Sunday, 4 June 2017

ଚରିତ୍ର ହୀନା





ସ୍ଥାନ  - କଲିମ୍ ପଙ୍ଗ ର  ଏକ  ହସ୍ପିଟାଲ
 କାଳ - ଅତିକ୍ରାନ୍ତ ଏକ ବର୍ଷଣ ମୁଖର ଦ୍ୱିପ୍ରହର!
ପାତ୍ର - ଧନବାହାଦୁର ଗୁରୁଙ୍ଗ ଓ ଅନ୍ୟମାନେ!
କ୍ୟୁ ରେ ଠିଅ! 6ହାଇ ଥିବା ! ଧନବାହାଦୁର ଦେଖିଲା  କିଛି ଦୂରରେ ସ୍ୱଳ୍ପ ବୟସ୍କ ସ୍ତ୍ରୀ 6ଲାକଚିଏ ଚିତ୍କାର କରି ତଲେ ଗ ଡୁଛି! ତାର ସମଗ୍ର ଦେହ ରକ୍ତା କ୍ତ ! ଦେହସାରା କାମୁଡ଼ା ରାମ୍ପୂଡ଼ା କ୍ଷତ  ତଳ ଓଠକୁ  କେହି ଜଣେ 6ଜାର କରି କାମୁଡ଼ି ପ୍ରାୟ ଅଧା ଅଧ୍ ଛିଣେଇ ବେଇଛି! ପ୍ରଚଣ୍ଡ ଭାବରେ ଫୁଲିଯାଇଛି ବା ପଟ ଆଖି ! ବିକଳ ହୋଇ ତଳେ ଗ ଡ଼ୁଛି ବିଚାରୀ
ଧନବାହାଦୁର ଆଉ ବେଶି ସମୟ ସହି ପାରିଲାନାହିଁ! ସେ ଭାବିଲା, ନିଶ୍ଚିତ ଭାବରେ କେହି ଜଣେ ୟୀକୋକଟି ଉପରେ ଅତ୍ୟାଚାର କରିଛି! ତାକୁ ନିର୍କୟ ଭାବରେ ଷକ୍ତାକ୍ତ କରିପକାଇଛି! କି ଅସହ୍ୟ  ବେଦନା ଭୋ ଗୁଛି ସ୍ତ୍ରୀ 6ଳାକଟି!

ଧନବାହାଦୁର ର ଡାକ୍ତର ଙ୍କ ପାଖକୁ ଯିବାର ଥିଲା ’! ମାତ୍ର ସେ ଧାଡ଼ିରୂ ଚାଲିଆସି ସ୍ତ୍ରୀ 6ଲାକଟି ପାଖରେ ପହଞ୍ଚଲା ! ଯନ୍ତ୍ରଣାରେ ସଢୁ ଥିବା ସ୍ତ୍ରୀ ଲୋକଟି ପ୍ରତି ତାଭିତରେ ଦୟଭାବ  ଭରିଯାଇଥିଲା ! ସେ ତାପାଖରେ ବସି ପଡ଼ିଲା! ତାମୁଣ୍ଡକୁ ଆଉଁଷିବେଲାଭାବୁ  ଥିଲା  ସେ ପଚାରିବ ଯେ, ତାକୁ ଏମିତି କାମୂଡ଼ିଛି କିଏ? ଆଉ କଣ ପାଇଁ? ମାତ୍ର ତାକୁ ତାର ପ୍ରଶ୍ନ ଠିକ୍ ଲାଗିଲାନାହିଁ ! ତେଣୁ ସେ ପଚାରିଲା- ଲାପୁଛି ତୁମେ କୌଣସି ଦୁର୍ଘଟଣାର ଶିକାର ହେଇଛ ! କେମିତି ଏସବୁ  ଘଟିଲା?’  ସ୍ତ୍ରୀ ଲୋକଟି କୁ  ଯନ୍ତଣା ହେଉଥିଲା ସତ! ମାତ୍ର ଧନବାହାଦୁର ର କୋମଳ କଣ୍ଠସ୍ଵର ଶୁଣି ସେ ତାର ଯନ୍ତ୍ରଣାକୁ କିଛିମାତ୍ରାରେ ଭୁଲିଗଲା! ସେ ନିଜର 6କାହ ଗପି କହିଲା- ଏହା କୌଣସି ଦୁର୍ଘଟଣା ନୁହେଁ! ମେ! ସ୍ୱାମୀ  ହିଁ 6ମାର ଏପରି ଦଶା କରିଛନ୍ତି  ସେ ମଦ ପିଇଦେଲେ ରାକ୍ଷସ ପାଲଟିଯାଆନ୍ତି ! ମେ! ସହ ସହବାସ କରିବା ପରିବର୍ତ୍ତେ ସେ 6ମାତେ କାମୁଡ଼ି ରାମ୍ପୃଡ଼ି ରଚ୍ଚାଚ୍ଚ କରିଦିଅନ୍ତି ସବୁଦିନେ ଏମିତି ଘଟେ! ହେଲେ ଆଜି ସବୁ  ସୀମା ଟପିଯାଇଛି |ସ୍ତ୍ରୀ ଲେକଟିର କଥା ଶୁଣି ଧନବାହାଦୁରବାହୟଦୁର ଚମକି ପଢ଼ିଲା ! କହିଲ!- କୌଣସି ସ୍ୱାମୀ  ଣ ଏମିତି କରିପାରେ?”  ସ୍ତ୍ରୀ 6ଲାକଟି କହିଲା- ମଦପିଇଦ୍ଦେଲେ  ସେ! ସ୍ୱାମୀ  ହୋଇ ରହନ୍ତିନି ! ଦାନବ ପାଲଟି ଯାଆନ୍ତି ! ମୁଁ ହେଉଛି 6ଗା6ଟ ଅସହାୟ ସ୍ତ୍ରୀ ! ଏମିତି ଯନ୍ତଣା ସହିବା ମେ!ର ଭାଗ୍ୟ! ଦେଖ, ସେ 6ମାର ଆଉ ସବୁ କଣ କରିଛନ୍ତି !ଏତିକି କହିସ୍ତ୍ରୀ 6ଲାକଟି ତାଶରୀରର ବିଭିନ୍ନ ସ୍ଥାନ  ଦେଖେଇଲେ! ଯେମିତି ମଣିଷନୁହେଁ; କୌଣସି  ହେଟାବାଘ ଆକ୍ରମଣ କରିଛି  ସ୍ତ୍ରୀ 6ଳାକଟିକୁ  - ଠିକ୍ ସେମିତି ହିଁ ଲାଗିଲା ଧନବାହାଦୁରକୁ ! ସେ  ସ୍ତ୍ରୀ 6ଲାକଟିକୁ  ଆଶ୍ବାସନା ଦେଲା ଓ ଡାକୁ ଡାକ୍ତରଙ୍କ  ପାଖକୁ ନେଇଗଲ!
