୪ଟା! ମୁମ୍ବାଇର ଘରୋଇ ବିମାନବନ୍ଦର ପରିସରରେ ଥିବା ଆନା ଭିଲେପାର ଲେ   ଯୁଲିସକୁ ସୂଚନା ମିଳିଲା କଣେ ଯୁବତୀକୁ ହତ୍ୟାକରି ପୋଡି ଦିଆଯାଇଛି! ସୂଚନା ମିଳୁ ମିଳୁ ଡିଉଟି  ଥିବ! ଯୁଲିସ ଅଧିକାରୀ ମହାଦେବ ନିୱୀଲକର ତୀଙ୍କ ଟିମ୍ ସହିତ ଘଟଣାସ୍ଥଳରେପହଞ୍ଚିଗଲେ! ଖରେଟି ଇର୍ଲ! କଯୁର ମେଡିକାଲରୁ ଆସିଥିଲା! ଘଟଣାସୃଳରେ ଯୁବତୀଙ୍କ ପରିବାର ଲୋକ ମଧ୍ୟ ଉପସ୍ଥିତ ଥିଲେ! ଡାକ୍ତରଙ୍କ କହିବା ଅନୁସାରେ ଯୁବତୀଙ୍କ ପ୍ରଥମେ ବଳାତ୍କାର   କରିବ! ପରେ ତଂଟି  ଚିପି ହତ୍ୟା କରଯାଇ ପୋଡି ବେବାକ ଚେଷ୍ଟା କରାଯାଇଛି!
ଯୁବତୀଙ୍କ ତେହେର! ସମ୍ପୁର୍ଣ୍ଣ ରୁପେ କଳିଯାଇଥିଲା ! ଯୁଲିସ ଶବକ୍ଳ ଘରଲୋକଙ୍କୁ  ହସ୍ତାନ୍ତର କରି ତଦନ୍ତ ଆରମ୍ଭ କରି ଦେଇଥିଲା!

ଘଟଣା ବିଷୟରେ ଜାଣିବ! ପାଇଁ ଯୁଲିସ ପ୍ରଥମେ ଯୁବତୀଙ୍କ ଘରଲୋକଙ୍କୁ ପବରୀଉବର! ଆରମ୍ଭ କରିଥିଲା ! କିନ୍ତୁ  ଝିଅକୁ ହରାଇବା ଦୁଃଖରେ ଘରଲୋକଙ୍କମାନସିକ ଅବସ୍ଥା ଠିକ୍ ନଥିବାରୁ ସେମାନେ କିଛି କହି ପାରିନଥିଲେ! ଯୁଲିସ ପାଖ ପଡ଼ୋଶୀଙ୍କଠାରୁ ଜାଣିବାକୁ ପାଇଥିଲା ଯେ ମୃତ ଯୁବତୀଙ୍କ ନାଁ ଶ୍ରଦ୍ଧା ପାଞ୍ଚାଲ ଏବଂ ସେ କଣେ ଫିଜିଓ ଥେରାପିଷ୍ଟ ଥିଲେ! ଘଟଣା ଦିନ ରାତି ଠିକ ୧.୩0ରେ ଶ୍ରଦ୍ଧାର ରମ୍ ରୂ ଧୂଆଁ ବାହାରୁଥିବାର ପଡୋଶୀଲୋକ ଦେଖୁଥିଲେ! ଏହାର ଠିକ୍ ଅଧଘଣ୍ଟା ପରେ ଶ୍ରଦ୍ଧାଙ୍କ ଘରୁ କାନ୍ଦବୋବାଳି ଶୁଣାଯାଇଥିଲା! ଶବ୍ଦ ଶୁଣି ପଡୋଶୀମାନେ ତାଙ୍କ ଘରକୁ ଧାଇଁଥିଲେ! ରୁମ୍ ମଝିରେ ଶ୍ରଦ୍ଧାର ଅଧାକଳା ଶରୀର ପଡିରହିଥିଲା ଏବଂସମ୍ପୁର୍ଣ୍ଣ ଶରୀର ନିବସ୍ତ୍ର ଥିଲା ! ଶ୍ରଦ୍ଧା ପିନ୍ଧି ଥିବ! କିନ୍ସରେ ତଂଟି ଚିପି ହତ୍ୟା କରାଯାଇଥିଲା ! ପଡ଼ୋଶୀ ଦୀପକ ଏବ° ସଚିନ୍ ଶ୍ରଦ୍ଧାର ବେକରୁ ସଙ୍ଗେ ସଙ୍ଗେ କିନ୍ସକୁ ବାହାର କରି  ମେଡିକାଲ୍ ନେଇ ଆସିଥିଲେ କିନ୍ତୁ  ସେଠି ଶ୍ରଦ୍ଧାଳୁ ମୃତ ଘୋଷିତ କରାଯାଇଥିଲା!