        ସ୍ତ୍ରୀ 6ଲାକଚିର ନାମ ଥଲା ମନୀତା ତମାଙ୍ଗ  ଓରଫ ମୋନା ! ଗହମ ରଙ୍ଗର ଦେହକୁ ଆକର୍ଷଣୀୟ ଚେହେରା! ପୁଣିଅସହାୟା! ଏସବୁ ଧନବାହାଦୁର ମନରେ ଏକ ଅପୂର୍ବ ସମୀକରଣ ତିଆରି କରୀ ଦେଇଥିଲା ! ସେ ପ୍ରାୟତଃ ମନେମନେ ତାକୁ ପସନ୍ଦ କରିବା ଆରମ୍ଭକରିଦେଇଥିଲା  ! ତେବେ ଧନବାହାଦୁର ଯେ, ଅବିବାହିତ ଥିଲା  ସେକଥା ନୁହେଁ! ତା  ସ୍ତ୍ରୀ  ଥିଲା  ଯିଏ ଦଶବର୍ଷରେ ସାତଟି ସନ୍ତାନ  ଜନ୍ମ ଦେଇଥିଲା  ଏହ! ସଙ୍ଗେ ଧନବାହାଦୁର ଆକର୍ଷିତ ହୋଇଥିଲା  ମନୀତା ପ୍ରତି! ଆଉ ମନୀତାର ହୃଦୟ ବି ଦୁର୍ବଳ ପାଲଟିଯାଇଥିଲା  ଧନବାହାଦୁରକୁ ନେଇ! ତାର ଦୁଇଟି ସନ୍ତାନ   ଥିଲେ ! ଏହାସତ୍ୱେ , ସେ ଧନବାହାଦୁର ଆଡ଼କୁ ଆକର୍ଷିତ ହୋଇ ଥିଲା ! ଡାକ୍ତରଖାନାରେ ଧନବାହାଦୁର ତାପ୍ରତି ଦ୍ଦେଖେଇଥିବା ସମବେଦନା, ସେ ତାକୁ  କହି ଥିବା ! ମିଠ! ମିଠ! କଥା ଏସବୁ  ତାକୁ  ଏକ ଭିନ୍ନ ଇଲାକାକୁ ନେଇଯାଇଥିଲା ! ! ଫଳରେ ସେମାନେ ପରସ୍ପର ର ନିକଟରେ ହେବାକୁ ଲାଗିଲେ! ଦିନେ ଧନବାହାଦୁର ନିକର ମନକଥା ପ୍ରକାଶ କରିଦେଲା ମନାତ! ନିକଟରେ! ସେମାନେ ଏକ ନଈକୁ ଳ ଜଙ୍ଗଲ ରେ ବସି ଥିଲେ ! 6ଲାକବାକକେହି ନ  ଥିଲେ  ! ସେ ସ୍ଥାନ  ଖୁବ୍ ନିର୍ଜନ ଓ ନିରାପଦ ଥିଲା  ! ଧନବାହାଦୁର କହିଲ!- ମନୀତା! ମୁଁ ତୂମକୁ  ଭଲପାଏ! ବାହାହେବାକୁ  ଚାହେଁ ମନୀତା ବି ତ ଠିକ୍ ସେଇଆ ଗହୁଁଥିଲା ! କେବଳ ଅପେକ୍ଷା କରିଥିଲା ! ଧନବାହାଦୁର ଠାରୂ ଏତିକି କଥ! ଶୁଣିବା ପାଇଁ ! ଆଉ ଯେତେବେଳେ ସେହି କଥା ଶୁଣିଲା ସେ ନିଜକୁ ସମ୍ଭାଳି ପାରିଲାନାହିଁ ! ଧନବାହାଦୁର କୁ  ନିଜର ଆଲିଙ୍ଗନ ରେ ବାନ୍ଧି ନେଲା! ତାମୁହଁକୁ ଚୁମ୍ବନ ରେ  ଛାଇବେଲା ଜଣେ ସାତଟି ପିଲାର ମାପାଖରେ ରହି ରହି 6ବାର୍ ହେଇଯାଇଥିଲା  ଧନବାହାଦୁର ମନୀତା ତାପାଇଁ ଥିଲା  ଏକ ସଜଫୁଟା  ଫୁଲ ପରି ସତେଜ ଓ ସୂଗନ୍ଧିତ! ମନୀତା ବି ଗହୁଁଥିଲା  ତାମନକୁକିଣିନେଇ ଥିବା ! ଧନବାହାଦୁର  ତାର ଦେହକୁ ବି ଅଧିକାର କରୁ ! ଆଉ ତାହ! ହିଁ ହେଲା! ନିର୍ଜନ ନଈକୁଳ, ଶୂନ୍ ଶାନ୍ ଜଙ୍ଗଲୀ  ପରିବେଶ ସେମାନଙ୍କ ଏକାନ୍ତ ମିଳନର ପର୍ବର ଏକମାତ୍ର ସାକ୍ଷୀ ପାଲଟିଲା
ଏହି ଘଟଣାର ଦିନ କେଇଟା ପରେ ସେମାନେ ନିଷ୍ଠଭି ନେଲେ ଯେ , ଏ ସ୍ଥାନ  ଛାଡ଼ି ଗଲିଯିବେ ! ପରସ୍ପରକୁ  ବାହାହୋଇ ଏକ ସୁଖର ସଂସାର ଗଢ଼ିବେ! ଏଥିରେ ନା ମନୀତାର ଅସମତି ଥିଲା ନା ଧନବାହାଦୁର ରସେମାନେ 6ଗାଚିଏ ଚର୍ଚ୍ଚରେ ବାହା ହେଇଗଲେ ଓ ବମ୍ବେ ଚାଲିଗଲେ!ଧନବାହାଦୁର ର କେତେଜଣ ବନ୍ଧୁ ରହୁ ଥିଲେ  ୱେଷ୍ଟ ବମ୍ବେ ରେ! ସେମାନେଧନବାହାଦୁର ର ପାଇଁ ଏକ ଚାକିରି ଜୋଗାଡ଼ କରିଦେଲେ! କିଛିଦିନ ପରେ ମନୀତା ମଧ ନିଜ ପାଇଁ ଏକ ଚାକିରି 6ଯାଗାଡ଼ କରିନେଲା! ବମ୍ବେ ଭଳି ସହରରେ ରହିବ! ପାଇଁ ସର୍ବନିମ୍ନ ଯେତିକି ଟଙ୍ଗା ଦରକାର ସେତିକି ଆସିଗଲା ସେମାନଙ୍କ ହାତକୁ! ଆର୍ଥିକ   ସମସ୍ୟା ନ ଥିଲା ! ସେମାନେ6ଗାଟିଏ ଘର ଭଡ଼ା ନେଇ ନୂଆ ଜୀବନ ଆରମ୍ଭ କଲେ!
ଧନବାହାଦୁର ମନୀତାଠରୂ ବୟସରେ ବଡ଼ ଥିଲା  ! ମାତ୍ର ମନୀତା ଠିଅ! ହୋଇଥିଲା ଯୌବନ ର ମଧ୍ୟ ସ୍ଥଳ ରେ  ତେଣୁ  ମନୀତାକୁ  ଖୁସି ରଖିବାକୁ  ହେଲେ ତାକୁ ଯେ  ସ୍ଵତନ୍ତ ଭାବରେ  ପ୍ରସୁତ କରିବାକୁ ହେବ ଏ କଥା ଆଦୌ ଭୁଲି ନ ଥିଲା  ଧନବାହାଦୁର! ସେଥ୍ ଲା ଗି ସେ ମଦରଆଶ୍ରୟ ନେଲା! ମନୀତା ବିଛଣାକୁ ଆସି ଦ୍ଦେଖ୍ ଲାଧନବାହାଦୁର ମଦପିଉଛି! ସେ ତାକୁ କାରଣ ପଚାରିଲା ତ ଧନବାହାଦୁର  କହିଲା- ମୁଁମଦ ପିଇଛି 6ବାଲି ତୁମେ 6ମାତେ ଅ ଧିକ ସୁନ୍ଦରୀ  ଦିଶୁଛ ! 6ମା ଭିତରେ ଥିବା କାମନା ତୂମ ପ୍ରତି ଯଥେଷ୍ଟ ଅଧିକ ହୋଇ ଯାଇଛି! ଦେଖ, ମୁଁତୁମକୁ କେମିତି ଭଲ ପା ଉଛି !ମନୀତା କହିଲା- ତାହେଲେ 6ମାତେବି ପିଇବାକୁ ଦିଅ! ମୁଁ ପିଇଲେ ତୁମ ପ୍ରତି ମେ! ଭିତରର କାମନା ବି  ଖୁବ୍ ବଢ଼ିଯିବା ଆଉ ଏକ ରାତିଟାକୁ  ଆମେ ସର୍ବାଧକ ଖୁସିରେ କାଟିଦ୍ଦେଇପାରିବାଧନବାହାଦୁର ଡେରି କଳାନି! ମନୀତା ପାଇଁ ବି ଏକ ପେଗ୍ ଥଢାଡ଼ିଦ୍ଦେଲା! ଲିକର ପିଇବ! ପରେ ମନୀତା ଭାବିଲା, ସତ କହ୍ନଥିଲା ଧନବାହାଦୁରବାହାଦୂରା ତାଭିତରେ ତ କାମନାର ଜୁଆର ସୃଷ୍ଟି  ହେଉଛି! ସେଦିନ ରାତିଟିକୁ  ସେମାନେ ଚରମ ସୁଖର ଜୁଆର6ର ଭାସିଭାସିବିତେଇଦେ6ଲୀ
   କୁହାଯାଏ, ମଦ ମଣିଷ ପାଇଁ ଧ୍°ସର ଦ୍ୱାରା  ଖେ!ଲିଦିଏ! ମନୀତା ମଧ ଥିଲା ଜଣେ ମଣିଷ ! ସେ ଏକଥା ଜାଣିଯାଇଥିଲା  ପେ, ଧନବାହାଦୁରଏକ ମଧବୟପ. ପୁରୁଷା ଆଉ ସେ ଜୌବନର ପାହାଚରେ ପାଦ ଥାପିଥିବା 6ଗାଚେ ନାରୀ ! ଯେତେ ଉପକ୍ରମ କଲେ ବି ଧନବାହାଦୁରବାହପଦୁର ତାକୁ ସୁଖ ଦେଇପାରୁନି! ତାପାଇଁ ଦରକାର 6ଗା6ଟ ନୂଆନୂଆ ଜୌ ବନ ରେ  ପାଦ ରଖୁ ଥିବା ଏକ ଯୁବକ!
   ବିନା ଅର୍ଥ ବ୍ୟୟରେ ନାରୀକୁ ରୋଗ କରିବ! ପାଇଁ ଚାହୁଁ ଥିବା ! ଯୁବକଙ୍କର ଅଭାବ ନ  ଥିଲା  ବମ୍ବେରେ ! ପୁଣି ପାଖପଡ଼ାଶୀରେ ମନୀତାର  ଥିଲେ  ଅନେକ ପ୍ରଶଂସକ; ଯେଉଁମାନେ ତାକୁ  କମେଣ୍ଟ ପାସ୍ କରୁ ଥିଲେ ସେ ବାଟରେ ଚାଲୁଗଲୁ ତାକୁ ପ୍ରେମର ଇସାରା ଦେଉଥ୍6ଲା ତେଣୁ ମନାଢା ପାଇଁ ତାମନଲାଖ୍ ଏକ ଯୁବକ (ଯୋଗାଡ଼ କରିବା 6ର୍ଜାଣସି କାଠିକର ପାଠ ନ ଥିଲା ! ଧନବାହାଦୁର କାମକୁ ଚାଲିଯିବ! ପରେ ଭିନ୍ନଭିନ୍ନ ଯୁବକଙ୍କୁ ଆମନ୍ତ୍ରଣ କରି ସୁଖ  ସାଉଣ୍ଠୁଥିଲା  ମନୀତା!
               ତେବେ ବେଶିଦିନ ସେ ଧନବାହାଦୁରବାଦ୍ରାଦୁର ଆଖିକୁ ଫାଂକି  ଦେଇପାରିଲାନିଦିନେ ଧରାପଡ଼ିଗଲା ମନୀତା! ତେବେ ସେ ଅନୁତପ୍ତ କିମା ଦୁଖୀ  ନ ଥିଲା  ଓଲଟି ଧନବାହାଦୁରର ଆଖିରେ  ଆଖ୍ ମିଶେଇ କହିଲା- ମୁଁ ତୁମକୁ ନେଇ 6ବାର୍ 6ହାଇଗଲିଣି ! ସେଥିଲା ଗି ପ୍ରେମର ନୂଆ ଅନୁଭୂତି ନେଉ ଥିଲି ! ଏଥିରେ  ଡୁମର ରାଗିବାର କଣ ଅଛି !ଧନବାହାଦୁରରାଗରେ ପାଗଳ ହୋଇଗଲା! ନିର୍ଭୟ ହୋଇ ତାକୁ ପିଟିବାରେ ଲାଗିଲା! ମାତ୍ର ମନୀତା ଥିଲା  ଏକ ବାନ୍ଧ  ଭାଙ୍ଗି ଯାଇଥିବା ନଈର ପ୍ରଖର ସ୍ରୋତ ! ତାକୁ ଧନବାହାଦୁରବାହଦୁରର ମାଡ଼ଗାଳି କିମା କଟକଣା କେମିତି 6ରାକିପାରିଥାନ୍ତା  ସେଥିଲା ଗିତାପରଦିନ ମନୀତା ତାର ସେହି ଯୁବକବନ୍ଧୁ ସହିତ ଘର ଛାଡ଼ି ଗଲିଗଳା! ଯେଉଁ   ମନୀତା ର ମାୟାରେ ନିଜ ପରିବାରକୁ ଛାଡି଼ଦେଇଥିଲା  ଧନବାହାଦୁର ସେହି ମନୀତା ତାକୁ ଛାଡ଼ି ଆଉ ଜଣକ ସହିତ ଚାଲିଗଲା ! ଏ ଦୁଃଖ ନା ସେ କାହାକୁ   କହିପାରୂଥିଲା  ନା ନିଜେ ସହି ପାରୂଥିଲା ! ଆଖୁ ଲୁହକୁ  ଓଠରେ ପିଇ ରହିଲ! ଧନବାହାଦୁର! ହେଲେ ପନ୍ଦରଦିନ ପରେ 6ଫରିଆସିଲା ମନୀତା ! ବାସ୍ତବିକ  ଯେଉଁ ଯୁବକ ସହିତ ସେ ଘର ଛାଡ଼ି ଯୀଇଥିଲା  ସେ ତାକୁ ପନ୍ଦର ଦିନ ଉପଭୋଗ କରିବା ପରେ ବିଦା କରିଦେଲା! କାରଣ ସେ ଥିଲା  ଯୁବକ ! ଆଉ ତାପାଇଁ ମନୀତା ଥିଲା ! ଏକ ବୟସୀ ମହିଳା