 ଶ୍ରଦ୍ଧାର ରୁମ୍ ଘରର ଉପର ମହଲାରେ କରାଯାଇଥିଲା! ଶ୍ରଦ୍ଧାର ରୁମ୍ ଘରର ଉପର ମହଲାରେ ଥିଲା! ଶ୍ରଦ୍ଧା ଫିକିଓଥେରାପିଷ୍ଟ ଥିବାରୁ ଘରକୁ ଫେରିବାର ସେମିତି କିଛି ନିକିଷ୍ଟ ସମୟ ନଥିଲା! ଶ୍ରଦ୍ଧା ବିଳମ୍ବିତ ରାତିରେ ମଧ୍ୟ ଘରକୁ ଫେରୁ ରଥିଲା ! ଘର ଲୋକଙ୍କ କୌଣସି ଅସୁବିଧା ନହେବା ପାଇଁ ରୁମ୍ ର ସିଡ଼ି ବାହାରକୁ ତିଆରି ହୋଇଥିଲା! ଶ୍ରଦ୍ଧା ଯେତେବେଳେ କି ବିଳମ୍ବିତ ରାତିରେ ଫେରେ କାହାକୁ ନ ଡାକି ସିଧା ରୁ ମ୍ କୃ ଚାଲି ପାଏ ! ତ୍ପଲିସ ଶ୍ରଦ୍ଧାର ସାଙ୍ଗ ମାନଙ୍କଠାରୁ ଜାଣିବାକୁ ପାଇଥିଲା ପେ ସେଦିନ ଶ୍ରଦ୍ଧା ରାତି ୯ଗରେ  ଘରକୁ ଫେରିଥିଲା! ରାତି ୧୦ଗରେ ଘରଲୋକଙ୍କ ସହିତ ଖାଇସାରିବା ପରେ ପୂଜା  ଏବଂ ତୈତାଲି ତାକୁ  ଦେଖା କରିବାକୁ ଆସିଥିଲେ! ଦୁଇଜଣ ଶ୍ରଦ୍ଧାର ଖୁବ୍ ଅନ୍ତରଙ୍ଗ ବନ୍ଧୁ ଥିଲେ! ସେଥିପାଇଁ ବେଳେ ବେଳେ ଶ୍ରଦ୍ଧା ସେମାନଙ୍କ ଘରେ ମଧ୍ୟ ରହିଯାଇଥିଲା ଶ୍ରଦ୍ଧା ତା’ ଡୁ ଇ ସାଙ୍ଗ କୁ ରୁମ୍ କୃ ନେଇଯାଇଥିଲା ଏବଂ କିଛି ସମୟ କଥା ହେବା ପରେ ସେମାନେ ସାଙ୍ଗ ହୋଇ ଏଟିଏମ୍ କୃ ପଇସା କାଢିବା ପାଇଁ ବାହାରକୁ ଯାଇଥିଲେ! ପରେ ମୁଣି ଚୁମ୍ କୁ  ଫେରି ଆସିଥିଲେ! ରତି ୧୨ଟା ପର୍ଯ୍ୟନ୍ତ ସମସ୍ତେ ଏକାଠି ହୋଇ କଥା ହୋଇଥିଲେ! ଶ୍ରଦ୍ଧାଳୁ ନିଦ ଆସିବାରୁ ସେମାନେ ଶ୍ରଦ୍ଧାକୁ  କବାଟ ବନ୍ଦ କରିବାକୁ କହି ସେଠାରୁ ଚାଲିଯାଇଥିଲେ! ପୃଲିସ ପୂଜା  ଏବଂ ତୈତାଲିଙ୍କ ଠାରୁ ସମସ୍ତ କଥା ଶୃଣି ସାରିବା ପରେ ପୁ ଲିସର ସନ୍ଦେହ ଘର ଲୋକଙ୍କ  ଉପରକୁ ଯାଇଥିଲା! ପ୍ରଲିସ ଶ୍ରଦ୍ଧାର ବାପା ମା’ ଏବଂ ସମ୍ପର୍ଜାୟ ଭାଇକୁ ମଧ୍ୟ ଥାନାକୁ ଡାକି ପଚରାଉଚରା କରିଥିଲା! କିନ୍ତୁ ଶ୍ରଦ୍ଧାର ହତ୍ୟା ସମ୍ବନ୍ଧୀୟ ସେମିତି କିଛି ସୂଚନା ମିଳିପାରିନଥିଲାତ୍ପଲିସକୁ ! ୫0 ଦିନରୁ ଅଧିକ  ବିତିଯାଇଥିଲେ ମଧ୍ୟ ଶ୍ରଦ୍ଧାର ହତ୍ୟାକାରୀ ଧରା ପଡିନଥିଲା! ହତ୍ୟା କିଏ କରିଛି? କାହିଁକି କରିଛି? ତ୍ପଲିସ ପାଇଁ ଚିନ୍ତାର ବିଷୟ ପାଲଟିଯାଇଥିଲା !