                  ମନୀତା ଆସି ଧନବାହାଦୁର 6ଗାଦୋତ ଧରି କ୍ଷମା ମାଗିଲା! ଆଉ କ୍ଷମା କରିବା ପରିବଭୈ ଧନବାହାଦୁରବାହପହ୍ରରର ମଧ ଅନ୍ୟ କିଛି ଚାରା  ନ ଥିଲା  ! କାରଣ ପ୍ରଥମ ସ୍ତ୍ରୀ  ତଥା ପିଲାମାନଙ୍କ ସହିତ ତାର 6ର୍ଜାଣସି ସମ୍ପର୍କ ନ ଥିଲା ! ଇଛା ନ ଥାଇ ବି ସେ ମନୀତାକୁ  ପାଖରେ ରଖିଲା !ମନୀତା ଶପଥ କରିଥିଲା  ଯେ, ସେ ଆଉ କାହ! ସହିତ ପାପ ସମର୍କ ରଖିବ  ନାହିଁ ! ସେ ବଦଳିଯିବା ହେଲେ ଦିନ କେଇଟା ପରେ ସେ ତାଶପଥ ଭୁଲିଗଲା ଓ ଧନବାହାଦୁର କୁ  ଲୁତେଇ ଭିନ୍ନଭିନ୍ନ ଯୁବକଙ୍କ ସହିତ ଅନୈତିକ ସମ୍ପର୍କ ରଖିବାରେ  ଲାଗିଲା! ଏକଥା ଜାଣିବା ପରେ ଭୀଷଣ ସମସ୍ୟାରେ ପଡିଗଲା  ଧନବାହାଦୁର | ପରଭର୍ଟ ମନୀତାଠୁ ମୁକ୍ତି  ପାଇବା ଲାଗି ସେ ଈଶ୍ଵରଂକୁ  ଡାକିବାକୁ ଲାଗିଲା!     
                   ଧନବାହାଦୁର  ସିନା ନିଜ ପରିବାର ସହିତ ସମର୍କ ନ ଥିଲା ; ହେଲେ ମନୀତାର ନିଜ ବାପଘର ସହିତ ସମ୍ପର୍କ ରହିଥିଲା ! କିଛିମାସ ପରେ ଦିନେ ମନୀତା ଖବର ପାଇଲା ପେ, ତାଭାଇକୁ କ୍ୟାନ୍ ସର  ଅଳ୍ପ ଦିନରେ ତାର ମୃତ୍ୟୁ ଘଟିବା ଏକଥା ଶୁଣି ମନୀତା ଜିଦ୍ ଧରିଲା  ଘରକୁ ଯିବ! ବାସ୍ତବରେ ଯାହାର ଭାଇକୁ  କ୍ୟାନ୍ ସର  ତାଭଉଣୀକୁକେହି କଣ ମନା କରିବ ଯିବା ପାଇଁ ! ଧନବାହାଦୁର କହିଲା- ଠିକ୍ ଅଛି, ଚାଲ ଆମେ ସାଥୀ 6ହାଇଯିବ’! ଆଉ ତୂମ ଭାଇଙ୍କୁ ଦେଖ୍ 6ଫରିଆସିବ! !ହେଲେ ମନୀତା କହିଲା- ନାସେ ଏକୁଟିଆ ଯିବା ତାର ଯିବାର 6ନାଁଣସି ଆବଶ୍ୟକତା ନାହିଁ!ମନୀତାର ଏଇ କଥା  ଚିନ୍ତାରେ ପକେଇଦେଲା ଧନବାହାଦୁର କୁ ! ତାମନକୁ ପାପ ଚୁଇଁଲା! ଚିନ୍ତାରେ ପକେଇଦେଲା ଧନବାହାଦୁର କୁ ! ସେ ଭାବିଲା, 6ବାଧହୂଏ ଭାରକୁ କ୍ୟାନ୍ ସର  6ହୀଇଥିବା  କଥା ମିଛ  ଏଇଟା ମନୀତାର ଗେ!ଟେ ଡାଲ୍! ସେ ହୂଏତ ତାଭାଇ କୁ ଦେଖି ବାରବାହାନାକରି ଆଉକୋଉ  6ଟାକା ସହିତ ପଳେଇଯିବା ସେଥିଲା ଗିସେ ଜିଦ୍ ଧରିଲା, ସେ ବି ମନୀତା ସହିତ ଯିବା ନ 6ହ6ଲ ମନୀତା ଯାଇପାରିବ ନାହିଁ! ମନୀତା ବି ଥିଲା  ନଛୋଡ ବନ୍ଦା! ସେ କହିଲା, ସେଏକୁଟିଆ ଯିବା ମନୀତାର ଜିଦ୍ ଧନବାହାଦୁରଋ ସଦ୍ଦେହକୁ  ସତ୍ୟ ରେପରିଣତ କରିଦେଲା! ସେ ମନୀତାକୁ  ଚଟକଣାଟେ କଷିଦେଲା  ! ମନୀତା ବି ଛାଡ଼ିଲା ନାହିଁ ! ସେ ମଧ ଚଟକଣା ଲଗେଇବେଲା ଧନବାହାଦୁର କୁ ! ଧନବାହାଦୁର ସହିପାରିଲାନି ଏକଥା! ମନୀତାର ଦୁପଚ୍ଚାକୁ  ମନୀତାବେକରେ ଗୂଡ଼େଇ ତାର ତଶ୍ଚିକୁ  ଚିପିଧରିଲା! କିଛି ସମୟ ଛଟପଟ ହୋଇ  ମରିଗଲା ମନୀତା! ଗିରଫ ହୋଇ ଥାନାକୁ  ଗଳା ଧନବାହାଦୁର!ସେଠାରୁ ଜେଲ, ଜେଲଭିତରେ ଥାଇ ବୁଏତ ଧନବାହାଦୁରବାହାଦୂର ଭାବୁ  ଥିବ ସେଦିନ ଡାକ୍ତର ଖାନାକୁ  ସେ ଯାଇ ନ ଥିଲେ  ହିଁ ଭଲ ହୋଇଥାନ୍ତ! ! ନା ତାର ମନୀତା ସହ ଦେଖାହୋଇ ଥାନ୍ତା  ନା ସେ ଜେଲକୁ ଆସିଥାନ୍ତା!