 ତ୍ପଲିସ ତ୍ପଣିଥରେ ଘଟଣାମୃଳକୁ ଯାଇ ଛାନଭିନ୍ଆରମ୍ଭ କରିଥିଲ୍ୟା ଏହ! ସହିତ ସେହି ସ୍ଥାନରେ ଥିବା ସମସ୍ତ ସିସିଟିଭି କ୍ୟା ମେରାର ଫୁ ଟେଜ  କୃ ମଧ୍ୟ ଟିକିନିଖି କରି ବେଖିଥିଲା! ଶେଷରେ ଅପରାଧୀ ମିଳି ଯାଇଥିଲା’ ତ୍ପଲିସକୁ ସିସିଟିଭି ନ୍ୟାମେରାର ଗୋଟେ ଫୁ ଟେଜ  ରେ  କଣେ ସଦିଗ୍ର ତେହେର! ନବର ଆସିଥିଲା ! ପୁଲିସ ସଙ୍ଗେ ସଙ୍ଗେସେହି ମୂବକକୁ ଧରିବାକୁ ଚେଷ୍ଟା କରିଥିଲା! ଶେଷରେ
ପୁଲିସ ହାତରେ ସେହି ଯୁବକ ଧରାପଡି ଯାଇଥିଲା! ସେହି ଯୁବକର ନାଁଥିଲା  ଦେବାଶିଷ ଧର ଏବଂ ସେ ସେହି ବସ୍ତିରେ ୭ବର୍ଷ ହେବ ରହୁଥିଲା! ୨୭ ବର୍ଷାୟ ଦେବାଶିଷ ଧାରର ଘର ଥିଲା ପଶ୍ଚିମବଙ୍ଗ! ଘରର ଆର୍ଥକ ଅବସ୍ଥା ଠିକ୍ ନ ଥିବାର ସେ ମୁମ୍ବାଇ ଚାଲିଆସିଥିଲା କାମ କରିବାପାଇଁ! ଠିକାଦାର କାମ କରିବାସହ ଭିଲେପାର୍ଷଲ ନିକଟରେ ଥିବା ବସ୍ତିରେ ଭଡା ନେଇ ରହୁଥିଲା! ଏହାର ନିକଟରେ ଥିଲା ଲିଲାବାଇ ସୋସାଇଟି ଯେଉଁଠି ଶ୍ରଦ୍ଧାର ଘର ଥିଲା! ୨୪ ବର୍ଷର  ଶ୍ରଦ୍ଧା ବେଖ୍ ବାକୁଖୁବ୍ ସୁନ୍ଦର ଥିଲା ଏବଂ ସେ ସମସ୍ତଙ୍କସହିତ ଖୁବ୍ ଜଳ ଦି ମିଶି ଯାଉଥିଲା! ଶ୍ରଦ୍ଧା ପାଖକୁ ଅଧ୍ କାଂଶ ଫିଲ୍ମ ଦୁନିଆ ଏବଂ ସିରିୟଲରେ କାମ କରଥିବା ଯୁବକ ମୂବତୀମାନେ ଆସିଥାରି ! ସେଥିପାଇଁ ଶ୍ରଦ୍ଧା ମଡେଲ ପରି ପୋଷାକ ପିନ୍ଧି  ନିକକୁ ସେଲିବ୍ରିଟି ଭଳି ସକାଉଥିଲା! ବହୁଦିନ ଧରି ବେବାଶିଷର ନବର ଶ୍ରଦ୍ଧା ଉପରେ ଥିଲା! ସେ ମନେ ମନେ ଶ୍ରଦ୍ଧାଳୁ ଭଲ ପାର ବସିଥିଲା ! କିନ୍ତୁ  ଶ୍ରଦ୍ଧା ଏ ବିଷୟରେ ସମ୍ପୁର୍ଣ୍ଣ ଅଜ୍ଞାନ ଥିଲା! ଶ୍ରଦ୍ଧା ଯେଉଁଆଡ଼େ ଯାଉଥିଲା ଦେବାଶିଷ ତା’ ପଛେ ପଛେ ଯାଉଥିଲା! ଶ୍ରଦ୍ଧା କେତେବେଳେ ଘରକ୍ଳ ଫେରୁଥିଲା, ଜ୍ଜିନିକ କେତେବେଳେ ପାଉଥିଲା ସବୁ  ଜଣାଥିଲା ବେବାଶିଷକୁ! କିନ୍ତୁ ସେ ଶ୍ରଦ୍ଧାକୁ ତା’ ମନକଥା କହିବାକୁ ଡରୁଥିଲା!