କଣ୍ଟା





ବା ବେ ରା ରୋଡ଼୍ ସ୍ତିତ  ପାଲହାରି ଗାଁର ଶେଷମୁଣ୍ଡରେ ଗୋଟିଏ ଶବ ପଡ଼ିଥିବା  ଦେଖି  ଗ୍ରାମବାସୀଙ୍କ ମଧରେ ହଲଚଲ ଖେଳିଗଲା ! ଶବଟି ଗୋଟିଏ କଣ୍ଟା ବୁନ୍ଦା ଭିତରେ ମୁହଁ ମାଡ଼ି ପଡ଼ିଥିଲା ! ପାଖରେ ଏକ ଟଣାଟ୍ରଲି  ଠିଆ ହୋଇଥିଲା! ଲୋକମାନେ ଡେରି ନ କରି ନିକଟସ୍ଥ ପୋଲିସ  ଷ୍ଟେସନ  କୁଖବର ଦେଲୋ ପୋଲିସ ଆସି ଶବ ଜବତ କରି ବାହାରକୁ ଆଣିଲା!ଭିଡ଼ ଭିତରେ ଥିବା  ଦୁଇଜଣ ଲୋକ ଶବକୁ ଦେଖୁ ଦେଖୁ କଢି ଉଠିଲେ: ଆରେ ଇଏତ ଅନଶାର୍! ଇଏ ଚ ବୁଲିବୁଲି ଟ୍ରଲି ରେ ସାମାନ୍  ବିକେ
          ଆପାତତଃ ପୋଲିସକୁ ଶବର ପରିଚୟ ମିଳିଗଲା! ଅନଶାର୍ ଘର ପାଇବାକୁ ମଧ ବେଶି ଚେଷ୍ଟା  କରିବାକୁ ପଡ଼ିଲା ନାହିଁ ! ସେମାନେ ଆସି ଅନଶାର୍ ଘରେ ପହଁଚିଲେ | ଘରେ କବାଟ ଖୋଲିଲା ନୁରଜାହାନ୍ ଓ ପୋଲିସକୁ ଦେଖି  ଆଶର୍ଯ୍ଯ ହୋଇଗଲା ପୋଲିସ ପଗରିଲା- ଅନଶାର୍ କଣ ଏଇଠିରହେ ?’ ନୁରଜାହାନ୍ କହିଲା- ହଁଏଇଟା ହେଉଛି ଅନଶାର୍ ର ଘର! ଆଉ ମୁଁ ହେ ଉଛି ଅନଶାର୍ ର ସ୍ତ୍ରୀ  !ପୋଲିସ ପଚାରିଲା- ଅନଶାର୍ କାହିଁ ?  କେଉଁଠି ଅଛି ସିଏ ?’ ନୁରଜାହାନ୍ ମୁହଁ ଶୁଖେଇ ପକେଇଲା ଓ କହିଲା- ସାର ! ସେ ଠେଲା ନେଇ ଯାଇଥିଲେ! ଦୁଇଦିନ ହେଲା ଘରକୁ ଫେରିନାହାଢି! କେଉଁଠି ଅଛନ୍ତି  ସେକଥା ବି ମୁଁ ଜାଣେନି ପୋଲିସ କହିଲା-ତୁମେ  ପୋଲିସରେ  ଖବର କରିଛ ?’ ନୁରଜାହାନ୍ କାନ୍ଦି  ପକେଇଲା  କହିଲା- ସାଋମୁଁ ଗୋଟେ ମୂର୍ଖ  ମଣିଷା ମୁଁ ଏତେକଆ ଚିନ୍ତା କରିନି! ତେବେ ଆପଣ ଏତେ କଥା ପଚାରୁ ଛଜି କଣ ପାଇଁ ? ଆପଣ କ  ଅନଶାର୍ ଖବର ପାଇଛନ୍ତି  ପୋଲିସ କହିଲା- ଖାଲି ଖବର ମିଳିନି! ଅନଶାର୍ ଶବ ମିଳିଛି ! ତାକୁ କେହି ଗଳାକାଟି ହତ୍ୟା କରିଛି
ଅନଶାର୍ ମରିଯାଇଥିବା  ଖବର ଶୁଣି ଚେତା ହରେଇ ତଳେ ପଡ଼ିଗଲା ନୂରଜାହାନ୍! ପଡ଼ୋଶୀ ସ୍ତ୍ରୀ ଲୋକମାନେ ଆସି ପାଣି ଛାଟି ହୋସ୍ କୁ ଆଣିଲେ! ମାତ୍ର ତାର ଅବସ୍ଥା ଏମିତି ଥିଲା ଯେ, ସେ ପୋଲିସକୁ କିଛି ରହିପାରିଲା ନାହିଁ ପୋଲିସକୁ ଖାଲିହତରେ ଫେରିବାକୁ ହେଲା! ପୋଷ୍ଟ ମର୍ଟମ୍ ପରେ ଶବ ନୂରଢାହାନ୍ କୁ ହସ୍ତାନ୍ତର  କରିଦେଲା ପୋଲିସ! ପରିବାରର ସହଯୋଗରେ ଶବ ସତ୍କାର  ମଧ ହୋଇଗଲା! ବେଶ୍ କିଛିଦିନ ବିତିଗଲା! ପୋଲିସକୁ କୌଣସି କ୍ଲୁ ମିଳିଲା ନାହିଁ! ସେମାନେ ବି କେସ୍ କ୍ଲୋସେ ଜ କରିଦେବାକୁ ବସିଥିଲେ! ମାତ୍ର ସେତିକିବେଳେ ଇ ନ୍ ଫର୍ମରମାନେ ଏମିତି ଏକ ସୂଚନା ଆଣିବେଲେ ଯାହ! ପୋଲିସ ପାଇଁ ଥିଲାଅତ୍ୟନ୍ତ  ଅବିଶ୍ଵସନୀୟ! ସାମାନ୍ୟ ଡେ ରି ନ କରି ପୋଲିସ ଯାଇ ଗିରଫ କଲା ନୃରଜାହାନ୍ କୁ ଏବଂ ପଡ଼ୋଶୀ ରଶିଦ୍ ଖାନ୍ କୁ !  ସେମାନେ ମଧ ଥାନାକୁ ଆସୁ ଆସୁ ସ୍ୱୀକାର କରିନେଲେ ପେ, ସେମାନେ ହିଁ ହତ୍ୟା କରିଛଳି ଅନଶାର୍ କୁ  ! କାରଣ ଅନଶାର୍ ଥିଲା ସେମାନଙ୍କ ପ୍ରେମ ପଥର କଣ୍ଟା ! କଣ୍ଟା  ହଟେଇବାକୁ ଯାଇ ସେମାନେ ତାକୁ ହତ୍ୟାକରି କଣ୍ଟା ବୁଦା କୁ  ଫୋପାଡ଼ି ଦ୍ଦେଇଛନ୍ତି

ଘଟଣା ଘଟିଥିଲାଏମିତି :