 ଦିନେ ସେ ନିଶ୍ଚୟ କଲା ସେ ଶ୍ରଦ୍ଧାକୁ ତା’ ମନକଥା କହିବ! ଦିନେ ସୁବିଧା ପାଇ ଦେବାଶିଷ ଶ୍ରଦ୍ଧା ଆଗରେ ତା’ ମନକଥା କହିଥିଲା!କିନ୍ତୁ ଶ୍ରଦ୍ଧା କାହିଁ ଶୂଣିବାକୁ ଯିବ! ଶ୍ରଦ୍ଧା ଦେବାଶିଷକୁ ଅପମାନିତ କରି ଚାଲିଯାଇଥିଲା କ୍ତିନିଲ୍! ଏହି ଘଟଣାକ୍ଳ ଶ୍ରଦ୍ଧା ସେତେଟା ଗୁରୁତ୍ଵର ସହିତ ନେଇନଥିଲା ଏବଂ ପରେ ଭୃଲିଯାରଥିଲା! କିନ୍ତୁ ଦେବାଶିଷକୁ ଶ୍ରଦ୍ଧାର କଥ! ଖୁବ୍ କଷ୍ଟ ଦେଇଥିଲା! ମନେ ମନେ ସ୍ଥିର କରିଥିଲା ତା’ ଅପମାନର ପ୍ରତିଶୋଧ ସେ ନିଶ୍ଚୟ ନେବ ଦେବାଶିଷ ଅପେକ୍ଷା କରି ରହିଥିଲା ଗୋଟେ ସ୍ବର୍ଣ୍ଣ ସୁ ପୋଗକୁ! ଆଉ ସେଦିନ ମିଳିଯାଇ ଥିଲା ବେବାଶିଷକୁ  ସେହି ସୁଯୋଗ!
ସେଦିନ ରାତିରେ ଦେବାଶିଷ ସାଙ୍ଘମାନଙ୍କୁ ଦେଖା କରି ନିଜ ରୁମ କୁ  ଫେରୁଥିଲା! ନଜରରେ ପଡିଥିଲା ଶ୍ରଦ୍ଧାର ରୁମ୍! ସେତିକିବେଳେ ଶ୍ରଦ୍ଧାର ସାଇଂ ରୁ ମ୍ ରୁ ବାହାରକୁ ବାହାରୁଥିଲେ ! ଦେବାଶିଷ ଶ୍ରଦ୍ଧାର ଘର ପାଖରେ ଲୁଚିଯାଇଥିଲା! ସାଙ୍ଗ ମାନେ ଯିବା ପରେ ଦେବାଶିଷ ଯାଇଥିଲା ଶ୍ରଦ୍ଧାର ରୁ ମ୍ କୁ  ! ଶ୍ରଦ୍ଧାର ଚୁମ୍ କବାଟ ଖୋଲାଥିଲା! ଶ୍ରଦ୍ଧା ସେତେବେଳକୁ ଶୋଇପଡିଥିଲା! ଶ୍ରଦ୍ଧାର ସାଙ୍ଗ ମାନେ ଗଲା ସମୟରେ କହିଯାଇଥିଲେ ରୁମ୍ ର କବାଟ ବେବାକୁ! କିନ୍ତୁ ଶ୍ରଦ୍ଧା ନିଦରେ ଥିବାରୁ କବାଟ ଦେଇନଥିଲା! ଆର ଏଇଟା ହିଁ ଶ୍ରଦ୍ଧା ପାଇଁ କାଳ ସାରିଥିଲା! ଦେବାଶିଷକୁ ଶ୍ରଦ୍ଧା ରୁ ମ୍ କୁ ଯିବାକୁ ସହଳ ହୋଇଯାଇଥିଲା ! ଶ୍ରଦ୍ଧା ଗଭୀର ନିବରେ 6ଶ!ଇ ରହିଥିଲା ସେତିକିବେଳେ ଦେବାଶିଷ ତା’ ଭପରକୁ ଏତେ ଜୋର ରେ  ଆକ୍ରମଣ କଲା ଯେ ଭୟରେ ଶ୍ରଦ୍ଧାର ଚେତା  ପକାଇଥିଲା! ଏହାର ଫାଇଦା ଉଠାଇ ସେ ଶ୍ରଦ୍ଧା ସହିତ ବଳାକ୍ରାର କରିଥିଲା ଏବଂ ଶ୍ରଦ୍ଧାର କିନ୍ସ ଯ୍ୟାଣ୍ଟରେ ତା’ତଂଟି  ଚିପି ହତ୍ୟା କରିଥିଲା! ଦେବାଶିଷ ନିଜ ଅପରାଧକୁ ଲୁଚାଇବା ପାଇଁ ଢେର ଚେଷ୍ଟା କରିଥିଲା ! ଶ୍ରଦ୍ଧା ରୁମ୍ ରେ ଥିବା ବହି ଗୃଡ଼ିକୁ ଚିରି ସେଲୁରେ ଥିବା ଏକ ଲାଇଟର ସାହାଯ୍ୟରେ ନିଆଁ ଲଗାଇ ଶ୍ରଦ୍ଧାର ଶରୀରକୁ ପୋଡିବାକୁ ଚେଷ୍ଟା କରିଥିଲା ! ଏହି ସମୟ ମଧ୍ୟରେ ତଳ ରୁ ମ୍ ରୁ କାଳେ କେହି ଉଠି ପଢ଼ିବେ ସେଇ ଭୟରେ ସେ ଘଟଣାସ୍କୃଳରୁ ଚମ୍ପଟ ମାରିଥିଲା! ତ୍ପଲିସ ସମସ୍ତ ଘଟଣା ଶ୍ନଣି ସାରିବାପରେ ବେବାଶିଷକୁ ଗିରଫ କରି ଯେ ଲ୍ ପଠାଇ ଦେଇଥିଲା!