 ଉତ୍ତରପ୍ରଦେଶର ଆଜା ଦ୍ ନଗରଗେ ରହୂଥିଲା ଅନଶାର୍! ପରିବାର କହିଲେ ସ୍ତ୍ରୀ ନୁରଜାହାନ୍ ଓ ଛୋଟ ଛୋଟ ତିନିଝିଅ : ରୋଶନୀ, ଚାନ୍ଦନା ଏବଂ ଚାନ୍ଦ ତାରା  ନିଶାର ବେଗ ଓ ମୁନ୍ନା ବେଗମ୍ ଙ୍କ ଦୁଇପୁଅ ମଧରୁ ଦୁଇପୁଅ ମଧରୁ ବଡ଼ ହେଊଛି ଅନଶାର୍! ପରିବାରର ମୁଖ୍ୟ ବେଉସା ହେଉଛି ଠେଲାଗାଡି଼ ! ସେମାନେ ଠେଲାଗାଡି଼ଗେ ସାମାନ  ବିକି ପରିବାର ଚଳାନ୍ତି ! ଜମିବାଡ଼ି କିଛି ନାହିଁ ! ତେଣୁ ସ୍ଥାଇ ଘର ବି ନାହିଁ ! ସେମାନେ ବିଭିନ୍ନ ସ୍ଥାନ ରେ ରହି ବ୍ୟବସାୟ କରନ୍ତି ! ଯେଉଁଠି ବିଜ଼ନେସ ଭଲ ଗଲେ ସେଠାରେ ସେମାନେ ଘରଭଡ଼ା ନେଇ ରୁହନ୍ତି
 ଇତିମଧ୍ଯରେ ନିଶାର ବେଗ ଓ ମୁନ୍ନା ବେଗମ୍ ସେମାନଙ୍କର ପିଲାମାନଙ୍କୁ ବିବାହ କରେଇ ଅଲଗାଁ କରିଦେଲେ! ଅନଶାର୍ ତାର ସ୍ତ୍ରୀ  ନୂରଜାହାନ୍ କୁ ନେଇ ଗୋଟିଏ ଘର ଭଡା  ନେଇ ରହିଲା ଓ ଟ୍ରଲି ରେ ବେପାର ଆରମ୍ଭ କରିଦେଲା! ନୁରଜାହାନ୍ ଦେଖି  ବାକୁ ଥିଲା ସୁନ୍ଦରୀ! ସେ ମଧ ସ୍ୱାମୀ ସହିତ ବେଶ୍ ସହଯୋଗ କଚ୍ଛଥିଲା! ସେଥିଲାଗି ସେମାନେ ଖୁବ୍ ଭଲ ବ୍ୟବସାୟ କରୁଥିଲେ  ଇତିମଧ୍ଯରେ ପାଞ୍ଚବର୍ଷ ବିତିଗଲା ଅନଶାର୍ ଓ ନୂରଜାହାନ୍ ର ତିନୋଟି କନ୍ୟା  ସନ୍ତାନ କନ୍ନନେଲେ! ଫଳରେ ପରିବାରର ଖର୍ଚ୍ଚ ବଢ଼ିଲା ! ସେଥିଲାଗି ସେମାନେ ଆଲିଗଞ୍ଜର ହାତୀ ଖାନ୍ନା ମୋହାଲ୍ଲା ନାମକ ଏକ ସ୍ଥାନକୁ ଚାଲିଯିବାକୁ ନିଷ୍ଠଭି ନେଲେ! କାରଣ ସେଠାରେ ବେପାର ଭଲ ହେଉଥିଲା! ଉଭୟ ଅନଶାର୍ ଏବଂ ନୃଜୋହାନ୍ ନିଷ୍ପତି   ନେଲେ ପେ, ଯେମାନେ ଏକାଥରେ ପରିବାର ନେଇ ହାତୀଖାନ୍ନା ମୋହାଲ୍ଲା କୁ ଗଲିପିବେ  ଓ ସେଠାରେ ଘର ଭଡ଼ା ନେଇ ରହିବେ! ସେମାନେ ତାହ! କଲେ! ଟ୍ରକ  ରେ  ମାଲ୍ ପତ୍ର ଲୋଡ଼କରି ସେଇଥିରେ ଅନଶାର୍ ନୁରଜାହାନ୍ ଓ ପିଲାମାନଙ୍କୁ ବସେଇ ହାତୀଖାନ୍ନା ମୋହାଲ୍ଲା କୁ ପ6ଠଇଦେଲା ! ସେ ବାକି କାମ ସଦୁ ଶେଷକରି ପଛରେ ଯିବ ବୋଲି ରହିଗଲା ! ନୁରଜାହାନ୍ ପିଲାମାନଙ୍କୁ ଧରି ବାହାରିଗଲା ହାତୀଖାନ୍ନା ମୋହାଲ୍ଲା କୁ |  ଡ୍ରାଇଭର ଗାଡ଼ି ନେଇ ହାତୀଖାନ୍ନା ମୋହାଲ୍ଲା ର ଏକ ଲୁହା ଦୋକାନ ଆଗରୋ ଯେଉଁ ଦୋକାନର ମାଲିକ ଥିଲା ରଶିଦ୍ ଖାନ୍ ! ବାସ୍ତବରେ ତାହ! ରଶିଦ୍ ଖାନ୍ ର ବାପ ସଲିମ୍ ଖାନ୍ ର ଦୋକାନ ଥିଲା! ମାତ୍ର ଦୋକାନକୁ ଚଳାଊଥିଲା ରଶିଦ୍ ସେ ଥିଲା ଅବିବାହିତ!  ତେଣୁ ତାଦୋକାନ ଆଗରେ ଗୋଟିଏ ସାମାନ୍ ବୋଝେଇ ଗାଡ଼ି ରହିବା ଦେଖ୍ ସେ ଆଶ୍ଚର୍ଯ୍ୟ ହୋଇଗଲା ! ତେବେ ଆଶ୍ଚର୍ଯ୍ୟ ବେଶି ସମୟ ପାଇଁ ରହିଲ! ନାହିଁ ! ଅଧିକ ନ୍ତୁ ତାହ! ଆନନ୍ଦରେ ପରିଣତ ହୋଇଗଲା! କାରଣ ସେହି ଗାଡ଼ି ରିତରୂ ତଳକୁ ଓଲେଈ ଆସିଲା ନୁରଜାହାନ୍

ନୁରଜାହାନ୍   କୁ ଦେଖିବ! ଷଣି ରଶିଦ୍ ଛାତିରେ ଯେମିତି ଭୂକମ୍ପ  ଘଟିଗଲା! ତାକୁ ଲାଗିଲା ଯେମିତି ମେଘ ଢଙ୍କା  ଆକାଶକୁ ଭେଦକରି ଜହ୍ନ  ଉଇଁ ଆସିଲା! ରଶିଦ ଥିଲା ଯୁବକ ! ତେଣୁ ସେ ତାର ଆଖ୍ ପତା ତଳକୁ କରିପାରିଲା ନାହିଁ! ସେ ନୂରଜାହାନ୍ କୁ ଯେତେ ଦେଖୁଥିଲା ତାକୁ ସେତେ ନୂଆ ଲାଗୁଥିଲା !
  ତାର ଆଖ୍ ଯେ  ରଶିଦ୍ ଉପରେପଡ଼ି ନ ଥିଲା ସେକଥା ନୁହେଁ! ସେ ଭଲଭାବରେ ଜାଣି ସାରିଥିଲା ଯେ, କେହି ଜଣେ ତାକୁ ପଲକ ନ ପକେଇ ଦେଖୁଛି! ତାକୁ ଏକଥା ଖରାପ ଲାଗିବା ପରି ବର୍ତ୍ତେ  ଖୁବ୍ ଭଲ ଲାଗୂଥିଲା! ସେ ଭାବୁ  ଥିଲା- ମୁଁ ଏଠାକୁ ଆସୁଆସୁ ଏମିତି ଘଟିଲାଣି! ଏଠାରେ ତାହେଲେ ଦୁଷାମି କରିବା ଭଳି ପିଲା ଅଛନ୍ତି ଗୋଟେ ନୂଆ ସ୍ତ୍ରୀ ଲୋ କକୁ ଏମିତି ଖୋଲାମେଲାରେ ଅନେଇବା କିଛି କମ୍ କଥା ନୁହେଁ! ଏ ପିଲାଟି ନିଶ୍ଚିତ ଏକ ସାହସୀ ପିଲା! ଏକଥା ଭାବି  ନୂରଜାହାନ୍ ରଶିଦ୍ ଆଡ଼କୁ ଅନେଇ ଟିକିଏ ହସିଦ୍ଦେଲା ଓ ସେମାନେ ଯେଉଁ ଘରଟିକୁ ଭଡ଼ା ନେରଥିଲେ ତାହାର ଗେଟ୍ ଖୋଲି ତାଭିତରକୁ ପଶିଗଲା! ଦୁଆର କବାଟ ଖୋଲି ଭିତରକୁ ଯିବା ପୂର୍ବରୁ ସେ ପୁଣି ଥରେ ପଛକୁଚାହିଁଲା! ଦେଖିଲା , ରଶିଦ୍ ତାଯିବ! ବାଟକୁ ସେରମିତି ଅନେଇ ରହିଛି! ଏଥିରେ  ଖୁସି ହେଇଗଲା ନୂରଜାହାନ୍ ର ମନା ଡାଛଢ଼ା ସେ ତ ସେମିତି ହେଉ ବୋଲି ତାହୁଁଥିଲା!
    ବାସ୍ତବରେ  ନୁରଜାହାନ୍ ଥିଲା ବେଶ୍ ରୋମାଶ୍ଚିକ୍ ପ୍ରକୃତିର ମହିଳା! ତାର ମିଜାଜ଼ ଥିଲା ରଙ୍ଗି ନ୍! ମାତ୍ର ଅନଶାର୍ ଥିଲା ସମୂର୍ଣ୍ଣ ବିପରୀତ! ସତକଥା ହେଊଛି ସେ ନିଜର ପରିବାର ତଥା ପିଲାମାନଙ୍କୁ ନେଇ ସବୁ ବେଳେ ବ୍ୟସ୍ତ  ରହୂଥିଲା! କେମିତି ସେ ଅଧିକ ରୁ ଅଧିକ  ରୋଜଗାର କରିବ ଝିଅମାନଙ୍କୁ ମଣିଷ କରିବ ସେହି ଚିନ୍ତାରେ ରହୁ ଥିଲା! ସେଥିଲାଗି ସେ ଆବଶ୍ୟକତାଠାରୁ ଯଥେଷ୍ଠ ଅଧିକ  ସମୟ ପରିଶ୍ରମ ଳରୁଥିଲା! ନୂରଜାହାନ୍ କୁ ସେ ସମୟ ଦେ ଉଥିଲା ସତ;  ହେଲେ ସେତିକିରେ ନୂରଢହାନ୍ ର  ଆବଶ୍ୟକତା ମେଣ୍ଠୁ ନ ଥିଲା! ! ଢେଣୁ ଯେତେବେଳେ ରଶିଦ୍ ଆଖିରେ  ନୁରଜାହାନ୍ ତାପ୍ରତି ଦୁର୍ବଳତା ଦେଖିଲା ସେତେବେଳେ ସେ ଭାବିଲା,ଏଭଳି ଏକ ସ୍ଥାନରେ  ଘର ରଡ଼! ନେବ! ତାପାଇଁ ଏକ ଆଶୀର୍ବାଦ!
          ରଶିଦ୍ ଦୋକାନ ଆଉ ଅନଶାର୍ ନେଇଥିବା  ଘର ସମାନ୍ତରାଳ ଥିଲା! ! ନୁରଜାହାନ୍ ଝରକା ଖୋଲିଲେ ରଶିଦ୍  ଉପରେ ତାର ନଜର ପଡ୍ରଥିଲା! ! ରଶିଦ୍ ତାକୁ ଆଖ୍ ପୂରେଇ ଦ୍ଦେଖୁଥିଲା ! ଆର ନୁରଜାହାନ୍ ଘଡି଼କିଘଡ଼ି ଝରକା ପାଖକୁ ଆସି ରଶିଦ୍ ମନରେ କାମନାର ନିଅଁ! କାଳୁଥିଲା! ଦିନେ ରଶିଦ୍ ଭାବିଲା ଏମିତି ଅନେଇବାରେ କିଛି ଲାଭ ନାହିଁ ! କିଛି ନା କିଛି ଷ୍ଟେପି ପ୍ ନେବ! ଦରକାର! ଆଉ ସେ ତାର ଅଭିଜ୍ଞତାକୁ ଭିଭିକରି ଏକଥା ଜାଣିଯାଇଥିଲା ପେ, ନୂରଜାହାନ୍ କୁ ସେ ଯାହ! ମାଗିବ ସେ କେବେ ବି ତାକୁ ଦବାକୁ ମନା କରିବ ନାହିଁ
ଏମିତି ଭାବି ଦିନେ ଯାଇ କବାଟ୍ ଠକ୍ ଠକ୍ କଳ! ରଶିଦ୍ ! କବାଟ ଖୋଲିଲା ନୁରଜାହାନ୍ ! ଘରେ କେହି ନ ଥିଲେ ! ଅନଶାର୍ ସବୁ  ଦିନ ପରି କାମକୁ ଗଲିଯାଇଥିଲା ପିଲାମାନେ ସ୍କୁଲ କୁ ପଳେଇଯାଇଥିଲେ! ଦୁଆର ପାଖରେ ରଶିଦ୍ କୁ ଦେଖ୍ ହସିବେଲା ନୁରଜାହାନ୍ ! ଆଉ ଡେରି କଲାନି ରଶିଦ୍! ସେଇଟି ତାକୁ ଜାବୁ ଡି଼ ଧରିଲା! ପ୍ରତିବାଦ କରିବା ପରିବର୍ତ୍ତେ  ନୁରଜାହାନ୍ କହିଲା-  ତୁମେ ଏ କଣ କରୁଛ ? ଯଦି କେହି ଦେଖି ଦେବା ରଶିଦ୍ କହିଲା କେହି ଦେଖିବେନି ! ପଦି ତୁମକୁ କେହି ଦେଖିବ ତ ତାହେଲେ ସେ ଜଣକ ହେବି ମୁଁ!ଏତିକି କହି ରଶିଦ୍ ଶୂନ୍ୟେ ଶୂନ୍ୟେ ନୂରଜାହାନ୍ କୁ ବେଡ଼ ରୁମ କୁ ଟେକିନେଲା | ମିଛ କ୍ରୋଧରେ ମୁହଁ ହଲେଇ ନୁରଜାହାନ୍ କହିଲା- ଏମିତି କଲେ ଦ୍ୱିତୀୟ ଥର ପାଇଁ କିଛି ପାଇବନି !ରଶିଦ କହିଲା  ଦ୍ୱିତୀୟ ଥରକୁ ମୋର ଆଶା ନାହିଁ ! ଆଗ ପ୍ରଥମ ଥର ହେଉ
         ଦାର୍ଘ ଦିନରୁ ଅତୃପ୍ତ  ଥିଲା ନୁରଜାହାନ୍! ଆଉ ବେଶି ସମୟ ସେ ପ୍ରତିବାଦ କରିବାକୁ ଚାହିଁଲା ନାହିଁ ନିଜକୁ ସମର୍ପଣ କରିଦେଲା ରଶିଦ୍ ନିକଟରେ! ରଶିଦ୍ ଦେଖିଲା ତାଆଖ୍ ଆଗରେ ଏକ ସମ୍ପଦର ଭଣ୍ଡାର  ଖୋଲା ହେଇଛି; ଯାହାକୁ ପାଇବା ପାଇଁ ତାଯୁବକ ମନରେ ଅନେକଥର ଜୁଆର ଉଠିଛି! ହେଲେ ସେ ତାହାକୁ ପାଇପାରିନାହି!