indianexpress.com

Monday, 3 April 2017

ପ୍ରେମରୁ ଆରମ୍ଭ ମୃତ୍ୟୁ ରେ ଶେଷ



      ୨0୧୭ ଜାନୁଆରୀ ୮ ତାରିଖ ! ‘କାମକୁ  ଯାତ୍ତଛି କହି ଘରୁ ଚାହାରିଥିଲା  ମଧ୍ୟପ୍ରଦେଶର ଇନ୍ଦୋର ଥାନା ଅନ୍ତର୍ଗତ ଚନ୍ଦନନଗରରେ ରହୁଥିବା  ୨୧ ବର୍ଷାୟ ସଲମାନ୍! ସେ ଫେବ୍ରିକେସନ୍ କାମ କରୁ ଥିଲା! ସେହିଦିନ ରାତିରେ ଘରକୁ ଫେରିନଥିଲା  ସଲମାନ୍! ପରଦିନ ପରିବାର ଲୋକେ ପହଞ୍ ଥିଲେ  ଥାନା ରେ! ନିଖୋଜ ରିପୋର୍ଟ ଲେଖାଇବାଚେଳେ ପଡ଼ୋଶୀ ରଉଫ୍ ଖାନ୍ ଓ ତାର ଡ୍ରାଇଭର୍ ସଢାମ୍ ସଲମାନ୍ କୃ ଅପହରଣ କରିଥାଇପାରନ୍ତି  ବୋଲି ସନ୍ଦେହ କରିଥିଲେ ସଲ୍ ମାନର ବଡ଼ଭାଇ  ଶେଖ୍! ରଉଫ୍ ବଡ଼ ବଡ଼ ବିଲ୍ବିଂ ମରାମତି ଏବଂ ରଙ୍ଗ କାମ ଠିକା ନେଉଥିଲା ! ତା ପାଖରେ ପଚାଶରୁ ଅଧିକ ଲୋକ  କାମ କରୁ ରଥିଲେ! ସଲମାନ୍ ମଧ୍ୟ  ତା ପାଖରେ କାମ କରୁ ଥିଲା ! ମାତ୍ର ପ୍ରାୟ ବର୍ଷେ  ତଳୁ ସଲମାନ୍ କୃ କାମରୁ ବାହାର କରିଢେଇଥିଲା  ରଉଫ୍!
   ରଉଫ୍ ଥିଲା  ଧନା ବ୍ଯକ୍ତି! ସ୍ବାଧୀନ ପ୍ରାର୍ଥୀ ଭାବେ ସେ ବିଧାନସଭା ନିର୍ବାଚନ ବି ଲଢ଼ିଥିଲା ! ତେଣୁରାଜନୀତି କ୍ଷେତ୍ରରେ ମଧ୍ୟ  ସେ ଥିଲା  ପ୍ରଭାବଶାଳୀ! ତ୍ପଲିସ ନିଖୋକ ସଲମାନ୍ ର ମୋବାଇଲ୍ କଲ୍ ଡିଟେଲ୍ଲ ବାହାର କରି ଦେଖିଲା, ସଲ୍ ମାନ ରଉଫର ସ୍ତ୍ରୀ  ସବନମ୍ ସହିତ ଅଧିକ ଅର ଓ ଅଧିକ ସମୟ ଧରି ଗପ କରିଛି! ରତ୍ତଫ୍ ତାକୁ କାମର ବାହାର କରିଦେବା ପରେ ବି ସେ ସବନମ୍ ସହିତ କଥାବାର୍ଜା ଯା ରି ରଖିଥିଲା ! ତ୍ପଲିସ ଚୌ କିରକୁ ଡାକି ରଉଫ୍ ଏବଂ ତାର ସମ୍ପର୍ଜାୟକ
ବିଷୟରେ ପଚାରି କାଣିଲା, ରତ୍ତଫ୍ ର କେତେକ ସମ୍ପର୍ଜାୟ ଧରମ୍ ତ୍ପରୀ ଅଞ୍ଚଳରେ ରହନ୍ତି ! ଚୌକିରଠ୍ ଏହା ଶ୍ନଣିବ! ପରେ ପାଞ୍ଚ ଦିନ ତଳେ ଧରମ୍ ତ୍ପରୀ ଅଞ୍ଚଳରେ କଣେ ଯୁବକର ଶବ ମିଳିବା ଘଟଣା ତ୍ପଲିସର ମନେପଡ଼ିଲା!
୧0 ବାନ୍ମଆରା ୨୦୧୭! ଧାର କିଲ୍ଲା ଧରମତ୍ପରୀ ଥାନାଧିକରା କେ.ଏସ୍.ସାହ୍ ଙ୍କ  ପାଖକୁ ଫୋନ୍ ଆସିଲା ୱେଷ୍ଟ  ସଂସ୍ଥାନ ନିକଟସ୍ଥ କଇଂଲରେ ଗୋଟିଏ ଶବ ପଡ଼ିଛି! ତ୍ପଲିସ ଦେଖିଲା, ଶବର ମ୍ନହଫାଟି କ୍ଷତବିକ୍ଷତ ଓ ଗୂପ୍ତାଙ୍ଗ  କଟାପାଇଛି ! ଥାନାଧିକରୀ ଅନ୍ମମାନ କଲେ, ଏହା ପ୍ରେମ ଜନିତ ହତ୍ୟାକାଣ୍ଡ ହୋଇପାରେ! ମୃତକର ଯ୍ୟାଣ୍ଟ ପକେତ ରେ  ମିଳିଲା ଜଣେ ଘୁଅ ଓ ଝିଅର ଫୋଟୋ , ହିସାବ ଖାତା ଓ ତମ୍ଭାକୁ ଯ୍ୟାକେଟ୍; ଯେଉଁଥିରୁ  ମୃତକର ପରିଚୟ ଜାଣିବା ଭଳି କିଛି ନଥିଲା ! ବେକରେ ତୁଳସୀ ମାଳିଟିଏ ଥିଲା ’ ତେଣୁ ପୁଲିସ ଭନ୍ଦିଥିଲା  ଏହା କୌଣସି ହିନ୍ଦୁ ଯୁବକର ଶବ ହୋଇଥିବା ତ୍ପଲିସ ଶବ ବ୍ଯବଛେଦ ପାଇଁ ପଠାଇବା ସହିତ ଆଖପାଖ ଜିଲ୍ଲାର ତ୍ପଲିସକୁ  ମଧ୍ୟ  ଏ ବାବଦରେ ଜଣାଇ ବେଇଥିଲା ! ମାତ୍ର ରତ୍ତଫ୍ ର ସମ୍ପର୍ଜାୟମାଜେ ଧରମ୍ ପୃ ରୀ ଅଞ୍ଚଳରେ ରହୁ ଥିବା  କଥା ଚନ୍ଦନନଗର ପୁଲିସ ସୂଚନା ପାଇବା ପରେ ମୃତ ମୁବକ ସଲ୍ ମାନ ହୋଇପାରେ ବୋଲି ଅନୁମାନ କରିଥିଲେ

ଚନ୍ଦନ ନଗର  ତ୍ପଲିସଠ୍ ପରାମର୍ଶ ପାଇ ଚୌକିର ବାପାଙ୍କୁ ନେଇ ଧରମ୍ ତ୍ପରୀ ଥାନାଗେ ପହଥ୍ ଜାଣିଲେ ଶବଟିକୁ କବର ଦିଆଯାଇ ସାରିଲାଣି! ଥାନାଧିକରୀ ଏକ ମୁଦି ଦେଖାଇବା ପରେ ଚୌକିର ଓ ତାର ବାପା ନିଶ୍ଚିତ ହେଲେ ସେ ଶବଟି ସଲମାନ୍ ର! ମାତ୍ର ସେ ତୁଳସୀ ମାଳ କାହିଁକି ପିକିବାକୁ  ଯିବ ବୋଲି ସଲମାନ୍ର ବାପା ପ୍ରଶ୍ନ ଉଠାଇବା ପରେ ପୁଲିସ ନିଶ୍ଚିତ ହେଲା ଯେ, ପୁଲିସକୁ ବିତ୍ରାହ କରିଚାକ୍ ହତ୍ୟାକାରୀ ତା ପର୍ସରେ ଘୁଅ, ଝିଅଙ୍କ ଫଟୋ ରଖିବା ସହ ତାଳୁ ତ୍ଳସାମାଳ ପିନ୍ଦାଇଛନ୍ତି ଓ ତାର ଗୂପ୍ତାଙ୍ଗ  କାଟିଚେଇଛନ୍ତି  ! ମାତ୍ର ସଲମାନ୍ ର ଆଙ୍ଗୁଠିର ମ୍ନଦି କାଢ଼ିବାକୁ ଭୂଲି ଯାଇଥିଲେ ହତ୍ୟାକାରୀ! ସଲମାନ୍ ର ଶବ ବାହାର କରି ତାର ପରିବାର ଲୋକଙ୍କ ଦିଆଗଲା ଏହାପରେ ଚନ୍ଦନନଗର ତ୍ପଲିସ ସବନମ୍ ଓ ସଢାମକୁ ଥାନାକୁ ଡାକି ପଚରା ଉଚରା କରିଥିଲେ! ପ୍ରଥମେ ଦୁହେଁ କିଛି କହିନଥିଲେ ହେଁ କିଛି ସମୟ ପରେ ସତ ଉଗାଳି ପକାଇଥିଲେ! ସକାମ କହିଥିଲା , ସବନମ୍ ସହ ସଲମାନ୍ ର ଅବୈଧ ସମ୍ପର୍କ ଥିଲା ! ଏଇ କାରଣରୁ ରରଫ୍ ସଲମାନ୍ କୂ ମାରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ! ଘଟଣାରେ ରତ୍ତଫ୍ ର ପୁତୁରା ଜାଫର  ଓ ଚ୍ଚାଭେବ୍ ମଧ୍ୟ  ସାମିଲ୍ ଅଛଜି ଟୋଲି କହିଥିଲା  ସଦ୍ଦାମ ! ସମସ୍ତକୁ ଗିରଫ କରାଯିବା ପରେ ସଲମାନ୍ ହତ୍ୟା ଘଟଣା ଉପର୍ ପରଦା ଭଠିଥିଲା
ସଲମାନ୍ ଥିଲା  ଲତିଫ୍ ଶେଖ୍ ଙ୍କ ସାନପୁଅ! ଲତିଫ୍ ଙ୍କ ପଡ଼ୋଶୀ ଥିଲା  ରଉଫ୍! ଦିଲ୍ଲି" ମରାମତି ସାଇଂକୁ  ରଇଂକାମ ଠିକାରେ ନେ ଉଥିଲା  ସେ ! ପଢ଼ା ସରିବା ପରେ ସଲମାନ୍ ରଉଫ୍ ପାଖରେ ରଙ୍ଗ ମିସ୍ତ୍ରୀ  ଭାବେ କାମ କଲା!