ସେ ମନଭରି ସେଦିନ ଉପଭୋଗ କଲା ନୂରଜାହାନ୍ କୁ! ଆଉ ନୁରଜାହାନ୍ ବି! ରଶିଦ୍ କୁ ନିଜର ବାହୁ ବନ୍ଧନରେ ବାନ୍ଧି ରଖି  ନୁରଜାହାନ ଭାବୁ ଥିଲାଏତେ ଦିନ ପରେ ସେ ସୁଖ କଣ ଜାଣିଲା | ସେତିକିବେଳେ ରଶିଦ୍ ପଗରିଲା- ସତରେ ମୋତେ କଣ ଦ୍ୱିତାୟଥର ସୁଯୋଗ ମିଳିବନି ?’ ନୁରଜାହାନ୍ ରଶିଦ୍ କୁ ଜୋରକରି ନିଜ ଛାତିରେ ଭିଡି ଧରିଲୀ ଡାଓଠରେ ଓଠ ମିଶେଇଦେଇ କହିଲା- ମୋ ଓଠରେ ସମୁଦ୍ରେ  ମହୂଅଛି! ଯେତେଥର ପାରୁଛ ଆସ! ସେ ସବୁକୁ ଲୁଟିନିଅ ଏହା ପରେ ନୁରଜାହାନ୍ ଓ ରଶିଦ୍ ମଧରେ କୌଣସି ବନ୍ଧା ବାଡ  ରହିଲା ନାହିଁ ! ଅନଶାର୍ ଓ. ପିଲାମାନଙ୍କ ଅନୂପପିତିରେ ସେମାନେ ସବୁବେଳେ ହଁ ମିଳିତ ହେଉଥିଲେ ଏବଂ ପରକୀୟା ପ୍ରାତିଋ ସ୍ଵର୍ଗସୁଖ ହାସଲ କରୁ ଥିଲେ

 ପରକୀୟା  ପ୍ର1ତି ବେଶିଦିନ ଲୁଚିପାରେନା! ଏଠାରେ ଠିକ୍ ସେଇଆ ହିଁ ଘଟିଲା! ଅନଶାର୍ ଜାଣିଗଲା ସବୁ କିଛି! ତାପରେ ଯାହା ହେବା କଥା ତାହା ହେଲା ! ପାଟିତୁଣ୍ଡ, ମାଡ଼ଗାଳି! ଅନଶାର୍ ଦେଖିଲ , ଆପଣା ସୁନା ଭେଶ୍ଚି! ସେ ଆଉ କାହାକୁ ଦୋଷଦେବ କଣ ପାଇଁ ? ତେଣୁ ଭଲ ହବ ଜାଗା ବଦଳେଇବ! ! ସେ ନିଜର ପରିବାରକୁ ଅନ୍ୟତ୍ର ସ୍ଥାନାନ୍ତର କରିଦେଲା ହେଲେ ସେଠାରେ ବି ସେଇଆ ଘଟିଲା! ନୁରଜାହାନ୍ ଘରକୁ ଡକେଇନେଲା ରଶିଦକୁ ! ହେଲେ ନୃଜୋହାନ୍ ଏଥର ଟିକିଏ ସତର୍କ ହୋଇଯାଇଥିଲା କାରଣ ସେ ଚାହୁଁ ନ ଥିଲା ଯେ, ପୁଣିଥରେ ଡାକୁ ଘର ବଦଳେଇ ଅନେକ ଦୂରକୁ ଯିବାକୁ ପଡୁ; ଯେଉଁଠି କି ସେ ସହଜରେ ଡ଼ାକିନେଇ ପାରିବନି ରଶିଦକୁ! ଅପରପକ୍ଷରେ, ସେ ଆଉ ଅନଶାର୍ ସହିତ ବେଶିଦିନ ରହିବାକୁ ଚାହୁଁ ନ ଥିଲା ସେ ରଶିଦକୁ ବାହ! ହେବାକୁ ଗହୁଁଥିଲା! ଆଶ୍ଚର୍ଯ୍ୟର ବିଷୟ, ନୂରଜାହାନ୍  ପ୍ରେମରେ ପଡି଼ସାରିଥିଲା ରଶିଦ୍! ସେ ମଧ ବାହାହେବାକୁ ଚାହୁଁଥିଲା ଗୋଟେ ତିନିଝିଅର ମାକୁ ! କେବଳ ଅନ୍ତରାୟ ଥିଲା ଅନଶାର୍!  ସେମାନେ ବି ପ୍ରସ୍ତୁତ  ଥିଲେ ସେମାନକ° ବାଟର କଣ୍ଟାକୁ କାଢ଼ି ଫୋପାଡ଼ି ଦେବା ପାଇଁ ରଶିଦ୍ ନିଜର ପିଉସା ସୟିଦ୍ କୁ ସାଥି କଲା | ସୟିଦ ଏକ କାମର ବାହାନା କରି ଘରୁ ଡାକିନେଲା  ଅନଶାର୍ କୁ ! ବାବେର ରୋଡ ର ପାଲହରୀ  ଗାଁର ଶେଷମୁଣ୍ଡରେ ସେମାନଙ୍କୁ ଅପେକ୍ଷା କରିଥିଲା ରଶିଦ୍ | ଦୁଇଜଣ ମିଶି ତାକୁ ତଶ୍ଚିକାଟି  ହତ୍ୟାକଲେ ଓ ଏକ କଣ୍ଟା ବୁ ଦାକୁ ଫୋପାଡ଼ିଦେଲେ  ରଶିଦ୍ ତୁରନ୍ତ ଏଇ ଶୁଭଖବର ଦେବାକୁ ଛୁଟି ଆସିଲା ନୁରଜାହାନ୍ ନିକଟକୁ ଆଉ କହିଲା: ଆମ ରାସ୍ତା ରୁ କଣ୍ଟା ହଟିଯାଇଛି

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...