 ପଡ଼େ !ଶୀଥିବା ରୁ ସଲମାନ୍ ରଉଫ୍ ର ଘରକୁ ପୂର୍ବରୁ ମଧ୍ୟ  ଯିବା ଆସିବା କରୁଥିଲା ! ରଉଫ୍ ପାଖରେ କାମ କରିବା ପରେ ସଲମାନ୍ ର ଯିବା ଆସିବା ବଢ଼ିଯାଇଥିଲା  ! ରଉଫ୍ର ପତ୍ନୀ ସବନମ୍ କୃ ଭାଉଜ ବୋଲି ତାକୁଥିଲା  ସଲମାନ୍! ବ୍ରହେଁ ଅନେକ ସମୟରେ ଥଚ୍ଚାମଚ୍ଚା କରୁଥିଲେ ! ରଉଫ୍ ର କାମ ଢେର୍ ବଢ଼ିଯାଲଥିଲା ! ଦିନ ସାରା ସେ ଏଠ୍ ସେଠିକି ନୌଢ଼ାଦୌଡି଼ କରୁଥିଲା ! ଘର  କାମ କରିବା ପାଇଁ ସେ ଆଦୌ ସମୟ ପାଉନଥିଲା ! ଘରେ କିଛି କାମ ପଡ଼ିଲେ ସଲମାନ୍ କୃ ପଠାଉଥିଲା  ରଉଫ୍! ସବନମ୍ ଥିଲା  ଖୁବ୍ ସୁନ୍ଦରୀ  ଓ ସଲମାନ୍ ବୟସର! ତେଣୁ ଉଭୟଙ୍କ ସମ୍ପର୍କ ଘନିଷ୍ଠ ହେବାରେ ଲାଗିଲା! କଥାବାର୍ଜା, ଥଚ୍ଚାମଢାବେଳେ ସଲମାନ୍ ର ଲୋଭିଲା ଆଖି ଲାଖି ରହ୍ ଥ୍ଲା ସବନମ୍ ର ସୁନ୍ଦର ଶରୀର ଉପରେ! ସବନମ୍ ଥିଲା  ଖୁବ୍ ଚା ଲାକ୍ ତେଣୁ ସଲମାନ୍ ର ଉଦ୍ଦେଶ୍ୟ ଠଉରେଇବାକୁ ତାକୁ ବେଶିସମୟ ଲାଗିନଥିଲା !
    ପ୍ରଥମେ ସଲମାନ୍ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରିଥିଲା  ସବନମ୍! ମାତ୍ର ଅଧିକ ଦିନ ନିଚ୍ଚକୁ ନିୟନ୍ତ୍ରଣ କରିପାରିନଥିଲା ! ସଲମାନ୍ କ୍ଳ ଆକର୍ଷିତ କରିବା ପାଇଁ ସେ ମଧ୍ୟ  ନୂଆ ନୂଆ ବାହାନା କଲା! ରତ୍ତଫ୍ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ରୁ  ଅଧ୍ କାଂଶ ସମୟ ବାହାରେ ରହିଲା! ଅନ୍ୟ କର୍ମଚାରୀଙ୍କୁ ସେ ଭୋଟପ୍ରଚାରରେ ଲଗାଇଚେଇ ଘରର ଭଲମନ୍ଦ ଚ୍ଛ୍ରଝିଚା ଦାୟିତ୍ଵ ଛାଡିଦେଲା ସଲମାନ୍ ଉପରେ! ସଲମାନ୍ ଅଧିକ ସମୟ ସବନମ୍ ପାଖେ ପାଖେ ରହିଲା  ଓ ଦିନେ ସବନମ୍ କୃ ଭିଡ଼ି ଧରିଲା! ସବନମ୍ ମିଛ ରାଗ ଦେଖାଇ କହିଲା - ଭାଇକାନ୍ ଜାଣିଲେ ତମ ମୁଣ୍ଡରୁ ପ୍ରେମ ଭୂତ ଓହ୍ରାଇଦେ ବେ! ସଲମାନ୍ ରସିକତା କରି କହିଲା - ଓ8 ଭାବିଯା ନ୍! ଆମ ଦିହିଁଙ୍କ ଭିତରେ ଭାଇକୁ ଆଣି କାହିଁକି ମ୍ନତ୍ ବି ଗାଡି଼ ନେଉଛ? ‘ମୁଁ ତ ମଲାକ୍ କଚ୍ଛ୍ରଥ୍ଲି ସବନମ୍ କହିଲା ଓ ନିକକୁ  ସମ୍ପୁର୍ଣ୍ଣ ସମର୍ପଣ କରିନେଲା ସଲମାନ୍ ପାଖରେ! ବ୍ରହିଁଙ୍କର ଦେହ ଓ ମନର ନିଅଁ ! ଥଣ୍ଡା ହୋଇଗଲା! ଏହା ପରଠୁ  ସୁଯୋଗ ମିଳିବା ମାତ୍ରେ ଦୁହେଁ ଦୁହିଁଙ୍କ  ଶରୀରକୁ ଉପଭୋଗ କରୁଥିଲେ! ଏମିତି ହେଲା ଯେ ସଲମାନ୍ କାମ ଛାଡ଼ି ବାରମ୍ବାର ପହଥ୍ ଯୀଉଥିଲା  ସବନମ୍ ପାଖରେ
ବାରମ୍ବାର କାମ ଛାଡ଼ି ଚାଲିଯାଭଥିବା  ସଲମାନ୍ ଉପରେ ସନ୍ଦେହ କଲା ରତ୍ତଫ୍! ସେ ଅନ୍ୟମାନଙ୍କ ପଚାରି ଚ୍ଚାଣିଲା, ସଲମାନ୍ ସବନମ୍ ସହ ଘଣ୍ଟା ଘଣ୍ଟା ଗଯେ! ଦେ ଖା କରିବାକୁ ଯାଏ! ଦିନେ ସଲମାନ୍ ସବନମ୍ ସହ ଗତ୍ପଥିବା ବେଳେ ରତ୍ତଫ୍ ତାକୁ ଧରିନେଇ ମାରପିଟ କରିବା ସହ କାମରୁ ବାହାର କରିଦେଲା ଏହା ସତ୍ୱେ  ସଲମାନ୍ ସବନମ୍ ସହ କଥା ହେବାରେ ଲାଗିଲା ଓ ସବନମ୍ କୃ ଭେଟ୍ ଥିଲା !
ରଉଫ୍ କୃ ଏହା ଅଛପା ରହିଲା ନାହିଁ ଓ ସେ ସଲମାନ୍କୃ ହତ୍ୟା କରିବା ଯୋଜନା କଲା! ଯୋଜନାଅନୁସାରେ, ଡ୍ରାଇଭର ସଢାମ୍ ସବନମ୍ ସହ ଦେଖା ଜରାଇବେବ କହି ସଲମାନ୍ କୃ ଡାକିନେଲା ଧରମପରା ଚ୍ଚଇଂଲକୁ ! ସେଠାରେ ପହଞ୍ ସଲମାନ୍ ଦେଖିଲା ସବନମ୍ ବଦଳରେ ଠିଆ ହୋଇଛଷି ରଭଫ୍ ତାର ପୁତୁରା  ଳଫର ଓ କାଭେବ୍! ସେଠାରୁ ଦୌଡ଼ି ପଳାଇବା ପୂର୍ବରୁ ସମସ୍ତେ ମିଶି ସଲମାନ୍ର ବେକକୁ ରଶିରେ ଭିଡ଼ି ହତ୍ୟା କଲେ! ମୁହଁକୁ ପଥରରେ ଛେଚି ବିକୁତ କରିଦେଲେ ଓ ଗୂପ୍ତାଙ୍ଗ  କାଟିବେଲେ ! ତ୍ପଲିସକୁ ବିଭାଷ କରିବା ପାଇଁ ତା ଗଳାରେ ପିନ୍ଦାଇବେଲେ ତୁଳସା ମାଳି, ସ୍ୟାଣ୍ଟ ପକେଟରେ ରଖିଦେଲେ ଗୋଟିଏ ପୁଅ ଓ ଝିଅର ଫଟୋ! ହତ୍ୟା କରିସାରି ରଉଫ୍ ବ୍ରଇ ପୁତୁରା  ଓ ଡ୍ରାଇଭରକ୍ଳ ଚନ୍ଦନନଗର ପଠାଇବେଇ ନିଜେ ଧରମପୁରାସ୍ଥିତ ଭଉଣୀ ପରେ ରହିଗଲା ଓ ପରଦିନ ଚନ୍ଦନନଗର ଫେରି ନିଜ କାମରେ ଲାଗିଗଲା ! ସବୁ  ଶୁଣିବା ପରେ ତ୍ପଲିସ ରରଫ୍, ଜପର, ଚ୍ଚାଭେବ୍ ଓ ସଦ୍ଦାମ କୁ ଜେଲ୍ ପଠାଇବେଲା

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...